ବିଜେଡିର ଆଉ ଏକ ରଙ୍ଗଶାଳା, ବଲେ ବଲେ ଢାବା | Odisha Reporter

  Рет қаралды 437,719

Odisha Reporter

Odisha Reporter

3 күн бұрын

ଯାଜପୁର ଜିଲ୍ଲାର ଧର୍ମଶାଳାଠାରେ ଥିବା ଏହି ବିଲଡିଂକୁ ଟିକେ ଭଲ କରି ନଜର ପକାନ୍ତୁ। ବାହାରେ ବଲେ ବଲେ ଢାବା ଲେଖାଥିବା ଏହି କୋଠାଟି ପଛରେ ରହିଛି ସାଂଘାତିକ କାହାଣୀ। ଢାବା ଲେଖା ହୋଇଥିଲେ ବି ଭିତରକୁ ଗଲେ ଆପଣଙ୍କୁ ଲାଗିବ ଫାଇଭ ଷ୍ଟାର ହୋଟେଲ ଭଳି। ଅତ୍ୟାଧୁନିକ ସାଜସଜା ସାଙ୍ଗକୁ ସମସ୍ତ ସୁବିଧା କୁଆଡେ ଏଠାରେ ଉପଲବ୍ଧ। ରାତି ହେଲେ ଏଠାକୁ ଆସନ୍ତି ଟପ ଟପ ରାଜନେତା, ଖଣି ମାଫିଆ, ବଡ ବଡ ଠିକାଦାର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaReporteronKZbin
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #bjd #jajpur #balebaledhaba #Dharmasala #Himanshusekharsahoo #liku #odisha #OdishaReporter

Пікірлер: 583
@chiranjibsahu9961
@chiranjibsahu9961 2 күн бұрын
ଓଡିଶା ରେ ଏମିତି ଆହୁରି ବହୁତ୍ ଜାଗା ରେ ଚାଲିଛି
@amarbag5933
@amarbag5933 2 күн бұрын
ଜାଗାର ନାମ ଲେଖାନ୍ତୁ
@odiaknowledgehubranjit4985
@odiaknowledgehubranjit4985 Күн бұрын
​@@amarbag5933Babi Das ghara quarter vitare double quarter gote MLA ku amt bahariba bhai wait and watch
@sankarhembram6150
@sankarhembram6150 2 күн бұрын
ବାଃ ବାଃ ରେ ଦୂର୍ନୀତି ବିଜେଡି ଘୂଷୁରି ଦଳର ଢାବା,,,
@debendranarayandash9040
@debendranarayandash9040 2 күн бұрын
କହିଲେ ହେବନି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ଅଭିଯୋଗ କଲେ ହେବନାହିଁ
@gyanaranjannayak8457
@gyanaranjannayak8457 Күн бұрын
Right
@dibyalochanbehera3012
@dibyalochanbehera3012 Күн бұрын
ବିଜୁ ଜନତା ଦଳ ର ଅନେକ କେଳେଙ୍କାରୀ ରହିଛି, ଇଏ ଗୋଟେ ନୁହଁ ତେଣୁ ଆମେ ଯୋଉଁ ଭିଜିଲାସନ୍ସ କଥା କହୁଛେ, ଏ ବିଭାଗ ର ଛୋତା ତଳେ ଥିଲେ ବି ଜେ ଡି ନେତା ମନ୍ତ୍ରୀ, ଏ କଥା ସତ ନହେଲେ ପଚିଶ ବର୍ଷ ଧରି ଏ ଭିଜିଲାନ୍ସ କୋଉଟି ଥିଲା. ତେଣୁ ନୂଆ ସରକାର ର କୁରାଢ଼ୀ ଚୋଟ ରେ ଏ ବିଭାଗ ଆଜି ତତ୍ପର, ତେଣୁ ଗୁମର ଗୋଟିଏ ଗୋଟିଏ ସାମ୍ନା କୁ ଆସୁଛି
@pravashmandal3845
@pravashmandal3845 Күн бұрын
​@@gyanaranjannayak8457❤❤❤❤❤❤
@ranjankumarmohanta2003
@ranjankumarmohanta2003 2 күн бұрын
ହିମାଂଶୁ ଭାଇ ଅତିଶୀଘ୍ର JCB ରେ ଭାଙ୍ଗିଦିଅ ...
@jayanteenanda768
@jayanteenanda768 2 күн бұрын
ଆଉଥରେ ବିଜେଡି ଆସିଥିଲେ ଓଡିଶାର ପରିଚୟ ବିରାଟ ବେଶ୍ଯାଳୟ ରାଜ୍ଯ ମାନ୍ଯତା ମିଳିଥାନ୍ତା
@Manas_Bhoi
@Manas_Bhoi 2 күн бұрын
Sata katha, emiti ghatana odisha re, luchajaichhi ,
@bapisadangi3373
@bapisadangi3373 2 күн бұрын
Right
@Richo047
@Richo047 2 күн бұрын
Right
@Zanil-kr7ll
@Zanil-kr7ll 2 күн бұрын
BJP wala jete bhukucha bhuka michha prachar karibare expert 😁😁😁 Modi toh ab Gaya re ba ba
@AsitKumarSa
@AsitKumarSa 2 күн бұрын
😅😅😅kichhi jano naa emiti​@@bapisadangi3373
@SankirtankanharSankar
@SankirtankanharSankar 2 күн бұрын
ବିଧାୟକ ମହୋଦୟ ଠିକ୍ ପଦକ୍ଷେପ ନେଇଛନ୍ତି ତେଣୁ ବିଧାୟକଙ୍କୁ ବହୁତ ବହୁତ ଧନ୍ୟବାଦ୍
@madhabdash985
@madhabdash985 2 күн бұрын
ସବୁ ଖୋଳ କରଛନ୍ତି ଟଙ୍କା ଏମିତି ଟଙ୍କା ଖର୍ଚ୍ଚ କରିଛନ୍ତି ଏତିକି ସାଶନ ଭିତରେ ବିକାଶ କଣ ହେବ ଓଡିଶା
@anandamohakuda4943
@anandamohakuda4943 2 күн бұрын
Vikas b heichi no doubt
@pradeep9108
@pradeep9108 2 күн бұрын
Tu bhabuchi bjp vikas Kariba sie Khali dosa dei 5yr biteiba aau pacha adu nije khaiba
@ayushkumarnath9388
@ayushkumarnath9388 Күн бұрын
Nai maghiya BJD banda chhodiba banda bikash karichi
@uttambaba6800
@uttambaba6800 Күн бұрын
Bikash to mobile recharge ru hebo tike rohija😅😢😂
@ashokbadajena8568
@ashokbadajena8568 2 күн бұрын
BJD ବାୟା ଭୋଟର୍ ମାନଙ୍କୁ ଏଗୁଡl କିଛି ସୁଭୁ ନ ଥିବ ,,,,,,,
@FirstRespect.
@FirstRespect. 2 күн бұрын
Nai tanka gandi ra thipi lagi jaichi 😂😂
@Manas_Bhoi
@Manas_Bhoi 2 күн бұрын
BJD kukura mane kichhi bujhibe nahin, karan emane gutie gutie kukura kritadasa
@santoshsahoo2727
@santoshsahoo2727 2 күн бұрын
Sabu michha katha. Bkz ame bjd party ra loka.
@The_Avengers_Assemble
@The_Avengers_Assemble 2 күн бұрын
Nija swartha hasala hele sabu excuse karidebe ama odisha loka
@SubodhKumar-nc8vm
@SubodhKumar-nc8vm 2 күн бұрын
Aaila re gote BJD baya loka😏
@ranjankumarmohanta2003
@ranjankumarmohanta2003 2 күн бұрын
ହିମାଂଶୁ ଭାଇ ଯୋଉ ଅଫିସର୍ ମାନେ ଦୁର୍ନୀତି କରିଛନ୍ତି ତାଙ୍କ ପ୍ୟାଣ୍ଟ ଖାଲି ଦିଅ ....ଆଉ ନଣ୍ଡା କରି କି ଛାଡ଼ .....
@anandamohakuda4943
@anandamohakuda4943 2 күн бұрын
Se kuadu kholiba , swadhin babu
@manojsahu2039
@manojsahu2039 2 күн бұрын
ଖଜୁରୀ ଗଛର କି ଗୁଣ ଗାଇବୀ ମୂଳରୁ ପାହାଚ ପାହାଚ, ଯାହେଉ ୨୫ ବର୍ଷ ଭଲ ରଙ୍ଗୋଉଥିଲ
@Zanil-kr7ll
@Zanil-kr7ll 2 күн бұрын
Modi bhala rangauchi meloni saha
@AsitKumarSa
@AsitKumarSa 2 күн бұрын
Hahaha....faltu katha....Modi bhala lutuchhi...
@shubhammohanty6199
@shubhammohanty6199 2 күн бұрын
​@@Zanil-kr7llପୋଡ଼ା ଜଳା 😂
@Debadutta-nb3rg
@Debadutta-nb3rg 2 күн бұрын
​@@Zanil-kr7ll tu bi jaa nachibu
@Zanil-kr7ll
@Zanil-kr7ll 2 күн бұрын
@@shubhammohanty6199 😁😁😁 parliament re aaji bhala podichi Modi ra ja tk Burnol lageidabu
@chandipadapanda4707
@chandipadapanda4707 2 күн бұрын
ବାଃ ବାଃ ରେ ବିଜୁ ଜନତା ଦଳ, ନବୀନ ବାବୁ ,ପାଣ୍ଡିଆନ,ଜୀତୁବାବୁ ଆଉ ଖଣି ମାଫିଆ ଦଳ।
@ashokbadajena8568
@ashokbadajena8568 2 күн бұрын
BDO ଙ୍କୁ କୋର୍ଟ ରେ ଦାଖଲ କରାଯାଉ,,
@saratkumargajendra1001
@saratkumargajendra1001 2 күн бұрын
ଯୋଗୀ ସରକାର ପରି, ସରକାରୀ ଜମି ଜବରଦଖଲକୁ ବୁଲଡୋଜ଼ର ଲଗାଇବା ଭାଙ୍ଗି ଦିଆଯାଉ
@bijayapppradhan4563
@bijayapppradhan4563 2 күн бұрын
ସରକାରୀ ଅଧିକାରୀ ଙ୍କୁ ଧର ସେମାନେ ପୂରା ଶୈତାନ।
@bibhutibhusanbehera5147
@bibhutibhusanbehera5147 2 күн бұрын
ବୁଲଡଜର ଚଳାଇ ଏ ସବୁ ଭାଙ୍ଗ ନୁଆ ସରକାର, ଓଡ଼ିଶା ଲୋକ ଖୁସି ହେବେ 🎉
@manasranjandas7029
@manasranjandas7029 Күн бұрын
100% right
@sumeshmaharana7779
@sumeshmaharana7779 2 күн бұрын
ସରକାରୀ ଦଳ ଅଭିଯୋଗ ନକରି ବରଂ କାର୍ଯ୍ୟନୁଷ୍ଠାନ କରିଲେ ଶୋଭାପାଇବ
@shreetam716
@shreetam716 2 күн бұрын
ଧନ୍ୟବାଦ ହିମାଂଶୁ ଭାଇ ଏଭଲି ଲୋକଙ୍କୁ ଛାଡନ୍ତୁ ନାହି ସବୁ ପର୍ଦାଫାସକର
@subhamcomputer5362
@subhamcomputer5362 2 күн бұрын
ସବୁ ବ୍ଲକରେ ଅଛି ଏ bale bale ଢ଼ାବା. ଖାଲି ଖୋଜି ବାହାର କଲେ ହେଲା. ଗୁମର ସବୁ ଫିଟିଯିବ ଏ ମୂର୍ଖ ବିଧାନ ସଭାର ପ୍ରତିନିଧିଙ୍କ ର. ବହୁତ ଦୁର୍ନୀତି.......
@Shivap644
@Shivap644 2 күн бұрын
ବଲେ ବାଲେ ରେ କିଏ ରେ ନାରଣ
@sureshchandradash6900
@sureshchandradash6900 2 күн бұрын
ଢାବାକୁ ଯଥାଶୀଘ୍ର ଧୂଳିସାତ କରିଦିଅ, ଫୁରସତ ଦିଆନଯାଉ
@jagannathmishra5300
@jagannathmishra5300 2 күн бұрын
କେତେ କଣ ବାହାରୁଛି ରେ। ସେଠି କୁଆଡେ MP LAD & MLA LAD ପଇସା ଲାଗିଛି। ବିଜେଡି ସରକାର କୁ ପଚାରନ୍ତୁ ରେ। ବିଜେପି ସରକାର କିଛି କର।
@chiranjibsahu9961
@chiranjibsahu9961 2 күн бұрын
ନନ୍ଦିଘୋଷ TV ରେ ଏ ଖବର ବାହାରିବ ନାହିଁ
@bapisadangi3373
@bapisadangi3373 2 күн бұрын
Right
@manojjena1934
@manojjena1934 Күн бұрын
BJD Bala kara
@deviprasadmishra6563
@deviprasadmishra6563 2 күн бұрын
ନିର୍ମଳ ଶାସନର ନମୁନା, ଏଭଳି ଆହୁରି ଲକ୍ଷେ ବିଜୁ କର୍ମୀ ରହିଛନ୍ତି ଓଡ଼ିଶାରେ
@bhagirathisahu9617
@bhagirathisahu9617 2 күн бұрын
This is power of an MLA
@AshokPanda-qt4qn
@AshokPanda-qt4qn 2 күн бұрын
Apananka News channel ku Bisesh Dhanyabad 👍👏
@chittaranjanojha9439
@chittaranjanojha9439 2 күн бұрын
ଏଥିରେ ନବୀନ ପଟ୍ଟନାୟକ କୁ ଆଗ ଗିରଫ କରାଯାଉ ସବୁ କେଳେଙ୍କାରୀ ର ମୂଳ ହେଉଛି ନବୀନ ପଟ୍ଟନାୟକ plz 🙏ମୁଖ୍ୟମନ୍ତ୍ରୀ sir 🙏
@AsitKumarSa
@AsitKumarSa 2 күн бұрын
Gote case dekhao....😅😅😅😅
@chittaranjanojha9439
@chittaranjanojha9439 2 күн бұрын
@@AsitKumarSa ସମୟ କୁ ଅପେକ୍ଷା କର ଆଗକୁ କଣ ହେଉଛି
@uttambaba6800
@uttambaba6800 Күн бұрын
Eito arombho hela mobile recharge ru 😅😢😂
@harekrishnatripathy7344
@harekrishnatripathy7344 2 күн бұрын
ବୋଲଡଜ଼ଏର ଦରକାର
@DusmantakumarBehera-hh7jb
@DusmantakumarBehera-hh7jb 2 күн бұрын
ବଲେ ବଲେ କାହାପଇସାରେ ଢାବା ଚାଲେ
@KTVNEWS-2024
@KTVNEWS-2024 2 күн бұрын
ବଢିଆ ନ୍ୟୁଜ
@user-fq5gb9ep9e
@user-fq5gb9ep9e 2 күн бұрын
ଭାଙ୍ଗ ଶଳା କୋଠାକୁ
@AshokPanda-qt4qn
@AshokPanda-qt4qn 2 күн бұрын
Sabu Bahariba Jai MAA Bharati Jai Mahakal🙏
@AshokPanda-qt4qn
@AshokPanda-qt4qn 2 күн бұрын
Himansu Babu chhanantu nahi Se Jeu Dala Kati nirbises re Apanku Dhanyabad 🤝🙏
@AshokPanda-qt4qn
@AshokPanda-qt4qn 2 күн бұрын
Mohan sir nku Anurodha Aha Jana hitakare re ahi sampati ku Lagae dele Bahut bhal huanta Bandey Utkal.Jan0aani🙏👏
@user-qf2ek5dt2k
@user-qf2ek5dt2k 2 күн бұрын
ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ।
@khirodkumarpanda4763
@khirodkumarpanda4763 2 күн бұрын
ଲଟକା ନୁହେଁ ଢ଼ାବା ଓ ଲଜ ଉପରେ ଵୁଲଡୋଜର ଚାଲିବା ଦରକାର ଯେହେତୁ ସରକାରୀ ଜମିରେ ବେସରକାରୀ କାମ ଚାଲିଥିଲା
@srustidhardey5817
@srustidhardey5817 2 күн бұрын
Magiha ପ୍ରଣବ କୁ ନୁନୁ କାଟ ❤❤ ବେ
@manojakumarsahoo2180
@manojakumarsahoo2180 2 күн бұрын
ଦେଖରେ ଗେଣ୍ଡା ଭକ୍ତମାନେ ତୁମ ସରକାର କେତେ ସ୍ୱଛ
@Zanil-kr7ll
@Zanil-kr7ll 2 күн бұрын
Dekha re pankua dala tama Modi kete bada chora Ram mandir Paisa ghotala karichi Mandir leak NEET leak NET leak Air port leak Evm leak Government leak
@shubhammohanty6199
@shubhammohanty6199 2 күн бұрын
​@@Zanil-kr7llତୁ ଓଡ଼ିଶାରେ ନା ଓଡ଼ିଶା ବାହାରେ ରହୁଛୁ ? ତୁ ସାଧାରଣ ଓଡ଼ିଆ ନାଗରିକ ନା ରାଜନୀତିଆ ଗେଣ୍ଡା?
@Zanil-kr7ll
@Zanil-kr7ll 2 күн бұрын
@@shubhammohanty6199 kanhi badhuchi sata hazam hauni Manoj Ahuja kie kire odia ki ana odia tama odisha BJP bopa ku pachare 😁😁😁
@shubhammohanty6199
@shubhammohanty6199 2 күн бұрын
@@Zanil-kr7ll On line Burnol😂
@rabindratudu5215
@rabindratudu5215 2 күн бұрын
ଏବି ମଲା
@subhamcomputer5362
@subhamcomputer5362 2 күн бұрын
ବିଜେଡି - ବିଦାୟ ବିବାଦୀୟ ଜନତା ଦଳ ଏବେ ଜନସାଧାରଣଙ୍କ ହାତରେ. Rakhya nahin
@user-nl8uu9bi4d
@user-nl8uu9bi4d 2 күн бұрын
Thanks himanshu ❤️❤️❤️❤️
@user-premanada
@user-premanada Күн бұрын
ସବୁ ରଙ୍ଗଶାଳା ଘର ତୁରନ୍ତ ମାଟିରେ ମିଶେଇ ଦିଆଯାଉ । ଦୋଷୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
@ajayasir6069
@ajayasir6069 2 күн бұрын
Good step
@user-yq2gb1sj1s
@user-yq2gb1sj1s Күн бұрын
CMC ୱାର୍ଡ କଟକ ର ଡେପୁଟୀ ମେୟର ଓ କିଛି ବରିଷ୍ଠ ବିଜେଡି ନେତା ବି ସରକାର ଜାଗାରେ ଘର ନିର୍ମାଣ କରିଛନ୍ତି
@ajitnayak5890
@ajitnayak5890 Күн бұрын
ସବୁଠୁ ପରମ ମାଘିଆ ନବୀନ ପଟନାୟକ ସବୁ ଜାଣିକି କିଛି ନ ଜାଣିଲା ଭଳିଆ ହଉଛି ବିଜେଡି ବିଜେଡି ହଉଛ ଦେଖ ସବୁ ଗୋଟେ ପରେ ଗୋଟେ ଗୁମର ଖୋଲୁଛି ବିଜେଡି ର ନେତା ନେତ୍ରୀ ମନ୍ତ୍ରୀ ମାନଙ୍କର ଓଡିଶାଟା କୁ ଏଇମାନେ ଅଧା ବର୍ବାଦ କରିଦେଇଛନ୍ତି ଶଳା 👍👍
@duryodhannayak73
@duryodhannayak73 2 күн бұрын
ଧନ୍ୟବାଦ ହିମାଂଶୁ
@ganeshpanigrahi4808
@ganeshpanigrahi4808 2 күн бұрын
ଏ'ସବୁ ଅନେକ କେଳେଙ୍କାରୀ, ନୀତିହୀନ, ସ୍ବାଭିମାନହୀନ, ଭ୍ରଷ୍ଟାଚାରୀ, ଦୁଷ୍କର୍ମକାରୀ, ହତ୍ୟାକାରୀ, ଅନୈତିକ କାର୍ଯ୍ୟରେ ଲିପ୍ତ, ଅବାଞ୍ଛିତ ମାନସିକତା, ମାନବିକତାହୀନ, ଅନାର୍ଯ୍ୟ, ନିନ୍ଦନୀୟ ନେତୃତ୍ୱ, ଲଜ୍ଜା ସଙ୍କୋଚ ଓ ଇଜ୍ଜତହୀନ ଏବଂ ଦୁର୍ନୀତିଖୋର ରାଜନୈତିକ ଦଳର କଳାକାରନାମାର ଚରମସୀମା ପାର କରିଥିବା ସତ୍ତ୍ବେ ଧିକ୍କାରଯୋଗ୍ୟ ଘୃଣ୍ୟ 'ବିଜୁ ଜନତା ଦଳ'ର ସମସଦୃଶ୍ୟ ବାରଆଡିଆଛୁଆ ସମର୍ଥକଗୁଡାଙ୍କୁ ଅଶ୍ଳୀଳ ଶବ୍ଦର ମତାମତଗୁଡିକ ବହୁତ ଖରାପ ଲାଗେ !!!???...
@pankajkumbhar1991
@pankajkumbhar1991 2 күн бұрын
Tank u liku bhai...
@ManojBerera
@ManojBerera Күн бұрын
ବହୁତ ଭଲ ଏ ଶଭୁ ଏମିତି❤❤❤❤❤
@user-vl2bt3bu7y
@user-vl2bt3bu7y 2 күн бұрын
Emiti odisha no 1
@dibya63
@dibya63 2 күн бұрын
ଏ ଥିଲା ନବୀନ ବାବୁ ଙ୍କ ସ୍ୱଚ୍ଛ ଶାସନ
@sampadakumar8342
@sampadakumar8342 2 күн бұрын
This is the development in 25 yrs.
@manasdas5089
@manasdas5089 2 күн бұрын
ସମସ୍ତ ମାନ୍ୟବର ବିଧାୟକ ମାନେ ଏମିତି ଓଡ଼ିଶାର ସବୁ ବ୍ଲକରେ ସମୀକ୍ଷା କଲେ ଅନେକ ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆସିପାରିବ । ଜୟ ଜଗନ୍ନାଥ
@SumantaKumarPradhan-dm1tk
@SumantaKumarPradhan-dm1tk Күн бұрын
ଲିକୁ ଭାଇ ଜିନ୍ଦାବାଦ୍ ❤
@bikashmahanta7579
@bikashmahanta7579 Күн бұрын
ଅର୍ଚ୍ଚନା ନାଗ ବହୁତ୍ ଥର ଆସିଛି ପଲଙ୍କ ସେବା ପାଇଁ
@bhaedebasunani8394
@bhaedebasunani8394 Күн бұрын
ଆ ମ୍ ମହନ ସରକାର ସ୍ୱୟମ ଅଜୁର୍ନ ଅବତାର ହୁଇ ଆଇ ଛନ୍ତି ସ୍ୱଗରୁ ମଚକୁ ଭାଇ ମାନେ ଧର ମ୍ ଜୟ ହେଉ ପାପ ବିନାଶ
@indianff3217
@indianff3217 2 күн бұрын
Mazze mazze
@bishnudehury5898
@bishnudehury5898 18 сағат бұрын
ଏହି ପରି ସବୁ ବିଧାୟକ ହେବା ଦରକାର
@dalibandhugouri6001
@dalibandhugouri6001 Күн бұрын
ବିଜେପି ଦଲାଲ ଗୋଧି ମିଡିଆ👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎
@chiranjibijena8216
@chiranjibijena8216 Күн бұрын
ଏମିତିଆ ବିଧାୟକ ସବୁ ନିର୍ବାଚନ ମଣ୍ଡଳୀ କୁ ଦରକାର ଏବେକାର ବିଧାୟକ
@Sikhyabharati
@Sikhyabharati 2 күн бұрын
ରାଜ୍ୟର ସାଧାରଣ ଜନତାଙ୍କ କଷ୍ଟ ଲବ୍ଧ ଧନ ନେଇ କ'ଣ ଏଇସବୁ କାମ ହେଉଥିଲା 😮 ଏହିଭଳି ସ୍ୱଚ୍ଛ ଶାସନ ଚାଲିଥିଲା 😮 ହେ ଭଗବାନ ବିଚାର କର 🙏
@SanjayKumar-kh9cx
@SanjayKumar-kh9cx 2 күн бұрын
ରାଇଟ ଭାଇ
@Lipun-Das-DirectShot
@Lipun-Das-DirectShot 2 күн бұрын
ସେମିତି ପଚାରି ପଚାରି ୫ ବର୍ଷ ସାରିଯିବ । କଣ ହେଇଛି ସେ କଥା ଛାଡ, ନିଜେ କଣ କରିବା କଥା କର ।
@nareshpatro7986
@nareshpatro7986 2 күн бұрын
UR absolutely right 👍 Bro Kalekari yemane jail jiba uchit
@user-ms9rh7hu5q
@user-ms9rh7hu5q 2 күн бұрын
Very good 👍👍
@user-rt2lz6tm8v
@user-rt2lz6tm8v Күн бұрын
ଗରିବ ଲୋକଙ୍କୁ ସେଇଘରେ ରହିବାକୁଦିଆଯାଉ,,,
@buluacharya9954
@buluacharya9954 Күн бұрын
ମାଡ଼ି ଚାଲ 😊😊
@pradeepkumarsinha803
@pradeepkumarsinha803 2 күн бұрын
ଏହି ସମୟରେ U.Pର C.M. YOGI ADITYA NATH ଦରକାର। OTHERWISE IN ODISHA BJP GOVERNMENT CANNOT STOP PC/CORRUPTION/ILLEGAL ACTIVITIES ETC.. ଯେପରି U.P, C.M , YOGI ADITYA NATH,MAFIARAJ, GUNDARAJକୁ ସମାଧି ଦେଲେ, ସେହିପରି ହେବା ଆବଶ୍ୟକ। ରାମନାମ ସତ୍ଯ ହେ। ସବୁ CORRUPTED OFFICERକୁ ବହିଷ୍କାର କରାଯାଇ ତୁରନ୍ତ ELIGIBLE CANDIDATES କୁ ଚାକିରି ଦିଆଯାଉ। NO TRANSFER. NO SUSPENSION. IMMIDIATE DISMISS. STOP ALL GOVERNMENT FINANCIAL ASSISTANCE.
@bijaylaxminayak
@bijaylaxminayak 2 күн бұрын
Up CM Yogi nahi au bjp up re😂
@amareshamohanty69
@amareshamohanty69 2 күн бұрын
କେବଳ କଥାରେ ନୁହେଁ । ଏହାର ତୁରନ୍ତ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଥୀବା ସରକାରୀ ଅଫିସର, ନେତା , ନେତ୍ରୀ ଓ କୁଜି ନେତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଉକ୍ତ ଅବୈଧ ନିର୍ମାଣକୁ ଉଛେଦ କରାଗଲା ପରେ ସାଧାରଣ ଜନତା ଦେଖିବେ ବିଜେପିର ଦମ୍ ।
@sanatanmajhi6232
@sanatanmajhi6232 2 күн бұрын
ବଡ ସବୁ ଜାଣିଛି l
@littlequeenrakhi
@littlequeenrakhi Күн бұрын
😢 ସରକାରୀ ଜମି ସବୁବେଳେ ସୁରକ୍ଷିତ ରଖିବା ଜରୁରୀ ପ୍ରଶାସନକୁ ଅନୁରୋଧ ଆପଣ ସୁରକ୍ଷା ରଖନ୍ତୁ ଏହା ଓଡ଼ିଶା ବାସୀ ଙ୍କ ଅନୁରୋଧ
@nareshkumarswain769
@nareshkumarswain769 2 күн бұрын
GREAT MLA
@abhinashamallick7906
@abhinashamallick7906 2 күн бұрын
ଏଇ କାମ ସବୁ ଆଡ଼େ ହବାଦରକାର
@user-tk9cw3ws3p
@user-tk9cw3ws3p 2 күн бұрын
ବିଜେଡି ର ନେତାମାନଙ୍କୁ ଅତି ଶିଘ୍ର ଜେଲ୍ ପଠା ଜାଉ
@pradeepdas8491
@pradeepdas8491 Күн бұрын
Only right
@ChandanKumar-he4xn
@ChandanKumar-he4xn Күн бұрын
Jay Jagannath bhai
@user-tk2yx9iy9d
@user-tk2yx9iy9d 2 күн бұрын
ଖାଲି ବିଜେଡି ବିରୁଦ୍ଧରେ ଦେଖାଉଛ ବା କହୁଚ କହି ବିଜେପି ବିରୁଦ୍ଧରେ ଦେଖାଉନାହଁ କି କହୁନାହଁ ମିଡ଼ିଆ ଦେଶକୁ ଆଗକୁ ବାଡେଇବାପାଇଁ କାମକରେ କିନ୍ତୁ ଦଳ ଗୋଟେ ଗୋଟେ ଚାନେଲ ଖୋଲିଦେଇଛନ୍ତି ନିଜ ଡାଳବିରୁଦ୍ଧରେ କିଛିକହୁନାହାନ୍ତି କାଲି ବିଜେଡି ବିରୁଦ୍ଧରେ କହୁଛନ୍ତି
@uditparida5709
@uditparida5709 2 күн бұрын
Are murkha BJP ebe nua sasan re aasila...ta pai kn kahiba...tara kn Bhrashtachar thileta kahibe😂😂😂jeteka mendha sabu aama odisha re...
@Sibaram12370
@Sibaram12370 Күн бұрын
ଓଡ଼ିଶା ଚେଞ୍ଜ ହବ କି ଏତେ ଏତେ ଟଙ୍କା ଖଚ କରି ବଡ଼ବଡ଼ ହୋଟେଲ ବଡ଼ ବେଲଣ୍ଡିଙ୍ଗ୍ ତିଆରି କରି - ଓଡ଼ିଶା ଡେବେଲ୍ଫ ହବ କୁଆଡେ ଏମାେନେ ଓଡ଼ିଶା ରେ ରହି ଓଡ଼ିଶା ରୁହି ଲୁଟନ୍ତି
@user-vo8gb8wo8f
@user-vo8gb8wo8f Күн бұрын
Jay.jagannth
@dibya63
@dibya63 2 күн бұрын
ହିମାଂଶୁ ଭାଇ is best, ଆମେ ତୁମ ସାଙ୍ଗ ରେ ଅଛୁ, ଭାଙ୍ଗ ସବୁ jcb ଲଗେଇ
@AntaryamiSamal-nc6uo
@AntaryamiSamal-nc6uo 2 күн бұрын
ବହୁ ମାତ୍ରାରେ ଏଇ ଭଳିଆ ଅଛି ଏ କିଛି ନୁହେଁ ସଳାଙ୍କୁ ଗୋଟି ଗୋଟି କରି ଧରାଜାଉ
@tulsirammajhi3022
@tulsirammajhi3022 Күн бұрын
ଶିଘ୍ର ଆକ୍ସନ ନିଅନ୍ତୁ
@shantanupanda1017
@shantanupanda1017 2 күн бұрын
ଏଇ news channel କୁ neet paper leak ଦେଖା ଯାଉନି ଶଳା news channel କୁ ଜୋତା ରେ ପିଟିବାକୁ ଇଛା ହଉଚି
@arabindamohanty835
@arabindamohanty835 Күн бұрын
Tu khaelu tu kou baloku. Chhode chu.
@user-pl4ok5vh2g
@user-pl4ok5vh2g 2 күн бұрын
କଂଗ୍ରେସ ବାଂଲାକୁ କିଛି ଦେଖାଯାଉନି?
@sandeeprout7805
@sandeeprout7805 Күн бұрын
Keep on exposing this kind of corruption
@samarendramohanty1038
@samarendramohanty1038 Күн бұрын
ବିଜେଡି ଦୁର୍ନୀତି ରେ ବୁଡି ରହିଛି କାର୍ଯ୍ୟ ଅନୁଷ୍ଠାନ ହେବା ଦରକାର
@rameshsahoo6442
@rameshsahoo6442 Күн бұрын
ହିମାଂଶୁ ବାବୁ ଯଥା ଶୀଘ୍ର ବୁଲଡିଓଜେର ଲଗାନ୍ତୁ ନହେଲେ ଆପଣଂକୁ କୁହା ଯିବ ଆପଣ ବି ସେbjd ମାଫିଆ ଙ୍କ ସହିତ ଆପଣ ବି ଅଛନ୍ତି
@akashmohapatra2638
@akashmohapatra2638 2 күн бұрын
Next cm of odisha
@deepaksamal6937
@deepaksamal6937 Күн бұрын
ସବୁ ବୁଲ୍ଡୋଜର ଚଲେଇ ଚଲେଇ ଦିଅ
@rojalinsahoo133
@rojalinsahoo133 Күн бұрын
Good👍👍👍👍👍
@user-yd7dq7ij6w
@user-yd7dq7ij6w 2 күн бұрын
ଓଡିଶା ନମ୍ବର
@minutesaboutShantikunjbyDSLenk
@minutesaboutShantikunjbyDSLenk Күн бұрын
ଯେଉଁଠି ଗଡବଡ ଚାଲିଛି ସରକାର ଙ୍କୁ ଜଣା ପୁଣ୍ୟ ହେବ
@DKSMEDIAPRESENTION
@DKSMEDIAPRESENTION Күн бұрын
ଏମାନଂକର ଓଡିଶା ଥିଲା
@biswanathpanda8228
@biswanathpanda8228 Күн бұрын
ଏସବୁ ବି. ଜେ. ଡ଼ି ସରକାର ସମୟରେ ବଡ, ବଡ ନେତା ମାନଙ୍କର ମନରଞ୍ଜନ ପାଇଁ କଟକ, ଭୁବନେଶ୍ୱର, ଠାରୁ ପାଖା ପାଖି ଅଂଚଳ ମାନଙ୍କରେ ଏ ପରି ରାସ ଲୀଳା ଚଳାଇଥିଲେ !
@biswanathpanda8228
@biswanathpanda8228 Күн бұрын
ଯଥା ଶୀଘ୍ର ଏହାକୁ ଭାଙ୍ଗି ଦିଆଯଉ !
@prakashchandrarout.9136
@prakashchandrarout.9136 2 күн бұрын
ଯିଏ ବେଆଇନ ଲିଜ ଦେଇଛ ତୁମ ଉପରେ କାହିଁକି action ହେବ ନାହିଁ ।
@sarojpradhan830
@sarojpradhan830 2 күн бұрын
Jay Sri Rama Jay jay Maa
@JustforMe-gw6cp
@JustforMe-gw6cp Күн бұрын
goodwork
@kumar91425
@kumar91425 2 күн бұрын
Athire sabu Sarakari babu involve achhanti
@dasarathisingh599
@dasarathisingh599 2 күн бұрын
କେବଳ ବୁଲ ଡୋଜ ଦରକାର ସବୁ ଠିକ ହେଇଯିବ l
@DurgaprasadDasIndianpeoplewint
@DurgaprasadDasIndianpeoplewint Күн бұрын
So proud of you
@lopamudramohanty1565
@lopamudramohanty1565 Күн бұрын
Good Acation
@user-gq1yo9ib3c
@user-gq1yo9ib3c 2 күн бұрын
ଏ ଚୁଳ ନଥିବା ଲଣ୍ଡା କିଏ ଦେଖାଯାଉଛି ନିରୀହ କିନ୍ତୁ ସଇତାନ୍
FOOLED THE GUARD🤢
00:54
INO
Рет қаралды 62 МЛН
БОЛЬШОЙ ПЕТУШОК #shorts
00:21
Паша Осадчий
Рет қаралды 5 МЛН
News Fuse 28 JUNE 2024
22:18
OTV
Рет қаралды 493 М.