ବିଜେପି ଦଳ ଜିତିଲା ପରେ ନିଜ ନେତାଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ CM Naveen Patnaik

  Рет қаралды 2,634,370

Odisha Bhaskar

Odisha Bhaskar

Күн бұрын

Пікірлер: 2 700
@KishorkumarMeher-y1e
@KishorkumarMeher-y1e 7 ай бұрын
ଏ ପରାଜୟ ନବୀନ ବାବୁଁ ଙ୍କ ର ନୁହେଁ ସାରା ଓଡ଼ିଶାର ତାଙ୍କୁ ଯେଉଁ ମନେ ଭଲ ପାଉଥିଲେ।ସେ ସବୁଦିନ ପାଇଁ ଓଡ଼ିଶା ବାସୀ ଙ୍କ ହୃଦୟରେ ରହିବେ।
@ommprakash8004
@ommprakash8004 7 ай бұрын
E byakti jone bjd ra posa kukura 😂
@niranjanbhoi3496
@niranjanbhoi3496 7 ай бұрын
Na re sabu center ra abadan ku nija na re karithila....
@laxmipriya7230
@laxmipriya7230 7 ай бұрын
Right 🥺
@RuksarParween-wb8xd
@RuksarParween-wb8xd 7 ай бұрын
😢
@RuksarParween-wb8xd
@RuksarParween-wb8xd 7 ай бұрын
Mr Naveen patnaik you are a great person . odisha vasi aaji swarthapara heigle . odisha bashi lost the dimond
@MahadevMadha
@MahadevMadha 8 ай бұрын
ନବୀନ ସାର ଆପଣ ଆମ ଓଡିଶା ଲୋକ ଙ୍କ ହୃଦୟ ରେ ଥିଲେ ଆଉ ରହିବେ
@mitalipriya7813
@mitalipriya7813 8 ай бұрын
Bala rahibe
@mitalipriya7813
@mitalipriya7813 8 ай бұрын
Tame sabu odisha basi gm neba raha
@MahadevMadha
@MahadevMadha 8 ай бұрын
@@mitalipriya7813 ତମେ କୁଆଡେ ଯିବକି
@cricketmania1523
@cricketmania1523 8 ай бұрын
Tame Jane jhia ti 😢​@@mitalipriya7813
@sudhansusekharjena6217
@sudhansusekharjena6217 8 ай бұрын
Nabeen babu bahut vala laka pandian chal Kari haridela bjd ku
@RasmitaSwain-ke4tt
@RasmitaSwain-ke4tt 8 ай бұрын
ନବୀନ ପଟ୍ଟନାୟକଙ୍କ ବହୁତ୍ ଭଲ ଲୋକ ଆଜି padian ପାଇଁ ହାରିଛନ୍ତି 😢
@RajaniPanda-gq6eq
@RajaniPanda-gq6eq 8 ай бұрын
Yes
@sanjayvrs3462
@sanjayvrs3462 8 ай бұрын
Right said
@sdklu_787
@sdklu_787 8 ай бұрын
Bhala heichi sala harichi 😮😮
@Nayakbabu331
@Nayakbabu331 8 ай бұрын
ନବୀନ ବାବୁ ଯଦି ଭଲ ଥିଲେ ତାହେଲେ ପାଣ୍ଡିଆନ ଆସିଲା କୁଆଡ଼ୁ 🤣🤣
@skcreation3466
@skcreation3466 8 ай бұрын
Right
@psmutiprabha
@psmutiprabha 7 ай бұрын
ଓଡ଼ିଶାରେ ଯିଏ ବି ମୁଖ୍ୟମନ୍ତ୍ରୀ ହଉ କିନ୍ତୁ ଆମ ପାଇଁ ଗୋଟିଏ ମୁଖ୍ୟମନ୍ତ୍ରୀ ସେ ହେଉଛନ୍ତି ନବୀନ ବାବୁ ❤।
@Mohantakld
@Mohantakld 7 ай бұрын
Girish Murmu is New CM of Odisha
@psmutiprabha
@psmutiprabha 7 ай бұрын
@@Mohantakld new amaku darkar nahi ,au seita gote maichia pari dekha jauchhi se ki cm haba
@Smamalovers
@Smamalovers 7 ай бұрын
ସେ ମୁଖ୍ୟ ମନ୍ତ୍ରୀ ନଥିଲେ se ଥିଲେ ଓଡ଼ିଶା ବାସୀଙ୍କର ଭଗବାନ ଆଜି ମୁଁ ଗର୍ଭ କରି କୋହୁଚି ନବୀନ ବାବୁ ଜିନ୍ଦା ବାଦ୍ ମୁଁ ବୋହୁତ ଦୁଃଖିତ ସାର୍ ଓଡ଼ିଶା ବାସୀଙ୍କର ହୃଦୟରେ ଆପଣ ସବୁବେଳେ ରହିଥିବେ i miss you ମୋ ନବୀନ ଭଗବାନ
@mrutyunjaymohanty9855
@mrutyunjaymohanty9855 7 ай бұрын
Garva 😂na garb karucha😮
@OfficialSriyansii
@OfficialSriyansii 7 ай бұрын
Right ❤❤❤
@RIC..
@RIC.. 7 ай бұрын
hn bilkul tuma odia b Naveen inspired
@JinuRout-go4js
@JinuRout-go4js 7 ай бұрын
Right .ama nabin babunka jaga kehineiparebeni jou mantri asileni.
@subhashreejena4064
@subhashreejena4064 7 ай бұрын
ନବୀନ ବାବୁ ସବୁବେଳେ ଆମ ହୃଦୟ ରେ ରହିବେ , କେବଳ pandian ପାଇଁ ଆମ ମୁଖ୍ୟ ମନ୍ତ୍ରୀ ହାରିଲେ , ଭାରି ସରଳିଆ ଲୋକ ଆମ ମୁଖ୍ୟ ମନ୍ତ୍ରୀ।
@dhaneswarmallik8150
@dhaneswarmallik8150 7 ай бұрын
Right Bhai
@Berhampurkhoti
@Berhampurkhoti 7 ай бұрын
Sata Katha pura se pandian pain hi sabu hela ete years kichi bi heinothila emiti kebe
@subhashreejena4064
@subhashreejena4064 7 ай бұрын
@@Berhampurkhoti ହଁ ଏ ପାଣ୍ଡୁ ପାଇଁ ସବୁ ହେଲା , ବାକି ଦେଖିବା କୁ ବାକି ରହିଲା କି bjp କଣ କଣ ପରିବର୍ତ୍ତନ ଆଣୁଚି ଓଡ଼ିଶା ରେ ।
@LililyGouda
@LililyGouda 7 ай бұрын
Right 👍
@subhashreejena4064
@subhashreejena4064 7 ай бұрын
@@dhaneswarmallik8150 ଭାଇ ନୁହଁ ମୁଁ ଭଉଣୀ
@bmanoswinee
@bmanoswinee 8 ай бұрын
ଆଜି ବହୁତ କଷ୍ଟ ଲାଗୁଚି... ନବୀନ ପଟ୍ଟନାୟକଙ୍କ ସାର୍ ଙ୍କ ଏଇ ଉଦାସ ପୂର୍ଣ୍ଣ ଚେହେରା.... ଦେଖିବାକୁ😌
@jibanjyotiroul
@jibanjyotiroul 8 ай бұрын
Same bro😢
@hiteshjaipuria1800
@hiteshjaipuria1800 7 ай бұрын
ପାଣ୍ଡି ଆନ ର ଭୁଲ କଣ
@bmanoswinee
@bmanoswinee 7 ай бұрын
Tame kn blaind ki
@bmanoswinee
@bmanoswinee 7 ай бұрын
ତୁମକୁ କିଛି ଦେଖାଯାଉନାହିଁ
@soudamininayak6814
@soudamininayak6814 7 ай бұрын
Nn
@dibyakumar885
@dibyakumar885 8 ай бұрын
ପ୍ରକୃତରେ ନବୀନ ପଟ୍ଟନାୟକ ସାର୍ ଖରାପ୍ ନୁହଁନ୍ତି କି ବିଜେଡ଼ି ଦଳ ଖରାପ୍ ନୁହେଁ। ବାସ୍ତବରେ ସିଏ ଜଣେ ଲୋକଙ୍କୁ ଭଲ ପାଉଥିବା ମଣିଷ। ବିଜେଡ଼ିର କିଛି ଅସାଧୁ ଆଉ ଗୁଣ୍ଡାନେତାଙ୍କ ଯୋଗୁଁ ହିଁ ତାଙ୍କ ଦଳ ଆଜି ପରାଜିତ ହୋଇଛି।
@abhayasahoo4212
@abhayasahoo4212 7 ай бұрын
Right
@sonalisahoo2845
@sonalisahoo2845 7 ай бұрын
Absolutely...!
@bhagabatapanda2552
@bhagabatapanda2552 7 ай бұрын
Right
@sonalisahoo2845
@sonalisahoo2845 7 ай бұрын
Sir ete bhala loka thile kaha against rew kichhi kahibaraw bi sunini odisha raw situation kn haba bhagwan nku hin janaa
@sonalisahoo2845
@sonalisahoo2845 7 ай бұрын
Ethi loka kahuchhanti bjp hin bhala hele Manipur hinsa rew BJP kn karithilaw ...?
@ranveernayak7858
@ranveernayak7858 7 ай бұрын
ନବୀନ ସାର୍ ଆପଣଙ୍କ ପରାଜୟ ରେ ଆମେ ମର୍ମାହତ 🎉
@Barsha322
@Barsha322 7 ай бұрын
ନବୀନ sir ଓଡିଶା ପାଇଁ ଭଲ ଥିଲେ Miss you Naveen sir ,no 1 CM 🙏
@bikash2353
@bikash2353 8 ай бұрын
ନବୀନ ପଟ୍ଟନାୟକ ପରାଜୟ ହେଲେମଧ୍ୟ ଲୋକଙ୍କ ହୃଦୟରେ ଅଛନ୍ତି, ତାଙ୍କର ସେହି ନମ୍ରତା , ସାଧୁତା ପାଇଁ
@rajeshbehera4171
@rajeshbehera4171 7 ай бұрын
🙏
@RasmitaSwain-ke4tt
@RasmitaSwain-ke4tt 7 ай бұрын
Thik kahuchhanti apana 👍
@mahendramahalik4705
@mahendramahalik4705 7 ай бұрын
ମୋଦି ଯି ଜିତିଲେ ଯେତିକି ଖୁସି ଲାଗୁନି ନବୀନ ପଟ୍ଟନାୟକ ହାରିଗଲେ ସେତିକି ଦୁଃଖ ଲାଗୁଛି😢😢😢😢
@sumitsahu9984
@sumitsahu9984 7 ай бұрын
😢😢😢
@ajitkumarswain5558
@ajitkumarswain5558 7 ай бұрын
Gadar ko kya saza dena chahiye odisha basee soche
@bhimasenpradhan3080
@bhimasenpradhan3080 8 ай бұрын
ଆଜି ଦଳ ହାରିଯାଇଛି କିନ୍ତୂ ଆଜିବି ନବୀନ ବାବୁ ଲୋକଙ୍କ ହୃଦୁୟ ରେ, ରହିବେ, ଆଉ ନିଜମନକୁ ପ୍ରଶ୍ନ କରିବେ
@barsharanipradhan4622
@barsharanipradhan4622 7 ай бұрын
ନବୀନ ବାବୁ ବହୁତ ଭଲ ଲୋକ ..... ଜଗନ୍ନାଥ ସବୁବେଳେ ତାଙ୍କୁ ଭଲରେ ରଖନ୍ତୁ। ❤ଆମ ହୃଦୟ ରେ ଆପଣ ସବୁବେଳେ ବିରାଜମାନ ହୋଇକୀ ରହିବେ। 🙏🙏💗
@RojalinPradhan-hr6ns
@RojalinPradhan-hr6ns 7 ай бұрын
Please come back sir the people of odisha always missing you au e video pura heart touching sir akhiru luha baharijauchi
@suryakantamahalik3462
@suryakantamahalik3462 8 ай бұрын
ଓଡିଶା ଗୋଟେ ମୂଲ୍ୟ ବାନ ରତ୍ନକୁ ହରେଇଛି... କିଛିଦିନ ପରେ ଲୋକେ ଅନୁଭବ କରିପାରିବେ... 😭😭😭
@EntertainmentHub7744
@EntertainmentHub7744 8 ай бұрын
Kebe Anubhav karii paribenii.....Don't Worry....Jane sadabele rahibe bolii mane nahii....samastanka expiry date dine na dine aase....BJP ra bhii aasiba aagaku....Government change heba darkar pratii 5yrs re
@aisworiyabiswal7868
@aisworiyabiswal7868 8 ай бұрын
Right
@SriKrishnalover-y6o
@SriKrishnalover-y6o 8 ай бұрын
Odisha ku bipada asila
@kanhacharanpradhan157
@kanhacharanpradhan157 8 ай бұрын
​@aisworiyabiswa ebe jeun jhada asiba taku sambhali paribani bjp bjp heuchha ta ruhal7868
@MousumiDas-wk6hk
@MousumiDas-wk6hk 8 ай бұрын
Right
@subhransudalai8360
@subhransudalai8360 8 ай бұрын
CM ନମ୍ବର 1ନୁହେଁ ରାଜନେତା ନମ୍ବର 1, ଜ୍ୱଳନ୍ତ ଉଦାହରଣ ସରଳ ଆଉ ନିର୍ମଳ ଏବଂ ନିର୍ବିବାଦୀୟ
@sukantakumarpadhihari7550
@sukantakumarpadhihari7550 8 ай бұрын
ସେ ନିର୍ବିବାଦୀୟ ନୁହଁନ୍ତି, ଶେଷ 10 ବର୍ଷ ପାଇଁ ସେ ବିବାଦୀୟ
@santosh34556
@santosh34556 7 ай бұрын
Odisha BJP Odisha Congress soichonti boliki jiti asuthila. Pandia jogu ebe harila
@sahoosumati248
@sahoosumati248 8 ай бұрын
ତୁମେ ସିନା ହରିଗଲ ହେଲେ ତୁମେ ସମସ୍ତ ଙ୍କ ହୃଦୟରେ ସେହି ନବୀନ ହେଇକି ଅଛ ଯେମିତି ଆଗରୁ ଥିଲ। ଓଡିଶା ବସି ସବୁ ବେଳେ ପାଇ ଆପଣଙ୍କୁ ଝୁରୁବ । ତୁମେ ଆମ ପାଇ କରିଥିବା ପ୍ରତ୍ୟେକ ଯୋଜନା ଓ କାଯ୍ୟ ଆମକୁ ମାନେ ପକେଇ ଦବ ଏ ଓଡ଼ିଶା ନବୀନ ଓଡ଼ିଶା ❤🎉❤
@Dibugoodlife
@Dibugoodlife 8 ай бұрын
Hmm thik kahichanti
@anilsahu-hw5fh
@anilsahu-hw5fh 8 ай бұрын
Absolutely right
@AKSHAYDAS-ho9ri
@AKSHAYDAS-ho9ri 7 ай бұрын
Time.hariki.galani.odissaku.hareideigala
@SinuDasOdiaVlogs
@SinuDasOdiaVlogs 7 ай бұрын
ଜୟ ନବୀନ ସାର୍ ❤❤❤
@sushilapadhihary4290
@sushilapadhihary4290 7 ай бұрын
Koti koti pranam Nabin babu🙏🙏🙏
@SagnikaSwain
@SagnikaSwain 7 ай бұрын
1998 ପର ଠାରୁ ଜନ୍ମ ହେଇଥିବା ପିଲା ଆଉ କାହା ଶାସନ ଦେଖି ନାହିଁ BJd ପରାଜୟ କିନ୍ତୁ ନବୀନ ପଟ୍ଟନାୟକ ଅପରାଜେୟ ... ଓଡ଼ିଆ ଲୋକେ ବୋଧେ ଅଭିମାନ କଲେ ଯେ କାହିଁକି ଆପଣ ଗୋଟେ ଅଣ ଓଡ଼ିଆ ଉପରେ ଏତେ ଭାରସା କଲେ
@avinashmalik4175
@avinashmalik4175 7 ай бұрын
Great leader sir
@swapnaranisahu6771
@swapnaranisahu6771 7 ай бұрын
Miss you no 1 C. M Naveen sir 🙏🙏😥😥
@sahoosumati248
@sahoosumati248 8 ай бұрын
ତୁମେ ଓଡ଼ିଶା ର ଗର୍ବ ଥିଲ ଆଉ ଏବେ ବି ଅଛ 🎉 ଜନ୍ମ ଥିଲେ ମୃତ୍ୟୁ ବି ଅଛି ଠିକ ସେମିତି ଜିତ୍ ଥିଲେ ହାର୍ ବି ଅଛି । ତୁମ ଭଳି cm ଓଡ଼ିଶା ର ଭାଗ୍ୟ😊
@AjayaRashmitaExpress92
@AjayaRashmitaExpress92 8 ай бұрын
Right
@brajendra1995
@brajendra1995 8 ай бұрын
Ek dam right katha aji banchie kali nisicta mariba sir ama hruday re Sabu dina rahibe
@snehalatadas4739
@snehalatadas4739 8 ай бұрын
Pura thik kahichanti apana no 1 cm Naveen pattnayak sir
@BARSHARanipatra-lu7zg
@BARSHARanipatra-lu7zg 7 ай бұрын
Nabinpatnayak sir nku haraichha samoste Abe janibe sir kn thile bahut kasta hauchhi aji 😭😭😭😭
@BARSHARanipatra-lu7zg
@BARSHARanipatra-lu7zg 7 ай бұрын
Samoste Abe janiba kahaku haraichha 😭😭😭😭
@MRcreation2023
@MRcreation2023 8 ай бұрын
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସମସ୍ତ ଙ୍କ ହୃଦୟ ରେ ଅପରାଜେୟ ହୋଇ ସବୁଦିନ ରହିବେ, ଓଡିଶା ଇତିହାସ ରେ ସେ ଚୀର ନମସ୍ୟ, ଅଦ୍ୱିତୀୟ 🙏 ମହାପ୍ରଭୁ ତାଙ୍କୁ ସୁସ୍ଥ ରଖନ୍ତୁ 🙏
@swadhikarbetaj3768
@swadhikarbetaj3768 8 ай бұрын
ଓଡ଼ିଶାର ଇତିହାସ ରେ ଏକ କଳଙ୍କିତ ଜନ ନାୟକ ଭାବରେ ସ୍ବର୍ଣାକ୍ଷର ରେ ଲେଖା ହେବ।
@nuapadafusecall
@nuapadafusecall 7 ай бұрын
♥️♥️♥️🙏🙏🙏Har har mahadeb ♥️🙏♥️🙏♥️🙏jay sri ram ♥️🙏♥️🙏♥️🙏Jay jagannath♥️🙏♥️🙏♥️🙏...prvhu apana nku deha sustha rahauchanti ♥️🙏♥️
@Godzillag914
@Godzillag914 7 ай бұрын
ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶାବାସୀ ଙ୍କ ହୃଦୟ ରେ ରହିଥିବେ❤❤❤❤
@swetashreedas4205
@swetashreedas4205 7 ай бұрын
ସାର୍ ବହୁତ୍ ଦୁଃଖ ଲାଗୁଛି। ଛୋଟ ବେଳୁ ଆମେ କହି ଆସୁ ଆମର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ହେଲେ ଏବେ ଆଉ କହି ପାରିବୁନି😔😔😔 । ଆପଣ ଙ୍କ ଉଦାସ ଚେହେରା ଦେଖି ବହୁତ୍ କଷ୍ଟ ଲାଗୁଛି🥺🥺। ସତରେ ବହୁତ୍ କଷ୍ଟ ଲାଗୁଛି।😭😭😭 । ହୃଦୟ ରୁ ପ୍ରଣାମ 🙏🏻🙏🏻🙏🏻।
@udaynathray4251
@udaynathray4251 7 ай бұрын
ଜଣେ ନିସ୍ଵାର୍ଥପର ସୁନାମଧନ୍ୟ ମୁଖ୍ୟମନ୍ତ୍ରୀ ହିସାବରେ ଓଡିଶା ଓ ଭାରତ ବର୍ଷ ରେ ସ୍ମରଣୀୟ 🙏
@fakirmohansahoo2079
@fakirmohansahoo2079 8 ай бұрын
ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏
@Tiki897
@Tiki897 8 ай бұрын
ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ SIR ଆମ ପାଇଁ ସବୁବେଳେ ସମ୍ମାନୀୟ,ଚିର ପରିଚିତ, ଚିରବନ୍ଦିତ ହୋଇ ଆମ ଓଡ଼ିଶା ବାସୀଙ୍କର ହୃଦୟରେ ସାରା ଜୀବନ ରହିଥିବେ .👌👌👏👏👏👍.❤❤🙏🙏. ଜୟ ଜଗନ୍ନାଥ 🙏🙏🙏❤️❤️🥰 ବନ୍ଦେ ଉତ୍କଳଜନନୀ 🙏🙏🙏🇮🇳🇮🇳🇮🇳❣️🙏🙏👏👏👏🥰
@asimapradhan171
@asimapradhan171 7 ай бұрын
Murkha odisha kn kale se BJP ku jiteichanti
@Tiki897
@Tiki897 7 ай бұрын
@@asimapradhan171 what a Nonsence topic😡
@priyankanaik-t7y
@priyankanaik-t7y 7 ай бұрын
Noncence 😡​@@asimapradhan171
@jogeswarrath9056
@jogeswarrath9056 7 ай бұрын
😅Ño
@KrushnaJarel
@KrushnaJarel 7 ай бұрын
ବହୁତ୍ କଷ୍ଟ ହେଉଛି ଆମର ନବୀନ ପଟ୍ଟନାୟକ Sir
@ଲକ୍ଷ୍ମୀନାରାୟଣ
@ଲକ୍ଷ୍ମୀନାରାୟଣ 7 ай бұрын
Ur always in our heart ....ur the Golden ones for odisha
@santoshkumarmukhi1056
@santoshkumarmukhi1056 7 ай бұрын
ଗୋଟିଏ ତାମିଲ ଲୋକ ପାଇଁ ଆଜି ଆମେ ହୀରା ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ହରେଇ ବସିଲୁ ଜୟ ଜଗନ୍ନାଥ ❤️🙏🇮🇳
@KaliaSahu_Odisha
@KaliaSahu_Odisha 8 ай бұрын
Naveen Sir 2024 Election Re Tame Harigala Odisha Pai Tame Sabu Dina Cm No-1 Hi Rahiba Thank You Naveen Sir I Real Miss You
@shockgamerz4080
@shockgamerz4080 8 ай бұрын
😢really miss bjd sir naveen patnaik Bjd lose bcz of pandian😓 but naveen sir i really miss you😢💔
@MamataParida-h8p
@MamataParida-h8p 8 ай бұрын
Apanku hrudaya ru pranam nabin sir
@jasminsahoo1439
@jasminsahoo1439 8 ай бұрын
I miss u sir bjd Naveen Patnaik
@RasmitaSwain-ke4tt
@RasmitaSwain-ke4tt 7 ай бұрын
I miss you sir 🙏
@odiastorytvodia
@odiastorytvodia 8 ай бұрын
ଏତେ ବର୍ଷ ଧରି ନବୀନ sir ଶାସନ କଲେ ମୁହଁରେ ଜେମିତି ଘୋଷା ହେଇ ଯାଇଥିଲା ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି, ନବୀନ ପଟ୍ଟନାୟକ ଅଦ୍ୱିତୀୟ 😢ଆଜି ବହୁତ୍ ଦୁଃଖ ଲାଗୁଚି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ହାରି ଯାଉଥିବା ର ଦେଖି ଆପଣ ସବୁବେଳେ ଓଡ଼ିଶା ବାସୀ ଙ୍କ ହୃଦୟ ରେ ରହିବେ 🙏🥺♥️
@snehalatadas4739
@snehalatadas4739 8 ай бұрын
Bahut kasta laguchi luha asi jauchi tankara odisha prati bhala paiba dekhiki
@JJJENA-
@JJJENA- 7 ай бұрын
Hmmmmm
@santosh34556
@santosh34556 7 ай бұрын
Harila pore tike bhasan bhi deleni 😂😂😂. Kete bholo cm thile Bokka odia jati
@mydreamschoolgudangnpsdeyp7139
@mydreamschoolgudangnpsdeyp7139 7 ай бұрын
ଆପଣଙ୍କୁ ଆମେ ସବୁବେଳେ ମନେ ରଖିବୁ ଆପଣ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ Be ready for the next election
@RasmitaSwain-ke4tt
@RasmitaSwain-ke4tt 7 ай бұрын
ବହୁତ୍ କଷ୍ଟ ହେଉଛି
@naturalphotoeditor5992
@naturalphotoeditor5992 8 ай бұрын
ସମୟ କହିବ ଆପଣ ସାରା ଓଡିଶା ପାଇଁ କଣ ଥିଲେ। ଯୋଉଟା ସମସ୍ତେ ଅନୁଭବ ବହୁତ ଶୀଘ୍ର କରିବେ। ଆପଣ ଙ୍କର ବିକଳ୍ପ କେବେ ବି ସୃଷ୍ଟି ହେବେନି ଓଡ଼ିଶାରେ। ଏତେ ଜ୍ଞାନ ସବୁ କ୍ଷେତ୍ରରେ ଆଉ କାହା ପାଖରେ ମିଳିବନି। ଜୟ ଜଗନ୍ନାଥ🙏🏼
@Kshirodrasahu123
@Kshirodrasahu123 8 ай бұрын
Mo baala karichhi paisaa baantiki vote paauthila loke sajak hwigale harila nabina👍
@shibanidhurua6536
@shibanidhurua6536 8 ай бұрын
Right
@ଖାଣ୍ଟି_ଓଡ଼ିଆ
@ଖାଣ୍ଟି_ଓଡ଼ିଆ 8 ай бұрын
ତୁ ଛୋଡ଼ି ପୁଅ ଏପରି ବାଳଟା ଜାଣିଛୁ। ତୋ ବୋପା କୁ ଯାଇକି ପଚାର, ନବୀନ ବାବୁ କଣ​@@Kshirodrasahu123
@AjayaRashmitaExpress92
@AjayaRashmitaExpress92 8 ай бұрын
Right
@sangita_coocking_official
@sangita_coocking_official 8 ай бұрын
100% right
@rajneeshkumar1303
@rajneeshkumar1303 7 ай бұрын
ମମତା, ନୀତିଶ କୁମାର, ଅଖିଳେଶ, କେଜି୍ରିୱାଲ, ଯୋଗୀ ଯେତେ ବି ବଡ ବଡ ନେତା ଅଛନ୍ତି ସେମାନେ ସବୁବେଳେ ଅନ୍ୟ କୁ ଟାର୍ଗେଟ କରନ୍ତି, ସତ ମିଛ କହନ୍ତି, କଥା ବେଶୀ, ବଡ ବଡ ଭାଷଣ ମାରନ୍ତି, ବହୁତ ଅହଙ୍କାରୀ l କିନ୍ତୁ ନବୀନ ପଟନାୟକ ପୁରା ବିପରୀତ l ଭଲ ମଣିଷ ସେ l କର୍ମଯୋଗୀ l ଓଡିଶାବାସୀ ତାଙ୍କୁ ନିଶ୍ଚୟ ଝୁରିବେ l
@nikahatkhan3214
@nikahatkhan3214 7 ай бұрын
ଏବେ ତ ନୂଆ ସିଏମ ର ନାମ ମଧ୍ୟ ମନେ ରଖିବାକୁ ଇଚ୍ଛା ହେଉ ନାହିଁ l ନବୀନ୍ ବାବୁ ଆମ ସମସ୍ତ ଓଡିଆ ମାନଙ୍କ ମନରେ ସର୍ବଦା ରହୁ ଥିବେ l
@prabirabehera8103
@prabirabehera8103 8 ай бұрын
ଆପଣ ସିନା ହାରିଲେ ଓଡ଼ିଆ ଇତିହାସ ମନେରଖିବ ❤ ବିଜୁ ବାବୁଙ୍କ ସୁପୁତ୍ର ବୋଲି ନିଶ୍ଚୟ ଆପଣଙ୍କ ସହ କର୍ମୀ,ଜନତା ଓ ପ୍ରଶଂସକ ମନେ ରଖିବେ 🎉
@niharikaacharya7713
@niharikaacharya7713 8 ай бұрын
ନବୀନ ଅତି ସୁନ୍ଦର୍ ମଣିଷ
@dailylife1956
@dailylife1956 8 ай бұрын
ନବୀନ ପଟନାୟକ ଙ୍କ ଭଳି ଭଲ ମଣିଷ, ଏତେ ବର୍ଷ ର ମୁଖ୍ୟମନ୍ତ୍ରୀ ହାରିଯିବା ନିଶ୍ଚୟ ଦୁଃଖର ବିଷୟ l ବୋଧ ହୁଏ 2024 ତାଙ୍କର ଶେଷ ନିର୍ବାଚନ ଥିଲା, ଏହାପରେ ସେ ବୋଧେ ଆସନ୍ତା ନିର୍ବାଚନ ଲଢ଼ିପାରିବେ ନାହିଁ l
@Skybluewindcool
@Skybluewindcool 8 ай бұрын
Karana se narka re thiba next election ku 😂😂😂
@JajatiBhuyan
@JajatiBhuyan 8 ай бұрын
​@@Skybluewindcoolse odisha pai vagaban god
@Skybluewindcool
@Skybluewindcool 8 ай бұрын
@@JajatiBhuyan Odisha pai kalanka. 25 barsa thakichanti abe pane paile late re hele bi
@BabunRishi
@BabunRishi 7 ай бұрын
😭
@sushilapadhihary4290
@sushilapadhihary4290 7 ай бұрын
@@Skybluewindcool tu au to modi sworgare thibe
@utpalkumarmohanty9451
@utpalkumarmohanty9451 7 ай бұрын
Naveen sir always C M odisha 💓
@smrutirekhapanda707
@smrutirekhapanda707 7 ай бұрын
ଓଡ଼ିଶା ରେ ଯେତେ ମୁଖ୍ୟମନ୍ତ୍ରୀ ହେଲେ ବି ଆପଣଙ୍କ ପରି କେହି ହେବେନି ଆପଣ ଓଡ଼ିଆ ଲୋକଙ୍କ ମନରେ ସବୁ ଦିନ ପାଇଁ ରହିଯିବେ । ଓଡ଼ିଶା ଓ ଓଡ଼ିଆ ଲୋକ ଆପଣଙ୍କ ପରି ଗୋଟେ ମୂଲ୍ୟବାନ ରତ୍ନ କୁ ହରେଇଛି। ବାବା ଙ୍କ କୃପା ରୁ ଆପଣ ସବୁବେଳେ ଭଲରେ ରୁହନ୍ତୁ 😔😔🙏🙏
@nilamadhabajena9091
@nilamadhabajena9091 8 ай бұрын
ଯେତେ ଯାହା କରିଲେ ମଧ୍ୟ ନବୀନ ପରି ଲୋକ କିଏ ଆଉ ମିଳିବ ନାହିଁ ଦେଖିବ କେମିତି ଗାଣ୍ଡିମାରିବ ଏବେ ମୋଦି
@TikiSahu-j3d
@TikiSahu-j3d 8 ай бұрын
Bhaithikkahila❤❤❤❤❤
@rnjbhajansandhyagandakipur9857
@rnjbhajansandhyagandakipur9857 8 ай бұрын
Tike hard heigala
@BikashSinde
@BikashSinde 8 ай бұрын
Navin harile dukha laguchhi hele bjp 400 par kamo kola nahi Sethi pai bohut Khushi NDA sarkar asibo modi sarkar nuho. 400 par hai thile gandi marei hai thante
@anweshofficial6812
@anweshofficial6812 7 ай бұрын
Pura sata katha Abe kana heba odisa basi kara
@Dcharlish
@Dcharlish 7 ай бұрын
Thik​@@BikashSinde
@PabitraBehera-c4x
@PabitraBehera-c4x 8 ай бұрын
Miss you Naveen sir no 1 CM
@Jagannathadham
@Jagannathadham 7 ай бұрын
ସାର ଆପଣଂକ ଭଳି ମୁଖ୍ୟ ମନ୍ତ୍ରୀ ବିଶ୍ୱରେ ବିରଳ 🙏🙏🙏
@jchoudhury274
@jchoudhury274 7 ай бұрын
ହିଁ ବିରଳ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଓଡ଼ିଆ ନ କହିବା ଜୟ ଜଗନ୍ନାଥ
@kumarchandan3045
@kumarchandan3045 7 ай бұрын
​@@jchoudhury274😂
@pradushan87
@pradushan87 7 ай бұрын
ha gote madua neta se
@rajneeshkumar1303
@rajneeshkumar1303 7 ай бұрын
ବଡ ଦୁଃଖର କଥା l ଏତେ ବଡ ଆଉ ଏତେ ଭଦ୍ର, ନମ୍ର ନେତା, 5 ଥର ମୁଖ୍ୟମନ୍ତ୍ରୀ ଙ୍କୁ ଓଡିଶା ନିଶ୍ଚୟ ମନେରଖିବେ l
@crimebranch7318
@crimebranch7318 7 ай бұрын
ନବୀନ ସାର୍ ଙ୍କ ଭଳି ଭଲ ମଣିଷ କୋଉଠି ମିଳିବେନି, ଭି. କେ. ପାଣ୍ଡିଆନ୍ ପାଇଁ ଆଜି ଏମିତି ପରିସ୍ଥିତି ହେଲା, ସାର୍ ଆପଣ 25 ବର୍ଷ ହେଲା ଆମ ହୃଦୟ ରେ ଥିଲେ ଆଉ ଆଗକୁ ବି ରହିବେ ❤🙏
@chandrapanda7222
@chandrapanda7222 8 ай бұрын
ହାରିବା ତାଙ୍କ ପାଇଁ ଏହା ହିଁ ପ୍ରଥମ ଓ ଶେଷ ମଧ୍ୟ.
@geetanjalimishra3077
@geetanjalimishra3077 8 ай бұрын
ଠିକ୍ କହିଛନ୍ତି। କାରଣ ପାଞ୍ଚ ବର୍ଷ ପରେ ସେ ଆଉ ଜିତିବା ପାଇଁ ନଥିବେ।
@priyadarsiniruhi
@priyadarsiniruhi 8 ай бұрын
So sad
@debasmitaparida2072
@debasmitaparida2072 8 ай бұрын
​@@geetanjalimishra3077Se jitiba pain thantu ki na thantu se sabu bele kala kala pain lokanka hrudaya re rahibe .Emiti ki tame jadi tuma antaratma ku pachariba tuma antaratma bi kahiba Nabin Pattnaik swochha manisa
@Skybluewindcool
@Skybluewindcool 8 ай бұрын
​@@debasmitaparida2072mo bala thaka au durniti sarkar. Sei 25 barsa kemiti bhuli paribu 😂😂😂
@bikashdalai2960
@bikashdalai2960 8 ай бұрын
😓😔😓😔
@antaryamipatra1858
@antaryamipatra1858 8 ай бұрын
ଆଜି ଓଡ଼ିଶା ଗୋଟେ ଅମୂଲ୍ୟ ରତ୍ନକୁ ହରାଇ ବସିଲା 😢😢😢😢😢😢
@Skybluewindcool
@Skybluewindcool 8 ай бұрын
😂😂😂 balo naa
@srushtikanta2969
@srushtikanta2969 8 ай бұрын
odisha wala bjp sapaku bakerae gudeichanti,,,,,parinam ta manipur tharu bhayankar haba....!
@k.pragyan
@k.pragyan 8 ай бұрын
correct😢
@Skybluewindcool
@Skybluewindcool 8 ай бұрын
@@srushtikanta2969 manipur na mamita meher bhuli guli kemiti chi chi lajya nabin sarkar aee thuuu
@mks5547
@mks5547 8 ай бұрын
BJP ବେଶୀ ରାଜନୀତି କରିବ ଭାଷଣ ବଡ଼ ବଡ଼ ଦେବ କାମ ରେ ଜିରୋ​@@Skybluewindcool
@sibaprasadbiswal7340
@sibaprasadbiswal7340 8 ай бұрын
ପାଣ୍ଡିିଆନ କହିଥିଲା ନବୀନ ପଟ୍ଟନାୟକ ହାରିଲେ ସନ୍ୟାସୀ ଦିକ୍ଷା ନେବ ଯେଉଁମାନେ ସହମତ ଲାଇକ କର ।
@Rinku-u7l
@Rinku-u7l 8 ай бұрын
ଆରେ ଭାଇ ସେଇଟା ତମ ଆଖି ନା ପେଳ😂,,,, ସେ proposal ଦେଇଥିଲା ଯଦି ଧରମା ହଁ କରିବ ସେ ସନ୍ନ୍ୟାସ ନବ,, କିନ୍ତୁ ଧରମା ଡରିକି କିଛି ହଁ କି ନାହିଁ କହିଲାନି challenge accept bi kalaani,,,so କଥା ସେଇଠି ଶେଷ,,,, ତା proposal cancel ହେଇଗଲା
@j-v30-h6v
@j-v30-h6v 7 ай бұрын
We love nabin babu ❤❤❤❤❤🙏🙏
@ballavcharanpradhan3532
@ballavcharanpradhan3532 7 ай бұрын
Nabinbabu 🙏 i salute you....
@PabitraBehera-c4x
@PabitraBehera-c4x 8 ай бұрын
No 1 CM Mr Naveen pattnayak sir
@rajsmitanayak9053
@rajsmitanayak9053 8 ай бұрын
Yes u r absolutely right.
@barsharanibehera9955
@barsharanibehera9955 8 ай бұрын
Yes definitely correct 🙏🏻
@Skybluewindcool
@Skybluewindcool 8 ай бұрын
​@@barsharanibehera9955 bala naa
@MamaliSamal-ob2cj
@MamaliSamal-ob2cj 8 ай бұрын
ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ କାହା ବିରଧୀ ରେ ପଦେ କଥା କହିନଥିଲେ କିନ୍ତୁ ଆପଣ ମନେ ଦେଖିଥିବେ ପାଣ୍ଡିଆ କେମିତି ତାଙ୍କୁ କୁହାଉଥିଲା,, ନବୀନ ପଟ୍ଟନାୟକ ଜଣେ ଭଲ ମଣିଷ ତାଙ୍କ ହୃଦୟ ବହୁତ୍ ଭଲ ଭଗବାନ ଆପଣ ଙ୍କୁ ଭଲରେ ରଖନ୍ତୁ 🙏🙏
@aravindapattanayak2966
@aravindapattanayak2966 8 ай бұрын
You can't defeat. You are in the heart of people of Odisha. Your zero casualties during cyclonic period will be remembered by people of Odisha for ever. Thank you sir Jay Jagannath
@rajeshnayakmusic
@rajeshnayakmusic 7 ай бұрын
ଯୁଗର ସମାପ୍ତି BJD😔😭😭ମୁଁ ଗର୍ବର ସହିତ କହିପାରିବି🙏 ଆପଣ ଦୁନିଆର ସର୍ବୋତ୍ତମ CM 🙏ଶୁଭ ଅବସର ପ୍ରାପ୍ତ ସାର୍ 🙏ପରମେଶ୍ବର ଆପଣଙ୍କୁ ଆଶୀର୍ବାଦ କରନ୍ତୁ🙏 ଆପଣ ସମସ୍ତ ଓଡ଼ିଶା ବାସୀଙ୍କ ହୃଦୟରେ ରହିବେ🙏❤️❤️
@sangrammahananda9337
@sangrammahananda9337 7 ай бұрын
ଆମର ❤ ଭିତରେ ସଦା ସର୍ବଦା ନବୀନ ପଟ୍ଟନାୟକଙ୍କର ସମ୍ମାନ ରହିଥିବ।।।ତାଙ୍କ ପରି କେହି ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ ।।
@Tiki897
@Tiki897 8 ай бұрын
ପିଲାଟି ଦିନରୁ ଆମକୁ ଶିକ୍ଷକ ,କିମ୍ବା ଯେ କେହି ଆମକୁ ମୁଖ୍ୟମନ୍ତ୍ରୀ ଙ୍କ ନାମ ପଚାରିଲେ ଆମେ ଗର୍ବରେ କହୁଥିଲୁ❤️ ମାନ୍ୟବର ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଆମ ଓଡ଼ିଶାର.ମୁଖ୍ୟମନ୍ତ୍ରୀ..❤️🙏🙏 . କିନ୍ତୁ ଆଜି ତାଙ୍କୁ ଦେଖିଲେ ବହୁତ ଦୁଃଖ ଲାଗୁଛି...କେବଳ ବାହାର ଲୋକଙ୍କ ପାଇଁ ସେ ଆଜି .......😭 ପ୍ରଭୁ ଜଗନ୍ନାଥ ତାଙ୍କୁ ଭଲରେ ରଖି ଥାଆନ୍ତୁ .. ଜୟ ଜଗନ୍ନାଥ 🙏🙏🙏❤️❤️😌
@janakidash7277
@janakidash7277 7 ай бұрын
Mo jhio mate kahuchhi..mama hamara cm ka name Naveen pattnayak hi he...
@Tiki897
@Tiki897 7 ай бұрын
@@janakidash7277 yes but😭
@priyabratkar5014
@priyabratkar5014 7 ай бұрын
Right😢
@BiniDehury-em6tm
@BiniDehury-em6tm 7 ай бұрын
କେବଳ vk pandian ପାଇଁ se harichonti
@tm-deepak80933
@tm-deepak80933 7 ай бұрын
😢
@saloninayak39
@saloninayak39 8 ай бұрын
No matter loose or win..we can not forget the hard work of our honourable cm Sri Naveen Patnaik sir... We pray for ur happy healthy Life ❤...jay jagannath ❤
@MsBiswa007
@MsBiswa007 8 ай бұрын
ଏବେ ଖଣି ମାଫିଆ ଆଦାନୀ କୁ ସୁବିଧା ହେଲା ଓଡ଼ିଶାରେ ଥିବା ଖଣିକୁ ଲୁଟ୍ କରିବା ପାଇଁ... ଗୁଜୁରାଟୀଙ୍କ ନଜର ସେଇଠି ଥିଲା... ଏବେ ପୂରଣ ହେଲା....🤭
@TikiSahu-j3d
@TikiSahu-j3d 8 ай бұрын
Bhaiasalamulakathakahila❤❤❤❤❤❤
@sunilmishra1736
@sunilmishra1736 7 ай бұрын
Opposition strong achi...
@banambarsahu806
@banambarsahu806 7 ай бұрын
Right 👍
@prasannapradhan7006
@prasannapradhan7006 7 ай бұрын
Yes sir
@DiptiRanjan-t4x
@DiptiRanjan-t4x 7 ай бұрын
ଓଡ଼ିଶାର ଜନତା ଆଜି ନବୀନ ପଟ୍ଟନାୟକ ଆଗରେ ହାରିଗଲେ 😢
@duhkhabandhusahoo6030
@duhkhabandhusahoo6030 7 ай бұрын
I miss you chief minister
@gobindasahoo3222
@gobindasahoo3222 8 ай бұрын
ନବିନି ବାବୁ ଅପ୍ରଜୟ ଶୁଣିଲା ବେଳକୁ ଛାତି ଫାଟି ପଡୁଛି
@jitenpattanaik3774
@jitenpattanaik3774 8 ай бұрын
ଆପଣଙ୍କ ତୁଳନା ନାହିଁ ଅନନ୍ୟ ଅସାଧରଣ ହେଲେ ଅଦୃଷ୍ଟ ଙ୍କ ଇଚ୍ଛା ଆପଣଙ୍କ ନିରାମୟ ଜୀବନ ଆମର ଏକାନ୍ତ କାମ୍ୟ
@Laxmi2425
@Laxmi2425 8 ай бұрын
Odisha loka nijara dukhaku daki anichanti Naveen sir I respect any time Love you Naveen sir
@subratkumar2008
@subratkumar2008 8 ай бұрын
Correct katha kahila bhai
@mitalipriya7813
@mitalipriya7813 8 ай бұрын
Gandi mareiba sabu sei samaya asigala
@prateekmohanty9379
@prateekmohanty9379 8 ай бұрын
Au nabine pattanaik kana thila bele kana dukha nathile eie bi kamm haba sete bele kana loka patha bhala padhiki bi job pain godei godei sesare dadana khatibaku jaunathile ki au sete bele kana beach rastare murder haunathila ki police kichi kariparunathila au kana ta Bala hauthila ethi odisha hauchi gote Bala rajya yara tara goda bhidiba kama sethi pain kehi uparaku uthiparunahanti au khaidele tuma bhaliya loka aukaat dekhanti maa bhauni udanti 😂
@madhusmitapradhan2235
@madhusmitapradhan2235 8 ай бұрын
Correct Modi nka lova re padi Odisha badi vul kale
@Laxmi2425
@Laxmi2425 8 ай бұрын
@@madhusmitapradhan2235 thankyou
@mr.saggie9419
@mr.saggie9419 7 ай бұрын
ସବୁ ପାଣ୍ଡିଆନ୍ ପାଇଁ ! ନବୀନ ସାର୍ ବହୁତ୍ ହିଁ ଭଲ ଲୋକ ଜଣେ ❤
@aaravkabachpan2022
@aaravkabachpan2022 7 ай бұрын
ଜେ ଜାଣେ କାହିଁକି, ନବୀନ ପଟ୍ଟନାୟକଙ୍କ ପାଇଁ ବହୁତ୍ ଖରାପ୍ ଲାଗୁଛି😢😢😢😢
@Saisampurna143
@Saisampurna143 8 ай бұрын
Naveen sir is our emotion.. ସେ ହାରି ନାହାଁନ୍ତି। pandiya harichi
@dibyasinghmajhidibya5107
@dibyasinghmajhidibya5107 8 ай бұрын
ଆଶା ଥିଲା ଆପଣଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟ ମନ୍ତ୍ରୀ ରୂପେ ଦେଖିବାକୁ ହେଲେ ଭଗବାନ ଚାହିଁ ଲେନି ଆପଣଙ୍କ ପରି ଜନନାୟକ ମିଳିବେନି ଆପଣ ଚିରଣମସ୍ୟ
@RasmitaSwain-ke4tt
@RasmitaSwain-ke4tt 7 ай бұрын
ଭଗବାନ କାହିକି ଏମିତି କଲେ ଆମ ମୁଖ୍ୟ ମନ୍ତ୍ରୀ ଆଉ ଥରେ ଜିତି ଥାନ୍ତେ ... ହେଲାନି
@Dukhanbabu-vw8nq
@Dukhanbabu-vw8nq 8 ай бұрын
Our CM No 1 Naveen Patnayak
@godsabodeharekrishna1000
@godsabodeharekrishna1000 8 ай бұрын
To Bou baha karide Naveen ku
@JajatiBhuyan
@JajatiBhuyan 8 ай бұрын
​@@godsabodeharekrishna1000se vagaban odisha pai, amara atma naveen Sir
@tkrocky2469
@tkrocky2469 7 ай бұрын
Pandian ପାଇଁ ନବୀନ ହାରିଲେ ଯେତେ ଜଲଦି ହେବ pandian କୁ ଓଡ଼ିଶା ରେ ବାହାର୍ କରି ତାମିଲନାଡୁ କୁ ଖେଦ
@finaofficialvideo9380
@finaofficialvideo9380 7 ай бұрын
ଆପଣ ଆମ ଓଡ଼ିଶା ର ଗର୍ବ ଥିଲ ନବୀନ୍ sir। ଦୁନିଆରେ ଯେମିତି ଜନ୍ମ ଥିଲେ ମୃତ୍ୟୁ ଅଛି। ସେହିପରି ଜିତ୍ ଥିଲେ ବି ହାର୍ ଅଛି ।😓😓😓 । ପ୍ରଭୁ ଜଗନ୍ନାଥଙ୍କ ନିକଟରୁ ମୁ ଏତିକି ପାର୍ଥନା କରୁଛି ଆପଣ ଙ୍କୁ ସୁସ୍ଥ ରଖନ୍ତୁ ଏବଂ ମନ ରେ ସାହସ ଦିଅନ୍ତୁ 🙏🙏🙏
@pranati814
@pranati814 8 ай бұрын
You will be missed Naveen Sir,.. .. Huge respect and Salute....to Naveen Sir
@srcreation6151
@srcreation6151 8 ай бұрын
ନବୀନ ର ପରାଜୟ ନୁହେଁ... ପାଣ୍ଡୁର /ତାମିଲ ଚୋର ର ପରାଜୟ
@srushtikanta2969
@srushtikanta2969 8 ай бұрын
odisha wala bjp sapaku bakerae gudeichanti,,,,,parinam ta manipur tharu bhayankar haba....!
@mrrahul3429
@mrrahul3429 8 ай бұрын
​@@srushtikanta2969tu mada pii rajaneti karna mada pine 500 milichi bodhe😂
@bmanoswinee
@bmanoswinee 8 ай бұрын
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସାର୍ ଜଣେ ବହୁତ ଭଲ ମଣିଷ 🙏ଆଜି ଯଦି ସେ ପରାଜୟ ହେଇଛନ୍ତି କେବଳ ପାଣ୍ଡିୟାନ ସାର୍ ଙ୍କ ପାଇଁ....... ମୁଁ ଯଦି କିଛି ଭୁଲୁ କହିଥିବି ମତେ ତୁମର ଜଣେ... ସାନ ଭଉଣୀ ଭାବିକି ... କ୍ଷମା କରିଦେବେ.....🙏
@Skybluewindcool
@Skybluewindcool 8 ай бұрын
Bala naa 😂😂😂
@Sudhakar-vt9vz
@Sudhakar-vt9vz 8 ай бұрын
Pandu ku sir kauchha he bhagaban
@pramodkumarsahoo5962
@pramodkumarsahoo5962 8 ай бұрын
Ajogya pilanka pain gharara murabi nka ijata talepade , sei ajogya planku bhala Sankara deinathi baru murabi ku dai rahibaku pade.
@bmanoswinee
@bmanoswinee 7 ай бұрын
ଆରେ ଭାଇ ସେ ସିନା ମଣିଷଙ୍କ ହୃଦୟକୁ ଚିହ୍ନି ଲାନି ସେ କୁକୁର ବୋଲି କଣ ଆମେ କୁକୁର ହେବା......?
@Skybluewindcool
@Skybluewindcool 7 ай бұрын
@@bmanoswinee Nabin paribar kede swarthapara nabin nka jane bhai sadhuchi nabin ra khatir nahi. Rajya kemiti bartijiba.
@aarnacreation6231
@aarnacreation6231 7 ай бұрын
ନବୀନ ସାର ଆପଣ ଆମ ଓଡ଼ିଆ ମାନଙ୍କ ମନରେ ଥିଲେ ରହିବେ ମଧ୍ଯ
@IndianLovelyLife
@IndianLovelyLife 7 ай бұрын
କେତେଟା ଅସୁର ମାନଙ୍କ ଯୋଗୁ, ଆମ ରାଜା ହାରିଲେ ! ଜୟ ନବୀନ nabin is great cm of Odisha
@bibhutibhusanpradhan5608
@bibhutibhusanpradhan5608 8 ай бұрын
ନବୀନ ସାର ଆପଣ ହାରି ନାହାନ୍ତି, ହରାଇ ଦିଆଯାଇଛି
@RasmitaSwain-ke4tt
@RasmitaSwain-ke4tt 7 ай бұрын
Right 👍
@priyankarout6593
@priyankarout6593 7 ай бұрын
Sir apanaka kathare mu eka mata
@rajneeshkumar1303
@rajneeshkumar1303 7 ай бұрын
ଠିକ କଥା l ତାଙ୍କ ପଛରେ ଲାଗି ଲାଗି ତାଙ୍କୁ ବେକାର କଥାରେ ଟାର୍ଗେଟ କରିକି ହରେଇଦେଲେ l
@rupalirupasmita1666
@rupalirupasmita1666 7 ай бұрын
Really sir aji akhire luha asijauchi. Apana no1 cm Pura world re. Luv u sir
@mahipanda2739
@mahipanda2739 8 ай бұрын
Sir ଆପଣଙ୍କୁ କୋଟି କୋଟି ପ୍ରଣାମ ଏ ପାଣ୍ଡିଆନ ପାଇଁ ଅପଣଂକ ମୁଣ୍ଡ ନଈ ପଡିଲା ବହୁତ ଦୁଃଖ ଲାଗୁଛି
@nabaghanhantal7157
@nabaghanhantal7157 8 ай бұрын
Please🙏 sir semiti kuhantuni pandian bi odisha panie kichi karichachnti
@BapunSahu-mf8cj
@BapunSahu-mf8cj 8 ай бұрын
​@@nabaghanhantal7157😅😅😅😅
@anilsahu-hw5fh
@anilsahu-hw5fh 8 ай бұрын
Gote decision pain BJD HARILA SE HOUCHHI PANDIAN KU FRONT RE RAKHIBA PUBLIC KEBALA TA PAIN NEGATIVE REAL FACT
@PrabhakaraDash05
@PrabhakaraDash05 7 ай бұрын
Naveen Pattnaik ❤
@JyotiSahoo-g4d
@JyotiSahoo-g4d 7 ай бұрын
Navin sir hari nahanti He is always winner
@rabindrakumarmaharana3334
@rabindrakumarmaharana3334 8 ай бұрын
୫ଟି ଠକ, ଟାଉଟର ତାମିଲ (5T ) କୁ ଝାରପଡା ନହେଲେ ଚୌଦ୍ୱାର ପଠାଅ..............
@umeshsahoo9218
@umeshsahoo9218 8 ай бұрын
good idea
@ଖାଣ୍ଟି_ଓଡ଼ିଆ
@ଖାଣ୍ଟି_ଓଡ଼ିଆ 8 ай бұрын
ନବୀନ ବାବୁ ସମସ୍ତ ଓଡ଼ିଆ ଲୋକ ଙ୍କ ହୃଦୟ ରେ ଥିଲେ, ଅଛନ୍ତି ଆଉ ସବୁ ଦିନ ପାଇଁ ରହିବେ 🙏
@gobindasahoo3222
@gobindasahoo3222 8 ай бұрын
ଯେତେ ଝାହା ହଉ cm n1🙏🙏🙏
@duhkhabandhusahoo6030
@duhkhabandhusahoo6030 7 ай бұрын
Bahuta dukha laguchi mukhya mantri ku harei
@naturelovermisssuna2754
@naturelovermisssuna2754 7 ай бұрын
😢😢😢😢I respect your sir🙏🙏🙏🙏
@pradipkumardasdas7184
@pradipkumardasdas7184 8 ай бұрын
We are speechless... Sir we will always miss u...
@jasodapradhani3920
@jasodapradhani3920 7 ай бұрын
କୋଟି ପ୍ରଣାନମ ନବୀନ ବାବୁ ❤❤❤
@Lriyalimahanty
@Lriyalimahanty 8 ай бұрын
Miss you sir apana sabubele amo hrudaya re rahibe 🙏🙏🙏
@TanmayJena-u3j
@TanmayJena-u3j 7 ай бұрын
ନବୀନ ବାବୁ ବହୁତ ଭଲ ମଣିଷ...sir କେବେ କାହା ବିଷୟରେ କଟୁ କଥା କହି ନାହାଁନ୍ତି କେବେଳ ପାଣ୍ଡିଆନ୍ ପାଇଁ ହାରିଲେ....ଆମ ଓଡ଼ିଶା ବାସୀ ହୃଦୟ ରେ ରହିଥିବେ ରହିଚନ୍ତି.....love you sir
@supriyapattanyak1660
@supriyapattanyak1660 7 ай бұрын
ଆମ ଓଡ଼ିଆ ମାନଙ୍କ ପାଇଁ ନବୀନ ପଟ୍ଟନାୟକ ଜୀବନ ଥିଲେ 😭
@Doraemon.._..Love_r
@Doraemon.._..Love_r 7 ай бұрын
ମୋତେ ବହୁତ୍ ଦୁଃଖ ଲାଗୁଛି😢 କିନ୍ତୁ ସତ କଥା ଏଇଆ ଯେ ନବୀନ ବାବୁ ଜଣେ ବହୁତ୍ ଭଲ ଲୋକ ଏଥିରେ ସନ୍ଦେହ ନାହିଁ କିନ୍ତୁ ସେ ଜଣେ ଭଲ ରାଜନେତା ନୁହଁ😢❤
@hrudayaragita7961
@hrudayaragita7961 8 ай бұрын
ନବୀନ ପଟ୍ଟନାୟକଙ୍କ ସ୍ଥାନ ଭବିଷ୍ୟତରେ କେହି ନେଇ ପାରିବେ ନାହିଁ, କେବଳ ଦଳ ମଧ୍ୟରେ ଥିବା ଅପ୍ରିୟ କର୍ମୀ ମାନଙ୍କ ପାଇଁ ଜନତାଙ୍କ ମତ ବଦଳିଛି,ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଭାର ନିଜେ ସମ୍ଭାଳିବା ସହିତ ନବୀନ୍ ପଟ୍ଟନାୟକ ସହିତ ସୁସଂପର୍କ ବଜାୟ ରଖିବାକୁ ଅନୁରୋଧ ଜୟ ଜଗନ୍ନାଥ 🙏
@RasmitaSwain-ke4tt
@RasmitaSwain-ke4tt 7 ай бұрын
Thik kahuchhanti apana 👍
@rabindradash6381
@rabindradash6381 8 ай бұрын
ନବୀନ ବାବୁଙ୍କ ଭଳି ଭଦ୍ର,ନମ୍ର,ସ୍ୱଚ୍ଛ ,ନିର୍ମଳ ଭାବମୂର୍ତି ବ୍ୟକ୍ତତ୍ୱ ଭାରତ ବର୍ଷ ରେ ବିରଳ।କିନ୍ତୁ ଆଜିର ବିଜେଡି ର ଏହି ଦଶା ପାଇଁ ପାଣ୍ଡିଆନ ଏବଂ କ୍ରୀତଦାସ ସମ୍ପୂର୍ଣ୍ଣ ଦାୟୀ।ଭଗବାନ ନବୀନ ବାବୁ ଙ୍କର ଆଗାମୀ ଦିନ ନିରାମୟ,ସୁସ୍ଥ ମୟ,ରଖନ୍ତୁ।ଜୟ ଶ୍ରୀରାମ।🙏🙏
@coolguy5464
@coolguy5464 7 ай бұрын
ଓଡିଶା ବାସି ବୁଝିପାରିଲେ ନାହ୍ନି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କିଛି ନ କରି ଖାଲି ଖାଲି ରେ No.1 ମୁଖ୍ୟମନ୍ତ୍ରୀ ହୋଇନଥାନ୍ତେ
@rajendrasethi2121
@rajendrasethi2121 7 ай бұрын
ନବୀନ ସାର୍ ଆପଣ ସବୁବେଳେ‌ ଆମ ହୃଦୟ ରେ ଥିଲେ ଅଛନ୍ତି ଆଉ ରହିବେ❤️💝❤️
@talpadarcreation4030
@talpadarcreation4030 8 ай бұрын
25 ବର୍ଷର ଜନନାୟକ କୁ ପରାଜିତ ଦେଖି ଦୁଃଖ ଲାଗୁଛି ଆଉ ଏଥି ପାଇଁ ଖାଲି ସେ ପାଣ୍ଡିଆ ହିଁ ଦାୟୀ
@RasmitaSwain-ke4tt
@RasmitaSwain-ke4tt 7 ай бұрын
ବହୁତ୍ କଷ୍ଟ ହେଉଛି
@krushnasahoo7401
@krushnasahoo7401 7 ай бұрын
ଆଜି ଓଡିଶା ପାଇଁ ଏକ ଦୁଃଖର ଦିନ।
@drvicky1729
@drvicky1729 8 ай бұрын
ସରଳ,ନିରୀହ,, ଦମ୍ଭବନ୍,,, ସବୁ ପରିସ୍ଥିତି ର ସାହସ ସହ ମୁକାବିଲା🙏
@saguchitra669
@saguchitra669 7 ай бұрын
ନବୀନ ବାବୁଙ୍କ ପରି କେବେବି ହେଇ ପାରିବେ ନାହିଁ ସେ କଉ ଦଳ କୁ ଗ୍ରୁଣା କରେ ନାହିଁ ସେ ସବୁ ଚ୍ୟାଲେଞ୍ଜ ଦିଏ ଆଉ କାମ କରେ 🙏🙏🙏😭😭😭
@rasmirekhadas-oh6kg
@rasmirekhadas-oh6kg 7 ай бұрын
Greatest Leader of Odisha .....Jay Naveen Sir🙏💚
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН
bharat ka amrit kalash
6:28
Secret Kalakar
Рет қаралды 1,1 МЛН