Border Areas on Alert Live: ପୁରୀରେ ହାଇ ଆଲର୍ଟ | Navy ship in Puri Bangladeshi Crisis

  Рет қаралды 731,335

News18 Odia

News18 Odia

Күн бұрын

Border Areas on Alert Live: ପୁରୀରେ ହାଇ ଆଲର୍ଟ | Navy ship in Puri Bangladeshi Crisis
#sheikhhasina #bangladesh #bangladeshprotest #bangladesh #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews #seikhhasina #sheikhhasinaresignation #bangladesh #bangladeshprotest #bangladeshprotest #bangladeshstudentprotest #bangladeshnewsupdate #bangladesharmy #bangladeshlive #sheikhhasina #protestinbangladesh #internationalnews #bangladeshhistory #pmmodi #indainarmy #indiaborder
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 45
@RentaKisku
@RentaKisku Ай бұрын
🙏🙏🙏ଓଡ଼ିଶା ବାରିପଦା, ବାଲେଶ୍ୱର,ଭଦ୍ରକ ଯାଜପୁର, କଟକ ଟାଙ୍ଗି,କଟକ , ଭୁବନେଶ୍ଵର,,ବହୁତ୍ ବାଂଲା ଦେଶୀ ଏବଂ ରୋହିଗୀୟା west bengal, ଆଉ ଓଡ଼ିଶା ଆଧର କାର୍ଡ ବନେଇ ରହୀ ସାରିଲେଣି। ପଚାରିଲେ ମୁସିଦାୱାଦ କହନ୍ତି, ଓଡିଶା ଆଉ ବେଙ୍ଗଲ ରେ କିଛି ଦେଶ ରୋହି ଅଛନ୍ତି ।କିଛି ପାଇଶ ପାଇଁ ତାଙ୍କ ଆଧାର କାର୍ଡ ବନେଇ ଦେଉ ଛନ୍ତୀ।ଜୟ ଜଗନ୍ନାଥ,ଜୟ ଉତ୍କଳ ଜନନୀ 🙏🙏🙏
@rgpboyz
@rgpboyz Ай бұрын
😅
@shyamalendumallick6630
@shyamalendumallick6630 Ай бұрын
Min in WA Rd cc HV in in km no
@surendrahembram3803
@surendrahembram3803 Ай бұрын
Jhh&&he f)
@sachikantasahoo6981
@sachikantasahoo6981 Ай бұрын
@@RentaKisku ସେମାନଙ୍କୁ ପଚାରିଲେ କହିବେ ଆମେ west bengal ମୁର୍ଷିଦାବାଦ ବସିରହାଟ, ମାଲଦା, 24 ପ୍ରଗଣା ଇତ୍ୟାଦି
@sachikantasahoo6981
@sachikantasahoo6981 Ай бұрын
ବାଳ ପେଟ୍ରୋଲିଂ 🤣🤣 7 ରୁ 8 ଲକ୍ଷ ବଙ୍ଗଳାଦେଶୀ ରୋହିଁଗ୍ୟା ଓଡ଼ିଶା ଭିତରେ ଲୁଚି କି ପଳେଇ ଆସିଛନ୍ତି
@KISWARAELEARNING1996
@KISWARAELEARNING1996 Ай бұрын
କେନ୍ଦ୍ରାପଡ଼ା ରେ ମଧ୍ୟ୍ୟ କଡ଼ା ବ୍ୟବସ୍ଥା ହେବା ଦରକାର
@user-qg1nl1in3h
@user-qg1nl1in3h Ай бұрын
Naubahini bandhu mananku bahut bahut dhanyabad
@RabindrachandraSahu
@RabindrachandraSahu Ай бұрын
ନବୀନା ର କି ପରିବାର 4.5 କୋଟି ଓଡିଶା ବାସୀ, କ୍ଷମାତାଲୋଭି, ବାଙ୍ଗଲାଦେଶୀ, ରୋହିଙ୍ଗିଆ ମାନଙ୍କୁ ଆଧାର କାର୍ଡ ଓ ଭୋଟର ଲିଷ୍ଟ କରି ଭୋଟ ହାତେଇଛି, ଓଡିଶା କୁ ଖାଇଲା ସମସ୍ତଙ୍କୁ ଖାଇବ
@RudraNayak-h8b
@RudraNayak-h8b Ай бұрын
Navinuku dhara
@user-np6ed5me1n
@user-np6ed5me1n Ай бұрын
Dairket inkauntar katajau
@sachikantasahoo6981
@sachikantasahoo6981 Ай бұрын
ଓଡିଶା ରେ ପ୍ରାୟ 7 ରୁ 8 ଲକ୍ଷ ବଙ୍ଗଳାଦେଶୀ ଓ ରୋହିଁଗ୍ୟା ମାନେ ପଶି ଆସିଛନ୍ତି ଓ ପୁରା ଭାରତ ରେ ପ୍ରାୟ 8 କୋଟି ପଶି ଆସିଛନ୍ତି , ଯେହେତୁ ରୋହିଁଗ୍ୟା ମାନେ ବର୍ମା ର ଲୋକ ତେଣୁ ସେମାନେ ପ୍ରଥମେ ପଶ୍ଚିମବଙ୍ଗ ରେ ପ୍ରବେଶ କରିଥାନ୍ତି ତେଣୁ ସେମାନେ ବଙ୍ଗାଳୀ ଭାଷା ଶିଖି ଯାଇଥାନ୍ତି ,ଓ ହିନ୍ଦୀ ବି ଶିଖି ଯାଇଥାନ୍ତି ଓ ସେଠାରେ ଥିବା TMC ଦଳ ତାଙ୍କୁ ଭାରତ ରେ ରହିବା ପାଇଁ ସମସ୍ତ ସୁବିଧା କରି ଦେଇଥାନ୍ତି ଓ ଆଧାର କାର୍ଡ, ରେସନ କାର୍ଡ ସବୁ କରି ଦେଇଥାନ୍ତି । ବହୁତ ରାଜନୈତିକ ଦଳ ବି ଭୟ ଓ ଭୋଟ ପାଇଁ ତାଙ୍କୁ ସମର୍ଥନ କରୁଛନ୍ତି । ଯାହାକୁ ବି ପଚାରିଲେ ସେମାନେ ନିଜକୁ ପଶ୍ଚିମବଙ୍ଗ ର ବୋଲି କୁହନ୍ତି ।ଅଧିକାଂଶ ରେ ସେମାନେ ଶ୍ରମିକ ଭାବରେ ଚାରିଆଡେ କାମ କରୁଛନ୍ତି ଓ କମ ପଇସା ରେ ଅଧିକ ସମୟ କାମ କରୁଛନ୍ତି ,ତେଣୁ ପ୍ରାୟତଃ କଣ୍ଟ୍ରାକ୍ଟର ମାନେ ସେମାନଙ୍କୁ ନିଜ ଜାଣତରେ ବା ଅଜାଣତରେ କାମ କରିବା ପାଇଁ ଡାକୁଛନ୍ତି। ସେମାନେ ପ୍ରଥମେ ସଂଘବଦ୍ଧ ଭାବେ ରହୁଛନ୍ତି । ପରେ ସେମାନେ ଟ୍ରେନ ରେ ଭାରତ ର ଚାରିଆଡେ ମାଡି ଯାଆନ୍ତି, ତାଙ୍କୁ ଯୁଆଡେ ଗଲେ ବି କିଛି ଅସୁବିଧା ହୁଏ ନାହିଁ କାରଣ ଯୁଆଡେ ଗଲେ ବି କିଛି ଅସୁବିଧା ହେଲେ ସେଇ ଏରିଆ ରେ ଥିବା ମସଜିଦ କୁ ଯାଇଥାନ୍ତି ଓ ସେଠାରେ ଥିବା ଲୋକମାନେ ତାଙ୍କୁ ସବୁ ସୁବିଧା ଯୋଗାଇ ଦିଅନ୍ତି , ପ୍ରଥମେ ସେମାନେ ଘରକୁ ଘର ସାହି କୁ ସାହି ବୁଲି ବୁଲି ଭଙ୍ଗା ଲୁହା, କାଗଜ, ଜରି ଓ ମହିଳା ମାନଙ୍କ ମୁଣ୍ଡର ବାଳ ଆଦି କିଣନ୍ତି local ଲୋକଙ୍କ ଠାରୁ ଅଧିକ ପଇସା ଦେଇ ,ତେଣୁ ଲୋକମାନେ ମଧ୍ୟ ଅଧିକ ପଇସା ମିଳୁଛି ବୋଲି ତାଙ୍କୁ ହିଁ ବାରମ୍ବାର ଡାକି ନିଜ କବାଡି ଜିନିଷ ବିକ୍ରି କରି ଥାନ୍ତି, ଘରର ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନେ ଏମାନଙ୍କୁ ଅଧିକ ଚିହ୍ନି ଥାନ୍ତି । ପରେ ସେମାନଙ୍କ ମଧ୍ୟରୁ ଅନ୍ୟ କେତେକ କଲିକତା ରୁ ଟ୍ରକ ରେ ପ୍ଲାଷ୍ଟିକ ଜିନିଷ ବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସାହି ସାହି ବୁଲି ବିକ୍ରି କରି ଥାନ୍ତି ବହୁତ କମ ରେଟ ରେ ,ଏହି ପରି ଭାବ ରେ ସେମାନେ ଓଡିଶା ସାରା ଖେଳେଇ ହେଇ ଗଲେଣି , ଡ୍ରଗ୍ସ ବେପାର ବି ଆରମ୍ଭ କରି ଦେଇଛନ୍ତି ଏମାନେ , ଯଦି ଜଣଙ୍କ ପାଟିକୁ ବା ଦେହକୁ ଡ୍ରଗ୍ସ ଚାଲି ଗଲା ,ତେବେ ତାଙ୍କୁ ଯାହା ବି କୁହ ସେ ନିଶ୍ଚୟ କରିବ ,ତାକୁ ଯଦି କହିବ ଏ ଲୋକକୁ ଯଦି ମାରି ଦେବୁ ତେବେ ଡ୍ରଗ୍ସ ଦେବି ,ତେବେ ସେ ଲୋକ ଡ୍ରଗ୍ସ ପାଇଁ ତାକୁ ବି ମାରି ଦେବ , ସାଧାରଣତଃ ଯୁବକ ଯୁବତୀ ମାନଙ୍କୁ ଏମାନେ ଆଧୁନିକ ପାର୍ଟି ଦେବା ନାମ ରେ ଡାକି ତାଙ୍କୁ ତାଙ୍କ ଜାଣତରେ ବା ଅଜାଣତରେ ଡ୍ରଗ୍ସ ଦେଇ ଦେଇଥାନ୍ତି , ଏହି ପରି ଭାବ ରେ ଘରର ଝିଅ ,ମହିଳା ତଥା ପିଲା ମାନଙ୍କୁ ନିଜ କବଜା କୁ ନେଇ ଯାଇ ଥାଆନ୍ତି ,ସମସ୍ତେ ଜାଣି କି ବି ଅଜଣା ଭଳି ରହି ଯାଆନ୍ତି ଏମାନଙ୍କର କିଛି ବି କରି ପାରନ୍ତି ନାହିଁ । ତାଙ୍କୁ ଲୋକମାନେ କଣ ପୋଲିସ ବି ପ୍ରବଳ ଭୟ କରୁଛନ୍ତି ,ରାଜନୈତିକ ଦଳର ନେତା ଓ ଲୋକମାନେ ଏମାନଙ୍କୁ ପ୍ରବଳ ଭୟ ଓ ଭୋଟ ପାଇଁ ନିଜ ଏରିଆ ରେ ମାଗଣାରେ ରହିବା ପାଇଁ ଜାଗା ଓ ରେସନ କାର୍ଡ, ଭୋଟ କାର୍ଡ ସବୁ କରି ଦେଇ ଥାନ୍ତି , ପରେ ଏମାନଙ୍କ ଉତ୍ପାତ ଆରମ୍ଭ କରି ଦେଇଥାନ୍ତି । କେବଳ ଓଡ଼ିଶା ନୁହେଁ ଭାରତର ଚାରିଆଡେ ଏମାନଙ୍କ ଗୁଣ୍ଡାମି ପ୍ରବଳ ବେଗରେ ବଢି ବଢି ଚାଲିଛି , ପିଲାବେଳୁ ଏମାନଙ୍କୁ ବିଭିନ୍ନ ପ୍ରକାର ଭାବେ ଟ୍ରେନିଂ ଦେଇ ଦୁର୍ଦ୍ଧାନ୍ତ କରି ଦିଆ ଯାଇଛି ଯାହା ଫଳରେ ସେମାନେ ବଡ଼ ହେଲା ବେଳକୁ ଅତ୍ୟନ୍ତ କ୍ରୁର ହିଂସ୍ର ହୋଇ ଯାଇ ଥାନ୍ତି ଏମାନଙ୍କୁ ଅଧିକ ପଇସା ପାଇବା ପାଇଁ ଘରର କୌଣସି ରଦି ଜିନିଷ ବିକ୍ରି କରନ୍ତୁ ନାହିଁ ଏମାନଙ୍କ ଠାରୁ କୌଣସି ଜିନିଷ ଶସ୍ତା ରେ ପାଇବେ ବୋଲି କିଣି ନିଜକୁ ସେମାନଙ୍କ ସହ ପରିଚିତ କରି ଦିଅନ୍ତୁ ନାହିଁ ଘରର ଝିଅ, ମହିଳା ମାନଙ୍କ ଠାରୁ ଏମାନଙ୍କୁ ଦୁରେଇ ରଖନ୍ତୁ ,ଦରକାର ପଡ଼ିଲେ ନିଜ ପରିବାର ବଞ୍ଚାଇବା ପାଇଁ ନିଜ ପରିବାର ପ୍ରତି ବି କଠୋର ହୁଅନ୍ତୁ
@dandapaniepili3185
@dandapaniepili3185 28 күн бұрын
Bhai brahampur beech ❤ gopal pur beech pakhare abe masjid ହେଇଗଲା ଦୀର୍ଘଦିନ ଧରି ସେଥି ମସଜିଦ ନା ଥିଲା ଏବେ କେମିତି ହେଲା ୟେ କଣ ଓଡ଼ିଶା , ୟେ କଥା କିଆ ଜାଣିବା ଦରକାର😊
@PrakashJani-js1cu
@PrakashJani-js1cu 27 күн бұрын
Very good
@TRAVELUNVEILED-e8q
@TRAVELUNVEILED-e8q Ай бұрын
District police be Jackie duty Samudra kulare karantu office bosi ruhantu nahi
@sachikantasahoo6981
@sachikantasahoo6981 Ай бұрын
BJD ଏମାନଙ୍କୁ ଶହ ଶହ ସଂଖ୍ୟା ରେ ନିଜର ଭୋଟ ପାଇଁ ଆଧାର କାର୍ଡ ,ଘର ,ଟଙ୍କା ସବୁ ଯୋଗାଇ ଦେଇଛନ୍ତି ନବୀନ ପଟ୍ଟନାୟକ ଓ ପାଣ୍ଡୁ ମହା ଦୋଷୀ
@chirandascdchiran8904
@chirandascdchiran8904 Ай бұрын
Shree this coomen
@dwarikamodi7053
@dwarikamodi7053 Ай бұрын
Aaaa​@@chirandascdchiran8904
@RudraNayak-h8b
@RudraNayak-h8b Ай бұрын
Pandianku dhara
@joseftopno1447
@joseftopno1447 Ай бұрын
Thaka
@rakeshdas1670
@rakeshdas1670 Ай бұрын
Athi jagi rahile KN haba bangala barod re rahile ta ja ki kichhi jana padiba semane KN puri sea beach ku asibe
@RudraNayak-h8b
@RudraNayak-h8b Ай бұрын
Pandianku ankatar kara
@Jyotshna-m1x
@Jyotshna-m1x Ай бұрын
Total baripada ru gopalpur jai emiti chhalu
@STOKY2010
@STOKY2010 Ай бұрын
That is not patoling That is petroling Understand 😮😮😂😂
@RudraNayak-h8b
@RudraNayak-h8b Ай бұрын
Police dakarita
@santoshdas7036
@santoshdas7036 Ай бұрын
Jomaru entry korajibo nahi bas
@RudraNayak-h8b
@RudraNayak-h8b Ай бұрын
Mara chala
@RudraNayak-h8b
@RudraNayak-h8b Ай бұрын
Sara kara thikiachi pandianku dhaea
@RudraNayak-h8b
@RudraNayak-h8b Ай бұрын
Suraku dhara
@PemandaSethi
@PemandaSethi Ай бұрын
Mhaea.
@simanchalbeherauu754
@simanchalbeherauu754 Ай бұрын
Amar Surabaya bahiniki dhanya bad
@PrakashJani-js1cu
@PrakashJani-js1cu 27 күн бұрын
No inetri
@Budhadev123
@Budhadev123 27 күн бұрын
Bharkara bangladeshiknu
@AyushDJ-gf3ox
@AyushDJ-gf3ox 29 күн бұрын
Tame kechi janina paradep ramnagar jaga
@SantoshTarei-x8k
@SantoshTarei-x8k 29 күн бұрын
Hii
@ArunkumarNayak-cg5tu
@ArunkumarNayak-cg5tu 28 күн бұрын
Semane kuade jibe
@Iamindusgamer
@Iamindusgamer Ай бұрын
Encounter pai order dia 😡
@rjsoy4432
@rjsoy4432 Ай бұрын
😅
@durgaduttakanungo1528
@durgaduttakanungo1528 Ай бұрын
Modi never leave..only Modi can control those are against India. Laday anchor be slow....you are doing running commentary of Football
@JayaGauda
@JayaGauda Ай бұрын
Your news is frod
escape in roblox in real life
00:13
Kan Andrey
Рет қаралды 27 МЛН
1ОШБ Да Вінчі навчання
00:14
AIRSOFT BALAN
Рет қаралды 6 МЛН
I Took a LUNCHBAR OFF A Poster 🤯 #shorts
00:17
Wian
Рет қаралды 16 МЛН
Manufacturing of a truck brake drums // How to Produce brake drum in local factory
24:41
escape in roblox in real life
00:13
Kan Andrey
Рет қаралды 27 МЛН