Cameraman Manas Murder Case: Sharmishtha Rout Cries During Crime Branch Interrogation || KalingaTV

  Рет қаралды 943,877

Kalinga TV

Kalinga TV

2 жыл бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We always believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#COVID19 #Coronavirus #KalingaTV

Пікірлер: 352
@madhusmitamohanty1882
@madhusmitamohanty1882 2 жыл бұрын
କଥା କୁ ଟିକେ ଅଟିରଞ୍ଜିତ କରି କହୁଛନ୍ତି ଭୋ ଭୋ ହେଇ କାନ୍ଦିବ ତମେ ଶୁଣିଛ? ଯୋଉ ନାରୀ ଜଣେ ନିରୀହ ଲୋକ କୁ ନିଜ ସ୍ବାର୍ଥ ପାଇଁ ହତ୍ୟା କରି ପାରିବ,ସେମିତି ନାରୀ ଭୋ ଭୋ ହେଇ କାନ୍ଦିବ? କଥାଟା ବିଶ୍ୱାସ ହେଉ ନାହିଁ
@sanjaymahantasp3237
@sanjaymahantasp3237 2 жыл бұрын
Semiti ନାରୀ ଭୂ ଭୁ ହେଇ କାନ୍ଦିଲେ ବି ଛାଡ଼ିବା a କଥା ନୁହଁ
@shivamkisku519
@shivamkisku519 2 жыл бұрын
Se drama karuchi
@satyabratasethi444
@satyabratasethi444 2 жыл бұрын
@@sanjaymahantasp3237 exactly
@srutikantanayak1142
@srutikantanayak1142 2 жыл бұрын
X5 X6 X6 ft
@user-sr4dy6uv3f
@user-sr4dy6uv3f 2 жыл бұрын
@@sanjaymahantasp3237 ଭୋ ଭୋ ହେଇ କାନ୍ଦିଲେ ବି ଶର୍ମିଷ୍ଠା କୁ କେବଳ non stop xxx ମାଡ଼ ଦରକାର.
@arabindam
@arabindam 2 жыл бұрын
ଆଉ ସେ ବେଧେଇ ସୋନାଲି ନନ୍ଦ, ରାଣ୍ଡି ବିଦ୍ୟା ଭାରତୀ, ତପସ୍ୱିନୀ ପ୍ରତି ଏତେ ଅନୁକମ୍ପା କଣ ପାଇଁ ?? ରାଣ୍ଡି ଗୁଡ଼ାଙ୍କୁ ଗୁଳି କରି ଦେଉନ
@jyotshnamohanty8083
@jyotshnamohanty8083 2 жыл бұрын
Tapaswani ta swami ku paiba pain chauchi . Any jhia bhali mariba pain nuhe
@maheswartudu4617
@maheswartudu4617 2 жыл бұрын
Right bhaai
@arabindam
@arabindam 2 жыл бұрын
@@jyotshnamohanty8083 ଆଗରୁ କୁଆଡେ଼ ସେ ଯାଇ ଥିଲା ?? ସେ viral video ସବୁ ଦେଖୁଛ ?? ସେ ଟୋକି କେମିତି ସୁମିତ କୁ blackmail କରିଛି
@jyotshnamohanty8083
@jyotshnamohanty8083 2 жыл бұрын
Bhai mu bujhuchi tuma Katha .but alaga jhia mane ta jibana ta Pura nei jauchanti .se neini naa .
@madhusmitamohanty1882
@madhusmitamohanty1882 2 жыл бұрын
@@jyotshnamohanty8083 ଜଣେ ନ ମରି ଭି ସବୁଦିନେ ମରୁଛି Sumeet ନିଜେ ହିଁ କହୁଛନ୍ତି, Tapaswini ତାକୁ ଓ ତା ପରିବାର କୁ କେମିତି ଟର୍ଚର କରୁଛି ଏଇ ଜନ୍ମ କଣ ସାତ ଜନ୍ମ ରେ ଭି ସେ ତା ସାଙ୍ଗରେ ରହିବେନି
@samalsingh522
@samalsingh522 2 жыл бұрын
କୁକର୍ମ କରିଥିବା ପେଡିର ରହସ୍ଵ ବର୍ତ୍ତମାନ ଧୀରେ ଧୀରେ ପେଟ ଭିତରୁ ଉଗାଳୀବେ, ପାପ କେବେ ଲୁଚିରହେନ
@rajendrameher6571
@rajendrameher6571 2 жыл бұрын
P
@bichitrasamal1082
@bichitrasamal1082 2 жыл бұрын
ଖଜୁରୀ ଗଛର କି ଗୁଣ ଗାଇବି ମୁଳରୁ ପାହାଚ ପାହାଚ
@uksvvc4516
@uksvvc4516 2 жыл бұрын
କାଇଁ ଭୋ ଭୋ କାନ୍ଦିବାର ଦୃଶ୍ୟ ଟା ତ ଦେଖାଯାଉ ନାହିଁ l 😄😄😄😄😄
@sumantakumar1777
@sumantakumar1777 2 жыл бұрын
😃😃😃
@madhusmitamohanty1882
@madhusmitamohanty1882 2 жыл бұрын
ସେ କାହିଁକି କାନ୍ଦିବ? ତାର ହୃଦୟ ରେ feelings ଥିଲା ପରି ଲାଗୁଛି? ନାରୀ ଜାତିର କଳଙ୍କ ସେ
@mkmusicentertainment4829
@mkmusicentertainment4829 2 жыл бұрын
ଏବେ କୁହ ଖାଲି ଫାସୀ କେବେ ହେବ l
@user-sr4dy6uv3f
@user-sr4dy6uv3f 2 жыл бұрын
ଫାଶୀ ନୁହେଁ, କେବଳ non stop xxx ମାଡ଼ ପାଇଁ କୋର୍ଟ ଦଣ୍ଡ ବିଧାନ କଲେ, ଅନ୍ୟ ବେଧେଇ ମାନଙ୍କ ପାଇଁ ଉଚିତ ଶିକ୍ଷା ହେବ.
@ratnakarbiswal2264
@ratnakarbiswal2264 2 жыл бұрын
ଏମାନଙ୍କୁ ଏନ କାଉଣ୍ଟର କରିଦେବା କଥା ଏମାନଙ୍କ ପାଇଁ ଏତେ ପଇସା gov ର ଖର୍ଚ୍ଚ ହଉଛି
@madhusmitamohanty1882
@madhusmitamohanty1882 2 жыл бұрын
Goverment ର ନୁହେଁ ସବୁ ଆମ tax ପଇସା ଏମାନେ ଲୀଳା କରିବେ ,କାଣ୍ଡ କରିବେ ,ତାଙ୍କୁ ଏତେ ଖାତିର କଣ ପାଇଁ?
@nilakantkara6591
@nilakantkara6591 2 жыл бұрын
ନା ଭାଇ ଶର୍ମିଷ୍ଠା ର ଵିଆ ରେ ଟଙ୍କା ପୁରାଇ ଦବକଥା
@manojsahoo7284
@manojsahoo7284 2 жыл бұрын
କ୍ରାଇମବ୍ରାଞ୍ଚ ଏହା ପୂର୍ବରୁ ସୈମ୍ୟ ମହାପାତ୍ର କୁ ମମୀତା କୁ ନ୍ୟାୟ ଦେଇଛନ୍ତି କେମ୍ୟରାମ୍ୟନ କୁ ନ୍ୟାୟ ଦେବେ
@annapurnadhal4886
@annapurnadhal4886 2 жыл бұрын
Thanks 👍
@khedubaralebadia2426
@khedubaralebadia2426 2 жыл бұрын
Thank God
@jayhind2547
@jayhind2547 2 жыл бұрын
ଏ ବେଧେଇ ମାନଙ୍କୁ ପୁରୁଷ ଜେଲ ରେ ଛାଡି ଦେବା ବହୁତ ଭଲ ବେଶୀ ଗରମ ହୋଉଛି ନା ଥଣ୍ଡା ପଡ଼ିଯିବ 😡
@muodia2002
@muodia2002 2 жыл бұрын
କୁମ୍ଭିର କାନ୍ଦଣା
@sanjitjena9984
@sanjitjena9984 2 жыл бұрын
Besya lady sarmistha ku fasi diajau
@justfun3185
@justfun3185 2 жыл бұрын
Right
@gopalm1135
@gopalm1135 2 жыл бұрын
NAVEEN PATTNAIK JAHA PAKSHA SEMANE HI DOSHO AAU BADMAS HEITHEBE SHARMISTHA AAU MANAS DUI JANA RE JANE
@bhabagrahibehera8040
@bhabagrahibehera8040 2 жыл бұрын
ସବୁ ମାନିବାକୁ ବାଧ୍ୟ,,,ମନେ ପଡିଯିବ ପିଲାଦିନର କଥା,, ପ୍ରଥମ ବାହାଘରର ଅନୁଭବ ଓ ସ୍ଵାମୀ, ପୁତ୍ର ର ବିଦାୟକାଳୀନ ସମ୍ଭାଷଣ ଏବଂ ନୂଆ ପାଇଲଟ୍ ଙ୍କ ସହିତ ଜାହାଜ ଚଳାଇବା ର ଅନୁଭୂତି,, କେବଳ ଶର୍ମିଷ୍ଠା ନୁହେଁ ଏମିତି ଅନେକ ଶର୍ମିଷ୍ଠା ଲୁକ୍କାୟିତ ଭାବେ ଅଛନ୍ତି,, ସେମାନେ ଏବେଠାରୁ ସୁଧୁରିବା ଉଚିତ୍। ସାବିତ୍ରୀ ବ୍ରତ ଶର୍ମିଷ୍ଠା କରୁଥିଲେ କି,,? କେତେ ଜଣ ସ୍ଵାମୀ ଙ୍କର ଶର୍ମିଷ୍ଠା ଗୋଟିଏ ବୋଲି ଅଲିଅଳି ସ୍ତ୍ରୀ ଥିଲେ ତାହା ସଠିକ ହେଲେ ସବୁ ଭଦ୍ର ମୂଖା ଖୋଲିଯିବ। ଆଇନ୍ ତା ବାଟରେ ଯିବ, ଏଥିରେ ବ୍ୟତିକ୍ରମ ହେବନି।
@digalmahananda9928
@digalmahananda9928 2 жыл бұрын
Right
@lakhikantakandi7193
@lakhikantakandi7193 2 жыл бұрын
Thank
@knowledgeabouteverythingby3172
@knowledgeabouteverythingby3172 2 жыл бұрын
ଯେଉଁମାନେ କେବେବି ବିଦ୍ୟାଳୟକୁ ଯାଇନାହାନ୍ତି ସେମାନେ ମଧ୍ଯ ଇଂରାଜୀ ଭାଷାରେ କଥାବାର୍ତ୍ତା କରିବେ-kzbin.info/www/bejne/j5yqlJiQfsZjb7s ।Full basic video-kzbin.info/www/bejne/mYPciZ2Va6qYm7M.. ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଯାହା ଦ୍ବାରା ସେମାନେ ବି benifits ପାଇପାରିବେ।ଓଡିଆରେ କଥାବାର୍ତ୍ତା କରୁଥିବା କିଛି ବାକ୍ୟ ବର୍ତ୍ତମାନ ଇଂରାଜୀରେ କଥାବାର୍ତ୍ତା କରିବା ସହଜରେ ଶିଖନ୍ତୁ,ଯାହା ଫଳରେ ଆଉ କାହା ଆଗରେ ନରଭସ୍ ହେବେ ନାହିଁ କି ଲଜ୍ଜିତ ହେବାକୁ ପଡିବ ନାହିଁ। ଆପଣଙ୍କ ପିଲାମାନଙ୍କୁ ମଧ୍ଯ ଘରେ ବସି ଫ୍ରୀ ରେ ଇଂରାଜୀ ଶିଖାନ୍ତୁ ଯାହା ଫଳରେ ସେମାନେ ଆଉ ଭବିଷ୍ଯତରେ ହଇରାଣ ହେବେ ନାହିଁ।ବହୁତ ଭିଡିଓ upload ଅଛି ଯାହା ଦ୍ବାରା ଆପଣ ବି ନିଜ ପିଲାମାନଙ୍କ ସହିତ ଇଂରାଜୀ ଭାଷାରେ କଥାବାର୍ତ୍ତା କରିପାରିବେ ସହଜରେ।kzbin.info/www/bejne/f3eueZ6brdGDqsU ଧନ୍ଯବାଦ🙏
@sbmaharana9258
@sbmaharana9258 2 жыл бұрын
ଏ ତତ୍ପରତା ସୌମ୍ୟ ଵିଦ୍ୟା case ରେ ହେଇପାରିଲାନି। ବିଗତ କିଛି cases ବି unsolved ହେଇ ରହିଗଲା। ନ୍ୟାୟ ର ଅପେକ୍ଷା ରେ ସମସ୍ତେ ରହିଲେ... 🙏
@kishorbehera1185
@kishorbehera1185 2 жыл бұрын
Good question for Crime Branch
@bibhuranjanmohapatra484
@bibhuranjanmohapatra484 2 жыл бұрын
Right state ment
@ots-solutionOdisha
@ots-solutionOdisha 2 жыл бұрын
Really very good question Vai karichanti
@24WFO
@24WFO 2 жыл бұрын
Good👍
@madhusmitamohanty1882
@madhusmitamohanty1882 2 жыл бұрын
ଏବେ କାନ୍ଦିଲେ କଣ ହେବ? ମାନସ ଙ୍କ ମା କାନ୍ଦ ଦେଖା ଯାଉନି? ନିଜର ଅନୈତିକ ସମ୍ୱନ୍ଧ ଲୁଚେଇ ବା ପାଇଁ ଜଣେ ନିରୀହ ପିଲା କୁ ମାରି ଦେଲ? ତା ବାପା ମା ଙ୍କୁ ସାରା ଜୀବନ ପାଇଁ ଦୁଃଖ ଦେଲ? ତାଙ୍କର ଗୋଟିଏ ବୋଲି ରୋଜଗାରିଆ ପୁଅ ଥିଲା,ସେମାନେ ଏବେ କରିବେ କଣ?
@umabaliyar660
@umabaliyar660 2 жыл бұрын
lp
@uksvvc4516
@uksvvc4516 2 жыл бұрын
ତମେ କହୁଛ କଣ ଦେଖାଉଛ କଣ ଆଉ ଲେଖୁଛ କଣ 😂😂ତମର ଟିକେ ବି ବିଶ୍ୱାସ କରି ହେବ ନାହିଁ.... I
@sumantakumar1777
@sumantakumar1777 2 жыл бұрын
Right
@jyotibikashsahu2248
@jyotibikashsahu2248 2 жыл бұрын
ଅ।ଗ ଧ।ଡି ର ଭ।ଢୁଆ channel
@rajukuanr4746
@rajukuanr4746 2 жыл бұрын
Good
@manojkumarofficial6929
@manojkumarofficial6929 2 жыл бұрын
Super sir 👍👍
@ratnimanikisku266
@ratnimanikisku266 2 жыл бұрын
କାନ୍ଦ ଶୁଣିବାକୁ ଇଚ୍ଛା ହଉଛିରେ ଭାସ୍କର ନହେଲେ କେମିତି ବିଶ୍ଵାସ କରିବୁ ତମେ ସତ କହୁଛ ବଲି
@swarnarekha4195
@swarnarekha4195 2 жыл бұрын
Right
@gobindnayak7219
@gobindnayak7219 2 жыл бұрын
Very good News Thank you.Good Morning.🙏
@sushantkumarnahak3325
@sushantkumarnahak3325 2 жыл бұрын
Nice video
@saraswatimahanta6808
@saraswatimahanta6808 2 жыл бұрын
ଗାଲ ଗୁଡା ରେ କୁଚି କୁଚି ତା ପେଟରୁ କଥା ବାହାର କର। ସେ କାନ୍ଦୁ , ପାରୁଚ ହେଲେ ତା ଆଖି ଦୁଇଟି ଫୁଟେଇ ଦିଅ। ସେ ଗୋଟେ ନିରୀହ ପିଲାକୁ ମାରିଚି ତା ଘର ଉଜାଡିଚି ମାନେ ତାକୁ ଛାଡ ନାହିଁ।
@debendra1992
@debendra1992 2 жыл бұрын
ଧନ୍ୟବାଦ କ୍ରାଇମବ୍ରାଞ୍ଚ
@kshanadamishra3990
@kshanadamishra3990 2 жыл бұрын
Crime branch ବାବୁ ମାନେ ଏଇ case ରେ ତ ଏତେ ତତ୍ପରତା ର ସହିତ ତଦନ୍ତ କରିପାରିଲ. Location, ATM transaction ସବୁ... ହେଲେ କିଛି case re ସମ୍ପୂର୍ଣ ପ୍ରମାଣ ଥାଇ ମଧ୍ୟ ଆଖୀ ଥାଇ ଅନ୍ଧ ଭଳି ଅଭିନୟ କରୁଚ କାହିଁକି? କାହା ନିର୍ଦେଶ ରେ ???
@arabindam
@arabindam 2 жыл бұрын
BJD ସରକାର୍ କୁ ବଞ୍ଚାଇବା ଉଦ୍ୟେଶ ରେ
@amrjitbiswal7243
@amrjitbiswal7243 2 жыл бұрын
ବେସ୍ୟାନି କୁ ଫାସୀ ହେଉ
@tofusingh297
@tofusingh297 2 жыл бұрын
Confession before police is not taken as evidence court
@BijayKumar-se1ce
@BijayKumar-se1ce 2 жыл бұрын
ଏ ମାନଙ୍କୁ ଗୁଳି ମାରିଦିଅ ଗାଡ଼ିରେ ନେଇ ବୁଲେଇ ଜେରାକରୀ ପଇସା ଖରାପେ କରନ୍ତୁ ନାହିଁ
@bipinkishorenayak9573
@bipinkishorenayak9573 2 жыл бұрын
It has no meaning to cry after creating brutal murder .The society will never forgive her even if she got released by the honorable court due to lack of evidence .
@sitaramdhangadabhuyan6845
@sitaramdhangadabhuyan6845 2 жыл бұрын
Sarmista ku fasidia ho sarkar
@healer278
@healer278 2 жыл бұрын
Nai dian ho ethir pachre bad lokar hath thiba
@Dailymessageofhope
@Dailymessageofhope 2 жыл бұрын
ଟିକେ ଧିରେ କୁହୋ । Don't fool the people of Odisha by just shouting. Most of the news channels are only shouting along with background music to stimulate the people. It's so irritating.
@oramabhisek1419
@oramabhisek1419 2 жыл бұрын
Right
@kalkikd8024
@kalkikd8024 2 жыл бұрын
ଗୋଟିଏ ଅପରାଧ ଜନିତ ଖବରକୁ ଆପଣ କୋମଳ କଣ୍ଠ ଓ ମନ୍ଥର ଗତିରେ କିପରି ଉପସ୍ଥାପନ କରିପାରିବେ ?
@gitanjalirout9774
@gitanjalirout9774 2 жыл бұрын
😳
@gnyanray101
@gnyanray101 2 жыл бұрын
Sharmishtha aau niranjan ku aauthare milamisa karibaku dia.
@madhusmitamohanty1882
@madhusmitamohanty1882 2 жыл бұрын
କଣ ପାଇଁ ଏତେ ଦରଦ? ପୁଣି ଆଉ ଏକ ମାନସ ବଳୀ ପଡ଼ିବ , ସେଥିପାଇଁ?
@manishanaik1076
@manishanaik1076 2 жыл бұрын
Are sea majak re kahu6anti
@parsuramnayak4093
@parsuramnayak4093 2 жыл бұрын
Satejemiti Newsbala Sabu dekhuthila.kaothi kanduchi phatota chhadilu, Ao kijera karichi Tikia Amaku dekha.
@nirmalchandraray4975
@nirmalchandraray4975 2 жыл бұрын
goodmorning s of our suncribrt
@avinashbeaura8382
@avinashbeaura8382 2 жыл бұрын
Good job Odisha police salute u guys
@frenchwindow65
@frenchwindow65 2 жыл бұрын
Pls
@ahuman5934
@ahuman5934 2 жыл бұрын
ପୋଲିସ ପ୍ରଶାସନର ଅପାରଗତା କୁ ତ ତମ channel ଏମିତି highlight କରୁନାହିଁ !
@radhikaarlia5783
@radhikaarlia5783 2 жыл бұрын
Good job odisha Crime branch 🙏tq so much
@odia_pila_creation
@odia_pila_creation 2 жыл бұрын
ଏଭଳି ଓଡିଶା ପୋଲିସ ଯଦି ଆଗକୁ କାମ ଜାରି ରଖେ ,ତେବେ ଓଡିଶା ଲୋକ ଦୋଷ କରିବାକୁ ଡରିବେ।
@satyabratasethi444
@satyabratasethi444 2 жыл бұрын
Kandile cameraman feri asi paribani, need severe n strict action against culprits
@pramodbehera1374
@pramodbehera1374 2 жыл бұрын
ବେକାର କ୍ରାଇମ ବ୍ରାଞ୍ଚ କିଛି ସତ କଥା ମିଳିବନି
@gopalkrushna6983
@gopalkrushna6983 2 жыл бұрын
But there is no results
@050505127
@050505127 2 жыл бұрын
Encounter karajau
@satyabhau69
@satyabhau69 2 жыл бұрын
ବିଦ୍ୟାଦିଦି ଙ୍କୁ କେବେ ଧରିବ ?
@kishorbehera1185
@kishorbehera1185 2 жыл бұрын
Good question
@babulagiri6302
@babulagiri6302 2 жыл бұрын
Didi na aukn
@mamymohanty2501
@mamymohanty2501 2 жыл бұрын
Samastanku fasi darkar. Kintu habani dhere dhere sabu luchijiba. Aji parjyanta kete jana nyaya paichanti? Jaha kale b kichhi habani.
@prasantadas2580
@prasantadas2580 2 жыл бұрын
ହଉ ଦେଖି ବା Crime branch କଣ ଛୋଡିବ
@binapanipanda9368
@binapanipanda9368 2 жыл бұрын
ଏ ସବୁ ଗୋଟିଏ ଗୋଟିଏ ଫାର୍ସ ଦେଖାଉଛନ୍ତି ଉଭୟ ସରକାର ଓ ପ୍ରଶାସନ ମିଶି। ଏଗୁଡା ଦେଖି ଦେଖି ବିରକ୍ତି ଆସି ଗଲାଣି ମନରେ। ଜୟ ଜଗନ୍ନାଥ 🙏🙏
@mamatatripathy7549
@mamatatripathy7549 2 жыл бұрын
Drama band kari agudaku fasi diya
@susamabalakamila7163
@susamabalakamila7163 2 жыл бұрын
‌।
@gopinathsethy1290
@gopinathsethy1290 2 жыл бұрын
@@mamatatripathy7549 iiiiiii88i8iî
@gopabandhumahapatra6722
@gopabandhumahapatra6722 2 жыл бұрын
A-E mananku kana jail heba ? ? ? ? ? If Ministers are involved.
@animeshrout3686
@animeshrout3686 2 жыл бұрын
Not much expected in this case.
@rajathansdah9718
@rajathansdah9718 2 жыл бұрын
Plz encounter
@EkBharatiya92
@EkBharatiya92 2 жыл бұрын
I am sure after few days this case will be closed without any justice like Moumita Mehar case
@srikantakumarhota6134
@srikantakumarhota6134 2 жыл бұрын
Encounter kar na chahiyea
@bhasapathana
@bhasapathana 2 жыл бұрын
ନୈତିକ ଶିକ୍ଷା ଅଭାବରୁ ମାନବ ଦାନବ ହୋଇ ଯାଉଛି
@dinabandhunayak9563
@dinabandhunayak9563 2 жыл бұрын
Tanku kara
@kamaleshmoharana8868
@kamaleshmoharana8868 2 жыл бұрын
ଆଶ୍ରମ କୁ ଟଙ୍କା ସରକାର ଦେଉନଥିଲେ ମନକୁ ଲଙ୍ଗଳା ଭୀଡିଓ ବେଧବେପାର କରି ଫୁଲ ତୋଡା ଦିଆନିଆ ହେଉଥିଲେ,ଏବେ ଧରାପଡିବା ପରେ ସରକାର ଦୋଷ ଛଡାଇ ସଫେଇଦେଇ ସୁହାଇଲା ଭଳି ନିଉଜ ଲୋକଙ୍କ ପାଇଁ ପ୍ରସ୍ତୁତି ହେଉଛି,ଧିକ ଏ ଶାସନ
@sriaurobindoashram7473
@sriaurobindoashram7473 2 жыл бұрын
ତା ବାପ ଘର ଶାଶୁ ଘର ଲୋକଙ୍କୁ ଡାକି କୁହନ୍ତୁ ଭଲ ଲାଗିବ ଘର ଲୋକ ଜାଣିଲେ
@rajukuanr4746
@rajukuanr4746 2 жыл бұрын
Police handle case quickly
@santosnayak4989
@santosnayak4989 2 жыл бұрын
Kichi case solved habani Bhai kai time lose karucha news dekheiki
@frenchwindow65
@frenchwindow65 2 жыл бұрын
Kemiti janile apana Mane
@rchoudhury4977
@rchoudhury4977 2 жыл бұрын
Bhai answer Kan dele
@pradeepsasmal1523
@pradeepsasmal1523 2 жыл бұрын
Give him fasi
@aprameya6623
@aprameya6623 2 жыл бұрын
Odisha re ete bhala news , hey prabhu 😳
@travelformat5280
@travelformat5280 2 жыл бұрын
Sabu kheladi gotay jaga re thilay....camera man bhai ra demand tikye adhika thila bodhay.....settlement bodhay problem haye gala...a news b next Tuesday Bela ku nathiba...Hou chalu
@crpkmishra7484
@crpkmishra7484 2 жыл бұрын
ସେଠିର ରକ୍ଷିତା ଥିଲା ଶର୍ମିଷ୍ଠା।
@bichitrakumarswain7420
@bichitrakumarswain7420 2 жыл бұрын
ବିନ ଲାଦେନ୍ ପରି famous ହେଇଗଲେ ।
@jasomatipatra4902
@jasomatipatra4902 2 жыл бұрын
Kichi habani emiti hi crime karichalithibe kichi abhadra rich family members mane.... Emiti re bi mamita, Manab premi Aditya Das puri sevayat.and soumya tanka case bi pending heiki achi mate kai laguni e case final heba boli kahikina eithire pa sabu rich family members mane involve achhanti..... Police khali time weast kariki e sabu karuchi...
@mrmanuavlogs6852
@mrmanuavlogs6852 2 жыл бұрын
Soumya bhai paiii emiti chesta karajauuu
@srujitkumar1204
@srujitkumar1204 2 жыл бұрын
Are kn qs raw ans tk kahuna!!!
@satyanarayanjena964
@satyanarayanjena964 2 жыл бұрын
Good news, Police Pari bhali NATAKA rachiba ki?
@chandinisabar7797
@chandinisabar7797 2 жыл бұрын
Kebe justice miliboni se
@amitabhsahu9362
@amitabhsahu9362 2 жыл бұрын
କିଛି ଲାଭ ନାହିଁ,bail ରେ ଆସି ପୁଣି ଆରାମ୍ ସେ ବୁଲି ବୁଲି ମସ୍ତି କରିବେ
@jhillimohanty6931
@jhillimohanty6931 2 жыл бұрын
ବେଧେଇ ଶର୍ମିଷ୍ଠା ଏତେ ଦିନ ଯାଏ police ଆଖିରେ ଧୂଳି ଦେଇ ଖସିଯାଇଥିଲା ବେଧେଇ ଶର୍ମିଷ୍ଠା ମିଛ କହୁଛି ଏ ବେଧେଇ କୁ ଫାଶୀ ଦିଅ ଆଉ ତା ଭାଇ କୁ ଜମା ଛାଡନ୍ତି ଶର୍ମିଷ୍ଠା ବେଧ ଧନ୍ଦା କରୁଥିଲା । ତାର ପ୍ରମାଣ ରଖିଥିଲା ମାନସ ସେଥିପାଇଁ ମାନସ କୁ ମାରିଦେଲା ଏ ବେଧ କୁ କଲବଲ କରିକି ମାର ।
@jayantikumarisethi7730
@jayantikumarisethi7730 2 жыл бұрын
Jahar jibana gala ta paribar ra kasta bhagabana Ku Jana,aparadhi Ku emiti punishment Dia jau se sata Janam re auo emiti kama Kariba nahi,jai Jagannath 🙏🙏🙏
@jayjagannathswami4619
@jayjagannathswami4619 2 жыл бұрын
Sonali Nanda katha polish kebe bujhibe
@jambhu5312
@jambhu5312 2 жыл бұрын
Phasi deidia
@dillip.khatei232
@dillip.khatei232 2 жыл бұрын
Hello bhai sahab Tumko Ganjam district Chhatarpur
@patttnayakbinood6366
@patttnayakbinood6366 2 жыл бұрын
Sata luchena.Jay Jagannath
@bibhuranjanmohapatra484
@bibhuranjanmohapatra484 2 жыл бұрын
Test ru jana padiba Kea se badaloko ra hata achi
@snehasishmohapatra4126
@snehasishmohapatra4126 2 жыл бұрын
ମମିତା, ପରି, କୁନ୍ଦୁଲି ପିଡ଼ିତା, ମାଧାବିଲତା, ସସ୍ମିତା, ସୌମ୍ୟରଂଜନ ଙ୍କୁ ଆମେ ନ୍ୟାୟ ମିଳିବାର ଦେଖିଛୁ 😢😢ଏବେ ମାନସ କୁ ଭି ଜଲଦି ମିଳିଯିବ ଆମେ ଜାଣିଛୁ ...ଶଳା ଗୋଟେ ଗପ କହୁଛନ୍ତି
@omesindiana3144
@omesindiana3144 2 жыл бұрын
Direct FASI....
@pandabchandrahembram9484
@pandabchandrahembram9484 2 жыл бұрын
Ping
@Rajababu-gk6kp
@Rajababu-gk6kp 2 жыл бұрын
ବେଧ କୁ ଏନକାଉଣ୍ଟର କର
@rabinarayandas8694
@rabinarayandas8694 2 жыл бұрын
SIR..EHI.CASE.RE.JADI.FASI.NA.HUE..AHURI.ANEK..BADA..CASE..GHATIBA..DHARMA..KAN.BICHAR..KARUCHI..WAIT...........
@rashmisahoo291
@rashmisahoo291 2 жыл бұрын
Oho sunile voice ta irritate laguchi.
@newsouthmovies3076
@newsouthmovies3076 2 жыл бұрын
Kichi karepareba nahi Political is very powerful in odisha
@mrmr624
@mrmr624 2 жыл бұрын
କିଛି ବି ଲାଭ ନାହିଁ , ଏମିତି soumya ,mamita ,pari ଆଦି ବହୁ ଜଣ ଧାଡ଼ି ରେ ଅଛନ୍ତି ତେଣୁ ମାନସ ର number କେବେ ଆସିବ କେହି କହି ପାରିବେନି , ଗେଣ୍ଡା ଶାସନରେ ଏମିତି ହିଁ ହେବ ...........
@ashokkumardas1634
@ashokkumardas1634 2 жыл бұрын
Ria Chakrabarti odisha
@madhusmitamohanty1882
@madhusmitamohanty1882 2 жыл бұрын
Reha Chokkroborty ' s case is similar to Sonali Nanda Sharmistha is Like Indrani Mukherjee Nija sampark dhara padijiba Dara re Nija jhia Sina Bohra ku hatya karithila Ta husband Peter Mukherjee au kete Jana nka Saha misi planning karithila
@JITUSAHOOYOUTUBER1234
@JITUSAHOOYOUTUBER1234 2 жыл бұрын
Why crime team not identify the ACF- Soumya/Mamita & Pari murder case accused ???
@Subrat8544
@Subrat8544 2 жыл бұрын
Tk live telecast hele aame mane dekhantu kie sata kahuchi
@balrambarik6814
@balrambarik6814 2 жыл бұрын
Ww
@Sambit21
@Sambit21 2 жыл бұрын
4&3 pain emiti pray case ghatuchi
@subashchandrachoudhury8279
@subashchandrachoudhury8279 2 жыл бұрын
Crime branch ସବୁ କ୍ଷେତ୍ରରେ ଯଦି ଏମିତି କରନ୍ତି ତେବେ ବହୁତ ଭଲ ଲାଗନ୍ତା
@prafullabarik7085
@prafullabarik7085 2 жыл бұрын
ଯଦି ଶର୍ମିଷ୍ଟାଙ୍କୁ କଣ ସବୂ‌ ପ୍ରନ୍ନ ପଚରା ଗଲା ଟଳିଙ୍ଗ ଟିଭି ଜାଣେ ତେବେ ଶର୍ମିଷ୍ଠା କଣ ସବୁ ଉତ୍ତର ରଖିଲେ ତାହା ମଧ୍ୟ କଳିଙ୍ଗ TV କୁ ଜଣା ଥିବ ।
@sumantakumarmalla5653
@sumantakumarmalla5653 2 жыл бұрын
Govt. Penalty code starting to all persons, fasi to all persons
@sachitranandanayak5214
@sachitranandanayak5214 2 жыл бұрын
ପ୍ରଥମେ ନିରଞ୍ଜନ କୁକୁରକୁ ଫାଶୀ ଦିଆ ଯାଉ.. Public ର demand
@madhusmitamohanty1882
@madhusmitamohanty1882 2 жыл бұрын
ନିରଞ୍ଜନ କୁ କୁକୁର କହି କୁକୁର କୁ ଅପମାନିତ କରନ୍ତୁ ନାହିଁ କୁକୁର ଠୁ ବେଶି ବିଶ୍ବାସୀ ଓ ସ୍ବାମୀ ଭକ୍ତ ଏଇ ସଂସାର ରେ ନାହାନ୍ତି ଯୋଉ ମାନେ କୁକୁର posi ଥିବେ ସେମାନେ ହିଁ ଜାଣି ଥିବେ
@shradhanjalidandapat1581
@shradhanjalidandapat1581 2 жыл бұрын
ସତ୍ୟ ହେଉଛି ଅଗ୍ନି ସଦୃଶ୍ୟ ଯେତେ ଲୁଚା ଇଲେ ବି ହୁ ହୁ ହେଇ ଜଳି ଉଥିବ ଯେତେ ଲୁଚିଲେ ବି sharmita ରାଉତ ଗୋଟି ଗୋଟି କରି ସତ କହିବୁ
Chinese are angry on Modi meeting Putin || Kalinga TV
13:04
Kalinga TV
Рет қаралды 4,1 М.
버블티로 체감되는 요즘 물가
00:16
진영민yeongmin
Рет қаралды 112 МЛН
ОСКАР ИСПОРТИЛ ДЖОНИ ЖИЗНЬ 😢 @lenta_com
01:01
'5 Major proposals get Odisha cabinet approval' | Nandighosha TV
13:25
Kethireddy Venkatarami Reddy First Interview With Jaffar After Defeat
39:44
Itlu Mee Jaffar
Рет қаралды 2,7 МЛН
Daddy of Dons - Arun Gawli’s Full Story in 10 minutes
10:33
RAAAZ by BigBrainco.
Рет қаралды 926 М.
Another Accused Of Mamita Murder Case Arrested | Odisha |
3:53
Kanak News
Рет қаралды 470 М.
버블티로 체감되는 요즘 물가
00:16
진영민yeongmin
Рет қаралды 112 МЛН