BEDACHARYA | ବେଦାଚାର୍ଯ୍ୟ EP-4 | ଆମ ଶାସ୍ତ୍ରକୁ ଜାଣିବା ପ୍ରୟାସ | ପଣ୍ଡିତ ଶ୍ରୀନିବାସ,ଭଜରାମ,ଶ୍ରୀକୁମାର | SB

  Рет қаралды 315,511

Sidharth Bhakti Channel

Sidharth Bhakti Channel

Күн бұрын

Пікірлер: 509
@kabudas8617
@kabudas8617 Жыл бұрын
ବେଦ ଜାଣି ନାହିଁ ଜ୍ଞାନ ଜାଣି ନାହିଁ ଜାଣିଛି ପ୍ରଭୁ ତତେ କେବଳ ଜଗନ୍ନାଥ ଜପେ ଦୟା କରିଥିବୁ ମୋତେ...!! ବେଦାଚ଼ାର୍ଯ୍ଯ ବହୁତ ସୁନ୍ଦର କାର୍ଯ୍ଯକ୍ରମ ସିଦ୍ଧାର୍ଥ ଭକ୍ତି ର କର୍ମକର୍ତ୍ତାଙ୍କର ....!! ଜୟ ଜଗନ୍ନାଥ🙏🏿
@deepakkumardeepak1671
@deepakkumardeepak1671 Жыл бұрын
ପ୍ରଭୁ ମଣିଷ ଜନ୍ମ ଦେଇଥିବାରୁ କୋଟିଏ ପ୍ରଣାମ ହୃଦୟ ରୁ ଜୟ ଜଗନ୍ନାଥ 🚩🚩🚩🙏🙏🙏
@patirajcomedy5931
@patirajcomedy5931 Ай бұрын
ବହୁତ୍ ଭଲ ଲାଗିଲା ସନାତନ ଧର୍ମ ବଜାୟ ରହୁ
@MultiRatnakar
@MultiRatnakar 11 ай бұрын
ବହୁତ ସୁନ୍ଦର। ଶ୍ଳୋକଗୁଡିକର ଉଚ୍ଚାରଣ ଓଡ଼ିଆରେ ହେଲେ ଭଲ। ହିନ୍ଦୀ ଉଚ୍ଚାରଣ ଭଳି ହେଉଛି।
@odia_pua_KT
@odia_pua_KT 11 ай бұрын
Odia na Hindi re se sabu sanskriti re hi sunibaku bhala lagiba ..hua ta bujhibaku sarala na heipare kintu vedo sabubele Sanskrit re hi haba darkar..❤
@prrana778
@prrana778 11 ай бұрын
ସତରେ ଏଇ ମନ୍ତ୍ର ଶୁଣି ଆତ୍ମା ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପଣ ହେଇଯାଉଚି ଜୟ ଜଗନ୍ନାଥ ଜୟ ସନାତନ 🙏
@DusmantaMartha
@DusmantaMartha Күн бұрын
ଧନ୍ୟବାଦ୍ ସିଦ୍ଧାର୍ଥ ଟିଭି। ଅତ୍ୟନ୍ତ ସୁନ୍ଦରୀ କାର୍ଯକ୍ରମ ଆମ ସଂସ୍କୃତି ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ।
@kirtiacharya
@kirtiacharya Жыл бұрын
ପ୍ରଥମେ ଗୁରୁଜୀ ମାନଙ୍କୁ ମୋର ପ୍ରଣାମ , ପ୍ରକୃତରେ ଏମାନେ ଜ୍ଞାନୀ 🙏
@puspalatabir3304
@puspalatabir3304 Жыл бұрын
ଅତ୍ୟନ୍ତ ଆନନ୍ଦଦାୟକ କାର୍ଯ୍ୟକ୍ରମ.....ଧନ୍ୟବାଦ ସିଦ୍ଧାର୍ଥ ଟିଭି....ଜୟ ଜଗନ୍ନାଥ...
@sidhantabehera6875
@sidhantabehera6875 Жыл бұрын
ବହୁତ ଭଲ ଲାଗୁଛି। ବେଦ ଭାଗବତ ଗୀତା ର ପାଠ କରିବା ମନକୁ ଶାନ୍ତି ମିଳିଥାଏ। ମୋର ପିଲା ଦିନ କଥା ମନେପଡେ, ଯେତେବେଳେ 2012 ମସିହାରେ ମୁଁ ଦଶମ ଶ୍ରେଣୀରେ ପଢୁଥିଲି ଆମ ଗାଁ ର ପତିତପାବନ ମନ୍ଦିର ରେ ଶ୍ରୀମଦ୍ଭାଗବଦ୍ ଗୀତା ପ୍ରତିଯୋଗିତା ହେଇଥିଲା ମୁଁ ସେଠାରେ ତୃତୀୟ ପୁରସ୍କାର ପାଇଥିଲି। ବହୁତ ଭଲ ପ୍ରୟାସ ସିଦ୍ଧାର୍ଥ ଟିଭି ର।
@sunitathakur4169
@sunitathakur4169 9 ай бұрын
😅l1dç ji
@radhakrushnagiri9535
@radhakrushnagiri9535 8 ай бұрын
❤❤❤
@nirmalsahu5170
@nirmalsahu5170 Жыл бұрын
ଭାରତୀୟ ସଂସ୍କୃତିରେ ପୁନରୁଦ୍ଧାର ବହୁତ୍ ସୁନ୍ଦର କାର୍ଯ୍ୟକ୍ରମ🙏
@dusmantasabar9646
@dusmantasabar9646 11 ай бұрын
ସମସ୍ତ ପଣ୍ଡିତ ମାନଙ୍କୁ ପ୍ରଣାମ। ଆମ ସମସ୍ତଙ୍କ ଧର୍ମ ଗ୍ରନ୍ଥ ହେଉଛି ବେଦ ଅଟେ। ଭଗବାନ ଙ୍କ ଗୁଣ ଗାନ କରିବା କୁ ହେଲେ ଦୟାକରି ବସିଥିବା ଚୌକି ର ପରିବର୍ତନ କରି ସାଧାରଣ ଲୋକ ଭଳି ସାଧାରଣ ଚୌକି ରେ ବସିଲେ ଭଲ ହେବ ବୋଲି ଆଶା କରୁଛି । ଧନ୍ୟବାଦ
@deepakkumardeepak1671
@deepakkumardeepak1671 Жыл бұрын
ଏ ମଞ୍ଚକୁ କୋଟିଏ ପ୍ରଣାମ ଜୟ ଜଗନ୍ନାଥ ହରିବୋଲ 🚩🚩🚩🙏🙏🙏
@ashokkumarbhuyan3937
@ashokkumarbhuyan3937 Күн бұрын
ଓଡ଼ିଆ ବାଳକ ବାଳିକା ଏତେ ଉଚ୍ଚ କୋଟୀର ଜ୍ଞାନ ଶୁଣି ବହୁତ ଭଲ ଲାଗିଲା। ପିଲା ମାନଙ୍କୁ ଅଶେଷ ଧନ୍ୟବାଦ,ଆଶୀର୍ବାଦ।
@apchanneltechnology8817
@apchanneltechnology8817 Жыл бұрын
ଏତେ ପରେ ମୁଁ ଓଡ଼ିଆ channel କୁ ଦେଖିବାକୁ ବହୁତ ସୁନ୍ଦର ଲାଗିଲା ❤
@adarshajeevan1315
@adarshajeevan1315 Жыл бұрын
ମହାନ୍ ଆମର ସଂସ୍କାର ଆଉ ସଂସ୍କୃତି 💕
@chandanamishra9022
@chandanamishra9022 11 ай бұрын
ଜୟ ଜଗନ୍ନାଥ ଅତି ସୁନ୍ଦର କାର୍ଯ୍ୟକ୍ରମ
@somnathsabar9809
@somnathsabar9809 17 сағат бұрын
ସିଦ୍ଧାର୍ଥ ଟିଭି କୁ ବହୁତ ବହୁତ ଧନ୍ୟବାଦ
@Pandit.Satyaprakash.Nanda4335
@Pandit.Satyaprakash.Nanda4335 3 ай бұрын
ଜୟ ଶ୍ରୀଜଗନ୍ନାଥ ଅତି ସୁନ୍ଦର କାର୍ଯ୍ୟକ୍ରମ !
@HarachandSathua
@HarachandSathua 11 ай бұрын
ବହୁତ ସୁନ୍ଦର ପ୍ରୟାସ ଅଟେ ।ଆମ ସଂସ୍କୃତି ସନାତନ ଧର୍ମର ପୁନରୁଦ୍ଧାର ପାଇଁ ଏହା ଏକ ଭଲ ମଞ୍ଚ। 23:49
@chinmaysahoo-ng7cc
@chinmaysahoo-ng7cc 9 ай бұрын
ଅତି ସୁନ୍ଦର୍ ପ୍ରୟାସ ଏହି କାର୍ଯ୍ୟକ୍ରମର ସମସ୍ତ କର୍ମ କର୍ତ୍ତା ଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଭଲରେ ରଖନ୍ତୁ ❤❤❤❤❤❤❤
@subhasishsenapati364
@subhasishsenapati364 8 ай бұрын
ଅତି ସୁନ୍ଦର ପ୍ରୟାସ❤
@ganeshpanigrahi5258
@ganeshpanigrahi5258 Жыл бұрын
ସାମ୍ପ୍ରତିକ ସ୍ଥିତିରେ ଏପରି ଅତି ମହତ୍ତ୍ୱପୂର୍ଣ୍ଣ ଏବଂ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକ୍ରମ କରୁଥିବା କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ...
@sudeepms143
@sudeepms143 Жыл бұрын
ବନ୍ଦେ ଉତ୍କଳ ଜନନୀ । ସର୍ବେ ଭବନ୍ତୁ ସୁଖୀନଃ । ଏହା ସର୍ବଦା ଏବଂ ଦୀର୍ଘ ପ୍ରୟାସ ରହୁ । ଓଁ ନମଃ ଶିବାୟଃ ।
@gopinathsahu9510
@gopinathsahu9510 Жыл бұрын
ମନ ଖୁସି ହୋଇଗଲା ❤❤❤
@pramilabehera6886
@pramilabehera6886 Жыл бұрын
ଜୟ ଜଗନ୍ନାଥ 🙏🙏🙏ମହୋଦୟ ପଣ୍ଡିତ ଜି ଆପଣ ମାନଙ୍କୁ ପ୍ରଣାମ 🙏🙏🙏
@RanapratapPanda
@RanapratapPanda 3 ай бұрын
ଏମିତି ପ୍ରୋଗ୍ରାମ ଆୟୋଜନ କରିଥିବାରୁ ସିଦ୍ଧାର୍ଥ ଭକ୍ତି channel କୁ ହୃଦୟରୁ ଧନ୍ଯବାଦ୍ 🙏
@RatikantaBehera-cm7kt
@RatikantaBehera-cm7kt 8 ай бұрын
Jaya Sri ram ram ram ram
@bharatsethi4378
@bharatsethi4378 12 күн бұрын
ବହୁତ ସୁନ୍ଦର କାର୍ଯ୍ୟକର୍ମ❤❤❤ ଜୟ ଶ୍ରୀକ୍ରିଷ୍ଣା,❤❤ ଜୟ ଜଗନ୍ନାଥ
@sukantaswain4529
@sukantaswain4529 Жыл бұрын
ଅତି ଉତ୍ତମ ପଦକ୍ଷେପ ନେଇଥିବା ଗୁରୁଙ୍କୁ ମୋର କୋଟି କୋଟି ପ୍ରଣାମ
@SarojkumarJena-f6y
@SarojkumarJena-f6y 6 сағат бұрын
ଅତି ସୁନ୍ଦର କାର୍ଯ୍ୟକ୍ରମ
@manojkuswain8473
@manojkuswain8473 8 ай бұрын
ଏମିତି କାର୍ଯ୍ୟକର୍ମ ପାଇଁ ମୋ ପାଖରେ ଶବ୍ଦ ନାହିଁ, ଜୟ ଜଗନ୍ନାଥ 🙏
@mystatusvideo2272
@mystatusvideo2272 Жыл бұрын
ଭାରୀ ସୁନ୍ଦର କାର୍ଯ୍ୟକ୍ରମ, ବିପଥଗାମୀ ମାନେ ସୁପଥରେ ଯିଵାର ପ୍ରୟାସ ।ଜୟ ଜଗନ୍ନାଥ
@deepakkumardeepak1671
@deepakkumardeepak1671 Жыл бұрын
ହରେ କୃଷ୍ଣ 🚩🙏
@debjanidas2358
@debjanidas2358 2 күн бұрын
Right
@rabindrabehera129
@rabindrabehera129 6 күн бұрын
ବହୁତ ଭଲ ଲାଗୁଛି ବହୁତ ସୁନ୍ଦର ଜୟ ଶ୍ରୀ କୃଷ୍ଣ
@GaurangPradhan-bl7nm
@GaurangPradhan-bl7nm Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ଅତି ସୁନ୍ଦର
@Sonapradhana143
@Sonapradhana143 Жыл бұрын
ଏ ସବୁ ଶୁଣିଲେ ବହୁତୁ ଶାନ୍ତି ଲାଗୁଚି ଆତ୍ମାକୁ 🙏🙏🙏
@bimalkumarpradhan3786
@bimalkumarpradhan3786 Жыл бұрын
Right
@AlokChakra-l5n
@AlokChakra-l5n 18 сағат бұрын
ଆନନ୍ଦେ ଏକ ବାର ହରିବୋଲ..... 🙏🙏🙏
@SumitKumar-dg8cd
@SumitKumar-dg8cd Жыл бұрын
ଏତେ ସୁନ୍ଦର ପ୍ରୟାସ ଦେଖି ବହୁତ ଖୁସି ଲାଗିଲା
@bibhutibhusansamal5503
@bibhutibhusansamal5503 Жыл бұрын
ଆପଣଙ୍କର ଏହି କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ
@Englishstudy587
@Englishstudy587 Жыл бұрын
Now I found a valuable show in odia ❤
@dinabandhupadhi9079
@dinabandhupadhi9079 Жыл бұрын
ଯେଉଁମାନେ ପାରମ୍ପରିକ ବସ୍ତ୍ର ପରିଧାନ କରି ଯାଉନାହାନ୍ତି ସେମାନଙ୍କୁ ବେଦାଚାର୍ଯ୍ଯ ମଞ୍ଚ ରେ ବେଦ ପଢିବାକୁ ଅନୁମତି ଦେଉଛନ୍ତି ଏହା.ଆମ ବୈଦିକ ପରମ୍ପରା କୁ ଶୋଭିତ କରିପାରୁ ନାହିଁ🙋‍♂️🙋‍♂️🙋‍♂️🙋‍♂️🙋‍♂️🙋‍♂️🙋‍♂️.ଜୟ ସତ୍ଯ ସନାତନ ବୈଦିକ ଧର୍ମ 🙏🙏🙏🙏🙏🙏🙏🚩🚩🚩🚩🚩
@surathachandrajena9514
@surathachandrajena9514 Жыл бұрын
ମହିମା ଅଲେଖ ନିରଞ୍ଜନ ।। ବେଦାଚାର୍ଯ୍ୟ କାର୍ଯ୍ୟ କ୍ରମ ଅତୀବ ପ୍ରଶଂସନୀୟ ଅଟେ ।ଆନନ୍ଦ ଅନୁଭବ କଲି । ନିଶ୍ଚିତ ପତନାଭୀମୁଖୀ ବସ୍ତୁବାଦୀ ସମାଜର କୁସଂସ୍କାର ଯୁକ୍ତ ଜୀବନଶୈଳୀରେ ଉକ୍ତ କାର୍ଯ୍ୟକ୍ରମ ଅବଶ୍ୟ ବ୍ରେକ୍ ଅପ୍ ଦେବ। ଆର୍ଯ୍ୟ ସଂସ୍କୃତିର ମହନୀୟତା ବୋଧହୁଏ ଏଇ ଘଡିସନ୍ଧି ମୁହୂର୍ତ୍ତରେ ପୁନରୁତ୍ଥାନର ବିଜୟ ଶଂଖନାଦ ଆରମ୍ଭ କରିଦେଇଛି । ସ୍ୱାଗତ । ଧନ୍ୟବାଦ୍। ପ୍ରଣାମ।
@deepakkumardeepak1671
@deepakkumardeepak1671 Жыл бұрын
ପ୍ରଭୁ 🚩🙏🙏🙏
@mangalmajhi9053
@mangalmajhi9053 11 ай бұрын
Jay Jagannath 🙏🙏🙏
@dharmapadaofficial6169
@dharmapadaofficial6169 Жыл бұрын
ବହୁତ୍ ସୁନ୍ଦର କାର୍ଯ୍ୟକ୍ରମ ଟିଏ, ସର୍ବଦା ସ୍ବାଗତଯୋଗ୍ୟ 💐💐💐🙏🙏🙏
@ramakantadas7606
@ramakantadas7606 Жыл бұрын
❤🎉ଜୟଜଗନ୍ନାଥ ବହୁତ ଖୁସି ହୋଇଗଲି ଜାରି ରଖନ୍ତୁ ଭଲହୋଇଛି
@belajena3612
@belajena3612 Жыл бұрын
ମନକୁ ଅନେକ ଅନେକ ଆନନ୍ଦ ଲାଗୁଛି ଯେ ଉତ୍ତମ ପ୍ରୟାସ ନିଆଯାଉଛି ।😅🎉😂❤😂🎉 ଧନ୍ୟବାଦ
@kumarchandan3045
@kumarchandan3045 Жыл бұрын
Ama Sanskruti Amo Sankar Amo Parampara Amo Ved Sastra Ku Aka nua jariya re dekheibaro parayasa ati sundara lagila
@abhimanyusurya2638
@abhimanyusurya2638 11 ай бұрын
ଜୟ ଜଗନ୍ନାଥ, ଏହିସବୁ ଶୁଣି,ମୁଁ,ଧନ୍ୟହେଇଗଲି,ଏମିତି,ଶ୍ଳୋକ,ପ୍ରତିଦିନ, ଶୁଣି ବାକୁମିଲୁ,ରାଧେଗୋବିନ୍ଦ
@padmapanda265
@padmapanda265 11 ай бұрын
ବହୁତ ସୁନ୍ଦର । କିନ୍ତ୍ ପ୍ରତିଯୋଗୀ ମାନେ ସନାତନ ପୋଷାକ ପରିଧାନ ପିନ୍ଧିବା ଉଚିତ
@RunaMaharana-q7r
@RunaMaharana-q7r Жыл бұрын
ପ୍ରେରଣା ଦାୟକ ଧୀଶକ୍ତି ବୃଦ୍ଧି ଦାୟକ କାର୍ଯ୍ୟକ୍ରମ 👏ଧନ୍ୟବାଦ ସିଦ୍ଧାର୍ଥ ଟିଭି 👍
@deepakkumardeepak1671
@deepakkumardeepak1671 Жыл бұрын
ସତରେ ଆଜ୍ଞା 🙏🙏🙏
@Sudesh-d2u
@Sudesh-d2u 9 ай бұрын
ଅତି ସୁନ୍ଦର କାର୍ଯ୍ଯକ୍ରମ ପଣ୍ଡିତ ମଣ୍ଡଳିକୁଁ ପ୍ରଣାମ ଓ ସିଦ୍ଧାର୍ଥ ଟିଭିକୁ ଧନ୍ୟବାଦ
@vivek7702
@vivek7702 8 ай бұрын
ଅତି ଉତ୍ତମ ପ୍ରୟାସ ଆମ ଭବିଷ୍ୟ ପିଢ଼ି ପାଇଁ. କୋଟି ପ୍ରଣାମ. ସାଧୁବାଦ
@pragnyakhatua
@pragnyakhatua 11 ай бұрын
Sundar Kariya karma.sita sir o Namita mam nku mora pranam.evali nutana Kariya karma.
@hemantasethy8437
@hemantasethy8437 11 ай бұрын
ଆପଣ ମାନ ସମସ୍ତ ଙ୍କୁ ମୋର କୋଟି କୋଟି ନମସ୍କାର 🙏🙏🙏🙏🙏🙏🙏🙏🙏🙏🙏🙏🙏🚩ସତ୍ୟ ସନାତନ ଧର୍ମ 🙏
@Bindusagar-h3o
@Bindusagar-h3o 8 ай бұрын
🙏ଜୟ ଶ୍ରୀ ଜଗନ୍ନାଥ🙏 ଏହି ଭଳି ସୋ ଦେଖି ବହୁତ୍ ଖୁସି ଲାଗିଲା ଆମ ଓଡ଼ିଶା ର ସଂସ୍କୃତି କୁ ଦେଖି ବହୁତ୍ ଭଲ ଲାଗିଲା ଏହି ଭଳି ସୋ ଦରକାର ଶାନ୍ତି ଲାଗିଲା🙏🙏🙏
@prabhukrupaKirtana
@prabhukrupaKirtana 11 ай бұрын
🛕🙏🏻ଜୟ ଜଗନ୍ନାଥ 🙏🏻🛕
@bamacharanmishra306
@bamacharanmishra306 Жыл бұрын
Wah, ବହୁତ୍ ଖୁସି ଲାଗିଲା , ଆପଣଙ୍କ ଭଳି, ବିଦ୍ୱାନ ମାନେ ହିଁ ସମାଜ କୁ ଗଢି ପାରିବେ। ଯଦି ଆପଣ ମାନେ , ଏକଜୁଟ ହୋଇ, summer course jadi କରନ୍ତେ ବହୁତ୍ ଛାତ୍ର ଛାତ୍ରୀ ଆଗାମୀ ଦିନରେ , ଇଛା ବ୍ୟକ୍ତ କରନ୍ତେ
@mrutyunjayapanda1343
@mrutyunjayapanda1343 23 сағат бұрын
Best ever programmer in the television history 🙏
@bimbadharmishra5912
@bimbadharmishra5912 9 ай бұрын
ସମୟ ଉପଯୋଗୀ ସ୍ଵାଗତ ଯୋଗ୍ୟ କାର୍ଯ୍ୟକ୍ରମ। ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
@biswajitbehera6073
@biswajitbehera6073 Жыл бұрын
Great show..... Great thought...... It will reconstruct our culture......
@jayadevdash2567
@jayadevdash2567 11 ай бұрын
ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ।ଆପଣ ମାନଙ୍କୁ ସାଧୁବାଦ ଧନ୍ୟବାଦ ।ଜୟ ଜଗନ୍ନାଥ।
@runapradhani3114
@runapradhani3114 5 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ସିଦ୍ଧାର୍ଥ ଟିଭି ଆମ ହିନ୍ଦୁ ପରମ୍ପରା ବଞ୍ଚାଇ ରଖିବାର ଏହା ଏକ ନିଆରା ଏବଂ ବହୁତ୍ ବଡ଼ ପ୍ରୟାସ,
@sab-moh-maya8219
@sab-moh-maya8219 Жыл бұрын
ଗୁରୁଜୀ ବେଦ ଓ ବିଜ୍ଞାନ ର କିଛି ପ୍ରାମାଣିକ ତଥ୍ୟ ଆଲୋଚନା କଲେ ବହୁତ ଭଲ ହୁଅନ୍ତା
@gschandsudhabarata3007
@gschandsudhabarata3007 8 ай бұрын
ପ୍ରଣାମ 🙏। ବହୁତ ସୁନ୍ଦର କାର୍ଯ୍ୟ କ୍ରମ। ଭାରତୀୟ ସନାତନ ସଂସ୍କୃତି ଓ ପରମ୍ପରା କୁ ଉଦ୍ ଜୀବିତ କରିବା ନିମନ୍ତେ ପ୍ରଶଂସନୀୟ ଉଦ୍ୟମ। ଅଭିନନ୍ଦନ ଓ ଶୁଭେଚ୍ଛା🎉 । ଧନ୍ୟବାଦ
@kadambinimohanty7582
@kadambinimohanty7582 Жыл бұрын
This program will change our society. Nice program.
@kumarchandan3045
@kumarchandan3045 Жыл бұрын
Namo Bhagwate Vashudevy 🙏🏻🚩 Hari Omm
@chintamaninaik3538
@chintamaninaik3538 5 ай бұрын
ଆମ ସଂସ୍କୃତି ଆମ ପରମ୍ପରା ପୁନଃରୁଦ୍ଧାର ସ୍ୱାଗତ ଯୋଗ୍ୟ.
@snehalatarout1772
@snehalatarout1772 Жыл бұрын
ଜୟ ଜଗନ୍ନାଥ🙏🙏🙏 ବହୁତ ସୁନ୍ଦର କାର୍ଯ୍ୟକ୍ରମ
@pravakarmahanta7637
@pravakarmahanta7637 11 ай бұрын
ପଥଭ୍ରଷ୍ଟ ସମାଜ ପାଇଁ ସମୟପଯୋଗୀ ବହୁତ ସୁନ୍ଦର କାର୍ୟ୍ଯକ୍ରମ ସିତାରାମ ସାର ଙ୍କୁ ବହୁତ ଧନ୍ଯବାଦ
@amulyanayak2291
@amulyanayak2291 Жыл бұрын
ଜୟ ଜଗନ୍ନାଥ🌷🙏
@jadugar3326
@jadugar3326 10 ай бұрын
ଅତି ସୁନ୍ଦର ପ୍ରୟାସ ସିଦ୍ଧାର୍ଥ ଟିଭି ର । ଏ ପରି ଭିନ୍ନ ପ୍ରୟାସ କେବଳ ସିଦ୍ଧାର୍ଥ ଟିଭି ହି କରିପାରିବ ।
@SunakarBehera-ez5lk
@SunakarBehera-ez5lk 26 күн бұрын
ଜୟ ଜଗନ୍ନାଥ ସ୍ବାମୀ ପଣ୍ଡିତ ଜି କୋଟିଏ ପ୍ରଣାମ
@janaajana3604
@janaajana3604 Жыл бұрын
Bahut badhia ati sundar karya karm ehi bhalia plat form darkarahin thila Amara dharam sastra puran ved au jaha jaha Sabu achhi sesabuku eipidhara pilamanank thara agraha au jagrata Kariba e gote bhala prayasa jai jagannath 🙏
@pareshkumarbehera1483
@pareshkumarbehera1483 16 күн бұрын
ଓଃ ନମଃ ଭଗବତେ ବାସୁଦେବାୟ*🙏
@likunilaman3
@likunilaman3 Жыл бұрын
Prathama thara judge Mane atyanta gyani o bidwan Jana paduchhanti.....a manchaku pranama
@rbvlog558
@rbvlog558 9 ай бұрын
ଅତି ସୁନ୍ଦର କାର୍ଯ୍ୟକ୍ରମ...... ଆତ୍ମାକୁ ଶାନ୍ତି ମିଳିଯିବ ଯଦି ଏମିତି କାର୍ଯ୍ୟକ୍ରମ ପ୍ରତିଦିନ ଦେଖାଯିବ 🙏 ଜୟ ଜଗନ୍ନାଥ 🙏 ଜୟ ଶ୍ରୀରାମ 🙏 ଜୟ ଶ୍ରୀକ୍ରୀଷ୍ଣା 🙏
@sudhansubalamohapatra8442
@sudhansubalamohapatra8442 Жыл бұрын
Jay Jay shree jagannath 🙏🙏🙏Jay shree ram 🙏🙏🙏Jay shree krishna 🙏🙏🙏
@prasantadashpupu7853
@prasantadashpupu7853 Жыл бұрын
Great show that showcase the veda aptitude...Kudos to sidharth bhakti whole team for showing us such a great show which will definitely strengthen our culture and tradition..Jay shree Jagannath 🕉️⭕❗⭕🙏🚩
@dipakpanda229
@dipakpanda229 Жыл бұрын
ଜୟ ଜଗନ୍ନାଥ ଭଲ ପ୍ରୟାସ ସିଦ୍ଧାର୍ଥ ଟିଭି।
@brajamohanty6220
@brajamohanty6220 11 ай бұрын
ସନାତନ ଧର୍ମର ସୁରକ୍ଷା ପାଇଁ ସୁନ୍ଦର ପ୍ରୟାସ
@pratapkumarpratapanayak3487
@pratapkumarpratapanayak3487 9 ай бұрын
ସୁନ୍ଦର ,ବେଦ ନାମ ଜାଣିଛି।କିନ୍ତୁ ଆପଣ ଙ୍କ ପ୍ରସାରିତ ବେଦ ମନ୍ତ୍ର ଗୀତା ଶୁଣି ପାରୁଛୁ।
@Singh77359
@Singh77359 11 ай бұрын
ଗୋଟିଏମାତ୍ର ଧର୍ମ ଜାହା ସାରାଦୁନିଆର ମଙ୍ଗଳ ଚାହେଁ 🚩🚩🚩
@empoweringindiadefenceacad9593
@empoweringindiadefenceacad9593 11 ай бұрын
Great work sir..Raja queen's too ବେଶ୍ ଭଲ..ଓଡିଶା ଓଡ଼ିଆ sanskar ପାଇଁ ବଞ୍ଚିଛି.
@diwanapatro3427
@diwanapatro3427 9 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🤲
@rebatinag
@rebatinag Жыл бұрын
Jaya jagannath ❤jaya jagannath ❤
@Singh77359
@Singh77359 11 ай бұрын
ୟାଠୁସ୍ପଷ୍ଟ ଓ ସୁନ୍ଦର ଭାବରେ ଆମ ସତ୍ୟସାଇ ସଂଗଠନର ଅଚ୍ୟୁତ ଭାଇ ଜିଏ ଜାତିରେ ହରିଜନ ସେ ବେଦ ପଠନ କରନ୍ତି ତାଙ୍କବେଦପଠନ ସୁଣିଲେ ପୁରା ଶାନ୍ତିଲାଗିଜାଏ ଓ କେବଳ ବ୍ରାହ୍ମଣ ବେଦପାଠପଢିବ ସେମିତି କୌଣସିପୁରାଣରେ ଲେଖାଜାଇନି ଜିଏ କହିବ ସେ ମୋ ମତରେ ବ୍ୟାପାର ଚାହୁଁଛି
@biprapriya
@biprapriya Жыл бұрын
Thanks to Sidharth Vakti channel for bringing such a nice program.
@Pradip7PT
@Pradip7PT Жыл бұрын
A great reality show I ever seen .. I think first time in odisha ,it has been started..a good initiative by sidharth bhakti..
@meerasahu8167
@meerasahu8167 Жыл бұрын
Amr sanskruti ku neiki emiti gute platform neiki asithibaru bahut bahut dhanyavad.carry on🙏🙏
@AshoksahooAshok-se5yw
@AshoksahooAshok-se5yw 14 күн бұрын
ବ୍ରାହ୍ମଣ ହିଁ ବେଦପାଠକରିବେ, କିନ୍ତୁ ବ୍ରାହ୍ମଣ ଗୋଟେ ଜାତି ନା,ସୋଭାବ, ବେଦ କେତେ ପ୍ରକାର
@makardhwajmishra8258
@makardhwajmishra8258 11 ай бұрын
"Jyotirbedo hatarvana kirah. Paurana pathakah dhavaka. Pachakaha.. sarbe sadaite sudrabat dhwija ." A .good message to. society for Odisha
@UllaSethi-g6t
@UllaSethi-g6t 4 күн бұрын
Jay Jagannath
@anantshastrithati
@anantshastrithati 11 ай бұрын
बहुत सुन्दर मंच है ओड़िशा और भारतीय संस्कृति के लिए
@pramodsahoo5820
@pramodsahoo5820 10 ай бұрын
ଓଁ ନମଃ ଭଗବତେ ବାସୁଦେବାୟ
@patitajena5044
@patitajena5044 16 күн бұрын
ଆପଣଙ୍କ ଉପସ୍ଥାପନା ଅତି ସୁନ୍ଦର୍ ଲାଗିଲା❤
@sudhansubalamohapatra8442
@sudhansubalamohapatra8442 Жыл бұрын
Jay Jay shree jagannath 🙏🙏🙏pandit mahodaya apana mananku mora koti koti pranam 🙏🙏🙏mahaprabhu apanankara mangala bidhan karantu 🙏🙏🙏apana mananka jeevan sukhamaya heu 🙏🙏🙏
@srikantagharai8325
@srikantagharai8325 8 ай бұрын
ମୁଁ ତ ସ୍ଥମ୍ଭୀଭୂତ ହୋଇଗଲି 🙏🙏🙏🙏🙏🙏🙏 ଶତ ଶତ ପ୍ରଣାମ❤
@dharmendrapanda564
@dharmendrapanda564 11 ай бұрын
Guru manaku bhagaban val re rakhantu.... Aama sanskruti.... Aagaku banchai rakhantu...
@santoshbehera2627
@santoshbehera2627 11 ай бұрын
wow bahoot sundar lagila odishare adbhoot show dekhi jay jaganath
@moralstoriesodia
@moralstoriesodia Жыл бұрын
Beautiful 😍 it's a excellent show for all Odia❤❤
@sachidanandamishra4778
@sachidanandamishra4778 Жыл бұрын
ସୀତାରାମ ଅଗ୍ରୱାଲ ଙ୍କୁ ଅଶେଷ ଅଶେଷ ସାଧୁବାଦ।
@srijogendraacharya8356
@srijogendraacharya8356 11 ай бұрын
ଉ ଊ ଉଚ୍ଚାରଣ କରି ଥିଲେ ଭଲ ହୋଇଥାନ୍ତା ବ୍ରାହ୍ମଣ ଗୋସେଇଁ ମାନେ. ବାରମ୍ବାର ପ୍ରଣାମ
@radhakrishnacreation207
@radhakrishnacreation207 Жыл бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ସିଦ୍ଧାର୍ଥ ଚାନେଲ୍ କୁ ଏଇ ଭଳି ବେଦ ପାଠ ସମସ୍ତଙ୍କୁ dekheethibaru
@arunpradhan6940
@arunpradhan6940 Жыл бұрын
ସାର ପ୍ରଣାମ 🙏🙏 ଏହିି ମନ୍ତ୍ର ସହିତ ଅର୍ଥ ଆପଣ ମାନେ ବୁଝାନ୍ତୁ । ଆତ୍ମା , ମନ ଓ ଶରୀର ମୁକ୍ତ ହେବ । ଦୟା କରି ଧ୍ୟାନ ଦେବେ ବୋଲି ମୋର ଆଶା ଓ ବିଶ୍ଵାସ ।🙏🙏🙏🙏🙏🙏
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 71 МЛН
Human vs Jet Engine
00:19
MrBeast
Рет қаралды 142 МЛН
Хасанның өзі эфирге шықты! “Қылмыстық топқа қатысым жоқ” дейді. Талғарда не болды? Халық сене ме?
09:25
Демократиялы Қазақстан / Демократический Казахстан
Рет қаралды 351 М.
Кәсіпқой бокс | Жәнібек Әлімханұлы - Андрей Михайлович
48:57
Demand Of Habisiyalis: Loka Nakali Katha Asali | Kanak News
20:50
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 71 МЛН