ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ମଧ୍ୟ ନିଜ ବାଲ୍ୟାବନ୍ଧୁଙ୍କୁ ଭୁଲି ନାହାଁନ୍ତି ଦ୍ରୌପଦୀ ମୁର୍ମୁ

  Рет қаралды 798,234

Prameya News7

Prameya News7

Күн бұрын

Пікірлер: 245
@Rajababu-gk6kp
@Rajababu-gk6kp 2 жыл бұрын
ଯେଉଁ ମାନେ ଆଦିବାସୀ ମାନଙ୍କୁ ପାତର ଅନ୍ତର କରୁଛନ୍ତି । ସେମାନେ ଜାଣି ରଖିବା ଉଚିତ ଆଦିବାସୀ ହୋଇ କେମିତି ଭାରତର ରାଷ୍ଟ୍ରପତି ହେଲେ । ତେଣୁ ଜାତି ଭେଦଭାବ ନ ରଖି ସମସ୍ତେ ସମାନ ଭାବରେ ବଞ୍ଚିବା ଶିଖନ୍ତୁ ।
@padmanavpradhan4438
@padmanavpradhan4438 2 жыл бұрын
Bhai amiti kuhani ,I love to sc st with humanity.
@jyoshnavillagelifestylevlo1958
@jyoshnavillagelifestylevlo1958 2 жыл бұрын
Right 👍👍
@Lovely143Dipti
@Lovely143Dipti 2 жыл бұрын
ଦ୍ରୌପଦୀ ମୁର୍ମୁ ଙ୍କ ପାଇଁ ଆଜି ଆମ ଓଡିଶା କୁ ସାରା ବିଶ୍ଵ ଚିହ୍ନିଲା,, ଆମେ ବହୁତ୍ ଗର୍ବିତ,, ମୋଦୀ ଜି ଆପଣଙ୍କୁ ବି ବହୁତ୍ ବହୁତ୍ ଧନ୍ୟବାଦ୍
@rollymurmuofficial272
@rollymurmuofficial272 2 жыл бұрын
U r right. odisha sahita mayurbhanj ku whole world chinhila jauta ki opohoncha ilaka ....mu Madhy mayurbhanj dei belongs karuchi proud to be odisha
@Lovely143Dipti
@Lovely143Dipti 2 жыл бұрын
@@rollymurmuofficial272 ,,I am belongs from Balasore, Who is going to which district does not matter,,The biggest thing is that we are from Odisha,Nobody knew Odisha.But today the whole world knows Odisha..So All peoples I request Support Our Draupadi murmu mam and Our prime minister Modi ji 🙏🙏🙏🙏
@agastibanka1450
@agastibanka1450 2 жыл бұрын
Apononko coment bahut bholo lagila 🙏🙏🙏
@niranjandash7752
@niranjandash7752 Жыл бұрын
Hmm thik katha Bhai jasowanta Sinha nka bhali jane educated lokanku hareivhanti . Au rahila odisha ku janiba katha ...... Madhusudhan das , bijupattanaik ., Yie ta sabu amerikara thile bodhe . Puri temple,au konark temple karithile sir London ra. Ame sabu padha murkha . Are desa pain tankara abadana kan ..
@PkbOdiaTips
@PkbOdiaTips 2 жыл бұрын
ବନ୍ଧୁତା ର ପରିଚୟ ତ ଏହା ହିଁ ହେଇଥାଏ...ଉଚ୍ଚ ନିଚ ପଦମର୍ଯ୍ୟାଦା ର ପ୍ରଭାବ ନ ଥାଏ ଏମିତିଆ ସମ୍ପର୍କରେ...ସେହିମାନେ ହିଁ ଭାଗ୍ୟବାନ ହେଇଥାନ୍ତି ଯେଉଁ ମାନଙ୍କ ପାଖରେ ଏମିତି ବନ୍ଧୁ ଥାଆନ୍ତି ♥️♥️♥️
@pradeeppattnayak.1894
@pradeeppattnayak.1894 2 жыл бұрын
ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆମେ ଗର୍ବୀତ।ପ୍ରଭୁ ଜଗନ୍ନାଥ ସେ ମହାଶୟାଙ୍କୁ ସହାୟ ହୁଅନ୍ତୁ।ଆପଣଙ୍କ ସମ୍ପର୍କ ଆହୁରି ନିବିଡ଼ତା ହେଉ।ଆପଣ ମଧ୍ୟ ଭାଗ୍ଯବତୀ।ଜୟ ଜଗନ୍ନାଥ।
@sukultudu137
@sukultudu137 2 жыл бұрын
Bible ପଢସତ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଓଡ଼ିଶା ଭାଇ
@rabindramohansahu2459
@rabindramohansahu2459 2 жыл бұрын
Real u r so lucky. Please call n leasten me.
@nboy9584
@nboy9584 2 жыл бұрын
ଏମିତି ବନ୍ଧୁତ୍ୱ ଆଜିର ଦୁନିଆରେ ମିଳିବା ବହୁତ୍ କଷ୍ଟ ଏବଂ ଆପଣଙ୍କ କଥାରୁ ଜଣା ପଡ଼ୁଛି ଆପଣ ବି ଜଣେ ସୁନ୍ଦର ମଣିଷ ଟିଏ 🙏
@prasantasahoo9624
@prasantasahoo9624 2 жыл бұрын
ସତରେ... ଆଜିର ସମୟରେ ମଧ୍ୟ୍ୟ ବନ୍ଧୁତାର ପରିଭାଷା ସ୍ପଷ୍ଠ ବାରି ହୋଇପଡୁଛି.... ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମହାମହିମ ରାଷ୍ଟ୍ରପତି #ଶ୍ରୀମତୀ_ଦୌପଦୀ_ମୁର୍ମୁ...
@rabindramohansahu2459
@rabindramohansahu2459 2 жыл бұрын
U r God
@PANKAJ.SAMAL-jz9gb
@PANKAJ.SAMAL-jz9gb 2 жыл бұрын
ଭଗବାନ ଶ୍ରୀକୃଷ୍ଣ ଓ ସୁଦାମା ଭଳି ଏ ପବିତ୍ର ବନ୍ଧନ ଦେଖିଲେ ଆଖିରୁ ଲୁହ ଆସିଯାଉଛି
@ititrainingvlog
@ititrainingvlog 2 жыл бұрын
ସତ ନା କଣ ବହୁତ ଖୁସି 🙏🙏🙏🙏🙏👍👍👍👍
@PANKAJ.SAMAL-jz9gb
@PANKAJ.SAMAL-jz9gb 2 жыл бұрын
@@ititrainingvlog ହଁ
@stvodia073
@stvodia073 2 жыл бұрын
ଆରେ ମୁଁ ଆଗରୁ କହିଛି ମଣିଷ ହବତ ଏଇ ଦଉପଦି ମୃମ ଙ୍କ ଭଳିଆ ହୁଅ ଧନ୍ୟବାଦ
@ititrainingvlog
@ititrainingvlog 2 жыл бұрын
@ହାଲୁଆ🎈 ଠିକ କହିଛ ଭାଇ ଏଇଟା sure ଦେଖିବ ଆଉ କେଇଟା ଦିନପରେ ebe ସିନା ଖୁସିରେ ନିଦ na ଥିବ ଦେଖିବ ସବୁ ହଜିଯିବ
@ititrainingvlog
@ititrainingvlog 2 жыл бұрын
ଗାଣ୍ଡି ମରା ନେତା କେତେ ଶୃଙ୍ଖଳା ସେତେ ଗାଣ୍ଡି ମରା ନେତା ସବୁ କିଏ ଶଳା ଭଲ ନେତା ଇଏ ରାଷ୍ଟ୍ରପତି ହେଲେ କଣ ଘରେ ଘରେ ଆସି କଣ ଦୁଃଖ ସୁଖ ବୁଝି କି ଯିବ na କଣ no କେବେବି ସମ୍ଭଭ ନୁହେଁ ନୂଆ ନୂଆ କାହାକୁ ବା na ଦେଖେ କିଛି ଦିନ ପରେ ଦେଖିବ ଆଦିବାସୀ ମାନଙ୍କୁ ଭିକାରି ବନେଇ ba ସିଏ ଝାରଖଣ୍ଡ ରେ ରାଜ୍ୟପାଳ ରହି କି କଣ ଉପାଡି କରି ଦେଇଥିଲା ଯେ କହିଲ ଗାଁ ରେ ଗଟେ ଲାଇନ କରେଣ୍ଟ ନ ଥିଲା ଏବେ କିନ୍ତୁ ଲାଗୁଚି ଘରେ ଘରେ ଆସି inquary କରିବ ଯାହା ଲାଗୁଚି
@saraswataparija4631
@saraswataparija4631 2 жыл бұрын
Han bhai bilkul thik kahicha, ଏକା ଶଦ୍ଦ ରେ କହିଲେ ଏଗୁଡିକ ଗୋଟେ ଗୋଟେ ଥଣ୍ଡା ଗାନଡି ମରା*.
@localmastitime5262
@localmastitime5262 2 жыл бұрын
ମୟୁରଭଞ୍ଜ ରେ ସବୁଠାରୁ ସରଳ, ବିଶ୍ଵାସୀ, ଦୟାଳୁ ଲୋକ ଅଛନ୍ତି l ଥରେ ଯାହା ସହିତ ସମ୍ପର୍କ ବାନ୍ଧି ଦେବେ ଜୀବନ ଥିବା ଯାଏ ଭୁଲିବେନି l
@rollymurmuofficial272
@rollymurmuofficial272 2 жыл бұрын
U r right... I'm from mayurbhanjia
@tysonyt4434
@tysonyt4434 Жыл бұрын
​@@rollymurmuofficial272ମୟୂରଭଞ୍ଜ କୋଉ ଜାଗା
@brajeswarisingh909
@brajeswarisingh909 2 жыл бұрын
ମୁଁ ବହୁତ ଗର୍ବିତ . ମାଡାମ ରାଷ୍ଟ୍ରପତି ନ ହେବା ପୂର୍ବରୁ ମୁଁ ଫେସବୂକ ରେ ଲେଖିଥିଲି , ମାମ ହିଁ ହେବେ . ମୋର ଅଭିନନ୍ଦନ ଜଣାଇଦେବେ . ମୁଁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ଜଣେ ସାହିତ୍ୟିକ . ସବୁ ପ୍ରଭୁ ଜଗନ୍ନାଥଙ୍କ ଇଛା .
@rollymurmuofficial272
@rollymurmuofficial272 2 жыл бұрын
Great ur thinking sir ....
@santanupani9185
@santanupani9185 2 жыл бұрын
ଓଡିଶା ବାସୀଙ୍କ ପାଇଁ ଶ୍ରୀ ଜଗନ୍ନାଥ ଙ୍କ ଉପହାର,, ଜୟ ଜଗନ୍ନାଥ,,
@nboy9584
@nboy9584 2 жыл бұрын
ଆପଣଙ୍କ ସ୍ୱଚ୍ଛ ଓଡ଼ିଆ ଭାଷା ଶୁଣି ବହୁତ୍ ଖୁସି ଲାଗିଲା ମା
@Sahoo5009
@Sahoo5009 2 жыл бұрын
ବାଃ, ବନ୍ଧୁ ହେବ ତ ଏମିତି🙏
@sonersawnta7
@sonersawnta7 2 жыл бұрын
ପିଆଜ ରସୁଣ ମିଶା ଖାଦ୍ୟ ଖାଆନ୍ତି ନାହିଁ ଏହା ସତ..Droupadi Murmu Madam ଆମ ଘରେ ବି ଶାଗ ପଖାଳ ଖାଇଛନ୍ତି 💚she is so simple 😍
@smitaranisethy1845
@smitaranisethy1845 2 жыл бұрын
Such a Excellent person.. Salute u Mam🙏🙏🙏
@swatipattanaik4705
@swatipattanaik4705 2 жыл бұрын
We all r proud for Droupadi mam🙏
@AS-nk4kr
@AS-nk4kr 2 жыл бұрын
Friendship ra definition hi nahi .... it's beyond imagination. Apanaku bhi congratulations 💐💐💐 Madam , Apanaka friendship kete pure.🙏
@bisoi506
@bisoi506 2 жыл бұрын
ବନ୍ଧୁତାର କେବେ ଅନ୍ତ ନାହିଁ 🙏🙏🙏
@raghumaninayak9593
@raghumaninayak9593 2 жыл бұрын
ସହୃଦୟ ର ବର୍ତ୍ତାବହ ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାମ ।
@ititrainingvlog
@ititrainingvlog 2 жыл бұрын
ଏମିତି ବହୁତ କଥା ଏମିତି ନସରେ କଥା କେତେ ପ୍ରକାର 🙏🙏🙏🙏🙏
@dillippradhan996
@dillippradhan996 2 жыл бұрын
Madam is good & humble.
@dinabandhupadhi9079
@dinabandhupadhi9079 2 жыл бұрын
ବନ୍ଧନେ ବନ୍ଧୟତି ଇତି ବନ୍ଧୁତା ଅତିସୁନ୍ଦର ଦିବ୍ଯ ସୁଦିବ୍ଯ ବନ୍ଧୁତା🙏🏻🙏🏻🙏🏻🙏🏻🙏🏻🙏🏻🥰🥰🥰🥰🥰🥰🥰🚩🚩🚩🚩🚩🚩🚩🚩🚩🚩🚩
@srikantaharichandan1464
@srikantaharichandan1464 2 жыл бұрын
ସେ ଆମ ସମସ୍ତ ପାଇଁ ଗର୍ବ । ଆମେ ଓଡ଼ିଆ ତାଙ୍କୁ ନେଇ ଗର୍ବିତ
@vivekanandashikshakendra5409
@vivekanandashikshakendra5409 2 жыл бұрын
ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁତ୍ୱ ବୁଝିପାରିଛି l ବନ୍ଧୁ ହେଵତ ଏମିତି 🙏
@rabindramahali7910
@rabindramahali7910 2 жыл бұрын
କେବଳ ରାଷ୍ଟ୍ରପତି ମହାଶୟା ନୁହନ୍ତି , ଏ ହେଉଛି ମୟୁରଭଞ୍ଜର ଗୋଟେ ପରିଚୟ । ଏମାନେ ବନ୍ଧୁ ଯେମିତି ବାନ୍ଧନ୍ତି କେବେ ଛାଡ଼ନ୍ତି ନାହିଁ ।।
@pravatibehera2767
@pravatibehera2767 2 жыл бұрын
We are very happy & proud of her 🙏
@gurucharanojha7024
@gurucharanojha7024 2 жыл бұрын
Tq so much madam...u r so humble..and your explanation taught alot of things.... namskar 🙏
@prakash.donk.p7215
@prakash.donk.p7215 2 жыл бұрын
ଏହା ତାଙ୍କର ସରଳତା ଆଉ ଅମାୟିକ ମାନବିକତାର ସବୁଠାରୁ ଶ୍ରେଷ୍ଠ ପରିଚୟ ।
@shivpatnaik3299
@shivpatnaik3299 2 жыл бұрын
Bahut sundar katha kahile madam, truly appreciate the way you have displayed simplicity & respect for your childhood friend. I am sure the president of india will feel proud of you madam.. Truly value your experience & wisdom while answering queries.
@simapatnaik8813
@simapatnaik8813 2 жыл бұрын
Friend like Shrikrishna and Sudama. I salute your friendship👭
@daspriya7861
@daspriya7861 2 жыл бұрын
Jaha heou bahut sundar katha kahile mam
@hotelvishalresidency179
@hotelvishalresidency179 2 жыл бұрын
Don't compare God's God with Droupadi Murmu....
@bimachronicle7347
@bimachronicle7347 2 жыл бұрын
Bahut bhala .Sunder .
@dhaneswarmallik8150
@dhaneswarmallik8150 2 жыл бұрын
ମିତ୍ର ସବୁ ବେଳେ ମିତ୍ର ହେବାର ମନେ ପକାଇ ବା କଥା ଶ୍ରୀ କୃଷ୍ଣ ଯେମେତୀ ସୁଦାମ କଥା ଶୁଣି ରାଜ ଉଷାରୁ ଖାଲି ପାଦରେ ସଖା କୁ ଦେଖିବାକୁ ଆସି ଥିଲେ ଆଜି ବି ଦ୍ରୌପଦୀ ମା ଭାରତ ର ରାଷ୍ଟ୍ରପତି ହୋଇ ସାଙ୍ଗ କୁ ଭୁଲି ନାହାନ୍ତି ଜୟ ଜଗନ୍ନାଥ 🙏🌹🙏🌹🙏🌹🙏🙏🌹🙏🌹🙏🌹🙏🌹🌹🇮🇳🙏
@am9519
@am9519 2 жыл бұрын
ଆରେ ସାମ୍ବାଦିକ....କଣ ପଚାରୁଚୁ ନିଜେ ଆଗ analysis କରେ 🙄🙄
@anusayanag5431
@anusayanag5431 2 жыл бұрын
This is the real friendship
@annapurnabehera9110
@annapurnabehera9110 2 жыл бұрын
Bahut khushi lagila video dekhiki.
@Trueloveyouth
@Trueloveyouth 2 жыл бұрын
କୃଷ୍ଣ+ସୁଦାମା ଦ୍ରୌପଦୀ+ସୁଚିତ୍ରା ଜୀ ବନ୍ଧୁତା କୃଷ୍ଣ ସୁଦାମାଙ୍କ ଭଳି ଆଜିର ସମାଜ ପାଇଁ ଏ ବନ୍ଧୁତା ଏକ ଉଦାହରଣ ମହାମହୀମ ଦ୍ରୋପୌଦୀ ମୁର୍ମୁ ଜୀ ଆଉ ଆପଣଙ୍କ ବନ୍ଧୁତା ଏତେ ବଡ ପଦୀରେ ସେ ଯେମତି ନିର୍ମଳ ସରଳ ଆପଣବି ଆପଣ ଦୁଇଜଣଙ୍କ ବନ୍ଧୁତାକୁ ଦେଖି ମନ ଟିକେ ଇର୍ଷା ପରାୟଣ ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀରାମ ଆପଣଙ୍କ ବନ୍ଧୁତାକୁ ଏମତି ବାନ୍ଧି ରଖିଥାନ୍ତୁ ମହାମହୀମ ଦ୍ରୋପୌଦୀ ମୁର୍ମୁ ଜୀ + ଆଉ ସୁଚିତ୍ରା ସାମଲଜୀଙ୍କ ବନ୍ଧୁତା ଆହୁରି ନୀବିଡ ହେଉ ଯୁଗ ଯୁଗ ଧରି ରହୁ କୃଷ୍ଣ ସୁଦାମାଙ୍କ ଭଳି😍❤ ବନ୍ଦେ ଉତ୍କଳ ଜନନୀ ବନ୍ଦେ ମାତରମ୍‌ 🚩😍🙏
@Reenabehera0
@Reenabehera0 2 жыл бұрын
Maa nku mora bhumista pranam Jay jagannath maa Jay jagannath Jay jagannath Jay jagannath Jay jagannath Jay jagannath Jay jagannath
@mayadharpadhan1686
@mayadharpadhan1686 2 жыл бұрын
ମାଉସୀ ଆପଣ ଭବନ୍ତୁନି କି ଏ ମଣିଷ ବଡ଼ ବଡ଼ ଲୋକଙ୍କ ପରି , ସେ ଜଣେ st ଲୋକ ଆମେ st ଲୋକ ଯାହାକୁ ଥରେ ନିଜର ଭାବୁନା , ଜଣେ ଜୀବନ ଦେବାକୁ ପଛେଇ ବୁ ନାହିଁ ।
@jatraindradhanu1936
@jatraindradhanu1936 2 жыл бұрын
Great mam
@jyotsnamayeesahu2229
@jyotsnamayeesahu2229 2 жыл бұрын
I am proud of odisha 😘😘😘😘😘😘😘
@birakishoresahoo3080
@birakishoresahoo3080 2 жыл бұрын
Mahamahim Rastrapati Madam nku pranam n dhanyabad for remembering school friend being president of India before 1 day.
@ranjitnaik6778
@ranjitnaik6778 2 жыл бұрын
Thank you didi
@Trueloveyouth
@Trueloveyouth 2 жыл бұрын
ସତରେ ଏଭଳି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ଜୀ ଆଉ ତାଙ୍କର ସମ୍ପର୍କ ଏକ ଉଦାହରଣ ହେଲେ ଆମର ସାଙ୍ଗମାନେ କିଛି ଗୋଟେ ଚାକିରି କଲେବି ସାଙ୍ଗ ମାନଙ୍କୁ ଦେଖିଲେ ଚିହ୍ନି ପାରୁନାହାନ୍ତି ହେଲେ ସେ ରାଷ୍ଟ୍ରପତି ହୋଇବି ୫୦ ବର୍ଷର ବନ୍ଧୁତାକୁ ଭୁଲି ନାହାନ୍ତି ହେ ମହାମହୀମ ଆପଣ ଓଡିଶାର ଗର୍ବ ମହାମହୀମ ଦ୍ରୋପୌଦୀ ଜୀ ଆପଣ ଜଣେ ଦେବୀ ମା ଦ୍ରୌପଦୀ ଆପଣ ମାନବ ରୂପରେ ଜଣେ ଦେବୀ ଆପଣଙ୍କୁ ମାରୂପରେ ପାଇ ଏ ଓଡିଶା ଆଉ ଆମେ ପାଇ ବିଶେଷ କରି ମୁଁ ବହୁତ ଖୁସି ବନ୍ଦେ ଉତ୍କଳ ଜନନୀ ବନ୍ଦେ ମାତରମ୍‌ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ 🚩 😍🙏
@subashchandrag.1287
@subashchandrag.1287 2 жыл бұрын
Proud for draupadi murmu
@sanjayababaoficeal5756
@sanjayababaoficeal5756 2 жыл бұрын
Good bless you di
@suklapanda4166
@suklapanda4166 2 жыл бұрын
Great personality 👌
@udayabhanuhota7496
@udayabhanuhota7496 2 жыл бұрын
Excellent friends
@BibunaBibhuti
@BibunaBibhuti 6 ай бұрын
Thankyou
@scpursantalientertainment
@scpursantalientertainment 2 жыл бұрын
Congratulations mam
@jyotsnamayeesahu2229
@jyotsnamayeesahu2229 2 жыл бұрын
Friendship like krisna and sudama l salute to friendship
@sureshoram7473
@sureshoram7473 Жыл бұрын
Good information
@sonersawnta7
@sonersawnta7 2 жыл бұрын
So kind hearted 💙💜
@CutiyRitisavlog
@CutiyRitisavlog 2 жыл бұрын
Good
@hpcd0909
@hpcd0909 2 жыл бұрын
Proud of our state our nation 🙇‍♂️🙇‍♂️🙇‍♂️🙇‍♂️
@youtubeuser1348
@youtubeuser1348 2 жыл бұрын
Bhagwan emiti lokanka sathire sabubele ruhanti
@lizabiswal2563
@lizabiswal2563 2 жыл бұрын
Very nice di Apna
@jagatramsay2557
@jagatramsay2557 Жыл бұрын
Apanaka friendship pai salute,hele apana misi ki emiti kama karantu je ama odisha basi kana pura desha khusi haba
@sanjaykumardalai5623
@sanjaykumardalai5623 2 жыл бұрын
He is a good friend and you are proud of you
@Sasadharparida187
@Sasadharparida187 2 жыл бұрын
Jay jagannth
@ghanashyamsarap1800
@ghanashyamsarap1800 2 жыл бұрын
Really good 👍
@mantubehera2263
@mantubehera2263 2 жыл бұрын
Ama odisha ra Gaurav 🙏🏻🙏🏻🙏🏻
@sameersatrusalya5847
@sameersatrusalya5847 2 жыл бұрын
True Friend 👏
@Hemantabhoiofficial
@Hemantabhoiofficial 2 жыл бұрын
Grt lady Murmu madam
@jatinsankaria1121
@jatinsankaria1121 2 жыл бұрын
Big friendship 🙏🙏
@RatikantaBehera-cm7kt
@RatikantaBehera-cm7kt 6 ай бұрын
Jaya Sri ram ram ram ram jayamaa samlei didi sitaram
@indrajitnaik9974
@indrajitnaik9974 2 жыл бұрын
Very Nice
@klifestyle2685
@klifestyle2685 2 жыл бұрын
Jay Jagannath Swami
@rihanmajhi9908
@rihanmajhi9908 2 жыл бұрын
Droupadi mam is great. 🙏🙏🙏
@deepakpanda3325
@deepakpanda3325 2 жыл бұрын
Apana madhya jane mahana byaktitua .....apana nku pranam.
@nityanandadas4884
@nityanandadas4884 2 жыл бұрын
Really it is an excellent incidence.God bless her.
@aayaaalangolchiki7303
@aayaaalangolchiki7303 2 жыл бұрын
Bahut badhia 💝💖💖💝
@kumarsantosh193
@kumarsantosh193 2 жыл бұрын
Very nice to very big friend 👍👍👍
@mandeep5529
@mandeep5529 2 жыл бұрын
Jay jagannath
@jayaramswain2795
@jayaramswain2795 2 жыл бұрын
Thanks for new prime minister because she is proud of odisha
@ansumansahu5925
@ansumansahu5925 2 жыл бұрын
Not prime minister she is president of India
@susantakumardalai0788
@susantakumardalai0788 2 жыл бұрын
Sorry friend, she is now President of India not Prime Minister of India. Overall we all proud her great achievement. Thanks friend
@rajeshpanda
@rajeshpanda 2 жыл бұрын
Sri Narendra Modi crying in corner after reading this
@jmtpproduction6394
@jmtpproduction6394 2 жыл бұрын
No prime minister,,,,president of india
@deepakkumarsahoo5544
@deepakkumarsahoo5544 2 жыл бұрын
Control your excitement.
@manoranjanmullick3487
@manoranjanmullick3487 2 жыл бұрын
ଜୟ ଜଗନ୍ନାଥ
@satyajitsamal3853
@satyajitsamal3853 2 жыл бұрын
Nice 🙏🙏🙏🙏
@rishikesh4340
@rishikesh4340 2 жыл бұрын
ୟାକୁ ହିଁ କହନ୍ତି ସଚା ବନ୍ଧୁତା 🙏
@nobanitamohanty8244
@nobanitamohanty8244 2 жыл бұрын
Mun Aamara manyabara Sammaniya Rastrapati Srimati Draupadi Murmu nka balya bandhhabi nka pakharu tanka bisayare suni gote kathha kahibije Aara Rastrapati Draupadi Murmu Gote chhoto saharara gote chhoto gaan ru Bhubaneswar pari eka bada saharaku padhhibaku asithhile kintu setebele Tanka sahapathhi nka bhitare gaan ru asichanti boli kehibii tanku hatadara karunathile , Bhubaneswar saharara tankara bandhhu Mananka bhitare aji pari ego nathhila , semane tanka Saha milimisi chaluthile ....... Athhacha aji jadi aame Ruchika Mohanty nka bisayare dekhiba tebe Ruchika Gaan ru asi thile boli tanku tanka BJB college ra senior mane nicha drustire dekhuthile O criticise karuthile jeun emotional Torture tanku Suicide Kariba pain badhya karithile ...... Ajira chhatra chhatri O setebelata chhatra chhatri nka nhitare eha eka birat byatikrama aau parents nka dwara good upbringing ra abhaba matra ........ 🙏🙏🙏
@kkgowala2103
@kkgowala2103 2 жыл бұрын
Good friendship
@gopalakrushna1877
@gopalakrushna1877 2 жыл бұрын
salute him....
@natrajkumar7934
@natrajkumar7934 2 жыл бұрын
Super 🙏
@kishoresahoo1404
@kishoresahoo1404 2 жыл бұрын
Really dropoti murmu madam is very good person.
@adarshakumarpradhan7500
@adarshakumarpradhan7500 2 жыл бұрын
Real friend
@sabitaduttavlog2260
@sabitaduttavlog2260 2 жыл бұрын
Amazing droupadi mam
@asitrout7659
@asitrout7659 2 жыл бұрын
🙏🙏🌹ଜୟ ଜଗନ୍ନାଥ ସ୍ୱାମୀ
@subashpatra3518
@subashpatra3518 2 жыл бұрын
Jay Jagannath 🙏 prabhu samastinku khusi re rKhantu ..
@lalatendukanungo5013
@lalatendukanungo5013 2 жыл бұрын
Friendship is great.
@biswabhusanswain7528
@biswabhusanswain7528 2 жыл бұрын
Good friendship between them.
@jyotsnamayeesahu2229
@jyotsnamayeesahu2229 2 жыл бұрын
Friendship is like sri krishna and sudama
@sewaniguria7332
@sewaniguria7332 2 жыл бұрын
True frnds forever.... 👯‍♀👯‍♀👯‍♀❣️❣️❣️
@jamkaniwarld2764
@jamkaniwarld2764 2 жыл бұрын
Jai Hind madam
@kapilbarada7515
@kapilbarada7515 2 жыл бұрын
Apana. Rastra pati Didi ku kuhantu Kalahandi jila bahuta pachhare achhi school ku rasta nahi bijuli nahi panira joga joga nahi🙏 Thank you Didi🙏👍🙏🙏👍
@dharitrilifestyle3798
@dharitrilifestyle3798 2 жыл бұрын
Your friendship is like Sudama and Sri Krishna 🙏
@Ashok1161
@Ashok1161 2 жыл бұрын
Proud to be a Mayurbhanjia Jai Jaga
@minatipattanayak1783
@minatipattanayak1783 2 жыл бұрын
Good friend madam
@dehouriasukadev40421
@dehouriasukadev40421 2 жыл бұрын
Polinsmita group congratulations 2u for your reminder and repentance this is human beings thinks time and tide non for wait all things shall pass away hence doubt clear is the greatest win if you care about some good things while in life its will not retire with you.
@AshokKumar-lr5gg
@AshokKumar-lr5gg 2 жыл бұрын
Jay hind💗💗💗
@kanhucharanbarik3355
@kanhucharanbarik3355 2 жыл бұрын
Proud moment
@prabhatkumarpatro2779
@prabhatkumarpatro2779 2 жыл бұрын
Good president
@purnachandradas9907
@purnachandradas9907 2 жыл бұрын
Very nice madam
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 2,5 МЛН
ЗНАЛИ? ТОЛЬКО ОАЭ 🤫
00:13
Сам себе сушист
Рет қаралды 3,9 МЛН
Perfect Pitch Challenge? Easy! 🎤😎| Free Fire Official
00:13
Garena Free Fire Global
Рет қаралды 36 МЛН
Colorful Pasta Painting for Fun Times! 🍝 🎨
00:29
La La Learn
Рет қаралды 308 МЛН
9 AM  #Headlines || November 03, 2024 || #PrameyaNews7
2:29
Prameya News7
Рет қаралды 1,6 М.
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 2,5 МЛН