Darsana Dia Hai Prabhu ||Umakanta Das || Rabi Kumar||Survibration || Nagarjuna Besa

  Рет қаралды 9,735,085

Survibration

Survibration

3 жыл бұрын

Darsana Dia Hai Prabhu Kala Saanta Nagarjuna Besa Tuma Dekhu Jagata - New Jagannath Bhaja , Singer - Umakanta Das , Lyrics/Music -Rabi Kumar Arrangement - Jayashree Dhal , Survibration
🔅 Song - Darsana Dia Hai Prabhu ( Dela Nahin Dui Akhi )
🔅 Singer - Umakanta Das
🔅 Lyrics/Music - Rabi Kumar
🔅 Music Arrenger: Jayashree Dhal
🔅 Tabla : Ajay Choudhury
🔅 keyboard: Ramesh (Remo)
🔅 Pad: Shiba Bhai
🔅 Banner - Survibration ,7008940396
🔅 Copyrights© By - Survibration
#DarsanaDiaHaiPrabhu
#RabiKumar
#UmakantaDas
#JayashreeDhal
#Survibration
#NewJaganathBhajan
#NagarjunaBesaSong
#NagarjunaBesa
#NewOdiaSong
#NewOdiaBhajan
#DelaNahinDuiAkhi
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର KZbin Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
✽ Subscribe our Official KZbin Channel -
kzbin.info/door/T_S...
✽ Like us on Facebook -
/ sur-vibratio. .
LIKE ◆ COMMENT ◆ SHARE ◆ SUBSCRIBE

Пікірлер: 7 600
@pitambarnayak5681
@pitambarnayak5681 3 ай бұрын
ମହାପ୍ରଭୁ ଜଗନ୍ନାଥ ଯାହା କୁ ଆଖି ଦେଇ ନାହାନ୍ତି ତାକୁ ମଧୁର କଣ୍ଠ ଦେଇଛନ୍ତି ଯାହା ପାଇଁ ସିଏ ଗୀତ ଗାଈ। ସମସ୍ତ ଙ୍କୁ ମୁଗ୍ଧ କରିଦେବ ଆମର ଆଖି ଥାଇ କିଛି ଲାଭ ନାହିଁ ଧିକ ଏ ମଣିଷ ଜୀବନ ଆମ କଣ୍ଠ ରୁ ପ୍ରଭୁ ଙ୍କ ନାମ ମଧ୍ୟ ବାହାରୁ ନାହିଁ ଜୟ ଜଗନ୍ନାଥ 🙏🙏🙏
@sushilbhue5004
@sushilbhue5004 2 жыл бұрын
ହେ ପ୍ରଭୁ ‌ଜଗନ୍ନାଥ ମୁଁ ‌ ତୁମକୁ ଏ‌‌ ଯାଏଁ କିଛି ମାଗିନି‌‌ ମାଗୁଛି ଉମାକାନ୍ତ ‌ଭାଇଙ୍କ ଆଁଖି ନାହିଁ‌ ମୋ ଆଁଖି ନେଇ ତାକୁ ଦେଇଦିଅ ‌ହେ ପ୍ରଭୁ କେତେ ସୁନ୍ଦର ‌ଗିତ ଏ ହୃଦୟ ‌କୁ ଛୁଇଁ ଦେଇଛି ଆଁଖି ଲୁହଝରିପଡୁଛି ହେ ପ୍ରଭୁ🙏🙏🙏
@trilochanrana8497
@trilochanrana8497 2 жыл бұрын
ବହୁତ ସୁନ୍ଦର ଭଜନ ବହୁତ ସୁନ୍ଦର କଣ୍ଠ ମା ସମଲେଇ ତୁମର ଚଲାପଥରେ ଫୁଲ ବିଛେଇ ତୁମକୁ ଆହୁରି ଆଗକୁ ନେବେ ବୋଲି ମୋର ମା ସମଲେଇ ପାଖରେ ଗୁହାରି 🙏🙏🙏🙏🙏
@jyotirmayeebehera2241
@jyotirmayeebehera2241 6 ай бұрын
ଜୟ ଜଗନ୍ନାଥ ଵ ହୁତ ସୁନ୍ଦର ଭଜନ ati ସୁନ୍ଦର କଣ୍ଟ
@padhanboys9378
@padhanboys9378 2 жыл бұрын
କି ସୁମଧୁର କଣ୍ଟ ।।😭😭😭😭😭 ଆଖିର ଲୁହ। ଅଟକି ପାରିଲାନି। ହେ ପ୍ରଭୁ ତାଙ୍କ ଆଖି ଫେରେଇ ଦିଅ 🙏🙏🙏🙏🙏🙏🙏 । ଉମାକାନ୍ତ ବହୁତ ଆଗକୁ ଯିବ ଏହା ଜଗନ୍ନାଥ ଙ୍କ ପକରେ ଗୁହାରି 🙏🙏🙏
@sanjuktamahanty5150
@sanjuktamahanty5150 2 жыл бұрын
Jay.jagannath
@sanjuktamahanty5150
@sanjuktamahanty5150 2 жыл бұрын
Jay.jagannath
@mikipanda7393
@mikipanda7393 2 жыл бұрын
Jay jagannth 🙏🙏
@chandrikabaral5689
@chandrikabaral5689 Жыл бұрын
ହେ ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣ ଉମାକାନ୍ତ ଭାଇଙ୍କ ଦୃଷ୍ଟି ଶକ୍ତି ଫେରେଇଦିଅ😭🙏😭😭😭😭😭💯
@sadanandamahalik670
@sadanandamahalik670 11 ай бұрын
ହେ ପ୍ରଭୁ ଜଗନ୍ନାଥ ଏହି ଭାଇ କୁ ଆଶିବାଦ କର,ତୁମ ପାଖରେ ଏତିକି ଭୀକ୍ଷ ମାଗୁଛି
@ahalyaranidip6931
@ahalyaranidip6931 Жыл бұрын
ବହୁତ ହୃଦୟ ସ୍ୱର୍ଶି ଗୀତ।ଭଗବାନ ତୁମକୁ ଦିବ୍ୟ ଦୃଷ୍ଟି ଦିଅନ୍ତୁ। ଏମିତି ସୁମଧୁର ଭଜନ ଗାଈ ଠାକୁରଙ୍କୁ ଆଉ ଶ୍ରୋତା ମାନଙ୍କୁ ଖୁସି କରି ତୁମର ମନ ଖୁସି କରିବା ସଂଗେସଂଗେ ତୁମର ଭବିଷ୍ୟତ ଦିବ୍ୟ,ସୁନ୍ଦର୍ , ସୁଖମୟ ହେଉ।ଏହା ମୋର ଜଗନ୍ନାଥ ଙ୍କ ଚରଣରେ ତୁମ ପାଇଁ ପ୍ରାର୍ଥନା।
@somamajhi9713
@somamajhi9713 3 жыл бұрын
ଓଃ କି ଗୀତ କି ମଧୁର ସ୍ବର 😭😭ହେ କାଳିଆ ସାଆନ୍ତ କିଛି ଚମତ୍କାର କରି ଦିଅନ୍ତୁ 🙏ଏଇ ଭାଇଙ୍କ ଆଖି ଭଲ କରି ଦିଅନ୍ତୁ ପ୍ରଭୁ !
@hsiq5502
@hsiq5502 3 жыл бұрын
😔
@sureshkumarnayak9458
@sureshkumarnayak9458 3 жыл бұрын
Uchi kohuchati bhai 🙏🙏🙏🙏
@deepakdas5380
@deepakdas5380 2 жыл бұрын
Miracle happens any time any Moment .Jay Jagannath 🙏❤️💖
@pabitramadhab3646
@pabitramadhab3646 2 жыл бұрын
ମଙ୍ଗଳ ମୟ ହେଉ ଜୀବନ
@priyanandajethi9460
@priyanandajethi9460 2 жыл бұрын
God Jaganatha allwyes blessed you dhana
@surendrabariha569
@surendrabariha569 3 жыл бұрын
ଭଗବାନ ମଂଗଳ କରଂତୁ ତୁମ ଚଲା ପଥରେ ପୁଷ୍ପ ବୃଷ୍ଟି ହେଉ
@Rajeshparidaofficial
@Rajeshparidaofficial 2 жыл бұрын
ହେ ଚକାନୟନ ଉମାକାନ୍ତ ଭାଇ ଙ୍କୁ ସାହା ହୁଅ।🙏🙏🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@pradeepsahoo954
@pradeepsahoo954 Жыл бұрын
ସତରେ ଉମାକାନ୍ତ ତୁମର ଏ ଭକ୍ତି ଓ ଭକ୍ତି ର ଗୀତ ଦେଖି ମୋ ଆଖିରେ ଲୁହ ଆସିଗଲା, ପ୍ରଭୁ ଚମତ୍କାର ସହିତ ଉମାକାନ୍ତ କୁ ଆଖି ଦୁଇଟି ଦିଅନ୍ତୁ ପ୍ରଭୁ 🙏
@pratapnayak2036
@pratapnayak2036 3 жыл бұрын
ମାଡାମ ପ୍ରଥମେ ମୁଁ ଆପଣଙ୍କୁ ପ୍ରଣାମ କରୁଛି ଉମାକାନ୍ତଙ୍କୁ ସୁଯୋଗ ଦେଇଥିବାରୁ ଜଗତର ନାଥ ଜଗନ୍ନାଥଙ୍କ ଆଶ୍ରିବାଦ ର ବର୍ଷା ଆପଣଙ୍କ ଉପରେ ଝରି ପଡ଼ୁ.... ଜୟ ଜଗନ୍ନାଥ 🙏
@SanjayDas-io2iy
@SanjayDas-io2iy 2 жыл бұрын
😂😂😂
@puspalataswain713
@puspalataswain713 2 жыл бұрын
Ilike
@RajeshPatel-fv4oq
@RajeshPatel-fv4oq 2 жыл бұрын
🙏🙏🙏
@mukeshbarik8616
@mukeshbarik8616 2 жыл бұрын
ऊं
@ashokparida6827
@ashokparida6827 2 жыл бұрын
X x kqqj@@puspalataswain713
@pradipsamal4851
@pradipsamal4851 2 жыл бұрын
ହେ ପ୍ରଭୁ 🙏🙏🙏 ମୋ ଆଖି ନେଇଯାଅ ପୋଛେ ତାଙ୍କୁ ଦର୍ଶନ ଦିଅ ଜୟ ଜଗନ୍ନାଥ 🙏🙏🙏🙏
@santoshmishra3174
@santoshmishra3174 2 жыл бұрын
Hee pravu jagannatha 🙏🙏
@bijeshpradhan8305
@bijeshpradhan8305 2 жыл бұрын
ସାନ ଭାଇ ଆମେ ତମ ସାଥିରେ ଅଛୁ।🧡🧡 ଏହି ଭଳି ଭାବେ ଉର୍ଣ୍ଣତି କରିଚାଲ।💜💜 ଜୟ ଜଗନ୍ନାଥ ❤️❤️❤️
@jagynasenigouda8291
@jagynasenigouda8291 11 ай бұрын
🙏🙏🙏🙏
@trilochanmajhi2046
@trilochanmajhi2046 Жыл бұрын
ଜୟ ଜଗନ୍ନାଥ ଉମାକାନ୍ତ ଭାଇ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ରହିଥାଉ
@rabikumar6118
@rabikumar6118 3 жыл бұрын
ଦେଲ ନାହିଁ ଆଖି ଉମାକୁ ହେ ପ୍ରଭୁ କରେ ଏହି ନିବେଦନ , ତା ଆଖି ଲୁହର ମାନକୁ ରଖିବ ହେ ମୋର ଚକାନୟନ ।
@manoranjannaik1008
@manoranjannaik1008 3 жыл бұрын
ସତରେ ଭଗବାନ ଏତେ ନିର୍ଦୟ 🙏🙏🙏
@gouravmishra5029
@gouravmishra5029 3 жыл бұрын
ଜୟ ଜଗନ୍ନାଥ
@ManasFarming
@ManasFarming 3 жыл бұрын
Bhal gaila
@somanathswain7213
@somanathswain7213 3 жыл бұрын
.
@kalicharannayak6704
@kalicharannayak6704 3 жыл бұрын
🇮🇳🇮🇳🇦🇽
@hemantapatra9435
@hemantapatra9435 3 жыл бұрын
ଜୟ ଜଗନ୍ନାଥ ପ୍ରଭୁ କାଳିଆ ଠାକୁର 🙏🙏🙏 ମୋର ଏତିକି କାମନା ପ୍ରଭୁ ଉମାକାନ୍ତ କୁ ଘଣ୍ଟ ଘୋଡେଇ ସବୁ ଦିନ ରଖି ଥାଅ ପ୍ରଭୁ....
@MR_BISWAJIT_2006
@MR_BISWAJIT_2006 9 ай бұрын
ଭଗବାନ ତମ କୁ ଆଖି ଦେଇନାହାନ୍ତି ହେଲେ ବହୁତ୍ ସୁନ୍ଦର କଣ୍ଠ ସ୍ୱର ଦେଇ ଛନ୍ତି 😊❤Jay Jagannath 🙏🏻🙏🏻😊
@kalyanidas4018
@kalyanidas4018 Жыл бұрын
ଅତି ସୁନ୍ଦର ଗୀତ ଗାଉଛ ଭାଇ‌ ମହାପ୍ରଭୁଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ସବୁବେଳେ ତୁମକୁ‌ ଖୁସିରେ ରଖନ୍ତୁ 🙏🙏
@laxmidharsahoolaxmidharsah3407
@laxmidharsahoolaxmidharsah3407 3 жыл бұрын
ଏ ସୁନ୍ଦର ଗୀତ ଟି ଶୁଣି ମୋର ଆଖିରୁ ଲୁହ ବାହାରି ଗଲା ବହୁତ ସୁନ୍ଦର ଜୟ ଜଗନ୍ନାଥ ଏହି ସୁନ୍ଦର ଗୀତ ପାଇଁ ଗୋଟିଏ like ପ୍ଲିଜ଼
@sashipradhan994
@sashipradhan994 3 жыл бұрын
God Bless Umakanta Das
@hukunamurmu4852
@hukunamurmu4852 3 жыл бұрын
@@sashipradhan994 kka
@rabiranjanpadhan1333
@rabiranjanpadhan1333 3 жыл бұрын
ବହୁତ ସୁନ୍ଦର କଂଠ ରେ ଗୀତ ଗାଇ ସମସ୍ତଙ୍କ ମନକୁ କିଣି ନେଉଛନ୍ତି । ବହୁତ ସୁନ୍ଦର ଏବଂ ଖୁସି ଲାଗିଲା ଏହି ଗୀତ । ଜଗନ୍ନାଥ ତମର ଆଖିକୁ ତାଙ୍କର ଆଖିରେ ମିଶାଇ ଦେଇଛନ୍ତି । ଜୟ ଜଗନ୍ନାଥ
@priyankapradhan4352
@priyankapradhan4352 2 жыл бұрын
U r right sir,Om Jay Jagannath
@tulasahu1412
@tulasahu1412 2 жыл бұрын
@@priyankapradhan4352 p0p
@princejagu5752
@princejagu5752 2 жыл бұрын
😢😰🙏
@surenoram2141
@surenoram2141 2 жыл бұрын
00
@binayakhotacreation3477
@binayakhotacreation3477 2 жыл бұрын
You are right sir
@kishorekumarswain6320
@kishorekumarswain6320 9 ай бұрын
ହେ ପ୍ରଭୁ ଜଗନ୍ନାଥ,,, ଉମାକାନ୍ତ ଙ୍କ ଦୃଷ୍ଟି ଶକ୍ତି ଫେରାଇଦିଅ.. ଏମିତି ତୁମ ଭଜନ ଗାଉଥାଆନ୍ତୁ.....😢😢
@THEDP-so7qz
@THEDP-so7qz 2 жыл бұрын
କାହିଁକି ଏପରି ପରିଷା ନେଉଛ ଭଗବାନ 🙏🙏🙏
@akshayakumarsahoo9999
@akshayakumarsahoo9999 2 жыл бұрын
ଅଖିରେ ଲୁହ ଆସିଗଲା ସତରେ ,ଧନ୍ୟ ପ୍ରଭୁ ଧନ୍ୟ ତୁମେ
@bibhutithefighter1025
@bibhutithefighter1025 11 ай бұрын
ପ୍ରଭୁ କେମିତି ଧନ୍ୟ ହେଲା,, ଓ ହୋ ଭାଇ ଟିକୁ ଅନ୍ଧ କରିଥିବାରୁ
@balarambehera8111
@balarambehera8111 2 жыл бұрын
ଭଗବାନ ତୁମର ମଙ୍ଗଳ କରନ୍ତୁ... ତୁମେ ସବୁବେଳେ ଏମିତି ଗାଉଥାଅ
@chhatarmaulicreation629
@chhatarmaulicreation629 Жыл бұрын
So nice bhajan and voice🙏🙏God bless you👌👌ସତ ରେ ଭଜନ ଶୁଣି ଲା ପରେ ଆଖି ରୁ ଲୁହ ଆସି ଗଲା ହେ ପ୍ରଭୁ ଜଗନ୍ନାଥ ଏ କି ଲିଲା ପ୍ରଭୁ 🙏🙏ଜୟ ଜଗନ୍ନାଥ 🙏🙏🙏
@manojrai8794
@manojrai8794 Жыл бұрын
Me Assam ka hun Akbar odisa Puri Gaya tha bohot maja aya Jai jagannath he prabhu es bachche ka udhdhar kare nath
@debaprasad8229
@debaprasad8229 3 жыл бұрын
ଜୟଶ୍ରୀ ମାଡାମ ଆପଣ ଙ୍କ ଶ୍ରୀ ଚରଣ ରେ ମୋର କୋଟି କୋଟି ପ୍ରଣାମ 🙏🙏🙏
@sairajpanigrahi393
@sairajpanigrahi393 2 жыл бұрын
କଣ୍ଠଶିଳ୍ପୀ ଶ୍ରୀ ଉମାକାନ୍ତ ଙ୍କୁ ମୋର ନମସ୍କାର ଏବଂ ବିଶେଷ ସଦିଚ୍ଛା।🪔🪔 ଜୟ ଜଗନ୍ନାଥ🚩🚩🕉️🕉️
@trilochanbehera3015
@trilochanbehera3015 Жыл бұрын
ହେ ପ୍ରଭୁ ଭାଇ ଙ୍କୁ ମୋର ଦୃଷ୍ଟି ଶକ୍ତି ଦେଇଦିଅ 🙏🙏
@DeepakKumarMohanty
@DeepakKumarMohanty Жыл бұрын
ସବୁ ତୁମରି ଲୀଳା ହେ ପ୍ରଭୁ କଳା ର ଠାକୁର କଳାଠାକୁର...... ଜୟ ଜଗନ୍ନାଥ🙏🙏🚩🚩
@kumarniranjan3947
@kumarniranjan3947 3 жыл бұрын
ଭଗବାନ ଙ୍କ ଲୀଳା ଅପାର... କେତେବେଳେ କେମିତି କାହାକୁ କଉଠି ପହଂଚାଇଥାନ୍ତ ତାହା କେହିବା ଅସମ୍ଭବ. ଭଜନ ଟି ଶୁଣିବାକୁ ଯେତେ ସୁନ୍ଦର ଲାଗୁଚି ଦେଖିଲେ ହୃଦୟ କୁ ସେତେ ଭାବୁକ କରିଦେଉଛି. ଧନ୍ୟବାଦ ଜୟଶ୍ରୀ ଦିଦି...
@mantumanoranjan8635
@mantumanoranjan8635 3 жыл бұрын
ଏ ଗାୟକ ଗିତ ଦେଖିଲା ପରେ ମୋ ଆଖିରୁ ଲୁହ ରହି ପାରିଲା ନାହିଁ।ଏତିକି କାମନା କରୁଛି ପ୍ରଭୂଙ୍କ ପାଖରେ ତାଙ୍କୁ ଦୁଇ ଆଖି ମିଳି ଯାଉ
@bhusanchandra779
@bhusanchandra779 2 жыл бұрын
Thanks bhai 👍💯
@raghabachandranaik3061
@raghabachandranaik3061 Жыл бұрын
ତୁମେ ନିଶ୍ଚିତ ଦୁନିଆ ଦେଖିବ।ପ୍ରଭୁ ତୁମକୁ ସାହା ହେବେ 🙏🙏🙏🚩🚩🚩
@mukeshgouda9598
@mukeshgouda9598 Жыл бұрын
😭 probhu
@Game__Over_111
@Game__Over_111 Жыл бұрын
ମିଛ ଦୁନିଆଁ ରେ ଗୋଟିଏ ସତ ସେ ମୋ ଜଗନ୍ନାଥ ❤️
@mrutunjaymohanty557
@mrutunjaymohanty557 2 жыл бұрын
ଏ ମହା ବାହୁ ମୁଁ ଏତିକି ପ୍ରାର୍ଥନା କରୁଛି ଏ ସାନ ଭାଇ ଉମାକାନ୍ତ ଦାସ ଙ୍କୁ ତାଙ୍କ ଆଖି ଦୁଇଟି ଫେରାଇଦିଅ ... ଜୟ ଜଗନ୍ନାଥ ...🙏🏻🙏🏻🙏🏻
@Scarface4484
@Scarface4484 2 жыл бұрын
Tanke nei nahanti
@AG_craft233
@AG_craft233 2 жыл бұрын
@@Scarface4484 1
@mr.uniquegamer2957
@mr.uniquegamer2957 2 жыл бұрын
Thanks for your good comment
@mr.uniquegamer2957
@mr.uniquegamer2957 2 жыл бұрын
Thanks for your good comment
@pujaswain3448
@pujaswain3448 2 жыл бұрын
Thanks for good comment
@soumyaranjandas9456
@soumyaranjandas9456 3 жыл бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ ଗୀତଟିଏ ଉମାକାନ୍ତ, ଭଗବାନ ତୁମକୁ ଆହୁରି ଶକ୍ତି ଦିଅନ୍ତୁ ଆଗକୁ ଯିବା ପାଇଁ।
@sunilkumarpatro511
@sunilkumarpatro511 3 жыл бұрын
Super what a nice voice.
@sebatisidu2658
@sebatisidu2658 3 жыл бұрын
ଧନ୍ୟବାଦ ଦିଦି ଉମାକାନ୍ତ କୁ ଆଗକୁ ନିହ
@MithunDas0452
@MithunDas0452 3 жыл бұрын
Yes#bikukhatticomedy
@priyankapradhan4352
@priyankapradhan4352 2 жыл бұрын
Absolutely right
@srustidhardalai1188
@srustidhardalai1188 Жыл бұрын
ଜୟ ଜଗନ୍ନାଥ ପିଲାର ଭବିଷ୍ୟତ ଉଜ୍ଜ୍ୱଳ କର
@rajeshsabar8923
@rajeshsabar8923 2 жыл бұрын
ପ୍ରକୃତ ଭକ୍ତ ତୁମେ ମାନେ ଭାଇ 🙏🙏 ଜୟ ଜଗନ୍ନାଥ 💗💗 ନିଶ୍ଚିତ ଭାବରେ ମହାପ୍ରଭୁଙ୍କ ଆଶିର୍ବାଦ ରେ ତୁମେ ଆଗକୁ ବଢ଼ିବାରେ ସକ୍ଷମ ହେବ ଜୟ ଜଗନ୍ନାଥ 🙏🙏🙏🙏🙏
@satyapradhan9474
@satyapradhan9474 Жыл бұрын
Beautiful voice ଜଗନ୍ନାଥ କୁର୍ପା ଥାଇ ତୁମ ଉପରେ। ❤️❤️❤️ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🛕🛕🛕🙏🙏🙏🌹🌹🌹🌼🌼🌼👏👏👏❤️❤️❤️
@priyabratagopalkrishnaoffi54
@priyabratagopalkrishnaoffi54 3 жыл бұрын
ବହୁତ ସୁନ୍ଦର voice Bhai ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ସବୁବେଳେ ତୁମକୁ ହସ ଆଉ ଖୁସିରେ ରଖିଥାନ୍ତୁ 🙏🙏🙏🙏
@pitambarnag1877
@pitambarnag1877 3 жыл бұрын
ilove u ser
@priyabratagopalkrishnaoffi54
@priyabratagopalkrishnaoffi54 3 жыл бұрын
@@pitambarnag1877Love u too
@aisworiyajena5474
@aisworiyajena5474 3 жыл бұрын
ହେ ଜଗତର ନାଥ ଜଗନ୍ନାଥ ମହା ପ୍ରଭୁ ଆପଣଙ୍କୁ କେବେ କିଛି ମାଗି ନଥିଲି 🙏 ଆପଣଙ୍କୁ ଗୁହାରି କରୁଛି ଉମାକାନ୍ତଙ୍କ ଭବିଷ୍ୟତ ଉଜ୍ଜ୍ୱଳ ମୟ କରନ୍ତୁ 🙏 ଆପଣଙ୍କ କୃପା ସଦାସର୍ବଦା ତାଙ୍କ ଉପରେ ରହି ଥାଉ 🙏
@bijumaiti3825
@bijumaiti3825 2 жыл бұрын
Wow
@skmuktar9414
@skmuktar9414 2 жыл бұрын
God bless you Uma Kanta😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
@pradipdas1235
@pradipdas1235 2 жыл бұрын
Q
@biswajitmahapatra6226
@biswajitmahapatra6226 2 жыл бұрын
ଆଖିରେ ପାଣି ଆସି ଯାଉଛି... 😔😔😔😔 I can't explain it bt... ଉମାକାନ୍ତ my sweet brother 👌👌👌👌
@shreedharnaik440
@shreedharnaik440 2 жыл бұрын
@@skmuktar9414 of of
@sachidanandasahu256
@sachidanandasahu256 Жыл бұрын
ବହୁତ ସୁନ୍ଦର ଭାଇ, ପ୍ରଭୁ ଜଗନ୍ନାଥ ସଦା ସର୍ବଦା ଖୁସିରେ ରଖନ୍ତୁ🙏
@debipriyabehera7461
@debipriyabehera7461 Жыл бұрын
Sundar bhajan saha bahut sundar hrudaya tiye achi umakanta nka pakhare 😍
@sanyasisahu6153
@sanyasisahu6153 Жыл бұрын
ବହୁତ୍ ସୁନ୍ଦର୍ ଗାୟକ ଭଗବାନ ଙ୍କ ପାଖରେ ଆମେ ଋଣି କାରଣ ତାଙ୍କର ଗୀତ ଗାଇବା ବହୁତ୍ ସୁନ୍ଦର ଥିଲା love you this song.
@motivation_kumaranil6552
@motivation_kumaranil6552 3 жыл бұрын
ଲଭ୍ ୟୁ ମୋ ଭାଈକୁ ଏହି ସୁନ୍ଦର ଗୀତ ନିଜର ସୁମଧୁର କଣ୍ଠରେ ଆମକୁ ଗାଇ ଶୁଣେଇ ଥିବାରୁ । ଜୟ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ 🙏।❤️❤️❤️❤️❤️❤️❤️❤️
@Sandipsandip9413
@Sandipsandip9413 3 жыл бұрын
ଯୋଉ ମାଆ ତୁମକୁ ଆଜି ଆଗକୁ ନେବାକୁ ଚାହାନ୍ତି ସେ ଇ ମାଆ ଙ୍କୁ ମୋର କୋଟି କୋଟି ପ୍ରଣାମ 🙏
@harapriyamahapatra223
@harapriyamahapatra223 3 жыл бұрын
God bless you
@MithunKumar-nd7my
@MithunKumar-nd7my 3 жыл бұрын
Jaya gagarnatha supar hit
@jitendrapradhan9443
@jitendrapradhan9443 3 жыл бұрын
Very song
@sibasankar7811
@sibasankar7811 3 жыл бұрын
Good job
@saritajena9678
@saritajena9678 3 жыл бұрын
@@MithunKumar-nd7my da
@raghunarhkarjee947
@raghunarhkarjee947 Жыл бұрын
ଏମିତି ପୁଅ ପାଇ ଆଜି ତା ବାପା ମା ଧନ୍ୟ ହୋଇଯାଇଛନ୍ତି!ସତରେ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ତାଙ୍କ ପାଖରେ ସବୁବେଳେ ବିଦ୍ୟମାନ !
@saumitrisahu644
@saumitrisahu644 Жыл бұрын
ଭାଇ ତୁମଭ କ୍ତି ରେ ପ୍ରଭୁ ଜଗନ୍ନାଥ ବାନ୍ଧି ହୋଇ ତୁମକୁ ଭକ୍ତଭାବରେ ଗ୍ରହଣକରିବେ
@jagannathmahima2023
@jagannathmahima2023 3 жыл бұрын
ଯେଉଁ ଭଜନ ଆଖି ରେ ଲୁହ ଦିଏ , ସେ ହିଁ ଭାବ ଭକ୍ତି ର ଭଜନ , ବହୁତ୍ ସୁନ୍ଦର୍ ଗୀତ ଟିଏ ଜୟ ଜଗନ୍ନାଥ 🙏
@shankarji1991
@shankarji1991 3 жыл бұрын
Satare a gita suni mo akhiku luha asijaithila bahuta sundar gita
@ranjitkarmi8699
@ranjitkarmi8699 3 жыл бұрын
Jay jaganatha
@sitakantapanigrahi2633
@sitakantapanigrahi2633 3 жыл бұрын
ପ୍ରଶଂସା କରିବା ପାଇଁ ଭାଷା ନାହିଁ ମୋ ପାଖରେ | ଧନ୍ୟବାଦ ଜୟଶ୍ରୀ ମ୍ୟାଡାମ୍ ଏ ସାନ ପିଲାଟିକୁ ଆଗକୁ ନେଉଥିବାରୁ |
@priyabratabehera7509
@priyabratabehera7509 3 жыл бұрын
Right sir
@nabinsuna4654
@nabinsuna4654 3 жыл бұрын
God bless you ❤️❤️❤️
@pramilaparida6785
@pramilaparida6785 3 жыл бұрын
Thank you
@lorenjagadis355
@lorenjagadis355 3 жыл бұрын
@@pramilaparida6785 ati sundr vajan
@millonprusty9707
@millonprusty9707 3 жыл бұрын
🙏🙏🙏🙏
@sanjubehera4642
@sanjubehera4642 19 күн бұрын
ଓଡ଼ିଶାର ଲୋକ Like କର❤❤❤❤
@ranjitaroul9361
@ranjitaroul9361 6 күн бұрын
ହୃଦୟ କୁ ଛୁଇଁଗଲା ଅତି ସୁନ୍ଦର ଭଜନ ଜୟ ଜଗନ୍ନାଥ 🙏🙏
@kumarpramil6445
@kumarpramil6445 3 жыл бұрын
ଏହି ଭଜନ ଦେଖି ସତରେ ଆଖିରେ ଦୁଃଖ ଆସିଗଲା,God bless you bro, I pray to god, thanks for Jayashree mama
@pratapnayak2036
@pratapnayak2036 3 жыл бұрын
ଏ ଭାଇଙ୍କୁ ଆହୁରି ଅଧିକରୁ ଅଧିକ ସୁଯୋଗ ଦିଆଯାଉ ବଢିଆ ଗାଉଛନ୍ତି ବାଃ ମନକୁ ଶାନ୍ତି ମିଳିଗଲା 🙏🙏🙏👍🙏🙏🙏🙏🙏
@staywithpriti1043
@staywithpriti1043 7 ай бұрын
Tume andha nuha baba,tuma pakhare jeu dibya drusti achhi ,taha hueta au kaha pakgare nathiba... mahaprabhu jagannath nka Krupa tuma upare sarbada barasu thau🙏🙏🙏
@jayantadas3823
@jayantadas3823 2 жыл бұрын
ଲୋମ ଟାଙ୍କୁରି ଉଠିଲା ,ଖୁବ୍ ସୁନ୍ଦର ସଙ୍ଗୀତ, ପ୍ରତିଟି ଶବ୍ଦ ଖୁବ୍ ମନୋରମ 💖💖💖👏👏👏
@prasantparida8453
@prasantparida8453 3 жыл бұрын
ଭାବର ଲେଖା ଭାବରେ ସଂଗୀତ ଅଶେଷ ଅଶେଷ ଧନ୍ୟବାଦ ଉମାକାନ୍ତ ବାବୁ ଓ ଜୟଶ୍ରୀ ମାମଙ୍କୁ
@akbcreation9336
@akbcreation9336 3 жыл бұрын
ହେ କୃଷ୍ଣ ହେ ଜଗନ୍ନାଥ ଏ ପିଲା ଙ୍କୁ ୧୦୦ ବର୍ଷ ଆୟୁଷ ଦିଅ ସେ ସାରା ଜୀଵନ ଖୁସି ରେ ରହୁ 🙏
@kirtanlovers4569
@kirtanlovers4569 3 жыл бұрын
Good singer
@nrusingharoul7389
@nrusingharoul7389 3 жыл бұрын
ଜୟ ଜଗନ୍ନାଥ
@chikuncollection440
@chikuncollection440 2 жыл бұрын
ବହୁତ ବହତ ଧନ୍ୟବାଦ୍ ଏମିତି ସୁନ୍ଦର ଭୋଜନ ସର୍ତା ମାନଙ୍କ ପାଖରେ ପହଞ୍ଚେଇ ଥିବାରୁ ।❤️
@sushilapati4946
@sushilapati4946 Жыл бұрын
Beautiful nice voice.🇮🇳🙏
@bharatnayak7864
@bharatnayak7864 3 жыл бұрын
ଆଓ ଗୁଟେ ଗୀତ ଗାଇ ବାକୁ ଏଇ ପିଲାକୁ ସୁଯଗ ଦିଆଯାଉ ମୁଁ ପ୍ରଣାମ କରୁଛି ଏଇ ପିଲାକୁ ଗୀତ ହୃଦୟକୁ ଛୁଇଁଲା ଭଳିଆ ଗାଉଛି ଧନ୍ୟ ଏ ପିଲାର ପିତା ମାତା
@survibration4658
@survibration4658 3 жыл бұрын
Sure
@kumarpabi3213
@kumarpabi3213 3 жыл бұрын
Whenever
@kumarpabi3213
@kumarpabi3213 3 жыл бұрын
Hsgugdbcuge 😭😭😭😭🎤🙏🙏🙏🙏👌👌👌👏👏👏👏🖕🙏🙏
@villagelifevlogsrecipe8034
@villagelifevlogsrecipe8034 3 жыл бұрын
Hi
@villagelifevlogsrecipe8034
@villagelifevlogsrecipe8034 3 жыл бұрын
Hi
@klhdpilajaga1921
@klhdpilajaga1921 3 жыл бұрын
ଭଗବାନ ତୁମକୁ ଦର୍ଶନ ଦେବେ କି ନାହିଁ ମୁଁ ଜାଣିନି, ହେଲେ ଭଗବାନ ତୁମର ଦର୍ଶନ ଖୋଜୁଛନ୍ତି ଭାଇ god blesh u
@ganeshnaik9172
@ganeshnaik9172 3 жыл бұрын
Hii
@klhdpilajaga1921
@klhdpilajaga1921 3 жыл бұрын
@@ganeshnaik9172 hello
@sewanayak945
@sewanayak945 3 жыл бұрын
Right bro
@rinabagr6039
@rinabagr6039 3 жыл бұрын
🙏🙏🙏🙏🙏🙏very nice👍 God bless you babu
@klhdpilajaga1921
@klhdpilajaga1921 3 жыл бұрын
@@rinabagr6039 thanks di
@biswajitdash2453
@biswajitdash2453 5 ай бұрын
ଉମାକାନ୍ତ ଭାଇ ଆମ ଭଲପାଇବା ସବୁବେଳେ ତୁମ ସାଥିରେଅଛି ❤ ଜୟ ଜଗନ୍ନାଥ 🙏🚩
@satyab95jit35
@satyab95jit35 5 ай бұрын
Mo prabhu bahut sunder..Jay Prabhu jagannath.🙏🙏🙏🙏
@shreeramchela4442
@shreeramchela4442 3 жыл бұрын
ଧନ୍ୟ ଭକ୍ତ ଏବଂ ଧନ୍ୟ ଧନ୍ୟ ଭକ୍ତ ବତ୍ସଳ ଭଗବାନ୍ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ବହୁତ ସୁନ୍ଦର ଗାଇଛ।
@shraddhanayak1215
@shraddhanayak1215 3 жыл бұрын
O God very much very nice
@manassatapathy530
@manassatapathy530 3 жыл бұрын
@@shraddhanayak1215 o
@dipakpradhan7930
@dipakpradhan7930 3 жыл бұрын
ଧନ୍ୟବାଦ ଜୟ ଶ୍ରୀ ଦିଦି,,,,, ପ୍ରକୃତ କଳାକାର ଙ୍କୁ ଚିହ୍ନି ସୁଯୋଗ ଦେଇଛନ୍ତି ।
@sibasundaraghadei586
@sibasundaraghadei586 3 жыл бұрын
,,,,,,,,🙏
@varunodiablog2455
@varunodiablog2455 3 жыл бұрын
@@sibasundaraghadei586 1p1
@narenrohidas7802
@narenrohidas7802 3 жыл бұрын
@@sibasundaraghadei586 p
@mukteswardhal541
@mukteswardhal541 3 жыл бұрын
@@narenrohidas7802 7
@santoshmahankuda1508
@santoshmahankuda1508 3 жыл бұрын
🙏🙏🙏
@vibu266
@vibu266 Жыл бұрын
This lady actually so happy when this celestial boy singing I think she discovered him.. Grow beyond 7 skies dear boy.. We love ur voice n ur singing
@lipinayak6399
@lipinayak6399 11 ай бұрын
ହୃଦୟସ୍ପର୍ଶୀ ସ୍ବର।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସଦା ଖୁସିରେ ରହିଥାଅ।ପ୍ରଭୁ ତୁମର ସମସ୍ତ ଦୁଃଖ ହରଣ କରନ୍ତୁ।❤❤❤
@ballabhasahu2640
@ballabhasahu2640 3 жыл бұрын
ବହୁତ ସୁନ୍ଦର ଭଜନ,ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ତୁମର ପ୍ରତିଭା ଜଗତରେ ପ୍ରସାରିତ ହେଉ
@Beautifulgirlgf
@Beautifulgirlgf Жыл бұрын
Nice song please kzbin.info/www/bejne/bJmagaKbeLVpisk
@swastikdalei6756
@swastikdalei6756 Жыл бұрын
Prabhu Jagannath pila ra mangala kara sabubele khusi re rakha
@amitkumbhar7755
@amitkumbhar7755 Жыл бұрын
🙏ହେ ଜଗନ୍ନାଥ ପ୍ରଭୁ ତୁମ କରୁଣା ଳାଗିରହିଥାଉ ଏ ଜଗତରେ 🙏
@renupattnaik2676
@renupattnaik2676 3 жыл бұрын
ଧନ୍ୟବାଦ ପୁଅ. ଏମିତି ପ୍ରଭୁଙ୍କ ଆଶୀର୍ବାଦ ତୋ ପାଇଁ ରହୁ.
@mohangouda1424
@mohangouda1424 3 жыл бұрын
A
@jayantakummarjena6079
@jayantakummarjena6079 3 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ . ହେ କାଳିଆ ଠାକୁର .
@bigdady1281
@bigdady1281 2 жыл бұрын
Such a glorious boy . U r not blind u r the bright light of Odisha . Joy jaganath
@sourisarojbayi1692
@sourisarojbayi1692 Жыл бұрын
😭😭😭😭😭👌bhai re mu dekibaku jibi tomoku...tumara sabu Bhajan suniki ...mor jagarnatha nka prati bhaki ahuri badhi jauchi....he jagarnath ...tume antarjayami ..dekadia...mor ae Sana bhaiku ...
@manasmitapanda4605
@manasmitapanda4605 3 жыл бұрын
Jou mane dislike karuchhanti apan mananku 🙏 dayakari dislike na karantu. Mo akhiru luha asi jauchhi a Gita suniki. Bhagaban tumaku sabu khusi diantu
@flmgaming2252
@flmgaming2252 2 жыл бұрын
Nice
@debeshkumarmelody
@debeshkumarmelody 3 жыл бұрын
ଭଲ ଗାଉଛି। ଏ ପ୍ରତିଭାକୁ ସୁଯୋଗ ମିଳିବା ଦରକାର। ମୁଁ ତାର ଉନ୍ନତି କାମନା କରୁଛି।
@raghunathharichandan1494
@raghunathharichandan1494 3 жыл бұрын
Jay srirama♥️♥️♥️♥️♥️♥️ subhakamanakarantu😘😘😘😘😘😘😘😘😘😘😘
@satrughansatrughan3242
@satrughansatrughan3242 3 жыл бұрын
@@raghunathharichandan1494. . .
@JSMAllInformation
@JSMAllInformation 3 жыл бұрын
Always God bless you vai
@subashbehera9721
@subashbehera9721 3 жыл бұрын
Jay jaganntha vai
@debashismohanty8672
@debashismohanty8672 2 жыл бұрын
Nice
@pritipatra4566
@pritipatra4566 Ай бұрын
😭😭😭 ହେ ପ୍ରଭୁ ତମ ଡୋରି ଥରେ ଲଗାଇ ଦିଅ
@gktoday296
@gktoday296 2 жыл бұрын
ହେ ଜଗନ୍ନାଥ, ତୁମର ଲୀଳା ବଡ ବିଚିତ୍ର ପ୍ରଭୁ,ୟାଙ୍କୁ ସର୍ବଦା ଆଶିର୍ବାଦ କର ପ୍ରଭୁ🙏🙏🙏
@mansipattanaik4503
@mansipattanaik4503 2 жыл бұрын
😊😊😊😊
@mansipattanaik4503
@mansipattanaik4503 2 жыл бұрын
So nice 🙂🙂🙂
@chinurana7905
@chinurana7905 2 жыл бұрын
Aepilatiku1000barshaparjyantaayushadia
@susantamahapatra5919
@susantamahapatra5919 2 жыл бұрын
Kỳ
@sairammeher9237
@sairammeher9237 2 жыл бұрын
Very nice
@fu7h676
@fu7h676 2 жыл бұрын
Human sagar ର ଗୀତ ଏହି ଛୋଟ ପିଲାଟି ର ପ୍ରତିଭା ଆଗରେ ଫିକା । ଏପରି ଭାବପୂର୍ଣ୍ଣ କଣ୍ଠ ସତରେ ବିରଳ । ପ୍ରଭୁ ଜଗନ୍ନାଥ ତୁମକୁ ସହାୟ ହୁଅନ୍ତୁ । ଜୟ ଜଗନ୍ନାଥ 🙏🙏🙏🚩🚩🚩
@india-294
@india-294 2 ай бұрын
ଆଖିରେ ଲୁହ ଆସିଗଲା ଏ ଗୀତ ଶୁଣି ♥️♥️♥️👍👍👍
@rinibehera3864
@rinibehera3864 Ай бұрын
ଜୟ ଜଗନ୍ନାଥ ମହାପ୍ରଭୁ ପିଲାଟି ଗାଇବା ଦେଖି ଆଖିରୁ ଲୁହ ଆସୁଛି। ପ୍ରଭୁ କିଛି କର।
@harekrishnamahananda1486
@harekrishnamahananda1486 3 жыл бұрын
ହୃୟସ୍ପର୍ଶୀ ଭଜନ, ସତରେ ଭଜନ ଟି ଶୁଣି ଆଖିରୁ ଲୁହ ଝରିପଡୁଛି......ଜୟ ଶ୍ରୀ ଜଗନ୍ନାଥ
@bhagirathmohanty9690
@bhagirathmohanty9690 3 жыл бұрын
Jay jaganath
@narendrasamantaray79
@narendrasamantaray79 3 жыл бұрын
Salute for my brother
@trilochanbehera2365
@trilochanbehera2365 3 жыл бұрын
ଯେଉଁ ଆଧାର ରେ ଉମାକାନ୍ତ ଙ୍କୁ ଆମ ସମସ୍ତଙ୍କ ସାମ୍ନାକୁ ଅଣା ଯାଇଛି ମୁଁ ପ୍ରଥମେ ସେଇ madam ଙ୍କୁ ଆନ୍ତରିକତା ସହ ନମସ୍କାର କରୁଛି....ଭଗବାନଙ୍କ ପାଖରେ ପ୍ରାର୍ଥନା ଆପଣ ମାନଙ୍କ channel ଆହୁରି ବହୁତ ଆଗକୁ ଯାଉ
@k.ksutar111
@k.ksutar111 3 жыл бұрын
ସୁପର କହିଲ
@preamnaik7738
@preamnaik7738 3 жыл бұрын
Iaik
@ashishsahoo2084
@ashishsahoo2084 3 жыл бұрын
Right katha kahila vai
@Dineshsabar15098
@Dineshsabar15098 3 жыл бұрын
Dwytgg
@sudhanshumeher4510
@sudhanshumeher4510 3 жыл бұрын
@@k.ksutar111 right
@lilambarsuna3541
@lilambarsuna3541 2 жыл бұрын
He jagatara natha jagarnatha sabubele bhaiknu khusirakhanu🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 jaye jagarnatha 🙏🙏🙏🙏
@choudhurilohar4811
@choudhurilohar4811 Жыл бұрын
Jay Jagannath swami 🙏
@singwithharipriyapadhi6827
@singwithharipriyapadhi6827 3 жыл бұрын
ହେ ପ୍ରଭୁ ଭିନ୍ନକ୍ଷମ କୃ ତୁମେ ସହାୟ ହୁଅ .👍👍❤️
@sagarsethi73
@sagarsethi73 3 жыл бұрын
Nice song thank you Bhai bhagabana Tamaku sukhare rakhantu
@tarunbehera7875
@tarunbehera7875 Жыл бұрын
ଜୟଶ୍ରୀ ମାଡାମ ଆପଣଙ୍କୁ କୋଟି କୋଟି ପ୍ରମାଣ କରୁଛି 🙏🙏🙏🙏🙏🙏🙏🙏🙏
@pradyumnabehera5510
@pradyumnabehera5510 9 ай бұрын
Jay Jagannath Prabhu nka maya b bada bichitra ate sundar voice deichanti hele 😢 prabhu sabu bele tumar mangala karantu umakanta.
@Abhi-panda
@Abhi-panda 3 жыл бұрын
ବହୁତ ସୁନ୍ଦର ଗୀତ। କରୁଣାମୟ ପ୍ରଭୁ ଜଗନ୍ନାଥ ତୁମ ମଙ୍ଗଳ କରନ୍ତୁ।
@SingarRanjitkumar
@SingarRanjitkumar 3 жыл бұрын
ଭଲ ଲାଗିଲା ବାବା ତୁମେ ମହାନ 🙏🏻😭🙏🏻
@debrajbishi308
@debrajbishi308 Жыл бұрын
Bahut badhia gauchhi 🙏🙏🙏🙏bhagahan ei pila ra prarthana sabu suna🥺🥺🥺🙏🙏🙏🙏🙏🙏🙏
@user-zr6vt1hf4q
@user-zr6vt1hf4q 16 сағат бұрын
ବହୁତ ସୁନ୍ଦର ଗୀତ ❤❤❤
@swapnasahusahu298
@swapnasahusahu298 3 жыл бұрын
ମୁଁ ପ୍ରଥମେ ମ ଭାଇ ଧନ୍ୟବାଦ ଜଣାଉଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ
@prasantabehera2926
@prasantabehera2926 3 жыл бұрын
ସତରେ ଏ ଗୀତ ଶୁଣିଲେ ଦେହ ସାରା ଗୋଟାଏ ଅପୂର୍ବ ଶିହରଣ ଖେଳିଯାଇଛି ଜୟ ଜଗନ୍ନାଥ 🙏🙏🙏🙏🙏
@chhabitabehera9797
@chhabitabehera9797 3 жыл бұрын
Really e song re kichhi sikhibar achhi atama bhara e song
@bandanamahalik2846
@bandanamahalik2846 3 жыл бұрын
Ati sundara
@birabhadrayoutube9926
@birabhadrayoutube9926 3 жыл бұрын
Nice singing
@diptiranjanswain6064
@diptiranjanswain6064 3 жыл бұрын
Thik Katha Bhai
@narayanbejchiku6277
@narayanbejchiku6277 3 жыл бұрын
Really bro 🙏🙏🙏 joy jagannath 🙏🙏🙏
@sanjubalapradhan6048
@sanjubalapradhan6048 21 сағат бұрын
ହେ ମହାବାହୁ ସାନଭାଇ ଉମାକାନ୍ତ ର ଆଖି ଦୁଇଟି ତୁମର ଅଦୃଶ୍ୟ ହାତରେ ଫେରାଇ ଦିଅ 🙏🪔🙏
@minaketanpujari6684
@minaketanpujari6684 Жыл бұрын
ହୃଦୟ ଚହଳ ସୃଷ୍ଟି କରୁଛି ଦୁଃଖ ଲାଗୁଛି ପ୍ରଭୁ, ଭାଇ ପ୍ରତି ଦୟା କର ଭବିଷ୍ୟତ ଉଜ୍ଜ୍ୱଳ କରିଦିଅନ୍ତୁ,,ଵିଶ୍ୱ ବ୍ରହ୍ମାଣ୍ଡ ଠାକୁର ଜଗନ୍ନାଥ ତମେ ପରା ଅନାଥର ନାଥ,, ଜଗନ୍ନାଥ ସ୍ବାମୀ 🙏🙏🙏
@bedgopal763
@bedgopal763 2 жыл бұрын
ଜୟ ଜଗନ୍ନାଥ ତୁମକୁ ବହୁତ ଭଲ ରେ ରଖୀବେ
@rjjaypalputel8717
@rjjaypalputel8717 3 жыл бұрын
ବହୁତ ଭଲ ଲାଗିଲା ଗୀତ, ଏ ଗୀତ ଯେ ବି ସୁଣିବ ତାର ଦୁଇ ଆଖି ରୁ ଲୁହ ଝରିବ ଜୟ ଜଗନ୍ନାଥ
@chandankar4103
@chandankar4103 2 жыл бұрын
ନୂଆ କିଛି କରିବାର ବହୁତ ଭଲ ପ୍ରୟାସ ସମସ୍ତଙ୍କୁ ଧନ୍ୟବାଦ ଜୟ ଜଗନ୍ନାଥ
BEST OF UMAKANTA || Umakanta Das || Rabi Kumar   || Survibration
55:41
Survibration
Рет қаралды 3,5 МЛН
Bajaj Launches First CNG Bike // President Murmu Confers Gallantry Awards
18:09
МАМА И STANDOFF 2 😳 !FAKE GUN! #shorts
00:34
INNA SERG
Рет қаралды 4,4 МЛН
Haha😂 Power💪 #trending #funny #viral #shorts
00:18
Reaction Station TV
Рет қаралды 16 МЛН
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 14 МЛН
Дибала против вратаря Легенды
00:33
Mr. Oleynik
Рет қаралды 4,6 МЛН
ИРИНА КАЙРАТОВНА - АЙДАХАР (БЕКА) [MV]
2:51
ГОСТ ENTERTAINMENT
Рет қаралды 10 МЛН
V $ X V PRiNCE - Не интересно
2:48
V S X V PRiNCE
Рет қаралды 1,3 МЛН
ҮЗДІКСІЗ КҮТКЕНІМ
2:58
Sanzhar - Topic
Рет қаралды 5 МЛН
Sadraddin - Jauap bar ma? | Official Music Video
2:53
SADRADDIN
Рет қаралды 6 МЛН
Say Mo - LIL BIT & 1 shot 2 (Waysberg Music Remix)
2:43
Waysberg Music🇰🇿
Рет қаралды 226 М.