KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ଭୂଲକ୍ଷ୍ମୀ ସିଡ୍ ର ନୂଆଁ ଧାନ// ସୋନାଲି ଧାନ// ରିସର୍ଚ୍ଚ ଭେରେଇଟି ୪୦ କୁଇଣ୍ଟାଲ୍//Sonali paddy variety//
8:15
ଧାନ ଫସଲରେ କେଉଁ କେଉଁ ସାର ପ୍ରାୟୋଗ କରିବା Fetilizer Management in paddy
7:28
UFC 310: Шавкат Рахмонов - Слова после боя
03:13
Support each other🤝
00:31
The evil clown plays a prank on the angel
00:39
If people acted like cats 🙀😹 LeoNata family #shorts
00:22
ଧାନ ରୁଆ ପରେ ଫାଷ୍ଟ ଡୋଜ୍ ସାର//ଧାନ ର ପହେଲା ସାର//ପହେଲା ପିଲ ସାର//First Fartilizar of Paddy
Рет қаралды 160,892
Facebook
Twitter
Жүктеу
1
Жазылу 143 М.
Kureful tv
Күн бұрын
Пікірлер: 121
@Budhibanta_Vlog
Жыл бұрын
ଆଜ୍ଞା
@HeturamMajhi-rd1gz
5 ай бұрын
Dhanyabad sir
@tumeswarbudek1463
2 жыл бұрын
ଧନ୍ୟବାଦ sir your prosse
@Kurefultv
2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@deepaksubudhi7371
2 жыл бұрын
ବହୁତ ବଢିଆ କଥା କହିଲେ କିନ୍ତୁ ଆପଣ ଯାହା କହୁଛନ୍ତି ତାହା ଏଠାରେ ମିଳୁନି ଯଦି ଆପଣଙ୍କ ଆଡେ ମିଳୁଛି ତେବେ ଆମେ online order କରିବୁ
@Kurefultv
2 жыл бұрын
ନମସ୍କାର ଆଜ୍ଞା ଏସବୁ ଆମାଜାନ ରେ ଓ ବିଗ୍ ହାଟ୍ .କମ୍ ରେ ପାଇ
@Kurefultv
2 жыл бұрын
ପାରିବେ, ନିଶ୍ଚୟ
@nabakrushnapujari141
3 ай бұрын
8:18 @@Kurefultv
@nauminag8837
2 жыл бұрын
Sir... Dhan ruiba kete din pare ghaasmara herbicide diya heba....or....dhan ruiba fertilizer sange mise Kari ghaasmara herbicide diya heba ki nahi.....
@Kurefultv
2 жыл бұрын
ନମସ୍କାର ଆଜ୍ଞା ଧାନ ରୁଆ ର୧୫-୨୦ ଦିନ ପରେ ଘାସମରା ଦିଆଯାଏ। ଏହାକୁ ସାର ଭିଟାମିନ ସହିତ ଦିଆଯାଏ ନାହିଁ। ଏହା ପାଣି ନହେଲେ ବାଲି ରେ ମିଶାଇ ଦିଆଯାଏ।
@sujitmirdha918
2 жыл бұрын
@@Kurefultv
@tejrajdharua4441
2 жыл бұрын
Thanks for nice information..🙏
@919Farmer
2 жыл бұрын
ଧନ୍ୟବାଦ୍ sir
@Kurefultv
2 жыл бұрын
ଧନ୍ୟବାଦ
@narendrabag4949
2 жыл бұрын
ସବୁ ଠିକ କହୁଛନ ଯେ, ଆପଣ ଖରିପ୍ ଆରୁ ଡାଲୁଅ ଟା ଅଲଗା ଅଲଗା ବତାବାର୍ କଥା ଆମର୍ ଚାଷୀ ଭାଈ ମାନକୁ
@Kurefultv
2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର ଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ ନିଶ୍ଚୟ
@Chinmaya-w3e
3 ай бұрын
Gromor 28:28:0 Pil sar (1stdose)
@Kurefultv
3 ай бұрын
ପଟାସ ମିଶିବ
@HiradharBhatra-rp8wu
3 ай бұрын
ଆମର। ଆଢେ ନାହିଁ ମିଲେ❤
@Kurefultv
3 ай бұрын
ଆମାଜନ ସହିତ ଯୋଗାଯୋଗ କରନ୍ତୁ
@vishmavlogs
4 ай бұрын
ଧାନ୍ ବୁନା ବିଷୟରେ ପୁରା ଭିଡିଓଟେ ବନାଉନ୍🙏 କାଦୋ ବୁନା ବିଷୟରେ ଡିଟେଲ୍ ରେ
@MadanPadhi-k1j
5 ай бұрын
7:12
@bijaymallik1145
Жыл бұрын
Thankyou
@Kurefultv
Жыл бұрын
Welcome
@bishnuprasadmishra7782
2 жыл бұрын
ଆଜ୍ଞା ଧାନ ରୋଇବାର 20 ଦିନ ପରେ କେଉଁ ଘାସମରା ଦିଆଯାଏ ଆଉ ବାଲିରେ ମିଶେଇ ଦେଲେ ହେବକି ନାହିଁ ଏବଂ ପିଲସାର ଦେବାର ପୂର୍ବରୁ ଵା ପରେ ଦିଆଯାଏ ଦୟାକରି କହିବେ 🙏???
@Kurefultv
2 жыл бұрын
ନମସ୍କାର ଆଜ୍ଞା ରୁଆ ଧାନ ର ୧୫-୨୦ ଦିନ ପରେ ଆପଣ ନୋମିନି ଗୋଲ୍ଡ ଘାସମରା ଦେଇ ପାରିବେ। ଏହା ବାଲି ରେ ମିଶାଇ ଦେଇ ପାରିବେ। ଏହା ପିଲ ସାର ଦେବା ଆଗରୁ ଦେଇ ପାରିବେ।
@RangadharBarik-f5y
7 ай бұрын
ଫେଲ ପ୍ରୋଷିଯୋର୍ ଭାଇ
@Kurefultv
7 ай бұрын
ଠିକ୍ ପ୍ରୋସିୟୁର ଦୟାକରି ଜଣାନ୍ତୁ
@pabitrakumarpatel8857
2 жыл бұрын
Thanks a lot sir 🙏
@Kurefultv
2 жыл бұрын
ନମସ୍କାର ପଟେଲ୍ ଆଜ୍ଞା ନମସ୍କାର ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ।
@jeetkumar4960
2 жыл бұрын
Namaskar sir aamar aade. zinc 12% ache to kete dema 1-acre k
@Kurefultv
2 жыл бұрын
ନମସ୍କାର ଆଜ୍ଞା ଆପଣ ଆମକୁ ହ୍ଵାଟସଵ୍ ରେ ଯୋଗାଯୋଗ କରନ୍ତୁ, ଆମେ ଆପଣଙ୍କୁ ଔଷଧ ର ଲିଙ୍କ୍ ପଠାଇଵୁ, ଆପଣ ସିଧା ସେଠାରୁ ଘରେ ପାଇ ପାରିବେ।
@jeetkumar4960
2 жыл бұрын
Whtsapp number debe sir
@lingarajherna2924
Жыл бұрын
Bangi baharle kanakarbake padba
@Kurefultv
Жыл бұрын
ଭିଡିଓ ଅଛି,ଆମ ଚେନାଲ୍ ରେ, ଦୟାକରି ଦେଖିବାକୁ ଅନୁରୋଧ
@kabirajsabar8528
2 жыл бұрын
Buna dhan re pil sar dose tk bataaun.
@Kurefultv
2 жыл бұрын
ଵୁଣା ଓ ରୁଆ ଧାନର ପିଲା ସାର ପ୍ରାୟ ସମାନ। ବୁଣା ରେ ଵିହୁଡା ଦିନ ଠାରୁ ଗଣା ଯାଏ।
@Budhibanta_Vlog
Жыл бұрын
Thanks sir
@pravakarabhue7465
2 жыл бұрын
rua belke kichi nai dele kenta heba sir
@lktech8086
2 жыл бұрын
Ki6y nai hue
@Kurefultv
2 жыл бұрын
ନମସ୍କାର ଆଜ୍ଞା ରୁଆ ସମୟରେ କିଛି ଦେଇ ନ ଥିଲେ - ରୁଆ ମୂଲ ସାର ଓ ପିଲ ସାର ଏକାଠି ଦିଆଯାଇ ପାରିବ।
@giridharidandasena4034
2 жыл бұрын
Sagarika sar dhan roi la balke dele heba ki sir
@Kurefultv
2 жыл бұрын
ନମସ୍କାର ଆଜ୍ଞା ଦେଇ ପାରିବେ, କିନ୍ତୁ ପିଲ ସମୟରେ ଦେଵା ସବୁଠୁ ଭଲ।
@dhaneswarrautia5755
2 жыл бұрын
Bhal heba ho dansana babu
@susilmajhi679
2 жыл бұрын
Vitamin kaitsange dele bhal heba sir
@Kurefultv
2 жыл бұрын
ନମସ୍କାର ଆଜ୍ଞା ଦେଵା ଠିକ୍ ହେବ ନାହିଁ। ଅଲଗା ଅଲଗା ଦିଅନ୍ତୁ
@chandankumarsethy4496
2 жыл бұрын
Sir zink ra 5-6 din pare vitamin & 4g Kemta deba . Spray or with URIA .....
@Kurefultv
2 жыл бұрын
ନମସ୍କାର ଆଜ୍ଞା ଏଠାରେ, ୟୁରିଆ ସାର କୁ ଦୁଇ ଭାଗ କରିବେ,ଭାଗେ ଜିଙ୍କ୍ ସହିତ ଦେଵେ, ଅନ୍ୟ ଭାଗ ଭିଟାମିନ ସହିତ ଦେବେ।
@arjunmohanoram9928
Жыл бұрын
ଗଂଜେଇ କେନ୍ତା ଚାଷ କରମା ବାତବେ 😅😅😅
@Kurefultv
Жыл бұрын
ଫୋନ୍ ନମ୍ବର ଦିଅନ୍ତୁ
@mihirpandey1137
2 жыл бұрын
Sir urea sange sagarika misale kenta heba
@Kurefultv
2 жыл бұрын
ନମସ୍କାର ଆଜ୍ଞା ମିଶାଇ ପାରିବେ, କିଛି ଅସୁବିଧା ନାହିଁ
@aniljal7042
2 жыл бұрын
Sir sarna dhaan k ken sar devar katha
@Kurefultv
2 жыл бұрын
ନମସ୍କାର ଆଜ୍ଞା ପହେଲା ଡୋଜ୍ କି ମୂଲ ସାର ଡୋଜ୍ କୁହନ୍ତୁ ମୂଳ ସାର ରେ ଡିଏପି ନହେଲେ 20:20:0:13 ଦେଇ ପାରିବେ।ଫାଷ୍ଟ ଡୋଜ୍ ରେ ୟୁରିଆ ଜିଙ୍କ୍ ଦିଅନ୍ତୁ।
@aniljal7042
2 жыл бұрын
Thank u very much sir
@satyamsahu8479
2 жыл бұрын
Aangya namaskar Market re zinc sulphate ni milbar high zinc milu6e zinc sulphate jagare high zinc dele chalba k tk kahebe plzz
@Kurefultv
2 жыл бұрын
ନମସ୍କାର ଆଜ୍ଞା ଜିଙ୍କ୍ ଆପଣ, ଅନଲାଇନ୍ ରେ ଆରାମରେ ପାଇ ପାରିବେ।Big Hat.com ରେ ମଗାଇ ପାରିବେ।
@satyamsahu8479
2 жыл бұрын
@@Kurefultv jadi zinc sulphate nai dei ki zinc dele chalba k
@mantuadabar1013
Жыл бұрын
Sir ମୁଁ କାଦୁଅ ରେ ପଟାସ 20kg ଆର DAP40kg ଦେଇଛି... ଏବେ 15ଦିନ ହେଇଗଲା ନ କାଣା କାଣା ଦେବି..
@Kurefultv
Жыл бұрын
ଏକୋଇଶି ଦିନ ରେ ଫାଷ୍ଟ୍ ଡୋଜ୍ ଦିଅନ୍ତୁ, ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି
@SibaniChhatra
5 ай бұрын
Dhana kenda chhutia heuche E bisayare gote video te karun
@chandankumarsethy4496
2 жыл бұрын
Vitamin & 4G kemiti deba
@minathakur4150
2 жыл бұрын
Vitaco (1)dos re diaajiba na (2 )no dos re
@Kurefultv
2 жыл бұрын
ନମସ୍କାର ଆଜ୍ଞା ଯଦି ମୂଳ ସାର ରେ ରିଜେଣ୍ଟ ଜି ଆର୍ ଦେଇ ଛନ୍ତି,ତେଵେ ସେକେଣ୍ଡ ଡୋଜ୍ ରେ ଦେବେ, ଏବଂ ଯଦି ଦେଇ ନାହାନ୍ତି, ତେବେ ଫାଷ୍ଟ ଡୋଜ୍ ରେ ଦେବେ। ବୁଝିବା ସହଜ ନ ହେଲେ, ମୋବାଇଲ ନମ୍ବର ଦେଵେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
@jhankarofficial6397
2 жыл бұрын
Fast dose re uria Khali dele kenta heba
@Kurefultv
2 жыл бұрын
ଚଳିବ, କିଛି ଅସୁବିଧା ନାହିଁ
@usmusicofficial7880
2 жыл бұрын
Jamir tale kae besi heuchhe kenta kale kae nahi he
@Kurefultv
2 жыл бұрын
ନମସ୍କାର ଆଜ୍ଞା ଆପଣଙ୍କ ପ୍ରଶ୍ନ ଆମେ ଗ୍ରହଣ କରିପାରୁନାହ।
@hemantanaik4190
4 ай бұрын
ଫାଷ୍ଟ ଡୋଜ୍ ରେ DAP ଦେବା କି ଜିଙ୍କ୍ ଦେବା ଭଲ ଆରି DAP ଦେଲେ ତାର ପରିମାଣ କେତେ କହନ୍ ଆରି ପାଣି ଜମିରେ ରଖିବା କଥା କି ନେଇ
@Kurefultv
3 ай бұрын
ଡିଏପି,ଜିଙ୍କ୍ ପିଲ ସମୟରେ,ଡିଏପି ୪୦-୪୫ କେଜି
@bikashpanda1443
Жыл бұрын
ssp ବାଇଲେ କା ଏ ସାର୍ ଆ ଜ୍ଞା
@Kurefultv
Жыл бұрын
ସିଙ୍ଗଲ୍ ସୁପର ଫସ୍ ପେଟ୍
@bikashsaha9014
2 жыл бұрын
15 ru 20 vitre ame dabal sar deuchu
@Kurefultv
2 жыл бұрын
ଧନ୍ୟବାଦ ଆଜ୍ଞା, ଦୁଇ ନମ୍ବର ଡୋଜ୍ ଭିଡିଓ ଜଲଦି ଆସୁଛି।
@tumeswarbudek1463
2 жыл бұрын
Buna dhana bisayre tk batabe sir
@Kurefultv
2 жыл бұрын
ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
@tumeswarbudek1463
2 жыл бұрын
ଠିକ୍ ଅଛେ ଆଜ୍ଞା, ଧନ୍ୟବାଦ
@nityanandpradhan4551
Жыл бұрын
2nd dose kebe kn kn daba
@Kurefultv
Жыл бұрын
ନମସ୍କାର ଆଜ୍ଞା ଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
@kshirodbabupresentations1230
5 ай бұрын
Esabu sar ni mile baba aamar ade
@jirimiyasabar6651
2 жыл бұрын
ଗଛକୁ ବଢେଇ ବା ପାଇଁ
@Kurefultv
2 жыл бұрын
ସାର ଓ ଅଣୁସାର ମିଶାଇ ଦେଇ ପାରିବେ।
@manoranjannag1552
2 жыл бұрын
ଆଜ୍ଞା ନମସ୍କାର ପଳାରୁଇବାର 21 ଦିନ ପରେ ପିଳ ସାର ରେ ( ଡିଏପି+ ୟରିଆ+ ପଟାସ +ଜିକ୍) କେ ମିଶେଇ କରି ଦେଲେ କେନ୍ତା ହେବା ।।
@Kurefultv
2 жыл бұрын
ହେବ ନାହିଁ, ଦୟାକରି ଡିଏପି ସାର ଓ ଜିଙ୍କ୍ ଏକା ସାଥିରେ ଦିଆଯାଏ ନାହିଁ।
@deepakmarndi8312
3 ай бұрын
@@Kurefultv ତାହେଲେ ଜିଙ୍କ ସାର କେବେ କଉ ସାର ସହିତ ଦେବା
@ahalyaraninayak4397
2 жыл бұрын
IPL sar keta bhala
@Kurefultv
2 жыл бұрын
ବହୁତ ଭଲ, ଦେଇ ପାରିବେ, କିଛି ଅସୁବିଧା ନାହିଁ
@nirmalbiswal6733
4 ай бұрын
Jamire amla heuchhi
@Kurefultv
4 ай бұрын
କାଗଜ କଳ ମଇଳା ଦିଆଯାଏ
@debendrapradhan-t1i
10 ай бұрын
Sir namaskar aapanka number tike dete bele bhal heta sir
@Kurefultv
10 ай бұрын
ଭିଡିଓ ରେ
@mukeshrana8796
2 жыл бұрын
First dose 30 din pare delete kenta heba
@Kurefultv
2 жыл бұрын
ଦେଇ ପାରିବେ
@artatranpradhan1307
2 жыл бұрын
ଗୁଟେ ଏକର ଜମି ରେ ଜେନ କହୁଛନ ସାର ଟୋଟାଲ ଖର୍ଚ୍ଚା କେତେ ହେବା ସବୁ ହିସାବ କରି କାହୁନ ତ ସାର ପଲ୍ଲାପକା ଠାନୁ ଧାନ ମଡା ଜେକ୍ ଟୋଟାଲ ହିସାବ କହୁନ ତାର ପରେ ଚାଷୀ କେତେ ଲାଭ ପାଏବା କହୁନ
@Kurefultv
2 жыл бұрын
ପଧାନ ଆଜ୍ଞା ନମସ୍କାର ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ପ୍ରକୃତରେ ଖର୍ଚ୍ଚ ଅଧିକ ହୋଇପାରେ, କିନ୍ତୁ ମାତ୍ରାଧିକ ଆୟ କୁ ମଧ୍ୟ ଏଡାଇ ଦିଆଯାଇନପାରେ।
@shikshamahodadhi
2 жыл бұрын
ଇଟା ଖରିଫ ର ଡୋଜ କି ରବି ର ଡୋଜ୍ କହୁଛନ ଆଜ୍ଞା । ମୋର୍ ଜମିରେ ଇତାର ଅଧା ଦେଲେ ବି ଗଛ ବଢ଼ି ପଡ଼ି ଜାଏସି ମୁଇଁ କେତେ ଦେମି ଆଜ୍ଞା?
@Kurefultv
2 жыл бұрын
ନମସ୍କାର ଆଜ୍ଞା ଏହା ଖରିଫ୍ ର ଚାଷ ପାଇଁ କୁହାଯାଇଛି, ଜଣାପଡ଼ୁଛି, ଆପଣଙ୍କ ଜମି ସରସ ଅଛି, ଦରକାର ଦେଖି ଦିଅନ୍ତୁ।
@jjjjjj4116
2 жыл бұрын
JApanag
@Kurefultv
2 жыл бұрын
ଧନ୍ୟବାଦ, ନମସ୍କାର
@Budhibanta_Vlog
Жыл бұрын
ବିହିଡା ରେ ବି ହେନ୍ତl ଦିଆହେବା କେଁ ଆଜ୍ଞା
@rupsinghhans5858
2 жыл бұрын
କପା ଚାଷ ବିଷୟ ରେ କହନ
@Kurefultv
2 жыл бұрын
ଆଗକୁ ଦେଖି ପାରିବେ
@usmusicofficial7880
2 жыл бұрын
Contact no debe sir
@Kurefultv
2 жыл бұрын
ଚେନାଲ୍ ପେଜ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ
@bisuddhakhandagiri4430
2 жыл бұрын
ତୁମେ କିଛି ଜାନି ହୋ ଇଊରିଆ ବେଶି କହୁଛ ଖରିଫ ରେ
@Kurefultv
2 жыл бұрын
ନମସ୍କାର ଆଜ୍ଞା, ଏସବୁ ଚାଷୀ ମାନଙ୍କ ପାଇଁ ଜାଣିବା ଜରୁରୀ ଆଏ
@surendrahansda8233
2 жыл бұрын
Bekar katha
@Kurefultv
2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@pramodguru6608
Жыл бұрын
kuruphul tv ra jen sri kahuchhan takar mobile number tike darkar
@Kurefultv
Жыл бұрын
9853256754
@nityanandpradhan4551
Жыл бұрын
2nd dose kebe kn kn daba
@nityanandpradhan4551
Жыл бұрын
Kandabindha lagichi kau bisha dabu
@Kurefultv
Жыл бұрын
ଫେମ୍ ଦେଇ ପାରିବେ
@nityanandpradhan4551
Жыл бұрын
@@Kurefultv video debe
@nityanandpradhan4551
Жыл бұрын
@@Kurefultv liquid naa gunda
8:15
ଭୂଲକ୍ଷ୍ମୀ ସିଡ୍ ର ନୂଆଁ ଧାନ// ସୋନାଲି ଧାନ// ରିସର୍ଚ୍ଚ ଭେରେଇଟି ୪୦ କୁଇଣ୍ଟାଲ୍//Sonali paddy variety//
Kureful tv
Рет қаралды 61 М.
7:28
ଧାନ ଫସଲରେ କେଉଁ କେଉଁ ସାର ପ୍ରାୟୋଗ କରିବା Fetilizer Management in paddy
KRUSHI SAMPADA
Рет қаралды 312 М.
03:13
UFC 310: Шавкат Рахмонов - Слова после боя
UFC Eurasia
Рет қаралды 865 М.
00:31
Support each other🤝
ISSEI / いっせい
Рет қаралды 74 МЛН
00:39
The evil clown plays a prank on the angel
超人夫妇
Рет қаралды 51 МЛН
00:22
If people acted like cats 🙀😹 LeoNata family #shorts
LeoNata Family
Рет қаралды 46 МЛН
20:35
ସମସ୍ତଙ୍କର ଅପେକ୍ଷା ୨୯ତାରିଖ ଟିକେ ହୁଶିଆର ରହିବେ।@GITA_GYANA_ORG malika bachana 2024 odia
Gita Gyan ORG
Рет қаралды 13 М.
5:07
ଯମୁନା ଧାନ ର ରୁଆ ପ୍ରଣାଳୀ// ପାନ ଯମୁନା 804 କିପରି ରୁଆ ଯାଏ// pan jamuna 804 planting process//Jamuna
Kureful tv
Рет қаралды 51 М.
7:35
ଧାନ ବିଲ ରେ ଫଳ ଚାଷ.....🌱🌾🫐 Contact number:-9937123550, 6370339134
RAFA Farming
Рет қаралды 4,6 М.
31:06
PRIME TIME DISCUSSION : କେତେ ଚ୍ୟାଲେଞ୍ଜ ଧାନ କିଣା ? | Paddy Procurement Challenge | PrameyaNews7
Prameya News7
Рет қаралды 47 М.
6:49
ଧାନ ରୁଆ ପରେ ସେକେଣ୍ଡ୍ ଡୋଜ୍ ସାର// ଧାନ ର ଦୁଇ ନମ୍ବର ଡୋଜ୍//Second Dose Fartilizar of Paddy
Kureful tv
Рет қаралды 94 М.
7:17
ଫସଲର ସୁରକ୍ଷା କବଚ Potash ସାର- କେବେ ପ୍ରାୟୋଗ କରିବା -କେତେ ପ୍ରାୟୋଗ କରିବା Potash fertilizer
KRUSHI SAMPADA
Рет қаралды 188 М.
8:48
Jivamrut ମାତ୍ର 10kg ଗୋବର ଖତରେ 1ଏକର Super fertile ସାର ଠାରୁ 10ଗୁଣ ଶକ୍ତିଶାଳୀ
KRUSHI SAMPADA
Рет қаралды 51 М.
7:53
ଧାନ ଚାଷ ର ଥାଡ୍ ଡୋଜ୍// ୭୦-୭୫ ଦିନ ଧାନ ର ସାର //Third Dose Fartilizar of Paddy
Kureful tv
Рет қаралды 46 М.
19:09
ଧାନ ଚାଷ ର ପୁରା ଡିଟେଲ୍//ଧାନ ର ଉନ୍ନତ ପ୍ରଣାଳୀ//ଧାନ ଚାଷ A to Z//Paddy Farming Details A to Z
Kureful tv
Рет қаралды 74 М.
8:20
୭ଟି ପଦକ୍ଷେପ ଅସଂଖ୍ୟ ପିଲ 7Steps to get More tillers in Paddy
KRUSHI SAMPADA
Рет қаралды 95 М.
03:13
UFC 310: Шавкат Рахмонов - Слова после боя
UFC Eurasia
Рет қаралды 865 М.