Panu Mishre // Godabarisha Mishra // Katha Sarita

  Рет қаралды 3,764,437

DD ODIA

DD ODIA

3 жыл бұрын

ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ରଚନା "ପାଣୁ ମିଶ୍ରେ"
Katha Sarita"" Panu Mishra" is a popular Old Odia story in the late 90s, the show presents a unique, interesting, and moral story.
Katha Sarita is one of the finest shows of late Nineties with some great screenplays and story lines.

Пікірлер: 672
@banamalipattanaik11
@banamalipattanaik11 Жыл бұрын
କେତେ କଥା ମନେପଡେ ପିଲାଦିନର....ହେଲେ ଆଜିର ଦୁନିଆକୁ ଦେଖିଲେ ଭାରି ଦୁଃଖ ଲାଗୁଛି ସେଦିନର କଥା ଭାବିଲା ବେଳକୁ।ବିଜୁଳି ନଥିଲା ସେଇ ମାଟି ରାସ୍ତା,ସେଇ ଶଗଡ଼ ଗାଡ଼ି ଏମିତି ବହୁତ୍ କଥା।ଆଜି ଏସବୁ ଦେଖିବାକୁ ଶୂନ୍ୟ।
@bikasnayak1445
@bikasnayak1445 Ай бұрын
Ryroyuptgg KY btge
@shaikharifuddin2480
@shaikharifuddin2480 3 ай бұрын
ଅଭୁଲା ସ୍ମୃତି, ଉପାଦେୟ ଲେଖା, ନିପୁଣ କଳାକାର। ମନୋରଞ୍ଜନ ଧର୍ମର ଗଳ୍ପ।
@OdiaTech24knowledge
@OdiaTech24knowledge 3 жыл бұрын
ଏହି କାହାଣୀ ର ଶେଷ ଏତେ ହୃଦୟବିଦାରକ😭🙂 ମୋ ଲୋମ୍ ସବୁ ତାଙ୍କୁରି ଉଠିଲା। ମନେ ପଡିଗଲା ସେ ପିଲା ଦିନ କଥା ସବୁ .....
@siyaram1230
@siyaram1230 2 жыл бұрын
Pila Dina katha kn manapadiala
@OdiaTech24knowledge
@OdiaTech24knowledge 2 жыл бұрын
@@siyaram1230 ପିଲା ବେଳେ ଏହି ସବୁ କାହାଣୀ କୁ କେତେ ମନେ ଭରି ଦେଖୁଥିଲୁ ।। ଆଉ କିଛି ଶିଖିବାକୁ ମଧ୍ୟ ମିଳୁଥିଲା ଏଇ କାହାଣୀ ରୁ....
@kanhucharannaik5946
@kanhucharannaik5946 3 жыл бұрын
ଏହା ହିଁ ଓଡ଼ିଆ ଜନଜୀବନର କଥା ଆଉ ଗାଥା। ବିଶିଷ୍ଟ ସାହିତ୍ୟିକ ମାନଙ୍କର ବହୁତ ସୁନ୍ଦର ଲେଖା। ଯାହା ଓଡ଼ିଆ ସାହିତ୍ୟ କୁ ରୁଦ୍ଧିମନ୍ତ କରିଛି। ଏବେ କିନ୍ତୁ ଚଳଚ୍ଚିତ୍ର ରେ ଓଡ଼ିଆତ୍ୱ ନାହିଁ। ଫେଣ୍ଟା ଫେଣ୍ଟି ଭାଷା ଆଉ ନକଲ ଚଳଚ୍ଚିତ୍ର। ଅତି ଅରୁଚିକର।
@sandeepkumarnayak3569
@sandeepkumarnayak3569 10 ай бұрын
ଆଜି ବି ବହୁତ୍ ମନେ ପଡେ ପିଲା ଦିନ କଥା। ମନେ ପଡିଲେ ଆଖିରୁ ଆପେ ଆପେ ଲୁହ ଆସି ଯାଉଛି। ଫୁଣୀ ଫେରି ଆସନ୍ତା କି ପିଲା ବେଳ। ସେତେ ବେଳେ କିଛି ନ ଥିଲା ବହୁତ୍ ଭଲ ଲାଗୁଥିଲା ଏବେ ସବୁ ଥାଇକି କିଛି ଭଲ ଲାଗୁନି । ହେ ଭଗବାନ ମୋତେ ମୋ ଛୁଆ ଦିନ ଫେରେଇ ଦିଅ।😭😭😭😭😭😭😭😭😭😭😭😭😭😭😭😭😭😭😭
@deepakbehera2117
@deepakbehera2117 5 ай бұрын
ହଁ ଭାଇ ଆପଣ ମୋ ମନ କଥା କହିଦେଲେ
@gyanaranjansahoo8539
@gyanaranjansahoo8539 3 жыл бұрын
ସୁନ୍ଦର ତୃପ୍ତି ର ଅବସାଦ ନାହିଁ ଯେତେଦେଖୁଥିଲେ ନୂଆ ଦିଶୁଥାଇ...
@Anil_AK
@Anil_AK 11 ай бұрын
ଦୂରଦର୍ଶନ ଓଡ଼ିଆ ର କାର୍ୟକର୍ତା ମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଏଇ ପୁରାତନ ଲୋକଗଳ୍ପ କୁ ସାଇତି ରଖି ଉପସ୍ଥାପନା କରିଥିବାରୁ❤❤🙏🏻🙏🏻
@anushreesahoo858
@anushreesahoo858 Ай бұрын
Han Anil thik kahila...❤ I love you...tame medical re kana sabu karuchha samastanku jana😅😅...chalu chalu
@kamalrehan1155
@kamalrehan1155 3 жыл бұрын
Bahut kasta laguchi ei puruna dina katha bhabila belaku... Ete kasta laguchi j dekhi b hauni akhi luha re bhiji jauchi.😭😭😭😭
@funnymishra4076
@funnymishra4076 2 жыл бұрын
🥰🥰🥰🥰
@tapankumarnayak4950
@tapankumarnayak4950 2 жыл бұрын
ସତରେ କେତେ ସୁନ୍ଦର ଓ ସଂସ୍କୃତି ମୟ ଧାରାବାହିକ ଆଜି ବି ଦେଖିଲେ ବହୁତ୍ ଭଲ ଲାଗୁଚି
@amareswarmishra6870
@amareswarmishra6870 Жыл бұрын
ଆଜିର ଦିନରେ ଏହି ପ୍ରକାର ଗପ ଏବଂ ଧାରାବାହିକ କାହିଁକି ଆସୁନାହିଁ !! କେତେ ସରଳ ଜୀବନ ଥିଲା ଆମ ପିଲାବେଳେ।
@sunandabhoi9432
@sunandabhoi9432 4 күн бұрын
ବହୁତ ସୁନ୍ଦର କାହାଣୀ....ସତରେ ପିଲାଦିନ ର ସ୍ମୃତି ତାଜା ହେଇ ଗଲା 🤗🤗
@user-xi8on2bg9v
@user-xi8on2bg9v 24 күн бұрын
2024 କିଏ କିଏ ଦେଖୁଛନ୍ତି 😘❤️❤️👍👍👍 ଜୟ ଜଗନ୍ନାଥ 🌹🌹🌹old is gold ❤️
@bestsradhavlogs
@bestsradhavlogs 22 күн бұрын
Mu dekhuchhi
@AamaGaonAamaMati
@AamaGaonAamaMati Жыл бұрын
କେବଳ DD ODIA ହିଁ ଆମ ସମସ୍ତଙ୍କ ର ପୁରୁଣା ସ୍ମୃତି କୁ ସାଇତି କି ରଖିଛି 🙏🙏🙏 ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏🙏
@MAJHIJAYADEV
@MAJHIJAYADEV 7 күн бұрын
କିଏ କିଏ ଏହି ଚଳଚ୍ଚିତ୍ର 2024 ରେ ଦେଖୁଛ
@suprahitbarik9655
@suprahitbarik9655 3 күн бұрын
@@MAJHIJAYADEV mu dekhuchhi
@MAJHIJAYADEV
@MAJHIJAYADEV 3 күн бұрын
@@suprahitbarik9655 hmm
@suniljhunilkumar3959
@suniljhunilkumar3959 3 жыл бұрын
A abhishek rathank pila samay pari dekhajauchnti....really Godabirish mishra is the great ...writer
@sibasankarsahu2743
@sibasankarsahu2743 3 жыл бұрын
ସମସ୍ତେ କମେଣ୍ଟ ରେ ବହୁତ କିଛି ଲେଖିଛନ୍ତି ତେଣୁ ମୁଁ ଖଲି ଏତିକି କହିବି.... ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏
@kumaranil313
@kumaranil313 Жыл бұрын
ସେଇ ପୁରୁଣା ଦିନ ଏତେ ସୁନ୍ଦର ଥିଲା ଯେ ମୁଁ ଜୀବନର ପ୍ରତେକ ମୁହୂର୍ତ୍ତକୁ ଉପଭୋଗ କରୁଥିଲି ପିଲାବେଳେ ପାଖ ଘର ସେଇ କଳା ଧଳା ଟିଭି ର ଏଇ ଭଳି seriel ଦେଖି
@ankitmohapatra5247
@ankitmohapatra5247 3 жыл бұрын
Waah....Bhari chamatkar...Atitara smruti sabu tazaa karuthibaru..
@kajalpadhy3173
@kajalpadhy3173 2 жыл бұрын
Pila dina ra memory dd national katha sarita❤️❤️❤️❤️..unforgettable days
@sheetalbarma
@sheetalbarma Жыл бұрын
ସତରେ ପିଲା ଦିନ ର କଥା ମନେ ପଡିଗଲା 🥰🥰🥰Thank you so much for uploading it here DD Odia channel 💛💜💛💜
@AamaGaonAamaMati
@AamaGaonAamaMati Жыл бұрын
👍👍👍
@debendrakope3901n
@debendrakope3901n 5 ай бұрын
Dge Duj🧡💜💛💜❤‍🔥💔
@debendrakope3901n
@debendrakope3901n 5 ай бұрын
Neutral DDgrtDDgxjhd❤💔💛💓💞🕉
@user-cw5pm4qt1t
@user-cw5pm4qt1t 7 ай бұрын
ଏହି ପୁରାତନ ଲୋକଗଳ୍ପ ଭିଡିଓ କୁ ଦେଖିଲା ପରେ ଲାଗୁଛି ଆଜି କାଲିର ଓଡ଼ିଆ ଫିଲ୍ମ ମୁଲ୍ୟହୀନ l
@suryanarayan9531
@suryanarayan9531 Жыл бұрын
ଗୋଦାବରୀଶ ମିଶ୍ର ଙ୍କ ଲେଖା ସବୁ ଜୀବନ୍ତ ପରି ଲାଗେ. ହୃଦୟ ସ୍ପସୀ
@jeshbhaivlog.2928
@jeshbhaivlog.2928 3 жыл бұрын
ସେତେବେଳେ tv ଦେଖିବା ପାଇଂ ଜମା ବି ସୁଯୋଗ ମିଳେନି, କାରଣ ଆମର ଟିଭି ନଥିଲା, ଯାହା ଘରକୁ ଯାଉ ସିଏ କବାଟ ଦେଇଦିଅନ୍ତି .. ମନ ଦୁଃଖରେ ଫେରିବା କୁ ପଡେ.. 😭
@lovelymamta6380
@lovelymamta6380 3 жыл бұрын
Aama gharaku asa
@lovelymamta6380
@lovelymamta6380 3 жыл бұрын
@@jeshbhaivlog.2928 really
@lovelymamta6380
@lovelymamta6380 3 жыл бұрын
@@jeshbhaivlog.2928 ,😄😄😄😄
@lovelymamta6380
@lovelymamta6380 3 жыл бұрын
@@jeshbhaivlog.2928 no
@papuprusty6599
@papuprusty6599 Жыл бұрын
Sata re kemiti dina thila but aji tv thai bi eekhi baku ichha huani
@missodianiniali3446
@missodianiniali3446 3 жыл бұрын
E child artist ebe kete bada heijibani👍🙏grt legend
@sushreedas322
@sushreedas322 3 жыл бұрын
He is Abhisekh Rath...hero in odia industry...
@astrokalyan
@astrokalyan 2 жыл бұрын
kzbin.info/www/bejne/hIemYodtrL6Hl8U
@freegamer1768
@freegamer1768 Жыл бұрын
@@sushreedas322 oo
@ranjitkumarbehera5746
@ranjitkumarbehera5746 9 ай бұрын
କେତେ ସୁନ୍ଦର ସେ ଦିନ ଥିଲା ଆଉ ଶାନ୍ତି ଏବେ କାଇଁ
@rn9492
@rn9492 Жыл бұрын
childhood nostalgic 💕 ପାଣୁମିଶ୍ରେ 🥹
@omkar5983
@omkar5983 3 жыл бұрын
DD ODIA ପରିବାରକୁ ମୋର ଅଶେଷ ଅଶେଷ ଧନ୍ୟବାଦ...ଆପଣ ମାନଙ୍କର ଏହି ଛୋଟିଆ ପ୍ରୟାସ...ଆମକୁ ଆମ ପିଲା ଦିନର ସବୁ ସ୍ମୃତି ଭିତରେ ହଜାଇ ଦେଉଛି...ସତରେ କେମିତି ଥିଲା ସେ ଦିନ ଗୁଡ଼ିକ...ବହୁତ୍ ସୁନ୍ଦର...
@Gopihalba8249
@Gopihalba8249 3 жыл бұрын
Bahut mane poaduchi she katha aji
@astrokalyan
@astrokalyan 2 жыл бұрын
kzbin.info/www/bejne/hIemYodtrL6Hl8U
@jashodaguddi5850
@jashodaguddi5850 Жыл бұрын
Hn seiys
@debendranathbhoi6137
@debendranathbhoi6137 Жыл бұрын
Se time alaga thila vi,🤣🤣🤣🤣🤣
@chinmayalenka8420
@chinmayalenka8420 Жыл бұрын
Bahut bhala thila se dina
@actresssubarnaofficial50
@actresssubarnaofficial50 3 жыл бұрын
Pila Dina mane padigala 😍😍😍😍 thanks to dd odia
@pro10classes
@pro10classes Жыл бұрын
ଆମ ଘରେ tv ନଥିଲା| ଆମେ ସବୁବେଳେ ପଡୋଶୀ ଘର କଳା ଧଳା tv ଦେଖୁଥିଲୁ | ଆଉ ମୋ,ବଡ଼ବାପା ବଡ଼ବୋଉ,ଭାଇ, ଭାଉଜ ମନେ ସବୁମିଶିକି tv ଦେଖୁଥିଲୁ |ଆଉ ସବୁ advertisements ମନେରଖି ଥିଲୁ |ସେତେବେଳେ ର ସ୍ମୃତି ଏବେ ମନେ ପଡିଗଲେ ମନ ଦୁଃଖ ଲାଗେ କାରଣ ମୁଁ ଯାହା ସାଥିରେ ଗାଁ ରେ tv ଦେଖୁଥିଲି ସେମାନ ଙ୍କ ମଧ୍ୟରୁ କେତେଜଣ ଆଉ ଏଦୁନିଆରେ ନାହାନ୍ତି |
@sudamnaik983
@sudamnaik983 18 күн бұрын
Yes bro
@debashisjena463
@debashisjena463 3 жыл бұрын
ମୋ ପିଲାଦିନ ର ସାଥୀ DD national Memory this moment
@srinibash07
@srinibash07 3 жыл бұрын
I am searching for ths video since 1yr, and finally the result is here, i am so happy, it's a memory of my childhood, 😭😭
@astrokalyan
@astrokalyan 2 жыл бұрын
kzbin.info/www/bejne/hIemYodtrL6Hl8U
@PramodKumar-ee7tq
@PramodKumar-ee7tq Жыл бұрын
Very good story, how good people were before, now they are .....
@nabakishorepradhan9875
@nabakishorepradhan9875 3 жыл бұрын
ମୋ ପିଲାଦିନର ଗପ ଟିକୁ ପ୍ରତିପ୍ରଦାନ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି, ଜଗନ୍ନାଥ ମଙ୍ଗଳ କରନ୍ତୁ.
@rakeshpadhy394
@rakeshpadhy394 3 жыл бұрын
Iiiiiiiiiiiiiiiiiiiiiii
@astrokalyan
@astrokalyan 2 жыл бұрын
kzbin.info/www/bejne/hIemYodtrL6Hl8U
@rock2437
@rock2437 2 жыл бұрын
👏
@manoranjannahak5543
@manoranjannahak5543 3 ай бұрын
Mu eae gapa faste dekhchi
@sibaprasaddalabehera9294
@sibaprasaddalabehera9294 18 күн бұрын
ବହୁତ ବହୁତ ଧନ୍ୟବାଦ 🙏ଏପରି ଧାରାବାହିକ ଆଉ କଣ ଓଡ଼ିଶାରେ ସୃଷ୍ଟି ହେଇ ପାରିବନି।
@BeingDhonishi7077
@BeingDhonishi7077 2 жыл бұрын
😭😭😭😭😭😭😭😭 ଏମିତି ହିଁ ସମୟ କେତେବେଳେ ଆସ୍ତେ ଆସ୍ତେ ଚାଲିଯିବ । ଜାଣେନା ଏମିତି ସମୟ ଆସ୍ତେ ଆସ୍ତେ ମାଡ଼ିଆସୁଛି....ସମୟ ସ୍ରୋତରେ ଜୀବନ ଡଙ୍ଗା ଟି କେତେବେଳେ ଯେ ଭାସି ଭାସି କେଉଁ କୂଳରେ ଲାଗିବ 😭 ଏମିତି ସମୟ ଗଡିଚାଲିବ।। 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@AamaGaonAamaMati
@AamaGaonAamaMati Жыл бұрын
🙏🙏🙏
@jibanjyotimohanty9869
@jibanjyotimohanty9869 2 жыл бұрын
Se ଦିନ and se ନିଆରା ଘର ବହୁତ୍ ସୁନ୍ଦର୍ ❤️ ଆଜିକା date re ta aau ସେମିତି ଘର , ଦୁଆର କିଛି ଦେଖି ବାକୁ ମିଳୁନି ☺️
@kumaranil313
@kumaranil313 Жыл бұрын
ଏମିତି ପୁରୁଣା ଅତୀତ ର ଚିତ୍ର ଦେଖି ଆଖିରୁ ଲୁହ ଆସିଗଲା ବହୁତ ଧନ୍ୟବାଦ dd odia channel
@durgasarangi2
@durgasarangi2 5 күн бұрын
Mu dekhichi ପିଲାବେଳେ ବହୁତ୍ ସୁନ୍ଦର
@itspabitracreation4130
@itspabitracreation4130 3 жыл бұрын
Acp Sagarika hero Abhisek pari laguchi. Ei chhota pila ti.
@shivanimahananda5255
@shivanimahananda5255 2 жыл бұрын
Yes
@lucifereditz8059
@lucifereditz8059 2 жыл бұрын
କଥାରେ ଅଛି ପିଲାଦିନକୁ କେହି ଫେରି ପାଏନା କିନ୍ତୁ ଏହି ସିରିଏଲ୍ ଦେଖିଲେ ମୋ ପିଲାଦିନ କଥା ମନେ ପଡ଼ିଯାଏ।
@minu7864
@minu7864 3 жыл бұрын
Nice story really heart toching
@jayantasahoo3157
@jayantasahoo3157 3 жыл бұрын
ସତରେ ପୁରୁଣା ସ୍ମୁତି ସବୁବେଳେ ସ୍ମରଣୀୟ
@swagatrath1220
@swagatrath1220 3 жыл бұрын
Wah ...Odia Literature in great
@sumantasethi7240
@sumantasethi7240 3 жыл бұрын
ପୁରୁନା ଦିନର କାହାଣୀ ବହୁତ ଭଳ ଲାଗିଲା
@manaskumarbehera5676
@manaskumarbehera5676 10 ай бұрын
Ebekara movie jete vala heu jete koti koti tanka incom karu hele pila dinara ei bhali sabu kahani mana au hrudayare jou vala paiba income karichi taha sabuthu uchare... Satare se pila dina kete sundara thilare..
@tupurudash8180
@tupurudash8180 3 жыл бұрын
Satare .... Bahut Sundar story 😍😍😍
@user-ub7lf5us6f
@user-ub7lf5us6f 6 ай бұрын
Story ta jetiki vala laguchi ....taa thu besi bhala laguchi sei puruna ghara puruna rasta au puruna paribesha ...aaha ki sundar thila se jiban...puni thare pila belaku pherijibaku ichha hauchi
@banitamohapatra7082
@banitamohapatra7082 3 жыл бұрын
heart touching story
@lakidharbhatra4741
@lakidharbhatra4741 2 жыл бұрын
Hi JB JB jk on 8 JB n
@odiabeautylifestyle5533
@odiabeautylifestyle5533 3 жыл бұрын
National re dekhuthilu Mora 9 year haithila sete bele 😃😛😃😃😛
@powerless7947
@powerless7947 3 жыл бұрын
Ebe kete year old tame
@krushnmaninayak6257
@krushnmaninayak6257 Жыл бұрын
Bhagaban kahaku kemiti kouthi rakhanti sei Bhagaban nku nhi janaa . Iswara jaha karanti prani ra mangala pain . Attisundara kahani .
@bikashsathua9505
@bikashsathua9505 3 жыл бұрын
Childhood memories love this channel
@user-wr3qh7kb8l
@user-wr3qh7kb8l 5 ай бұрын
Nostalgic childhood memories refreshed ❤❤❤ ❤❤❤❤ thank you dd odia
@clickonjyotivlog4316
@clickonjyotivlog4316 3 жыл бұрын
Ei dama character ra boy ta ebe hero katha deli matha chhuin ra and chup chup chori chori, kehi nuhe kahara movie hero ❤️❤️
@soumyaranjanmohanty7296
@soumyaranjanmohanty7296 3 жыл бұрын
Abhishek
@OdiaTech24knowledge
@OdiaTech24knowledge 3 жыл бұрын
ହଁ ସେଇ ହିରୋ ତ ଆଉ
@ajitkumarmalik693
@ajitkumarmalik693 3 жыл бұрын
ଛୁଆ ବେଳେ ଦେଖିଥିଲି Need more classic programs 🙏
@mbiswaofficial7413
@mbiswaofficial7413 Жыл бұрын
ଯାହା ହଉ DD1 ଚାନେଲ ମୋର ଭାରି ପ୍ରିୟ❤
@banalatasahoo2567
@banalatasahoo2567 3 жыл бұрын
ବହୁତ ବଢ଼ିଆ ।କୁଆଡ଼େ ଗଲା ସେ ପିଲାଦିନ, ସାଙ୍ଗ ସାଥୀ ଖେଳ ।
@subhasmitasahoo6060
@subhasmitasahoo6060 2 жыл бұрын
Heart touching story
@snigdhanjalipatra7752
@snigdhanjalipatra7752 3 жыл бұрын
Moral of the story kichi sabda jibana Ra paribasha ku badalai die Ty's durdarshan for uploading our pure Odia story 😘😘
@jitendrapardia5809
@jitendrapardia5809 3 жыл бұрын
Same story dear mate bi bahut bhala lage sei puruna odia🙏🙏🙏 kahani
@astrokalyan
@astrokalyan 2 жыл бұрын
kzbin.info/www/bejne/hIemYodtrL6Hl8U
@JitendraKumarMahali
@JitendraKumarMahali 3 жыл бұрын
Good keep uploading Loved It
@sidhantdehury6030
@sidhantdehury6030 3 жыл бұрын
That😎😀 is😎 called old 👍is gold
@pratyushkumar9386
@pratyushkumar9386 2 жыл бұрын
Old is diamond💎
@jagabandhumishra6471
@jagabandhumishra6471 3 жыл бұрын
Banamali Sir n ka acting khub badhia ei seriel re.khub uchakotira actor .
@ashaparida4652
@ashaparida4652 3 ай бұрын
Piladina satare bahut bhala thela
@AEROX01
@AEROX01 2 ай бұрын
Bahut Sundar hoichi
@jhunarani8169
@jhunarani8169 3 жыл бұрын
Heart tochngi Story
@ItsChandan
@ItsChandan 3 жыл бұрын
Really missing those days 😭😭
@allvideoupload7049..
@allvideoupload7049.. 3 жыл бұрын
ସତରେ ମୋର ଛୋଟବେଳଠୁ ଆଜି ପର୍ଯ୍ୟନ୍ତ ଘଟି ଆସିଥିବା ସବୁ ବିସୟ ଗୁଡିକ ଦେଖିବାକୁ ମିଳିଳା ବହୁତ ବହୁତ ଧନ୍ୟବାଦ ଆଜ୍ଞା
@apositivethoughter9416
@apositivethoughter9416 3 жыл бұрын
Thanks dd Odia the keep remind our childhood memories
@thosedreamingeyes9424
@thosedreamingeyes9424 3 жыл бұрын
He's Abhisek Rath...❤️❤️❤️
@chandu9730
@chandu9730 3 жыл бұрын
Hmm party tame sabu jani daucha
@soubhagyalaxmisahoo5906
@soubhagyalaxmisahoo5906 3 жыл бұрын
Yes
@chandu9730
@chandu9730 3 жыл бұрын
@@soubhagyalaxmisahoo5906 kemiti janila
@thosedreamingeyes9424
@thosedreamingeyes9424 3 жыл бұрын
@@chandu9730 Abhisek gote interview re kahichanti ki se first Panu misre au kichhi serial re DD Odia re as a child artist kama kruthile...n face b nije miseiki dekha
@chandu9730
@chandu9730 3 жыл бұрын
@@thosedreamingeyes9424 cid re jiba tame
@debasispatra8368
@debasispatra8368 3 жыл бұрын
So nice. Old memory taza heigala:)
@xavior2.0
@xavior2.0 Ай бұрын
Kgf❎️ PanuMishre✅️
@gyanasethi3888
@gyanasethi3888 2 жыл бұрын
Very heart touching story... Ending was awesome
@unknownnd
@unknownnd Жыл бұрын
old days..gold days❤️
@ssanju4955
@ssanju4955 3 жыл бұрын
Love from banapur❤❤❤❤❤
@binayyadav9015
@binayyadav9015 Жыл бұрын
Ebe b mane pade se puruna dina ra katha antena se tv dekhila bele light chali jae au aame sabu 1,2,3,...... 100 jae ganu thibu light aasiba prayanta odia ra dharabahika serial sabu ebe KZbin re dekhile laguchi puni thare mu Sei Dina ku feri Jaanti ki🥺 thanks to dd odia bahut godie smruti ta punarudhhar Kariba lagi❤
@shrikhetrabhumi5526
@shrikhetrabhumi5526 3 жыл бұрын
Kate sundar thila mo puruna duniaa sanga manak pakhare bahut time thila aau se nature bahut mana chhuana thila abe mobile dunia re aau ichha nahi rahibaku
@purnachandradip4048
@purnachandradip4048 3 жыл бұрын
I love ❤❤❤❤this story forever
@rrd19
@rrd19 3 жыл бұрын
Pila Dina Katha mane padigala 😥😥
@sanjayakumartripathy2910
@sanjayakumartripathy2910 3 жыл бұрын
ଆଖିରେ ଲୁହ ଆସିଗଲା ।
@avengerslover1651
@avengerslover1651 3 жыл бұрын
ଅତି ସୁନ୍ଦର କାହାଣୀ.....ଅଭିନୟ ବି ଭଲ ଲାଗିଲା..,କିନ୍ତୁ....ବହିରେ ପଢିଲା ବେଳେ ବି......ଏ କାହାଣୀ କିଛି ସମୟ ପାଇଁ...ହୃଦୟ କୁ....ବିସାଦ ରେ ଆନ୍ଦଳିତ କରି ପକେଇ ଥିଲା.......ଚମତ୍କାର ଲେଖକ.......
@prasankumarofficial
@prasankumarofficial 3 жыл бұрын
Aji mo pila dina katha bahut mane paduchi au se black and white tv katha ae antina 😭😭😭❤️❤️❤️🙏
@satyashiba96
@satyashiba96 3 жыл бұрын
Satare bhai 😣😣😣
@satyashiba96
@satyashiba96 3 жыл бұрын
No colour tv No cable No Tata sky DTH only black and white tv au DD National channel etiki choto belo Katha bahut mane pade
@baneswaranayak3164
@baneswaranayak3164 3 жыл бұрын
Good story
@RadheSakhi
@RadheSakhi 2 жыл бұрын
Jay jaganath swami nayana patha gami bhbatu me 🙏😭🙏👌👌👌👌
@sarojkumarsethy6169
@sarojkumarsethy6169 3 жыл бұрын
I love my Odisha 🙏🙏🏼
@astrokalyan
@astrokalyan 2 жыл бұрын
kzbin.info/www/bejne/hIemYodtrL6Hl8U
@rajendrakumarbarik3735
@rajendrakumarbarik3735 8 ай бұрын
ଦୂରଦର୍ଶନ ର ଅଭୁଲା ସ୍ମୃତି ଯାହା ଆଜି ସମ୍ପୂର୍ଣ ରୁପେ ଅଦୃଶ୍ୟ ହେଇଯାଇଛି ଟିଭି ପରଦାରୁ..
@wonderdunia6808
@wonderdunia6808 3 жыл бұрын
Sir "Chora bali" upload karantu
@janardanjena9928
@janardanjena9928 3 жыл бұрын
Again I want to see this
@saradmishra3056
@saradmishra3056 3 жыл бұрын
@@janardanjena9928 98ïo
@prasanjitmishra6818
@prasanjitmishra6818 3 жыл бұрын
Chorabali upload karantu
@satyanarayansahu1627
@satyanarayansahu1627 3 жыл бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି
@mihirlenka3484
@mihirlenka3484 2 ай бұрын
ଯାହା ହଉ ବହୁତ ଦିନ ପରେ ଦେଖିବାକୁ ମିଳିଲା tq tq ଡିଡ଼ ଓଡ଼ିଆ 🙏🙏🙏
@swetasharma430
@swetasharma430 3 жыл бұрын
Mo school Belara Kath mane padigala . School Ru 4 ta bele feriki mo program national channel re dekhe .piladina satare bhht vl thila ..no tension bhht khusi thili ..☺️☺️☺️
@bishnulenka2875
@bishnulenka2875 Жыл бұрын
Mu bi
@asisketannayak2687
@asisketannayak2687 3 жыл бұрын
Heart touching story Thanks a lot....
@simaraninath8593
@simaraninath8593 Жыл бұрын
Really I miss my childhood days ❤️❤️❤️😭😭😭
@ssanju4955
@ssanju4955 3 жыл бұрын
🙏🏻🙏🏻🙏🏻🙏🏻🙏🏻🙏🏻greatful thanks to DD odia chanel
@Pk2018-d2h
@Pk2018-d2h Жыл бұрын
Respectable , respectful time of Television
@KDeep-ub8qw
@KDeep-ub8qw 3 жыл бұрын
Bahut khoji6i a video ta , finally aji paili... this video is really heart touching, last time 2006 re dekhithili..... Thank you Durdarsan ❤️❤️❤️for making our childhood so memorable ❤️❤️❤️
@astrokalyan
@astrokalyan 2 жыл бұрын
kzbin.info/www/bejne/hIemYodtrL6Hl8U
@KumarManascreation
@KumarManascreation 3 жыл бұрын
Thanks DD odia chenal for makings this type of video
@deepakbehera2117
@deepakbehera2117 5 ай бұрын
ହଁ ଆଜ୍ଞା ସେତେବେଳେ ସମୟ ବହୁତ୍ ଭଲ ଥିଲା .ଖାଲି ଶନିବାର ଆଉ ରବିବାର ଟାଇମ ମିଲୁଥିଲା ସେ ପୁଣି ଘରେ ବହୁତ ଗଳି ଶୁଣି ଟିଭି ଦେଖିବାକୁଜାଉଥିଲୁ ସାଙ୍ଗ ଘର କୁ ଧନ୍ୟବାଦ dd Odia.
@rakeshpanigrahi7935
@rakeshpanigrahi7935 3 жыл бұрын
today i know bulbul is a inspiration of panumishre
@kumarrishi3595
@kumarrishi3595 3 жыл бұрын
Yes....... right
@rudranarayansahoo5674
@rudranarayansahoo5674 23 күн бұрын
Original story nice one Our child h memories
@shreyashbishal
@shreyashbishal 3 жыл бұрын
Childhood memory😍
@dillipsahoo4541
@dillipsahoo4541 3 жыл бұрын
A bhali sundar chota chota galpa pain bahut bahut dhanyabad. Ahibhali teli film pain ame garbita
Nastya and SeanDoesMagic
00:16
Nastya
Рет қаралды 26 МЛН
Happy 4th of July 😂
00:12
Alyssa's Ways
Рет қаралды 69 МЛН
Clown takes blame for missing candy 🍬🤣 #shorts
00:49
Yoeslan
Рет қаралды 40 МЛН
Natia Comedy Part 468 || Jhitipiti
11:44
utkal cartoonworld
Рет қаралды 334 М.
ଛେର ଛେରା  ।।  Chher Chhera  ll  Sambalpuri nrutyanatya
24:48
Doordarshan Sambalpur
Рет қаралды 1,2 МЛН
KATHA SARITA - TUNI TUNI \\ ଓଡ଼ିଆ କାହାଣୀ
22:28
Детство злой тётки 😂 #shorts
0:31
Julia Fun
Рет қаралды 4,8 МЛН
БАБУШКИН КОМПОТ В СОЛО
0:19
PAVLOV
Рет қаралды 16 МЛН
Waka Waka 😁 #funnyshorts #rianashow
0:14
RianaShow
Рет қаралды 20 МЛН
Поймали акулу
0:51
Pavlov_family_
Рет қаралды 2,2 МЛН