Former Odisha CM Naveen Patnaik urges people not to panic and to stay alert during cyclone || KTV

  Рет қаралды 472,018

Kalinga TV

Kalinga TV

Күн бұрын

Пікірлер: 1 900
@rashmiranjan7660
@rashmiranjan7660 3 ай бұрын
ମୋତେ ଏବେବି ଲାଗୁଛି ଓଡ଼ିଶା ର CM Nabin Pattanaik. ଓଡ଼ିଶାର ହୃଦସ୍ପନ୍ଦନ ନବୀନବାବୁ
@anandkumartripathy3776
@anandkumartripathy3776 3 ай бұрын
Pura.thik.
@TarjonSoren
@TarjonSoren 3 ай бұрын
😂😂😂😂😂😂
@ashokrana5773
@ashokrana5773 3 ай бұрын
Abe mo pain cm
@onlyshorts10
@onlyshorts10 3 ай бұрын
Mote bi😊 Mohan majhi name ku CM mu grahana Kari paruni se CM boli
@Sasmitanayak-n5i
@Sasmitanayak-n5i 3 ай бұрын
Right kahila
@skullcollecter2979
@skullcollecter2979 3 ай бұрын
ନବୀନ ବାବୁଙ୍କୁ କିଏ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ସେମାନେ ଲାଇକ୍ କରନ୍ତୁ
@Shots.4K
@Shots.4K 3 ай бұрын
Mo
@ArabindaSahoo-r5q
@ArabindaSahoo-r5q 3 ай бұрын
Kehi Chahu Nahanti
@sridharpradhan2781
@sridharpradhan2781 3 ай бұрын
Please rest sir 🙏 ​@@ArabindaSahoo-r5q
@rohitbrahma1143
@rohitbrahma1143 3 ай бұрын
😡😡😡😂😂😂😂 asikhita loko ra laxyan​@@ArabindaSahoo-r5q
@lkjena4407
@lkjena4407 3 ай бұрын
Ee katha kandhei ku dekhibare ichha nahi amara
@BishwanathSethiBishwa
@BishwanathSethiBishwa 3 ай бұрын
ନିଶ୍ଚିତ ସାର ,ଓଡିଶାବାସୀଙ୍କ ସହିତ ଆପଣ ସବୁବେଳେ ଏମିତି ଥା'ନ୍ତୁ ।
@ManasJena-hj5cw
@ManasJena-hj5cw 3 ай бұрын
କ୍ଷମତା ରେ ନଥାଇ ମଧ୍ୟ ଯଉ ନେତା ଓଡିଶା ର ଓଡିଶା ବାସି ଙ୍କର ଚୀନ୍ତାରେ ଥାଆନ୍ତି ସେ ହଉଛନ୍ତି ନବୀନ ପଟ୍ଟନାୟକ 🙏ନବୀନ ପଟ୍ଟନାୟକ ଜିନ୍ଦାବାଦ 🙌❤️🔥💚
@lalatendujena4026
@lalatendujena4026 3 ай бұрын
ଜୟ ହୋ ନବୀନ ସାର 🙏🙏🙏 ଆପଣଙ୍କ ଉପଦେଶ ଆମ ଓଡ଼ିଆ ଙ୍କ ପାଇଁ ଅମୃତାବାଣୀ ଆପଣ ଆମ କୋଟି କୋଟି ଓଡ଼ିଆ ଙ୍କ ହୃଦୟର ରାଜା 🙏🙏🙏
@satyaranjanpatra5902
@satyaranjanpatra5902 3 ай бұрын
Jay NABIN
@laxmipriyamurmu96
@laxmipriyamurmu96 3 ай бұрын
Balo na
@kittu3845
@kittu3845 2 ай бұрын
I am from west bengal Nabin babu good development 😊☺️
@KaliaSahu_Odisha
@KaliaSahu_Odisha 3 ай бұрын
ହସୁଛି ରାଜ୍ୟ ହସେ ଓଡ଼ିଆ ନବୀନ ବାବୁ ଭାରି ବଢ଼ିଆ 👌👌👌
@samarkumar6466
@samarkumar6466 3 ай бұрын
@@KaliaSahu_Odisha kete tanka milila subhadra jojana re na mili nahin
@KaliaSahu_Odisha
@KaliaSahu_Odisha 3 ай бұрын
@@samarkumar6466 ଆମର କାହାକୁ ବି ସୁଭଦ୍ରା ଯୋଜନା ମିଳିନି
@KaliaSahu_Odisha
@KaliaSahu_Odisha 3 ай бұрын
@@samarkumar6466 ଭାଇ ମୋ କଥା ଛାଡ ତମକୁ ସୁଭଦ୍ରା ଯୋଜନା ପଇସା ମିଳିିଛି ନା ନାହିଁ
@samarkumar6466
@samarkumar6466 3 ай бұрын
@@KaliaSahu_Odisha Ame chakiri karichu milibara chance nahin ki ame apply karinu
@Amaodishanabinodisha-y5r
@Amaodishanabinodisha-y5r 3 ай бұрын
ଜେ ପଜ୍ୟନ୍ତ ଆପଣ ଅଛନ୍ତି ସେ ପଜ୍ୟନ୍ତ ଆମର ଶାହାଶ ଅଛି
@mrrajendra5958
@mrrajendra5958 3 ай бұрын
Right❤
@pragatidas4996
@pragatidas4996 3 ай бұрын
ଆପଣଙ୍କ ବିଷୟ ରେ ଯେତେ ଲେଖିଲେବି ଶବ୍ଦରେ ଅଭାବ ପଡିବ ମୋର ପ୍ରିୟ ମୁଖ୍ୟ ମନ୍ତ୍ରୀ ମୋତେ ଏବେ ବି ଅନୁଭବ ହୁଏ ଆପଣ ଏବେ ବି ଆମ ମୁଖ୍ୟ ମନ୍ତ୍ରୀ ଆଉ ସବୁଦିନ ପାଇଁ ଆମ ମନ ହୃଦୟ ରହିବେ ଭଗବାନ ଆପଣଙ୍କୁ ନିରୋଗ ଆଉ ଦୀର୍ଘାୟୁ କରନ୍ତୁ ଜୈ ଜଗନ୍ନାଥ 🙏🙏💐💐
@bablutherock7515
@bablutherock7515 3 ай бұрын
ମୁଁ ପିଲାଟି ଦିନରୁ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଦେଖୀ ଆସିଛି। ଛୋଟ ବାର୍ତ୍ତା ଦେଈ ଶେଷରେ ଜୟ ଜଗନ୍ନାଥ କୁହନ୍ତି। ☺️🙏🏻
@NikhilNayakclasses
@NikhilNayakclasses 3 ай бұрын
ଆମର ସରକାର ନବୀନ ସରକାର One and only Naveen Patnaik sir jay Jagannath 🙏
@focuschilika
@focuschilika 3 ай бұрын
ସର୍ ଆପଣ ଅଛନ୍ତି ଅମେ ଡରିବୁ କଣ ପାଇଁ
@PratapBhai-tw1mu
@PratapBhai-tw1mu 3 ай бұрын
My favourite nabin Babu
@putonaik3408
@putonaik3408 3 ай бұрын
Right ❤
@RasmitaSwain-ke4tt
@RasmitaSwain-ke4tt 3 ай бұрын
ଆପଣ ଅଛନ୍ତି ଆମେ କେବେ ଡରିବୁନି , thankyou so much sir 🙏
@sekhar.32pistol69
@sekhar.32pistol69 3 ай бұрын
ଆପଣ ଅଛନ୍ତି ଆମର ଡର ନାହିଁ କାରଣ ଏହା ପୂର୍ବରୁ ଆପଣ ଆମକୁ 7ଟି ବାତ୍ୟା ରୁ ବଞ୍ଚାଇ ଥିବାରୁ ଆପଣଙ୍କୁ ଧନ୍ୟବାଦ୍ ଜୟ ଜଗନ୍ନାଥ 🙏
@prakashkumarjena1156
@prakashkumarjena1156 3 ай бұрын
ଆପଣ ଆମର ମୁଖ୍ୟମନ୍ତ୍ରୀ ଥିଲେ ଆଉ ସବୁଦିନପାଇଁ ଆମ ହୃଦୟରେ ମୁଖ୍ୟମନ୍ତ୍ରୀ ଭାବେ ରହିବେ
@abharashmidallai2056
@abharashmidallai2056 3 ай бұрын
ଆପଣ ପରି କେହି ନାହାନ୍ତି ନବୀନ ବାବୁ
@santoshjena5811
@santoshjena5811 3 ай бұрын
Miss you sir ଆପଣ ଆଜି ବି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ❤
@nilakanthgouda
@nilakanthgouda 3 ай бұрын
ଆଗାମୀ 2029 ନିର୍ବାଚନ ରେ କିଏ କିଏ ପୁଣି ଥରେ ନବୀନ sir ଙ୍କୁ ଶାସନ ରେ ଦେଖିବାକୁ ଚାହୁଛନ୍ତି ଲାଇକ ହେଇଯାଉ
@dillipbehera6679
@dillipbehera6679 3 ай бұрын
Kn aau 25 barsha lutibe odisha ku
@nilakanthgouda
@nilakanthgouda 3 ай бұрын
@@dillipbehera6679 nai re Bhai lutiba Katha kahunahi abe kara murkha mantri kn Sabu Karuchi dekhucha to...cement godam,cyber cafe, Oyo,hotel re Exam Karuchi seita khulam khula Post bikri kariki... Sabu sarkar semiti karuchanti but kichi Matra re Nabin Babu Bhala thile... Tara side Loka Mane Sina lutu thile Odisha ku...ajika date re Amiti Gandi mari khauna thiba sachha neta au kia achi Bhai kahila
@geetarana-q9m
@geetarana-q9m 3 ай бұрын
Nikila demi .bhuli ja na
@dillipbehera6679
@dillipbehera6679 3 ай бұрын
@@nilakanthgouda seta thik kintu a bjd govt ku bi dekhi sarilu ,aau bjp to faltu govt ebe congress ku thore chance dia jau
@Yesamaychalijib
@Yesamaychalijib 3 ай бұрын
Aau thib je bala sunupampudi khaib
@SubashpradhanMilu
@SubashpradhanMilu 3 ай бұрын
ନବୀନ ପଟ୍ଟନାୟକଙ୍କ ପାଇଁ ❤❤❤❤❤❤❤❤❤❤❤
@CaptainMithun10
@CaptainMithun10 3 ай бұрын
ଆପଣ ସବୁବେଳେ ଓଡିଶା ଲୋକ ଙ୍କ ସେବା ପାଇଁ ❤ ନବୀନ ପଟ୍ଟନାୟକ ❤❤❤
@FARMERBOY-v60
@FARMERBOY-v60 3 ай бұрын
I LOVE HITMAN ❤❤❤❤ I LOVE NAVEEN SIR ❤️❤️❤️
@unionics
@unionics 3 ай бұрын
ଓଡ଼ିଶାର ହୃଦସ୍ପନ୍ଦନ ନବୀନବାବୁ 🙏🏻ଜୟ ହୋ ନବୀନ ସାର 🙏🙏🙏
@PR-Pinkureeta1.4.3
@PR-Pinkureeta1.4.3 3 ай бұрын
ବହୁତ ବହୁତ ଧନ୍ୟବାଦ୍ ନବୀନ ସାର୍ ଆପଣଙ୍କର ଟିକିଏ ସଜାଗ ସୂଚନା ପାଇଁ ଆମେ ବହୁତ ଖୁସି । ଆପଣ ଆମମାନଙ୍କୁ ପୂର୍ବରୁ ଝଡ଼ ବାତ୍ୟା କୁ କେମିତି ସାମ୍ନା କରିବା ଆମକୁ ଶିଖେଇ ଛନ୍ତି ସାର୍ ନିଶ୍ଚୟ ଭାବରେ ମୁକାବିଲା କରି ଅମୂଲ୍ୟ ଜୀବନ କୁ ସୁରକ୍ଷିତ ରଖିବୁ ଜୟ ନବିନ 🙏🙏🙏ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@rakeshnaik5109
@rakeshnaik5109 3 ай бұрын
ହେ ନବୀନ ବାବୁ ଆମେ ତମ fan ❤️🙏😍
@trinathmallik9972
@trinathmallik9972 3 ай бұрын
ଜୟ ଜଗନ୍ନାଥ ନବୀନ ବାବୁ 🙏🙏🙏
@deepakdas4824
@deepakdas4824 3 ай бұрын
ଏବେ ବି ଆମ ମୁଖ୍ୟମନ୍ତ୍ରୀ ଆପଣ ଅଟନ୍ତି , ଆପଣ ସବୁବେଳେ ଆମ ମୁଖ୍ୟମନ୍ତ୍ରୀ ହେଇ ରହିବେ , ଜୟ ନବୀନ ପଟ୍ଟନାୟକ ଜୟ ବିଜେଡି
@Ranjitpandao85
@Ranjitpandao85 3 ай бұрын
କାହିଁକି କେଜାଣି ଆପଣଙ୍କୁ ଦେଖିଲେ ହୃଦୟରେ ଅଫୁରନ୍ ଆନନ୍ଦ ଓ ଉତ୍ସାହ ଭରିଯାଏ । ଆଜି ମଧ୍ୟ ସମଗ୍ର ଓଡ଼ିଶାବାସୀ ଆପଣଙ୍କୁ ଝୁରୁଛନ୍ତ । Really you are great hero of Odisha
@ganeswaramahanta6241
@ganeswaramahanta6241 3 ай бұрын
Bhai apana thik kahile jay shree jagannath
@Ranjitpandao85
@Ranjitpandao85 3 ай бұрын
Thanks
@lalitmohanpradhan3427
@lalitmohanpradhan3427 3 ай бұрын
ଆପଣଙ୍କ ଅବଦାନ ଓଡିଶା ପାଇଁ ମହାନ ଆଉ ଅତୁଲ ନିଅ ❤❤❤❤❤
@upendrasahu6296
@upendrasahu6296 3 ай бұрын
ନବୀନ ବାବୁ ଙ୍କ ଉଚ୍ଚାରଣ ଖୁବ୍ ସୁନ୍ଦର ଲାଗିଲା,ଆପଣ ଓଡ଼ିଆ ଶିଖନ୍ତୁ,ବିରୋଧୀ ଚୁପ୍ ହେବେ, ଗତ 24ବର୍ଷରେ ଆପଣ ଓଡ଼ିଶା ପାଇ ଯଥେଷ୍ଟ କରିଛନ୍ତି,ମାଙ୍କ କୃପା।
@laxmipriyamurmu96
@laxmipriyamurmu96 3 ай бұрын
Kichi korini
@mamatanayak5945
@mamatanayak5945 3 ай бұрын
Ta BJP karichi badhe
@rajanikantojha9661
@rajanikantojha9661 3 ай бұрын
ନବୀନ ବାବୁ ଆପଣଙ୍କର ଭଲପାଇବା ସବୁଦିନ ଓଡ଼ିଶାବାସୀ ଙ୍କ ଉପରେ ଏମିତିଥାଉ... 🥰🥰🥰🥰🥰
@MalayaPanka
@MalayaPanka 3 ай бұрын
ଜୟ ନବୀନ ପଟ୍ଟନାୟକ ସାର୍ ❤🙏🐚🌹 ଆପଣ କେବଳ ନେତା ନୁହନ୍ତି ସାର୍ ଆପଣ ଓଡ଼ିଆ ଙ୍କ ହୃଦୟ 🫀💞❤️‍🩹 ଆଉ ନିଜେ ଗୋଟେ ଯୋଦ୍ଧା 💪 ଆପଣ ଓଡ଼ିଶା ବାସୀଙ୍କ ବଳ ଆପଣ ଅଛନ୍ତି ମାନେ ଯେତେ ଝଡ ତୋଫାନ ଆସିଲେ ବି କିଛି କ୍ଷତି ହେବନାହିଁ ଜୟ ଜଗନ୍ନାଥ 🙏
@KedarnathGuru-hf6ul
@KedarnathGuru-hf6ul 3 ай бұрын
ଆମ ନବୀନ ବାବୁ ହିରୋ
@xavierpro-up1iq
@xavierpro-up1iq 3 ай бұрын
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାତ୍ୟା,ବନ୍ୟା,ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା କୁ ସୁଦୃଢ କରିଦେଇଛନ୍ତି। କେବଳ ତାମିଲ ପାଣ୍ଡୁ ପାଇଁ ସେ ହାରିଗଲେ। ଜୟ ଜଗନ୍ନାଥ ❤
@subashbarik377
@subashbarik377 3 ай бұрын
ନବୀନ ସାର୍ ଯେବେବି ଓଡିଶା କୁ ବାତ୍ୟା ଆସିବ ଲୋକମାନେ ଆପଣଙ୍କ କଥାକୁ ସବୁବେଳେ ଭାବିବେ
@sanjeetmohapatra
@sanjeetmohapatra 3 ай бұрын
The emotions you are pouring on odia people........we will never forget you sir.....much much❤
@Röyäløgoodby
@Röyäløgoodby 3 ай бұрын
💚ଏବେ ବି ଆମର ମନ ରେ ଅଛିନ୍ତ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 💚
@143Susanta
@143Susanta 3 ай бұрын
ନବୀନ ବାବୁ ଜୟ ଜଗନ୍ନାଥ ଆପଣଙ୍କର ଆୟୁଷ ଦ୍ରିଘାଉ ହଉ ଏତିକି ଜଗନ୍ନାଥଙ୍କର ପାଖରେ ମୋର ପ୍ରାର୍ଥନା 🙏🏿🙏🏿🙏🏿
@msofficial5810
@msofficial5810 3 ай бұрын
ସାର୍ ଆପଣଙକ ଜାଗା କେହି ନେଇ ପାରିବେ ନାହିଁ ❤❤ ବିଶ୍ଵ ର cm No1❤ ଆପଣ ଓଡ଼ିଶା ବାସୀଙ୍କ ହୃଦୟରେ ଏବେ ବି ଅଛ ❤ Jay jagannath 🙏🙏
@Amaodishanabinodisha-y5r
@Amaodishanabinodisha-y5r 3 ай бұрын
ଆଇ ଲଭ୍ ୟୂ ନବିନ ବାବୁ ❤️❤️❤️🎉🎉🎉
@Truefact434
@Truefact434 3 ай бұрын
ସବୁ ବର୍ଷ ପରି ବର୍ଷ ମଧ୍ୟ ଆପଣ ଙ୍କ ଆଶ୍ୱସ୍ତି ପାଇଁ ଅନାଇ ବସିଥିଲୁ❤❤❤❤❤❤❤❤❤❤❤
@prativasahu4327
@prativasahu4327 3 ай бұрын
ଜୟ ନବୀନ 💚💚💚🙏🙏
@snehalataparida5659
@snehalataparida5659 3 ай бұрын
ଆପଣ ଥିଲେ ଓଡିଶା ର କିଛି ହବନି sir 🎉
@jaganjena4541
@jaganjena4541 3 ай бұрын
😅😅😅😅
@Prithvi230
@Prithvi230 3 ай бұрын
Yes
@Dola...4552
@Dola...4552 3 ай бұрын
❤ """ଆମ ଓଡ଼ିଶା ନବୀନ ଓଡ଼ିଶା""""
@pradeepkumarparida191
@pradeepkumarparida191 3 ай бұрын
କିଏ କହୁଛି ନବିନ ଓଡିଆ କହିପାରୁନାହିଁ, ଧନ୍ୟବାଦ ନବିନବାବୁ,ଆପଣସଆପଣଙ୍କ ଆସନ ନିଶ୍ଚେ ପାଇବେ,ଠାକୁରଙ୍କୁ ପାର୍ଥନା କରୁଛି
@LipuChitta
@LipuChitta 3 ай бұрын
@@pradeepkumarparida191 sapan.dekhuta.bhai
@akvlogs7663
@akvlogs7663 3 ай бұрын
We love you and miss you sir❤❤😊😊
@amitkuldip23
@amitkuldip23 3 ай бұрын
ଆପଣ ଓଡିଶା. ପାଇ. ଯାହା. କରିଛନ୍ତି.. ବହୁତ. ଧନ୍ୟବାଦ. 🙏🙏
@Dipendra730
@Dipendra730 3 ай бұрын
ଜେତେ ହେଲେ ନବୀନ ବାବୁ❤❤
@dhabeshkumar-zs2dg
@dhabeshkumar-zs2dg 3 ай бұрын
ପ୍ରଭୁ ଜଗନ୍ନାଥଙ୍କ ପାଖରେ ଗୁହାରୀ କରୁଛୁ କି ଆପଣ ସବୁ ବେଳେ ସୁସ୍ଥ ରୁହନ୍ତୁ । Miss you sir 🙏
@bhagirathjena5158
@bhagirathjena5158 3 ай бұрын
ନବୀନ ସାର ଆପଣ ଏମିତି ଆମକୁ ସବୁବେଳେ ମନେ ରଖନ୍ତୁ
@Rhahulnaik1449
@Rhahulnaik1449 3 ай бұрын
ଜୟ ଜଗନ୍ନାଥ 🙏 ଜୟ ନବୀନ ପଟ୍ଟନାୟକ ଅଭିନନ୍ଦନ ସୁବେଛା ଶୁଭକାମନା 🙏🇮🇳💯💐 ଜୟ ନବୀନ
@chhabibrana9341
@chhabibrana9341 3 ай бұрын
ସତରେ ଆମେ କେବେବି ଭୁଲି ପାରି ବୁ ନାହିଁ ଆମ ଓଡ଼ିଶା ର ନବୀନ ପଟ୍ଟନାୟକ ସାର୍ କୁ ଆମ ଓଡ଼ିଶା ର ଭଗବାନ ହେଉ ଛନ୍ତି କେବଳ ନବୀନ ପଟ୍ଟନାୟକ ❤❤ ଧନ୍ୟବାଦ ସାର୍ ଆପଣ ଙ୍କୁ ଜୟ ଜଗନ୍ନାଥ ଜୟ ବିଜେଡି ❤❤
@soumyaranjandas8641
@soumyaranjandas8641 3 ай бұрын
ନବିନ ପଟ୍ଟନାୟକ ସାର ସବୁବେଳେ ଆମ ହୃଦୟରେ ❤❤❤
@ajitnaik5855
@ajitnaik5855 3 ай бұрын
ଜୟ ହୋ ନବିନ ସାରେ
@stylestar486
@stylestar486 3 ай бұрын
ଆପଣ ଙ୍କ ପରି କେହି ହେବେନି ,🙏 ଆପଣ ଗରିବ ଲୋକଙ୍କ ଜଣେ ପରିବାର ର ସଦସ୍ୟ 🙏
@Mr.ସତ୍ୟ.09
@Mr.ସତ୍ୟ.09 3 ай бұрын
Sir ଆପଣଙ୍କୁ ଦେଖିଦେଲେ Fear ସବୁ ଦୁରେଇ ଯାଏ "ହେ ନବୀନ ବାବୁ ଆମେ ତୁମ Fan " 💚🐚💚
@ବାଲେଶ୍ୱର
@ବାଲେଶ୍ୱର 3 ай бұрын
All India Hero No. 1 ଆମ ପ୍ରିୟ ନବୀନ ବାବୁ ❤❤❤
@samratjena8714
@samratjena8714 3 ай бұрын
Naveen Patnaik kie CM bhabare puni dekhibaku chanhanti like karantu
@କଳ୍କୀ
@କଳ୍କୀ 3 ай бұрын
1999 ରେ ଓଡ଼ିଶା ଭାଙ୍ଗି ପଡ଼ିଥିଲା ଆଜିର ଦିନରେ 1 ନମ୍ବର୍ ରାଜ୍ୟ ହୋଇଛି ଅପଣଙ୍କ ପାଇଁ, ଜୟ ନବୀନ ❤
@officialeditchannel2138
@officialeditchannel2138 3 ай бұрын
Kie kahila odisha 1 rajaya heichi boli na mane mane kahuchu
@କଳ୍କୀ
@କଳ୍କୀ 3 ай бұрын
@@officialeditchannel2138 ଦେଶର ମୁଖିଆ ନିଜେ କହିଛି ତୁ ଅନ୍ଧଭକ୍ତ ବାଳ କିଛି ଜାଣିନୁ
@debasmitaparida2072
@debasmitaparida2072 3 ай бұрын
​​@@officialeditchannel2138Aji sambad news paper dekhuna odisha 1no rajya prize paichi Jala(water) karjya krama re au Bolangir 1 no dist heichi jala karjya krama re.Sabu ama nabin patnaik nka pain.
@smrutirekhabehera7453
@smrutirekhabehera7453 3 ай бұрын
Andh bhakt mane sabu thi
@sanjibnayak6971
@sanjibnayak6971 3 ай бұрын
​@@officialeditchannel2138ମୋଦି ଆଉ ଅମିତ ସାହା ବା କହିଛନ୍ତି 1 କରିବେ ବୋଲି।
@RinuMahanta-n6t
@RinuMahanta-n6t 3 ай бұрын
Love you sir 🙏 God bless you sir🙏🙏🙏
@MDcreation-tq5si
@MDcreation-tq5si 3 ай бұрын
2029 ରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ତ.....
@sameerbehera3973
@sameerbehera3973 3 ай бұрын
Yes yes
@ODISHATOKATIPS
@ODISHATOKATIPS 3 ай бұрын
Kana authare gandi mareibaku 😅
@asishmohanty5987
@asishmohanty5987 3 ай бұрын
ନାହିଁ ପାଣ୍ଡୁ ପଟ୍ଟନାୟକ ଙ୍କୁ କରିବା ❤
@rebel_evoking03
@rebel_evoking03 3 ай бұрын
Hm
@SIBASUNDARAOFFICIAL
@SIBASUNDARAOFFICIAL 3 ай бұрын
Yes bro
@satyabanjena4134
@satyabanjena4134 3 ай бұрын
ସାଢେ ଚାରି କୋଟି ଓଡ଼ିଆ ଙ୍କ ମଉଡମଣୀ ଥିଲେ ଏବଂ ସବୁବେଳେ ପାଇଁ ରହିଥିବେ, ପ୍ରଭୁ ଆପଣ ଙ୍କୁ ସବୁବେଳେ ସୁସ୍ଥ ଏବଂ ସୁନ୍ଦର ରଖନ୍ତୁ
@rinkuofficial0.2
@rinkuofficial0.2 3 ай бұрын
ଆମ ଓଡ଼ିଶା ❤ ନବୀନ ଓଡ଼ିଶା
@sasmitabehera5173
@sasmitabehera5173 3 ай бұрын
ଜୟ ହୋ ନବୀନ ସରକାର 🙏🙏🙏🙏🙏
@DolagovindaPattnayak-rs4ur
@DolagovindaPattnayak-rs4ur 3 ай бұрын
ଜୟ ନବୀନ.... ଜୟ ଓଡିଶା 🎉🎉
@sanvicreation3155
@sanvicreation3155 3 ай бұрын
You are our Hope, strength and confidence etc....... Thanking you for your active lines against upcoming Cyclon in the state of Odisha.
@biswajitmohanty2189
@biswajitmohanty2189 3 ай бұрын
ନବୀନ ବାବୁ ଆପଣଙ୍କ ପରି କିଏ ହବ କୁହନ୍ତୁ🐚🐚🙏🙏🙏
@dillippradhan996
@dillippradhan996 3 ай бұрын
Right. You have done well in past and also awarded. Your inspiration is always useful.
@Ambassador_Christ
@Ambassador_Christ 3 ай бұрын
ନବୀନ ପଟ୍ଟନାୟକ ❤️🙏
@Hamdcookingfood9377
@Hamdcookingfood9377 3 ай бұрын
The Great Honorable Cm Naveen Patnaik Sir 🙏
@432fi
@432fi 3 ай бұрын
Naveen is our hero.the undisputed leader in Indian politics
@KrushnaChandradas-ms1tv
@KrushnaChandradas-ms1tv 3 ай бұрын
ନବୀନ ପଟ୍ଟନାୟକଙ୍କୁ କିଏ ପସନ୍ଦ କରୁଛନ୍ତି ଏଠାରେ ଲାଇକ କରନ୍ତୁ।
@santoshkumarpradhan4539
@santoshkumarpradhan4539 3 ай бұрын
ସଜାଗ ରହିବା ସୁରକ୍ଷିତ ରହିବା
@chandanmallick4749
@chandanmallick4749 3 ай бұрын
ନବୀନ ସାର ଆପଣ ଓଡ଼ିସାର ମେରୁଦଣ୍ଡ
@Sunil-Fitness-Chanel
@Sunil-Fitness-Chanel 3 ай бұрын
ଆମର ସମସ୍ତଙ୍କର ପ୍ରିୟ ନିବୀନ ସାର ❤❤❤❤❤
@s.jchanel8198
@s.jchanel8198 3 ай бұрын
ଜୟ ନବୀନ ଜୟ ଓଡ଼ିଶା
@Krishnaa869
@Krishnaa869 3 ай бұрын
No 1cm Naveen Patnaik
@Siddhartha_Dash
@Siddhartha_Dash 3 ай бұрын
The man with zero haters , love you nibin sir❤
@dr.srikantamohanty5189
@dr.srikantamohanty5189 3 ай бұрын
So nice of you Sir... 🙏🏽
@janardhanpatra-zz2ih
@janardhanpatra-zz2ih 3 ай бұрын
ଆପଣଙ୍କୁ ହୃଦୟ ଭରା ପ୍ରଣାମ🙏🙏🙏 🙏🙏🙏🙏🙏🙏🙏
@RasmitaKunar
@RasmitaKunar 3 ай бұрын
ଜୟ ନବୀନ ପଟ୍ଟନାୟକ
@onlyshorts10
@onlyshorts10 3 ай бұрын
Hm sir apana ta Odisha re India re 1st successfully disaster management team tiari karithile au management dekhi UN bi tariff karithila😊 you are the only leader who can see futuristic Odisha 😊
@Dukhanbabu-vw8nq
@Dukhanbabu-vw8nq 3 ай бұрын
India ka no 1 CM Naveen Patnayak ji hai aur rahenge. India ka Aadarsh CM Naveen Patnayak ji hai aur rahenge Jay Naveen sarkar
@arunkumardash1985
@arunkumardash1985 3 ай бұрын
❤❤❤Jai Naveen Ji❤❤❤Plz help and guide present Government to tackle this Cyclone ❤❤❤
@DamayantiGouda-v7m
@DamayantiGouda-v7m 3 ай бұрын
Thank you so much sir 🙏 ☺️ 😊 ❤️
@suryakantamahalik3462
@suryakantamahalik3462 3 ай бұрын
ନବୀନ 💗💗💗
@aniture7094
@aniture7094 3 ай бұрын
Naveen The Real Leader of Odisha ..Power re thau ki na thau Odisha Loko pain Naveen sabu bele Ready 💪
@samilakhtar3643
@samilakhtar3643 3 ай бұрын
You are Great sir
@RihanMajhi-b6c
@RihanMajhi-b6c 3 ай бұрын
Miss u and love you Naveen Patnaik sir 💚💚💚 God bless you
@JaySreeram-tt4uy
@JaySreeram-tt4uy 3 ай бұрын
Love you ନବୀନ sir
@bikramikyproduction
@bikramikyproduction 3 ай бұрын
Nabin Babu ame tuma Fan For Ever ❤❤❤❤
@gulshandas9769
@gulshandas9769 3 ай бұрын
Navin Sir Jindabad
@sudarsanmallick6250
@sudarsanmallick6250 2 ай бұрын
ସାର୍ ଆପଣ ଅଛନ୍ତି ଆମେ ଡରିବୁ କାହିଁକି ଆପଣ ଆମର ସାହସ ଶକ୍ତି❤❤❤❤❤🎉🎉🎉🎉🎉🙏🙏🙏🙏🙏🙏💚💚💚💚
@CSPNETHAKA
@CSPNETHAKA 3 ай бұрын
THE WAY HE SAID JAYA JAGANNATH IT TOUCH MY HEART
@ashakumarisahu9705
@ashakumarisahu9705 3 ай бұрын
Really u are great hero of odisha. CM. Nabin Pattnaik.. I really miss u sir.. 🙏❤
@ଦୀପ୍ତିରଞ୍ଜନପ୍ରଧାନ
@ଦୀପ୍ତିରଞ୍ଜନପ୍ରଧାନ 3 ай бұрын
🙏💞🙏ଜୟ ଜଗନ୍ନାଥ 🙏💞🙏
@rajeshkumarpuhan2450
@rajeshkumarpuhan2450 3 ай бұрын
Naveen Patnaik sir ❤❤❤❤
@mithunurocky
@mithunurocky 3 ай бұрын
Jay Jagannath Jay Naveen sir 🙏🙏🙏🙏🙏🙏🙏🚩🚩🚩🚩🚩😢😢😢❤❤❤❤❤❤❤🙏🙏🙏🙏🙏
@susantabhoi3452
@susantabhoi3452 3 ай бұрын
ନବୀନ ବାବୁ ତମ କଥାଶୁଣି ପୂର୍ବ କଥା 1999 ସୁନାମୀ ର ସହାୟତା ଓଡିଶା ପାଇଁ ବଳିଦାନ ଆଜିବି ହୃଦୟରେ ଅଭୁଲା ସ୍ମୃତି ହୋଇ କୁହୁଳୁଚି ସତରେ ନବୀନ୍ ବାବୁ ଆମେ ତୁମ ଫାନ୍ 🙏🙏🙏
@nisitranjanbohidar7233
@nisitranjanbohidar7233 3 ай бұрын
ନବୀନ ବାବୁ 🙏🙏🙏🙏
@PallabiNanda-zy9cb
@PallabiNanda-zy9cb 3 ай бұрын
I really you are great sir 👍
@priyankajena5750
@priyankajena5750 3 ай бұрын
Sir ta badhiaaa Odia kahuchhhanti ,mind blowing.
@ASHISHMATHAN
@ASHISHMATHAN 3 ай бұрын
Jay Jagannath Jay Naveen ❤
Mr Noncense New Comedy ||Pragyan and shankar ||#odiacomedy #odia #chandanbiswal
19:49
Cat mode and a glass of water #family #humor #fun
00:22
Kotiki_Z
Рет қаралды 42 МЛН