ଗାଁ ଭାଇ ସହରୀ ଭାଇ | Bhitiri Katha 78 | Narayan Mishra | Odisha365 | Conflict between Brothers

  Рет қаралды 60,898

ODISHA 365

ODISHA 365

Күн бұрын

Пікірлер: 140
@sampadrout340
@sampadrout340 12 күн бұрын
Thank you Sir, Right Word.
@jagannathmuduli7209
@jagannathmuduli7209 2 жыл бұрын
ନିରାଟ ସତ୍ୟ କଥା, ଆପଣଙ୍କ କଥା ବହୁତ ଭଲ ଲାଗେ ଶୁଣିବାକୁ ସାର !
@banashreemuduli5020
@banashreemuduli5020 3 ай бұрын
ବର୍ତ୍ତମାନ ସମାଜର ଏହା ନିଛକ ସତ କଥା।ମୋର ପ୍ରଣାମ ଏବଂ ଧନ୍ୟବାଦ୍ ।
@girijamanjaripadhi4918
@girijamanjaripadhi4918 2 ай бұрын
ସମୟ ଟା ବହୁତ ବଦଳି ଯାଇ ଛି।ହଜି ଯାଇ ଛି ମଣିଷ ପଣିଆ। ସମସ୍ତେ ସ୍ବେଚ୍ଛାଚାରୀ। ଓ ସ୍ବାର୍ଥପର।
@spokenenglishwithsumatiajo5049
@spokenenglishwithsumatiajo5049 2 жыл бұрын
ଆପଣ ସମ୍ପୂର୍ଣ ସତ କହିଲେ sir ଏସବୁ ଦେଖିଲେ ଦୁଃଖ ଲାଗେ ...କାରଣ ସମୟ ସହ ସମ୍ପର୍କ ବଦଳି ଯାଏ...ଗୋଟିଏ ପେଟରୁ ଜନ୍ମି ଥିବା ଗୋଟିଏ ଅଗଣା ରେ ପିଲା ଦିନ ବିତି ଥିବା ସେଇ ଭାଇ ଭଉଣୀ ମାନେ ଦିନେ ଏମିତି ପାଲଟି ଯାଆନ୍ତି ଯେମିତି କେହି କାହାକୁ ଜାଣି ନାହାନ୍ତି...
@AamaGaonAamaMati
@AamaGaonAamaMati Жыл бұрын
🙏🙏🙏
@diptiranjanbiswal6277
@diptiranjanbiswal6277 4 ай бұрын
ମୋତେ ଲାଗେ ଏଇଟା କେବଳ ଆମ ଘରେ ହୁଏ , କିନ୍ତୁ ସବୁ ଘରେ ଏଇ ଗୋଟିଏ ପରଦା ପଛର କାହାଣୀ ।। 😢
@AamaGaonAamaMati
@AamaGaonAamaMati Жыл бұрын
🙏🙏🙏 ମୋ ହୃଦୟ ର କଥା କୁ ଆପଣ ଅତି ନିଚ୍ଛକ ଭାବରେ ବର୍ଣ୍ଣନା କରିଛନ୍ତି ଆଜ୍ଞା 🙏🙏🙏 ଜୟ ଜଗନ୍ନାଥ 🙏🙏🙏 ଏମିତି ଆହୁରି ଅନେକ କଥା ମଧ୍ୟ ଅଛି ଆମ ଗାଁ ମାଟି ଏବଂ ସହର ମଧ୍ୟରେ 🙏🙏🙏 ପ୍ରଭୁ ଜଗନ୍ନାଥ ଆପଣଙ୍କ ଚଲାପଥ କୁ ସୁଗମ କରନ୍ତୁ 🙏🙏🙏
@sabitaswain5513
@sabitaswain5513 2 жыл бұрын
ପ୍ରକୃତ ରେ ସମାଜ ର ବାସ୍ତବ ଚିତ୍ର ଜୟ ଜଗନ୍ନାଥ ଆଜ୍ଞା🙏🙏🙏
@prasantakhuntia9083
@prasantakhuntia9083 2 жыл бұрын
🙏🙏🙏
@rajnayak5964
@rajnayak5964 2 жыл бұрын
ଠିକ କଥା ଜେ ସବୁ ଭାଇ କଣ ସମାନ ଆଉ ରହିଲା ଗାରେ ଜୋଉ ଭାଇ ଅଛନ୍ତି କଣ ଜମିବାଢି ଥିଲେ ତ ହବ ନା ଜାହାର ନଥିବ ସେ ଭାଇ କଣ କରିବ
@jagannathkrupa9310
@jagannathkrupa9310 2 жыл бұрын
Right
@tapankumarsahoo22
@tapankumarsahoo22 2 жыл бұрын
ଆପଣଙ୍କ ଦୃଷ୍ଟିକୋଣ ଅନନ୍ୟ ଓ ବାସ୍ତବିକ ସହିତ ମନମୁଗ୍ଧକର.. ସତରେ ସମୟ ସବୁ ପରିବର୍ତ୍ତନ କରିଦିଏ...💐❤️😥
@manshacharansee751
@manshacharansee751 7 ай бұрын
Thik kahichanti🙏🏻🙏🏻🙏🏻
@thirdeye9492
@thirdeye9492 2 жыл бұрын
ଧନ୍ୟବାଦ ମହାଶୟ 🙏❤️
@hbrpresent5782
@hbrpresent5782 2 жыл бұрын
ମହାଶୟ,ସୁନ୍ଦର ଉପସ୍ଥାପନା କରିଛନ୍ତି,, ସମାଜ ପାଇଁବହୁତ୍ ବଡ ଉପହାର ପ୍ରଦାନ ଦେଲେ,,,
@janardanjena9928
@janardanjena9928 2 жыл бұрын
ଯଦି ଗାଁ ରେ ଏତେ ସୁବିଧା ସୁଯୋଗ ଅଛି ତେବେ ସହରି ଭାଇଟା ଗାଁ ରେ ଆସି ରହୁ... ବୁଝିଯିବ 🙄🙄
@bibhutipradhan9413
@bibhutipradhan9413 2 жыл бұрын
Right Bhai
@sibaprasadbehera9135
@sibaprasadbehera9135 2 жыл бұрын
Right
@anantaprasad1195
@anantaprasad1195 2 жыл бұрын
Naran time &aaore ruha
@rajkishorsahoo4998
@rajkishorsahoo4998 3 ай бұрын
Rite
@TravelerBk90
@TravelerBk90 2 жыл бұрын
Apana nka pakharu bht kichhi sikhiba ku mile
@sibaprasadbehera9135
@sibaprasadbehera9135 2 жыл бұрын
ଆପଣ ଯାହା କହିଛନ୍ତି, ସବୁ ଶ୍ରେଣୀ ର ଲୋକ ମାନଙ୍କ ପାଇଁ ନୁହେଁ। ଆପଣ କେବଳ ଗାଁ ର ମାଣ ମାଣ ଜମି ଥିବା ଲୋକ ବିଷୟରେ ଆଲୋଚନା କରିଛନ୍ତି। ଆପଣ ଭଲ ଭାବରେ ଅଧ୍ୟୟନ କରି ନାହାନ୍ତି।
@damodarsahoo114
@damodarsahoo114 2 жыл бұрын
ନିଛକ ଅପ୍ରିୟ ସତ୍ୟର ପ୍ରତିପାଦନ ।ଭଗବାନ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ।
@deepakkumarmohanty8171
@deepakkumarmohanty8171 Жыл бұрын
Excellent ଏ୍ସପେରିମେଣ୍ଟ୍
@bnmangaraj5301
@bnmangaraj5301 2 жыл бұрын
ଉଭୟ ଭାଇଙ୍କ ଭାବନା ତ ଠିକ୍ । ସମସ୍ତେ ତ ଅନୁଭବ କରୁଥିବେ । ବାସ୍ତବରେ ସବୁ ଠିକ ନୁହେଁ । ଉଭୟ ଉଭୟକୁ ଅନୁଭବ କରିବା ଦରକାର ।
@prakashchandraacharya119
@prakashchandraacharya119 6 ай бұрын
ରାବଣ କଥା ଯେଉଁ କହିଲେ ସତ କଥା ସାର
@kantarupradhan5294
@kantarupradhan5294 8 ай бұрын
Good remarks in between gaunli bhai & Shari bhai. It is 100% absolutely correct.
@sameersamantaray5908
@sameersamantaray5908 2 жыл бұрын
ଅତି ଚମତ୍କାର ବିଷୟ ବସ୍ତୁ। ଧନ୍ୟଵାଦ ସାର୍।
@DuleswarMotivational
@DuleswarMotivational 2 жыл бұрын
Bahut badhiya video Jay Jagannath 🙏🙏🙏 Jay Maa Samalei 🙏🙏🙏
@harprasadsenapati3945
@harprasadsenapati3945 2 жыл бұрын
Sir janaka bahut sundara katha kahile
@pradipkumarpaikray6958
@pradipkumarpaikray6958 Жыл бұрын
Bahuta badhia ❤
@lidoratha9920
@lidoratha9920 Жыл бұрын
Bahut sundar.
@LISTENBHARAT
@LISTENBHARAT Жыл бұрын
ସାର୍ ନମସ୍କାର। ଆପଣଙ୍କ ବର୍ନନା ଗୋଟିଏ ପ୍ରକାର ଘଟଣାକୁ ନେଇ। ଏମିତି ବି ହେଉଛି କି, ଭାଇ ଭାଇ ମଧ୍ଯରେ ଵୁଝାମଣାର ଅଭାବରୁ ଜେଜେ ବାପା ଅମଳର ଗାଁ ଘର, ଜମିରୁ ବାହାର ଲୋକମାନେ ଫାଇଦା ନେଉଛନ୍ତି ଏବଂ ଜଣେ କିଏ ଚାହିଁଲେ ବି ବିଭିନ୍ନ କାରଣରୁ କିଛି ଵି ସମାଧାନ କରିପାରୁନାହିଁ।
@bnmangaraj5301
@bnmangaraj5301 7 ай бұрын
ଆପଣଙ୍କ କଥା ତ ଠିକ । କିନ୍ତୁ ଉଭୟଙ୍କ ଭାବନା ତ ଏତେଟା ଠିକ ନୁହେଁ । ଭଲ ସଂପର୍କ ପାଇଁ ଉଭୟ ଉଭୟଙ୍କୁ ବୁଝିବା ଜାଣିବା ଦରକାର ।
@bhaiteravlogbala
@bhaiteravlogbala 2 жыл бұрын
ଠିକ୍ କହିଲେ ଆଜ୍ଞା ସହରୀ ଭାଇ ଏମିତି ହିଁ କରନ୍ତି ଉଦାହରଣ ମୋ ବଡ଼ ବାପା ବଡ ମା ଏମିତି ମୋ ବାପାଙ୍କ ସହିତ କରନ୍ତି।
@prasantaray6943
@prasantaray6943 7 ай бұрын
ଜା ହା କହିଲେ ସତ କଥା
@janardanjena9928
@janardanjena9928 2 жыл бұрын
ଉଭୟେ ଭିନ୍ନ ହେଇଗଲେ ଉଭୟ ବୁଝିଯିବେ...
@kichakeswarifilms
@kichakeswarifilms Жыл бұрын
ପ୍ରଣାମ ସାର ଏତେ ସୁନ୍ଦର
@kshirodchoudhury86
@kshirodchoudhury86 Жыл бұрын
আপনি একদম ঠিক কথা বোলছেন আর বলার শৈলি টা কি সুন্দর!!! বাস্তব অভিজ্ঞতা থেকে বোলছেন।
@niranjannayak5903
@niranjannayak5903 8 ай бұрын
Jane Anubhabira ...kathha . True fact.
@jitendrapradhan7655
@jitendrapradhan7655 8 ай бұрын
Jay Jagannath 🙏🙏🌹🙏🙏
@subhrantakumarrath5933
@subhrantakumarrath5933 Жыл бұрын
ଗାଁରେ ରହୁଥିବା ଭାଇ ରୋଗଗ୍ରସ୍ତ ପିତାମାତାଙ୍କ ସେବା କରି ଶିକ୍ଷିତ ହୋଇ ମଧ୍ୟ ବେକାର ହୋଇ ଅଳ୍ପ ଜମି ବାଡ଼ି ଥାଇ ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି, ସେହି କ୍ଷେତ୍ରରେ ସହରୀ ଭାଇ ଖାଇ ଖାଇ ଆରାମରେ ଅଛି ଓ ଭାଇତ ଦୂରର କଥା ବାପ ମା ଙ୍କୁ ବି ପଚାରେ ନା ସେ ବିଷୟରେ କାହିଁକି ଆଲୋଚନା କଲେନାହିଁ ତ ?
@manoranjan8331
@manoranjan8331 2 жыл бұрын
Laguchi apana nija goan bhai katha kahuchi
@jitu2023
@jitu2023 2 жыл бұрын
Apana samasta katha bahut sundar bhabe barnana karuchanti. Bahut dhanyabad!
@Toon_Town2020
@Toon_Town2020 10 ай бұрын
ପ୍ରଣାମ ଆପଣଙ୍କୁ ଆଉ ଆପଣଙ୍କ ବିଚାର କୁ କୋଟି କୋଟି ପ୍ରଣାମ
@ashiskumarjena8687
@ashiskumarjena8687 2 жыл бұрын
Apan ju katha ti kahile .bahi jadi sangre thiba ta hele dunia har maniba ta agare
@sachitradas6257
@sachitradas6257 2 жыл бұрын
Bahut sundar laguchi upastapana ❤️
@anantasbco6790
@anantasbco6790 Жыл бұрын
Really nice episosde
@pratimabarik1150
@pratimabarik1150 2 жыл бұрын
ନାଇଁ ସାର୍ ଆପଣ ବଡ଼ବଡ଼ିଆ କଥା କହୁଛନ୍ତି
@binodinimishra4976
@binodinimishra4976 2 жыл бұрын
Gaon ra vai kharcha kala,kichhi paila,sahari vai ra helping hand ku ichha nahin,tebe paiba kemiti ?? So gaon vai is always Satya . Apananka description style is always good 🙏🏽
@pratimabarik1150
@pratimabarik1150 2 жыл бұрын
ସବୁ ଭାଇ ସମାନ ନୁହଁ
@bnroul
@bnroul Жыл бұрын
ଏ ଦୁନିଆଟା ବଡ଼ ସ୍ଵାର୍ଥପର ଏଠି କେହି ନୁହନ୍ତି କାହାର , ଲୁହା ବଦଳାଏ ଲୁହାର ଆକ୍ରୁତି ପକାଇ ନିର୍ଘାତ ପାହାର , କାଠ କରିଦିଏ କାଠକୁ ଦିଖଣ୍ଡ କୁରାଢି ପଛରେ ରହିକି , ନିଜ ଲୋକ ଏଠି ଧୋକା ଦେଇଥାଏ ମିଛ ମିଠାକଥା କହିକି ?? ତେଣୁ ଆପଣ ଯାହାସବୁ କହିଲେ ତାହା ଅପ୍ରିୟ ସତ୍ୟ କଥା , ଜୟେ ଜଗନ୍ନାଥ
@janardanjena9928
@janardanjena9928 2 жыл бұрын
ଆପଣ ଯେହେତୁ ସହରରେ ରହିଲେ | ତେଣୁ ଆପଣ ବହୁତ ସମୟ ଧରି ସହର ଭାଇର ସପକ୍ଷରେ ବେଶୀ କହୁଛନ୍ତି, this is not fair... Sir,
@zanil993
@zanil993 2 жыл бұрын
Sahari bhai always problem re thae ame gaon re achhu ame khusi achhu gaon always best sahari bhai satare gariba mo dada khudi sahara re rahi problem re achhanti sabu kinibaku paduchi ame sabu free re pauchhu
@trilochanbharati7625
@trilochanbharati7625 8 ай бұрын
Se share re bhala ghara Karachi ta pila English medium school re padhuchhanti tathapi bhari kastare achhi. Gaan re rahi arata bhari bhala re achhi. Ye sabu HeLa ye sabu Sahara re rahuthiba lokanka pentara baji. Ye mahasaya bi bodhe ta bahai sange yemiti karanti.
@chandanamishra8006
@chandanamishra8006 2 жыл бұрын
Very true.Real experience of our life.
@santoshsatapathy4249
@santoshsatapathy4249 2 жыл бұрын
ଭିତିରି କଥା ନୁହେଁ ଗହନ ଭିତିରି କଥା ସୂର୍ଯ୍ୟ ଚନ୍ଦ୍ର ପରି ନିରାଟ ସତ୍ୟ
@NishikantaBirbar-li4jq
@NishikantaBirbar-li4jq Жыл бұрын
💯 💯💯💯💯💯 👍
@satyadurga1267
@satyadurga1267 2 жыл бұрын
Jayjagannath 🙏🙏🙏🙏
@binodsahoo3374
@binodsahoo3374 2 жыл бұрын
👏👏
@diptimayeesingh6284
@diptimayeesingh6284 2 жыл бұрын
Pranam sir 🙏🙏♥️ really think sir
@satyanandamishra3107
@satyanandamishra3107 2 жыл бұрын
True fact. Very excellent expression.
@ratikantatripathy4662
@ratikantatripathy4662 2 жыл бұрын
Very realistic. I completely agree with your typical presentation !!
@jatinkumarbarik9574
@jatinkumarbarik9574 7 ай бұрын
100 ରୁ 100% ସତ୍ୟ
@tukunasahu9999
@tukunasahu9999 2 жыл бұрын
Bilkul sahi baat hai sir 🙏🙏🙏
@pt.nigamanandapanda5850
@pt.nigamanandapanda5850 2 жыл бұрын
ମୁଁ ଭାବୁଛି ଶ୍ରୀଯୁକ୍ତ ନାରୟଣ ମିଶ୍ରଙ୍କର ଗ୍ରାମ୍ୟ ଅନୁଭୂତି ଠିକି ରୂପେ ହୋଇ ନାହିଁ ବୋଲି. ଗାଁ ରେ ଇଲେକ୍ଟ୍ରି ଫିକେସନ ଅନ୍ୟାନ ସୁବିଧା ସୁଯୋଗ ପାଇଁ ଖର୍ଚ ରୋଜକାର ର କେତେ ପର୍ଥ୍ୟକ ର ଅନୁଭୂତି ଜ୍ଞାନ ର ଅଭାବ ଅଛି. ଚାଷ ବାଷ ଫଳ ଫସଲ ର ଆୟ ବେୟ ହିସାବ ଅଟକାଳ ନାହିଁ. ହଜାର ହଜାର ହେକ୍ଟର ଜମି ପଡି ପଡୁଛି. ସାର ଦାମ 40/ ତୋ ଚାଉଳ ଦାମ 15/ ସାଧାରଣ ମଜୁରୀ 350/ଯେଉଁଠି ପାଇଁ ଗରମ ର ଶ୍ରମିକ ମାନେ ସହରାଭି ମୁଖି ଗ୍ରାମ ରେ ଶ୍ରମିକ ମିଳୁ ନାହାନ୍ତି. କହିବ ଭାରି ସହଜ. ସହାରୀ ଭାଇ ରାମ ର ଥିବ ଭାଇ କୂ ଯେଉଁ ଶତ୍ରୁ ଭାବରେ ଦେଖୁଛି ବାହାର ଲୋକ ଏତେ ଶତ୍ରୁତା କରି ପାରିବେ ନାହିଁ.
@sibaprasadbehera9135
@sibaprasadbehera9135 2 жыл бұрын
ମୁଁ ଆପଣଙ୍କ କଥାରେ ଏକମତ
@sudhakarm6335
@sudhakarm6335 2 жыл бұрын
The true and real picture🖼️ of a Rural life and a City life. And real and most common story of brothers... Thank you Sir. A Nice Presentation... 👌💯❤❤❤🇮🇳🇮🇳🇮🇳🙏
@rh.pradhan4143
@rh.pradhan4143 2 жыл бұрын
Thank you
@bishnupriyadas431
@bishnupriyadas431 2 жыл бұрын
ସାର, ନମସ୍କାର ।ଆପଣଙ୍କ ବିଷୟବସ୍ତୁ ଉପରେ ଯେଉଁ ଆଲୋଚନା କରିଛନ୍ତି ତାହା100% ଠିକ ।ସମ୍ପର୍କ ସବୁ ସମ୍ବେଦନଶୀଳତା ଓ ପାରସ୍ପରିକ ବୁଝାମଣା ଉପରେ ନିର୍ଭର କରେ । ଆପଣ ଯେଉଁ ଦିଗଦର୍ଶନ ଦେଇଛନ୍ତି ତାହା ପାଳନ କରିବା ସମ୍ଭବ । ମନକୁ ପ୍ରେମମୟ ଓ ବିଶାଳ କରିବାକୁ ପଡ଼ିବ । ସମ୍ପର୍କକୁ ସୁନ୍ଦର ନ କଲେ ଜୀବନ ସରସ ହେବନି ।
@rakeshkumarswain1993
@rakeshkumarswain1993 7 ай бұрын
ଆଜିର ସହରବାସୀ ଭାଇମାନେ ସବୁ ଜାଣୁଇଛନ୍ତି ଏବଂ ପୂର୍ବ କଥା ବି ମନେ ରଖିଛନ୍ତି... ହେଲେ କିଛି ଦୋମୁହାଁ ଲୋକଙ୍କ କଥାରେ ପଡି ଭାଇପ୍ରତି ମନରେ ଆକ୍ରୋଶ ଏବଂ ଗାଁ ପ୍ରତି ମମତା ବି କମୁଚି... ଭଗବାନ ଆମକୁ ଶ୍ରେଷ୍ଠ ପ୍ରାଣୀ ଏଥି ପାଇଁ କରିଛନ୍ତି କି ଆମେ ଭଗବତ ଚିନ୍ତାରେ ରହି ଦୁନିଆରେ ସୁସମ୍ପର୍କ ସ୍ଥାପନା କରିବା ହେଲେ ଏ କଳୁଷିତ ଚକ୍ଷୁ କୁ ସେସବୁ ଦିଶୁନି.. 🙏
@prasannakumarkunda9725
@prasannakumarkunda9725 2 жыл бұрын
🙏🏻🙏🏻🙏🏻 Namaskar.Apananka vichara
@purnasahu8638
@purnasahu8638 Жыл бұрын
ସତ କଥା କହି କହିଛନ୍ତି
@bimalmishra3240
@bimalmishra3240 2 жыл бұрын
Very good advice. Thank u
@pratimabarik1150
@pratimabarik1150 2 жыл бұрын
ଗରିବ ଭାଇଟିଏ ତାର ଗରିବ ଭାଇଟିଏ କୁ ବହୁ ଆଦର କରିଥାଏ
@debendrakumarsahu3295
@debendrakumarsahu3295 2 жыл бұрын
Nirata Satya katha
@gnyanranjandas2957
@gnyanranjandas2957 2 жыл бұрын
କେତେକାଂଶରେ ଠିକ୍ ।,ଜୟ ଜଗନ୍ନାଥ।
@deodiapuaa2510
@deodiapuaa2510 2 жыл бұрын
Sir kahi le sansar katha. Gannru mu achhi mu gotiye sata katha kahuchi gann ra Pani paban ki madhur kete sneha mamta mu Khushi auu garbita.kintu Peta re dana nathile bi hasi hasi banchi ba sikhi chhu kintu apan Jo barnan kari kahile gann ra loke dhani kouu drusthi kahile bilkul bhula. Pani bhita re je phasila se janiba gabhira kete. Hann 💯 ru 20 kimba 30 lokanku sabu kichi lokanku sabu subhidha thaye. Apana Jo duhenn duee janku Jani bujhiba thik katha jaha phala re purba bhali bharatar sanskar sanskruta sneha mamta rahiba
@lulululu6585
@lulululu6585 2 жыл бұрын
ଆପଣଙ୍କ କଥା ୧୦୦% ଠିକ ନୁହେଁ ,ଶହରି ଭାଇ ଗାଁ ଋ ଆଶିଚି ସହରରେ କ'ଣ ପାଇଁ ଘର କରୁଥିଲେ
@biswajithota2524
@biswajithota2524 2 жыл бұрын
Nirat Satya katha🙏
@rakeshkumarnayak957
@rakeshkumarnayak957 2 жыл бұрын
Absolute correct sir
@sasmitasingh214
@sasmitasingh214 8 ай бұрын
Right
@yesbasanta
@yesbasanta 2 жыл бұрын
ଗାଁ ରେ ଆଶ ରୁହ ଜାଣିବ
@shibuchanda6772
@shibuchanda6772 8 ай бұрын
Right answer
@theprime4196
@theprime4196 2 жыл бұрын
Mu ନିଷ୍ପତି ନେଇଛି ସିରଙ୍କ ପାଖକୁ ଯିବି ।
@tapankumarsahoo22
@tapankumarsahoo22 2 жыл бұрын
Your outlook is unique and veritable with captivating,really time changes all..💐❤️😥
@harprasadsenapati3945
@harprasadsenapati3945 2 жыл бұрын
Bhai mane ye katha suni bhala bhala comments lekhi pathantu kai anya kathare bhala lekhucha yethar kan lekha
@manoranjan8331
@manoranjan8331 2 жыл бұрын
Sahara bhai ku tike kuha thare jai chasa karu. Ta pare janiba
@sushilsima1456
@sushilsima1456 2 жыл бұрын
Khod Narayan sir ba tankar sampurna jeeban ta Sahar re biteichhanti tenu nija katha ku bhinna dhanga re upspatana karichhanti ...kintu sir jou udaharan deichhanti taha gote arthik sttti smpan gaon bhai ra kintu jahar kichhi na thiba se Kan kariba?????
@dillipswain3157
@dillipswain3157 2 жыл бұрын
Jadi gnare Sabu achhi jse bhai saharare kanhi rahuchi
@durgamishra870
@durgamishra870 Ай бұрын
Sahari bhaiku runa karibaku kiese kahithila
@titasgai7694
@titasgai7694 2 жыл бұрын
Thank you...
@suryamanisahu9604
@suryamanisahu9604 2 жыл бұрын
This chapter re 80℅thick..
@swarna.official
@swarna.official 2 жыл бұрын
Thik katha
@satyanandasahoo3710
@satyanandasahoo3710 7 ай бұрын
Realdtory
@krushna123
@krushna123 2 жыл бұрын
Apankara bachana Satya heu
@avenue9325
@avenue9325 2 жыл бұрын
sir;pranam
@bijayakumarMaharana-t9i
@bijayakumarMaharana-t9i 7 ай бұрын
U r rt🙏 ପାପ କମାଇ ମେଡିକାଲ ରେ ଖର୍ଚ୍ଚ ହୁଏ
@saraswatiandamritcreations9448
@saraswatiandamritcreations9448 2 жыл бұрын
AAPANA EKDAM. SATA. KATHA. KAHU CHHANTI. SIR . NIRATA. SATYA. KATHA . EHA. SABU. AAMA SANGARE THILA. AAU. GHATU CHHI SETHI. LAGI. BAHUTA. DUKHA. LAGE 🙏
@hrudanandamishra3383
@hrudanandamishra3383 2 жыл бұрын
Live town and live in village and start agriculture.
@tapankhuntia4127
@tapankhuntia4127 2 жыл бұрын
ଭାଇ
@osouonlineliveclass2661
@osouonlineliveclass2661 2 жыл бұрын
Great sir
@pradippanda3416
@pradippanda3416 7 ай бұрын
Nirata satya, kintu adhikansa Khetra re nuhe , sahanasilata ra ghor avaba
@pujaranibiswal
@pujaranibiswal 2 жыл бұрын
👌👌👌
@bharatkumarswain5766
@bharatkumarswain5766 2 жыл бұрын
YOU are ୧୦୦ percent right
@desiboygolubapa
@desiboygolubapa 2 жыл бұрын
🙏🙏🙏
@deepakkar7551
@deepakkar7551 2 жыл бұрын
Mo gaan aji Saharasahara basuche.
@alexlenka2466
@alexlenka2466 2 жыл бұрын
Right sir
@biswajithota2524
@biswajithota2524 2 жыл бұрын
Bhaiku dele sabu gumara kholi jiba.
@nityanandamohanty6775
@nityanandamohanty6775 2 жыл бұрын
ଏହାର ସମାଧାନ ବଞ୍ଚିବା ପାଇଁ ମନକୁ ବୁଝାନ୍ତୁ
@Basababucreation
@Basababucreation 2 жыл бұрын
👌👌👌👌💞💞💞💞👍👍
@antaryamimohapatra6635
@antaryamimohapatra6635 Жыл бұрын
Sundara katha
@sarojsagarsarangi8810
@sarojsagarsarangi8810 2 жыл бұрын
Samste sahra re rahibaku bhal pauchnti Gn re bhai kemiti rahuchi kie pachare
@avenue9325
@avenue9325 2 жыл бұрын
sahara re kukura maranaa...
@baikunthabehera3971
@baikunthabehera3971 2 жыл бұрын
Oh babu pranham nebe
@rockyrocky8981
@rockyrocky8981 Жыл бұрын
Village life aagaru Jemiti Thila Semiti Nahi
କର୍ମ | Bhitiri Katha 106 | Narayan Mishra | Odisha 365
27:14
It’s all not real
00:15
V.A. show / Магика
Рет қаралды 20 МЛН
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
KATHA KATHARE  lll  Special Interaction with  Manjubala Das  Baisnaba Charan Mohanty
35:20
Ashaprdeep Newspaper ap news tv
Рет қаралды 2,1 М.
It’s all not real
00:15
V.A. show / Магика
Рет қаралды 20 МЛН