ହାତରେ ମଧ୍ୟାହ୍ନ ଭୋଜନ ଥାଳି,ଜିଲ୍ଲାପାଳଙ୍କ ସାମ୍ନାରେ ବିଧାୟକ, ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଆଣିଲେ ଅଭିଯୋଗ

  Рет қаралды 556,640

Reporters Today

Reporters Today

Күн бұрын

Пікірлер: 421
@balarajbirtia9062
@balarajbirtia9062 2 ай бұрын
5.90 ରେ ବହୁତ୍ ବଢିଆ ଖାଦ୍ୟ କେଉଁଠୁ ମିଳିବ? ଅନ୍ଧ ଯୁବକ ମାନେ ସରକାର ଙ୍କୁ ପଚାରନ୍ତୁ।
@bipinbiharikisan
@bipinbiharikisan 3 ай бұрын
କିଛି ହେଇନି, ମଧ୍ୟାହ୍ନ ଭଜନ ପାଇଁ ସରକାର କେତେ ଟଙ୍କା ଦେଉଛି ଯେ ଭଲ ଖାଦ୍ୟ ମିଳିବ ।ଯାହାର ଅଭିଯୋଗ ଅଛି ନିଜେ ଯାଇକି ଦିନେ ଦିନେ ମଧ୍ୟାହ୍ନ ଭଜନ ପରିଚାଳନା କରନ୍ତୁ ଜାଣି ପାରିବେ ଟ. 5.90 ପଇସା ରେ କେମିତି ପ୍ରସ୍ତୁତ ହେବ ।
@prakashkumarjena.babusan.n3760
@prakashkumarjena.babusan.n3760 3 ай бұрын
ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଛନ୍ତି.....
@kshetrabasidas9682
@kshetrabasidas9682 3 ай бұрын
💯👌👍😀😆
@abhayakumar2129
@abhayakumar2129 3 ай бұрын
ଯଦି school re 50 students thanti 50.5.90=295 295 re bhala meal 50 jananka painee heba
@susanttripathy7086
@susanttripathy7086 3 ай бұрын
Bhai u r strong in math .😮 But why u can not understand they shows 90% present in school. But in real only 40 to 50 % present all time . Everybody knows it
@kailashsoy462
@kailashsoy462 3 ай бұрын
​@@abhayakumar2129ho bro bapa b gote maso nijo hatori kichi dionti au bohut adjust koribaku pode
@bimalnaik3128
@bimalnaik3128 3 ай бұрын
ହଇହୋ ପାଠୁଆ କଲେକ୍ଟର ବିଧାୟକ ବାବୁ ମାନେ କେବେ ୫ଟଙ୍କା ୯୦ପଇସାରେ ଭୋଜନ ମିଳେ ।ଯଦି ମିଳେ ତମର ପୁଅଝିଅ ଖାଇବେ ତ ?
@PkDasia-r2i
@PkDasia-r2i 3 ай бұрын
Right 👍
@binayakmajhi7055
@binayakmajhi7055 3 ай бұрын
Right
@Supreme25288
@Supreme25288 3 ай бұрын
Right
@bhaskargouda6311
@bhaskargouda6311 2 ай бұрын
Right
@Pratap9988
@Pratap9988 Ай бұрын
Right ❤❤❤❤
@JashodaMahananda-pe1ut
@JashodaMahananda-pe1ut 3 ай бұрын
5.90 ରେ କେମିତି ଖାଦ୍ୟ ଦିଆଯିବ,ଆପଣ ମାନେ ନିଜେ ବିଚାର କରନ୍ତୁ ମହାଶୟ,
@romanticsongs-z4d
@romanticsongs-z4d 3 ай бұрын
Right
@susanttripathy7086
@susanttripathy7086 3 ай бұрын
Instead of 100 students they shows 150 students present everybody knows it .
@simanchalpatro5929
@simanchalpatro5929 3 ай бұрын
abasikha school
@saktisethy9204
@saktisethy9204 3 ай бұрын
​@@susanttripathy7086ଆପଣଙ୍କ side ରେ school ମାନେ ଏମିତି କରୁଛନ୍ତି ତା ହେଲେ 😮😮😮😮
@tribenipatra3213
@tribenipatra3213 3 ай бұрын
Hastel diajibo agya se hostel vitarata bi dekheile tame dekhiparilaniki .no khaiki hostel chhua school jibeki
@ashish87k
@ashish87k 3 ай бұрын
ମୁ ଜେତକି ଜାଣିଛି, ସରକାରଙ୍କ ହିସାବରେ ପିଲା ପ୍ରତି ବହୁତ କମ ଖର୍ଚ୍ଚ ହୁଏ ଖାଇବାର, ସେଠି ମାଷ୍ଟର ମାନଙ୍କର ଭୁଲ ନାହିଁ , ଆପଣ ବର୍ତ୍ତମାନ ର ବିଧାୟକ ହିସାବରେ ଉଠାନ୍ତୁ ସରକାରଙ୍କ ପାଖରେ , ତେବେ ପିଲା ଉଚିତ ଖାଇବା ପାଇବେ । ଗୋଟିଏ ସରକାର ର କାମ ହେଲା, ଗରିବ ଲୁକଙ୍କର ଖାଇବା ରହିବା ସ୍ବାସ୍ତଂ, ଆଉ ପାଠ ପଢା
@debendrapanda61
@debendrapanda61 3 ай бұрын
ପିଲା ପ୍ରତି 5.90 ନେଇ ଜାଳ ସ ଉଦା କିଣି ବିଧାୟକ ଦିନେ ସ୍କୁଲରେ ରାନ୍ଧିକି ଦିଅନ୍ତୁ।ଜାଣିପାରିବେ।
@bollywoodgossip123
@bollywoodgossip123 Ай бұрын
Khali ta tichar manka darama badhela khaiba pai Paisa kuadu asiba
@rabindranathjena6052
@rabindranathjena6052 3 ай бұрын
ଭାରି ବଡ଼କାମ ଟେ କରିଦେଲେ ବିଧାୟକ ବାବୁ l ଏଇ ଖାଇବା ଚକ୍କର ରେ ସ୍କୁଲରେ ପାଠପଢ଼ା ଶୂନ l ଯାଅ ସେଇମାନଙ୍କୁ ଧର, ଯେଉଁମାନେ ଚବିଶ ବର୍ଷ କଲା ରାଜ୍ୟକୁ ଖୋଳ କରିଦେଲେ ! ମାଷ୍ଟର ମାନଙ୍କ ଉପରେ କି ବାହାଦୁରୀ ??
@dixitpattanaik131
@dixitpattanaik131 3 ай бұрын
ପିଲା ମାନଙ୍କ ଅସୁବିଧା ହେଲେ ସାର୍ ମାନଙ୍କ କୁହାଯାଏ |
@jamesrinku1995
@jamesrinku1995 3 ай бұрын
ବିଧାୟକ ମହାଶୟ ଗୋଟେ ପିଲା ପିଛା ସରକାର କେତେ ଟଙ୍କା ଦେଉଛନ୍ତି ଆଉ ଶିକ୍ଷକ ମହାଶୟ ମାନେ କେମିତି ଦେଉଛନ୍ତି ଟିକେ ପଚାରିବେ।
@susantakumarsenapati9752
@susantakumarsenapati9752 3 ай бұрын
​@zxxvtry3😂😂😂😂😂
@baidyanathdehury6939
@baidyanathdehury6939 3 ай бұрын
​@@zxxvtry345hmm re baba
@bhaskargouda6311
@bhaskargouda6311 2 ай бұрын
ବିଧାୟକ ଙ୍କ ପୁଅ 5.90ରେ ଭାତ୍ ତରକାରୀ ଖାଉଛି ତେଣୁ ପ୍ରଶ୍ନ କରୁଛି
@basudebapradhan3828
@basudebapradhan3828 2 ай бұрын
Vidhayak Sir Apanaku Dhanyawad
@TapanPatra-k9v
@TapanPatra-k9v 3 ай бұрын
ଡାଲି ଆଉ ଆଳୁ କିଲୋ କେତେ ହେଲାଣି ଜାଣି ପରୁନକି ତ ପୁଅ ଝିଅ କେବେ ୫.୯୦ ଟଙ୍କା ରେ କେବେ ଖାଇ ଥିଲେ ,ଅମନ ଙ୍କ ସହ ନ ଲାଗି ସରକାର କୁ ଏହାର ବୋଜେଟ ବଡେଇ ବାକୁ କୁହ ଶଳା ମୂର୍ଖ
@abhimanyunayak4246
@abhimanyunayak4246 3 ай бұрын
ମନ୍ତ୍ରୀ ମହାଶୟ ପିଲାଙ୍କ ମାଧ୍ୟ୍ୟର୍ଣ ଭୋଜନ ଦର କେତେ ଟଙ୍କା କରିଛନ୍ତି ଏହା ଛତୁଆ ଦେଲା ଭଳି ଏହା ପରିବର୍ତନ କରି ପିଲାମାନଙ୍କ ବେଙ୍କ ଖାତା ଟଙ୍କା ମିଳନ୍ତା ପିଲାମାନଙ୍କ ଭବିଷ୍ୟତ ରେ କାମ ଆସନ୍ତା
@laxmidharmuduli8424
@laxmidharmuduli8424 3 ай бұрын
ଧନ୍ୟ ବିଧାୟକ ଧନ୍ୟ ଜିଲ୍ଲାପାଳ ପ୍ରାଇମେରୀ 50 ପିଲା u p 50 pila nka pain kete ପଇସା ସରକାର ଦେଉଛନ୍ତି କେତେ ଖର୍ଚ୍ଚ ହେଉଛି। ହିସାବ କରନ୍ତୁ।ଅଣ୍ଡା ଦର 7ତାଙ୍କ ସେଦିନର ଟିକେ ହିସାବ କର। ଗ୍ୟାସ 100 ପିଲାଙ୍କ ପାଇଁ ରୋଷେଇ ରେ 6 ଦିନ ଯାଏ।ପାରିବ ଦର କେତେ।e ସବୁକୁ ବିଚାର କର। assembly re କଥାଟା ଉଠାଯାଉ।ଶିକ୍ଷକ ଉପରେ ଷଣ୍ଢ ଦେଖାଇଲେ କଣ ହେବା।
@RakeshSahoo-l6o
@RakeshSahoo-l6o 3 ай бұрын
ତୁମକୁ ଲାଜ ଲାଗୁନି 5 ଟଙ୍କାରେ ଚା ଗୋଟେ କଫ ମିଳୁନି ଚା ଗୋଟେ କଫ କୁ 7 ଟଙ୍କା ହେଲାଣି ଆଉ ତୁମକୁ 5 ଟଙ୍କାରେ ମିଲ ଗୋଟେ ଥାଳି ମିଳିବ ଏଇଟା ତୁମକୁ ସମ୍ଭବ ଲାଗୁଛି
@Bhagya7683
@Bhagya7683 3 ай бұрын
ଅସମ୍ଭବ ଯଦି ଲାଗୁଚି ତା ମାନେ ଆପଣ କହିବାକୁ ଚାହୁଁଛ ଯେ ଖରାପ ଖାଦ୍ୟ ଖାଇ କି ପିଲା ମାନେ ଦେହ ଖରାପ କରନ୍ତୁ କୁଆଡୁ ଆସୁଛ ବେ ରାଜନୀତି ବାଲା
@akcreation304
@akcreation304 2 ай бұрын
ଆରେ ଭାଇ ଯୋଉ ବିଧାୟକ ଏହି ବିଷୟରେ ଚର୍ଚ୍ଚା କରୁଥିଲେ ସେମାନେ ବିଧାନ ସଭାରେ ଏହି ବିଷୟରେ ଆଲୋଚନା କର ଆଉ୫ଟକା ରେ କିଭଳି ଖାଦ୍ୟ ମିଳିବ
@patitakumarchoudhury9855
@patitakumarchoudhury9855 3 ай бұрын
ମୂର୍ଖ ବିଧାୟକ ଗୋଟିଏ ପିଲାକୁ 60 ଗ୍ରାମ ଡାଲି ଦରକାର ଯାହାର ଦାମ ଆଜିକା ଡେଟ ରେ 9-60 ପଇସା, ଶଳା ତମ ସରକାର 5-90 ପଇସା ଦେଉଛି, ମାଷ୍ଟ୍ର ଘରୁ ଆଣି ଡାଲି ଦବ?
@DibyaKumar-oo1ww
@DibyaKumar-oo1ww 3 ай бұрын
5.90ପଇସା ଦେଇ ଶିକ୍ଷକମାନଙ୍କୁ ଅପମାନିତ କରନ୍ତୁ ନାହିଁ।
@LaxmipriyaBehera-wu3oz
@LaxmipriyaBehera-wu3oz 7 сағат бұрын
Thank u sir.god bless u
@parameswarmahanta-rv5or
@parameswarmahanta-rv5or 3 ай бұрын
ଆରେ ଭାଇ ଆପଣ 5.90ରେ ଏକ ସପ୍ତାହ mdm ଚଳାଇ ଦେଖୁ ନାହାଁନ୍ତି କାହିଁକି ତା ପରେ ପ୍ରଶ୍ନ କରିବେ
@narayanbiswal3206
@narayanbiswal3206 3 ай бұрын
ସରକାର ପ୍ରତି ବିଦ୍ୟାଳୟ ନିକଟରେ ଆହାର କେନ୍ଦ୍ର ଚଳାନ୍ତୁ। ଶିକ୍ଷକଙ୍କୁ ପଢ଼ାଇବା କାର୍ଯ୍ୟରେ ସହଯୋଗ କରନ୍ତୁ ।
@b9gi6
@b9gi6 3 ай бұрын
Val huanta
@narayanbiswal3206
@narayanbiswal3206 3 ай бұрын
ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ହେଉ।
@lingarajmurmu9121
@lingarajmurmu9121 3 ай бұрын
Ta bapà deba
@mahabirtudu1449
@mahabirtudu1449 3 ай бұрын
Kahin kin band habo sir re
@jamesbondpadal3664
@jamesbondpadal3664 3 ай бұрын
Chor magya tui deuchu kire
@ajitakumarsahoo9458
@ajitakumarsahoo9458 3 ай бұрын
ବିଧାୟକ ବରା ଗୋଟାକୁ ପାଞ୍ଚ ଟଙ୍କା ମିଲ୍ସ କେତେ ଟଙ୍କା ???
@TheWarriorRule
@TheWarriorRule 3 ай бұрын
ପ୍ରାଇମେରୀ ପିଲା -5.90 ଏବଂ upper primary -8.80 ପଇସା govt ଦଉଛି। ଭଲ ଖାଇବାକୁ କେମିତି ମିଳିବ। ଧନ୍ୟବାଦ୍ mla sir ଙ୍କୁ ସତ୍ୟ ଦେଖାଇଥିବାରୁ। ଗରିବଙ୍କ ଟିକସ ପଇସାକୁ ଲକ୍ଷ୍ ଲକ୍ଷ ଦରମା ନେଲ, ହେଲିକପ୍ଟର ରେ ବୁଲିଲ, ପ୍ରଚାର ରେ ଖର୍ଚ୍ଚ କଲ।
@ashoksahoo8150
@ashoksahoo8150 3 ай бұрын
ବିଧାୟକ ମୋହଦୟ mead day meal ର ମୂଲ୍ୟ ବଢାଇବା ପାଇଁ ବିଧାନ ସଭାରେ ପ୍ରଶ୍ନ କରନ୍ତୁ।କଲେକ୍ଟର କଣ ତାଙ୍କ ଦରମାରୁ meal ର୍ ମାନ ବଢ଼ାଇବେ।ନେତା ମନ୍ତ୍ରୀ ଘରେ କୁକୁରର ଗୋଟେ meal ଠାରୁ ଆମ ପିଲାଙ୍କୁ ତାର 10 ଭାଗର କମ ଦାମ ଦିଆଯାଉଛି ।କଣ ନା ସୁସମ୍ ଖାଦ୍ୟ ଦେଉଛନ୍ତି ଛାତ୍ର ଛାତ୍ରୀଙ୍କୁ।ଏମଏଲେ ଭାଇ ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରାନ୍ତୁ ।
@b9gi6
@b9gi6 3 ай бұрын
Govt t...seia chanhuchhi
@chandankumardhal8192
@chandankumardhal8192 3 ай бұрын
ବିଧାୟକ ବାବୁ ୫.୯୦ ପଇସା ରେ ଦିନେ ପିଲାଙ୍କୁ ରାନ୍ଧିକି ଦିଅନ୍ତୁ
@rabimohanty112
@rabimohanty112 3 ай бұрын
ଧନ୍ୟ ବଡ଼ ଲୋକପ୍ରତନିଧି. ଏ. ଏହିପରି ବୁଲନ୍ତୁ. ଚୋର ସରକାରୀ ଚାକିରିଆଙ୍କ କାର୍ଯ୍ୟ କଳାପ ଜନସାଧାରଙ୍କୁ ଜଣାନ୍ତୁ. ଏପର୍କ ଠକେଇ ବନ୍ଦ କରନ୍ତୁ.
@user-zh6ir5im6c
@user-zh6ir5im6c 3 ай бұрын
5.90 ରେ ଫାଇଭ ଷ୍ଟାର୍ ଖାଦ୍ୟ ମିଳିବ ବୋଲି ବିଧାୟକ ଭାବୁଛନ୍ତି ବୋଧେ
@KrishChetty-gv3kc
@KrishChetty-gv3kc 2 ай бұрын
Dhanyabad bhai
@ashokkumarpal596
@ashokkumarpal596 3 ай бұрын
ନୁଆଁ ନୁଆଁ ବିଧ୍ୟାୟକ ହେଇଛନ୍ତି ମିଡ଼ିଆ ନଜର ରେ ତ ରହିବାକୁ ପଡିବ .
@akshayakumarbadaseth5088
@akshayakumarbadaseth5088 Ай бұрын
MLA SIR Good job, Thank you
@pradeepmajhi8674
@pradeepmajhi8674 29 күн бұрын
ଶିକ୍ଷକ ମାନ୍ କର ଛୁଆମାନଙ୍କୁ ପହେଲ ଖାଇବାକୁ ଦିଆଯାଉ
@sashibhusanmohapatra5976
@sashibhusanmohapatra5976 3 ай бұрын
ବିଧାୟକ ମହାଶୟ ଡାଲି କିଲୋ 18o ଟଙ୍କା,,ପିଲା ମିଲି ପାଇଁ କେତେ ଟଙ୍କା ଦେଉଛନ୍ତି କୁହନ୍ତୁ ta
@kesuhantal347
@kesuhantal347 3 ай бұрын
ମୁଶ୍ରୀ ଡାଲି = ୮୫, ମୁଗଡାଳି = ୧୨୦ , କାନ୍ଦୁଳଡଳି = ୧୭୦
@Nanakebhalusena
@Nanakebhalusena 3 ай бұрын
ବହୁତ ବଢିଆ ସାନ ଭାଇ ପବିତ୍ର ସାଉନ୍ତା । ଏମିତି ହିଁ ଆଗକୁ ମାଡ଼ି ଚାଲ, ଏମିତି ହିଁ ଅନ୍ୟାୟ ବିରୋଧରେ ତାହାର ପ୍ରତିବାଦ କର‌। ଜୟ କଂଗ୍ରେସ। 2029 ରେ କେବଳ କଂଗ୍ରେସ ସରକାର ଆସୁଅଛି ଆମ ଓଡ଼ିଶାରେ। wait and see.... ଆମ ଓଡ଼ିଶା କୁ ଦରକାର କେବଳ କଂଗ୍ରେସ ସରକାର।ଜୟ ସମ୍ବିଧାନ। ରାହୁଲ ଗାନ୍ଧୀ ଜିନ୍ଦାବାଦ। ତାରାପ୍ରସାଦ ବାହିନୀପତି ଜିନ୍ଦାବାଦ। ପବିତ୍ର ସାଉନ୍ତା ଜିନ୍ଦାବାଦ। #ନାନାକେଭାଲୁସେନା SUBSCRIBE OUR BELOVED BHALU BHAINA KZbin CHANNEL @Nanakebhalusena
@prakashkumarjena.babusan.n3760
@prakashkumarjena.babusan.n3760 3 ай бұрын
ବାଳ ନାଁ 😂😂
@RajNaaik
@RajNaaik 3 ай бұрын
Congress 70 sal raj kia phirbi rahulgandhi garibo hota ka mara lagaraha
@ChandanSahoo-n3w
@ChandanSahoo-n3w 3 ай бұрын
2029 Congress sarakar
@bharatpatra2631
@bharatpatra2631 3 ай бұрын
ଏ ମିତିଠ କି ସ ବୁ ଖା ଇ ଚା ଲି ଛନ୍ତି, ଏ ମିତିମା ଶ କୁ ଥ ରେ ରେ ଡେ ହେ ବା ଦ ର କା ର ❤❤❤❤❤
@SwadhinDas-gm6nf
@SwadhinDas-gm6nf 23 күн бұрын
ଜୟ ଜଗନ୍ନାଥ 🙏🏻🫡🚩🚩
@karunakarmohanty89
@karunakarmohanty89 3 ай бұрын
20 ଟଙ୍କା କରିଦିଆଯାଉ ଖାଇବା ଭଲ ହେବ ସାର୍ ମାନେ କ'ଣ ହାତରୁ ଦେବେ ଜୟ ଜଗନ୍ନାଥ
@prakashthapa4390
@prakashthapa4390 2 ай бұрын
Thank sir
@SmitaraniMohanty-c4d
@SmitaraniMohanty-c4d 2 ай бұрын
Right or thanks once again thank u very very much social worker
@gaganbiharibehera7369
@gaganbiharibehera7369 3 ай бұрын
ମନ୍ତ୍ରୀ ଯାଇକି ପରାମର୍ଶ କରିଛନ୍ତି ତାହାହିଁ ଯତେଷ୍ଠ ତାଙ୍କୁ ଧନ୍ୟବାଦ ଦେବା ଦରକାର ଜୟ ଜଗନ୍ନାଥ
@jaydebpatasani112
@jaydebpatasani112 Ай бұрын
ସାରେ, ଧନ୍ୟବାଦ,ସାରେ
@abhijeetpatnaik5383
@abhijeetpatnaik5383 Ай бұрын
Emiti heba kotha Good mla sir 🙏
@mahabirtudu1449
@mahabirtudu1449 3 ай бұрын
Thank you sir
@susanttripathy7086
@susanttripathy7086 3 ай бұрын
Bhai ମାନେ ଯୋ ଲେଖୁଛନ୍ତି 5.90ମିଲ ପ୍ରତି ଠିକ୍ କଥା ହେଲେ ଫୁଲ୍ present ଦେଖାଇ ଯୋ ବାଟ ମରଣ ହେଉଚି ସେଇଟା ବି କୁହୋ
@ranjitabehera337
@ranjitabehera337 Ай бұрын
Adjust kariba pain sir o didi Mane dosa na kari chorani houchhanti.......
@ମନୋଜବେହେରା-ବ5ଦ
@ମନୋଜବେହେରା-ବ5ଦ Ай бұрын
❤❤❤କୋଡିଏ❤ ବର୍ଷ ତଳୁ❤❤ଏମିତି❤ଚେକି କରିବା ଥିଲା❤❤❤
@amoshgamanga448
@amoshgamanga448 2 ай бұрын
Sir you are really hero I like it very much
@ratnakarbehera9676
@ratnakarbehera9676 3 ай бұрын
ଏହି ନେତା ଗଞ୍ଜେଇ ବିକି ହେଇଛି ରେ ଭାଇ ସେ ନିଜେ ଜାଣିନି କି ଏହି ଖାଦ୍ୟ ନିଜେ ଓଡ଼ିଶା ସରକାର ବ୍ୟବସ୍ଥା କରିଛେ 😂😂😂😂 ଆଉ ଶିକ୍ଷକ ଆଗରେ ନିଜକୁ ବାହାଦୂରୀ ଦେଖେଇ ହେଉଛି
@kumardeepak4402
@kumardeepak4402 Ай бұрын
ବହୁତ ଦୁଖଦଃ ପରିସ୍ଥିତି, ପିଲାଙ୍କ ପେଟକୁ ମାରିଲେ ଭଗବାନ ସହଳିବେନି, ଜୟ ଜଗନ୍ନାଥ
@barunbaghabarunbagha
@barunbaghabarunbagha 2 ай бұрын
Good job 👍👏
@chitaranjandas1433
@chitaranjandas1433 3 ай бұрын
MLA ବାବୁ ଆପଣ ଯଦି ରୋଷେଇ କାରିକି ଏକ ମାସ ପର୍ଯ୍ୟନ୍ତ ଦିଅନ୍ତ ତାହାଲେ ଜଣା ପଡ଼ିବ ଆପଣ କେତେ ଭଲରେ ପିଲା ଙ୍କୁ ଖାଇବାକୁ ଦିଆ ହଉଚି ବୋଲି। ଏମିତି ସ୍କୁଲ କୁ ଆସିକି କାଇଁ ପଢା ଟାଇମ ନଷ୍ଟ କରୁଛ। ଖାଲି ଲୋକ ଦେଖନିଆ
@jaydevpradhan9433
@jaydevpradhan9433 3 ай бұрын
ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ସ୍କୁଲର ଶିକ୍ଷକ ମାନଙ୍କୁ ନ ଦେଇ ssg group କୂ ଦିଆଯାଏ ତେବେ ଶିକ୍ଷାଦାନ ଠିକ ହେବ ଓ ପିଲାଙ୍କ ଖାଇବା ମଧ୍ଯ ଠିକ ହେବ
@jitendranaik9979
@jitendranaik9979 3 ай бұрын
SHg Mane magona khatibe?
@umashankardash5425
@umashankardash5425 3 ай бұрын
ବିଧାୟକ ,ମନ୍ତ୍ରୀ ମାନଙ୍କର ଏହା କିଛି ଭୁଲ ନାହିଁ । ମାଷ୍ଟର ମାନେ ନିଜ ଘରୁ ଆଣିକି ଦେବା କଥା ।
@likhitkumarsahu4984
@likhitkumarsahu4984 3 ай бұрын
Gute month mla mane midday meal randiki khuantu tebey jana padiba
@susantakumarsenapati9752
@susantakumarsenapati9752 3 ай бұрын
Right😂😂😂😂😂
@balarajbirtia9062
@balarajbirtia9062 2 ай бұрын
ନିଜ ଘରେ ମିଲ୍ ପିଛା କେତେ ପଡୁଛି ହିସାବ କରି,ତାପରେ ସରକାର କେତେ ଦେଉଛି ଠିକ୍ କରି ଦେଖୁନା? ବିଚରା ଶିକ୍ଷକ କେଉଁଠୁ ଆଣିବେ?
@BrundaMuska
@BrundaMuska Ай бұрын
Very good speech Pabitra saunta
@DibyaKumar-oo1ww
@DibyaKumar-oo1ww 3 ай бұрын
MLA ମହାଶୟ 5.90ପଇସା ରେ କି ପ୍ରକାର ଖାଦ୍ୟ ମିଳିବ।ନିଜେ ମାସେ MDM ଚଳାନ୍ତୁ ଜାଣି ପାରିବେ
@singhuramhansdah7363
@singhuramhansdah7363 3 ай бұрын
Tame kahiba katha J MLA mahashaya ye katha ku mediaku Anile boli tama ga*** batha hauchhi... Kain kahuna mid day meal pain tanka adhika heba boli
@saguchitra669
@saguchitra669 2 ай бұрын
ହଷ୍ଟେଲ ପିଲା ଙ୍କ ଯଉ ଖାଦ୍ୟ ଦେଉଛ ସେଇଟା ଦେଖୁଛନ୍ତି ଆପଣ ଆଉ କେତୋଟି ସ୍କୁଲ ଯାଇ ଦେଖନ୍ତୁ ସବୁ ଅସୁବିଧା ରେ ରହୁଛନ୍ତି 🙏🙏🙏🙏
@prakashkumarjena.babusan.n3760
@prakashkumarjena.babusan.n3760 3 ай бұрын
ଜୟ ଜଗନ୍ନାଥ ଜୟ ବିଜେପି ସରକାର 🙏🙏🙏🙏
@ଖାଣ୍ଟି_ଓଡ଼ିଆ
@ଖାଣ୍ଟି_ଓଡ଼ିଆ 3 ай бұрын
ଆରେ ମୂର୍ଖ ଇଏ ବିଜେପି ବିଧାୟକ ନୁହଁନ୍ତି, ଇଏ ଲକ୍ଷ୍ମୀପୁର କଂଗେସ ବିଧାୟକ
@chinmayapradhan924
@chinmayapradhan924 Ай бұрын
ଡାଲି ଚାଉଳ ସରକାର ଯୋଗାଇବା ପରେ 5.9 ଟଙ୍କା ଦେଉଛନ୍ତି କି ଟୋଟାଲ ଉପରେ ଦେଉଛନ୍ତି
@lokanathdash6899
@lokanathdash6899 3 ай бұрын
MLA sir insult to his own Govt because a meal can not be provided in Rs 5.90. This should be discussed briefly in Assembly.
@suriyatk1992
@suriyatk1992 3 ай бұрын
He is Laxmipur MLA from Congress party 👍
@sanjayablog127
@sanjayablog127 3 ай бұрын
Mla congress party ର ବିଜେପି ଶଳା କୁ ଟାର୍ଗେଟ ନିଚଶ୍ୟ ହେବ
@bijayakumarnayak2113
@bijayakumarnayak2113 26 күн бұрын
ବ୍ଯବସ୍ଥା ସୁଧାରିବା ପାଇଁ ପ୍ରଚେଷ୍ଟା କରନ୍ତୁ।
@dusmantanaik2081
@dusmantanaik2081 2 ай бұрын
ବିଧାୟକ ମହାଶୟ ପଦକ୍ଷେପ ନେବେ କି ମିଲ ପ୍ରତି କେତେ ଟଙ୍କା ହେଲେ, ପିଲାମାନେ ଭଲ ଖାଇ ପାରିବେ କେବଳ ଟୋକେଇ କଲେ ଚଳିବ ନାହିଁ
@BijayaMaiti-hj4kj
@BijayaMaiti-hj4kj Ай бұрын
OK sir ok
@srustidhardey5817
@srustidhardey5817 29 күн бұрын
Good
@saktisethy9204
@saktisethy9204 3 ай бұрын
ଖାଦ୍ୟ ଖରାପ ଜଣାଇବ ବହୁତ୍ ଭଲ, ଥାଳି ଧରି ବାହାରେ ଖାଦ୍ୟ ଫୋପାଡ଼ିବା,media ଆଗରେ ଫିଙ୍ଗିବା କେତେ ଦୁରୁ ଭଲ ଯେ, ଯିଏ ଭୁଲ୍ କାମ କରୁଛି ତାଙ୍କ name ରେ complain ଦିଅ , ଅନ୍ନ କୁ ଫିଙ୍ଗିବା ମହା ପାପ ...
@narendranathpati6706
@narendranathpati6706 3 ай бұрын
୫ ଟଙ୍କା ୯୦ ପଇସା ରେ ପିଲାଙ୍କ ପାଇଁ କି ଉନ୍ନତ ମାନର ଖାଦ୍ୟ ଦିଆଯାଇପାରିବ? ମନ୍ତ୍ରୀ ମହାଶୟ ପିଲାମାନଙ୍କ ମଧ୍ୟାନ୍ନ ଭୋଜନ ଖର୍ଚ୍ଚ ବଢ଼ାଇବା ପାଇଁ ବିଧାନ ସଭାରେ ଆଲୋଚନା କରିବେକି?
@ChitamDami-b5e
@ChitamDami-b5e Ай бұрын
ଏମିତି ଚେକିଂ ଯଦି ଆମର ସୁଵାଈ କନ୍ୟା ଆଶ୍ରମ ରେ ହେଇଥିଲେ ଭଲ ହେଇ ଥାନ୍ତା
@LAXMICHARANPRADHAN
@LAXMICHARANPRADHAN 2 ай бұрын
Dhanyabad bidhayaksahab, Jai hind, Jai Bharat mataki Jai Jai hindhustan Jai shree Ram ❤,
@prakashganda1130
@prakashganda1130 2 ай бұрын
Super sir amiti hele sabu sudhuriba
@GitanjaliKahanr
@GitanjaliKahanr Ай бұрын
Bhari sundar anubhuti bidhayaka dada mate bahut khusi lagla
@nibedanamusic7718
@nibedanamusic7718 2 ай бұрын
ମଧ୍ୟାହ୍ନ ଭୋଜନ ପ୍ରହସନ ବନ୍ଦ କରାଯିବା ଉଚିତ
@RanjitMahanandia-nh9km
@RanjitMahanandia-nh9km 2 ай бұрын
I love you sir
@narayanjakasika7237
@narayanjakasika7237 3 ай бұрын
great ML
@Namosibhay
@Namosibhay 3 ай бұрын
ଆଠ ଟଙ୍କା ରେ ଅଣ୍ଡା କିଣି ଛଅ ଟଙ୍କା ରେ meals ଦିଆ ଯାଉଛି । ଏମାନଙ୍କ ଦୋଷ କଣ ? ସରକାର ଙ୍କ ସହ କଥାବାର୍ତ୍ତା କରି NGO ମାନଙ୍କୁ MDM ଠିକା ଦେଇଦିଆନ୍ତୁ ।
@bhabanidas1843
@bhabanidas1843 3 ай бұрын
Wow great
@sarojbehera8449
@sarojbehera8449 3 ай бұрын
Grate sir
@DibyaKumar-oo1ww
@DibyaKumar-oo1ww 3 ай бұрын
MLA ମହାଶୟ ଶିକ୍ଷକମାନେ ପାଠ ପଢାନ୍ତୁ। 5.90ଦେଇ ଶିକ୍ଷକମାନଙ୍କୁ ଅପମାନିତ କରନ୍ତୁ ନାହିଁ। ଆହାର ଖାଦ୍ୟ ପାଇଁ ଅଧିକ ଟଙ୍କା but school ku କମ୍ kn ପାଇଁ
@kuidinakhabara7110
@kuidinakhabara7110 8 күн бұрын
ପ୍ରଥମେ ବ୍ୟବହାର ଶିଖନ୍ତୁ ବିଧାୟକ ।ସେମାନେ ମାଷ୍ଟ୍ର ନୁହଁ ଶିକ୍ଷକ ।
@runchannel7081
@runchannel7081 2 ай бұрын
Good job brother.....
@rachitasaraka
@rachitasaraka 2 ай бұрын
So said 😢
@Electrifire9292
@Electrifire9292 26 күн бұрын
ମାଷ୍ଟର ଖାଲି ଦରମା ନେବା ପାଇଁ ଚାକିରି କରୁ ଛନ୍ତି
@tudurusikar.c.productions5204
@tudurusikar.c.productions5204 3 ай бұрын
Sir ପିଲାମାନଙ୍କର ପାଢ ଭତ୍ତା ବୃଦ୍ଧି କରାଯାଉ😢😢😢😢😢🎉🎉
@ChandrakantaDash-k6b
@ChandrakantaDash-k6b 3 ай бұрын
Right.right. mla
@BinodBinodmajhi-vo4ol
@BinodBinodmajhi-vo4ol 3 ай бұрын
Good job sir 👏👏👏
@shyamsundarnath5181
@shyamsundarnath5181 Ай бұрын
ନେତାମାନେ ଜମା ଖାତିରି ଦେଖାନ୍ତୁ ନାହିଁ, ଟ୫, ୯୦ ପଇସାରେ କ'ଣ ହେବ, ଚା' କପର ଦାମ କେତେ? ଗୋଟା ଭେଳିକି ଲାଗିଛି,
@pradippradhan7874
@pradippradhan7874 Ай бұрын
All hostels should be visited like this
@GiridharMajhi-r2o
@GiridharMajhi-r2o 3 ай бұрын
Great MLA sir👍
@madhusudanmohanty4319
@madhusudanmohanty4319 3 ай бұрын
Good job sir
@laxman4673
@laxman4673 3 ай бұрын
Good job sir ❤
@BapiMalik-sf5ig
@BapiMalik-sf5ig 28 күн бұрын
🙏🙏
@MantuMantusahoo
@MantuMantusahoo 3 ай бұрын
Ys
@rabindrarathor1013
@rabindrarathor1013 3 ай бұрын
ସବୁ ସ୍କୁଲ ରେ ଏମିତି ଚାଲିଛି,। ପାଠ ପଢା ହେଉନି ତୁମ ସରକାର କଣ କରୁଛ।
@ranjankumarmohanty3151
@ranjankumarmohanty3151 3 ай бұрын
Pls prepare meal one day with given price
@tatatea1477
@tatatea1477 2 ай бұрын
Good MLA
@RajMalik-u1h
@RajMalik-u1h 3 ай бұрын
ଏହି ପରି ଓଡ଼ିଶାରେ ଥିବା ପ୍ରତ୍ୟେକ ସ୍କୁଲ ରେ ମଝିରେ ମଝିରେ ଆସିବା ଦରକାର , ତାହେଲେ ପିଲାମାନଙ୍କ ପ୍ରତି ଅବହେଳା ର ସୁଦାର ଆସିବ
@pitabasakhamari2542
@pitabasakhamari2542 3 ай бұрын
2 ଟଙ୍କାରେ ଶଳା ବିଧାୟକକୁ ପୁଷ୍ଟିକର ଖା଼ଦ୍ଯ ଦରକାର
@SadhabaKheti
@SadhabaKheti 3 ай бұрын
ବିଧାୟକ ସବୁସ୍କୁଲ କୁଯାଆନ୍ତୁ 🌹🌹🙏🙏
@biranchihota8796
@biranchihota8796 3 ай бұрын
ଏ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ସଫଳ ହେବ ନାହିଁ ଏହା ବନ୍ଦ କରିବା କଥା
@minianaminimini9164
@minianaminimini9164 3 ай бұрын
ଆଜିର ବାଳକ କାଲି ର ନାଗରିକ ବାଳକ ମାନେ ଏମିତି ଖାଦ୍ୟ ଖାଇ ଖାଇ ଛଟ ବୟସ ରୁ ହିଁ ଏମିତି ଦୁର୍ବଳ ଖାଦ୍ୟ ଖାଇ ଅତିଶୀଘ୍ର ଦୁର୍ବଳ ହୋଇ ଆଗାମୀ ପିଢ଼ି ମାନଙ୍କୁ କେମିତି ଆଉ ଚଳେଇବେ
@NewblockAjay7882
@NewblockAjay7882 3 ай бұрын
Master ra ଦରମା କମିକି ପିଲା ମାନଙ୍କୁ ଭଲ ଖାଇବା ଦିଆ ଯାଇ ଏ ମାଷ୍ଟର ମନୋକର ବହୁତ୍ ଭାୟୁ ବଡ଼ି ଗଲାଣି
@dusmantsethy6835
@dusmantsethy6835 22 күн бұрын
Right Dission MLA Sir
@seenusidam8658
@seenusidam8658 3 ай бұрын
Wonderful Great MLA
@nishikantabirabar1385
@nishikantabirabar1385 3 ай бұрын
24 ବର୍ଷ ହେଲା ସରକାରୀ ବାବୁ ମାନେ ଡାଲି ଖାଇ ଖାଇ ନଈ ବାଲି ଖାଇ ସାରିଲାଣି।
УДИВИЛ ВСЕХ СВОИМ УХОДОМ!😳 #shorts
00:49
HARD_MMA
Рет қаралды 4,3 МЛН
Turn Off the Vacum And Sit Back and Laugh 🤣
00:34
SKITSFUL
Рет қаралды 7 МЛН
I thought one thing and the truth is something else 😂
00:34
عائلة ابو رعد Abo Raad family
Рет қаралды 10 МЛН
За кого болели?😂
00:18
МЯТНАЯ ФАНТА
Рет қаралды 3,3 МЛН
УДИВИЛ ВСЕХ СВОИМ УХОДОМ!😳 #shorts
00:49
HARD_MMA
Рет қаралды 4,3 МЛН