How To Get Rid Of Vastu By Positive Thinking ? || EP-06 || Asantu Gapa Suniba

  Рет қаралды 101,409

Argus Digital

Argus Digital

Күн бұрын

ସକାରାତ୍ମକ ଚିନ୍ତାଧାରା ଦ୍ୱାରା କିପରି ଦୂର ହୁଏ ବାସ୍ତୁଦୋଷ ?
#ArgusDigital #SangramwithArgus #storywithsangram #asantugapasuniba #SpecialProgramme
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
KZbin- / @argusdigital.official
Instagram: / argustvdigital

Пікірлер: 236
@luckylucky6023
@luckylucky6023 25 күн бұрын
Sir mo apnk gapa ko sabubele wait kare
@ashokpattanaik7724
@ashokpattanaik7724 Ай бұрын
ବହୁତ୍ ଉପଯୋଗୀ ଭିଡିଓ।ମୁ ଦେଖିଛି ଏପରି ବହୁତ୍ ଘର ଦେଖିଛି ଯାହା ବସ୍ତୁ ଅନୁସାରେ ତିଆରି ନ ହୋଇ ମଧ୍ୟ ସେ ଘରେ ରହୁ ଥିବା ଲୋକ ଶାନ୍ତିରେ ଅଛନ୍ତି।
@shibnarayanpatra5243
@shibnarayanpatra5243 23 күн бұрын
ଏଭଳି ସଂସ୍କାର ଧର୍ମୀ ଗଳ୍ପ ଖୋଜି ବାହାର କରି ସୁନ୍ଦର ଉପସ୍ଥାପନା କରିଥିବାରୁ ମହାଶୟଙ୍କୁ ଅଶେଷ ଧନ୍ୟବାଦ। 🙏🙏🙏
@thirdeye9492
@thirdeye9492 Ай бұрын
ଶୁଦ୍ଧ ବିଚାର ସତ ଚିନ୍ତା ମୁକ୍ତ ଭାବନା ମିଠା କଥା ସତ୍ୟ ସହିତ ଯିଏ ଥାଏ ବାସ୍ତୁ ଦୋଷ ତା'ନଷ୍ଟ ହୁଏ 👍👍
@maryadapurusottamjena2808
@maryadapurusottamjena2808 Ай бұрын
ଆଜ୍ଞା ଏହି ଗପଟି ଆଗରୁ ଶୁଣିଥିଲି ସତ,କିନ୍ତୁ ଆପଣଙ୍କ ମୁହଁ ରୁ ଶୁଣିଲି ହୃଦୟ କୁ ପୁରା ସ୍ପର୍ଶ କରିଲା,ଅତି ସୁନ୍ଦର୍ ଉପସ୍ତାପକ।ନମସ୍କାର ଆଜ୍ଞା।
@Argusdigital.official
@Argusdigital.official 17 күн бұрын
Thank you
@ommohanty
@ommohanty Ай бұрын
ମଣିଷ ପରିସ୍ଥିତିର ଦାସ। କୌଣସି ଲୋକର ମନରେ ସକାରାତ୍ମକ ଚିନ୍ତା ଆସିଵା ପାଇଁ, ତାର ପରିସ୍ଥିତି ବହୁତ ପରିମାଣରେ ଦାୟୀ ହୋଇଥାଏ। କୌଣସି ନକାରାତ୍ମକ ପରିସ୍ଥିତିରେ ସକାରାତ୍ମକ ଚିନ୍ତା ଆସିବା ବହୁ କଷ୍ଟକର ବ୍ୟାପାର। ଏହା ଅସମ୍ଭବ ନୁହେଁ କିନ୍ତୁ ସେଭଳି ବ୍ୟକ୍ତି ଜଣେ ମହାତ୍ମା ହେବା ଦରକାର। ବାକି ଲୋକଙ୍କ ପାଇଁ ବାସ୍ତୁ ଶାସ୍ତ୍ର ଆବଶ୍ୟକ। ଯାହାଦ୍ୱାରା ସେମାନେ ସକାରାତ୍ମକ ଚିନ୍ତା ହାସଲ କରିବାରେ ସାହାଯ୍ୟ ପାଇବେ। ବାସ୍ତୁ ଶାସ୍ତ୍ର ଆମ ଭାରତୀୟ ପରମ୍ପରାର ଅତି ପୁରାତନ ଶାସ୍ତ୍ର। ଭାରତୀୟ ପୁରାତନ ସ୍ଥାପତ୍ୟ, ମନ୍ଦିର ଓ ନିର୍ମାଣ ଆଦି ଏହି ଶାସ୍ତ୍ର ଅନୁଯାୟୀ ହୋଇଛି। ସେସବୁର ବୈଜ୍ଞାନିକ ବିଶ୍ଳେଷଣ ମଧ୍ୟ ରହିଛି। ଆଧୁନିକ ପ୍ରଶ୍ଚାତ୍ୟ ଦେଶଗୁଡ଼ିକ ଆମ ଶାସ୍ତ୍ର ସବୁକୁ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି ଅଥଚ ଆମେ ଆମ ଶାସ୍ତ୍ର ଓ ସଂସୃତି ଦରକାର ନାହିଁ ବୋଲି କହୁଛେ।
@satyaranjannandi6812
@satyaranjannandi6812 Ай бұрын
🙏👏👍👌
@satyaranjannandi6812
@satyaranjannandi6812 Ай бұрын
🙏🏻🚩🕉️🙏
@subratsahoo2550
@subratsahoo2550 Ай бұрын
ଆଉ ପରିସ୍ଥିତି ଆମ୍ଭ କର୍ମର ଦାସ(ଅନେକାଂଶରେ)
@susantakumarbhatta8190
@susantakumarbhatta8190 29 күн бұрын
ଆପଣଙ୍କ କଥାରୁ ଜଣାପଡୁଛି ଆପଣ ଜଣେ ଅନୁଭବି ଓ ବିଜ୍ଞ ବ୍ୟକ୍ତି ଅଟନ୍ତି।ମୁଁ ଆପଣଙ୍କ ସହ 100 ପ୍ରତିଶତ ସହମତ। ଜୟ ଶ୍ରୀରାମ।
@ommohanty
@ommohanty 29 күн бұрын
ଆପଣଙ୍କ ପ୍ରଶଂସା ପାଇଁ ବହୁତ ବହୁତ ଧନ୍ୟବାଦ, ସୁଶାନ୍ତ ବାବୁ। ମଣିଷ କେତେ ଜ୍ଞାନ ପାଇଲେ ବିଜ୍ଞ ବୋଲେଇବ ମୁଁ ଜାଣିନି। ଭଗବାନଙ୍କ ଆଶୀର୍ବାଦ ଯେ, ମୋ ଭିତରେ ଗୋଟିଏ ଭଲ ଗୁଣ ଦେଇଛନ୍ତି। ତାହାହେଲା ପ୍ରତ୍ୟେକ କଥା ପଛର କାରଣ ଖୋଜିବା। ବହୁତ ଆଚମ୍ବିତ କଲାଭଳି କାରଣ ମିଳେ। ସେଥିରୁ ଯାହା ଜ୍ଞାନ ଆଉ ଅନୁଭବ ମିଳିଛି। ଆପଣକୁ ଗୋଟିଏ ଭଲ link ଟିଏ ଦେଉଛି youtubeରେ type କରିବେ prabeen mohan, ଏହି channelକୁ ଦେଖିବେ, ଆଉ ନିଜେ ଆଶ୍ଚର୍ଯ୍ୟ ହେଇ ପଚାରିବେ, ଆମ ପୁରାତନ ନିର୍ମାଣରେ ଏସବୁ କିଭଳି ସମ୍ଭବ ହେଉଥିଲା ?
@sharmistharaut4473
@sharmistharaut4473 28 күн бұрын
ଅତି ଚମତ୍କାର ସତେ ଆମ ମନର ସକାରାତ୍ମକ ଭାବନା
@jaganjena157
@jaganjena157 25 күн бұрын
ବହୁତ ସୁନ୍ଦର ଗପ ଟିଏ ସାର୍
@PurnaChandraJena-vz2vh
@PurnaChandraJena-vz2vh Ай бұрын
ସଂସାର ରେ ଯେତେ ଜନ ଅଛନ୍ତି ସମସ୍ତଙ୍କ ପାଖ ରେ କିଛି ନା କିଛି ଭଲ ଗୁଣ ଅଛି । ଯିଏ ନିଜ ଭଲ ଗୁଣ କୁ ସମାଜ ହିତରେ ଉପଯୋଗ କଲା ସେ ଅନ୍ୟ ମାନଙ୍କ ପାଇଁ ଆର୍ଦଶ।
@RanjanSundaray-ty4vf
@RanjanSundaray-ty4vf 8 күн бұрын
ମୋବାଇଲ୍, ଆଉ ଇଣ୍ଟରନେଟ ଦୁନିଆରେ ଭଲ ଶିକ୍ଷଣୀୟ ଗପ ଶୁଣିବାକୁ ଦେଇଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।ଆପଣଙ୍କ ଉପସ୍ଥାପନା ବହୁତ୍ ସୁନ୍ଦର ।
@sudhanshudash2939
@sudhanshudash2939 13 күн бұрын
Apana nka upastapana ati sundar.Mora hrudaya ku apana nka katha ti chhueenla .Mana bhitare atmabishyas badhibaru apana nku bahut dhanyawad
@dalisha723
@dalisha723 4 күн бұрын
Sir bahut bahut dhanyawad aapananku ..🙏
@rabindradas2050
@rabindradas2050 10 күн бұрын
ଧନ୍ୟବାଦ.. ମଣିଷର ଦୁର୍ବଳ ମୁହୂର୍ତର ସୁଯୋଗ ନେଇ ବାସ୍ତୁ ବିତ୍ତ, ଜ୍ୟୋତିଷ, ତାନ୍ତ୍ରିକମାନେ ତାଙ୍କ ବିଦ୍ୟା ପ୍ରୟୋଗ ନାମରେ ଅର୍ଥ ବ୍ୟୟ କରାନ୍ତି. ଫଳ କଣ ହୁଏ ସେମାନଙ୍କୁ ଜଣା.ରମଣ ମହର୍ଷିଙ୍କ ଉପଦେଶ ହେଉଛି ମନୁଷ୍ୟର ଭାଗ୍ୟ ପୂର୍ବ ଲିଖିତ. ସକାରାତ୍ମକ ଭାବ ଓ ଈଶ୍ବରଙ୍କ ଠାରେ ଭକ୍ତି ଓ ସମର୍ପଣ ଭାବ ରଖିଲେ ଅନେକ ରିଷ୍ଟ ଦୂର ହୋଇଯିବ.
@rajendramohapatra3182
@rajendramohapatra3182 27 күн бұрын
Aapanka upasthapana mote, aama paribaraku khub bhala laage. Aaji nuhein, jebe thun aapana Etv Odia re news Anchor bhabe join karithile. Emiti aamaku bhala upasthapana re samajaku paribartan karantu. God bless you. Lord Jagannath sada aapanka sathire thaantu. Dhanybad!
@oxygen4all233
@oxygen4all233 2 күн бұрын
Oh my god, ❤❤❤ki sundar katha❤❤❤
@aswinisahu7867
@aswinisahu7867 17 күн бұрын
ବହୁତ ଗୁରୁତ୍ବପୁର୍ଣ, ଶିକ୍ଷଣୀୟ ଓ ସୁନ୍ଦର ଗପ ଟିଏ। 🙏🌹
@Argusdigital.official
@Argusdigital.official 17 күн бұрын
Thank you
@pravkakarnayak9117
@pravkakarnayak9117 19 күн бұрын
ବହୁତ ସୁନ୍ଦର ଉପସ୍ଥାପନା, ସମାଜ କୁ ଏହି ଭଳି ବାର୍ତ୍ତା ଦେଉଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ, ଜୟ ଜଗନ୍ନାଥ
@Argusdigital.official
@Argusdigital.official 19 күн бұрын
Thank you
@bikashparida87
@bikashparida87 8 күн бұрын
ଗପଟି ସମ୍ବାଦ ର କଥା ମାଗାଜିନ୍ ରେ ପଢିଥିଲି। ମନେ ପଡିଗଲା। ଖୁବ୍ ସୁନ୍ଦର ଗପ ଆଉ ତା ସହ ସୁନ୍ଦର ଉପସ୍ଥାପନା।👍🏻
@bighnarajjal5548
@bighnarajjal5548 21 күн бұрын
Highly appreciated collection Sir,,Salute to you sir 🙏🙏🙏🙏🙏
@Bibhutibhusanrout-bc4zy
@Bibhutibhusanrout-bc4zy 24 күн бұрын
ବହୁତ ଭଲ ଲାଗିଲା ଧନ୍ୟବାଦ୍ ତୁମକୁ ଭଗବାନ ତୁମରମଙ୍ଗଳକରନ୍ତୁ🎉 ଜୟହୋଜୟଜୟ 🎉 ଏବାସ୍ତୁବାଦିମାନେକିଛିଭଲଶିଖତମରବୁଧିଆସିଯିବ🎉🎉🎉🎉🎉😢🎉🎉🎉🎉🎉
@bichitrarout5316
@bichitrarout5316 Ай бұрын
ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଶିକ୍ଷଣୀୟ ଗପଟିଏ ଧନ୍ୟବାଦ ଉପସ୍ଥାପକ ମହୋଦୟ
@Argusdigital.official
@Argusdigital.official 17 күн бұрын
Thank you
@avayabehera6971
@avayabehera6971 Ай бұрын
ବହୁତ ସୁନ୍ଦର କାହାଣୀ ଟିଏ
@jharashreedash5635
@jharashreedash5635 7 күн бұрын
Bahut bahut dhanyawad 🙏
@linamehendiothers8863
@linamehendiothers8863 28 күн бұрын
Sir,, ବହୁତ ଶିକ୍ଷଣୀୟ ବିଷୟଟି... 🙏
@SidharthSidhu-di8hl
@SidharthSidhu-di8hl 5 күн бұрын
Right 👍👍👍 sir
@sureshchandramishra8845
@sureshchandramishra8845 18 күн бұрын
ଅତି ସୁନ୍ଦର ଯୁକ୍ତିଯୁକ୍ତ ଉପସ୍ଥାପନ 🙏🙏
@indirapatra8789
@indirapatra8789 9 күн бұрын
Bahut badhia , bahut sikhyaniya ,🙏
@bhabanemallick1801
@bhabanemallick1801 2 күн бұрын
Ati. Sundar. Thanks. To. Argus
@ramakantamohapatra5887
@ramakantamohapatra5887 29 күн бұрын
ବହୁତ ସୁନ୍ଦର ଲାଗିଲା ଜୟ ଜଗନ୍ନାଥ
@pradeepkb3744
@pradeepkb3744 Ай бұрын
ଏହା ସତ୍ୟ ନିରାଟ ସତ୍ୟ. ଖୁବ ସୁନ୍ଦର
@pallimadhuriodiafolksong2771
@pallimadhuriodiafolksong2771 Ай бұрын
ଅତି ସୁନ୍ଦର ବିଷୟ, ଧନ୍ୟବାଦ ଆପଣଙ୍କୁ ।
@AbhijitSahoo-tf5lb
@AbhijitSahoo-tf5lb Ай бұрын
ଅତି ସୁନ୍ଦର ❤❤❤
@jharashreedash8947
@jharashreedash8947 4 күн бұрын
Matey bi kahibaara sailing bahut bharat laaguchi sunibaaku😊namaste 🙏
@mastermaneesee2581
@mastermaneesee2581 4 күн бұрын
Nice lesson to human being bhai.
@AnnapurnaRout-si1zt
@AnnapurnaRout-si1zt Ай бұрын
Bahuta upadeya bisaya bastu . Khushi laguchhi. Sangram.Apananka upastapana saili bahut chamatkar.
@JogeswarMajhi-lt7hj
@JogeswarMajhi-lt7hj Ай бұрын
ଆପଣଙ୍କ କଥା କିନ୍ତୁ ଏମିତି ଗୋଟେ କାହାଣୀ ହୋଇ ଶୁଣିବାକୁ ସିନା ଭଲ ଲାଗିବ,,କିନ୍ତୁ ଲୋକେ ତ କେବେ ପରିବର୍ତ୍ତନ ହେବେ ନାହିଁ,,,,ବସ୍ତୁ ବିଚାର କୁ ଲୋକେ ବିଶ୍ବାସ କରନ୍ତି,,କିନ୍ତୁ ଆତ୍ମବିଶ୍ବାସ ଏବଂ ନିଜ ମନରେ ଥିବା ଶୁଦ୍ଧ ଚିନ୍ତା ଧାରାକୁ ନୁହେଁ,,,
@msfiroz7089
@msfiroz7089 14 күн бұрын
❤❤woow super 👏👌 very heart touching ♥
@achyutaallrounder
@achyutaallrounder 3 күн бұрын
True fact sir, thanks 🙏🙏
@BaikunthaPrusty-jp2bp
@BaikunthaPrusty-jp2bp Ай бұрын
ପ୍ରକୃତ କଥା କହିଲେ,ବାସ୍ତୁ ଶାସ୍ତ୍ରକୁ ସବୁ କିଛି ବଦଳାଇବା ସମ୍ଭବ ନୁହେଁ।ଜିଏ ଗୋଟିଏ କୋଠରୀରେ ଚଳୁଛି,ସେ ତ ବାସ୍ତୁଶାସ୍ତ୍ରକୁ ନେଇ ଚଳି ପାରିବ ନାହିଁ।🙏
@biswaltutorial1522
@biswaltutorial1522 Ай бұрын
ଭଲ ଶିକ୍ଷଣୀୟ ତଥ୍ୟ sir ଧନ୍ୟବାଦ୍ 🙏
@ukantasahoo4863
@ukantasahoo4863 Ай бұрын
Bahut sunder lagila Bahut dhanyabad
@prafullakumarmallik7515
@prafullakumarmallik7515 Ай бұрын
Nicely nice story.ବହୁତ ଶିକ୍ଷଣୀୟ।
@urmilamohapatra1161
@urmilamohapatra1161 3 күн бұрын
ଵହୂତ ସୁନ୍ଦର ଲାଗିଲା
@renubalsahookunu7339
@renubalsahookunu7339 28 күн бұрын
Guruswami. 🙏🙏🙏ATI.sundar.upasthapaka.
@Madhu-us2yn
@Madhu-us2yn 8 күн бұрын
Bht Sundar lagila gapa ti suniki 👌👌👌👌👌👌👌sangram sir nka upastapana bht sundar ❤❤❤❤
@anandamohakuda4943
@anandamohakuda4943 12 күн бұрын
Bhala lagila.....jay jagannath 🙏🙏🙏
@rbikashkumar5509
@rbikashkumar5509 24 күн бұрын
Bhaut badhia katha.. tq so ❤much
@gopalsamall8365
@gopalsamall8365 29 күн бұрын
କର ଭଲା ହୋ ଭଲା ❤
@BabuBhai-g7l
@BabuBhai-g7l Күн бұрын
Wel true fact great massage
@minatiprusty9292
@minatiprusty9292 14 күн бұрын
ଅତି ସୁନ୍ଦର , ସାର୍ 🙏🙏
@bhimasenbarik7990
@bhimasenbarik7990 Ай бұрын
ଅତି ସୁନ୍ଦର ଅଦଭୁତ
@badinarasingha4597
@badinarasingha4597 3 күн бұрын
You are right sir 🙏🙏
@rajanikantabiswal2669
@rajanikantabiswal2669 29 күн бұрын
ଜୟ ଜଗନ୍ନାଥ
@sukantadas5340
@sukantadas5340 8 күн бұрын
ଅତି ସୁନ୍ଦର୍
@bharatsahoo1864
@bharatsahoo1864 21 күн бұрын
ସୁନ୍ଦର ଉପସ୍ଥାପନା
@swarnalatadas3572
@swarnalatadas3572 17 күн бұрын
Khub sundar upadesa❤
@Toony123star
@Toony123star 28 күн бұрын
ସୁନ୍ଦର ବିଚାର 🌼
@Sonalimohanty-f7y
@Sonalimohanty-f7y 16 күн бұрын
Such a beautiful story❤
@shantiswarupapati8366
@shantiswarupapati8366 Ай бұрын
Right,dhanyabad argus,dhanyabad sir,🙏
@usharanisingh9399
@usharanisingh9399 3 күн бұрын
Bahut bhala lagila
@niranjanbehera6142
@niranjanbehera6142 Ай бұрын
ଗପଟି ବହୁତ ଭଲ ଲାଗିଲା ସାର୍ ମୋର ଗୋଟିଏ ଅନୁରୋଧ କି ମୁଁବହୁତ ଚାପରେ ରହୁଚି ଆପଣ ଙ୍କର ଫୋନ ନମ୍ବର ଦେବେ ଆପଣଙ୍କ ସହିତ କଥା ହୋଇଥାନ୍ତି
@subashmishra5290
@subashmishra5290 Ай бұрын
Bohut vl lagila dhanyabad
@gaganbihariacharya4789
@gaganbihariacharya4789 18 күн бұрын
Oh sundar gyana tatwa
@DrSusantamahapatra
@DrSusantamahapatra 26 күн бұрын
ମନୁଷ୍ୟ ର କର୍ମ ମୁଖ୍ୟ
@laxmidharsenapati9546
@laxmidharsenapati9546 Ай бұрын
Samaya upogogi katha tie thank you
@Sasmitasssss
@Sasmitasssss 25 күн бұрын
Excellent story sir,, Thank u ..🙏
@AratiSwain-m6b
@AratiSwain-m6b 8 күн бұрын
bht badhiya gapatie
@ramachandrapanda7858
@ramachandrapanda7858 25 күн бұрын
ଆପଣ କହିବା ପୂରା ଭୁଲ । କାଳଣ,ଘରର ବାସ୍ତୁ ଦୋଷ ଥିଲେ ସେହିଘରେ ବାସ କରୁଥିବା ଲୋକର କେବେବି ସକାରାତ୍ମକ ଚିନ୍ତାଧାରା ରହିବ ନାହିଁ । ପୂର୍ବ ଘରର ବାସ୍ତୁ ଭଲ ଥିଲା ଏବଂ ପରେ କିଣିଥିବା ଘରର ବାସ୍ତୁ ମଧ୍ୟ ଭଲ ଅଛି ତେଣୁ ସେହି ବ୍ୟକ୍ତିର ସକାରାତ୍ମକ ପରିସ୍ଥିତି ଉପୁଜିଛି ।
@jayantiswain1732
@jayantiswain1732 Ай бұрын
Thanks to Sangram Babu for this episode.
@banabasinirath2726
@banabasinirath2726 5 күн бұрын
ATI sundar upasthpana dhanyabad please kou time kuhantu
@NewblockAjay7882
@NewblockAjay7882 Ай бұрын
Gop ti bahut Sundar lagila thanks you ❤❤❤
@niranjanbehera6142
@niranjanbehera6142 Ай бұрын
ଆପଣ ପାଇଁଁ Argus news ବହୁତ ଭଲ ଲାଗୁଚି ❤❤❤🎉
@purnamajhi5863
@purnamajhi5863 26 күн бұрын
ଅତି. ସୁନ୍ଦର.
@devimanik1364
@devimanik1364 Ай бұрын
Bohut Sundar learning ..
@mamalinaik-e4d
@mamalinaik-e4d 18 күн бұрын
Thankyou so much sir
@Argusdigital.official
@Argusdigital.official 17 күн бұрын
Thank you
@piyushpradhan8971
@piyushpradhan8971 Ай бұрын
Really it's true.Many thanks
@manoramamohanty340
@manoramamohanty340 10 күн бұрын
Many many thanks
@RudraMishra-x4r
@RudraMishra-x4r 10 күн бұрын
Great message
@anuragsahu9838
@anuragsahu9838 12 күн бұрын
Apanka tharu a sabu sunila pare manare sakti jata heuchi, Bhagwan karatantu a bhali auri upasthapana karantu, aamar manaku sakti diantu, jaganath apananka Mangal karantu
@nabakishorebarik5533
@nabakishorebarik5533 28 күн бұрын
Thanks sangram nana
@sibarambehera9543
@sibarambehera9543 28 күн бұрын
Jai jagannath ❤
@kanhascreation49
@kanhascreation49 Ай бұрын
God bless you with all happiness
@teshij98
@teshij98 Ай бұрын
Thank you for representing a beautiful story ....
@gouriparida4292
@gouriparida4292 21 күн бұрын
Bahut bhala lagila....
@harapriyaparida6371
@harapriyaparida6371 19 күн бұрын
Bohutibadhiya🙏🙏
@subashkanhar7079
@subashkanhar7079 Ай бұрын
Exactly this is a great lesson to mankind
@akshayamallick-lk7ub
@akshayamallick-lk7ub 3 күн бұрын
Sometimes it may true but BASTU is always true
@SJKar-ew5do
@SJKar-ew5do 25 күн бұрын
Real story it's mean a lot.
@manasnayak9323
@manasnayak9323 Ай бұрын
Thank you sir.nice.
@puspanjalimishra7788
@puspanjalimishra7788 20 күн бұрын
Very very thanks
@ajitkumardasadhikari5583
@ajitkumardasadhikari5583 13 күн бұрын
Very meaningful video
@DKJ_Dillip
@DKJ_Dillip Ай бұрын
ଆଜ୍ଞା ଆପଣଙ୍କ ଭିଡ଼ିଓ ରୁ ବହୁତ କଥା ଶିଖିବା କୁ ମିଳିଲା 🙏🙏🙏
@Argusdigital.official
@Argusdigital.official 17 күн бұрын
Thank you
@duguchildhood3243
@duguchildhood3243 15 күн бұрын
ଅତି ସୁନ୍ଦର ଭାବରେ କହିଲେ ।ଏମିତି ପ୍ର୍ୟୟlସ ଜାରି ରହୁ।
@birakishoresahoo3080
@birakishoresahoo3080 Ай бұрын
Atisundar upadeya n prakruta manabikata Purna gapa ti.Samastanku bhala paile iswar nka Priya hoijibe enu bastu bichar automatically thik hoijiba.
@FAKIRJENA-du2zs
@FAKIRJENA-du2zs 22 күн бұрын
ଯୋଉ ଭଡ଼ା ଘରେ ଆଗରୁ ଜଣେ ଅଧ୍ୟାପିକା ପରିବାର ସହ ରହୁଥିଲେ ସେଠୀ ସର୍ବଦା ପରିବାରରେ କଳହ ଓ ଅଶାନ୍ତି ଲାଗି ରହିଲା। ତେଣୁ ସେ ଘର ବଦଳେଇଲେ। କିନ୍ତୁ ଆଉ ଜଣେ ଅଧ୍ୟାପିକା ସେଇ ପୁରୁଣା ଘରେ ଆଜକୁ ୪ ବର୍ଷ ହେଲା ଭଡ଼ାରେ ରହୁଛନ୍ତି। ତାଙ୍କର ତ ପ୍ରାୟ କଳହ ବା ଅଶାନ୍ତି ନାହିଁ କହିଲେ ଚଳେ। ପୁଣି ଦେଖାଗଲା ଯେ ଆଗ ଅଧ୍ୟାପିକା ବାସ୍ତୁ ବିଚାର ଘରେ ଯାଇ ଭଡ଼ାରେ ରହିଲେ। ସେଠି ବି ପରିବାର ଭିତରେ କଳହ ଚାଲିଛି। ମାନେ ମୂର୍ଖ ମାନେ ବାସ୍ତୁ କୁ ଜାବୁଡ଼ି ଧରନ୍ତି।
@nbehera8651
@nbehera8651 12 күн бұрын
Right sir.
@madhusmitadas5425
@madhusmitadas5425 5 күн бұрын
Super message
@SABARSSVLOG
@SABARSSVLOG Ай бұрын
ଠିକ୍ କଥା sir ସୁନ୍ଦର କାହାଣୀ ଟିଏ
@sailendrabehera3344
@sailendrabehera3344 4 күн бұрын
Very.beautiful.stroy.
@jyotsnamayeejena5208
@jyotsnamayeejena5208 27 күн бұрын
Bahut Sundar gapa tie , mana ku chhunigala.
vastu upaya : ସକଳ ବାସ୍ତୁ ଦୋଷ ବିନାଶ ପାଇଁ
6:10
ପ୍ରତିକାର Remedie
Рет қаралды 628 М.
버블티로 부자 구별하는법4
00:11
진영민yeongmin
Рет қаралды 10 МЛН
А что бы ты сделал? @LimbLossBoss
00:17
История одного вокалиста
Рет қаралды 7 МЛН
SHAPALAQ 6 серия / 3 часть #aminkavitaminka #aminak #aminokka #расулшоу
00:59
Аминка Витаминка
Рет қаралды 3,1 МЛН
小蚂蚁会选到什么呢!#火影忍者 #佐助 #家庭
00:47
火影忍者一家
Рет қаралды 81 МЛН
버블티로 부자 구별하는법4
00:11
진영민yeongmin
Рет қаралды 10 МЛН