"ଓଡ଼ିଆଙ୍କ ପାଇଁ ଦିଲ୍ଲୀରୁ ଫୋନ୍‌ ଆସିଲା, ନବୀନ କହିଲେ : No No No" | EP 47 | Podcast With Bhartuhari Mahtab

  Рет қаралды 103,720

Argus Digital

Argus Digital

Күн бұрын

Пікірлер: 231
@brajamohanpati7797
@brajamohanpati7797 Ай бұрын
🙏ଜୟ ଜଗନ୍ନାଥ, ଉପସ୍ଥାପନା ଅତି ସୁନ୍ଦର ମହତାବଙ୍କୁ ନମସ୍କାର
@satishchandrabehera7291
@satishchandrabehera7291 Ай бұрын
ୟା ଭିତରେ ବହୁତ ଗୁଡିଏ ପୋଡକାଷ୍ଟ ଦେଖିଲିଣି। ହେଲେ ଭର୍ତୃହରି ମହତାବ ମହାଶୟଙ୍କ ସହିତ ଆଜିର ପୋଡକାଷ୍ଟ ଅନନ୍ୟ ଏବଂ ଅତୂଳନୀୟ ବୋଲି ଆମର ହୃଦବୋଧ ହେଲା। ଜୟ ଜଗନ୍ନାଥ!!!
@Ku_Dushmanta
@Ku_Dushmanta Ай бұрын
ମୁଁ ଜଣେ କଟକ ଭୋଟର ପ୍ରଥମ ଥର ଭର୍ତୁହରି ବାବୁଙ୍କୁ ଏତେ ସୁନ୍ଦର ଭାବେ ତାଙ୍କ ବ୍ୟକ୍ତିତ୍ଵ ଭାବେ ଜାଣିଲି ମୋର ଏକ ଭୁଲ ଧାରଣା ଥିଲା ତାଙ୍କ ପ୍ରତି ସେ କାହା ସହ ମିଶନ୍ତି ନାହି ଖାଲି ବିଜେଡି ପାଇଁ ଜିତୁଛନ୍ତି କିନ୍ତୁ ଆଜି ଧାରଣା ତୁଟି ଗଲା । ବହୁତ୍ ବଢିଆ ବ୍ୟକ୍ତିତ୍ଵ ଜୟ ଶ୍ରୀରାମ 🙏
@pramodkumarrout7641
@pramodkumarrout7641 Ай бұрын
ମହାଶୟଙ୍କୁ ମୁଁ ଛାତ୍ର ସମୟ ରୁ ଜାଣେ।ସେ ଜଣେ ସରଳ ଓ ଉଚ୍ଚାଭିଳାଷୀ ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ଯତା ଅଛି।
@globaltvindialive
@globaltvindialive Ай бұрын
The Anchor Voice is So Clear with Base and Perfect Odia Pronunciation , Proud of You !
@Argusdigital.official
@Argusdigital.official Ай бұрын
Thank you
@dillipkumarnayak1021
@dillipkumarnayak1021 Ай бұрын
ଭତୃହରି ମହତାବ ସାର ଙ୍କୁ ପ୍ରଣମ, ପ୍ରକୃତରେ ତାଙ୍କର ବକ୍ତବ୍ୟ ଶୁଣିବାକୁ ମୋତେ ବହୁତ ଭଲ ଲାଗେ ଆଜି ମଧ୍ଯ କିଛି ଶିଖିଲି
@AkshayKumar-ze8ok
@AkshayKumar-ze8ok Ай бұрын
ସାକ୍ଷାତକାର ଟି ଖୁବ୍ ଭଲ ଲାଗିଲା
@basantabhaibms3913
@basantabhaibms3913 Ай бұрын
ଏହି କାର୍ଯ୍ୟକ୍ରମ ଟି ଅତି ସୁନ୍ଦର ହୋଇଛି ଆପଣଙ୍କୁ ଅଶେଷ ଧନ୍ୟବାଦ ।
@kedarbiswal4575
@kedarbiswal4575 Ай бұрын
ଭର୍ତୁହରି - ରେଭେନ୍ସା ନାମ ପରିବର୍ତ୍ତନ କୁ ଧର୍ମେନ୍ଦ୍ର ବାବୁଙ୍କ ଯୋଗୁଁ ବିରୋଧ କରୁନାହାନ୍ତି ବରଂ ଧର୍ମେନ୍ଦ୍ର ରାଜ୍ୟର ଜଣେ ଦକ୍ଷ ଯୋଗ୍ୟ ଵ୍ୟକ୍ତି ହୋଇଥିବାରୁ ମୁଁ ଯେତିକି ଜାଣେ ରାଜ୍ୟ ଲୋକେ ଧର୍ମେନ୍ଦ୍ରଙ୍କୁ ଭଲ ପାଆନ୍ତି ଓ ସମ୍ମାନ କରନ୍ତି।
@biswaranjandora9211
@biswaranjandora9211 Ай бұрын
ଶାନ୍ତ ଶିଷ୍ଟ ବ୍ୟକ୍ତି ବିଶେଷ❤❤
@niranjannayak5555
@niranjannayak5555 Ай бұрын
ସାରଙ୍କଠାରୁ ବହୁତ କିଛି ଶିଖିବାର ଅଛି।ସ୍ବାଭିବାନ ମୂଲ୍ୟବାନ ❤❤❤
@ganeshpanigrahi5258
@ganeshpanigrahi5258 Ай бұрын
ବହୁତ ବଡ଼ ବାସ୍ତବ ଓ ଚେତନାକୁ ରୁଦ୍ଧିମନ୍ତ ଦିଗରେ କାର୍ଯ୍ୟକରି ଆସିଥିବା ଶାନ୍ତଶିଷ୍ଟ ମହାନ ବୁଦ୍ଧିଜୀବୀ ଏବଂ ବିଶିଷ୍ଟ ରାଜନେତା ଭାବେ ପରିଚିତ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ ରାଜ୍ୟର ସର୍ବାଗ୍ରେ ପ୍ରଶଂସନୀୟ ହୋଇଆସିଛନ୍ତି...
@jyotiranjanbehera9527
@jyotiranjanbehera9527 Ай бұрын
ସୁନ୍ଦର ଉପସ୍ଥାପନା ସଂଗ୍ରାମ ବାବୁ ❤।
@RajaramSarangi
@RajaramSarangi 15 күн бұрын
ଜଣେ ବ୍ୟକ୍ତିତ୍ୱର ଅମଳିନ ପ୍ରତିଭା ହେଉଛନ୍ତି ଭର୍ତ୍ତ୍ତୃହରି ମହତାବ।
@mahendrakumarnayak3039
@mahendrakumarnayak3039 19 күн бұрын
ଏଠି ଗୋଟିଏ କଥା ଦେଖିଛୁ ଯେ ଯେଉଁମାନେ ବର୍ତ୍ତମାନର ସମ୍ପାଦକ ଭାବରେ ସମ୍ବାଦ, ପ୍ରଜାତନ୍ତ୍ର ଓ ଧରିତ୍ରୀ ରେ ଅଛନ୍ତି ଏବଂ ରାଜନୀତି ରେ ସକ୍ରିୟ ଅଛନ୍ତି ସେମାନେ କେବେ ସେହି ଖବରକାଗଜ ସଂସ୍ଥା ଗୁଡ଼ିକ ନିଜର ଝାଳ ବୁହା ଧନରେ ଠିଆ କରିନାହାନ୍ତି କାରଣ ତାଙ୍କ ରାଜନୈତିକ ପରିବାର ଦ୍ଵାରା ଗଠନ କରାଯାଇଥିଲା। ତେଣୁ ପ୍ରଥମେ ରାଜନୀତି ପରେ ନିଜର ଭାବମୂର୍ତ୍ତି କୁ ନିଖୁଣ ରଖିବା ପାଇଁ ନିଜ ନିଜର ସ୍ଵତନ୍ତ୍ର ଖବରକାଗଜ ସଂସ୍ଥା ଖୋଲିବା କରାଯାଇଥିଲା। ଏମାନେ ସବୁ ସେମାନଙ୍କ ଦାୟଦ ଭାବରେ ସମ୍ଭାଳି ଆସିଛନ୍ତି।
@atithimediacreations7791
@atithimediacreations7791 Ай бұрын
ପୋଡ଼ କାଷ୍ଟ ରେ ଏହି ଭଳି ସମସ୍ତଙ୍କୁ ପଚାରିଲେ ମୋତେ ବହୁତ ଭଲ ଲାଗେ ଧନ୍ୟବାଦ ସଂଗ୍ରାମ ବାବୁ 👌👌👌
@Argusdigital.official
@Argusdigital.official Ай бұрын
Thank you
@kalpatarujena9466
@kalpatarujena9466 Ай бұрын
XCLENT ♥️ହୃଦୟର ସ୍ୱର.... ପୋଡକାଷ୍ଟ ଯାହା ଅନ୍ତରରୁ.... 🌹🌹🌹🌹🙏
@niharranjanmohanty3378
@niharranjanmohanty3378 Ай бұрын
ବହୁତ ସୁନ୍ଦର ଅନୁଭୂତି ର କଥା
@NarendrakumarNanda
@NarendrakumarNanda 15 күн бұрын
ମାନ୍ୟବର ସାଂସଦ, ଭର୍ତ୍ତୃହରି ମହତାବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଓଡ଼ିଶାର ସମ୍ମାନ ବହୁତ ଆଗକୁ ଯିବ। ଏହା ସମ୍ଭବ।
@KedarJena-ki9el
@KedarJena-ki9el Ай бұрын
ସୁନ୍ଦର୍ ବକ୍ତବ୍ୟ,ସୁଦକ୍ଷ parlamentarian
@SanjuktaPadhi-rl9nh
@SanjuktaPadhi-rl9nh Ай бұрын
Very calm,composed and well articulated ever seen podcast
@Argusdigital.official
@Argusdigital.official Ай бұрын
Thank you
@ramachandrapanipani7424
@ramachandrapanipani7424 Ай бұрын
ବିବାହ ପରେ ପ୍ରେମ କରିବାର ନିଷ୍ପତ୍ତି ଉଚ୍ଚ ଚେତନାର ପରିଚାୟକ ।
@subhasismanasing9103
@subhasismanasing9103 Ай бұрын
ଏ ସବୁ ସମୟର ଈଛା, ଜୟ ଶ୍ରୀ ଜଗନ୍ନାଥ 🙏
@chakradharswain9603
@chakradharswain9603 Ай бұрын
ଭର୍ତୃହରି ମହତବଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଥରେ ମାତ୍ର ଆମେ ଦେଖିବାକୁ ଚାହୁଁ, 👍👍👍👍👍👍👍👍👍👍👍
@sambhunathpanda8801
@sambhunathpanda8801 Ай бұрын
😂
@harichandanrath7320
@harichandanrath7320 Ай бұрын
ବହୁତ ବଢିଆ କାର୍ଯ୍ୟକ୍ରମ
@silusuman3524
@silusuman3524 Ай бұрын
Cuttack sadar MLA Prakash Bhai nku dakantu ... please request
@ramachandrapanipani7424
@ramachandrapanipani7424 Ай бұрын
ଯଦି ଦଳରେ ଅନୁପ୍ରବେଶକାରୀଙ୍କୁ ଘଉଡ଼େଇବା ସଂକଳ୍ପ କରିଛନ୍ତି, କରୁ ନାହାନ୍ତି କାହିଁକି ? ଶୁଭସ୍ୟ ଶୀଘ୍ରମ୍ ।
@Rajanibiswal2024
@Rajanibiswal2024 Ай бұрын
ଜଣେ ସମର୍ପଣ ନିଷ୍ଠାବାନ ବ୍ୟକ୍ତିତ୍ବ ଶ୍ରୀଯୁକ୍ତ ମହତାବ
@sushilsamal3789
@sushilsamal3789 Ай бұрын
Next CM,Eminent Person,Great personalities, Dynamic Leader of Odisha
@pravakarsahu1979
@pravakarsahu1979 Ай бұрын
THANKS FOR YOUR DISCUSSION.I CAME TO KNOW ABOUT THE PERSONALITY OF MR B. MAHATAB.
@ramachandrapanipani7424
@ramachandrapanipani7424 Ай бұрын
ଦେବାଶିଷଙ୍କ ବିଷୟରେ ଅସରପା ଗୋଟେ ଚଢ଼େଇ ବୋଲି କହିଲେ । ସଫରୀ ଫର୍ଫରାୟତେ କଥା ବି ରହିଛି ।
@mandakinisahoo2619
@mandakinisahoo2619 Ай бұрын
ଜଣେ ଶାନ୍ତ ସୌମ୍ୟ ଅସାଧାରଣ ବ୍ୟକ୍ତିତ୍ଵ ର ଅଧିକାରୀ ହେଉଛନ୍ତି ଭର୍ତୁ ହରି ମହତାବ ।
@prafulasingh2267
@prafulasingh2267 Ай бұрын
ଡଃ ହରେକୃଷ୍ଣ ମହତାବ ଓଡ଼ିଶାରେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବା ସହିତ ଓଡ଼ିଶାର ତୃତୀୟ ପ୍ରଧାନମନ୍ତ୍ରୀ ଥିଲେ । ଏହା ସମସ୍ତେ ଜାଣିବା ଆବଶ୍ୟକ । ଓଡ଼ିଶାରେ ଲାଲ ରଙ୍ଗର ଗୋଟିଏ କାର ଚଢୁଥିଲେ , ଯାହା ସେତେବେଳେ ଓଡ଼ିଶାରେ କେବଳ ଡଃ ମହତାବଙ୍କ ବ୍ୟତିତ ଅନ୍ୟକେହି ଲାଲ ରଙ୍ଗର କାର ଚଢ଼ୁ ନଥିଲେ ।
@MINIMOTIVATION6242
@MINIMOTIVATION6242 Ай бұрын
ଭାଷାକୁ ସମ୍ମାନ, ଭାଷାକୁ ପ୍ରଗାଢ଼ ଭଲ ପାଉଥିବା ମଣିଷ ଟିଏ ଭର୍ତୃହରି ମହାଶୟ। ଦୁଇଜଣଙ୍କ ବାର୍ତ୍ତାଳାପ ଚମତ୍କାର।
@ramachandrapanipani7424
@ramachandrapanipani7424 Ай бұрын
ପ୍ରଜାତନ୍ତ୍ର ଆଗରୁ ପଣ୍ଡିଚେରୀ ନବଜ୍ୟୋତି କାର୍ଯ୍ୟଳୟକୁ ଆସୁଥିଲା । ଆମେ ପଢୁଥିଲୁ । ଏବେ ତାହା ଆସୁନି । ବିଜ୍ଞାପନ ପୂର୍ବ ସରକାର ଦେବା ବନ୍ଦ କରି ଦେଇଥିଲେ । ଏବେକାର ସରକାର ଦେବା ଉଚିତ ।
@prakashsahoo8142
@prakashsahoo8142 Ай бұрын
Sir, Next time please call to hat set for the best farmer,best teacher/lecture, doctor, social services,and subrat bagaji sir.
@amitbehera3346
@amitbehera3346 Ай бұрын
ସମ୍ମାନୀୟ ଶ୍ରୀ ଭର୍ତୁହରୀ ମହତାବ ସାର୍
@tufangantayat.
@tufangantayat. Ай бұрын
Jai shree Ram
@smrutidash8288
@smrutidash8288 Ай бұрын
Sir is great… Humble Leader
@LidorathaNew
@LidorathaNew Ай бұрын
Bahut sundar upastapana. (Sangrambabu)
@BiswadevSahoo-c5n
@BiswadevSahoo-c5n Ай бұрын
Aji ra program episode ti Bahut Bhall Lagila .
@birakishoresahoo3080
@birakishoresahoo3080 Ай бұрын
Atisundar byaktitwa.
@kabitasahoo7006
@kabitasahoo7006 Ай бұрын
Great bektitto pranam sir
@Aimanullahsalaar
@Aimanullahsalaar Ай бұрын
Sangraam sir please🙏 apana business man leader nku dakantu❤
@munamishra9760
@munamishra9760 Ай бұрын
One of Intellectuals of India
@ArabindaSahoo-r5q
@ArabindaSahoo-r5q Ай бұрын
Best Parlamentrian Good Decision Best wishes Sir
@MANASKUMARPANDA-t1o
@MANASKUMARPANDA-t1o Ай бұрын
Modicare...(Zero to Hero)... Pramod Acharya Sir nka gote sakhyatkar niantu....very imp inspiration
@bholanathsahoo7302
@bholanathsahoo7302 Ай бұрын
Jay Jagannath
@Rudranarayansahoo5674
@Rudranarayansahoo5674 Ай бұрын
Great leader 👍
@biplabmalik6059
@biplabmalik6059 Ай бұрын
ଦୁଃଖ ର ବିଷୟ ଭର୍ତ୍ତୃହରି ବାବୁ କଟକ ପାଇଁ ବିଜେଡି ରେ ରହିକି କିଛି କରି ପାରିଲେନି
@ramachandrapanipani7424
@ramachandrapanipani7424 Ай бұрын
ସଂଗ୍ରାମ ଷଡ଼ଙ୍ଗୀ ଭାଇ ତ୍ୱରିତ ପ୍ରଶ୍ନ କରି ସଦୁତ୍ତର ପାଇଛନ୍ତି । ଧନ୍ୟବାଦ ।
@ramachandrapanipani7424
@ramachandrapanipani7424 Ай бұрын
ଓଡ଼ିଶାର ଇତିହାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଥିବା ଆନନ୍ଦର ବିଷୟ ।
@Artabandhuhota-b3t
@Artabandhuhota-b3t Ай бұрын
Yes mahatabji is a perfect man
@GourangRout-fk7xv
@GourangRout-fk7xv Ай бұрын
Respected Sangram Sadangi. Jee ,Please call to your podcast a rulling CM or Industry Minister, Odisha to discuss only ongoing Projects status like Industries, Rail projects, metro rail, Costal NH, Semiconductor,Electronics industry,EV,Automobile component, Aviation engines, Agro based industries, cold storages as Odisha people actually interested to know it for which they voted for.
@rabindrakumarpuhan7688
@rabindrakumarpuhan7688 Ай бұрын
Bhartruhari babu takes right steps in right time very nice personality
@saratkar4485
@saratkar4485 Ай бұрын
Very impressive 👍
@ramachandrapanipani7424
@ramachandrapanipani7424 Ай бұрын
ଶୁଭ ଜନ୍ମଦିନ ! HAPPY BIRTHDAY TO YOU!
@k.m.r_narayan
@k.m.r_narayan Ай бұрын
Sir ଜଣେ ନମ୍ର 🙏🙏🙏ଲୋକ ସାଲୁଟ sir 🙏🙏 jay ଶ୍ରୀ ଅଚୁତ
@Drawzaki
@Drawzaki Ай бұрын
ମୁଁ ଓଡ଼ିଶା ରାଜନୀତି ରେ, 2ଜଣଙ୍କୁ ଭଲ ପାଏ, No-1 ସୌମ୍ୟରଞ୍ଜନ ପଟ୍ଟନୟକ ଏବଂ No-2 ଭତୃହରି ମହତାବ। Knowledge with vision.
@asitgantayat6619
@asitgantayat6619 Ай бұрын
True....both are great scholars of politics with guts to spoke out of heart...
@SujataSingh-in7uw
@SujataSingh-in7uw Ай бұрын
Sundar katha
@ramachandrapanipani7424
@ramachandrapanipani7424 Ай бұрын
ନମସ୍କାର ।
@milanthelakoushiknanchhpr9164
@milanthelakoushiknanchhpr9164 Ай бұрын
ଦିନେ ଭରତୁହରି ସି ଏମ ହେବେ 🙏🙏🙏🙏🙏
@anandachandrasahoo7377
@anandachandrasahoo7377 Ай бұрын
He is an excellent personality
@nagarjunbehera7954
@nagarjunbehera7954 Ай бұрын
ଜୟ ଜଗନ୍ନାଥ sir❤
@ramachandrapanipani7424
@ramachandrapanipani7424 Ай бұрын
ଜୟ ଜଗନ୍ନାଥ !
@bhaktimarga853
@bhaktimarga853 Ай бұрын
ମୁଁ ଯେତିକି ଜାଣିଛି ସେ ଜଣେ ବିଜ୍ଞ ବ୍ୟକ୍ତି ।ମୋଟା ମୋଟି ଭଲ ଲୋକ ।
@sanjaypattanaik3168
@sanjaypattanaik3168 Ай бұрын
Great personality.
@bigdady1281
@bigdady1281 Ай бұрын
Great man
@amohapatra123
@amohapatra123 Ай бұрын
Jai Ho❤
@sushilsamal3789
@sushilsamal3789 Ай бұрын
Good, Better,Best
@ramachandrapanipani7424
@ramachandrapanipani7424 Ай бұрын
ଏକାମ୍ର ନିବାସରୁ କଟକ ଯାତ୍ରା ଅଗ୍ରଗତି ଆଣିଛି ।
@dinabandhumendili7019
@dinabandhumendili7019 Ай бұрын
Good bhartuhari sir ❤
@GolakBihariSahoo-o9f
@GolakBihariSahoo-o9f Ай бұрын
7ଥର କଟକ ଲୋକସଭା ସାଂସଦ, ବଡମ୍ବା -ନରସିଂହପୁର ନିର୍ବାଚନ ମଣ୍ଡଳୀକୁ ରେଳ ଗଡିବ କେବେ? ସାଂସଦ କହିବେକି? ଜୟ ଜଗନ୍ନାଥ
@ashutoshbarik7619
@ashutoshbarik7619 Ай бұрын
କାଲି ଗଡିବ
@lilamayasahu6669
@lilamayasahu6669 Ай бұрын
Bjd ku pachara Taku ta ଜିତାଇଛ
@omsahoo4370
@omsahoo4370 Ай бұрын
Bilkul bjd ku jita ki jahaku , state re BJP sarkar achi , nischay railway line haba darkar badma re
@munamishra9760
@munamishra9760 Ай бұрын
Tame tanku BJD re vote delabele kete thara pacharicha?
@bapunibaral3191
@bapunibaral3191 Ай бұрын
Tama ghara side re railway station heba
@gyanbharati2006
@gyanbharati2006 Ай бұрын
ଧନ୍ୟବାଦ ଭର୍ତ୍ତୃହରି ସାର ଓ ସଂଗ୍ରାମବାବୁ |ଅତି ସୁନ୍ଦର ଉପସ୍ଥାପନ 👍🙏🌹
@MotilalSwain-r9m
@MotilalSwain-r9m Ай бұрын
Lal krishna Advani great political leader 👏👏👏👏
@ramachandrapanipani7424
@ramachandrapanipani7424 Ай бұрын
ବାପା ପ୍ରଜାତନ୍ତ୍ରରେ କାର୍ଯ୍ୟ କରିବାକୁ ସମ୍ମତ ହୋଇଥିଲେ ।
@sukantabehera6090
@sukantabehera6090 Ай бұрын
Sangram Sir Next podcast Subrat Bagaji Sir ❤
@ramachandrapanipani7424
@ramachandrapanipani7424 Ай бұрын
ଏହା ଠିକ୍ କଥା : ଓଡ଼ିଆ ଲୋକେ ହିଁ କଙ୍କଡ଼ା ପରି ଅନ୍ୟ ଗୋଡ଼ ଟାଣନ୍ତି ।
@tufangantayat.
@tufangantayat. Ай бұрын
Jai shree Ram 🌹 🌹 🙏 🙏 🌹 🌹TUFAN
@Satya-pq8vt
@Satya-pq8vt Ай бұрын
Very nice
@Aimanullahsalaar
@Aimanullahsalaar Ай бұрын
Sir please🙏 sriram panda sir nku podcast karantu please🙏
@achyutanandanayak6739
@achyutanandanayak6739 Ай бұрын
Bahut sunder katha o sunder chintadhara.kintu gotten katha kahibi ki Bartuhari Babu jeun mane anyaya ,atyachara ,bhrastachara o ahankara re rahithiba netanku Balakumar aniparile nahin. Thanks.
@ramachandrapanipani7424
@ramachandrapanipani7424 Ай бұрын
ଦୁଇ ଦଳ ସାଙ୍ଗରେ ଥିଲେ ଭଲ ହୋଇଥା'ନ୍ତା ।
@madhusudanbehera2129
@madhusudanbehera2129 Ай бұрын
ଦୀର୍ଘ ବର୍ଷ ଧରି ସାଂସଦ ସ୍ପଷ୍ଟ ଭାବରେ ତାଙ୍କର ଜନ୍ମିତ ବାପା ଙ୍କ ନାମ ପ୍ରକାଶ କରିନପାରି ପାରୁ ନାହାଁନ୍ତି ଏହା ଘୋର ଲଜ୍ଜ୍ୟା
@Babulabehera-w9b
@Babulabehera-w9b Ай бұрын
@Argus podcast pls. bring some good teachers of odisha...
@debahuteepattanayak
@debahuteepattanayak Ай бұрын
Bapa maa nama luchaila je
@ramachandrapanipani7424
@ramachandrapanipani7424 Ай бұрын
ଟିକେଟ ମିଳୁ ନ ଥିଲେ ବି ନିର୍ବାଚନ ଲଢ଼ି ଜିତନ୍ତି ।
@ramachandrapanipani7424
@ramachandrapanipani7424 Ай бұрын
ଏହା ବି ଉଚିତ କଥା :: ନର ହତ୍ୟାକାରୀ ବିଦେଶୀ ଲୋକର ନାମରେ କଲେଜ୍ ବା ୟୁନିଭର୍ସିଟି ରହିବ କାହିକି ?
@ramachandrapanipani7424
@ramachandrapanipani7424 Ай бұрын
ଆମ୍ବ ଚୋରି କରି ପାଞ୍ଚ ସାଙ୍ଗ ବନ୍ଧା ହୋଇଥିବା ସ୍ମୃତି ମଉଜର ।
@bijaychoudhury8091
@bijaychoudhury8091 18 күн бұрын
Nice interview
@biplabmalik6059
@biplabmalik6059 Ай бұрын
Next pod cast re Mahanga MLA sarada pradhan nku dakantu (Bulu bhai)
@PurnachandraPanda-vx2nj
@PurnachandraPanda-vx2nj Ай бұрын
ଆମ M p ହେଲେମଧ୍ୟା ସୁଯୋଗରୁ MP କିନ୍ତୁ ଯୋଗ୍ୟତା ଆଧାରରେ ନୁହେଁ ।
@parsuramsahoo7509
@parsuramsahoo7509 Ай бұрын
ବହୁ ରୁପି ପରିବେଶ ,ପରିସ୍ଥିତି ଦେଖି ରଙ୍ଗ ବଦଲେ,।ସେଥି ପାଇଁ ଭାଗ୍ୟବାନ
@sarojkantamohanty2409
@sarojkantamohanty2409 Ай бұрын
Next cm of Odisha
@dillipkumarmahakul903
@dillipkumarmahakul903 10 күн бұрын
କଟକ ରୁ 7 ଥର MP ହୋଇ କଣ କରିଛନ୍ତି, କହିଲେ ଭଲ ହୁଅନ୍ତା, ବିଜୁ ବାବୁ କେନ୍ଦ୍ରାପଡ଼ା ପାଇଁ କଣ କରିଛନ୍ତି, ଆପଣ କହିବେ କି.
@ramachandrapanipani7424
@ramachandrapanipani7424 Ай бұрын
ଆପଣ ବି ରାଜନୀତି କରନ୍ତୁ, ଭଲ ଦେଶସେବା କରି ପାରିବେ ।
@bswain1168
@bswain1168 Ай бұрын
Very good 👍
@laxminarayanJena-u5k
@laxminarayanJena-u5k 21 күн бұрын
ସ୍ୱାଧୀନ ଛିଡା ହେଲେ କେତେ ଦମ ଜଣା ପଡ଼ିବ
@debasmitabikrant565
@debasmitabikrant565 Ай бұрын
Bhatru Hari Mahatab hauchanti ama Cuttackia nka garba... Se ama ghara pakhare ruhanti... Sie ama area ra Papu bhai😍
@ramachandrapanipani7424
@ramachandrapanipani7424 Ай бұрын
ପତ୍ନୀ ମହାଶ୍ୱେତା ପ୍ରତିଦିନ ଘରକୁ ଫେରିଲେ ଖାଇବା ଦେଇ ଖାଆନ୍ତି । ଏହା ଆଦର୍ଶର କଥା ।
Walking on LEGO Be Like... #shorts #mingweirocks
00:41
mingweirocks
Рет қаралды 7 МЛН
Кто круче, как думаешь?
00:44
МЯТНАЯ ФАНТА
Рет қаралды 4,1 МЛН
風船をキャッチしろ!🎈 Balloon catch Challenges
00:57
はじめしゃちょー(hajime)
Рет қаралды 75 МЛН
这是自救的好办法 #路飞#海贼王
00:43
路飞与唐舞桐
Рет қаралды 132 МЛН
Ram Janmbhoomi Ki Poori Kahaani - Archaeologist K. K. Muhammed
1:52:38
Ranveer Allahbadia
Рет қаралды 4,5 МЛН
Walking on LEGO Be Like... #shorts #mingweirocks
00:41
mingweirocks
Рет қаралды 7 МЛН