ଓଡ଼ିଆ ମୁରଲୀ ସଂଗୀତ :- ବାବାଙ୍କ ଆଶିଷେ ନିଜର ଚରିତ୍ରସୁଧାରି ଦେବା ହେ ଭାଇ....... ୪/୧୦/୨୦୨୪

  Рет қаралды 2,117

ODIASANGEET

ODIASANGEET

Күн бұрын

ଓଡ଼ିଆ ମୁରଲୀ ସଂଗୀତ :- ବାବାଙ୍କ ଆଶିଷେ ନିଜର ଚରିତ୍ରସୁଧାରି ଦେବା ହେ ଭାଇ....... ୪/୧୦/୨୦୨୪
ରଚନାକାର :- ବି. କେ. ଦେବସ୍ମିତା ଭଉଣୀ , ଅନୁଗୋଳ
ସଙ୍ଗୀତକାର :- ବି. କେ. ସ୍ୱରୂପା ଭଉଣୀ, କଳାହାଣ୍ଡି
ତ🙏🏻🙏🏻🙏🏻 ।। ଓମ୍ ଶାନ୍ତି ।। 🙏🏻🙏🏻🙏🏻
ତା ୦୪/୧୦/୨୦୨୪ରିଖ ମୁରଲୀ ଗୀତ
******************************
ବାବାଙ୍କ ଆଶିଷେ ନିଜର ଚରିତ୍ର
ସୁଧାରି ଦେବା ହେ ଭାଇ
ତାଙ୍କୁ ଏକା ସ୍ନେହେ ନିରତେ ସ୍ମରିଣ
ପାପ ସବୁ ଦେବା ଧୋଇ...
ପାପ ସବୁ ଦେବା ଧୋଇ... ।।୦।।
ବାବାଙ୍କ ସମାନ ବିଦେହୀ ହୋଇଣ
ସ୍ୱ ଧରମେ ସ୍ଥିତ ହେବା
ବିଚିତ୍ର ବାବାଙ୍କ ମତରେ ଚାଲିଣ
ଦେହଭାନ ଛାଡ଼ିଦେବା
ବନ୍ଧାୟମାନ ତ ବାବା ଯେ ଅଟଇ
ପବିତ୍ର କରିବା ପାଇଁ
ପାପ ସବୁ ଦେବା ଧୋଇ...।।୧।।
ସବୁଠାରୁ ଶ୍ରେଷ୍ଠ କଷ୍ଟ ବି ଅଟଇ
ଏ ଆଧ୍ୟାତ୍ମିକ ପାଠ ପଢା
ବାବାଙ୍କୁ ଚିହ୍ନିବା ସାଥିରେ ରଖିବା
ଦୃଢ଼ କରି ନିଶ୍ଚୟତା
ଏହି ପାଠ ପଢି ପବିତ୍ରତା ଧରି
ଯିବା ଟି ଉତ୍ତୀର୍ଣ୍ଣ ହୋଇ..
ପାପ ସବୁ ଦେବା ଧୋଇ...।।୨।।
ସର୍ବ ଶକ୍ତିମାନ ପିତାଙ୍କ ସନ୍ତାନ
ମାଲିକ ହେବା ଶକ୍ତିର
ଆତ୍ମା ପାଠ ପକ୍କା ହୋଇବ ସହଜ
ମାୟା ହୋଇଯିବ ଦୂର
ସର୍ବ ପରିସ୍ଥିତେ କଲ୍ୟାଣ ମଣିବା
ତ୍ରିକାଳ ଦରଶୀ ହୋଇ...
ପାପ ସବୁ ଦେବା ଧୋଇ....
ବାବାଙ୍କ ଆଶିଷେ...
ସୁଧାରି ଦେବା..
ତାଙ୍କୁ ଏକା ସ୍ନେହେ..
ପାପ ସବୁ ଦେବା ଧୋଇ...।।୩।।
(ସ୍ୱର - ଷାଠିଏ ପଉଟି ଭୋଗରୁ ତୁମର)
***********************************
🙏🏻🙏🏻🙏🏻 ।। ଓମ୍ ଶାନ୍ତି ।। 🙏🏻🙏🏻🙏🏻

Пікірлер: 18
@BinapaniMohapatra-d6o
@BinapaniMohapatra-d6o 10 күн бұрын
Very nice singing my sister
@Shreemat1
@Shreemat1 10 күн бұрын
Thanks Baba bahut sundar
@MURLISANGEET
@MURLISANGEET 10 күн бұрын
Thanks baba 🙏
@santilatapanigrahi3589
@santilatapanigrahi3589 10 күн бұрын
❤❤very nice singing
@MURLISANGEET
@MURLISANGEET 10 күн бұрын
dhanyawad baba
@bksanjay2208
@bksanjay2208 10 күн бұрын
Nice om shanti
@swaruparanihota3398
@swaruparanihota3398 10 күн бұрын
Om shanti
@MURLISANGEET
@MURLISANGEET 10 күн бұрын
Om Shanti
@MURLISANGEET
@MURLISANGEET 10 күн бұрын
Om Shanti
@alekhakumarsahoo1133
@alekhakumarsahoo1133 10 күн бұрын
Very nice song. Thank you bhauni.
@swaruparanihota3398
@swaruparanihota3398 10 күн бұрын
Thanks to baba
@MURLISANGEET
@MURLISANGEET 10 күн бұрын
Om Shanti
@jamunasamal4687
@jamunasamal4687 10 күн бұрын
💐🙏 biutiful behrnji
@swaruparanihota3398
@swaruparanihota3398 10 күн бұрын
My baba is most beautiful
@MURLISANGEET
@MURLISANGEET 10 күн бұрын
Om Shanti
@MURLISANGEET
@MURLISANGEET 10 күн бұрын
Om Shanti
@samishkumarmishra2730
@samishkumarmishra2730 9 күн бұрын
❤❤❤ very nice vauja
@nirmalbhokta2666
@nirmalbhokta2666 9 күн бұрын
Thank to singer and writer.
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 18 МЛН
Ozoda - Lada ( Official Music Video 2024 )
06:07
Ozoda
Рет қаралды 28 МЛН
这到底是怎么做到的 #路飞#海贼王
00:10
路飞与唐舞桐
Рет қаралды 4,1 МЛН
Durga puja 2024 ..day of ashtami/nawami
6:21
Champa Murmu
Рет қаралды 4
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 18 МЛН