ଶିକ୍ଷକମାନେ ଶିକ୍ଷାବ୍ୟବସ୍ଥା ଭୁଲି ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବାର ଚିତ୍ର ଦେଖିବାକୁ ମିଳୁଛି

  Рет қаралды 379,254

Sunstar TV

Sunstar TV

Күн бұрын

ଶିକ୍ଷକମାନେ ଶିକ୍ଷାବ୍ୟବସ୍ଥା ଭୁଲି ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବାର ଚିତ୍ର ଦେଖିବାକୁ ମିଳୁଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଉଛି, ସରକାରୀ ଶିକ୍ଷୟତ୍ରୀଙ୍କ ଦବଙ୍ଗ ଗିରି
#Jajpur #GovermentSchool #Sunstartv #Odisha
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/...
➠KZbin: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv

Пікірлер: 394
@abhayaswain5246
@abhayaswain5246 2 жыл бұрын
Head didi bahuta bhala teacher A sabu stap nku Aout karajau 👈👈👈👈
@bibekpattnayak8945
@bibekpattnayak8945 2 жыл бұрын
୨୮ ବର୍ଷ ହେଲା ଗୋଟେ ସ୍କୁଲ ରେ ଏ ଶିକ୍ଷକ ଅଛନ୍ତି। ପ୍ରଥମେ ଏ ମହାଶୟ ଙ୍କୁ ବଦଳି କରାଯିବା ଦରକାର୍।
@jitendranayak615
@jitendranayak615 2 жыл бұрын
Are bhai se kahiba katha 28 barsa sikhya debaare a hali Pradhan sikhyaka dekhinahanti
@ajayadas7142
@ajayadas7142 2 жыл бұрын
ଶିକ୍ଷା ବିଭାଗ ତାଙ୍କୁ dismiss କରୁ । ବହୁ ଶିକ୍ଷିତ ପିଲା ଶିକ୍ଷକ ହେବାକୁ ଅପେକ୍ଷାରତ।
@NatureztheartofGod
@NatureztheartofGod 2 жыл бұрын
Thik katha .....old age tym sarila young generation (jeunmane nihati se kamaku bhala bhabe chalei paribe)semananku recruit karajau .
@tukunakisanmaster6104
@tukunakisanmaster6104 2 жыл бұрын
Right 👍
@SanjayKumar-mi1in
@SanjayKumar-mi1in 2 жыл бұрын
Exactly, thik kahile
@pratyusrashmidas4222
@pratyusrashmidas4222 2 жыл бұрын
I am wanting for tht
@NaliniBhol-t6x
@NaliniBhol-t6x Ай бұрын
Loo9I'll😅​@@NatureztheartofGod
@mktknowledge5084
@mktknowledge5084 2 жыл бұрын
କିଛି ଅର୍ଥ ମିଳି ନ ଥିବାରୁ ଶିକ୍ଷକ /ଶିକ୍ଷୟିତ୍ରୀ ମୁହଁ ଖୋଲିଲେ ।
@mssucheta7652
@mssucheta7652 2 жыл бұрын
ଓଡିଶାର ପ୍ରାୟ ଅଧିକାଂଶ ସ୍କୁଲରେ ଏପରି ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ପ୍ରକୃତରେ ଏ ଆଜ୍ଞାଙ୍କର ଦବଙ୍ଗଗିରି । ପାଣ୍ଡିଆନ୍ ବାବୁଙ୍କର ପାଖ ଲୋକ ।
@bibhutibhusannayak6445
@bibhutibhusannayak6445 3 ай бұрын
Right
@arabindapatel5076
@arabindapatel5076 2 жыл бұрын
ଜାଣିଶୁଣି ଘରେ ଗଣମାଧ୍ୟମ କୁ ପୂରା ହୋଇଛି, ୨୮ ବର୍ଷ ଧରି ରହିଲା ବେଳକୁ ଏବେ ଅନୁଶାସନ ମାନିବା କଷ୍ଟ ହେଉଛି, ଠକ୍ ମାନଙ୍କ ଉପରେ କାମ ଚାପ ପଡୁଥିବା ର ବାସ୍ନା ଆସୁଛି । ମତାମତ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ସହ ପ୍ରଧାନଶିକ୍ଷୟିତ୍ରୀ ମହୋଦୟ ଙ୍କୁ ବଦଳି କରି ବିଦ୍ୟାଳୟ କୁ ବଞ୍ଚାନ୍ତୁ ।
@kailaschandradas3144
@kailaschandradas3144 2 жыл бұрын
ଜାଣିଶୁଣି ଗଣମାଧ୍ୟମ କୁ ବିଦ୍ୟାଳୟରେ ପୁରା ଯାଇଛି ର ଅର୍ଥ ବୁଝି ହେଲାନି. ଆପଣ କଣ ଚାହୁଁ ଥିଲେ ପୁରା ନହୋଇ ଥିଲେ ଭଲ ହୋଇ ଥାନ୍ତା !
@skpbharatiyasanskruti
@skpbharatiyasanskruti 2 жыл бұрын
ମୋତେ ଲାଗୁଛି hm ତୁମ ଘର ଲୋକ
@MishraRecords
@MishraRecords 2 жыл бұрын
ଅନ୍ୟ ସବୁ କାର୍ଯ୍ୟାଳୟ ରେ କିଏ କେମିତି ଆସୁଛନ୍ତି ଦେଖନ୍ତୁ, ଘର କଳି ସମାଧାନ କରି ନପାରିଲେ ଚୁପ ଚାପ ନିଜ କାମ ଠିକ ରେ କରିଚାଲ, ଅଯଥା ବାହାର ଲୋକ ଙ୍କୁ ଡାକି BEO, DEO, ଆଉ ସରକାର ଙ୍କୁ blame କାହିଁକି କରୁଛ, ଏହା ସମାଧାନ ର ରାସ୍ତା ନୁହେଁ, 🙏
@janakidash6833
@janakidash6833 2 жыл бұрын
ରଞ୍ଜନ. Sir ବହୁତ. ଭଲ. DEO.
@ramaniranjanroutray7851
@ramaniranjanroutray7851 2 жыл бұрын
ଏଠି full ରାଜନୀତି ଚାଲିଛି I 28 ବର୍ଷର sir ଏଠି full ରାଜନେତା I ସେ କାହା order ମାନିବେ ନI କଣ ?
@pravanjansamal6261
@pravanjansamal6261 2 жыл бұрын
Mu jaha bhabuchi eia school re politics chalichi. Headmistress actually thik re achhanti se adhika guide karu chhanti boli ethipain problem. Headmistress nku fasai dia hauchi.
@kamarnalibhadra2924
@kamarnalibhadra2924 2 жыл бұрын
ଟଙ୍କା ଅଧିକା ହେଲେ ଧିରେ ଧିରେ ସବୁ ଅଧିକା ହେଇଯାଏ । ସମୟ ପରିବର୍ତ୍ତନସୀଳ ।
@padmacharanratha647
@padmacharanratha647 2 жыл бұрын
ଶିକ୍ଷକ ମାନଙ୍କର ଆହୁରି ଦରମା ବଢାଅ । ଆଉ କିଛି କରନାହିଁ । ଶିକ୍ଷା ବିଭାଗ ରେ କାମ କମ୍ ଦରମା ଅଧିକ । ତେଣୁ ଏହି ଅବସ୍ଥା । କେବଳ ବିକଳ୍ପ ପନ୍ଥା ହେଉଛି No work no pay
@sureshsireducationpoint8248
@sureshsireducationpoint8248 2 жыл бұрын
ଅପାରଗ BEO , DEO ମାନଙ୍କ ଯୋଗୁଁ ଏପରି ହେଉଛି ।
@ranjit8799
@ranjit8799 2 жыл бұрын
Bhai eei dita sabuthu bada chora
@jajatisahoo
@jajatisahoo 2 жыл бұрын
Touter dalaa
@skysahu6151
@skysahu6151 Ай бұрын
They gets money from these teachers
@prayashswain7959
@prayashswain7959 2 жыл бұрын
ତିନି ଵବୁମଧାରି ଭାଇ ମାନଙ୍କୁ ଅନୁରୋଧ କାର୍ଯ୍ୟାନୁଷ୍ଠାନ ପରେ ପୁଣି ଏମିତି ଏକ ଭିଡିଓ ଅପଲୋଡ କରିବେ 🙏
@manoranjanmohanta4095
@manoranjanmohanta4095 2 жыл бұрын
Correct
@srisaidesignvastu9209
@srisaidesignvastu9209 2 жыл бұрын
ଉପରେ ହାତ ଅଛି ।
@odiajhiosabitri1987
@odiajhiosabitri1987 2 жыл бұрын
DEO sir very punctual I respected u sir 🙏🙏
@hariharmajhi2489
@hariharmajhi2489 2 жыл бұрын
😂😂
@janakidash6833
@janakidash6833 2 жыл бұрын
28 ବର୍ଷ. ରହିବା. ବୁଢା. Group leader
@PradeepKumar_yt
@PradeepKumar_yt 2 жыл бұрын
ସରକାରୀ ସ୍କୁଲ ଠିକ୍ ପରିଚାଳନା ନ ହେଲେ ପିଲା ମାନେ ଅଶିକ୍ଷିତ ହୋଇ ଯିବେ
@kailashchandramohapatra1877
@kailashchandramohapatra1877 2 жыл бұрын
All the teachers should put on the same kind of uniforms in Govt UGHS(from 1 to 10 class) to avoid the feelings of the teachers & students.
@beautifulmemories439
@beautifulmemories439 2 жыл бұрын
A mausa bada harami... 27 years ai school achi prathame mausa ku transfer hau sabu thik hai jibo
@debanandapatro6754
@debanandapatro6754 2 жыл бұрын
ସରକାରଙ୍କୁ ଏତିକି ଅନୁରୋଧ ଶିକ୍ଷକଙ୍କ ଦରମା ବୃଦ୍ଧି କରନ୍ତୁ
@myvillage4617
@myvillage4617 2 жыл бұрын
Kn 100000lakh koribe na kn kn techer nka pua ki 😁
@roll09
@roll09 2 жыл бұрын
Odisha re 80%school re emiti hauchhi
@madhusmitamohanty2332
@madhusmitamohanty2332 2 жыл бұрын
Kebala odisha nuhan,bihar up,sabu ade...karana government education, treatment e dita ebe varatre avaba...e dita thik chalile..n8je sarkar ku bi dosa debe.tenu lokanku emti murkha Regina,sabu bele asibidha re ruhantu...tanka kama re m8nda na khelantu..
@prafullatripathy7138
@prafullatripathy7138 2 жыл бұрын
ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପଛରେ ନିଶ୍ଚୟ ଗୋଟିଏ ବଡ଼ ନେତାର ହାତ ଥିବ ।
@dr.bhabeshbiologyhub2699
@dr.bhabeshbiologyhub2699 2 жыл бұрын
Suspend this headmistress immediately and take action
@prakashdalai4401
@prakashdalai4401 2 жыл бұрын
A sala master 28 years hela gotia school re kan karuchhi. Sei sala rajaniti kari media daki badlam karibaku chahonchhi salaku jaldi trf kara aga.
@bijayasethi8216
@bijayasethi8216 2 жыл бұрын
U r right bro
@harekrishnaratha6376
@harekrishnaratha6376 Жыл бұрын
ଗାଲୁଆ ସହକାରୀ। ପ୍ରଧାନ ଶିକ୍ଷକ ର ଦାୟିତ୍ୱ ଅଛି । ତୁମ ଭଳି touter ନୁହେଁ।
@nityanandaghosh1659
@nityanandaghosh1659 2 жыл бұрын
ପାଞ୍ଚ ବର୍ଷ ରେ transfer ଦରକାର,,ସବୁ ଠିକ୍ ହୋଇଯିବ
@pragyansismohapatra6850
@pragyansismohapatra6850 2 жыл бұрын
Barsaku thare transfer karajau... Bahut maal miluchi emananku...
@rajakishorsahu5641
@rajakishorsahu5641 2 жыл бұрын
28 ବର୍ଷ ହେଲା staff ସବୁ ଅଛ l ଏବେ ନିୟମ strong hebaru ସବୁ teacher କୁ କଷ୍ଟ ହଉଚି l BEO ଏବଂ DEO sir ଙ୍କୁ ଅନୁରୋଧ ଠିକ ଭାବରେ ତଦାରଖ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ.
@skysahu6151
@skysahu6151 Ай бұрын
BEO & DEO both are corrupt 😂😂.. Thts why they will do nothing 😂
@premalatanaik4824
@premalatanaik4824 6 күн бұрын
Right madam
@lalmohanmahananda4260
@lalmohanmahananda4260 2 жыл бұрын
Good bite of D.E.O
@kshanadamishra3990
@kshanadamishra3990 2 жыл бұрын
ଏ ସ୍କୁଲ ରେ politics ଚାଲିଛି. ସ୍କୁଲ ପିଲାଙ୍କୁ ଶିଖେଇଛନ୍ତି headmaster ନାଁ ରେ କହିବାକୁ.
@satyjitpatra9999
@satyjitpatra9999 2 жыл бұрын
Right
@arabindapatel5076
@arabindapatel5076 2 жыл бұрын
Very true
@renukamanjarijena9136
@renukamanjarijena9136 2 ай бұрын
Right
@somanathkhara8368
@somanathkhara8368 3 ай бұрын
ଡବଙ୍ଗ ଗିରି କରବାର ଆକା, ଶିକ୍ଷକ ଙ୍କୁ କ'ଣ ବୋଲି ଭାବୁଛନ୍ତି ତମେ?
@rameshchandrasethy2966
@rameshchandrasethy2966 2 жыл бұрын
Why a teacher is in a school for twenty eight years, he himself is a faithless & doing politics is a character less for education department. Strong action is extremely important required
@deepaksahoo3447
@deepaksahoo3447 2 жыл бұрын
Emanti school odisha 90% sarkari school achi
@mangulunahak6204
@mangulunahak6204 2 ай бұрын
ସେ ହେଡମାଷ୍ଟରାଣୀ ର ଚର୍ବି ହେଇଗଲାଣି ଠକି ଠକି ତାକୁ ତୁରନ୍ତ ଆଉଟ କରାଯାଉ 👍
@sabarcreativesomedifferent2183
@sabarcreativesomedifferent2183 2 жыл бұрын
ମାଷ୍ଟର ହିଁ ମାଷ୍ଟର ର ଶତ୍ରୁ । ଗୋଟେ school ରେ 28 years ସେ ବୁଢ଼ା ମାଷ୍ଟର ହିଁ ନାଟ ଲଗେଇ media ଡାକିଛି।
@dularamsoren4887
@dularamsoren4887 2 жыл бұрын
ଭଲ କଥା । ମାଡ ଅଭାବ ହେଲାଣି ! ଏ ବୁଢ଼ୀ କୁ ଗାଁ ମହିଳା ମାନେ ପେଟେଣ୍ଟ ମେଡିସିନ ଦ୍ବାରା ସାଵାଡ କରନ୍ତୁ ।
@santoshbehera1687
@santoshbehera1687 Ай бұрын
ନିଜେ ଦିଦି ହେଉଛନ୍ତି ସରକାର। ସେ ପରା ସଦାମ୍ ହୁସେନ ।
@sasikantasahoo519
@sasikantasahoo519 Ай бұрын
Imrediately suspended karantu
@biswaranjanbariki8749
@biswaranjanbariki8749 2 жыл бұрын
Head mistress thik …other teachers mane politics karuchhanti
@manoranjanmndal1578
@manoranjanmndal1578 2 жыл бұрын
ଏମାନେ ପଦବୀର ଲାଳସା ପାଇଁ ନାଟ
@tankadharsabar1656
@tankadharsabar1656 3 ай бұрын
ମୋହନ ସାର ବଦଳି କରିଦିଅନ୍ତୁ ଅନ୍ୟ ଜିଲ୍ଲା କୁ ଶିକ୍ଷକ ଜାଣିବା 25 ବର୍ଷ ର ଚାକିରୀ ପଣ୍ଡା ମମ୍ ଦାଦାଗିରି କରୁଛି ଚାକିରି ଛାଡ ନହେଲେ
@jagandas5249
@jagandas5249 2 жыл бұрын
Dhanya ea sir ,mdm dhanya ea Sarkar manibaku padiba
@piyushrajkumar15
@piyushrajkumar15 2 жыл бұрын
ଏଗୁଡ଼ାକ ମାଟ୍ରିକ ପରୀକ୍ଷା ଦେଲେ ଗାନ୍ଧୀ ଡିଭିଜନରେ ମଧ୍ୟ ପାସ କରି ପାରିବେ ନାହିଁ
@sanjeebpadhan6755
@sanjeebpadhan6755 2 жыл бұрын
Absolutely
@sunakarsethy6921
@sunakarsethy6921 2 жыл бұрын
ଓଡ଼ିଶା ରେ ସବୁ ସ୍କୁଲ୍ ମାନଙ୍କୁ ଯାଇ ତଦନ୍ତ କରାଯାଉ ସେଠାକାର ଶିକ୍ଷକ ମାନେ ପିଲାମାନଙ୍କୁ କିପରି ଶିକ୍ଷ୍ୟା ପ୍ରଦାନ କରୁଛନ୍ତି ତାର ସଠିକ୍ ତଦନ୍ତ କରିବା ଉଚିତ୍ ସବୁ ସ୍କୁଲ୍ ର ଟିଚର ମାନେ ପିଲାମାନଙ୍କୁ ପାଠ ପଢେଇବାକୁ ସଠିକ୍ ଭାବେ ଯୋଗ୍ୟ କି ନାହିଁ ତାର ତଦନ୍ତ ହେବା ନିହାତି ଦରକାର ଆଉ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମୋର ଏତିକି ଅନୁରୋଧ ଦୟା କରି ଯଦି ସବୁ goverment school ଗୁଡାକୁ ଯଦି ଦିଲ୍ଲୀ ସରକାର ଯେମିତି ସବୁ goverment school ଗୁଡାକୁ ଯେମିତି ପ୍ରାଇଭେଟ୍ ସ୍କୁଲ୍ ପରି କରି କରି ଦେଇଛନ୍ତି ଯଦି ଓଡ଼ିଶା ସରକାର ଯଦି ସେଇଭଳି ଭାବେ ସବୁ goverment school ଗୁଡ଼ିକୁ ପ୍ରାଇଭେଟ୍ ସ୍କୁଲ୍ ପରି କରି କରିଦିଅନ୍ତେ ତାହା ହେଲେ ସବୁ ଗରିବ ମିଡ଼ିଲ ସ୍ଲାସ୍ ର ଲୋକ ମାନଙ୍କର ପିଲା ମାନେ ବି ବହୁତ ଉପକୃତ ହୁଅନ୍ତେ ମୋର ମାନ୍ୟବର ମନ୍ତ୍ରୀଙ୍କୁ ଏତିକି ଅନୁରୋଧ ଦୟା କରି ଏଥି ପ୍ରତି ଧ୍ୟାନ ଦିଅନ୍ତୁ
@narendravlogs
@narendravlogs 2 жыл бұрын
ଏ ସମସ୍ତ ବ୍ୟବସ୍ଥା ପାଇଁ BJD ସରକାର ଦାୟୀ।ଏ ସରକାର ଶିକ୍ଷା ବ୍ୟବସ୍ଥା କୁ ଧୂଳିସାତ କରିଦେଲେ ।ଯିଏ ନିଜେ ସଚେତନ ହେବ ତାର ପିଲା ପାଠ ପଢିବ
@piyushrajkumar15
@piyushrajkumar15 2 жыл бұрын
ଲୋକମାନେ ଶିକ୍ଷିତ ହେଲେ ସରକାର ପାଇଁ ବିପଦ ତେଣୁ ସବୁ ରାଜନେତା ଚାଁହାନ୍ତି ଜନସାଧାରଣ ସବୁବେଳେ ମୂର୍ଖ ହେଇ ରୁହନ୍ତୁ
@alokjally8157
@alokjally8157 3 ай бұрын
Immediately Take In Action
@silparaut5352
@silparaut5352 2 жыл бұрын
Biometrics system rakhile Jana padijiba ketebele asichanti ketebele jauchanti
@AshokKumarBhoi-g3t
@AshokKumarBhoi-g3t 2 ай бұрын
School re Rajaniti karanahi
@KLAUSjager-jn6ml
@KLAUSjager-jn6ml 2 жыл бұрын
28yrs gotiye school rey kaahinki ? Transfer heini boli bibhrata srusti
@rajneeshkumar1303
@rajneeshkumar1303 2 жыл бұрын
28 bardha dhari gote school re rahi le rajaniti kariheba... Mote laguchi Headmistress madam thik achanti, kama pressure delabelaku emane tanku fasauchanti.... Mu ta primary mu kanhiki 1-10 routine baneibi... Aaithru sabu bujhiheuchi kibhalia politics chalichi seithi
@LukoMajhi
@LukoMajhi 2 ай бұрын
ପ୍ରାଇମେରୀ ସ୍କୁଲ ଆଉ ହାଇ ସ୍କୁଲ୍ ମିଶିକି ଥିଲେ ଏ ସମସ୍ୟା ନୂଆ ନୁହେଁ ଏଇଟା ପରଂପରାରେ ହୋଇ ଆସୁଛି ସବୁଠାରୁ ଠିକ ହେବ ଯେତେବେଳେ ପ୍ରାଥମିକ ପାଇଁ ଜଣେ ଆଉ ହାଇ ସ୍କୁଲ୍ ପାଇଁ ଜଣେ ଲେଖାଏଁ ପ୍ରଧାନ ଶିକ୍ଷକ ଦାୟିତ୍ବ ଦେଲେ କିଛି ମାତ୍ରାରେ ସମାଧାନ ହୋଇପାରେ ଏଇଟା ସୁନିଶ୍ଚିତ।
@easternstaroranic9690
@easternstaroranic9690 2 жыл бұрын
Headmistre is good admistrater and Principal. We support her duty. 🙌
@santoshkumarswain7486
@santoshkumarswain7486 2 жыл бұрын
Education system.. ...of Odisha.
@prince____pintu4398
@prince____pintu4398 2 жыл бұрын
Jajpur Area Raja dekhauchanti 😡😡 କଳି ଜୁଗ ର ଶେସ ସମୟ
@xyzrockzzz2563
@xyzrockzzz2563 2 жыл бұрын
Inspir from madam gita rani film 😂😘
@techyiclips
@techyiclips 2 жыл бұрын
Salary badhei chala Nabinaaaa
@devrajsinghofficial
@devrajsinghofficial 2 жыл бұрын
Education Deptt should be taking action on this HM immediately.... ପିଲା ମାନଙ୍କ ଭବିଷ୍ୟତ ଅନ୍ଧାର ରେ ପିଟି ହେଉଛି !
@rajendrasahu7912
@rajendrasahu7912 2 жыл бұрын
Madam pura power achhi... Upper level officers nka Saha....
@BiswasiBarla
@BiswasiBarla 3 ай бұрын
Teacher Mane bahuta abahela karuchanti
@santoshkumarsahu9103
@santoshkumarsahu9103 2 жыл бұрын
Suspend them immediately
@janakidash6833
@janakidash6833 2 жыл бұрын
Pry tr ରୁଟିନ କରିବେ. ନାହିଁ କିଏ କହିଛି.
@chittaranjannayak9303
@chittaranjannayak9303 2 жыл бұрын
ତୁମକୁ ରୁଟିନ କରିବାକୁ ଦେଲେ ବିନା ସ୍ଟାଫ ମିଟିଂରେ ତୁମେ ବୋଧେ କରିଦବ । statement ଦବା ସହଜ । ସପ୍ତାହରେ ଦଶଟି ଶ୍ରେଣୀରେ କେତେ Period କେତେ ଶିକ୍ଷକ , କେଉଁ ବିଷୟ କିଏ ନେବେ ଏସବୁ ଆଲୋଚନ। କରି ଦାୟିତ୍ବ ଦିଆଯାଏ ।
@harekrishnaratha6376
@harekrishnaratha6376 Жыл бұрын
ସବୁ ସହକାରୀ ଟାଉଟର
@bhagabanpradhanbhagabanpra5497
@bhagabanpradhanbhagabanpra5497 2 жыл бұрын
Teachers are doing politics Mainly BJD politics. Jajpur King kong is behind her. Nobody can do anything against her. Mo Sarkar, Mo School, Mo BJD.
@nalinibag1349
@nalinibag1349 2 жыл бұрын
Power of nabin babu aapana mane khusi ta
@dharitrisahoo6314
@dharitrisahoo6314 2 жыл бұрын
Mora midia bhai mananku anurodha je prathame thik se tarjama karantu ta pare news chhadantu Karana 1st class to 8th ugme jahaki 6.30 ru 9th to 10th 7.00 ru jadi gote loka 7 ta re aasuchhi se ketebele chhuti hauchi janiba katha khali aasiba ta dekhai kahaku apaman kariba katha nuhen jadi chhuti 11.30 re thae se jadi 4.00ta re jauthibe aapana mane tanku extra darama debe ki sethipain school ku jiba and aasiba time table dekhantu
@chinmaykumar1821
@chinmaykumar1821 2 жыл бұрын
Actually re thaka heuchanti ae primary teacher....semane sei Dali au anda ru agoku jaiparunahanti...
@rajneeshkumar1303
@rajneeshkumar1303 2 жыл бұрын
😄🤣🤣🤣🤣🤣🤣.. Emiti padhauchanti j pila nku +,- asuni, odia padhi asuni😄
@sambitmm7287
@sambitmm7287 2 жыл бұрын
This head mistress is absolutely right ...how can a parent would be ble send their children in 6.am.
@SidharthaMunda-t6k
@SidharthaMunda-t6k 2 ай бұрын
ଚୁରର ଲଲ୍
@BHAKTA4334
@BHAKTA4334 2 жыл бұрын
ମୋର କେହି କିଛି କରିପାରିବେ ନାହିଁ... what the confidence is!!!
@HareKrushna-f3d
@HareKrushna-f3d 3 ай бұрын
ପୁଣ୍ ସେ ଯାଯପୁର ।ଜାଜପୁର ନହୋଇ ଆରଟା ହେଉ
@surendrakumarpatra4907
@surendrakumarpatra4907 2 жыл бұрын
Ucha jati emiti kale kehi kichi kahibeni Kintu St SC kale kahibaku bahut
@PRAVASH732
@PRAVASH732 2 жыл бұрын
NEW EDUCATION POLICY କେବେଠୁ ଲାଗୁ ହେବ
@uplovershorts8762
@uplovershorts8762 2 жыл бұрын
Amiti sabu school 🏫 re media jiba darkara
@tankadharsabar1656
@tankadharsabar1656 3 ай бұрын
Other district re chenge କରିଦିଆଯାଏ ତେବେ ସୁଧୁରିବ
@Cosmic_karma_91
@Cosmic_karma_91 2 жыл бұрын
Bjd jindabad
@jugajyotimahanta5623
@jugajyotimahanta5623 2 жыл бұрын
All school face same problem .One solution for this type of incident . If govt. take steps to increase the power SMC /SMDC .Teacher transfer proposal should be submitted by the SMC/ SMDC every year and act accordingly .In this manner I am sure that no committee recommends good teacher for transfer .others bad teachers are placed in punishment area automatically.
@saradaacademykanakpurestd.3047
@saradaacademykanakpurestd.3047 2 жыл бұрын
ଆଉ ଆଜ୍ଞା SMC etc କୁ ଭର୍ତ୍ତି କରନ୍ତୁନି... ସ୍କୁଲ ଆଉ ଶିକ୍ଷା ଅନୁଷ୍ଠାନ ହେଇକି ନହ୍ନି. ରାଜନୈତିକ ବାତାବରଣ ସେଠି ପହଂଚି ସାରିଛି.. Only reason school is now a source of income for others... Plz grass root level ku asi anubhab kari dekhantu
@sankarsanbehera9487
@sankarsanbehera9487 3 ай бұрын
Take action
@akshaydikshit
@akshaydikshit 2 жыл бұрын
All r against her... Find the truth..
@bhagyadharanayak
@bhagyadharanayak 2 ай бұрын
ଦାୟିତ୍ୱ ହୀନତା
@butkistar1787
@butkistar1787 2 жыл бұрын
ପ୍ରକୁତରେ ଆଜିକାଲି ଭଲ ଶିକ୍ଷକ ଆଉ ଶିକ୍ଷୟତ୍ରୀ ନାହାନ୍ତି ବୋଲି ଆଜି ଶିକ୍ଷା ବି ନାହିଁ ସତ କହିବାକୁ ଗଲେ ଆଜି କଲି ର ଗୁରୁ ମାନେ ଯିଏ ଟିକେ ଭଲ ପଡ଼େ ଆଉ ଯିଏ ବଡ଼ ଲୋକ ଘର ଚୁଆ ତାକୁହିଁ ଶିକ୍ଷା ଦିଆ ଯାଇଛି ଆଉ ତାକୁ ହିଁ ସବୁ ସୁବିଧା ଆଉ ଗୋଟେ ଗରିବ ଆଉ କାମ ପଢୁଥିବା ପିଲାକୁ କେହି ଦେଖନ୍ତିନି ଯଦି ଗୋଟେ ଗରିବ ଆଉ କମ୍ ପଢ଼ୁ ଥିବା ପିଲା କୁ ଭଲ ଶିକ୍ଷା ଦେଇ ସମାଜ ରେ ଭଲ ମଣିଷ ଟେ ଗଢି ତୋଳିବେ ତାଙ୍କୁ କୁହାଯାଏ ଗୋଟେ ଭଲ ଶିକ୍ଷକ ଆଉ ଏମିତି ଶିକ୍ଷୟତ୍ରୀ ଶିକ୍ଷ୍ୟା ପାଇଁ କଳଙ୍କ 🙏🙏🙏🙏🙏ଭୁଲ ଥିଲେ କ୍ଷମା କରିବେ 🙏🙏madam ଯଦି ଆପଣଙ୍କର ବୟସ ଆଉ ବୁଦ୍ଧି ବ୍ରଷ୍ଟ ହେଲାଣି ତ ଆପଣ ଆଉ ଶିକ୍ଷା ଦିଅନ୍ତୁ ନାହିଁ plz🙏
@tunarout964
@tunarout964 Ай бұрын
ମେଣ୍ଡା ଗିହା sunstar ରିପୋଟର ମାନେ ଭୁଲ କରି ଗାଣ୍ଡି ମରେଈ ବେଉଛନ୍ତି
@beautifulmemories439
@beautifulmemories439 2 жыл бұрын
Ai mousa sabu micha kahichi.... A mousa ku age transfer karajau...
@gajanandalei5730
@gajanandalei5730 2 жыл бұрын
ପ୍ରତି ବର୍ଷ teacher recruitment କାହିଁ ଭାଇ??, ଆଜକୁ ୬ ବର୍ଷ ହେଲା ପ୍ରାଥମିକ ଶିକ୍ଷକ ନିଯୁକ୍ତି ନାହିଁ
@sanjayhembram6744
@sanjayhembram6744 2 жыл бұрын
Great hm
@sknayak2743
@sknayak2743 Ай бұрын
କଥା କି? ହୁଁ ହୁଁ କରି କାମ ଚାଲିଛି!
@SanjayKumar-mi1in
@SanjayKumar-mi1in 2 жыл бұрын
The BEOs and DEO Sir should investigate and supervise the different schools in their district from time to time. If anybody is lacking or doing wrongly, then take immediate action just like Madam Aparajita Sarangi was taking when she was in government job
@padmanavadehuri2668
@padmanavadehuri2668 2 ай бұрын
28 ବର୍ଷ କେମିତି ରହିଛ ଲଜ୍ୟା😂
@Jayasanta-m7s
@Jayasanta-m7s 2 ай бұрын
ପିଲାଙ୍କ ପାଇଁ ନିଜ ପେଟ ପଶୁଛ, ପୁଣି ପ୍ରଶ୍ନ ପଚାରିଲେ ଉତ୍ତର ଦେଇ ପାରୁନ ରାଗି ଯାଉଛ, କି ବାଳ ଶିକ୍ଷକ ତୁମେ ହୋଇଛ, ଚାକରି ଛାଡି ବାଳ ବେପାର କରୁନ ତୁମ ଇଚ୍ଛାରେ ଭଲ ହେବ.
@sarojkumarjena9052
@sarojkumarjena9052 Ай бұрын
No compermis only action dismis dismis dismis
@rashmiranjanbarik9369
@rashmiranjanbarik9369 2 жыл бұрын
Good job
@swatisubhadarshinee8448
@swatisubhadarshinee8448 2 жыл бұрын
Yemti bohut school achi jouthi HM nijaku bhagaban bhabuchanti
@monalisharout9380
@monalisharout9380 2 жыл бұрын
Amiti teacher nka pain mo school badnam 😭😭😭😭😭😭
@foodvillagebylipu
@foodvillagebylipu 2 жыл бұрын
Suspend kara jaldi se lady ku
@n.srinibashpattnaik3457
@n.srinibashpattnaik3457 2 жыл бұрын
Our Govt will be take action even to terminate this Headmistress
@pinkeshwarbhoi8602
@pinkeshwarbhoi8602 2 жыл бұрын
Jana padichhu sabu Rajaniti chalichhe,
@saradaacademykanakpurestd.3047
@saradaacademykanakpurestd.3047 2 жыл бұрын
ଶିକ୍ଷକମାନେ ଯୋଉ heading ରେ ଲେଖା ହେଇଚି ତାକୁ edit କରନ୍ତୁ
@siddarthoram7004
@siddarthoram7004 2 жыл бұрын
Headmistress ku nilombito kora jau
@saktipalai7693
@saktipalai7693 2 жыл бұрын
Payment bandh Kari diantu bataku asijibe
@mukundasahoo1319
@mukundasahoo1319 2 жыл бұрын
ସନ୍ ଷ୍ଟାର ଟିଭି ର ଏ କି ରଙ୍ଗ,,,,,, ଆରେ ଏ ନବୀନ ପଟ୍ଟନାୟକ ଶିକ୍ଷା ବେବସ୍ତା,,,, ସ୍ମାର୍ଟ ସ୍କୁଲ, ସ୍ମାର୍ଟ ସମ୍ବାଦ କି?
@srikantadehuri
@srikantadehuri 2 жыл бұрын
Ama athi gute achhanti
@nabakishoredehury6062
@nabakishoredehury6062 2 жыл бұрын
Dhik government service holder, immediately take action against the ledy teacher
Крутой фокус + секрет! #shorts
00:10
Роман Magic
Рет қаралды 27 МЛН
规则,在门里生存,出来~死亡
00:33
落魄的王子
Рет қаралды 27 МЛН
Man Mocks Wife's Exercise Routine, Faces Embarrassment at Work #shorts
00:32
Fabiosa Best Lifehacks
Рет қаралды 6 МЛН
From Small To Giant Pop Corn #katebrush #funny #shorts
00:17
Kate Brush
Рет қаралды 72 МЛН
Only teachers can bring change in education.
5:05
Sunstar TV
Рет қаралды 997
Крутой фокус + секрет! #shorts
00:10
Роман Magic
Рет қаралды 27 МЛН