ଏଣିକି ଗୋଚର ଜମି ଦଖଲକାରୀ ହୋଇଯାଆନ୍ତୁ ସାବଧାନ୍ | Mohan Charan Majhi | BJP Govt

  Рет қаралды 123,190

Argus News

Argus News

Күн бұрын

Пікірлер: 612
@sureshkumarmallick2596
@sureshkumarmallick2596 17 күн бұрын
ବହୁତ ଭଲ ପଦକ୍ଷେପ ପାଇଁ ମୋହନ Sir ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏
@AbhimanyuPattayat
@AbhimanyuPattayat 17 күн бұрын
ଉତ୍ତମ ପଦକ୍ଷେପ 👍, ଲୋକଙ୍କ ସରକାର ମୋହନ ସାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏, ଜୟ ହିନ୍ଦ 🙏,
@santoshkandi1398
@santoshkandi1398 17 күн бұрын
ବହୁତ ସୁନ୍ଦର ପଦକ୍ଷେପ NICE 👍 WORK 🙏🙏🙏🙏🙏🙏 ଜୟ ଗୋମାତା
@nibashjena6912
@nibashjena6912 17 күн бұрын
ବହୁତ୍ ଦିନ ପରେ ଓଡ଼ିଶା ରେ ଗୋଟେ ଭଲ କାମ ଟେ ହେଲା ଜୟ ଶ୍ରୀ ରାମ ଜୟ ମୋହନ ସରକାର
@giridharighibhela3832
@giridharighibhela3832 17 күн бұрын
ବହୁତ ସୁନ୍ଦର ଧନ୍ୟବାଦ ସାର
@suratkoraputiaproduction7602
@suratkoraputiaproduction7602 17 күн бұрын
ଜୟ ଶ୍ରୀରାମ ଗୋମାତା ପାଇଁ ଜାଗା ବାହାର କରିବା ପାଇଁ ଆପଣଙ୍କୁ ଧନ୍ୟବାଦ
@subhrajyoti7809
@subhrajyoti7809 17 күн бұрын
ଅର୍ଗସ news ତମ ଗୋଡ଼ ଧରୁଛି ଟିକେ ଏତିକି କଲ.. ଆମ ଆଡେ ଗୋଚର ସବୁ ଖାଇଦେଲେ ଗାଈ କଣ ଖାଇବ
@sibacharanmahanta7655
@sibacharanmahanta7655 17 күн бұрын
@Subhrajyoti7809 ji.ଆପଣଙ୍କ ଠିକଣା ଦିଅନ୍ତୁ argus ନିଉଜ୍ ଆପଣଙ୍କ ଠିକଣା ସ୍ଥାନରେ ପହଞ୍ଚି ଯିବ ଯଥା ଶୀଘ୍ର ଓ ବାହୁବଳୀ ର ଅସଲ ପରିଚୟ ବୋଲ୍ଡୋଜର୍ ଦେବ ! " ଜୟ ଶ୍ରୀ ରାମ ଜୟ ଜୟ ରାମ " !
@subashsahoo3527
@subashsahoo3527 17 күн бұрын
ବହୁତ ସୁନ୍ଦର ପଦକ୍ଷେପ ଜୟ ଶ୍ରୀ ରାମ 🙏🙏🚩
@omprakashmeher4961
@omprakashmeher4961 16 күн бұрын
Jay shree ram❤
@kailashmohanta6476
@kailashmohanta6476 17 күн бұрын
ନବୀନ ଗାଦିରୁ ହଟିଛି।ଭଲ ହୋଇଛି। ଧନ୍ୟବାଦ ମୋହନ ମାଝି ସରକାର
@STT26
@STT26 17 күн бұрын
ଅତି ସୁନ୍ଦର ପଦକ୍ଷେପ
@santoshnayak7056
@santoshnayak7056 17 күн бұрын
ବହୁତ ବଢିଆ ପଦକ୍ଷେପ ବିଜେପି ସରକାର ଙ୍କ ଦ୍ଵାରା
@nageshrout444
@nageshrout444 17 күн бұрын
ପୁରୀ ଜିଲ୍ଲା, କାକଟପୁର ବ୍ଲକ ଅଫିସ ସାମନାରେ ଥିବା ପ୍ରାୟ ୬୦ ଏକର ଗୋଚର ରେ ଗାଇଗୋରୁ ପ୍ରବେଶ କରିପାରୁନାହାନ୍ତି । ସମ୍ପୂର୍ଣ ଗୋଚର ଜମିରେ ଘରଦ୍ଵାର ଦୋକାନ ବଜାର ଖୋଲି ଗଲାଣି । ଏଥିପ୍ରତି ସରକାର ଦୃଷ୍ଟିଦେଲେ ୮/୧୦ ଖଣ୍ଡ ଗ୍ରାମର ହଜାର ହଜାର ଗାଇଗୋରୁ ଛେଳି ମେଣ୍ଢା ଉପକୃତ ହୁଅନ୍ତେ ।
@niharjena6235
@niharjena6235 17 күн бұрын
Excellent step... ସମସ୍ତେ କହୁଛନ୍ତି କ୍ଷୀର ଖାଇବୁ... ଗାଈ କେହି ରଖିବେନି.. ଆଉ ସବୁ ଗୋଚର. ଦଣ୍ଡା ପୋତି ନେଇ ଗଲେଣି...
@monnttaria9954
@monnttaria9954 17 күн бұрын
Increase price
@krupasindhuyoutubechannel3554
@krupasindhuyoutubechannel3554 17 күн бұрын
ଗ୍ରାମ୍ୟ ଶମଶାନ, ଗ୍ରାମ୍ୟ ଜଙ୍ଗଲ ମାଡ଼ିବସିଛନ୍ତି
@shaitansingh9698
@shaitansingh9698 17 күн бұрын
Ebe hela odisha re uttam politics ❤❤🙏🏻🙏🏻dhanyabaad BJP 🪷
@PabitraPabitra-l8e
@PabitraPabitra-l8e 17 күн бұрын
ବହୁତ ଭଲ ପଦକ୍ଷେପ
@biswajitsethi7008
@biswajitsethi7008 17 күн бұрын
ବହୁତ୍ ଭଲ ଖବର... କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା
@t.n.timepass9800
@t.n.timepass9800 14 күн бұрын
ମୋହନ ମାଝୀ ସାର ଙ୍କୁ କୋଟି କୋଟି ପ୍ରଣାମ 🥰❤️🙏🙏 ଯାହା 24 ବର୍ଷ ରେ ନବୀନ sir କରିପାରିନଥିଲା ମୋନ ମୋହନ ଗୋଟିଏ ବର୍ଷ ନହେବା ପୂର୍ଵ ରୁ କରବା ପାଇଁ ନିଶ୍ଚିତ ହୋଇଛନ୍ତି ଜୟ ବିଜେପି ସରକାର..
@thirdeye9492
@thirdeye9492 17 күн бұрын
ସ୍ୱାଗତଯୋଗ୍ୟ ପଦକ୍ଷେପ.... ଧନ୍ୟବାଦ ମୋହନ ସର୍କାର 👍👍
@bijubadra962
@bijubadra962 17 күн бұрын
Bhubaneshwar ଆଗ କର
@bhaktimarga853
@bhaktimarga853 17 күн бұрын
ବହୁତ ଭଲ ପଦକ୍ଷେପ । ସଠିକ କାର୍ଯ୍ୟକାରୀ ହେଲେ ଭଲ ହେବ ।
@himanshusekharmajhi4268
@himanshusekharmajhi4268 17 күн бұрын
ଜୟ ମୋହନ ସରକାର
@madanpatra2353
@madanpatra2353 17 күн бұрын
ଶୀଘ୍ର କାର୍ଯ୍ୟକାରୀ କରାଗଲେ ଭଲ ହୁଅନ୍ତା
@sarojkumarpangi4772
@sarojkumarpangi4772 17 күн бұрын
ଗଚୋର ଜମିରେ ସରକାର ଘର ଥିଲେ କଣ କରାଯିବ??
@RabindraKhatua-nh7hd
@RabindraKhatua-nh7hd 16 күн бұрын
Bjp ବାଲା ରହିବେ
@Kulamanirout143
@Kulamanirout143 15 күн бұрын
ଆଉ ଗରିବ ଲୋକଙ୍କୁ ଜମି ଦିଆଯାଉ
@krupasindhuyoutubechannel3554
@krupasindhuyoutubechannel3554 17 күн бұрын
ବହୁତ ଭଲ ପଦକ୍ଷେପ ଚାନ୍ଦବାଲି Tentulidihi
@Singh77359
@Singh77359 17 күн бұрын
ମୋହନ ସରକାରଙ୍କ ପ୍ରଥମ ଛକା ☝👆
@binapanimallik4628
@binapanimallik4628 17 күн бұрын
BJP Govt, ବହୁତ ସ୍ୱାଗତ ଯୋଗ୍ୟ ପଦକ୍ଷେପ
@NIRANJANRout-bl6gk
@NIRANJANRout-bl6gk 17 күн бұрын
ବହୁତ ଭଲ ପଦକ୍ଷେପ ସାରେ
@JayantaBehera-db6mt
@JayantaBehera-db6mt 17 күн бұрын
🙏👌👍ଏତିକିହ ଉ
@tapasmohanty1132
@tapasmohanty1132 14 күн бұрын
ଗୋଚର ଭୂମି ଉଦ୍ଧାର ସହ ଜଳ ସିଂଚନ ବ୍ୟବସ୍ଥା ହେଲେ ଗୋଧନ ସୁରକ୍ଷା ସମ୍ଭବ।
@srimanbhatra6711
@srimanbhatra6711 16 күн бұрын
ମଣିଷ ମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା ଆଗ କରନ୍ତୁ। Bjp ର ବଡ଼ ନେତା ମାନେ ଗୋଚର ଜମି ରେ କୋଠା ନିର୍ମାଣ କରିଛନ୍ତି।
@GangaramBishi
@GangaramBishi 17 күн бұрын
ବହୁତ ସୁନ୍ଦର ପଦକ୍ଷେପ ❤❤❤
@mahendrapalei546
@mahendrapalei546 15 күн бұрын
ସମେସ୍ତେ କହୁଛନ୍ତି ମୋହନ ସାର ଭଲ କରିଛନ୍ତି ଗରିବ ଲୁକକୁ ପଚାର ବିଜେପି ସରକାର ତାଙ୍କ ପାଇଁ କଣ କରଛନ୍ତି
@bhaktimarga853
@bhaktimarga853 17 күн бұрын
ଆମ ଗ୍ରାମ ର ଶ୍ମଶାନରେ କିଛି ଲୋକ ଜବର ଦଖଲ କରିଥିବା ଜମି କୁ ଉଦ୍ଧାର କରାଯାଉ
@sankarrana-p8y
@sankarrana-p8y 17 күн бұрын
Very.good.stap
@Bhagi-s7s
@Bhagi-s7s 6 сағат бұрын
କିଛି କରିପାରିବେ ନାହିଁ ମୋହନ ସରକାର, ଓଡିଶା ବାସି ସମସ୍ତେ ଜାଣିପାରିଯେ ବିଜେପି ସରକାର କଣ କରୁଚି, ଦେଖିବା ଆସନ୍ତା ନିର୍ବାଚନ ସମୟରେ
@parameswarkhuntia9539
@parameswarkhuntia9539 4 күн бұрын
So beautiful video dile sa love u CM sar pura checking h👌
@1990filmystatus
@1990filmystatus 17 күн бұрын
ବହୁତ୍ ସୁନ୍ଦର୍ ପଦକ୍ଷେପ...🎉😊 ସବୁ ଜିଲ୍ଲା ରେ ହେଉ..
@sanjibkumarnahak2191
@sanjibkumarnahak2191 17 күн бұрын
Very good mohan sarakar
@Sabara458
@Sabara458 5 күн бұрын
ବହୁତ ସୁନ୍ଦର କଥା କହିଛନ୍ତି ମହନ ଚରନ ମାଝି
@hrudanandasahuofficial
@hrudanandasahuofficial 7 күн бұрын
ସରକାରଙ୍କ ବିଚାର ଉଚିତ 👍
@bidyadhardash2619
@bidyadhardash2619 14 күн бұрын
Good decision
@santoshnayak7056
@santoshnayak7056 17 күн бұрын
ସ୍ୱାଗତ ଯୋଗ୍ୟ ପଦକ୍ଷେପ
@jagannathpradhan91
@jagannathpradhan91 7 күн бұрын
ଆସ୍କା ଗଞ୍ଜାମ ରେ ବହୁତ୍ ଅଛି
@prasantakumar6294
@prasantakumar6294 4 күн бұрын
ବୋହୁତ ଭଲ ପଦକ୍ଷେପ ଟିଏ ମୋହନ ସlର୍ କରିଛନ୍ତି, ସାର ବିଶେଷ କରି ଗ୍ରାମାଞ୍ଚଳ ରେ ବୋହୁତ ଜବର୍ ଦଖଲ ମାଫିଆ ଅଛନ୍ତି ଯାହା ଫଳରେ ଆମ ଗାଈ ଗୋରୁ ଚରିବା ଲଗି ବୋହୁତ ଅସୁବିଧା ହେଉଛି.,
@sabyasachipanda9177
@sabyasachipanda9177 13 күн бұрын
ବଡ଼ବାରେଣା ବଡ଼ମ୍ବା ରେ ଜଣେ ଅସାଧୁ ବ୍ୟକ୍ତି ବହୁତ ସରକାରୀ ଜମି ମାଡ଼ି ବସିଛି l କାର୍ଯ୍ୟାନୁଷ୍ଠାନ ହେବା ଉଚିତ l
@chittaranjanputel5738
@chittaranjanputel5738 13 күн бұрын
ବହୁତ ବଢ଼ିଆ ପଦକ୍ଷେପ
@jatindrasahu9584
@jatindrasahu9584 17 күн бұрын
Thank you mukhymantri Mohan Majhi
@sushantasingh4521
@sushantasingh4521 11 күн бұрын
ମୋହନ ସରକାରଙ୍କ ଭଲନିସ୍ପତ୍ତି,ଏହି କାମ ପାଇ ମୋହନ ସରକାରଙ୍କୁ ପ୍ରଣାମ୍ ।
@crazytapanofficialcreation4711
@crazytapanofficialcreation4711 17 күн бұрын
ଯାହାର ଜାଗାନାହିଁଗୋଚୋରଜମିଘରକରିଥିଲେ କଣକରିବେ
@Rajaji-26
@Rajaji-26 17 күн бұрын
Se bi Chhadibe, Jahara jaga nahi Tanku kn sarakara jaga debe na kn...
@RabindraKhatua-nh7hd
@RabindraKhatua-nh7hd 16 күн бұрын
ତାକୁ ରୋହିଙ୍ଗା ମୁସଲମାନ ବାଂଲାଦେଶୀ କହି ପ୍ରତିଦିନ ହଇରାଣ କରିବେ ଆଉ କଣ କରିବେ,
@SanjayMohapatra-b2d
@SanjayMohapatra-b2d 17 күн бұрын
Very good action 🙏
@mohankumarnemalpurimohan5803
@mohankumarnemalpurimohan5803 17 күн бұрын
ବହୁତ ଭଲ ହେଉଛି ଦୟାକରି ପଦକ୍ଷେପ ନିଅନ୍ତୁ ସିଘ୍ର ସବୁ ଜିଲ୍ଲା ରେ ହେବାର ଅଛି
@raghunathguiya2586
@raghunathguiya2586 17 күн бұрын
ଆମ ମୟୂରଭଞ୍ଜ ରେ 100ରୁ 100%ଲୋକ ଗୋଚର ଜମି କୁ ବେ ଆଇନ ଭାବରେ ଜବରଦସ୍ତ ଦଖଲ କରି ବସିଛନ୍ତି, ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓଡ଼ିଶା ସରକାର 🙏🙏🙏🙏🙏👏👏👌❤️👍🇮🇳ଜୟ ଗୋମାତା, ଜୟ ହିନ୍ଦ
@pramodmajhi3371
@pramodmajhi3371 17 күн бұрын
ସରକାର ଭଲପଦକ୍ଷେପ ନେଉଛନ୍ତି
@Sudhanshu-q5u
@Sudhanshu-q5u 17 күн бұрын
ବହୁତ୍ ଭଲ ହେବ ସାର ❤❤❤
@prafullamajhi12345
@prafullamajhi12345 17 күн бұрын
ଧନ୍ୟ ବାଦ ସାର
@jayaprakashdash6918
@jayaprakashdash6918 14 күн бұрын
ବିଜେପି ର ଦୁରଦର୍ଶୀ ଚିନ୍ତାଧାରା ଆଗାମୀ ପିଢ଼ି ପାଇଁ ସୁଭ ସୁଚନା, ରାଜ୍ୟ ସରକାର ଙ୍କ ତରଫରୁ ଗୋଚର ଉଧାର କାମ ତ୍ୱରାନ୍ୱିତ କରି ପୂର୍ବ ସରକାର, ରାଜ୍ୟ ସୀମା, ଏବଂ ରାଜ୍ୟ ଭିତରେ ଗୋଚର ଅନାବାଦୀ ଜଙ୍ଗଲ, ଶ୍ମଶାନ ପ୍ରିୟା ପ୍ରିତି ଓ ଭୋଟ ଲୋଭରେ କରିଥିବା ଭୁଲ୍ ର ସଂଶୋଧନ ଓଃ ଶିଘ୍ର ଉଦ୍ଧାର ହେବା ଆବଶ୍ୟକ ଼।
@kshirodkumarbehera5105
@kshirodkumarbehera5105 15 күн бұрын
ମୋତେ ଲାଗୁଛି ଗୋଚର ଜମି ସରକାର ଅକ୍ତିଆର କରିବା ଏତେ ସହଜ ନୁହେଁ। ଯଦି କରିପାରିବେ ଓଡ଼ିଶାର ଏକ ଇତିହାସ ସୃଷ୍ଟି ହେବ।
@ratiranjan7946
@ratiranjan7946 17 күн бұрын
ବହୁତ ଭଲ ହବ
@purnnapradhan7474
@purnnapradhan7474 17 күн бұрын
Very good dicision congratulations 👏
@SanandaMalik-r4d
@SanandaMalik-r4d 3 күн бұрын
ଅତି ସୁନ୍ଦର ନିଷ୍ପତି
@sanu_sanu_sanu
@sanu_sanu_sanu 16 күн бұрын
ଏହା ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ପଦକ୍ଷେପ କେବଳ କଥା ଓ କାଗଜ କଲମରେ ସୀମିତ ହୋଇ ରହିନଯାଉ ଏହା ସତରେ କାର୍ଯ୍ୟକାରୀ ହେଉ। ଜଗନ୍ନାଥ ⭕‼️⭕ ଗୋମାତାଙ୍କୁ ନ୍ୟାୟ ମିଳୁ 🐄🐂🐃
@bhramarbarjena
@bhramarbarjena 15 күн бұрын
ବହୁତ ଭଲ ପଦକ୍ଷେପ ❤❤❤ସାରା ଓଡ଼ିଶା ଗୋଚର ଜମି ପୁନଃ ଉଦ୍ଧାର କରାଯାଉ ଜୟ ଜଗନ୍ନାଥ 🙏🏻
@BasantaBisoyi-mt5oo
@BasantaBisoyi-mt5oo 17 күн бұрын
ଗୋରୁ ଗାଈମାନଙ୍କୁ ହିନ୍ଦୁ ଧର୍ମ ଅନୁସାରେ ଏଠାରେ ଦକ୍ଷ 🎉j ay🎉
@PramodChhatoi-q5y
@PramodChhatoi-q5y 12 күн бұрын
ଜୟ ଗୋମାତା
@raghunathchandan5840
@raghunathchandan5840 15 күн бұрын
ଏସବୁ ବହୁତୁ ଆଗରୁ ହେବ କଥା କିନ୍ତୁ ଏବେ ହୋଇ ଛି ଚାଲିବ କିନ୍ତୁ ସବୁ ଜାଗର ସବୁ ଗୋ ଶଳା ଓ ଗଛ ଲଗାଯାଉ
@mrutyunjayasahu7029
@mrutyunjayasahu7029 16 күн бұрын
ବହୁତ ଭଲ ହେଵ ଗୋ ମାତାଙ୍କ ପାଇଁ.... ବହୁତ ଭଲ ହେବ.....
@lalitmohanmohapatra8761
@lalitmohanmohapatra8761 16 күн бұрын
ବହୁତ ଭଲ ହେବ ।
@niranjanpradhan6763
@niranjanpradhan6763 15 күн бұрын
ସତରେ ନା କ'ଣ ଗରିବଙ୍କୁ ଛଡ଼ାଇ ବାହାର କମ୍ପାନୀକୁ ଦେବେ ।
@RAlok687
@RAlok687 17 күн бұрын
ଆମ ଙ୍ଗାରେ ଗୋଚର ଜମି ମାଡିବସିଛନ୍ତି ୧୦ ଏକର ଏରସମା ବ୍ଲକ ବାମଦେଈପୁର.ଥାନ ପାଳ ଗ୍ରାମରେ
@batababa
@batababa 15 күн бұрын
ଆମ ଗାଆଁ ରେ ଅଧିକ ମାଡି ବସିଛନ୍ତି ତୁରନ୍ତ ଭଙ୍ଗା ଜାଉ
@tapanbal1700
@tapanbal1700 16 күн бұрын
ଯଥା ଶୀଘ୍ର ପଦେକ୍ଷ୍ପନିଆଯାଉ
@shibamBag-sj1ie
@shibamBag-sj1ie 16 күн бұрын
ବଲାଙ୍ଗୀର ଜିଲ୍ଲା ରେ ବି ଏହା ହେବା ଦରକାର
@Tigeruttam272
@Tigeruttam272 16 күн бұрын
Balasore Gopalpur Aruhabad Baripada ର ଗୋଚର ଜମି ଏକର ଏକର ଜମି ମାଡି ବସଛନ୍ତି
@ramakantasahu1023
@ramakantasahu1023 17 күн бұрын
ବରଗଡ ଜିଲ୍ଲାର ବିଜେପୁର ବ୍ଲକ ସୁରୁବାଲି ପଞ୍ଚାୟତ ରେ ଗୋଚର ଜମି ଅଛେ ଗଛ ଲଗାଉ
@kaliamajhi5134
@kaliamajhi5134 17 күн бұрын
ଜୟ ମୋହନ ସରକାର
@purnachandrabehera9045
@purnachandrabehera9045 16 күн бұрын
ବହୁତ ଭଲ 🙏🏻🙏🏻🙏🏻🙏🏻🙏🏻
@prabhakardas4898
@prabhakardas4898 15 күн бұрын
କେହି ଶରକାର କିଛି କରିପାରିବେନି ଏମିତି କହୁଥିବେ ଏହା ମୋ ଗେରେଣ୍ଟି
@tapasbarik1809
@tapasbarik1809 17 күн бұрын
ଗାଁ ଗୁଚର ଜମି କୁ ତୁରନ୍ତ କାଡନ୍ତୁ
@sanu_sanu_sanu
@sanu_sanu_sanu 16 күн бұрын
ରାଜ୍ୟରେ ଗୋଚର ଜମି ଏବଂ ଗୋ ମାତାଙ୍କୁ ଚୋରା ଚାଲାଣ କୁ ନେଇ ରାତି ୮ଟା ରେ ରୋକ୍ ଠୋକ୍ ରେ ଆଲୋଚନା (debate ) କରନ୍ତୁ । Argus news
@BapiNayak-hx9ev
@BapiNayak-hx9ev 17 күн бұрын
ସୁପର ସାର
@NikunjaPatel746
@NikunjaPatel746 17 күн бұрын
ଅତି ସୁନ୍ଦର କିନ୍ତୁ ଗାଁ ଗଳିରେ କରି ପାର୍ବତ
@Jay_Shri-Ram091
@Jay_Shri-Ram091 17 күн бұрын
ବହୁତ୍ ବଢିଆ ଲାଗିଲା
@sabyasachipanda9177
@sabyasachipanda9177 16 күн бұрын
ଆମ ଗାଁରେ ଜଣେ ଦୁରାଚାରୀ ଦୁଷ୍ଟ ଖଳ ପ୍ରକୃତିର ଲୋକ ଗୋଚର ଏବଂ ଜଙ୍ଗଲ ଜମି ମାଡ଼ି ବସିଛି, ସେଇ ଲୋକ ସହିତ ମୋର ଝଗଡ଼ା ହେଇଥିଲା ଏଇ କାରଣରୁ, ଆଇନ ଟି କାର୍ଯ୍ୟକାରୀ ହେଲେ ବହୁତ ସାଧାରଣ ଲୋକ ଉପକୃତ ହୁଅନ୍ତେ l🙏
@SatyaMallik-ze3nr
@SatyaMallik-ze3nr 15 күн бұрын
ବାଲେଶ୍ଵର, ଜିଲ୍ଲା ରେଅଧିକ,ଅଛି,ଟିକେନଜରଦିଆଯାଉ
@neutonojha1997
@neutonojha1997 16 күн бұрын
ବହୁତ ଭଲ ପଦକ୍ଷେପ ସାର୍🎉
@odishatoka1560
@odishatoka1560 15 күн бұрын
ଆମ ଗାଁ ରୁ ଜବତ କରାଯାଉ
@tikekhusi4865
@tikekhusi4865 6 күн бұрын
Sir ବଡ଼ଚଣା ବ୍ଲକ ର ଅନକା ପଞ୍ଚାୟତ ରେ 90% ଗୋଚର ର ଜମି ଆଉ ନାହିଁ କିଛି ବଦ ଖ୍ୟାପ ନିଅନ୍ତୁ
@susantkumarmohanty9411
@susantkumarmohanty9411 16 күн бұрын
ଆମ ଗାଁ କଟକ ଜିଲ୍ଲା, କିଶନ ନଗର ଥାନା ଓ ତହସିଲ ବି କିଶନ ନଗର, ଆମ ଗାଁ ରେ totally ଗୋଚର ଜମି ବଡ ବଡିଆ ଙ୍କ କବଜା ରେ ଅଛି, ଆଉ ଗାଈ ଚରିବାକୁ ଜାଗା ନାହିଁ 😢😢😢😢😢😢😢
@brajathakur1184
@brajathakur1184 16 күн бұрын
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରେ ଆଉ ଗୋଚର ଜମି ନାହିଁ ଆଉ ସେଟେଲମେଟ ଘର ଡିଏ କି ଜମି ଭି ହେଉ ନାହିଁ ସାର୍ ବର୍ଷ ବର୍ଷ ହେଇଗଲା
@ullashojha7584
@ullashojha7584 15 күн бұрын
ସାରେ, ଶିଘ୍ର,କରାଯାଉ
@Hhhjjjjjhgyygggvvbb
@Hhhjjjjjhgyygggvvbb 17 күн бұрын
ଧନ୍ୟବାଦ୍ sir ଭଲ ପଦକ୍ଷେପ ଜଲଦି
@pallabi0749
@pallabi0749 13 күн бұрын
Bohut khusi lagila ete Dina pare emiti news suni.Gouvansh sanrakhyana heba nihati darkar.Nahele e srusthi binasha heba ru au kehi rakhya kariparibrni😢Jay Goumata Jay Nandi Maharaj Jay Bholenath 🙏
@sudhansubhusanmohanty3875
@sudhansubhusanmohanty3875 17 күн бұрын
ଭାଇ ଆମ ଗ୍ରାମ ରେ ଗୋଚର ଜମି କୁ ମାଡ଼ି ବସିଛନ୍ତି ଜମି ମାଫିଆ
@DilipKumar-by5yz
@DilipKumar-by5yz 16 күн бұрын
ବଢିଆ କାମ କଲେ ସରକାର
@manoranjanbehera4029
@manoranjanbehera4029 17 күн бұрын
କଥାରେ ନୁହଁ କାମରେ କରିକି ଦେଖେଇଲେ ବିଶ୍ୱାସ ହେବ
@rameshwarbadamali4742
@rameshwarbadamali4742 17 күн бұрын
Good step ❤️❤️❤️ମଦ ଆଇନ ବି କଡା ହେଉ
@santoshineekarmi6805
@santoshineekarmi6805 17 күн бұрын
କଥାରେ କାମରେ ନୁହେଁ ଗାଁ ଠୁ ସହର ସବୁଠି ବାହାର କର ଯଦି ଦମ୍ ଅଛି ଜଙ୍ଗଲ ଜମି ରେ ଚାଷ ହୋଇଛି ଅମଳ ହେଳା ପରେ ସମସ୍ତେ ଙୁ ବାହାର କର ଭାରତ ହେଉଛି ଗୋମାତାର ଦେଶ ଯଦି ବିଜେପି ଏହା କରିବ ବିଜେପି ର ନା ଇତିହାସ ରେ ଳେଖା ହେବ ବିଜେଡି ଜଙ୍ଗଲ ଜମି କୁ ବରବାଦ କରିଛି
@PramodSaraf-j1g
@PramodSaraf-j1g 17 күн бұрын
ମଦ କେବେ ବନ୍ଦ ହେବ 300 ୟୁନିଟ ବିଲ କେବେ ଛାଡ ହେବ ସବୁ ମହିଳା କୁ କେବେ ସୁଭଦ୍ରା ପଇସା ମିଳିବ ସେ କଥା କହ argus news
Мама у нас строгая
00:20
VAVAN
Рет қаралды 11 МЛН
МЕНЯ УКУСИЛ ПАУК #shorts
00:23
Паша Осадчий
Рет қаралды 5 МЛН
How To Choose Mac N Cheese Date Night.. 🧀
00:58
Jojo Sim
Рет қаралды 99 МЛН
Мама у нас строгая
00:20
VAVAN
Рет қаралды 11 МЛН