No video

ପ୍ରଥମ ଥର ମୋ ସାଘଂ AFRICA ରେ ଶାଢୀ ପିନ୍ଧିଲା || INDIA LIFE IN AFRICA

  Рет қаралды 1,318,368

ମୁଁ TRAVELLER

ମୁଁ TRAVELLER

Күн бұрын

ପ୍ରଥମ ଥର ମୋ ସାଘଂ AFRICA ରେ ଶାଢୀ ପିନ୍ଧିଲା || INDIA LIFE IN AFRICA #labahansda
My email address- labahansda97@gmail.com

Пікірлер: 2 400
@ICANPUBLICATION
@ICANPUBLICATION Жыл бұрын
Making a History I କେଉଁମାନେ ଚାହାନ୍ତି 2024 ପୂର୍ବରୁ ଏହି ଭାଇର 1 Million Subscriber ହେଇଯାଉ ବୋଲି
@AamaGaonAamaMati
@AamaGaonAamaMati Жыл бұрын
👍👍👍👍👍
@priyabratmallick6692
@priyabratmallick6692 Жыл бұрын
Is bro 10 millions com
@ritagond9087
@ritagond9087 Жыл бұрын
❤❤❤❤ ରାଇଟ୍
@SUBHANKAR_DAS859
@SUBHANKAR_DAS859 10 ай бұрын
I want
@babulipurty8166
@babulipurty8166 Жыл бұрын
ମୋର ସାନ ଭଉଣୀ ବହୁତ ସୁନ୍ଦର କାର୍ଯ୍ୟ କରୁଛନ୍ତି ଆଫ୍ରିକା ମହାଦେଶରେ ରହି ଗରିବଲୋକଙ୍କ ସେବା କରୁଛି ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ।
@GotiMuktiAndolan_Odisha
@GotiMuktiAndolan_Odisha Жыл бұрын
ମୋ ଦ୍ରୁଷ୍ଟିରେ ଏହି ଝିଅଟି ହେଉଛି ସମସ୍ତ ଭରତୀୟ ଯୁବତୀଙ୍କ ଏକ ଆଦର୍ଶ। ଏହାଙ୍କୁ ଆମ ପାଖରେ ପରିଚିତ କରାଇ ଥିବାରୁ ଶ୍ରଦ୍ଧେୟ ଲବଙ୍କୁ ଧନ୍ଯବାଦ
@RKAnitajourney
@RKAnitajourney Жыл бұрын
Right 👍👍
@bestsongs3864
@bestsongs3864 Жыл бұрын
Right 👍👍👍
@goutamjena9327
@goutamjena9327 Жыл бұрын
ଆଉ ତା ଚୁଟି ଆଫ୍ରିକା ପାଈଁ ଗୌରବ l
@jatinentertainmentmayurbha5821
@jatinentertainmentmayurbha5821 Жыл бұрын
👍👍
@surendranathsingh7882
@surendranathsingh7882 Жыл бұрын
I like it
@SkazimSkazim-qv3od
@SkazimSkazim-qv3od 6 ай бұрын
ନିଜେ କଷ୍ଟ ଉଠାଇ ଅନ୍ୟ ପ୍ରତି ସେବା କରିବାର ଇଛାଶକ୍ତି ରଖି ମାନବିକତାର ପରିଚୟ ସୃଷ୍ଟି କରିଥିବା ଭଉଣୀ କୁ ଆନ୍ତରିକ ଅଭିନନ୍ଦନ ଶୁଭେଚ୍ଛା ,
@jatanirock1548
@jatanirock1548 Жыл бұрын
ଗର୍ବେ କହୁଚି ମୁ ଓଡିଆ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏
@itssangramvlogs952
@itssangramvlogs952 Жыл бұрын
କୋଉ କୋଉ ଭାଇ ମାନେ ଖୁସି ଅଛନ୍ତି ଲବ ଭାଇ ଓଡ଼ିଆରେ ବ୍ଲୋଗ ଆଣୁଛନ୍ତି ଗୋଟେ Like କର.
@Adarsh_933-b1f
@Adarsh_933-b1f Жыл бұрын
ଭାଇ ତମେ ନିଜର ଯତ୍ନ ନେଉଥିଲା ତୁମ ପାଇଁ ଆମ ଓଡ଼ିଶା ର ଗର୍ବ ଓ ଗୌରବ ଆପଣ ❤ ଲବ ଭାଇ ପାଇଁ ଗୋଟିଏ 👍👍
@jitendranayak4464
@jitendranayak4464 Жыл бұрын
ଭାଇ ବହୁତ ଭଲ ଲାଗିଲା ଆପଣ କୁ ଭଗବାନ ସବୁବେଳେ ଭଲ ରେ ରଖି ଥାନ୍ତୁ ଓଡିଶା କେବେ ଆସିବ ଭାଇ ଆମ ଙ୍ଗା ର ପକୃତିକ ସୁନ୍ଦର ବହୁତ ଭଲ କେବେ ଆସିଲେ ଟିକେ ଦୟାକରି ଆମ ପଟେ ଆସିବ
@jayantasing1988
@jayantasing1988 Жыл бұрын
Bhai tame Tama sanga ashita kemiti dekha hela kamete re kahiba
@banamitrabiswal3381
@banamitrabiswal3381 Жыл бұрын
Tuma duijana ku antarika dhanyawad ❤
@Rk-zw1cq
@Rk-zw1cq Жыл бұрын
After listen her, she is the second Draupadi Murmu (ଦ୍ରୌପଦୀ ମୁର୍ମୁ ). I salute you sister
@lostsmile07
@lostsmile07 Жыл бұрын
mo Bala draupadi murmu sala odisha re train accident hela kichi bi ta bisaya re kahipani
@sumantachandrakantahembram2654
@sumantachandrakantahembram2654 Жыл бұрын
Anupoma marandi westbangal ro jhio
@rmraju9.0official
@rmraju9.0official Жыл бұрын
Exactly bro
@user-vl3jg3cr6z
@user-vl3jg3cr6z Жыл бұрын
​@@lostsmile07tu bala sudhuribuni
@lostsmile07
@lostsmile07 Жыл бұрын
@@user-vl3jg3cr6z tu to bhala na kahunu train accident ta odisha re hela ta pai se kn kahila India bahara loko Twitte kale se kn kichi kahila ku khali na kn odisha ru mu asichi.. bhai re nija swartha pare kehi kahari nuhanti re. auto bodo heija dele janibu..
@srutihantal5445
@srutihantal5445 Жыл бұрын
ଭ‌ଉଣି ହେଉଛ‌ନ୍ତି ସମ‌ସ୍ତ ଭାରତୀୟ ନାରୀ ଜାତିଙ୍କ ପାଇଁ ପ୍ରକୃତ ଶିକ୍ଷାର ଉଦାହରଣ ଆଉ ଲବ ଭାଇ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭ କାମନା ❤❤❤
@sbkisku9679
@sbkisku9679 8 ай бұрын
ଜଣେ ଭାରତର ସାନ୍ତାଳୀ ଝିଅ କେନିଆରେ ଲୋକଙ୍କ ସେବା କରୁଛି ବହୁତ ବଡ କଥା,ଲବ ଭାଇ ତୁମକୁ ମାନିବାକୁ ପଡିବ।
@teejgaming4969
@teejgaming4969 Жыл бұрын
ବହୁତ ଭଲ ଲାଗିଲା ଆଫ୍ରିକା ଭିଡ଼ିଓ ଦେଖିକି ଅସକରୁଛି ❤ ଆହୁରି ଏମିତିକା ଭିଡ଼ିଓ ଆସୁ ❤❤❤ ଜୟ ଜଗନ୍ନାଥ
@anjusexpress9073
@anjusexpress9073 Жыл бұрын
ଆଜି ଏ ଶାଢ଼ୀ ପିନ୍ଧେଏଇ ବହୁତ ଭଲ କାମ କରିଛନ୍ତି ଗୋଟେ👍🏻ଏହି traditional ପାଇଁ
@rasanandasahu6758
@rasanandasahu6758 Жыл бұрын
ଆଫ୍ରିକାକୁ ଯାଇ ଓଡ଼ିଆରେ ଭିଡ଼ିଓ କରିବା ଏବଂ ସେଥିରେ ସଫଳ ହେବା ଅସମ୍ଭବ ଲାଗୁଥିଲେ ମଧ୍ୟ ତମେ ତାକୁ ସଫଳ କରିଛ | ଅନେକ ଧନ୍ୟବାଦ |
@BaburamMurmu548
@BaburamMurmu548 Жыл бұрын
ଏହି ଭଉଣୀ ସତରେ ଵହୁତ ମହାନ୍ ଓ ତାଙ୍କର କାର୍ୟ୍ଯ କଳାପ ବହୁତ ଭଲ। ତାଙ୍କ ପାଇଁ ଏକ Like 👍👍👍👍.
@sumantanayak30
@sumantanayak30 Жыл бұрын
ଭାଇ ସେ ଭଉଣୀ ଙ୍କ କଥା ଶୁଣି ବହୁତ୍ ଭଲ ଲାଗିଲା ଟିକେ ଦୁଃଖ ଲାଗିଲା
@justentertainment3576
@justentertainment3576 Жыл бұрын
ଭାଇ ଙ୍କ ପାଇଁ ଯୋଉ ମାନେ ହୃଦୟ ର ଭୋଲ ପାଇ ବା ଓଛି ଗୋଟେ like ହୋଇ ଯା ଆଉ
@AamaGaonAamaMati
@AamaGaonAamaMati Жыл бұрын
👍👍👍👍👍👍👍👍
@jangubiruaofficial
@jangubiruaofficial Жыл бұрын
❤❤❤
@saraswatisabar5125
@saraswatisabar5125 Жыл бұрын
​@@AamaGaonAamaMati4:11 4.o oo
@khusicomedyvlogs
@khusicomedyvlogs Жыл бұрын
kzbin.info/www/bejne/rZjFkHesh7mnfdk
@ratansanta4569
@ratansanta4569 Жыл бұрын
Ok
@aadhikari7615
@aadhikari7615 Жыл бұрын
ବହୁତ ଭଲ ସାଙ୍ଗ ଟିଏ ପାଇଛ 👌ଯିଏକି ସାଧାରଣ ମଣିଷ ମାନଙ୍କ ସେବାରେ ଲାଗିଛି। 🙏ଆମ ଓଡିଆରେ ଗୋଟିଏ କଥା ଅଛି ମାନବ ସେବା ହିଁ ମାଧବ ସେବା 🙏ସେ ଭଉଣୀ ଦୁଃଖୀ ଜନ ମାନଙ୍କର ସେବା କରୁଛନ୍ତି 🙏ତାଙ୍କୁ ମୋ ତରଫରୁ ଧନ୍ଯବାଦ କହିଦେବ 🙏ତୁମକୁ ମଧ୍ଯ ଅନେକ ଅନେକ ଧନ୍ଯବାଦ ଭାଇ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@netrabhanudansana956
@netrabhanudansana956 3 ай бұрын
ଲବ ଭାଇ ଜିନ୍ଦାବାଦ
@sigmamale324
@sigmamale324 Жыл бұрын
This man hardworking 100% Attitude -0% Ego = 0% Angry = 0% Love you from balasore 💕
@Rani-pl4wk
@Rani-pl4wk Жыл бұрын
Sei didi ku kemithi janila bro
@subratsahoo6207
@subratsahoo6207 Жыл бұрын
Kemiti janila bhai
@SmrtisnigdhaBehera
@SmrtisnigdhaBehera Жыл бұрын
Janichi ama parulia re tanka ghara
@PujaSwain-po6cg
@PujaSwain-po6cg Жыл бұрын
Bhai Tama Sangako bahut dhanyvad 🙏🙏🙏👌👍👍👍
@smartboychinku323
@smartboychinku323 Жыл бұрын
Are bhai tanku kemiti janila😊
@chinmaycreation1117
@chinmaycreation1117 Жыл бұрын
ଭାଇରେ ଯାହା ହୋଉ ତୁମେ ଆମ ଓଡ଼ିଆ ଭାଷାକୁ ଏତେ ବାଟରେ ପହଞ୍ଚେଇ ଥିବାରୁ ଜୟ ଜଗନ୍ନାଥ
@madanmallik5714
@madanmallik5714 2 ай бұрын
ଭାଇ ତୁମକୁ ଦେଖି ବହୁତ ଖୁସୀ ଲାଗୁଛି ତୁମେ ଜଣେ ଭାଗ୍ୟବାନ ଭଗବାନ ତୁମକୁ ଭଲରେ ରଖିଥାନ୍ତୁ ଧନ୍ୟବାଦ
@chefpabitratofan741
@chefpabitratofan741 Жыл бұрын
Proud to be a ଓଡ଼ିଆ ଭାଇ ତମ ପାଇଁ ଆମେ ଗର୍ବିତ ।ଭଉଣୀ ଙ୍କୁ ହୃଦୟ ରୁ ଧନ୍ୟବାଦ୍ ସମସ୍ତଙ୍କ ପାଇଁ ଆଦର୍ଶ । ଜ୍ଞାନ କୁ ସବୁବେଳେ ବାଣ୍ଟିବାକୁ ଚେଷ୍ଟା କରନ୍ତୁ ।
@desi_comedy_1k
@desi_comedy_1k Жыл бұрын
Ama ade barsa houchi bahut jor
@suvhalxmikrisnavlog1313
@suvhalxmikrisnavlog1313 Жыл бұрын
ଜାତି ବିଷୟ ରେ ବହୁତ୍ ବଡିଆ ମେସେଜ ଦେଇଥିବାରୁ ଧନ୍ୟବାଦ ଲବ ଭାଇ good morning 🌅🌅🌅🌅
@Sached299
@Sached299 Жыл бұрын
ଆଉ 2 ମାସ ଭିତରେ ଲବ ଭାଇ ଓଡିଶା ର 1 ନମ୍ବର vlogger ହୋଇଯିବେ 🙏
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 No1ହୋଇଗଲେ ତ👌 ଆମେ tv ଦେଖା ବନ୍ଦ କରି ଲାବା ଭାଇ ଭିଡ଼ିଓ ଦେଖୁଛୁ ❤️❤️❤️
@royalbikascreation5846
@royalbikascreation5846 Жыл бұрын
ଲବ ଭାଇ ସେ ଝିଅଟି ବହୁତ୍ ସାହାଯ୍ୟ କରୁଛି ତମକୁ ବହୁତ୍ ଭଲ କାମ ।। #RoyalBikas reaction
@sudamcharanhaiburu5327
@sudamcharanhaiburu5327 Жыл бұрын
ଲବ ଭାଇ ଆପଣଙ୍କ କେଉଁ ଭଗବାନ ଜନ୍ମ ଦେଲାଯେ ପୃଥିବୀ ସାରା ବୁଲି ପାରିଲ ବହୁତ ବହୁତ ଧନ୍ୟବାଦ ଜହାରଗେ ଲବ ଭାଇ,
@OBOSTADHILA
@OBOSTADHILA Жыл бұрын
ମୁଁ ଗର୍ବ ଅନୁଭବ କରୁଛି | କାହିଁକି ନା ଆମ ଅନୁପମା ଦିଦି ଆମ ମହାପୁରୁଷ ଗୋପବନ୍ଧୁ ଦାସଙ୍କ‌ କଥା କୁ ବଞ୍ଚାଇ ରଖିଛନ୍ତି‌ |ଗୋପବନ୍ଧୁ ଦାସ କହିଥିଲେ -ମାନବ ସେବା ହିଁ ପରମ ଧର୍ମ |🙏🙏🙏
@desistaylenarendra
@desistaylenarendra Жыл бұрын
ଲବ ଭାଈଙ୍କୁ thank you ଆମ ଇଣ୍ଡିଆନ ଝିଅ ଆଫ୍ରିକା ରେ ମାନବ ସେବାକରିଥିବାରୁ ।
@odiastatus2.058
@odiastatus2.058 Жыл бұрын
ଯୋଉ ମାନେ ଓଡ଼ିଆ ଥରେ କହିଦିଅ ଜୟ ଜଗନ୍ନାଥ 🙏🙏🙏
@RKAnitajourney
@RKAnitajourney Жыл бұрын
ଜୟ ଶ୍ରୀ ଜଗନ୍ନାଥ ❤😊🙏
@babitasahu5376
@babitasahu5376 Жыл бұрын
Jay Jagannath 👏 👏
@bharatbag5346
@bharatbag5346 Жыл бұрын
Jay jagannath 🙏🚩❤️
@trilochananayak2590
@trilochananayak2590 Жыл бұрын
🙏🚩ଜୟ ଜଗନ୍ନାଥ 🚩🙏
@barsha521
@barsha521 Жыл бұрын
Jay jagannath 🙏
@chandan581
@chandan581 Жыл бұрын
ଆଗରୁ ଶୁଣି ଥିଲି ଆଦି ବାସି ଲୋକ ବହୁତ୍ ସରଳ ଏବେବି ସେମାନେ ବଦଳି ନାହାନ୍ତି ତୁମ ହୃଦୟା ଟା ବହୁତ୍ ବଡ଼ ଭଗବାନ ତୁମ ଦୁଇ ଜଣଙ୍କୁ ବହୁତ୍ ଆଶ୍ରୀ ବାଦ୍ କରନ୍ତୁ🙏🙏🙏
@prasadkumarpatra3065
@prasadkumarpatra3065 Жыл бұрын
Bhai Video ti Bahut Bhala lagila
@Nilanchal673
@Nilanchal673 Жыл бұрын
ଲବ ଭାଈ କୁ ଯେଉଁ ମାନେ ଭଲ ପାଉଛନ୍ତି Like ❤ ଗୋଟିଏ ହଉ
@user-oz5ti9dy1s
@user-oz5ti9dy1s Жыл бұрын
@odiavlogmalaysia9001
@odiavlogmalaysia9001 Жыл бұрын
ଯୋଉ ମାନେ ଓଡ଼ିଶା ରୁ ଦେଖୁଛନ୍ତି 1 like ବୋହୁତ ଖୁସି ଲାଗିଲା ଆମ ଓଡ଼ିଶା ର ସଂସ୍କୃତି କୁ ବାହାର ଦେଶ ରେ represent କରିଲେ ଏମିତି ଭିଡିଓ କରିଚାଲ ଆମ ଓଡ଼ିଶବାସୀଙ୍କ suopprt ମିଳିବ ❤❤ but gote ଗୋଟେ କଥା କେବେ ଭୁଲି ବେନି ମାଲେସିଆ ଯେବେ ଆସିବେ ମୋ comments re reply ଦେବେ 🔥🔥🔥
@normalgamer9
@normalgamer9 Жыл бұрын
😂
@odiavlogmalaysia9001
@odiavlogmalaysia9001 Жыл бұрын
@@normalgamer9 କଣ ହେଲା ଭାଇ
@odiavlogmalaysia9001
@odiavlogmalaysia9001 Жыл бұрын
@@normalgamer9 କଣ ହେଲା ଭାଇ 🧐🧐🧐😱🙄
@trilochananayak2590
@trilochananayak2590 Жыл бұрын
🙏🚩ଜୟ ଜଗନ୍ନାଥ 🚩🙏
@binayakaparida7297
@binayakaparida7297 Жыл бұрын
Jay Jagannath... 💐🙏🙏🙏
@newdigantaodisha
@newdigantaodisha Жыл бұрын
ଭଉଣୀ ଙ୍କର ସଂଘର୍ଷ ମୟ ଜୀବନ କାହାଣୀ ଶୁଣି ବହୁତ୍ ଭଲ ଲାଗିଲା ହୃଦୟ ରୁ ଗୋଟିଏ Salute ❤❤
@sumantachandrakantahembram2654
@sumantachandrakantahembram2654 Жыл бұрын
Second dropadi murmu
@netrabhanudansana956
@netrabhanudansana956 3 ай бұрын
ଭୁଉଣୀଙ୍କୁ ସହୃଦୟ ଧନ୍ୟବାଦ
@netrabhanudansana956
@netrabhanudansana956 3 ай бұрын
ବାସ୍ତବ ରେ ସେ 2ୟ ମଦର ଟେରେସା
@nandalalsingh5398
@nandalalsingh5398 Жыл бұрын
ଖୁବ୍ ସୁନ୍ଦର ବହୁତ ଭଲ ଲାଗିଲା ଏ ଭିଡିଓ ଟି । ସାଙ୍ଗ ବିଷୟରେ ଆଲୋଚନା କରିଥିବାରୁ ଧନ୍ୟବାଦ । ଜୟ ଜଗନ୍ନାଥ ‌🙏🙏🙏
@upendralifestyle5916
@upendralifestyle5916 Жыл бұрын
ଭାଇ ଆପଣଂକୁ ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣଙ୍କୁ ଆହୁରି ଶକ୍ତିଶାଳୀ କରନ୍ତୁ
@avengerslover1651
@avengerslover1651 Жыл бұрын
ହିଁ ଭାଇ...! ସେ ଗଛ ର ନାଁ ଟା ' ପଳାଶ ' ...! ବହୁତ୍ ବଢିଆ ଝିଅ....! ଭାରତ ଛାଡ଼ି ଥିଲେ ବି , ଭାରତୀୟ ଗଛ ର ନାଁ ଭୁଲିନି..!❤
@LaxmidharDehuri-qy7fh
@LaxmidharDehuri-qy7fh Жыл бұрын
ଭାଇ ତମ ସାଗଂ ବହୁତ୍ ଭଲ ଲାଗୁଛନ୍ତି ❤❤❤❤❤ ସତରେ ଆମ ଓଡ଼ିଶାର ଗର୍ବ ଗୌରବ ର ଗୋଟିଏ ଗୋଟିଏ ହିସା୍ ଜୟ ଜଗନ୍ନାଥ 😍😍😍😍😍😍😍😍🥰🥰🥰🥰🙏🙏🙏🙏🙏
@Sidharth_vlogs..
@Sidharth_vlogs.. Жыл бұрын
ଭାଈ ଏ ଭଉଣୀ କୁ ଦିଲ ସେ ଧନ୍ୟବାଦ ❤️🙏
@user-pi8py8td9d
@user-pi8py8td9d Жыл бұрын
ଭାଇ,ସେଇ ସାନ୍ତାଳୀ ଦିଦୀଙ୍କୁ,ଆଉ ତମକୁ ବହୁତ୍,ବହୁତ୍ ଧନୟବାଦ୍। କାହିଁକି ନା ଆମ ଓଡ଼ିଶାରୁ ବିଭିନ୍ନ ଦେଶକୁ ଯାଇ, ଆପଣ ଆମ ଭାରତ ଲକଙ୍କୁ ଭେଟିବା ସହିତ,ହେଲ୍ପ କରୁଛନ୍ତି । ଆପଣ ହେଲ୍ପ ପାଉଛନ୍ତି । ଆଉ ସେହି ଦିଦି ଗରିବ ଗାଁରୁ ଯାଇ , କେନିୟା ରେ ଗରିବ ଲୋକଙ୍କୁ ଦୁଃଖ,କଷ୍ଟ ସହି ସେବା କରୁଛନ୍ତି। ଆଉ ସେହି ଦେଶ ବିଷୟରେ କିଛି ସୁବିଧା,ଅସୁବିଧା ଉପରେ ନେଇକି ସେହି ଦିଦିଙ୍କ ବିଷୟରେ କହିଲେ ,share କଲେ ଆଉ ସେଠାକାର ପରିବେଶ,ବା ବାବା ଦେଇଥିବା ଘର ବିଷୟରେ କହିଲେ , ତୋ ଏଇଟା ନିଶ୍ଚିତ ପୁଅଙ୍କୁ ହଉ କିମ୍ବା ଝିଅଙ୍କୁ ହଉ ନିଶ୍ଚିତ ଭାବରେ ଏହିଭଳି ମନ ଭାବ ଆସିବ,ମନକୁ ଛୁଇଁବ ଆଉ ରହିବ । ଏହି ଭଳି ଭଲ,ଭଲ ଭିଡିଓ ବନ ଉଚ, ସେହି ବିଡିଓ ଗୁଡାକ ଆମେ ଘରେ ବସି ଆରାମରେ ଦେଖି ପାରୁଛୁ, ଜାଣିପାରଛୁ ଏହିଭଳି ଭିଡିଓ ଗୁଡ଼ାକ ଦେଖ ଉ ଥିବାରୁ ଭାଉତ୍,ବହୁତ୍ ଧନ୍ୟବାଦ୍ । God bless you ଜୟ ଜଗନ୍ନାଥ।❤❤❤
@tapasranjanbhatra2668
@tapasranjanbhatra2668 Жыл бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ । ଏମିତି ଗୋଟେ ଝିଅ କୁ ପରିଚୟ କରେଇ ଶିକ୍ଷା ଦେଲା ସମସ୍ତଙ୍କୁ।🙏🏿🙏🏿🙏🏿🙏🏿
@papunexpress236
@papunexpress236 Жыл бұрын
ଲବ ଭାଇ ମୁଁ ଆଉ କିଛିକହିବିନାହିଁ ଖାଲି ଭିଡିଓ କେତେବେଳେ ଆସିବ ଅପେକ୍ଷା କରିଥିଲି ଅପେକ୍ଷାର ଅନ୍ତଘଟିଛି ❤❤❤ବହୁତ୍ ବହତ୍ ବହୁତ୍ ଅଗକୁଜାଓ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା,,,ଜୟ ଜଗନ୍ନାଥ
@RaghunathMurmu-fo1sm
@RaghunathMurmu-fo1sm Жыл бұрын
ଆମ ଓଡ଼ିଶା ର ଓଡ଼ିଆ, ଲୋକ ସବୁଥିରେ ଆଗୁଆ ,ସବୁ ଦେଶ ରେ କାମ କରି ପାରିବେ ,ଆଉ କାମ କରୁଛନ୍ତି ମଧ୍ୟ.... ଜୟ ଜଗନ୍ନାଥ
@kabitatoika
@kabitatoika Жыл бұрын
ବିଡିଓ ଟିକୁ ଦେଖି ବହୁତ ଭଲ ଲାଗିଲା ଏଥି୍ର ଜଣା ପଡୁଚି କି ଯେ ତାଂକର character ରେ ବହୁତି ହିଁ ଭଲ ଜଣା ପଡୁଛି । ଯିଏକି ଆମ India ର ଦିଦି ଶାଢି ପିନ୍ଧା ବେସଭୁଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି ।
@sanjaynayak1462
@sanjaynayak1462 Жыл бұрын
ଭାଇ ଆମ ପାଇଁ ବଡ଼ ଗର୍ବ love you ଜୟ ଜଗନ୍ନାଥ 🙏🙏
@mydailylifeliving8048
@mydailylifeliving8048 Жыл бұрын
N K Das Balasore A big salute to Laba Hansda & Anupama Mandi for their courage & dedication. May god always be with you & both of you be successful in your mission.
@pradeepnayak3511
@pradeepnayak3511 Жыл бұрын
ବହୁତ୍ ବଢିଆ ଲାଗିଲା ତୁମ video ସବୁଠୁଁ ଭଲ ଲାଗିଲା ଟୁଙ୍ଗୁରୁ ଭେଣ୍ଡି।😊😊
@AyubKhan11765
@AyubKhan11765 Жыл бұрын
ବହୁତ୍ ବଢିଆ ଲାଗିଲା ଲବ ଭାଇ..... ସେ ଦିଦି କୁ ମଧ୍ୟ ବହୁତ୍ ଧନ୍ୟବାଦ୍...ସେ ତୁମକୁ ବହୁତ୍ ସହର୍ୟ କରିଥିବାରୁ ଆମେ ମଧ୍ୟ ବହୁତ୍ ଖୁସି ହେଉଚୁ କି ତମକୁ ସେ ଭଉଣୀ ବହୁତ୍ ସହlର୍ୟ କରିଥିବାରୁ ତାଙ୍କୁ ମଧ୍ୟ ବହୁତ୍ ଧନ୍ୟବାଦ୍ ସେ ତମର ବହୁତ୍ ଯତ୍ନ ନେଉଥିବା ରୁ ତମର ସବୁ ଭିଡ଼ିଓ ଗୁଡାକ ବହୁତ୍ ଭଲ ଲାଗିଲା ଭାଇ ହୃଦୟ ର ସହିତ ବହୁତ୍ ଧନ୍ୟବାଦ୍ ❤❤❤❤ ଜୟ ଜଗନ୍ନାଥ 😊😊😊
@sumantachandrakantahembram2654
@sumantachandrakantahembram2654 Жыл бұрын
Se anupoma marandi
@akashsanta3999
@akashsanta3999 Жыл бұрын
ଭାଇ ମୋତେ ସବଠୁ ଭଲ ଲାଗିଲା ତମ ସାଙ୍ଗ ର ଘୋର ଆଉ ତମ ସଙ୍ଗୋବି ବହୁତ୍ ଭଲ video ଦେଖି ଭଲ ଲାଗିଲା ❤️❤️❤️👍👍👍
@Sorenvisualpresent
@Sorenvisualpresent Жыл бұрын
ଏହା ପ୍ରେରଣା ଦାୟକ ଯିଏ ସାହାଯ୍ୟ କରିବାକୁ ଆଗ୍ରହୀ ସେ ଯଉଠୀ ହେଲେ ବି କାମ କରିବ , ଭଲ କାମ କରୁଛ ଭଉଣୀ, ଆଉ ଆମର ପ୍ରିୟ ଲବ ଭାଇ ପାଇଁ ଦିଲ୍ସେ ସେଲୁଟ ❤ କେତେ ସଂଘର୍ଷ ହେଲେବି ହାରି ନଥାନ୍ତି , ଭୋକ ଉପାସରେ👍👍।Love From mayurbhanj
@hiranyakumar5511
@hiranyakumar5511 Жыл бұрын
Salute bro.&Sister
@user-cf8om9mo5z
@user-cf8om9mo5z Жыл бұрын
Salute you sister, u are great
@jayadevsahoo8311
@jayadevsahoo8311 Жыл бұрын
ଲବ ଭାଇ ୟୁଟ୍ୟୁବରେ ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା କୁ ସାରା ବିଶ୍ବରେ ପହଞ୍ଚାଉଛନ୍ତି। ଲବ ଭାଇ ତମେ ଆମ ଓଡ଼ିଶାର ଗର୍ବ। ଆମ ଅନୁପମା ଭଉଣୀଙ୍କ ଜୀବନ ସାରା ଭାରତର ସମସ୍ତ ନାରୀମାନଙ୍କ ପାଇଁ ହେଉଛି ପ୍ରେରଣା ର ଉତ୍ସ। ଅନୁପମା ମାରାଣ୍ଡିଙ୍କ ଲୋକଙ୍କୁ ସେବା ଓ ସାହାର୍ଯ୍ୟ କରିବାର ଆତ୍ମବିଶ୍ବାସ ସତରେ ମହାନ। ପ୍ରଭୁ ଜଗନ୍ନାଥ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ। ଜୟ ଜଗନ୍ନାଥ। ଜୟ ମା ବିରଜା। ଜୟ ଓଡ଼ିଶା। ଜୟ ହିନ୍ଦ୍। ❣️🇮🇳❣️
@netrabhanudansana956
@netrabhanudansana956 3 ай бұрын
ଜୟ ଅନୁପମା जय हो अनुपमा बहन कि
@hemant5525
@hemant5525 Жыл бұрын
ଏହି ଭଉଣୀ ଙ୍କ କାଯ୍ୟ କଳାପ ବହୁତ ଭଲ ଲାଗିଲା। ଏମିତି କେନିଆ ଦେଶର ଲୋକମାନଙ୍କୁ ସେବା କରୁ ଥାଆନ୍ତୁ । ସେ ଭଉଣୀ ଙ୍କୁ ମୋର ନମସ୍କାର।
@trilochananayak2590
@trilochananayak2590 Жыл бұрын
🙏ହରି ବୋଲ 🙏
@jayhindvlogs5512
@jayhindvlogs5512 Жыл бұрын
ଭାଇ ସାଙ୍ଗ ଭଳି ସାଙ୍ଗ ଟେ ପାଇଚ ବହୁତ ବଢିଆ...1 no
@rundumunda1301
@rundumunda1301 Жыл бұрын
ବହୁତ୍ ସୁନ୍ଦର ଲାଗୁଚ ଭିଡିଓ
@user-ix6es2yu5k
@user-ix6es2yu5k 6 ай бұрын
ସାନ ଭାଇ ତୁମ ପାଇଁ ବହୁତ ଅଜଣା କଥା ଜାଣିହେଉଛି ଅଶେଷ ଧନ୍ୟବାଦ Jagannath tumar mangalakarantu
@O_G.ESPORT16-SHORT
@O_G.ESPORT16-SHORT Жыл бұрын
ଯିଏ ଭାଇ କୁ ଓଡ଼ିଶା ର no1vloger
@iamalone558
@iamalone558 Жыл бұрын
AAP kehe na kya chahate ho 😂
@sundarmohanmarndi7979
@sundarmohanmarndi7979 Жыл бұрын
ବହୁତ ଭଲ ଲାଗୁଛି ଶାଢି ପିନ୍ଧି କରି ତ ସାଙ୍ଗ❤❤❤❤
@sandipkumarnahak2691
@sandipkumarnahak2691 Жыл бұрын
ମୁଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କ ଙ୍କୁ ଭଲରେ ରଖନ୍ତୁ ଆଉ ଶକ୍ତି ଦିଅନ୍ତୁ ଆପଣଙ୍କ ଆମ ପାଇଁ ନୂଆ ନୂଆ ଭିଡ଼ିଓ ଆଣିବେ 🙏🙏🙏🙏🙏🙏🙏🙏 ଜୟ ଜଗନ୍ନାଥ
@bapibapi5335
@bapibapi5335 Жыл бұрын
ଦିଦୀ ତୁମକୁ ହୃଦୟରୁ ନମସ୍କାର
@pravashpatro8339
@pravashpatro8339 Жыл бұрын
ଭାଇ, ତୁମର ଏହି ଭିଡ଼ିଓ ସବୁ ଦେଖି ବହୁତ ଖୁସି ଲାଗିଲା। ମାସାଇ community ବିଷୟରେ ଅନେକ କିଛି ଜାଣି ହେଲା। ବହୁତ ଧନ୍ୟବାଦ ଓ ଆଶୀର୍ବାଦ ମଧ୍ୟ।
@BK_Anupama
@BK_Anupama Жыл бұрын
बहुत अच्छा अनुपमा जी ❤ आप एक सच्ची समाज सेवी हो। Thank you LABA bro also
@sisiranaik9741
@sisiranaik9741 Жыл бұрын
ଶେଷ ବାର୍ତ୍ତା ବହୁତ ସୁନ୍ଦର ଥିଲା ❤❤❤
@YsPrabesh
@YsPrabesh Жыл бұрын
ବହୁତ sunder ଭାଇ ❤❤❤❤❤ ଭାଇ santali ଭଉଣୀ ଓଡ଼ିଆ ସିକେଇଦିଅ ନା ❤
@padminibankara8222
@padminibankara8222 Жыл бұрын
Very good sister apanka ସମାଜ ସେବା ବହୁତ୍ ଭଲ ଲାଗିଲା ଅନି ବି ତୁମ ଭଳି ମଣିଷ ମାନକର ମାନବୀୟ ତା ଭରି ରହିଛି 🙏
@biswanathnaik8822
@biswanathnaik8822 Жыл бұрын
ହୃଦୟରୁ ପ୍ରଣାମ ଦୁଇଜଣ ଅତିଥିଙ୍କୁ
@manoranjansingh5209
@manoranjansingh5209 Жыл бұрын
ତୁମ ସାଙ୍ଗ ଠାରୁ ଆଜିକାଲି ର ଝିଅ ମାନେ ବହୁତ ବହୁତ ପ୍ରେରଣା motivation ହେବେ
@BhumisRupa-tm8qu
@BhumisRupa-tm8qu Жыл бұрын
ଭାଇ ମାନେ ଶୁଭ ସକାଳ ଲବ ଭାଇ କୁ ଓଡିଶା ସାରା ଲୋକ ବହୁତ ଭଲ ପାଉଛନ୍ତି ଜୟ ଜଗନ୍ନାଥ 🙏🙏
@Dhemssaherobabula
@Dhemssaherobabula Жыл бұрын
🇮🇳🇮🇳🇮🇳ଶୁଭ ସକାଳ , ଜୟ ଜଗନ୍ନାଥ ,🇮🇳🇮🇳🇮🇳
@puspanjalinaik164
@puspanjalinaik164 Жыл бұрын
ବହୁତ୍ ବଢିଆ, ଭଗବାନ ଆପଣ ଙ୍କୁ ବହୁତ୍ ଭଲ ରେ ରଖନ୍ତୁ l Jay Jagannath 🙏 🙏🙏🙏
@sudhakarnayak4715
@sudhakarnayak4715 Жыл бұрын
ଯାହା ହେଉ ଆଜି ଆମ ଓଡ଼ିଶାର ନୂଆବହି ଆଫ୍ରିକା ରେ ଜଣେ ଓଡ଼ିଆ ଯୁବକ ମନୋନୀତ ଓଡ଼ିଆ କହି ଆମେ ଗର୍ବିତ ଏବଂ ଓଡ଼ିଆ ର ପରମ୍ପରା କୁ ଅନ୍ୟ ଦେଶରେ ବୁଝେଇ ପାରୁଛନ୍ତି
@purnanayak5383
@purnanayak5383 Жыл бұрын
Salute Lababhai and salute to your lady friend for her high ambition,Lord JAGANNATH bless you,🎉🎉🎉🎉
@jibankumarnaik7278
@jibankumarnaik7278 Жыл бұрын
Vlog ଦେଖିକି ବହୁତ୍ ଭଲ ଲାଗିଲା ଲବ ଭାଈ। ଏବଂ ଦିଦି ତାଙ୍କ ବିଷୟରେ ଯାହାବି କହିଲେ, ସେ ସବୁ ସୁଣିକି ବହୁତ୍ ଭଲ ଲାଗିଲା। ଆମୋକୁ ବହୁତ୍ କିଛି ଶିକ୍ଷା ମଧ୍ୟ ମିଳିଲା । । ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି କି ଭାଈ ଏବଂ ଦିଦି ତୁମର ଚଲା ପଥ ସୁଖ ମୟ ହେଉ 💐🌻🌴 ଜୟ ଜଗନ୍ନାଥ 🙏🙏🙏
@ffshortsvideo6068
@ffshortsvideo6068 Жыл бұрын
ମୋ ଦୃଷ୍ଟି ରେ ଏଇ ଝିଅ ରିଏଲ୍ ଭଗବାନ୍ ମୁ ଲାଇଫ ରେ ଏମିତିବି ଝିଅ ଥିବେ ବୋଲି ଭାବିଣ ଥିଲି ସେ ଝିଅ ଓ ଲବ ଭାଇ କୁ ଧନ୍ୟବାଦ
@Deepakkumar-og5eg
@Deepakkumar-og5eg Жыл бұрын
right bro😢❤❤❤
@hrudanandasahuofficial
@hrudanandasahuofficial Жыл бұрын
ଏଝିଅକୁ ଧନ୍ୟବାଦ
@bideshipardhan2381
@bideshipardhan2381 Жыл бұрын
ଯା ହେଉ ଭାଇ ଭିଡିଓ ଭଲ ଲାଗୁଚି ଏମିତି ଆହୁରି ଏମିତି ବନାନ୍ତୁ ଭାଇ ଆପଣ ସେଠାରେ ଜବ କରୁଛନ୍ତି 👍ଧନ୍ୟବାଦ ମୁଁ ଓଡିଶା ରୁ କେନ୍ଦୁଝର ବଡବିଲ ରୁ 👍ଧନ୍ୟବାଦ 👍
@KUMARmurmu777
@KUMARmurmu777 Жыл бұрын
Good morning Dada & Didi 🎉🎉 This is very nice message to our society 🤗🤗👍👍👍👍👍
@Beherababu01
@Beherababu01 Жыл бұрын
Hii
@ajayakumarmohanty9582
@ajayakumarmohanty9582 Жыл бұрын
Your friend's(girl)life style and work is very interesting.very very thanks.
@papukunuodiavlogs5954
@papukunuodiavlogs5954 Жыл бұрын
ଭାଇନା ତୁମେ ବହୁତ ଭଲ msg ଦେଲ ଆଉଗୋଟିଏ କଥା ସେ ଯୋଉ ଭଉଣୀ ଅଛନ୍ତି ତାଙ୍କୁ ପ୍ରଭୁ ଜଗନ୍ନାଥ ସବୁବେଳେ ଖୁସିରେ ରଖନ୍ତୁ
@pintuvillagetour
@pintuvillagetour Жыл бұрын
ବହୁତ ଶୀଘ୍ର ଲବ ଭାଈ VLOGGER ବିଶ୍ଵ ରେକର୍ଡ କରିବାକୁ ଯାଉଛି 👍👍👌👌❤️❤️
@saisankar9717
@saisankar9717 Жыл бұрын
Beautiful lady and beautiful thought . I really like her 🙏
@-zone-143
@-zone-143 Жыл бұрын
One like for Anupama Marandi(mother Teresa) what a brave girl, helpfull lady❤❤
@kiskuraj1737
@kiskuraj1737 Жыл бұрын
ଲବ ଭାଇ ଯାହାବି କୁହ ତମ ଭିଡ଼ିଓ ନ ଦେଖିଲେ ଆମର ନିଦ ହୁଏନି, really ଲବ ଭାଇ କାହିଁକି ନା ତୁମ ଭିଡ଼ିଓ ରେ interesting ଭିଡ଼ିଓ ସବୁ ଅଛି, ବହୁତ ଭଲ ଲାଗେ ବହୁତ ବହୁତ ଖୁସି ଲାଗେ 😘😘😘😘love from କୁଚେଇ ବାଇଗଣ ବଡ଼ିଆ ❤❤❤🙏🙏
@suvhalxmikrisnavlog1313
@suvhalxmikrisnavlog1313 Жыл бұрын
ଲବ ଭାଇ ଭଉଣୀ ର ଗୋଟେ you tube channel ଖୋଲି କି ଆସିବ please
@one2all181
@one2all181 Жыл бұрын
Right 👍👍
@sagun7104
@sagun7104 Жыл бұрын
Right
@malatimurmu6716
@malatimurmu6716 Жыл бұрын
Yess
@subashchandradas7781
@subashchandradas7781 Жыл бұрын
ଭାଈ ଆପଣଙ୍କ ଭିଡ଼ିଓ ବହୁତ ଭଲ ଲାଗିଲା ❤🎉 ଧନ୍ୟବାଦ
@sibasmjajpuria
@sibasmjajpuria 7 ай бұрын
ଭଲ ଲାଗିଲା ଦିଦି ଙ୍କୁ ଧନ୍ୟବାଦ ମୋର ଏଇଭଳି କାମ ପସନ୍ଦ ଓଡ଼ିଆ ଭାଷା ସବୁ ଦେସରେ କରୋନା ଭଲି ବ୍ୟାପୁ ଜୟ ଜଗନ୍ନାଥ ଆମ ଓଡ଼ିଆ ଭାରି ବଢିଆ
@_2DU_STAR_143
@_2DU_STAR_143 Жыл бұрын
Yeh video dekh kee Mam kaa fan ban gaya... ❤❤ Love you Man.. Respect your breave 🔥 Or hamare Indian ladkiyon ke liye - Papa ki pari banne se kuch nahi hogaa, inki jeise papa ki sherni banke dikhao...
@Mahendravlog007
@Mahendravlog007 Жыл бұрын
ତମକୁ କୋଟି କୋଟି ଧନ୍ୟବାଦ୍ ଭାଇ
@dilu198
@dilu198 Жыл бұрын
ଭାଇ ତୁମ ଇଣ୍ଟ୍ରେଷ୍ଟ କଥା ବହୁତ ଭଲ ଲଗେ, ବେଳେ ବେଳେ ତ କମେଡ଼ି ବି କରି ଦଅ, ବହୁତ ଖୁସି ଲାଗେ 👍👍👍👍
@bapinmohapatra6869
@bapinmohapatra6869 Жыл бұрын
ଭାଇ ବହୁତ୍ ସୁନ୍ଦର ଭିଡିଓ
@aloksamantara555
@aloksamantara555 5 ай бұрын
ବହୁତ ଧନ୍ୟବଦ୍ ଭଉଣୀ ଙ୍କ ପାଇଁ
@bindunayak2980
@bindunayak2980 Жыл бұрын
ଭଗବାନ୍ ତୁମ କୁ ସର୍ବଦା ଖୁସିରେ ରଖନ୍ତୁ।।
@kunameher5060
@kunameher5060 Жыл бұрын
ଜୟ ଜଗନ୍ନାଥ ଭାଇ, ଆଜିର ଭିଡିଓଟି ବହୁତ ହିଁ ବଢିଆ ଲାଗିଲା, କାହିଁକିନା ଆମ ଓଡ଼ିଶାର ଝିଅ ଆଫ୍ରିକାକୁ ଯାଇ ଲୋକଙ୍କ ସେବା କରିପାରୁଛି ତା ସାହସକୁ ମାନିବାକୁ ପଡିବ ତାଙ୍କୁ କୋଟି କୋଟି ନମସ୍କାର, ଆମ ଓଡ଼ିଆ ଭାରି ବଢିଆ 👏👏
@melisha4236
@melisha4236 Жыл бұрын
Bengali
@footballdamotivation4108
@footballdamotivation4108 Жыл бұрын
One of the fastest growing channel. ..because of love and affection of you all..❤
@Unkown_sidhi
@Unkown_sidhi 11 ай бұрын
She is the real heroine in real life&also the heroine of daman❤
@rudra5846
@rudra5846 Жыл бұрын
Sanga emiti rahiba daraka Mo Tarafaru Tama sanga ku Dhanyabad
@baikunthabihari5842
@baikunthabihari5842 Жыл бұрын
ବହୁତ ସୁନ୍ଦର vedio, ହୃଦୟ କୁ ଚୁଇଁଲାଭଳି ଲବ ଭାଈ ଙ୍କୁ ହୃଦୟରୁ ଧନ୍ୟବାଦ ଆଉ ସେ ଭଉଣୀ ଙ୍କ ନିଷ୍ଟା ସେବା ତାଙ୍କର ଇଛାଶକ୍ତି କୁ ହୃଦୟରୁ ସମ୍ମାନ,ଜଗନ୍ନାଥ ଙ୍କ କୃପାରୁ ଆପଣ ମାନେ ଭଲରେ ଥାଆନ୍ତୁ । ଜୟ ଜଗନ୍ନାଥ 🙏
@motimallick8663
@motimallick8663 Жыл бұрын
ଭାଇ ବହୁତ ଭଲ ଲାଗିଲା ❤❤ ଆପଣଙ୍କ ସାଙ୍ଗକୁ ହୃଦୟରୁ ବହୁତ ବହୁତ ଭଲ ପାଇବା ❤ & thanku so much didi ❤ really you are great lady & proud of india🇮🇳...Bhai ଆପଣଙ୍କୁ ମଧ୍ୟ ଢେର୍ ସାରା ସମ୍ମାନ ଆଉ ଧନ୍ୟବାଦ୍ 👍👍🇮🇳
@naraharisahoo4893
@naraharisahoo4893 Жыл бұрын
Video dekhi bahut inspiration milila salute to him lady odisha ru jaiki se Africa ra loka manankara seba kariparuchi sabu tharu bada katha tribal community ra lokamananku education and health subject re awareness karuthibaru thank you laba tuma pain ame se jhia bisayare jani parilu special thanks debi se jhia ku she has a very good personality and she is represent odisha in Africa au kan kahibi jete kahile b kam padiba ..africa heu America or India manaba seba kari chala as a human being so proud of you 🙏🙏❤❤
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🚩🙏
@Skumar-hc2rp
@Skumar-hc2rp Жыл бұрын
West bengal ru se jhia odisha ru nuha
@naraharisahoo4893
@naraharisahoo4893 Жыл бұрын
@@Skumar-hc2rp yes you are right 👍
@maheswardas7315
@maheswardas7315 Жыл бұрын
Good job bro ଆମ ତରଫରୁ ଦିଦି ଧନ୍ୟବାଦ୍
@MuSangram9778
@MuSangram9778 Жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ । ଜୟ ଜଗନ୍ନାଥ❤❤❤❤❤ ଆଗକୁ ବଢ଼ି ଚାଲ❤❤❤
1ОШБ Да Вінчі навчання
00:14
AIRSOFT BALAN
Рет қаралды 4,6 МЛН
The Joker kisses Harley Quinn underwater!#Harley Quinn #joker
00:49
Harley Quinn with the Joker
Рет қаралды 39 МЛН