No video

"ଆଜି କାଲି ବ୍ରାହ୍ମଣ ଘର ପୁଅ ଝିଅ ବି ତଳ ଜାତିରେ ବାହାହେଲେଣି ,ତେଣୁ ଜାତିପ୍ରଥା ଫିଲ୍ମରେ ଦେଖେଇବା ଉଚିତ ନଥିଲା"

  Рет қаралды 535,608

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the leading Daily Newspaper and Digital Platforms of the state and is coming up with various objectives and issues of human interest for the last 18 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Пікірлер: 1 600
@babunamallick5594
@babunamallick5594 Жыл бұрын
ମା ଆପଣଙ୍କ ଚିନ୍ତାଧାରା ଉଚକୋଟିର, ଏବଂ ଆପଣଙ୍କ କଥା ହୃଦୟ ସ୍ପର୍ଶୀ🙏 👍👍
@user-kg3kn5hn1r
@user-kg3kn5hn1r Жыл бұрын
Mausi. Badhia kahele
@lobhalohar4314
@lobhalohar4314 Жыл бұрын
କିନ୍ତୁ କୋଟା କାହିଁକି ଉଠା ଯାଉ ନାହିଁ କୋଟା ବେଳକୁ ଭଲ ଲାଗୁଛି
@babunamallick5594
@babunamallick5594 Жыл бұрын
@@lobhalohar4314 ଆପଣ ଭଲ କଥା ଟିଏ ପଚାରିଛନ୍ତି, ମୋ ମତରେ କୋଟା ଜାତିଭିତ୍ତିରେ ନ ରହୁ ପ୍ରକୃତ ଗରିବଙ୍କୁ କୋଟା ମିଳୁ
@sagarbhoi8875
@sagarbhoi8875 Жыл бұрын
Maa tame thik kahuchha
@satyabrata839
@satyabrata839 Жыл бұрын
Ryt
@ramachandrajena8123
@ramachandrajena8123 4 ай бұрын
ମା ଆପଣଙ୍କୁ ମୋର salute କାରଣ ଆପଣଙ୍କର ଚିନ୍ତାଧାାର ବାସ୍ତବ
@bhimasennayak8348
@bhimasennayak8348 Жыл бұрын
ଏତେଦିନ ପରେ ଗୋଟେ ସୁନ୍ଦର କଥା ପଦେ କହିଲ ମା 🙏
@shyamsundrabhoi5704
@shyamsundrabhoi5704 Жыл бұрын
ଏଭଳି ଚିନ୍ତା ଧାରା ସମସ୍ତ ଙ୍କର ରହିବା ଦରକାର 🙏🙏🙏
@pmprasannashorts2141
@pmprasannashorts2141 Жыл бұрын
ଠିକ୍ କହିଛନ୍ତି ଆପଣ ସାର୍
@improveown
@improveown Жыл бұрын
Thanks bro
@santhacharandas7385
@santhacharandas7385 Жыл бұрын
ଏମିତି ଚିନ୍ତା ଧାରା ରଖିଥିବା ମାଆ ଙ୍କୁ ଭଗବାନ୍ କୋଟି କୋଟି ପ୍ରଣାମ 🙏🙏
@chanchalajena3706
@chanchalajena3706 Жыл бұрын
Kota Katha au ଉଠାନ୍ତୁ ନାହିଁ kotare pau thiba pilarabi talente ଅଛି।
@mk.k5142
@mk.k5142 Жыл бұрын
🙏
@sanjuktaoram4149
@sanjuktaoram4149 Жыл бұрын
Bhala katha kahile mam
@birendrapradhan7584
@birendrapradhan7584 Жыл бұрын
😢😮,
@lyfestylejps3671
@lyfestylejps3671 Жыл бұрын
kzbin.info/www/bejne/aobIlqOFhsR2q9k
@user-wx8zp4su7p
@user-wx8zp4su7p Жыл бұрын
ମାଆ ତୁମକୁ ଧନ୍ୟବାଦ
@purnagochhayat811
@purnagochhayat811 Жыл бұрын
ଉନ୍ନତ ମଣିଷର ଉନ୍ନତ ଚିନ୍ତାଧାରା,,👌🙏🙏🙏🙏🙏
@sriaurobindoashram7473
@sriaurobindoashram7473 Жыл бұрын
ମା ଆପଣଙ୍କୁ ସତ ସତ ପ୍ରଣାମ । ଏମିତି ଚିନ୍ତା ଧାରା ସମସ୍ତ ଙ୍କର ରହିବା ଦରକାର।❤
@subashnayak4611
@subashnayak4611 Жыл бұрын
ମା ଆଜି ମୁଁ ଆପଣଙ୍କୁ❤ ମୋ ହୃଦୟରୁ ଧନ୍ୟବାଦ୍ ଦଉଛି। 🙏🙏
@lyfestylejps3671
@lyfestylejps3671 Жыл бұрын
kzbin.info/www/bejne/aobIlqOFhsR2q9k
@baidharsinghsanatan1064
@baidharsinghsanatan1064 Жыл бұрын
ଏମିତି ମାଆ ଟିଏ ସବୁ ପରିବାରରେ ଥିଲେ ନିଶ୍ଚୟ ପରିବର୍ତ୍ତନ ହେବା । ଏହି ମା ଙ୍କୁ କୋଟି କୋଟି ପ୍ରଣାମ।
@pmprasannashorts2141
@pmprasannashorts2141 Жыл бұрын
ଠିକ୍ କହିଛନ୍ତି ଆପଣ
@jagatanandsagar5879
@jagatanandsagar5879 Жыл бұрын
ଏ ଭଲି ନାରି ସକାସେ ହି ଦେଶ ଓ ସମାାଜ ବଜାୟ ରହିଛି nice opinion 🙏
@Bachaspati196
@Bachaspati196 Жыл бұрын
କୋଟା ଟା ଗରିବ ପାଇଁ ନୁହେଁ ଜାତି ପାଇଁ ମିଳୁଛି ହରିଜନ ମାନେ ବି ସମାଜିକ କ୍ଷେତ୍ର ରେ ଶୋଷିତ ହେଉଛନ୍ତି ପ୍ରଥମେ ଜାତି ଟା ଉଠୀ ଜାଉ ତା ପରେ କୋଟା କଥା କହିବେ mam
@ruralsupportcollectionodis5279
@ruralsupportcollectionodis5279 Жыл бұрын
ମାଉସିିଙ୍କ ଚିନ୍ତାଧାରା ପାଇଁ ଧନ୍ୟବାଦ ।🙏🏽
@user-xd8ec2fo2d
@user-xd8ec2fo2d Жыл бұрын
I salute you mam you are great thinking
@tapukabishortblogs8071
@tapukabishortblogs8071 Жыл бұрын
ବହୁତ୍ ଧନ୍ଯବାଦ୍ ମା ଆପଣ ସୁନ୍ଦର କଥାଟିଏ କହିଲେ ଏସମାଜ କୁ ଟିକିଏ ବୁଝାଅ
@kumarmitanofficial9631
@kumarmitanofficial9631 Жыл бұрын
ହୃଦୟରୁ ଆପଣଙ୍କୁ କୋଟି କୋଟି ନମସ୍କାର ମାଆ 🙏🙏🙏
@madhavmahanandia9350
@madhavmahanandia9350 Жыл бұрын
ଧନ୍ୟବାଦ ମା , ଆପଣ ଓଡ଼ିଶାର ଶ୍ରେଷ୍ଠ ମା ଉତ୍ତମ ବିଚାର , ଆପଣଙ୍କ ନିଷ୍ପତ୍ତି କୁ ସାଲୁଟ୍ 👍✊✊✊ ଓଡ଼ିଶାର ମୂଳନିବାସୀ ଆପଣଙ୍କୁ ମା କହି ଆମେ ଆଜି ବହୁତ ଗର୍ବିତ,,,ଜୟ ଭୀମ ✊✊✊
@kanhuverynaicemallick1549
@kanhuverynaicemallick1549 Жыл бұрын
Thanks mam
@saisimransimran9127
@saisimransimran9127 Жыл бұрын
ବହୁତ ସୁନ୍ଦର ❤❤❤❤
@joshodagandha2036
@joshodagandha2036 Жыл бұрын
Thank you maa
@PrasantaMalick-tl7xb
@PrasantaMalick-tl7xb Жыл бұрын
ମାଁ ମୁଁ ତମକୁ ବହୁତ ବହୁତ ମୋ'ର ହୃଦବୋଧ ଧନ୍ୟବାଦ ଅର୍ପଣ କରୁଛି ଏଇଭଳି ସମସ୍ତେ ଏକାଠି ହୁଅ ଜତି ଭେଦଭାବ ଉଠାଇ ଦିଅ🛕ଜୟ ଜଗନ୍ନାଥ 🪔🙏🙏🙏♥️👌👏
@miss-swag31
@miss-swag31 Жыл бұрын
ବହୁତ ଖୁସି ଲାଗିଲା ଆପଣଙ୍କ କଥା ଶୁଣି । ❤
@sheetalpawan9948
@sheetalpawan9948 3 ай бұрын
ମା ଙ୍କର ଚିନ୍ତା ଧାରା ବହୁତ ଉଚରେ, ଏବଂ ହୃଦୟସ୍ପର୍ଶୀ, ସତରେ ସମସ୍ତଙ୍କର ଚିନ୍ତାଧାରା ଏପରି ହେଲେ କେତେ ଆଗରେ ଆମ୍ଭେ ରହିଥାନ୍ତେ, ଧନ୍ୟବାଦ
@khusirajalaxmidiptiexpress5041
@khusirajalaxmidiptiexpress5041 Жыл бұрын
ବହୁତ ଉଚକୋଟିର ଚିନ୍ତାଧାରା ମାଆଙ୍କର, ଆପଣଙ୍କୁ ହୁଦୟରୁ ସାଧୁବାଦ 🙏
@mostpopulartypeofvideos3796
@mostpopulartypeofvideos3796 Жыл бұрын
ଆପଣଙ୍କ ଚିନ୍ତାଧାରା ବହୁତ ଭଲ! ଆପଣ ସବୁବେଳେ ଠିକ କଥା ହିଁ କୁହନ୍ତି!
@lyfestylejps3671
@lyfestylejps3671 Жыл бұрын
kzbin.info/www/bejne/aobIlqOFhsR2q9k
@chanchalapradhan5146
@chanchalapradhan5146 24 күн бұрын
ମାଉସୀ ଆପଣଙ୍କ ବଳି ସମସ୍ତଙ୍କର ଚିନ୍ତା ଧାରା ରହିବା ଦରକାର ଧନ୍ୟବାଦ 👌
@sibaprasadbehera3824
@sibaprasadbehera3824 3 ай бұрын
ଅତି ଉଚ୍ଚକୋଟିର ଚିନ୍ତାଧାରା ,ଧନ୍ୟବାଦ୍ ସମସ୍ତେ ଏମିତି ମାନସିକତା ଆଣିବା ଦରକାର
@bishnupriyapatra5916
@bishnupriyapatra5916 Жыл бұрын
ମାଉସି ଙ୍କ ଚିନ୍ତାଧାରା ବହୁତ୍ ସୁନ୍ଦର। 🙏ମାଉସି ଙ୍କ ପାଖରୁ କିଛି ଶିଖ।
@mangulicharanmallick1187
@mangulicharanmallick1187 Жыл бұрын
Right. ଆପଣଙ୍କୁ କୋଟି କୋଟି ନମସ୍କାର
@lyfestylejps3671
@lyfestylejps3671 Жыл бұрын
kzbin.info/www/bejne/aobIlqOFhsR2q9k
@Indiradehury-fm8kt
@Indiradehury-fm8kt 3 ай бұрын
ବହୁତ ବଢିଆ କଥା ଭ ଉଣି ଆମେ ସବୁ ଭଗବାନଙ୍କ ପିଲା ଜାତିଆଶିଲା କ ଉଠୁ
@Bach5629
@Bach5629 Жыл бұрын
ଶିଖରେ ନିଜକୁ ଶିକ୍ଷିତ ଭାବୁଥିବା ଡାଇରେକ୍ଟର,ପଡୁସର୍,ବେଶରମ୍। ସତରେ ମହାନ୍ ଚିନ୍ତାଧାରା ମା 🙏🙏
@sudhanshunag332
@sudhanshunag332 Жыл бұрын
R8
@akshayabhoi2802
@akshayabhoi2802 Жыл бұрын
ଜୟ ଭିମ୍ 🙏🙏 ମା ଆପଣ ଯାହା କହୁଛନ୍ତି ସତ ମଣିଷ ସମ୍ପର୍କର ଭାଇ ଚାରାର ଭଲ ସମ୍ପର୍କ ରହିବ କାହା ଜାତି ଭେଦଭାବ ରଖି ଫିଲ୍ମ କରୁଛନ୍ତି ତାକୁ କଠେର ଦଣ୍ଡ ମିଳୁ‌
@lyfestylejps3671
@lyfestylejps3671 Жыл бұрын
kzbin.info/www/bejne/aobIlqOFhsR2q9k
@niharranjannayak7534
@niharranjannayak7534 Жыл бұрын
ଭଉଣୀ ଆପଣ ଠିକ୍ ସମସ୍ୟା ର ସମାଧାନ କଥା କହିଛନ୍ତି, ଜୟ ଜଗନ୍ନାଥ
@sudarsankumar3516
@sudarsankumar3516 Жыл бұрын
ଧନ୍ୟବାଦ ମାଉସୀ ଭଗବାନ ମଙ୍ଗଳ କରନ୍ତୁ,
@nirojkumarsethy346
@nirojkumarsethy346 3 ай бұрын
ଭଗ ବାନ ଆପଣଙ୍କୁ। ସହେ ବର୍ଷ ଆୟୁଷ ଦିଅନ୍ତୁ।
@pratimamahalik8681
@pratimamahalik8681 Жыл бұрын
Bahut Sundar katha maa kahuchanti au sabu bele thik kuhanti
@IshmailDash
@IshmailDash Жыл бұрын
Maa Vala news kahichhanti❤❤❤❤❤
@beherapurnachandra1387
@beherapurnachandra1387 Жыл бұрын
ମାଆ ତମକୁ କୋଟି କୋଟି ପ୍ରଣାମ,ଏଇ ଭଳି ବିଚାର ଧାରା ସମସ୍ତ ଙ୍କ ହୃଦୟରେ ଉଦୟ ହେଉ
@chandusoren2815
@chandusoren2815 3 ай бұрын
ଆପଣ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ ଲୋକମାନେ ଆପଣଙ୍କ ପରି ବୁଝି ପାରିଥିଲେ ଜାତି ଧର୍ମ,କୁନେଇ ବେକାରରେ ଝାମେଲା ସୃଷ୍ଟି କରି ନ ଥାନ୍ତେ |
@mrranu123
@mrranu123 Жыл бұрын
ଧନ୍ୟବାଦ ମା ତୁମ ପରି ସବୁ ମା ହୋଇଥିଲେ ଆମ ଓଡିଶା ବହୁତ ଉର୍ନତି ପଥରେ ଗତି କରିଥାନ୍ତା. 🙏🙏🙏
@lyfestylejps3671
@lyfestylejps3671 Жыл бұрын
kzbin.info/www/bejne/aobIlqOFhsR2q9k
@saratkushal1747
@saratkushal1747 Жыл бұрын
ବହୁତ ସୁନ୍ଦର କଥା, ଉଚ୍ଚ କୋଟିର ଚିନ୍ତା ଧାରା। ଭଗବାନ ଆପଣଙ୍କ ର ମଂଗଳ କରନ୍ତୁ।
@rasmiprakashnaik3146
@rasmiprakashnaik3146 Жыл бұрын
Maa tame thiki kahucha tumku namoskar
@bhagabanbagh651
@bhagabanbagh651 Жыл бұрын
ଧନ୍ୟବାଦ୍ ମାଆ 🙏🙏🙏 ଏଇଟା ହିଁ ମଣିଷର କର୍ତ୍ତବ୍ୟ
@samraj_gudu135
@samraj_gudu135 Жыл бұрын
କେହି କହିଦେଲେ.... ଜାତି ରେ ଉଚ୍ଚା, ନିଚ୍ଚା ହୋଇ ନ ଥାନ୍ତି। ନିଜର କର୍ମ କୁ ନେଇ ଜାତି ଭେଦ କରାଯାଇଛି...ଆଉ ରକ୍ତ ଦେବା କଥା କହିଲେ....ଦାନ କରୁଥିବା ଲୋକଟି ବଡ,ଦାନ ନେଉଥିବା ଲୋକଟି ସାନ।
@ajaykumarmohanty-gv6us
@ajaykumarmohanty-gv6us Жыл бұрын
God bless you with your health maa ❤
@kaliabhai8370
@kaliabhai8370 Жыл бұрын
Bahutu bhala Katha kahila madam🙏
@kuldistarnamanama4236
@kuldistarnamanama4236 Жыл бұрын
ଠିକ୍ କହିଛନ୍ତି ମ୍ୟାଡାମ ସବୁଠୁ ଭଲ କଥା ଜାତି ଛୋଟ ଜାତି କ'ଣ ଜଣେ ଲୋକ ରକ୍ତ ଦେଲା ପରେ ସବୁ ସମାନ
@lyfestylejps3671
@lyfestylejps3671 Жыл бұрын
kzbin.info/www/bejne/aobIlqOFhsR2q9k
@rupengudia5092
@rupengudia5092 Жыл бұрын
ଧନ୍ୟ ମା ତୁମ ଜୀବନ, ଏମିତି ମାଙ୍କ ପରି ଚିନ୍ତା ଧାରା ଗୋଟିଏ ସମାଜର ବ୍ୟକ୍ତିତ୍ଵକୁ ମହାନ୍ ବ୍ୟକ୍ତି ତିଆରି କରେ ଉଚ୍ଛ ନୀଛ କିଛି ଜନ୍ମ କରେ ନାହିଁ
@krishnamajhishambhunath5838
@krishnamajhishambhunath5838 Жыл бұрын
ମୋମତରେଜାତିକୁ ନେଇ ଭେଦଭାବ ରଖିବା ଠିକ୍ ନୁହଁ ।ଯୋଉମାନେ ଜାତି ଭେଦଭାବ ରଖୁନାହାନ୍ତି ସେମାନଙ୍କୁ ମୋର ବିନମ୍ର ଅନୁରୋଧ କି ଆପଣ ମାନେ ଆମକୁ ତୁମ ଜାତି ସହିତ ମିଶାଇ ନେଲେ ମୁଁ ଜାଣିବି ଆପଣଙ୍କ କମେନ୍ଟର ଭେଲୁ ରହିବ।ଆଉ ଆପଣ ମାନଙ୍କ ଭାଷଣର ମହତ୍ପ ରହିବ,ଜୟ ବିଧାତା
@munathewriter1234
@munathewriter1234 Жыл бұрын
ରାଇଟ କଥା କହିଛନ୍ତି madam ଥରେ educated well ସୁସ୍ଥ ମସ୍ତିଷ୍କ ରେ ଥିବା ଭଦ୍ର ଶିକ୍ଷିତ ପରିବାର ର ପିଲାମାନେ ଯେ ପ୍ରକୃତରେ କଳା କି କଳାକାର ର ସମାଜ କୁ କଳା ଦେଖେଇବାର ଆବଶ୍ୟ କତା ରହିବା ଉଚିତ୍ ନୁହେଁ କାରଣ ଜଣେ ଡକ୍ଟର ଯଦି ନ ରହିବେ ତା ହେଲେ ଗୋଟାଏ ସେକେଣ୍ଡ ରେ କୋଟି କୋଟି ଲୋକ ମୃତ୍ୟୁ ମୁଖ କୁ ପଳେଇ ବେ ଯଦି ଜଣେ ଶିକ୍ଷକ ସ୍କୁଲ ରେ ପାଠ ନ ପଢିବେ ତା ହେଲେ ହଜାର ହଜାର ଛାତ୍ର ଜୀବନ ନଷ୍ଟ ହେଇ ଯିବ କିନ୍ତୁ ଯଦି ଜଣେ ଝିଅ ଛୋଟ ଛୋଟ ଖଣ୍ଡିଆ ଡ୍ରେସ୍ ପିନ୍ଧି ଲଙ୍ଗୁଳୀ ଡାନ୍ସ କଲେ ହଜାର ହଜାର ସାଧାରଣ ଲୋକଙ୍କ ଜୀବନ ନଷ୍ଟ ହେବ ହଜାର ହଜାର ନିରୀହ ଝିଅ ବୋହୂ ମାନଙ୍କୁ ରେପ୍ ବଳାତ୍କାର ହେବ କଣ ପାଇଁ କୁହନ୍ତୁ ମୋର ପ୍ରିୟ ଓଡିଆ ଭାଇ ଭଉଣୀ ମାନେ କାରଣ କଳାକାର ମାନେ ଯେଉଁ nacate ଲଙ୍ଗଳା ଡାନ୍ସ କରି ଛୋଟ ଛୋଟ ଶିଶୁ ଠୁଁ ଆରମ୍ଭ କରି ବଡ଼ ଝିଅ ବହୁ ମାନେ ନଙ୍ଗୁଳି ନାଚ ହିରୋଇନ୍ ହିରୋ କୁ କିସ୍ ଚୁମା କରିବାର ଦେଖି ଅନେକ ସାଧାରଣ ଅଳ୍ପ ପାଠ ପଢା ପରିବାର ଝିଅ ପୁଅ ନଷ୍ଟ ହେଲେ ସେଇ ଲଙ୍ଗୁଳୀ ବେଶ୍ୟା କଳାକାର ମାନଙ୍କୁ ଦେଖି ଅନୁସରଣ କରି ତେଣୁ କଳାର କି ଲଙ୍ଗୁଳୀ ପ୍ରେମ କବିତା ଯେଉଁ ଟା ର ସମାଜ ନଷ୍ଟ ହୁଏ ସେଇଟା କୁ ଆଦୌ କରିବା ଉଚିତ୍ ନୁହେଁ ତେଣୁ ସଜାଗ ହୁଅ ମୋ ଓଡ଼ିଶା ଭାଇ ଭଉଣୀ ମାନେ ଆଉ ବନ୍ଦ୍ କର କଳାକାର ତାମସା 😂😂 ବନ୍ଦ୍ କର ଫିଲ୍ମ ଇଣ୍ଡଷ୍ଟ୍ରି ଖାଲି ଓଡିଆ ନୁହଁ ସବୁ ଫିଲ୍ମ ଇଣ୍ଡଷ୍ଟ୍ରି କୁ ବନ୍ଦ୍ କର ଆଉ ସିନେମା ମୁକ୍ତ ଭାରତ ବାନାଅ ଦେଖିବ ରେପ୍ ବଳାତ୍କାର ଝିଅ ବହୁ ମାନଙ୍କ ପ୍ରତି ହିଂସା ସବୁ ଧିରେ ଧିରେ ଠିକ୍ ହେଇ ଯିବ ଜୟ ଜଗନ୍ନାଥ 🎉🎉❤❤🎉🎉❤❤ 😂😂😅😅
@user-qe9ih9mw2p
@user-qe9ih9mw2p Жыл бұрын
ATI Sundar Katha Bhai very nice 💯 you great
@munathewriter1234
@munathewriter1234 Жыл бұрын
@@user-qe9ih9mw2p thanks bro 👍
@lyfestylejps3671
@lyfestylejps3671 Жыл бұрын
kzbin.info/www/bejne/aobIlqOFhsR2q9k
@lyfestylejps3671
@lyfestylejps3671 Жыл бұрын
kzbin.info/www/bejne/aobIlqOFhsR2q9k
@sanjaymalik640
@sanjaymalik640 Жыл бұрын
ମା ତୁମକୁ ବହୁତ ଧନ୍ୟବାଦ
@bikashchandranaikbikash4076
@bikashchandranaikbikash4076 Жыл бұрын
ଏମିତି ମାଁ ଙ୍କୁ କୋଟି କୋଟି ପ୍ରଣାମ 🙏🙏
@sandhyaranipatra9221
@sandhyaranipatra9221 Жыл бұрын
ମାଆ ଆପଣ ବହୁତ ଭଲ... ଆପଣଙ୍କ ଭଳି ଚିନ୍ତାଧାରା ଯଦି ସମସ୍ତଙ୍କ ପାଖରେ ରୁହନ୍ତା... ତାହେଲେ ସତରେ ସମାଜରେ ସମସ୍ତେ ଭଲରେ ଚଳନ୍ତେ... ଆପଣଙ୍କ କଥାରେ ମୁଁ ସହମତ.... ମାଆ ଆପଣଙ୍କୁ ସମସ୍ତ ଭାଇ ଭଉଣୀଙ୍କ ତରଫରୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି 🙏🙏🙏
@mraditya-vf4bb
@mraditya-vf4bb Жыл бұрын
ବହୁତ୍ ସୁନ୍ଦର୍ ସୁନ୍ଦର୍
@deepofficialworlds2456
@deepofficialworlds2456 Жыл бұрын
ମା ଆପଣ ଙ୍କ ଚିନ୍ତାଧାରାକୁ ବହୁତ ଧନ୍ୟବାଦ 🙏🙏🙏
@patitakumarchoudhury9855
@patitakumarchoudhury9855 Жыл бұрын
ମାଉସୀ ଆପଣଙ୍କ ପ୍ରବଚନ ଠିକ ହୃଦୟ ସ୍ପର୍ଶି ଯେ ଆପଣ କୋଉ ଜାତିରେ ବାହା ହୋଇଛନ୍ତି , ଆପଣଙ୍କ ପୁଅ ଝିଅ ଅଜାତିରେ ବାହା ହୋଇଥିବେ ଜଣାନ୍ତୁ, ରକ୍ତ ଦେଲାବେଳେ ଜାତି ଦେଖନ୍ତିନି, ରକ୍ତର ଗ୍ରୁପ ଦେଖାଯାଏ, ନିଜକୁ ଭଗବାନ ଠାରୁ ବଡ଼ ଜ୍ଞାନୀ ଭାବନି, ରଣ୍ଡୁଆ ହିଷ୍ଟ୍ରିଆ ମାନେ ଅଜାତିରେ ବାହା ହୁଅନ୍ତି
@subarnnapanda5072
@subarnnapanda5072 Жыл бұрын
Hello uncle. 1st apana pura video dekhinahanti,na hele apananka kana subhajaeni. Apananka comment ru jaha janapaduchhi. Nijaku bhagaban thu bada gyani sie nuhe apana bhabuchhanti. Sie sei jatire bahahele jouthi tanka ichha hela,sei lokanku bahahele jahaku tanka ichha hela. Intercaste marriage is not mandatory,just as other marriages. What's important is both of them are willing to marry.
@melisha4236
@melisha4236 4 ай бұрын
Jadi blood darkar nahi..to dokan ru group kini ki dio
@melisha4236
@melisha4236 4 ай бұрын
Listen acharya Prashant....you are narrow minded...
@susantamalik3636
@susantamalik3636 Жыл бұрын
ମା ଆପଣ ପ୍ରକୁତରେ ମହାନ୍ ଦେବୀ ଆପଣଙ୍କୁ ହୃଦୟ ରୁ ପ୍ରଣାମ
@anitapriyadarshini429
@anitapriyadarshini429 Жыл бұрын
I can't explain how much beautiful your speach "Exlent" 👌👌👌
@debasishpatra1090
@debasishpatra1090 Жыл бұрын
ମା ଆପଣଙ୍କୁ ଦାନ୍ୟବାଦ ବହୁତ ଭଲ ଚିନ୍ତାଧାରା 🙏🙏
@mitunakumarjena6609
@mitunakumarjena6609 Жыл бұрын
ମା ଙ୍କର ବହୁତ ଉନ୍ନତ ଚିନ୍ତାଧାରା...🙏
@sanjitharipal2520
@sanjitharipal2520 3 ай бұрын
ବହୁତ ସୁନ୍ଦର ଧନ୍ୟବାଦ ବହୁତ ବହୁତ ନମସ୍କାର
@er.kedarnayak5365
@er.kedarnayak5365 Жыл бұрын
ମ୍ୟାଡ଼ାମ ଆପଣଙ୍କ କଥା ଅତି ଗୁରୁତ୍ବପୂର୍ଣ୍ଣ ଓ ନିରାଟ ସତ୍ୟ | ବ୍ରାହ୍ମଣ ସମାଜ ଓ ଉଚ୍ଚ ଜାତିର ବ୍ୟକ୍ତି ଆପଣଙ୍କ ଠାରୁ କିଛି ଶିଖିବା ଜରୁରୀ ରହିଛି | ଧନ୍ୟବାଦ ଆପଣଙ୍କୁ | 🙏🙏🙏
@nirmalyapathy
@nirmalyapathy Жыл бұрын
Samaste samastanka thu kichi sikhibara darakar
@sanatananayak3288
@sanatananayak3288 Жыл бұрын
ଅଶେଷ ଧନ୍ୟବାଦ ମେମ୍ ।ବହୁତ ସୁନ୍ଦର ମତାମତ ।ସୁନ୍ଦର ବକ୍ତବ୍ୟ। 🙏🙏🙏
@kailashmajhikailashmajhi2567
@kailashmajhikailashmajhi2567 Жыл бұрын
ମାଆ ତୁମେ ଉତ୍ତମ ବାର୍ତ୍ତା ଦେଇଥିବା ନିମନ୍ତେ କୋଟି କୋଟି ପ୍ରମାଣ👍👍👍💝💝💝
@pramodkumarnayak8191
@pramodkumarnayak8191 10 ай бұрын
ବହୁତ ସୁନ୍ଦର 🙏🙏ଆପଣଙ୍କ ଚିନ୍ତାଧାରା କୁ କୋଟି କୋଟି ପ୍ରଣାମ 🙏🙏🙏❤❤
@liveforever6998
@liveforever6998 Жыл бұрын
ଆଜିକାଲି ବ୍ରାହ୍ମଣ ଜାତି ଲୋକ ମାନେ ତଳ ତଳିଆ ହେଇ ନୀଚ ଜାତି ର ବଡ଼ ବଡ଼ ଅଫିସର ଙ୍କ ସେବା କରୁଛନ୍ତି
@anilkumarjena7590
@anilkumarjena7590 Жыл бұрын
100% right......
@rohitdas634
@rohitdas634 Жыл бұрын
Right 👍
@Jajabara46
@Jajabara46 Жыл бұрын
Maghia kota re officer. But brahmin officer is real officer. Those who r working under low caste they r not real brahmin.
@subarnnapanda5072
@subarnnapanda5072 Жыл бұрын
​@@Jajabara46narrow-minded🤦🤦🏽‍♂️
@lochanperei339
@lochanperei339 Жыл бұрын
​@@Jajabara46apnaka janichati ki kota kan pain dia jauchi
@padmalayanag-8256
@padmalayanag-8256 Жыл бұрын
Bahut sundar katha maa🙏🏻🙏🏻🙏🏻🙏🏻❤❤❤❤
@ranjankumarbehera1277
@ranjankumarbehera1277 3 ай бұрын
Bahut bhala mesej dele maa Apana sabu bele bhalare ruhantu Jay jaganath
@aniruddhabehera432
@aniruddhabehera432 Жыл бұрын
ସମ୍ବିଧାନରେ ଭାରତୀୟ ସମାଜକୁ ଜାତି ମାଧ୍ୟମରେ ଭାଗ ଭାଗ କରାଯାଇଛି। ସେଥିମଧ୍ୟରେ ବିଭିନ୍ନ ବର୍ଗକୁ ଭିନ୍ନ ଭିନ୍ନ ସଂରକ୍ଷଣ ବ୍ୟବସ୍ଥା ବି ରହିଛି। ଯେଉଁ ସମ୍ବିଧାନରେ ଏହାର ବର୍ଣ୍ଣନା କରାଯାଇଛି, ତାହାକୁ ବିରୋଧ କରିବା ଦରକାର। ଯଦି ସମାଜରେ ଜଣଙ୍କର ନାମ ରାମ ଦିଆଗଲା ତାଙ୍କୁ ରାମ ହିଁ ଡାକିବା, ଠିକ୍ ସେହିପରି ସମ୍ବିଧାନ ରେ ଯଦି ଏହିପରି ରହିବ, ତାହାହେଲେ ଚଳଚ୍ଚିତ୍ର ହେଉ କିମ୍ବା କୌଣସି ସାଧାରଣ ଜାଗା ହେଉ, ଲୋକେ କହିବେ।ଏହା ମୂଳରୁ ସମାଧାନ ହେବାର ଆବଶ୍ୟକତା ଅଛି।
@gobindachandranayak6585
@gobindachandranayak6585 Жыл бұрын
Very good❤
@pankajkumarsethy4322
@pankajkumarsethy4322 Жыл бұрын
ଯୟଜଗନାଥ ମା ତୁମକୁ ବହୁତ ବହୁତ ଧନ୍ୟବାଦ ଭଗବାନଙ୍କ ତୁମକୁ ଖୁସିରେ ରଖନ୍ତୁ,ମା ଆପଣଙ୍କ କଥା ସୁଣୀ ବହୁତ ଆନନ୍ଦ ଲାଗିଲା। ତୁମେ ବହୁତ ଭଲ ମା,
@AKNSTYLE1881
@AKNSTYLE1881 Жыл бұрын
ଏଭଳି ଚିନ୍ତା ଧାରା ସମସ୍ତ ଙ୍କର ରହିବା ଦରକାର
@nirojkumarsethy346
@nirojkumarsethy346 3 ай бұрын
ମା ଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ୍।
@abhikandhapani8954
@abhikandhapani8954 Жыл бұрын
Bahut bhala katha kahila madam ❤
@balaramsamal6941
@balaramsamal6941 Жыл бұрын
Salute madam thankyou
@rabindranathbehera876
@rabindranathbehera876 Жыл бұрын
ମା ଆପଣଙ୍କ ପରି ପ୍ରତ୍ୟକ ମା ମାନେ ସଚେତନ ଯଦି ହେବେ ନିଶ୍ଚିତ ସୁନ୍ଦର ଓଡିଶା ଗଠନ ହୋଇ ପାରିବ ଆପଣଙ୍କ ପରି ମା ମାନଂକୁ କୋଟି କୋଟି ଜୁହାର
@daitaribadi3502
@daitaribadi3502 Жыл бұрын
ମାଆ ଆପଣ ଜଣେ ଉଚ୍ଚକୋଟର ଭଦ୍ର ତଥା ଅତି ନିର୍ମଳ ହୃଦୟା ମହିଳା, ଆପଣଙ୍କୁ ଏହି ଚନାଲ୍ ମାଧ୍ୟମରେ ଶୁଣି ବହୁତ ଖୁସି ଲାଗିଲା। ଆପଣଙ୍କ ପରି ଅନ୍ୟମାନଙ୍କ ମଧ୍ୟ ମନୋଭାବ ରହିଲେ ଏ ଦେଶ ଦୁନିଆଁ ର ସମସ୍ତ ଙ୍କ ଆଗରେ ରହିବ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ପରମେଶ୍ବର, ଆପଣଙ୍କ ସପରିବାର କୁ ସଦା ଖୁସିରେ ରଖନ୍ତୁ।🙏
@bjena3675
@bjena3675 Жыл бұрын
ଭୋଉତ ସୁନ୍ଦର୍ କଥା କହିଲ
@JNetwork8506
@JNetwork8506 Жыл бұрын
ଆପଣ ବହୁତ୍ ଭଲ କହିଲେ ଆପଣଙ୍କ ଚିନ୍ତାଧାରା ଉଚ୍ଚକୋଟୀର ବହୁତ୍ ବହୁତ୍ ଧନ୍ୟବାଦ୍
@bibeknag6211
@bibeknag6211 11 ай бұрын
ବହୁତ ଭଲ ଲାଗିଲା ମା
@swarajshorts143
@swarajshorts143 Жыл бұрын
ଧନ୍ୟବାଦ 🙏🙏🙏🙏ମା
@satyajitmajhi748
@satyajitmajhi748 Жыл бұрын
Sundar Katha kahicha maa🙏🙏🙏
@Jagyan466
@Jagyan466 Жыл бұрын
Right maa 🙏🙏
@kumeshmanikpuri610
@kumeshmanikpuri610 Жыл бұрын
SC, ST, OBC,minority,General ,ସବୁକୁ ଜାତି ଆଧାର ରେ ଗଣନା କରି 100% reservation କରିଦେଇ ସମସ୍ତ ଙ୍କୁ ତାଙ୍କ ସଂଖ୍ୟା ଅନୁପାତରେ reservation ଦେଇ ଦିଅନ୍ତୁ ସମସ୍ତେ ପାଆନ୍ତୁ । ମୋ ମତରେ ।
@jagatadehury7735
@jagatadehury7735 Жыл бұрын
ମା କୁ ମୋର କୋଟି କୋଟି ପ୍ରଣାମ 🙏🙏🙏
@biswajeetmalik31
@biswajeetmalik31 Жыл бұрын
Bahut sundar katha kahichha mam
@TheFighter-jf6im
@TheFighter-jf6im Жыл бұрын
Perfectly said ...Huge respect from my heart ❤️
@khusamatmajhi
@khusamatmajhi Жыл бұрын
Tamar tukel motedeba
@bedabarpradhan4560
@bedabarpradhan4560 Жыл бұрын
ବହୁତ ବଡ଼ ଚିନ୍ତା ଧାରା। ରକ୍ତ ତ ଜାତି ବାରେ ନାହିଁ ନା।
@tikinamahapatra723
@tikinamahapatra723 Жыл бұрын
ଧନ୍ୟବାଦ ମାଉସୀ 🙏
@asmusic5993
@asmusic5993 Жыл бұрын
ମାଆ ଆପଣ ବହୁତ ଭଲ କଥା କହିଲେ, Thanks a lot
@ranjannayak21
@ranjannayak21 Жыл бұрын
ଠିକ୍ କହିଲ ମା🙏🙏🙏👍👌ବହୁତ୍ ଖୁସି ଲାଗିଲା
@santoshkumarmishra2620
@santoshkumarmishra2620 4 ай бұрын
ବର୍ଣ୍ଣ ଶଙ୍କର ପିଲା କିପରି ଜନ୍ମ ହୁଅନ୍ତି ଗୀତାରେ ଅତି ସୁନ୍ଦର ଭାବେ ବୁଝେଇଛନ୍ତି ଭଗବାନ୍. ତେଣୁ ଗୀତା ଭାଗବତ ପଢିଲେ ସବୁ ବୁଝିପାରିବା.
@pkofficial183
@pkofficial183 Жыл бұрын
ମା ଆପଣଙ୍କ ଭଳି ପ୍ରଗତିଶୀଳ ହୃଦୟ ଜିଣିବା ଲୋକ ଦରକାର
@ommkumarommkumar2921
@ommkumarommkumar2921 Жыл бұрын
Very good madam 👌🙏🙏
@gitanjalijena799
@gitanjalijena799 Жыл бұрын
Thanks you maa and love you ♥️
@tanmaya3213
@tanmaya3213 Жыл бұрын
ମାଉସୀ ସୁନ୍ଦର କଥା କହିଲେ ଆପଣଙ୍କ ଠାରୁ ସମସ୍ତଙ୍କର ଶିଖିବାର ଅଛି 🙏
@gug2175
@gug2175 Жыл бұрын
Thank you mam apanankara chinta thara really great❤❤😊
@kuntalanaik2827
@kuntalanaik2827 Жыл бұрын
Love you maa bahut bholo Kotha kohile ,u r great
@tofansahoo7416
@tofansahoo7416 Жыл бұрын
Thanks
@sushantakusulia790
@sushantakusulia790 Жыл бұрын
Thank you maa Tama chinta dhara pain🙏🙏🙏
@fakirmohansing224
@fakirmohansing224 Жыл бұрын
Reelsku neiko ete charcha kanpain eita gote entertainment
@BhagabanWorld
@BhagabanWorld Жыл бұрын
ମାଁ ଆପଣଙ୍କୁ ଭଗବାନ୍ ଭଲରେ ରଖନ୍ତୁ
@Asishi3379
@Asishi3379 Жыл бұрын
ସମୟ ବଦଳି ଗଲାନି,ଏବେ ଆଉ ଆମକୁ ୧୮୦୦ ମସିହା ଭଳି ହରିଜନ କହିଲେ ବହୁତ୍ ବାଧୁଚି, ଏମିତି ଶିକ୍ଷା ଏବେ ଆଉ ଚଲଚିତ୍ର ରେ ରଖନ୍ତୁନି 🙏 ଏ ମା ଙ୍କୁ ମୋର ବହୁତ୍ ବହୁତ୍ ଧନ୍ୟବାଦ୍ 🙏 ପୁରା ଉଚିତ୍ କଥା କହିଛନ୍ତି , ,
@mamatamallick2209
@mamatamallick2209 Жыл бұрын
Maa really ur the best maa ❤❤ I salute you ur heart full of love
@anilkumarjena7590
@anilkumarjena7590 Жыл бұрын
ମା, ଆପଣଙ୍କୁ ଶତ ପ୍ରଣାମ......
@baishnabcharansahoo9119
@baishnabcharansahoo9119 Жыл бұрын
କ୍ଷମା କରିବେ ଆଜ୍ଞା,ଆପଣ ଏହି ବିଷୟରେ ଅନେକ ଉଦାହରଣ ଦେଇ ଅନେକ କଥା କହିଲେ,କିନ୍ତୁ ବାସ୍ତବିକ ଭାବେ ସତ୍ୟ ପ୍ରକାଶ କରି ପାରିଲେ ନାହିଁ।ଆପଣ ମଣ୍ଡଳ କମିଶନ ବିଷୟରେ ଆଲୋଚନା କରିବା ସହିତ ,ନିଜକୁ ଏକ ସ୍ତ୍ରୀ ବୋଲି ସ୍ବୀକାର ମଧ୍ୟ କଲେ।କୋଟା ବିଷୟରେ ମଧ୍ୟ କହିଲେ, ଏବଂ କୋଟା ଦେବା ଉଚିତ ନ ଥିଲା ବୋଲି କହିଲେ। ଏବଂ ଜାତି ,ବର୍ଣ୍ଣ ବ୍ୟବସ୍ଥା ବିଷୟର ମଧ୍ୟ କିଛି ଆଲୋଚନା କରିଥିଲେ।କିନ୍ତୁ ଆପଣ କଣ ଜାଣନ୍ତି କି? ଏ ଭାରତରେ ବର୍ଣ୍ଣ ବ୍ୟବସ୍ଥା ର ଜନକ କିଏ? ଏବଂ ମଣିଷ କେବେହେଲେ ନିଜର କର୍ମ ଉପରେ ତାହାର ଜାତି ନିର୍ଦ୍ଧାରିତ କରି ପାରିବ ନାହିଁ।ଏହା କେବଳ ଜନ୍ମ ଉପରେ ଜାତି ର ନିର୍ଦ୍ଧାରିତ ହୋଇଥାଏ।ଯେମିତିକି ,ଯଦି ଏକ ଛୁଆ ବ୍ରାହ୍ମଣ ପରିବାର ରେ ଜନ୍ମ ହୋଇ ଚପଲ ଦୋକାନ କରେ,ତାକୁ ବ୍ରାହ୍ମଣ ଛୁଆ କୁହାଯାଏ। ଏବଂ ଯଦି ଏକ ଛୁଆ ହାଡ଼ି ଘରେ ଜନ୍ମ ହୋଇ ପୂଜା କଲେ ମଧ୍ୟ ସେ ହାଡ଼ି ଛୁଆ ବୋଲି ପରିଚିତ ହେବ।ଆପଣ କୋଟା ବିଷୟରେ କହିଲେ ଯେ ମଣ୍ଡଳ କମିଶନ ଲାଗି କୋଟା ଆରମ୍ଭ ହୋଇ ଥିଲା।କିନ୍ତୁ ଏହା ସତ୍ୟ ନୁହେଁ, ଦୀର୍ଘ ଚାରି ହଜାର ବର୍ଷ ପୂର୍ବ ରୁ ଏହି କୋଟା ର ପ୍ରାରମ୍ଭ ହୋଇଥିଲା।ଆର୍ୟା ଙ୍କ ସମୟରେ ଏହି ବର୍ଣ୍ଣ ବ୍ୟବସ୍ଥା କୁ ଆରମ୍ଭ କରି ମଣିଷ କୁ ଚାରି ଭାଗରେ ବିଭକ୍ତ କରାଯାଇଥିଲା,ଯାହାର ପରିଣାମ,ଏବେ ବି ଲୋକ ମାନଙ୍କୁ ଭୋଗି ବାକୁ ପଡୁଛି।ଏଣୁ ଆପଣଙ୍କୁ ଅନୁରୋଧ ଯେ ,ଯଦି ଆଉ କେତେବେଳେ ଆପଣଙ୍କୁ ଏଭଳି କେଉଁ ଠାରେ କହିବାକୁ ସୁବିଧା ମିଳେ,ତାହାହେଲେ ଲୋକ ମାନଙ୍କୁ ପ୍ରକୃତ ସତ୍ୟ କଥା ପ୍ରକାଶ କରନ୍ତୁ। ଏବଂ ଆପଣ ଯେଉଁ ରାମ ଓ ଶବରୀ ବିଷୟରେ ଉଦାହରଣ ଦେଲେ ଏହା ଆପଣ କେବଳ ଶୁଣିଛନ୍ତି।କିନ୍ତୁ ଆପଣ ଆଜି ଦେଖି ପାରୁଥିବେ ଯେ,ଜଣେ ଆଦିବାସୀ ମୁହଁ ରେ ଜଣେ ବ୍ରାହ୍ମଣ ପରିସ୍ରା କରି ପାରିଲା।ଏହାର ମୂଳ କାରଣ ହେଲା ଜାତି ବ୍ୟବସ୍ଥା। ଏବଂ ଆପଣ ଯେଉଁ ଭଗବାନ ବିଷୟରେ ଉଦାହରଣ ଦେଲେ , ଏହା କେବଳ ଲୋକ ମାନଙ୍କୁ ମୂର୍ଖ ରେ ପରିଣତ କରିବା ପାଇଁ ଏକ ଷଡ଼ଯନ୍ତ୍ର।ଆପଣଙ୍କର ବୋଧହୁଏ ମନେ ଥିବ ୨୦୨୦ ରେ ଯେତେବେଳେ CORONAVIRUS ସମୟରେ ସବୁ ମନ୍ଦିର,ମସଜିଦ, ଚର୍ଚ୍ଚ ସବୁ ବନ୍ଦ ହୋଇ ଗଲା,କିନ୍ତୁ କେହି ହେଲେ ଆସି ସାହାଯ୍ୟ କରି ନ ଥିଲେ।ଆପଣ ଶେଷରେ କହିଲେ ଆମେ ସମସ୍ତେ ଭଗବାନଙ୍କ ସନ୍ତାନ,ହେଲେ ସୁଦ୍ରଙ୍କୁ କାହିଁକି ହରିଜନ ଶବ୍ଦ ର ଉପାଧି ଦିଆଗଲା?
@ruchikabehera5775
@ruchikabehera5775 Жыл бұрын
Very judicious, gentle, logical in her points. Madam pranam.🎉
小丑把天使丢游泳池里#short #angel #clown
00:15
Super Beauty team
Рет қаралды 39 МЛН
Идеально повторил? Хотите вторую часть?
00:13
⚡️КАН АНДРЕЙ⚡️
Рет қаралды 18 МЛН
🩷🩵VS👿
00:38
ISSEI / いっせい
Рет қаралды 13 МЛН
The Joker saves Harley Quinn from drowning!#joker  #shorts
00:34
Untitled Joker
Рет қаралды 60 МЛН
JATI AJATIII CASTISMII CASTE II PAPU SIR ONLINE II PAPU POM POM
21:07
Papu PoM PoM Creations
Рет қаралды 235 М.
PM Modi's Ukraine Visit Set // Odisha Student Polls Next Year
18:36
OdiaTechBulletin
Рет қаралды 29 М.
Janata Darbaar: Caste System In India
47:32
Kanak News
Рет қаралды 360 М.
小丑把天使丢游泳池里#short #angel #clown
00:15
Super Beauty team
Рет қаралды 39 МЛН