"ଫିଲ୍ମରେ ହରିଜନ ଶବ୍ଦର ବାରମ୍ବାର ବ୍ୟବହାର ନିଶ୍ଚୟ ହୃଦୟକୁ କଷ୍ଟ ଦେବ" ରୁଦ୍ର

  Рет қаралды 438,247

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the leading Daily Newspaper and Digital Platforms of the state and is coming up with various objectives and issues of human interest for the last 18 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Пікірлер: 1 700
@prasantakumarsinging9124
@prasantakumarsinging9124 Жыл бұрын
ଜାତି ଧର୍ମ ବର୍ଣ୍ଣ ନିର୍ମିଶେଷରେ ଆମେ ସମସ୍ତେ ଭାରତୀୟ ,ସମସ୍ତ ଙ୍କ ଦେହରେ ସମାନ ରକ୍ତ, ଯେତେବେଳେ ଜଣେ ଉଚ୍ଚଜାତିର ଲୋକର ରକ୍ତର ଆବଶ୍ୟକ ପଡେ ସେତେବେଳେ କେହି ପଚାରନ୍ତି ନି ଏ ରକ୍ତ କେଉଁ ଜାତିର 🙄 ଏ ଦୁନିଆରେ ଦୁଇଟି ଜାତି ଗୋଟେ ପୁରୁଷ ଆଉ ଗୋଟେ ସ୍ତ୍ରୀ....ଏଇଟା ସମସ୍ତେ ଭଲଭାବେ ଜାଣିବା ଉଚିତ୍ 😠
@satyabrata839
@satyabrata839 Жыл бұрын
Ryt kahila bhai
@sukadevnag6792
@sukadevnag6792 Жыл бұрын
Right
@kingkanha3805
@kingkanha3805 Жыл бұрын
👍👍👍👍
@Nilprativa143
@Nilprativa143 Жыл бұрын
Right vai ❤
@Dacstarsibani
@Dacstarsibani Жыл бұрын
Right 👍
@surendrasagaria2530
@surendrasagaria2530 Жыл бұрын
Sir ଆପଣଙ୍କ ମତାମତ ବହୁତ ବହୁତ ଭଲ ଲାଗିଲା l ଏଥିରେ ଉତ୍ସାହ ଆଉ ପ୍ରେରଣା ମଧ୍ଯ ଅଛି l ଧନ୍ୟବାଦ 🙏
@akshayabhoi2802
@akshayabhoi2802 Жыл бұрын
ଭାଇ ଆପଣ ଯାହା କହୁଛନ୍ତି ସତ କାହା ଜାତି କୁ ଛେଟ ଜାତିର ଲୋକେ ଛୁଆଁ ଅଛୁଆଁ ଭେଦଭାବ କରି କହିଲେ ଆପଣଙ୍କ କଣ ଚୁପ ରହିବେ ଏମାନଙ୍କୁ ଗିରଫ କରିବାକୁ ଆମର ଦାବି ଜାତୀୟ ଦଳିତ ମହାସଂଘ 🙏🙏🙏
@chagulujena6933
@chagulujena6933 Жыл бұрын
A sala bastade mananku Bharat ra samvidan Jana nahi ,
@chagulujena6933
@chagulujena6933 Жыл бұрын
Banda film a Mane karuchanti ,Kahan a Mane jati,barna,dharma,Vali chinta dhara create kari Pakistan Vali ama pabitra dasa ku vangi sahe vaga karibaku
@JasadaGaradia
@JasadaGaradia Жыл бұрын
You are right sir 💕
@sandhyaranipatra9221
@sandhyaranipatra9221 Жыл бұрын
ସାର୍ ଙ୍କ ପାଇଁ ଗୋଟେ ତାଳି ହେଇଯାଉ👏👏👏👏 ବାଃ କ'ଣ କହିଲେ .... ଅତି ଉତ୍ତମ 💯✍️
@RanjanKumar-bg1zb
@RanjanKumar-bg1zb Жыл бұрын
👏👏👏👏👏
@malayadasmalayadas5881
@malayadasmalayadas5881 Жыл бұрын
E bhaie tame badabada Katha kahucha Pratham Kota boloku jate dekhibe au kounashi karanaru jhagada at Case daba manisa jati Saman sarakara adhekara samane kara
@trsongproduction3121
@trsongproduction3121 Жыл бұрын
Maagiaa padusara au hieroeni manaku gandi ra gahiba ta thika achi
@santhacharandas7385
@santhacharandas7385 Жыл бұрын
କାହାରି ଜାତିକୁ ନେ଼ଇ ଆପେକ୍ଷ କରିବ ଉଚିତ୍ ନୁହେଁ ଆମେ ସମସ୍ତେ ହିନ୍ଦୁ ଧର୍ମ ଦୟାକରି ନିଜର ନିନ୍ମ ମାନର ଭାବନାକୁ ମନରୁ ବାହର କରି ସମାଜକୁ କିଛି ଭଲ ବାର୍ତ୍ତା ଦିଅ ଫିଲ୍ମ ମାଧ୍ୟମରେ.🙏🙏🙏
@arundas7670
@arundas7670 Жыл бұрын
Jo kathha kahile jitu Das Pravachan dauthila kn hela, Brahmana Au Jo, Teme bhai Harijan Na kn
@MrAshok07655
@MrAshok07655 Жыл бұрын
Your are right bhai ♥️ ଆପଣ ଠିକ୍ କହିଛନ୍ତି 👍 ଏହି ଭଳି ଲୋକ ମାନଙ୍କୁ ଉଚିତ୍ ଶିକ୍ଷା ମିଳିବା ଉଚିତ୍ 👍 ଜୟ ଜଗନ୍ନାଥ 🙏🙏
@kingkanha3805
@kingkanha3805 Жыл бұрын
👍👍👍👍👍👍👍👍
@Biswarup294
@Biswarup294 Жыл бұрын
Sala SC ST kota uthao...
@subratgaming-q2y
@subratgaming-q2y Жыл бұрын
​@@Biswarup294to bapa ro bando utibo ja 😂
@Rama-kt3bo
@Rama-kt3bo Жыл бұрын
ରୁଦ୍ର ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏
@shreyanshutv3755
@shreyanshutv3755 Жыл бұрын
Why
@s_sethichannel1383
@s_sethichannel1383 Жыл бұрын
Right
@samirbhoi3699
@samirbhoi3699 Жыл бұрын
Rty..
@Biswarup294
@Biswarup294 Жыл бұрын
SC ST kota utha jau
@shreyanshutv3755
@shreyanshutv3755 Жыл бұрын
@@Biswarup294 right
@duryodhandurga-ko4ni
@duryodhandurga-ko4ni Жыл бұрын
ବାଃ କିକଥା ଭାଇ ତମଭଳି ଜ୍ଞାନି ପୁରୁଷକୁ ଶହେସଲାମ
@Untalented143Bgr
@Untalented143Bgr Жыл бұрын
ହରି ଜନ ପାଇଁ ଏ ଦୁନିଆ ହେଲା 🙏ହରି କଁର ଜନ ହରିଜନ ❤️
@funnymishra4076
@funnymishra4076 Жыл бұрын
Thik katha
@Biswarup294
@Biswarup294 Жыл бұрын
Sala SC sT kota uthao nahele strike haba
@Manasteacher
@Manasteacher Жыл бұрын
ମଲିକ ଜାତି ହାରିଯନ୍ କୁ କେବେ ବାହା ହେବେ
@funnymishra4076
@funnymishra4076 Жыл бұрын
@@Biswarup294 thik katha Kota belaku aga
@prashantkumarbehera4882
@prashantkumarbehera4882 Жыл бұрын
Ye nije harijana boli ucharana karuchi but anya ku criticized karuchi kebala publicity paain
@ajaykumarmohanty-gv6us
@ajaykumarmohanty-gv6us Жыл бұрын
God bless you brother that's true opinion ❤
@babitadongri834
@babitadongri834 Жыл бұрын
ରୁଦ୍ର sir ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🏻
@manoranjanrout7857
@manoranjanrout7857 Жыл бұрын
ସବୁ ଦୋଷ ସରକାରଙ୍କର ସମ୍ପୂର୍ଣ୍ଣ ରୂପେ ଜାତିପ୍ରଥା ଉଠାଯାଉ ସମସ୍ତେ ସାଧାରଣ ତାପରେ ଦେଖିବା କଣ ହେଉଛି
@selippriyadarshinidalbeher7689
@selippriyadarshinidalbeher7689 Жыл бұрын
Right 👍
@SANDIP.official185
@SANDIP.official185 Жыл бұрын
Yaaa
@sukadevnag6792
@sukadevnag6792 Жыл бұрын
You are right
@kaliasahu3009
@kaliasahu3009 Жыл бұрын
Kota au paibeni je
@expressionqueenlipi
@expressionqueenlipi Жыл бұрын
Right
@pinky511
@pinky511 Жыл бұрын
Bhai u are great 👍🙏🙏I'm proud of you brother 🙏
@MUMATIRAMANISHA01
@MUMATIRAMANISHA01 Жыл бұрын
ରୁଦ୍ର ଭାଇ ଠିକ୍ କହିଛ ମୁବି ଗୋଟିଏ ହରିଜନ 🙏🙏🙏🙏🙏🙏🙏🙏🙏🙏🙏🙏
@sudiptakumar5611
@sudiptakumar5611 Жыл бұрын
Bala na
@sudiptakumar5611
@sudiptakumar5611 Жыл бұрын
Dalita or asabarna kaha🤨🤨👈
@withpassion2133
@withpassion2133 Жыл бұрын
@@sudiptakumar5611 sala ta maku daliya daily gehu thiba katha kahuchi
@sudiptakumar5611
@sudiptakumar5611 Жыл бұрын
@@withpassion2133 kire behia mo ma pa to jeje ma
@sudiptakumar5611
@sudiptakumar5611 Жыл бұрын
@@withpassion2133 to ma ku mu daily gehuchi tu to jeje ma ku kan paen majhire anuchu
@samirsethi9747
@samirsethi9747 Жыл бұрын
ଭାଈ ତମେ ଠିକ୍ କହିଲ ଜୟ ଜଗନ୍ନାଥ🙏🙏 ଏଇ ହେଉଛି ଠାକୁରଙ୍କ ଦେଶ ଭଗବାନ ମଣିଷ ଜାତି ଯେତେବେଳେ ଗଡିଲେ ସେତେବେଳେ କିଛି କହିଲେନି ତମେ ମାନେ ସାଧାରଣ ଲୋକ ତମେ ମାନେ କଣ ପାଇଁ ଏତେ ଜାତି ପଥା କରୁଛ କଣ ପାଇଁ
@ashoksend1717
@ashoksend1717 Жыл бұрын
BJD HATILE SABU THIK HOIJIBA, PRITIRAJAN GHADEI BJD KU VOTE PAIN ASILE TAKU GALI DELE THIK HEBA KI ?
@sanchitamallick1757
@sanchitamallick1757 Жыл бұрын
ଯିଏ ହରିଜନ ସେମାନଙ୍କୁ କେତେ କଷ୍ଟ ହେଉଥିବ । ସେମାନେ ହି ଜାଣିବେ ।।
@Simple_village_girl
@Simple_village_girl Жыл бұрын
Jetebele aga harijan pilanku job Miluchi general pila Marksecur kariki b job miluni setebe tanku ta kasta hauni
@Simple_village_girl
@Simple_village_girl Жыл бұрын
Jetebele aga harijan pilanku job Miluchi general pila Marksecur kariki b job miluni setebe tanku ta kasta hauni
@sumantamallick3857
@sumantamallick3857 Жыл бұрын
Tama bopa pakhare tanka achi job karuna ama harijana na re kahile ତଳ କାଟି ଦବୁ ମୂଳ ଖୋଜୁ ଥିବ
@sumantamallick3857
@sumantamallick3857 Жыл бұрын
ଲିଜା ତମେ ଓଡିଆ ଛୁଆ ନା ସେ ଝିଲିକ୍ ଯା ତମେ ସେଇଆ😂
@sumantamallick3857
@sumantamallick3857 Жыл бұрын
କଲିକତା ରେ କେତେ ନାଟ କରି ଥିବ ଏଥି ଓଡିଆ ଘର ବୋହୁ 😢
@user-hd4nz2gd4y
@user-hd4nz2gd4y Жыл бұрын
ମାରୁନ ତାଳି ଘଡ ଘଡେଇକରି,,, ରୁଦ୍ର ଭାଇର ନାମେ,,,,,,କଳା ଜଗତରେ ଆଗେଇ ଯାନ୍ତୁ jai ଭୀମ army ଆମେ,,,,,
@bijayapatra1895
@bijayapatra1895 Жыл бұрын
Jay bhim
@gaganbiharinayak8713
@gaganbiharinayak8713 Жыл бұрын
Jay bhim
@odiapuatitan6231
@odiapuatitan6231 Жыл бұрын
ବହୁତ୍ ସୁନ୍ଦର କଥା କହିଲ ଭାଇ🎉🎉
@pravakarjena5466
@pravakarjena5466 Жыл бұрын
So beautiful and very nice 👍 Jay Jagannath 🙏🙏🙏 thank you so much sir
@fakirmohandeheria4467
@fakirmohandeheria4467 Жыл бұрын
Mobanda film banichhi.
@anjananayak747
@anjananayak747 Жыл бұрын
ଭଲ ମଣିଷ ଟେ ଏଇ ରୁଦ୍ର ଭାଇ, ପ୍ରକୃତ ମଣିଷ ଟିଏ
@manojsahoo1105
@manojsahoo1105 Жыл бұрын
Caste certificate issue ବନ୍ଦ କରିବା ପାଇଁ appeal କଲେ ଭଲ ହେବ ।
@funnybunny1137
@funnybunny1137 Жыл бұрын
Tu chodipua ta sebc
@itishreesahoo3887
@itishreesahoo3887 Жыл бұрын
Right
@gopalbagh1597
@gopalbagh1597 Жыл бұрын
No hele tome horijon boli kohi ba nuhe ki tome kohi ba motlob kono mu gouda mote gouda kohi le mote kono thik lagi ba.
@65741
@65741 Жыл бұрын
​@@gopalbagh1597kn bala kahuchu nije bujhuchu
@65741
@65741 Жыл бұрын
😂tu kn banda mundi
@user-eq5cb4lv9d
@user-eq5cb4lv9d Жыл бұрын
ହରିଜନ ଶବ୍ଦ ର ଅର୍ଥ ହେଉଛି - ହରି, ଭଗବାନ -ଜନ - ଲୋକ, ସବୁ ମିଶି ହରିଙ୍କର ଲୋକ
@gaganbiharinayak8713
@gaganbiharinayak8713 Жыл бұрын
ହେଲେ ଏଠାରେ ଫିଲ୍ମ ରେ ଗୋଟେ ଜାତିକୁ ଆକ୍ଷେପ କାହିଁକି ?
@user-eq5cb4lv9d
@user-eq5cb4lv9d Жыл бұрын
@@gaganbiharinayak8713 ସାର, ମୁଁ ସେହି କଥାହିଁ କହୁଛି କି ଏଠାରେ ଗୋଟେ ଜାତିକୁ ଆକ୍ଷେପ କରି କାହିଁକି କୁହାଯାଇଛି?
@user-eq5cb4lv9d
@user-eq5cb4lv9d Жыл бұрын
ସାର, ମୁଁ ହେଉଛି ଆଦିବାସୀ କିନ୍ତୁ କେହି ଯଦି ଜାତିକୁ ନେଇ କାହାକୁ କଣ କହିଲେ ମୋତେ କଷ୍ଟ ଲଗେ, କାରଣ ସମସ୍ତେତ ମଣିଷ, ଏକଥା ଆମେ ପ୍ରଥମରେ ମାନେ ରଖିବା କଥା, ସମସ୍ତଙ୍କୁ ତ ଗୋଟେ ଈଶ୍ୱର ସୃଷ୍ଟି କରିଛନ୍ତି, ଜାତି ଆସିଲା କୁଆଡୁ,
@gopalchandra6455
@gopalchandra6455 Жыл бұрын
ହରିଜନ ଯଦି ଭଗବାନଙ୍କ ଲୋକ, ବାକି ବ୍ରାହ୍ମଣ, କ୍ଷତ୍ରିୟ, ବୈଷ୍ୟ କଣ ବlଷ୍ଟlର୍ଡ଼ ଙ୍କ ଲୋକ ?
@commontalent.6200
@commontalent.6200 Жыл бұрын
ସାର୍ ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ୍. ❤
@baishnabcharansahoo9119
@baishnabcharansahoo9119 Жыл бұрын
ଏ ବଡ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ହେଉଛି ସାରା ଭାରତବାସୀ ଙ୍କ ପାଇଁ।ଚାରି ହଜାର ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମଣିଷ ମାନଙ୍କ ପାଖରେ ମାନବିକତା ନାହିଁ।ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଜାତି ଭଳି କୁସଂସ୍କାର ପ୍ରଥା କୁ ପୁଣି ପୁନରାବୃତ୍ତି କରାଇ ସମାଜ ଭିତରେ ଏହି ଭଳି ଭେଦ,ଭାବ ସୃଷ୍ଟି କରୁଛନ୍ତି। ହରିଜନ ଶବ୍ଦ ଏକ ସାମାଜିକ କୁତ୍ସିତ ଶବ୍ଦ ଅଟେ,ଯାହା ରାଜ ନୈତିକ କାରଣ ଲାଗି ମୋହନ ଦାସ ଗାନ୍ଧୀ ଆରମ୍ଭ କରିଥିଲେ।ବାସ୍ତବରେ ହରିଜନ ଶବ୍ଦ ର ଅର୍ଥ ଅଟେ ଜାରଜ ସନ୍ତାନ,ଯାହାର ବାପା ହେବା ପାଇଁ କେହି ଦାୟିତ୍ଵ ନ ନେଇଥାନ୍ତି ।କେବଳ ସେମାନଙ୍କୁ ହରିଜନ କୁହାଯାଇ ପାରେ।ଯଦି ଗାନ୍ଧୀ ,ଭାରତର ଶୁଦ୍ର ମାନଙ୍କୁ ହରିଜନ ର ବ୍ୟାଖ୍ୟା ଦେଇ ପାରିଲେ ସେ ନିଜକୁ ହରିଜନ ବୋଲି ସ୍ବୀକାର କଲେ ନାହିଁ କାହିଁକି ?
@lipumallik-wh6tx
@lipumallik-wh6tx Жыл бұрын
You are great rudra bhai ❤❤❤
@dasharathivlogs1327
@dasharathivlogs1327 Жыл бұрын
ଆମେ ସମସ୍ତେ ଜାଗ୍ରତ ହେବା ଦରକାର ଓଡିଶା ର ସମସ୍ତେ ଏକାଠି ହେବା ଦରକାର ଆମେ ସମସ୍ତେ ଓଡିଶା ବାସି ରହୁଥିବା ସମସ୍ତେ ମିଳିମିଶି ଯେଉଁ ଜାତି ହେଉ ସମସ୍ତେ ଭାଇ ଭଉଣୀ ଜାତି କହିଲେ ଗୋଟେ ପୁରୁଷ ଜାତି ଆଉ ଗୋଟେ ସ୍ତ୍ରୀ ଜାତି ଆଜି କାଲି ସମସ୍ତେ ଏଜୁକେଟଡ଼ ଆମ ଓଡିଶା ର ଇଣ୍ଡଷ୍ଟ୍ରି ଓଡିଶା କୁ ବଦଲାମ A sirnku bhaut bhaut dhanybad I salute jay hind🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
@munathewriter1234
@munathewriter1234 Жыл бұрын
କଲିକତା ରୁ ଆସିଥିବା ବେଶ୍ୟା ଦେହ ବେପାରୀ କୁ ଯେତେ ଶୀଘ୍ର ସମ୍ଭବ ହରିଜନ କେସ ରେ ଆଜୀବନ ଜେଲ ରେ ପୁରା ଯାଉ ଆଉ ଆମେ କେବେ ସେ ବେଶ୍ୟା ଦାରୀ କୁ କେଭେ ଓଡ଼ିଆ ଝିଅ ର ମାନ୍ୟତା ଦେଇନୁ ଆଉ ଆମେ ସବୁ ଓଡିଆ sc st ଓ ଜେନେରାଲ ପିଲା ବି sc st ଯେଉଁ ମାନେ ଆମ ସାଙ୍ଗ ସବୁ ପୁରା ଓଡ଼ିଶା ବାସି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ନିଆଁ ଲଗାଇ ଦେବୁ ଆଉ ବନ୍ଦ୍ ହେଉ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ବନ୍ଦ୍ ହେଉ 😂😂😅😅 ଡାଇରେକ୍ଟ boycott boycott boycott boycott Jay ହିନ୍ଦ୍
@sumantasing5502
@sumantasing5502 Жыл бұрын
Boycott Jay bhima. Dr B R Aambedkar
@sonucreation5567
@sonucreation5567 Жыл бұрын
Tu bahut gapuchu
@ganeshkrishna2509
@ganeshkrishna2509 Жыл бұрын
Right 👍
@raiderOD06
@raiderOD06 Жыл бұрын
Jay bhim❤
@chintustoriesinhindi
@chintustoriesinhindi Жыл бұрын
ହରିଜନ କୁ ହରିଜନ କରିବା ଦରକାର କାରଣ କୋଟା ନେଲା ବେଳେ ତ କାହିଁ ଭାବୁନାହାନ୍ତି🤬
@subhransunayak1320
@subhransunayak1320 Жыл бұрын
Thank u Rudra bhai. Perhaps you r a good person.
@sambitganguli4795
@sambitganguli4795 Жыл бұрын
Very good speech Jay Bhim 💙💙
@arunprasaddash1399
@arunprasaddash1399 Жыл бұрын
ଯେ ପର୍ଯ୍ୟନ୍ତ ସରକାର ହରିଜନ ଏବଂ ଆଦିବାସୀ କୋଟା ରଖିଥିବେ।ସେ ପର୍ଯ୍ୟନ୍ତ ସେମାନେ ସାଧାରଣ ଲୋକଙ୍କ ଠାରୁ ନିଷ୍ପେସିତ ହେଵେ। ଏଥିପାଇଁ ଭୋଟ ପାଇଁ ଅନ୍ଧ ହୋଇଥିବା କ୍ଷମତା ପିପାସୁ ସରକାର ଦାୟୀ ରହିବାକୁ ବାଧ୍ୟ। କୋଟା ଉଠିଗଲେ କୌଣଷି ଲୋକ ଆଖି ଉଠେଇ କହିବାର ସାହସ କରିଵ ନାହିଁ।
@IJitendraBehera
@IJitendraBehera Жыл бұрын
Agaru Kota nathila angya history padhantu
@multientertainmentmm4081
@multientertainmentmm4081 Жыл бұрын
Sc &st reservation uthajau.Reservation uthigale sabu samasyara samadhan hoi jiba
@arunprasaddash1399
@arunprasaddash1399 Жыл бұрын
@@IJitendraBehera ଇତିହାସ ଖେଳେଇଵା ସମୟ ନାହିଁ। ବର୍ତ୍ତମାନ କୁ ?ବୁଝ ଜାତିର ସମ୍ମାନ ପାଇଁ ନ୍ଦୋଳନ କରୁଛ।କେବେ ସାଧାରଣ ବର୍ଗର ପିଲାମନଙ୍କ ସରକାରୀ ଚାକିରୀ ପାଇଁ ଆଖିର ଲୁହ ଏବଂ ମନର କୋହ କୁ ଵୁଝିଛ? ପ୍ରଥମେ ସମାନତା ତାପରେ ସମ୍ମାନ ଆପେ ମିଳିଵ।
@sururururuuuuu
@sururururuuuuu Жыл бұрын
SC st kota utha jau
@balaramdas1371
@balaramdas1371 Жыл бұрын
You are great of world of our hero
@AjayKumar-ys4zs
@AjayKumar-ys4zs Жыл бұрын
❤ ଧନ୍ୟବାଦ ଭାଇ
@NilamadhabBhoi-vy1qq
@NilamadhabBhoi-vy1qq Жыл бұрын
ଅନ୍ୟବାଦ ମୋର ସମ୍ମାନୀୟ ଅତିଥି ମହୋଦୟ R.Sir.ମାନବ ଶମାଜ ମଧ୍ୟରେ ଫାଟ ସୃଷ୍ଟିକରି ଜେଉଁମାନେ ଆଜି ମଣିଷ ମାନଙ୍କର ଏକତା ଏବଂ ଭାଇଚାରାକୁ ଭାଗ ଭାଗ କରି ଛିନ୍ନ ବିଛିନ୍ନ କରି ଦେବାକୁ ଚାହୁଛନ୍ତି ସେମାନଙ୍କୁ ଠିକ୍ ଉଚିତ ଶିକ୍ଷ୍ଯା ଦେଇଛନ୍ତି ଆପଣ. ତେଣୁ,ଯେଉଁ ଜନଜାତୀମାନେ ଆଜି ନିନ୍ଦିତର ଶିକାର ହେଇଛନ୍ତି ସେମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର,ନମସ୍କାର .
@chhabimuduli7622
@chhabimuduli7622 Жыл бұрын
ଆଦିବାସୀମାଙ୍କର ଅତିହାର ଉଟିଲାମାନେ ଓଡିଶା କମ୍ପିଵ ଏହା ସବୁନେତା ସବୁ ମନ୍ତ୍ରୀ ସବୁ ପ୍ରଡୁସର ଜାଣିଛନ୍ତି ଓଡ଼ିଶାରେ ଯେଉଁ ବଡ଼ ବଡ଼ ଦଙ୍ଗା ହେଉଛି ସବୁ ଓଡ଼ିଆ ମାନେ ଆଦିବାସୀ ମାନଙ୍କୁ ନେହିକି କରୁଛନ୍ତି କିନ୍ତୁ ଏଟାରେ କୋଣସି ଓଡିଆ ର ଆବଶ୍ୟକ ନାହିଁ only ଆଦିବାସୀ ଭାଇମାନେ ଏଲେ କାପି |
@diptimallik2499
@diptimallik2499 Жыл бұрын
Correct answer,good
@prasadkanungo5142
@prasadkanungo5142 Жыл бұрын
ame janichu 😂😂 seijou adiwasi area gote road nahi😂😂😂
@kanhumallik5675
@kanhumallik5675 Жыл бұрын
Jay bheem 🙏🙏🙏
@HarishKumar-yh5sk
@HarishKumar-yh5sk Жыл бұрын
ସାର ଆପଣଂକୁ ନମସ୍କାର
@user-kg3kn5hn1r
@user-kg3kn5hn1r Жыл бұрын
Seaita puruna. Bedha. To. Ghoda gehi jadi harejana haethantu tate hati gahnila valia lagithanta bedha
@ushanayak347
@ushanayak347 Жыл бұрын
Reept
@ManasPolei797
@ManasPolei797 Жыл бұрын
ଗୋଟେ କଥା କହିବି ଆଜିର ସମାଜ ରେ ଜାତି କହିଲେ ହେଉଛି ଦୁଇଟା ସେଇଟା ହେଉଛି ଧନି ଆଉ ଗରିବ,, ଏମାନେ ଖାଲି ଟାରେ ଯାତ୍ରା ଚଳେଇଛନ୍ତି... ଛୋଟ ଜାତି ବଡ ଜାତି ଆଜିକାଲି କିଛି ନାହିଁ.. କାରଣ ଯଦି ଗୋଟେ ଛୋଟ ଜାତିର ଲୋକ ଧନି ହେଇଯାଉଛି ତାକୁ ବି ବହୁତ respect ଦିଆଯାଉଛି...
@made_for_fun206
@made_for_fun206 Жыл бұрын
Bhai ate sundar katha kahibaru bahut dhanyabad
@sanjeevdash1287
@sanjeevdash1287 Жыл бұрын
ଏତେ ଘଟଣା ଘଟି ଯାଉଛି କଣ ସରକାର କିଛି ଜାଣି ପାରୁନି କେମିତି ଏସଟି ଏସ ସି ବୋଲି ଶବ୍ଦ ଟିଏ କାହିଁକି ରହିଲା। ସରକାର ପାଖରେ ଅନସନ କରାଯାଉ ଏବଂ ଆମେ ସମସ୍ତେ ସମାନ ବୋଲି ଘୋଷଣା କରାଯାଉ ଏହା ଏକ ବହୂତ ସୁଂଦର ପଦକ୍ଷେପ।
@PritiranjandasPritiranja-xo4vv
@PritiranjandasPritiranja-xo4vv Жыл бұрын
Right my brother 🙏🙏🙏🙏🙏
@manaskumar1007
@manaskumar1007 Жыл бұрын
ରୁଦ୍ର ଭାଇ ଆପଣ ଠିକ କହୁଛନ୍ତି, ଆଶା କରୁଛି UCC ରେ ଏଥିପାଇଁ (ଜାତି ପ୍ରଥା) ବି କିଛି ନିୟମ ନିହାତି ବାହାରିବ.
@BharatJena-yu7no
@BharatJena-yu7no Жыл бұрын
ବାଳ ରୋଲ୍ କରୁଛନ୍ତିତ ? ସେଥିପାଇଁ ଜାତି ଗୋତ୍ର ଉଠାଉଛନ୍ତି , ଶଳା ଶାଳିଏ
@itspabitracreation4130
@itspabitracreation4130 11 ай бұрын
Rudra Bhai nka gote album dekhichi badhia heichi so handsome .
@sneharaniparichha9471
@sneharaniparichha9471 Жыл бұрын
Good advice thank you sir🙏🙏
@warriorjitu
@warriorjitu Жыл бұрын
Muslim ସବୁ ଏକାଠି ହୋଇଯିବେ ହେଲେ ହିନ୍ଦୁ ଏଠି ଜାତି ଜାତି ହୋଇ ଅଲଗା ହୋଇ ରହିବେ ,ଆମେ ସମସ୍ତେ ସନାତନ ,ସମସ୍ତେ ଏକାଠି ହୋଇ ରହିବା ନିହାତି ଆବଶ୍ୟକ
@anjananayak747
@anjananayak747 Жыл бұрын
ନାଁ ଆମେ ସନାତନ ନୂହୁ!ଆମେ ମୂଳ ଭାରତୀୟ
@priyabratamallik3277
@priyabratamallik3277 Жыл бұрын
Right right
@prasadkanungo5142
@prasadkanungo5142 Жыл бұрын
​@@anjananayak747certificate kn lekhuchu au regeneration bi mandir ra tax ru mile mula bharatiya na Banda adiwasi Mane bi Africa ru asi chanti kn ta janichu
@anjananayak747
@anjananayak747 Жыл бұрын
@@prasadkanungo5142 ଶଳା ବଙ୍ଗାଳି ମାଇଚିଆ ତୁ କଣ ଜାଣିଛୁ ବେ, ଯା ତୋର ରାଜ୍ୟରେ ରହିବୁ ହାରାମି
@anjananayak747
@anjananayak747 Жыл бұрын
@@prasadkanungo5142 ଶଳା ରସଗୋଲା ଆମ ଓଡିଶା ର ଶଳା ତମେ ଜବରଦସ୍ତ ବଙ୍ଗଳା କହୁଛ, ଭାଗ ଓଡ଼ିଶାରେ ରୁ
@gopabandhunaik1003
@gopabandhunaik1003 Жыл бұрын
Right Sir 🙏🙏
@puspalatabehera9387
@puspalatabehera9387 Жыл бұрын
କାହାକୁ ଛୋଟ ବଡ଼ କରି ଜାତି ନେଇକି କହିବା ଠିକ ନୁହେଁ, କିନ୍ତୁ ଯେତେବେଳ ଆଦିବାସୀ, ହରିଜନ କୋଟା ରେ ଚାକିରୀ କରୁଛନ୍ତି ସେତେବେଳେ ଧାରଣାରେ ବସୁନାହିଁନ୍ତି, ସେତେବେଳେ କୁଆଡେ ଯାଉଛନ୍ତି ବହୁତ ଭଲ ପିଲା ଥାଇ ସେମାନେ ଚାକିରୀ କରୁଛନ୍ତି, just pass ରେ କାହିଁକି ସେତେବେଳେ କହୁନାହାନ୍ତି
@kedarnathnayak7680
@kedarnathnayak7680 Жыл бұрын
You are right sir.very very thankyou.I saport you
@NilamadhabBhoi-vy1qq
@NilamadhabBhoi-vy1qq Жыл бұрын
Dhanyabad mora sanmananeeya atithi rudra sir,apana bahuta jana sachetana baktabya barta prakashita karithibaru.Namaskar.
@saritajena7058
@saritajena7058 Жыл бұрын
Thank you sir
@chandrakantinag9451
@chandrakantinag9451 Жыл бұрын
Thank you sir
@AratiSwain-np8ll
@AratiSwain-np8ll Жыл бұрын
Rudra Bhai Great
@avinashpodh4602
@avinashpodh4602 Жыл бұрын
Right Sri 🙏🙏🙏🙏 ଏଇ ଡାଇରେକ୍ଟୋର ନୁହଁ ଇଏ ବସ୍ ର କନ୍ଡାଟ୍ଅର କହିବା କଥା ।
@DDSCREATIONS92
@DDSCREATIONS92 Жыл бұрын
ଭାବି କି କହୁଚ ଭାଇନା ଆଁ ଆଁ ଆଁ.......Thanks a lot 🎉🎉for supporting
@BatuaNayak-xj5bi
@BatuaNayak-xj5bi Жыл бұрын
Tama ku badhu chi ki
@rakeshkumarrsm65
@rakeshkumarrsm65 Жыл бұрын
Sir right 😍
@susantnayak6585
@susantnayak6585 Жыл бұрын
Rudra Bhai heuchhantu perfect person,unquie idea,present of mind, comments Bhaskar chanell pain nahi,Rudra bhainka matamat pain Jay jagarnath
@sanjaybhoi8172
@sanjaybhoi8172 Жыл бұрын
100 %right
@rasmitapradhan7289
@rasmitapradhan7289 Жыл бұрын
Ni
@rasmitapradhan7289
@rasmitapradhan7289 Жыл бұрын
Ni
@rasmitapradhan7289
@rasmitapradhan7289 Жыл бұрын
Ni
@jyotinmohanty9211
@jyotinmohanty9211 Жыл бұрын
ହରିଜନ ଶବ୍ଦ ବଦଳରେ ଆଜିଠୁ ବ୍ରାହ୍ମଣ ଜନ କରା ଯାଉ
@shibaneesethi
@shibaneesethi Жыл бұрын
Nai Bhai bas equal respect darkar setiki re enough
@pruthirajdas5239
@pruthirajdas5239 Жыл бұрын
ଜାତି ଉପରେ ଯିଏ film କରୁଛି ସେ criminal. Arrest କରାଯାଉ.
@bhamrabhamra7463
@bhamrabhamra7463 5 ай бұрын
ଭାଇ ବହୁତୁ ଭଲକହିଛ ଧନ୍ୟବାଦ ଆପଣ ଙ୍କ ପାଇଁ 🙏🙏🙏🙏🙏🙏
@Kamalkumar-uq7hj
@Kamalkumar-uq7hj Жыл бұрын
ଏକଦମ ସତ କଥା ଭାଇ ଯୋଉମାନେ ହରିଜନ ବିପକ୍ଷ ରେ ଯାଉଥିଲ ସେମାନେ ଭାଇଙ୍କ ଠୁ ଶିଖିବା ଦରକାର
@dileswarnaik9743
@dileswarnaik9743 Жыл бұрын
So beautiful 🙏🙏🙏
@rudrakumar8024
@rudrakumar8024 Жыл бұрын
ଆପଣ ଠିକ୍ କହିଲେ Sir 🙏🙏🙏
@balakrushnarath4854
@balakrushnarath4854 Жыл бұрын
ଅଜ୍ଞା ଏଇଟା ଗୋଟେ ଚଳଚିତ୍ର.... ଆଉ କିଛି ନୁହେଁ....କାହିଁକି ଏହାକୁ ନେଇ ଏତେ ଗୁଡ଼ାଏ ତର୍ଜମା......ଏଇଠି କେହି ଜାତିରେ ସାନ ବଡ ନୁହଁନ୍ତି.... ସେ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ଆଉ ଅନ୍ୟ ସମ୍ପ୍ରଦାୟ ର ଯେ କୌଣସି ବ୍ୟକ୍ତି ହୁଅନ୍ତୁ ଆମେ ସମସ୍ତେ ଭାରତୀୟ....ଆମେ ସମସ୍ତେ ସମାନ....କେହି ଏଇଠି ସାନ ବଡ ନୁହେଁ..... ଜୟ ଭାରତ..... ଜୟ ହିନ୍ଦ... ସବୁ ଭାରତୀୟ ଙ୍କ ର ମଙ୍ଗଳ ହେଉ ଏହାହିଁ ମୋର କାମନା.... ଜୟ ଜଗନ୍ନାଥ 🙏🙏🙏
@bishnunayak4607
@bishnunayak4607 Жыл бұрын
Great sir ❤
@JkVlogsOdia
@JkVlogsOdia Жыл бұрын
Rudravia❤❤❤❤ right
@sureshmallick5946
@sureshmallick5946 Жыл бұрын
ଝିଲିକ୍ ସାବଧାନ ହେଇଯା ବଙ୍ଗାଳୁଣି
@BINODDas-jd7rd
@BINODDas-jd7rd Жыл бұрын
Bangalini sala jaaniba kn
@sanghamitradas371
@sanghamitradas371 Жыл бұрын
Jhilik husiyar rasogala amara
@NareshkumarNara-oq1ii
@NareshkumarNara-oq1ii Жыл бұрын
Jhilik kia
@prajanadattaputhal7034
@prajanadattaputhal7034 Жыл бұрын
Cast re khali govt job kariba
@melisha4236
@melisha4236 Жыл бұрын
@@prajanadattaputhal7034 Bengali brahmin besya...
@puspanjena1686
@puspanjena1686 Жыл бұрын
Rudra bhai Dil se salam
@dlvedio8650
@dlvedio8650 Жыл бұрын
Not harijana Reserve jati....kuhantu
@user-nw2kz4ww2f
@user-nw2kz4ww2f 6 ай бұрын
ରୁଦ୍ର ବାବୁ ଆପଣ ଯାହା କହିଲେ ;ପାଖରେ ଖାଲି ପ ଇ ସା ହୋଇଗଲେ। କେହି ଜ୍ଞାନୀ ହୋଇଯାଆନ୍ତି ନାହିଁ। ଜ୍ଞାନ ସ୍ଵତନ୍ତ୍ର ବହୁ ଉର୍ଦ୍ଧରେ। ଆପଣକୁ ଧନ୍ୟବାଦ୍ ପ୍ରତିବାଦ ଜାରିରହୁ
@adityadas3108
@adityadas3108 Жыл бұрын
Truly said
@rabindrabhoi6528
@rabindrabhoi6528 Жыл бұрын
ଭ।ଇ ସତକଥା କହିଲେ ଆପଣଙ୍କୁ ଧନ୍ୟବାଦ
@SangitaNayak-sb9fn
@SangitaNayak-sb9fn Жыл бұрын
Super Bhai
@odia_staus02
@odia_staus02 Жыл бұрын
ହରିଜନ ଜାତି କୁ ଛୋଟ ଜାତି କହିକ ଏମିତି film ବନାଉଛନ୍ତି ଏମାନଙ୍କୁ jail ହବା ସହ gnd ମାରିବା ଦରକାର ଆଉ ଏ film କୁ ban କରିବା ଦରକାର 😡😡
@arunprasaddash1399
@arunprasaddash1399 Жыл бұрын
ଇଏ କ'ଣ ବାଳ କହିଵ। ଆଗ ସରକାର ଙ୍କୁ କ଼ହି କୋଟା ଉଠାଇ ଦିଅ। ଆଖି ଉଠେଇ କେହି କହିବା ପାଇଁ ସାହସ କରିଵ ନାହିଁ। ଏ ବାବୁ ଭାଷଣ ଦେଉଛନ୍ତି ଥରେ ଵୁଝିଛନ୍ତି ସାଧାରଣ ବର୍ଗର ପିଲାମନଙ୍କ ସରକାରୀ ଚାକିରୀ ପାଇଁ ଆଖିର ଲୁହ ଏବଂ ମନର କୋହ କୁ.......ସଧାରଣ ଵର୍ଗର ଗରିବ ବାପା ମାଆ ଙ୍କ ଛାତି ଫଟା କଷ୍ଟ କ'ଣ ପାଇଁ ଏ ମତ ପାର୍ଥକ୍ୟ। ତେଣୁ ଇଜ୍ଜତ ପାଇବା ପାଇଁ ହେଲେ ଅଜଥା ଗପ ନକରି ସରକାର ଙ୍କୁ କୋଟା ଉଠାଇ ଵା ପାଇଁ ଏହି ମିଡ଼ିଆ ମାନଙ୍କ ମାଧ୍ୟମରେ କହିଲେ ସୁନ୍ଦର ହେଵ।
@sarojmalik6022
@sarojmalik6022 Жыл бұрын
Madari
@hemanandabagh8371
@hemanandabagh8371 Жыл бұрын
Tate lajlaguni
@kishorkumarbhitiria323
@kishorkumarbhitiria323 Жыл бұрын
​@@sarojmalik6022ତ ଗା..ରେ ବାଜିଲା ଵୋଧେ..??😂😂😂
@arunprasaddash1399
@arunprasaddash1399 Жыл бұрын
@@kishorkumarbhitiria323 ଏଇ ଭାଷାହିଁ ଜାତିର ପ୍ରକୃତ ପରିଚୟ।
@MSofficialvlogs679
@MSofficialvlogs679 Жыл бұрын
Tu sala besi gapuchu
@banamalinayak9917
@banamalinayak9917 Жыл бұрын
Apananku mahapranam sir 🙏🙏🙏🙏🙏
@basudevsatpathy2882
@basudevsatpathy2882 Жыл бұрын
Perfect VAII 😊❤
@user-sv5ni9lx2x
@user-sv5ni9lx2x 3 ай бұрын
ଧନ୍ୟବାଦ ରୁଦ୍ର ଭାଇ ବହୁତ ସୁନ୍ଦର bite ଦେଲ i salut ୟୁ
@papunapatra8673
@papunapatra8673 Жыл бұрын
ଭାଇ ଜୟ ଜଗନ୍ନାଥ 🙏🙏🙏
@rameshpanda193
@rameshpanda193 Жыл бұрын
ଯେ ପର୍ଯ୍ୟନ୍ତ ସମାନ ଅଧିକାର ଆଇନ ନଆସିଛି କୋଟା ଖତମ୍ ନାହେଇଛି ସେ ପର୍ଯ୍ୟନ୍ତ ଜାତି ନିଶ୍ଚୟ ରହିବ ।
@farangdigitalnataknatak
@farangdigitalnataknatak Жыл бұрын
Tumebi harijan hei jaa sabu miliba
@somanathdalai3054
@somanathdalai3054 Жыл бұрын
Nice line👌
@biruparanibehera2642
@biruparanibehera2642 Жыл бұрын
Nice line
@prasannabhoi491
@prasannabhoi491 Жыл бұрын
Sir apananka katha suniki bahut bhala lagila❤
@manashnayak2794
@manashnayak2794 Жыл бұрын
ବିଆ ଗଲୁ ମାରିବାକୁ ଆମ ଓଡିଶା ଆସିଲୁ ବିଆ ଗଲୁ ମରିଗଲା ଏବେ ବହୁତ ଛୁଡି ହଉଛି
@sanjayramsamy496
@sanjayramsamy496 Жыл бұрын
@modiaelectronicl575
@modiaelectronicl575 Жыл бұрын
Thikkatha
@rashmikamtapradhan5697
@rashmikamtapradhan5697 Жыл бұрын
👍👍👍👍
@Biswarup294
@Biswarup294 Жыл бұрын
Reservation utha jau..SC ST kota utha jau
@prasantadwibedy8940
@prasantadwibedy8940 Жыл бұрын
ସବୁ ଜାତି ପ୍ରଥା ଉଠାଇଦିଆଯାଉ
@dhaneswarmallik8150
@dhaneswarmallik8150 Жыл бұрын
Right sir
@arumallick2655
@arumallick2655 Жыл бұрын
Thank you sir odisha ra harijana Mananka pain mangala hela
@Dillipkumar35
@Dillipkumar35 Жыл бұрын
You are saying absolutely correct sir.
@rishikesh4340
@rishikesh4340 Жыл бұрын
ୟାଙ୍କୁ ହିଁ କହନ୍ତି ଅସଲ ମଣିଷ ପଣିଆ 🙏
@kunamurmu8114
@kunamurmu8114 Жыл бұрын
Good bless you brother
@santanudigal4942
@santanudigal4942 Жыл бұрын
ଯେତେ ଶୀଘ୍ର ହବ ଜିଲିକା କୁ ଜେହେଲ ପଠେଇ ଦିଅ sir Jay Siva sambhu🙏🙏🙏🙏
@gunanidhimallik6622
@gunanidhimallik6622 Жыл бұрын
ଝିଲ୍ଲୀକି ଓଡ଼ିଆ ଘରର ବୋହୁ ହେଲା ପରେ ମନରେ ଗର୍ବ ହେଇ ଗଲାଣି ତାକୁ ଜେଲ ପଠାଇ ବା ଦରକାର
@ranjankumarnayak1211
@ranjankumarnayak1211 Жыл бұрын
ଭାଇ ବଙ୍ଗାଲୁଣି ଗୋଟିଏ ଜାତି ନୁହେଁ ,ସେ ଗୋଟିଏ ଭାଷା ର ଲୋକ ।ଆଉ ଏହି ଜାତି ଭେଦ ଆଦି କାଳରୁ ଆସିଛି, ଏବେବି ରାଜ୍ୟ ସରକାରଙ୍କ କୋଟା,ଭତ୍ତା, ପ୍ରମୋସନ ଜଣେଇ ଦେଉଛି ସେମାନେ ହରିଜନ ବୋଲି ।ଯେଉଁ ଦିନ ସରକାର ଏସବୁ ସିଷ୍ଟମକୁ ବନ୍ଦ କରିବେ ,ସେଦିନ ଠାରୁ ଜାତି ଏକ ହେବ ।ଖାଲି ରଡି ଛାଡି ଆମେ ଏକ ଜାତି କହି ସରକାରୀ ସାହାଯ୍ୟ --ମାରି ଖାଇବୁ ,ଉଚ୍ଚ ଜାତିର ପିଲା ଭିକ ମାଗିବେ?ଫିଲ୍ମ ଠିକ ଅଛି ❤💐👍
@sujitpoojasupreetyoutubechanne
@sujitpoojasupreetyoutubechanne Жыл бұрын
You are right sir 🙏🙏🙏
@payaldas201
@payaldas201 Жыл бұрын
Many many thank you sir. Koti pranam.
@madhabsamal6996
@madhabsamal6996 Жыл бұрын
Sir pain ,,🙏🙏🙏❤🎉
@umakantsethy5894
@umakantsethy5894 Жыл бұрын
Rudra bhai ekadum right katha kahchnti🙏
@rakeshpanda8589
@rakeshpanda8589 Жыл бұрын
Right bhai,Harizon word is not in constitution.Action should be taken immediately against producer, director,actor, actress and sensor board
@jyotisekharmishra469
@jyotisekharmishra469 Жыл бұрын
Auu dalita kahile vala lagiba??
@rakeshpanda8589
@rakeshpanda8589 Жыл бұрын
@@jyotisekharmishra469 ,who are you to decide? What ever is constitutional we have to accept it.If same thing is applied on you ,then what will happen?
@jyotisekharmishra469
@jyotisekharmishra469 Жыл бұрын
@@rakeshpanda8589 ete gyan pelena...mo questions bujhipariluni bodhe...mo kahiba katha sei particular community ku kou jati kahi sambodhan kale khusi hebe??? Tanka caste certificate re jou caste lekhuchanti taku bi kahi hebani....??
@rakeshpanda8589
@rakeshpanda8589 Жыл бұрын
@@jyotisekharmishra469 pagal ta ki tu,kichhi jani parunu,.caste certificate re schedule caste, schedule tribe,other backward caste,sebc,EWS etc lekhaheithae
@rakeshpanda8589
@rakeshpanda8589 Жыл бұрын
@@jyotisekharmishra469 Harizon word never written in caste certificate
@bbbad3135
@bbbad3135 Жыл бұрын
Rudra sir apnaku bahutu dhaniyabad
@akhilnayak831
@akhilnayak831 Жыл бұрын
Right 👍
@mylifemystyle6250
@mylifemystyle6250 Жыл бұрын
Bhai tume pura right kahila
@ramakantadash2719
@ramakantadash2719 Жыл бұрын
Right sir 👍👍👍👍👍👍
@Milan-jq5ow
@Milan-jq5ow Жыл бұрын
Are u great !rudra Bhai.
@prasanthbadanayak-dz5lk
@prasanthbadanayak-dz5lk Жыл бұрын
God bless you sir 🙏
Throwing Swords From My Blue Cybertruck
00:32
Mini Katana
Рет қаралды 11 МЛН
The FASTEST way to PASS SNACKS! #shorts #mingweirocks
00:36
mingweirocks
Рет қаралды 14 МЛН