Jibana O Jagannath || Dr. Ashutosh Prasad Mishra || Ansuman Jena || Bright Diamond Entertainment

  Рет қаралды 49,366

Bright Diamond Entertainment

Bright Diamond Entertainment

Күн бұрын

Пікірлер: 250
@MithunJagadala-sr8cd
@MithunJagadala-sr8cd 2 ай бұрын
ଜୟ ଗୁରୁ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହଉ ତୁମ ପାଦ ତଳେ ଆନନ୍ତକୁଟି ପ୍ରଣାମ ପ୍ରଭୁ ଜୟ ଜଗନ୍ନାଥ 🙏🏻🙏🏻🙏🏻🌹🌹🌹
@jagannathmahima2023
@jagannathmahima2023 3 жыл бұрын
ଆଶୁତୋଷ ଭାଇନା ଙ୍କ ପ୍ରତିଟି ଶବ୍ଦ ରେ ମହା ପ୍ରଭୁ ଜଗନ୍ନାଥ ସ୍ୱୟମ ତାଙ୍କ କଣ୍ଠ ରେ ବସିଲା ପରି ଲାଗୁଛି, ଜଗନ୍ନାଥ ସଂସ୍କୃତି ର ପ୍ରଗାଢ ଜ୍ଞାନ ଦେଖିଲେ ନିଜକୁ ଗର୍ବ ଅନୁଭବ ହେଉଛି, ଏ ହେଉଛି ମୋ ଜଗା ର ମାଟି ଆଉ ଏ ହେଉଛନ୍ତି ମୋ ଜଗା ର ସନ୍ତାନ❤️❤️❤️❤️❤️❤️❤️
@kpopworld1700
@kpopworld1700 Жыл бұрын
I’m proud of you as a an Odia
@gourishankarmishra929
@gourishankarmishra929 2 жыл бұрын
ଅଶେଷ କୃତଜ୍ଞତା ଏ ଅଭୁଲା ଓ ବହୁମୂଲ୍ୟ ସାକ୍ଷାତ କାର ପାଈଁ ।ପ୍ରକୃତରେ ସେ ଜଣେ ପ୍ରତିଭାବାନ ପ୍ରବକ୍ତା, ପ୍ରବଚକ ତାଙ୍କ ଭାଷା ରେ ଜଗନ୍ନାଥଙ୍କ ପାଇଁ ଯେଉଁ ଭାବ ଅଛି ମହାପ୍ରଭୁ ତାକୁ ଆହୁରି ବୃଦ୍ଧି କରନ୍ତୁ। ତାଙ୍କୁ ଭାବ , ଭକ୍ତି ଓ ଭାଷା ର ଆଶିଷ ରେ ସଦା ଅଭିଷିକ୍ତ କରନ୍ତୁ। ମୁଁ ତାଙ୍କ ଦ୍ବାରା ବହୁ ମାତ୍ରାରେ ପ୍ରଭାବିତ। ପ୍ରଭୁ ତାଙ୍କୁ ସୁସ୍ଥ ରଖନ୍ତୁ ଓ ତାଙ୍କ ଯାତ୍ରାପଥ ସୁଗମ ହେଉ। ଜୟ ଜଗନ୍ନାଥ।
@ChakradharDas-y9n
@ChakradharDas-y9n 2 ай бұрын
ଆପଣଙ୍କ ପାଦଦେଶରେ ମୋର କୋଟି କୋଟି ପ୍ରଣାମ ଜୟ ଶ୍ରୀ ଜଗନ୍ନାଥ
@subashmishra5616
@subashmishra5616 Ай бұрын
❤ଶରଣ ମହାପ୍ରଭୁ ଜୟ ଜୟ ଜଗନ୍ନାଥ
@binapanimallik4628
@binapanimallik4628 2 жыл бұрын
Sir, ଆପଣଙ୍କ ଉପରେ ପ୍ରଭୁଙ୍କର କୃପା ରହିଛି, ସେଥିପାଇଁ ଜଣେ ଡକ୍ଟର ହେଲେ ମଧ୍ୟ ଜଗନ୍ନାଥଙ୍କ ବିଷୟରେ ବହୁତ ସୁନ୍ଦର କଥା କହି ପାରୁଛନ୍ତି,
@PURIDHAMA1000
@PURIDHAMA1000 2 ай бұрын
ଅଂଶୁମାନ ବାବୁ ଏ ଭଳି ମହାନ ଜଗନ୍ନାଥଙ୍କ ସେବକ ଆଶୁତୋଷ ଭାଇ ଙ୍କ ମୁହଁରୁ ଶୁଣନ୍ତୁ,
@jkpkmishra
@jkpkmishra 2 жыл бұрын
ଜୟ ଜଗନ୍ନାଥ ଶରଣ
@bharatsahoo9195
@bharatsahoo9195 Жыл бұрын
ମୋର ଆରାଧ୍ୟ ଠାକୁର ଜଗନ୍ନାଥ,,, କିନ୍ତୁ ଭାଇ ଦଶ ଦିନ ତଣେ ପୁରୀ ଜାଇଥିଲି ହସହସ ଗଲି ଆସିଲା ବେଳେ ଦୁଃଖରେ ଆସିଲି କେବଳ ପଣ୍ଡା ଏବଂ ଅଭଡା ଯୋଗୁଁ କାହିଁକି ନାଁ ସତ୍ୟକଥା ହେଉଛି ଗୋଟେ ଗରିବ ଲୋକ ମନ ସନ୍ତୋଷ କରି ଖାଇପାରିବ ନାହିଁ ଏହି ଦୁଃଖ ର କଥା ଜୟ ଜଗନ୍ନାଥ
@binapanimallik4628
@binapanimallik4628 2 жыл бұрын
ପ୍ରକୃତରେ ଓଡ଼ିଶା ର ଖାଦ୍ୟ କୌଣସି ଷ୍ଟେଟ ରେ ମିଳିବନି , ଜୟ ଜଗନ୍ନାଥ ,
@kalpanakhilar5699
@kalpanakhilar5699 2 жыл бұрын
ଜୟ ଜଗନ୍ନାଥ
@prasantabehura9071
@prasantabehura9071 5 ай бұрын
🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏
@subasdutta7302
@subasdutta7302 2 жыл бұрын
ଅତି ଚମତ୍କାର ବର୍ଣ୍ଣନା ସାର୍
@StudioBrightDiamond
@StudioBrightDiamond 2 жыл бұрын
Bhala paiba Deba pain dhanyabad Agnya ..🙏🏻
@sachidanandapaikaray8080
@sachidanandapaikaray8080 Жыл бұрын
Mahaprabhu nku bhala pauthiba samasta byakti mo pai swan Jagannath mahaprabhu ❤️
@surajkumardasofficial9974
@surajkumardasofficial9974 9 ай бұрын
ଜୟ ଜଗନ୍ନାଥ 🙏🙏🙏
@rabindranathpradhan4378
@rabindranathpradhan4378 2 жыл бұрын
Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏
@sabitaswain5513
@sabitaswain5513 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ 🕉️🙏🙏🙏🕉️
@rajeshpradhan3591
@rajeshpradhan3591 6 ай бұрын
Jay Jagannath 🙏🙏🙏
@anjaliparhi4160
@anjaliparhi4160 2 жыл бұрын
Jagannath tumaku Sabu bele emiti kahibaku sakhma rakhantu… Jai Jagannath Swami….
@matruduttapatra9766
@matruduttapatra9766 2 жыл бұрын
Jai Jagannath. Kichhi kahibaku chahunthile b kahiparuni. Jagannathe sehipari sada aapanka kanthare thaantu. Kete j ananda lagila, eka Se janichhi. 🙏
@ashagouda4441
@ashagouda4441 2 жыл бұрын
Apanakna kanthore prabhu sri jagannath birajaban achanti Jay jagannath swami Nayana patha gami bhaba tume 🙏🙏🙏
@asitrout7659
@asitrout7659 2 жыл бұрын
🙏ପ୍ରଣାମ. ଜୟ ଜଗନ୍ନାଥ ସ୍ୱାମୀ 🙏
@sandhyamohanty6688
@sandhyamohanty6688 2 жыл бұрын
Jay Jagannath Swami Nayan Patha Gammi Bhaba Tume .
@sachidanandapaikaray8080
@sachidanandapaikaray8080 2 жыл бұрын
Satare sir apana Jagannath nku kete bhala pauchanti. Jagannath mahaprabhu tuma ku mora ananta koti pranam. Jay Jagannath mahaprabhu.
@manaspradhan4168
@manaspradhan4168 2 жыл бұрын
କେତେ ସୁଂଦର। ସାର୍ ଆପଣ ଜଣେ ମହାନ୍ ବ୍ଯକ୍ତି। ଜୟ ଜଗନ୍ନାଥ 🌹🌹👏👏❤
@annapurnamuduly122
@annapurnamuduly122 2 жыл бұрын
Ashutosh sir apananku bahut bahut dhanyabad
@ashismohapatra9159
@ashismohapatra9159 Жыл бұрын
ଆଶୁତୋଷ ସାର ! ହେତୁବାଦୀ ମାନଙ୍କ ହିନ୍ଦୁଧର୍ମ ଉପରେ ଯେଉଁ କୁଠାରଘାତ କରିଛନ୍ତି,ଏଇ ଭଳି ସନ୍ଧିକ୍ଷଣରେ ଆପଣଙ୍କର ମତାମତ ରହୁ ଆଜ୍ଞା।
@manashpalai5238
@manashpalai5238 9 ай бұрын
Jay shree jagannath mahaprabhu 🙏
@mr.odiapua1166
@mr.odiapua1166 4 жыл бұрын
ହୃଦୟସ୍ପର୍ଶୀ ଭିଡିଓ
@biswanathparidaparida2086
@biswanathparidaparida2086 3 жыл бұрын
ଜୟ ଜଗନ୍ନାଥ ଶୂମି ନୟନପଥଗାମି
@binodinimeher4298
@binodinimeher4298 2 ай бұрын
Jay sree Jagannath. Tumhara lila Prabhu
@jyotsnaranibehera6813
@jyotsnaranibehera6813 2 жыл бұрын
🙏 Jay shree Jagannath Mahaprabhu 🙏
@chitaranjanranasingh2583
@chitaranjanranasingh2583 4 жыл бұрын
କୋଟି କୋଟି ଓଡିଆଙ୍କ କୈବଲ୍ୟ ଠାକୁର ହେ ମୋହାଵାହୁ ଆପଣ ହିଁ ବୁଝିପାରିଵେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସୁଲୀଳ ସମ୍ପର୍କ🙏🙏🙏🙏🙏
@binodinimeher4298
@binodinimeher4298 Ай бұрын
Jay sree Jagannath swami
@soumyashreeacharya
@soumyashreeacharya 2 жыл бұрын
Thank u so much Ashutosh Sir. Mahabahu ka krupa sabubele apanaka upare thau au apana emiti amaku Prabhu ka mahima kahuthantu...
@prasadpradhan2463
@prasadpradhan2463 2 жыл бұрын
ଜୟ ଜଗନ୍ନାଥ 🌼🙏🌼🌺🙏🌺
@rojdash1979
@rojdash1979 Жыл бұрын
Jay jagannath mahaprabhu
@jyotirmayeeacharya2398
@jyotirmayeeacharya2398 2 жыл бұрын
Jay jagannath mahaprabhu Mo jaga
@agneyasahoo8697
@agneyasahoo8697 Жыл бұрын
ମୋ ମହାପ୍ରଭୁ ଶ୍ରୀଜଗନ୍ନାଥ
@ashalatamishra1931
@ashalatamishra1931 2 жыл бұрын
Jay Jay jagannatha
@pramodsahu9090
@pramodsahu9090 19 күн бұрын
Jai shree Jagnnath 🙏🙏🙏
@PrasannaNayak-l1j
@PrasannaNayak-l1j 3 ай бұрын
Jay jagannath Swami Jay jagannath Jay jagannath Jay jagannath He kalia sahanta
@sasmitajena1637
@sasmitajena1637 2 жыл бұрын
Koti koti dandabata
@nabaghanakarjee6014
@nabaghanakarjee6014 2 жыл бұрын
Jay Jagannath good delicious spiritual speech
@subashmishra5616
@subashmishra5616 6 ай бұрын
ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଶରଣ ତବ ପାଦ ପଦ୍ମ ଜୟ ଜୟ ମଣିମା ଶରଣ ମହାବାହୁ ଜୟ ଜୟ ଜଗନ୍ନାଥ
@bandanaseth5985
@bandanaseth5985 2 ай бұрын
Jay Jagannath 🥰🙏
@raikishorimohanty212
@raikishorimohanty212 2 жыл бұрын
Jay sri Jagannath 🙏🙏 very heart touching prabachan 🙏🙏sir thanks
@Tyuuihfd
@Tyuuihfd 2 жыл бұрын
Dr . Ashutosh sir. U r our inspiration 🥰🥰🥰🥰🥰 jay Jagannath🙏🙏
@Mahadevbhakt169
@Mahadevbhakt169 2 жыл бұрын
Jay jagannaath🙏🙏🙏
@santoshmishra2189
@santoshmishra2189 Жыл бұрын
ବହୁତ ସାକ୍ଷାତକାର ଦେଖିଚି,କିନ୍ତୁ ଏତେ ଭାବ ବିହ୍ବଳ କୋଉଠି ମୁ ନିଜକୁ ଦେଖିନି, 🇳🇵🇳🇵🇳🇵🇳🇵ଜୟ ଜଗନ୍ନାଥ 🙏🙏🙏🙏🙏
@matruashishpatra3550
@matruashishpatra3550 2 жыл бұрын
🙏🙏🙏 Jay Jagannath Mahaprabhu..
@chiku_shorts900
@chiku_shorts900 2 ай бұрын
Jay Jagannath
@bipinamallik2803
@bipinamallik2803 3 ай бұрын
Asutosh Babu Appananka Pratitikathare Bhasare, Hrudayare Jagannatha Mahaprabhunka Karuna Achi
@jagannathbaba4035
@jagannathbaba4035 2 жыл бұрын
Satare moha prabhu jagannatha tuma katha kebe saribani.tume anadi
@govindadas7095
@govindadas7095 2 жыл бұрын
khub sundara upasthapana..Jai Jagannath
@kailashchandraswain6433
@kailashchandraswain6433 4 жыл бұрын
Dr. Ashutosh sir....🙏🙏🙏🙏🙏❤️❤️❤️
@godabarimangaraj5027
@godabarimangaraj5027 Жыл бұрын
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
@bipinamallik2803
@bipinamallik2803 3 ай бұрын
Jaya Sree Jagannatha Swami Jaya Pratiti Odiara Hrudayara, Odia Sanskrutira Mahaprabhu Jagannatha Achati, Rahithibe
@chirantandash5171
@chirantandash5171 10 ай бұрын
“ ସତ ତୁମେ ଜଗନ୍ନାଥ ” “ ତୁମରି ମହିମା ଜଗତେ ବିଖ୍ୟାତ ଏହା ଅଟେ ଧ୍ରୁବ ସତ୍ୟ , ସବୁକିଛି ମିଛ ହୋଇପାରେ ଏଠି ସତ ତୁମେ ଜଗନ୍ନାଥ " ଭକ୍ତବତ୍ସଳ ଭାବଗ୍ରାହୀ , ଭକତଜନେ ସଦା ସ୍ନେହୀ ।। ଭକତ ହୃଦୟ ରତନ , ଭକତ ଭାବେ ଭଗବାନ ।। ” କାରଣ ସେ ନା ବନ୍ଧା କୌଣସି ଦାନବ ମାନବ ଦେବ ବେଦବନ୍ଦନାରେ ; ବନ୍ଧା ଭକ୍ତର ବିକଳ ବେଦନାରେ , କୋହକାନ୍ଦଣାରେ..... ସେ ନା ବନ୍ଧା ସ୍ତୁତି ସ୍ତବ ସ୍ତୋତ୍ରରେ ; ବନ୍ଧା ଭକ୍ତର ପବିତ୍ର ଭାବରଜ୍ଜୁରେ.......ସେ ନା ବନ୍ଧା ମହିମ୍ନ ମନ୍ତ୍ର ତନ୍ତ୍ର ଯନ୍ତ୍ରରେ ; ବନ୍ଧା ଭକ୍ତର ଆକୁଳ ଅନ୍ତରରେ ........ସେ ନା ବନ୍ଧା ବୈଦିକ ନୀରାଜନାରେ; ବନ୍ଧା ଭକ୍ତର କାତର ଅଥଚ ପରିମଳ ପ୍ରୀତି ପ୍ରାର୍ଥନାରେ...... ସେ ନା ଧରାଦିଅନ୍ତି ଧର୍ମ କର୍ମରେ ; ବରଂ ତାଙ୍କ ଆଧାର ରହିଛି ଭକ୍ତର ନିର୍ମଳ ମନ ମର୍ମରେ ........ସେ ନା ଅଛନ୍ତି ମନ୍ତ୍ରପୂତ ମନ୍ଦିରେ ; ଅଛନ୍ତି ତ ଭକ୍ତର ନିଭୃତ ହୃଦୟ କନ୍ଦରେ......... ସେ ନା ଅଛନ୍ତି ସ୍ବକୃତ ମାୟାମୋହରେ, ଅଛନ୍ତି ଭକ୍ତର ନିରୀହ କୋହରେ , ନିର୍ମଳ ଲୁହରେ ........ସେ ନା ବନ୍ଧା ନୀତି ନିୟମରେ ; ଅପିଚ ବନ୍ଧା ଭକ୍ତର ପୁନୀତ ବିନୀତପଣରେ........ସେ ନା ଅଛନ୍ତି ସ୍ବର୍ଗରେ ଅବା ଧର୍ମାର୍ଥକାମମୋକ୍ଷାଦି ଚତୁର୍ବର୍ଗରେ, ଅପିଚ ଅଛନ୍ତି ଭକ୍ତର ନିବେଦନୀ ଅନ୍ତରର ଅଶ୍ରୁଳ ଅର୍ଘ୍ୟରେ..........ସେ ନା ଅଛନ୍ତି ଐଶ୍ଵର୍ଯ୍ୟରେ ଆଉ ଅଲୌକିକ ଆଶ୍ଚର୍ଯ୍ୟରେ ; ଅଛନ୍ତି ତ ଭକ୍ତର ଭାବସ୍ନିଗ୍ଧ ସୌନ୍ଦର୍ଯ୍ୟରେ........ସେ ନା ଅଛନ୍ତି ପାପପୁଣ୍ୟରେ , ନା ମହାଶୂନ୍ୟରେ, ଅଛନ୍ତି ତ ଭକ୍ତର କାରୁଣ୍ୟରେ , ଦୈନ୍ୟରେ .......... ସେ ନା ବେଢ଼ିଛନ୍ତି ଯାଗରେ, ଯୋଗରେ ; ଅଛନ୍ତି ଭକ୍ତର ଅଭିମାନୀ ଅନୁରାଗରେ.......... ସେ ନା ଅଛନ୍ତି ଜଟିଳ ଜପରେ, ତାତ୍ତ୍ବିକ ତପରେ; ଅଛନ୍ତି ଭକ୍ତର ମନମତାଣିଆ ଗପରେ.......... ସେ ନା ଅଛନ୍ତି ପୁରାଣରେ, ପାରାୟଣରେ ; ଅଛନ୍ତି ତ ଭକ୍ତର ମନଫୁଲାଣିଆ ପ୍ରାଣରେ.......... ସେ ନା ଅଛନ୍ତି ସକଳ ସିଦ୍ଧିରେ, ପ୍ରସିଦ୍ଧିରେ, ବିଧିରେ , ଶାସ୍ତ୍ରୀୟ ଶୁଦ୍ଧିରେ; ଅଛନ୍ତି ଭକ୍ତର ବ୍ୟାକୁଳ ଛଳଛଳ ବିନମ୍ର ବୁଦ୍ଧିରେ .........ସେ ନା ଅଛନ୍ତି ଭବ୍ୟ ବୈକୁଣ୍ଠରେ ; ଅଛନ୍ତି ଭକ୍ତର ଆକୁଳ ଛଳଛଳ ଉତ୍କଣ୍ଠାରେ.......... ସେ ନା ଅଛନ୍ତି ରୁଚିଦୀପ୍ତ ଶିକ୍ଷାରେ , ଦୀକ୍ଷାରେ ; ବରଂ ସେ ଜଗିବସିଛନ୍ତି ଦେବାକୁ ଭକ୍ତର ପ୍ରତି ପ୍ରେମଭକ୍ତିଭାବର ଭିକ୍ଷାକୁ ଆଉ ଅପେକ୍ଷା ପୁଣି ତାଙ୍କର ଭକ୍ତର ପ୍ରତିକ୍ଷଣର ପ୍ରତୀକ୍ଷାକୁ..... ପ୍ରାତ୍ୟହିକ ପରୀକ୍ଷାକୁ .........! ସର୍ବରହସ୍ୟମୟ ହେଲେ ସୁଦ୍ଧା ସେ ଭକ୍ତମୁଖମଣ୍ଡିତ ହସରେ ଭାସମାନ, ନା ତାଙ୍କୁ ପ୍ରିୟ ସେ ହବିହୋମ, ଅଧିକନ୍ତୁ ପ୍ରିୟ ରାଧା ଓ ମୀରାସୁଲଭ ପ୍ରେମ ......... ନା ସେ ଅଛନ୍ତି ସ୍ତବ୍ଧଚକିତ ଚମତ୍କାରରେ ; ଅଛନ୍ତି ବି ଭକ୍ତର ଆକୁଳ ଆର୍ତ୍ତ ଚିତ୍କାରରେ ........., ନା ସେ ଅଛନ୍ତି ଦାରବୀୟ , ଧାତବ ଏବଂ ମୃଣ୍ମୟ ମୂର୍ତ୍ତିରେ, ବରଂ ଫୁଟିଉଠନ୍ତି ଭକ୍ତର ପ୍ରେମମୟୀ ପ୍ରଫୁଲ୍ଲ ଫୁର୍ତ୍ତିରେ ...,........ନା ସେ କେବଳ ଅଛନ୍ତି କେଳିକୁଞ୍ଜରେ ; ଅପିଚ ଅଛନ୍ତି ଭକ୍ତର ଭାବପୁଞ୍ଜରେ...........ନା ସେ କେବଳ ଅଛନ୍ତି ଜନଜୀବନର ବିଶ୍ଵାସରେ , ଆହୁରି ମଧ୍ୟ ଅଛନ୍ତି ଭକ୍ତର ପ୍ରତିଟି ନିଃଶ୍ଵାସରେ, ପ୍ରତିଟି ପ୍ରଶ୍ଵାସରେ ଆଉ ଉକୁଟି ଆସୁଥିବା ଅନ୍ତରଙ୍ଗ ଉଶ୍ଵାସରେ.........!.....ସେ ଭକ୍ତର ପ୍ରତିଟି ଭାବରେ ,ଅଭାବରେ , ପ୍ରଭାବରେ , ସ୍ବଭାବରେ, ଅନୁଭବରେ , ଅନୁଭୂତିରେ , ଭଙ୍ଗୀରେ , ସଙ୍ଗରେ , ରଙ୍ଗରେ, ଠାଣିରେ , ବାଣୀରେ , ପଲକରେ , ପୁଲକରେ, ଆଲୋକରେ, ଅଲୌକିକତାରେ, ଚିନ୍ତାରେ, ଚେତନାରେ,ସୃଜନରେ , ସମର୍ପଣରେ , ଶୟନରେ, ସ୍ବପନରେ, ଜାଗରଣରେ, ଭଜନରେ, ଭୋଜନରେ, ଗୀତରେ, ସଂଗୀତରେ, କୀର୍ତ୍ତନରେ, ନର୍ତ୍ତନରେ, ଚିତ୍ତରେ, ବିତ୍ତରେ, ଧନରେ, ଜୀବନରେ , ବେଦନାରେ , ସମ୍ଵେଦନାରେ , ସ୍ଥିତିରେ , ଗତିରେ , ପ୍ରଗତିରେ ତିଳ ତିଳ ହୋଇ ଯେ ରହିଛନ୍ତି - ଏକଥା ଭଗବଦ୍ କୃପାପାତ୍ର ଜଣେ ଭକ୍ତ ଛଡ଼ା ଆଉ କିଏ ବା ଜାଣିପାରେ ? ସେ କେତେବେଳେ ବିଦୁରର କୁଡ଼ିଆରେ ତ କେତେବେଳେ ଦାସିଆର ନଡ଼ିଆରେ .........ସେ କେତେବେଳେ ବନ୍ଧୁ ମହାନ୍ତିର ସୁନା ଥାଳିରେ ତ କେତେବେଳେ ମତ୍ତ ବଳରାମ ଦାସର ଅଭିମାନଭରା ଗାଳିରେ ବନ୍ଧାହୋଇ ବିଜେ ପୁଣି ବାଲି ରଥରେ , ପୁଣି କେବେ ମଣିଦାସର ଉନ୍ମତ୍ତ କରତାଳିରେ............ ସେ କେତେବେଳେ କରମାର ସୁପକ୍ବ ଖେଚୁଡ଼ିରେ ତ କେତେବେଳେ ବିଷ୍ଣୁପ୍ରିୟାର ରୂପାଚୁଡ଼ିରେ.......... ସେ କେତେବେଳେ ମାଣିକର ଦହିକଳସୀରେ ତ କେତେବେଳେ କେଳିକୁଞ୍ଜର କଳାତୁଳସୀରେ............ସେ କେତେବେଳେ ସାଲବେଗର ଭକ୍ତିଭରା ଭଜନରେ ତ କେତେବେଳେ ରାଜମଣୋହିର ଷାଠିଏ ପ‌ଉଟି ଭୋଜନରେ .......... ସେ କେତେବେଳେ କବି ଜୟଦେବଙ୍କ ସାରସ୍ବତ ମସିମୁନରେ ତ କେତେବେଳେ ଗଜପତି ପୁରୁଷୋତ୍ତମଦେବଙ୍କ ତୀକ୍ଷ୍ଣ ଅସିମୁନରେ...........ସେ କେତେବେଳେ ଗୀତାପଣ୍ଡାର ଦ୍ବାରଦେଶରେ ତ ଆଉ କେତେବଳେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ମାନ ରକ୍ଷା ପାଇଁ ରାଜକାରଗାରରେ ଦାରାବେଶରେ......... ସେ କେତେବେଳେ ଶ୍ରୀରାଧାଙ୍କ ମଧୁର ଆରାଧନାରେ ତ କେତେବେଳେ ମୀରାର ମନୋରମା ମନର ମାଳତୀରେ......... ସେ କେତେବେଳେ ସକାଳର ଶୁଭ ଶଙ୍ଖନାଦରେ ତ କେତେବେଳେ ଗୀତଗୋବିନ୍ଦଶୁଣା ରମଣୀୟ ନିଦରେ ...…...... ସେ କେତେବଳେ ଦେବଦାସୀର ନୃତ୍ୟରେ ବିହ୍ୱଳ ତ କେତେବେଳେ ଭୃତ୍ୟର ଭକ୍ତିରେ ପାଗଳ...........ସେ କେତେବେଳେ କବିର କଳାକଳ୍ପନାରେ ତ ଆଉ କେତେବେଳେ ଅନୁଭବୀର ଭକ୍ତି ଭାବନାରେ...... ସେ କେତେବେଳେ ଏ କିମ୍ଭୂତକିମାକାର ବିଚିତ୍ର ସୃଷ୍ଟିରେ ତ ଆଉ କେତେବଳେ ସେ ମଜ୍ଜିଥାନ୍ତି ଛାର ଚିରନ୍ତନର ଚିତ୍ରକୃତିରେ । ସେ ପରା ଭକତ ଭାବରେ ବନ୍ଧା , ଭକତ ଜୀବନ ଧନ।
@munapani7478
@munapani7478 6 ай бұрын
🙏🙏🙏ଧନ୍ୟ ବନ୍ଧୁ ଧନ୍ୟ 🙏🙏🙏
@bibhunabehera7329
@bibhunabehera7329 6 ай бұрын
ହେ ବନ୍ଧୁ ତୁମ ଭାବ ଭରା କବିତା କୁ ପଠୟନ କରି ସେହି କାଳିଆ ସାଆନ୍ତ ଙ୍କ ପଦରବିନ୍ଦ ରେ ଆହୁରି ଅଧିକ ବାନ୍ଧି ହୋଇଯାଉଛି। ଧନ୍ୟବାଦ୍ ବନ୍ଧୁ
@Airmensubrat
@Airmensubrat 3 ай бұрын
@Airmensubrat
@Airmensubrat 3 ай бұрын
@bunty_bublyexpress..9258
@bunty_bublyexpress..9258 2 ай бұрын
Bhaina apana nka tharu ama mahaprabhu nka katha sunile laguchi sate jemiti sakhyata mahaprabhu kahuchhanti. Mu nijaku garba anubhab karuchi j mu apana nka bansa re janma heichi au sarbopare gote odia bhabare ama mahaprabhu nka chhatra chhaya tale achhi. Jay Jagannath
@pramilapani9960
@pramilapani9960 2 жыл бұрын
JAY JAGANNATH🙏🙏❤
@jitendramohan9938
@jitendramohan9938 29 күн бұрын
Jay Jagannath❤❤❤
@santoshsenapati3579
@santoshsenapati3579 4 жыл бұрын
ATI sundara 👌👌🙏🙏🙏. Dr Asutosha apnanku mor 🙏🙏. Jay Jagannath swami 🙏🙏🙏🙏 Nayana patha gami bhava tume 🙏🙏🙏🙏🙏🌹 🌹🌹🌹🌹
@gajendrakumarnayak446
@gajendrakumarnayak446 3 ай бұрын
Jay JAGANNATH JAY JAGANNATH JAY JAGANNATH
@drpandapk
@drpandapk 2 жыл бұрын
Jai jagannath swami 🙏🙏🙏
@iswarmohanty2332
@iswarmohanty2332 4 ай бұрын
Jai jai shree jagarnath mahaprabhu 🙏
@madhusmitamohanty536
@madhusmitamohanty536 2 жыл бұрын
Jay Jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@mrghum521
@mrghum521 2 жыл бұрын
Rafel bhai ati sundara
@sabitapanigrahi6035
@sabitapanigrahi6035 3 жыл бұрын
Bhaba r bhaba ku koti koti Pranam 🙏🙏
@jagannathbaba4035
@jagannathbaba4035 2 жыл бұрын
Ame kete bhagyaban baba achhanti Puri Odisha re .jia jouthi thau pacharile ,where you from Ans I am in puri jagannath ta pore ,,,,,,,,
@matruashishpatra3550
@matruashishpatra3550 Жыл бұрын
🙏🙏🙏Jaya Jaya Shree Jagannath Mahaprabhu Jay Shree Krishna Radhe Radhe maa Radhe Radhe 🙏🙏🙏
@BenudharDash-mc4hh
@BenudharDash-mc4hh 5 ай бұрын
Daktarbabu Dhanya tuma gabesana Aha mo kajiar asirbada O dhanya Tuma bapa ma
@capitalsolutionsfinancials294
@capitalsolutionsfinancials294 2 жыл бұрын
Jai Jagannth.....
@bipinamallik2803
@bipinamallik2803 Жыл бұрын
Jaya Sree Jagannatha Swami Jaya Odia Mana Pranara Natha Jagannatha Semo Jagannatha Semo Jagannatha Bhaba Bhaktira Prabachaka Asutoh Mishranka Uppare Prabhunka Karuna Jharipadu
@susantkumarbehera6969
@susantkumarbehera6969 5 ай бұрын
Jay Jagannath Swami🙏 🌹🙏
@pramilabarik3626
@pramilabarik3626 Жыл бұрын
Very nice sir thànks jay Jagannath swami
@kanhucharanparida4768
@kanhucharanparida4768 6 ай бұрын
Kalia santa asisha dhali diantu apanka upare,mo pilamane apanka adarsha re anupranit huantu🙏🙏🙏🙏🙏🙏🙏
@SidheswarPradhan-kz5xf
@SidheswarPradhan-kz5xf 29 күн бұрын
Jay Jay shree jagannath ⭕❗⭕🙏🙏🙏🙏
@ajaykumardas4218
@ajaykumardas4218 2 жыл бұрын
Ashutosh nona you are great ❤️
@soudaminipujahari7208
@soudaminipujahari7208 Жыл бұрын
Jaya jagganath swami nayana pathagami bhaba tume 🙏
@shreyanroutray1895
@shreyanroutray1895 2 жыл бұрын
jay jagannath🙏🙏🙏🙏😢😢😢
@swamianjaneyanandagiri3952
@swamianjaneyanandagiri3952 2 жыл бұрын
Jai Jagannath. Thanks for the inspiring as well as spiritual touch in this talk about SriJagannth.
@prataprudra9516
@prataprudra9516 Жыл бұрын
ଆମେ ସାର ଙ୍କ ଦୀର୍ଘ ନିରାମୟ ଆଧ୍ୟାତ୍ମିକ ଓ ସଂସାରିକ ଜୀବନ କାମନା କରୁଛୁ
@satyapriyabarik6466
@satyapriyabarik6466 2 жыл бұрын
Jay jagannath swami
@nirmalakara8423
@nirmalakara8423 2 жыл бұрын
Jay Jàgannàth.
@chintuswain3535
@chintuswain3535 4 жыл бұрын
Jay Jagannath unique program
@barshaparida7162
@barshaparida7162 2 жыл бұрын
🌹🙏🌹Jay Jagannath🌹🙏🌹
@srinibaspattanaik3859
@srinibaspattanaik3859 2 күн бұрын
ଜୟ ଜୟ ଶ୍ରୀ
@srinibaspattanaik3859
@srinibaspattanaik3859 2 күн бұрын
ଜୟ ଜୟ ଶ୍ରୀ ଜଗନ୍ନାଥ
@srinibaspattanaik3859
@srinibaspattanaik3859 2 күн бұрын
ଅତି ସୁନ୍ଦର
@susantkumarbehera6969
@susantkumarbehera6969 2 жыл бұрын
Jay Jagannath Jay Jagannath Jay Jagannath Jay Jagannath 🙏🌹🙏🌹🙏
@ashwinitripathy9694
@ashwinitripathy9694 2 жыл бұрын
😭😭😭😭😭😭😭🙏🙏🙏🙏🙏 ମଣିମା
@govindatripathy3049
@govindatripathy3049 2 жыл бұрын
Standing kingdom Jagannath mahapravu 🙏
@sumitamahapatra9251
@sumitamahapatra9251 4 жыл бұрын
Mo matira jogya santana dr .Asutosh
@hiraklatadash2550
@hiraklatadash2550 2 жыл бұрын
Dhanyavaad ashu
@umabharati8768
@umabharati8768 3 жыл бұрын
Jay Jagannath. Ati sundar❤
@MonikaCrafts
@MonikaCrafts 4 жыл бұрын
all d best.....keep doing ur best
@sanjoymisra18
@sanjoymisra18 2 жыл бұрын
ଭଲା ନାଗରକୁ ଅନାଲୋ, ଏ ବଡଦାଣ୍ଡଟାରେ ଭାରିଯାକୁ ଡରେ; ଡ଼ରୁଆ ପଡ଼ିଲା ଚିହ୍ନାଲୋ, ଭଲା ନାଗରକୁ ଅନାଲୋ । ମାନବୀୟ ଲୀଳାର ଏକ ଅନ୍ୟନ ପରିଭାଷା ଅତି ମର୍ମସ୍ପର୍ଶ ଉପସ୍ଥାପନା, ଜୟ ଜଗନ୍ନାଥ 🙏
@unpluggedakash321
@unpluggedakash321 4 жыл бұрын
Wow really amazing......🙏🙏🙏🙏
@jyotirmayeeacharya2398
@jyotirmayeeacharya2398 2 жыл бұрын
Jaga re😭😭😭😭😭
@sukantiranipadhi5776
@sukantiranipadhi5776 Жыл бұрын
Jane prakruta odia apana dhanya tuma seva dhanya mahaprabhu 🙏🙏🙏🙏🌺👏👏👏🙌
@bandanabehera637
@bandanabehera637 4 жыл бұрын
Jay jagannatha swami 🙏bahut sundar kathaa..... Aapan nku bahut bahut dhanyabad sir.....
Миллионер | 1 - серия
34:31
Million Show
Рет қаралды 2,9 МЛН
Who’s the Real Dad Doll Squid? Can You Guess in 60 Seconds? | Roblox 3D
00:34
Don't look down on anyone#devil  #lilith  #funny  #shorts
00:12
Devil Lilith
Рет қаралды 46 МЛН
50-MAJLIS : Interview of Engineer Muhammad Ali Mirza Bhai [ 21-Questions Recorded on 17-Feb-2019 ]
3:57:24
Engineer Muhammad Ali Mirza - Complete Lectures
Рет қаралды 3,1 МЛН
63,000 Crore Treasure! Jagannath Puri Mandir Ke Khazane Ki Rahasya Bhari Kahani | Surya Roy | TRSP
1:20:45
Ep : 5 I Jain Philosophy: An Introduction I Dr Vikas Divyakirti
3:29:27
Vikas Divyakirti
Рет қаралды 10 МЛН