Bhakta Prahlada | ବାପା ତମେବି ଭଗବାନଙ୍କ ଶରଣ ଯାଅ | Dr. Ashutosh Prasad Mishra | Bhakta Charitamruta 1

  Рет қаралды 23,731

ODISHA 365

ODISHA 365

Күн бұрын

Пікірлер: 250
@laxmimishra9490
@laxmimishra9490 Ай бұрын
Manamugdhakara barnana🎉❤🎉
@GolakBihariDigal
@GolakBihariDigal 5 ай бұрын
Jay Sri Jagannath mahaprabhu🙏🙏🙏🙏
@PURIDHAMA1000
@PURIDHAMA1000 5 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପରମବ୍ରହ୍ମ ଅନ୍ତର୍ଯ୍ୟାମୀ ମହାପ୍ରଭୁ ଜଗନ୍ନାଥ,
@Shripatitapabana
@Shripatitapabana 5 ай бұрын
ମୋ ମହାପ୍ରଭୁ ପରି କିଏ ହବ 🥺🥺🛐 ? ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ, ଭବତୁମେ 🙏🛐❤️🙏❤️🙏
@rasmitagoodlife
@rasmitagoodlife 10 ай бұрын
ଆଃ ଆପଣଙ୍କ ଠାରୁ ଶୁଣିବାକୁ ମୋ ଜଗlର ଲୀଳା ଏ ପlପି ମଣିଷ ଟି ସତେ ଯେମିତି ଚାତକ ଚଢେଇ ପରି ଚାହିଁ ରହିଥିଲା ଆଶୁତୋଷ ସlର..... ଆପଣଙ୍କୁ ମହାପ୍ରଭୁ କୃପା କରିଥାନ୍ତୁ 🙏🙏🙏
@paintingwork-t5w
@paintingwork-t5w 10 ай бұрын
Sir Hari sir Hari
@Theodiani
@Theodiani 3 ай бұрын
ହେ ଗୋସାଇଁ ମହାପୁରୁ! ମୋର ନମସ୍କାର ଗ୍ରହଣ କରିବେ.. ମୋର ଗୋଟିଏ ଅନୁରୋଧ ପ୍ରଭୁ.. ଯଦି ଶ୍ରୀ ତୁଳସୀ ମହାରାଣୀ ଶାଳଗ୍ରାମ ରୁପି ଜଗନ୍ନାଥ ଙ୍କୁ ବିବାହ କରିଥିଲେ... ସେ ଦୃଷ୍ଟି ରୁ ପ୍ରଭୁ ବଳରାମ.. ଦେଢଶୁର ହେଲେ... ତେବେ ତୁଳସୀ ତାଙ୍କୁ କିପରି ଲାଗି ହୁଅନ୍ତି... କୃପା କରି କହିବେ 🙏🏽.. ଭୁଲ ଥିଲେ କ୍ଷମା ଦେବେ 🙏🏽
@rajalaxmisahu5607
@rajalaxmisahu5607 10 ай бұрын
ମୋ ମହାପ୍ରଭୁ ଙ୍କ ଚରିତାମୃତ ଶ୍ରବଣ କଲାବେଳେ ଆଖିଛଳ ଛଳ ହୋଇଯାଏ। ସେ ହେଉଛନ୍ତି ମୋ ମହାପ୍ରଭୁ ନାରାୟଣ🙏🙏🙏🙏🙏🙏🙏🙏
@NaliniKansarali
@NaliniKansarali 7 ай бұрын
ନମସ୍ତେ ପ୍ରଭୁ ନୃସିଂହ ନାରାୟଣ ।❤❤❤
@butusahu4792
@butusahu4792 Ай бұрын
ଶରଣ ହେଁ ଦୟାମୟ ଶରଣ ପ୍ରଭୁ ଶରଣ ହେଁ ଅଖିଳ ବାନ୍ଧବ ଶରଣ ପ୍ରଭୁ ଶରଣ ହେଁ ମହାବାହୁ ଶରଣ ପ୍ରଭୁ ଶରଣ ହେଁ ଗରୁଡ଼ ଗାମୀ ମଧୁସୁଦନ ଶରଣ ପ୍ରଭୁ ଶରଣ
@Lipkumar123
@Lipkumar123 10 ай бұрын
ଜୟ ଶ୍ରୀ⭕‼⭕ମହାପ୍ରଭୁ ଭକ୍ତବତ୍ସଳ ଭଗବାନ କମଳନୟନ ଜଗତପତି ଅବିନାଶୀ ପରବ୍ରହ୍ମ ପୁରୁଷୋତ୍ତମ ଜଗନ୍ନାଥଙ୍କର ପଦ୍ମଚରଣରେ ଏ ଅଧମ ଦୀନହୀନ ତୁଚ୍ଛ ପତିତ ସେବକର ସାଷ୍ଟାଙ୍ଗ ପ୍ରଣିପାତ❤❤❤🙏🙏🙏ାା ଓମ୍ ନମଃ ଭଗବତେ ବାସୁଦେବାୟ🙏🙏🙏 ାା ଓମ୍ ଜଗନ୍ନାଥାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚ଼ାେଦୟାତ୍❤❤❤🙏🙏🙏ାା
@shradhanjalidas3662
@shradhanjalidas3662 9 ай бұрын
Jay Maa🙏❤️Jay Bada Manima🙏❤️Jay Manima🙏❤️
@manaskumarmaharana24
@manaskumarmaharana24 10 ай бұрын
ଆଃ ମଣିମା ମୋର ହେ କି କୃପା ଆପଣଂକ ର ଭକ୍ତ ଙ୍କ କଥା ଚରିତ୍ର ଆଉ ଆପଣଂକ ଲୀଳା ବିଷୟରେ ଶୁଣିବାକୁ ବେଳେ ଭାବରେ ସେ ଆନନ୍ଦ ର ଅଶ୍ରୁ ବୋହି ପଡ଼ୁ ଆଉ ଗର୍ବ ଆପଣଂକ ପାଇଁ ଲାଗୁ ଛାମୁ କି ଆମ ମଣିମା କେତେ ଉଦାର କେତେ ସରଳ🥹🥹😭 ଆଉ କେତେ ପ୍ରେମୀ ମୋ ମଣିମା ହେ 🙏🙏
@bhagirathibarik9956
@bhagirathibarik9956 10 ай бұрын
🙏🙏🙏🙏🙏🙏
@subratsahoo6419
@subratsahoo6419 10 ай бұрын
Jay Shree Jagannath🙏🙏🙏🙏🙏
@abinasharout6730
@abinasharout6730 10 ай бұрын
😢😢jay shree Jagannath 🙏🙏🙏🙏
@ratnakarnayak4279
@ratnakarnayak4279 10 ай бұрын
ଆପଣ ରଖିଲେ ରଖିବେ ମଣିମା ମାରିଲେ ମାରିବେ ଆପଣ ଆପଣଙ୍କ ବିନା କେହି ନାହିଁ ମୋର ତୁ ତୁମେ ଅବା ଆପଣ ନ ହୋଇ ମୋ ଠାରେ କୃପଣ ଅନ୍ତ କାଳେ ମୋତେ ଅନ୍ତର ନ କରି ଦେବେ ପାଦ ପଦ୍ମେଶରଣ🙏🙏🙏🙏 ଯେତେ ଥର ଶୁଣିଲେ ସେତେ ଶୁଣିବାକୁ ଇଚ୍ଛା ହେଉଛି ସାର ଆପଣଙ୍କ ରଚନା
@jyotsnabehera1267
@jyotsnabehera1267 10 ай бұрын
ହେ ଭକ୍ତ ଶ୍ରେଷ୍ଠ ତୁମ ପାଦତଳେ ମୋର କୋଟି ଦଣ୍ଡବତ ଗ୍ରହଣ କରନ୍ତୁ। ଦିନେ ଆପଣଙ୍କ ଏଇ ଭଳି କଥା ଶୁଣି ମୁଁ ମେସେଜ କରିଥିଲି ଜ ଆପଣ କାଳିଆ କୁ ଟିକେ ମୋ ପାଇ କୁହନ୍ତୁ ତା ପାଖକୁ ଡାକିବ ମୋତେ ବୋଲି ଆପଣଙ୍କ ଦୟାରୁ ଥରେ ନୁହ ତିନି ତିନି ଥର ସେ ମହାବାହୁ ତାଙ୍କ ପାଖକୁ ଡାକିଥିଲେ ମୋତେ ଦର୍ଶନ କରି ଜୀବନ ଧନ୍ୟ ହୋଇଥିଲା ମୋର ସେ ଦିନ ଠାରୁ ଏ ଜୀବନରେ ତା ପାଇ କିଛି ହେଇଯାଇଛି ଯେମିତି କିନ୍ତୁ ମୁ ତାକୁ ଜାଣିବା ସତ୍ତ୍ୱେ ମଧ୍ୟ ଏମିତି କିଛି ପାପ କରିଛି ଜୀବନରେ ଯାହାର ପରିଣାମ ମୋତେ ରୋଗ ରୂପରେ ଏ ଶରୀରକୁ କଷ୍ଟ ରେ ଭରି ଦେଇଛି ଆଉ ମୁଁ ଏମିତି ଅସହାୟ ହୋଇ ତାର ଶରଣଗତ ହୋଇଛି ତାକୁ ଟିକେ କୁହନ୍ତୁ ସେ ମୋତେ କ୍ଷମା କରିଦେବ ।ସେ କରୁଣା ସିନ୍ଧୁ ଏ ଥରକ ମୋତେ କ୍ଷମା କରିଦେଉ ଆପଣଙ୍କ କଥା ସେ ଶୁଣନ୍ତି ଏ ଜୀବନରେ ମୁ ତାର ପ୍ରମାଣ ପାଇଛି। ମୋ ଉପରେ ଦୟା କରନ୍ତୁ ସେ ମହାବାହୁ କଥା ଦେଉଚି ବଞ୍ଚିଥିବା ଯାଏ ଏ ପାପି ଦ୍ଵାରା ଆଉ କୌଣସି ବି ଆଉ ଭୁଲ ହେବନି ଯାହା ମୋ ମହାପ୍ରଭୁଙ୍କୁ ଭଲ ନ ଲାଗିବ ଦୟା କରନ୍ତୁ ମୋ ଉପରେ । ବିଶ୍ୱାସ ମୋର ଏ ଥରକ ମୋତେ କ୍ଷମା କରିବେ ସେ ମଣିମାମହାବାହୁ ମୋ ବିଶ୍ୱାସ ରଖିଦିଅନ୍ତୁ ନିଳଗିରିପତି ଦୟା କରନ୍ତୁ ଆପଣ ଯଦି ମହବାହୁଙ୍କୁ କହିବେ ତା ସେ ସୁଣିବେ ନିଶ୍ଚୟ ମୋ ଉପରେ ଦୟା କରନ୍ତୁ।
@kalpanapadhi8709
@kalpanapadhi8709 6 ай бұрын
ସୁନ୍ଦର ଅବତାରଣା, ଜୟ ଜଗନ୍ନାଥ 🙏🙏🙏🙏🙏🙏
@kahnucharandash2125
@kahnucharandash2125 10 ай бұрын
ଜୟ ଶ୍ରୀଜଗନ୍ନାଥମହାପ୍ରଭୁ ହେ.......👏
@manaswiniacharya2426
@manaswiniacharya2426 10 ай бұрын
ଆପଣଙ୍କ ଠାରୁ ଏହି ଭକ୍ତ ଙ୍କ ଚରିତ ଶୁଣି ଆଖିରୁ ଅଶ୍ରୁ ପ୍ଲାବିତ ହେଲା ଓ ମନ ଆହ୍ଲାଦିତ ହେଲା ଜଗନ୍ନାଥ ଙ୍କ ପ୍ରେମ ରେ। 🙏🙏💐💐 ଜୟ ଜଗନ୍ନାଥ ମହାପ୍ରଭୁଙ୍କ ର ଜୟ 💐💐🙏🙏🙏✍️।
@anm1190
@anm1190 5 ай бұрын
Khub sundar ଭାବ.
@rakeshparidarakesh5616
@rakeshparidarakesh5616 10 ай бұрын
Jay Jagannath swami Nayana patha gami bhaba tume 🙏🙏🙏🙏
@subhalaxmi.dezy.5647
@subhalaxmi.dezy.5647 10 ай бұрын
ଆପଣ ଙ୍କ ଏମିତି ମହିମା ଶୁଣି ମୋ ଆଖି ଏ ଲୁହକୁ ଅଟକାଇ ପାରୁନାହିଁ 😭😭ହେ ମଣିମା ଆପଣ ଙ୍କ ଆଶୀର୍ବାଦ ସମସ୍ତ ଙ୍କ ଉପରେ ଥାଉ ମହାବାହୁ 🙏🏻ଜୟ ଜଗନ୍ନାଥ 🙏🏻ଜୟ ଜଗନ୍ନାଥ 🙏🏻ଜୟ ଜଗନ୍ନାଥ ⭕❗⭕🙏🏻🙏🏻🙏🏻😭😭
@sahoochittaranjan5973
@sahoochittaranjan5973 10 ай бұрын
ଜୟ ଜଗନ୍ନାଥ ଆଜି ଭକ୍ତ ଚରିତ୍ରାମୃତ ରସ ପାନ କରି ମୁଁ ନିଜକୁ ଧନ୍ୟମଣୁଛି , ମହାପ୍ରଭୁ କୃପା କରନ୍ତୁ ଆପଣଙ୍କୁ ଜୟ ଜଗନ୍ନାଥ 🙏🙏🙏
@ranjanpanigrahi6447
@ranjanpanigrahi6447 Ай бұрын
🙏🙏🙏🙏🙏🙏🙏
@godabarimangaraj5027
@godabarimangaraj5027 10 ай бұрын
.🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
@LipsaBehera-kr1qs
@LipsaBehera-kr1qs 10 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@ପୁଷ୍ପାଞ୍ଜଳିପାତ୍ର
@ପୁଷ୍ପାଞ୍ଜଳିପାତ୍ର 9 ай бұрын
ଜୟ ଜଗନ୍ନାଥ 🙏
@sabitapanigrahi6035
@sabitapanigrahi6035 10 ай бұрын
ଜୟ ଶ୍ରୀ ଲକ୍ଷ୍ମୀ ନୃସିଂହ 🙏🙏 ବହୁତ ବହୁତ ଧନ୍ୟବାଦ, ଆଶୁତୋଷ , ଭାରି ଭଲ ଲାଗିଲା, ସବୁ ଜାଣିଥିଲେ ବି ଆପଣଙ୍କ ମୁଖ ରୁ ଶୁଣି ବେଶି ଭଲ ଲାଗିଲା ଜୟ ଶ୍ରୀ ଜଗନ୍ନାଥ 🙏🙏
@NabinPratihari-rt6my
@NabinPratihari-rt6my 10 ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଓଁ ନମଃ ଭଗବତେ ବାସୁଦେବାୟ ବୋଲ ସର୍ବେ ଆନନ୍ଦେ ଏକବାର ହରିବୋଲ 🙏🙏💠💠💠💠💐💐💐💐💐🌷🌸🌹🌹🌺🌻🌼🌻🌼🌼🌼🌼🪷🥀🎍🏵️🏵️🏵️🏵️🏵️🏵️🏵️🏵️
@biswajitnaik7337
@biswajitnaik7337 10 ай бұрын
ତମ ମୁଖରୁ ଏହାକୁ ଶୁଣି ଆମେ ସମସ୍ତେ ଧନ୍ୟ ମନେ କରୁଛୁ । ତମଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ । ମୁ ମଧ୍ୟ ଜାଣିପାରୁନି ତମକୁ ଧନ୍ୟବାଦ କହିବାର ସେ ସୋଭାଗ୍ୟ ଅଛି କି ନାହିଁ ମୋର । ଜୟ ଜଗନ୍ନାଥ ସ୍ୱାମୀ
@sasmitamaharana9708
@sasmitamaharana9708 10 ай бұрын
ଆହାଃ ମଣିମା ମୋର କେଡ଼େ ଦୟାଳୁ, କେଡ଼େ ଭକ୍ତ ବତ୍ସଳ। ମଣିମା ଆଉ ତାଙ୍କ ଭକ୍ତଙ୍କ ଅମୃତ କଥା ଶୁଣିଲା ବେଳକୁ ଆଖିର ଲୁହ ଆଉ ଛାତିର କୋହ ବୋଲ ମାନୁନି। ଆପଣଙ୍କୁ ଛାଡ଼ି ମୋର ବଞ୍ଚିବାର କଳ୍ପନା ବି କରିପାରୁନି। ଆପଣଙ୍କର ସେଇ ଶ୍ରୀ ଚରଣାରବିନ୍ଦରେ ମୋର କୋଟି କୋଟି ପ୍ରଣାମ ମଣିମା।ମୋର ସର୍ବସ୍ବ ହେଇଯାଆନ୍ତୁ ଆପଣ ମଣିମା।ଏତିକି ବିନତୀ ମୋର।🙏🙏
@rashmiranjanpradhan8562
@rashmiranjanpradhan8562 10 ай бұрын
ବୋଲ ଜଗନ୍ନାଥ ଭଗବାନ......କି...... .....🙏🏻🙏🏻🙏🏻🙏🏻🙏🏻ଜୟ
@santosokumarrout
@santosokumarrout 10 ай бұрын
Bhaktashiromani Prahallad Maharaj Shree ShreeNrusing Mahaprabhu nku Bhaimi Eakadashi re Koti Koti Dandabat.❤❤❤❤❤
@kunaprasad5058
@kunaprasad5058 10 ай бұрын
ମୋ ବାପା ଙ୍କ ପାଖରୁ ମୁଁ ପ୍ରଥମ ଥର ଶୁଣିଥିଲି ପ୍ରହଲ୍ଲାଦ ଚରିତ। ଏ ସବୁ ରହସ୍ୟ ଜାଣି ମଧ୍ୟ ପୁରାଣ ସବୁବେଳେ ମୋତେ ନୂଆ ଶୁଣିଲା ପରି ଲାଗେ। ଏହା ହିଁ ମୋ ଘର ର ଆଧ୍ୟାତ୍ମିକ ପରିବେଶ ପାଇଁ ହିଁ ସମ୍ଭବ ହୋଇଛି ବୋଲି ମୋର ବିଶ୍ବାସ। ଏହି କାର୍ଯ୍ୟକ୍ରମ ଶ୍ରୀଭକ୍ତଚରିତାମୃତ ଭକ୍ତି ଆନ୍ଦୋଳନ ପାଇଁ ଆହୁତି ର କାର୍ଯ୍ୟ କରିବ ବୋଲି ମୋର ଆଶା।
@jayantibarik357
@jayantibarik357 10 ай бұрын
Dhana jibana dhanya karidela prabhu bani re🙏🙏🙏🙏🙏🙏🙏🙏🙏
@bhagirathibarik9956
@bhagirathibarik9956 10 ай бұрын
Jay Jagannath Swami Nayan Patha Gami Bhaba Tume Bhaba Tume Bhaba Tume 😭🙏🙏🙏🙏🙏🙏🙏🙏🙏🙏 Jay Bhakta Batsala Narasingha Bhagaban ki Jay 🙏🙏🙏🙏🙏
@tapaskumarpradhan7375
@tapaskumarpradhan7375 10 ай бұрын
Lord of the Beginning Sri Maha Ganapati, Lord of the Multiverse Sri Mahaprabhu Jagannath, Protector of the Multiverse Sri Hanuman, Kshetrapaal of the Multiverse Sri Kaalbhairav and Mother of the Cosmos Maa Lalita Maha Tripurasundari ko mera koti koti sastang dandvat pranam Jai Jai Sri Maha Ganapati Jai Jai Maa Lalita Maha Tripurasundari Jai Jai Maa Adi Parashakti Jai Jai Jagat Maa Mahamaya Jai Jai Jagat Pita Sadashiv Jai Jai Kaalbhairav Jai Jai Mahakaal Jai Jai Mahakaali Jai Jai Mahavishnu Jai Jai Mahalakshmi Jai Jai Brahmadev Jai Jai Maa Mahasaraswati Jai Mahaprabhu Nirakar Param Brahma Jai Jai Mahaprabhu Jagannath Maryada Purushottam Ram Teri Sada Jai Ho Bhagwan Ram Lakshman Janki Jai Bole Mahakaal ki Jai Jai Sri Ram Jai Jai Sri Janki Jai Jai Sri Krishna Jai Jai Sri Radhe Jai Jai Sri Kalki Jai Jai Sri Vaishno Jai Jai Sri Balabhadra Jai Jai Bharat Jai Jai Hind Bharat Maa ki Jai
@purnachandrasahoo5350
@purnachandrasahoo5350 10 ай бұрын
ଜୟ ଜଗନ୍ନାଥ ସ୍ୱାମୀ
@charulata6741
@charulata6741 9 ай бұрын
Omm Namah Bhagabate Basudebay
@RealPurusharth
@RealPurusharth 10 ай бұрын
ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା, ତୁମେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା | ଜୟ ଜଗନ୍ନାଥ ସ୍ୱାମୀ 🙏⭕❗⭕🙏
@agneyasahoo8697
@agneyasahoo8697 10 ай бұрын
⭕❗⭕ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ
@manjulapatro2183
@manjulapatro2183 10 ай бұрын
Radhe Radhe.. shri Hari Jay ho👣🪷⚫🖤⚫🙏🚩🚩🚩🚩🌿💕🌎❤️👣🚩 Jay shree Jagannath maharaj ki Jay ho 🌿💕🚩🙏🖤🖤🖤🖤🖤🖤🖤🫶🌹🌼🌿🌼🌹🚩🚩🙏
@AswaneeKanhar
@AswaneeKanhar 10 ай бұрын
Om nrushingaya namah🙏🙏🙏🙏🙏🙏🪔
@geetaranimishra7871
@geetaranimishra7871 10 ай бұрын
Jay Shree Jagannatha Mahaprabhu..🙏🏻🙏🏻🙏🏻🙏🏻🙏🏻🙏🏻🙏🏻 Jay Shree Narasingha Bhagavan...Jay Shree Prahallada Maharaj...🙏🏻🙏🏻🙏🏻🙏🏻🙏🏻🙏🏻🙏🏻 Agyan apana nka bhali bhakta nka mukha ru suniki Bhava grahi nka prati bhava sabu bele emiti samasta nka hrudaya re bruddhi hau thau..🙏🏻🙏🏻🙏🏻
@smitamishra2599
@smitamishra2599 10 ай бұрын
Jay shree Jagannath 🙏🏻🙏🏻🙏🏻🙏🏻. Pranam Bhaina 🙏🏻
@manasisahu4856
@manasisahu4856 10 ай бұрын
Jai shri jagannath jai shri jagannath jai shri jagannath🙏🙏🙏🙏🙏
@aradhya..2623
@aradhya..2623 10 ай бұрын
🙏🙏🙏🙏he mahaprabhu 🙏🙏🙏🙏
@SoudaminiPanda-of2pn
@SoudaminiPanda-of2pn 6 ай бұрын
Jai Nrusingha bhagaban jai.
@akashbarik8387
@akashbarik8387 10 ай бұрын
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
@seemadash3889
@seemadash3889 4 ай бұрын
Jay Jagannath Swami
@jkkj6288
@jkkj6288 10 ай бұрын
ହେ ଦିନବନ୍ଧୁ ,ଦୁଃଖ ନାଶନ ସମସ୍ତଙ୍କ ଦୁଃଖ ନାଶ କର
@prakasinidas8188
@prakasinidas8188 10 ай бұрын
ଭକ୍ତ ବତ୍ସଳ ମଣିମା ହେ!ଏମିତି ତୁମ ଲୀଳା ଶୁଣିବାର କୃପା କରୁଥିବ ମହାବାହୁ... ଜୟ ଜଗନ୍ନାଥ ❤️❤️🙏
@subashmishra5616
@subashmishra5616 10 ай бұрын
ଭକ୍ତରାଜ ପ୍ରହଲ୍ଲାଦ ଚରିତ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ମହାପ୍ରଭୁ ଲକ୍ଷ୍ମୀ ନୃସିଂହ ଆଶ୍ରିତ ପୂଜ୍ୟ ଡ ଆଶୁତୋଷ ମିଶ୍ର ମହୋଦୟ ଓହୋ ଭାଗ୍ୟ ଶ୍ରବଣ କରି ଅଭିଭୂତ କୃତଜ୍ଞତା ଜ୍ଞାପନ କରୁଛି ଜୟ ଶ୍ରୀ ଲକ୍ଷ୍ମୀ ନୃସିଂହ ଚରଣ କମଳେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଜୟ ଜଗନ୍ନାଥ।
@prachitanayamohapatra2576
@prachitanayamohapatra2576 9 ай бұрын
Dhanya dhanya pravu aau dhanya apananka bhakta....sriman Narayana narayana hari..
@akashbarik8387
@akashbarik8387 10 ай бұрын
ମହାପ୍ରଭୁ ଙ୍କର ଇଚ୍ଛା ନୁ ଯାଇ ଆମେ ମହାପ୍ରଭୁ ଙ୍କ ର କୃପା ଥିବାରୁ ଓଡ଼ିଶା 365 ରେ ଆମେ ସବୁ ଦେଖି ପାରୁଛୁ⭕‼️⭕
@sanjayasahoo7677
@sanjayasahoo7677 10 ай бұрын
ମଣିମା ଙ୍କ କୃପାରୁ ତାଙ୍କର ଭକ୍ତ ଙ୍କ କଣ୍ଠ ରୁ ଏହିଭଳି ବାଣୀ ଶ୍ରବଣ କରିବାର ସୁଯୋଗ ପାଇପାରୁଛୁ ଜୟ ଜଗନ୍ନାଥ 🙏
@alekhchandramalik740
@alekhchandramalik740 10 ай бұрын
Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏🙏
@mamatapattanayak5854
@mamatapattanayak5854 10 ай бұрын
ଜୟ ଜଗନ୍ନାଥ ସ୍ଵାମୀ ଶରଣମ୍ ଶରଣମ୍ ଶରଣମ୍ 🙏🙏🙏🙏🙏🙏🙏🙏🙏
@Incredible_India_Insight12
@Incredible_India_Insight12 10 ай бұрын
ନିସ୍ତରିଲି ପ୍ରଭୁ😢❤🙏🏻🙏🏻🙏🏻
@smritimaity3020
@smritimaity3020 10 ай бұрын
জয় নৃসিংহ দেব ভগবানের জয়, জয় ভক্ত প্রহ্লাদ মহারাজের জয়। জয় জগন্নাথ ⚫❗⚫
@rp19078
@rp19078 10 ай бұрын
Jay shree jagannath 🪷🪷🪷🪷🪷🌹🌹🌹🌹🌹🙏🙏🙏🙏🙏❤️❤️❤️❤️❤️
@LilimaSethi-vg1fp
@LilimaSethi-vg1fp 8 ай бұрын
Apananku koti koti pranam ❤🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@govindatripathy3049
@govindatripathy3049 10 ай бұрын
Jagat michha satya Jagannath 🙏
@AnnapurnaMuduly-xw8fk
@AnnapurnaMuduly-xw8fk 10 ай бұрын
Bahut sundar manolova karjyakrama ❤. Jay jagannath 🙏🏻 ♥️ ❤️
@sarojkumarmohanty7730
@sarojkumarmohanty7730 10 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ❤❤❤❤❤ 🙏🙏🙏🙏🙏
@chinmayamallik4970
@chinmayamallik4970 10 ай бұрын
ଜୟ ଜଗନ୍ନାଥଙ୍କ❤
@laxminandansatpathy543
@laxminandansatpathy543 10 ай бұрын
Bhaina apanankatharu mo jagannath bisayare sunil na mo mana ulashare mukharita hoejai❤❤❤❤🎉
@rashmipradhan2508
@rashmipradhan2508 10 ай бұрын
Jay Shree Radhe Radhe 🙏 Jay Shree Jagannath 🙏 Jay Shree Nursingha🙏Jay Shree Bhakta Praladh🙏
@priyankamohapatra1647
@priyankamohapatra1647 10 ай бұрын
ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ କୋଟି କୋଟି ପ୍ରଣାମ
@toffanibiswal4002
@toffanibiswal4002 10 ай бұрын
Mo mahaprabhu ❤
@SwatiSucharita-w1m
@SwatiSucharita-w1m 10 ай бұрын
Jay Mahaprabhu Jay Jay Mahaprabhu 🙏🙏🙏🙏❤️❤️❤️❤️
@tuturamswain2733
@tuturamswain2733 10 ай бұрын
Jay jaganath Jay jaganath Jay Jay jaganath 🙏🙏🙏
@SwatiSucharita-w1m
@SwatiSucharita-w1m 10 ай бұрын
Hari Hari bol Manima Hari Hari bol 🙏🙏🙏🙏🙏❤️❤️♥️
@JayadevPradhan-xt5nm
@JayadevPradhan-xt5nm 6 ай бұрын
Radhe radhe 🙏🙏♥️🙏🙏
@subhalaxmimohanty9934
@subhalaxmimohanty9934 10 ай бұрын
🙏ଜୟ ଜଗନ୍ନାଥ ମହାପ୍ରଭୁ🙏
@asitrout7659
@asitrout7659 10 ай бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@swadhinsingh6469
@swadhinsingh6469 10 ай бұрын
ଏମିତି ସବୁବେଳେ ଶୁଣିବାକୁ ମିଳୁଥାଉ ସଵୁ‌ ପ୍ରଭୁ ଜଗନ୍ନାଥଙ୍କର ଇଛା
@Game-xterioe
@Game-xterioe 10 ай бұрын
Namaha Laxmi Nrusigha Nath
@rp19078
@rp19078 10 ай бұрын
Jay shree jagannath ⭕❗⭕🪷🪷🪷🪷🪷🌹🌹🌹🌹🌹🙏🙏🙏🙏🙏❤️❤️❤️❤️❤️
@rinanayak3803
@rinanayak3803 10 ай бұрын
Jay jagannath Swami 🙏🙏🙏🪔
@sarmisthamallik3545
@sarmisthamallik3545 10 ай бұрын
Jay shree Jagannath Mahaprabhu bless all of us 🙏🌷🙏🌷🙏🌷🙏
@adityadr9982
@adityadr9982 10 ай бұрын
Jai jagannath Swami Nayana patha gami bhaba tume 🙏🙏🙏
@abhayamishrs5836
@abhayamishrs5836 10 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ
@mkingguru7301
@mkingguru7301 10 ай бұрын
ଜୟ ଜଗନ୍ନାଥ 🙏🏻 ଅତି ସୁନ୍ଦର ବର୍ଣ୍ଣନା ❤️
@pratimaray6080
@pratimaray6080 10 ай бұрын
ଜୟଶ୍ରୀ ଜଗନ୍ନାଥ🙏🌼
@bhagyalatapanda2910
@bhagyalatapanda2910 10 ай бұрын
Jay jagannath swami 🙏🏼🙏🏼🙏🏼🙏🏻
@hifystore4553
@hifystore4553 10 ай бұрын
Omm jai laxmi narayan namah.. Jai Shree Jagannath🙏🙏🙏ll
@kumarsahoo4129
@kumarsahoo4129 10 ай бұрын
Jay jagannath ♥️🙏🙏🙏🙏🙏🙏🙏🙏🙏🙏
@sangeetamishra7378
@sangeetamishra7378 10 ай бұрын
ଜୟ ଜଗନ୍ନାଥ 🙏🙏
@satabdisahoo-is9mh
@satabdisahoo-is9mh 10 ай бұрын
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ❤❤❤
@rajlaxmipatro4370
@rajlaxmipatro4370 10 ай бұрын
Dhanyawad prabhuuu
@govindadas7095
@govindadas7095 9 ай бұрын
Jai Jagannath
@PrajnapratyashaBaral
@PrajnapratyashaBaral 10 ай бұрын
Prabhu Jagannatha mate khyama karantu🙏Mu apana nka nikatare saranagata apana hni Mora rakhyakarta🙏
@NabinPratihari-rt6my
@NabinPratihari-rt6my 10 ай бұрын
ଆପଣକଂ ପ୍ରବଚନ ଶୁଣି ମନ ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭାବନା ଜାଗ୍ରତ ହୁଏ। ଆପଣଙ୍କ ଉପରେ ସର୍ବଦା jaganntha ଙ୍କ ଆଶୀର୍ବାଦ ପ୍ରଦାନ କରନ୍ତୁ।🙏🙏🙇🙇🙇🙇🙇🙇🙇🙏🙏
@Biswaprakash134
@Biswaprakash134 10 ай бұрын
Mana au prana ku chhuin gala bhali upasthapana.jagannath mahaprabhu apana nka ra mangala karantu.jai jagannath Jai shree krishna.
@NabinPratihari-rt6my
@NabinPratihari-rt6my 10 ай бұрын
@@Biswaprakash134 ଜୟ ଶ୍ରୀ ଜଗନ୍ନାଥ 🙏🙏
@upendradas9469
@upendradas9469 10 ай бұрын
Hori❤bol
@subhalaxmidas4170
@subhalaxmidas4170 10 ай бұрын
Hy prabhu narasimha prabhu mote prahalada bhali hari bhakti karu thiba santana tiye diya
@pramilapani9960
@pramilapani9960 10 ай бұрын
JAY JAGANNATH🙏❤🙏❤
@aratatarai2196
@aratatarai2196 10 ай бұрын
Jay sri jagannath sir🌹🙏🙏🙏🙏🙏🙏🙏🙏🙏......
@pushpanjalisahu3137
@pushpanjalisahu3137 10 ай бұрын
Om namah bhagabate vasudevaya 🙏🙏🙏
@PuspanjaliJena-g8u
@PuspanjaliJena-g8u 10 ай бұрын
Jay jay shree Jagannath jay jay shree Jagannath jay jay shree Jagannath 🙏🙏🥺🥺
@sashanksekharnanda32
@sashanksekharnanda32 Ай бұрын
Bhagaban apankar Mangal karantu
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН