KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
India Can Boost Russian Oil Imports If Price Is Right, Minister Hardeep Puri Says
14:18
Big story from Canada isn’t Brampton but Trudeau’s stunning cuts on immigration, work, student visas
24:39
ЭКСКЛЮЗИВ: «Папа мені көп ұратын!» Біреудің семьясын бұздым деп айта алмаймын! Алғашқы сұхбат
2:20:23
Кеттік бәрін таста - Қызық Times | Қайрат Әділгерей, Уәлибек Әбдраимов, Диана Ягофарова, Қанай
1:05:24
HELP!!!
00:46
Give male police officers the most tiring car#Short #Officer Rabbit #angel
00:27
JTS Recruitment Update | ଖୁବଶୀଘ୍ର Join | List Of All Important Document For Joining
Рет қаралды 3,202
Facebook
Twitter
Жүктеу
1
Жазылу 7 М.
R Sir Study Centre
Күн бұрын
Пікірлер: 9
@Pratyush12313
2 ай бұрын
ହେ କଳିଙ୍ଗ! କେବେ ତୁ ହାତ ଠାରି ଡାକିବୁ? ଏ ସନ୍ତପିତ ପ୍ରାଣଦୀପ ଲିଭି ଲିଭି ଯାଉଛି ରେ, ମୋତେ ଶିଘ୍ର କୋଳେଇ ନେ ରେ l ଅପେକ୍ଷାର କଠୋରାଘାତ ତୀର ମୋ ଛାତିକୁ ବିଦ୍ଧ କରିଛି ରେ, ମୁଁ ଆଉ ସହି ପାରୁନି l ମୋ କୁନି କୁନି ପିଲାମାନଙ୍କ ଜ୍ଞାନଦୀପ ଲିଭିଯିବରେ l ହେ କଳିଙ୍ଗ! କେଉଁଦିନ ତୁ ଗୋଲାପୀ ରଙ୍ଗର ଅବିରରେ ହୋଲି ଖେଳିବୁ? କେବେ ତୁ ଆକାଶ ରଙ୍ଗରେ ନିଜକୁ ପିଚକାରୀ କରିବୁ ? କଳ୍ପନାର ପୋତ ସବୁ କାଳ ପ୍ରତିସ୍ରୋତରେ ଲକ୍ଷଚ୍ୟୁତ ହୋଇଛି ରେ l ସମୟର ଘାତ ପ୍ରତିଘାତରେ ଏ ନିରୀହ କପୋତୀଟିର ଡେଣା କଟି ଛଟପଟ ହେଉଛିରେ 😭 l ଏ ସୁନେଲି ସ୍ୱପ୍ନ କେବେ ପୁରା ହେବ? କେଉଁଦିନ ମୁଁ କଳିଙ୍ଗର ବକ୍ଷରେ ପାଦ ରଖି ମୋର ତୃଷ୍ଣl ନିବାରଣ କରିବି? ଆଶାର ଦୀପ କ୍ଷୀଣ ହୋଇ ଯାଉଛିରେ, ମୁଁ ଗୋଟେ ସାଧାରଣ ଆଶାୟୀ ବହୁତ ଖାଲ ଢିପ ଡେଇଁ ଏଠାକୁ ଆସିଛି ମୋତେ ତୁ ଖାଲି ହାତରେ ଫେରେଇ ଦିଏନାହିଁ ରେ 😭😭 କେଉଁଦିନ ମୋ ଗୋଲାପୀ ଓଠରେ ହସର ଜୁଆର ଖେଳି ଉଠିବ? କେଉଁଦିନ ମୋ ପରିବାରରୁ ଚିନ୍ତାର ବୋଝ ହାଲକା ହେବ? କେଉଁଦିନ ଏ ଆମାବାସ୍ୟା ର କଳା ଛାଇକୁ ପୂର୍ଣମୀ ଚାନ୍ଦର ଚାନ୍ଦିନୀ ଚୁମ୍ବନ କରିବ? କେବେ ମୁଁ ହସିବି? କେବେ ମୁଁ ଗାଇବି? ଆଉ କେବେ ମୁଁ କାନ୍ଦି କାନ୍ଦି ବଖାଣିବି ସଙ୍ଘର୍ଷର କାହାଣୀ ଅନ୍ୟ ଆଗରେ? କେଉଁଦିନ ମୋ ଆଖିରୁ ଲୁହ ଶୁଖିବ? ହେ OJTAA ତୋତେ କେବେ ଭୁଲିବିନିରେ, ତୋର ଉଦ୍ୟମ ଆଉ ଭରଷାର ଦୀପଶିଖା ଆମକୁ ଆଲୋକ ଘେରରେ ରଖିଛିରେ ଏ ଶୁଣେ ମୋ ହୃଦୟର କଣ କହୁଛି - ପ୍ରାଣପକ୍ଷୀ ମୋର କାନ୍ଦେ କଇଁ କଇଁ ଉଡି ବୁଲୁଥିଲା ଦିଗହରା ହୋଇ, କେଉଁଠୁ ଆସିଲୁ ଦେବ ଦୂତ ହୋଇ ଲିଭିଲା ଦୀପକୁ ତେଜିଦେଲୁ ତୁହି, ତୋର ସାହାଯ୍ୟ କୁ ଭୁଲିବି ମୁଁ କାଇଁ? ତୁ ପରା ରହିଛୁ ଆମ ହିତ ପାଇଁ 🤗, ଆସିବ ସେଦିନ କହୁଛି ସ୍ପନ୍ଦନ ସତହୋଇ ସପନ ନାଚିବ ଏ ମନ ❤️ ଏ ସମୟ ତୁ ଜଲ୍ଦି ଜଲ୍ଦି ଚାଲି ଯା, ମୁଁ ଟିକେ କବାଟ ଫାଙ୍କ ଖୋଲି ନୂଆ ବଗିଚା (ସବୁ ବିଦ୍ୟାଳୟ ) କୁ ଦେଖିବି ଓ କୁନି କୁନି ରଙ୍ଗବେରଙ୍ଗ ର ଫୁଲ (କୁନି କୁନି ଶିକ୍ଷାର୍ଥୀ ) ସାଥେ ପ୍ରଜାପତି ହୋଇ ଖେଳିବି l ମୋର ଫିକା ସପନକୁ ପୁଣି ନୂଆ ରଙ୍ଗ ଭରିଦେବି l ଶୁଖିଯାଇଥିବା ଓଠରେ ବର୍ଷିଯାଉ ଭିଜା ଶ୍ରାବଣର ପ୍ରଥମ ଅସରା 🤗 l ମୋ କୁନି କୁନି ପିଲାମାନେ ମୋତେ ହାତ ଠାରି ଡାକୁଛନ୍ତି, ମୁଁ ଯିବି ସେମାନଙ୍କ ସହ ଖେଳିବି ଆଉ ଖେଳି ଖେଳି ସେମାନଙ୍କ ଶୂନ୍ୟ ମସ୍ତିଷ୍କ ରେ ଭରିଦେବି ଜ୍ଞାନର ପୂର୍ଣ୍ଣତା 🤗❤️ଅନ୍ଧାରରୁ ନେଇଯିବି ଆଲୋକର ଦୁନିଆକୁ, ଆଉ ସେଠାରେ ସେମାନଙ୍କ ସହ ହାତକୁ ହାତଛନ୍ଦି ନାଚିବି ଆଉ ନାଚି ନାଚି ସେମାନଙ୍କ ମନରେ ଭରିଦେବି ଭବିଷ୍ୟତର ସଫଳ ମହକ ଯେପରି ସେମାନେ ହାରିବେନି କେବେ ଆଉ ମୋ ହାତର ପରଶ ପାଇ ଛୁଟିଯିବେ ଠିକ ବ୍ୟୋମଜାନ ଭଳି🤗🤗 ହେ ମୋର ଟିକି ଟିକି ଫୁଲମାନେ ତୁମେ ବ୍ୟସ୍ତ ହୁଅନି ମୁଁ ଖୁବ ଶିଘ୍ର ତୁମମାନଙ୍କ ପାଖକୁ ଆସୁଛି, ପାଣିଛିଞ୍ଚି ତୁମକୁ ସତେଜ କରିବି ତୁମେମାନେ ଦେଖିବ କିପରି ରଙ୍ଗବେରଙ୍ଗରେ ଚମକି ଉଠିବ, ହେ ମୋର କୁନି କୁନି ପିଲାମାନେ ତୁମେ କେମିତି ବୁଝିବ ମୋ ମନର ବେଦନା? ଶୁଣିବ ମୋ ଦୁଃଖର କାହାଣୀ, କେତେ କଷ୍ଟ କରି କେତେ ଦରିଆ ଡେଇଁ କେତେ ଲୁହକୁ ପୋଛି ତୁମ ମାନଙ୍କ ପାଖକୁ ଯିଵିବୋଲି ବିକଳ ହେଉଛି?😭😭😭😭😭😭😭😭😭😭😭😭😭😭😭 ଜଣା ନାହିଁ କେତେ ରାତି ଏ ଆଖି ଉଜାଗର ରହିଛି l ଜଣା ନାହିଁ ବହିର କେତେ ପୃଷ୍ଠା ଆକୁଳ ଲୁହରେ ଭିଜିଛି l ଜଣା ନାହିଁ ପରୀକ୍ଷା କୁ ଲଂଘନ କରିବା ପାଇଁ ଏ ଶରୀର କେତେ ଯନ୍ତ୍ରଣା ଭୋଗିଛି l ଜଣାନାହିଁ କେତେଥର ମୁଁ ରାଜରାସ୍ତାରେ ଭିକ ମାଗିଛି l ଜଣାନାହିଁ କେତେ ରାତି ଖୋଲା ଆକାଶ ତଳେ ଖରା ବରଷାରେ କଟିଛି l ଜଣାନାହିଁ କେତେ ନେତା ମନ୍ତ୍ରୀଙ୍କ ଗୋଡ ଧରା ହେଇଛୁ l ଆଉ ପୁଣି ଜାଣିଛ ରେ ପିଲେ ଏତେ ଯାତନା ଭୋଗିଲା ପରେ ଦଇବ ର ମନ ଶାନ୍ତି ହେଲାନି ଯେ ପୁଣି ଯମଗଣମାନେ ଆମକୁ ନେଇ ହାଇକୋର୍ଟର ର ନର୍କଦ୍ୱାରରେ କଠୋର ସଜ୍ଜା ଦେଲେ 😭😭😭😭 ହେ ସମୟ ତୋତେ ମୁଁ ରାଣ ଦେଉଛି ତୁ ଶିଘ୍ର ଚାଲି ଯା ରେ, ଆଉ କେତେ କଷ୍ଟ ମୁଁ ସହିବି? ମୋ ଖୁସି ମରିଯାଇଛି ରେ ଯନ୍ତ୍ରଣାର ତୀର ମୋ ମୋ ନିରୀହ ମନକୁ ଭାଙ୍ଗିଦେଇଛିରେ 😭
@arunkumarkar8941
2 ай бұрын
Good and informative
@basumatisingh7763
2 ай бұрын
Sir allotted school list Kebe asiba ?
@rsirstudycentre
2 ай бұрын
Engagement Order re
@Sweetjyoti-z4w
2 ай бұрын
One spouse living certificate kenu milba
@rsirstudycentre
2 ай бұрын
Format k print kari ki Fillup kale hei jiba
@sudhansusekharparida8607
2 ай бұрын
September 12 purbaru kicchi hebani.. joining September 12 pare heba
@hemantabhatara191
2 ай бұрын
Mun DEO nku call karithili, se kahile ki September 13 pare appointment diajiba
@JBARTS9
2 ай бұрын
Which district?
14:18
India Can Boost Russian Oil Imports If Price Is Right, Minister Hardeep Puri Says
Bloomberg Television
Рет қаралды 86 М.
24:39
Big story from Canada isn’t Brampton but Trudeau’s stunning cuts on immigration, work, student visas
ThePrint
Рет қаралды 150 М.
2:20:23
ЭКСКЛЮЗИВ: «Папа мені көп ұратын!» Біреудің семьясын бұздым деп айта алмаймын! Алғашқы сұхбат
НТК Show
Рет қаралды 1,3 МЛН
1:05:24
Кеттік бәрін таста - Қызық Times | Қайрат Әділгерей, Уәлибек Әбдраимов, Диана Ягофарова, Қанай
Marat Oralgazin
Рет қаралды 649 М.
00:46
HELP!!!
Natan por Aí
Рет қаралды 50 МЛН
00:27
Give male police officers the most tiring car#Short #Officer Rabbit #angel
兔子警官
Рет қаралды 19 МЛН
43:53
गुंडा राधे निकला IPS ऑफिसर - वांटेड ज़बरदस्त अंतिम सीन - Salman Khan - Mahesh Manjrekar | Climax
Movie Climax
Рет қаралды 66 МЛН
25:40
The Khalistan Movement & Why Its Seeing A Revival In Canada | Akash Banerjee & Adwaith
The Deshbhakt
Рет қаралды 1 МЛН
9:40
Part 2 | Kupwara K Mashoor Anchar | 200+ Orders😳 In 1 day
Sabzar Food Tv
Рет қаралды 77 М.
23:34
The 3 World capitals most worried and most happy by Trump’s return & why
ThePrint
Рет қаралды 303 М.
11:21
Indians to Get 'Automotive Green Card' in the USA: A New Opportunity for Skilled Professionals
SANSKRITI IAS
Рет қаралды 30 М.
14:25
Supreme Court Allows Sub-classification Of SC/ST For Quotas II Soumya Sir #news #motivation #shorts
Odia Pathasala
Рет қаралды 1,3 МЛН
45:35
System Design Interview: TikTok architecture with @sudocode
Gaurav Sen
Рет қаралды 843 М.
10:20
Odisha Junior Teacher Aspirants Protest At OSEPA Office Today | Sambad
Sambad
Рет қаралды 41 М.
14:20
Shocking News!||SDS Stream and Multiple Entry Visitor Visa Ended||Punjabi Video|Sukhmani Immigration
Sukhmani Immigration Services Inc
Рет қаралды 11 М.
20:33
Mexican narcotics cartels are moving into India, taking advantage of anarchic pharma industry
ThePrint
Рет қаралды 81 М.
2:20:23
ЭКСКЛЮЗИВ: «Папа мені көп ұратын!» Біреудің семьясын бұздым деп айта алмаймын! Алғашқы сұхбат
НТК Show
Рет қаралды 1,3 МЛН