କ'ଣ ପାଇଁ ପରକୀୟା ପ୍ରୀତି ସବୁଦିନ ରହିବ, ବୁଝାଇଲେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ

  Рет қаралды 161,061

Prameya News7

Prameya News7

Күн бұрын

କ'ଣ ପାଇଁ ପରକୀୟା ପ୍ରୀତି ସବୁଦିନ ରହିବ, ବୁଝାଇଲେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ।
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews7.com/
KZbin: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
SARPANCHA BABU SABADHAN • SARPANCHA BABU SABADHA...
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Nua Jibana Nua Asha : • Nua Jibana Nua Asha | ...
No Tension: FUNNY Interviews: • No Tension: Exclusive ...
Face To Face: • Face To Face

Пікірлер: 215
@jagabalia8481
@jagabalia8481 2 жыл бұрын
ସତରେ ମଣିଷ ଆଉ ମଣିଷ ହୋଇ ନାହିଁ, କାରଣ ସଂଯମତା ନାମକ ଯେଉଁ ଅଙ୍କୁଶ ଥିଲା ସମାଜ କୁ ତଥା ନିଜ ଶରୀର କୁ ସୁଦୃଢ଼ କରିବା ପାଇଁ ତାକୁ ଆବଶ୍ୟକତା ନାଁ ରେ ଆଇନ୍ ବାହାର କରି କେବଳ ପରିବାର ଭାଙ୍ଗିବା କାମ କରାଯାଉଛି।। ଜୟ ଜଗନ୍ନାଥ।।
@taraprasadgouda3839
@taraprasadgouda3839 2 жыл бұрын
perfect
@sankharmajhi45
@sankharmajhi45 Жыл бұрын
Right
@kalyankumarlenka6606
@kalyankumarlenka6606 2 жыл бұрын
ଓକିଲ sir ଜୁହାର appn କୁ। ରଥ ଯାତ୍ରା ର ଶୁଭ ଅଭିନନ୍ଦନ ଆପଣ ରାଇଟ ଗୁରୁତର କଥା ଟି କହିଚନ୍ତି ଜୟ ଜଗନ୍ନାଥ
@nboy9584
@nboy9584 2 жыл бұрын
ତୁମକୁ ଲୋକେ ପାଗଳ କହନ୍ତି କିନ୍ତୁ ମୁଁ ଆଜି କହୁଚି ତୁମ ହିମତ୍ କୁ ମୁଁ salute କରୁଛି i love you 😘
@suryasadhika4157
@suryasadhika4157 2 жыл бұрын
ଆଗରୁ ଥିଲା ମାର୍ଗ ଦର୍ଶନ । ଏବେ ହେଲା ମାଙ୍ଗ ଦର୍ଶନ । ମାନେ ମାଅଙ୍ଗ ଦର୍ଶନ ।ମାର୍ଗ ଦର୍ଶନ ଡୁବିଲା ବ୍ରହ୍ମଚର୍ଯ୍ୟ ଆଶ୍ରମର ଶିକ୍ଷା ଡୁବିଲା । ଏ ନ୍ୟାୟ ବ୍ୟବସ୍ଥା ବେକାର ।
@amanstarcreation6437
@amanstarcreation6437 2 жыл бұрын
ଓକିଲ ବାବୁ ଆପଣ ଠିକ କହିଲେ କିନ୍ତୁ ଆପଣଙ୍କ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବ ତାହେଲେ ଆପଣ ସହିବେ ତ, ?ଏଇଟା ଆଗ କୁହନ୍ତୁ ,ଆଉ ବାକି ରହିଲା ଆମ ଆଇନ ରେ ଯେଉଁମାନେ ଏଭଳି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି ତାଙ୍କ ମଇକିଣା ମାନେ ଯଦି ଏଭଳି କିଛି କରନ୍ତି ତାହାଲେ ସେମାନଙ୍କୁ କିଛି ଝଟକା ମିଳିବ, ନହେଲେ ଏମାନେ ସୁଧୁରିବେନି,,ଯଦି କିଛି ଆଇନ ର ପରିବର୍ତ୍ତନ ଆନିବାର ଥିଲା ତାହାଲେ ଏମିତି ହେଇ ପାରିଥାନ୍ତା କି ଯେଉଁ ସ୍ତ୍ରୀ ହଉ କିମ୍ବା ପୁରୁଷ ନିଜ ବୈବାହିକ ଜୀବନ ରେ ସେମାନେ ଜଣେ ଜଣଙ୍କ ଠୁ ଶାନ୍ତି ପାଇ ପାରୁନାହାନ୍ତି ସେଇ ଜାଗାରେ ସେ କିଛି ବି ଡ଼ିସିସନ ନେଇ ପାରିବେ ଏବଂ ଆଇନ ର ବି ସହାରା ନେଇଥାନ୍ତେ, କିନ୍ତୁ ଏହା ନ କରି ଆଇନ ରେ ପାସ କରିଦେଲେ ପରକ୍ରିୟା ପ୍ରୀତି ଖରାପ ନୁହେଁ, ତେଣୁ ଏଠି ଯିଏ ନାହିଁ ସିଏ କରି ପାରିବେ ଆଉ ଲୋକମାନଙ୍କ ସାହସ ବି ବଢ଼ିଗଲା ଆଉ ଡ଼ରଭୟ ରହିଲା ନାହିଁ, ଏଇଟା କି ପ୍ରକାର ଆଇନ। ଦେଖ ଆଗକୁ ସବୁ କଣ କଣ ଘଟୁଛି🤔🤔
@ritanjalisamal8492
@ritanjalisamal8492 2 жыл бұрын
Absolutely right.Thanks a lot.
@sujitpanda1749
@sujitpanda1749 2 жыл бұрын
ଠିକ୍ କହିଛନ୍ତି ସାର୍ , ଯଦି ସର୍ବୋଚ୍ଚ ନ୍ୟାୟାଳୟ ପରକୀୟା ପ୍ରୀତିକୁ ଠିକ୍ କହେ ତେବେ ଆଉ କିଏ କଣ କରିପାରିବ ।
@sweety3616
@sweety3616 2 жыл бұрын
Sabubele b anya mananku kahiba katha nuhe etiki mane rakhantu sir Apanka katha apananku return milijaipare 😄
@amanstarcreation6437
@amanstarcreation6437 2 жыл бұрын
@@sweety3616OK
@sweety3616
@sweety3616 2 жыл бұрын
@@amanstarcreation6437 mu ta apananka kathaku suport kari rply karichhi tike coment ku bujhiki rply debe boli mu asa karuchhi
@snswain2339
@snswain2339 2 жыл бұрын
You are absolutely right. Everybody knows this but nobody thinks to prevent such things. If lawyers like you could appeal court to bring some restrictions it would be a great help for the future generations.
@srikantaharichandan1464
@srikantaharichandan1464 2 жыл бұрын
ଆମେ ଏମିତି ଗୋଟେ ଉଚ୍ଚ ନୈତିକତା ପୁର୍ଣ୍ଣ ପୃଥିବୀ ଟେ କୋଉଠୁ ପାଇବା ଯେ ସେଠି ଭୁଲ ହବନି। କାରଣ ସେ ଦିଗରେ ଆମର ସାମାନ୍ୟ ଉଦ୍ୟମ ମଧ୍ୟ ନାହିଁ। ଆପଣ ସବୁବେଳେ ଅପ୍ରିୟ ସାତ କୁହନ୍ତି
@mohammedkhursidalamkhan1142
@mohammedkhursidalamkhan1142 2 жыл бұрын
ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣ ଅନ୍ୟ ସମସ୍ୟା ର ମଧ୍ୟ ଭିଡିଓ ତିଆରି କରନ୍ତୁ ବହୁତ ଉପଯୋଗୀ ହେବ ସମାଜ ପାଇଁ
@sunlight2357
@sunlight2357 2 жыл бұрын
ଶ୍ରୀ ରାମ ଙ୍କୁ ଅନୁସରଣ କରି ଦେଶ ଯଦି ଚାଲିଥାନ୍ତ ତେବେ କିଛି ଅସୁବିଧା ନାହିଁ,କିନ୍ତୁ ଦେଶ ଆମେରିକା ଷ୍ଟାଇଲ କୁ ଅନୁସରଣ କଲେ କଣ ଘଟିବ,ଛି ଛି ଲଜ୍ୟା, ଶ୍ରୀ ରାମ ଗୋଟେ ବାହା ହେଲେ ଆମେ କାହିଁକି ଶ୍ରୀ ରାମ ଙ୍କୁ ଅନୁସରଣ ନ କରି କୋଉ ରାଜା 15 ଟା ବାହା ହେଲା ତାକୁ ଅନୁସରଣ କରିବା, ଆଉ ରାଜା ହଉଚି ରାଜା ବାହା ହେଲା 20 ଟା କିନ୍ତୁ ପ୍ରଜା ମାନେ 20 ଟା ବାହା ହଉ ନଥିଲେ , ତମେ ସବୁ କଣ ଗୋଟେ ଗୋଟେ ରାଜା ନା ପ୍ରଜା😡 ସବୁ ଗା * ଣ୍ଡି ମାରେଇବା ଯେ ଛାଡ ସେ କଥା , ଯଦି ଗୋଟେ ସ୍ତ୍ରୀ ସ୍ବାମୀ ସୁଖ ପାଉନି ତେବେ ସେ ସିଧା କହୁ ସ୍ବାମୀ କୁ ମୁଁ ସନ୍ତୁଷ୍ଟ ନୁହ କିଛି କର ,ସ୍ବାମୀ ଯଦି କିଛି ନ କରିବ ତେବେ ତମେ ଯାହା କଲେ ଚଳିବ ଏଥି ପାଇଁ ସ୍ବାମୀ ନିଜେ ଜାଣିଚି ନିଜେ ଦୁର୍ବଳ ତେଣୁ ସେ ସହମତ ହବ, ସ୍ତ୍ରୀ କିଛି ନ ଜଣେଇ କାଣ୍ଡ କଲେ ଟୁଙ୍ଗୁରୁ ବର୍ଷା ଭଳି ହବ,ସମାଜ ଜାଣିବ, ସ୍ବାମୀ ସ୍ତ୍ରୀ ଖୋଲା ଖୋଲି ଭାବରେ କୁହ ତମେ ପାରୁନ ଡକ୍ଟର ଦେଖା ନଚେତ୍ କିଛି କର
@jeeban.
@jeeban. 2 жыл бұрын
ରାମ କଣ.....ପାଇଁ ଆମେ ଯଦି କୃଷ୍ଣ ଙ୍କୁ ଅନୁସରଣ କରିବା ତାହେଲେ
@sunlight2357
@sunlight2357 2 жыл бұрын
@@jeeban. ଶ୍ରୀ ରାମ ଙ୍କୁ ଛାଡି କାହିଁକି ଶ୍ରୀ କୃଷ୍ଣ ଙ୍କୁ ଅନୁସରଣ କରିବେ ଟିକେ କୁହ , ତା ପରେ ମୁଁ କହିବି ଶ୍ରୀ କୃଷ୍ଣ ନୁହଁ ଶ୍ରୀ ରାମ ଙ୍କୁ,
@dilhaihindustani8662
@dilhaihindustani8662 2 жыл бұрын
@@jeeban. sri krishna kn pain ete kanya nku bibah karithile sastra ru se bisayare tk vala se bujha......
@XxtremeVibes
@XxtremeVibes 2 жыл бұрын
@@jeeban. Sri krushna ku kete janicha ?? Nije kichi padicha na bas TV serial dekhiki gyana asichi ?? Sri krishna is yogi and he has only one wife that is rukimini .Gopi lila is when he is 8 year old .Srikrishna left gopa pura at the age of 11.
@MadhuKumarJaal143
@MadhuKumarJaal143 Жыл бұрын
You are right ❤
@PetsloverPintu
@PetsloverPintu 2 жыл бұрын
Tripathy sir your speach is #Adorable 🙏🙏🙏
@manoramaswain7046
@manoramaswain7046 2 жыл бұрын
Very very thanks. A real advice to the society.
@jyotirmayeesamal774
@jyotirmayeesamal774 2 жыл бұрын
Absolutely right sir
@rinkunmohanty1613
@rinkunmohanty1613 2 жыл бұрын
Right
@rinkunmohanty1613
@rinkunmohanty1613 2 жыл бұрын
Hi
@goodfornothing4829
@goodfornothing4829 2 жыл бұрын
@@rinkunmohanty1613 kan be galu houchi ??
@shyamalmadkami9864
@shyamalmadkami9864 2 жыл бұрын
Absolutely right Sir🙏🙏🙏
@shwetaj5495
@shwetaj5495 6 ай бұрын
Har har Mahadev Jay Maa parvati 🙏🙏🙏
@bhabanisankardas8641
@bhabanisankardas8641 2 жыл бұрын
100'/. Right👍steps should be taken for not to forward illegal msgs VDOsin the social media 🙏ଜୟ ଜଗନ୍ନାଥ 🙏
@anshumansahoo1005
@anshumansahoo1005 2 жыл бұрын
Absolutely right sir.👍
@prtblogs
@prtblogs 2 жыл бұрын
Thanks🙏 for good information.
@tapaswinisahoo5837
@tapaswinisahoo5837 2 жыл бұрын
Sir you are right 👍👍🙏🙏
@mahendrabhoibhoi9987
@mahendrabhoibhoi9987 2 жыл бұрын
Thanks sir Advise
@chaitanyabhoi3751
@chaitanyabhoi3751 2 жыл бұрын
Thanku sir
@sukantakumarkanharkanhar9783
@sukantakumarkanharkanhar9783 Жыл бұрын
Bahut sundar statement...I am appreciate
@kpsinghadv9798
@kpsinghadv9798 2 жыл бұрын
Thanks for discussion
@sprbhaskar22118
@sprbhaskar22118 2 жыл бұрын
Very good Sir
@aaentertainment9228
@aaentertainment9228 2 жыл бұрын
ମୁଁ ସମ୍ପୂର୍ଣ୍ଣ ଏକମତ 👍🏻
@dillipkumarbiswal5917
@dillipkumarbiswal5917 2 жыл бұрын
Great you sir.absolutely right
@raazsecrets
@raazsecrets 2 жыл бұрын
Well Advise 👍 Sr
@satishdas9756
@satishdas9756 2 жыл бұрын
Your lines is genuine and well appreciated...
@dukhishyamsahoo9708
@dukhishyamsahoo9708 2 жыл бұрын
Right sir
@nhrk3894
@nhrk3894 2 жыл бұрын
ଆପଣ କୁ କିଏ କହିଲା ଏ ଭଳି ବୁଝାଇ ବାକୁ,apan ଭୁଲ ବାଟରେ ଯିବାକୁ ବାଟ ଦେଖାଉଛନ୍ତି,ସମାଜ ରେ ଲୋକମାନେ ଖରାପ କାମ କରନ୍ତୁ , ତା ମାନେ ଏଭଳି କାମ ସବୁ ଠିକ୍ ,ବୁଝିଲ sir ଏଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ,ସମାଜ ରେ ଆହୁରି ଅପରାଧ ବଢ଼ିବ
@MadhuKumarJaal143
@MadhuKumarJaal143 Жыл бұрын
You are right ❤
@ashokkumarprusty1157
@ashokkumarprusty1157 5 ай бұрын
Right
@srtsahoo2862
@srtsahoo2862 2 жыл бұрын
Your correct Sir,Right massage
@basudevpatra1870
@basudevpatra1870 Жыл бұрын
That's great ad
@mangalasabar7740
@mangalasabar7740 2 жыл бұрын
ମଣିଷ ପାଖରେ ଆଉ ମାନବିକତା ହିଁ ନାହିଁ
@sureshkumbhar5274
@sureshkumbhar5274 2 жыл бұрын
Very very important tips. We all to eyes these.
@hariharmohanty8551
@hariharmohanty8551 2 жыл бұрын
Great Sir
@manojasahoo2442
@manojasahoo2442 2 жыл бұрын
Thank u sir
@ketakisahu3177
@ketakisahu3177 2 жыл бұрын
Right sir 🙏🏽🙏🏽🙏🏽🙏🏽🙏🏽
@bhabanemallick1801
@bhabanemallick1801 Жыл бұрын
Wright sir
@rameswarijena7409
@rameswarijena7409 2 жыл бұрын
Vala lagila sir
@pratyush8961
@pratyush8961 6 ай бұрын
Genius lawyer❤
@srikantapatro6946
@srikantapatro6946 2 жыл бұрын
You are absolutely right sir
@mahanadmi4417
@mahanadmi4417 Жыл бұрын
Salute you for your good thinking and analysis.
@sanghamitrabehura8980
@sanghamitrabehura8980 2 жыл бұрын
Bhahut sundar cament byomakesh sir
@jayjagannath2569
@jayjagannath2569 2 жыл бұрын
Sir. U r right
@sandhyamohapatra6271
@sandhyamohapatra6271 2 жыл бұрын
Right sir 🙏
@abofficial7634
@abofficial7634 2 жыл бұрын
ବୌଦ୍ଧିକ ଶିକ୍ଷାର ଅଭାବ ଓ ଅନୁଚିତ୍ ସଂସ୍କାର ଏଭଳି ପରିସ୍ଥିତି ସୃଷ୍ଟି କରୁଛି।
@duraisingam6322
@duraisingam6322 2 жыл бұрын
Absolutely Right
@manojswain5209
@manojswain5209 2 жыл бұрын
Beautiful coverage bomyakesh tripathey
@bapumajhi7199
@bapumajhi7199 2 жыл бұрын
U r right Sir
@tunagochhi6050
@tunagochhi6050 2 жыл бұрын
You are right sir.
@mjmanojvlogs8893
@mjmanojvlogs8893 2 жыл бұрын
You are right sir
@shwetaj5495
@shwetaj5495 6 ай бұрын
jai shri Ram
@celebritylive7667
@celebritylive7667 2 жыл бұрын
Perfectly Genius
@naikkabiaurya7143
@naikkabiaurya7143 2 жыл бұрын
good advice
@shwetaj5495
@shwetaj5495 6 ай бұрын
Jai shri Ram
@bibekpuhan5229
@bibekpuhan5229 2 жыл бұрын
Super bhai
@susankumarsahoo7321
@susankumarsahoo7321 2 жыл бұрын
Right thinking
@sameerkumarodiamusicvideoo
@sameerkumarodiamusicvideoo 2 жыл бұрын
All rights sir 👌
@binapanipanda1454
@binapanipanda1454 2 жыл бұрын
👍🙏
@p.k201
@p.k201 2 жыл бұрын
Right sir 🙏🙏
@sushantakumar70
@sushantakumar70 2 жыл бұрын
u r right sir
@rajalaxmimallick6694
@rajalaxmimallick6694 2 жыл бұрын
👌
@smiletapinayak8387
@smiletapinayak8387 2 жыл бұрын
Ekdam thik katha kahichanti aagya 👍👍👍👌
@amaodishamati2021
@amaodishamati2021 2 жыл бұрын
Very nicely told you are a good human being sir
@sibununayak5439
@sibununayak5439 2 жыл бұрын
Nice voice for new social media
@NarendraKumar-yh5tp
@NarendraKumar-yh5tp 2 жыл бұрын
👍
@Skgbul470
@Skgbul470 2 ай бұрын
ବ୍ୟୋମକେଶ ବାବୁ କହିବା କଥା ପରକିଆ ପ୍ରୀତି ଆଗରୁ ଅଛି ,ଆଗକୁ ରହିବ ,ରହିବା ଦରକାର୍ ଯେହେତୁ ଏଇଟା ଶରୀର ପ୍ରଥମେ ପ୍ରଧାନ ଖାଦ୍ୟ ଅଗକ କୁ ତାଙ୍କର ଥାନା କୋର୍ଟ କଚେରୀ ହେବ, ଓକିଲ ମାନେ ଦୁଇ ପୋଇଶା କମାଇବେ,ମାଡ଼ି ଚାଲ,
@prasantjena2876
@prasantjena2876 2 жыл бұрын
Like sir 👍👍👍👍
@studytime8583
@studytime8583 2 жыл бұрын
U r right sir There is a limit for everything
@santoshkumargouda9960
@santoshkumargouda9960 2 жыл бұрын
U r right....
@biswanathdas4906
@biswanathdas4906 2 жыл бұрын
U r 100% right sir...❤
@asutoshtripathy9089
@asutoshtripathy9089 2 жыл бұрын
U are correct sir
@suchismitaashe804
@suchismitaashe804 2 жыл бұрын
right sir
@banditapradhan9953
@banditapradhan9953 2 жыл бұрын
Yes sir it's true..........I respect ur advice sir.........
@rinkunmohanty1613
@rinkunmohanty1613 2 жыл бұрын
Right 💯
@rinkunmohanty1613
@rinkunmohanty1613 2 жыл бұрын
Hi
@sanjaybadnayak
@sanjaybadnayak 2 жыл бұрын
Fact message
@babumb260
@babumb260 2 жыл бұрын
Very nice 👍
@ratnakarbadra119
@ratnakarbadra119 2 жыл бұрын
bhala katha
@sujatanayak684
@sujatanayak684 2 жыл бұрын
Right bro
@niranjanbehera6645
@niranjanbehera6645 2 жыл бұрын
Good 👍 sir
@jajatikeswaripradhan3642
@jajatikeswaripradhan3642 2 жыл бұрын
thik kahuchan sir
@BABULA05
@BABULA05 2 жыл бұрын
ଓକିଲ sir ଆଗ ଯୁଗ ପରି ରାମ .କି ସୀତା ପରୀ ମାଁ ନାହିଁ। ହଁ ଅଛନ୍ତି 50% ମାଁ କୁ ଛାଡି ଦେଲେ ଆଉ 50% other category Women,Girl ଏହି ନର୍କ ର ଜୀବନ ବିତାଇବାକୁ ପସନ୍ଦ , କିମ୍ବା ମଜବୁରୀ ରେ ଏହି ଖରାପ ରାସ୍ତାରେ ଆପଣେଇ କରୁଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଜୀବନ ଶୈଳୀ 🙏 କ'ଣ ଘଟୁଥିବ କାହାକୁ ଜଣାନାହିଁ। ତେଣୁ ଅଧିକ comment no
@chandrikamurmu5159
@chandrikamurmu5159 2 жыл бұрын
Absolutely Right Sir 🙏🙏🙏
@prasantapriya8190
@prasantapriya8190 2 жыл бұрын
Sata Katha Ur no plz
@rinkunmohanty1613
@rinkunmohanty1613 2 жыл бұрын
Hi
@rinkunmohanty1613
@rinkunmohanty1613 2 жыл бұрын
Right 💯
@prasantakumarsahoo478
@prasantakumarsahoo478 2 жыл бұрын
👌👍❤🙏🙏🙏
@mohanmandal3368
@mohanmandal3368 Жыл бұрын
👌👌👌👌🙏🙏
@chintamanimoharana2678
@chintamanimoharana2678 2 жыл бұрын
ବାସି ରଖିବାର ନାହିଁ କି କୁକୁର କୁ ଦାବର୍ ନାହିଁ 😁👏
@shibunpshibu5994
@shibunpshibu5994 Жыл бұрын
Sir nkara agnest gyana asibaku social mediare
@ambedbhuyan6042
@ambedbhuyan6042 2 жыл бұрын
Nice sir. You are Right.. Thank you
@UTS8895
@UTS8895 2 жыл бұрын
sir apan emiti kichhi ଶିକ୍ଷଣୀୟ jinisa share karantu
@jharendrabehera7971
@jharendrabehera7971 2 жыл бұрын
Deepak Mishra created more problems or complicated in the family and also created more case in court where the problem may not be solve easily, most of poor's are facing problems but Judge sleeping comfortably.
@tapanmallik239
@tapanmallik239 2 жыл бұрын
Actually ur right sir..who will do this.. govt or public unless there is a law to crub it
@sujatamohanty6713
@sujatamohanty6713 2 жыл бұрын
Sir ଆପଣ ପୁରା ଠିକ୍ କହୁଛନ୍ତି କିନ୍ତୁ କିଏ ବୁଝିବ ସେଇଟା ହେଲା ଦୁଃଖ
@sankarbhabani1144
@sankarbhabani1144 2 жыл бұрын
A mananku kuhajae sir..... Jou thalire khauchha sei thalire dhuli pakouchha..chhi chhi .
@chaitanyabhoi3751
@chaitanyabhoi3751 2 жыл бұрын
ଠିକି କଥା
@hdiagram7534
@hdiagram7534 2 жыл бұрын
Government ki rules tiyari Kariba katha
@jitupradhan6888
@jitupradhan6888 2 жыл бұрын
ଠିକ କଥା.....
@mydiary1561
@mydiary1561 2 жыл бұрын
Bahut bhalase bujhauchanti sir.. apana emiti 24 ghanta kahile bi sunuthibi semiti mu.. 🙏🙏🙏
@tusararout284
@tusararout284 2 жыл бұрын
ok
@PanchananBehera-nw8cj
@PanchananBehera-nw8cj Жыл бұрын
Sir thik je chhua hela Kia neba sir
@SKGbul
@SKGbul Жыл бұрын
ମାନ୍ୟବର ସୁପ୍ରିମ କୋର୍ଟ କେବେ ଫ୍ରି ସେକ୍ସ ପାଇଁ ଘୋସଣା କରିବେ ?
@simanchalajena4641
@simanchalajena4641 2 жыл бұрын
Rahibata dukha nuhe ,samaste rakhibata dukha.
@priyadarsinimishra6212
@priyadarsinimishra6212 2 жыл бұрын
Ek dam thik kahile sir,chua mane dekhile amiti rough language use karuchanti kn sikhibe ,tanka future kn heba
Spot The Fake Animal For $10,000
00:40
MrBeast
Рет қаралды 165 МЛН
Best Toilet Gadgets and #Hacks you must try!!💩💩
00:49
Poly Holy Yow
Рет қаралды 12 МЛН
Sigma girl and soap bubbles by Secret Vlog
00:37
Secret Vlog
Рет қаралды 12 МЛН
ЧУТЬ НЕ УТОНУЛ #shorts
00:27
Паша Осадчий
Рет қаралды 9 МЛН
Spot The Fake Animal For $10,000
00:40
MrBeast
Рет қаралды 165 МЛН