"ଟୁଙ୍ଗୁରୁ-ବର୍ଷା ଭଳି ଭେଲ୍ୟୁଲେସ୍ ନ୍ୟୁଜ୍ ଫେମସ୍ ହେବା ବହୁତ ଦୁଃଖର କଥା"

  Рет қаралды 552,776

Prameya News7

Prameya News7

Күн бұрын

Пікірлер: 1 900
@parthasarathiray5770
@parthasarathiray5770 2 жыл бұрын
ଆପଣଙ୍କୁ ମୋର ଅଶେଷ ଧନ୍ୟବାଦ, ଆପଣଙ୍କର ନିଜସ୍ୱ ମତାମତ ପାଇଁ
@MONASH143
@MONASH143 2 жыл бұрын
ଏକ ଦମ୍ ଠିକ୍ କଥା କହିଲେ Madam 💐💐 Strongly Agree With You ❤️❤️
@kumarmitanofficial9631
@kumarmitanofficial9631 2 жыл бұрын
ଆପଣ ସତ କହୁଛନ୍ତି ମ୍ୟାଡମ୍. ହେଲେ ଏସବୁ ଶସ୍ତା ଖବର କୁ ଲୋକ ଲୋଚନକୁ ଆଣୁଚି କିଏ. ମିଡିଆ ବାଲା ହିଁ ଆଣୁଛନ୍ତି. ତେଣୁ ଏସବୁ ପାଇଁ ମିଡିଆ ବାଲାଙ୍କର ବି ଚିନ୍ତା କରିବା ଦରକାର ଯେ ସାମାଜ ଉପରେ ଏସବୁ ଖବର ନ ଦେଖାଇବା ପାଇଁ. ତେଣୁ ଶସ୍ତା ମିଡିଆ ବାଲା ଙ୍କ ଉପରେ ରୋକ୍ ଲଗାଯାଉ. ଧନ୍ୟବାଦ୍. 🙏🙏🙏🙏
@tasteofkendujhar
@tasteofkendujhar 2 жыл бұрын
Right
@biswaranjanpatra5074
@biswaranjanpatra5074 2 жыл бұрын
Bilkul thik
@prasantajena5223
@prasantajena5223 2 жыл бұрын
Ma'am ଆପଣ ସମ୍ପୂର୍ଣ ଭାବରେ ଠିକ୍ କଥା କହିଛନ୍ତି 👌👌👌
@satyabhau69
@satyabhau69 2 жыл бұрын
ଭାଉଜ ଏକଦମ ଠିକ କଥା କହୁଛନ୍ତି, ସେ ଶଃ ଭାସ୍କର ନିୟୁଜ଼ କୁ ଚପଲରେ ସେକିବା କଥା
@pratimamohanty6826
@pratimamohanty6826 2 жыл бұрын
ଆପଣଙ୍କ ଭଳି ମତାମତ ବହୁତ ଆଵଶ୍ୟକ ଥିଲା ଆଜି କାଲି ଖରାପ କଥା ବହୁତ ପ୍ରଘଟ ହେଉଛି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ🙏🙏🙏
@manojkumarghadei3749
@manojkumarghadei3749 2 жыл бұрын
Good morning Mam, your opinion is very important and very true message for our society 🙏🙏
@lizaraniswain7523
@lizaraniswain7523 2 жыл бұрын
Right
@indianvive
@indianvive 2 жыл бұрын
Right bro
@priyadarsinimishra6212
@priyadarsinimishra6212 2 жыл бұрын
U r Right bro ,mdm nku bahut bahut dhanyabad
@kalpeshmjofficial8573
@kalpeshmjofficial8573 2 жыл бұрын
Right didi
@niteshkumarmohanty195
@niteshkumarmohanty195 2 жыл бұрын
Obviously it's a good message to society Thank you🙏
@surendrakumarparida7765
@surendrakumarparida7765 2 жыл бұрын
ସେ ଦୁଇ ଜଣଙ୍କ ଉପରେ ଷ୍ଟ୍ରଙ୍ଗ ଆକ୍ସନ ନେବା କଥା, ସମାଜ ପାଇଁ ସେ ଦୁଇ ଜଣ କଳଙ୍କ, ସେମାନଙ୍କ କଥା ସମାଜ ଉପରେ ପ୍ରଭାବ ପକାଇବ, ତେଣୁ ମିଡିଆ ଭାଇ ମାନଙ୍କୁ ଅନୁରୋଧ ଏ କଥାକୁ ଆଉ ଆଗକୁ ବଢାନ୍ତୁ ନାହିଁ
@ashokrout3910
@ashokrout3910 2 жыл бұрын
Se 2jana Nuhe ,Jia Viral Karuchi,aou jia Hero Karuchi Taku dhara aou jail dia
@kumudininaik4757
@kumudininaik4757 2 жыл бұрын
Right
@RKBEHERA977
@RKBEHERA977 2 жыл бұрын
Right
@tunabal2659
@tunabal2659 2 жыл бұрын
Semanku Katharo ru katharo Danda diajau
@zeesampark7901
@zeesampark7901 2 жыл бұрын
Many Many thanks for your valuable discussion as it is good message to our society
@sunititoppolyfstle4121
@sunititoppolyfstle4121 2 жыл бұрын
Good job mam.your opinions is most important for our society.
@Shree12337
@Shree12337 2 жыл бұрын
Very good msg for all people Thank u so much mam🙏🙏 Absolutely right
@baikunthamohapatra1623
@baikunthamohapatra1623 2 жыл бұрын
ଆପଣକଂ ମତାମତକୁ ଧନ୍ୟବାଦ । ଠିକ୍ କହିଛନ୍ତି
@chandramanisethi2926
@chandramanisethi2926 2 жыл бұрын
ଆପଣଙ୍କୁ. ଧନ୍ୟବାଦ 🙏🏼🙏🏼🙏🏼🙏🏼🙏🏼🙏🏼🙏🏼
@JK-tj8pp
@JK-tj8pp 2 жыл бұрын
ଆବେ ସଲେ ମିଡ଼ିଆ ଵାଲା ସବୁ ବେଳେ ୟୁଟୁବ ଖୋଲିଲେ ଖାଲି ଟୁଁଗୁରୁ ବର୍ଷା ସେ କଣ ଭଗଵାନ ନା କଣ ଏ ସବୁ ବନ୍ଦ କର
@mamataranibal7064
@mamataranibal7064 2 жыл бұрын
Right 👍👍 Mu au dekhiparuni a news MO munda kharap heigalani
@jatindranathmandal9372
@jatindranathmandal9372 2 жыл бұрын
@@kanhulenka3447 prema kahaku kuha jaaye.... Prema mane kn..... 😡😡
@rupdathink6408
@rupdathink6408 2 жыл бұрын
ମୁଁ ଏପରି ଅଦରକାରୀ ନ୍ୟୁଜ୍ ଦେଖେ ନାହିଁ ଆଜି ଯାଏ ବି ୧ ମିନିଟ୍ ଏମାନଙ୍କ ବିଷୟରେ ଦେଖି ନାହିଁ ଏମାନଙ୍କଠାରୁ କଣ ଶିଖୁଛନ୍ତି ଆପଣ ମାନେ ଦେଖୁଛନ୍ତି ଭାଇରାଲ୍ କରୁ୍ଛନ୍ତି କେଜାଣେ ଛି... ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମହାଶୟା ଆପଣ ଏପରି କହିଥିବାରୁ ତଥାପି ଲୋକମାନେ ବୁଝିବେ ନାହିଁ କେବଲ ଅନାବଶ୍ୟକ ନ୍ୟୁଜ୍ କୁ ଭାଇରାଲ୍ କରୁଥିବେ
@littlekitchengarden2555
@littlekitchengarden2555 2 жыл бұрын
You are right Mam 🙏 good msg for Society tq so much Mam 🙏❤️❤️❤️
@raghumaninayak9593
@raghumaninayak9593 2 жыл бұрын
Madam ଭଲ ଲାଗିଲା ଆପଣଙ୍କ ଆଲୋଚନା ।
@vidwanswain926
@vidwanswain926 2 жыл бұрын
You are giving very..... nice message to our society. Thank you 🙏
@brajakishoresahoo7321
@brajakishoresahoo7321 2 жыл бұрын
ଟୁଙ୍ଗୁରୁ ଓ ବର୍ଷା ଯଦି ପ୍ରେମ କରି ଓଡ଼ିଶା ସାରା ହଇଚଇ ସୃଷ୍ଟି ହେଲାଣି ଏବେ ତାଙ୍କୁ ନେଇ ଫିଲିମିରେ ହିରେ। ଓ ହିରୋଇନି କରିବାକୁ ଚେଷ୍ଟା ଚାଲିଛି ଭଲ କଥା । କିନ୍ତୁ ବର୍ଷାର ପ୍ରକୃତ ଘଇତାକୁ ଭିଲେନ କର।ନ୍ତୁ ବହୁତ ଭଲ ହେବ
@happyqueensuchi4047
@happyqueensuchi4047 2 жыл бұрын
Thik katha 😂😂😂😂😂😂
@rajaraju8095
@rajaraju8095 2 жыл бұрын
Nice line excellent line sir
@Pankajkumbhar1991
@Pankajkumbhar1991 2 жыл бұрын
1 no kahila bhai
@rajaraju8095
@rajaraju8095 2 жыл бұрын
Ta ghaita nahi re bhai Barabuli ra ghaita ki a Kai nahanti Tara ghaita Only tungur Bala
@rubykitchen7324
@rubykitchen7324 2 жыл бұрын
Jaha kahile.bhai.thik
@namratabishi3020
@namratabishi3020 2 жыл бұрын
Well said,strict action should be taken against both of them.
@nibeditapradhan8496
@nibeditapradhan8496 2 жыл бұрын
Madam apana right advices deichhanti... dhanyawad madam 🙏🙏🙏🙏🙏🙏
@filmyzilla143
@filmyzilla143 2 жыл бұрын
It is the best message to our youth generation mam , thanks 🙏🙏🙏
@tkbehera8043
@tkbehera8043 2 жыл бұрын
ସତ କଥା ଆମ ଓଡ଼ିଶାରେ ସବୁବେଳେ ଏସବୁ ଘଟଣସ୍ଥଳରେ କେହି ଆସନ୍ତୁ ବା ନ ଆସନ୍ତୁ କିନ୍ତୁ ନ୍ୟୁଜ୍ ବାଲା ତମ୍ବୁ ମାରିକି ବସିବେ କାହିଁ କି ନା ତାଙ୍କୁ ବଧେ ଲାଗେ ଏହା ଠୁ ଆଉ ବଡ ନ୍ୟୁଜ୍ କିଛିବି ନାହିଁ ଏ ଦୁନିଆରେ,
@padmalochanbehera3009
@padmalochanbehera3009 2 жыл бұрын
Sabu bhala nuha
@mokandhamal5640
@mokandhamal5640 2 жыл бұрын
ଆପଣଙ୍କୁ ଧନ୍ୟବାଦ ଠିକ୍ ମନ୍ତବ୍ୟ ଦେଇଥିବାରୁ
@sidhantharya3855
@sidhantharya3855 2 жыл бұрын
exactly right points for tungru vz barsha 👍👍👍👍
@quotesmates3845
@quotesmates3845 2 жыл бұрын
Exactly nuhen pura right news
@lipshamayeepatra7168
@lipshamayeepatra7168 2 жыл бұрын
Your opinion is very important and very good message in our society. thank u show much mam🙏🙏🙏
@mahabalibajarangichnl1515
@mahabalibajarangichnl1515 2 жыл бұрын
Your speech is correct madam you will give good speech for society thank u
@debrajmishra9978
@debrajmishra9978 2 жыл бұрын
ଆପଣ କାହାକୁ କହୁଛନ୍ତି , ଏମାନେ ଏଇ ମିଡିଆ ତ viral କରୁଛି ସେ ଅଶିକ୍ଷିତ ଲୋକଙ୍କୁ , ଏ ଓଡ଼ିଆ news channel ସବୁ କଉ grade ର ଆପଣ ମନେ ଜାଣିପାରୁଥିବେ ....
@GrowOdisha
@GrowOdisha 2 жыл бұрын
WHAT A genuine opinion, 💕 u Mam...
@reshmasuna6536
@reshmasuna6536 2 жыл бұрын
Pura puri right ଏହିସବୁ ଶୀଘ୍ର ବନ୍ଦ କରାଯାଉ ଅନୁରୋଧ ଅଛି ମିଡ଼ିଆ ଭାଇ ମାନଂକୁ ପରିବେଶ ଉପରେ ବହୁତ ହିଁ ଖରାପ ପ୍ରଭାବ ପଡୁଛି କାରଣ ଆଘକୁ ଏହିପରି ଅନେକ ନାରୀ ବର୍ଷା ପରି ନିଜ ପିଲା ଙ୍କୁ ଆଉ ସ୍ୱାମୀ ଙ୍କୁ ଛାଡ଼ି ଅନ୍ୟ ଯୁବକ ସହ..... ଓ ଯୁବକ ଭାଇ ମାନଙ୍କ life ମଧ୍ୟ ବର୍ବାଦ ହେବ ଏହିପରି ସବୁ ଷ୍ଟୋରୀ ଦେଖିକି ଦୟାକରି ଏସବୁ ବନ୍ଦ କରା ଯାଉ
@gitanjalimohapatra7404
@gitanjalimohapatra7404 2 жыл бұрын
Thanks a lot ma'am for your good opinion and advice.
@umakantirana2496
@umakantirana2496 2 жыл бұрын
ମେଡମ ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ୍
@prasankumargouda4461
@prasankumargouda4461 2 жыл бұрын
Great salute & Thank you for your openion madam 🙏🙏🙏🙏 government should take strict action against them..
@rojalinmallik8201
@rojalinmallik8201 2 жыл бұрын
bahuta bhala massage deichanti mam
@Bts-kt1cw
@Bts-kt1cw 2 жыл бұрын
Reporter ମାନେ ପ୍ରଥମେ ଏହି କଥା ବୁଝିବା ଦରକାର ଯାହା ତାହା news ଆମକୁ ଦେଖେଇ ଦୁଉଛନ୍ତି
@deepakkumarsahu8037
@deepakkumarsahu8037 2 жыл бұрын
ଟୁଗୁରୁ ବର୍ଷା କଥା ନ କହିବା ଭଲ ଜଣେ ନାରୀ ଜାତି ପାଇଁ କଳଙ୍କ ଆଉ ଜଣେ ପୁରୁଷ ଜାତି ପାଇଁ କଳଙ୍କ ଗୋଟେ ଓଡ଼ିଆ ରେ ଢେଗ ଅଛି ମନ୍ଦିର ତୋଳିଲେ ନା ବାଟ ରେ ହଗିଲେ ନା ଏମାନେ ବାଟ ରେ ହଗିକିକି ନା କରୁଛନ୍ତି
@chaitanyachaitanya8651
@chaitanyachaitanya8651 2 жыл бұрын
Thank you so much madam. In my home my wife suggestion to me like you. She is looking like you, speaking like you. suggesting like you, thinking like you. Sometime I think my wife wrong.but to day I knew my my wife good.thank you so much. God bless you so so much.
@bibekanandadash738
@bibekanandadash738 2 жыл бұрын
Mam ଆପଣଙ୍କ ମତାମତ କୁ media ଵାଲା ଭଲ ଭାବରେ ବୁଝନ୍ତୁ। ମୋ ମତ ଏଥିପାଇଁ media ଭାଇ ମାନେ ମୁଖ୍ୟତଃ ଦାଇ ।
@biswabandhusahoo397
@biswabandhusahoo397 2 жыл бұрын
💯%, right madam, I am always with you madam
@anandasiridisai
@anandasiridisai 2 жыл бұрын
ଏ ସବୁ ମିଡ଼ିଆ ବାବୁ ମାନେ ଅଶିକ୍ଷିତ କାରଣ ଯିଏ ଯୋଉ ଭଳି ସେ ସେଭଳି ପସନ୍ଦ କରେ , ମୁଁ ଏ ସବୁକୁ ପସନ୍ଦ କରେନାହିଁ ।
@kalyanipatra9153
@kalyanipatra9153 2 жыл бұрын
Right bro.....
@geetanjaliacharya6079
@geetanjaliacharya6079 2 жыл бұрын
Very good message for all people 🙏 Thank you so much mam 🙏 God bless you to your family mam 🙏
@dipanjalibiswal9300
@dipanjalibiswal9300 2 жыл бұрын
Thank you mam for your good suggestions for social media 👍 i agree with u mam.
@pradhansmile4128
@pradhansmile4128 2 жыл бұрын
Absolutely right madam This is not a good message for our society .we like your an opinion great thinking
@saratjena1358
@saratjena1358 2 жыл бұрын
Well done .....well said proud of you 👏
@Babumaster1986
@Babumaster1986 2 жыл бұрын
Thik katha kahichhanti sister. Thank you.
@niharikadas7826
@niharikadas7826 2 жыл бұрын
U have a Valuable thoughts mam..❤️I appreciate that. 👍
@muktikantabhuyan4832
@muktikantabhuyan4832 2 жыл бұрын
Madam ସବୁ ଠିକ୍ କହିଛନ୍ତି. ହେଲେ ମୁଁ ଭୁଲ ବୋଧେ ମୋତେ ଲାଗୁଚି ଆଜି କାଲି ଯାଉଁ flim ଆଉ sereal କରୁଛନ୍ତି ତାର ବହୋତ୍ ପ୍ରଭାବ ପଡୁଛି.ଏମିତି ତୋ ଅର୍ଦ୍ଧ ଲଙ୍ଗଳା ଏବଂ sexualy ଏତେ ରହୁଚି ଯେ ଘର ଲୋକଂକ ସାଥୀରେ ଦେଖି ହେଉନି. ଆଜି ସମାଜ ସେମିତି ହେଇଯାଉଛି
@armylover4403
@armylover4403 2 жыл бұрын
Pura right bro
@lipi9862
@lipi9862 2 жыл бұрын
Right bro
@padminibag133
@padminibag133 2 жыл бұрын
👌
@ganeshbirua7197
@ganeshbirua7197 2 жыл бұрын
Sota khota srieal Time re hot shooting heuchi family poribar soita dekhi parini mu Bi
@crazyboy-ce3hz
@crazyboy-ce3hz 2 жыл бұрын
Thik kathha bhai........ Popularity paiba pai sexual content besi add karuchanti.... Bele bele ta unnecessarily negative content add karuchanti.
@nimaincharanjagadala5784
@nimaincharanjagadala5784 2 жыл бұрын
Your opinion is very important madam for our society.
@sumitrabhoi4464
@sumitrabhoi4464 2 жыл бұрын
Really perfect katha
@niranjanpatra84
@niranjanpatra84 2 жыл бұрын
I am completely Agreed on your opinion Madam ❤
@nibeditapradhan6895
@nibeditapradhan6895 2 жыл бұрын
Thik katha kahicha mam
@santoshkumarpati4493
@santoshkumarpati4493 2 жыл бұрын
Sundar massage madam. Asesa dhanyabad . mahila hisabare apanku dhanyabad .
@rickyswain257
@rickyswain257 2 жыл бұрын
Thnx a lot madam, I appreciate with you....
@lalatendujena4026
@lalatendujena4026 2 жыл бұрын
ବହୁତ ସୁନ୍ଦର କଥା 🙏🙏🙏ମାଡାମ 🙏 ଚେଷ୍ଟା କରନ୍ତୁ ଏ ମିଡ଼ିଆ ଵାଲା ଏମିତିକା ଖରାପ ଖବର ରୁ ଦୁରେଇ ରୁହନ୍ତୁ 🙏
@Singer_suchi
@Singer_suchi 2 жыл бұрын
Didi I am agree with u 100% ❤️
@sarojkumarnayak7408
@sarojkumarnayak7408 2 жыл бұрын
ସୁନ୍ଦର ଉପଦେଶ 🙏
@sipunjena4506
@sipunjena4506 2 жыл бұрын
Right message for our society mam 🙏
@sasmitachoudhry4017
@sasmitachoudhry4017 2 жыл бұрын
ଟୁନ୍ଗୁରୁ ଆଉ ବର୍ଷା ଭଳି ଲୋକଙ୍କ ପାଇଁ ସମାଜ ଆଜି ବଦନାମ
@Beero_explores
@Beero_explores 2 жыл бұрын
Appreciate the genuine interview
@pritamblogchannel310
@pritamblogchannel310 2 жыл бұрын
ବହୁତ ଭଲ କଥା କହିଲେ
@susantadas4081
@susantadas4081 2 жыл бұрын
Media team is responsible for this issue.... Including these two media team should also be arrested who are promoting such type of unsocial things....
@RahulPujaPrince2
@RahulPujaPrince2 2 жыл бұрын
Yes you are right arrested them.
@dhanumunda7630
@dhanumunda7630 2 жыл бұрын
Ak dom pura right madam..
@amanstarcreation6437
@amanstarcreation6437 2 жыл бұрын
ଜଣେ ପ୍ରତିଦିନ ମିଡିଆ ଭାଇ କହୁଛନ୍ତି ଯେ ଲୋକମାନେ ଏସବୁ ଜିନିଷ ଲୋକ କାହିଁକି ଦେଖୁଛନ୍ତି ଏକଥା କହିବା ଏହା କେତେଦୂର ଠିକ। ଆରେ ଲୋକ ନେଗେଟିଭି ଜିନିଷ କୁ ବେସି ଆଟ୍ରାକ୍ଟିଭ ହୁଅନ୍ତି ତା ମାନେ ନା ତମେ ଖରାପ ଜିନିଷ ଟାକୁ ଦେଖେଇବ ଏଇଟା ସମ୍ପୂର୍ଣ୍ଣ ଭୁଲ କଥା ।ଆଉ ଏ ମାଡ଼ମ ଯାହା କହିଲେ ଏକଦମ ଠିକ କଥା କହିଲେ,,,
@Babufuntherapy
@Babufuntherapy 2 жыл бұрын
Boycott Pratidin Media
@kalyankumarlenka6606
@kalyankumarlenka6606 2 жыл бұрын
Madam thanks ଏ ହିଁ ସମୟ ବହୁତ୍ ଦେ ଶ ରହିଛି ବିନା ଅନୁମତି ର କହିବି ମିଡ଼ିଆ ଓଫଲୋଡ କରି ପାରିବନି ଅନଲାଇନ୍ ଏହା 15 ମିନିଟ ରୁ 30 ମିନିଟ୍ ରହି ଜୋନ side କୁ ନେଇ ରଖି ହବ ଆପଣ ଜାଣିବାର ତ side କୁ ଯାହି ପରେ ପର ମୋ ମତ୍ତ ସ୍କିଭର୍ କୁ ଲାଇକ ମିଡ଼ିଆ ଆୱାର୍ଡ଼ ଦବା ଦରକାର jay shree jaganatha 🙏🙏⚫❗⚫
@saisupravanayak
@saisupravanayak 2 жыл бұрын
U r right mam
@manoranjanpattnaik5554
@manoranjanpattnaik5554 2 жыл бұрын
Absolutely right mam👍❤️👍
@lalitmohanpradhan9162
@lalitmohanpradhan9162 2 жыл бұрын
ଠିକ୍ କହିଛନ୍ତି Madam । news reporter ବି କିଛି କମ ନୁହଁନ୍ତି । ଏମାନଙ୍କୁ କିଛି ବି news ମିଳୁନି ସେଥିଲାଗି ଏ ଭଡୁଆ news ପ୍ରସାରଣ କରୁଛନ୍ତି। ସମାଜ କୁ ବାଜ୍ୟ ରାସ୍ତା ଆଡକୁ ନେଉଛନ୍ତି। ଏ ପ୍ରହସନ ଅତି ସିଗ୍ରହ ବନ୍ଦ କରାଯାଉ ।
@pravasinisabar9827
@pravasinisabar9827 2 жыл бұрын
You are right madam. 👌👌
@funmomentsf.m6288
@funmomentsf.m6288 2 жыл бұрын
ଆଜ୍ଞା ଏମିତି ( ଟୁଂଗୁରୁ ଭୋଳ ଏବଂ ବର୍ଷା ଭାଉଜ ) କେସ୍/ଘଟଣା ଆଗକୁ ହେଲେ , ଅନେକ ଭାଇ ମାନେ ପତ୍ନୀ ହରା ଏବଂ ଅନେକ ପିଲା ଅନାଥ ହେବେ ଏଣୁ ସମାଜର କୁଶଳ ନିମିତ୍ତ ସରକାର କିଛି କରିପାରିବେନି , ବରଂ ଗଣତାନ୍ର୍ତିକ ଦେଶ ହେତୁ ଜନ ସମାଜ ଏମିତି ଘଟଣାକୁ ପ୍ରଶୟ ନଦିଅନ୍ତୁ .......ଏତିକି ଅଳି.......
@supashsupash7010
@supashsupash7010 2 жыл бұрын
Right
@gangasiulirabasnamonalisa5826
@gangasiulirabasnamonalisa5826 2 жыл бұрын
ଠିକ୍ କଥା ମାମ୍ 🙏 ମୂଲ୍ୟ ହୀନ ସମ୍ବାଦ କୁ ଏତେ ଗୁରୁତ୍ୱ ଦିଆଯିବା ଲଜ୍ୟା କର କଥା , ଆଜିର ଯୁବ ସମାଜ ଏଥିରେ ପ୍ରଭାବିତ ହେଉଛି । ଏପରି ସମ୍ବାଦ ପ୍ରଚାର ପ୍ରସାର ପ୍ରତି କଡା ନିୟମ ରହିବା ଆବଶ୍ୟକ ।
@happyqueensuchi4047
@happyqueensuchi4047 2 жыл бұрын
Tq mam 🙏 amiti faltu news ku varial karantuni
@dharitimishra1400
@dharitimishra1400 2 жыл бұрын
Dharitri correct
@bharatpradhan2910
@bharatpradhan2910 2 жыл бұрын
Very good discas thank you madam beautiful decition
@aroshreemohanty4861
@aroshreemohanty4861 2 жыл бұрын
Those 2 were wrong but main culprit is social media and news channels
@minadash2634
@minadash2634 2 жыл бұрын
Exactly specialy news channel should not follow up this typ of news they should bring important news which is valuable...there are so many news out there why they r focusing on such unnecessary news
@biswaranjanjena1773
@biswaranjanjena1773 2 жыл бұрын
Madam u r 100% right..
@madhuaditya1097
@madhuaditya1097 2 жыл бұрын
ସତ କହିବାକୁ ଗଲେ ମେଡ଼ିଆ ମାନେ compitator hoi ଖରାପ news ଭଲ news ଜାଣିପାରୁନି.
@sushreepal6305
@sushreepal6305 2 жыл бұрын
Yes , ye toh soch ne wali baat hai.. .. Exactly maam your opinion is right.
@mrfzigma
@mrfzigma 2 жыл бұрын
Correct perfectly said . Also ban the music videos ...this type of songs should be banned ...shame on such journalists
@ratikantswain9104
@ratikantswain9104 2 жыл бұрын
Right madam
@HRIF-
@HRIF- 2 жыл бұрын
Absolutely u r 100% mam. What they want msg to social? Also media have a great role to viral this nonsense topic
@dipaksahoo4370
@dipaksahoo4370 2 жыл бұрын
Thanks madam you are riyal rait mu kahibi athi pai gote kanun haba darkar
@ranjitkumarsoreng
@ranjitkumarsoreng 2 жыл бұрын
Yes Mam, you are right. Characterless people shouldn't think of becoming a star
@panchananjena8968
@panchananjena8968 2 жыл бұрын
Absolutely 💯 right ✅ mam I am agree with you
@sanjuktamallik976
@sanjuktamallik976 2 жыл бұрын
madamThanks
@sanjayjena9393
@sanjayjena9393 2 жыл бұрын
Thika kahichhanti mam your opinion most important our society and culture
@manoranjansahu5532
@manoranjansahu5532 2 жыл бұрын
Odishara naaku talaku niantu nahin. 🙏🙏🙏🙏🙏🙏
@Childrentvp1
@Childrentvp1 2 жыл бұрын
Respect for mam 🙏🙌
@tapaswinilenka4524
@tapaswinilenka4524 2 жыл бұрын
Good Msg for society.. Mam You are right 🙏
@usodia8181
@usodia8181 2 жыл бұрын
You are right mam , sabu media bhai nku request Tunguru -Barsha ku ete important na diantu . Society ku negative message jauchi .
@pratyushentertainmentchann4367
@pratyushentertainmentchann4367 2 жыл бұрын
you r absolutely write mam. I am agree with u.
@btw4027
@btw4027 2 жыл бұрын
Govt. should take action against so called odia news channel.
@janmejaylenka7240
@janmejaylenka7240 2 жыл бұрын
Very good Openion 🙏
@forgetforget8557
@forgetforget8557 2 жыл бұрын
Absolutely right all news reporters are doing Great Basted type of work
@sibasankarmallik9200
@sibasankarmallik9200 2 жыл бұрын
Right answer mam danyabad
@saswatimahapatra938
@saswatimahapatra938 2 жыл бұрын
Absolutely 👌👌 right....what nonsense news for society
@sebanandabheshra1642
@sebanandabheshra1642 2 жыл бұрын
100%correct your opinion. I support strongly.
@rashmitarout
@rashmitarout 2 жыл бұрын
Please ,my heartful request to media brothers & sisters don't spread tunguru & Barsha vala news . It creates a very bad effect of our society .
@pabitabhoi3786
@pabitabhoi3786 2 жыл бұрын
Absolutely right opinion ma'am..🙏
@rakeshbehura777
@rakeshbehura777 2 жыл бұрын
Right madam strong action darakar Society ku emane wrong way re neuchhanti
@susantatripathy881
@susantatripathy881 2 жыл бұрын
Odisha re Tu guru purush all's public gota gota hijada
@ashokbarad9407
@ashokbarad9407 2 жыл бұрын
Thanku ma'am your valuable opinion .
БУ, ИСПУГАЛСЯ?? #shorts
00:22
Паша Осадчий
Рет қаралды 2,9 МЛН
How To Choose Mac N Cheese Date Night.. 🧀
00:58
Jojo Sim
Рет қаралды 89 МЛН
СКОЛЬКО ПАЛЬЦЕВ ТУТ?
00:16
Masomka
Рет қаралды 3,4 МЛН
7 PM #headlines | 24 Nov 2024 | PrameyaNews7
2:55
Prameya News7
Рет қаралды 2,1 М.
First time Maa in Camera Frame | Satya Bhanja
6:37
Satya Bhanja
Рет қаралды 471 М.
БУ, ИСПУГАЛСЯ?? #shorts
00:22
Паша Осадчий
Рет қаралды 2,9 МЛН