କପି ବାହାନାରେ ସ୍କ୍ୱାର୍ଡ ସଦସ୍ୟ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ || KONARK LIVE

  Рет қаралды 857,579

Konark Live

Konark Live

Күн бұрын

For latest Odisha News Follow us:
LIKE | COMMENT | SHARE | SUBSCRIBE
Visit:
KZbin: / konarklive
Facebook: / konarklive24x7
Twitter: / konarklive
#KONARKLIVE #BALASORE NEWS

Пікірлер: 1 600
@iconix3146
@iconix3146 6 ай бұрын
ସିସିଟିଭି ତୁରନ୍ତ ଚେକ କରାଜାଉ । ଆଉ ଜଉ ମିଡ଼ିଆ ରେ ଖବର ଟି ପ୍ରସାରଣ ହୋଇଛି ସେଇ ମିଡ଼ିଆ ଉପରେ ଦୃଢ଼ କର୍ଯାନୁଷ୍ଟାନ ନିଆଯାଉ। ଆଉ ଜଉ ସ୍କୁଲ୍ ରେ ଏଇ କାଣ୍ଡ ଟି ହୋଇଛି ସେଇ ସ୍କୁଲ୍ ଉପରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।
@tapaskumarnayak1497
@tapaskumarnayak1497 6 ай бұрын
😂
@jaymuduli4583
@jaymuduli4583 4 ай бұрын
Right
@gyanaytchannel8605
@gyanaytchannel8605 6 ай бұрын
କପି କର, କପି ଧରିଲେ ସାର ଙ୍କୁ ବଦନାମ କର। ଧନ୍ଯ ଧନ୍ଯରେ ସଂସାର।
@satyabanmohanta4007
@satyabanmohanta4007 6 ай бұрын
ଏ ସବୁ ମିଛ କଥା ଲୋ ମା😂 କପି କରି ପାରିନଥିବାରୁ ସବୁ Acting 😂😂
@SubhadraSethi-jc1qh
@SubhadraSethi-jc1qh 6 ай бұрын
ଆମେ ବି ସେଇ ସାର ଙ୍କ ପାଖର ପଢ଼ିଚୁ ଆମେ ଜାଣିଛୁ ସାର ବହୁତ ଭଲ ବୋଲି,,,,,, ଏ ଝିଅ ମାନେ କପି କରି ପାରି ନାହାନ୍ତି ବୋଲି ଏମିତି ମିଛ ଟା ରେ ଅଭିଯୋଗ କରୁଛନ୍ତି # justice _for_tapan sir
@debashisjena7717
@debashisjena7717 6 ай бұрын
ସି ସି ଟି ଭି ଦେଖାଯାଉ, ଏ ଡ୍ରାମା ବନ୍ଦ କରାଯାଉ।ଯିଏ କପି ଜଗିଲା ସେ ଖରାପ ହେବା ସ୍ବାଭାବିକ।କଥାରୁ ଜଣା ପଡୁଛି ଏହା ଏକ କପି ସେଣ୍ଟର୍।କପି କରି ନ ପାରିବାରୁ ପିଲା ଏମିତି ମିଛାରେ ଏହିପରି କହିଲା ପରି ଲାଗୁଛି।
@smunurock6966
@smunurock6966 6 ай бұрын
Right
@tunabiswal8691
@tunabiswal8691 5 ай бұрын
କାହା ଦୁଧରେ ହାତ ମାରିନି କିଲୋ ଝିଅ ତୁମ ଝିଅକୁ ଗେହୁଛୋନ୍ତି ସବୁ ପୁଅମାନେ
@ranjanr7emperor
@ranjanr7emperor 6 ай бұрын
୧୦, ୧୨ ଟା bf ନେଇ ବୁଲୁଚ ସେଟା ଲାଜ ନାହିଁ । କପି ପାଇଁ ହାତକୁ ଦେଖିଲା ସେଟା ତର ଇଯତ୍ ପଳେଇଲା । ଗଟିଏ ଗଟିଏ ସୁପର୍ଣରେଖ ଏମାନେ ।
@biswojitdash1710
@biswojitdash1710 6 ай бұрын
Ta mane ta galare hata marib na, Ki behiya katha
@DocTapan
@DocTapan 6 ай бұрын
NUA-O jhio...
@soubhagyadas3332
@soubhagyadas3332 6 ай бұрын
@@biswojitdash1710Ta galare hata maru nathila, hataku galaru kadhiki copy chake karu thile, ki chhota chinta dhara sabu tamara...
@biswojitdash1710
@biswojitdash1710 6 ай бұрын
@@soubhagyadas3332 Seta kie bujhib Ladis galare mane Birudi basare hata marichi Bindha sahi baku padiba.
@user-gl2eh8pm8b
@user-gl2eh8pm8b 6 ай бұрын
​@@biswojitdash1710 to vauni bedha galare hata marila ki aau to vauni galare keteta toka chuma deichanti
@krishnapal2645
@krishnapal2645 6 ай бұрын
ଏ କଲଜରେ ପାଠ ପଢା ହୁଏନି ଏହି କଲେଜରେ ଅଧ୍ୟାପକମାନେ ମଧ୍ୟ କପି କରିବାରେ ସାହାଯ୍ୟ କରନ୍ତି। ସେଥିପାଇଁ+୨ ଏବଂ+୩ ପିଲା ଯେଉଁ ମାନେ ଭ।ଵନ୍ତି ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇପାରିବେ ନାହିଁ ସେମାନେ ଏହି କଲେଜରେ ନାମ ଲେଖାନ୍ତି। କିନ୍ତୁ ୨ ଦିନ ହେବ ଷ୍ଟ୍ରିକ୍ଟ ହେବାରୁ କାଳେ ପୁଣି ପର ପରୀକ୍ଷାରେ ଯଦି ଏମିତି ହେବ ସେମାନେ ନିଶ୍ଚିତ ଫେଲ୍ ହେବେ , ସେଥିପାଇଁ ସେମାନେ ଏକ ମିଳିତ ମିଥ୍ୟା ବୁଦ୍ଧିଵଦ୍ଦିତ ଷଡ଼ଯନ୍ତ୍ର ରଚନା କରି ମିଡିଆ ସାମ୍ନାରେ ନିଲାଜୁକୀ ଭଳି ଭାଷଣ ଦେଉଛନ୍ତି ।
@pabitranaik2539
@pabitranaik2539 6 ай бұрын
Ek dum perfect katha kohilo mo...
@piyushrajkumar15
@piyushrajkumar15 6 ай бұрын
କାହିଁ ଯେତେବେଳେ ନୂଆ ଓ ଓଡିଶା ଆଉ ଓଡ଼ିଆ ପରମ୍ପରା କୁ ଜଳାଞ୍ଜଳି ଦେଇ ଲଙ୍ଗଳା ନୁର୍ତ୍ୟ ହେଉଥିଲା ସେତେବେଳେ କିଛି ଅଭିଯୋଗ ହେଉନଥିଲା. ଏଠି ଜଣେ ଶିକ୍ଷକ ଙ୍କୁ ବଦନାମ କରିବାକୁ ଏହା ଷଢଯନ୍ତ୍ର
@rashmiranjan286
@rashmiranjan286 6 ай бұрын
Sir ଯଦି ସତରେ ଖରାପ୍ ତେବେ ତାଙ୍କ ସ୍ତ୍ରୀ ପ୍ରେମିକା ବେଡ୍ ପାର୍ଟନର ମାନେ ସେମିତି ଖରାପ୍ sir କୁ ବି ଭଲ କହିବେ । ଝିଅ ମାନଙ୍କୁ ପୁରୁଷ ଲୋକ କେମିତି ଯାଞ୍ଚ କଲେ ? ଝିଅ ମାନଙ୍କୁ madam ମାନେ ଯାଞ୍ଚ କରନ୍ତି । ଏଠି ପୁରୁଷ ହୋଇକି କେମିତି ଝିଅ ମାନଙ୍କୁ ଛୁଇଁଲେ ?
@snfitness3091
@snfitness3091 6 ай бұрын
Dimag thik jagara achi ki nai tumarta ho​@@rashmiranjan286
@sanketsamal7070
@sanketsamal7070 6 ай бұрын
Seita mukhya jinsa nuhna se galare hata deinahanti se bas tara hata dhariki kapi dekhubaku chesta karithile but se kahiparithante ki jhia to galaru hata kadhiki hata dekha boli bat hatat hata ku dharidebati tankara vul thila ta boli jane sikhyakanku ate asanmana thik nuhna. But jebe election pain rasta ghatare kharap nrutya paribesana heuchi taku kehi birodha karunahanti tanku dekhibaku lakhya lakhya loka runda heijauchanti
@phrmukeshodia
@phrmukeshodia 6 ай бұрын
ମୋ କମେଣ୍ଟ୍ ଜଣେ ପଢନ୍ତୁ 🙏 ଏଇ କିଛି ଦିନ ତଳେ ମୁଁ😂 କିଛି ଭୁଲ ନ କରି ମଧ୍ୟ ମୋ ନରେ ଜଣେ ମହିଳା ରେପ୍ କେଶ୍ ଦେଇଥିଲା ମୁଁ କହିଲି ଅଭଦ୍ର ଭାଷା ରେ କଣ ପାଇଁ ମୋ ଘର ସାମ୍ନାରେ କଳି ନାଗୁଛ ସେହି ପରି ଏ ଘଟଣା ଏ ଦୁନିଆଁ କେତେ ବିଚିତ୍ର, ଏ ନାରୀ ସମାଜ କେତେ ବିଚିତ୍ର , ଏ ଆଇନ କେତେ ବିଚିତ୍ର....🙏
@puspanjalipradhan3336
@puspanjalipradhan3336 6 ай бұрын
Sir ବହୁତ ଭଲ
@sahululu9413
@sahululu9413 6 ай бұрын
କପି ଚେକିଂ କଲେ କଣ ଟା ଭୁଲ ହେଇଗଲା ଲଙ୍ଗଳା ହେଇକି ରୀଲସ ବନାଉଛ ସେଇଟା ଖରାପ ଲାଗୁନି ସେ ଷ୍ଟ୍ରୀଟ କରୁଛନ୍ତି ବୋଲି ତାଙ୍କୁ ବଦନାମ କରୁଛ
@ranjanr7emperor
@ranjanr7emperor 6 ай бұрын
ଏ ଝିଅ ମାନେ ସବୁ ମିଛ କହିଛନ୍ତି । ଟଟାଲି କପି ହୁଏ ଏହି କଲେଜ ରେ ଜଣା ପଡୁଛି। Cc କେମେରା ଓଛି ଚେକ୍ କର ।
@user-jc2et7zp3o
@user-jc2et7zp3o 6 ай бұрын
Justice for Tapan sir 🙏 🙌
@girija9561
@girija9561 6 ай бұрын
ଝିଅ ଗୁଡାକ ବହୁତ danger ସେ ସ୍କ୍ୱାର୍ଡ କୁ ମିଛରେ ଫସଉଛନ୍ତି
@techreviews6633
@techreviews6633 6 ай бұрын
Pandiyan ର ଗୁଣ୍ଡା ବାହିନୀ ଅଫସରମାନେ
@PradhansKnowledgeCorner70
@PradhansKnowledgeCorner70 6 ай бұрын
Right ପିଲା ମାନେ ମିଛ କହୁଥିବ
@user-fr2ru9of4w
@user-fr2ru9of4w 6 ай бұрын
ନାରୀ ହେଉଛି ଦିପାତିୟାଛୁରୀ
@sorenstar3809
@sorenstar3809 6 ай бұрын
ପୁରା 100%
@j-skm914
@j-skm914 6 ай бұрын
ମୋତେ ବି ଲାଗୁଚି ,ୟା body language ରୁ ମିଛ ବୋଲି ଜଣା ପଡୁଚି
@SatyabrataDas56785
@SatyabrataDas56785 6 ай бұрын
ସ୍କ୍ୱାଡ଼ ଠିକ କରି ଛନ୍ତି 👍👍
@prasantapalai4549
@prasantapalai4549 6 ай бұрын
ପିଲା ସବୁ ମିଛ କହୁଛନ୍ତି. କପି କରି ବାକୁ ଚାନ୍ସ ନ ଦେବାରୁ ଏ ଯାତ୍ରା ଚାଲିଛି.
@pintupradhan9737
@pintupradhan9737 6 ай бұрын
Mate bi seiya laguchi
@plumberelectricalservice3161
@plumberelectricalservice3161 6 ай бұрын
Ok😅
@sahebahembram9038
@sahebahembram9038 6 ай бұрын
Right
@abhimany616
@abhimany616 6 ай бұрын
​@Dhananjya500ତୋ ବେଲା ଭଳ ସେମାନେ ତୋ ଗାଣ୍ଡିରେ ଗେହିଁ ନାହାନ୍ତି ନହେଲେ ଝାଡ଼ା ବସି ପାରି ଥାନ୍ତୁନୁ 😂
@ChittaMahapatra-gj1ni
@ChittaMahapatra-gj1ni 6 ай бұрын
କପି କରିବା ପାଇଁ ଚାନ୍ସ ମିଳିଲାନି, ସେଇଥି ପାଇଁ ଏତେ ନାଟ
@jhunasethi2271
@jhunasethi2271 6 ай бұрын
ଏମିତି ମିଛ କଥା କହି ତୁ କ'ଣ ଭାବୁଚୁ ଜୀବନ ରେ ଉନ୍ନତି କରିବୁ...ସୁଧୁ ମହାମାରୀ ରେ ମରିଵୁ #justice_for_tapan_sir🙏
@ugresanparabhue
@ugresanparabhue 6 ай бұрын
ଝିଅ ସମ୍ପୁର୍ଣ୍ଣ ମିଛ କହୁଛନ୍ତି ପାଠ ନ ପଢ଼ି କପି କରୁଥଲେ ଧରାପଡ଼ିଲେ ସେଥିପାଇଁ ଏମିତି କହୁଛନ୍ତି
@abhimany616
@abhimany616 6 ай бұрын
Right 👍
@user-os6wl4ld4p
@user-os6wl4ld4p 6 ай бұрын
Right
@subhanathmahantaSubhanathmahan
@subhanathmahantaSubhanathmahan 6 ай бұрын
Right brother emankar gote bahana fasaibar
@npradhan057
@npradhan057 6 ай бұрын
Kemiti kahi paribe..cctv video tahale knahiki dekhau nahanti
@pkshorts3538
@pkshorts3538 6 ай бұрын
Hm thik kotha
@Puspanjali517
@Puspanjali517 6 ай бұрын
I am also a student of Tapan sir,he is a hero in physics
@user-fr2ru9of4w
@user-fr2ru9of4w 6 ай бұрын
ପ୍ରକୁତରେ ଏଇଟା ଗୋଟେ କପି ସେଣ୍ଟର କଲେଜ କପି ଚାନସ ରକିବାରୁ ଏଇଟା ଗୋଟେ ବାହାନା ଜୟ ନବୀନ ସରକାର
@King_virat6
@King_virat6 6 ай бұрын
ମୋର ସାଙ୍ଗ ବି ସେହି CLG ରେ Exam ଦେଉଥିଲା ‌ସେ କହିଲା ଯେ ସେ SIR Exam ବହୁତ Strit କରୁଥିଲେ ସେଥିପାଇଁ ତାଙ୍କୁ ଜାଣି କରି ଫସାଯାଇଛି । ଆଉ ଗୋଟିଏ କଥା ଏ ଯୁଗର ଝିଅ ମାନେ ଛୋଟ Dress ପିନ୍ଧି Boyfriend ମାନଙ୍କ ସହ ବୁଲି ପାରୁଛନ୍ତି କିନ୍ତୁ ଜଣେ Sir ଙ୍କ ହାତ ବାଜି ଯିବାରୁ ଏତେ problem 😊 ଯାହାର‌ ଯେମିତି ଚିନ୍ତାଧାରା ।
@mikughadia2600
@mikughadia2600 6 ай бұрын
Ryyytttt
@mayabatimajhi1847
@mayabatimajhi1847 6 ай бұрын
ମିଛରେ ପ୍ରତିବାଦ କରିଥିଲେ ୫ ବର୍ଷ ପାଇଁ ଏକ୍ସଫେଲ କରାଯାଉ ସିସିଟିଭି କ୍ୟାମେରା ଆଧାର ରେ କରାଯାଉ ।
@SubhasmitaRaj-cn3hz
@SubhasmitaRaj-cn3hz 6 ай бұрын
Justice for Tapan Sir 🙏
@girija9561
@girija9561 6 ай бұрын
ଏଇଟା ଗୋଟେ କପି college. କପି ରୋକିବାରୁ ଏମାନେ ମିଛ କହୁଛନ୍ତି.
@niranjan8431
@niranjan8431 6 ай бұрын
ଏ ପିଲା ପୁରା ମିଛ କହୁଛି । ୟାର ବହୁତ ଦୋଷ ଥାଇ ପାରେ ।
@sudhansushekhar263
@sudhansushekhar263 6 ай бұрын
ଆପଣମାନେ ଜାଣି ଖୁସିହେବେ ଯେ ଏ କଲେଜ ଅର୍ଚନା ନାଗ ଭଳି ଦେହଜୀବୀକୁ ଜନ୍ମ ଦେଇଛି ... କପି କଲେଜ କହିଲେ କଚୁଆଡି କୁ ବୁଝାଏ
@Fitnesstrainerak
@Fitnesstrainerak 6 ай бұрын
😂😂😂😂😂😂😂😂😂😂😂😂
@JayakrusnaDas-z5g
@JayakrusnaDas-z5g 17 күн бұрын
ଠି କ. କହିଲ.
@amarendrakumarsahu4736
@amarendrakumarsahu4736 6 ай бұрын
ସବୁ ମିଛ। ପାଠସାଠ ନାହିଁ ଖାଲି ଖରାପ ଚିନ୍ତାରେ ବ୍ଯସ୍ତ। ପିଲାମାନେ ପାଠ ପଢି ଭବିଷ୍ୟତ ଉଜ୍ଜ୍ବଳ କର। ଏ ମିଡିଆ ମାନଙ୍କର ସବୁ ପ୍ରକାର ମନ୍ଦ କାମ।
@sujatadash_73
@sujatadash_73 6 ай бұрын
ଆରେ ବାବା କପି ନ କରିପାରିଲେ ଏ ଅଭିଯୋଗ ହୁଏ
@balaihansdah9320
@balaihansdah9320 6 ай бұрын
ସରକାରୀ ବାବୁ ବୋଧେ ବହୁତ ସଚ୍ଚୋଟ ହୋଇ ଥିବେ,କପି କରିବାକୁ ଦେଇ ନ ଥିବେ ..... ତା ପରେ ତ ଝିଅ ମାନେ reels ବଦଳରେ Real ନାଟକ କଲେ....
@PanoHansdah-iy8br
@PanoHansdah-iy8br 6 ай бұрын
Yes bhai absolutely correct 😂😂😂
@user-fr2ru9of4w
@user-fr2ru9of4w 6 ай бұрын
ଠିକ୍ କଥା କହିଛନ୍ତି ଭାଇ
@RajeshDas-mz5ci
@RajeshDas-mz5ci 6 ай бұрын
Right broo 👍👍👍
@sonyleone9983
@sonyleone9983 6 ай бұрын
Ur right
@prithisoren9683
@prithisoren9683 6 ай бұрын
Kn no lekhilo vai 😮😮😮
@Gagan-Biswal-Youtube-Channel
@Gagan-Biswal-Youtube-Channel 6 ай бұрын
ଝିଅ ପିଲାଙ୍କର ସବୁ ଖଟିଆ ଚିନ୍ତାଧାରା ... ସତ କଥା ସମସ୍ତେ ଜାଣିଥିବେ , ମିଛ କଥା ଛୋଟ କଥାକୁ ନେଇ ମିଛୁଟାରେ ହଂଗାମା କରୁଛନ୍ତି । ସ୍କ୍ୱାର୍ଡ ସାର୍ ଙ୍କ ଉପରେ ନୁହେଁ ଝିଅ ପିଲାଙ୍କ ଉପରେ (ଯେଉଁମାନେ ହଂଗାମା କରୁଛନ୍ତି )ତାଙ୍କ ଉପରେ ଦୃଢ଼ ପଦକ୍ଷେପ ନେବା ଉଚିତ୍ । 🙏 ଯେଉଁମାନେ ମୋ କଥା ରେ ସହମତ Like କର। Jay Hind 🇮🇳
@hembramonam4250
@hembramonam4250 6 ай бұрын
ଏମାନଙ୍କୁ next exam ରେ ପ୍ରଥମରୁ ଶେଷ ଯାଏଁ ଯୋଗନ୍ତୁ line କୁ ଆସିବେ
@BishnuSabar-ip5lf
@BishnuSabar-ip5lf 6 ай бұрын
Yes correct
@ng_black_20k
@ng_black_20k 6 ай бұрын
To maa ro gandi😅
@bulbulnaik2005
@bulbulnaik2005 6 ай бұрын
Yes
@devilsdevils4576
@devilsdevils4576 6 ай бұрын
ମୁଁ ଭାବୁଥିଲି ଗୋଟେ ସୁନ୍ଦରୀ 440 ଭୋଲ୍ଟ ହେଇଥିବ.... ଦେଖିଲା ବେଳକୁ 1.5 ଭୋଲ୍ଟ 😡😡
@chandinimotivationalquotes3021
@chandinimotivationalquotes3021 6 ай бұрын
କପି ଚେକ୍ କରିବା ସେମାନଙ୍କ କାମ ସେମାନେ ହଜାରେ ଥର ଚେକ୍ କରିପାରିବେ ତୁମେ ଯଦି କପି କରୁନ ଏତେ problem କଣ ପାଇଁ ହେଉଛି ସେମାନେ ଯେତେ ଥର ଚେକ୍ କଲେ ପାଠ ତୋ ପଢ଼ୁନ complain ବହୁତ
@Lrzain482
@Lrzain482 6 ай бұрын
Ladies check karibe ladies ku ,bhai kahiba aaguru vaba
@gopalray3899
@gopalray3899 6 ай бұрын
Aaji Kali ledis Mane pura sati Aaowu
@abhimany616
@abhimany616 6 ай бұрын
Right 👍
@santoshkumarmohanty1888
@santoshkumarmohanty1888 6 ай бұрын
ଯୋଉ ଝିଅ ମାନେ ସ୍କ୍ବାଡ membersମାନଙ୍କୁ cordonକରି ୨ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ, ସେମନଙ୍କୁ identify କାଯାଉ ଏବଂ cctv ଯାଞ୍ଚ କରାଯାଉ। ଯଦି ଅଭିଯୋଗ ମିଥ୍ଯା ପ୍ରମଣିତ ହୁଏ, ସମସ୍ତ ଙ୍କୁ rusticate କରାଯାଉ। ଯୋଉ ଅଭିଭାବକ ହାଲ୍ଲା କରୁଥିଲେ ତାଙ୍କୁ ଗିରଫ କରାଯାଉ। ସ୍କ୍ବାଡ members ମାନଙ୍କୁ police protection ଦିଆଯାଉ।
@jayanteenanda768
@jayanteenanda768 6 ай бұрын
ଏ କଲେଜ ବନ୍ଦ୍ କରୁ ସରକାର ବଡ଼ ବିଶ୍ରୃଙ୍ଖଳ ଉଧତ ଗଧୀ ଛାତ୍ରୀ
@STATUSMASTER6071
@STATUSMASTER6071 6 ай бұрын
JUSTICE FOR TAPAN SIR ❤
@khaladiherel404
@khaladiherel404 6 ай бұрын
ଆଲୋ ଭଉଣୀ ଏତେ ମିଛ କାହିଁ କହୁଛୁ.... ପାଠ ନ ପଢି କପି କରୁଛୁ ଲାଜ ଲାଗୁନି.... କପି ଚାନ୍ସ ତୋତେ ନ ମିଳିବାରୁ ଏମିତି ନାଟକ କରୁଛୁ... ମିଛରେ ସ୍କ୍ୱାର୍ଡ କୁ ଫସଉଛୁ
@ullashmaharana6320
@ullashmaharana6320 6 ай бұрын
ସାର୍ ଜଣେ ଭଲ ଲୋକ ଭଳି ଜଣା ଯାଉଛନ୍ତି ।
@abhimany616
@abhimany616 6 ай бұрын
ସେମାନେ ସେମିତି କରିବେନି ତାଙ୍କ କାମ ହେଲା କପି ଚେକ୍ କରିବା ଗାଲରେ ହାତ କାଢ଼ି ଦେଲା ତା ବଳି ନୁହଁ ସେ ଖରାପ ନଜର ପକେଇଲେ ସେ ଝିଅ କିଛି ନୋ ଲେଖି ପାରିବାରୁ ମିଛ ରେ ମିଡିଆ ଡାକି ସେ ଭଳି କହୁଚି ମୋ ବାଣ୍ଡ ପରୀକ୍ଷା ଦଉଚ ଘଡ଼ା ଗେହିଁ ଝିଅ ମାନେ
@Suvankarvlogs56
@Suvankarvlogs56 6 ай бұрын
😂😂😂😂
@instamilioner
@instamilioner 6 ай бұрын
😂😂😂😂😂❤
@bulbulnaik2005
@bulbulnaik2005 6 ай бұрын
Bhai ଆଜିକାଲି ଝିଅ ମାନେ ସାଧୁ ହେଇଗେଲେକି
@naikmitali4075
@naikmitali4075 6 ай бұрын
You are right Bro
@Iam_cute.survi_2024
@Iam_cute.survi_2024 6 ай бұрын
A bhai Katha sambhali Ki Kuha respect girl
@SahadevPatra-ez4lk
@SahadevPatra-ez4lk 6 ай бұрын
Tapan sir ଙ୍କୁ ନ୍ୟାୟ ମିଳୁ
@tulusirdaspattanayak5671
@tulusirdaspattanayak5671 6 ай бұрын
ହେ ଭଗବାନ ଏ ଦୁନିଆଁ ରେ କଣ ସବୁ ଘଟିଛି! ଜଣେ ବୟସ୍କ ବ୍ୟକ୍ତିଙ୍କୁ ଏପରି ବ୍ୟବହାର କରିବା ଅଭଦ୍ରାମି ର ପରିଚୟ। ବାପା ବୟସର ଲୋକ ତୁମେ ଗାଲ ର ହାତ ଦେଇଥିଲ। ସନ୍ଦେହ ହେବାରୁ ସେ ପ୍ରଥମେ ହାତକୁ ଦେଖାଇବାକୁ କହିଥିବେ।ଏ ଝିଅ ନ ଦେଖାଇ ବଦମାସୀ କରିଥିବ ହୁଏତ ସେ ହାତକୁ ଟାଣି ଆଣି ଦେଖିଥିବେ।ନ ହେଲେ ତୁମେ ସବୁ କେଉଁ ପ୍ରାଇଭେଟ୍ କଲେଜରେ ଛାତ୍ରୀ ଥିବ ତୁମ ପ୍ରିନସପାଲ ଭାଗ ଦେଇ ନ ଥିବ ସେଥିପାଇଁ ଏହି ପ୍ରଚେଷ୍ଟା। ଦ୍ବିତୀୟ ତ କହି ରଖୁଛି ଏହି କଲେଜ କପି ସେଣ୍ଟର ରୂପରେ ବାଲେଶ୍ବର ଜିଲ୍ଳାର ଜଣାଶୁଣା କଲେଜ। ଏଣୁ ଏଠାକୁ ଯିଏ ଯିବ ଏପରି ଗୋଟିଏ ଗୋଟିଏ ଛାପ ନେଇ ଆସିବେ। ତୁମେ ଝିଅ ବଡ ସାନ ଟିକିଏ ମାନ। ନିଜର ଇଜ୍ଜତ ଦେଇ ଜଣକୁ ବଦନାମ କରିବା ପୂର୍ବରୁ ୧୦୦ ଥର ଭାବ। ତୁମ କୁ ଯିଏ ବିବାହ କରିବ ସେ ନିଜକୁ ଭାଗ୍ୟବାନ ମନେ କରିବ ଗୋଟିଏ ସତୀ ଝିଅ ପାଇଛି। ତୁମେ ବି କେଉଁ ଟୋକା କୁ ଆଖି ଟେକି ଚାହୁଁ ନ ଥିବ।ଧନ ତୁମ କଳା
@ramhembram8875
@ramhembram8875 6 ай бұрын
କୋଣ ଲେଖି lo ମୋ...
@bhanjkolasantalimadowa2561
@bhanjkolasantalimadowa2561 6 ай бұрын
Correct Bhai👍😊
@rahulmajhi5010
@rahulmajhi5010 6 ай бұрын
@dragunffgaming9969
@dragunffgaming9969 6 ай бұрын
Always correct bhai
@santoshineekarmi6805
@santoshineekarmi6805 6 ай бұрын
ବର୍ଷ ଯାକ ରାସଲୀଳା କରୁଛ କଳେଜ ରେ ଆଉ କପି ଧରିଳେ ବଦନାମ କରୁଛ ସତୀ ସାବିତ୍ରୀ
@subhabratamishra4465
@subhabratamishra4465 6 ай бұрын
ସ୍କ୍ୱାର୍ଡ ଆସିଥିଲା ପିଲାଙ୍କୁ ଜଗିବାକୁ ହେଲେ ପିଲା ଜଗିଲେ ସ୍କ୍ୱାର୍ଡକୁ ।😂😂😂😂
@M_Alisha_R
@M_Alisha_R 6 ай бұрын
😂
@alishasoren3608
@alishasoren3608 6 ай бұрын
😂😂😂😂😂😂
@krishtv6390
@krishtv6390 6 ай бұрын
ସବୁ bahana baji karuchi rendi jhio ta
@baidyanathhansdah5691
@baidyanathhansdah5691 6 ай бұрын
😂😂
@Dhanymanta1995
@Dhanymanta1995 6 ай бұрын
Bhai sabu ulat palat satrak bhia..,
@SanjayMishra-su7sz
@SanjayMishra-su7sz 6 ай бұрын
ଏ ଆରୋପ ଟି ମିଛ ବୋଲି ପ୍ରମାଣିତ ହେଲେ ସେ ଝିଅ ଗୁଡ଼ାକୁ ଅତି କମରେ ୨ ବର୍ଷ exam ଦେବାକୁ ନ ଦିଆଯାଉ
@jayanteenanda768
@jayanteenanda768 6 ай бұрын
ଏ କଲେଜରେ ପାଠ ନାହିଁ କେବଳ କପି ହିଁ କପି
@user-uw1cl5di6s
@user-uw1cl5di6s 5 ай бұрын
ଏଇ କଲେଜକୁ ୨୦ ରୁ ୩୦ ସ୍କ୍ୱାର୍ଡ ପଠାଯାଉ।
@anilkumarsethi1765
@anilkumarsethi1765 6 ай бұрын
ପାଠ ନପଢି ଲଙ୍ଗୁଳି ହେଇ reels ବନେଇବେ au patha achhi j ଲେଖିବେ ,କପି କରିପାରିଲେନି ବୋଲି ମିଥ୍ୟା ଆରୋପ ଲଗାଉଛନ୍ତି ଏମାନେ,ଏଥର ଜଗି କି ବସନ୍ତୁ ଦେଖିବେ ଠିକ୍ ବାଟକୁ ଆସିଯିବେ ଏମାନେ
@debabrata5547
@debabrata5547 6 ай бұрын
ପୁରା ଠିକ କଥା bhai..... ଏଥର ଗାଣ୍ଡି ପଡୁଛି.... ଦେଖୁନ school ରେ ପଢୁଛି ନାକ ନୋଥ ଲଗେଇ ଆସିଛି exam ଦବ
@Iam_cute.survi_2024
@Iam_cute.survi_2024 6 ай бұрын
A bhai Katha sambhaliki sabu jhio semiti nahi
@salkhuhembram5009
@salkhuhembram5009 6 ай бұрын
Lengili ki exam deithile copy chack karibaku padino thanta😅😅😅
@anilkumarsethi1765
@anilkumarsethi1765 6 ай бұрын
@@salkhuhembram5009 ଅଲଗା କାମ କରିବାକୁ ସୁବିଧା ହେଇଥାନ୍ତା
@lalitmohanmishra3561
@lalitmohanmishra3561 6 ай бұрын
Ha....😂😂😂 ପାଠ ପଢା ପିଲlଗୁଡ଼ାକ ଆଉ କପି କରେଇ ଦେଲେନି ବୋଧେ😅
@01Bharatiya
@01Bharatiya 6 ай бұрын
ସବୁ BJD ର ରାଜନୀତି ପିଲା ଠୁ ଜନତା ସବୁ ଦୁର୍ନୀତି ପ୍ରିୟ ହେଇ ଗଲେଣି ଲଙ୍ଗୁଳୀ ହେଇ ନଚୁଛ, Oyo ଯାଇ ସ୍ଵାଧୀନ ହଉଛ ଆଉ କପି କରିବାକୁ ନ ଦେବାରୁ ମିଛରେ ବଦନାମ କରୁଥାଇ ପାରନ୍ତି ଏମାନେ, ଓଡ଼ିଆ ମାନଙ୍କ ନୀତି ନିୟତି ଆଜିକାଲି ଆଉ ଭଲ ନାହିଁ, ଓଡ଼ିଆ ଜାତି ପତନ ମୁହାଁ
@SR_Santali_Creation
@SR_Santali_Creation 6 ай бұрын
ବୁଝିଗଲି ଏମାନଙ୍କ ଚାଲାକୀ , squad ମାନେ streat ଜଗି ରହିବାରୁ ଏମାନେ କପି କରିପାରିନାହାନ୍ତି । ଲାଷ୍ଟ ରେ କିଛି ଉପାୟ ନ ମିଳିବାରୁ ଏମାନେ ତା ର ବଦଲା ନେଉଛନ୍ତି 😅😅😅 wah 👏👏👏👏
@user-qd2vr5pr5i
@user-qd2vr5pr5i 6 ай бұрын
ଭଗବାନଙ୍କୁ ଜଣା ସତ କେଉଁଟା । CCTV camera phuteche ନିହାତି ଆବଶ୍ୟକ । ବର୍ତମାନ ଦୁନିଆରେ ଏ ଛାତ୍ରଛାତ୍ରୀ କିମ୍ୱା ଏ ଶିକ୍ଷକ ମହାଶୟ କେହିବି ଭରସା ଯୋଗ୍ୟ ନୁହନ୍ତି । କାରଣ ଏହା ହେଉଛି ଦଣ୍ଡ ମୁକ୍ତ ଅଞ୍ଚଳ ଅତୀତରେ ବହୁତ ଶିକ୍ଷକ ବଦମାସ୍ କାମ କରିବା ଜଣାଯାଏ । ହଁ ଯଦି ସେ ଶିକ୍ଷକ ନିର୍ଦ୍ଦୋଷ ଥିବେ, ତେବେ ଛାତ୍ରୀଙ୍କୁ ମଧ୍ୟ କଠୋର ଦଣ୍ଡ ପ୍ରଦାନ ଦାବି କରିବା ଦରକାର । ଯେବେ ଠାରୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିଲା, ସେବେଠାରୁ ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କୁ ଡରୁଛନ୍ତି । କଥା କଥାରେ କହୁଛନ୍ତି ଟଲ୍ ଫ୍ରୀ 1800 କୁ ଫୋନ୍ କରି କମ୍ପ୍ଲୈନ୍ କରିଦେବୁ । ଏତେ ବଦମାସ୍ ହେଲେଣି ୫ମ ,ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ମାନେ ସ୍କୁଲରେ ଦିଦି ମାନଙ୍କୁ କମେଣ୍ଟ୍ ମାରୁଛନ୍ତି । ଏହା ଶୁଣିବା ପାଇଁ କଷ୍ଟକର ହେଲେ ମଧ୍ୟ ନିରାଟ ସତକଥା ।
@isolated97531
@isolated97531 6 ай бұрын
Ama sir nirdosh 🥺
@user-qd2vr5pr5i
@user-qd2vr5pr5i 6 ай бұрын
@@isolated97531 May be. But it's totally decided to a honest person, such as judge.
@SAGARIKAPRAMANIK-sp5wm
@SAGARIKAPRAMANIK-sp5wm 6 ай бұрын
Justice for tapan sir 🙏🙏🙏
@Bratita_Patra045
@Bratita_Patra045 6 ай бұрын
#Justice_for_Tapan_Sir🙏
@Odiaboy-Dev
@Odiaboy-Dev 6 ай бұрын
ଏହି ଘଟଣାରୁ ରାଣୀ ପଣ୍ଡା ଏବଂ ନିଶା ମହାରଣା କିଛି ଶିଖନ୍ତୁ 😮🤓 ସଂସ୍କାରୀ ହୁଅନ୍ତୁ
@ratnakarhembram847
@ratnakarhembram847 6 ай бұрын
TEACHER IS GOD
@chintan_chintu_
@chintan_chintu_ 6 ай бұрын
Justice For Tapan Sir😢🙏🙏
@Puspanjali517
@Puspanjali517 6 ай бұрын
Tapan sir is best for all students
@trinatharteducation881
@trinatharteducation881 6 ай бұрын
କପି ଧରାପଡିଯିବାରୁ ସବୁ ନାଟକ ନୂଆଁ ଯାତ୍ରା ପାର୍ଟି ଖୋଲ
@LaxmiPriya-om2gy
@LaxmiPriya-om2gy 6 ай бұрын
# justice for tapan sir please 🙏🙏🙏
@user-jl5fw1jf8x
@user-jl5fw1jf8x 6 ай бұрын
#Justice_for_Tapan_Sir😢
@Rajeshrock280
@Rajeshrock280 6 ай бұрын
This is future of odisha
@chimkandishorts937
@chimkandishorts937 2 ай бұрын
Bala future 😂😂😂
@sachincreation7023
@sachincreation7023 6 ай бұрын
Respect for tapan sir
@tunilata8477
@tunilata8477 6 ай бұрын
କପି କରିବାର ବାହାନା କରୁଛନ୍ତି
@pitamberboitai5638
@pitamberboitai5638 6 ай бұрын
ପୁରୁଷ କାହିଁକି ଝିଅଙ୍କୁ ଚେକ କରୁଥିଲେ
@pramodapradhan9257
@pramodapradhan9257 6 ай бұрын
ଏଥିରୁ ସ୍ପଟ ପ୍ରମାଣ କପି ହଉଛି
@rameshlenka5083
@rameshlenka5083 27 күн бұрын
ଗାଡିଆନଙ୍କ ର ଏଟା ଗୋଟିଏ ପ୍ଲାନ୍,କାରଣ ପିଲାଙ୍କୁ କପି କରିବାକୁ ସୁଯୋଗ ଦେଲେ ନାହିଁ ବୋଲି।
@sanjaynaik5117
@sanjaynaik5117 6 ай бұрын
ସତ ଘଟଣା ସାମ୍ନାକୁ ଆଣନ୍ତୁ।
@rbk3387
@rbk3387 6 ай бұрын
# Justice for tapan sir
@user-rz5wt8do9i
@user-rz5wt8do9i 6 ай бұрын
#justice_for_Tapan_Sir
@satyabanjena4588
@satyabanjena4588 6 ай бұрын
କପି କଲେଜ ସ୍ୱାର୍ଡ କୁ ମିଛ ରେ ଫସଉଛନ୍ତି ତଦନ୍ତ ହେଉ, ମିଛ କହୁଛନ୍ତି ଛାତ୍ରୀ ଲାଗୁଚି ପ୍ରି ପ୍ଲାନ
@user-tz7kp8ho8g
@user-tz7kp8ho8g 6 ай бұрын
Justice for Tapan sir
@dbdas9171
@dbdas9171 6 ай бұрын
କଲେଜରେ କପି ଧରିଥିବେ ନିଶ୍ଚିତ ତେଣୁ ମିଳିମିଶି ଫାର୍ସ ଚଳେଇଛ.... ସମସ୍ତେ ଭାବିଛ ମିଛ କହି ମିଳିମିଶି କପି କରିବ ପାଠ ଘର ଆଳୁ ଥିବ
@user-fq5gb9ep9e
@user-fq5gb9ep9e Ай бұрын
ଆଜି କାଲି ପିଲା ମହା ବଦମାସ ସେ ପିଲା ପୁରା ମିଛୁଆ କାଲେ ହାତରେ ଲେଖିଥିବ ସେପାଇଁ ସେ ତା ହାତ ତା ଗାଲରୁ ବାହର କରିବାଟା ମାନେ ସେଇଆ ।ଏଗୁଡାକ ଏପିଲା ଠିକ କରୁ ନାହାନ୍ତି ।ମିଛ କହିଲେ ପ୍ରଭୁ କେବେ ବି କ୍ଷମା ଦେବେ ନାହିଁ ।
@ashoknag3973
@ashoknag3973 6 ай бұрын
ଯେତେ ସବୁ ଅଭିନୟ
@tunusabar5223
@tunusabar5223 6 ай бұрын
If there any female squad exception of any male squad, what kind of plan would they have made?
@thoughtsofshaan
@thoughtsofshaan 6 ай бұрын
That girl is playing victim card nothing else. Squads are directed to fo theit duties without any restrictions. If any candidates come under doubtful activities they are bound to be scanned by the invigilators so the girl could've supported the officer instead of planning something like this. I'm damn sure she was doing something wrong and was not showing her hands. Such students must be barred from exams forever. Let them suffer entire life for this sort of cheap activities. Shame on you Konark News for exaggerating this news
@kishorkumarbhitiria323
@kishorkumarbhitiria323 6 ай бұрын
ଚୋର ମୁହଁ ବଡ଼ ଟାଣ।ତୁ ଵିଶ୍ଵ ସୁନ୍ଦରୀ ଟା ତ???
@autofast5298
@autofast5298 6 ай бұрын
ମିଛ ମିଛ ମିଛ । ଝିଅ ପିଲାମାନେ କପି କଲେ ଓ ଧରା ପଡିଲେ ଏଭଳି ମିଛ କହିବେ। ଅତ୍ୟନ୍ତ ଦୁଖଃ ଦାୟକ,ଏ ପିଲାଙ୍କ ଆଚରଣ।
@deepakpanigrahi7395
@deepakpanigrahi7395 6 ай бұрын
Panda ମାଅଗୀଆର ଉଠୁଛି ଵେଷୀ
@anandnarayanrath8322
@anandnarayanrath8322 6 ай бұрын
ଛାତ୍ରୀ ଙ୍କ କପି ଧରିବା ପାଇଁ ମହିଳା ସ୍କ୍ୱାର୍ଡ ରହିବା ଦରକାର
@phrmukeshodia
@phrmukeshodia 6 ай бұрын
ଏଇ କିଛି ଦିନ ତଳେ ମୁଁ କିଛି ଭୁଲ ନ କରି ମଧ୍ୟ ମୋ ନରେ ଜଣେ ମହିଳା ରେପ୍ କେଶ୍ ଦେଇଥିଲା ମୁଁ କହିଲି ଅଭଦ୍ର ଭାଷା ରେ କଣ ପାଇଁ ମୋ ଘର ସାମ୍ନାରେ କଳି ଲାଗୁଛ,ଏତିକି କଥା ! ସେହି ପରି ଏ ଘଟଣା ଏ ଦୁନିଆଁ କେତେ ବିଚିତ୍ର, ଏ ନାରୀ ସମାଜ କେତେ ବିଚିତ୍ର , ଏ ଆଇନ କେତେ ବିଚିତ୍ର,ଗାନ୍ଧିଜୀ ଠିକ୍ କହିଥିଲେ, ଆଖି ଥିବ ଅନ୍ଧ ପରି ରହିବ, କାନ ଥିବ ହେଲେ ନ ଶୁଣିଲା ପରି ରହିବ, ଆଉ ପାଟି ଥିବ ହେଲେ ମୁକ ପରି ରହିବ.🙏 ଜୟ ଜଗନ୍ନାଥ🙏
@pujajena1497
@pujajena1497 6 ай бұрын
Justice tapan sir RiHS college jhio nahi tumar college ku jibe .Bohut bholo sir RiHS college re bohut Sundar dekhite jhio achanti😡.
@prasantajena2318
@prasantajena2318 6 ай бұрын
ବାଜ୍ୟ news, ଅଭଦ୍ର ପିଲା, ଏଇ ପିଲାଟିକୁ ବ୍ୟାନ କରାଯାଉ
@brainlicker5647
@brainlicker5647 6 ай бұрын
ଛାତ୍ର ମାନକୁଂ BJD ବିଶୃଙ୍ଖଳିତ କରିଦେଲା " ନୂଆ ଓ ନବୀନ ଓ" ନାରେ ।
@GN_odia_News_Update
@GN_odia_News_Update 6 ай бұрын
#justice for Tapan sir
@umakantbag4800
@umakantbag4800 6 ай бұрын
ଭଲ ହେଇଛି,,
@saajanswastik9240
@saajanswastik9240 6 ай бұрын
ଏ ଝିଅ ପିଲା ଟା ମିଛରେ ଦୋଷ ଦେଉଛି କାରଣ କଣ ପାଇଁ ହାତରେ ଗାଲ ଦେଇଛି ତାହା ଜାଣିବା ପାଇଁ ବୋଧେ ସେ ସାର୍ ତା ଚେକ୍ କରିଥିବେ
@isolated97531
@isolated97531 6 ай бұрын
ସେ ଆମ ସାର 😢 ମୁଁ ତାଙ୍କ ପାଖରେ 3 year ପଢିଛି Bsc. Physics hons ସେ ଵହୁତ ସ୍ୱାଭିମାନୀ ଆଉ ବହୁତ ଭଲ କେବେ ବି କାହାକୁ ଖରାପ ନଜର ରେ ଦେଖନ୍ତିନି . ଏତେ ଖରାପ କରି ଏ ଝିଅ ମାନେ ମିଛରେ ଆମ ଗୁରୁଙ୍କୁ କହୁଛନ୍ତି ଶୁଣିଲା ବେଳକୁ ଖରାପ ଲାଗୁଛି 🥺 ଆଉ ଏମାନେ କିଏ ସେ ସେ sirnka name ରେ ଗାଙ୍ଗପାଣି ହାତରେ ଧରି ଏମିତି କଥା କହିଲେ ବି ଆମେ ତାଙ୍କ ଛାତ୍ର ଛାତ୍ରୀ ବିଶ୍ୱାସ କରିବୁନୁ 😔
@ganeshswain1509
@ganeshswain1509 6 ай бұрын
Vala heichi
@j-skm914
@j-skm914 6 ай бұрын
ସମ୍ପୂର୍ଣ୍ଣ ମିଛ ,ସତ ବୋଲି ଲାଗୁନି ୟା କଥା ରୁ , ଆଉ ପିଲା delevery ହେଲା ପରେ ଡାକ୍ତର ଙ୍କୁ ଫାଶି ରେ ଚଢ଼େଇ ଦବ ବୋଧେ
@madanmohanparida3873
@madanmohanparida3873 6 ай бұрын
ସବୁ କପୋଳକଳ୍ପିତ କାହାଣୀ। କପିକରିବାଲାଗି ସୁଯୋଗ ଦେଇଥିଲେ ଏ ଡ୍ରାମା ହୋଇନଥାନ୍ତା
@Adventures-g2k
@Adventures-g2k 6 ай бұрын
Justice _for_tapan_sir
@NarayanGond-gz3bn
@NarayanGond-gz3bn 6 ай бұрын
୫ ଜଣ BF ଟଚ୍ କଲେ କିଛି ଅସୁବିଧା ନାହିଁ କିନ୍ତୁ ଜଣେ କପି ଚେକ୍ କଲା ଅସୁବିଧା କଣ କିଛି ଖରାପ ନାହିଁ
@anandnarayanrath8322
@anandnarayanrath8322 6 ай бұрын
କପି ଧରିବା ଠିକ। ଝିଅ ମାନେ ବି ଆଜି କାଲି କପି କରିବାକୁ ଡରୁ ନାହାନ୍ତି
@Daily10kincome
@Daily10kincome 6 ай бұрын
Most planning
@kalyankumarmohanty3104
@kalyankumarmohanty3104 6 ай бұрын
ସେମାଙ୍କର ଖାତା ଯେଉଁ college ରେ ପଡିବ. ସେ ଖାତା ଟିକୁ ତନ ତନ କରି ଦେଖିବାକୁ ଅନୁରୋଧ. ଜଣା ପଡିବ ଯେ ସେ କଣ ଲେଖିଛି ଖାତା ରେ
@alokkumarpanda7262
@alokkumarpanda7262 6 ай бұрын
ପ୍ରବଳ କପି ହେଇଚି ତେଣୁ ଏ ବାହାନା l
@loveodia1136
@loveodia1136 6 ай бұрын
ଏହା ସଂପୂର୍ଣ୍ଣ ମିଛ କଥା ତପନ ପଣ୍ଡା ସାର୍ ବୋହୁତ ଭୋଲ, ଯଦି ଅତି ଝିଅ ଙ୍କ ପ୍ରୋବେଲମ ତାହା ହେଲେ CCTV ଚେକ୍ କରି ଅସଲି ସତ୍ୟ ସତ୍ୟେ ଜାଣିବା ଉଚିତ୍ ଗାଲ ରେ ହାତ ମାରିଲେ ତପନ ସାର୍ ବାରମ୍ବାର ଆସି କପି ରୋକିବାରୁ ଏମାନୋକ ଅତି ବହାପିଆମି ଆଉ ଏ ନାଟକ....... ଏହା କିଛି ପିଲା ଙ୍କ ମିଳିତ ଉଦ୍ୟମ ଆଉ ସତ କଣ ତାହା investication ରେ ଜଣା ପଡ଼ିବ.......🌿✨
@bhagabanpradhan4787
@bhagabanpradhan4787 6 ай бұрын
Jai shree Ram
@royalcreation8845
@royalcreation8845 3 ай бұрын
ବ୍ୟୋମକେଶ ଭାଇ ଜିତିଗଲେ ଏମାନେ ସବୁ size ହେଇଯିବେ
@rameshchandramajhi8219
@rameshchandramajhi8219 6 ай бұрын
ଝିଅ ମାନେ ସବୁ ମିଛ କହୁଥିବେ l ଆରେ ଜଣେ ସ୍କ୍ୱାର୍ଡ ହାତରେ ଟିକେ ଚେକ କଲେ ଇଯତ ପଳାଇ ଯାଉଛି କି???? ନା ତାକୁ ଦେହରେ ହାତ ମାରିଛି ନା ତା ଗାଳରେ କିସ କରିଛି l ତାଙ୍କର ଅଧିକାର ଅଛି ଚେକ କରିବା l ବେକାର ଟାରେ କୁୱାଡେ ପଲେଇ ଆସିଲେ ପରୀକ୍ଷା ଦେବାକୁ l 15/20 ବର୍ଷ ପୂର୍ବରୁ ଦେଖିଥାନ୍ତ କେମିତି ଚେକିଂ ହେଉଥିଲା l ସେମିତି ଚେକିଂ ହେଲେ ଅଧା ସବୁ ଫେଲ ହେଇଥାନ୍ତ l ଆଜି କାଲିର ପରୀକ୍ଷାରେ CCTV ଥାଇ କି ବି ଲାଭ ନାହିଁ l ପରୀକ୍ଷା ପ୍ରଶ୍ନ ଲିକ ହେଲେ ହେଲା
Fake watermelon by Secret Vlog
00:16
Secret Vlog
Рет қаралды 14 МЛН
1ОШБ Да Вінчі навчання
00:14
AIRSOFT BALAN
Рет қаралды 6 МЛН
Nastya and balloon challenge
00:23
Nastya
Рет қаралды 15 МЛН
Fake watermelon by Secret Vlog
00:16
Secret Vlog
Рет қаралды 14 МЛН