ରେଭେନ୍ସା ନାଁ ଶୁଣୁ ଶୁଣୁ ଚିଡ଼ିଲେ ସୁଭାଶିଷ ଷଡ଼ଙ୍ଗୀ, ସେ ଓଡ଼ିଶାକୁ ଦୟା କରିନାହାନ୍ତି! Ravenshaw debate.

  Рет қаралды 27,662

Pratidin TV

Pratidin TV

Күн бұрын

ରେଭେନ୍ସା ନାଁ ଶୁଣୁ ଶୁଣୁ ଚିଡ଼ିଲେ ସୁଭାଶିଷ ଷଡ଼ଙ୍ଗୀ, ସେ ଓଡ଼ିଶାକୁ ଦୟା କରିନାହାନ୍ତି! Ravenshaw debate. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 382
@santoshkumarmishra2620
@santoshkumarmishra2620 9 күн бұрын
ସୁଭାଶିଷ୍ ଭାଇ ମୁଁ ଆପଣ ଙ୍କ କଥାରେ ଏକମତ. ୭୮ ବର୍ଷ ସ୍ବାଧୀନତା. କିନ୍ତୁ ଇଂରେଜୀ ଲୋକକୁ ଆମେ ସମର୍ଥନ କରୁଛେ କାହିଁକି. ବରଂ ଭଲ ହେବ ମଧୁସୂଦନ ଦାସ ଙ୍କ ନାମରେ ନାମିତ ହେଲେ.
@Skgbul470
@Skgbul470 10 күн бұрын
ଇଂଲିଶ ମଦ ଇଂଲିଶ ଭାଷା ପରି ବର୍ତନ କରାଯିବା ନିହାତି ଆବଶ୍ୟକ, ଦେଶି ମଦ ଦେଶି ଭାଷା ପ୍ରଚଳିତ କରାଯାଉ ସମ୍ପୂର୍ଣ ବିଦେଶୀ ବର୍ଜନ କରାଯାଉ.
@Sneha-i4x
@Sneha-i4x 9 күн бұрын
Tame balku jibagaku
@krushnachandranayak8081
@krushnachandranayak8081 8 күн бұрын
Modi Beer Dharmendra wine heba darkar
@KHERWAL_BAZAAR
@KHERWAL_BAZAAR 10 күн бұрын
ନାମ ପରିବର୍ତ୍ତନ କରି ଯାହା ନାମରେ ନାମିତ ହେବ ବୋଲି ଭାବିଛ, ଆଉ ଗୋଟେ ନୂଆ କଲେଜ୍ ତିଆରି କରି ନାମକରଣ କରୁନ।
@AkashNayak-dv4yx
@AkashNayak-dv4yx 10 күн бұрын
Namaskar agya.. 😂😂😂😂😂
@bhabanishankarpati466
@bhabanishankarpati466 7 күн бұрын
Ebe Odisha loka nka pai sei University Ravenshaw New Name re inauguration heba ..
@francissahu7647
@francissahu7647 10 күн бұрын
ତମେ କିଛି କରିକି ଦେଖାଅ, ଲୋକଙ୍କୁ ରୋଜଗାର ଦିଅ,କର୍ମଜୋଗାଣ ସଂସ୍ଥା ପ୍ରତିଷ୍ଠା କର,ଲୋକ ଉପକାରି କାମକର
@ranajitjena4668
@ranajitjena4668 10 күн бұрын
ଗଣମାଧ୍ୟମ ଆଗରେ ନିଜର ବକ୍ତବ୍ୟ ଦେବା ଆଗରୁ ଟିକେ ନଅଙ୍କ ଦୁର୍ଭିକ୍ଷ୍ୟର ଇତିହାସ ପଢି ଥିଲେ ଭଲ ହୋଇ ଥାନ୍ତା. ରେଭେନ୍ସାରେ ଯୋଉମାନେ ପଢ଼ିଛନ୍ତି ସେମାନେ ଭଲ ଭାବରେ ଏହି 150 ବର୍ଷର ଅନୁଷ୍ଠାନର ଇତିହାସ ଜାଣିଛନ୍ତି, ଅନେକ ଓଡିଶାର ବରପୁତ୍ର ମାନେ ଏଠାରେ ପଢ଼ିଛନ୍ତି ସେତେବେଳେ ସେମାନେ ଏହର ନାମ ବଦଳାଇବା ପାଇଁ ଚିନ୍ତା କରିନଥିଲେ ଏବେକାର ଗାଲୁଆ ଗୋଲାମ ନେତାଙ୍କର ଭାରି ଦେଶପ୍ରେମ ବାହାରୁଛି ନାମ ବଦଳାଇବା ପାଇଁ,ଏଠାରେ ପଢିଥିବା ସମସ୍ତ ପୂର୍ବତନ ଛାତ୍ର ଏବଂ ଏବେ ପଢ଼ୁଥିବା ଛାତ୍ର ମାନେ କେବେହେଲେ ଏହାକୁ ସଫଳ କରାଇଦେବେନି.
@KeshabaSamal-vr2su
@KeshabaSamal-vr2su 10 күн бұрын
A great bogus. DAHA GALUA. SIDHA KARIBA MASALA DARKSR. TUME INDIA PRESIDÈNT HEBA DARKAR.BABUSINGH TUMATR ADARSHA. TANKU MURKHA MANTRI KARA . SABU ANSTAN NA M BADALEI DIA TUMAR BAHUT NAMA PADIBA.
@dhadanarendra
@dhadanarendra 10 күн бұрын
Tamara golami manashikata
@ranajitjena4668
@ranajitjena4668 9 күн бұрын
@@dhadanarendra ଓଡ଼ିଆ ଅସ୍ମିତାକୁ ଯୋଉମାନେ ଠିକସେ ବୁଝିନାହାନ୍ତି ସେମାନେ କେବଳ ପରର ବୋଲକରା ସାଜି ଗାଲୁଆମୀ ମନ୍ତବ୍ୟ ଦେବା ଜାଣିଛନ୍ତି.ଯୋଉମାନେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି ସେମାନେ କେବଳ ରେଭେନ୍ସାର ଇତିହାସ କହିପାରିବେ.
@SadhubrundabanaDasSadhubrundab
@SadhubrundabanaDasSadhubrundab 9 күн бұрын
Nahinmamu thru kanamamu Val sehinyay s m j
@tapasswain3231
@tapasswain3231 9 күн бұрын
Jaahaku tu galua golam neta kahuchu tara jati Prema desha Prema aau History knowledge bohut adhika achi.
@Skgbul470
@Skgbul470 10 күн бұрын
ନାମ ପରି ବର୍ତନ କରା ଗଲେ ଧର୍ମେନ୍ଦ୍ର ପ୍ରଧାନ ଖୁସି ହେବେ. ଇତିହାସ ପୃଷ୍ଠାରେ ତାଙ୍କର ନା ଟା ଲିପି ବଦ୍ଧ ହଇ ରହିଯିବ, ଟିକିଏ ଦୟାକରି ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାହାଯ୍ୟ କର, ଛାଡ଼ ହ ହ ହ ହ ହ ହ ହ ହ ହ.
@abhivlogs6538
@abhivlogs6538 10 күн бұрын
ତମେ ନିଜେ ମୂର୍ଖ , ନାମ ପରିବର୍ତ୍ତନ ରେ ନ ଲାଗି ଶିକ୍ଷା ର ଉନ୍ନତୀ ଉପରେ ଧ୍ୟାନ ଦିଅ। ଶିକ୍ଷା ର ଉନ୍ନତୀ କରିବା ପାଇଁ ଜ୍ଞାନ ନାହିଁ ତୁମର ସେଥିପାଇଁ ଏ ସବୁ ଭାଷଣ। ପ୍ରକୃତ ରେ ଯିଏ ସମାଜ ପାଇଁ ଉନ୍ନତୀ କରିଥିବ ଲୋକମାନେ ତାଙ୍କୁ ସ୍ମରଣରେ ରଖିବେ ସେଥିପାଇଁ Mother Teresa, Graham stain ସବୁଦିନ ପାଇଁ ଜୀବନ୍ତ ସ୍ମରଣ ରେ ରହିବେ।
@bidyadharmallik8990
@bidyadharmallik8990 5 күн бұрын
ତୁ ନିଜକୁ ପଣ୍ଡିତ ବୋଲି ଭାବୁଛୁ ବଧେ
@charansinghbag4063
@charansinghbag4063 22 сағат бұрын
ଯଦି ଆପଣ ଙ୍କ ମାତୃ ଭୂମି ପାଇଁ କିଛି ବି ଦରଦ ନାହିଁ ତା ହେଲେ ସେମିତି କହି ପାରୁ ଥିବେ .....
@santoshlaxmi7403
@santoshlaxmi7403 10 күн бұрын
ସରକାର ଖାଲି ନା ପରିବର୍ତନ କରିବେ ନା କାମ କରିବେ
@bidyadharmallik8990
@bidyadharmallik8990 5 күн бұрын
2ଟା jak
@kamalakantapani499
@kamalakantapani499 10 күн бұрын
ବହୁତ ଭଲ ଲାଗିଲା
@prasantkumarmallick5636
@prasantkumarmallick5636 10 күн бұрын
କଥା ଗୁଡା ଆଦୌ ଭଲ ଲାଗୁନି
@PrasantNayak-vm6xf
@PrasantNayak-vm6xf 2 күн бұрын
Tu sada pagala hei thibu
@SalkhanHembram-yp5us
@SalkhanHembram-yp5us 5 күн бұрын
ଯେଉଁମାନେ ରେଭେନ୍ସା କୁ ଭଲପାଉଛନ୍ତି ସେମାନେ ଇଂରଜ ବିହନ ଏଥି ଏଥିପାଇଁ ଇଂରେଜ ଭୁଲିପାରୁନାହାନ୍ତି
@asmusic5993
@asmusic5993 10 күн бұрын
ଏହି ଲୋକ ଟା ମେଡିକାଲ କୁ ନିଅ
@nandakishorepatra6260
@nandakishorepatra6260 9 күн бұрын
Yes yes
@rankanidhinaik161
@rankanidhinaik161 9 күн бұрын
ବାଳନା
@kartikpanda8325
@kartikpanda8325 10 күн бұрын
ଏ ଶଳା ଛୁଡ଼ିପୁଆ ରେଭେନ୍ସା contractor ନଥିଲେ, ତୁ ଶଳା ବାଳ ଜାଣିଛୁ , କୁକୁର
@Sai.2016
@Sai.2016 10 күн бұрын
ସୁବାଶିଷ କଥା ବେଶୀ କାମ କମ
@KHERWAL_BAZAAR
@KHERWAL_BAZAAR 10 күн бұрын
ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ର ନାମ ବି ପରିବର୍ତ୍ତନ ହେଉ ।
@AkashNayak-dv4yx
@AkashNayak-dv4yx 10 күн бұрын
"Kherwal Ghatiya International Stadium ".... 😂😂😂😂
@KHERWAL_BAZAAR
@KHERWAL_BAZAAR 10 күн бұрын
@@AkashNayak-dv4yx ବଢିଆ ହେବ
@tapasswain3231
@tapasswain3231 9 күн бұрын
Narendra Modi kn Britishers ki
@mahendrakumarnayak4127
@mahendrakumarnayak4127 4 күн бұрын
ନରେନ୍ଦ୍ର ମୋଦୀ ଜଣେ ସ୍ୱଚ୍ଚ ଭାରତୀୟ ଅଟେ ।
@KHERWAL_BAZAAR
@KHERWAL_BAZAAR 4 күн бұрын
@@mahendrakumarnayak4127 ତା ପାଇଁ ଥରେ ବିତର୍କ ହେବା ଜରୁରୀ
@ramaniroutray2262
@ramaniroutray2262 10 күн бұрын
ଇତିହାସ ର ମା ଭଉଣୀ ଏକ କରିଦେଲା ରେ ଏ ଜ୍ଞାନୀ ବ୍ୟକ୍ତି ଜଣକ l କି ଜ୍ଞାନ ଓଃ !
@prasantpradhan5912
@prasantpradhan5912 10 күн бұрын
Kouthi soithila
@user-tf6kd9gg5p
@user-tf6kd9gg5p 4 күн бұрын
Right sir
@ramaniroutray2262
@ramaniroutray2262 10 күн бұрын
ଆଳି କଲେଜ student revenshaw ଙ୍କ ଉପରେ ଆରୋପ ଲଗାଉଛି 😂😂😂
@user-pi1lc5ov3i
@user-pi1lc5ov3i 10 күн бұрын
ଆଳି ନା ନିଆଳି କଲେଜ ପିଲା ଇୟେ 😂😂
@ShaktidharRoul-th1jr
@ShaktidharRoul-th1jr 10 күн бұрын
ଆଗରୁ କୋଉଠି ଗାଣ୍ଡିମାରାଉଥିଲ
@laxmidharmirror5500
@laxmidharmirror5500 10 күн бұрын
ଏ ମୂର୍ଖ ପୁଣି କିଏ? ନୁଆ university ତିଆରି କର
@pabitrapradhan4682
@pabitrapradhan4682 9 күн бұрын
ଏମାନେ ମହାତ୍ମାଗାନ୍ଧୀ କୁ change କରିବେ ⁉️
@himansubhusanpanda5913
@himansubhusanpanda5913 10 күн бұрын
ତୁ କଣ ଓଡିଶା ର ମୁଣ୍ଡି , ଏଇଟା କୁ ମେଡିକାଲ ରେ ଭର୍ତ୍ତି କର
@RasanandamurmuMurmu
@RasanandamurmuMurmu 5 күн бұрын
ତୁତ ପାଚାଳ
@JitendraSingh-bq7vk
@JitendraSingh-bq7vk 10 күн бұрын
ଇଏ ଶଳା ବାଉଳା ଟା, ଗଣ୍ଡ ମୂର୍ଖ, ଟାଉଟର....
@juanapradhan8725
@juanapradhan8725 10 күн бұрын
ତୁ ପାଗଳ ନା ବେ ନା ମଦ ପିଇଚୁ ତ ବାପା କଣ ପ୍ରଥମେ ଓଡ଼ିଶାରେ ଶିକ୍ଷା ଆରମ୍ଭ କରିଥିଲେ
@udayanathdas3467
@udayanathdas3467 10 күн бұрын
ଶୁଭାଶିଷ ବାବୁ କିଛି ଜାଣିନାହାନ୍ତି। ଚୁପ୍ ରହିଲେ ଭଲ।
@saradaprasannapradhan6363
@saradaprasannapradhan6363 9 күн бұрын
ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ ପଢ଼ିନ।
@rajatkumardash6745
@rajatkumardash6745 10 күн бұрын
ବିଜେପି ସରକାର ରେଭେନସା ନା ରେ ସମସ୍ତଙ୍କୁ ରୋଜଗାର ଦେଇଦେଲା , ସୁଭଦ୍ରା ନାମ ରେ ମା ମାଉସୀ ଭଉଣୀ ମାନଙ୍କୁ ଲାଇନ ରେ ଛିଡା କରେଇଦେଲା ଆଉ କଣ ଦରକାର , ବର୍ତମାନ ତମେ ନିଜ ନିଜ ଭିତରେ କାମୁଡ଼ା କାମୁଡି ଆଉ ଦୌଡ଼ା ଦୌଡ଼ି ହୋଉ ଥାଅ.
@balaihansdah9320
@balaihansdah9320 10 күн бұрын
ଓଡ଼ିଶା ସରକାରଙ୍କୁ ଅନୁରୋଧ, ଅତିଶିଘ୍ର ଏହି ମହାନ ପାଣ୍ଡିତ୍ୟ ଙ୍କୁ ନେଇ "ନୂତନ ଇତିହାସ" ରଚନା କରାଯାଉ ...
@ceekay9911
@ceekay9911 10 күн бұрын
ଏମିତି କେହି ନାହାନ୍ତି ଯେ ରେଭେନ୍ସା ବିଶ୍ଵିଦ୍ୟାଳୟର ନାଁ ବଦଳାଇ ଦେଇ ପାରିବେ। ରେଭେନ୍ସା ଜଣେ କନ୍ତ୍ରାକ୍ଟ୍ରର ନୁହେଁ ସେ,ସେ ସମୟର ଓଡ଼ିଶା ର କମିଶନର ଥିଲେ।
@bijaymaharana2262
@bijaymaharana2262 9 күн бұрын
Tame salaa chutiya tam ketenka pain bririshnmane jai rajaguru nku murder karithile
@santoshkumarswain6547
@santoshkumarswain6547 9 күн бұрын
କେତେ ନାଲି ପାଣି ପଡିଛି
@subodhamallick2166
@subodhamallick2166 10 күн бұрын
Tu gote educated pila pari lagunu but tu gote madua pari laguchuuu
@lokanathnayak7600
@lokanathnayak7600 8 күн бұрын
ମା ଗିହା ତୋତେ କିଏ ତିଆରି କରିଛି ,ତୋ ବାପା ନାଁ ଯାହା ତୋତେ ସେହି ନାଁ ଟା ଦିଆ ଯିବ
@ramaniroutray2262
@ramaniroutray2262 10 күн бұрын
ଭାଇ ସୁଭାଶିଷ, ତୁ ପ୍ଲିଜ଼ ଏଇ ସବୁ intellectual topic ଉପରେ କିଛି କହନା l ତୁମେ ଏମିତିଆ ଗମ୍ଭୀର ବିଷୟ ଉପରେ କ୍ୟାମେରା ଆଗରେ କହିବା ପୂର୍ବରୁ ଇତିହାସକୁ ଭଲକରି ଅନୁଶୀଳନ କରିକି ଆସ l ପିଲାଙ୍କ ଭଳି ଅଯୋକ୍ତିକ କଥା କୁହନା l
@RamchandraMandal-x9w
@RamchandraMandal-x9w 6 күн бұрын
ବେଶି ଇତିହାସ ପଢି ଦେଇଛୁ, ତେଣୁ ଗୋଲାମୀ ବୁଦ୍ଧିଆ ଯାଇନି ଏପର୍ଯ୍ୟନ୍ତ
@ramaniroutray2262
@ramaniroutray2262 6 күн бұрын
@@RamchandraMandal-x9w କାଇଁ, ତୋ ଭଳିଆ କଣ ମୂର୍ଖଙ୍କ କଥାକୁ ବିଶ୍ୱାସ କରିବି ନ କଣ ଭାବୁଚୁ l ଅପାଠୁଆ ଙ୍କ ଠୁ ଜ୍ଞାନ ନେବା ଅପେକ୍ଷା ଗୋଲାମୀ ବୁଦ୍ଧିଆ ହେବl better l
@bijaykumarmarandi4047
@bijaykumarmarandi4047 10 күн бұрын
Yaku Ranchi pagal khana re Addmission kara😢
@babulalpradhan3648
@babulalpradhan3648 10 күн бұрын
Subhasis is a mad person, he doesn't know the contribution of Revenshaw in the field of education while Odisha didn't feel the importance of education. He ought to be opened pages of history.
@RAJKUMAR-br5lx
@RAJKUMAR-br5lx 10 күн бұрын
ଶୁଣନ୍ତୁ sir, ଆପଣ ମିଡିଆ ରେ ଯାହା କୁହନ୍ତି ମୋତେ ଶୁଣିବାକୁ ଭଲ ଲାଗେ କିନ୍ତୁ ତା ବୋଲି ନୁହେଁ ଆପଣ ଆମ ଶିକ୍ଷା ଅନୁଷ୍ଠାନ ବିଷୟରେ କହିବେ , ଏଇଟା କାହା ପୈତୃକ ସମ୍ପତି ନୁହେଁ ,
@Lucky-sk3lo
@Lucky-sk3lo 10 күн бұрын
ରେଭେନ୍ସା ର ପୈତୃକ ସମ୍ପତି ଥିଲା ବୋଧେ ।
@soumyaranjandas8641
@soumyaranjandas8641 10 күн бұрын
ଆଉ ଯୋଉ କ୍ରିକେଟ ଷ୍ଟାଡିୟମ୍ ଟା ହେଇଚି ସେଇଟା ବି କଣ ଗୋଟେ contractor ନାମରେ ନାମିତ କରାଯାଉ 😂😂😂😂😂😂😂
@KHERWAL_BAZAAR
@KHERWAL_BAZAAR 10 күн бұрын
BJP ସରକାର ଓଡ଼ିଶାକୁ ଆସିବା ଦିନ ଠୁ ଖାଲି ନାମ ପରିବର୍ତ୍ତନ ହିଁ ଚାଲିଛି । ନୂଆ କାମ କରିବାର ତ କିଛି ନାହିଁ।
@AkashNayak-dv4yx
@AkashNayak-dv4yx 10 күн бұрын
Pandiyan asiba 2.0 heiki 6T lunch kariba....... 😂😂😂😂😂😂😂😂😂😂😂
@Shortssubu01
@Shortssubu01 9 күн бұрын
Bikala kahi heaucha ruha weat kara bhai heba dekhiba
@KHERWAL_BAZAAR
@KHERWAL_BAZAAR 9 күн бұрын
@@AkashNayak-dv4yx 5T Lunch କରିଥିଲେ ବୋଲି କେତେ କେତେ ସ୍କୁଲ, କଲେଜ, କୋର୍ଟ, କଚେରି, ଥାନା, ଫାଣ୍ଡି, ମେଡିକାଲ ସବୁ ଚକା ଚକ୍ ରୁପାନ୍ତରିକରଣ କଲେ ।
@KHERWAL_BAZAAR
@KHERWAL_BAZAAR 9 күн бұрын
@@Shortssubu01 ପାଞ୍ଚ ବର୍ଷ ରେ 25 ବର୍ଷର Developing ହେବ ବୋଲି କହୁଛନ୍ତି, ହେଲେ ଏବେ ଯାହା ଦେଖୁଛି, ଗତ 24 ବର୍ଷର Developing ହେଇଥିବା କାମ ର ନାମ ପରିବର୍ତ୍ତନ ଚାଲିଛି ।
@KHERWAL_BAZAAR
@KHERWAL_BAZAAR 10 күн бұрын
ଓଡ଼ିଶାର ନାମ ପରିବର୍ତ୍ତନ କରି "ମୋଦିଶା" କରା ଯାଉ
@AkashNayak-dv4yx
@AkashNayak-dv4yx 10 күн бұрын
Why not ...... 😂😂😂 Sure😂😂
@umakantarout1938
@umakantarout1938 7 күн бұрын
ଇଏ ଶଳା ଗୋଟେ ବଡ଼ ଜ୍ଞାନୀ। ବିରାଟ ଐତିହାସିକ!
@ganeswarbehera-fj6yu
@ganeswarbehera-fj6yu 3 күн бұрын
ଧନ୍ୟବାଦ ଭାଇ ଆପଣ ଙ୍କୁ।
@pradiptanayakmodicare4447
@pradiptanayakmodicare4447 9 күн бұрын
ସମ୍ପୂର୍ଣ ଯୁକ୍ତିଯୁକ୍ତ କଥା ..👍👌
@bhagyadharanayak
@bhagyadharanayak Күн бұрын
ଶାସକ କହୁଛି ରେଭେନ୍ସା ଯାଉ ବିରୋଧୀ କହୁଛି ରେଭେନ୍‌ସା ଯାଉ ଜଣଙ୍କ କଥାରେ ଜଳୁଛି ଓଡିଶା କଟକ ର ଶିକ୍ଷା ଜଳୁଥାଉ |
@sanjibnayakpurnanandaparib2098
@sanjibnayakpurnanandaparib2098 3 күн бұрын
ଅତି ସୁନ୍ଦର କଥା 🙏🏻🙏🏻🙏🏻
@Srujani-smile-Odisha4507
@Srujani-smile-Odisha4507 10 күн бұрын
ଇଆର ମତି ଭ୍ରମ ହେଲାଣି। ବିଜେପି ଗୋବର ଦଳ ଇତିହାସ ନ ଜାଣି ନୁଆଁ ଇତିହାସ ଲେଖିବ। ଅରାଜକତା ସ୍ରୁଷ୍ଟି କରୁଥିବା ବିଜେପି ୨୦୨୯ ରେ ଫେଲ୍।
@dhadanarendra
@dhadanarendra 10 күн бұрын
Tautor bjd dala
@KailashchandraPaika
@KailashchandraPaika 9 күн бұрын
Bjd ta Banda lamba kari deichi tara
@dushadusha2402
@dushadusha2402 10 күн бұрын
ଆରେ ଶଳା ଭାଡୁଆ ତୁ ଆଗରୁ ସୋଇପଡ଼ିଥିଲୁ ମାଗିହା ଇଏ ଶଳା ଗୋଟେ ଗୁଣ୍ଡା
@gouri_gamer2777
@gouri_gamer2777 9 күн бұрын
To Kon Dobolo Gunda
@gouri_gamer2777
@gouri_gamer2777 9 күн бұрын
To Maa Revensa Ro Maeipo
@dushadusha2402
@dushadusha2402 9 күн бұрын
@@gouri_gamer2777 ତତେ କିଏ ଗେହିଲା କିରେ ମାଗିହା
@Sai.2016
@Sai.2016 10 күн бұрын
ସୁବାଶିଷ କହୁଚି ହାଣୁଥିଲେ ମାରୁଥିଲେ ଓଡ଼ିଶାରେ କଲେଜ କାହିଁକି ଖୋଲୁଥିଲେ କାହାକୁ କାହା ସାଥିରେ ତୁଳନା କରନା
@user-hc5rd3pw7t
@user-hc5rd3pw7t 10 күн бұрын
Revenshaw college ra purbaru Cuttack college thila bitrish mane gote 1 rupees deinathile college karibaku odissa ra Raja deithile kahaku khusi karibaku tanka name diagala
@babulapatiarbabulapatiar8338
@babulapatiarbabulapatiar8338 4 күн бұрын
ଆମ ର ଦାବି ଓଡିଆ ଲୋକଙ୍କ ଜୀବନ ନେଇଛି ଦୁଃଖ କଷ୍ଟ ଦେଇଛନ୍ତି ତା ନାଁ ରଖି ଲାଭ କଣ ଆମ ଓଡିଶା ମହାନ ସ୍ବାଧୀନତା ସଂଗ୍ରାମୀ ଅଛନ୍ତି ତାଙ୍କ ନାଁ ରଖ
@anilbaliarsingh6475
@anilbaliarsingh6475 10 күн бұрын
Your father has built Ravenshaw University and Infrastructure of it. You change your name......... You first change the education system of Odisha.
@gopabandhubehera453
@gopabandhubehera453 10 күн бұрын
ଲୋକ ଭଲ କାମ କରିକି ନାମ କମଉ ଛନ୍ତି କିନ୍ତୁ ଏ ଚାମଚା ଶୁଭାଶିଷ ରାସ୍ତାରେ ଝାଡା ଫେରିକି ନାମ କମଉଛି
@deepakacharya3892
@deepakacharya3892 10 күн бұрын
ଏଇଟା ଗୋଟେ ମହା ମୁର୍ଖ, ଆବେ ହାରାମି ଟିକେ T.E. Ravenshaw ଙ୍କ ଇତିହାସ ପଢ଼ି STATEMENT ଦେ। IIC ଠୁ ଏତେ ମାଡ଼ ଖାଇ ଜେଲ୍ ଗଲୁ ଫିର ବି ସୁଧୁରୁ ନାହୁ।
@Sidheswar80
@Sidheswar80 10 күн бұрын
Ata pagala hei jaichhi itihaas padhini ki janini modi prema tk badhi jaichhi treatment darkar
@KHERWAL_BAZAAR
@KHERWAL_BAZAAR 7 күн бұрын
ରେଭେନ୍ସା ନାମ ପରିବର୍ତ୍ତନ କରିବା ପାଇଁ ତୁମେ ମାନେ କିଏ...??? ଏବେ ବି ଆମ ମୟୂରଭଞ୍ଜ ରାଜାର ବଂଶେଧର ଅଛନ୍ତି, ସେମାନଙ୍କୁ ଯାଇ ପଚାର ଯଦି ସେମାନେ ହଁ କରନ୍ତି ତେବେ ନାମ ପରିବର୍ତ୍ତନ କରି ପାରିବ ।
@mahendrakumarnayak4127
@mahendrakumarnayak4127 4 күн бұрын
ଦେଶ ଏବମ୍ ରାଜ୍ୟ ର ମହାପୁରୁଷ ଙ୍କ ନାମରେ ଶୀଘ୍ର କରାଯାଉ ।
@nikunjabiharibhanja7607
@nikunjabiharibhanja7607 6 күн бұрын
Right argument and honour to Asmita of our state
@niranjanmishra3792
@niranjanmishra3792 9 күн бұрын
You are absolutely right, Mr.Sdangi
@abhirammallik8940
@abhirammallik8940 9 күн бұрын
This interview has no standard at all. He does not read odisha's history. Such type of Sub-standard interview should be avoided.
@PratapChandrabiswal-d1t
@PratapChandrabiswal-d1t 10 күн бұрын
Pagal katha kahuchu kanpai
@NityanandaSahoo-ny1ko
@NityanandaSahoo-ny1ko 5 күн бұрын
ଯଦି ରେଭେନ୍ସା ନାଁ ନ ରହି ସେ କଲେଜ ର ନାଁ ଅନ୍ୟ କିଛି ଓଡ଼ିଆ ମନୀଷୀ ଙ୍କ ନାଁ ଦିଆଯାଇଥାନ୍ତା ତେବେ ସେ. କଲେଜରୁ ଡାକ୍ତର ଇଞ୍ଜିନିଅର ବୈଜ୍ଞାନିକ ନ ବାହାରି କଣ ଚୋର ଟାଉଟର ଉତୁରିଥାନ୍ତେ. ଏହା ଛଡା ଅନ୍ୟ କଲେଜ ରୁ କଣ ପାଠ ପଢି ହେଉଛନ୍ତି.
@cuteanimalsvideo7814
@cuteanimalsvideo7814 4 күн бұрын
1000% Right brother 🎉
@user-zy6bl7lt8q
@user-zy6bl7lt8q 10 күн бұрын
Are Bhai A sarkar Game changer Nuha Name changer .... Nabin patnayak Thiki kahichanti
@rabinmarandi8298
@rabinmarandi8298 10 күн бұрын
Nam change paribartanare jau tanka kharcha haba sehi tanka garriba manku diajau
@BarnabashMajhi
@BarnabashMajhi 5 күн бұрын
ସୁବାଶିଷ ଶୋଡ଼ଙ୍ଗୀ ନାମରେ ନାମିତ କରାଯାଉ ସେଟା ସେ ଚାହାଁନ୍ତି
@khageswarrrr3452
@khageswarrrr3452 10 күн бұрын
A subasis to bou ku pacharibu to bapara na change karibaku
@tapasmohapatra1474
@tapasmohapatra1474 4 күн бұрын
ଯିଏ ରେଭେନ୍ସା କଲେଜ ଗେଟ୍ ଛୁଇଁ ନାହିଁ କି ନା ଜାଣିନାହିଁ......ତାକୁ ପ୍ରଶ୍ନ ପଚାରୁଛନ୍ତି....... ଏଟା ଗୋଟେ ୦
@bireswarsaran3528
@bireswarsaran3528 7 күн бұрын
ଓଡ଼ିଶା ବାହାରେ ବା ଭିତରେ ଏବେବି ରେଭେନ୍ସାର ସମ୍ମାନ ସବୁଠୁ ଶୀର୍ଷରେ ଅଛି ।ଏହାକୁ ତମେ ସହି ପାରୁନା ।ଦୟାକରି ତମର ବାଚାଳାମୀ ବନ୍ଦ କର ।ରେଭେନ୍ସା ନାମ ପ୍ରତି ଓଡିଶାର ହୃଦୟରେ ଦେଢଶତ ବର୍ଷରୁ ଅଧିକ ସମୟ ଧରି ରହିଛି ।ତମ କଥାର ଓଜନ ନିଲ୍ ।
@Rashje
@Rashje 10 күн бұрын
Great thought 👍... Aag lagadala🔥🔥🔥
@charansinghbag4063
@charansinghbag4063 23 сағат бұрын
Very very good answer subhashis sir🙏🙏🙏
@Balaramse
@Balaramse 10 күн бұрын
Are to Bapa ku bapa nadake bou dake
@pramodsahoo838
@pramodsahoo838 10 күн бұрын
Very good answer
@subash_1990
@subash_1990 6 күн бұрын
ଆଜି ପର୍ଯ୍ୟନ୍ତ ଓଡିଶା ରେ ନିଜ ଓଡ଼ିଆ ଭାଷା ରେ ଅଫିସିଆଲ୍ କାମ କରିବା ପାଇଁ ବିଲ ଗୃହୀତ ହେଇ ପାରିଲା ନାହିଁ ଆମେ ଆଜି ପର୍ଯ୍ୟନ୍ତ ସେଇ ଇଂରେଜ ମାନଙ୍କର ଭାଷା କୁ ନେଇ ଘୋଷୁଛନ୍ତି ଏଵଂ ଭାରତ ରେ ଇଂରେଜ ମାନଙ୍କର ଶାସନ ବେଳେ ଯେତିକି ନିୟମ କରିଥିଲେ ସେଥିରୁ କିଛି ନିୟମ ଆଜି ବି ଆମ ସରକାର ମାନି ଆସୁଛନ୍ତି.
@shaikhjahangirali7648
@shaikhjahangirali7648 10 күн бұрын
ଏ ମା ନେ 2014 ଫରେ ଆସୀ ଛନ୍ତି
@hrushikeshmahanta6590
@hrushikeshmahanta6590 10 күн бұрын
Odisha ରୁ English ଭାଷା ବର୍ଜନ କରାଯାଉ
@pabitrapradhan4682
@pabitrapradhan4682 9 күн бұрын
Bjp ରୁ କେତେ ପାଇଛୁ ଭାଇ, ରୁଟି ସେକିବା ପାଇଁ 😄.
@kartikpanda8325
@kartikpanda8325 10 күн бұрын
ତୁ ମଗିହା ୧୮୬୬ ପୂର୍ବରୁ ଜନ୍ମ ହୋଇ ଥିଲୁ ବୋଧେ
@Rathi522
@Rathi522 7 күн бұрын
ଉତ୍ତମ ବାର୍ତ୍ତା👌
@jhadeswarpalei788
@jhadeswarpalei788 10 күн бұрын
Ruha ma Byasa kabi Fakir mohan senapatinka thu besi janichha au....
@Jagannath-oc9ht
@Jagannath-oc9ht 5 күн бұрын
ଜଣେ କଳଙ୍କ ରହିତ ଲୋକ ବଦଳରେ ଜଣେ କଳଙ୍କ ହିନ ବୀରପୁତ୍ର ଭାଳତ ତଥା ବିଦେଶରେ ଜିଏ ଜବରଦସ୍ତ ସୁନାମ ଅର୍ଜନ କରିଥିଲେ, ଓଡିଶା ର କଟକରେ ଜେ ଜନ୍ମଗ୍ରହଣ କରିଥିଲେ ଭାରତର ବରପୁତ୍ର ସୁଭାଶଚନ୍ଦ୍ର ବୋଷଙ୍କ ନାମରେ ନାମିତ କରାଯାଉ ।
@1Lkjhgfdsa1
@1Lkjhgfdsa1 3 күн бұрын
କେତେ ସୁନ୍ଦର କଥା ,ସମସ୍ତେ ଗ୍ରହଣ କରିବା ଦରକାର 😂
@baishnabcharansahoo9119
@baishnabcharansahoo9119 5 күн бұрын
ନାମ ପରିବର୍ତ୍ତନ ପୂର୍ବରୁ ଏହା ଚିନ୍ତା କରିବା ଦରକାର ଯେ,ଆମ ଦେଶକୁ ବିଦେଶୀ ଆକ୍ରମଣ କାରୀ ମାନେ ଆସିଥିଲେ କିପରି? ବର୍ତ୍ତମାନ ଭାରତରେ ଇଂରେଜ ନାହାଁନ୍ତି।ତଥାପି ଭାରତର ୮୦ କରୋଡ ଲୋକ ଗଣ୍ଡେ ଚାଉଳ ରେ ନିଜର ଜୀବନ ନିର୍ଭର କରି ବଞ୍ଚୁଛନ୍ତି।ତେଣୁ ବର୍ତ୍ତମାନ ଚିନ୍ତା କରିବା ଦରକାର ଯେ,ଆମ ଦେଶକୁ ଲୁଟୁଛି କିଏ?
@pranabeshmohanty9455
@pranabeshmohanty9455 10 күн бұрын
Drink Kate Karu. Kete knowledge tore
@pradipkumarnaik2906
@pradipkumarnaik2906 4 күн бұрын
କଲେଜ କରିବା କ'ଣ ଭୁଲ୍ ହେଲା। ସେତେବେଲେ ସେମାନେ କଟ୍ରାଟଳ୍ କିଏ କାମ ଦେଇଛନ୍ତି । ସରକାର ଦେଉଛନ୍ତି ସରକାର ନାମ
@sikharni143
@sikharni143 10 күн бұрын
Aeita pagal, gapa bahut kahuchi,
@sudhirkumargiri3609
@sudhirkumargiri3609 6 күн бұрын
Right.
@krushnasahoo155
@krushnasahoo155 7 күн бұрын
ଵହୁତ ଆଗରୁ ହେଵା ର ଥିଲା
@PurnenduSarangi
@PurnenduSarangi Күн бұрын
ଜମିଦାର ମାନେ ଯେଉଁ ସ୍କୁଲ କରିଛନ୍ତି ସେଗୁଡ଼ିକ କଣ ହେବ ? ମୂର୍ଖ
@ganeswarmahanta1254
@ganeswarmahanta1254 8 күн бұрын
ଏବେ ବି ଗୋଲାମଗିରି ମାନସିକତା ବହୁ ଲୋକ ଆକ୍ରାନ୍ତ।ଦେଶ ଯଦି ପ୍ରକୃତ ସ୍ୱାଧୀନତା ପାଇଛି, ତେବେ କାହିଁକି ଭାରତର ସମସ୍ତ ଜଳଜାହାଜ ଉପରେ ଏବେ ବି VT ଅର୍ଥାତ୍ Victoria Territory ଲେଖା ଯାଉଛି। ଏହା ଗୋଲାମୀ ର ଚିହ୍ନ।
@aranyadiscodance
@aranyadiscodance 10 күн бұрын
Very good messg
@LaxmidharSamal-gt1pg
@LaxmidharSamal-gt1pg 9 күн бұрын
Very nice answer.
@thebeautyofnature8820
@thebeautyofnature8820 6 күн бұрын
LIKE YOU WE REQUIRED NEW GENERATION YOUNG FOR FUTURE generation ❤❤❤❤❤❤
@dillipdigal3486
@dillipdigal3486 4 күн бұрын
ଆପଣ ଭଲ କହୁଛନ୍ତି ଆପଣଙ୍କ ନାମରେ କଲେ ବହୁତ ଭଲ ହୁଅନ୍ତା
@sudhakarsahu333
@sudhakarsahu333 5 күн бұрын
Right Bhai .
@imshree99
@imshree99 9 күн бұрын
ଏ ଲୋକ ଟା କିଏ? ବର୍ଣ୍ଣବୋଧ ଠିକ୍ ରେ ପଢ଼ି ଶିଖି ନଥିବ ଚାଲି ଆସିଲା ଜ୍ଞାନ ଦେବାକୁ। ଖାଲି ଜୋତା ରେ ସେକା ହେଲେ ସାଇଜ ହେଇଯିବ ରେ ତୁମେ ସବୁ। ସେ ଧର୍ମ ଛଡ଼ା ଧରମା ଆଉ ଏସବୁ ତାର କୁଞ୍ଚଟେକା
@thebeautyofnature8820
@thebeautyofnature8820 6 күн бұрын
Bhala students, bhala ଭାବରେ ଜାଣନ୍ତି କାଳ ପୁରୁଷ ଙ୍କୁ. ଜଲଦି ନାମ change ହେବ..
@arsumurmumurmu-uw9il
@arsumurmumurmu-uw9il 4 күн бұрын
Right right bhai
@songsbybabu
@songsbybabu 9 күн бұрын
EK DUM THIK KAHI CHANTI BHAI 👍
@uttambaba6800
@uttambaba6800 10 күн бұрын
Bahuto agoru to baapa au kiye hebaro thila...😅😢😂Abe mg Revenswa nam ta kiye dei thila kanhi ki dei thila kohunu😅
@PintuPintu-rn4xc
@PintuPintu-rn4xc 3 күн бұрын
Right
@BidyadharMahanta-xd2kv
@BidyadharMahanta-xd2kv 2 күн бұрын
Very good
Angry Sigma Dog 🤣🤣 Aayush #momson #memes #funny #comedy
00:16
ASquare Crew
Рет қаралды 50 МЛН
Teaching a Toddler Household Habits: Diaper Disposal & Potty Training #shorts
00:16
АЗАРТНИК 4 |СЕЗОН 1 Серия
40:47
Inter Production
Рет қаралды 1,4 МЛН