"କିଛି ତ ସୁବିଧା ନାହିଁ ଖାଲି ନାଁକୁ ୪ ଦ୍ୱାର ଖୋଲିଦେଲେ କଣ ହେବ, ଆଗ ସୁବିଧା କର ତା'ପରେ ଖୋଲିବ" Sri Mandira

  Рет қаралды 259,034

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #Puri #SriMandir #4Gates #JagannathDham #Devotees #Odisha

Пікірлер: 668
@Puja-lifestyle143
@Puja-lifestyle143 3 ай бұрын
ଚାରି ଦୁଆର ଖୋଲିଲେ ଭିତରେ ଭିଡ଼ ହବନି ଆଉ କଣ ଫୁଟବଲ୍ ପଢ଼ିଆ ପରି ଦେଖାହେବ
@maheswarmaharana5489
@maheswarmaharana5489 3 ай бұрын
Agaru 4 dwara khola thila...2019 ru band haechi....agaru kn football padia hae nathila???
@khatitimewithdebasis5966
@khatitimewithdebasis5966 3 ай бұрын
​​@@maheswarmaharana5489Are pagala andha bhakta ,kouthi ghara Tora ,Puri ki 2019re kete loka asuthile ebe kete loka asuchanti kichi janiparuchiki ,so jaha thila thik thila,ebe marile loka budhi asiba ,,,,Kan pai dwar close karithila kichi janichuki ,so samstnka pai main gatere entry karantu au Puri lokanku west gatere then au duiti exit dekhiba sabu thik heba
@mohanmallik
@mohanmallik 3 ай бұрын
4 ଦ୍ୱାର ଖୋଲା ରହିବା ଜରୁରୀ ରେ ପୁଅ ଯଦି ଜାଣିନୁ ଚୁପ ରହ ଫଳତୁ କଥା କାହିଁକି ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପମାନ କରନି , ଜୟ ଜଗନ୍ନାଥ ⭕️‼️⭕️🚩
@Puja-lifestyle143
@Puja-lifestyle143 3 ай бұрын
@@mohanmallik ସେ ଭିଡ଼ିଓ ଟା ଶେଷ ପର୍ଯ୍ୟନ୍ତ ଦେଖେ ଆଉ ତା ପରେ କହ ମୁଁ କଣ କହିଛି ଆଉ ଯୋଉ କଥା କହୁନୁ ମହାପ୍ରଭୁ ଜଗନ୍ନାଥଙ୍କ ଅପମାନ କରିବା କଥା ସେ ଖାଲି ତୋରି ଏକା ନୁହଁ ପୁରା ଜଗତର ନାଥ ଜଗନ୍ନାଥ
@khatitimewithdebasis5966
@khatitimewithdebasis5966 3 ай бұрын
@@mohanmallik eita pagala ta
@CheerfulCircuitBoard-ug5ln
@CheerfulCircuitBoard-ug5ln 3 ай бұрын
ଲୋକକୁଂ ବିନା ମୂଲ୍ଯ ରେ ମହାପ୍ରସାଦ ଦେବା ଦରକାର ଏହା କଲେ ସମସ୍ତ ଲୋକେ ଖୁସି ହୁଅନ୍ତେ
@pramodkumarsahoo5962
@pramodkumarsahoo5962 3 ай бұрын
Sabubele. Sei chinta dhara,magana.
@subashmallik5259
@subashmallik5259 3 ай бұрын
୪ ଦ୍ବାର ଖୋଲା ନ ଥିଲା ଅସୁବିଧା ଥିଲା, ଏବେ ଚାରି ଦ୍ଵାର ଖାଲିଲା ତଥାପି ଲୋକଙ୍କୁ ସମସ୍ୟା ଦେଖାଦେବା କିଛି ଠିକ୍ ନୁହେଁ ।
@PradhanRubita
@PradhanRubita 3 ай бұрын
Han thik katha...ama pari gariba loka afford Kari parunu...asha achhi khaibaku but khai parunu
@purandarmajhi454
@purandarmajhi454 3 ай бұрын
Right katha
@Vayanak542
@Vayanak542 3 ай бұрын
Abadha free karidebe jadi au paibani lokanku au bahut gahali heba 🙏
@prasantapattanaik862
@prasantapattanaik862 3 ай бұрын
ଗୋଟେ ଦ୍ବାର ରେ ଶୃଙ୍ଖଳିତ ଦର୍ଶନ ହେଉ ନ ଥିଲା।ଚାରିଦ୍ବାର ଖୋଲିଲେ ଲାଭ କ'ଣ।
@BasuDevDas-cj6fs
@BasuDevDas-cj6fs 3 ай бұрын
Au kn Pana pibu😂
@RajKumar-dp2ip
@RajKumar-dp2ip 3 ай бұрын
Right Bhai 🙏
@babunamallick5594
@babunamallick5594 3 ай бұрын
ଦେଖ୍ ଆଗକୁ କଣ ହେଇଛି, ଜୟ ଜଗନ୍ନାଥ ପ୍ରଭୁ
@padmalochanbadanayak2553
@padmalochanbadanayak2553 3 ай бұрын
ଶୃଙ୍ଖଳିତ ଦର୍ଶନ ହେଇ ପାରିଲେ ହେଲା.... ବରିଷ୍ଠନାଗରିକ ଦର୍ଶନ. Vip ଦର୍ଶନ ସବୁ ଅଲଗା କଲେ ହେବ
@omprakashpaikaray4573
@omprakashpaikaray4573 3 ай бұрын
😂😂ac re jauthile kharap hauthila khara re jaantu 😂😂 khusi huantu
@DebendraNathSingh-v8n
@DebendraNathSingh-v8n 3 ай бұрын
ଗୋଟେ ଦ୍ବାର ଖୋଲା ଥିଲା ସେତେ ବେଳେ ଭିଡ ହେଉ ନଥିଲା ୪ଟି ଦ୍ବାର ଖୋଲା ହେଲା ପରେ ବି ଭକ୍ତ ମାନଙ୍କୁ ସୁବିଧା ହେଲା ନାହିଁ। ଏ ଓଡିଆ ଜାତି ତମେ କେତେ ବଢିଆ ଏଠୁ ପ୍ରମାଣିତ ହେଉଛି। ଆପଣ ବାହାର ରାଜ୍ଯ ର ଲୋକଙ୍କୁ ଥରେ ପଚାରି ଦେଖନ୍ତୁ। ତାଙ୍କ ଠୁ ଶିଖି ନେବେ। ଏ ଓଡିଆ ଜାତି କେବେ ସୁଧୁରି ବେ ନାହିଁ ।
@Maatelecom2009
@Maatelecom2009 3 ай бұрын
Tame kana odiya nuha k bhai
@sukantiaseelfarmingodisha5888
@sukantiaseelfarmingodisha5888 3 ай бұрын
😂
@BinodMohanty-wv7vt
@BinodMohanty-wv7vt 3 ай бұрын
B.j.p sarakara ku ta odia loka vote dei jiteichanti.tanka Katha odia mukya mantri bujibe
@sangitabandichhor9869
@sangitabandichhor9869 3 ай бұрын
😂 ଆପଣ ମାନଂକୁ ତାମିଲ୍ ଶାସନ ଦରକାର ଥିଲା​@@sukantiaseelfarmingodisha5888
@sangitabandichhor9869
@sangitabandichhor9869 3 ай бұрын
😂 ଆପଣ ମାନଂକୁ ତାମିଲ୍ ଶାସନ ଦରକାର ଥିଲା​@@sukantiaseelfarmingodisha5888
@jchoudhury274
@jchoudhury274 3 ай бұрын
ଭଗବାନ ଙ୍କୁ ଦର୍ଶନ କରିବା ଟିକେ କଷ୍ଟ ହେବ ଯେତେ ସୁବିଧା ହେଲେ ବି ଲୋକ କହିବେ ଆଉ ଭଲ ହେବ ବୋଲି ଜୟ ଜଗନ୍ନାଥ
@bapidibya365
@bapidibya365 3 ай бұрын
Kn subidha hela gote gate re gote line re darsan karuthile aram se au exit karuthile line lamba houthila at least ventilation ta houthila bahare but ebe Mandira re ete loka entry kale loka chadha dala hei maribe ventilation thik rahibani ki semiti byabasta kara jaini 2 gate re enter 2 re exit Mandira bhitare sufficient police rakhiba darkar 2 ta row haba darkar emiti sukhua hata kale loka kalabalw hebe
@jchoudhury274
@jchoudhury274 3 ай бұрын
@@bapidibya365 ଦୀନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବଢ଼ି ଚାଲିଛି ଗହଳି ତ ହେବ ସରକାର କଣ କରିବେ
@satyamishra6576
@satyamishra6576 3 ай бұрын
ସବୁ ସୁବିଧା ଯଦି ସରକାର କରିବେ, ତମେ କାହିଁକି କାଳିଆ କୁ ଦେଖିବାକୁ ମନ୍ଦିର ଯିବ ! ସରକାର ଙ୍କୁ କହିବା ସମସ୍ତଙ୍କ ଘର କୁ ମନ୍ଦିର ପଠେଇବା ବ୍ୟବସ୍ଥା କରିଦେଵେ lll ନା ଆଉ କଣ କହିବି =====
@ajayakumarmallick503
@ajayakumarmallick503 3 ай бұрын
ସେତେବେଳେ ନବୀନ ସରକାର ଙ୍କୁ କହୁ ଥିଲେ ଏବେ କଣ ଏ BJP ସରକାର ଙ୍କୁ ଲୋକେ କହିବେନି ଓଡ଼ିଶା ଲୋକେ ଭକୁଆ
@jitendranaik9979
@jitendranaik9979 3 ай бұрын
Kie karibo Khali kholi paribo;
@arosiarosi3379
@arosiarosi3379 3 ай бұрын
😂😂rt
@ashoktripathy6975
@ashoktripathy6975 3 ай бұрын
ଆଗରୁ ମଧ୍ଯ ଏମିତି ଥିଲା ଠାକୁର ଦର୍ଶନ ଏମିତି ହୁଏ ଜୟ ଜଗନ୍ନାଥ ସମସ୍ତ କଂ ମଙ୍ଗଳ କର
@trinathjena6360
@trinathjena6360 3 ай бұрын
Suna bhai agaru ete transport ra subidhanathila ki ete tourist haunathile ebe hele asubidha nihati heba
@STARWORLD420
@STARWORLD420 3 ай бұрын
Bhai aame sabu masare jau emiti line kebe hueni darshan bhala bhabe huye
@STARWORLD420
@STARWORLD420 3 ай бұрын
@@trinathjena6360 Bhai agaru v hauthile
@gobindasahoo3222
@gobindasahoo3222 3 ай бұрын
ତୋ ମନକୁ
@pramodkumarmallik1482
@pramodkumarmallik1482 3 ай бұрын
ଜୟ ଜଗନ୍ନାଥ ସ୍ୱାମୀ ମାନବ ସମାଜ ଙ୍କୁ ବୁଜେଇ ହବ ପଶୁଙ୍କୁ ନୁହଁ
@trinathsinghmahapatra5032
@trinathsinghmahapatra5032 3 ай бұрын
ଯଦି ତୁମକୁ ଖରା ହେଉଛି ତୁମେ ଭାଇ ଖରାରେ ମନ୍ଦିର କାହିଁକି ଯାଉଛ ବର୍ଷା ହେଉ ତାପରେ ଯିବ
@BabuMishra-u6s
@BabuMishra-u6s 3 ай бұрын
Right 👍
@biplabroy8856
@biplabroy8856 3 ай бұрын
Ki balo loko etiki basic subidha deba ni ki bando pain govt .
@s.a.jhumarsong5996
@s.a.jhumarsong5996 3 ай бұрын
ନୂଆ ସରକାରଙ୍କ ନିର୍ଦ୍ଦେଶ କେବଳ ଶୀତଋତୁରେ ମନ୍ଦିର ଯିବେ । ଆକ୍ସନ ମୋଡ୍ ରେ ସରକାର
@littlequeenrakhi
@littlequeenrakhi 3 ай бұрын
ଓଡ଼ିଆ ଲୋକ ସବୁବେଳେ ଦୁଃଖୀ
@somanathjani6900
@somanathjani6900 3 ай бұрын
ଭଗବାନ ଙ୍କୁ ଦର୍ଶନ କରିବା ଏତେ ସହଜ ନୁହଁ ଆଉ ସହଜ ମଧ୍ୟ ତ୍ୟାଗ ନିଶ୍ଚିତ ଦରକାର l ଜୟ ଜଗନ୍ନାଥ.......
@proentertainer5310
@proentertainer5310 3 ай бұрын
ନୂଆ ସରକାର୍ ଆସିଛନ୍ତି ତ। କିଛି ବିରୋଧୀ ଏବେ କହିବେ ବଦନାମ କରିବା ପାଇଁ। ଆପଣ ମାନେ ନିଜେ ଭାବନ୍ତୁ ଗୋଟେ ଦ୍ଵାର ରେ problem ହେଉ ନ ଥିଲା ଏବେ ଏମାନଙ୍କୁ 4 ଦ୍ଵାର ରେ ହେଉଛି 😂
@niharcreationyt7636
@niharcreationyt7636 3 ай бұрын
ଭାଇ ଘରେ ଗୋଟେ ମୁରବି ରହିଲେ କଣ ହବ ଆଉ ସେଇ ଘରେ ଯଦି ଚାରି ଟା ମୁରବି ହବ ତାହେଲେ କଣ ହବ
@niharcreationyt7636
@niharcreationyt7636 3 ай бұрын
ଭାଇ ତମେ ଯାତ୍ରା ଯାଇଛ କେତେଟା gate ଅଛି
@jinusports11112
@jinusports11112 3 ай бұрын
Good
@ramakrushnasahu4091
@ramakrushnasahu4091 3 ай бұрын
ଅତ୍ଯଧିକ ଖରା ତଥା ତାତି ତେଣୁ ପାଗ ଅନୁକୂଳହେଲେ କଣ ଠାକୁର ଦର୍ଶନ କରିବାକୁ ଯାଆନ୍ତୁ ,ଏବେର ପରିବେଶ କୁ ଲକ୍ଷକରନ୍ତୁ।ଖାଲି ପ୍ରଶାସନକୁ ଦୋଷ ଦେବା ଅନୁଚିତ।
@nayaksvlog7729
@nayaksvlog7729 3 ай бұрын
Apono thik kohichonti Bhai
@Alokiacr
@Alokiacr 2 ай бұрын
bhai tume bahuta badhia katha kahila. khali gote calender kadhiki pathei dia. taku dekhi aame plan karibu
@hariharpanda6412
@hariharpanda6412 3 ай бұрын
ଓଡ଼ିଆ ଜାତି ନାମେ ହିଁ କଙ୍କଡା ବିଜୁ ବାବୁଙ୍କ କଥା ନିରାଟ ସତ, ତମେ ଜେତେ ସୁବିଧାରେ ରଖିଲେ ବୀ ବୁରାଇ କରିବେ ନିଶ୍ଚିନ୍ତ
@kailashswainkailashswain6878
@kailashswainkailashswain6878 3 ай бұрын
ଠାକୁରଙ୍କୁ କହିଲନି ତୁମ ଘରେ ଯାଇ ଦେଖାକରି ଆସିଥାନ୍ତେ ।
@s.r.creative5527
@s.r.creative5527 3 ай бұрын
Bjp fan ta kire , janapoduchi 😃😃
@TheKailash1960
@TheKailash1960 3 ай бұрын
BJD fan ta kire janapaduchhi
@Rasmiranjandasa
@Rasmiranjandasa 3 ай бұрын
Mu bhai chodani fan
@betexshyamsundar990
@betexshyamsundar990 3 ай бұрын
ଆଗକୁ ବିଜେପି କୁଜିନେତା ଙ୍କର ଫାଟିବ ​@@TheKailash1960
@sorenstarlucky5060
@sorenstarlucky5060 3 ай бұрын
😂😂😂
@sivaramasahu8434
@sivaramasahu8434 3 ай бұрын
ଦିନକୁ ଦିନ ଜନସଂଖ୍ୟା ବଢୁଛି, ଲୋକଙ୍କ ପାଖରେ ବୁଲିଯିବାକୁ ପଇସା ର ବି ଅଭାବ ନାହିଁ। ଆମ ଗାଁ ଯାତ୍ରାରେ 5 ବର୍ଷ ପୂର୍ବେ 1000-1500 ଲୋକ ଆସୁଥିଲେ, କିନ୍ତୁ ବର୍ତ୍ତମାନ ଠିଆ ହେବାକୁ ବି ଜାଗା ମିଲୁନି, 10,000 ରୁ ଅଧିକ ଲୋକ ଆସୁଛନ୍ତି। ଠିକ୍ ଏହି ଅବସ୍ଥା ପୁରୀ ରେ
@ArunaKumar-ju5cl
@ArunaKumar-ju5cl 3 ай бұрын
Jay jagannath
@ashokbhuyan8602
@ashokbhuyan8602 3 ай бұрын
ଏତେ ଗହଳି ହେବ ନି ଯେ ଆଉ ଦର୍ଶନ କଲେ ଜାଣିଛ ଆଉ ତୁମକୁ ସବୁ ବ୍ୟବସ୍ଥା କରିବେ... ଏହିଠାରେ ପଡ଼ିଆ ଭାବୁଛ ନା କଣ ଯେ ଲୋକ ମାନଙ୍କର ହିଁ ଭୁଲ୍ ବିଚାର ଧାରା.. ସବୁ ତ ଭାବୁଛ କି ସବୁ ପାଂଚ minutes ହିଁ ଦର୍ଶନ କରିଦେବୁ.. Tk ବି ଧର୍ଯ୍ୟ ଧରିବାର ନାହିଂ କି ଲୋକ ମାନେ ସବୁ ଦି ମୁଣ୍ଡିଆ ଲୋକ କେତେବେଳେ କଣ ଭାବି ନେଉଛନ୍ତି ହେ ପ୍ରଭୁ.. ଜାଣିଛ ସେହିଠାରେ ଗହଳି ରହୁଛି ବୋଲି.. ଏହି ପଟେ ପହଂଚି ଗଲେ କିଛି bjd ର ଗୋଦୀ ମିଡ଼ିଆ ସବୁ କଥା ସଂଗ୍ରହ କରିବା ପାଇଂ ଜାଣିକି ମଧ୍ୟ...
@SagarMalik-or7iy
@SagarMalik-or7iy 3 ай бұрын
ଆରେ ଭାଈ ମୁଖ୍ୟମନ୍ତ୍ରୀ କୁ କାହିଁକି ଶୁଖିଲା ଟାରେ ବଦନାମ କରୁଛ ମନ୍ଦିର ର ପୂଜା କମିଟି ଓ ପୋଲିସ ଦାୟିତ୍ଵ ନେବା କଥା ଆଉ କ'ଣ ମୁଖ୍ୟମନ୍ତ୍ରୀ କ'ଣ ଧାଡ଼ି ତିଆରି କରି ଛାଡ଼ିବେ ନାଁ କ'ଣ ସତ କଥା ହେଲା ପୁରି ଲୋକ ମାନେ ବିଜେପି କୁ ଭୋଟ ଦେଈ ନାହାନ୍ତି ସେଥି ପାଇଁ ବିଜେପି ସରକାର ଙ୍କୁ ବଦନାମ କରୁଛନ୍ତି
@krishnasbekeryworld7709
@krishnasbekeryworld7709 3 ай бұрын
Sarakar nkara sabu dosa
@krishnasbekeryworld7709
@krishnasbekeryworld7709 3 ай бұрын
4 dayara pate lokanku chaadiba Kan darkar
@madhusmitapradhan2235
@madhusmitapradhan2235 3 ай бұрын
Modi badmash
@biswambharmanahira966
@biswambharmanahira966 3 ай бұрын
ସବୁ ବ୍ୟବସ୍ଥା କରି ଖୋଲିବା କଥା
@sidharthaparida931
@sidharthaparida931 3 ай бұрын
Au CM RA JADI DOSO NI .. NABIN PATNAIK NKU KAI DOSO DEUTHILA GOTE DWARA KHOLA THILA BOLI HEIBE MURKHA KICHI NA JANIKI PATI KARENI
@t.n.timepass9800
@t.n.timepass9800 3 ай бұрын
ବଡ଼ ଠାକୁର ଶ୍ରୀ ଜଗନ୍ନାଥ ଙ୍କୁ ଦେଖିବା କେଡ଼େ ସୌଭାଗ୍ୟ ର କଥା ତୁମ୍ଭ ମାନଙ୍କ ର କି ବାଳ ଭକ୍ତି ଅଛି ଯେ ଟିକେ ଅପେକ୍ଷା କରିଲେ କଷ୍ଟ ହଉଚି
@snehalatamurmu3961
@snehalatamurmu3961 3 ай бұрын
100% sata kahichhanti apana
@gautampradhan3182
@gautampradhan3182 3 ай бұрын
ଖାଲି ଶ୍ରୀମନ୍ଦିର ନାହିଁ ବଡ଼ ବଡ଼ ଯେତେ ମନ୍ଦିର ଅଛି। ଭିତରେ ବହୁତ ଏମିତି ଏକା ଭିଡ଼ ଲାଗିଥାଏ
@panchananpradhan2199
@panchananpradhan2199 3 ай бұрын
ପାଞ୍ଚ ଘଣ୍ଟା ଛିଡା ହେଉ ଥିଲ ସେଇଟା ଭଲ ଲାଗୁଚି
@niranjanmaity8227
@niranjanmaity8227 3 ай бұрын
କଷ୍ଟ କର କୃଷ୍ଣ ଙ୍କୁ ପାଇବ... ଜୟ ଜଗନ୍ନାଥ 🙏🙏🙏
@theologicalcalculationands3590
@theologicalcalculationands3590 3 ай бұрын
ବାଳ ଲୋକମାନେ ବାଳ ସରକାର ଆଣିଛନ୍ତି
@sanghamitradas371
@sanghamitradas371 3 ай бұрын
Tame bhari bhala loka tahele
@SuperBudheswar
@SuperBudheswar 3 ай бұрын
ଭାଈ ଏ କଣ କହୁଛ ନୂଆ ସରକାରର ପ୍ରଥମ ପୁରସ୍କାରକୁ ଭଲରେ ଉପଭୋଗ କରନ୍ତୁ ଆଉ ଆହୁରି ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚ ହଜାର ପୁରସ୍କାର ପ୍ରଦାନ କରାଯିବ, ଏତେ ବ୍ୟସ୍ତ ହୁଅନି ଭାଈ ମାନେ।
@RanjitKumar-f4q8l
@RanjitKumar-f4q8l 3 ай бұрын
to maa bia
@MIHIR1993
@MIHIR1993 3 ай бұрын
Hmm re bhai
@biswamberbhutia3280
@biswamberbhutia3280 3 ай бұрын
ମୁଣ୍ଡା ହାଣ୍ଡିଆ ପିଇ ମାତାଲ
@krushnakuna1341
@krushnakuna1341 3 ай бұрын
ଲୋକଙ୍କୁ ଯେତେ ସୁବିଧା ସେତେ ଅସୁବିଧା କହିବେ ପାଣ୍ଡିଆନ ଇଏ ଶଳା ଅସୁବିଧା କହୁଥିବା ଲୋକଙ୍କୁ ଠିକ୍ କରିଥିଲା
@TheTraveller21144
@TheTraveller21144 3 ай бұрын
Thare jaaiki dekhiki aaso taapare janiba suvidha ki asuvidha Khali KZbin re video dekhiki comments karidele haba ki😂
@pramodkumarsahoo5962
@pramodkumarsahoo5962 3 ай бұрын
​@@TheTraveller21144chari barsa Banda thila ebe kholichhi chhamasa jau sabu thik hei jiba.
@snehasmitasahoo1452
@snehasmitasahoo1452 3 ай бұрын
Right
@pradeepjena3595
@pradeepjena3595 3 ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଭିତରେ ସ୍ଥିତି ଅସମ୍ଭାଳ 80%ଲୋକ ମହାପ୍ରଭୁ ଙ୍କୁ ଦର୍ଶନ କରି ପାରୁନାହାନ୍ତି
@dejalinsingh9006
@dejalinsingh9006 3 ай бұрын
Jay Jagannath 🙏
@pithasoren999
@pithasoren999 3 ай бұрын
ଆସ୍ତେ ଆସ୍ତେ ସବୁ ବ୍ୟବସ୍ଥା ପାଇବେ । କଷ୍ଟକଲେ ଭଗଦାନଙ୍କର ଦରସନ ମିଳେ। ଜୟ ଜଗନ୍ନାଥ । 🙌
@bistusamanta8840
@bistusamanta8840 3 ай бұрын
ଏଥର ବିଜେପି ପଞ୍ଚମଦୁଆର ଖୋଲନ୍ତୁ ।
@damusingbhatara3894
@damusingbhatara3894 3 ай бұрын
Jay jagannath🙏🙏🙏🙏🙏🙏
@sorenstarlucky5060
@sorenstarlucky5060 3 ай бұрын
ତିରୁପତି ରେ ଆମକୁ ଭଗବାନ ଙ୍କୁ ଦର୍ଶନ ପାଇଁ 5ଘଣ୍ଟା ଲାଗିଥିଲା
@superdragonchannel429
@superdragonchannel429 3 ай бұрын
14 ghanta 2015re
@biplabroy8856
@biplabroy8856 3 ай бұрын
Mu 5 month tale jaithili Puri mate 15 min lagi thila jagganth darshan karia pain
@chittcreativity
@chittcreativity 3 ай бұрын
Kete ashirbad milila ?????
@Pinky59015
@Pinky59015 3 ай бұрын
Jaha kahilo pura thik😊
@debanandasahu7298
@debanandasahu7298 3 ай бұрын
Lokanku jahakalebi asubidha jay naveen sir
@minutesaboutShantikunjbyDSLenk
@minutesaboutShantikunjbyDSLenk 3 ай бұрын
ଗୋଟେ ଦିନରେ ସବୁ ହେଇଯାନ୍ତା
@taranisenrout7155
@taranisenrout7155 3 ай бұрын
ପାଣି,ନଦେଇକଣ,ନୁଆ ମୁଖ୍ଯ ମନ୍ତ୍ରୀ ତମକୁ ଥଣ୍ଡା ଦେଇଥାନ୍ତା ଭାବୁଚୁ
@user-tc8zk7gb1x
@user-tc8zk7gb1x 3 ай бұрын
Val,bahuta,val
@jayadevdash4046
@jayadevdash4046 3 ай бұрын
ଭାବି ଚିନ୍ତି କାର୍ଯ୍ୟ କରନ୍ତୁ
@prakashparida3663
@prakashparida3663 3 ай бұрын
ଯେଉଁମାନେ କମେଣ୍ଟ କରୁଛ, ଟିକିଏ ଭାବ ଖୋଲୁ ଖୋଲୁ ସୁବିଧା ହେଇଯିବ କି, ସମୟକୁ ଅପେକ୍ଷା କର ଧୀରେ ଧୀରେ ସବୁ ଠିକ୍ ହେଇଯିବ
@nabakishoresubudhi2647
@nabakishoresubudhi2647 3 ай бұрын
ଆଗରୁ ହେଉଥିଲା ନା ଏବେ ହେଉଛି......
@ratiswain2189
@ratiswain2189 3 ай бұрын
Thik kahicha
@SuperBudheswar
@SuperBudheswar 3 ай бұрын
ଆଗରୁ ଅସୁବିଧା ହେଉଥିଲା ଏବେ ନୂଆ ସରକାର ଖୋଲିଥିବା ଯୋଗୁଁ ଅନେକ ଲୋକ ମାନେ ଖୁସି ହୋଇ ଗଲେଣି କିନ୍ତୁ ଏବେ କଣ ଅସୁବିଧା ହେଲା ଚାରି ଦ୍ଵାର ଦେଇ ଭିତରକୁ ଯାଇ ଭଲରେ ଠାକୁରଙ୍କୁ ଦେଖିବେ ବୋଲି ପ୍ରତିଶୃତି ଦେଇ ଥିଲେ। ତାହା ହେଲା ଆଉ କଣ ଅସୁବିଧା ହେଉଛି ନୂଆ ସରକାର ସମାଧାନ କହିବେ ଆସନ୍ତା ପାଞ୍ଚ ବର୍ଷ ପରେ।
@kanhadalai5827
@kanhadalai5827 3 ай бұрын
Bhai bhitara katha ku jai hauni
@NirakarBiswal-zg4tn
@NirakarBiswal-zg4tn 3 ай бұрын
ଭାଇ ଜଗନ୍ନାଥ କଣ ତମ ଘର ଠାକୁର ଆସୁ ଆସୁ ଦେଖିଦେବ ।ଇଏ ପରା ସାରା ବିଶ୍ୱର ଠାକୁର ସାରା ବିଶ୍ବରୁ ଆସୁଛନ୍ତି ଦର୍ଶନ ପାଇଁ ତମର ଯଦି ଧୈର୍ଯ୍ଯ ରହୁନାହିଁ ତାହାଲେ ଘରେ ବସି ଡାକ ଠାକୁର ଶୁଣିବେ ।
@sanjaynaik5117
@sanjaynaik5117 3 ай бұрын
ଭିନ୍ନ ଲୋକଙ୍କ ଭିନ୍ନ ମତ। ବିଭିନ୍ନ ଚାନେଲର ବିଭିନ୍ନ ଖବର।କଷ୍ଟ କର କୃଷ୍ଣ ମିଳିବେ। ଲୋକେ ବହୁତ ସୁବିଧା ଖୋଜିବେ। ଯେମିତି ବାହାଘର ଭୋଜିରେ ଭୋଜି ଦେବାଲୋକ ପ୍ରମାଦ ଗଣୁଥିବ। କିନ୍ତୁ ଭୋଜି ଖାଇବାଲୋକର ଅନେକ ଅଭିଯୋଗ।
@saimaharana-vf9ln
@saimaharana-vf9ln 3 ай бұрын
Right
@PKPK-ik7vs
@PKPK-ik7vs 3 ай бұрын
ନାଇଁ ସରକାର ପ୍ରଭୁ ଜଗନ୍ନାଥ ଙ୍କୁ କହିକି ତମ ମାନଙ୍କ ଘରକୁ ପଠେଇଦେବେ ତମେ ଘରେ ସୋଇକି ଭଗବାନଙ୍କୁ ଦର୍ଶନ କରିବ ।।
@manaranjanmuna
@manaranjanmuna 3 ай бұрын
ତମକୁ ସୁବିଧା କଲେ ତମେ ଅସୁବିଧା କଇବ
@ParameswarMuduliTutu
@ParameswarMuduliTutu 3 ай бұрын
ଏବେ ଜା ପୁରୀ ଜାଣିବ ସୁବିଧା କଣ
@user-pf8it2gg1p
@user-pf8it2gg1p 3 ай бұрын
​@@ParameswarMuduliTutuତୁ ଯାଇଥିଲୁ କି ତୋ ବାପା ଫାଣ୍ଡି ଆନ ତାମିଲନାଡୁ ଫଲାଈ ଗଲା ସେଥି ପାଇ ଅସୁବିଧା ହେଉଛ ଭଲି କହୁଛ
@hardworkneverdies5679
@hardworkneverdies5679 3 ай бұрын
ତୁମର ଜଉ ପେଳ ସୁବିଧା
@baralcreations4636
@baralcreations4636 3 ай бұрын
ରଜ ଉପଲକ୍ଷେ ଭିଡ ଅଛି ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରିବେ ❤❤🙏🙏🙏
@anandadas2271
@anandadas2271 3 ай бұрын
ଭଲ କଥା
@bijaykhuntia
@bijaykhuntia 3 ай бұрын
ବିନା ଲାଇନରେ ପଣ୍ଡାନନା ମାନେ ମନ୍ଦିର ଦ୍ଭିତରକୁ କିଛି ଭକ୍ତ ମାନଙ୍କୁ ନେଇ ଜାଉଛନ୍ତି ଜଣଙ୍କ ପିଛା 300 ଟଙ୍କା ଲେଖାଏଁ😮 ଶ୍ରୀ ମନ୍ଧିର ରେ କିଛି ସୁବିଧା ହଉନି ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ 😢ପଣ୍ଡା ନନା ମାନଙ୍କର ଜବର ମୁହଁ😮 କରୁଛନ୍ତି ପୁରୀ ଆମର ଜଗନ୍ନାଥ ବି ଆମର😢
@sameerjena931
@sameerjena931 3 ай бұрын
ଚାରି ଦ୍ଵାର ଖୋଲି ଦେବା ବଡ଼ କଥା ନୁହେଁ ସୁବିଧା କରିବା ଦରକାର
@user-ud7vs3en2f
@user-ud7vs3en2f 3 ай бұрын
କଣ ପାଇଁ ଯାଉଛ କି ସେଠୀକୁ ? କଣ ଅଛି କି ସେଠୀ ? ମୁର୍ଖ ମାନଙ୍କର କାମ !! ଆଜିକାର ଏଇ ଶିକ୍ଷିତ ଯୁଗରେ ଟିକେ ତର୍କ ଶୀଳ ହୁଅ !!
@premsagarsahoo2514
@premsagarsahoo2514 3 ай бұрын
ସବୁ ଦୋଷ ନେତା ମନ୍ତ୍ରୀ ମାନଙ୍କର, ତମ ମାନଙ୍କର ଶଳେ ଦୋଷ କିଛି ନାହିଁ,
@pratapkumarnayak9677
@pratapkumarnayak9677 3 ай бұрын
ସବୁ ସମସ୍ୟାର ସମାଧାନ କଣ ଗୋଟିଏ ଦିନରେ ସମ୍ଭବ? ଆମ ମାନସିକତା ଏମିତିକି ଯାହା ଦୁଵିଧା କରୁଛ ସବୁ ତତକ୍ଷଣାତ କର l
@bishnuprakashsuna
@bishnuprakashsuna 3 ай бұрын
AC tunnel was helping devotees in taking rest. Unfortunately broken
@SRAJ2662
@SRAJ2662 3 ай бұрын
ଆରେ ସାଧାରଣ ମନ୍ଦିର ଗୁଡିକରେ ତ ଭିଡ ହେଉଛି ଆଉ ଇଏ ପୁଣି ଶ୍ରୀମନ୍ଦିର ଭିଡ ତ ନିହାତି ହେବ... ବିଶ୍ୱ ସାରା ଲୋକ ଆସିବେ ଯାହା ହେଲେ ଭିଡ ହବ.. ଭଗବାନ ଙ୍କୁ ଦର୍ଶନ କରିବାକୁ ନିହାତି କଷ୍ଟ କରିବାକୁ ପଡିବ.... 4 ଦ୍ୱାର ଖୋଲିଲା ଠିକ ଅଛି ଖାଲି ଟିକେ ଶୃଙ୍ଖଳିତ ଦର୍ଶନ ର ବ୍ୟବସ୍ଥା କରିବା ଆବଶ୍ୟକ.. ସରକାର ନିହାତି ଏ କ୍ଷେତ୍ରରେ ପଦକ୍ଷେପ ନେବେ...
@minutesaboutShantikunjbyDSLenk
@minutesaboutShantikunjbyDSLenk 3 ай бұрын
ଓହୋ ଧୀରେ ସମାଧାନ ହେବ, ଯେତେ ସୁବିଧା ସେତେ complaint
@monalisamalik994
@monalisamalik994 3 ай бұрын
ପ୍ରକୃତରେ ଓଡ଼ିଶା‌ ବାସି ହେଉଛନ୍ତି ଲୋଭି ଯେତେ ମିଳିଲେବି ଅଣ୍ଟେନୀ ଆଉ ରହିଲା ଭକ୍ତ କଥା ଆମେ ସମସ୍ତେ ଯଉ କହିଛନ୍ତି କି ଆମେ ଜଗନ୍ନାଥଙ୍କର ଭକ୍ତ କିନ୍ତୁ ଜଣେ ଭକ୍ତ ର ଲକ୍ଷଣ ଏମିତି ନୁହେଁ ଆରେ। ତୁମେମାନେ ସମସ୍ତେ ନିଜକୁ ଧନ୍ୟ ମନେ କରିବା କଥା କି କାଳିଆ ତୁ ଦର୍ଶନ ନଦେଲୁ କ'ଣ ହେଲା ତୋ ବଡ଼ ଦାଣ୍ଡ କୁ ଆସିଛି ଯଦି କାଳିଆର ଦର୍ଶନ ମିଳୁନୀ ସେଇଟା ହେଉଛି ଆମ କର୍ମ ର ଫଳ କାହିଁକୀନା ଆମେ ସେତିକି ଭକ୍ତୀ କରିନା
@patitakumarchoudhury9855
@patitakumarchoudhury9855 3 ай бұрын
ଚାରି ଦ୍ୱାର ଖୋଲିବା ର ମୂଲ୍ୟ କିଛିବି ନାହିଁ., ସବୁ ଅବ୍ୟବସ୍ଥା ମନ୍ଦିର ଭିତରେ,
@SK-wy1wq
@SK-wy1wq 3 ай бұрын
ଯଦି ତମ ମାନଙ୍କୁ ଖରା ହଉଛି ଶୀତ ଦିନରେ ଦର୍ଶନ କରିବାକୁ ଆସ ଏଇଟା ଆମ ସରକାରଙ୍କ ନିୟମ ମାନିବାକୁ ପଡ଼ିବ
@Invisible_TUNA
@Invisible_TUNA 3 ай бұрын
Jay jagannath ❤
@ranavlogs6756
@ranavlogs6756 3 ай бұрын
ବଢ଼ିଆ ହେଇଛି ଚାରି ଦ୍ୱାର ଖୋଲିକି ଯୋଉମାନେ ହାଉଳି ଖାଉଥିଲେ ମାରନ୍ତୁ ସବୁ
@RanjankumarJena-m7d
@RanjankumarJena-m7d 3 ай бұрын
Good msg mausha
@user-go7pi3vl5l
@user-go7pi3vl5l 3 ай бұрын
Jay Jagannath 🙏❤️🙏
@lokeswarpadhan4502
@lokeswarpadhan4502 3 ай бұрын
Jai jagannath 🚩🚩🚩🚩🚩🚩🚩
@tusarkantaparija8548
@tusarkantaparija8548 3 ай бұрын
Chardwara kan purbaru banda thila ? Ebe kholagala ?
@Twins_Lifestyle
@Twins_Lifestyle 3 ай бұрын
ଆରେ କଷ୍ଟ କଲେ ସିନା କୃଷ୍ଣ ମିଳିବେ.... ଖାଲି ସବୁଥିରେ ସୁବିଧା ଖୋଜ ତମେ... ଏଇ 4 ଦ୍ୱାର ଖୋଲା ହେଲା.. କିଛି ବ୍ୟବସ୍ଥା କରାଯିବ ନିଶ୍ଚୟ ଏତେ ବ୍ୟସ୍ତ କାହିଁକି....?
@allcricketfan18
@allcricketfan18 3 ай бұрын
I agree
@mrperfectlipu8637
@mrperfectlipu8637 3 ай бұрын
Jay jay jay jagannath 😘🙏🙏🙏🙏🙏💋❤️🇮🇳🛕😍
@saregamadesiatv1234
@saregamadesiatv1234 3 ай бұрын
Ame thik janichu ....Amo odia lokonku dui ade muho ochi.....
@durgaprasadpattanaik3912
@durgaprasadpattanaik3912 3 ай бұрын
Darshan karibaku jiba ete subidha khojile heba angya charidwar kholigal jia joupate srimandir ku jibe asibe jay jagannarth
@rajukhatua7116
@rajukhatua7116 3 ай бұрын
ଆରେ ମଉସା ଶ୍ରୀମନ୍ଦିରରେ ଅଧିକ ଭିଡ ସେଥିପାଇଁଏ ଅସୁବିଧା କାରଣ ରଥଯାତ୍ରା ଆସିଲାଣି ଏଣେ ଚାରି ଦୁଆର ଖୋଲହେଲା ଲୋକ ତ ଅଧିକ ହେବେ ନିଶ୍ଚିତ, ଲୋକ ଚାରିଦୁଆର ଦେଖିବାକୁ ଅଧିକ ଆସୁଛନ୍ତି ଆମେ ମହାପ୍ରଭୁ ଙ୍କୁ ଦର୍ଶନକରି ବାକୁ ଆସୁଛନ୍ତି ଟିକେ ଧର୍ଯ୍ୟର ସହିତ ରହି ଦର୍ଶନ କରିବା ଠିକ, କାରଣ ଯଦି 10/ 50 ଲୋକ ହେଲେ ଶୀଘ୍ର ହୁଅନ୍ତା ପୁରୀ ଧାମ ରେ ତ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ କାହାକୁ ଆଗେ ଛାଡ଼ିବେ ତେଣୁ ଧର୍ଯ୍ୟର ଫଳ ମିଠା,
@manashnayak2794
@manashnayak2794 3 ай бұрын
ଇୟେ ହେଇନି କିଛି ଦେଖଆଘକୁ କଣ ହଉଛି ବିଜେପି କୁ ଭୋଟ ଦେଇଛ ଜିତେଇଛ ଏବେ ଖୁସିତ ଆମ ନବୀନ ସରକାର ଭଳି ବିଜେପି ସରକାର ହେଇପାରବେନି 💯💯💯
@pappy669
@pappy669 3 ай бұрын
ଅସହ୍ୟ ଗ୍ରୀସ୍ମ ପ୍ରବାହ ଦାଉରୁ ଭକ୍ତ ମାନଙ୍କ ସୁରଖ୍ୟା ଦ୍ରୁଷ୍ଟିରୁ ନବିନ ବାବୁ ଏ.ସି କରିଡର କରିଥିଲ କିନ୍ତୁ ଏ ବିଜେପି ସରକାର ତାକୁ ଧୁଳିସାତ୍ କରି ନିଜର ଔକାତ ମଣ୍ଡନ କରୁଛି ଏଠି ବିକାସ ଆଳରେ ବିକାଶ କୁ ଭଙ୍ଗାଜାଇଛି
@omm6324
@omm6324 3 ай бұрын
AC karidar mandira bahare thila bhitare nuha mandira bhitaraku jibare lokanka kichi asubidha nahi mandira garbha gruhaku jiba pain lokanku asubidha hauchi
@amiyapriyabhoi7651
@amiyapriyabhoi7651 3 ай бұрын
Bhai garbha gruha re agaru ame jauchi kintu amiti haunathila input adhike hele aya hi haba.
@biswaranjanbalabantaray1456
@biswaranjanbalabantaray1456 3 ай бұрын
Mukhya mantri aaji surjya bhai pakhaku phon karithile agami barsh tharu aau kharadina hebani
@pappy669
@pappy669 3 ай бұрын
@@omm6324 mandira bhitaraku jibaku asubidha nahin bhaire thare Puri I aase ape ape bujhijibu bahare lokankara gandi phatilani kharare ie Kaila na kn bhitare asubidha bhitare bahare same situation
@dkfunny3402
@dkfunny3402 3 ай бұрын
Are tama manaku jadi khara କାଟୁଚି kn pain khara dinare asucha
@RajeshJala-uq1kg
@RajeshJala-uq1kg 3 ай бұрын
Nice video BJD Jay Jagannath BJD BJD BJD BJD BJD
@y7odisha174
@y7odisha174 3 ай бұрын
Ki ସୁନ୍ଦର୍ କଥା😢 ଆଗରୁ କୋଉଠି ଥିଲ
@akshayakumarbehera4781
@akshayakumarbehera4781 3 ай бұрын
Majhi magic
@rengejkola123
@rengejkola123 3 ай бұрын
Balo na 😂
@pabitrbisoyi4679
@pabitrbisoyi4679 3 ай бұрын
ଏବେ ନାମ ନେଲେ ଭଲ ଲାଗିବ,,,,, କିଛି ମନ୍ତ୍ର ଜପ କର 😁😁 ଆଉ ଅସୁବିଧା ହବନି,,,,, ଏବେ ନୁଆ cm ଘରକୁ ଘର ଠାକୁର ବୁଲେଇବେ
@simiyansabar2830
@simiyansabar2830 3 ай бұрын
ନିଜର ପ୍ରତିଶୃତି ପାଳନ କଲେ ହେବ ନାହିଁ ତାର ସୁବିଧା ଅସୁବିଧା ବୁଝି କାର୍ଯ୍ୟ କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ ଅଟେ.
@Babu11158
@Babu11158 3 ай бұрын
ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଛ ପୁଣି ସୁବିଧା ଖୋଜୁଛ ଗୋଡ଼ ତାତୁଛି , ଖରା ହେଉଛି, ଚାରି ଘଣ୍ଟା ଅପେକ୍ଷା କଲୁଣି, ସବୁ ବାହାନା କରୁଛ ଠାକୁର ଦର୍ଶନ କରିବାକୁ ଆସିଛ ସୁବିଧା ଖୋଜୁଚ 😂😂😂 କିଛି ତ କଷ୍ଟ କର ହେ କଳିଯୁଗ ମଣିଷ
@DPvlogs10
@DPvlogs10 3 ай бұрын
Kosta kole krushna mile 🙏 wait kole sena god asirbad debo
@saregamadesiatv1234
@saregamadesiatv1234 3 ай бұрын
4 duaro kholi no thile questions kori thante au ebe kholi dela pore bi sei drama....Amo loko kebe sudhuribe ni
@Mrakash992
@Mrakash992 3 ай бұрын
ମାଗିଆ କେତେ କ ଜନତା ଶଳା ଆଗରୁ ପୁଣି ଚାରିଦ୍ୱାର ଖୋଲା ଥିଲା ଯାଉଥିଲ ଏବେ ଅସୁବିଧା ହେଉଛି
@user-fd6ct6sn4g
@user-fd6ct6sn4g 3 ай бұрын
Jaldi ସ୍ପେସିଆଲ securty ବାଟାଲିୟନ ନିଯୁକ୍ତି କରାଯାଉ Vacncy khali padiche
@DalghaMurmu
@DalghaMurmu 3 ай бұрын
24ବର୍ଷ ହେଲା ଅସୁବିଧା ହେଉ ନ ଥିଲା ଏବେ ହେଉଛି ମନ୍ଦିର ପରିଚାଳନା କମିଟିକରୁଛି କଣ ସେମାନେ ଦେଖିପାରୁନାହାଂତି
@amagiha1046
@amagiha1046 3 ай бұрын
Abe BJP Banda khauchu tu
@khulananahak1618
@khulananahak1618 3 ай бұрын
Jay jagannath jay nabin
@nehamahapatra2717
@nehamahapatra2717 3 ай бұрын
Badhia aeya darkar thila ta ae mananku😅😅😅 purba time ru ta aahuri bekar😅😅😅
@gamingworld-wh3rh
@gamingworld-wh3rh 3 ай бұрын
Thik katha
@lee2biswal481
@lee2biswal481 3 ай бұрын
Apana mane 2-3 hrs re kanducha ame 5 hrs rahi b dekha kalu god nku... Bt mu khusi... ete sahaj nuhe kalia ku dekhibaku... Jou papa karichha taha tk bhoga.. Nature ku katiki nasta kala khara badhila....😢 Jai jagannath...
@hariharpradhan1177
@hariharpradhan1177 3 ай бұрын
ଇଚ୍ଛା ହେଲେ ରୁହ ନହେଲେ ପାକିସ୍ତାନ ପଳାଅ
@niranjanmohanty4338
@niranjanmohanty4338 3 ай бұрын
crowd management inside temple is most important Dhadidarsan inside temple is absolutely necessary.otherwise opening of fourdwar is meaningless.
@BiswanathJani-yy9te
@BiswanathJani-yy9te 3 ай бұрын
ମନ୍ଧିର ଗଲେ ତୁମକୁ ଭଗବାନ ମିଳନ୍ତିକି ନିଜଉଦୟରେ ଭଗବାନ ଅଛନ୍ତି
@STARWORLD420
@STARWORLD420 3 ай бұрын
Tahele kan mandira taku bhangi deba ok 🫣
@basantakubehera5578
@basantakubehera5578 3 ай бұрын
ମାଗଣା ରେ ପାଇବା ଆରାମରେ ଯିବା ଖରା ନଥିବ ବର୍ଷା ବି ନଥିବ ତାହେଲେ କେମିତି ହେବ l
@jaydebmajhi236
@jaydebmajhi236 3 ай бұрын
Like video 🎉🎉🎉
@angulmix9903
@angulmix9903 3 ай бұрын
ସେଇଥି ପାଇଁ ନବୀନ ସରକାର ଚାରୀ ଦୁଆର ଖୁଲୁ ନଥିଲେ
@SUJITKUMARDASH-ff6ck
@SUJITKUMARDASH-ff6ck 3 ай бұрын
ଅବୁଝା ରାଜା କୁ ପାଳଦଣ୍ଡା ମନ୍ତ୍ରୀ, ଖାଲି ଶୁଖିଲା ବାହାଦୂରୀ
@sumantabehera7642
@sumantabehera7642 3 ай бұрын
Right 👍
@ODISHA-VOLG
@ODISHA-VOLG 3 ай бұрын
Odia mane jetha 🙏🙏❤️❤️
@kailashnicesongsahoo9878
@kailashnicesongsahoo9878 3 ай бұрын
ବିନା ଆଲୋଚନା ରେ ସରକାର ଚାରି ଦୂର ଖୋଲିବା ବଡ଼ ଭୁଲ୍ ସରକାର ଲାଇନ୍ ରେ ଠିଆହେଲେ ଯାଣନନ୍ତେ
@Randomboyrisi
@Randomboyrisi 3 ай бұрын
Bhala heichhiiii mara sabu
@rameshmajhi4317
@rameshmajhi4317 3 ай бұрын
ଶଳା ଭଗବାନ ପାଇଁ 5 ଘଣ୍ଟା ଠିଆ ହେଇ ପାରୁନି,ତୁମେ ସେଇଠି ଦେଖା କରିବାକୁ ଯାଇଛ ନାବେ କଷ୍ଟ କେତେ ହେଉଛି ସମୀକ୍ଷା କରିବାକୁ ଯାଇଛୁ , କଷ୍ଟ ନ କଲେ କୃଷ୍ଣ ଜନିଛୁ ନାବେ ବେ ଋଷି ମୁନି ହନୁମାନ, ଶାବରୀ, ବର୍ଷ ବର୍ଷ ଅପେକ୍ଷା କରିଥିଲେ ସିଏ ନିଜେ ଖୋଜି କି ଆସିବ😊😊😊
@rajendradalei8483
@rajendradalei8483 3 ай бұрын
Thik Katha Je, Hele Chari Dwara Kholi Baha Baha Neba Ta Kou Drustiru Thik?
@rameshmajhi4317
@rameshmajhi4317 3 ай бұрын
@@rajendradalei8483 public demand drusti ru
@prassannath9172
@prassannath9172 3 ай бұрын
ବିଜେପି ଓଡିଶା ବାସୀଙ୍କୁ ଲଲିପପ୍ ଦବ ଟିକେ ରୁହ
The CUTEST flower girl on YouTube (2019-2024)
00:10
Hungry FAM
Рет қаралды 48 МЛН
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 5 МЛН
Modus males sekolah
00:14
fitrop
Рет қаралды 20 МЛН
Topae Sindura Dipata Sankha | Full Movie | Uttam Mohanty | Aparajita Mohanty | Odia Movie
2:23:00
Natia Comedy Part 455 || Gupchup khia
14:15
utkal cartoonworld
Рет қаралды 3,1 МЛН
How Your Gut Can Shape Your Brain | Vantage with Palki Sharma
4:22
The CUTEST flower girl on YouTube (2019-2024)
00:10
Hungry FAM
Рет қаралды 48 МЛН