`କ୍ରୀଡ଼ାମନ୍ତ୍ରୀଙ୍କୁ ସୁବାସଙ୍କ ନିନ୍ଦା’ | Odisha Reporter

  Рет қаралды 5,519

Odisha Reporter

Odisha Reporter

Күн бұрын

କଟକ ବାରବାଟୀ ଷ୍ଟାଡିୟମର ନବୀକରଣ କାର୍ଯ୍ୟ ପାଇଁ ସରକାରଙ୍କ କୈାଣସି ଯୋଜନା ନଥିବା ରାଜ୍ୟ କ୍ରିଡ଼ା ମନ୍ତ୍ରୀଙ୍କ ବକ୍ତବ୍ୟକୁ ନିନ୍ଦା କରିଛନ୍ତି କଟକ ମେୟର ସୁବାସ ସିଂ। ସେ କହିଛନ୍ତି, କଟକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଗତ ସରକାର 700ଶହ କୋଟି ଟଙ୍କାର ବ୍ୟୟବରାଦ କରିବା ସହ ଶିଳାନ୍ୟାସ କରିଥିଲେ। ଏଥିପାଇଁ ରାଜ୍ୟ କ୍ୟାବିନେଟ ପାସ୍ କରିବା ସହ ଡିପିଆର ପ୍ରସ୍ତୁତ କରିଥିଲେ ପୂର୍ବ ସରକାର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #subashsingh #cuttack #cmc #odisha #news #BarabatiStadium #odishareporter

Пікірлер: 48
@avinnasahoo5014
@avinnasahoo5014 2 ай бұрын
ଏ ଲୋକ ଟା ଗୋଟିଏ ନିଳ ବର୍ଣ୍ଣ ର ଶୃଗାଳ
@bikramkesharijena48
@bikramkesharijena48 2 ай бұрын
ଖାଲି ମିଛ କହୁଛ ସୁବାସ ବାବୁ ତୁମ କାମ ସରିଗଲୀଣି। ଆଉ କଟକ ବାସି କୁଂ ଲଲିପପ ଦେଖାନି
@kishorechandratripathy8788
@kishorechandratripathy8788 2 ай бұрын
କଥା,କୁହାଳିଆ, ଏଲୋକ,ଏମାନଙ୍କ କଥାରୁଜଣାପଡୁଛିପୂରବ ସରକାର କିଛିକରିନାହାତି, ଶମିକନେତାଥିବାବେଳେତମେଲୋକଙ୍କରକଣକରିଥିଲ
@mituprdhan2020
@mituprdhan2020 2 ай бұрын
25 ବର୍ଷ ହେଲା କ'ଣ କରିଛ
@kalucharanpatra5767
@kalucharanpatra5767 2 ай бұрын
ଏକ ନମ୍ବର ଦଲାଲ୍ ଟା
@SR_SanjayCreation
@SR_SanjayCreation 2 ай бұрын
Otv ଏହି ଖବର ପ୍ରସାରଣ କରିଥିବାରୁ ବହୁତ ଧନ୍ୟବାଦ
@biswanathmaharana6504
@biswanathmaharana6504 2 ай бұрын
ତୁମ ସରକାର 24 ବର୍ଷ ରହିଲା ସେତେବେଳେ କଣ karuthila
@jiban_07
@jiban_07 2 ай бұрын
Bhai tm kn odisha rahuna na ki
@haraprasadmahanta4657
@haraprasadmahanta4657 2 ай бұрын
କଟକରେ କୋଟି କୋଟି ଟଙ୍କା ଦୁର୍ନୀତି କରି ଖାଉଛ କାହିଁକି ନବୀକରଣ ଅନ୍ୟ ଜିଲ୍ଲାମାନଙ୍କରେ ନୂଆ ଷ୍ଟାଡିୟମ ହେବ
@KarunakarDhani-eo2sl
@KarunakarDhani-eo2sl 2 ай бұрын
ସୁବାସ ବାବୁ ଆଗରୁ ଟିଣାଲିଭା ପାର୍ଟି ରେ ଥିଲା।
@Jinarani143
@Jinarani143 2 ай бұрын
କଣ ରେ ଶୃଗାଳ ୨୪ ବର୍ଷ ରେ କଣ କିଛି ବି କରି ପାରିଲା ନି ଖାଲି ଗିଳି ଦେଲ ଆଉ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛ
@chintamanibehera6928
@chintamanibehera6928 2 ай бұрын
ଏହିତ୍ୟ କୁ ଭାଙ୍ଗି ବା ବିଜେଡି ର ପୁରୁଣା ଅଭା ସ
@biswaranjandora9211
@biswaranjandora9211 2 ай бұрын
ନାହିଁ ତ ନାହିଁ ଆଉ କଣ କରିବା, କଥାରେ କରିଥିଲ କାଗଜ ରେ କଲନି,ତାର ଫଳ ଭୋଗ😂😂
@dasharathiroutray7176
@dasharathiroutray7176 2 ай бұрын
How much was the pc ?
@haraprasadmahanta4657
@haraprasadmahanta4657 2 ай бұрын
Watco Company Cuttack Drainage ରେ କୋଟି କୋଟି ଟଙ୍କା ଖାଇଛ ପଣ୍ଡା ବାବୁ ଓ ତୁମେ ମିଶି ଖାଇଛ
@manojmohanty8885
@manojmohanty8885 2 ай бұрын
24erys re kana karicha tautara dala
@mituprdhan2020
@mituprdhan2020 2 ай бұрын
ନବୀନ ବେଳେ ଚାଟ
@pragnya5887
@pragnya5887 2 ай бұрын
7 ଶ ଖର୍ଚ୍ଚ କରି ହେଲା ଆଇ କଣ।
@soumyaranjanmohapatra1033
@soumyaranjanmohapatra1033 2 ай бұрын
କଟକ କୁ ଅବହେଳା ବହୁତ ମହଂଗା ପଡିବ ବିଜେପି ସରକାର ରେ କଟକ ପାଇଁ କିଛି ନାହିଁ ।
@surendramoharana6643
@surendramoharana6643 2 ай бұрын
Naa bhangi new stadium banajau.
@HariharaMohapatra-n8y
@HariharaMohapatra-n8y 2 ай бұрын
Minister kan kahachanti bhal re bujhi paru nahanti.Jadi sabu hoithila sports department ketemiti janileni.
@RajeshDas-qz2ly
@RajeshDas-qz2ly 2 ай бұрын
Tume galua dala 24 barsha dhari kebala silanyasha karichhana....
@jiban_07
@jiban_07 2 ай бұрын
Bhai tm kn helper thila ki seti 😂😂
@avinnasahoo5014
@avinnasahoo5014 2 ай бұрын
ଏ ଲୋକ ନିଳ ବର୍ଣ୍ଣ ର ଶୃଗାଳ ​@@jiban_07
@KedarJena-ki9el
@KedarJena-ki9el 2 ай бұрын
Minister is right,no doubt
@RajeshkumarnayakRajesh-if1kg
@RajeshkumarnayakRajesh-if1kg 2 ай бұрын
Subash babu 25year vitore Odisha kete pila sprot re Agoku jaichonti Kohibe ki subash babu
@bibhubaibhav453
@bibhubaibhav453 2 ай бұрын
Gariba lokanka tanka khai badaloka Bhuligalani
@prasannakumardas1
@prasannakumardas1 2 ай бұрын
Sasanrea thila samayarea lokanku bhuana, boka banai thakuthilu boli manijao ?
@quoteoftheday2357
@quoteoftheday2357 2 ай бұрын
BJD ra jojana mala mala kama drubala bina budget re ghosana BJD ra Patan 😂
@AchintyaBiswal
@AchintyaBiswal 2 ай бұрын
Communist ru asi subash bahut katha kahuchhanti.
@SatyaranjanKar-xx4pc
@SatyaranjanKar-xx4pc 2 ай бұрын
Luteba chada au kechi karinathila
@beautyofnaturebk2210
@beautyofnaturebk2210 2 ай бұрын
Kichhi darkar nai barabatiku bhangiba ..kemiti bhala khelali production hebe se katha chinta karantu
@babunamallick5594
@babunamallick5594 2 ай бұрын
ଓଡ଼ିଶା ରେ ବିଜେପି ସରକାର କେବଳ ରଙ୍ଗ ଏବଂ ନାମ ପରିବର୍ତ୍ତନ କରି 5 ବର୍ଷ ବେକାର ରେ ସାରି ଦେବ, ସେ ନୂଆ କିଛି କରିବେନି, ଓଡ଼ିଶା ପାଇଁ ବେକାର ଏ ବିଜେପି ସରକାର
@pintujena7850
@pintujena7850 2 ай бұрын
Nabeen thila micha sarakar
@HariharaMohapatra-n8y
@HariharaMohapatra-n8y 2 ай бұрын
Besi katha kahanti a babu
@dasharathiroutray7176
@dasharathiroutray7176 2 ай бұрын
Frustrated bjd??
@sudhakarSoren-jw7zm
@sudhakarSoren-jw7zm 2 ай бұрын
Tu ta gate odisha ra ek No-1 chura
@akshayketan729
@akshayketan729 2 ай бұрын
Lying
@akpanda833
@akpanda833 2 ай бұрын
Who is Subas
@AjayakumarMishra-m7d
@AjayakumarMishra-m7d 2 ай бұрын
Galua
@SibaPrasadPadhi-nw5rt
@SibaPrasadPadhi-nw5rt 2 ай бұрын
No 1 dalal o tautor
@KalyaniSahoo-z7x
@KalyaniSahoo-z7x 2 ай бұрын
Chor
@chinmayadas8130
@chinmayadas8130 2 ай бұрын
Kichi darakar nahi
@kanhusahoo4289
@kanhusahoo4289 2 ай бұрын
Seithipain Mase bhitare pacheri khasipadila
А что бы ты сделал? @LimbLossBoss
00:17
История одного вокалиста
Рет қаралды 9 МЛН
Ozoda - Lada ( Official Music Video 2024 )
06:07
Ozoda
Рет қаралды 31 МЛН
Synyptas 4 | Арамызда бір сатқын бар ! | 4 Bolim
17:24
DID A VAMPIRE BECOME A DOG FOR A HUMAN? 😳😳😳
00:56
Collector, Don't Scare a HC Judge, IAS Suspended #lawchakra #law
12:48
А что бы ты сделал? @LimbLossBoss
00:17
История одного вокалиста
Рет қаралды 9 МЛН