କୁଆଁର ପୁନେଇ ଜହ୍ନ ଲୋ | Samaj O Sanskruti | Baishnaba Charan Mohanty | Kumar Punei Jahna Lo Odisha 365

  Рет қаралды 8,648

ODISHA 365

ODISHA 365

Күн бұрын

Пікірлер: 55
@thirdeye9492
@thirdeye9492 Ай бұрын
ପ୍ରଣାମ ଆଜ୍ଞା... ସଂସ୍କୃତି ବଞ୍ଚିଲେ ଆମେ ବଞ୍ଚିବା 🙏❤️
@maheswarmohapatra3233
@maheswarmohapatra3233 Ай бұрын
ବିଲୁପ୍ତପ୍ରାୟ ସଂସ୍କୃତି...... ଓଡ଼ିଆ ସଂସ୍କୃତି ବୁଡି ଯାଉଛି..... ଆଜ୍ଞା ଆପଣଙ୍କ ସୂଚନା ଭାରି ମୂଲ୍ୟବାନ.....
@gayatripatel1681
@gayatripatel1681 Ай бұрын
ଆଜ୍ଞା ନମସ୍କାର । ଆମର କୁମାର ପୂର୍ଣ୍ଣିମାର ପରମ୍ପରା ବିଷୟରେ ଜାଣି ବହୁତ ଖୁସି ଲାଗିଲା । ଧନ୍ୟବାଦ ।
@subashmishra5616
@subashmishra5616 Ай бұрын
❤ସୁନ୍ଦର ଜହ୍ନି ଫୁଲ ଠ ଠା କାକୁଡି ଫୁଲ ଠ ଠା କୁମାର ପୂର୍ଣ୍ଣିମା ଜହ୍ନର ହସ ଓଡ଼ିଆ ପରମ୍ପରା ବିଳାସ । ଜୟ କୁମାର କାର୍ତ୍ତିକେୟ ବରଦା ଭବନ୍ତୁ ଧନ୍ୟବାଦ ପ୍ରଣାମ ଜୟ ଜଗନ୍ନାଥ
@debendranayak2739
@debendranayak2739 Ай бұрын
ସତରେ ଆଜ୍ଞା ମନେ ପଡେ ଆଜି ସେହି ପିଲା ଦିନର କଥା। ଯାହା ଆପଣ କହିଗଲେ ନିରାଟ ସତ୍ୟ ବଚନ। ସାଧୁବାଦ ଜଣାଉଛି ଆପଣଙ୍କୁ। ସପ୍ରେମ ପ୍ରଣାମ 🙏🙏🙏🙏🙏
@PaagalKhopdi
@PaagalKhopdi 16 күн бұрын
ବହୁତ୍ ସୁନ୍ଦର୍ ଉପସ୍ଥାପନା😊 ବହୁତ୍ କଥା ଜାଣିବାକୁ ପାଇଲି, ମୋ ପିଲା ବେଳେ ମୋ ଭଉଣୀ ଆଉ ଗାଁ ଝିଅ ମାନେ ଗୀତ ବୋଲି ଚାଉଳ ମାଗନ୍ତି ଘର ଘର ବୁଲି, ଆଣନ୍ତି ଫିଷ୍ଟ କରି ଖାଆନ୍ତି , ଏସବୁ କିଛି ଜାଣିଥିଲି, ଏତେ କଥା ଜାଣି ନଥିଲି ବହୁତ୍ ବହୁତ୍ ଧନ୍ୟବାଦ୍
@RanjitMallik-sr6vc
@RanjitMallik-sr6vc Ай бұрын
❤ଜୟ ଜଗନ୍ନାଥ ❤
@RakeshMStory
@RakeshMStory Ай бұрын
ଭାଦ୍ରବ ମାସର ନୂଆଁଖାଇ ପର୍ବ କୁ ଭୁଲିଗଲେ ଆପଣ, ଯାହାକି ଗୋଟିଏ କୃଷକ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ❤ 10:39
@gourishankarmishra929
@gourishankarmishra929 Ай бұрын
ସାର, ନମସ୍ତେ, ଆଜି ଆପଣ ଅଶ୍ରୁସିକ୍ତ କରିଦେଲେ ଅତୀତ ର ସ୍ମୃତି ଏତେ ସ୍ୱପ୍ନିଳ ଆଉ ଏତେ ସ୍ୱର୍ଣ୍ଣିମ ଯାହା ଏବେ କଳ୍ପନା ର ବାହାରେ.
@trailokyamohanty3681
@trailokyamohanty3681 Ай бұрын
ବହୁତ ବଢିଆ ଲାଗିଲା
@ManasDas-rv4mc
@ManasDas-rv4mc Ай бұрын
Jay shree jagannath 🙏🙏🙏
@jaganmohanz
@jaganmohanz Ай бұрын
ଏ ବ୍ୟତିକ୍ରମ ଆମ ଦେଶରେ ।ଓଡ଼ିଶା ରେ ଅଧିକ ଆମ ପଡ଼ୋଶୀ ଦେଶ ନେପାଳ ରେ ଏମିତି ନୁହେଁ । ସେମାନେ କୌଣସି ଇଂରାଜୀ ମାସ କୁ ଅନୁସରଣ କରନ୍ତି ନାହିଁ । ସେମାନେ ବିକ୍ରମ ସମ୍ବତ ।ପଞ୍ଜିକା ଅନୁସରଣ କରନ୍ତି ।ବର୍ତ୍ତମାନ ନେପାଳ ରେ ୨୦୮୦ ବିକ୍ରମ ସମ୍ବତ ।
@chittaranjanpattanaik8007
@chittaranjanpattanaik8007 Ай бұрын
🕉️ଏକ ଦମ ଠିକ କଥା ଆଜ୍ଞା ସବୁ ସ୍ମୃତିରେ ରହିଯାଇଛି। 🕉️🙏
@prakasinidas8188
@prakasinidas8188 Ай бұрын
ଜୟ ଜଗନ୍ନାଥ ସାର୍,ପ୍ରଣାମ🙏🙏
@nityaswarups111
@nityaswarups111 Ай бұрын
Baishnab Sir nka katha khub bhalo lage.
@sanjaypadhy2871
@sanjaypadhy2871 Ай бұрын
100 Right Namaskar
@ajambarbai6335
@ajambarbai6335 Ай бұрын
ଆଜ୍ଞା ନମସ୍କାର ଆମଗାରେ ଏବେବି ପ୍ରତ୍ୟେକ ବାଡିରେ ଜହ୍ନି ଫୁଲ ମିଳିବ ଜୟ ଜଗନ୍ନାଥ
@LadiMandangi-wr1zk
@LadiMandangi-wr1zk Ай бұрын
ଧନ୍ୟବାଦ!
@girijamanjaripadhi4918
@girijamanjaripadhi4918 Ай бұрын
ଆଲୋଚନା ଟି ଭଲ ଲାଗିଲା।
@biswanathsamantra4075
@biswanathsamantra4075 Ай бұрын
ପ୍ରଣାମ , ସଂସ୍କାର ସଂସ୍କୃତି କୁ ବଞ୍ଚାଇବା ଲାଗି ଆପଣଙ୍କ ଉଦ୍ୟମ କୁ ମହାପ୍ରଭୁ ଆଗକୁ ବଢାଇ ନିଅନ୍ତୁ, ଘରେ ଘରେ ଏ ବାର୍ତ୍ତା ପହଞ୍ଚୁ।
@nimaicharansaraf9181
@nimaicharansaraf9181 Ай бұрын
Jay Jagannath 🙏💕
@GolakaBiswal
@GolakaBiswal Ай бұрын
Happy kumar purnima ❤❤Thank u❤Sir🙏🙏🌺🌺🌺🌺
@purusottamsahoo-xe7xf
@purusottamsahoo-xe7xf Ай бұрын
Oh. Really u recalled our some lost golden culture. Thank u sir. Bring some more.
@mamatapradhan6406
@mamatapradhan6406 Ай бұрын
Sir namasker.Bhagaban aapanku dirghayu karantu..❤
@mamatapradhan6406
@mamatapradhan6406 Ай бұрын
Sir ebe Puja duplicate karideleni,kebala photo utha parampara chalichhi.
@pruthvirajparida3485
@pruthvirajparida3485 Ай бұрын
ଆଧୁନିକତାର ସ୍ରୋତରେ ପରମ୍ପରା,ସଂସ୍କୃତି ଓ ସାହିତ୍ୟ ଧୀରେ ଧୀରେ ଉଭେଇଗଲାଣି। ଆଧୁନୀକରଣ ଯଦି ବା ଆବଶ୍ୟକ କିନ୍ତୁ ପରମ୍ପରାକୁ ବଜାୟ ରଖିବା ନିହାତି ଆବଶ୍ୟକ। ଜୟ ଜଗନ୍ନାଥ।
@kunmunsmruti6039
@kunmunsmruti6039 Ай бұрын
ସମୟ ପରିବର୍ତ୍ତନଶୀଳ। ସମୟ ସହ ସମାଜ ଓ ସଂସ୍କୃତି ମଧ୍ଯ ବଦଳିଥାଏ । ଯେଉଁ ପରିବର୍ତ୍ତନ ଦ୍ଵାରା ସମାଜର ମଙ୍ଗଳ ସାଧିତ ହୋଇପାରିବ ସେ ପରିବର୍ତ୍ତନକୁ ସ୍ୱିକାର କଲେ ଭଲ।🙇
@alekhchandramalik740
@alekhchandramalik740 Ай бұрын
Sir 🙏🙏🌹
@sudhanwasundarsundaray5595
@sudhanwasundarsundaray5595 Ай бұрын
5:50 ଆମେ ଭାବୁଥିଲୁ ସରଗ ଶଶି |
@lalitmohanray4921
@lalitmohanray4921 Ай бұрын
So nice gerat video.
@subhadradas678
@subhadradas678 Ай бұрын
Jay Jagarnath Sir
@AlakaSingh-vg6ol
@AlakaSingh-vg6ol Ай бұрын
Jay jagannath
@pramilabarik3626
@pramilabarik3626 Ай бұрын
🙏
@itishreyd
@itishreyd Ай бұрын
Apanka Katha akhire luha anideuchhi.mane pade ama chotabela.🙏🙏
@indeedsatya
@indeedsatya Ай бұрын
❤❤❤
@anantabiswal3516
@anantabiswal3516 Ай бұрын
Mausa 🙏🙏. Aapana Achanti boli Aame jani paruchu..
@rfchinupattanayak6608
@rfchinupattanayak6608 Ай бұрын
କିନ୍ତୁ ଗଞ୍ଜାମ ଜିଲ୍ଲାରେ ଭିନ୍ନ ଆକାର ରେ କୁମାର ପୂର୍ଣ୍ଣିମା ପାଳନ କରାଯାଏ।
@jyotiparnaray
@jyotiparnaray Ай бұрын
Aji b mo maaa ukhuda bananti ghare.au e barsha mo sasu gharaku b ukhuda bhara asithila...❤
@SamsAwareness
@SamsAwareness Ай бұрын
❤❤❤🙏🙏🙏
@sonalipati9372
@sonalipati9372 Ай бұрын
🙏🙏🙏
@Sahoo.odia.vlog.
@Sahoo.odia.vlog. Ай бұрын
ସତରେ ଆଜିର ଝିଅ ଅଛନ୍ତି ତାକୁ ଶିକ୍ଷା କରିବାକୁ ଚେଷ୍ଟା କରୁନାହାନ୍ତି
@niharranjandas1353
@niharranjandas1353 Ай бұрын
ନମସ୍କାର, ଏମିତି ପରମ୍ପରା ବିଷୟ ରେ କହି ଚାଲନ୍ତୁ, ସମସ୍ତେ ନହେଲେ କିଛି ଲୋକେ ଏହାକୁ ଗ୍ରହଣ କରି ବେ। ଆଜିର ଆଧୁନିକ ଯୁଗରେ ସମସ୍ତଙ୍କୁ ଭଲ ଲାଗି ନପାରେ, ଆପଣଙ୍କ ପ୍ରୟାସ ଚାଲୁ ଥାଉ, ଧନ୍ୟବାଦ।
@tapankumarrout7764
@tapankumarrout7764 Ай бұрын
🙏🙏🙏🙏🙏
@swarnanjalimishra8715
@swarnanjalimishra8715 Ай бұрын
ଆଉ ପୁଅମାନେ ଭଲ ସୁନନ୍ଦରୀ ଝିଅ ବାହାହେବାକୁ କୋଉ ପର୍ବକରନ୍ତି?
@sanghamitramishra6788
@sanghamitramishra6788 Ай бұрын
Sanskruti sabhyata bilupti ra sesha pahachare,ame kebala muka darshaka
@BishnucharanSwain-i7r
@BishnucharanSwain-i7r Ай бұрын
Sir,kumarapunei ukhudabhara tataukhuda jekhaichhi sejanichhi
@ମାନସ-ସାହୁ-ମହାପ୍ରଭୁଙ୍କଚାକର
@ମାନସ-ସାହୁ-ମହାପ୍ରଭୁଙ୍କଚାକର Ай бұрын
ମହାପ୍ରଭୁ ଆପଣଙ୍କୁ ଆୟୁଷ ବଳ ଦିଅନ୍ତୁ। ଆପଣ ଏମିତି ଭଲ କଥା ସବୁ କୁହନ୍ତୁ। କାହାରି ମନକୁ ଛୁଇଁବ ଓ ସେ ବଦଳିବ ନିଶ୍ଚୟ।
@anusayamohanty1775
@anusayamohanty1775 Ай бұрын
🙏🙏🙏
@MinarvaPadhi
@MinarvaPadhi Ай бұрын
🙏🙏🙏
@sasmitadatta8819
@sasmitadatta8819 Ай бұрын
🙏🙏🙏
@swarnalatasahoo7900
@swarnalatasahoo7900 Ай бұрын
🙏🙏
The Singing Challenge #joker #Harriet Quinn
00:35
佐助与鸣人
Рет қаралды 45 МЛН
How Much Tape To Stop A Lamborghini?
00:15
MrBeast
Рет қаралды 215 МЛН
1, 2, 3, 4, 5, 6, 7, 8, 9 🙈⚽️
00:46
Celine Dept
Рет қаралды 112 МЛН
ଆଜି କିଏ ଆସିଛନ୍ତି ଘରକୁ / Rupa Pin2 Khushi
20:03
Rupa,pin2,khushi express
Рет қаралды 148 М.
Kabi Samrat Upendra Bhanja- Rajat Kumar Kar and Prafulla Kumar Dash
22:40
Rajat Kumar Kar (Smruti Sansad)
Рет қаралды 25 М.
Natia Comedy Part 495 || Bhima Ra Natuni
15:52
utkal cartoonworld
Рет қаралды 3,8 МЛН
The Singing Challenge #joker #Harriet Quinn
00:35
佐助与鸣人
Рет қаралды 45 МЛН