LIVE | Independence Day | Quiz Competition | ସ୍ଵାଧୀନତା ଦିବସ କୁଇଜ | Kuna Tripathy | Odia News

  Рет қаралды 1,390,123

News18 Odia

News18 Odia

Күн бұрын

Пікірлер: 714
@friendshipstatus2925
@friendshipstatus2925 Жыл бұрын
ଏତିକି ଖରାପ୍ ଲାଗିଲା କୋଉ ବି ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରଙ୍କୁ ବାଛି ନାହାନ୍ତି ❤
@VK-NANDA67
@VK-NANDA67 11 ай бұрын
Write amiti hua Ama gareba loka nka sahita 😂
@biswajitmahakud1360
@biswajitmahakud1360 2 жыл бұрын
ବହୁତଭଲ କାର୍ଯ୍ୟକ୍ରମ କିନ୍ତୁଓଡିଆଭାଷାରେପ୍ରସ୍ନଉତ୍ତର କରିଥିଲେଭଲହେଇଥାନ୍ତା ଜଏଜଗନ୍ନାଥ
@munichhatoi483
@munichhatoi483 2 жыл бұрын
କୁନା ଭାଇ ଓଡ଼ିଆ କଥା କହୁ ଥିବାରୁ ତୁମକୁ 🙏🙏🙏🙏 ଜୟ ଜଗନ୍ନାଥ 🇮🇳
@ASHOKKUMAR-yv9kz
@ASHOKKUMAR-yv9kz 2 жыл бұрын
Au Kaan urdhu re kuhanta na kan
@kumarsambhabswain9129
@kumarsambhabswain9129 Жыл бұрын
😁😁
@suryakantamahalik3462
@suryakantamahalik3462 2 жыл бұрын
ପୋଗ୍ରାମ ଟି ଭଲ ହେଇଛି... ଦୟାକରି ଓଡ଼ିଆ ଭାଷା ଉପରେ ବେଶି ଧ୍ୟାନ ଦେଲେ ଆମେ ଖୁସି ହେବୁ.... ... ଜୟ ଜଗନ୍ନାଥ... 🙏🙏🙏
@ashutoshharichandanjena2458
@ashutoshharichandanjena2458 2 жыл бұрын
ଏହା ଅତି ଲଜ୍ଜ୍ୟା ଜନକ କଥା ଯେ ଆମେ ଯେଉଁ ବିଦ୍ୟାଳୟ ର ପିଲା ମାନଙ୍କୁ ଅତି ଚତୁର, ଜ୍ଞାନୀ, ବୁଦ୍ଧିମାନ୍ ଭାବୁଛନ୍ତି...ପ୍ରକୃତରେ ଏହା ନୁହଁ.... ଗ୍ରାମାଞ୍ଚଳ ର ସରକାରୀ ମାଗଣା ଅଣ୍ଡା ଛତୁଆ ବିଦ୍ୟାଳୟର ପିଲା ମନେ ଏମାନଙ୍କ ଠାରୁ ବହୁତ ଅଧିକ ଜ୍ଞାନୀ ଓ ବୁଦ୍ଧିମାନ....ଏହା ଦୃଢତାର ସହ ମୁଁ କହିପାରିବି...
@mr.nobdy0786
@mr.nobdy0786 2 жыл бұрын
ଏଗୁଡା ବାଳ ପାଠ ପଢ଼ୁଛନ୍ତି
@satapathymamali5677
@satapathymamali5677 2 жыл бұрын
Right 👍👍👍
@gurupadhan9717
@gurupadhan9717 2 жыл бұрын
Right
@laxmipriya7291
@laxmipriya7291 2 жыл бұрын
Right
@भारतीयसंस्कृति-ह8त
@भारतीयसंस्कृति-ह8त 2 жыл бұрын
ଏତେ ଶିକ୍ଷିତ ହେଇ ଗଲେଣି ଯେ, ଓଡ଼ିଆ କହିବା ପାଇଁ ଲାଜ ଲାଗୁଚି। ଅଥଚ ସାଧାରଣ ଜ୍ଞାନ ନାହିଁ କି ଏଠାରେ କେହିବି ଇଂରେଜ ନାହାନ୍ତି। ତଥାପି ଶିକ୍ଷା ନାଁ ରେ ନାଟକ ଚାଲିଛି 😂😂
@Smileplz09
@Smileplz09 2 жыл бұрын
ଇଏ କାଳେ କୁଆଡେ....... ଆମ ଓଡ଼ିଶା, ଯେଉଁଠି ଓଡ଼ିଆ ଭାଷା ଅପେକ୍ଷା English ଭାଷା ଅଧିକ ପ୍ରୟୋଗ ହେଉଛି...........। ଏହା ପରେ ବି ସମସ୍ତେ କହନ୍ତି..... ଆମ ଭାଷା ଓଡ଼ିଆ କେତେ ବଢିଆ
@bharatidas6005
@bharatidas6005 2 жыл бұрын
Are eta sabu English medium students 🤣🤣🤣🤣🤣🤣🤣🤣sethi pai English to English in our independence day😰😰😰😰😰😰😰😰
@minuteshorts5880
@minuteshorts5880 2 жыл бұрын
ଖାଲି ବଡ ସ୍କୁଲରେ ପଢିଲେ ପାଠ ହବନି,ଏଥିପାଇଁ ବହୁତ ପରିଶ୍ରମ ଦରକାର, ଦଶମ ଏକାଦଶରେ ପଢୁଛ କଣ ପଢୁଛ କେଜାଣୀ,ଅତି କମରେ 6 ଟା ପ୍ରଶ୍ନର ଉତ୍ତର ଦେଇହୋଇ ଥାନ୍ତା ।👍👍
@sasmitavlog1532
@sasmitavlog1532 2 жыл бұрын
Thik katha ....
@pravakarmahanta7637
@pravakarmahanta7637 2 жыл бұрын
ପୁରା ଓଡ଼ିଆ ରେ ହେଇଥିଲେ ଭଲ ହେଇଥାନ୍ତା
@barunadjuad6723
@barunadjuad6723 2 жыл бұрын
ଇଂଲିଶ medium ବାଳ କୁ ଯଦି govt ସ୍କୁଲ ରେ exam କଲେ 40% cross କରି ପାରିବେ ନାହିଁ
@rajatsir3520
@rajatsir3520 2 жыл бұрын
ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ କାହିଁକି ସୁଯୋଗ ଦିଆଗଲାନି, ନା ଏ ବିଦ୍ୟାଳୟ ଗୁଡିକର ଵିଜ୍ଞାପନ କରିବାକୁ ମୋଟା ଅଙ୍କ ପାଇଛନ୍ତି, ଧିକ ତମ କାର୍ଯ୍ୟକ୍ରମ କୁ
@MRShark7
@MRShark7 2 жыл бұрын
Obviously promotion
@sidheswarbarik2172
@sidheswarbarik2172 Жыл бұрын
Right
@umatandi3452
@umatandi3452 Жыл бұрын
Right
@UTTAM_033
@UTTAM_033 Жыл бұрын
Right 👍
@Janmajaya-h5h
@Janmajaya-h5h 5 ай бұрын
16:30
@munichhatoi483
@munichhatoi483 2 жыл бұрын
ପରବତୀ କୁଇଜି ଓଡ଼ିଆ ରେ କରାଇ ବାକୁ ଅନୁରୋଧ ଜୟ ଜଗନ୍ନାଥ 🙏🇮🇳
@moviecretor00
@moviecretor00 2 жыл бұрын
Right and odia minimum students
@deji9977
@deji9977 2 жыл бұрын
Think katha
@Theworldofficial-ou9fg
@Theworldofficial-ou9fg 2 жыл бұрын
No
@Iamghost..111
@Iamghost..111 2 жыл бұрын
FF BOY
@subhadalai3174
@subhadalai3174 2 жыл бұрын
@@moviecretor00 p
@amagkqna8212
@amagkqna8212 2 жыл бұрын
ଏଇ comment ଯିଏବି ପଢୁଛନ୍ତି ହେ ଭଗବାନ୍ ଆପଣ ତାଙ୍କୁ ଆଉ ତାଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ..ତାଙ୍କ ଜୀବନରେ ସବୁବେଳେ ଖୁସିରେ ଆଉ ଭଲରେ ରୁହନ୍ତୁ..ଏତିକି ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି..ଜୟ ଜଗନ୍ନାଥ 🙏🙏🙏
@manupower4751
@manupower4751 Жыл бұрын
Óg
@sachalajena750
@sachalajena750 Жыл бұрын
​@@manupower4751😊 1:20:37
@suhanabi9495
@suhanabi9495 Жыл бұрын
Thanks sir
@ganeshbhr5352
@ganeshbhr5352 9 ай бұрын
ଆପଣ ବି ଭଲ ରେ ଥାଆନ୍ତୁ...
@BijayMajhi-w9g
@BijayMajhi-w9g 3 ай бұрын
Jay jagannath 🙏❤
@gurukul2234
@gurukul2234 2 жыл бұрын
ଭଳ କାର୍ଯ୍ୟକ୍ରମଟି ଥିଲା । କେବଳ ପ୍ରଥମେ ଓଡ଼ିଆରେ ପରେ ଇଂରାଜୀରେ ପ୍ରଶ୍ନ କରିଥିଲେ ଭଳ ହୋଇଥାନ୍ତା । ବନ୍ଦେ ଉତ୍କଳ ଜନନୀ।
@pitabasmallik3777
@pitabasmallik3777 Жыл бұрын
Right
@sarojkar1534
@sarojkar1534 Жыл бұрын
Right 👍
@banitapradhani4607
@banitapradhani4607 Жыл бұрын
Right
@rajkumarlifestyle1431
@rajkumarlifestyle1431 2 жыл бұрын
ଓଡିଆରେ ଏହି ପ୍ରତିଯୋଗିତା ଟି ହୋଇଥିଲେ ଭଲ ହୋଇଥାନ୍ତା ଆମେ ଓଡିଆ ଆମ ରଙ୍ଗ ଓଡିଆ
@ashutoshharichandanjena2458
@ashutoshharichandanjena2458 2 жыл бұрын
ପ୍ରଶ୍ନ ଗୁଡ଼ିକ ଆମ ମାତୃଭାଷା ଓଡ଼ିଆ ରେ ପଚରାଯାଉଥିଲେ ଅତି ସୁନ୍ଦର ଓ ସର ଓଡ଼ିଶାର ଗୌରବ ହେଇଥାନ୍ତା...ଆଉ ଅଧିକ ରୁ ଅଧିକ ସରକାରୀ ବିଦ୍ୟାଳଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଥିଲେ ଏହା ଆମ ଓଡ଼ିଆ ଭାଷା ତଥା ଗରିବ ଦାରିଦ୍ର୍ୟ ପିଲା ମାନଙ୍କ ଦକ୍ଷତା ଲୋକ ଲୋଚନକୁ ଆସିପାରିଥାନ୍ତା
@Aryaraj_shorts
@Aryaraj_shorts 2 жыл бұрын
ବହୁତ୍ ସୁନ୍ଦର କଥା। ସର୍ବୋପରି ଗ୍ରହଣୀୟ
@bkprusti8091
@bkprusti8091 2 жыл бұрын
ଓଡ଼ିଆ ରେ ପ୍ରଶ୍ନ ଏବଂ ଉତ୍ତର ହୋଇଥିଲେ ଭଲ ହୋଇ ଥାନ୍ତା
@rajapatra8523
@rajapatra8523 2 жыл бұрын
ଆମ ଓଡ଼ିଆ ଭାଷାକୁ ନେଇକି ଗର୍ଭ କରୁଥିବା ଲୋକ ମାନେ
@loknathdandasena4686
@loknathdandasena4686 2 жыл бұрын
ଅଧିକାଂଶ ପ୍ରଶ୍ନ ଓଡିଆ ମିଡିୟମ୍ ନବମ ଓ ଦଶମ ଶ୍ରେଣୀ ବହି ରୁ ପଚାରୁଛନ୍ତି ।।।।
@भारतीयसंस्कृति-ह8त
@भारतीयसंस्कृति-ह8त 2 жыл бұрын
ଆଜି ସମସ୍ତଙ୍କୁ ଓଡ଼ିଆ କହିବାକୁ ଲାଜ ଲାଗୁଛି!
@Lk_edition_01
@Lk_edition_01 2 жыл бұрын
💯
@sorenbiti3480
@sorenbiti3480 2 жыл бұрын
ଓଡ଼ିଆରେ ପ୍ରଶ୍ନ ପଚାରିଥିଲେ ଭଲ ହୋଇଥାନ୍ତା , କାହିଁକି ନା ଅଧିକାଂଶ ଲୋକ ଇଂରାଜୀ ଭାଷା ବୁଝି ପାରୁନାହାନ୍ତି।
@pitabasmallik3777
@pitabasmallik3777 Жыл бұрын
Right bro 👍👍👍👍👍👍
@banitapradhani4607
@banitapradhani4607 Жыл бұрын
Right
@Aryaraj_shorts
@Aryaraj_shorts 2 жыл бұрын
ଏହି କୁଇଜ୍ କୁ ଓଡିଆ ରେ କରିବାକୁ ଅନୁରୋଧ।କାହିଁକି ନା ଏମାନେ ସବୁ ଓଡ଼ିଆ ଆମ ରାଜ୍ୟ ଓଡ଼ିଶା।
@swagatikarautaray5929
@swagatikarautaray5929 Жыл бұрын
Odia bi kahuchhanti
@DukhishyamHansdah-b1r
@DukhishyamHansdah-b1r 11 ай бұрын
Self devlope pai odia laguase jothesto nuhe . sethipai missrone laguase heichhi sobu laguase .
@pradhanpradhan335
@pradhanpradhan335 2 жыл бұрын
ଏହି ମାନଙ୍କ ଠାରୁ ଆମ ସରକାରୀ ସ୍କୁଲ ପିଲା ଭଲ ଉତ୍ତର ଦିଅନ୍ତି ।
@kanhuchhembram6678
@kanhuchhembram6678 2 жыл бұрын
Right
@skcreation6488
@skcreation6488 2 жыл бұрын
Absulutly right
@biprananda5816
@biprananda5816 2 жыл бұрын
Kuna Tripathi is very very excellent anchoring I likely so much sir
@basantasabar7107
@basantasabar7107 2 жыл бұрын
ଉପସ୍ଥାପନା ଭଲ ନାହିଁ।,,ପିଲାମାନେ ଡରି ଯାଉଛନ୍ତି। 🇮🇳 🇮🇳 🇮🇳 🇮🇳
@JitendraKumar-ow6sl
@JitendraKumar-ow6sl 2 жыл бұрын
କୁଇଜ୍ ଓଡ଼ିଶା ରେ ନୁହେଁ ଯେମିତି ଇଂଲଣ୍ଡ ରେ ହେବାଭଳି ଲାଗୁଛି। ଆପଣଙ୍କଠାରୁ ଏହିପରି ଆଶା ନଥିଲା
@rasanandamahanty4955
@rasanandamahanty4955 2 жыл бұрын
Sir ଓଡ଼ିଆ ରେ ପଚାରିଲେ ଭଲ ହୁଅନ୍ତା 🙏
@udayalima9094
@udayalima9094 Жыл бұрын
Kuna Tripathy is a Excellent ankering. କୁନା ତ୍ରିପାଠୀ ଜଣେ ମେଧାବୀ ଆଦର୍ଶ ଉପସ୍ଥାପକ. कुना त्रिपाठी एक आछी अंकेरिंग धन्यवाद 🤝
@akmcreation56
@akmcreation56 2 жыл бұрын
ଏହା ଆମକୁ ବହୁତ୍ ବାଧିଲା ଓଡ଼ିଆ ଚ୍ୟାନେଲ ରେ ଆୟଜନ କରୁଚ କିନ୍ତୁ ଇଂରାଜୀ ରେ ପ୍ରଶ୍ନ ପଚାରୁଚ କାହିଁ ଓଡ଼ିଆ ରେ ପଚାରି ହେଉନି ସେଥିପାଇଁ ଆମେ ଓଡ଼ିଆ ଭାରି ବଢ଼ିଆ ନାରା ଲଗାଉଚ।
@manoj2122
@manoj2122 2 жыл бұрын
Good step by news18 odia
@harekrushnapagal1405
@harekrushnapagal1405 Жыл бұрын
ଭାରତ ମାତା କି ଜୟ ଜୟ ଜୟ BHARAT MAATA KI JAY GREAT 👍👍👍👍👍👍👍👍👍👍 MY SARA BHARATYA HINDUSTANI modi ji ❤❤❤❤❤❤❤❤❤❤❤❤❤❤❤❤❤❤❤
@naturalkosal6233
@naturalkosal6233 2 жыл бұрын
ଓଡ଼ିଆ ଚେନାଲ୍ ରେ ଇଂଲିଶ ଦେଖିକି ଓଡ଼ିଆ ଭାଷାର ଭବିଷ୍ୟତ....ଓଡ଼ିଆ ବିଦ୍ୟାଳୟ ର ଦୟନୀୟ ସ୍ଥିତି ଜଣାପଡୁଛି ।
@ashutoshharichandanjena2458
@ashutoshharichandanjena2458 2 жыл бұрын
ଜୟ ସରକାରୀ ବିଦ୍ୟାଳୟ... ଜୟ ଭାରତ ମାତା 🇮🇳✊🏻
@sampadkumarbehera5312
@sampadkumarbehera5312 2 жыл бұрын
ମୁଁ ଦେଖୁଛି ବେଳେବେଳେ ଇଂରାଜୀ ପ୍ରଶ୍ନକୁ ଓଡ଼ିଆରେ ଅନୁବାଦ କରିବାକୁ ପଡୁଛି l ତେବେ ପ୍ରଥମରୁ ହିଁ ଓଡ଼ିଆରେ ପ୍ରଶ୍ନ ରଖିଥିଲେ କ'ଣ ହୋଇଥାନ୍ତା ? ଆଉ ଆମେ ବାହାରି ପଡିବୁ ଓଡ଼ିଆ ଭାଷାକୁ ବୋଞ୍ଚାଇବା ପାଇଁ l ଏହା ଠୁ ବଳି ଲଜ୍ଜା ଆଉ କିଛି ନାହିଁ ।ଆଉ ଗୋଟେ କଥା ହେଲା ଏଠି ଭାଗ ନେଇଥିବା ବିଦ୍ୟାଳୟଗୁଡ଼ିକ ଅଧିକାଂଶ ଇଂରାଜୀ ମାଧ୍ୟମ l ଏଇଠି ମଧ୍ୟ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକୁ ନୀଚ୍ଚ କରାଯାଇଛି ।
@moviecretor00
@moviecretor00 2 жыл бұрын
Right 👍👍
@bijayasumitraofficial9021
@bijayasumitraofficial9021 2 жыл бұрын
ଵହୁତ ବହୁତ ଭଲ ଲାଗିଲା ଏବଂ ଆଗକୁ ଅନେକ ଅନେକ ଏହି ପରି program ନେଇ ଆସନ୍ତୁ
@Kishor4brother2018
@Kishor4brother2018 2 жыл бұрын
ଖାଲି ପୂର୍ବ ଓଡ଼ିଶା ପିଲା ମିଳି ଲେ ଆଉ ମିଳି ଲେ ନାଇଁ
@kunakisku6389
@kunakisku6389 2 жыл бұрын
Correct
@trisharath4071
@trisharath4071 2 жыл бұрын
Faltu katha kuhani...khali bbsr pila achhanti ...purba odisha re kia achhanti?
@rinarani5431
@rinarani5431 2 жыл бұрын
ବହୁତ ସୁନ୍ଦର କାର୍ଯ୍ୟକ୍ରମ 🙏
@santhacharandas7385
@santhacharandas7385 Жыл бұрын
12 ସରକାରୀ ବିଦ୍ୟାଳୟକୁ ନେଇ ଏମିତି ଗୋଟେ ପ୍ରୋଗ୍ରାମ ହେଲେ ଭଲ ହୁଅନ୍ତା
@sandeepkumarnayak3569
@sandeepkumarnayak3569 2 жыл бұрын
53:30 ରେ ପିଲା ଭୁଲ answer ଦେଲା, କିନ୍ତୁ କୁନା ତ୍ରିପାଠୀ ଜାଣିପାରିଲେନି, Statue of unity କହିଲା କିନ୍ତୁ answer statue of Liberty show କରିଦେଲେ। ଦେଖନ୍ତୁ ଠିକ୍ ସେ ସମସ୍ତେ
@kkgk_
@kkgk_ 2 жыл бұрын
Also 56:30
@Pradeepwriterin
@Pradeepwriterin 2 жыл бұрын
Yess brohh
@devaryandas8195
@devaryandas8195 2 жыл бұрын
Wrong ans re 10 mark
@tapansahu3782
@tapansahu3782 2 жыл бұрын
Pila thik answer deichanti.. Chhanel bhul answer re green signal deichi
@mylittleoratorshayna7865
@mylittleoratorshayna7865 2 жыл бұрын
Bhai comment dea agaru google kari niantu..apana ta mane jantinini statue of unity Indiara sardar ballabhai patelnkara 182 mtr ra narmada nadi upare gujurat re achhi..largest statue in the world
@ashutoshharichandanjena2458
@ashutoshharichandanjena2458 2 жыл бұрын
ବିଶ୍ୱାସ କରିବେନି...ଆମ ଗାଁ ସ୍କୁଲ୍ ପିଲା ଏହାଠାରୁ ବହୁତ୍ ଭଲ ଉତ୍ତର ଦେବେ... ଆଉ ଏମାନେ ତ ସ୍ମାର୍ଟ୍ ସିଟି ର ସ୍ମାର୍ଟ୍ ଇଂରାଜୀ ବିଦ୍ୟାଳୟ ର ପଇସା ଦିଆ ପାଠ ପଢା ଛୁଆ...ଏତେ ସହଜ ଏବଂ ଗୁରୁତ୍ୱପୂର୍ଣ୍ଣ ସାଧାରଣ ଜ୍ଞାନ ପୁଣି ଆମ ଦେଶ ବିଷୟରେ ଏମାନେ କହିପାରୁନାହାନ୍ତି....ତାହେଲେ ଏତେ ଉଚ୍ଚ ତାରକା ପ୍ରାପ୍ତ ବିଦ୍ୟାଳୟ ରେ ଲକ୍ଷ ଲକ୍ଷ ଟଙ୍କା ଦେଇ ପାଠ ପଢ଼ିବାର ମୂଲ୍ୟ କଣ 🤭🤭
@mr.nobdy0786
@mr.nobdy0786 2 жыл бұрын
ଏଗୁଡ଼ା ବାଳ ପାଠ ପଢ଼ୁଛନ୍ତି
@barunadjuad6723
@barunadjuad6723 2 жыл бұрын
ନା ମ govt ସ୍କୁଲ ପିଲା କାହିଁ ଦେଖିବେ ।କେବଳ english medium ସ୍କୁଲ ପିଲା ଦେଖିଛନ୍ତି। କୁନା ବୁଢା ତତେ ଟିକେ ଲାଜ ଲାଗିବାକଥା।
@sandeepkumarnayak3569
@sandeepkumarnayak3569 2 жыл бұрын
ଓଡ଼ିଆ ରେ question ପଚାରି ଥିଲେ ଭଲ ହେଇଥାନ୍ତା। କାହିଁକି ନା ଅଧିକାଂଶ ଲୋକ English language ବୁଝିପାରୁନାହାନ୍ତି
@sbpmusic2685
@sbpmusic2685 2 жыл бұрын
Yes bro
@RKGS2121
@RKGS2121 2 жыл бұрын
ସ୍ୱାଧୀନତା ଦିବସ ଦିନ ବି ଇଂରାଜୀ ଭାଷା ଛାଡି ହେଉନି। ଇଂରେଜ ର ଗୁଲାମ।
@tosmanrana550
@tosmanrana550 2 жыл бұрын
ଏହି ସବୁ ଉତ୍ତର +୩ କଳା ଇତିହାସ ସମାନରେ ବହିରେ ଅଛି।
@Santosh-248
@Santosh-248 2 жыл бұрын
ଆଜ୍ଞା ଓଡ଼ିଆ ଭାଷା ରେ ପଚାର ମୁଁ ଇଂଲିଶରେ ବୁଝି ପାରୁନି
@mamatamohapatra6498
@mamatamohapatra6498 2 жыл бұрын
Congratulations komya and Deepak of TSG GURUKUL
@devrajnaik1484
@devrajnaik1484 2 жыл бұрын
Love you news 18 for such a beautiful lovely action
@Chamelinayak-q8d
@Chamelinayak-q8d Жыл бұрын
Super 👌
@tukkuthacomanman8495
@tukkuthacomanman8495 Жыл бұрын
Bhala epesod🙏🏻🙏🏻👌🏻👌🏻👌🏻 Pilanka ପାଁଇ
@Sonu_vlog.
@Sonu_vlog. Жыл бұрын
🎉 congratulations 👏
@ganeshbhr5352
@ganeshbhr5352 9 ай бұрын
ଜୟ ଜଗନ୍ନାଥ 🙏🙏🙏.....
@MunnaTanti-kx2bd
@MunnaTanti-kx2bd Жыл бұрын
Birsa munda
@santoshgond4281
@santoshgond4281 2 жыл бұрын
Nice very interesting and intlegent program by zindal and tata steel and others supporter congratulaton all of u. Thank u
@saranparida2813
@saranparida2813 2 жыл бұрын
ଆଛା କୁନାଭାଇ ତମେବି ସେଇୟା କଲ ଏପଟେ ଓଡିଆ ଓଡିଆ କହିକି ଡିମ୍ଡିମ ପିଟୁଚ ପୁଣି ଏ ଇଙ୍ଗ୍ରାଜି ଚୋବେଇବାର ମାନେକଣ । କଣ ଶବୁକଥା ଓଡିଆରେ କହିଥୀଲେ ଓଡିଶାର ସମ୍ମାନ ହାନି ହେଇଥାନ୍ତା ନା ତମର ଇଯତ କମିଯାଇଥାନ୍ତା । ସେଶରେ ଏତିକି କହିବି ଓଡିଶା ରେ ଏ ଇଙ୍ଗ୍ରାଜିର ଡ୍ରାମା ବନ୍ଦକର
@MRShark7
@MRShark7 2 жыл бұрын
Kuna kan kariba 😂 taku channel jaha kahiba se seia kariba
@dipubarik8655
@dipubarik8655 2 жыл бұрын
ଭାରତ ସ୍ୱାଧନତା questions କହି।ଆଉ ଅଲଗା questions Kain pachara jauchi।
@smrutirekhadas5665
@smrutirekhadas5665 2 жыл бұрын
Thank you so much sir
@alekhkumarpanda7999
@alekhkumarpanda7999 2 жыл бұрын
ଦୟାକରି ଓଡିଆ ଭାଷାରେ ପଚରିଥିଲେ ଭଲ ହେଇଥାନ୍ତା।
@MummaOdia
@MummaOdia 2 жыл бұрын
Wow level questions.. thank you news 18
@truptimayeesamal7240
@truptimayeesamal7240 2 жыл бұрын
Great 👍idea for the program News 18 ODISHA thank you
@jayantabarik4386
@jayantabarik4386 2 жыл бұрын
A good step to improve competitive thought of students...I
@santoshkumardas720
@santoshkumardas720 Жыл бұрын
Ete dinake gote bhala initiative..great
@surendromondol3433
@surendromondol3433 Жыл бұрын
Thank you so much sir you are telling for us everything clear I learnt something this video but I request you sir ask question in Odia🎉 congratulation dear my friends god bless you
@laxmipriyajena6883
@laxmipriyajena6883 2 жыл бұрын
Wow what a great 😃 episode....🔥🔥🔥
@baladebgadaba2970
@baladebgadaba2970 2 жыл бұрын
Baladeb
@sanjaykumardas9894
@sanjaykumardas9894 2 жыл бұрын
@@baladebgadaba2970 .
@amiyadhal2951
@amiyadhal2951 Жыл бұрын
Very nice video ❤🎉
@prakashmajhi6688
@prakashmajhi6688 2 жыл бұрын
Thank u Kuna sar🙏🙏🙏🙏🙏🙏🙏
@krishnaprusty8660
@krishnaprusty8660 2 жыл бұрын
Ssvm is unstoppable ❤️💞💞
@shubhashreemallik2275
@shubhashreemallik2275 2 жыл бұрын
Ati sundar prachesta.very nice step.
@barunadjuad6723
@barunadjuad6723 2 жыл бұрын
ତମ କ୍ୱଇଜ଼ ର answer ଆସୁଛି mika sing But ପ୍ରକୃତ answer ଟା ହେଉଛି milkha sing।frist ତମେ ନିଜେ ଟିକେ ପାଢ଼ୀକି ଆସ
@nibeditamohanta5559
@nibeditamohanta5559 2 жыл бұрын
Minde blowing sir thanks🌹🙏
@rashmitamallick392
@rashmitamallick392 2 жыл бұрын
Congratulations tsg ❣️
@priyambadasharma3929
@priyambadasharma3929 2 жыл бұрын
Thanks kuna sir
@santoshgond4281
@santoshgond4281 2 жыл бұрын
Congratulaton tsg gurukul for your achievement technique silent is the best medicine for mind.
@bhutia1340
@bhutia1340 2 жыл бұрын
Good effort... thanks to news 18 Odia and supporter
@pareshkumarbehera1483
@pareshkumarbehera1483 2 жыл бұрын
Birsha Munda from Jharkhand but famous for odisha.
@padminibarik-xf1ft
@padminibarik-xf1ft Жыл бұрын
नमो नमः 🙏🙏
@Jaganpanda1234
@Jaganpanda1234 2 жыл бұрын
Bht bhala program....... Emitty kale country ageiba
@sureshkathar4885
@sureshkathar4885 2 жыл бұрын
75th republic Day
@pratyusasahoo2693
@pratyusasahoo2693 2 жыл бұрын
Really kuna tripaathi sir is great Pearson
@diptipriyadarshinibehera7583
@diptipriyadarshinibehera7583 2 жыл бұрын
Yes we need these kind of news
@mukapodiyami8158
@mukapodiyami8158 2 жыл бұрын
BjgywzaBt
@sureshbaienglishclass6709
@sureshbaienglishclass6709 2 жыл бұрын
Congratulations SSVM U-8 CONGRATULATIONS ATMAN and FALGUNI
@bideshi7508
@bideshi7508 2 жыл бұрын
I am from gajapati district paralakhemundi sir
@rashmiranjanroul8641
@rashmiranjanroul8641 2 жыл бұрын
First time you creat Excellent program .All the students can show and Express their internal Quiz activities through ur chanell.
@mr_arun98
@mr_arun98 2 жыл бұрын
Thanks you so much news 18 India Tim, 🙏🙏🙏🙏🙏
@akleshbisoyi5138
@akleshbisoyi5138 2 жыл бұрын
The unique style GOVERNMENT school 😍😍😍🥰
@SANTOSHKUMARMALIK-kd4dy
@SANTOSHKUMARMALIK-kd4dy Жыл бұрын
Very beautiful amiti video sabu bele haba uchit jay hanuman
@ashutoshharichandanjena2458
@ashutoshharichandanjena2458 2 жыл бұрын
ଏଭଳି କୌଣସି ଶିକ୍ଷା,ଦେଶ,ସମାଜ ତଥା ଶିକ୍ଷାର୍ଥୀ କୈନ୍ଦ୍ରିକ କାର୍ଯ୍ୟକ୍ରମ କରିବା ବେଳେ ମାତୃଭାଷା, ଗ୍ରାମାଞ୍ଚଳ ଅନୁନ୍ନତ ଅଂଚଳ , ଗରିବ ଶ୍ରେଣୀ ର ଶିକ୍ଷାର୍ଥୀ ମାନଙ୍କୁ ଦୃଷ୍ଟି ରେ ରଖି କରିବାକୁ ଅନୁରୋଧ...କାରଣ ଆମକୁ ସମସ୍ତଙ୍କୁ ସମାନତା ର ସହ ଆଗକୁ ନେବାର ଆବଶ୍ୟକତା ରହିଛି...କୌଣସି ବଡ଼ ବଡ଼ ଚାକିରିଆ ବା ପଇସା ଦେଇ ବିଦ୍ୟା କ୍ରୟ କରୁଥିବା ପରିବାର ର ଛୁଆ ଙ୍କୁ ନେଇ ନୁହେଁ...
@manasimalik4030
@manasimalik4030 2 жыл бұрын
Very good thinking and work,best examples for youth generation...
@pranabandhubhoi9251
@pranabandhubhoi9251 Жыл бұрын
Very very nice 🙏🏾🙏🏾🙏🏾
@papdam8842
@papdam8842 2 жыл бұрын
Good Step Sir... It's a Best programm
@swagatikarautaray5929
@swagatikarautaray5929 Жыл бұрын
You're great sir
@barunadjuad6723
@barunadjuad6723 2 жыл бұрын
ପିଲା ମାନେ କୁନା ତ୍ରିପାଠିର ପ୍ରୋଗ୍ରାମ ଦେଖନ୍ତୁ ବହୁତ knowledge ପାଇବେ
@Srittamchaudhury
@Srittamchaudhury 2 жыл бұрын
Really this was a valuable show
@rajkumarmerli8827
@rajkumarmerli8827 2 жыл бұрын
Thanks 🙏🏽
@Angelsaina123
@Angelsaina123 4 ай бұрын
Questions ta Odiare pacharile bhala huantha odia bhari badhia ❤❤❤❤ kahaku kahaku bhala lagilani , English Questions karibaru bhala lagilani , odia hei English re questions karuchanthi Au gote b sarakari school ku dakinahanthi 🥺🥺🥲🥲 Bhalalaguni jadi like kara 👇👇
@ashutoshharichandanjena2458
@ashutoshharichandanjena2458 2 жыл бұрын
୯୦% ପ୍ରଶ୍ନ ସହଜ ଥିଲା
@DreamMoonCreations
@DreamMoonCreations 2 жыл бұрын
nice episode sir ji🙏
@Sanatani_Lucky502
@Sanatani_Lucky502 2 жыл бұрын
ଓଡିଶା ନା England, ଇଂରାଜୀରେ ପ୍ରଶ୍ନ Although we know english but you have to ask in odia and show the question in odia. If we dont respect our language then no one can respect our language...
@Arunamina
@Arunamina 2 жыл бұрын
🙏🏻🇮🇳💭👨‍👨‍👧‍👦APJ KALAM MY INSPIRATION 🙏🏻
@laxmipriyajena6883
@laxmipriyajena6883 2 жыл бұрын
😄😄😄😄😃😃😃 wa wa ...bhala laguchiiii khusi lagila 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@Samabary
@Samabary 2 жыл бұрын
SAMABARY MUNDA Libiyan Nag sabko happy Diwali meri taraf se
@MunnaTanti-kx2bd
@MunnaTanti-kx2bd Жыл бұрын
Netaji
@ashutoshharichandanjena2458
@ashutoshharichandanjena2458 2 жыл бұрын
କେହି ଇଂରାଜୀ ସ୍କୁଲ୍ ରେ ପଢ଼ିଲେ କି ଇଂରାଜୀ ରେ କଥା କହିଦେଲେ ଜ୍ଞାନୀ ବୁଦ୍ଧିମାନ ହେଇଯାଆନ୍ତି ନାହିଁ.... ଏଥିପାଇଁ ଯଥେଷ୍ଟ ଜ୍ଞାନ ର ଆହରଣ ଓ ଜିଜ୍ଞାସା ଥିବା ଦରକାର ଏବଂ ଅତି ନିମ୍ନ ସ୍ତରରୁ ମାନବିକତା କୁ ବୁଝିପାରୁଥିବା ବ୍ୟକ୍ତି ଏହାର ଉପଯୁକ୍ତ ହୋଇପାରିବ
@trisharath4071
@trisharath4071 2 жыл бұрын
Odia medium bhi 2 ta group achanti...saraswati shisu mandir unit 8 au barmunda....
@ashutoshharichandanjena2458
@ashutoshharichandanjena2458 2 жыл бұрын
@@trisharath4071 ସମୁଦାୟ 12 ଟି ସ୍କୁଲ୍ ରୁ 3 ଟି ଓଡ଼ିଆ ଓ ସେଥିରୁ 1ଟି ମାତ୍ର ସରକାରୀ... ତାହେଲେ ଏହା କେଉଁ ପ୍ରକାର ମନୋଭାବ କୁ ସୂଚାଉଛି....ଓଡ଼ିଶା ରେ କଣ ସରକାରୀ ବିଦ୍ୟାଳୟ ତୁଳନାରେ ବେସରକାରୀ ବିଦ୍ୟାଳୟ ଅଧିକ ରହିଛି🤔
@ashutoshharichandanjena2458
@ashutoshharichandanjena2458 2 жыл бұрын
@@trisharath4071 ଯାହାର ଦରକାର ଅଛି ତାକୁ ସୁଯୋଗ ଦିଆଯିବା ଉଚିତ୍ ନା କି ଯାହାର ସବୁ ସୁବିଧା ଅଛି ସେମାନଙ୍କୁ ସୁଯୋଗ ଦିଆଯିବ 🙄
@trisharath4071
@trisharath4071 2 жыл бұрын
@@ashutoshharichandanjena2458 pura odisha re sabu pila nku sujog dei thile bhala heithanta...
@ashutoshharichandanjena2458
@ashutoshharichandanjena2458 2 жыл бұрын
@@trisharath4071 ଏମିତି ହେଇପାରିଲେ ତ ବହୁତ୍ ଭଲ କଥା...କିନ୍ତୁ ମୁଖ୍ୟ ଜିନିଷ ହେଉଛି ଅନୁନ୍ନତ ଗରିବ କିମ୍ବା ଗ୍ରାମାଞ୍ଚଳ ପିଲାଙ୍କୁ ଅନ୍ତର୍ଭୁକ୍ତ କରିବା ଯେଉଁମାନେ କି ମୂଖ୍ୟତଃ ସରକାରୀ ବିଦ୍ୟାଳୟ ଗୁଡିକରେ ହିଁ ପଢନ୍ତି...ଦେଶର ପ୍ରକୃତ ବିକାଶ ଗ୍ରାମାଞ୍ଚଳ ରୁ ହିଁ ହୋଇପାରିବ...ନା କି ସହର କୁ ଅଧିକ ରୁ ଅଧିକ ଧ୍ୟାନ ଦିଆଯିବ ଉଚିତ୍
@GobindaNDA-hz8pg
@GobindaNDA-hz8pg Жыл бұрын
Jay jagannath mera Bharat mahan
@rajesh.360
@rajesh.360 2 жыл бұрын
Good thinking by news 18
Support each other🤝
00:31
ISSEI / いっせい
Рет қаралды 81 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН
REAL or FAKE? #beatbox #tiktok
01:03
BeatboxJCOP
Рет қаралды 18 МЛН
13 November 2024
5:47
Sushanta official
Рет қаралды 246 М.
Support each other🤝
00:31
ISSEI / いっせい
Рет қаралды 81 МЛН