Рет қаралды 1,890
ବୋଉ.. ତୁ କଣ ମୋ ଉପରେ ରାଗି ଚାଲିଗଲୁ.. ତୋ ଜିଦ କଣ ମୋ ଆଗରେ ଏତେ ବଡ ହେଇଗଲା.. ତୁ ତୋ ଜିଦରେ ଅଟଳ ରହି ମୋ ପାଇଁ ଆଉ କେବେ ପାଉଁଜି କିଣିଲୁନି.. ଆଉ ତୋ ପରେ ପରେ ସେ ପାଉଁଜି ପିନ୍ଧାର ସୌକଟା ବି ମୋର କୁଆଡେ ହଜିଗଲା.. ଆଜି ବି ମୋ ପାଦ ଖାଲି.. ପାଉଁଜି ମତେ ଆଉ ଭଲ ଲାଗୁନି.. ସେ ଦିନ ଯଦି ସେ ପାଉଁଜି ପଟେ ମୁଁ ପୋଖରୀରେ ନ ହଜେଇଥାନ୍ତି.. ତାହାଲେ ମୋ ବୋଉ ହୁଏତ ଆଜି ମୋ ପାଖରେ ଥାନ୍ତା.. ନାଇଁ..??
story & voice : Snigdha Tripathy
#odiastory #paunji #anklet #snigdhatripathy #odisha #love #motivation #sad # motherdaughterstory #paunji