ମାଟି ରୁ ବାହାରୁଚି ସୁନା || ଦୁନିଆ ର ସବୁଠାରୁ ଗରମ ଜାଗା || hottest place on earth-danakil

  Рет қаралды 875,367

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 2 700
@MuTraveller
@MuTraveller 10 ай бұрын
ଜୟ ଜଗନ୍ନାଥ ଶୁଭ ସକାଳ ଭଗବାନ ସମସ୍ତଙ୍କୁ ଖୁସିରେ ରଖନ୍ତୁ 🙏🙏
@barsha-kb7xz
@barsha-kb7xz 10 ай бұрын
Jay Jagannath 🙏
@SunitafamilyVlogs
@SunitafamilyVlogs 10 ай бұрын
Jay Jagannath 🙏
@babulkumarcharchi4370
@babulkumarcharchi4370 10 ай бұрын
ଶୁଭ ସକାଳ
@Dilupuja
@Dilupuja 10 ай бұрын
Bhai kebe gote jao Amazon rainforest ku please 🙏
@babulkumarcharchi4370
@babulkumarcharchi4370 10 ай бұрын
ସମସ୍ତଙ୍କୁ ଜୟ ଶ୍ରୀ ରାମ 😊
@durjyakumarsabar5032
@durjyakumarsabar5032 10 ай бұрын
କେଉଁ ମାନଙ୍କୁ ଲାଗୁଛି ଲବ ଭାଇ ଓଡ଼ିଶାର ନମ୍ବର ୧ vlogger ❤
@starstatusofficial1695
@starstatusofficial1695 10 ай бұрын
A1
@AbhayaGochhayat
@AbhayaGochhayat 10 ай бұрын
𝚁𝚎𝚊𝚕𝚕𝚢 𝚗𝚞𝚖𝚋𝚎𝚛 𝚘𝚗𝚎 v𝚕𝚘𝚐𝚐𝚎𝚛❤
@premeditingstatus8114
@premeditingstatus8114 10 ай бұрын
Yes❤❤
@HadibandhuMajhee
@HadibandhuMajhee 10 ай бұрын
Yeah ❤❤❤
@manojpradhan7693
@manojpradhan7693 10 ай бұрын
A1
@Taraneeeditz
@Taraneeeditz 10 ай бұрын
ଲବ ଭାଇ ତୁମରି ପାଇଁ ଆମେ ସବୁଜାଗା ଦେଖିପାରୁଛୁ ତୁମକୁ ମହାପ୍ରଭୁ ଜଗନ୍ନାଥ ଖୁସିରେ ରଖିଥାନ୍ତୁ ବହୁତ୍ ବହୁତ୍ ଧନ୍ୟବାଦ୍ ଲବଭାଇ❤❤❤
@simanchalsabara9082
@simanchalsabara9082 9 ай бұрын
❤❤❤❤
@RanjanPatra-ks8ru
@RanjanPatra-ks8ru 9 ай бұрын
Right 👍
@surjyamaniswain3992
@surjyamaniswain3992 9 ай бұрын
Right 👍
@chagulupatra7482
@chagulupatra7482 8 ай бұрын
ଲବ ଭାଇ ତୁମେ ଆମ ଓଡିଶାର ଗର୍ବ.... 👍
@mjlifestyle2301
@mjlifestyle2301 9 ай бұрын
ଲବ ଭାଇ ଆପଣ ଲକମାନକୁ ଏତେ କଷ୍ଟ କରି ସବୁ ଜାଗା ଦେଖାଉ ଥିବାରୁ ଲୋବ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ଭଗବାନ ତୁମକୁ ଘଣ୍ଟା ଘୁଡେଇକି ରଖନ୍ତୁ❤❤
@Act_world99
@Act_world99 10 ай бұрын
ଏଥିରୁ ବହୁତ୍ ପିଲା geography and science ବିଷୟ ରେ ଜାଣିପାରୁଛନ୍ତି ଯାହାକି ପିଲାମାନଙ୍କର knowledge ମଧ୍ୟ improve ହେଉଛି ତେଣୁ ମୋର ଲବ ଭାଇଙ୍କୁ ବହୁତ୍ସାରା ସମ୍ମାନ ଏବଂ ଭଲପାଇବା❤❤
@laxmanhembram4119
@laxmanhembram4119 9 ай бұрын
Gk podhiba nahi😅😅
@kshirasindhuputel8164
@kshirasindhuputel8164 9 ай бұрын
Right
@MaheswaraMaheswara-g7n
@MaheswaraMaheswara-g7n 9 ай бұрын
Love you brother
@Sujeet_babu
@Sujeet_babu 9 ай бұрын
ସତରେ ମୁଁ ବି ବହୁତ୍ କିଛି ଶିଖିଲି
@guchaakhoat
@guchaakhoat 9 ай бұрын
Right 👍
@eshankumarfan4951
@eshankumarfan4951 9 ай бұрын
ସତରେ ଭାଇ ତମେ ଆମୋ ଓଡ଼ିଶା ମାଟି ରୁ ଜନ୍ମ ନେଇ ଦୁନିଆ ର କଣେ କଣେ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍।ପ୍ରକୃତରେ ଏମିତି ବି ଜିନିଷ ବି ଦୁନିଆ ରେ ବି ଅଛି ଭାଇ ମୋତେ ତ ଛାନିଆ ଲାଗୁଛି😮😮
@rajatpatra-ro2hg
@rajatpatra-ro2hg 9 ай бұрын
Thank you
@swaticreation6559
@swaticreation6559 10 ай бұрын
Actually ଲବ ବୁଲୁନାହିଁ... ଓଡିଶା ର ଭାଇ ଭଉଣୀ ମାନଙ୍କୁ ଦୁନିଆ ବୁଲାଉଛି 👌👌
@ManishaPradhan-sj4rz
@ManishaPradhan-sj4rz 5 ай бұрын
Right sister ❤️bhgwan sbubele ae bhai nka saha ruhantu😢
@RamakrushnaPanda-ti7cr
@RamakrushnaPanda-ti7cr 9 ай бұрын
ଲବ ଭାଇ ତମର ଏ ଭିଡ଼ିଓ ଦେଖି ଯେମିତି କି ବୃହସ୍ପତି ଗ୍ରହରେ ଅବତରଣ କରିଛ ତଥାପି ଆମେତ ଯାଇ ପରିବୁନାହି କିନ୍ତୁ ତମେ ଆମକୁ ଏ ଗୁଡ଼ିକ ଦେଖାଇ ଆମ ଭୌଗଳିକ ର ରିଆକ୍ସନ୍ ସ୍ଥାନ ଦେଖିକି ଆଚର୍ଯ୍ୟ ଯେତିକି ଲାଗିଲା ସେତିକି ଖୁଶି ମଧ୍ଯ ଲାଗିଲା ❤❤❤ ଧନ୍ୟବାଦ ଆପଣକୁ .....Jaya Jagannath
@sachidanandanaik7271
@sachidanandanaik7271 6 ай бұрын
ଲବ ହାଁସଦା ପାଇଁ ପୃଥିବୀ ପ୍ରସିଦ୍ଧ ଜାଗା ଦେଖିବାକୁ ମିଳୁଛି ଧନ୍ୟବାଦ ଜୟ ଜଗନ୍ନାଥ।
@DharmanandaBiswal-s3l
@DharmanandaBiswal-s3l 10 ай бұрын
ଏମିତି ଜାଗା ଦେଖି ବହୁତ ଖୁସି ଲାଗୁଛି ଲବ ଭାଈ
@nirmalnjnirmal
@nirmalnjnirmal 10 ай бұрын
ଜୟ ମା ତାରିଣୀ ଜୟ ଜଗନ୍ନାଥ ପ୍ରଭୁ ଏମିତି ସମସ୍ତଙ୍କୁ ଆଗକୁ ବଢେଇ ନିଅନ୍ତୁ ଆଉ ସୁଖିରେ ରଖିଥାନ୍ତୁ ❤🙏
@ratanlalpurty3569
@ratanlalpurty3569 10 ай бұрын
ବହୁତ ସୁନ୍ଦର ଜାଗା, ଲୁଣ ର ସମୁଦ୍ର ଆକାଶ ଛୁଇଁଲା ଭଳି ଲାଗୁଚି, ମାଡିଚାଲ ପ୍ରଭୁ ତୁମକୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ ❤️🌹❤️🌹❤️🌹
@RasmitaSethi-qe8rm
@RasmitaSethi-qe8rm 9 ай бұрын
ସତରେ ଆମ ପୃଥିବୀ ଟା ବହୁତ୍ ସୁନ୍ଦର ଲବ ଭାଇ ସବୁ ବେଳେ ଆପଣ ଏମିତି ହସୁଥାଅ ଆମ ମାନଙ୍କୁ ସବୁ ବେଳେ ଏମିତି ସୁନ୍ଦର ସୁନ୍ଦର ଜାଗା ଦେଖାନ୍ତୁ❤️🥰😍 ଭୋଳା ଶଙ୍କର 🧿📿🔱📿📿🔱 ସବୁବେଳେ ତମ କୁ ଭଲରେ ରଖନ୍ତୁ ❤ ଭାଇ ତମକୁ ବହୁତ ଧନ୍ୟବାଦ 🥰😍👍
@amitmk403
@amitmk403 9 ай бұрын
ଲଭ ଭାଇ ଜଣେ ସତ ରେ ମହାନ୍ ବ୍ୟକ୍ତି ❤
@Kiskubabu-143
@Kiskubabu-143 10 ай бұрын
O my god ଏ ଭାଇ ରେ....... ଏ କେମିତିକା ଦୃଶ୍ୟ ❤❤❤ତମେ ମୋ ମନ କିଣିନେଲ ଜୀବନ ରେ ତମ ସହିତ ଦେଖା କରିବି 😍
@itssangramvlogs952
@itssangramvlogs952 10 ай бұрын
ଲବ ଭାଇ Fan 👍🏻 Like 🩷
@lksarap8779
@lksarap8779 9 ай бұрын
ଜୟ ଶ୍ରୀ ରାମ 🙏 ଲବ ଭାଇ ସୁଟିଙ୍ଗ ରେ ମାଷ୍ଟର ବହୁତ ବଢିଆ ଡ୍ରେlନ ସୁଟ ଭାଇ no1
@niashasahoo2562
@niashasahoo2562 8 ай бұрын
କି ସୁନ୍ଦର ଆହା ! କି ଆନନ୍ଦ ମୟ ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଜୟ ଜଗନ୍ନାଥ ସ୍ବାମୀ 🙏 🙏🌹
@Itishreevlog-mt3jp
@Itishreevlog-mt3jp 9 ай бұрын
Ama odisha re laba Bhai first KZbinr jahako rusting karibar b kahar himmat nahi ki gute b nagative comment nahi youtuber heba toh emiti kete sundar sundar comment sabu Karu chhanti bahut bahut dhanyawad 🥰🥰🥰🥰🥰🥰🥰
@babum9362
@babum9362 10 ай бұрын
ଭାଇ ଭଗବାନ ଆପଣଙ୍କୁ ସୁସ୍ଥ ରେ ରଖନ୍ତୁ ( ଜୟ ଯୀଶୁ ) 🎉
@Sipun366
@Sipun366 9 ай бұрын
Jisu kie be
@sureshroutray8767
@sureshroutray8767 9 ай бұрын
ଯୀଶୁ Christ... Religious ra GOD... ଆମର ଶ୍ରୀ ରାମ ଓ ମୁସଲିମ ଭାଇଙ୍କର ଆଲ୍ହା... ଆମେ କାହାକୁ ବି ... ଖରାପ କହିବାନି ସିପୁନ bhai❤❤❤
@Sipun366
@Sipun366 9 ай бұрын
@@user-km5pf9lx6s perfect 👍 bro mu bi seya kohuchhi
@KOBITA5559
@KOBITA5559 9 ай бұрын
@@Sipun366 ସବୁ ଧର୍ମ କୁ ସମ୍ମାନ ଦେବା ପାଇଁ ବାପା ମା " ଶିକାଇନାନ୍ତି କି,, ,,,ଦିନେ ସମୟ ଆସିବ,,, ଯୀଶୁଙ୍କ ଆଗମନ,,,,,,, ,, ମୁଁ ଯଦି କହିବି- ରାମ କିଏ ବେ ,,ଏଲେ ଆପଣ କେମିତି ମନଟା ଲାଗିବ କୁହ ?
@KOBITA5559
@KOBITA5559 9 ай бұрын
@@user-km5pf9lx6s Respect to others,,,, ନିଜକୁ ଅଧିକ ଜ୍ଞାନୀ ବୋଲି ଭାବନ୍ତୁନି,,, କାହିଁକି ଏମିତି,,, ଧର୍ମକୁ respect ଦେବା ପାଇଁ ଠିକେ Collage ଯାଇକି ପାଠ ପଢ଼ ହେଲେ କା ବୁଦ୍ଧି ଆସିବ
@sradha623
@sradha623 10 ай бұрын
I can't believe 😮vai ଏମିତି ଜାଗା କୁ ବୁଲିଯାଉଛ ....ମାନିବାକୁ ପଡ଼ିବ ଭାଇ ବହୁତ୍ କଷ୍ଟ କରୁଛ ।।। Continue Bhai 👍👍👍👍👍👍👍
@SaraswatiPradhan3
@SaraswatiPradhan3 10 ай бұрын
ଭାଇ ❤ you are grate 🙏🙏 ଆପଣଙ୍କୁ ମାନିବାକୁ ପଡ଼ିବ 🫡🫡
@arunkumarrath3631
@arunkumarrath3631 9 ай бұрын
ଭାଇ ତୁମ ପାଇଁ ଆମ ଓଡିଶା ଦେଖି ପାରୁଛୁ ସବୁଠୁ ଭଲ ଲାଗିଲା ଲାଭା ବାହାରିବା ଜାଗା,,,🇮🇳🇮🇳🇮🇳🇮🇳🇮🇳🙏🙏🙏ଜୟାଗନ୍ନାଥ
@RatanNag-lt2im
@RatanNag-lt2im 20 күн бұрын
Bhai Tama pai sabujaga dekhi paruchu thank you bhai
@laxmipriya7230
@laxmipriya7230 10 ай бұрын
ଶୁଭ ସକାଳ,,, ଜୟ ଜଗନ୍ନାଥ ❤️,, ଭିଡିଓ ବହୁତ ସୁନ୍ଦର ହୋଇଛି 😌,, ଯାହାହେଉ ତୁମ ପାଇଁ ଭାଇ ଆମେ କେତେ ନୂଆ ଜାଗା ଦେଖିବାକୁ ପାଉଛୁ 🤗,,
@bharatvlogs9077
@bharatvlogs9077 9 ай бұрын
🎉,,,😅,,,
@laxmipriya7230
@laxmipriya7230 9 ай бұрын
@@bharatvlogs9077 🙄
@sorensahab1313
@sorensahab1313 10 ай бұрын
This video deserve millions of views 😊
@tapannaik3353
@tapannaik3353 10 ай бұрын
ଖୁଜୁ ଖୁଜୁ ତମର comment ପାଇଗଲି 😂
@pintusubudhi244
@pintusubudhi244 9 ай бұрын
ଭାଇ ତମକୁ ଧାନବାଦ ଏମିତି ସୁନ୍ଦର ଜାଗା ଦେଖାଇବା ପାଇଁ
@nanigopaljena7078
@nanigopaljena7078 2 ай бұрын
ଲବ ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ କେତେ କଷ୍ଟ କରୁଛ ଆମ ପାଇଁ
@PuspaHomeCooking
@PuspaHomeCooking 9 ай бұрын
ବହୁତ ସୁନ୍ଦର ଜାଗା 👌👌👌👌ଜୟ ଜଗନ୍ନାଥ 🙏 ଏମିତି ଆଗକୁ ବଢିଚାଲ...ଆମେ ତୁମର ଭିଡ଼ିଓ ଦେଖି ବହୁତ ଖୁସି... ବହୁତ ଧନ୍ୟବାଦ ❤️❤️❤️❤️❤️
@sumituduofficial10
@sumituduofficial10 10 ай бұрын
Beautiful place in World 🌍💫👌👌👌
@nsmusicworld4372
@nsmusicworld4372 10 ай бұрын
ହେ ଭଗବାନ ଦୁନିଆରେ ଏମିତି ବି ସ୍ଥାନ ଅଛି। ଧନ୍ୟବାଦ ଲବ ଭାଈ ।ଜୟ ଜଗନ୍ନାଥ 🙏🙏🙏
@dhanirambeg7820
@dhanirambeg7820 10 ай бұрын
ଯୁହାର ଲବ ଭାଇ 🎉🎉🎉🎉 ବହୁତ ସୁନ୍ଦର ଭିଡିଓ ବହୁତ ସୁନ୍ଦର ଜାଗା ବହୁତ ସୁନ୍ଦର ସିନ୍ ଭୁଗୋଳ ଥି ପଢ଼ି ଥିଲୁ ତୁମର ଭିଡିଓ ରେ ଦେଖି ଖୁସି ହେଲି ଭାଇ 🎉🎉
@santoshgond4281
@santoshgond4281 12 күн бұрын
Very beautiful place in world..... satare emiti jaga b acchi duniyare biswas heuni...jaha heu jaiparibu ki nahi ame ta janinu. .. video madhamare dekhibaku miluchchi. Kebala laba bhai nka bhai.... great bhai...jai adivasi,🙏🙏🙏⭕‼️⭕
@SujyakantaNayak-u2s
@SujyakantaNayak-u2s 9 ай бұрын
Bahut knowlge video dekhaucha All video very nice👏👌👌
@bikashbasantadas6767
@bikashbasantadas6767 9 ай бұрын
Luckiest one. କେତେ ନୂଆ ଜାଗା ବୁଲିପାରୁଛ । ଏ ସିରିଜ ର 2ଟା ଯାକ ଭିଡିଓ superb ହେଇଚି।Expectation ବଢି ଯାଇଛି । Waiting eagerly. Hope for best.
@Itsbiki-pd2qk
@Itsbiki-pd2qk 9 ай бұрын
ମତେ ତା ସବୁ କିଛି ଭଲ ଲାଗିଲା ❤ 😊 i love ୟୁ bro ❤
@ashamohapatra3477
@ashamohapatra3477 9 ай бұрын
Bahut interesting place bhai 🙏💖💖💖
@RajibKumutiMajhi-b2b
@RajibKumutiMajhi-b2b 2 ай бұрын
ଧନୁବଦ୍ ଭାଇ ମୁ ଆପଣଙ୍କ ଟୁ ବହୁତ୍ ଜିନିଷ ଓ ସ୍ଥାନ location ସହିତ ଶିଖିବାକୁ ପାଉଛି ମୁଁ ଜଣେ geography student 👍
@LaxmanCreation123
@LaxmanCreation123 10 ай бұрын
Laba Bhai ku kia kia Dil se bhala paochha like kara❤❤
@saraswatising5036
@saraswatising5036 9 ай бұрын
Thank you so much TRAVELLER bhai tumo pai first time volcano 🌋 dekhile Sathi Pai bahut bahut dhanyvad 🙏🙏 Jay shree ram 🚩🚩⛳⛳jay Jagannath🛕🛕🙏🙏🚩🚩
@pappuvlogs2289
@pappuvlogs2289 9 ай бұрын
Best ଓଡ଼ିଆ Vloger ever 👍🏻👍🏻
@DhanistaBachha-r7r
@DhanistaBachha-r7r 9 ай бұрын
Laba bhai World 🌍 vlogger
@damayantibemal5655
@damayantibemal5655 9 ай бұрын
ବହୁତ ବହୁତ ଧନ୍ୟବାଦ ଲବ ଭାଇ ତମେ ଏତେ ସୁନ୍ଦର ସୁନ୍ଦର ଜାଗା ଆମକୁ ଦେଖାଉ ଥିବାରୁ ଭଗବାନ ତୁମକୁ ସବୁବେଳେ ଭଲରେ ରଖନ୍ତୁ 🙏🙏
@paramananda390
@paramananda390 2 күн бұрын
Laba Bhai tmaku bhut dhannybad. God bless you Bhai
@harsha_sai_odisha__
@harsha_sai_odisha__ 9 ай бұрын
ଲବ ଭାଇ ଦୁଃଖ କରନି video ବହୁତ୍ ଭଲ ଲାଗିଲା ଯେ last ତକ୍ ନ ଦେଖି ମୁଁ video ku skip ବି କରିନାହିଁ , Jay jagannath 🙏🙏🙏🙏🙏🙏
@ballavchhati1706
@ballavchhati1706 9 ай бұрын
ବହୁତ ବଡ଼ିଆ place ଟି ଦେଖେଇ ଥିବାରୁ ତମକୁ ଧନ୍ୟବାଦ 🙏ଭାଇ
@thomashasda991
@thomashasda991 9 ай бұрын
Sate re laba Bhai movie dekhi la bhali lagi la vlog ti. Mu bhi hasda brother bhi.....tqsm laba bhai ❤
@soumyaranjansethi6037
@soumyaranjansethi6037 9 ай бұрын
Thank you Bhai .tuma pain ame bahut jaga dekhi paruchu. Many many thanks
@sruti......7777
@sruti......7777 9 ай бұрын
first time kichi new dekhibaku milila , ae video ti samaste dekhiba darkar , duniya re amiti place bi achi , kichi new dekhilu , kichi new janiba ku pailu sethi pai laba bhai nku bahut bahut dhanyawad ❤ god bless you laba bhai
@RanjitaSahu-22
@RanjitaSahu-22 4 ай бұрын
Bhai bahut bahut dhanyawad tame amti jaga jae parucha tama dharjya ku koti juhar 😮👌
@rabimajhi9180
@rabimajhi9180 9 ай бұрын
ଭାଇ ଭହୁତ ଭହୁତ ଧନ୍ୟବାଦ ବାଦ ଏହି ଦୃଶ୍ୟ ଦେଖେଇ ତିବାରୁ ଭାଈ
@jyotiranjanmohanty9719
@jyotiranjanmohanty9719 9 ай бұрын
ବହୁତ୍ ସୁନ୍ଦର୍ ଜାଗା, ଜୟ ଜଗନ୍ନାଥ।
@sarojdash9007
@sarojdash9007 9 ай бұрын
ଭାଇ god bless you. Beautiful nature
@PINTUPRADHANI-h2k
@PINTUPRADHANI-h2k 9 ай бұрын
ବହୁତି ସୁନ୍ଦର ଲବ ଭାଇ all the best
@debankipatradebankipatra
@debankipatradebankipatra 5 ай бұрын
ଜୟ ମା କିଚୋକେଶୋରି ଭୋଉଥୋ ସୁନ୍ଦର ଜାଗା ଭାଇ
@hrudanandamishra3383
@hrudanandamishra3383 9 ай бұрын
Bhai pura animation filmi bhali laguchhi. But it is real nature. So Beutiful
@birsinghhembram1414
@birsinghhembram1414 9 ай бұрын
ଓ ଭାଇ ହୃଦୟ ଜିତି ନେଲ Love You ❤❤❤❤ Continue Continue.......
@minubiswal1249
@minubiswal1249 9 ай бұрын
Laba bhai tamaku bahut bahut dhanyawad aamaku emiti nua nua jaga dekhau thibaru ....prabhu nigamananda tumaku khusire rakhantu aau bhalare rakhantu
@kumarsusan2616
@kumarsusan2616 9 ай бұрын
ଏମିତି ଜାଗା ବୁଧେ ଜୀବନ କେବେ ଦେଖି ପରି ନ ଥାନ୍ତି ଧନ୍ୟବାଦ ଲବ ଭାଇ
@LaxmiMurmu-tb5gx
@LaxmiMurmu-tb5gx 8 ай бұрын
Thanks laba Bhai tomara jogu mu a sobu dekhi parili bahuto khusi lagila ❤❤❤
@ChaitanyaSoren-e6n
@ChaitanyaSoren-e6n 12 күн бұрын
ବହୁତ ଭଲ ଭାଇ 👌👍❤️🙏
@twinkle4655
@twinkle4655 9 ай бұрын
Wow beautiful place. 👌🏾👌🏾💐💐🎉🎉Bahut khub👌🏾💐
@BasantaSing-je9mb
@BasantaSing-je9mb 9 ай бұрын
ଲବ ଭାଇ ଭିଡିଓ ଭହୁତ ସୁନ୍ଦର ସୁନ୍ଦର ଯାଗା ଦେଇଥିବା ରୁ 🙏🙏🙏
@upendramalik4840
@upendramalik4840 2 ай бұрын
ତୁମେ ଏତେଗୁଡା ଏ ଜାଗାକୁ ଜାଉଛ ଧନ୍ୟବାଦ ଭାଇ ତୁମକୁ ଆମେ କିଛି ଜାଗା ଆ ମକୁ ଦେଖେଇ ପାରୁଛ 🙏🙏🙏🙏🙏
@Akash-b1x3w
@Akash-b1x3w 16 күн бұрын
No doubt you are great Laba Babu.Excellent job May God bless you
@Manojmks31
@Manojmks31 8 ай бұрын
Laba Bhai bahut bhala video karuchanti jaha ame geography re padhuthilu practically dekhilu thank you laba Bhai God bless you ❤
@BharatSethi-j6s
@BharatSethi-j6s 9 ай бұрын
Bhai mu kendrapara pattamundai bahut bohut dhanyabad
@BharatSethi-j6s
@BharatSethi-j6s 9 ай бұрын
😅
@subhashreebarik7886
@subhashreebarik7886 4 ай бұрын
Bahut Sundar 👌👌 Agaku badhichalantu, bhagwan nka ashirbad miluthau apananku
@sujatadehury6092
@sujatadehury6092 9 ай бұрын
You are great bro Thank 🌹you so much
@basantasahu3719
@basantasahu3719 Ай бұрын
ଲଭ ଭାଇ ବହୁତ ଭଲ ଲାଗିଲା, ବହୁତ ଧନ୍ୟବାଦ
@Sujeet_babu
@Sujeet_babu 9 ай бұрын
ବହୁତ୍ interesting ଲାଗୁଛି ଏହି ଭିଡିଓ ❤❤❤❤🎉
@santoshgond4281
@santoshgond4281 12 күн бұрын
Yes no 1 top vlogger laba bhai....... very very nice beautiful very very thank full bro.... .
@MihirBehera-dg1os
@MihirBehera-dg1os 4 ай бұрын
Bhai video ti amaku bahuta bhala lagila.you are the best vlogger of our State orissa.thank you
@bharatkumarnayak5231
@bharatkumarnayak5231 9 ай бұрын
ଭାଇ ତୁମେ ତାଙ୍କ ପରି ଦିଶୁଛ ଧନ୍ୟବାଦ ଓଡ଼ିଆ କମାଲ ଦେଖାଉଛ ଜୟ ମାଁ ମଙ୍ଗଳା
@bidesinidigal556
@bidesinidigal556 5 ай бұрын
Odisha basinku tk khusi kareinamu kete kasta karuchhanti satare Bhai apana bahut hin blessed ❤❤
@pritiswain1436
@pritiswain1436 9 ай бұрын
Best utube vloger most place Bhai kichi new place dekhiparilu tq bhai🥰
@SS-gq7ow
@SS-gq7ow 9 ай бұрын
ଭାଇ ବହୁତ୍ ସୁନ୍ଦର ❤❤❤❤ ପୁରା ଫ୍ଲିମ୍ ଭଳି ଲାଗୁଛି
@biswanathsisa8949
@biswanathsisa8949 9 ай бұрын
Ame bahut kichi janibaku pailu, thank you Laba bhaii❤
@JogeswarMallik-zf8jx
@JogeswarMallik-zf8jx 5 ай бұрын
So beautiful brother,save yourself from any types of unknown dangerous thing, goodluck & God bless you, thank you
@ManojPan-vd6in
@ManojPan-vd6in 5 ай бұрын
Laba Bhai aapanak pain aaji odisha basi gorvita anubhav karuchhi .❤❤❤❤🥰🥰🥰🥰🥰
@Swonzy_503
@Swonzy_503 3 ай бұрын
Satare bhai tuma pai ate Sundar jaga dekhi paruchi❤
@pujabhoi639
@pujabhoi639 6 ай бұрын
Bhai aap history political teacher hote to or bahat achha hote aap kitna kuch pata hai caltur k bare me kine kuch pata hai itna to pm ko v or teacher ko v nhi pata hoga you are best bloger I love you sir
@sasmitamohapatra5141
@sasmitamohapatra5141 8 ай бұрын
Bhai Bahut vala vala Jaga dekhaucha.. Jauta ki amme dream re dekhu... Thank you so much bhai
@srikantpattanaik8969
@srikantpattanaik8969 9 ай бұрын
Bhai tuma joggu ame bhaut kichi sikhi paruchu,God bless you.
@kumarrajeshpapu.....1091
@kumarrajeshpapu.....1091 9 ай бұрын
ଭାଇ ଏମିତି ଭିଡ଼ିଓ ଦେଖିବି ବୋଲି କାବେ ଭାବିନଥିଲି ବୁଟ ଆମ ଓଡ଼ିଆ ଭାଇ ପାଁଇ ଥାଙ୍କ ୟୁ brooooooooo ଜୟ ଜଗନ୍ନାଥ....love ୟୁ bro
@subhendukumarpattanayak5912
@subhendukumarpattanayak5912 9 ай бұрын
Really Bhai you are the great, thank you so much to show us such kind of place. God bless you.
@crazyofficial9369
@crazyofficial9369 9 ай бұрын
ଆମ ଆଦିବାସୀ toka power💪 love you ଲବ ଭାଇ ❤❤❤❤ jay jagannath 🙏🙏
@Saraswatirajbahadur
@Saraswatirajbahadur 9 ай бұрын
Bohut bholo place bhai apono jaechothi au aa vdo korichothi apono nko pai ame aa sobu dekhi parilu bhai thanks you for this view
@padmalochanpalei1287
@padmalochanpalei1287 5 ай бұрын
ଧନ୍ୟବାଦ୍ ଭାଇ ଭଗବାନ୍ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🎉🎉🎉
@PujaNaik-jr2qj
@PujaNaik-jr2qj 4 ай бұрын
Apank sabuvidio bahutavala laguchi thankiu Bhaena❤
@sibasankarmurmu5203
@sibasankarmurmu5203 9 ай бұрын
Very informative vlog and wishing healthy lifestyle.
@SuryakantiSatpathy
@SuryakantiSatpathy 9 ай бұрын
Thanks bhai tama pain ate sabu dekhibaku milila. Mu ta se jagaku pura chali jaithili. Love you bhai❤❤
@binayakswain9502
@binayakswain9502 9 ай бұрын
Beautiful video & place. I heartily want's from you to explore more & more places
@mr.martha8866
@mr.martha8866 9 ай бұрын
ଜୟ ଜଗନ୍ନାଥ ଭାଇ ଅତି ସୁନ୍ଦର କାମ ଏତେ କଷ୍ଟ ବି କରୁଛ ଓଡ଼ିଆ ଭାବେ ଅପଣଂକ ପାଇଁ ଗର୍ବିତ! ଆଉ ତ ଯୋଉ ବାଳ youtuber ଅଛନ୍ତି ଅଫିସହ ରେ ଖାଲି ବାର, ପକୁଡି, ପିଆଜି ଦେଖେଇବାରେ ବ୍ୟସ୍ତ ସେମାନେ ବାହାରକୁ ନଗଲେ ନାହିଁ ଭାଇ ଓଡ଼ିଶାରେ ମଦ୍ୟ ବହୁତ ସୁନ୍ଦର ପର୍ଯ୍ୟଟନ ଜାଗା ଅଛି ସେଠିକି ବି ଯାଉନାହାନ୍ତି.
@ade3009
@ade3009 5 ай бұрын
Amo pruthibi ra sabu tharu mahan bikti god bless you bhai
@sambaramunda6348
@sambaramunda6348 9 ай бұрын
ଲବ ଭାଇ ତୁମେ ଜୀବନ କୁ ବାଜିଲଗାଇ କି ଭିଡ଼ିଓ କରୁଛନ୍ତି ବଉତ ବଉତ ଲବ ଭାଇ ଆପଣ ଙ୍କୁ ଧନ୍ୟବାଦ ❤️❤️
@shradhanjaliartcraft1245
@shradhanjaliartcraft1245 9 ай бұрын
Bhai bahut bhala lagila &bahut kichhi janibaku dekhibaku milila
@ribikanant
@ribikanant 9 ай бұрын
Labha Bhai toma chala pathaku sugama karantu amen
@krushnachandra7513
@krushnachandra7513 2 ай бұрын
best vlogger of ODISHA....Jay Jagannath...Johar Gomke
@sarika1972
@sarika1972 4 ай бұрын
Many many thanks for your hard work, best wishes
It’s all not real
00:15
V.A. show / Магика
Рет қаралды 20 МЛН
Cat mode and a glass of water #family #humor #fun
00:22
Kotiki_Z
Рет қаралды 42 МЛН
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.
Sabita bhabi returns ll Chandan biswal ll Odia comedy ll
24:13
Chandan Biswal
Рет қаралды 2,3 МЛН
It’s all not real
00:15
V.A. show / Магика
Рет қаралды 20 МЛН