Maa Bimala 1 | Dhama Madhuri 16 | ଶ୍ରୀମନ୍ଦିରରେ ମା' ବିମଳାଙ୍କ ମହିମା ୧ | Dr. Ashutosh Prasad Mishra

  Рет қаралды 88,805

ODISHA 365

ODISHA 365

Күн бұрын

Maa Bimala Mahima in Sri Jagannath Temple Puri
Dr.Ashutosh Prasad Mishra
Dhama Madhuri - 16 | Jagannath Mahima | Odisha 365
----------------------
www.youtube.co....
Press the Bell 🔔 Icon & Select All to get Our New video Notification.
---
If you like this Video then give a Like 👍
& share⥇ this video with your family & Friends WhatsApp & Facebook Group.
.........................................................................................................
To watch all the video of Dr. Ashutosh Prasad Mishra Click on the below link
Playlist Dr. Ashutosh Prasad Mishra || Jagannath Mahima ||
tinyurl.com/ka...
Or
www.youtube.co....
..........................................................................................................
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ Enjoy and stay connected with us!! ♪
✽ Mail Id: 2019odisha365@gmail.com
* tinyurl.com/4e...
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
©ODISHA 365
* ANTI-PIRACY WARNING *
This content is Copyright to Odisha 365. Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
----------------------------------------------
#bimala #jagannathmahima #drashutoshprasadmishra #odisha365 #ljagannathtemple #maabimala

Пікірлер: 319
@nilamaniguru9675
@nilamaniguru9675 Жыл бұрын
ଜୟ ଶ୍ରୀଜଗନ୍ନାଥ। ଜୟ ମା ବିମଳା।ବାମଦେବ ସଂହିତା ପ୍ରଥମ ଅଧ୍ୟାୟ 22 23,24, ଶ୍ଲୋକ ଶ୍ରୀମହାଦେବ ଭଗବତୀ ଆଦିଶକ୍ତି ପାର୍ବତୀଙ୍କୁ କହିଲେ, ଶଙ୍ଖସ୍ୟା ବରଣେ ଦେବି ପତିତଃ ପ୍ରଥମେ ସ୍ଥିତା। ରୋହିଣୀକୁଣ୍ଡ ପାର୍ଶେପି ବିମଳା ନାମ ନାମତଃ।। ଶ୍ରୀପ୍ରସାଦେନ ପ୍ରତିଦିନଂ ଭକ୍ଷିତା ତତ୍ର କେବଳା।ସତ୍ଯଂଶେନ ତ୍ବାୟା ଜାତଂ ପାର୍ବତୀ ନାମ ନାମତଃ।। ଅର୍ଥାତ୍," ହେ ମହାଦେବୀ , ଭଗବତୀ ସତୀଙ୍କ ଶରୀରର ଅଂଶ ରୋହିଣୀକୁଣ୍ଡ ପାର୍ଶରେ ପଡିବା ପରେ, ଆପଣ ମହାଦେବୀ ବିମଳା ନାମରେ ବିଖ୍ୟାତ ହେଲେ। ଆପଣଙ୍କ ପୂର୍ବ ସଙ୍କଳ୍ପ ଅନୁସାରେ ପ୍ରତ୍ୟେହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ ସେବା କରୁଥିଲେ। ବାମଦେବ ସଂହିତା ଦ୍ବିତୀୟ ଅଧ୍ୟାୟ 12 13, ଶ୍ଲୋକ ଶ୍ରୀମହାଦେବ କହୁଛନ୍ତି, ପ୍ଥଥମା ବରଣେ ଦେବୀ ବିମଳା ଚାଦ୍ୟଶକ୍ତିକା। । ତିଷ୍ଠନ୍ତି ବିଷ୍ଣୁ ନିର୍ମାଲ୍ଯ ଧ୍ୟାୟନ୍ତୀ ଚ ସଦୋତ୍ ଥିତା। ତଦଗ୍ରେ ରୋହିଣୀକୁଣ୍ଡଂ କାରୁଣ୍ୟୋଦକଂ ସଂଯୁତମ୍।। ଅର୍ଥାତ୍,"ଶଙ୍ଖକ୍ଷେତ୍ରରେ ପ୍ରଥମ ଆବରଣରେ ରୋହିଣୀକୁଣ୍ଡ ସମ୍ମୁଖରେ ସଦୋତ୍ ଥିତା ହୋଇ ଆଦ୍ୟାଶକ୍ତି ବିମଳା ଅଧିଷ୍ଠାନ କରୁଛନ୍ତି। ମହାଦେବୀ ବିମଳା ସଦାସର୍ବଦା ବିଷ୍ଣୁ ନିର୍ମାଲ୍ଯ ପାଇବା ପାଇଁ ଧ୍ୟାନ ରତ ଅଛନ୍ତି। ବାମଦେବ ସଂହିତା ଷଷ୍ଠ ଅଧ୍ୟାୟ 16 ଶ୍ଲୋକ , " ବିମଳୋତ୍କର୍ଷିଣୀ ଜ୍ଞାନା କ୍ରିୟା ଯୋଗା ପ୍ରହ୍ବୀ ତଥା। ସତ୍ୟେଶାନା ତଥା ଦେବି ନବ ଚୈବାପରାଜିତା।। ଶ୍ରୀବଳଭଦ୍ର ମହାପ୍ରଭୁଙ୍କ ନବାଶକ୍ତିଙ୍କର ନାମ ଯଥା ବିମଳା, ଉତ୍ କର୍ଷିଣୀ, ଜ୍ଞାନା, କ୍ରିୟା, ଯୋଗା, ପ୍ରହ୍ବୀ, ସତ୍ଯା, ଈଶାନା, ଅପରାଜିତା ଅଟେ।
@sanjuktamishra6540
@sanjuktamishra6540 Жыл бұрын
ଜୟ ଜଗନ୍ନାଥ ମହାବାହୁ 🙏
@ManasPattanayak-l3o
@ManasPattanayak-l3o 11 ай бұрын
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠିକଣା ଦିଅନ୍ତୁ ମୁଁ ଚିଠି 6 ଦବି
@suryakantalenka1441
@suryakantalenka1441 4 ай бұрын
ଆରେ ଓ ବାବା କୋଉଠି ଥିଲ ମହାଶୟ ଜାଣିଚ କଣ
@janardanpattajoshimohapatr3933
@janardanpattajoshimohapatr3933 Ай бұрын
​​@@suryakantalenka1441Se heuchanti Sri Jagannath Sanskruti Gabesaka ,Maa Bimala O Sri Jagannath Mahaprabhu nka Sevak
@janardanpattajoshimohapatr3933
@janardanpattajoshimohapatr3933 21 күн бұрын
ବାମଦେବ ସଂହିତା ପ୍ରଥମ ଅଧ୍ୟାୟ 22 23,24, ଶ୍ଲୋକ ଶ୍ରୀମହାଦେବ ଭଗବତୀ ଆଦିଶକ୍ତି ପାର୍ବତୀଙ୍କୁ କହିଲେ, ଶଙ୍ଖସ୍ୟା ବରଣେ ଦେବି ପତିତଃ ପ୍ରଥମେ ସ୍ଥିତା। ରୋହିଣୀକୁଣ୍ଡ ପାର୍ଶେପି ବିମଳା ନାମ ନାମତଃ।। ଶ୍ରୀପ୍ରସାଦେନ ପ୍ରତିଦିନଂ ଭକ୍ଷିତା ତତ୍ର କେବଳା।ସତ୍ଯଂଶେନ ତ୍ବାୟା ଜାତଂ ପାର୍ବତୀ ନାମ ନାମତଃ।। ଅର୍ଥାତ୍," ହେ ମହାଦେବୀ , ଭଗବତୀ ସତୀଙ୍କ ଶରୀରର ଅଂଶ ରୋହିଣୀକୁଣ୍ଡ ପାର୍ଶରେ ପଡିବା ପରେ, ଆପଣ ମହାଦେବୀ ବିମଳା ନାମରେ ବିଖ୍ୟାତ ହେଲେ। ଆପଣଙ୍କ ପୂର୍ବ ସଙ୍କଳ୍ପ ଅନୁସାରେ ପ୍ରତ୍ୟେହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ ସେବା କରୁଥିଲେ। ବାମଦେବ ସଂହିତା ଦ୍ବିତୀୟ ଅଧ୍ୟାୟ 12 13, ଶ୍ଲୋକ ଶ୍ରୀମହାଦେବ କହୁଛନ୍ତି, ପ୍ଥଥମା ବରଣେ ଦେବୀ ବିମଳା ଚାଦ୍ୟଶକ୍ତିକା। । ତିଷ୍ଠନ୍ତି ବିଷ୍ଣୁ ନିର୍ମାଲ୍ଯ ଧ୍ୟାୟନ୍ତୀ ଚ ସଦୋତ୍ ଥିତା। ତଦଗ୍ରେ ରୋହିଣୀକୁଣ୍ଡଂ କାରୁଣ୍ୟୋଦକଂ ସଂଯୁତମ୍।। ଅର୍ଥାତ୍,"ଶଙ୍ଖକ୍ଷେତ୍ରରେ ପ୍ରଥମ ଆବରଣରେ ରୋହିଣୀକୁଣ୍ଡ ସମ୍ମୁଖରେ ସଦୋତ୍ ଥିତା ହୋଇ ଆଦ୍ୟାଶକ୍ତି ବିମଳା ଅଧିଷ୍ଠାନ କରୁଛନ୍ତି। ମହାଦେବୀ ବିମଳା ସଦାସର୍ବଦା ବିଷ୍ଣୁ ନିର୍ମାଲ୍ଯ ପାଇବା ପାଇଁ ଧ୍ୟାନ ରତ ଅଛନ୍ତି। ବାମଦେବ ସଂହିତା ଷଷ୍ଠ ଅଧ୍ୟାୟ 16 ଶ୍ଲୋକ , " ବିମଳୋତ୍କର୍ଷିଣୀ ଜ୍ଞାନା କ୍ରିୟା ଯୋଗା ପ୍ରହ୍ବୀ ତଥା। ସତ୍ୟେଶାନା ତଥା ଦେବି ନବ ଚୈବାପରାଜିତା।। ଶ୍ରୀବଳଭଦ୍ର ମହାପ୍ରଭୁଙ୍କ ନବଶକ୍ତିଙ୍କର ମଧ୍ଯରେ ଭଗବତୀ ଦେବୀ ବିମଳା ବିଦ୍ୟମାନ। ସେମାନଙ୍କ ନାମ ଯଥା ବିମଳା, ଉତ୍ କର୍ଷିଣୀ, ଜ୍ଞାନା, କ୍ରିୟା, ଯୋଗା, ପ୍ରହ୍ବୀ, ସତ୍ଯା, ଈଶାନା, ଅପରାଜିତା ଅଟେ।ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମାହାତ୍ମ୍ୟମ, ବାମଦେବ ସଂହିତା ତଥା ନୀଳଦ୍ରୀ ମହୋଦୟ ମତରେ ମା ସୁଭଦ୍ରା ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତି ବା ଅଷ୍ଟଚଣ୍ଡୀଙ୍କ ଜନନୀ ମା ପାର୍ବତୀଙ୍କ ଜନନୀ। ତାଙ୍କର ରଥରେ ନବଶକ୍ତି ଅଛନ୍ତି। ତନ୍ମଧ୍ୟରେ ମା ବିମଳା ଓ ମା ସର୍ବ ମଙ୍ଗଳା ଅନ୍ୟତମ। ପୁନଶ୍ଚ ଶାସ୍ତ୍ର ମତରେ ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତି (୧) କଳ୍ପବଟ ମୂଳରେ ବଟମଙ୍ଗଳା(୨) ପଶ୍ଚିମରେ ବିମଳା (୩) ଶଙ୍ଖକ୍ଷେତ୍ରର ବାୟୁ କୋଣରେ ସର୍ବମଙ୍ଗଳା ( ୪) ଉତ୍ତର ଦିଗ ରେ ଅର୍ଦ୍ଧାସନୀ ବା ମାଉସୀ ମା (୫)ଐଶାନ୍ୟ ଦିଗରେ ଦେବୀ ଆଲମ୍ବା ବା ଆଲମଚଣ୍ଡି (୬) ଦକ୍ଷିଣ ଦିଗରେ ଦେବୀ କାଳରାତ୍ରି ବା ଦକ୍ଷିଣକାଳୀ(୭)ପୂର୍ବ ଦିଗରେ ଦେବୀ ମର୍ଚ୍ଚିକା(୮)ନୈଋତ ଦିଗରେ ଦେବୀ ଚଣ୍ଡରୂପା ବା ହରଚଣ୍ଡୀ (ଢିପଯାଗା) । ଏହି ଅଷ୍ଟଶକ୍ତି ବା ଅଷ୍ଟଚଣ୍ଡୀ ମୂଳ ଆଦ୍ୟାଶକ୍ତି ଭଗବତୀ ସୁଭଦ୍ରାଙ୍କ ଆଜ୍ଞା ଅନୁସାରେ ଦେବୀ ପାର୍ବତୀଙ୍କ ଶରୀରରୁ ସତ୍ଯ ଯୁଗରୁ ପ୍ରକଟ ହୋଇ ଶ୍ରୀକ୍ଷେତ୍ରର ଅନ୍ତର୍ବେଦୀକୁ ସତତ ରକ୍ଷା କରୁଅଛନ୍ତି। ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମାହାତ୍ମ୍ୟମରେ କୁହାଯାଇଛି:- ମଙ୍ଗଳା ବଟମୂଳେ ତୁ ପଶ୍ଚିମେ ବିମଳା ତଥା। ଶଂଖସ୍ୟ ପୃଷ୍ଠଭାଗେ ତୁ ସଂସ୍ଥିତା ସର୍ବମଙ୍ଗଳା। ଅର୍ଦ୍ଧାସନୀ ତଥାଲମ୍ବା କୁବେର ଦିଶି ସଂସ୍ଥିତା। କାଳରାତ୍ରୀର୍ଦକ୍ଷିଣାସ୍ୟାଂ ପୂର୍ବସ୍ୟାଂ ତୁ ମରିଚିକା। କାଳରାତ୍ର୍ୟା ସ୍ତଥା ପଶ୍ଚାତ୍ ଚଣ୍ଡରୂପା ବ୍ୟବସ୍ଥିତା।। (ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମାହାତ୍ମ୍ୟମ ଚତୁର୍ଥ ଅଧ୍ୟାୟର ବର୍ଣ୍ଣନା ) ଅର୍ନ୍ତବେଦୀରକ୍ଷ୍ୟାଣାର୍ଥଂ ଶକ୍ତୟୋଷ୍ଟୌ ପ୍ରକଳ୍ପିତା।ଉଗ୍ରେଣ ତପସା ପୂର୍ବମହଂ ରୁଦ୍ରେଣ ଭାବିତ।। ପତ୍ନ୍ୟାର୍ଥଂ ସା ମୟା ସୃଷ୍ଟ୍ବା ଗୌରୀ ତସ୍ୟା ଚ ଭାବିନୀ।ସର୍ବ ସୌନ୍ଦର୍ଯ୍ୟବସତିର୍ବପୁଷୋ ମେ ବିନିର୍ଗତା।।ତୟାଦିଷ୍ଟା ମୟା ଭଦ୍ରେ ବଚନଂ ମେ ପ୍ରିୟଂ କୁରୁ।ଅର୍ନ୍ତବେଦୀ ରକ୍ଷ ମମ ପରିତସ୍ତ୍ବଂ ସ୍ବମୂର୍ତ୍ତି ଭିଃ।।
@EmicaJdas
@EmicaJdas 5 ай бұрын
Jay Maa Bimalla ❤️❤️🙏🙏
@khushypradhan7704
@khushypradhan7704 Жыл бұрын
🥀💐🌹🙏ଜୟ ଜଗନ୍ନାଥ 🙏🌹💐🥀
@sailabaladevi2208
@sailabaladevi2208 Жыл бұрын
ସୁନ୍ଦର ଉପସ୍ଥାପନାର ଏକ ସ୍ଵତନ୍ତ୍ର ଶୈଳୀ.
@jnanamohanty6131
@jnanamohanty6131 Жыл бұрын
ଜୟ ମହାପ୍ରଭୁ
@rebatipanigrahy4894
@rebatipanigrahy4894 5 ай бұрын
ଜୟ ଜଗନ୍ନାଥ
@narayansahoo1279
@narayansahoo1279 6 ай бұрын
Jay shree Jagannath Jay maa Bimalaa
@charulata6741
@charulata6741 Жыл бұрын
Jay Jagannath Swami
@jyotipurna6693
@jyotipurna6693 Жыл бұрын
Jay shree jagannath 🙏🙏🙏
@182jdj
@182jdj Жыл бұрын
Jay Jagannathha 🙏🙏
@smitamishra2599
@smitamishra2599 8 ай бұрын
Jay shree Jagannath 🙏🙏🙏
@studypoint1280
@studypoint1280 Жыл бұрын
Aahe mahaprabhu aapananka jay heu🙏
@koffinearbokgaming4494
@koffinearbokgaming4494 Жыл бұрын
Mana Tallina heijauchi agyan. Jay Jagannath.
@Bharatsahoo-zx4yr
@Bharatsahoo-zx4yr Жыл бұрын
Jay jaganath jay jaganath
@manjulapatro2183
@manjulapatro2183 Жыл бұрын
Jay Jagannath maha pravu ki Jay ho 🙏🙏❤️🍁🌈🌈🌈🌈🥀🌍💫⚡
@rupanjalipanda1378
@rupanjalipanda1378 Жыл бұрын
Prabhu Jagannath ama odiank prana r thhakur tankari charana r binda re koti koti pranam 🙏🙏🙏🙏🙏🙏
@jayantakumardash4057
@jayantakumardash4057 4 ай бұрын
ଆଞା, ଜଗନ୍ନାଥ ମହିମା, ଦେବୀ ମହିମା ଆଦି ସମସ୍ତ ଦିବ୍ୟ ଞାନ ରେ ଆପଣ ବିଭୂଷିତ। ଆପଣଙ୍କୁ ଶ୍ରବଣ କରି ଆମେ ନିଜକୁ ଧନ୍ୟ ମନେ କରୁଛୁ । 🙏🙏
@chandrasekharsingh9424
@chandrasekharsingh9424 Жыл бұрын
Heiloo mo kalia ❤️
@harekrishnadas6221
@harekrishnadas6221 Жыл бұрын
Jay Shree Jagannath Jay Maa Bimalla 😭😭🙏🙏🙏🙏🙏🙏
@upendradas9469
@upendradas9469 9 ай бұрын
❤❤❤horibol
@swapnamohanty7027
@swapnamohanty7027 Жыл бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ 🙏🌹🙏🌹🙏🌹🙏 ଜୟ ଶ୍ରୀ ଆଶୁତୋଷ ସାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଓ ଶୂଭେଛା କାର୍ଯ୍ୟକ୍ରମ ପୂର୍ନବାର ଆରମ୍ଭ କରିଥିବା ପାଇଁ 🙏
@agneyasahoo8697
@agneyasahoo8697 Жыл бұрын
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମଣିମା
@manjulamohanty4497
@manjulamohanty4497 Жыл бұрын
jay jaganath. He moha prabhu apanka sri charanare koti koti dandabata mahaprabhu koti koti danda bata.
@swarnalatasatapathy
@swarnalatasatapathy 5 ай бұрын
🙏
@NaliniKansarali
@NaliniKansarali 5 ай бұрын
ତ୍ରାହି ମାଂ ଜଗନ୍ନାଥ, ତ୍ରାହି ମାଂ ଜଗନ୍ନାଥ , ତ୍ରାହି ମାଂ ଜଗନ୍ନାଥ ❤ ଜୟ ମା ଜଗଜ୍ଜନନୀ ଭଗବତୀ ବିମଳା। ନମସ୍ତେ ନମସ୍ତେ ନମସ୍ତେ ।❤❤❤
@divyajotiudya6141
@divyajotiudya6141 Жыл бұрын
ମୋ ମା କରୁଣା ମୟୀ ବିମଳା ମା 🙏🙏🙏🙏🙏🙏🙏
@pari-v1z
@pari-v1z Жыл бұрын
କାଠ ର ଦେହ କୁ ପଥର ଛାତି କଳା ମୁଁହ ସତେ ଉଆଁସ ରାତି ଭୁଜ ନୁହେଁ ଯେନ୍ହେଁ ଶଗଡ଼ ଦଣ୍ଡା ଚାଲୁଣି ଆଖି ମନଟା ହୁଣ୍ଡା ତଥାପି କାହିଁ ଦିନେ ନ ଦେଖିଲେ ଏମିତି ବଦନ ମନ ମୋର ଜମା ବୁଝଇ ନାହିଁ ତଥାପି କାହି... 🙏💐💐🥺🙏
@puranapedi7631
@puranapedi7631 Жыл бұрын
Very good
@manjulatasubudhi8073
@manjulatasubudhi8073 Жыл бұрын
🙏🙏🙏🙏🙏🙏🙏🙏🙏🙏🙏
@usharanimishra5527
@usharanimishra5527 5 ай бұрын
Hey Maa Mangala Maa mo dukha fedi dia maa jagatjanani Sankat tarini Maa Mangala Maa.
@manaskumarmaharana24
@manaskumarmaharana24 Жыл бұрын
ମଣିମା 🙏🙏 ତୁମ ସେ ବିପୁଳ ଚକାନୟନ ରେ ଥରେ ଚାହିଁ ଦିଅ ସାଆନ୍ତେ, 😭😭ଜୀବନ କେବଳ ଜଗନ୍ନାଥ ମୟ ହେଉ ସାଆନ୍ତେ, ସବୁକିଛି ତୁମେ, ଆଉ ତୁମେ ହେଇଯାଅ ମଣିମା 🙏ସବୁଥିରେ ତୁମେ ଆଉ ତୁମଠି ସବୁ ହେଉ l ମଣିମା 😭😭ମୋ ଜୀବନ ତୁମେ ମଣିମା 🙏🙏
@manaskumarmaharana24
@manaskumarmaharana24 Жыл бұрын
ମଣିମା ହେ 🙏🙏🙏 ତୁମ ଲୀଳା ଟିକେ ଶୁଣିବାକୁ ଏ ମନ, ତନ ସବୁ ଅସ୍ଥିର, ଛାମୁ 🙏🙏🙏
@mousumiswain5611
@mousumiswain5611 Жыл бұрын
🙏🙏🙏🙏🙏
@user-vz4vd3wq5e
@user-vz4vd3wq5e 5 ай бұрын
Bahut sunder kahuchhamti Emiti au dunibaku milu. Apananka father b bahut sunder kahuchhanti. Jay ho Jaganath Mahapravu Jay 🙏🙏🙏🙏
@monalishakhuntia2233
@monalishakhuntia2233 Жыл бұрын
🙏🙏🙏🙏🙏🙏🙏🙏🙏
@suchitradhal5736
@suchitradhal5736 Жыл бұрын
Jay jagannatha swami nayan patha gami bhaba tume🙏🙏🙏🙏 🌺🌺🌺🌺
@diptimayeeparida9665
@diptimayeeparida9665 Жыл бұрын
👋👋👋👋
@naturejourneywithdeepti9428
@naturejourneywithdeepti9428 Жыл бұрын
Jay Jagannath 🙏
@rojalinpradhan1152
@rojalinpradhan1152 Жыл бұрын
Jay Jagannath Swami 🙏🙏🙏🙏🙏🙏🙏😭😭😭😭😭😭😭😭😭😭
@pradeshkumarsahoo1877
@pradeshkumarsahoo1877 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏
@Gopabandhu91
@Gopabandhu91 Жыл бұрын
ସାର 🙏🏻🙏🏻🙏🏻ଆପଣକୁ ଥଣ୍ଡା ହେଇଛି ବୋଧେ ଦୟାପୂର୍ବକ ଓ୍ୟୁଷଧ ଟିକେ ସେବନ କରିନିୟନ୍ତୁ. ଜୟ ଜଗନ୍ନାଥ 🙏🏻🙏🏻🙏🏻
@mousumiswain5611
@mousumiswain5611 Жыл бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🙏
@prakasinidas8188
@prakasinidas8188 Жыл бұрын
ମହାପ୍ରଭୁ ହେ,ତୁମ କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ ମଣିମା🙏♥️🙏
@sandhyapattnaik2817
@sandhyapattnaik2817 Жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏 ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️. ମହାପ୍ରଭୁ ମହାବାହୁ ହେ ଅନନ୍ତ କୋଟି ଦଣ୍ଡବତ ପ୍ରାଣମ ପାଦପଦ୍ମରେ 🙏.
@Subhrasweta234
@Subhrasweta234 Жыл бұрын
ବହୁତ ବହୁତ ଧନ୍ୟବାଦ ଭାଇନା 🙇🙇ଜୟ ମହାପ୍ରଭୁ 🌷🌸🌹🌺🌺
@chittaranjanmishra4215
@chittaranjanmishra4215 Жыл бұрын
କରୁଣାମୟୀ ଦୟାମୟୀ କୃପାମୟୀ ମା 🙏 ଜୟ ଜଗନ୍ନାଥ 🙏
@nilambarmishra413
@nilambarmishra413 8 ай бұрын
ମା Laxmi ଙ୍କ ଉପରେ ନିର୍ଦ୍ଧିଷ୍ଟ ଭାବରେ କେଉଁ episod ରେ ଅଛି ଟିକେ share କରି ପରିବେବକି???
@laxminarayanpanda1427
@laxminarayanpanda1427 5 ай бұрын
ମହାଶୟ,ନମସ୍କାର, 'Maalikaani' ଶବ୍ଦ ବିମଳା ମାତା ଙ୍କ ପାଇଁ ବ୍ୟବହାର କରନ୍ତୁ ନାହିଁ। ଇସଲାମ ଧର୍ମ ସୃଷ୍ଟି ପୂର୍ବରୁ ସନାତନ ହିନ୍ଦୁ ଧର୍ମ ଓ ସଂସ୍କୃତ ଭାଷା ଅଛି। ଏହି ' 'ମାଲିକାଣୀ ' ଆରବ ର ଭାଷା। 'ସାଆନ୍ତାଣୀ' ' ଆପଣ ଉଚିତ୍ ଶବ୍ଦର ବ୍ୟବହାର କରିଛନ୍ତି। ଜୟ ଜଗନ୍ନାଥ।
@manoramabehera4223
@manoramabehera4223 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏
@sabitaswain5513
@sabitaswain5513 Жыл бұрын
ଆଜ୍ଞା ପ୍ରଣାମ ବହୁତ୍ ସୁନ୍ଦର ପରିକଳ୍ପନା ଆଉ ଉପସ୍ଥାପନା🙏🙏🙏🙏
@wenoti947
@wenoti947 Жыл бұрын
ଜୟ ମହାପ୍ରଭୁ, ବହୁତ ଧନ୍ୟବାଦ ଏହି ମହାନ ଦିବ୍ୟ ଜ୍ଞାନ ପାଇଁ
@rasmitamaharathy6734
@rasmitamaharathy6734 Жыл бұрын
ମୋ ପ୍ରଭୁ, ମୋ ମା ତୁମ ପାଦ ତଳେ ଏଇ ଅଭାଗିନୀର କୋଟି କୋଟି ପ୍ରଣାମ 🙏❤️🙏ସତରେ ତୁମ କଥା ମାଧୁରୀ ଶୁଣି ଏ ଜୀବନ କୃତାର୍ଥ ଲାଭ କରୁଛି ❤️❤️🙏
@RanajitSahoo
@RanajitSahoo Жыл бұрын
ଜୟ ମା ଭଗବତୀ ବିମଳା ଠାକୁରାଣୀ 🙏🙏🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏
@ashokdas8980
@ashokdas8980 5 ай бұрын
ଜୟ ମା ବିମଳା 🙏🙏🙏🙏🙏🙏 ଜୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏🥺🥺🥺🥺🥺🥺🥺🥺🥺 ।।
@suryakantalenka1441
@suryakantalenka1441 4 ай бұрын
ନା ଭାଇନା ଆପଣ ବିମଳା ଙ୍କ ପାଖରେ ତ୍ରୁଟି କହିଲେ
@rashmitasingh4886
@rashmitasingh4886 Жыл бұрын
ମୁଁ କେବେ ଆପଣଙ୍କ ଅନୁଭୂତି ଶୁଣିବି
@rammishra5781
@rammishra5781 Жыл бұрын
ରସାମୃତ ପାନ କଲାଭଳି ମନେହେଲା... ଅପୂର୍ବ ଲୀଳା ବର୍ଣ୍ଣନା... ଜୟ ଜୟ ଜଗନ୍ନାଥ..ଜୟ ମାଁ ବିମଳା
@manjulapadhi9075
@manjulapadhi9075 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏
@matruashishpatra3550
@matruashishpatra3550 Жыл бұрын
🙏🙏🙏 MO Mahaprabhu nka Shree charana re koti koti pranam 🙏🙏🙏Jaya Jaya Shree Jagannath.. Jay Shree Krishna Radhe Radhe maa Radhe Radhe 🙏🙏🙏Radha RANI ki Jay 🙏🙏🙏
@pari-v1z
@pari-v1z Жыл бұрын
ଜୟ ମହାପ୍ରଭୁ 🙏🙏🙏
@samirabehera760
@samirabehera760 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ
@Jagannath_premi_
@Jagannath_premi_ Жыл бұрын
ମଣିମା ଙ୍କ ଜୟ ହେଉ🙏🙏
@prabhatswain8864
@prabhatswain8864 Жыл бұрын
ବାସ୍ତବରେ ମନ ବୁଝେନା।
@bijayakumar1664
@bijayakumar1664 Жыл бұрын
ମୋ ମହାବାହୁ ର ଅପୂର୍ବ ଲୀଳା 🌷🤩😍😘
@tapansahoo7617
@tapansahoo7617 Жыл бұрын
ଜୟ ଜଗନ୍ନାଥ ସ୍ବାମୀ
@santoshkumarnayak5724
@santoshkumarnayak5724 Жыл бұрын
ଜୟ ଶ୍ରୀ ଜଗନ୍ନାଥ
@shantwanadash8008
@shantwanadash8008 10 ай бұрын
ମାଆ🌺🌺🌺🌺🌺🪷🪷🪷🙏🏻
@puspanjalibehera9591
@puspanjalibehera9591 Жыл бұрын
ଜଗତଜନନୀ ମା ବିମଳା🙏🙏🙏ଜୟ ଜଗନ୍ନାଥ 🙏🙏🙏🙏
@MrGitika75
@MrGitika75 Жыл бұрын
।।। ଜୟ ଜଗନ୍ନାଥ।।।
@DiptiranjanPatro-zr8ly
@DiptiranjanPatro-zr8ly 8 ай бұрын
Brahma bisayare tike ghyana diantu pls
@SasmitaMohapatra-m2b
@SasmitaMohapatra-m2b 11 ай бұрын
Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay "MAA BIMALA"🙏🙏🙏 sir pranam 🙏🙏
@kalpanapadhi8709
@kalpanapadhi8709 Жыл бұрын
ଗଭୀର ପାଣ୍ଡିତ୍ୟ, ସହିତ, ଭକ୍ତିଗଦଗଦ ଭାବ, ବର୍ଣ୍ଣନା ର ଶୈଳୀ ଖୁବ ବିଭୋର କଲା, ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏
@binapanibaitharu1798
@binapanibaitharu1798 Жыл бұрын
ଶ୍ରୀ ଜଗନ୍ନାଥଙ୍କ ପାଦପଙ୍କଜରେ ମୋର କୋଟି କୋଟି ପ୍ରଣାମ 🪷🙏🏼 ଅତି ସୁନ୍ଦର ବ୍ୟାଖ୍ୟା ଆଜ୍ଞା 🙏🏼 ନୀଳାଚଳେ ନିବାସ୍ୟାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନଥାୟ ଚ ନମଃ 🪷🙏🏼
@puspanjalipatra2357
@puspanjalipatra2357 Жыл бұрын
ଜୟ ଜଗନ୍ନାଥ 🙏
@harekrishnadas6221
@harekrishnadas6221 Жыл бұрын
Bahut sundar upasthapana,kete samarpita bhabana Jay Shree Jagannath 🙏🙏🙏🙏
@mithunbehera6578
@mithunbehera6578 Жыл бұрын
ଜୟ ଜଗନ୍ନାଥ
@sanjayasahoo7677
@sanjayasahoo7677 Жыл бұрын
ଜୟ ଜଗନ୍ନାଥ
@prashantakumardas7107
@prashantakumardas7107 Жыл бұрын
ଜୟ ଜଗନ୍ନାଥ।
@saraswatidhal7880
@saraswatidhal7880 Жыл бұрын
ପଣ୍ଡିତ ଆଶୁତୋଷ ମିଶ୍ର ଜଗନ୍ନାଥଃସେବକ ମହୋଦୟ ମା ଜଗଧାତ୍ରୀ ବିମଳା ନ୍କମହିମା ସମ୍ପର୍କରେ ବହୁ ନୂଆ ତଥ୍ୟ ଜଣ।ଇଲେ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ ଜୟ ମା ବିମଳା କ୍ଷେତ୍ରଶ୍ୱରୀ ଜନନୀ
@jaranamahati9951
@jaranamahati9951 2 ай бұрын
ଜୟ ଜଗନ୍ନାଥ, ପ୍ରଭୁ ଜଗନ୍ନାଥ ଙ୍କ କେତେ କରୁଣା ଆପଣଙ୍କ ପାଇଁ, ଅବିଶ୍ରାନ୍ତ ଭାବେ ଅନର୍ଗଳ କହି ଚାଲି ଛନ୍ତି। ଧନ୍ୟବାଦ ଅର୍ପଣ ପୂର୍ବକ ପ୍ରଣାମ ଜଣାଉଛି।
@deepakkumarjena3347
@deepakkumarjena3347 Жыл бұрын
Sir maa hingula nka yatra chalichi...kichi maa agnirupi hingula nka bisyare Sri mandira ku nei kichi kuhantu🙏 Respect from Dis-Angul talcher Odisha 🙏
@nareshdash3796
@nareshdash3796 8 ай бұрын
ଜୟ ଜଗନ୍ନାଥ
@bkbarik2322
@bkbarik2322 Жыл бұрын
ମହାପ୍ରଭୁଙ୍କ ର ଏ ଅପୂର୍ବ ଦିବ୍ୟ ଲୀଳା ଯେତେ ଶୁଣିଲେ ବି ମନ ବୁଝୁ ନାହିଁ ଆହୁରି ଆହୁରି ଶୁଣି ବାକୁ ଇଚ୍ଛା।ଧନ୍ୟ ମହାପ୍ରଭୁ ଧନ୍ୟ ମହାମାୟା ମା ବିମଳା।🙏🙏🙏🙏
@SuchitraKar-lb8wx
@SuchitraKar-lb8wx 2 ай бұрын
ମାଆ ଲୋ 🙏🙏🙏🙏🙏
@santoshsethy6540
@santoshsethy6540 Жыл бұрын
ଜୟ ମା
@kumarichoudhury678
@kumarichoudhury678 Жыл бұрын
Dr Asutosh ,jàganatha nk Ases Krupa labha heu , Tum baktaby uchha kotir Keep up it...(jay jaganatha)
@debabratanayak5526
@debabratanayak5526 5 ай бұрын
ଓଡ଼ିଶା ର ଭାଷା ସାହିତ୍ୟ ତଥା ଶବ୍ଦ ର ଚତୁର୍ଯ୍ୟତା ଓ ମଧୁରତା ଆପଣଙ୍କ ମୁଖରୁ ନିଶୃତ ହେଉଛି ଏହା ହିଁ ବହୁତ୍ ଆକର୍ଷକ👌🙏
@debipadamishra
@debipadamishra Жыл бұрын
ଆପଣଙ୍କୁ ଅଶେଷ ଧନ୍ୟବାଦ 🙏 | ଜୟ ଜଗନ୍ନାଥ ମହାପ୍ରଭୁ 🙏
@premchandnaik6249
@premchandnaik6249 Жыл бұрын
Very nice.
@bhagyalatapanda2910
@bhagyalatapanda2910 Жыл бұрын
Jay jagannath swami nayana patha gami vaba tuma 🙏 🙏 🙏 🙏 🙏 🙏 🙏 🙏 🙏 🙏 namaskar sir
@Madhavika-e7f
@Madhavika-e7f 11 ай бұрын
ଚୋର ଚତୁର ମଣି ନାରୀ ଚିତ୍ତ ରଙ୍କୁଣା ଜଗା ମାେ ସର୍ବସ୍ବ ଛଡେଇ ନେଇଛୁ କେମିତି ବସିଛୁ ଟୋକା ମତେ ଉଦ୍ଧାର ନ କରି ❤️❤️
@rathprasenjit07
@rathprasenjit07 Жыл бұрын
ବହୁତ୍ ସୁନ୍ଦର। ଆଧୁନିକ ଗୀତ ଜାଗାରେ ଜଗନ୍ନାଥ ଙ୍କ ପୁରୁଣା ଭାବ ପୂର୍ଣ୍ଣ ଗୀତ ଦେଲେ ଆହୁରି ଭଲ ଲାଗିବ।
@bhaskarsahu786
@bhaskarsahu786 Жыл бұрын
ମାନନୀୟ ଅଶେଷ ଧନ୍ୟବାଦ ଏବଂ କୋଟି ପ୍ରଣାମ ଆପଣଙ୍କ ବଚନ ସୁଧାମୟ
@LinasWorld1992
@LinasWorld1992 Жыл бұрын
Jay Jagannath swami nayan pathagami vaba tume pravu vaba tume 🙏🏻
@subashchandranahak4323
@subashchandranahak4323 9 ай бұрын
Jay maa bimala 🙏🙏🙏🙏🙏❤️❤️ Jay asutosh sir 🙏 Jay jaganath 🙏🙏🙏🏽🙏🙏🏽❤❤
@ommnamahshivay-oq1sq
@ommnamahshivay-oq1sq 5 ай бұрын
ଆଜ୍ଞା ପ୍ରଣାମ ମୋର ଅନୁରୋଧ ଆପଣ ମା ମଙ୍ଗଳା ଙ୍କ ବିଷୟରେ କିଛି ପରିବେଷଣ କରନ୍ତୁ
@ManasMuzic-ce7rt
@ManasMuzic-ce7rt 2 ай бұрын
aji bhabuthili phula tolilabele maa bimala bisayare janibaku..kemti janibi..hathat offc asi youtube kholila belaku aga suggestion re bimalanka katha acchi..apanaka video mana katha thik se jane,,,,jay maa bimala jay jagannath
@ranjanpanigrahi6447
@ranjanpanigrahi6447 Жыл бұрын
Good 🙏
@madhurimishra469
@madhurimishra469 Жыл бұрын
Jay Jagannath saranam.Tumar karuna ehipari jagatre byapithau
@amit3372
@amit3372 Жыл бұрын
Tike maa mangala nka katha alochana karantu.. Maa Bimalanka katha sarile nua episode karibe
@priyabratasharma4930
@priyabratasharma4930 Жыл бұрын
Jay Maa subhadra Jay Maa bimla Jay Maa mohalaxmi Jay Maa eswanaswari
@basantarout9538
@basantarout9538 Жыл бұрын
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
@Krushna-Prasad-Mahapatra
@Krushna-Prasad-Mahapatra Жыл бұрын
ଜୟ ଜୟ ଶ୍ରୀ ଜଗନ୍ନାଥ🙏🏻🙏🏻..ଜୟ ଜୟ ଶ୍ରୀ ଜଗନ୍ନାଥ🙏🏻🙏🏻..ଜୟ ଜୟ ଶ୍ରୀ ଜଗନ୍ନାଥ🙏🏻🙏🏻..
@prasantabehera5660
@prasantabehera5660 Жыл бұрын
Jay JAGANNATH ,Jay maa bimala 🙏🙏🙏🙏🙏🙏🙏🙏🙏🙏
@uttamchandramithra4471
@uttamchandramithra4471 Жыл бұрын
Sir jay jagatnnath prabhunkakatha katha sunni amaakhire amiti luha asuthau
Spongebob ate Michael Jackson 😱 #meme #spongebob #gmod
00:14
Mr. LoLo
Рет қаралды 10 МЛН
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 58 МЛН
Win This Dodgeball Game or DIE…
00:36
Alan Chikin Chow
Рет қаралды 39 МЛН
Spongebob ate Michael Jackson 😱 #meme #spongebob #gmod
00:14
Mr. LoLo
Рет қаралды 10 МЛН