Maa Toh Bina | Human sagar | Odia sad Song | Odia maa Song | Odia Song 2022

  Рет қаралды 12,423,833

SHREE ENTERTAINMENTS

SHREE ENTERTAINMENTS

2 жыл бұрын

#maatohbina #odiamaasong #humansagar
Dedicated to - late Subashini Patra🙏
Presenting to you a emotional Song "MAA TOH BINA", hope you all like the song, DO SHARE YOUR VIEWS WITH US
🎶SONG CREDITS :
Song - MAA TOH BINA
Singer - Human sagar
Lyrics - Gurudatta behera (94372 80035)
Music - Matruprasad rath(96680 16290)
Flute - Abhiram
Recorded at - Somesh studio
Mixing & mastering - Somesh sathpathy
Dop & Edit - chiku
Produced by - Shreenibas pattnayak
Poster - RN BHAI
Channel Head - Aruna Pradip Sahoo(7854001615)
Production Manager - Sangram Baral
Managing Director - Soumya Ranjan Raul
Special Thanks - chandan bhai
Like,comment and share this video.
________________________________________
Thank you for watching. Keep loving “SHREE ENTERTAINMENTS “, Subscribe to our channel and hit the 🔔 bell icon for future updates and upcoming projects.
* ANTI - PIRACY WARNING *
This content is copyright to SHREE ENTERTAINMENTS. Any unauthorised reproduction,redistribution or re-upload is strictly prohibited of this material.Legal action will be taken against those who violate the copyright of the following material presented.

Пікірлер: 7 600
@user-uz1hp1te9t
@user-uz1hp1te9t 2 ай бұрын
ମରିବା ପାଇଁ ଅନେକ ବାଟ ଅଛି କିନ୍ତୁ ଜନମ ପାଇଁ ଗୋଟିଏ ବାଟ ଅଛି ସିଏ ହେଉଛି ମୋ ମାଆ 👌👌👌👌👌👌👌👌👌👌👌👌❤️❤️❤️❤️❤️❤️❤️
@user-uz1hp1te9t
@user-uz1hp1te9t 2 ай бұрын
❤️❤️❤️❤️❤️❤️
@bichitrapalo4456
@bichitrapalo4456 3 күн бұрын
Mother is great
@minatirout7523
@minatirout7523 11 ай бұрын
ମା ଏମିତି ଗୋଟେ ଶବ୍ଦ ଥରେଡାକି ଦେଲେ ଅଶୁଭ କାମ ବି ଶୁଭ I love you maa❤❤❤❤maa ପାଇଁ ଗୋଟିଏ ଲାଇକ୍ କରିବ
@MaheswarKhichiri-qe8vh
@MaheswarKhichiri-qe8vh 11 ай бұрын
Maa ❤
@sagunyt7199
@sagunyt7199 11 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤😢😢😢😢😢😢😢
@debakibarik5857
@debakibarik5857 10 ай бұрын
😂
@debasishsahu4036
@debasishsahu4036 10 ай бұрын
😊😊😊😊😊😊
@debasishsahu4036
@debasishsahu4036 10 ай бұрын
​@@MaheswarKhichiri-qe8vh😊😊
@tejaswiniluha5678
@tejaswiniluha5678 Ай бұрын
ଦୁନିଆର ସବୁଠାରୁ ଅଧିକ ମୂଲ୍ୟବାନ ରତ୍ନ ହେଉଛି ମାଆ❤️❤️
@mihirkumar172
@mihirkumar172 3 ай бұрын
Miss u Bou 😢😢. ମୁଁ ତୁମ ଠାରେ ସବୁଦିନ ପାଇଁ ଚୀର ଋଣି । ହଠାତ୍ ମ ଠାରୁ ଚାଲିଗଲ । ବହୁତ କଷ୍ଟ ଲାଗୁଛି ବୋଉ । ବହୁତ ମନେ ପଡୁଛ ।
@dibyanshidass
@dibyanshidass 8 күн бұрын
Mo bau bi mo pakhare hataat dine ma tharu chali gale😭😭😭😭😭mu bi mo bauku bahut vhala pae😭😭😭 miss u...bau❤❤
@depanshurout
@depanshurout 8 ай бұрын
ଦୁନିଆରେ ସବୁଠାରୁ ବଡ଼ ଭଗବାନ ହେଲା ମା ଯାହା ପାଖରେ ମା ନାହିଁ ସେଇ ମାନେ ହିଁ ମା ର ମୂଲ୍ୟ ଜାଣିଛନ୍ତି ମା ପାଇଁ ଗୋଟେ like କର ❤❤❤
@PriyankaSahoo-fl2mq
@PriyankaSahoo-fl2mq 6 ай бұрын
Mor maa nahi 😢😢😢😢😢
@depanshurout
@depanshurout 6 ай бұрын
@@PriyankaSahoo-fl2mq ମନ ଦୁଃଖ କରନି ତମ ସାଙ୍ଗରେ ଭଗବାନ ଅଛନ୍ତି
@sarbeswarjena2922
@sarbeswarjena2922 3 ай бұрын
ଏହି ଗୀତ ଟି ଯିଏ ଶୁଣିବ ତା ଆଖିରେ ଲୁହ ଆସି ଯିବ ❤😢😢😢
@AmitBag-yk1nf
@AmitBag-yk1nf 23 күн бұрын
Jete thara sunuchhi sete thar kanduchi😭
@user-yt6cr5xx2m
@user-yt6cr5xx2m Ай бұрын
ଯାହାର ମା ନାହିଁ ତା ଜୀବନଟା ବହୁତ କଷ୍ଟରେ କଷ୍ଟୁଥାଏ କିନ୍ତୁ ମା ଥିଲେ ସବୁ ଅଛି କାରଣ ମା ହେଉଛନ୍ତି ଆଶୀର୍ବାଦର ପାତ୍ରି The life of the one who does not have a mother is very difficult, but if there is a mother, everything is possible because mother is the source of blessings
@user-rd3os7fl6s
@user-rd3os7fl6s 3 ай бұрын
ନା ମୋ ପାଖରେ ମୋ ମା ଅଛି ନା ମୋ ପାପା ଅଛନ୍ତି 😭😭
@premieretvbyvenom
@premieretvbyvenom 7 күн бұрын
Apananka pakhare vagaban achnti
@Allinone-ft2tq
@Allinone-ft2tq Жыл бұрын
କଣ କହିବି 😭 କାହାର ମାଆ ଥିଲେ ବାପା ନାହିଁ ଆଉ ବାପା ଥିଲେ ମାଆ ନାହିଁ ହେଲେ😭😭 ମୋର ମାଆ ଆଉ ବାପା ନାହାନ୍ତି ମୁ ପୁରା ଏକୁଟିଆ କେମିତି ବଞ୍ଚିଛି କେହି ବି ପଚାରିବାକୁ କେହି ନାହାନ୍ତି , ଖରା ରେ ଛିଡ଼ାହେଇଥିଲ ଛାଇକୁ ଡାକିବା ପାଇଁ ମୋ ମା ନାହିଁ କି ବାପା ନାହିଁ😭😭😭.ସତରେ ପାଉଁଶ ତଳୁ ଉଠି ଆସେ ଲୋ ମାଆ😭😭😭.
@puspanjalibehera-mf1ph
@puspanjalibehera-mf1ph Жыл бұрын
💔💔💔😭😭😭😭 Mana dukha na kari Amiti kichhi Kama kari tanka na rakha Au khusire ruha
@tulasipradhan1226
@tulasipradhan1226 Жыл бұрын
Mora bi maa nahi mu janichhi se dukha 😭🥺😭🥺😭🥺 mu 12 ra heithili mo maa chaligale , kemiti banchichhi taha mu janichhi 🥺😭🥺🙏 bapa pacharu nahanti,nijara kehi nahanti 🥺😭
@ITSMYVLOGS500
@ITSMYVLOGS500 Жыл бұрын
😭😭😭😭😭😭😭😭😭😭😭😭😭😭😭😭😭😭😭
@freeentertainment2024
@freeentertainment2024 Жыл бұрын
nijaku kebe eka bhabani bhagaban tama pai sure bahut bada kichi rakhichanti.
@subhamsahu9088
@subhamsahu9088 Жыл бұрын
really painful 😭😭😭
@uniquetoka
@uniquetoka Жыл бұрын
ତୋ ହାତ ମୋ ମଥାରେ ରହିଥିଲେ ପାଦ ଧୁଳି ତୋର ନଉଥିଲେ ମୁଁ କିଛି ଖୋଜିବିନି ମା ତୋ ବିନା ମୁଁ ରହିପାରିବିନି ❤
@anupriya6583
@anupriya6583 10 ай бұрын
Heart touching lines
@kumarmanash3046
@kumarmanash3046 8 ай бұрын
❤😂😂😂😂 1:52
@kahnabehera6746
@kahnabehera6746 8 ай бұрын
​@@anupriya6583Hii😊
@user-pg8vi1be4u
@user-pg8vi1be4u 5 ай бұрын
​@@kumarmanash3046hasuchu kn be
@user-xe9yp3qm2t
@user-xe9yp3qm2t 3 ай бұрын
ମା ବିନା ଜୀବନ ଅଧୁରା, ଦୁନିଆ ଫିକା ଫିକା ଲାଗେ
@bablu6128
@bablu6128 2 ай бұрын
ମା ❤❤❤❤ ଅତୁଳନିତ ଶବ୍ଦ ମା କୋଉ ଭଗବାନ ଠୁ କମ ନୁହଁ ମା ଆଗରେ ଭଗବାନ ବି ଛୋଟ heart touching song ଯତେ ଶୁଣିଲେ ସେତେ ଭଲ ଲାଗୁଛି
@sagarkumarpatra2944
@sagarkumarpatra2944 Жыл бұрын
ପୃଥିବୀରେ ସବୁଠୁ ସୁନ୍ଦର ଓ ମୂଲ୍ୟବାନ ଶବ୍ଦ ଓ ସମ୍ପତ୍ତି ହେଉଛି ମା ❤️🙏✨ ମା ବିନା ସାହା ନାହିଁ 🥹
@mundarivlogs2018
@mundarivlogs2018 Жыл бұрын
❤😊
@bijaykumarnayak9937
@bijaykumarnayak9937 Жыл бұрын
😢
@badalkaran5019
@badalkaran5019 10 ай бұрын
I love you bou ❤❤❤❤❤❤
@SuniGouda-qx2kx
@SuniGouda-qx2kx 10 ай бұрын
​@@bijaykumarnayak9937a
@sahuswapna2655
@sahuswapna2655 9 ай бұрын
​@@badalkaran5019l. Ml
@Ama_odia_classes
@Ama_odia_classes Жыл бұрын
ମରିବା ପାଇଁ ଅନେକ ବାଟ ଅଛି କିନ୍ତୁ ଜନମ ପାଇଁ ଗୋଟିଏ ବାଟ ଅଛି ସିଏ ହେଉଛି ମାଆ ❤🙏
@Lyricsworld242
@Lyricsworld242 Жыл бұрын
Right
@soubhagyadas9506
@soubhagyadas9506 Жыл бұрын
Wahh bhai what a line 😍😍😍
@its.me_swapna
@its.me_swapna Жыл бұрын
Ryt 🙏
@user_Puja789
@user_Puja789 Жыл бұрын
What a line bro 🥺 Sata katha kahila bhai pura 🙂🥺
@sibanandabhuyan780
@sibanandabhuyan780 Жыл бұрын
@@its.me_swapna I love you
@user-ii8dy1or4g
@user-ii8dy1or4g Ай бұрын
ମାଆ ବାପା ଆଉ a ଦୁନିଆ ରେ କାହାକୁ ବି କେବେ ଦୁଃଖ ଦିଅନି ଯେତିକି ଦିନ ବଞ୍ଚିବା ସମସ୍ତଙ୍କୁ ଖୁସିରେ କଥା କୁହ ।। ଆଉ ଖୁସି ଦିଅ ।।। ମାଆ ବାପା ବଞ୍ଚିଥିବା ଅବସ୍ଥାରେ ସବୁ ଖୁସି ଦିଅ ତାଙ୍କୁ ମଲା ପରେ ବଡ଼ ଭୋଜି ଦବାରେ କିଛି ଫାଇଦା ନଥାଏ 😢😢😢😢
@gaganratha5251
@gaganratha5251 Ай бұрын
ମାତୃ ଦିବସ ରେ କେତେ ଜଣ ଶୁଣିଛନ୍ତି like କରନ୍ତୁ
@mrdeva3588
@mrdeva3588 Жыл бұрын
BAS ଆଖି ବୁଝି ଥରେ ଏ SONG SUNILE ଆଖିରେ ଲୁହ ଆସିଯିବ ♥️🥺🥺 POWERFUL SONG ♥️🥺
@shreeentertainments7163
@shreeentertainments7163 Жыл бұрын
Thank You 😊💗❤️
@ashishkumarbehera1154
@ashishkumarbehera1154 Жыл бұрын
True... Mr Deva
@bapinaik9380
@bapinaik9380 Жыл бұрын
Satare yaar mu Kandi pakei li🙏🙏🙏🙏
@prakashkumarkar6228
@prakashkumarkar6228 Жыл бұрын
Right
@anjankumar7649
@anjankumar7649 Жыл бұрын
Bhai aakhi bond koriba darkar nahi maa nahi bhai luho aasijauchi 😭😭😭😭😭😭
@user-ei6qe7bx3h
@user-ei6qe7bx3h 6 ай бұрын
ସବୁ ମା ମାନଙ୍କୁ ପ୍ରଭୁ ଭଲରେ ରଖନ୍ତୁ
@user-ex2kj5nq9o
@user-ex2kj5nq9o 3 ай бұрын
ଦୁନିଆ ରେ ମାଠୁ ବଡ଼ କେହି ନାହିଁ ❤❤❤
@rakeshokeshbigbrother2183
@rakeshokeshbigbrother2183 3 ай бұрын
Ma bhai re Amti Gita lekhani please akhiru luha jhari paduchi,duniya ra sabu maa bapa Bhagwan ❤
@jeetendrasethy5147
@jeetendrasethy5147 2 жыл бұрын
ବା ବା ବା ରେ କି ଗୀତ ,କି ଲେଖା ଶୁଣି କି ଆଖିଲୁ ଲୁହ ଆସିଗଲା ବହୁତ୍ ଧନ୍ୟବାଦ୍ ଭାଇ Love you bou ବହୁ ଲୋ ବହୁତ୍ ମନେ ପଡ଼ୁଛି ଲୋ Miss you ବୋଉ
@gaganchoudhury240
@gaganchoudhury240 Жыл бұрын
Very very thanks
@ratikantadas208
@ratikantadas208 Жыл бұрын
Recall bro satara bahut sunder lekha hoechi na bro mora ta maa nahe ma ra snaha sradha kan mu janene mu bahut miss karuchi mo maku 😭😭😭😭😭😭😭😭🤣🤣🤣🤣🤣🤣🤣🙏🙏🙏🙏🙏🙏🙏🙏🙏🙏
@bapunfitness
@bapunfitness Жыл бұрын
@@ratikantadas208 I miss tOoooooo 😭😭😭😭😭
@randomboytrinatha7751
@randomboytrinatha7751 Жыл бұрын
Nice👍👍👏👏 🎵song bro🤣🤣madicala
@jeetendrasethy5147
@jeetendrasethy5147 Жыл бұрын
@@ratikantadas208 maa nahni boli kuhani hela tama maa tama pakhare achhi tama Chari pakhare hi achhi Please semiti bhabani please 🙏🙏🙏🙏 maa kebe bi pua ku chhadi ki jaini ki jibani love you bou ❤️❤️ ଥରେ ଆଖି ବୁଝି କି ମାଆ କୁ ଥରେ ଭାବନା ରଖିକି ଧ୍ୟାନ ଦେଇକି ଭାବ ତମ ମାଆ ତମ ପାଖରେ ଅଛି କି ନାହିଁ କହିବ ତାହା ପରେ ମୋତେ କହିବ ମୁ ଭୁଲ କହୁଛି କି ସତ ଭାଇ ତାହା ପରେ ମୋତେ କହିବ ଯଦି ଭୁଲ କହିଥିବି ଯଦି ମୋତେ ଗାଳି କରିଲେ ବି ମୁ ସହିବି ହେଲା Love you bro
@suchismitanayak7613
@suchismitanayak7613 5 ай бұрын
ଦୁନିଆରେ ଯାହାର ମା ନାହିଁ ସିଏ ଜାଣିଛି ଜୀବନ ଟା କେତେ କଷ୍ଟ l miss you bou
@learnenglishwithmama
@learnenglishwithmama 3 ай бұрын
Ryt
@satyabratamahalik
@satyabratamahalik 3 ай бұрын
🥹😥
@tukunarout4115
@tukunarout4115 2 ай бұрын
Bahut kasta mu januchi
@GovindsethyNandi
@GovindsethyNandi 2 ай бұрын
❤❤😢😢😢Maa
@skyInk143
@skyInk143 3 ай бұрын
କିଏବା ରଖିଲା, କେମିତି ରଖିଲା, ଏମିତିକା ତୋ'ର ନାଆ, ଯେତେବେଳେ ହେଉ ଅବା ଯେଉଁଠାରେ, ତୋ ନାଁ ହିଁ ସଭିଙ୍କ ସାହା।। 🙏ମାଆ ମାଆ ମାଆ 🙏
@santanupriyadarsi6023
@santanupriyadarsi6023 3 ай бұрын
10000 katha kahiba pare bi jie ragi nathae se mo mami love u mo mami bhagwan etiki ashirvaad karantu mo dwara khusi tk pau
@Editorpk-gg3qc
@Editorpk-gg3qc 5 ай бұрын
Maa pain gote like kara ❤
@papunasethi4671
@papunasethi4671 Жыл бұрын
ଦୁନିଆ ର ସବୁଠାରୁ ବଡ଼ ଯୋଦ୍ଧା ମାଆ 🙏🙏🙏🙏
@rabindramuduli2002
@rabindramuduli2002 6 ай бұрын
Right
@jharanatripathy3433
@jharanatripathy3433 5 ай бұрын
Right
@jaybholenath117
@jaybholenath117 4 ай бұрын
Maa bina sansar kichi nua😭😭😭
@TuriHo-ig9kt
@TuriHo-ig9kt 25 күн бұрын
Yes❤❤🎉🎉🎉
@swagatikanayak2143
@swagatikanayak2143 2 ай бұрын
Jebe be aa song ta jia be subiba se emotional na hei rahiparebani😢... Love you mummy 💕😘
@AkashSamala
@AkashSamala 3 ай бұрын
I miss maa 😭😔😔
@dreamqueenswapna7456
@dreamqueenswapna7456 4 ай бұрын
ମା' ଠାରୁ ପବିତ୍ର ଶବ୍ଦ ଦୁନିଆ ରେ ନାହିଁ ....ଆମକୁ ଅନ୍ଧାର ଦୁନିଆ ରୁ ଆଲୋକ ଦେଖେଇଚି ଆମ ମା ...ସତରେ ମା ତୁ ଏତେ ମହାନ ଯେ ତୋର ତୁଳନା ନାହିଁ...Love u Bou..😘😘 ❤️❤️❤️
@chiranjandas4364
@chiranjandas4364 Ай бұрын
Right
@AKSANIL97
@AKSANIL97 9 ай бұрын
ମା ମୋର ଜୀବନ । ମୋର ଆଉ କିଛି ସୁଖ ଦରକାର ନାହିଁ ବାସ ସମସ୍ତଙ୍କ ପାଖରେ ତାଙ୍କ ମା ର ଆଶୀର୍ବାଦ ରହି ଥାହୁ । 🙏
@SaiPadhan-wm7os
@SaiPadhan-wm7os 2 ай бұрын
Uy
@nareshmeher6305
@nareshmeher6305 Ай бұрын
You are luckey bro tumara maa achanti
@AKSANIL97
@AKSANIL97 Ай бұрын
@@nareshmeher6305 bhai maa Sabubele pakhare Rahichanti auu rahithibe🙏
@user-bw9ky8sy6k
@user-bw9ky8sy6k 3 ай бұрын
Verry nice
@BikashDas-rx2tp
@BikashDas-rx2tp Ай бұрын
ଯେତେ ଶୁଣି ଲେ ବି ବହୁତ୍ ଭଲ ଲାଗୁଚି 😢very nice song 👌🫶👌
@pabitraart
@pabitraart 7 ай бұрын
ଖାଲି ମାଆ ଯାହାର ନାହିଁ ତା ଆଖି ରୁ ନୁହୋ ଯାହାର ମାଆ ଅଛି ତା ର ଆଖି ରୁ ବି ଲୁହ ଆସି ଯିବ ❤❤❤
@PintuDas-od2dj
@PintuDas-od2dj 5 ай бұрын
👍👍👍😔😔
@user-mj8er3me4p
@user-mj8er3me4p 5 ай бұрын
Right kahicha bhai❤😢😊
@Mukesh_Kumar_samal
@Mukesh_Kumar_samal 6 ай бұрын
ଭାଇ ପ୍ରଥମ ଥର ପାଇଁ ଗୋଟେ ଓଡ଼ିଆ ଗୀତ ଶୁଣିଲା ପରେ ଆଖିରୁ ଲୁହ ଝରି ଗଲା 🙏🏻😭 ଭାଇ ଲେଖା ବହୁତ୍ ସୁନ୍ଦର୍ ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏🏻❤, & human bhai 🙏🏻 always I'm your big fan ❤ forever respect 🙏🏻
@user-zs3ny9cy4n
@user-zs3ny9cy4n 3 ай бұрын
A❤❤❤❤😂😂😂😂😂😂😂😂😂😂😂❤❤❤❤❤❤😂😂😂😂😂❤❤❤❤❤❤😂😂😂❤❤😂mmm 5:30
@user-bm3ki6fr5e
@user-bm3ki6fr5e 2 ай бұрын
❤❤❤❤❤❤
@Mukesh_Kumar_samal
@Mukesh_Kumar_samal Ай бұрын
❤​@@user-bm3ki6fr5e
@deepakpadhi07
@deepakpadhi07 3 ай бұрын
Bahut bhala song heichi ,love you maa ❤
@Pravanjanjena-qi2es
@Pravanjanjena-qi2es Ай бұрын
Ma ku jia ଅସରନ୍ତି ମମତା ର ସାଗର ବୋଲି ଭଵୁଛ ତାହେଲେ ମା ପାଇଁ ଗୋଟେ like kara
@beautifulmusic577
@beautifulmusic577 6 ай бұрын
❤ ମା ❤କେବେ ପୁର ରାତି ସାରା ଚେଇକି ମତେ ତୋ କୋଳରେ ଶୁଆଇଛୁ ❤ ତ କେବେ ପୁଣି ବାପା କ ଗାଳିରୁ ମତେ ତୁହିଁ ତ ବଞେଇଛୁ ମା ❤❤ ମା ପରି ଆଉ କିଏ ହଭ ❤❤❤
@alekharoul8020
@alekharoul8020 4 ай бұрын
Fgzhu6
@alekharoul8020
@alekharoul8020 4 ай бұрын
Nlamguzh😢😅😮🎉😂❤
@Ronith784
@Ronith784 6 ай бұрын
ଦୁନିଆର ସବଠାରୁ ବଡ଼ ଯୋଦ୍ଧା ମାଁ
@bikashbhoibikashbhoi4331
@bikashbhoibikashbhoi4331 3 ай бұрын
i miss you maa 😭😭😭😭😭😭😭😭
@user-db9jh7dg4q
@user-db9jh7dg4q 3 ай бұрын
Mother is a precious gift for God. My mother is best in the world. I love you maa❤❤❤🙏🙏🙏
@gulekhabarik
@gulekhabarik 3 ай бұрын
Duniare sabutharu bada bhagaban heuchhi maa jara maa nai senhi maa ra mulya bujhithae
@pabitragouda2489
@pabitragouda2489 Жыл бұрын
ଗୀତ ସୁଣିକି ଆଖି ରୁ ଲୁହ ଆସିଗଲା । ବହୁତ ସୁନ୍ଦର ଗୀତ 🙏🙏🙏🙏🙏
@lipuliza2631
@lipuliza2631 Жыл бұрын
😭
@srutinaik171
@srutinaik171 Жыл бұрын
Really bhai
@sambalpurisambalpuri8485
@sambalpurisambalpuri8485 Жыл бұрын
🎉❤😂😢😮😅😊sahiasihi
@dileswargoudsusantagoud6269
@dileswargoudsusantagoud6269 10 ай бұрын
Ha mo bhai
@pitansing7542
@pitansing7542 9 ай бұрын
M i. Love you. Ma
@SIPUN_08
@SIPUN_08 Жыл бұрын
ଯିଏ ନିଜ ମାଙ୍କୁ ବହୁତ୍ ଭଲ ପାଉଥିବ ଆଉ ଆଜି ତାଙ୍କ ମାଆ ତାଙ୍କ ପାଖରେ ନାଇ ସେମାନେ ହିଁ ଆଜି ଏହି ଗୀତ ଶୁଣି ବହୁତ ମନ ଦୁଃଖ କରୁଥିବେ Jay Jagannath 🙏
@jkm7474
@jkm7474 Жыл бұрын
Sata Katha mo Bhai 😔😔😔😔
@supersahilvlogs7961
@supersahilvlogs7961 Жыл бұрын
Right bro
@supersahilvlogs7961
@supersahilvlogs7961 Жыл бұрын
Mo maa aji mo pakhare nahi
@alokbhatta6088
@alokbhatta6088 Жыл бұрын
🙏🙏🙏🙏
@alokbhatta6088
@alokbhatta6088 Жыл бұрын
🙏🙏🙏🙏
@rasmitaodiablogger5778
@rasmitaodiablogger5778 3 ай бұрын
Love u ma ❤❤❤ heart touching 😢song my favourite one ❤❤❤ I am Rasmita 🙏 mo ma❤❤❤
@lipugaming8979
@lipugaming8979 3 ай бұрын
One of the best song ever in odia film history ❤❤❤😭😭😭😭
@RajendraNaik-cm1oy
@RajendraNaik-cm1oy Жыл бұрын
ଭାଇ କନ୍ଦେଇ ଦେଲ l ବଢିଆ ଗୀତ ବନେଇଛ ଭାଇ l ହ୍ୟୁମାନ ସାଗର ଭାଇ ଏ ଭଳିଆ ଗୀତ ଗାଇଲେ ଶୁଣିବାକୁ ଭଲ ଲାଗୁଛି l ଭାଇ ଆଗକୁ ଆଉ ଭଲ ଗୀତ ବାନାଅ l ସମସ୍ତଙ୍କ ମା' ଭଲରେ ରୁହନ୍ତୁ l
@Pinkubehera-ox7br
@Pinkubehera-ox7br 8 ай бұрын
I love you maa
@santoshisuna-pr1mx
@santoshisuna-pr1mx 8 ай бұрын
Bhala kaichha😭😭😭😭😭😭😭👍👍👍👍👍👍
@raajkumar2300
@raajkumar2300 8 ай бұрын
Really yaar mom k age toh bhagwan b kuch nhi hai
@Ama_odia_classes
@Ama_odia_classes Жыл бұрын
ପ୍ରକୃତରେ ଦୁନିଆରେ ଯଦି କିଏ ଆମକୁ ତା ନିଜ ଠାରୁ ଭଲ ପାଏ ସେ ହେଉଛି ମାଆ ❤ଏଇ ଗୀତ କୁ ମୁଁ ଯେତେଥର ଶୁଣୁଛି ସେତେଥର ନୂଆ ଲାଗୁଛି ❤ Love you Maa ❤
@kabindrabehera6289
@kabindrabehera6289 Жыл бұрын
Chrnud
@BashuNaik-rl4wh
@BashuNaik-rl4wh Жыл бұрын
No Bro sabu maa eka pari nuhanti gote gote maa achanti nija chua ra echa re sukha re dukha re samil huanti but mo bhagyare semiti kichi nai mo maa mo pakhare thae na thila pari mote jama vala paunahanti mu pure eka ae Dunia re khali mu jaha Ku vala pauchi se eka mo saha achi
@ranjitabarik2884
@ranjitabarik2884 10 ай бұрын
Satare mu ehi heart touching song sunile mate bahut Kanda Lage aji mu janili duni re kie jadi mate vala pae se hauchi mo maa❤❤❤❤
@prabhakaradeepa7790
@prabhakaradeepa7790 7 ай бұрын
Satare maa tharu dunia re bada kehibi nahanti
@user-qq3tv5zl7f
@user-qq3tv5zl7f 3 ай бұрын
Yah Duniya Re sabutharu
@rajsahoo5973
@rajsahoo5973 Ай бұрын
ସତରେ ଏଇ ଗିତ ମୁଁ ଧର୍ଯ୍ୟ ଧରିକି ଶୁଣି ପାରୁନି heart touch sang
@pravashkumar2976
@pravashkumar2976 Жыл бұрын
ପୃଥିବୀରେ ସବୁଠୁ ସୁନ୍ଦର ଶଦ୍ଧ ହେଉଛି ମା 🙏🙏❤️❤️❤️
@Subratodiaquiz107
@Subratodiaquiz107 Жыл бұрын
ଦୁନିଆଁରେ ଏପରି କେହି ନାହିଁ, ଯିଏ କି ସ୍ନେହ ଓ ଭଲ ପାଇବାରେ ମା’ ଠାରୁ ଵଳିଯିବ... ସତରେ ମାଆ ତୁମେ ଯୁଗେ ଯୁଗେ ନମସ୍ୟ 🙏🙏🙏
@tapanbariki5253
@tapanbariki5253 9 ай бұрын
I Love you maa
@user-vm2qb4gn5n
@user-vm2qb4gn5n 7 ай бұрын
I love you maa ❤❤
@user-sz1ti5gx2g
@user-sz1ti5gx2g 4 ай бұрын
Maamaailovemaa😢😭😭😩💓💖
@sibasankardas9489
@sibasankardas9489 2 ай бұрын
​@@user-vm2qb4gn5n❤🎉😢😊😮😢❤🎉❤🎉❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉😮😮😮😮😮😮😮😊😊😊😊😊😊😊😊😊😊😊😊😊😊😊😊😊😢😢😢😢😢😢😢
@HarekrushnaSahoo-hw2jc
@HarekrushnaSahoo-hw2jc 29 күн бұрын
ଜନ୍ମ ପରେ ଶିଶୁ ପ୍ରଥମେ କହିଥିବା ଶବ୍ଦ ମାଆ। ଯିଏ ଶିଶୁର ହାତ ଧରି ଅନ୍ଧାର ରୁ ଆଲୁଅ କୁ ନେଇଯାଏ।
@sabyasachidas660
@sabyasachidas660 2 жыл бұрын
ସତରେ ମନକୁ ଛୁଇଁଲା ଭଳି 👩‍👦‍👦👩‍👦‍👦👩‍👦‍👦ଗିତ ଧନ୍ୟବାଦ 👍 ମା👩‍👦‍👦🙏🙏🙏 ଆଜିର ଦିନରେ ବିନା ସ୍ୱାର୍ଥରେ ଜିଏ ଭଲ ପାଉଛି ସିଏ ହେଉଛି 👩‍👦‍👦🙏 🙏🙏ମା
@ananyaanupama1182
@ananyaanupama1182 Жыл бұрын
Yes
@preetaranjanroutray2708
@preetaranjanroutray2708 Жыл бұрын
Right 😌
@krishnacreationstatus2123
@krishnacreationstatus2123 Жыл бұрын
Tq
@GKChallenge-yr1rc
@GKChallenge-yr1rc 9 ай бұрын
'ମାଁ' ଶବ୍ଦ ର କୌଣସି ବିକଳ୍ପ ନାହିଁ ❤
@ushanayak3212
@ushanayak3212 2 ай бұрын
ଗୋଟିଏ ଶବ୍ଦ ଯାହାର ଅନେକ ରୂପ ଓ ଅନେକ ଭାବାର୍ଥ, ଗୋଟିଏ ରୂପ ଯାହାର ଅନେକ ପ୍ରତିରୂପ ଅଛି, ସେ ହେଉଛି ମା । ଯାହାର ଅସ୍ତିତ୍ୱ ଗୋଟିଏ ଶବ୍ଦରେ ସଂପୂର୍ଣ୍ଣ, ଯାହାକୁ ବ୍ୟାଖ୍ୟା କରିବା କଷ୍ଟକର, ଯିଏ ସମସ୍ତ ଦୁଃଖ କଷ୍ଟକୁ ନିଜ କୋଳକୁ ସାଉଁଟି ନେଇ ସ୍ନେହ ଭଲ ପାଇବା ଦେଉଥାଏ ସିଏ ହେଉଛି ମା । ଯେତେବେଳେ ସନ୍ତାନ ମାଆ ଗର୍ଭରେ ଥାଏ, ସେତେବେଳେ ମା ବହୁତ ଖୁସି ହୋଇଥାଏ ଏବଂ ସେ ନଅ ମାସ ପର୍ଯ୍ୟନ୍ତ ଏହାର ଭାର ବହନ କରେ, ଏହାର ଯତ୍ନ ନିଏ ଏବଂ ନିଜର ଇଚ୍ଛା ସବୁକୁ ତ୍ୟାଗ କରେ । ସେ ନିଜ ପିଲା ପାଇଁ ହସଖୁସିରେ ପ୍ରତ୍ୟେକ ବଳିଦାନ ଦିଏ । ଯେତେବେଳେ ତା'ର ସନ୍ତାନଟିଏ ଦୁନିଆରେ ଜନ୍ମ ହୁଏ ସେତେବେଳ କେତେ କଷ୍ଟ ତାକୁ ଯେ ନ ହୁଏ , କିନ୍ତୁ ସେ ନିଜ ସନ୍ତାନକୁ ଦେଖିବା ପରେ ଚୁପଚାପ୍ ସେହି ଯନ୍ତ୍ରଣା ସବୁକୁ ଖୁସି ରେ ସହିଯାଏ । ସ୍ତନ୍ୟପାନ ରେ ଆମକୁ ଅମୃତ ଖୁଆଏ। ଆମ ଶାସ୍ତ୍ରରେ ଏହା ଲେଖାଯାଇଛି ଯେ, ଯଦିଓ ଆମେ ଆମ ଶରୀରରୁ ଚର୍ମ ସବୁକୁ କପଡା ତିଆରି କରି ଆମ ମାଆକୁ ପିନ୍ଧେଇବା, ତଥାପି ଆମେ ତାଙ୍କ ଅମୃତତୁଲ୍ୟ କ୍ଷୀରର ପରିଶୋଧ କେବେ ବି କରିପାରିବା ନାହିଁ, ଆମେ ତାଙ୍କ ବଳିଦାନକୁ ଭୁଲି ପାରିବା ନାହିଁ । ମାଆ ସମସ୍ତଙ୍କ ଭାଗ୍ୟରେ ନାହିଁ, କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ମା’ର ଚେହେରା କେବେ ମଧ୍ୟ ଦେଖି ନାହାଁନ୍ତି । ମାଆ ବିଷୟରେ ଯେତେ କହିଲେ କମ୍ ହେବ। Mother's day କେବଳ ମା ସହିତ selfie ନେଇ social media ରେ uplod କରିବାର ଦିନ ନୁହେଁ ବରଂ Mother's day ମା ତ ତ୍ୟାଗ ଓ ବଳିଦାନର ସମ୍ମାନ ଦେବାର ଦିନ । ଯେଉଁ ମା ଆମକୁ ଜନ୍ମ ଦେଲା ଏବଂ ଆମକୁ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ କଲା ତା ପାଇଁ ଆମେ କ'ଣ କରିଛୁ ଏବଂ କ'ଣ କରିପାରିବୁ ତାହା ଚିନ୍ତା କରିବାର ଦିନ । ବୃଦ୍ଧାଅବସ୍ଥାରେ ତାକୁ ବୃଦ୍ଧାଶ୍ରମ ରେ ନା ଛାଡ଼ି ତାର ଆମେ ମାଆ ଯତ୍ନ ନେବା ଆବଶ୍ୟକ । ଜୟ ଶ୍ରୀ ରାମ 🙏
@KumarSanu-pt3fe
@KumarSanu-pt3fe Ай бұрын
Avalia gote song gaithibaru,,bahut Danyabad,, love u Mo Bau❤
@Chinki.971
@Chinki.971 8 ай бұрын
ହଁ ବହୁତ କାନ୍ଦେ ମୁଁ ଏ ଗୀତ ଶୁଣି ମା ତୋ ବିନା ମୁଁ ରହିପାରୁନି 😭😭😭😭😭
@abhinassahoo8475
@abhinassahoo8475 6 ай бұрын
Right
@Litu.Sahu_Official0099
@Litu.Sahu_Official0099 3 ай бұрын
Mora maa nahi 🤣satare eyi Gita sunile luha ASu chi🥲
@Sonusibani143
@Sonusibani143 4 ай бұрын
ମାଆ ପରି ଶବ୍ଦ ଦୁନିଆ ରେ କିଛି ବି ନାହିଁ...love❤❤❤ you maa..🙏🙏🙏🙏.
@user-zs3ny9cy4n
@user-zs3ny9cy4n 3 ай бұрын
A
@user-zs3ny9cy4n
@user-zs3ny9cy4n 3 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤a❤❤❤❤❤❤❤❤m😂😂😂😂😂😂😂😂😂😂😂😂😂😂😂😂😂😂😂 2:32
@user-zs3ny9cy4n
@user-zs3ny9cy4n 3 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤mmmm😂😂😂😂😂😂😂😂😂😂😂😂😂😂😂😂ammm 3:09
@user-zs3ny9cy4n
@user-zs3ny9cy4n 3 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂😂😂😂😂😂😂😂😂😂😂😂😂😂😂😂😂😂mmmm 3:36
@LolzZzff843
@LolzZzff843 28 күн бұрын
Mo pakhare maa thaiki bi mote emotional laguchhi mo sanga pakhare maa nahi taku kemiti lagunathiba❤❤❤love you maa
@susantalenka7580
@susantalenka7580 Ай бұрын
🙏🙏ଆଜି ପବିତ୍ର ମାତୃ ଦିବସର ଅଭିନନ୍ଦନ 🙏🙏ଯାହାର ମା ଅଛି ତାର ସବୁ କିଛି ଅଛି ଆଉ କିଛି ଦରକାର ନାହିଁ ଜିବନରେ 🙏🙏ଓମ ନମଃ ଶିବାୟ ଜୟ ମା ପାର୍ବତୀ 🙏🙏ମୋର ଏତିକି ପାର୍ଥନା ହେ ପ୍ରଭୁ ସାରା ଜୀବନ ପାଇଁ ମୋ ମା କୁ ଖୁସିରେ ରଖ 🙏🙏🙏
@k.ngaming7419
@k.ngaming7419 8 ай бұрын
ଯିଏ ବାପା ମା କୁ ପଚାରୁ ନାହିଁ ସେ ମଣିଷ ନାହିଁ love you maa❣️
@ssyoutubechannel9553Vlog
@ssyoutubechannel9553Vlog 8 ай бұрын
ଭଗବାନ ସମସ୍ତଙ୍କର ମା କୁ ଖୁସି ରେ ରଖନ୍ତୁ i love you maa 🙏🙏🙏🙏
@priyankapradhan170
@priyankapradhan170 Ай бұрын
Maa ....to katha bahut monepaduchiiii....pheriaase looo kuade chadiki paleilu......kemiti banchibi ate bada duniya re ...to bina ....,,,😭😭😭😭
@rameshpattnaik8448
@rameshpattnaik8448 13 күн бұрын
ହୃଦୟସ୍ପର୍ଶୀ ଗୀତ।ଆଖିରୁ ଲୁହ ଆସିଯିବ ନିଶ୍ଚୟ।ମା ଦୁନିଆର ସବୁଠୁ ଛୋଟ ଶବ୍ଦ ଏବଂ ମିଠା ଶବ୍ଦ।
@badboyramesh252
@badboyramesh252 Жыл бұрын
ମା ତୋ ବିନା ସାରା ଦୁନିଆ ଅନ୍ଧାର,,,, ତୁ ନାହୁଁ ବୋଲି ପାଉନାହିଁ ଆହାର,,, ଜଗତ ସାରା ଖୋଜିଲି କେହି ନାହିଁ ତୋ ଭଳି,,,, ଭୁଲ କଲେ ମାଡ଼ ଖାଇଲେ କା ପାଖେ କରିବି ଅଳି,,,,,Love U Maa 🙏🙏🙏
@Jatrahub
@Jatrahub Жыл бұрын
Nice line
@sarojbhoi1074
@sarojbhoi1074 Жыл бұрын
super
@blvlogsodisha
@blvlogsodisha Жыл бұрын
Cricket Vani jaucha na nahi
@rajibjena1031
@rajibjena1031 Жыл бұрын
Hiiiii
@sumitrasahu7570
@sumitrasahu7570 Жыл бұрын
🥺🥺😩😩😩😩😭😭😭😭🙏🏼🙏🏼🙏🏼🙏🏼
@comradehelptocrack8557
@comradehelptocrack8557 Жыл бұрын
ଭଗବାନ ଦୁନିଆ ରେ ସବୁ ମା ଙ୍କୁ ଖୁସି ରେ ରଖନ୍ତୁ🙏 ମା ....... ❤️ No word to describe about maa 😍
@user-fw4on1tc9x
@user-fw4on1tc9x Ай бұрын
Maa i miss u , tate mu bahut jhuruchi maa mu kan tora mane paduni tate mun sansarare sabuthu adhika bhala pauthili bodhe gote bada papa mun karichi sethi pain mun tate vanchi thaau thaau harei deli i miss u maa. Jadi mo dukkha kahaniku jie hrudaya ru bujhi pari thiba se nishchay like daba
@Angulashu
@Angulashu 2 ай бұрын
Jara maa nahi tara bahuta duka😭😭l love you maa😢😢
@anitapal3897
@anitapal3897 Жыл бұрын
ଏହି ଗୀତ ହୃଦୟକୁ ଛୁଇଁଛି ବହୁତ ଭଲ ହୋଇଛି ଏମିତି ଗୀତ ଆହୁରି ହେବା ଦରକାର
@allcontentzone800
@allcontentzone800 Жыл бұрын
ଭଗବାନ ଦୁନିଆ ର ସବୁ ମା ମାନଙ୍କୁ ଖୁସି ରେ ରଖନ୍ତୁ🙏🙏🙏Love You Maa ❤️🙏🙏🙏
@etishreejcreation
@etishreejcreation Жыл бұрын
Tq
@biswaranjandas2729
@biswaranjandas2729 Жыл бұрын
bahut bada hrudaya bhai❤
@allcontentzone800
@allcontentzone800 Жыл бұрын
@@biswaranjandas2729 Dhanyawad Bhai ❤️
@suvapattayat9264
@suvapattayat9264 Жыл бұрын
ସେମ ଟୁ ୟୁ
@reelgodownreel4874
@reelgodownreel4874 Жыл бұрын
😌😌😌
@sangitanag5173
@sangitanag5173 5 күн бұрын
I miss you 🥺 maa ମୁଁ କେତେ ଅଭାଗିନୀ ମା ସେଥି ପାଇଁ ମୋ ମା ମୋ ପାଖରେ ନାଇ ବହୁତ୍ ଖୋଜେ ମା ତତେ କାହିଁ କି ଚାଡ଼ି ଗଲୁ 😢😢😭😭😭
@santoshpandit4186
@santoshpandit4186 Ай бұрын
Bhai mo maa nai ee duniyare 5 barsa helani mu kemiti banchi maa bina mu hi janichi kete kasta maaa bina banchiba prati muhartare mo maa mote mane paduchi. Bhai jahara b maa achi mora etiki anurodha maa ku kebe b kasta dabni 🙏🙏🙏🙏
@gobindahansdah9827
@gobindahansdah9827 4 ай бұрын
ସତ ରେ ଏ ଗୀତ ସୁଣି ମୋ ଆଖି ରୁ ଲୁହ ଝରି ଗଲା😢😭😢😢😢
@user-ps1sk1dt7z
@user-ps1sk1dt7z 8 ай бұрын
ମା ପାଇଁ ଗୀତ ଗାଇଥିବାରୁ ଧନ୍ୟବାଦ❤❤❤❤❤
@ElinaPriyadarshini-gs6xb
@ElinaPriyadarshini-gs6xb Ай бұрын
Samastanka nlife ra maa ra jaga kichhi alaga ❤❤❤ love you maa❤❤
@user-kw1kd8ze2k
@user-kw1kd8ze2k 3 ай бұрын
I love you maa ❤️❤️❤️🔥🔥🔥💵💵💸💸👑👑👑👑👑👑💕💕💕💕💕
@Positivegirlahalya7736
@Positivegirlahalya7736 11 ай бұрын
'ମା ' ଗୋଟେ ଏମିତି ଶବ୍ଦ ଯାହା ବିଷୟରେ ଯେତେ କହିଲେ ବି କମ୍ ପଡି ଯିବ ❤ .... 💖🥰 love you maa ......
@shibashankar3477
@shibashankar3477 Жыл бұрын
ଏ‌ ପୃଥିବୀରେ ‌ମା ପରି ଚଳନ୍ତି ଠାକୁର ମିଳିଵ ନାହିଁ ଏ ଦୁନିଆରେ ‌ମା କୁ ଉପଯୁକ୍ତ ସମ୍ମାନ ମିଳୁ ନାହିଁ ମା କୁ କେବେବି ଭୁଲି ପାରିବି ନାହିଁ
@Saudamini780
@Saudamini780 15 күн бұрын
Mo mummy jane cancer patients.... Janiparuni kemiti taku khusi rakhibi.... Jhia hisabre jetiki paribi mu ta pain karibi..... More asa mo mummy bhala hiijiba❤❤❤❤❤
@sibumohanta2093
@sibumohanta2093 2 ай бұрын
Maa is the emotion ❤ love u maaaa😘😘😘😘😘😘
@prasantakumar5434
@prasantakumar5434 Жыл бұрын
ଯାହାର ମା ନାହିଁ ସେହି ଏଈ ଗିତ ଶୁଣିଲେ ତା ଆଖିରୁ ଲୁହ ଆସିଯିବ ... 😭😭😭😭😭😭😭miss you loo bou😭😭😭😭😭😭
@lipsabeheradeepa5903
@lipsabeheradeepa5903 Жыл бұрын
Right bro
@prasantakumar5434
@prasantakumar5434 Жыл бұрын
@@lipsabeheradeepa5903 😭😭
@routgaipai4990
@routgaipai4990 Жыл бұрын
Hnn Bhai tik Katha kahila my all time favorite
@dologobindamohanty5395
@dologobindamohanty5395 Жыл бұрын
Right
@mamasahu1871
@mamasahu1871 Жыл бұрын
😭😭😭
@tapaskumarsingh1993
@tapaskumarsingh1993 Жыл бұрын
ଅତି ସୁନ୍ଦର ଗୀତ ♥️♥️♥️♥️
@Angulashu
@Angulashu 2 ай бұрын
Duniya re sabuthu maa bada ❤❤❤l love maa jia maa ku balha pauthi ba sea lika kara
@PRITIPRIYA-lk7ue
@PRITIPRIYA-lk7ue Ай бұрын
Heart touching love u maa ❤️ ମା ବିନା ମୁ ଅଧା
@Anand01319
@Anand01319 Жыл бұрын
So beautiful voice and very nice song my favourite ☺️☺️☺️☺️ ଆଜି ମୋ ମାଆ ନାହାନ୍ତି କିନ୍ତୁ ଏ ଗୀତ ଶୁଣି ବହୁତ ମନ ଦୁଃଖ ଲାଗିଲା ହୁମନ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ Miss you 🤣🤣🤣 maa
@snehashreekumar6079
@snehashreekumar6079 Жыл бұрын
💔😭
@athagadhratoka8093
@athagadhratoka8093 Жыл бұрын
ହୁମନ୍ ଭାଇ ଆଜି ଯୋଉ ଗୀତ ty ତମେ ଗାଇଲ ମୋ ହୃଦୟକୁ ଛୁଇଁଲା ପରି ଗୀତ te ଗାଇଚ
@sunilvlogs9167
@sunilvlogs9167 5 ай бұрын
Ate Dina pare gote maaa upare gita suniki bahut khusi lagila ❤❤❤❤
@AnilBanchhor-dq5mk
@AnilBanchhor-dq5mk 28 күн бұрын
I love you go maa mu chahen ki mo maa ta aasirbard sabubele mo Munda upare thau🥰🥰🥰🥰🥰
@rambitNarayan
@rambitNarayan Ай бұрын
ସତ କହୁଛି ଆଖି ରୁ ଲୁହ ଆସିଗଲା... 😭😭 ଏ " ମା " ଗୀତ ଶୁଣି... ମା ପାଇଁ 1 like🙏🏻🙏🏻
@sahoosmrutiranjan5408
@sahoosmrutiranjan5408 8 ай бұрын
ଦୁନିଆରେ ସବୁଠାରୁ ବଡ଼ ମା ❤❤❤
@Amitkubarik-ov3ri
@Amitkubarik-ov3ri Жыл бұрын
I love you maa very nice song Maa ta pade koti pranaam 🙏🙏
@Rohankumar-gp7fg
@Rohankumar-gp7fg 3 ай бұрын
Maa❤😢😢😢sabu bede mo pakhe pakhe tha🥺🥺🥺🥺🥺💗💗💗💗💓💓💓🙏🙏🙏🙏🙏🙏🙏🙏🙏🙏🙏🙏
@gitabarik6868
@gitabarik6868 Ай бұрын
ମା ଡାକରେ ଅମୃତ ଝରେ ❤
@tukunad787mrdhenkanaltoka3
@tukunad787mrdhenkanaltoka3 Жыл бұрын
Love you bau 😂😂😂😂😂ଏଇ ଗିତ ସୁଣିଲା ପରେ ମତେ କାନ୍ଦଲାଗିଲା ସମସ୍ତ ମା ମାନିକୁ ଭଲ ରେ ରଖନ୍ତୁ 😂 Jay Jagannath 🙏🙏🙏🙏
@sigmamale7720
@sigmamale7720 Жыл бұрын
Tahele hasucha kahiki
@dj.munna.shorts202
@dj.munna.shorts202 5 ай бұрын
​@@sigmamale7720se aitaku sad emoji ଭାବୁଚି ବୋଧେ
@SimaDas-cn1mc
@SimaDas-cn1mc 10 ай бұрын
ପୃଥିବୀ ରେ ସବୁଠୁ ମୂଲ୍ୟବାନ ଜିନିଷ ହେଉଛି ମାଆ ❤❤❤❤
@ArchitaBaral
@ArchitaBaral Ай бұрын
Cia gotea loka jia sabu belea ama sath daithae ...........❤cia hi amaku a dunia ku anichi .............tara kn haigalea ame banchi paribani .......... love you mama💞
@sabinandjenapipu7605
@sabinandjenapipu7605 Ай бұрын
Mo bou ku mu bahut miss karu6i ae gita ti jetebele bi sune mo bou katha bahut mane pade 😭😭😭😭😭
@jashodasardar7044
@jashodasardar7044 10 ай бұрын
❤️❤️Mo maa nathile gote dina mu rahi paribini 😭😭 love you maa ❤️❤️❤️
@harapriyamohapatra45
@harapriyamohapatra45 5 ай бұрын
Ma. ilovu. 2
@bijubiju3619
@bijubiju3619 7 ай бұрын
Miss you maa bhagaban mo maa bapa nku sabubele Khushi re rakha❤❤
@khushiexpress9044
@khushiexpress9044 2 ай бұрын
ମୋର ମା ନାହିଁ ମୋ ମା କୁ ବହୁତ miss କରୁଛି ମା ମା ମା
@sagarchanelopk3966
@sagarchanelopk3966 2 ай бұрын
ଜୀବନରେ ସବୁ ଚାଲିଗଲେ ଚଳିବ ହେଲେ ମାଆ ଥିଲେ ଏମିତି ଲାଗେ କି ଯେମିତି ମାଆ ଥିଲେ ଆଉ କିଛି ଦରକାର୍ ନୀ😢😢😢
@smile_queen_sriya_182
@smile_queen_sriya_182 10 ай бұрын
Bhagwan Dunia ra sabu maa nku khusi re rakhantu love you so much maa❤️
@AvayaSenapati-vg6nu
@AvayaSenapati-vg6nu 7 ай бұрын
❤❤
@kanhamohapatra8890
@kanhamohapatra8890 7 ай бұрын
Mo maa nahi marijaichi 😢😢😢😭😭😭😭
@smile_queen_sriya_182
@smile_queen_sriya_182 6 ай бұрын
​@@AvayaSenapati-vg6nu❤
@smile_queen_sriya_182
@smile_queen_sriya_182 6 ай бұрын
​@@kanhamohapatra8890😔😔
Wait for the last one! 👀
00:28
Josh Horton
Рет қаралды 130 МЛН
БОЛЬШОЙ ПЕТУШОК #shorts
00:21
Паша Осадчий
Рет қаралды 8 МЛН
Best Of Humane Sagar | All Sad Hits | Odia Sad Song | Jukebox
45:21
OdiaNews 24
Рет қаралды 4,7 МЛН
MAA PARI KIE HABA | Title Song | Original Video
6:33
Reema Music Official
Рет қаралды 2,9 МЛН
ЕМУ БОЛЬШЕ НЕ ПРИДЕТСЯ НИЧЕГО ВЫБИРАТЬ😂😂😂
0:39
СЕМЬЯ СТАРОВОЙТОВЫХ 💖 Starovoitov.family
Рет қаралды 2,1 МЛН
Don’t Bully a Vampire Girl 👿
0:38
Alan Chikin Chow
Рет қаралды 4,8 МЛН
В поисках семьи😢😱
0:56
Следы времени
Рет қаралды 8 МЛН
5 маусым соңғы эфир!
2:27:27
QosLike / ҚосЛайк / Косылайық
Рет қаралды 544 М.