KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ମହାପ୍ରଭୁଙ୍କ ଉପରେ ଦୃଢ଼ ବିଶ୍ୱାସ ଥିଲେ ସବୁ ସମ୍ଭବ | Jagannath Mahima | Shakti Shankar Mishra | Odisha 365
14:24
Bhakta Prahlada | ବାପା ତମେବି ଭଗବାନଙ୍କ ଶରଣ ଯାଅ | Dr. Ashutosh Prasad Mishra | Bhakta Charitamruta 1
42:11
🤔Можно ли спастись от Ядерки в Холодильнике ? #shorts
00:41
ЧТО ЖЕ МЫ КУПИЛИ СОБАКЕ ВМЕСТО ТАБАЛАПОК😱#shorts
00:34
Сестра обхитрила!
00:17
Он ждал ДВА ГОДА, чтобы преподать наглецу УРОК СКРОМНОСТИ #shorts
01:00
ମହାପ୍ରଭୁଙ୍କୁ ତୁ, ତୁମେ କି ଆପଣ କଣ କହି ଡ଼ାକିବା ? Jagannath Mahima | Shakti Shankar Mishra | Odisha 365
Рет қаралды 42,625
Facebook
Twitter
Жүктеу
1
Жазылу 439 М.
ODISHA 365
Күн бұрын
Пікірлер: 279
@manoranjandas6671
Жыл бұрын
ତତେ ଦୂର..ରୁ ଦେଖିଲେ ଭଲ ରେ କାଳିଆ... ଦୂର..ରୁ ଦେଖିଲେ ଭଲ... ପାଖରୁ ଦେଖିଲେ ଲୁହ ଝରି ଯିବ... ଆଖି ମାନିବନି ବୋଲ... 🙏🙏🙏🙏 ଜୟ ଜଗନ୍ନାଥ
@kalpanapadhi8709
7 ай бұрын
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏
@swarnapravagitu1047
Жыл бұрын
ଆଜ୍ଞା ମୁ କିନ୍ତୁ ତୁ କୁହେ ମୋ ଜାଗା କୁ ସେ ମୋ ପୁଅ ମୋ ଧନ ସେ ମୁ ତାକୁ ତୁ କୁହେ ❤❤
@chandankumarjena9286
Жыл бұрын
ହେ ମହାପ୍ରଭୁ ଭକ୍ତବାଞ୍ଛା କଳ୍ପତରୁ ଏ ଅଧମକୁ ପର କରିଦେବନି...❤️❤️😭😭🙏🏻🙏🏻
@arnapurnadas739
Жыл бұрын
Jày Jagannath
@rojismitaroul89
Жыл бұрын
Jay Jagannath 💖💖✨❤️💕❤️💕❤️
@santoshmishra3174
Жыл бұрын
ହେ ମହାବାହୁ କାଳିଆ ସାନ୍ତେ ବଳିୟାର ଭୁଜ ଏ ବିଶ୍ଵ ବିଧାତା ଦୟା କର ମଣିମା ଏ ଓଡ଼ିଆ ଜାତିକୁ ❤❤🙏🏿🙏🏿🙏🏿🙏🏿
@bhanuprakashbehera4419
21 күн бұрын
ହେ ପ୍ରଭୁ ଜନାର୍ଦ୍ଦନ ଆହେ ପରମବ୍ରହ୍ମ ଆହା କି ଭାଗ୍ୟ ମୋହର ପାଇଛି ଉତ୍କଳେ ଜନ୍ମ। ତୁମ୍ଭେ ଅଟ ମୋର ଗର୍ବ ଅସ୍ମିତାର ମୁଖ୍ୟ ଉପାଦାନ, ଘେନ କୋଟି ଦଣ୍ଡବତ ଆହେ ଚକାନୟନ। 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@dhaneswardas548
Жыл бұрын
ଆପଣଙ୍କ ମୂଖରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହିମା ଶ୍ରବଣ କରି ମୋର ହୃଦୟ ପବିତ୍ର ଓ ସାର୍ଥକ ହୋଇ ଗଲା। ଆପଣଙ୍କୁ କୋଟି ପ୍ରଣାମ....
@ranjeetkumarbehera7914
Жыл бұрын
କଣ ବା ମତାମତ ଦେବି। ଆପଣଙ୍କ ପ୍ରତ୍ୟେକ କଥାରେ ଅପୂର୍ବ ଭାବ ଭରି ରହିଥିଲା। ସେ ସବୁ ଜାଣି ପାରନ୍ତି। ଭକ୍ତ ପାଇଁ ସେ କିଛି ବି କରିପାରନ୍ତି। ସେ ମହାପ୍ରଭୁ ଆପଣଙ୍କ କଥା ଓ ଗାଥା ଶୁଣି ଏମିତି ମନ ପୁଲକିତ ହୋଇଯାଉ ଏମିତି ଆଖି ପ୍ରେମ ଅଶ୍ରୁରେ ଭରିଯାଉ। ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@jayjagannathjayjagannath7121
Жыл бұрын
ଭାବ ବିନୋଦିଆ ଠାକୁର ଭକ୍ତ ବଚ୍ଚଳ ହରି 🙏🏻 ମଣିମା ଙ୍କର ଜୟ ହେଉ 🙏🏻
@karunakarnayak8568
12 күн бұрын
ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମ ପାଦତଳେ ଅନନ୍ତ କୋଟି ଦଣ୍ଡବତ
@ramakant5826
Жыл бұрын
କିପରି ଏତେ ସୁନ୍ଦର ବର୍ଣ୍ଣନା ଆପଣ କରିପାରନ୍ତି, ତାହା କଳ୍ପନାତୀତ।
@satyanayak4271
Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ ହେ କାହିଁକି ମୋତେ କପଟ କଲ ? ହଉ ହେଲା, ତମେ ତ ମୋର ପୂର୍ବରୁ ଥିଲ ଆଗକୁ ବି ରହିବ ତମକୁ ଛାଡ଼ି କୁଆଡେ ଯିବି, ତୋ ବିନା ଅନ୍ୟ ଗତି ନାହିଁ ! ହଉ ଯାହା କଲ କଲ ଏ ସକ୍ତିସଙ୍କର ମହାଶୟ ଙ୍କୁ କୃପା କଲ୍ୟାଣ କରି ଦେବେ !🙏🙏🙏🙏
@smitaranijena1095
Ай бұрын
❤ପ୍ରିୟତମ ପୁରୁଷୋତ୍ତମ ❤️🙏
@chhabindramansingh73
6 ай бұрын
କାଳିଆ ବିଶ୍ବସମ୍ରାଟ, ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ ହୋଇପାରେ, କିନ୍ତୁ ଆମ ଓଡ଼ିଆ ଙ୍କ ପାଇଁ ଜାଗା, କାଳିଆ ନଟକୁଟିଆ ଆମ ଭାତ ହାଣ୍ଡି ଆମ ପରିବାର ସଦସ୍ୟ 🙏🌹🙏♥️
@swapnanandarath2244
Жыл бұрын
ମହାପ୍ରଭୁଙ୍କ ବିଷୟରେ ଆପଣଙ୍କ ବର୍ଣନା ଅପୂର୍ବ, ଅନନ୍ୟ ଏବଂ ଅତୁଳନୀୟ l ଶୁଣିଲାବେଳେ ମୁଁ ଅଭିଭୂତ ହୋଇଯାଏ, ଇଛାହୁଏ କଥା ସରନ୍ତାନି କି !!
@ramakant5826
Жыл бұрын
ସୁନ୍ଦର ଭକ୍ତି ନୈବେଦ୍ୟ ଖୁବ୍ ମନଛୁଆଁ। ଆନନ୍ଦ ଏକ ବାରେ ହରିବୋଲ. ଜୟ ଶ୍ରୀ ଜଗନ୍ନାଥ. ଜୟ ଶ୍ରୀ ରାଧେ ଜୟ ଶ୍ରୀ କ୍ରିଷ୍ଣା. ଜୟ ଶ୍ରୀ ରାମ ଜୟ ବଜରଙ୍ଗବାଲି. ମହାପ୍ରଭୁ ଙ୍କ କୃପା ସର୍ବଦା ରହୁ ଆପଣଂକ ଉପରେ ଏତିକି ଶ୍ରୀ ଚରଣରେ ପ୍ରାଥନା । ସୁନ୍ଦର ଭକ୍ତିଭରା ଏହି ଶ୍ରୀ ଜଗନ୍ନାଥ ମହିମା ନିମନ୍ତେ ମୁଁ 'ଓଡିଶା୩୬୫' ତଥା shakti kant Mishra ମହୋଦୟ ଙ୍କ ପାଖରେ ବିନମ୍ର ପ୍ରଣିପାତ କରୁଅଛି ତଥା ଅଜସ୍ର ଧନ୍ୟବାଦ ଜଣାଉଛି (ରମା କାନ୍ତ ମିଶ୍ର )
@rahulmohanty7297
Жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
@prakasinidas8188
Жыл бұрын
ମହାପ୍ରଭୁ ହେ,ତୁମ କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ ମଣିମା...🙏🌿💗🌿🙏
@studypoint1280
Жыл бұрын
Jay mahaprabhu🙏 mote thik baata dekhao aahe niladrisa😢
@chhabindramansingh73
6 ай бұрын
ଜଗାରେ କାଳିଆରେ ମୋତେ ତୋର ପାଖରେ ତୋର ଅଭୟ ପାଦ ପଦ୍ମ ତଳେ ସରଣ ତୁ ରଖିଥିବୁ, ମୁ ଯିବିନି କି ଯାଇପାରିବିନି 🙏🌹🙏♥️
@agneyasahoo8697
Жыл бұрын
⭕❗⭕🙏🙏🙏🙏🙏🙏🙏🙏ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ
@auroshreegallery2304
Ай бұрын
ମହାପ୍ରଭୁ ମୋ ସୁନା ଠାକୁର🙏🙏🙏
@chhabindramansingh73
6 ай бұрын
ଆପଣ ମାନଙ୍କୁ କୋଟି କୋଟି ପ୍ରଣାମ ମୋର, ଯେଉଁ ମାନେ ମୋ କାଳିଆର ଅମୃତ ବାଣୀ ପରିବେଷଣ କରୁଛନ୍ତି 🙏🌹🙏♥️
@jyotsnamahapatra6349
Жыл бұрын
ଜଗାରେ କେବେ ପର କରିବୁନି। ମୋ ଦୁଃଖ ସୁଖରେ ପୁଅ ପରି ମୋ ଆଗେ ଆଗେ ଠିଆ ହେଉ ଥିବୁ । ଏତିକି ତତେ ମିନତି ।⭕‼️⭕🙏🙏🙏🙏🙏🙏🙏
@subashmishra5616
10 ай бұрын
ଶରଣ ମଣିମା ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଜୟ ମହାବାହୁ ଜୟ ଜଗନ୍ନାଥ
@sunilnath3572
Жыл бұрын
🌹🌹🌹🌹🌹🌹🌹🌹🌹🌹🌹🌹🌹🌹 🪷🪷🪷🪷🪷🪷🪷🪷🪷🪷🪷🪷🪷🪷 🙏 ଜୟ ଜୟ 🙏 💕💕💕💕💕💕💕💕💕💕💕💕💕💕 🙏 ଶ୍ରୀ ଜଗନ୍ନାଥ 🙏 ❤️❤️❤️❤️❤️❤️❤️❤️❤️❤️❤️❤️❤️❤️ 🙏ମହାପ୍ରଭୁ ବଡ଼ ଠାକୁର ଙ୍କର 🙏 🙏🙏🙏🙏🙏🙏🙏🙏🙏🙏🙏🙏🙏🙏 🙏ଜୟ🙏 ❤️❤️❤️❤️❤️❤️❤️❤️❤️❤️❤️❤️❤️❤️ 🙏ହେଉ 🙏 💕💕💕💕💕💕💕💕💕💕💕💕💕💕 🙏🙏🙏 🌹🌹🌹🌹🌹🌹🌹🌹🌹🌹🌹🌹🌹🌹 🪷🪷🪷🪷🪷🪷🪷🪷🪷🪷🪷🪷🪷🪷
@aadhikari7615
Жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏ହେ ଚକା ନୟନ ଶୁଣ ନିବେଦନ ଏତିକି କରୁଣା ହେଉ🙏ତୁମ୍ଭ ମୁହଁ ଦେଖି ଆହେ ଚକାଆଖି ପ୍ରାଣ ପକ୍ଷୀ ଉଡିଯାଉ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@prasantabehura9071
8 ай бұрын
🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏
@akashbarik8387
Жыл бұрын
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
@tapaswinimadhusmitarout1453
Жыл бұрын
ହେ ମହାପ୍ରଭୁ ତୁମେ ଓଡ଼ିଆ ଜାତିର ଗର୍ବ ତୁମ ଚରଣରେ ଏ ଅଧମର ଅନନ୍ତ କୋଟି ପ୍ରଣାମ ପ୍ରଭୁ
@anjanamishra5544
Жыл бұрын
Hey antaryami tume sabu Jani na janila pari nata karuchha.Daya kara tike Prabhu.Jay jagannath, 👏👏👏
@banishreepriyadarsini200
Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏
@upperprimaryodisha3797
Жыл бұрын
Jay Guru Jay Jagannath
@hemantasethi8887
Жыл бұрын
ମଙ୍ଗଳ ମୟ ଅନୁଭୂତି ପ୍ରଦାନ 🙏🙏🙏
@ramchandra9040
Жыл бұрын
Mahaprabhu Tapaswini behera ku sabubipadaru rakhya karantu baba jay shree jagarnath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
@matruashishpatra3550
Жыл бұрын
🙏🙏🙏 Bhaba Binodia Thakura Bhakta Bastshla Hari........ 🙏🙏🙏🙏Bhaba ku Nikita se abhaba ku dura 🙏🙏🙏🙏Guruji 🙏🙏🙏🙏
@ramchandra9040
Жыл бұрын
Mahaprabhu emiti daya tapaswini behera ku karantu taku sabubele khusire rakhantu jay jay shree jagarnath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️
@dinakrushnabai8087
Жыл бұрын
ଖୁବ୍ ସୁନ୍ଦର ଉପସ୍ଥାପନା, ସାଧୁବାଦ 🙏, ଜୟ ଶ୍ରୀଜଗନ୍ନାଥ 🙏🙏🙏।
@ramchandra9040
Жыл бұрын
Mahaprabhu Tapaswini behera ku sabubipadaru rakhya karantu jay jagarnath jay jagarnath jay jagarnath jay jagarnath 🙏🙏🙏🙏🙏🙏🙏🙏🙏🙏❤️❤️❤️❤️♥️🙏❤️♥️♥️🙏🙏🙏🙏🙏🙏🙏🙏🙏🙏🙏
@sujitkumarsahoo7379
Жыл бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତ ଭକ୍ତଙ୍କୁ ଖୁସିରେ ରଖନ୍ତୁ 🙏 ଆପଣଙ୍କ କଥା, ଚିନ୍ତନ, ପ୍ରତିଦିନ ହେଉଥାଉ।🙏
@BabuliSahoo-yq7ei
Жыл бұрын
He muhaprabhu kalathakur Jagannath Swami nayan Patha gami bhabatume me 🙏🙏🌺🌿🍎🍎🍎🙏🙏🙏🌺🌿🌿🌿🌺🌺🌺🌺🌺🪔🪔🪔🪔🪔🪔🪔🌿🌿🌿🌿🌿🌿🌿🌿🌿🌿🪔🪔🪔🪔⭕‼️⭕🪔🪔🪔🪔🙏🙏🙏🙏🙏🙏🙏🙏🙏🙏
@kaibalyatripathy6037
Жыл бұрын
Jay Jagannath 💗💗💗💗💗🙏🙏🙏🙏🙏
@mrshiba2843
Жыл бұрын
Jay jagannath 🙏🥺❣️🙏 Jay MAA Laxmi 🙏❣️❣️🙏❤️❣️🙏❤️❣️
@saisantoshikailash
Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🌹🙏
@godabarimangaraj5027
Жыл бұрын
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
@priyankamohapatra1647
Жыл бұрын
ମୋ ଜଗନ୍ନାଥ ସ୍ୱାମୀ ଙ୍କ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ
@bipinamallik2803
Жыл бұрын
Jaya Sree Jagannatha Swami Jaya Bhababinodia Thakura Bhakta Baschala Hari Bhakta Lagi Abatara Dashsa Muratidhari Jaya Jagannatha Jaya
@sulataparida2762
Жыл бұрын
Jay jagannath swami nayana patha gami bhaba tume ⭕❗⭕🙏🙏🙏
@Rakhisahu_01
Жыл бұрын
Jay Jagannath Radha Swami nku moro sastanga abhuma bhuya bhuya dandabat pranam ❤❤❤❤❤ mahaprabhu nka asmita mahaprabhu nka lila kete madhura ❤❤❤suniba ku ahuri ichha hue 🙏🏻🙏🏻🙏🏻🙏🏻🙏🏻🚩🚩🚩🌻🌼⭕❗⭕🫂🫂🫂
@KAILASHBEHERA-f7h
4 ай бұрын
Jay Jagannath... Jay Jagannath... Jay Jagannath...🙏⭕‼️⭕🙏🎉🎉🥳🥳
@kaibalyatripathy6037
Жыл бұрын
Mo KALIA SUNA 💞💞💞💞💞🙏🙏🙏🙏🙏
@Rakhisahu_01
Жыл бұрын
Hay manima Puri ku jaldi dakiba heu he tama ku dekhiba ku atura heuchi hai mahabahu 🙏🏻🙏🏻🙏🏻🙏🏻🌼🌼🌼🌼🙏🏻⭕❗⭕♥️♥️♥️
@jasminswain
Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
@narayabadatya914
Жыл бұрын
🙏💥ଜୟ ଜଗନ୍ନାଥ ପ୍ରଣାମ💥🙏
@asitrout7659
Жыл бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@jayjagannathbhajan5819
Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ହରି ବୋଲ ଜୟ ମାଆ ମଙ୍ଗଳା ଭରସା 🙏।
@JayantaPradhan-gk7dj
4 ай бұрын
ଜୟ ଜଗନ୍ନାଥ ⭕❗❗⭕🙏🙏🙏🙏🙏🙏
@shibaprasadnath827
3 ай бұрын
जय श्री जगन्नाथ🙏🙏🙏
@mamalidalai2280
Жыл бұрын
Jay jagnnath swami nayan patha gami bhava tume🙏🙏🙏🙏
@saiSai-fd7xk
Жыл бұрын
Jay Jay Shree Krishna Jagannath swami Nayan patha gami vabatu me 🙏🌹🌹🌹🌹🌹🌹🙏🌹🙏
@puspanjalibehera9591
Жыл бұрын
ମହାପ୍ରଭୁ 🙏🙏🙏🙏
@minaketanbaliarsingh9772
Жыл бұрын
Se ta anath ra nath prabhu jagannath ❤
@sasikantamohanty9623
Жыл бұрын
🙏🙏🙏🙏ମହାପ୍ରଭୁ 🙏🙏🙏🙏
@cutooomutoosweetu6109
Жыл бұрын
Mahabahu chakanayana mo Kalia suna mote tk dori lageidere ❤
@lavendertones
Жыл бұрын
Hekarunamaya mo pranam 🙏 grahan karibe prabhu, mo pribara upre daya karantu prabhu jai jagannath jai jagannath jai jagannath 🙏🙏🙏🙏🙏💜
@kaibalyatripathy6037
Жыл бұрын
Ama Mahaprabhu ta achanti na 💗💗💗🙏🙏🙏
@rakeshparidarakesh5616
9 ай бұрын
Jay Jagannath swami Nayana patha gami bhaba tume 🙏🙏🙏🙏
@pruthirajmohanty1352
Жыл бұрын
Jay Jagannath.... Mora Apank Saha Katha haba Pani chahuchi
@bidyadharsahu2449
Жыл бұрын
ମହାପ୍ରଭୂ ହେ 🙏🙏🙏
@bibhutimohanty5605
Жыл бұрын
ପ୍ରଭୁ 🙏🙏🙏😢
@bhagyalatapanda2910
Жыл бұрын
Jay jagannath swami 🙏🏼🙏🏼🙏🏼🙏🏼🙏🏼🙏🏼namaskar mousa
@rasmitamaharathy6734
Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ, ଜୟ ମା ମହାଲକ୍ଷ୍ମୀ 🙏❤️🙏❤️🙏
@KanhuSahoo-k2m
3 ай бұрын
Jay jagantha Jay jagantha Jay jagantha ❤❤❤
@tapaskumarpradhan7375
Жыл бұрын
Jai Jai Mahaprabhu Jagannath Jai Jai Mahaprabhu Jagannath Jai Jai Mahaprabhu Jagannath Jai Jai Mahaprabhu Jagannath Jai Jai Mahaprabhu Jagannath ❤❤❤❤❤
@sagarikapriyadarshinimishr5810
Жыл бұрын
Mahaprabhunka padatale ananta kotibar pranam 🙏
@santanumahapatra5138
Жыл бұрын
Jai jagannath 🙏🙏 jai jagannath 🙏🙏 jai jagannath 🙏🙏❤️❤️❤️
@bipinamallik2803
Жыл бұрын
Jaya Jagannatha Jaya Sakti Sankar Sir Ajira Mo Kalia Saantankar Bisyare Apankara Mitha Mitha Anubhutira Katha Kahile Mana Anadita Pulakita Hoegala
@santypuranachandakwt8619
Жыл бұрын
Jai jaganath swami nayana patha gami bhaba tume.
@rahulkumarsingh2272
Жыл бұрын
Jay Jagannath Prabhu nka ra jay
@kahnucharandash2125
Жыл бұрын
ଜୟ ଶ୍ରୀଜଗନ୍ନାଥ ହେ...👏
@MamiMami-lm3wk
Жыл бұрын
He mahaprabhu krupadrusti re chani tha prabhu
@suchitrabehera4802
4 ай бұрын
Jaya sri jaganatha mahaprabhu nku anantha koti pranama
@UdayChandra-w7s
7 ай бұрын
Jay Jay Shree Jagannath Mahaprabhu 🙏
@rinibehera3864
Жыл бұрын
Jay jagannath Swami Prabhu 🙏🙏🙏😭
@sanjuktamishra6540
Жыл бұрын
ଜୟ ଜଗନ୍ନାଥ ମହାବାହୁ
@nishikantapal6930
Жыл бұрын
Prabhu tribhuvanapati tuma Sripayarare a adhamara anantakoti pranam anantakoti pranam anantakoti pranam 🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏
@kabitaswain1635
Жыл бұрын
Jay jagannath swami ki jay
@naraharisethi6423
Жыл бұрын
Jai Shree Jagannath ❤🙏🙏🙏
@debarajmohapatra781
Жыл бұрын
Pravu HEE KRUPA Rakhithiba 🙏 🙏 🙏
@bikashdalai2960
Жыл бұрын
Sabu tumari ichha jagata pita🙏🙏🙏
@kaliapremibhajanbhandara8515
Жыл бұрын
ଜୟ କାଳିଆ ସାଆନ୍ତ
@syamaprasadmahapatra
Жыл бұрын
ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏
@kaibalyatripathy6037
Жыл бұрын
Ama Mahaprabhu ta achanti na ❤️❤️❤️❤️❤️🙏🙏🙏🙏🙏
@manojnayak6273
Жыл бұрын
ଜୟ ଜଗନ୍ନାଥ 🙏🙏🙏
@Ansita282
Жыл бұрын
Jay jagarnnath 🙏🏻⚫‼️⚫ Jay Jagarnnath 🙏🏻 ⚫‼️⚫ Jay Jagarnnath 🙏🏻⚫‼️⚫
@Litu905
Жыл бұрын
Jay shree Jagannath mahaprabhu 🙏🙏🙏
@anantabiswal3516
Жыл бұрын
He mahabahu mu tumara, tume mora.
@bijaymishra6797
Жыл бұрын
Beautiful very Very nice information thanks from RUKMINI PRODUCTION BijayaKumarMishra GITIKARA puri jai jagannath jai 🕉 🙏
@baikunthanathacreationsnay1414
Жыл бұрын
🙏ଜୟ ଜଗନ୍ନାଥ 🙏
@binapanibissoyi7192
Жыл бұрын
Jay jagannath Swami Nayana Patha gami bhaba tume he Prabhu sabubele mo sathire ruho Prabhu Moro Sabu manaskamona Purna Karideo Prabhu 🙌🙏🥰
@ranjitbehera4815
Жыл бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ⭕‼️⭕🪔🙏🏼🙌
14:24
ମହାପ୍ରଭୁଙ୍କ ଉପରେ ଦୃଢ଼ ବିଶ୍ୱାସ ଥିଲେ ସବୁ ସମ୍ଭବ | Jagannath Mahima | Shakti Shankar Mishra | Odisha 365
ODISHA 365
Рет қаралды 10 М.
42:11
Bhakta Prahlada | ବାପା ତମେବି ଭଗବାନଙ୍କ ଶରଣ ଯାଅ | Dr. Ashutosh Prasad Mishra | Bhakta Charitamruta 1
ODISHA 365
Рет қаралды 24 М.
00:41
🤔Можно ли спастись от Ядерки в Холодильнике ? #shorts
King jr
Рет қаралды 7 МЛН
00:34
ЧТО ЖЕ МЫ КУПИЛИ СОБАКЕ ВМЕСТО ТАБАЛАПОК😱#shorts
INNA SERG
Рет қаралды 7 МЛН
00:17
Сестра обхитрила!
Victoria Portfolio
Рет қаралды 958 М.
01:00
Он ждал ДВА ГОДА, чтобы преподать наглецу УРОК СКРОМНОСТИ #shorts
BalcevMMA_BOXING
Рет қаралды 10 МЛН
53:36
GOSPEL CLASS-8. How should I believe in God? ମୁଁ କି ପ୍ରକାର ଭାବରେ ପରମେଶ୍ୱରଙ୍କୁ ବିଶ୍ୱାସ କରିବା ଉଚିତ?
Nelson TV
Рет қаралды 121
14:13
ମହାପ୍ରଭୁ ଦର୍ଶନ ଦେବା ପାଇଁ ଏତେ ସବୁ ଲୀଳା ? Jagannath Mahima | Shakti Shankar Mishra | Odisha 365
ODISHA 365
Рет қаралды 37 М.
52:34
ନିଆଁ ରଢ଼ରେ କେମିତି ପ୍ରଭୁଙ୍କ ରୋଷେଇ ହୁଏ ? ସୁଆର ସନ୍ତୋଷ କୁମାର ପଣ୍ଡାଙ୍କ ମନର କଥା...
JAY JAGANNATH TV
Рет қаралды 15 М.
6:29
jaga pakhare kichhi anubhuti#odia #bhakti
Trisha channel
Рет қаралды 10 М.
12:45
ଶ୍ରୀଜଗନ୍ନାଥ ପୁରୀକୁ ଆସିଲେ କେମିତି ? Lord Jagannath Temple Puri Odisha Mystery | Jagannath Temple Story
Odisha Education 360
Рет қаралды 2 МЛН
1:07:04
କେବେ ଖୋଲିବ ମହାପ୍ରଭୁଙ୍କ ପଞ୍ଚମ ଦ୍ୱାର ? | News7 Podcast with Sevayat Nabakishore Patimohapatra
Prameya News7
Рет қаралды 64 М.
16:36
ଭଗବାନ କଣ ଭକ୍ତର ପାଦଧୂଳି ମୁଣ୍ଡରେ ଲଗାନ୍ତି ? Jagannath Mahima | Dr. Ashutosh Prasad Mishra | Odisha 365
ODISHA 365
Рет қаралды 67 М.
16:21
ଶିବ ନନା କହିଲେ ନିଜର ଲୋମହର୍ଷଣକାରୀ ମହାପ୍ରଭୁଙ୍କ ଅନୁଭୂତି -Bhaktanka Anubhuti |Jay JagannathTV
JAY JAGANNATH TV
Рет қаралды 273 М.
11:29
Rath Yatra 2024 | SreeJagannath Anubhuti | Papu Pom Pom | Alankar TV
Alankar TV
Рет қаралды 180 М.
9:01
# ସତ୍ୟ ଘଟଣା...ଟିକିଏ ସ୍ନେହ❤️, ଟିକିଏ ଭଲ ପାଇବାରେ ଜଗନ୍ନାଥ ବନ୍ଧା ପଡ଼ିଯାନ୍ତି❤️......
EITA JEEBANA
Рет қаралды 108 М.
00:41
🤔Можно ли спастись от Ядерки в Холодильнике ? #shorts
King jr
Рет қаралды 7 МЛН