ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କିପରି ପାଇବେ ଭକ୍ତ ? Suryanarayan RathSharma | Shree Mandira | Jay Jagannath

  Рет қаралды 718,330

Spiritual Knowledge Odia

Spiritual Knowledge Odia

2 жыл бұрын

#JaiJagannatha #Spiritualknowledgeodia #SriJagannath
Please Like, Share & Subscribe to "Spiritual Knowledge Odia" Channel🙏🙏🙏
✽ ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ Like ଓ Share କରିବା ସହ ଆମ Channel 'Spiritual Knowledge Odia'କୁ Subscribe କରନ୍ତୁ ।
/ spiritualknowledgeodia
©Spiritual Knowledge Odia
WARNING
This content is Copyright to Spiritual Knowledge Odia. Any unauthorized re-upload is strictly prohibited. Legal action will be taken against those who violate the copyright!!!
#SuryanarayanRathSharma
#Suryanarayan
#RathSharma
#PandirSuryanarayanRathSharma
#god
#temple
#hinduism
#JayJagannath
#ShreeMandira
#Odisha
#PuriMandir
#JagannathMandir
#JaiJagannath
#ଶ୍ରୀମନ୍ଦିର
#ଶ୍ରୀଜଗନ୍ନାଥ
#Temple
#Puri
#Spiritualknowledgeodia
#spirituality
#Adhyatmikagyan
#spiritual
#skodia
#Adhyatmikagyan
#Templeofodisha
#odishatourism
#ShriJagannatha
#LoardJagannath
#SankhaKhetra
#JagannathTemple
Garuda Stambha
srimandir garuda stambha
garuda stambha in jagannath temple
difference between aruna stambha and garuda stambha
#GarudaStambha
#srimandirgarudastambha
Pandit Surya Narayan Rath Sharma
#Pt_Surya_Narayan_Rath_Sharma
Surya Narayan Ratha Sharma
Pandit SuryaNarayan RathSharma
Jagannath Puri Dham 2022
Jaganath Dham Puri
Puri Jagannath Dham Yatra
Jagannath Puri Dham Tour 2022
Jagannath Temple in 2022
Jagannath Puri Dham Video
Jagannath puri Dham
Jagannath puri Dham
Jagannath Dham Puri
Puri Jagannath Sargodar
Jagannath Puri Dham Mandir
Lord Jagannath at Puri
Lord Jagannath LIVE from Puri
Puri is a international tourist destination
Population of Puri city
Sankha Khetra
Srikshetra
विधि का विधान कोई टाल नही सकता
Really Mahaprabhu Jagannath wait for devotee ?
Jagannath Mahima
Daily Rituals of Mahaprabhu in Jagannath Temple
DINABANDHU SHRI JAGANNATHA
Jagannath temple
Sri Jagannatha
public darshan
Shree Jagannath
Darshan Of Lord Jagannath In Puri
#GaurangaDarshanDas
#LessonsFromGita
#BhagvadGita
Bhagba ku kemiti paiba
Jagannathnku kemiti paiba
Mahaprabhunku kemiti paiba
Kemiti paiba Mahaprabhunku
Jagannath kana satare achanti
How Does Prepare Sri Jagannath Abadha At puri Srimandir ?
God
Kemeti janiba Bhagaban ama saha achanti
Ehi samayare aapana jaha magibe taha paibe.
Puri Srimandir Special Ritual
Lord Jagannath
#ଗର୍ବରେ_କୁହ_ମୁଁ_ଓଡ଼ିଆ
#GarbareKuhaMuOdia
#ମୁଁ_ଓଡ଼ିଆ
#MuOdia
#UtkalDivas
#UtkalaDibasa
#ଉତ୍କଳଦିବସ
#UtkalDivas
#UtkalaDibasa
Utkala Divasa
Utkal Divas
Utkala Dibasa
#exclusive
#UtkalaKiKala
ଉତ୍କଳ ଦିବସ
#ଉତ୍କଳଦିବସ

Пікірлер: 1 000
@mamatamohapatra6699
@mamatamohapatra6699 2 жыл бұрын
ଭାବରେ, ଭକ୍ତିରେ, ପ୍ରେମରେ, ଆଖି ଲୁହରେ ଭାବ ବିହ୍ଵଳ ରେ ମଜ୍ଜି ଗଲେ ପ୍ରଭୁ ଟାଣି ନେଇ ଯାନ୍ତି ତାଙ୍କ ପାଖକୁ ହେ ପ୍ରଭୁ ଚକାଡୋଳା ସବୁ ତୁମ ରି ଲୀଳା 😭😭😭🙏🙏🙏🙏🙏🙏🙏
@Bandeutkaljanani
@Bandeutkaljanani 2 жыл бұрын
kzbin.infoZFYAUlWsj1o?feature=share 🙏💐♥️🔥
@debasisswain637
@debasisswain637 Жыл бұрын
Hm
@samarendrarout4341
@samarendrarout4341 Жыл бұрын
🙏🙏
@SRMishra_Official
@SRMishra_Official Жыл бұрын
ଜୟ ଜଗନ୍ନାଥ ସ୍ୱାମୀ🙏
@RKAnitajourney
@RKAnitajourney Жыл бұрын
ଜୟ ଶ୍ରୀ ଜଗନ୍ନାଥ 😢😢😢❤❤❤🙏🙏🙏🙇
@kanakalataswain9106
@kanakalataswain9106 2 жыл бұрын
ପ୍ରଭୁ ତୁମ ପାଦ ତଳେ ମୋର କୋଟି କୋଟି ପ୍ରଣାମ 🌹🌺🌹👏
@byasdevmohanty7281
@byasdevmohanty7281 2 жыл бұрын
ପ୍ରେମ ହିଁ ତାଙ୍କର ମନ୍ତ୍ର , ସକଳ ପ୍ରାଣୀ ଙ୍କ ଦେହରେ, ସର୍ବସ୍ଥାନ ରେ ପିଣ୍ଡ ତଥା ବ୍ରହ୍ମାଣ୍ଡ ରେ ଅତ୍ର ତତ୍ର ସର୍ବତ୍ର ବ୍ୟାପ୍ତ ସେହି ଜଗତରନାଥ ଶ୍ରୀ ଜଗନ୍ନାଥ ସ୍ବାମୀ ଙ୍କୁ ଦର୍ଶନ କରି ପାରିଲେ ପ୍ରେମଭକ୍ତି ବୃଦ୍ଧି ପାଇବ । ପ୍ରସନ୍ନ ହେବେ ଭାବବିନୋଦିଆ ମୋ କାଳିଆ ଠାକୁର 🙏 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🌹
@rasmitamaharathy6734
@rasmitamaharathy6734 2 жыл бұрын
ସତକଥା ପ୍ରକୃତ ପ୍ରେମରେ ହିଁ ପ୍ରଭୁ କୃପା ମିଳେ. ତାଙ୍କୁ ଅତି ଆପଣାର ଭାବିଲେ ସେ ଆହୁରି ଆମର ନିକଟତର ହୋଇଯାନ୍ତି. ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🌹🌹🌹🌹🙏🙏🙏
@sumantabhoi4901
@sumantabhoi4901 Жыл бұрын
Jaa jagonnth
@laxmipriyapradhan-8645
@laxmipriyapradhan-8645 Жыл бұрын
🌹🌹🌹🌹🌹🌷🌷🌷🌷🌷🌷🌷🌷
@jyotschnaranisutar5700
@jyotschnaranisutar5700 2 жыл бұрын
ହେ ପରମ ପ୍ରେମ ମୟ ଚକାନୟନ,ତୁମକୁ ୟେ ଦାସୀ ର ଅନନ୍ତ କୋଟି ଦଣ୍ଡବତ ପ୍ରଣାମ।
@subhankarabehera7031
@subhankarabehera7031 Жыл бұрын
Radhe Radhe Krishna ❤️❤️❤️❤️❤️
@swarajdas8113
@swarajdas8113 2 жыл бұрын
ଜୟ ଜଗନ୍ନାଥ 🌹🙏🌹🌹🙏🌹🌹❤️❤️❤️😭😭😭😭😭😭😭 ମୋ ଡାକ ଶୁଣ ହେ ପ୍ରଭୁ
@amiyakumardas9565
@amiyakumardas9565 2 жыл бұрын
ଅପୂର୍ବ ବର୍ଣ୍ଣନା ଜୟ ଶ୍ରୀ ଜଗନ୍ନାଥ
@sangrampradhan1714
@sangrampradhan1714 2 жыл бұрын
ଜୟ ଜଗନ୍ନାଥ 🙏 ୧) ଶ୍ରୀ ମନ୍ଦିରରେ ଥିବା ଚାରୋଟି ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ମଧ୍ୟରୁ ଦୁଇଟି ଅରୁଣ ଓ ଗରୁଡ଼ ସ୍ତମ୍ଭ । ଆଉ ଦୁଇଟି କଣ ? ୨) ମହତ୍ତ୍ୱପୂର୍ଣ୍ଣ ଚାରୋଟି ପ୍ରସ୍ତର ମଧ୍ୟରୁ ଯମ ଶିଳା ଓ ପିତୃ ଶିଳା ଦୁଇଟି । ଆଉ ଦୁଇଟି କଣ ? ଧନ୍ୟବାଦ 🙏
@susantkumarsahu5168
@susantkumarsahu5168 2 жыл бұрын
ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ...... ନୀଳାସାୟ ନିବାସାୟଃ ନିତ୍ୟାୟ ପରମ ଅତ୍ମାନ ବଳଭଦ୍ର ସୁଭଦ୍ରାଭ୍ୟା ଜଗନ୍ନାଥାୟତେ ନମଃ..... ଜୟ ଜଗନ୍ନାଥ 🙏🙏🙏
@pratapchandraamanta3290
@pratapchandraamanta3290 2 жыл бұрын
କ୍ଷମା କରିବେ ଆପଣ ବହୁତ୍ ଶିକ୍ଷଣୟ ବାଣୀ ଶୁଣାଇଛନ୍ତି କିନ୍ତୁ କାହିଁକି ସାରଥୀ ବାବା କୁ ଭଗବାନ କହିଥିଲେ ମୁଁ ବୁଝିପାରିଲି ନାହିଁ।🙏jai jagannath
@shashibhusanrout6877
@shashibhusanrout6877 2 жыл бұрын
Nara maya kebala narayanku jana. Lakh lakh lokanka akhi bi ta dhoka khaigala, ea bi jane manisha. So semiti bhabiba uchi nuhe.
@krushnachandrarath1200
@krushnachandrarath1200 2 жыл бұрын
କାରଣ ସାରଥି ବାବା ଦେଇଥିଲେ ସେଥିପାଇଁ ଭଗବାନ
@jagasahoo1766
@jagasahoo1766 5 ай бұрын
ଟଙ୍କା ପାଈଁ
@RajendranathBehera
@RajendranathBehera 2 жыл бұрын
🙏मन्नाथः श्रीजगन्नाथो मद्गुरुः श्रीजगद्गुरुः । मदात्मा सर्वभूतात्मा तस्मै श्रीगुरवे नमः ॥🙏
@jkstatus0021
@jkstatus0021 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤️
@LaxmipriyaSundaray-lj2xu
@LaxmipriyaSundaray-lj2xu Ай бұрын
ପ୍ରଭୁ ଜଗନ୍ନାଥଙ୍କ ପାଖରେ କୋଟି କୋଟି ପ୍ରଣାମ ❤❤❤❤
@user-hz9ox5rf1k
@user-hz9ox5rf1k Ай бұрын
ଭକ୍ତ ହିଁ ଭଗବାନ୍ । ଭକ୍ତ ମାନଙ୍କ ଭିତରେ ପ୍ରଭୁ ଙ୍କୁ ଦେଖିଲେ । ପ୍ରଭୁ ନିଶ୍ଚିନ୍ତ ମିଳିବେ । ଯୁଗେ ଯୁଗେ ପ୍ରଭୁ ଙ୍କ ଭକ୍ତ ର ଜୟ ହଉ 🙏🙏🙏🚩🚩 ⭕‼️⭕ ଜୟ ଜଗନ୍ନାଥ ହରିବୋଲ 🌷🌷
@prateek_official7
@prateek_official7 2 жыл бұрын
Woh sabke hain, koi rasta nahin hai uss tak paunchne ki kyun ki woh saath hi hota hai, humesha, tumhare honesty mai, difficult situations mai tumhare decisions k roop mai, tumhara strength ban k woh humesha hota hai .. he's a feeling .. sustainable, undefeated and endless hope hai woh .❤️ Jay shree Jagannath 🙏
@thebudgetless
@thebudgetless 2 жыл бұрын
କ୍ଷମା କରିବେ ସବୁ ଠିକ୍ ହେଲା ଏହି ନୀତି ନିୟମ କଥାଟି ଭୁଲ କାରଣ ଆତ୍ମ ସହିତ ପରମାତ୍ମା ର ମିଳନ ପାଇଁ କୌଣସି ନୀତି ନିୟମ ଦରକାର ହୋଇନଥାଏ
@OO7--BOND
@OO7--BOND 4 ай бұрын
Apna ebe kan atma stage ku jaichanti ki? Jete bele jane atma stage ku jiba se nije experience kariba kintu ame ebe sae stage ku jaenahanti sethi pae amaku niti niyam mani vidhi bhati karibaku padiba ame ta bhata salabega ki balram das ta nuhe na. Amti ta samste toilet jaiki sehi dress pindiki thakuranka touch kariki asijibe au kahibe ame atma boli😅
@thebudgetless
@thebudgetless 4 ай бұрын
@@OO7--BOND mu bujhichhi tumaku bujhaila bhali kshyamata mor nahi 😔
@OO7--BOND
@OO7--BOND 4 ай бұрын
@@thebudgetless bhai mu tumaku kichi insult karuni plz kharap way re niani mu bas etiki kahuchi je se mahaprabu au ameta sabu papi tanku darsana karibaku tike ta amaku bi effort dabaku padiba bhakti ra sahita. Mu dekhichi loka non veg khaiki bi palauchanti baki lokanka icha se jadi se activity ku thik bahuchanti ame sethire kan karipariba pandit jaha kahile mu seta just kahili. Jai jagannath
@jagyasenimantri1144
@jagyasenimantri1144 Ай бұрын
ପ୍ରଭୁ ତୁମେ ଥିଲେ ମୋର ଡର କହାକୁ 🙌⭕‼️⭕🙌 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 😢
@rameshchandramohapatra4169
@rameshchandramohapatra4169 Жыл бұрын
ବହୁତ ବହୁତ ଧନ୍ୟବାଦ ଆଜ୍ଞ! !
@Cre732
@Cre732 Жыл бұрын
ହେ ପ୍ରଭୁ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏
@minakhisarangi9418
@minakhisarangi9418 2 жыл бұрын
🙏🏻🙏🏻👌👌👌100%above right clean with heart ,mind & body then feel him🙏🏻🙏🏻🙏🏻❤
@happyhappyhappyhappy244
@happyhappyhappyhappy244 19 күн бұрын
କେବେ ଡୋରି ଲାଗିବ ମହା ପ୍ରଭୁ ଜୟ ଜଗନ୍ନାଥ 🙏
@sarojsamal5988
@sarojsamal5988 3 күн бұрын
👏 Jay Jagannath Mahapravu 👏
@kishorekumarsahoo337
@kishorekumarsahoo337 2 жыл бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻🙏🏻🌹🌹🌹🌹🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@arunkumarchakrabarty23
@arunkumarchakrabarty23 2 жыл бұрын
Jai Jagannath Swami 🙏🙏🙏🙏🌷🌷🌷🌷🌸🌸🌸🌸🌼🌼🌼🌼💮💮💮💮💐💐💐💐🥀🥀🥀🥀🌻🌻🌻🌻🌹🌹🌹🌹❤️❤️💗💗🪔🪔🪔🪔
@bhagabnsahu9750
@bhagabnsahu9750 2 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏
@prasantabehura9071
@prasantabehura9071 2 ай бұрын
🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏
@prabasinipanda6182
@prabasinipanda6182 2 жыл бұрын
Jai Jagannatha Swami 🙏🏼 🌼 🌺 🌼🙏🏼
@sahoo32pistol
@sahoo32pistol 2 жыл бұрын
ବିଧି ଫିଧି କିଛି ନାଇଁ ଜଗନ୍ନାଥ ପୃଥିବୀ ରେ ସମସ୍ତଙ୍କ ହୃଦୟରେ ରହିଛନ୍ତି ଲୁଗା ପଟା କଥା ନିଷ୍ଠାର ସହିତ ପୂଜାପାଠ କରିବାକୁ ସମସ୍ତଙ୍କୁ ଅନୁରୋଧ 🙏
@sarojransingh710
@sarojransingh710 2 жыл бұрын
*ଦୟଣା ତୁଳସୀ ବାସୁଥାଉ* *ଆଖିକୁ ଶ୍ରୀମୁଖ ଦିଶୁଥାଉ* *ଗରୁଡ଼ ପଛରେ ଠିଆ ହେଉ ହେଉ* *ଆପେଆପେ ହାତ ଉଠିଯାଉ* *ଏଇ ଭାଗ୍ୟ ଦିଅ ମହାବାହୁ* *ଜୀବନ ସାର୍ଥକ ହେଉ ମହାବାହୁ* *ଜୀବନ ସାର୍ଥକ ହେଉ*। *ଶୁଭ ସକାଳର ଶୁଭ କାମନା* 💐 *ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ*। 🙏🏻 *ଜୟ ଶ୍ରୀଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁମେ* 🙏🏻 *ସୁପ୍ରଭାତ* ⭕❕⭕ ❤️🌼🌼❤️ *ଘୋଷଯାତ୍ରାର ଅନେକ ଶୁଭେଚ୍ଛା ଓ ଶୁଭକାମନା 💐🙏🏻*
@AbhiKrisani-do3qn
@AbhiKrisani-do3qn 4 ай бұрын
ହେ ଜଗନ୍ନାଥ ମୁ ଜାଣିନି ମନ୍ତ୍ର ପାଠ ମୁ ଜାଣିନି ବେଦ ପାଠ ତଥାପି ମୁଁ ଭାବନରେ ଡାକେ ଠାକୁରେ ଜୟ ଜଗନ୍ନାଥ ❤🎉
@SarojKumar-ds4sb
@SarojKumar-ds4sb 10 ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ , ତୁମ ଶ୍ରୀ ଚରଣରେ କୋଟି କୋଟି ପ୍ରଣାମ ପ୍ରଭୁ 🙏❤️🙏❤️🙏❤️
@lisadas2669
@lisadas2669 2 жыл бұрын
Jay sree jagannath mo mahaprabhu
@laxminarayansethy2332
@laxminarayansethy2332 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 💖
@pradeshkumarsahoo1877
@pradeshkumarsahoo1877 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏
@manassialmasti3007
@manassialmasti3007 2 жыл бұрын
Jay jagannath swami Love you surya narayan ratha sarma Your speech very sweet Dhanyabad
@rosalinmahapatra9549
@rosalinmahapatra9549 2 жыл бұрын
Brahma ru subhuchi suna Jay Jagannath...🙏🙏🙏 Se nadare hajijaye....🙏🙏🙏 Se nadare hajijaye....triloka sabada....🙏🙏🙏 Brahma ru subhuchi suna Jay Jagannath...🙏🙏🙏 Pabana ra pratidwani... Sagar garjana...🙏🙏🙏 Meghara dudunbhi aba pruthi ra kampana...🙏🙏🙏 Parambramha jain suna......🙏🙏🙏 Parambramha jain suna....subhe ta ninda...🙏🙏🙏 Brahma ru subhuchi suna Jay Jagannath...🙏🙏🙏 Brahma ru subhuchi suna Jay Jagannath...🙏🙏🙏 Omm kara sabada tharu srusti ra utpati...🙏🙏🙏 Tahari garbhare puni saburi samapti...🙏🙏🙏 Se nada nikate sabu....🙏🙏🙏 Se nada nikate sabu....nistabdha niraba...🙏🙏🙏 Brahma ru subhuchi suna Jay Jagannath...🙏🙏🙏 Brahma ru subhuchi suna Jay Jagannath...🙏🙏🙏 Se nadare hajijaye....🙏🙏🙏 Se nadare hajijaye....triloka sabada....🙏🙏🙏 Brahma ru subhuchi suna Jay Jagannath...🙏🙏🙏 😰😰😰😰😰😰😰
@susandhyamohanty1780
@susandhyamohanty1780 Жыл бұрын
ଜଗନ୍ନାଥ ମହାପ୍ରଭୁ ଙ୍କୁ କେମିତି ପାଇବାକୁ ହେଵ ଶୁଣି ମନଵହୁତ ଆନନ୍ଦ ଲାଗିଲା। ଜୟ ଜଗନ୍ନାଥ ମହାପ୍ରଭୁ 🙏🏼🙏🏼🌹🌹🚩🚩
@agneyasahoo8697
@agneyasahoo8697 Жыл бұрын
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମହାରାଜା
@muraligouda4058
@muraligouda4058 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🌹🌹🌹
@joysteed
@joysteed 2 жыл бұрын
🙏🙏❤️❤️Jai Sri Sri Jagannath Swami Nayana Path Gami Bhabo Tume ❤️❤️🙏🙏
@barshapriyadarsinisahoo143
@barshapriyadarsinisahoo143 3 ай бұрын
ସିଏ ହେଲେ ଭାବବିନଦିଆ ଠାକୁର ଭାବ ଟିକେ ଲଗେଇ ଦେଲେ ଶୁଣିବ ଭକ୍ତ ଙ୍କ ଦୁଃଖ ❤
@ramakatasahoo8204
@ramakatasahoo8204 4 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏
@natabardasdas9876
@natabardasdas9876 2 жыл бұрын
ହେ ପ୍ରଭୁ ଜଗନ୍ନାଥ ତମ ଚରଣରେ ଶରଣ ପସୁଛି ଜାହା ଇଛା ତମର
@gobindamohapatra4955
@gobindamohapatra4955 2 жыл бұрын
🙏🌹⚫❗⚫ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ⚫❗⚫🌹🙏
@laxminarayansethy2332
@laxminarayansethy2332 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଆଜିର ଦର୍ଶନ ⭕‼️⭕🥰💓💕💞🙏🏻🔱🕉️💖🌺🙏🏽
@romimallick3685
@romimallick3685 2 жыл бұрын
ବ୍ରହ୍ମଦାରୁ ସ୍ମରାମି 🌳😥❤🙏
@svs5526
@svs5526 2 жыл бұрын
ଗରୁଡ ପଛରୁ ଦେଖ ଦିଶୁଚି କଳା ଶ୍ରୀ ମୁଖ 🙏🙏🙏🙏🙏🙏
@user-tk1gl1nq4k
@user-tk1gl1nq4k 2 жыл бұрын
ସୁନ୍ଦର ତଥ୍ୟ। ଭକ୍ତ ଏବଂ ଭଗବାନଙ୍କ ନିବିଡ଼ ପ୍ରେମ କୁ ଅତିସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି।
@uniqueworld8901
@uniqueworld8901 2 жыл бұрын
ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏⭕❗⭕🙏ଜୟ ଜଗନ୍ନାଥ 🙏⭕❗⭕🙏
@mr.perfect4867
@mr.perfect4867 Жыл бұрын
ଜଗତ ରେ ନାଥ ଜଗନ୍ନାଥଙ୍କ ପାଖରେ କୋଟି ପ୍ରଣାମ 🙏
@asitrout7659
@asitrout7659 2 жыл бұрын
🙏🙏ପ୍ରଣାମ😭😭ଜୟ ଜଗନ୍ନାଥ ସ୍ୱାମୀ
@sanjayanayak9284
@sanjayanayak9284 Жыл бұрын
ସେତ ଭକତ ଭାବରେ ବନ୍ଧାରେ ସେକଳା ଠାକୁର ଜୟ ଜଗନ୍ନାଥ 🙏🙏🙏
@girishrambehera505
@girishrambehera505 2 жыл бұрын
ହେ ମହାପ୍ରଭୁ ,, କୋଟି କୋଟି ପ୍ରଣାମ,, ଭାବଗ୍ରାହୀ ସତେ ଯେମିତି ମୋ ଠାକୁର,, କାଳିଆ ସାଆନ୍ତ
@nrusinghbarik7083
@nrusinghbarik7083 2 жыл бұрын
Jay jay Jagannath 🙏🙏🙏 Prabhu apanaku koti koti pranam 🙏🙏🙏❤️❤️❤️
@priyankapuri3736
@priyankapuri3736 2 жыл бұрын
I'm proud of you maha prabhu.🙏🙏🙏🙏🌹🌹🌹🌹💞💞💞💞💞🌹🌹🌹🙏🙏🙏 Mo Kalia suna🙏🙏🙏
@prakashkumarkanhar3566
@prakashkumarkanhar3566 2 жыл бұрын
Jai Jagannath Swami Nayana Patha Gami Vaba Tume Jai Maa Laxmi
@badalpattnayak6969
@badalpattnayak6969 10 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ ତୂମ ପାଦ ତଳେ କୋଟି କୋଟି 🙏🙏🙏⭕‼️⭕🪔🪔🪔🌷🌷🌷🙏🙏🙏
@debashritadash2739
@debashritadash2739 2 жыл бұрын
Jay Jagannath Prabhu 🙏🙏🙏🙏
@chandralekhamohanty8090
@chandralekhamohanty8090 2 жыл бұрын
Jai jagannath swami Nayan patha gami bhaba tume....💐💐❤️❤️
@sujatasabat5605
@sujatasabat5605 8 ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🏻❤🙏🏻❤🙏🏻
@subhankarabehera7031
@subhankarabehera7031 Жыл бұрын
Radhe Radhe Krishna ❤️❤️🙏❤️
@sudarshanbehera9654
@sudarshanbehera9654 2 жыл бұрын
Jay jagannath Mahaprabhu🌺🌺🌺 🙏🙏🙏❤❤❤
@sunilnath3572
@sunilnath3572 2 жыл бұрын
❤️🙏❤️ JAY JAGANNATH MAHA PRABHU NKARA JAY HEU ❤️🙏❤️
@kumarashok5358
@kumarashok5358 Жыл бұрын
ଜୟ ଜଗନ୍ନାଥ 🙏🙏🙏🙏🌹🌹🌹🌹
@dilipkumarkabi7935
@dilipkumarkabi7935 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ ଚରଣେ ଶରଣ🙏🕉 💐🕉💐🕉💐🕉💐🕉💐🕉💐🕉💐🕉💐🙏🕉🙏🕉🙏🙏🙏🙏
@jagannathdasajagannathdasa9017
@jagannathdasajagannathdasa9017 2 жыл бұрын
Jai jagannath swami 🙏🌹
@layoy5318
@layoy5318 2 жыл бұрын
Awesome explanation 😊Jai jagannath🙏🙏
@pradoshroul
@pradoshroul 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏
@srisaidesignvastu9209
@srisaidesignvastu9209 2 жыл бұрын
ସଚ୍ଚୋଟ ଭକ୍ତ ହିଁ ଜଗନ୍ନାଥଙ୍କ ସାନ୍ନିଧ୍ୟ ପାଇଥାଏ ।ଭାବାଵେଗ ଥିବା ଦରକାର । ସେବକ ଜଗନ୍ନାଥଙ୍କ ରୁପ ଦର୍ଶନ କରେ । କିନ୍ତୁ ସଚ୍ଚୋଟ ଭକ୍ତ ଜଗନ୍ନାଥଙ୍କ ସ୍ବରୂପ ଓ ସାନ୍ନିଧ୍ୟ ଲାଭ କରେ । ଜଗନ୍ନାଥ ଙ୍କ ଭକ୍ତ ହେବା କଠିନ ସେବକ ହେବା ସହଜ ।ସେବକ ମାନେ ଭକ୍ତଙ୍କୁ ସବୁବେଳେ ହଇରାଣ ହରକତ କରିଥାନ୍ତି । ଯେଉଁମାନେ ଜଗନ୍ନାଥଙ୍କ ସେବା କରନ୍ତି ବୋଲି ଦେଖେଇ ହୁଅନ୍ତି ସେମାନଙ୍କ ଠାରୁ ପ୍ରଭୂ ବହୁତ ଦୁରେ ରୁହନ୍ତି । ଭକ୍ତ ଙ୍କ ପାଖରେ ସବୁବେଳେ ରୁହନ୍ତି ଠିକ୍ ସମୟରେ ପରିଖ୍ୟା କରନ୍ତି ଓ ଫଳ ଦିଅନ୍ତି । ସମସ୍ତଙ୍କୁ ସମାନ ଫଳ ଦେଇ ଥାନ୍ତି କିନ୍ତୁ ଭକ୍ତ ପାପ ପୂଣ୍ୟ ଅନୁସାରେ ତାର ସଞ୍ଚିତ କରିପାରେ ।
@Swaadhyayan
@Swaadhyayan 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ 🙏
@shradhanjalijena9306
@shradhanjalijena9306 2 жыл бұрын
Jai Shree Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@JagannathDarshanPuri
@JagannathDarshanPuri 5 ай бұрын
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏
@user-rm4zv1ur5b
@user-rm4zv1ur5b 3 ай бұрын
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ଜୟ ଜୟ🙏🙏🙏🙏🙏🙏🙏🙏
@user-rm4zv1ur5b
@user-rm4zv1ur5b 3 ай бұрын
ଗୋଟିଏ ତ ଜଗତର ନାୟକ ଯିଏ ପୁରା ବିଶ୍ଵକୁ ବାନ୍ଧି କି ରଖିଛି ସେ ଆମ ମହାପ୍ରଭୁ ତାଙ୍କରି କେହି ନାହଁ ରାସ, ରଙ୍ଗ,ରୂପ ସବୁଥିରେ ନମ୍ବର ୧ A++++++++
@Anurageditor9292
@Anurageditor9292 2 жыл бұрын
Jay Jagannath Mahaprabhu 🙏❤️🙏
@sudipta6397
@sudipta6397 2 жыл бұрын
Jay jaganatha🙏🏻🙏🏻🙏🏻
@santoshbarik146
@santoshbarik146 2 жыл бұрын
Jay Jagannath Swami Nayana Patha Gami Bhaba Tume
@user-xb2ct4vb8o
@user-xb2ct4vb8o 2 жыл бұрын
ମୋ ସ୍ୱାମୀ ମହାପ୍ରଭୁଜଗନ୍ନାଥ
@narmadadebata9278
@narmadadebata9278 2 жыл бұрын
Jay Jagannath Mahaprabhu 🙏🌹🙏
@pranatimallik6440
@pranatimallik6440 Жыл бұрын
ଗୋଟେ ଦିନ ମତେ ବହୁତ୍ ବ୍ୟସ୍ତ ଲାଗିଲା ବହୁତ୍ ନିଦ ବି ଲାଗିଲା ଜାଣି ପାରିଲିନି କାହିଁକି ଏମିତି ଲାଗୁଛି ଟିକିଏ ଆଖି ଲାଗିଯାଇଛି ସେତେବେଳେ ଚକାଡୋଳା ପତିତପାବନ ଙ୍କୁ ସପନ ରେ ଦେଖିଲି ମୋ ଆଖି ଲୁହରେ ଭରିଗଲା ସତରେ କଣ ଏ ପାପି କୁ ଦେଖା ଦେଲେ
@kunirana4682
@kunirana4682 2 жыл бұрын
Prabhu tamo pada take koti parnama karuchi he madhaba udhara kara 🌼🌼🌼🙏🙏🙏 jay jagannth🌼
@gayatrimahapatra8776
@gayatrimahapatra8776 2 жыл бұрын
Jay Sri Jagannath 🙏♥
@jasobantanaik2812
@jasobantanaik2812 2 жыл бұрын
Jai jagarnath
@pabitraojha4397
@pabitraojha4397 4 ай бұрын
Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau 🙏🙏🙏🙏🙏🙏🙏🙏
@ganesh_creations8646
@ganesh_creations8646 4 ай бұрын
ହେ ମଣିମା 🙇🥺🥺🥺🙏🏻🙏🏻🙏🏻🙏🏻
@nibeditapradhan2014
@nibeditapradhan2014 2 жыл бұрын
Jai jagannath ji 🙏🙏🙏🙏🙏🙏
@dhaneswarasahu6828
@dhaneswarasahu6828 2 жыл бұрын
Jay jaganatha
@RkSahoo-es6jk
@RkSahoo-es6jk 16 күн бұрын
He prabhu jaganatha 🙏 Saha hua prabhu Samastanka upare ❤🙏Tume hin eka prabhu jaganatha Jagatara thakura ❤jagatara kalayan kara prabhu 🙏 Amaku dori lageidia prabhu ame tama pakhaku jibu ❤🙏 Bahuta aakula hoiki dakuchhu prabhu ama daka suna prabhu jaganatha 🙏 He prabhu jaganatha 🙏❤️ Prabhu mo Jagannatha 🙏 Prabhu mo Jagannatha 🙏 Prabhu mo Jagannatha 🙏
@subratpadhiary5166
@subratpadhiary5166 2 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@Jagannath989
@Jagannath989 2 жыл бұрын
ମହାପ୍ରଭୁଙ୍କ ଇଚ୍ଛା ଶ୍ରୀ ଜଗନ୍ନାଥ ସ୍ୱାମୀ
@dileswarkaibarta5444
@dileswarkaibarta5444 2 жыл бұрын
Jai jagannath
@jayjagannathbhajan5819
@jayjagannathbhajan5819 2 жыл бұрын
Jay jagannath swami nayan patha gami bhaba tume hari bola🙏🏽
@unionics
@unionics 5 ай бұрын
🙏🏼 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏🏼
@BalaramNahak-sb4pj
@BalaramNahak-sb4pj 4 ай бұрын
🙏ଜୟ ଜଗନ୍ନାଥ ସ୍ବାମୀ🙏🙏🙏
@ramaniranjanswain711
@ramaniranjanswain711 2 жыл бұрын
Surjya Narayan Rathasharma is Like a Legend . Prabhu JAGANNATH bless him 🙏🙏🙏🙏🙏 🙏🙏🙏🙏🙏🙏🙏🙏.
@user-ui4ry7hy7t
@user-ui4ry7hy7t 10 ай бұрын
bala na............ Rathha sarma gote harami useless chutiya ate . sala kahuthhila swayan sarathhi baba heuchhi chalanti jagannath . sala sarathhi baba r godo dhari lamba hei paduthhila . legend kemiti hela ? jai jagannathh
@pradyumnakumarpanda2827
@pradyumnakumarpanda2827 2 жыл бұрын
JAY JAGANNATH MOHAPRABHU 🙏🌹❤️
@pramodkumarvlogs4429
@pramodkumarvlogs4429 2 ай бұрын
ଜୟ ଜଗନ୍ନାଥ
@manoranjanbagarty2675
@manoranjanbagarty2675 Жыл бұрын
Jai. Shree. Krishna 🌺🙏🌺. Jai. Sri. Ram Jay. Jagannath. Radha. Radha 🙏🌺🙏
@subhrajyotiganguly1059
@subhrajyotiganguly1059 2 жыл бұрын
JAI JAGANNATH PRABHU
@DIGDIGO08
@DIGDIGO08 2 жыл бұрын
🙏🙏🙏🙏🦚🦚🦚🦚🦚 JAI SHREE JAGANNATH🦚🦚🦚🦚🙏🙏🙏🙏🙏
Неприятная Встреча На Мосту - Полярная звезда #shorts
00:59
Полярная звезда - Kuzey Yıldızı
Рет қаралды 7 МЛН
터키아이스크림🇹🇷🍦Turkish ice cream #funny #shorts
00:26
Byungari 병아리언니
Рет қаралды 27 МЛН
Survival skills: A great idea with duct tape #survival #lifehacks #camping
00:27
Неприятная Встреча На Мосту - Полярная звезда #shorts
00:59
Полярная звезда - Kuzey Yıldızı
Рет қаралды 7 МЛН