MAHABHARATA RE DURYODHANA || FULL PALA || GAYAK RATNA PRABHAT KUMAR SAHOO || B R MOVIES

  Рет қаралды 384,961

B R MOVIES

B R MOVIES

Күн бұрын

Topic- Mahabharata Re Duryodhana || Full Pala
Gayak Ratna Prabhat Kumar Sahoo
Odia Pala
B R MOVIES
ଏହି ଭାଗର ସାରାଂଶ :-
ଏହି ସମ୍ପୂର୍ଣ ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ମହାଭାରତରେ ଦୁର୍ୟୋଧନ, ଏହି ପାଲାକୁ ଗାୟକରତ୍ନ ପ୍ରଭାତ କୁମାର ସାହୁ ଓ ସାଥିମାନେ ପରିବେଷଣ କରିଛନ୍ତି
Thank You for watching this video. If you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section.
You can watch more Pala videos in these Playlists:-
ODIA PALA BHAJAN- • ODIA PALA BHAJAN AND SONG .
ODIA PALA COMEDY- • ODIA PALA COMEDY .
ODIA PALA ODISHI- • ODIA PALA ODISHI AND C... .
FOLLOW US ON :-
KZbin:- / @brmovies
Facebook:- / biswaranjan.senapati.399
Facebook Page:- / brmoviesodia
Twitter:- / brmovies0101
Blogger:- brmoviess.blog...
Website:- brmovies.in
Click on this link to watch more videos on my related channel Urmi Entertainment:-
/ @urmientertainment
Also, enjoy more Pala videos on our other channel here-
/ @mamataentertainmentodia
--------------------------------------------------------------------------------------------------
COPYRIGHT DISCLAIMER:-
All copyrights are reserved by B R MOVIES. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
--------------------------------------------------------------------------------------------------
ପାଲାର ସଂଜ୍ଞା :-
ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି |
ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା
--------------------------------------------------------------------------------------------------
#MahabharataReDuryodhana
#GayakPrabhatKumarSahoo
#FullOdiaPala
#GayakPrabhatKumarSahooFullPala
#MahabharataReDuryodhanaFullPala
#BRMOVIES

Пікірлер: 184
@tapanswain8450
@tapanswain8450 Жыл бұрын
ସାର ଆପଣଙ୍କୁ ସତ କୋଟି ପ୍ରଣାମ 🙏🙏🙏
@chandankumarpadhi2722
@chandankumarpadhi2722 Жыл бұрын
ଆପଣଙ୍କ ର ଆଲୋଚନା,ବ୍ୟାଖ୍ୟାନ ଶୈଳୀ ଅଦ୍ଭୁତ,,,ସତରେ ଆପଣ ସମସ୍ତ ପାଲା ପ୍ରେମୀ ଙ୍କ ହୃଦୟ ରେ ସଦା ସର୍ବଦା ରହିଛନ୍ତି,ରହିବେ, ଆପଣ ଙ୍କ ସ୍ଥାନ ସବୁବେଳେ ଅପୂରଣୀୟ ରହିବ,,,,🙏🙏🙏
@debasishbarik7200
@debasishbarik7200 Жыл бұрын
1555555inches is 555inches of luck dhanaI and 6
@xeroxlipu4702
@xeroxlipu4702 3 ай бұрын
ସବୁବେଳେ ମନେ ରହିବ ପ୍ରଭାତ ସାର (Miss you sir)
@kambupanipradhan1473
@kambupanipradhan1473 3 ай бұрын
ହେ ପ୍ରଭୁ ଜଗନ୍ନାଥ ସ୍ବର୍ଗତ ଗାୟକ ରତ୍ନ ପ୍ରଭାତ କୁମାର ସାହୁ ଙ୍କୁ ଫେରାଇ ଦିଅନ୍ତୁ, ଆମ ଓଡ଼ିଶା ର ପାଲା ଜଗତର ଏକ ହୀରା ଥିଲେ
@PadmanavpandaPadmanavpanda
@PadmanavpandaPadmanavpanda 4 ай бұрын
,ମହାନ କଳାକାରଙ୍କୁ ସର୍ବଦା ଓଡ଼ିଶାର ଜନସାଧାରଣ ମନେ ରଖିବେ।ଜୟ ଜଗନ୍ନାଥ ।
@gobindbiswal7167
@gobindbiswal7167 Жыл бұрын
ଆପଣ ଆମ ଓଡ଼ିଆ ସଂସ୍କୃତି ର ପ୍ରକୃତ ଗାୟକ, ଆପଣଙ୍କ ଶ୍ରୀଚରଣେ କୋଟି କୋଟି ପ୍ରଣାମ🙏🏻🙏🏻🙏🏻🌹🌹🌹
@prahalladnaik1881
@prahalladnaik1881 Жыл бұрын
ପ୍ରଭାତ ବାବୁଙ୍କ ପାଲା ପ୍ରକୃତରେ ଓଡିଶାର ସମସ୍ତ ଗାୟକଙ୍କ ଠାରୁ ଭିନ୍ନ. ଜୟ ଶ୍ରୀ ଜଗନ୍ନାଥ
@basantnayak-xo4mz
@basantnayak-xo4mz Жыл бұрын
ସମସ୍ତେ ପାଲା କରୁଛନ୍ତି। ହେଲେ ପ୍ରଭାତ ବାବୁ ଙ୍କ ପାଲା ଅତ୍ୟନ୍ତ ମନ ମୁଗ୍ଧକର। ଏ ଭଳି ଜଣେ କଳାକାରଙ୍କୁ ହରାଇ ଆଜି ପାଲା ଜଗତ ବହୁତ କିଛି ହରାଇଛି।
@lokanathdas5246
@lokanathdas5246 Жыл бұрын
ଓଡ଼ିଶାର ଏକ ଭଲ ପାଲା ଗାୟକ ଙ୍କୁ ମୋର ବିଶ୍ବାସ ରହିଛି ସେ ଚିରଞ୍ଜିବୀ। ମୋର ନମସ୍କାର।
@purusottambehera2958
@purusottambehera2958 Жыл бұрын
ଓଡ଼ିଶାରେ ଆଉ ଏଭଳି ଗାୟକ ଜନ୍ମ ନେବା ବହୁତ କଷ୍ଟ. ଆପଣଙ୍କ ସ୍ଥାନ ଆଉ କେହି ପୂରଣ କରିପାରିବେନି. ଓଡ଼ିଶାର ହୀରା ଆଜି ଆଉ ନାଁହାନ୍ତି. ବହୁତ ମନେପଡୁଛି ସାର ଭୁଲିଛଉନି ଆପଣଙ୍କୁ. ପାଲା ଜଗତ ଝୁରୁଛି ଆଜି ଆପଣଙ୍କୁ
@upendramishra5638
@upendramishra5638 Жыл бұрын
Alochana sundar. Voice uchakotira. Gabesanatmaka pala. Iswar aauthare ama pakhaku pathantu. 🙏
@UmeshChandraRout-ff8mk
@UmeshChandraRout-ff8mk 13 күн бұрын
ଆପଣ ଜଣେ ଏମିତି ମହାନ୍ ବ୍ୟକ୍ତି ଯାହାକୁ କେବେ ବି ଭୁଲି ହୁଏ ନାହିଁ 🙏🙏🙏🙏🙏
@fakirmohannayak4106
@fakirmohannayak4106 2 жыл бұрын
ଦିବଂଗତ ଅମର ଆତ୍ମାର ସଦ୍ ଗତି ପ୍ରାପ୍ତି ହେଉ ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ପାଲା ଜଗତ ଜଣେ ଉଦୀୟମାନ କଳାକାରଙ୍କୁ ହରାଇ ମ୍ରିୟମାଣ । ଜୟ ଜଗନ୍ନାଥ 🙏🙏🙏
@saratkumarpatra8134
@saratkumarpatra8134 2 жыл бұрын
HB No bhi
@madhbagiri397
@madhbagiri397 2 жыл бұрын
@@saratkumarpatra8134 @qq
@NarahariPatra-i9e
@NarahariPatra-i9e Жыл бұрын
First class pala sir l miss you Odisha Ratnaku Haraila
@anantasamal5654
@anantasamal5654 2 жыл бұрын
Super duper mind blowing pala heart beet touching Gayak Ratna, Gayak shiromani sh prabhata Kumar shahu thank you very much again thank you Chanel
@sarojbarik7394
@sarojbarik7394 2 жыл бұрын
w
@bijayanayak9098
@bijayanayak9098 10 ай бұрын
ମୋ ୫ ବର୍ଷ ବୟସରୁ ମୁଁ ପାଲା ଦେଖି ଆସିଛି। ସୋର୍ଗତ ନିରଞ୍ଜନ କର, ପରମାନନ୍ଦ ଶରଣ, ବୈଷ୍ଣବ ପ୍ରଧାନ , ଜଗନ୍ନାଥ ବେହେରା , ମାର୍କଣ୍ଡେୟ ବାହିନୀପତି ଶ୍ରୀ ଲକ୍ଷ୍ମୀଧର ରାଉତ ଏବଂ ବର୍ତ୍ତମାନ ର ଗାୟକ ସବୁଙ୍କ ପାଲା ମଧ୍ୟ ଦେଖିଛି ଏମାନଙ୍କ ମଧ୍ୟରେ ଏ ଗାୟକ ସୋର୍ଗତ ପ୍ରଭାତ ସାହୁ ଅନନ୍ୟ ।😂❤
@jajpurallinone3219
@jajpurallinone3219 15 күн бұрын
ପୁରା ଖାଣ୍ଟି କଥା, ମୁଁ ତାଙ୍କ ପାଲାକୁ ଭୁଲି ପାରୁନି
@prakashmaharana-bc4qq
@prakashmaharana-bc4qq Жыл бұрын
ହେ ଦିବଂଗତ ଆତ୍ମା ଆପଣ ଙ୍କ ଆଶ୍ରିବାଦ ସମସ୍ତ ଯୁବ କଳାକାର ଙ୍କ ଉପରେ ରହୁ 🙏🙏🙏🙏
@jitendrapradhan7655
@jitendrapradhan7655 Жыл бұрын
ଉଚ୍ଚକୋଟୀର ଗାୟକ ହେଉଛନ୍ତି ପ୍ରଭାତ ବାବୁ, ଜୟ ଜଗନ୍ନାଥ 🙏🌹🙏🌹🙏
@rubykitchen1289
@rubykitchen1289 3 күн бұрын
One of the best pala gayaka ♥️👍🙏 u r great sir 🥰🙏♥️ thank you 🙏🥰💐🙏
@krupasindhunayak5967
@krupasindhunayak5967 Жыл бұрын
ଯଦି ପୁନଃରଜନ୍ମ ସତ୍ୟ, ତେବେ ଶତ ଶତ ବାର ଉତ୍କଳରେ ପୁନରଜନ୍ମ ନିଅ ହେ ମହାନ ରତ୍ନ,,,
@ASHU_TOSHA
@ASHU_TOSHA 2 күн бұрын
Bichakhyana...Mahan Atmaa....❤
@chandandas2324
@chandandas2324 Жыл бұрын
Jaha kuhantu sir apankara gaibara style super & voice ta lajwab
@gaon_paribhasa
@gaon_paribhasa Жыл бұрын
ପ୍ରକୃତ ରେ ପ୍ରଭାତ ବାବୁ ଙ୍କ ପରି ପାଲା ଗାୟକ ବିରଳ ଆଜି ଆମେ ଅନୁଭବ କରୁଚୁ
@akrurnayak2068
@akrurnayak2068 2 жыл бұрын
ପ୍ରଭାତ ଭାଇ ସବୁେବେଳେ ଅମର ,🙏
@brahmanadabehera2396
@brahmanadabehera2396 4 күн бұрын
ଆପଣ ଜୀବନ ସାରା ମନେ ରହିବେ
@jrpanda56
@jrpanda56 2 жыл бұрын
Best Pla GAYAK prabhat sahoo sir miss u ....Jay Jagannath ..RIP..
@ASHU_TOSHA
@ASHU_TOSHA 2 күн бұрын
Luha jhari jaauchi.....he Mahan Atmaa.....Santi Santi Santi
@statuesyouthclub7705
@statuesyouthclub7705 2 жыл бұрын
ମୁଁ ଆପଣଙ୍କୁ ଜମାରୁ ଭୁଲି ପାରୁନି ସାର୍ 🙏🙏🙏🙏ଆପଣଙ୍କ ପାଲା ମୋତେ ବହୁତ ଭଲ ଲାଗେ 🙏🙏🙏 ଆପଣ ଯୋଉଠି ବି ଥାଆନ୍ତୁ ଭଲରେ ରୁହନ୍ତୁ 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏
@gurucharantiriya5809
@gurucharantiriya5809 Жыл бұрын
N T P C kaniha Nilambar
@harapriyasahoo42
@harapriyasahoo42 Жыл бұрын
f
@upendramishra5638
@upendramishra5638 11 ай бұрын
Jay jagannath
@hariharamania4614
@hariharamania4614 7 ай бұрын
ପ୍ରଭାତ ଭାଇ ତୁମେ ଏତେ ସଚେତନ କଥା କହି ଲବେଲେ ଆପଣ ସଚେତନ ଆଣି ପାରିଲ ନାହିଁ
@sipunGirivlogs-ls5kj
@sipunGirivlogs-ls5kj 4 ай бұрын
😊 Please , Dr😢😢
@ritesh.panipani4472
@ritesh.panipani4472 2 жыл бұрын
ଆଉ ଆମ୍ଭେ ଦେଖି ପାରିବା ନାହିଁ ମହାଶୟ ଙ୍କ ପାଲକୁ... ଓଡିଶା ମାଟି ଜଣେ ସୁଯୋଗ୍ୟ କଳାକାର କୁ ହରାଇଲା.... 🙏🙏🙏
@ghanashyamsahoo515
@ghanashyamsahoo515 2 жыл бұрын
Un,
@rabindranathakhatua1145
@rabindranathakhatua1145 2 жыл бұрын
@@ghanashyamsahoo515 0p
@maheswarpaikaray7375
@maheswarpaikaray7375 Жыл бұрын
🙏🏻🙏🏻🙏🏻
@trinathbhajansandhya5998
@trinathbhajansandhya5998 2 жыл бұрын
ଯାହା ଯେମିତି ରେକଡ଼ିଂ କରିଛନ୍ତି ଏମିତି ପାଗଳଙ୍କ ଭଳି କଟିକୁଟି ଦେଇଛ କଣ ପାଇଁ।।।ପ୍ରଭାତ ଭାଇ ତ ବହୁତ ସୁନ୍ଦର କଥା କହିଛନ୍ତି ହେଲେ ସେସବୁ ମୁଁ ପାଇଲିନି
@mandakinimohanty9406
@mandakinimohanty9406 Жыл бұрын
Very nice God bless you
@rakshyakardas4031
@rakshyakardas4031 2 жыл бұрын
ପ୍ରଭାତ କୁମାର ସାହୁ ଙ୍କ ଆତ୍ମାକୁ ଜୟ ଜଗନ୍ନାଥ ଅମର ରହୁ
@dillipkumarjena1252
@dillipkumarjena1252 2 жыл бұрын
Best pala
@pushpalataswain1176
@pushpalataswain1176 2 жыл бұрын
Jay Jagannath 🙏🙏🙏,Pravat sir nka Atmaku santi dianth.🙏🙏🙏🙏
@bishnuprasadpanigrahi4238
@bishnuprasadpanigrahi4238 2 жыл бұрын
Srj Prabhat Sahoo must be a No. one special class 'PALA' singer in all over Odisha ...🚩🇮🇳💥🌺🌹
@prahalladghadei5503
@prahalladghadei5503 Жыл бұрын
a
@nilambarbehara3562
@nilambarbehara3562 Жыл бұрын
ଟିକିନା ତ୍ରିପାଠୀ also
@gourishankarcharty8334
@gourishankarcharty8334 Жыл бұрын
Excellent job sir
@bpradhan3603
@bpradhan3603 10 ай бұрын
🙏🙏🙏💐💐💐
@ravimunda-yo1lt
@ravimunda-yo1lt Жыл бұрын
Baba aakhadalmani aapnka aatma amar rahu
@t.m.s.4175
@t.m.s.4175 Жыл бұрын
Very very very nice bahut sundar Pala paribesan bahut bahut dhanybad Jay Jagnnath Jay Jagnnath Jay Jagnnath Jay Jagnnath 🌹🌹🌹🌹👃👃👃👃❤❤❤❤👌👌👌👌💓💓💓💓👍👍👍👍🌷🌷🌷🌷🏵🏵🏵🏵🌼🌼🌼🌼🌺🌺🌺🌺💐💐💐💐
@madhusudansahoo3808
@madhusudansahoo3808 Жыл бұрын
Mor Bada Bhai pravat bhainka Ghar prachistare New ghare jatni gogadeithili bhai nku kebhebhuli paribinanhi 🙏🙏🙏🙏🙏
@meerapattnaik2634
@meerapattnaik2634 11 ай бұрын
Very nice
@biswanathmishra8119
@biswanathmishra8119 25 күн бұрын
ପ୍ରଭାତ ମୁଁ ଆପଣଙ୍କୁ ଭୃଲି ପାରୁନି
@brahmanadabehera2396
@brahmanadabehera2396 Жыл бұрын
No.1
@ସରାଫପ୍ରଦ୍ୟୁମ୍ନପ୍ରଦ୍ୟୁମ୍ନସରାଫ
@ସରାଫପ୍ରଦ୍ୟୁମ୍ନପ୍ରଦ୍ୟୁମ୍ନସରାଫ 10 ай бұрын
🙏🙏🙏❤😭😭😭miss you Bapa
@bibhutibhusanpradhan5608
@bibhutibhusanpradhan5608 2 ай бұрын
ଆପଣ କାଳ ଜୟ କରିଛନ୍ତି
@chandrakantadandasena5381
@chandrakantadandasena5381 Жыл бұрын
Jaya jagannath
@alokbiswal1318
@alokbiswal1318 Жыл бұрын
Miss you sir
@radhakantapatra1055
@radhakantapatra1055 2 жыл бұрын
I have not seen such a gayak and his expression what experience in culture
@krushnasahoo7401
@krushnasahoo7401 2 жыл бұрын
Pala jagatara madhyaan Surya gayak ratna Prabhata Sahoo nka Paralokare Odisha pala Jagatara madhyan surya sabudina pain asta hoigale. Sesare tanka prati mora asrula shradhanjali. Jay Jagannath Swami.
@sushantamishra3700
@sushantamishra3700 Жыл бұрын
Bahut Sundar upastapana Jay Jagannath satare sir Apana aduitiya
@odialokakalaokalakara9845
@odialokakalaokalakara9845 2 жыл бұрын
ମୋ ପାଇଁ ସାର୍ ଜଣେ God
@sudamdash3479
@sudamdash3479 Жыл бұрын
ପ୍ରଭାତ ବାବୁ ତମ ପାଲା ପରି ପାଲା ନାହିଁ ମୁଁ ଜାଣି ନ ଥିନି ଜେ ତମେ ଏ ତେ ଜଲଦି ଠକେଇ ଦବ ବୋଲି ଜୟ ଶିବ ଶମ୍ଭୁ
@maheswarpaikaray7375
@maheswarpaikaray7375 Жыл бұрын
🙏🏻🙏🏻
@amlanhota684
@amlanhota684 Жыл бұрын
Odishara jane Gayaka Nuhe Palajagatara Jane No1 singer Miss you sir 🥺🥺
@bhagabananaik6915
@bhagabananaik6915 2 жыл бұрын
Jay Baba Satyanarayan Swami sundar paribeshan sir , Aapanankara aatmara sadgati heu
@t.m.s.4175
@t.m.s.4175 Жыл бұрын
Hari bol Hari bol
@dineshchandraprusty9819
@dineshchandraprusty9819 2 жыл бұрын
Wah Chamatkar
@dillipkumarjena1252
@dillipkumarjena1252 Жыл бұрын
Ati sundar
@brundabanpanda7687
@brundabanpanda7687 2 жыл бұрын
ପ୍ରଦିପ ଲିଭିଗଲା
@pankajinimishra1139
@pankajinimishra1139 2 жыл бұрын
Ehi pradipa kebe bi livi parena.sie ta chira Amara hoi Jai chhanti sir
@golekhamalllik8863
@golekhamalllik8863 Ай бұрын
Jay Guru 🙏🙏🙏 shree shree thakur anukul chandra prathana karuchhi sir attma ku Santi milu .all families members.God bless you.🙏🙏🙏🖕
@pratimadash3909
@pratimadash3909 Жыл бұрын
Very nice pala🙏🙏🙏🙏🙏
@krushnasahoo7401
@krushnasahoo7401 2 жыл бұрын
Maa Saralanka baraputra Gayak ratna Prabhata Sahoo nka Paralokare tankaprati mora gambhir shradhanjali. Krushna Chandra Sahoo Jharada Sadangi DKL
@pratapchandrapradhan515
@pratapchandrapradhan515 2 жыл бұрын
ପ୍ରଭାତ, ତୋର ପାଲା, ଅବିସ୍ମରଣୀୟ, ତୋର ଭକ୍ତି ଭାବ, ତୋତେ ଓଡ଼ିଶାରେ ଓଡ଼ିଶାରେ ଅମର କରି ରଖିଛି।ଏତେ କମ ବୟସରେ ତୁ ଆମ୍ଭମାନଙ୍କୁ ଛାଡି ଛାଡି ଚାଲି ଯିବୁ, ଆମ୍ଭେମାନେ ଜାଣି ନଥିଲୁ।ପ୍ରଭାତରେ ତୋ ସ୍ଥାନ କେହି ପୁରଣ କରି ପାରିବେ ନାହଁ।
@maheswarpaikaray7375
@maheswarpaikaray7375 Жыл бұрын
🙏🏻🙏🏻🙏🏻🙏🏻
@kapilasbehera1394
@kapilasbehera1394 2 жыл бұрын
Pravat babu best pala gayak🙏🙏🙏🙏🙏
@asitrout7659
@asitrout7659 2 жыл бұрын
🙏🙏ପ୍ରଣାମ. ଜୟ ଜଗନ୍ନାଥ 😭😭
@mahendrasethi7469
@mahendrasethi7469 Жыл бұрын
ଭଗବାନ ଏହି ପରି ଗାୟକ ଓଡ଼ିଶାରେ ଜନ୍ମ ଦିଅନ୍ତୁ।
@KumuduniSaha
@KumuduniSaha Жыл бұрын
Jay jagannath 🙏🙏🙏🙏🙏🙏
@bharatmahapatra3505
@bharatmahapatra3505 2 жыл бұрын
Singing style of gayak ratna Prabhat kumar sahu is good , better , best and so separate from all
@ramakantakanungo4465
@ramakantakanungo4465 2 жыл бұрын
Very sorry for sad demise of a great pala gayak pravat sahoo.it is a great loss for us.
@janakilatanayak3872
@janakilatanayak3872 Жыл бұрын
Yeskhubsunderpala
@m.ranjancollection4166
@m.ranjancollection4166 Жыл бұрын
Sir tuma pada tale ananta koti pranam. aapana mte ete bhala laguchanti je mo sapnare b asileni apana ...🙏🙏🙏
@deepakdash8015
@deepakdash8015 2 жыл бұрын
Super duper Pala
@gaganbiharibehera252
@gaganbiharibehera252 Жыл бұрын
Jayl jagannath 🙏🏼🌅🙏🏻
@arabindapradhan149
@arabindapradhan149 3 ай бұрын
Jay jagannath. Achyuta saranam
@bikashkumarsamal990
@bikashkumarsamal990 2 жыл бұрын
Very good pala prabhat babu
@nilamaninayak4411
@nilamaninayak4411 Жыл бұрын
Very nice sir
@mithunsahoo642
@mithunsahoo642 Жыл бұрын
Great 🙏🙏🙏
@tapanpadhi6064
@tapanpadhi6064 2 жыл бұрын
ପ୍ରଭାତ ବାବୁ ପୁନର୍ବାର ଜଗନ୍ନାଥ ଧାମରେ ଜନ୍ମଗ୍ରହଣ କରି ସେଇଭଳି ପାଲା କଳାକୁ ଆଗକୁ ନେଇ ଓଡିଆ ସାହିତ୍ଯ କୁ ଜିବନ ପ୍ରଦାନ କରନ୍ତୁ...ଜୟ ଜଗନ୍ନାଥ
@pushpalataswain1176
@pushpalataswain1176 2 жыл бұрын
Pravat sir,you are great 🙏🙏🙏
@balarambhoi76
@balarambhoi76 Жыл бұрын
​@@pushpalataswain1176 you can bbye
@abhimanyunaik9431
@abhimanyunaik9431 Жыл бұрын
By
@prafullakumarpanda363
@prafullakumarpanda363 Жыл бұрын
@❤😅
@JawaharPati
@JawaharPati 7 ай бұрын
Extraordinary personality.
@arjunabhukta9697
@arjunabhukta9697 Жыл бұрын
Jay jagannat
@santoshmohanty6602
@santoshmohanty6602 Жыл бұрын
Om shanti🙏🙏🙏
@pradipmishra4226
@pradipmishra4226 Жыл бұрын
Verynice 1:18:12 1:18:16
@santoshmajhi712
@santoshmajhi712 2 жыл бұрын
अति सुन्दर कम समय में अधिक लाभ
@biswajitpani5511
@biswajitpani5511 Жыл бұрын
Pranam
@tapaswininishank1603
@tapaswininishank1603 5 ай бұрын
Apananku koti koti pranam❤❤😊,
@Tarunnayak-xi2gv
@Tarunnayak-xi2gv Жыл бұрын
ପାଲା ପୁରା ମୂଳରୁ ସୁଟିଙ୍ଗ କରୁନ ଅଧାରୁ କାହିଁକି କରୁଛ
@rahulpande8411
@rahulpande8411 Жыл бұрын
Emiti gayaka au milibeni duniare🙏
@laxmidharchand8471
@laxmidharchand8471 5 ай бұрын
Bahutavala
@nirakardash6963
@nirakardash6963 Жыл бұрын
Very nice performance in inimitable style showing depth of knowledge.Pranam Sir.❤
@malayasamal1915
@malayasamal1915 8 ай бұрын
Bestgayak
@sujitlulu950
@sujitlulu950 2 жыл бұрын
Prabhu apanka atmaku santi diantu
@samratkesharinathpinku1872
@samratkesharinathpinku1872 2 жыл бұрын
Sirnku koti koti pranam
@chandanmohanty5687
@chandanmohanty5687 Жыл бұрын
Rip sir bahut ucha kotira pala
@sudhirchandrabarik8014
@sudhirchandrabarik8014 2 жыл бұрын
Jay guru
@prabhakarsenapati6597
@prabhakarsenapati6597 Жыл бұрын
Jai jagannath swami ki jai 🙏
@rathusahu7363
@rathusahu7363 2 жыл бұрын
Jay jaganna
@nimaindas313
@nimaindas313 2 жыл бұрын
Really sir special i love u.i miss u
@kailashchandrarout2320
@kailashchandrarout2320 Жыл бұрын
Prabhatabaub.pranama
@pratapchandrbehera6551
@pratapchandrbehera6551 2 жыл бұрын
କଳାକାର ସଦା ବେଳେ ଅ ମର
@papu-u7h
@papu-u7h 2 жыл бұрын
I miss you sir
@ashokjena7927
@ashokjena7927 2 жыл бұрын
Excellent
@Kirttansamratpadmalochanrana
@Kirttansamratpadmalochanrana Жыл бұрын
Ete Dina pare prabhat sahoo nkara gaibare bhul heigala
@hemantabeherabehera2373
@hemantabeherabehera2373 2 жыл бұрын
Jay Jagannath
@sasikantpanda4702
@sasikantpanda4702 Жыл бұрын
Late pravat sirnka palara special quilty kehi dei paribeni Gayaka ratna heithilena
@amiyakumarswain6625
@amiyakumarswain6625 Жыл бұрын
Jay Jagannath, 🙏🙏🙏
Всё пошло не по плану 😮
00:36
Miracle
Рет қаралды 1,8 МЛН
Good teacher wows kids with practical examples #shorts
00:32
I migliori trucchetti di Fabiosa
Рет қаралды 12 МЛН
Всё пошло не по плану 😮
00:36
Miracle
Рет қаралды 1,8 МЛН