Рет қаралды 770,402
Mamita Meher Murder Mystery: ବଲାଙ୍ଗିର ହୋଇ ରାଜଧାନୀରେ ମମିତା ମାମଲାର ତାତି । Breaking News
ମହାଲିଙ୍ଗର ରାଜନୈତିକ ମହାଲିଙ୍କକୁ ନେଇ ସୃଷ୍ଟି ହୋଇଛି ମହା ଆଲୋଡନ, ସମ୍ପୃକ୍ତ ମହାଲିଙ୍ଗ ସନସାଇନ୍ ସ୍କୁଲକୁ କୁଆଡ଼େ ଅଭିଯୁକ୍ତ ଗୋବିନ୍ଦ ସାହୁ ପରିଣତ କରିଥିଲା ରଗଶାଳାରେ, ଆଉ ରାଜ୍ୟ ଶାସନର କାର୍ପଟଦାର ସାଜିଥିବା ବହୁ ତୁଙ୍ଗନେତା ମଧ୍ୟ ଏଠାକୁ କୁଆଡ଼େ କରୁଥିଲେ ନୈଶ୍ୟ ଅଭିସାର, କଳାହାଣ୍ଡି, ବଲାଙ୍ଗିର ହୋଇ ରାଜଧାନୀରେ ମମିତା ମାମଲାର ତାତି ତେବେ ସତରେ କ'ଣ ସେହି ଶିକ୍ଷାନୁଷ୍ଠାନରେ ଚାଲିଥିଲା ଯୌନ କେଳେଙ୍କାରୀ, ଦେଖିବା ଏ ରିପୋର୍ଟ
#MamitaMeherMurder #BalangirNews #KalahandiMahalingaCollege
...........................................................................
About Channel:-
Get latest Odisha news headlines and breaking news, latest news on our youtube channel and know more about your State. Visit us to get the breaking news from Odisha at your fingertips
...........................................................................
Follow us on:-
Web: zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodisha_news