No video

Manoranjan Mishra Live: What Is The Cast Of God ?

  Рет қаралды 298,145

Kanak News

Kanak News

2 жыл бұрын

Manoranjan Mishra Live: What Is The Cast Of God ?
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Website :- kanaknews.com/
Instagram :- www.instagram....
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #God #Cast

Пікірлер: 1 400
@rishikesh4340
@rishikesh4340 2 жыл бұрын
ପ୍ରଥମ କଥା ହେଲା ଜାତିଭେଦ କୁ ଈଶ୍ୱର ସୃଷ୍ଟି କରିନାହାନ୍ତି , ମଣିଷ ସୃଷ୍ଟି କରିଛି
@theworldmountain
@theworldmountain 2 жыл бұрын
Kou manisha only bramhan
@garibihindustani651
@garibihindustani651 Жыл бұрын
କେବଳ ବ୍ରାହ୍ମଣ ହିଁ ତିଆରି କରିଛି ଜାତିଭେଦ
@jcstech95
@jcstech95 Жыл бұрын
Right
@bijaybasantnayak15
@bijaybasantnayak15 Жыл бұрын
Right
@xyz-zy4mo
@xyz-zy4mo Жыл бұрын
Brahman srusti karichi
@encryptedname1532
@encryptedname1532 2 жыл бұрын
ଉଚ୍ଚ ନୀଚ. ଜାତି ଚୋର ଲୋକ ମନେ ନିଜକୁ ବଡ ପ୍ରଶଂସା ପାଇଁ ତିଆରି କରିଛନ୍ତି. JNU councillor କିଛି ଖରାପ କହି ନାହାନ୍ତି.
@madhabm.p59
@madhabm.p59 2 жыл бұрын
Tume JNU re jodi hei jaao.
@madhabm.p59
@madhabm.p59 2 жыл бұрын
Jou JNU ru kathaa ashila se desha pain kn taa karichi. Kebala nija nija bhitare ladheiba kuu tanka manaka chesta. Jamaru Se JNU katha re padani . Nahele G Mari hei jiba
@iamatheist.8924
@iamatheist.8924 Жыл бұрын
@@madhabm.p59 tume kan karicha desha pain...tuma bhagaban kan karichanti desha pain
@SamirNaik-q8c
@SamirNaik-q8c 7 күн бұрын
Right bhai 👍
@SB-ku2nc
@SB-ku2nc Жыл бұрын
ସମ୍ପୂର୍ଣ୍ଣ ସୃଷ୍ଟି ବିଷୟ କୁ ଜାଣିବା ପାଇଁ ବାଇବେଲ ଭଲ ଭାବରେ ପଢନ୍ତୁ plz🙏🙏🙏🙏❤️❤️
@abhiramgmango5159
@abhiramgmango5159 Жыл бұрын
ହଁ ସାର ଆପଣ ଯାହା କହିଛନ୍ତି 100%ରୁ 100%ଠିକ କହିଛନ୍ତି , 🙏🙏🙏🙏
@dillepsamal
@dillepsamal Жыл бұрын
ଗୀତା ପଡ଼ୁନା
@sabarbabu4966
@sabarbabu4966 Жыл бұрын
Bibel kana bhakua sala Character God hindu inspire by hindu
@happylucky4839
@happylucky4839 Жыл бұрын
​@@sabarbabu4966Semiti re toh hindu re samaste character God
@kk_mandal2742
@kk_mandal2742 Ай бұрын
Bibel re kn achi.
@rajkishorelakra7901
@rajkishorelakra7901 Жыл бұрын
John 17:3 और अनन्त जीवन यह है, कि वे तुझ एकमात्र सच्चे परमेश्वर को और यीशु मसीह को, जिसे तूने भेजा है, जानें। This is eternal life: That they know you, the only true God, and him whom you sent, Jesus Christ.
@Luvsahu4836
@Luvsahu4836 Жыл бұрын
ସତ୍ୟ ହିଁ ଈଶ୍ବର ଅଟନ୍ତି। Truth (100%) is God. सत्य ईश्वर है।
@dilrajmantu5712
@dilrajmantu5712 Жыл бұрын
Brahmana mane vika maga jati
@balabhadra5458
@balabhadra5458 2 жыл бұрын
କଣ କହିଲ ବ୍ରାହ୍ମଣ ମାନେ ଠାକୁର, ତେବେ ମନ୍ତ୍ର କରି ଚାଇନାକୁ ଶକ୍ତିହୀନ କରି ପାରିବ? ମନ୍ତ୍ରକରି ତାର ସବୁ ଅସ୍ତ୍ର ଖରାପ କରି ପାରିବ?🤣🤣🤣 ମନ୍ତ୍ର କରି ଦୈବ ଦୁର୍ବିପାକ ରୋକି ପାରିବ??? ରାଜନେତା ତ ଏବେ ଲୁଟୁଛନ୍ତି କିନ୍ତୁ ବ୍ରାହ୍ମଣ ମାନେ ବହୁ ପୂର୍ବରୁ ଲୁଟିବାର ସାର୍ଟିଫିକେଟ ହାସଲ କରି ସାରିଛନ୍ତି ।
@sadanandaacharya7896
@sadanandaacharya7896 2 жыл бұрын
Bramhana sape jadubansa nash Hrithila bhagbat padhidebu
@balabhadra5458
@balabhadra5458 Жыл бұрын
@@sadanandaacharya7896ସତ୍+ଆନନ୍ଦ ଆପଣଙ୍କ ପ୍ରତିକ୍ରିୟାର ଉଚ୍ଚାରଣ କଣ ବ୍ରାହ୍ମଣ ସମ୍ପନ୍ନ??🤣 ଆମିଷ ଭକ୍ଷଣ କରି ନିଜର କାୟୀକତା ହରେଇ ସାରିଲା ପରେ ସୁଚିନ୍ତନ ଆସିବ କୁଆଡୁ ? ସେତେବେଳେ ବ୍ରାହ୍ମଣଙ୍କ ସଙ୍ଗେ ନିଜକୁ ତୁଳନା କରି ମନେ ମନେ ଚାଣକ୍ୟ ଭାବନି।🤣🤣
@natures919
@natures919 Жыл бұрын
😂👍👍
@sahadevtudu3161
@sahadevtudu3161 Жыл бұрын
ସତ କହିଲ ଭାଇ
@SuryaKantaDas66
@SuryaKantaDas66 Жыл бұрын
@@sadanandaacharya7896 କୋଉ ବ୍ରାହ୍ମଣ ଆଉ ସେ ସର୍ମାନ ପାଇବା ପାଇଁ ଯୋଗ୍ୟ ନୁହନ୍ତି ସବୁ ପାପି ସବୁବେଳେ ମଦ ମାଂସ ରେ ବୁଡ଼ିରହିଲେନି ସେ ବାଣ୍ଡ ବ୍ରାହ୍ମଣ 🤣🤣🤣
@DIPUKUMAR-hz2lh
@DIPUKUMAR-hz2lh 2 жыл бұрын
ବଢ଼ିଆ ଆଲଚନା ହଉଚି... Very good ମଣିଷ ହିଁ ଜାତି ପ୍ରତା ସବୁ କରିଛି ମଣିଷ ହିଁ ସବୁ ଭାଙ୍ଗୁ ତାହାଲେ ସବୁ ଭଲ ହବ
@ranjankumarmalik2871
@ranjankumarmalik2871 Жыл бұрын
👍
@pinfhgjjh
@pinfhgjjh Жыл бұрын
👍🙏
@manojkumarpatamajhi8969
@manojkumarpatamajhi8969 Жыл бұрын
Thankyou sir
@rashmitaurlaka07
@rashmitaurlaka07 11 ай бұрын
👍👍
@bhanjbhankalkisku9134
@bhanjbhankalkisku9134 2 жыл бұрын
ଏଇ Debate ରୁ କିଛି ଜଣା ପଡ଼ିଲା ନାହିଁ..ଯଉ confusion କୁ ସେଇ confusion । ଏହାର କିଛି ଶେଷ ସିଦ୍ଧାନ୍ତ ବାହାରିଲା ନାହିଁ। ଏଇ ଭଳି କାର୍ଯ୍ୟକ୍ରମର କିଛି ଲାଭ ନାହିଁ
@sahadevtudu3161
@sahadevtudu3161 Жыл бұрын
ଉତର ତ ଏଇଆ ଯେ ଭଗବାନ୍‌ କୌଣସି ଜାତିର ନୁହଁନ୍ତି। ରୂପ ନାହିଁ କି ରଂଗ ବି ନାହିଁ।କେବଳ ମଣିଷ ମନର ଭାବନା
@mdrock2237
@mdrock2237 Жыл бұрын
Ha ha ha ha ha ha
@mdrock2237
@mdrock2237 Жыл бұрын
U r right 👉
@nrusinhatripathy6930
@nrusinhatripathy6930 2 жыл бұрын
ବ୍ରାହ୍ମଣ ଠକି ଭଣ୍ଡି ନ ଖାଇଥିଲେ ଆମେ ବର୍ତ୍ତମାନ ଏହି ସ୍ଥାନରେ ପହଞ୍ଚି ନଥାନ୍ତେ।
@cryptoverse2751
@cryptoverse2751 Жыл бұрын
Banda ra stantha
@sambitkumar628
@sambitkumar628 Жыл бұрын
Aji Kali Sabu Bhondo Brahmana Boli Nuhe Samaste
@silentripu2875
@silentripu2875 Жыл бұрын
ରାଇଟ
@pinfhgjjh
@pinfhgjjh Жыл бұрын
ତୁମେ ବ୍ରାହ୍ମଣ ଙ୍କ ଉପରେ ଏତେ ବିଶ୍ୱାସ. ତୁମେ ନିଜ ମା ବାପା ଙ୍କୁ ବିଶ୍ୱାସ କରୁ ନାହଁ ଏହିଟା ହିଁ ହିନ୍ଦୁ ଧର୍ମ ଅଧର୍ମ ଚିହ୍ନ
@nrusinhatripathy6930
@nrusinhatripathy6930 Жыл бұрын
ସତ କଥା ଏହା।
@prabhakardas4898
@prabhakardas4898 Жыл бұрын
ମୁଁ କହୁଚି ବ୍ରାହ୍ମଣ ଯଦି ଠାକୁର ମୃତ୍ୟୁକୁ ଯିବିତ କରିପାରିବେ ବ୍ରାହ୍ମଣ
@babunamallick5594
@babunamallick5594 Жыл бұрын
ବ୍ରାହ୍ମଣ ଗୁଡ଼ା ରାକ୍ଷସ
@xyz-zy4mo
@xyz-zy4mo Жыл бұрын
🤣🤣🤣🤣🤣🤣
@gabrielbhatra7914
@gabrielbhatra7914 Жыл бұрын
ସମସ୍ତେ ଯଦି ଦେବତା ହେଲେ କୃଷ୍ଣ ଓ ରାମ ଲୋକ ମାନଙ୍କୁ ହତ୍ୟା କଲେ ହତ୍ୟା କାରି ଭଗବାନ ମାନେ ଛିଃ
@rajkishorelakra7901
@rajkishorelakra7901 Жыл бұрын
Semane True God nuhanti kebala jesus sastya eswara atanti.
@panigrahicreation-hu6fd
@panigrahicreation-hu6fd Жыл бұрын
କାଳେ କାଳେ ଦୁର୍ଜନ ର ପତନ ହୋଇଛି ,,,ଆଉ ତମେ ଯୋଉ ବାପା କୁ ବାପା ନ ଡାକି ମଉସା ଡାକୁଛ ,,,ସମୟ ବଦଳିବ କାହିଁକି ନା ଖ୍ରୀଷ୍ଟିଆନ୍ ଆସି ତମ ଘରେ ରମଣ କରିବେ
@user-vr5uj2zn7y
@user-vr5uj2zn7y Жыл бұрын
​@@panigrahicreation-hu6fdtume kn bopa ku mousa dako ki?
@panigrahicreation-hu6fd
@panigrahicreation-hu6fd Жыл бұрын
@@user-vr5uj2zn7y ଆରେ ତମ ଘରେ ପଶିକି ଖ୍ରୀଷ୍ଟିଆନ ,,,,,,,,,,,, ମlରୁଛନ୍ତି ବୋଧେ ନହେଲେ ତତେ କାହିଁକି ବାଧିଲା
@user-vr5uj2zn7y
@user-vr5uj2zn7y Жыл бұрын
@@panigrahicreation-hu6fd tote kn Hindu Mane asiki peluhhanti ki re gorobo vokto 😀😀😀
@Luvsahu4836
@Luvsahu4836 Жыл бұрын
ଈଶ୍ବରଙ୍କୁ ବିଶ୍ବାସ କରନ୍ତୁ, ହେଲେ ଅନ୍ଧ ପରି କଣା ପରି ବିଶ୍ବାସ କରନ୍ତୁ ନାହିଁ। ଈଶ୍ବରଙ୍କ ବିଷୟରେ ଯାହା ସବୁ ଅଛି ସେସବୁ ଯଦି ସତ୍ୟ ତାହେଲେ ନିଶ୍ଚୟ ଗ୍ରହଣୀୟ ଅଟେ।
@BudhuramSingh-kw7xe
@BudhuramSingh-kw7xe Жыл бұрын
ଈଶ୍ୱର ଙ୍କୁ ଜାତି ବାଛି ବାର ଆମେ ସକ୍ଷମ ନୁହେଁ,
@harekrushnabehera3138
@harekrushnabehera3138 Жыл бұрын
କି ଦେବତା ଦେବତା ଭଗବାନ ଭଗବାନ ହଉଛ , କିଛି ନାହିଁ । ହେତୁ ବାଦୀ ଜିନ୍ଦାବାଦ ।
@durgaprasadmandal4110
@durgaprasadmandal4110 Жыл бұрын
To bhali murkha ku bhagwan sadbuddhi diantu! 🙏 kali kahiba universe human made. Asima gyana prapta hoichhi tumara! Bhai gyana lokanka simita. Kintu tuma bhali lokanka gyana bahut kam aou eha hin sata.
@lepandehury5109
@lepandehury5109 2 жыл бұрын
Harisankar sir, ଯଦି ଜଗନ୍ନାଥ ଙ୍କର କିଛି ଜାତି ନାହିଁ ତେବେ ଲଷ୍ମୀପୂରାଣରେ କଣ ପାଇଁ ଜଗନ୍ନାଥ କହୁଛନ୍ତି ଯେ, ଗୋବିନ୍ଦ କୁହନ୍ତି ଭାଇ ଘଉଡ଼ାଇ ଦେବା ଲଷ୍ମୀ ପରା ଭାରିଜାକୁ ଆଉ ନା ପାଇବା , ସେ ଯେବେ ଦୋଷ କରିଛି ଏମନ୍ତ କରିବା ସ୍ୱର୍ଗ ପୁର ଲୋକଙ୍କୁ ଡକାଇ ଅଣାଇବା ପଞ୍ଚାଲକ୍ଷ ଟଙ୍କା ଦେଇ ଜାତି କରେଇବା.. ଯଦି ଉଚ୍ଚ ଜାତିର ନଥିଲେ ଜଗନ୍ନଥ ତେବେ ଲଷ୍ମୀ ଅଜାତି କେମିତି ହେଲେ? ଏସବୁ ଜାଣିବା ପାଇଁ 'ବେଦ ' ଚର୍ଚ୍ଚା ହେବ ଉଚିତ ମୁଁ ଯାହା ଜାଣିଛି ଭଗବାନଙ୍କର କୌଣସି ରୂପ ନାହିଁ, ରଙ୍ଗ ନାହିଁ ତେଣୁ ଜାତି ବ୍ ନାହିଁ, ସେ ଏକ, ତାଙ୍କ ପରି ଆଉ କିଛି ବି ନାହିଁ
@jubeldalabehera7630
@jubeldalabehera7630 Жыл бұрын
ହେତୁବାଦୀ। ଠିକକକ୍।।✍
@maa..1234
@maa..1234 2 жыл бұрын
ଭଗବାନ ସୋୟଂ ନିଜେ ସୃଷ୍ଟି ଏବଂ ସଂସାରକୁ ସୃଷ୍ଟି କରିଛନ୍ତି ତାଙ୍କ ବିଷୟରେ କେହି ଜାଣି ନାହାଁନ୍ତି କି ଜନିପରିବେନି ତମେ ସବୁ ବେକାର କଥା କହୁଛନ୍ତି
@nikunjokarkara4596
@nikunjokarkara4596 Жыл бұрын
Thanks you monoronjon sir good question
@banamalinayak9917
@banamalinayak9917 Жыл бұрын
Right sir
@panigrahicreation-hu6fd
@panigrahicreation-hu6fd Жыл бұрын
Right 👍👍👍👍👍
@sujonomondal6268
@sujonomondal6268 Ай бұрын
ଭଗବାନ ସଷ୍ଟି କରି ନାହାନ୍ତି, ସେ ଠାକୁର ତ ମଣିଷ ଠାରୁ ନିର୍ମିତ କରାଯାଇଛି ।
@utkalmediaentertainment.
@utkalmediaentertainment. 2 жыл бұрын
ଈଶ୍ୱର କୌଣସି ଜାତିରେ ବନ୍ଧା ନୁହନ୍ତି। ମନୁଷ୍ୟ ବି କୌଣସି ଜାତିରେ ସ୍ଥାୟୀ ନୁହେଁ। ଯଦି ଉଚିତ୍ କର୍ମ ମନୁଷ୍ୟ କରେ ତେବେ ସେ ନିଜ ଆତ୍ମା ସ୍ୱରୂପ କୁ ପ୍ରାପ୍ତି ହୋଇ ନିଜେ ଇଶ୍ୱରମୟ ହୋଇ ପାରିବ।
@pinfhgjjh
@pinfhgjjh Жыл бұрын
ସତ କଥା ଭାଇ
@nrusinhatripathy6930
@nrusinhatripathy6930 Жыл бұрын
Right
@Learn2unlearn
@Learn2unlearn 2 жыл бұрын
ବ୍ରାହ୍ମଣ ଟାଉଟର,ମିଛୁଆ,ଭାଣ୍ଡ,ସବୁକିଛି
@bidyadhardash2619
@bidyadhardash2619 2 жыл бұрын
Tu ta bhadraloka
@sankarsanmurmu6775
@sankarsanmurmu6775 2 жыл бұрын
Puri re sabu lokanku bhandei tanka nei jauchanti pa.
@madhabm.p59
@madhabm.p59 2 жыл бұрын
Sabu bramhan saman nuhanti. Au tume nije thik acha kii jiye anya kuu anguli dekhaye taa nija adda.kuu bii anguli ruhe
@bibhutripathy2045
@bibhutripathy2045 2 жыл бұрын
ଭୋଇ ହାରାମି, ଠକ, ବିଶ୍ୱାସ ଘାତକ, ଦଲାଲ, ଲାଞ୍ଚୁଆ
@Learn2unlearn
@Learn2unlearn 2 жыл бұрын
@@bibhutripathy2045 ପାଗଳଙ୍କ ପରି ଭୂକିଲେ କି ହେବ, ସମସ୍ତଙ୍କ ଆଗରେ ବ୍ରାହ୍ମଣ ସମାଜ ଲଙ୍ଗଳା ହେଇସାରିଛି।ପାଗେଳା କୋଉଠିକାର
@sujonomondal6268
@sujonomondal6268 Ай бұрын
ଜାତି ମଣିଷ ହିଁ ସୃଷ୍ଟି କରିଛି ଆଉ ଏପରି କୈଣସି ଠାକୁର ବୋଲି ଦୁନିଆରେ କିଛି ବି ନୁହେ
@villageindia5072
@villageindia5072 2 жыл бұрын
ବାଳ ବ୍ରାହ୍ମଣ 😂...... maximum ବ୍ରାହ୍ମଣ ଭଣ୍ଡୁଆ
@kaliapremibhajanbhandara8515
@kaliapremibhajanbhandara8515 2 жыл бұрын
ତୁ ମାଗିଆ କୋଉ ଜାତି ର କିରେ
@panigrahicreation-hu6fd
@panigrahicreation-hu6fd Жыл бұрын
@@kaliapremibhajanbhandara8515 ସେ ମlଗୀହା ଟି ଖ୍ରୀଷ୍ଟିଆନ୍ ରେ ଭାଇ
@kaliapremibhajanbhandara8515
@kaliapremibhajanbhandara8515 Жыл бұрын
@@panigrahicreation-hu6fd ମୁଁ ଜାଣିଛି ଆଜ୍ଞା ହିନ୍ଦୁ ବାପର ପୁଅ ହୋଇଥିଲେ ଗୀତା ଭାଗବତ ଚର୍ଚ୍ଚା କରି ଥାଆନ୍ତା, ହେଲେ ଏ କୁକୁର ଦେହରେ ତୋ ଅନ୍ୟ ରକ୍ତ ବୋହୁଛି
@panigrahicreation-hu6fd
@panigrahicreation-hu6fd Жыл бұрын
@@kaliapremibhajanbhandara8515 ଖ୍ରୀଷ୍ଟିଆନ୍ ରକ୍ତ ବହୁଛି
@magunicharanpatra5863
@magunicharanpatra5863 Жыл бұрын
ଭଗବାନ ଯଦି ଜାତିଠାରୁ ଉର୍ଦ୍ଧ୍ବରେ ତେବେ ମନ୍ଦିର ପ୍ରବେଶ ଉପରେ କଟକଣା କାହିଁକି ? ଏ କଟକଣା କଲା କିଏ? ମନ୍ଦିର ଭିତରେ ଜାତି ନାହିଁ, କିନ୍ତୁ ମନ୍ଦିର gateରେ ଜାତି ଅଛି କି?
@rashmiranjanbehera3167
@rashmiranjanbehera3167 24 күн бұрын
Kichhi Chora achanti Joumane anahindu
@rashmiranjanbehera3167
@rashmiranjanbehera3167 24 күн бұрын
Shree mandira jete thara lunthanta hoichi sabu anahindu
@silentripu2875
@silentripu2875 Жыл бұрын
ବ୍ରାହ୍ମଣ ମାନେ ତାଙ୍କ ଝିଅ କୁ କାହିଁକି ନିଚ ଜାତି ରେ ବାହା କରୁନାହାନ୍ତି ମ ପ୍ରଶ୍ନ ର ଉତ୍ତର ମନୋରଞ୍ଜନ ଦବୁ କି
@rajkishorelakra7901
@rajkishorelakra7901 Жыл бұрын
ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ; ରୋମୀୟ 10:9
@ajitkumarsahu870
@ajitkumarsahu870 Жыл бұрын
Khristianity ଠୁ hinduism ଆହୁରି ପୁରୁଣା
@ranjitdigal5357
@ranjitdigal5357 Жыл бұрын
କନକ ନିୟୁଜ୍କୁ ଏବଂ ମନୋରଞ୍ଜନ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏
@JaganJagan-kd4ym
@JaganJagan-kd4ym Жыл бұрын
Very nice
@tanujakumar8830
@tanujakumar8830 Жыл бұрын
ଠିକ
@NaliAmba-wf4oc
@NaliAmba-wf4oc Жыл бұрын
Se hauchi gotia Banda reporter tume dekhuna sabu bele hindu dhama ku kahibe au kou dhama ku kahuni kahiki mu janichu kahibani kahiki na pati re Banda mada hoithiba bhai tume hindu sabu bele hindu bhagaban au hindu dhama ku amane sabu bele samalochan karuchanti au kahaku kahunahanti pati re Banda purai debe
@pruthijitnaik5113
@pruthijitnaik5113 Жыл бұрын
Love you manoranjan sir 🙏🙏🙏👍
@bajisingh4924
@bajisingh4924 2 жыл бұрын
ସମସ୍ତ ଶିବ ମନ୍ଦିରରେ ଆଦିବାସୀ ମୂଳନିବାସୀ ମାନଙ୍କୁ ଅବିଳମ୍ବେ ପୂଜକ ଭାବେ ଅବସ୍ଥାପିତ କରାଯାଉ ଏବଂ ଶିବ ମନ୍ଦିରର ସମସ୍ତ ଟଙ୍କା ପଇସା ଆଦିବାସୀ ମୂଳନିବାସୀ ମାନଙ୍କ ପାଖକୁ ଆସିବା ଉଚିତ୍ I
@Learn2unlearn
@Learn2unlearn 2 жыл бұрын
Thanks a bunch buddy.you are 100% Right
@madhabm.p59
@madhabm.p59 2 жыл бұрын
Sabu niya kintu Siba nku nuhan karana se samastankara okay.
@madhabm.p59
@madhabm.p59 2 жыл бұрын
Au gote kama kara Bramhan manaka Bina bibaha , brata,21siya,murtikhya kama Kari niya ok.
@Learn2unlearn
@Learn2unlearn 2 жыл бұрын
@@madhabm.p59 ସେଥିପାଇଁ ବ୍ରାହ୍ମଣ ର କିଛି ଆବସ୍ଯକତା ନାହିଁ। ଏହାର ଅନେକ ବିକଳ୍ପ ଅଛି। ଯେଉଁ ମାନେ ନ ଜାଣି ବାଭୂଣ ପଛରେ ଗୋଡାନ୍ତି ସେମାନେ ଅନ୍ଧ। ବ୍ରାହ୍ମଣ ସମାଜରେ ଜେତେକ ଅଗାଡି ଅଳିଆ ରହିଲେ ପୂଜକ ହେଇ ସମାଜକୁ କେବଳ ମିଛ କହି ଲୁଟୁଛନ୍ତି। ଭିକମଗା ଜାତି
@prasantabagh432
@prasantabagh432 2 жыл бұрын
@@madhabm.p59 brhamin randy
@jyotsnapadhan9392
@jyotsnapadhan9392 Ай бұрын
ଭଗବାନ ଦୁଇଟି ଜାତି ସୃଷ୍ଟି କରିଛନ୍ତି ଗୋଟିଏ ହେଲା ସ୍ତ୍ରୀ ଆଉ ଗୋଟିଏ ହେଲା ପୁରୁଷ । ବ୍ରାହ୍ମଣ ମାନେ ମନେ ମନେ ନିଜକୁ ଭଗବାନ କହୁଛନ୍ତି , ଯେ ନିଜକୁ ଭଗବାନ ବୋଲି କୁହେ ତା ଠୁଁ ମୂର୍ଖ କେହି ନାହାନ୍ତି।
@SanjeebaMandal
@SanjeebaMandal Жыл бұрын
ମନୋରଞ୍ଜନ ମିଶ୍ର ହେଉଛନ୍ତି ଜଣେ ଉତ୍ତମ Reporter
@bidyutparichha6174
@bidyutparichha6174 Жыл бұрын
👍
@sashikantanaik1211
@sashikantanaik1211 Жыл бұрын
God is shapeless, colourless and scentless. Everyone is god who has the qualities of kindness, truthfulness,purity in heart etc etc .
@pradeepmandal4337
@pradeepmandal4337 2 жыл бұрын
Jishu mashi ki jay ✝️✝️✝️✝️🙏🙏🙏🙏
@asteen69
@asteen69 Жыл бұрын
Almighty god jesus christ
@sanjeebr1972
@sanjeebr1972 Жыл бұрын
Halelujha
@mahadevcreations1659
@mahadevcreations1659 Жыл бұрын
ପୃଥିବୀ ର ପ୍ରଥମ ମଣିଷ ହେଉଛନ୍ତି ମନୁ ଏଵଂ ସତ ରୂପା ତାଙ୍କଠୁ ମଣିଷ ସୃଷ୍ଟି
@litusing8638
@litusing8638 Жыл бұрын
njhihuh
@debarajpradhan7449
@debarajpradhan7449 Жыл бұрын
Adam is first man dictionary prove
@Deepson2301
@Deepson2301 Жыл бұрын
ଆପଣ ଙ୍କ କହିବା ଅନୁସାରେ ହିନ୍ଦୁ ଧର୍ମ ର ସମସ୍ତ ଠାକୁର ମନୁଷ୍ୟ ର କଳ୍ପନା ମାତ୍ର
@pinfhgjjh
@pinfhgjjh Жыл бұрын
ଠିକ କହୁଛ ଭାଇ 👍
@mdrock2237
@mdrock2237 Жыл бұрын
Obviously
@satyabhusanabose1245
@satyabhusanabose1245 2 жыл бұрын
ମନରଞ୍ଜନ ବାବୁ 100%ଠିକ 🙏
@sanjanamallik604
@sanjanamallik604 2 жыл бұрын
Jadi baghaban biswo baneichhanti tebe sabu loko hindu kahinki nuhe
@banamalinayak9917
@banamalinayak9917 Жыл бұрын
@@sanjanamallik604 are murkha sabu loka bhagaban nku manuchhanti. Kie jisu ta ki alaha kie kie ram.. Ku manuchhanti
@iamatheist.8924
@iamatheist.8924 Жыл бұрын
@@banamalinayak9917 tahale original bhagwan kiye ?
@sarojinibehera8896
@sarojinibehera8896 2 жыл бұрын
Debendra sir right commented
@mdrock2237
@mdrock2237 Жыл бұрын
💯 % right 👉
@mamatadas3933
@mamatadas3933 Жыл бұрын
​@@mdrock2237hn se Swami Vivekananda ta
@sidhalaldongri3929
@sidhalaldongri3929 Жыл бұрын
ଆଜ୍ଞା sir ମାନେ ବିଭିନ୍ନ ପ୍ରକାର ଜାତି ପ୍ରଥା ବିଷୟରେ ଜାଣିବାକୁ ଚାହାଁନ୍ତି ତାହେଲେ ବାଇବଲ ରୁ ପ୍ରଚାରକ ଆଜ୍ଞା ମାନଙ୍କ ଠାରୁ ଶୁଣନ୍ତୁ ଦେବତା ମାନେ କେଉଁଠୁ ଆସିଲେ ମନୁଷ୍ୟମାନେ କେମିତି ନିର୍ମିତ ହେଲେ ଜାତି ପୁଣି ଭାଷାର ଭେଦ କେମିତି ହଇଛି ତଦ ବିଷୟରେ ଅଧିକ ଭଲରେ ଜାଣି ପାରିବେ, ନିଜ ଜ୍ଞାନ ରେ ଜ୍ଞାନବାନ ନିଜ ବୁଦ୍ଧିରେ ବୁଦ୍ଧିମାନ ନ ହୁଅନ୍ତୁ
@ramanaranga9113
@ramanaranga9113 Жыл бұрын
ବ୍ରାହ୍ମଣ ନିଜକୁ ଭଗବାନ କହି, ବର୍ଷ ବର୍ଷ ଧରି ସମାଜକୁ ଲୁଟିବାକୁ ଲୁଟିବାକୁ ଲାଗିଛି.ଆଜି ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ବ୍ରାହ୍ମଣ ମାନଙ୍କର ଅନ୍ଧ ବିଶ୍ୱାସ ଭିତରେ ବୁଡି ରହିଛନ୍ତି, କିନ୍ତୁ ସମୟ ଆସିବ ଏ ସମସ୍ତ ଜିନିଷ ଲୋପ ପାଇ ନୂତନୀକରଣ ହେବ.
@srinathdas8721
@srinathdas8721 Жыл бұрын
ଭାଗବତ ପୁରାଣ ଅଧ୍ୟୟନ କରନ୍ତୁ । ଜୟ ଶ୍ରୀ ଜଗନ୍ନାଥ
@mrnehurmajhi2574
@mrnehurmajhi2574 Жыл бұрын
ହିନ୍ଦୁ ଧର୍ମ ସମ୍ପୂର୍ଣ କାଳ୍ପନିକ.. ହିନ୍ଦୁ ର ଅର୍ଥ ଚର... ସନାତନ ର ଅର୍ଥ ପୁରୁଣା.. ତାହା ମାନେ ଏହା ଧର୍ମ ନାହିଁ.. କାଳ୍ପନିକ ଜିନିଷକୁ କେତେ ଘାଣ୍ଟିଲେ କିଛି ବାହାରିବନାହିଁ.. ମୁର୍କ ମାନଙ୍କ କାହାଣୀ.. ଏସବୁ ପାଗଳାମି.... ଇଶ୍ୱର ଆକାର ନାହିଁ.. ବର୍ଣ୍ଣ ନାହିଁ. ଜନ୍ମ ନାହିଁ, ମୃତ୍ୟୁ ନାହିଁ.. ସେ ନିରାକାର.. ସେ ଅନାଦି.. ମୁର୍କ ମାନେ media ବାଲାମାନେ.. ଜାତି କୁ ନେଇ ଆଲୋଚନ କରୁଛନ୍ତି.. ଏମାନଂକୁ ଲାଜ ନାହିଁ.. ଆମକୁ ସରମନାହିଁ....
@sidharthsahoo5315
@sidharthsahoo5315 Жыл бұрын
Right 👍
@TheMrsukanta
@TheMrsukanta Жыл бұрын
100? Right
@akpradhan8993
@akpradhan8993 Жыл бұрын
100ru 150 right ok
@bijayakumarjena4874
@bijayakumarjena4874 Жыл бұрын
ଠୀକ କହିଲ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 👋🙏👋🙏👋🙏👋🙏
@abhiramgmango5159
@abhiramgmango5159 Жыл бұрын
ହଁ ସାର ଠିକ କଥା 🙏
@duryodhanbehera2412
@duryodhanbehera2412 Жыл бұрын
Hetuwadi sir talking scientifically and l hope that's right.
@parthananda5208
@parthananda5208 Жыл бұрын
Thanks kanak news
@surendrasabar9425
@surendrasabar9425 Жыл бұрын
Manoranjan sir good question
@gsvsgramswarajvikashsamiti1194
@gsvsgramswarajvikashsamiti1194 Жыл бұрын
Manoranjna Sir ,Nice topic 👍👍,
@janakbhoi6848
@janakbhoi6848 2 жыл бұрын
I like hetubadi idea
@sanidhyaart-shorts1127
@sanidhyaart-shorts1127 Жыл бұрын
Tu sala ta seya.... Toh bopa sei
@KHERWALBAZAR
@KHERWALBAZAR 2 жыл бұрын
ସବୁ ଦେବତା ଆଦିବାସୀ
@Dhirucreations
@Dhirucreations Жыл бұрын
✅️
@rasmibidika
@rasmibidika Жыл бұрын
🤔🤔😀😆
@jiushayamandal6662
@jiushayamandal6662 Жыл бұрын
ସୁର ବ୍ରାହ୍ମଣ ମାନେ ଆଦିବାସୀ ଦେବତା ନେଇ ପୂଜାରୀ କଉଛନ୍ତି......
@kandeyangentertainment8958
@kandeyangentertainment8958 Ай бұрын
ବ୍ରାହ୍ମଣ ମାନେ ମନ୍ଦିର ରେ ପୂଜା କରନ୍ତି ଆଦିବାସୀ ମାନେ ଜଳ, ଜଙ୍ଗଲ ଗଛ କୁ ପୂଜା କରନ୍ତି
@sashilatatarai185
@sashilatatarai185 Жыл бұрын
ଜୟ ଜଗନ୍ନାଥ 🙏🙏🙏🙏ପ୍ରଭୂ ସତରେ ଏମାନେ ସତରେ ପାଗଳ ହେଇ ଗଲେଣି ସେଥିପାଇଁ ଠାକୁରଙ୍କର. ଜାତି ଉଠେଇ କେତେବଡ଼ ଭୁଲୁ କରୁଛନ୍ତି ତାଙ୍କୁ ଟିକେ ସତ ବୁଦ୍ଧି ଦିଅନ୍ତୁ
@simaranibhoi7011
@simaranibhoi7011 Жыл бұрын
ସେମାନେ ହେଉଛନ୍ତି ଠକ ଭଣ୍ଡ ସେମାନେ ଲକମାନ।ଙ୍କୁ ମିଛ କହନ୍ତି ଆଉ ନିଜେ ଆମେ ଭଗବାନ ବଳି କହନ୍ତି
@NastikNsstik
@NastikNsstik 13 күн бұрын
ଭଗବାନ ବୋଲି କିଛି ନାହିଁ ସବୁ କାଳ୍ପନିକ ଧନ୍ଦା ଚଲେଇଛନ୍ତି ଭଗବାନ ନାଁ ରେ । Debendra Sutar Sir is Right 👍
@abhimanyurathod2600
@abhimanyurathod2600 2 жыл бұрын
ଅନ୍ଧ ଦେଶେ ଗଲି ଦର୍ପଣ ବିକି, କଥାଟା ସେହି ଭଳି ,ମହାଦେବ ଭାଗବାନ ଅନନ୍ତ 🙏
@rasmibidika
@rasmibidika Жыл бұрын
👍👍
@Learn2unlearn
@Learn2unlearn 2 жыл бұрын
ସମଗ୍ର ବ୍ରାହ୍ମଣ ସମାଜ ମହା ମିଛୁଆ, ଏମାନେ ଗୋଟାଏ ମିଛକୁ ସତ୍ୟର ରୁପ ଦେବାକୁ ଜାଇ କୋଟି କୋଟି ମିଛ ବଂଶାନୁ କ୍ରମିକ ଭାବରେ କହି ଆସୁଛନ୍ତି।
@bidyadhardash2619
@bidyadhardash2619 2 жыл бұрын
Tu eka satiata
@promadamishra1397
@promadamishra1397 2 жыл бұрын
ସତ୍ୟବାଦୀ ମହାଶୟ ଆପଣ ଙ୍କୁ ଏ ବ୍ରାହ୍ମଣର କୋଟି କୋଟି ପ୍ରଣାମ।ସମୟ କୁ ଅପେକ୍ଷା କରନ୍ତୁ।
@user-ip8zv5kc5s
@user-ip8zv5kc5s 2 жыл бұрын
Madarchod bhoi St magiha
@Learn2unlearn
@Learn2unlearn 2 жыл бұрын
@@promadamishra1397 ଗପ ଆଉ କହାକୁ ସୁଣେଇବ ଜାଅ
@promadamishra1397
@promadamishra1397 2 жыл бұрын
@@Learn2unlearn କେଉଁ ଗପ ଶୁଣାଇଲି ଆଜ୍ଞା?ଆପଣଙ୍କ ଆଶିର୍ବାଦ କାମନା କରି ପ୍ରଣାମ କରିଥିଲି।ସମୟ ଅପେକ୍ଷା ରେ ରହୁଛି ଆଜ୍ଞା ।ଆଉଥରେ ଆପଣଙ୍କ ଅଭିଜ୍ଞତା, ଜ୍ଞାନର ଗଭୀରତା, ବ୍ରାହ୍ମଣ ମାନଙ୍କ ଉପରେ ଆପଣଙ୍କ ଗବେଷଣା କୁ ନମସ୍କାର।
@sunilnayak4310
@sunilnayak4310 Жыл бұрын
Devendra sir right
@purnachandrakumbhar3550
@purnachandrakumbhar3550 2 жыл бұрын
Thank u sutar sir ur 100 pc correct
@ritakantabarik6790
@ritakantabarik6790 Жыл бұрын
ମୁ କୌଣସି ଜାତି ଧର୍ମ କୁ ବିରୋଧ କରେ ନାହିଁ ମନୋରଂଜନ ସାର ପୁରାଣ ଆଗରୁ ଇତିହାସ ଅଛି ତମେ ଟିକେ ସମୟ ବାହାର କରି ଇତିହାସ ବିଷୟ ରେ ପଢ
@jitukimbaka9125
@jitukimbaka9125 Жыл бұрын
ସାର୍ ଆପଣଂକୁ ପ୍ରଭୁ ଆଶୀର୍ବାଦ କରନ୍ତୁ
@visionministries382
@visionministries382 Жыл бұрын
ବ୍ରାହ୍ମଣ ମାନେ ଆମକୁ ଠକି ଚାଲିଛନ୍ତ୍ତି ସଳା ଗୁଡ଼ାକ
@priyacharandas653
@priyacharandas653 Жыл бұрын
ବଶିଷ୍ଠ,କ୍ରତୁ,ପୁଲହ,ପୁଲସ୍ତ, ଭୃଗୁ, ଅଙ୍ଗିରା, ଯମଦଗ୍ନି, ବେଦ ବ୍ୟାସ, ପରାଶର ଏବଂ କଶ୍ୟପ ମୁନି ଏମାନେ ସମସ୍ତେ ହେଲେ ବ୍ରାହ୍ମଣ ଏବଂ ତ୍ରିକାଳ ଦର୍ଶି
@manasipanda5748
@manasipanda5748 Жыл бұрын
Tamaku narka re b jaga nahin.
@jyotsnapadhan9392
@jyotsnapadhan9392 Ай бұрын
ବ୍ରାହ୍ମଣ ମାନେ କହୁଛନ୍ତି ଯଦି ଗୋ ଦାନ , ସୁନା ଦାନ,କନ୍ୟାଦାନ କରିଲେ ପୁଣ୍ୟ ଲାଭ ଅର୍ଜନ କରିବ , ସେଇ ଦାନ କୁ କଳା ବ୍ରାହ୍ମଣ ଲୋକ କୁ ଦେବ ।ଲୋକ ମାନଙ୍କୁ ମିଛ କଥା କହି ଠକିବା ।ଭଲ କାମ କଲେ ଭଲ ଫଳ ମିଳିବ ।
@gokulanandadas6699
@gokulanandadas6699 Жыл бұрын
ଶଳା ଅନ୍ଧ ମିଶ୍ର ବୁଡା ଅନ୍ଧ ଭକ୍ତ ସତ କହିଲେ ତ ବେପାର ବନ୍ଧ ହେଇଯିବ ଆଉ ଦୋକାନ ବନ୍ଧ ହେଇଯିବ ତର
@bhaktiamruta4931
@bhaktiamruta4931 2 жыл бұрын
Nai sei budha thik kahila Bramhana hauchhanti Thakura 🤣🤣... Ja mandirare basi ba ja 😆😆😆😆 Tama muha re tike Sarama nahi 🤣
@ARUNARUN-lz1ov
@ARUNARUN-lz1ov 2 жыл бұрын
Logically sutar 100 percent right
@rajkishorelakra7901
@rajkishorelakra7901 Жыл бұрын
श्लोक 62 - अध्याय 18 - उपसंहार-संन्यास की सिद्धि तमेव शरणं गच्छ सर्वभावेन भारत। तत्प्रसादात्परां शान्तिं स्थानं प्राप्स्यसि शाश्वतम्‌॥ हे भारत! तू सब प्रकार से उस परमेश्वर की ही शरण में (लज्जा, भय, मान, बड़ाई और आसक्ति को त्यागकर एवं शरीर और संसार में अहंता, ममता से रहित होकर एक परमात्मा को ही परम आश्रय, परम गति और सर्वस्व समझना तथा अनन्य भाव से अतिशय श्रद्धा, भक्ति और प्रेमपूर्वक निरंतर भगवान के नाम, गुण, प्रभाव और स्वरूप का चिंतन करते रहना एवं भगवान का भजन, स्मरण करते हुए ही उनके आज्ञा अनुसार कर्तव्य कर्मों का निःस्वार्थ भाव से केवल परमेश्वर के लिए आचरण करना यह 'सब प्रकार से परमात्मा के ही शरण' होना है) जा। उस परमात्मा की कृपा से ही तू परम शांति को तथा सनातन परमधाम को प्राप्त होगा ॥62॥ Shared Via Bhagwad Gita App. onelink.to/qpcnmd
@alonbmajhi5418
@alonbmajhi5418 Жыл бұрын
Good news sir
@rajeshnaik2447
@rajeshnaik2447 2 жыл бұрын
Jnu mam taken good step for end caste system
@ganapatisabar8976
@ganapatisabar8976 Жыл бұрын
ମନୋଞ୍ଜନ ମିଶ୍ର ବହୁତ୍ ବହୁତ୍ ଧନ୍ୟବଦ୍ କାହିଁକି ନା ପ୍ରଶ୍ନ ବହୁତ୍ ବଢିଆ ଲାଗୁଛି.
@sujonomondal6268
@sujonomondal6268 Ай бұрын
Our God is almighty God no one can see him through a naked eye ..
@sureshharpal984
@sureshharpal984 Жыл бұрын
ଆଜି ଯୁଗରେ ପଣ୍ଡିତ ହିଁ ମୂର୍ଖ ହୋଇପାରେ କାହିଁକି ନା ସାଧାରଣ ଲୋକଙ୍କର ଜ୍ଞାନବି କମ ନୁହଁ l ଲୋକଙ୍କୁ ଜବାବ ଦେବାକୁ ହେଲେ ପୁରାଣର ସାହାରା ଚଳିବନି ବର୍ତମାନ ପ୍ରଣାମ ଦରକାର ଏବେ କେହି ବୋକା ନୁହେଁ ଜୟ ଭୀମ
@sasmitalenka5510
@sasmitalenka5510 2 жыл бұрын
କଳୀ ଜୁଗ ସରିବା , ମାଳିକା ବଚନ ସତ୍ୟ , ହେବା , ଠୀକ୍ ,ଆଉ ,ଏସବୁ , ଆଲୋଚନା ଧର୍ମ ବିରୋଧୀ ,ଆଉ ଏସବୁ , ଯୁକ୍ତି କରି ,କେହି ଜଣେ , ଅଧର୍ମ କୁ ,ପ୍ରଚାର କରୁଛନ୍ତି , ଦୟାକରି 🙏 ଜଗନ୍ନାଥ ବିସୟରେ ଏମିତି ଆଲୋଚନା ,କରି ସନାତନ ଧର୍ମ କୁ ,ନିନ୍ଦା କରନ୍ତୁ ନାହିଁ 🙏
@muodia6598
@muodia6598 2 жыл бұрын
Right
@madhabm.p59
@madhabm.p59 2 жыл бұрын
Uchit bisaya 🚩🙏
@madhabm.p59
@madhabm.p59 2 жыл бұрын
Bhai apana kahile thik kathaa kintu. Kichi taa mc au BC achanti jou manaka munda re kichi pasuni
@himansurana7722
@himansurana7722 2 жыл бұрын
Jay jagannath swami
@panigrahicreation-hu6fd
@panigrahicreation-hu6fd Жыл бұрын
Jai jagannath 🙏 ,,, Jai Sanatan
@patitapabanjena2324
@patitapabanjena2324 2 жыл бұрын
Hetubadi perfect.... ❤️
@agush4376
@agush4376 Жыл бұрын
Brahmin caste made this caste system for their happiness
@iamatheist.8924
@iamatheist.8924 Жыл бұрын
@@agush4376 nihati
@garibadip5190
@garibadip5190 Жыл бұрын
You are right sir monaranjan
@odishamirror2954
@odishamirror2954 Жыл бұрын
ଜୟ ହେତୁବାଦୀ 🙏🙏🙏
@iamatheist.8924
@iamatheist.8924 Жыл бұрын
Thanks...you are on the right path
@tuna1001
@tuna1001 Жыл бұрын
Jare sala 😂
@sudhansusekharbarik9479
@sudhansusekharbarik9479 2 жыл бұрын
ଯିଏ ଅଣାକାର, ଅନାଦି, ଯାହାର ଆଦି ନାହିଁ କି ଅନ୍ତ ନାହିଁ ଆଲୋଚ୍ୟ ହଉଚି ତାହାର ପୁଣି ଜାତି ନିର୍ଣ୍ଣୟ କରିହେବ, ତେଣୁ ଏଥିରେ ଆମେ କେହି ମାନବଧାରୀ ଜୀବ କଳନା କରିପାରିବ ନାହିଁ.
@AKROYALE24
@AKROYALE24 Жыл бұрын
ନିଜେ ଜାତି ବନେଇ ନିଜେ ଉଚ୍ଚ ଜାତିର ହେଇଚ
@priyacharandas653
@priyacharandas653 Жыл бұрын
ଭୁଲ୍
@madhabaraha1719
@madhabaraha1719 Жыл бұрын
ସୁତାର ଭାଇ ବିଜ୍ଞାନ ଯୁଗରେ ଡ୍ରେସ ପିନ୍ଧିକି ଚୁଆ ଜନ୍ମ ହେବାକଥା ଲଙ୍ଗଳା ହେଇକି କାହିଁକି ଜନ୍ମ ହେଉଛି
@sarojbehera7026
@sarojbehera7026 Жыл бұрын
ଜାତି ପ୍ରଥା କୁ ବ୍ରହ୍ମହନ ହିଁ ତିଆରି କରିଛି
@khushilucky5178
@khushilucky5178 2 жыл бұрын
ନିଜ ଠାକୁର କୁ ନିଜେ ସମ୍ମାନ ଦଉ ନାହୋ ନିଜେ ମଜାକ ବନାଉଚ୍ଚ ତୋ ଅଲଗା ଧର୍ମ ର ଲୋକ କୋଣ କରିବେ
@jagannathkrupa9310
@jagannathkrupa9310 Жыл бұрын
right
@52rsrinivas22
@52rsrinivas22 2 жыл бұрын
God is Love
@SIBANYA123
@SIBANYA123 Жыл бұрын
ମଣିଷ ତିଆରି କରିଛି ଭଗବାନଙ୍କ ରୂପ
@unique_boy6296
@unique_boy6296 Жыл бұрын
Nijara pita mata he bhagwaan ❤
@simaranibhoi7011
@simaranibhoi7011 Жыл бұрын
ବ୍ରାହ୍ମଣ ମାନେ ଅସୁର
@MUNA-mn2gl
@MUNA-mn2gl Жыл бұрын
Right
@babanjaniofficialyoutubech8273
@babanjaniofficialyoutubech8273 2 жыл бұрын
ଶିବ,ରାମ,ଗଣେସ,ଏମିତି ଓନେକ,ଅଛନ୍ତି,ଏମାନେ ଗଟେ ଗଟେ ପରିବାରର ବଂସରେ ଉତ୍ପନ୍ନ ହେଇଛନ୍ତି ଏମାନଙ୍କୁ ଭଗବାନ କୁହା ଜିବନାହିଁ ଏମାନଙ୍କୁ ମନୁଷ୍ଯ ରୁପେ ଗଣନା କରିବା ଦରକାର
@nirakarswain3629
@nirakarswain3629 2 жыл бұрын
Ta hela bhagban kie
@majhilaba7568
@majhilaba7568 Жыл бұрын
Debendra sir u r right
@pintupati8786
@pintupati8786 Жыл бұрын
ଭଗବାନ ବାମନ ,ଆଉ ପ୍ରଭୁ ପର୍ଶୁରାମ କେଉଁ ଜାତିରେ ଜନ୍ମ ହୋଇଥିଲେ
@samarendrarout4341
@samarendrarout4341 2 жыл бұрын
God is for all 🙏❤️
@garibihindustani651
@garibihindustani651 2 жыл бұрын
ବ୍ରାହ୍ମଣ ହେଲେ ଅଶୁର
@satrughanrana9606
@satrughanrana9606 Жыл бұрын
Hiii dost
@susantakumarpatri468
@susantakumarpatri468 Жыл бұрын
Au tu kn ???
@mrabinash8708
@mrabinash8708 Жыл бұрын
Kia re tu
@dineshkumarpandapanda6949
@dineshkumarpandapanda6949 Жыл бұрын
ତୁ ମୋ ବାଳ
@panigrahicreation-hu6fd
@panigrahicreation-hu6fd Жыл бұрын
ତୁ ଗୋଟିଏ ବର୍ଣ୍ଣ ଶଙ୍କର
@johnhuika3711
@johnhuika3711 Жыл бұрын
Manaranjan sir love you
@abinashbehera8516
@abinashbehera8516 Жыл бұрын
କନକ ନିୟୁଜ଼ କୁ ଅନୁରୋଧ ଯେଉଁ ମାନ ଙ୍କୁ ବିତର୍କ କୁ ନିମନ୍ତ୍ରଣ କରୁଛନ୍ତି ପ୍ରଥମେ ସେମାନଙ୍କ ସେଇ ବିତର୍କ ସମ୍ବଧୀୟ ଜ୍ଞାନ ରହିଵା ନିହାତି ଆବଶ୍ୟକ l
@manasbarik9243
@manasbarik9243 Жыл бұрын
ମନୋରଞ୍ଜନ ବାବୁ ଆପଣ ହିନ୍ଦୁ ଧର୍ମ କୁ ମାନନ୍ତି କି ନାହିଁ, ନାମରେ ତ ମିଶ୍ର
@52rsrinivas22
@52rsrinivas22 2 жыл бұрын
God is for all
@SanjaykumarBidika-e5o
@SanjaykumarBidika-e5o 19 күн бұрын
ହେତୁ ବାଦୀ ଭାଇଙ୍କୁ ଆମ ଜନତାଙ୍କ ଗଟିଏ ପ୍ରଶ୍ନ -ସେ ମୂର୍ଖ ମାନେ ଜାଣନ୍ତିନି ପ୍ରଶ୍ନ କଣ ଭୌତିକ ର ନା ଆଧ୍ୟାତ୍ମିକ ଚିତ ଜଗତର କଥା ନା ପ୍ରକାଶ ମାନ ଜଗତର କଥା ସେ ହେତୁ ବାଦୀ ମାନେ ଜାଣନ୍ତି ନାହିଁ ok👍
@sukadev2515
@sukadev2515 11 ай бұрын
ଯୁଗେ ଯୁଗେ ଚାରୀ ଜାତି। ଚାରୀ ଧାମ ଚାରୀ ଯୁଗ ଶକ୍ତି ଗାୟତ୍ରୀ ମନ୍ତ୍ର ସୃଷ୍ଟି କରି ଛନ୍ତି।🎉ଆଵାହାନ କାଳରୁ ରହିଆଶିଛି ତାକୁ ସମସ୍ତ ଓଡିଶାବାସି ମାନି ଆସିଛନ୍ତି ଵା ମାନୁ ଛନ୍ତି। ଜୟ ଵାବା ଆଖଣ୍ଡଳମଣି ତୁମକୁ ସଦ୍ ଵୁଧି ଦିଅନ୍ତୁ।🎉 ।
@jogeshpadhi4731
@jogeshpadhi4731 2 жыл бұрын
Science is perfect
@iamatheist.8924
@iamatheist.8924 Жыл бұрын
Always
@shakuntalasingh319
@shakuntalasingh319 2 жыл бұрын
God is one of every body heat activity,he is not like proud,he was very simple living in our heart 💓🙏
@manaskumarnath.1152
@manaskumarnath.1152 Жыл бұрын
X(。◕‿◕。)➜
@dinabandhusuna7349
@dinabandhusuna7349 Жыл бұрын
ପ୍ରକୃତ ରେ ଜଦି ସତ କଥା ଜାଣିବାକୁ ଚାହିଁବ ଭଗବାନ ନାହାନ୍ତି,,,,ରଗିବନି ବୁଝିବାକୁ ଚେଷ୍ଟା କରିବ
@iamatheist.8924
@iamatheist.8924 Жыл бұрын
Bhagwan michha aau imaginary characters.
@kailashchandrasingh1423
@kailashchandrasingh1423 Жыл бұрын
Very good answer sutar sir
@sujonomondal6268
@sujonomondal6268 Ай бұрын
ଯାହା ମଣିଷ ନିଜ ସୃଷ୍ଟି କରି ପ୍ରଭୁ ବୋଲି କହନ୍ତି ସେ କି ପ୍ରଭୁ ହେବେ ।
@prasadmajhi6465
@prasadmajhi6465 Жыл бұрын
🌅 ଜୟ ଜଗନ୍ନାଥ 🙏🙏🙏🌺🌼🌺 🌅ସତ୍ୟ ସନାତନ ମହାଶୂନ୍ୟ ଗୁରୁ ଶରଣଂ🙏 🌄🌼🌺🌼🌺🌼🌺🌼🌺🌼🌄
@nareshnachika3547
@nareshnachika3547 Жыл бұрын
ହେତୁବାଦୀ ସାର ଠିକ କହିଛ 👍
@karnatandi2205
@karnatandi2205 Жыл бұрын
Thank you sutar sir
@basantasatapathy9339
@basantasatapathy9339 Жыл бұрын
ବ୍ୟାସ ମନୁ ପରାଶର ବେଦ ଗୀତା ଉପନିଷଦ ଉପରେ ଦୃଷ୍ଟି ନଦେଇ ଏଭଳି ଆଲୋଚନା କରିବା ଠିକ ନୁହଁ
@aishawaryabhuyan
@aishawaryabhuyan Жыл бұрын
Mishra sir right
@tapannayak9328
@tapannayak9328 2 жыл бұрын
ସିନ୍ଧୁ ସଭ୍ୟ ତାରେ କାହା କୁ ପୂଜା କରୁ ଥିଲେ ପରେ ପରେ ଜାତି ବାହାରିଜି ବ୍ରହ୍ମଣ ମାନେ ଆମର ମାନସିକତା ଉପରେ ରାଜକରି ସେଇ ଯତି ଆମେ ଯଦି ବ୍ରହ୍ମଣ ନଡ଼ାକିଲେ କିଛିହଉନି ଆମର ଘରେ (ଯଦି ଆମେ ବ୍ରହ୍ମଣ ବିନା ବାହାହେଉ ଯତି କଣ ହେଇ ଯାଉଛି ଆମର ମାନସିକ ତ ସେଇ ଆ ହେଇ ଯାଇଛି ବୁଦ୍ଧିଜିମ ପଢ଼ ସଳା ବ୍ରହ୍ମଣ କୁ ଗୁଇଠା ମାରିବ ପଡ଼ିକି ବୁଝ
@labanyatandi4333
@labanyatandi4333 Жыл бұрын
Abolish caste system soon Abolish man made God and adopt Budhism in India for development of india. Jaybhim.
@anilkapoorsuna2474
@anilkapoorsuna2474 Жыл бұрын
Right
@lachhamanpradhan7298
@lachhamanpradhan7298 Жыл бұрын
God is right way of living. No caste, no religion that's all
@Bolo.Jay_shree_Ram.
@Bolo.Jay_shree_Ram. Жыл бұрын
ମୋରକହିବା କଥା ଠାକୁରଙ୍କ ଜାତିଅଜାତିକଥା ଉଠୁଛିକାହିକି,ଆଉକଣ କହୁନ,ସବୁମରିବ ବେଳ ପାଖେଇଆସିଲାଣି ହେଲା,ଅପେଖାକର,,,,,
@simaranibhoi7011
@simaranibhoi7011 Жыл бұрын
ଏକଥା ରୁ ଆମେ ବୁଝିବା ଉଚିତ୍ ଯେ କେଉଁଟା ଭୁଲ ଆଉ କେଉଁଟା ଠିକ୍
小丑把天使丢游泳池里#short #angel #clown
00:15
Super Beauty team
Рет қаралды 39 МЛН
WORLD'S SHORTEST WOMAN
00:58
Stokes Twins
Рет қаралды 184 МЛН
Дай лучше сестре 🤗 #aminkavitaminka #aminokka #сестра
00:15
Аминка Витаминка
Рет қаралды 532 М.
My Cheetos🍕PIZZA #cooking #shorts
00:43
BANKII
Рет қаралды 25 МЛН
ହାପି ରାକ୍ଷୀ ପୂର୍ଣ୍ଣିମା / Rupa Pin2 Khushi
23:22
Woman Who Had A Close Shave From Mishap Speaks To OTV
5:20
小丑把天使丢游泳池里#short #angel #clown
00:15
Super Beauty team
Рет қаралды 39 МЛН