ମୁଁ ସୁରେଶ ପୂଜାରୀ କହୁଛି..ସାର୍ ଆଜି ଡ୍ୟୁଟି ନାଇଁ କି ? |Suresh Pujari Surprise Visit To Tehsil Office |OR

  Рет қаралды 451,995

Odisha Reporter

Odisha Reporter

Күн бұрын

ସମୟ ପ୍ରାୟ ଦିନ ସାଢେ 12 ଟା । ଅଚାନକ ତହସିଲ ଅଫିସରେ ପହଞ୍ଚିଗଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ତହସିଲଦାରଙ୍କ ରୁମ୍ ସହ ଅନ୍ୟ ରୁମଗୁଡ଼ିକ ତାଲା ପଡ଼ିଥିଲା । ଏହି ସମୟରେ ସେ ଅଧିକାରୀଙ୍କୁ ଫୋନ୍ କରି ଡ୍ୟୁଟି କେତେବେଳେ ବୋଲି ପ୍ରଶ୍ନ କରିବା ସହ ବିରକ୍ତି ପ୍ରକାଶ କରିଥିଲେ । ଆଉ ନିଜେ ତହସିଲଦାରଙ୍କ ଚୌକିରେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଦେଖନ୍ତୁ ସେହି ସମୟର ଚିତ୍ର ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Sureshpujari #Minister #surprisevisit #Sambalpur

Пікірлер: 645
@munichhatoi483
@munichhatoi483 25 күн бұрын
ଏଭଳି ପ୍ରୟାସ କରୁଥିବାରୁ ମନ୍ତ୍ରୀ ମହୋଦୟ ଙ୍କୁ ବହୁତ ବହୁତ ଧନ୍ୟବାଦ 🎉🎉
@user-rz1cd8co6q
@user-rz1cd8co6q 25 күн бұрын
ଯା ହେଉ ଆମେ 25 ବର୍ଷ ପରେ ଏମିତି ସୁନ୍ଦର ଶାସନ ଦେଖିପାରିଲୁ, ଏମିତି ମନ୍ତ୍ରୀ ହେବା ଉଚିତ.
@abhiseksahoo2074
@abhiseksahoo2074 25 күн бұрын
Sundar Sasan na Kadali Sasan tu dekhichu na state ra abstha kan heiki achi sala se rajadhani upare Mancheswar Vss nagar type ra jagare jama b chalibani road re amti situation Khali Kendu khaiba ethi sethi muha dekheiba au 10 ta poster lageideba road re. Robot heiki basiba ye sabu Sundar Sashan na? Bjd ra ex chata youtuber au news channel guda ku Adopt karideiki gote pala chaleicha aau
@deepakacharya3369
@deepakacharya3369 25 күн бұрын
25 ବର୍ଷ ହେଲା ଶୋଇଥିଲୁ କି
@Mrddbaska7815
@Mrddbaska7815 25 күн бұрын
​@@abhiseksahoo2074 BJD sarkar ku kahile bhala hebo amithi kahile ... BJP ta eina asi 2 month bi heini se kn karibo 25 year ra BJD ta kichhi kariparila ... aithipaii ta BJD chora sarkar dayi 25 year rahiki kichhi kariparila naii
@mrravjio710
@mrravjio710 25 күн бұрын
Darata bala ay ne ka​@@deepakacharya3369
@omkarnathsinghbariha1564
@omkarnathsinghbariha1564 25 күн бұрын
Nua nua
@DrDhirendraMohanty
@DrDhirendraMohanty 25 күн бұрын
ମନ୍ତ୍ରୀ ହେଵତ ଏମିତି, ସଂଗ୍ରାମୀ ଛାତ୍ର ନେତାରୁ ମନ୍ତ୍ରୀ, ମୂଖ୍ୟ ମନ୍ତ୍ରୀ ପଦ ଦେବାରଥିଲା, ଓଡ଼ିଶାର ଗର୍ବ ଓ ଗୌରବ.
@digambardhal9216
@digambardhal9216 25 күн бұрын
Right
@sandhyaraninayak3094
@sandhyaraninayak3094 25 күн бұрын
Bala mantri na. Salaku Bharata lekhi asuni
@jayaprakashsahu9839
@jayaprakashsahu9839 25 күн бұрын
​@@sandhyaraninayak3094Tor Bua Nabin ta odia nai jani bo... Bjd ra Dalaal.....
@SubashPanigrahy-km4hv
@SubashPanigrahy-km4hv 25 күн бұрын
Sir odia Jani nahanti english re phone re kahi le
@Babaphakiryoutube
@Babaphakiryoutube 25 күн бұрын
​@@sandhyaraninayak3094ସୁରେଶ ପୂଜାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଛ ନା ନାହିଁ ଭ ହିଁ ଲେଖି ଥିଲେ କିନ୍ତୁ ଷ୍ଟାଇଲ ଲେଖା ପାଇଁ ପ୍ରଭାତୀ ପରିଡ଼ା ଲେଖିଲେ ଭ କେତେ ପ୍ରକାର ଅକ୍ଷର ଲେଖା ଯାଏ ତୁମେ ଜାଣିନ
@shashankapurohit4372
@shashankapurohit4372 25 күн бұрын
ଏନ୍ତା ଶାସନ 24 ବର୍ଷ ହେଲାନ ଚାଲିଥିଲା, ଯେ କେନ୍ତା କେନ୍ନର ଚାବି ବି ସୋର ନାଇଁ ପାଇବାର, ଘୋର ଲଜ୍ଜ୍ୟା
@JayaNarayanaNegi
@JayaNarayanaNegi 25 күн бұрын
ବହୁତ ସୁନ୍ଦର ପଦଖେପ
@skindoctor21
@skindoctor21 25 күн бұрын
Tahasildar ଆଉ BDO ବହୁତ୍ କେଲେଙ୍କlରି କରୁଛନ୍ତି
@InfinitySP
@InfinitySP 25 күн бұрын
Na bhai corrupted employees tanka maikina nku bhada re dauchanti
@ashutoshmohanty1053
@ashutoshmohanty1053 3 күн бұрын
Kn BJP thu adhika କେଳେଙ୍କାରୀ କରୁଛନ୍ତି😂😂
@biswabikrambhanja8033
@biswabikrambhanja8033 2 күн бұрын
Au Mantrimane pura safa...sabu mantri lootera 😂😂😂
@aiutkalexpress
@aiutkalexpress 25 күн бұрын
ଓଡିଶାର ସମସ୍ତ ତହସିଲ ଓ ବ୍ଲକ ଅଫିସ ମାନଙ୍କରେ ସାଧାରଣ ଗରିବ ଲୋକଙ୍କୁ ଲୁଟି ବାବୁ ମାନେ ମଲାମାଲ l ସାଧରଣ ଲୋକ ମାନଙ୍କୁ ହଇରାଣ କରିବା ବାବୁ ମାନଙ୍କର ନୀତିଗତ ପ୍ରବୃତ୍ତି l ପ୍ରଶାସନିକ ସ୍ତରରେ ତହସିଲଦାର ଓ ବିଡ଼ିଓ ମାନଙ୍କଉପରେ କୋଠାର କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ, ତେବେ ଯାଇ ଓଡିଶା ର ବିକାଶ ହେବ l
@paracetamol90
@paracetamol90 20 күн бұрын
ଠିକ୍ କଥା ଟିଏ କହିଲ ଭାଇ ମନ କୁ ପାଇଲା ❤
@sangrambarick4579
@sangrambarick4579 25 күн бұрын
ବର୍ତ୍ତମାନ ସରକାର ରେ ଗୋଟେ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ କାର୍ଯ୍ୟ କୁ ଲୋକେ ପସନ୍ଦ କରୁଛନ୍ତି ।
@Babaphakiryoutube
@Babaphakiryoutube 25 күн бұрын
ସୁରେଶ ପୂଜାରୀ sir CM ହେବା କଥା 🙏
@Wrestling-f5u
@Wrestling-f5u 25 күн бұрын
Se remot government heiparibeni
@Babaphakiryoutube
@Babaphakiryoutube 25 күн бұрын
@@Wrestling-f5u right
@qxztr
@qxztr 25 күн бұрын
ଡାରତ ମାତା କି ଜୟ
@Bhumi___0101
@Bhumi___0101 25 күн бұрын
​@@qxztrchadi khola ki jay
@Babaphakiryoutube
@Babaphakiryoutube 25 күн бұрын
@@qxztr ଡ଼ା ନଥିଲା ବାବୁ ଭା ଥିଲା ଭା ଅକ୍ଷରକୁ ବିଭିନ୍ନ ପ୍ରକାର ଲେଖି ପାରିବ ସେ ହାଇକୋର୍ଟ ଓକିଲ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନଜାଣି ଏମିତି କୁକୁର ପରୀ ଭୋକିବା ଠିକ୍ ନୁହେଁ ସମସ୍ତେ ଜାଣନ୍ତି ଭୋକିଲା କୁକୁର କାମୁଡେ ନାହିଁ
@muodia2002
@muodia2002 25 күн бұрын
ଏଇଭଳଳି ବେକ୍ତିତ୍ୱ ଙ୍କୁ ରାଜ୍ୟ ମୁଖିଆ କରିଥିଲେ ଭଲ ହୋଇଥାନ୍ତା
@brajakishorepadhi4022
@brajakishorepadhi4022 25 күн бұрын
ଓଡିଶା ର ଆଇଏଏସ, ଓଏଏସ୍ କଂ ପ୍ରାଦୁର୍ଭାବ ବଢିଯାଇଚି ନବୀନ ପଟ୍ଟନାୟକ ସମୟ ରୁ।
@susantkumarsahoo7226
@susantkumarsahoo7226 25 күн бұрын
Right
@abhiseksahoo2074
@abhiseksahoo2074 25 күн бұрын
@@brajakishorepadhi4022 Ye lokaku gote Pradhan Mantri Andhabhakt yojana re 5 kg budhi aau 2 kg Vivek milu abe Ete andha kmti heijaucha be se samnare se CDMO ku dhamki dauchi ethi IAS OAS kauthu asile?
@adityamallick7881
@adityamallick7881 24 күн бұрын
ଭାଇ ଟିକେ ଅଧିକା ଜ୍ଞାନ ଅଛି ବୋଧେ ....😂😂😂 ଏଠି ଧମକ କିଏ କାହାକୁ ଦେଉଛି ???? ଆଉ CDMO ଙ୍କୁ ଏହା କୋଉଠି କୁହା ହୋଇଛି କି ଦେଖା ହୋଇଛି ...???? ​@@abhiseksahoo2074
@santoshsethi8627
@santoshsethi8627 25 күн бұрын
ଏମିତି ସାରା ଓଡ଼ିଶାରେ ହେବା କଥା
@RanjanKumar-mx1ki
@RanjanKumar-mx1ki 25 күн бұрын
ରାଜ୍ୟ ରେ ସବୁ ତହସିଲରେ ପ୍ରବଳ ଦୁର୍ନତି ହେଉଛି ଆଗରୁ ୫ ଟି କୁଆଡେ଼ ଯାଉଥିଲା ଓ କଣ କରୁଥିଲା
@jchoudhury274
@jchoudhury274 25 күн бұрын
5 T ନା ରେ colour ମାରି କୋଟି କୋଟି ଟଙ୍କା ଲୁଟ୍ କଲେ
@pintu9102
@pintu9102 25 күн бұрын
ଏମିତି ରାଜ୍ୟ ଶାସନ କରାଯାଏ ।
@ratnakarbarik7186
@ratnakarbarik7186 25 күн бұрын
ଓଡ଼ିଶାର ସବୁ ତହସିଲ ଅଫିସରେ ଏଇଭଳି ଘଟଣା ଏକ ପ୍ରଚଳିତ ବ୍ୟବସ୍ଥା କହିଲେ ଅତ୍ୟୁକ୍ତି ହେବନାହିଁ, ଏଥିରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି ll
@hrudanandasahuofficial
@hrudanandasahuofficial 25 күн бұрын
very good mantri
@milanthelakoushiknanchhpr9164
@milanthelakoushiknanchhpr9164 25 күн бұрын
ବରଗଡ଼ ରେ ସୁସାନ ସିଂ କେବେ ଜାଊ ଥିଲା କି ସୁରେଶ ସାଘେ ଚେଲେଜ କରୁଥିବା ଲୋକ ମନତି ମହୋଦୟ ବହୁତ ବହୁତ ବାଧାଈ 🙏🙏🙏🙏
@BalaramNath-fe8ws
@BalaramNath-fe8ws 25 күн бұрын
ବିଜେଡି ସରକାରରେ ଏମିତି ଚାଲିଥିଲା ସେଇ ପ୍ରକୃତି ରହିଯାଇଛି
@kathaananta9926
@kathaananta9926 25 күн бұрын
ସାର ଟିକେ ଯାଜପୁର ର ବିଭିନ୍ନ ତହସିଲ ଅଚାନକ ପରିଦର୍ଶନ କରନ୍ତୁ. ଜାଣିପାରିବେ କେମିତି ସରକାର ମାଲ ଦରିଆ ମେ ଡାଳ ଚାଲୁଛି.
@SuperHitsOdia
@SuperHitsOdia 25 күн бұрын
*୨ ଦିନପରେ ପୁଣି‌ ଆଗ ଭଳିଆ ଚାଲିବ ।*
@milanthelakoushiknanchhpr9164
@milanthelakoushiknanchhpr9164 25 күн бұрын
ହଟା ବିଜେଡି କଲୁ କେ ବିଜେପି👑👑👑🙏 ଏ
@ramakantarout2484
@ramakantarout2484 25 күн бұрын
Somthing is better than nothing 😅
@venomv2706
@venomv2706 23 күн бұрын
25 years soiba apekhya dine dine buliba Sarakar best
@debashismallick93
@debashismallick93 25 күн бұрын
Sir କଣ ପଦକ୍ଷେପ ନେଉଛନ୍ତି ଏ ବାବଦରେ Odisha reporter Chanel ଦୟା କରି ଦର୍ଶକ ମାନଙ୍କୁ ଜଣାଇବେ
@ramaojha1074
@ramaojha1074 25 күн бұрын
ଏମିତି ସବୁ ବିଭାଗ ରେ ମନ୍ତ୍ରୀ ମାନେ ମଝିରେ ମଝିରେ ଚେକ୍ କଲେ ସାଧାରଣ ଲୋକ ବହୁତ ଉପକୃତ ହୁଅନ୍ତୁ
@alokpradhan1036
@alokpradhan1036 21 күн бұрын
Hethir lagi lok huduchhan e party ke 😢😢
@user-me5lk3nz6j
@user-me5lk3nz6j 25 күн бұрын
ନୂଆ ନୂଆ ସମସ୍ତେ ଏମିତି ହୁଅନ୍ତି। ଯେମିତି ଶିକ୍ଷାମନ୍ତ୍ରୀ ସ୍ତ୍ରୀ ଙ୍କ ସ୍କୁଲ କୁ ପରିଦର୍ଶନ କରିବାକୁ ଯାଇଥିଲେ।🎉❤
@dhirendraparamanik2975
@dhirendraparamanik2975 25 күн бұрын
ସlରେ ଆମ ପଞ୍ଚାୟତ ପତରାଜପୁର ୯୫ବର୍ଷ ହେଲା ବନ୍ଧ ବସ୍ତି ହୋଇନାହିଁ
@kansa_mamu
@kansa_mamu 20 күн бұрын
ନ ହେଉ
@sachikantasahoo6981
@sachikantasahoo6981 24 күн бұрын
ମୁଁ ସୁରେଶ ପୂଜାରୀ ବୋଲି କାହିଁକି କହୁଚ ନିଜ ପରିଚୟ ଲୁଚେଇ କି ଯାଇ ଚେକ କର ନିଜକୁ ଭଗବାନ ବୋଲି ଭାବନି
@surendrasahu2509
@surendrasahu2509 21 күн бұрын
Re ahankari manaba tote anyara unnati bhalo lage na
@sarbeswargadtya4217
@sarbeswargadtya4217 21 күн бұрын
Are Bhai kihe nai asu thai asuchhan j bad kara
@bidesisahoo9859
@bidesisahoo9859 25 күн бұрын
ସାରେ ଯେଉଁ ମାନେ ଡିଉଟି ଠିକ୍ ସମୟରେ ଆସିନି ତାର ସାତ ଦିନର ହାଜିରି କାଟିଲେ ସମସ୍ତେ ଠିକ୍ ସମୟରେ ଡିଉଟି ଆସିବେ ସାରେ
@Jyotiranjan1010Liton
@Jyotiranjan1010Liton 25 күн бұрын
25 ବର୍ଷର ଦୁଷ୍କର୍ମ ଶାସନ ପରେ ସୁ ଶାସନ ଦେଖିବାକୁ ମିଳିଲା ଧନ୍ୟବାଦ ବିଜେପି ସରକାର
@madaneducation8900
@madaneducation8900 17 күн бұрын
Acha ok 😂😂😂..joke of the era
@asitpadhi3397
@asitpadhi3397 16 күн бұрын
Bjp neta ka photo rakhe puja kara😂😂😂
@Jyotiranjan1010Liton
@Jyotiranjan1010Liton 16 күн бұрын
@@asitpadhi3397 ତୁ ବିଜେଡ଼ି/ଗେଣ୍ଡା ଦଳର ଫୋଟୋ ପୂଜା କର ରଖିକି ଆଉ ମୁଁ ତ ସବୁବେଳେ ବଜେପି ର ଫୋଟୋ ପୂଜା କରୁଛି ଯିଏ ଦେଶର ଭଲ ଚିନ୍ତା କରିବ ମୁଁ ତାର ଚିନ୍ତା କରିବି
@madaneducation8900
@madaneducation8900 15 күн бұрын
@@asitpadhi3397 BJP neta nuha asmita ra photo rakha au dhupa diya 🪔🪔🤣🤣
@Shiv-sy1kg
@Shiv-sy1kg 25 күн бұрын
ସବୁ ପ୍ରହସନ
@gourangacharanjena2494
@gourangacharanjena2494 25 күн бұрын
Good
@debendradhal5935
@debendradhal5935 25 күн бұрын
ସବୁ ଅଫିସ କୁ ଏହିପରି ପରିଦର୍ଶନ କରି ଚୋର ଗୁଡ଼ାଙ୍କୁ ଧରନ୍ତୁ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
@aloksamal7948
@aloksamal7948 25 күн бұрын
ଏ ଚିତ୍ର କେବଳ ଗୋଟିଏ ନୁହେଁ.... ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ଏହି ନିୟମ ରେ ଓଡିଶା ରେ ଅଧିକାଂଶ ବିଭାଗ ର ବଡ଼ ବଡ଼ ଅଧିକାରୀ ମାନେ ଏମିତି ମନାମାନୀ ଚଳାଇଛନ୍ତି... ଇଚ୍ଛା ହେଲେ ଅଫିସ ଆସୁଛନ୍ତି ନହେଲେ ନାହିଁ
@dhirendradash5099
@dhirendradash5099 25 күн бұрын
ସାର ଆପଣ ଏମିତି ସବୁ ଦିନେ ଚେକ କରନ୍ତୁ, ଜନସାଧାରଣ ଙ୍କ ତରଫରୁ ଆପଣକୁ ବହୁତ ଧନ୍ୟବାଦ
@user-lz3sg9jo1n
@user-lz3sg9jo1n 25 күн бұрын
Very good . ଏମିତି ସବୁ ଅଫିସ୍ କୁ ଯାଆନ୍ତୁ
@rikupanigrahi6594
@rikupanigrahi6594 20 күн бұрын
ନୁଆ ନୁଆ ମନ୍ତ୍ରୀ ହେଇଛନ୍ ଦାଦା, ଦିନାଦୁ ଫଡଫଡାଵେ😅
@ABCtutorial93
@ABCtutorial93 25 күн бұрын
ଆଳୁ ପଚାଶ କଣ ବାଳ ଶାସନ
@rameshsethi1280
@rameshsethi1280 25 күн бұрын
ଚବିଶ ବର୍ଷ ଶାସନ ରେ, ନବୀନ ପଟନାୟକ ଗୋଟେ, ହେଲେ କୋଲଷ୍ଟର ଖୋଲି ଥାନ୍ତେ, ଆଜି ଆଳୁ ଦର, ଠିକ ରେ ପାଉଥାନ୍ତେ
@eodia6475
@eodia6475 25 күн бұрын
୨୪ ବର୍ଷରେ ୯ ବର୍ଷ ବିଜେପି ସହିତ ଶାସନ ଥିଲା। ତେଣୁ ବିଜେଡି,କଂଗ୍ରେସ କିମ୍ବା ବିଜେପି ସବୁ ସମାନ। ଯିଏ ସରକାର କରିଲେ କଣ ହବ ଲୁତିକି ଖାଇବାରେ ସବୁ ଦଳ ଏକ୍ସପୋର୍ଟ ଅଛନ୍ତି।
@odiatechstation2782
@odiatechstation2782 25 күн бұрын
ଆଳୁ bjd ଚାଷ କରୁଥିଲା ସେଇଥି ପାଇଁ ରେଟ୍ କମ୍ ଥିଲା bjp ଆଳୁ ଚାଷ କରିପାରୁନାହିଁ ଆଉ। Bjd ର ଆନ୍ୟ ନାମ ହେଲା ଦୁର୍ନୀତି
@user-uf4fh8go7x
@user-uf4fh8go7x 25 күн бұрын
ରାମପୁର ତହସିଲ ଅଫିସରେ ହଜାର ହଜାର ଚାଷୀ ପଟ୍ଟଟାପାଇପାରୁନାହୀ ଓ କିଛି ଜଣହତଆଶହଓଇ ମରଇଗଲଏଣଇ ଶିଘ୍ର ସରକାର ଆସିସମାଧାନକରନୁ
@user-ss3li9mu7s
@user-ss3li9mu7s 25 күн бұрын
କୃଷି ବିଭାଗ କୁ ଟିକେ ପରିଦର୍ଶନ କରନ୍ତୁ ।
@mshistory1979
@mshistory1979 25 күн бұрын
Sabu sudhuri jao re bjp sarkar ebe. Bjd chora sarkar au nahi
@ଓମ୍ମସୋନୀfr2yv
@ଓମ୍ମସୋନୀfr2yv 25 күн бұрын
Hmm ରେ ମାଗିହା BJP ଏଠି ସବୁ ଓଲଟେଇ ପକେଇଲା 😅 ଶଳା ନୂଆ ଯୋଜନା ବାହାର କରୁନି ସେ ପୁରୁଣା ର ନାଁ ବଦଳେଇ ରୋଲ୍ କରୁଛି 2029 ରେ ପୁଣି bjd WT ଭତ୍ତା ଟଙ୍କା ଦବ କହିକି ଦଉନି bjp ଚୋର 😂 ଡବଲ ଇଞ୍ଜିନ 😂 ଆଳୁ ଦର ବୃଦ୍ଧି ହେଲା ଆଜି ପର୍ଯ୍ୟନ୍ତ ସମାଧାନ କରୁଚି 😂 ଅଲମ୍ପିକ ଖେଳାଳି ଆସିଲା 1st orginal CM ନବୀନ ପଟ୍ଟନାୟକ ଙ୍କୁ ଭେଟିଲା ପରେ ସେ ଶଳା କନ୍ଧ କୁ 😅
@abhiseksahoo2074
@abhiseksahoo2074 25 күн бұрын
@@mshistory1979 Bhai desare ete Rape badhuchi ete humiliation badhuchi ete jatibada badhuchi Tama Nija gada Up re tama abastha Pila chora nka thu kharap Kain se bahapia katha kahuchu ... Tma dictator Yogi sir nka gada re ete bada rape case hela hele tama Bjp wala karithile boli se case chapidiahela..Sala khali katha bada bada Sethi se accused ku Encounter kariki maridela au in-house jetiki involved thile tanku bancheidela...same thing Mamta Banerjee karuchi hele same thing pi tama aga pachare nia lagiki achii..First tmaa nija family walanku kmti security deba seita vaba ye double engine kebe kan karidele basiki chora police darkar karuthiba
@mshistory1979
@mshistory1979 24 күн бұрын
@@abhiseksahoo2074 jie jie bhrasachari sabu jail ku jibe..UP ra sasana katha sara world re charcha..jeuthi bjp sarkar seyhi bhrastachari au desha drohi ehi bhalia chileibe..jete chileile b chhada habani
@basubhai6346
@basubhai6346 24 күн бұрын
​@@ଓମ୍ମସୋନୀfr2yvkenta hela re RUM hetir lagir bjd ke lat mari Kari bhagale Orissa lok
@sukantakumarpradhan8127
@sukantakumarpradhan8127 25 күн бұрын
Bjp > Duty, accountability is beauty Bjd>conspiracy,Corruption is beauty
@KalicharanSd
@KalicharanSd 25 күн бұрын
ଏମିତି ସବୁ ନେତା ମାନେ ଏପରି ପରିଦର୍ଶନ କରିଲେ ଭଲ ହେବ।
@sumanthbehera1885
@sumanthbehera1885 25 күн бұрын
ଭାଇ ମାନେ ମୁଁ କମେଣ୍ଟ ପଢିବା ପାଇଁ ଆସିଛି ବହୁତ ଖୁସି ଲାଗିଲା 🤣🤣👈
@SanjaySingh-nb5me
@SanjaySingh-nb5me 25 күн бұрын
ଓଡିଶା ର ମନ୍ତ୍ରୀ ସୁରେଶ ପୁଝାରୀ ମହୋଦୟ ଅଚାନକ ତହସିଲ ଅଫିସ ପରିଦର୍ଶନ କରି ତହସିଲଦାର ଙ୍କ ଅନୁପସ୍ଥିତ ଥିବା ର ଅନ୍ୟ କର୍ମ ଚାରି କୋକୁଆଭୟ ସୃଷ୍ଠୀ ହେଲା ପାରିଲାଗୁଛି, ତେଣୁ ବିଜେପି ସରକାର ଙ୍କ ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦ ସମସ୍ତ କାଯ୍ୟଳୟ ତଦାରଖ କଲେ, ସରକାର ଙ୍କ ଅଫିସ କାମ ଠିକହେବ ଓ ପି, ସି, କାରବାର ବନ୍ଦ ହେବ, ଜନସାଧାରଣ ନ୍ୟାୟ ପାଇବେ, ଓଡିଶା ରାଜ୍ୟ ଏକ ଆଦର୍ଶ ରାମ ରାଜ୍ୟ ହୋଇ ଭାରତ ହୋଇପାରବ, ବିଜେଡ଼ି, କଂଗ୍ରେସ ପରି କୁର୍ସିତ ଶାସନ ଲୋପ ପାଇଁ ଆଗାମୀ ତିରିଶ ବର୍ଷ ଶାସନ ଗାଦିରେ ରହିପାରିବ ବୋଲି ମୋରବିଶ୍ୱାସ, ଜୟ କିଷାନ 🙏🏻.
@narayanparida5469
@narayanparida5469 24 күн бұрын
ନୂଆ ନୂଆ ଏମିତି ହୁଏ। ବର୍ଷେ ପରେ ନଥିବ।
@ashoknanda1170
@ashoknanda1170 25 күн бұрын
One Of The Handsome Personality of Odisha Politics
@kidambiramdurai9787
@kidambiramdurai9787 20 күн бұрын
Starting from Student movement till date he is always straight forward and transpenent .One of the Best Minister of Odisha Government.
@bhabanibadal5000
@bhabanibadal5000 25 күн бұрын
Wellcome.
@biswaranjanmohapatra2518
@biswaranjanmohapatra2518 19 күн бұрын
ମନ୍ତ୍ରୀ ମହାଶୟ ଙ୍କୁ ସାଧୁବାଦ୍ 🎉🎉🎉🎉🎉🎉
@user-wx6xf5ge8p
@user-wx6xf5ge8p 24 күн бұрын
ବାଲେଶ୍ବର ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ରେ ଟିକେ ଏଭଳି ହେଲେ କିଛିଟା ପରିବର୍ତ୍ତନ ହୁଅନ୍ତା ବୋଲି ମର୍ ଆଶା . ଯେ କୌଣଷି ସରକାରୀ ଅଫିସ କୁ ଦିନ ୧୧ ପରେ ଗଲାବେଳକୁ ଅଫିସ ରେ କେହି ନଥିବେ . ସେତେବେଳ ଜଣେ ଜଣେ କରି ଆସୁଥିବେ ଆଓ ଯାହା ପାଖରେ କାମ ଥିବ ଯଦି କୌଣଷି ଷ୍ଟାପ କୁ ପଚାରିବେ ସେ ସାରେ ଆସିବେ କି ନାହିଁ ସେ କହିବେ ସାରେ ଫିଡ୍ କୁ ଯାଇଛନ୍ତି ......................
@SHIVSHANKAR-lq6mt
@SHIVSHANKAR-lq6mt 24 күн бұрын
ରିଅଲ କି ରିଲ୍ ଟିକିଏ ଭାବିବାକୁ ପଡ଼ିବ
@StatusWorld-mp6gj
@StatusWorld-mp6gj 25 күн бұрын
ଯାଇଥିଲେ ଗରମ ହେଇକି ଆସିଲେ ପକେଟ ଗରମ କରିକି
@subratjena2977
@subratjena2977 25 күн бұрын
ଯୋଉ ସିଟ ରେ ବସିଲେ କାହା ସିଟ? ନା ନିଜକୁ ରାଜା ଭାବି ବସିଗଲେ
@srustidhardey5817
@srustidhardey5817 25 күн бұрын
❤❤❤ good ❤❤❤ right ❤❤❤
@Onlyvibrationdj
@Onlyvibrationdj 25 күн бұрын
Good work ସାର ସବୁ ଅଫିସର ଠକ ଆଉ ଆର ଆଇ ବି ତହସିଲଦାର ବି
@rajamishra2312
@rajamishra2312 25 күн бұрын
ସବୁ ଠିକ୍ ଯେ sir ଙ୍କୁ ଭାରତ ଲେଖା ଜଣା ନାହିଁ। Sir ଙ୍କ ଇଂଲିଶ ବାପ ରେ ବାପ।
@skaifoundation8120
@skaifoundation8120 25 күн бұрын
Good job Mr. Pujhari.❤🙏👍
@amitakar948
@amitakar948 25 күн бұрын
ଏଇଟା ଠିକ ଏତେ ଦିନ ପରେ ଓଡିଶା ରେ ଶାସନ ଆରମ୍ଭ ହେଲା
@rajendrasahoo9363
@rajendrasahoo9363 23 күн бұрын
ଯାହା ହେଉ ଚେକ୍ ହେଉ ଏମିତି, ତହସିଲ ଆଉ bdo officer, ହେଲେ ଲୋକୋ କହୁଛ ନ୍ତି ଆଗ ଆଗ ବୋଲି ଏମିତି, ପଇସା ର ଧାରା ଠିକ୍ ହୋଇଗଲେ ପୁଣି ଜଉ କୁ ସେଇ ପୂର୍ବ ଭଳି
@pandamarketanalyser6451
@pandamarketanalyser6451 25 күн бұрын
Suresh Dada best
@satyanarayanbhoi8365
@satyanarayanbhoi8365 25 күн бұрын
Corruption ବହୁତ ହଉଛେ
@user-eu7js1hh7g
@user-eu7js1hh7g 25 күн бұрын
ଯାଇଥିଲ ଯୋଉ ଗରମ ରେ କଣ କିଛି କଲ ଖାଲି ଲୋକ ଦେଖାନିଆ 😂😂😂😂😂😂😂
@user-iq3sq7sy2b
@user-iq3sq7sy2b 25 күн бұрын
ବହୁତ ସୁନ୍ଦର 🎉🎉🎉❤❤❤
@purnachandrasahu2178
@purnachandrasahu2178 21 күн бұрын
କାମ କମ୍। ଆତ୍ମପ୍ରଚାର ଅଧିକ।
@ghanashyambehera6971
@ghanashyambehera6971 25 күн бұрын
U are great sir.u are not only a political leader but also a real Janasevak
@damodharsahu4111
@damodharsahu4111 25 күн бұрын
Very good sir
@cleardirect6673
@cleardirect6673 22 күн бұрын
ଠିକ୍ ଟାଇମ୍ ରେ ଆସୁଥିବା ନେତା, ମନ୍ତ୍ରୀ, ପୋଲିସ୍, ମୂଲିଆ, ବସ୍ ଡ୍ରାଇଭର ଉପରେ ବି ନିଉଜ୍ ଗୋଟେ ହେଉ।
@user-pq7px1lp2t
@user-pq7px1lp2t 20 күн бұрын
I would like to request Honourable Pujariji to keep all staffs including the Tehsildar under suspension for grave dereliction of their duties.
@AdmiringOwl-lf5xw
@AdmiringOwl-lf5xw 22 күн бұрын
ଏ ଗୋଟେ ପ୍ରହସନ. ଆଉ କୋଉ ଜିଲ୍ଲା ଦିଶୁନି. ଖାଲି ସମ୍ବଲପୁର ଦିଶୁଚି
@dpindian6750
@dpindian6750 24 күн бұрын
Great Suresh Sir ❤❤❤
@madhabbehera4605
@madhabbehera4605 22 күн бұрын
ଆରେ ଭାଇ ଏ ମହାଶୟଙ୍କୁ ଓଡ଼ିଆ ଲେଖୀ ଆସୁନି ସିଏ କଣଟା କରିବ
@suvendramahanta7983
@suvendramahanta7983 22 күн бұрын
Bahut vala kama karichanti mantri
@ajayakumarnayak2511
@ajayakumarnayak2511 25 күн бұрын
Really administration should be like this.
@rabindramurmuvlog9385
@rabindramurmuvlog9385 13 күн бұрын
ବଢିଆ, ଏମିତି ହିଁ ହେବା କଥା
@amarendranayak5696
@amarendranayak5696 25 күн бұрын
Suresh Pujari Sir ବି ଓଡ଼ିଆ ଲେଖା ଶିଖିବା ଦରକାର
@justcommi
@justcommi 25 күн бұрын
❤❤❤❤❤❤ Suresh Sir,🙏🙏🙏🙏🙏🙏
@PrabhuPatra-tb8xq
@PrabhuPatra-tb8xq 24 күн бұрын
ଛାତ୍ର ଜୀବନ ରୁ ଅନେକ ଆନ୍ଦୋଳନ ରୁ ଆପଣଙ୍କର ରାଜନୀତି ଆରମ୍ଭ Sambalpur University ରୁ ସାରା ଓଡ଼ିଶା ରେ ଚର୍ଚ୍ଚିତ ଚେହେରା ଥିଲେ ଆପଣ , ବହୁ କଷ୍ଟ ବାଧା ବିଘ୍ନ ଦେଇ ଆପଣ ଗତି କରି ଆସିଛନ୍ତି , ଏବେ ରାଜ୍ୟ ସରକାର ଙ୍କର ଗୁରୁତ୍ଵ ପୂର୍ଣ୍ଣ ବିଭାଗ ରେ ମନ୍ତ୍ରୀ , ଆଶା କରେ , ଆପଣ ନିଶ୍ଚିନ୍ତ ଜନ ହିତକର ଭଲ କାମ କରିବେ l ଏହି ପରିପ୍ରେକ୍ଷୀରେ , ଆପଣଙ୍କୁ ମୋର ଅନୁରୋଧ ରହିଲା - Jagatsinghpur ଜିଲ୍ଲା ରେ ଜଗତସିଂହପୁର ତହସିଲ ଓ ବିରିଡ଼ି ତହସିଲ ପ୍ରତି ଆପଣଙ୍କର ଦୃଷ୍ଟି ନିହାତି ରହିବାର ଅଛି , ଏଠାରେ RI level ରୁ କିରାଣୀ ତଥା ଉପର level ପର୍ଯ୍ୟନ୍ତ ଜନ ହିତକର କାର୍ଯ୍ୟ ହୋଇ ନଥାଏ , ଜମି ବାଡ଼ି ପଟ୍ଟା ରେ ନାମ ସଂଶୋଧନ ନିମିତ୍ତ Inquiry କରି ସାରିଲା ପରେ ବି ବହୁତ୍ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କର death certificate, legal h certificate ଖୋଜି ଥାଆନ୍ତି , ଯାହାକି ସେହି apply କରିଥିବା ଗରୀବ ଲୋକ ଟିକୁ ହଇରାଣ ହେବାକୁ ପଡ଼ିଥାଏ , ନାଁ ସେ ପଟ୍ଟା ରେ ନାମ ସଂଶୋଧନ କରି ପାରିଥାଏ , ନାଁ ଜମି ବାଡି partition କରି ପାରି ଥାଏ , ଭବିଷ୍ୟତ ର ବହୁ କାମ ରେ ସେ ଅସୁବିଧା ରେ ପଡ଼ିଥାଏ , କହିବାର କଥା ହେଲା - ଯଦି ସେହି ଗରିବ ଲୋକ ଟିକୁ ସବୁ କାଗଜ ପତ୍ର ଦାଖଲ କରି ବାକୁ କୁହା ଯାଉଛି , ତେବେ Inquiry କାହିଁକି କରା ଯାଉଛି ? କେବଳ ଏହି ପ୍ରକାର କାମ ପାଇଁ ନୁହେଁ , ଆହୁରି ବହୁତ୍ କାମ ଠିକ୍ ସେ ତହସିଲ ମାନଙ୍କ ରେ କରା ଯାଉନି , ଏଠାକୁ ଆସି public greviance attend କରିଲେ ସବୁ କଥା ଜାଣି ପାରିବେ l
@SUNILSAHU-zf5ch
@SUNILSAHU-zf5ch 20 күн бұрын
He is the perfect figure fir cm odisha
@MituMuni-m8h
@MituMuni-m8h 25 күн бұрын
ଡାରତ ମାତାକି ଜୟ
@govindab4089
@govindab4089 25 күн бұрын
Excellent. Very good administration.
@santoshkumardash3543
@santoshkumardash3543 23 күн бұрын
ସରକାରୀ ଅଫିସ କୁ ଏଭଳି ଡ୍ରେସ ପିନ୍ଧି ଆସନ୍ତି।
@srikantamallick1159
@srikantamallick1159 23 күн бұрын
ଏ ଶଳା ସଵୁ BJD ସମୟରୁ କରିଆସୁଛନ୍ତି, BJP ଜିନ୍ଦାଵାଦ
@subratkumarmishra7962
@subratkumarmishra7962 21 күн бұрын
ସରକାରୀ ଦରମା ଓ ଉପରି ପଇସା ଖାଇ ମଉଜ କରୁଥିବା କର୍ମଚାରୀଙ୍କୁ ଏହିପରି ଧରପଗଡ ନିହାତି ଜରୁରୀ।
@kamallochannayak9660
@kamallochannayak9660 25 күн бұрын
Thanks Suresh Sir
@sarbeswarbagh9160
@sarbeswarbagh9160 22 күн бұрын
ଏନ୍ତା ର୍ହେବାର କଥାଇମାନେ ବହୁ ବର୍ଷ ହେଲାନସାସନକରୁ ଥିଲେ କେବେ ଏନ୍ତାହେ ଇନାହିଁ ଠିକ ହେଉଛି
@Bimal01-das
@Bimal01-das 18 күн бұрын
Suresh pujari sir should be our next cm in upcoming days
@agastipradhan5050
@agastipradhan5050 24 күн бұрын
ଆଗରୁ 5t ନାମକୁ ମାତ୍ର ଥିଲା ଚାଲିଥିଲା ଦୁର୍ନୀତି, କାଗଜ ପତ୍ର ରେ କରୁଥିଲା 5t ଦୁର୍ନୀତି
@prafullasahoo1199
@prafullasahoo1199 25 күн бұрын
Thanks Pujari.Anja.
@KirtanPremi
@KirtanPremi 3 күн бұрын
Sir ଥରେ RMC Sambalpur office ଯାଇ ଦେଖନ୍ତୁ ଆଠ ବର୍ଷର କାମ ପେଣ୍ଡିଂ ଅଛେ, ଜଣେ ବିଭାଗୀୟ କର୍ମଚାରୀ ଗତ ୨୦୧୬ ରୁ କର୍ତ୍ତବ୍ୟରେ ଥାଇ ପ୍ରାଣ ହରାଇଛନ୍ତି କିନ୍ତୁ ଏଯାଏ ତାଂକ ପରିବାର କୌଣସି ପ୍ରାପ୍ୟ ପାଇ ନାହାନ୍ତି ।
@DasBibhuti-dc7kb
@DasBibhuti-dc7kb 24 күн бұрын
🙏🏽ଆଜ୍ଞା ଓଡିଶାର ସବୁ ତହସିଲ ଅଫିସ ର ଅବସ୍ଥା ଏକା ଭଳି.. ସୁଧାରନ୍ତୁ. ଜନ ସାଧାରଣ ଙ୍କୁ ଉଦ୍ଧାରନ୍ତୁ. 🙏🏽
@sashibhusanmohapatra5976
@sashibhusanmohapatra5976 25 күн бұрын
ବିଜେପି ସରକାର ଦେଖେଇ ହବା ସରକାର, ଗୋଟେ ଜାଗା ରେ କଲେ ହବନି ଓଡିଶା ସାରା ଅଫିସ କାମ ଠିକ୍ ଚାଲିଲେ ଜାଣିବା ଠିକ୍ ହେଲା
@brahmanandam7370
@brahmanandam7370 25 күн бұрын
Dhrutarashtrah 😅😊
@dolamanisabarrajakhariarod5834
@dolamanisabarrajakhariarod5834 24 күн бұрын
Many mny thanks Pujhari sir
@bijaypadhan5967
@bijaypadhan5967 18 күн бұрын
Thank you so much sir.
@sandeepmoharana5498
@sandeepmoharana5498 24 күн бұрын
ସ୍କୁଲ ରେ ସାର୍ ଆସିଲେ ଯେମିତି ଛାତ୍ର ଚୁପ୍ ରହିଲା ପରେ hangama ହୁଏ ଗଲା ପରେ
@fullmasti5481
@fullmasti5481 25 күн бұрын
Great👍👍👍👏👏👏
@BeHappy-fn6qh
@BeHappy-fn6qh 25 күн бұрын
ତହସିଲ ରୁ ଭତ୍ତା ପହଞ୍ଚି ଗଲେ ଆଉ ଆସିବେ ନାହଁ।
@SubratoKaran
@SubratoKaran 25 күн бұрын
Jau officers absent achhanti sahi manaku sabudina lagi absent karajau
@jharanakmajhi3591
@jharanakmajhi3591 19 күн бұрын
First time in odisha
@radhakantamohapatra9367
@radhakantamohapatra9367 23 күн бұрын
Nice initiative. Fit for CM
@Mmmttttiiii
@Mmmttttiiii 22 күн бұрын
Many Many thanks to Sures pujari sir.
@chamtumahanta3894
@chamtumahanta3894 24 күн бұрын
ସମସ୍ତ ମନ୍ତ୍ରୀ, ବିଧାୟକ ସବୁ ସରକାରୀ କାର୍ଯ୍ୟାଳୟ କୁ ଏଭଳି ଅଚାନକ ଗସ୍ତ କରନ୍ତୁ ଅଫିସର ମାନେ ଆକ୍ଟିଭ ହେବେ.
@devdevmahadev-rt7vn
@devdevmahadev-rt7vn 25 күн бұрын
Very good sir emiti sabuthi heba drkara❤❤❤
So Cute 🥰
00:17
dednahype
Рет қаралды 46 МЛН
'ଟଚ୍ କଣ କରୁଛୁ ବେ'
14:34
OTV
Рет қаралды 2,5 МЛН