TODAY'S BIG NEWS || ହଟିବ ବେଆଇନ୍ ଜମି ଦଖଲ || News that matter || 09th July 2024 || MBCTv Odisha

  Рет қаралды 164,984

Mbctv

Mbctv

Күн бұрын

TODAY'S BIG NEWS || ହଟିବ ବେଆଇନ୍ ଜମି ଦଖଲ || News that matter || 09th July 2024 || MBCTv Odisha
#TodaysBIGNEWS #Odisha #mbctv
Subscribe to MBCTv Odisha & Don't forget to press THE BELL ICON to never miss any updates► / mbctvnews
Official Website - www.mbctv.co.in
You can stay connected with MBCTv on -
Whatsapp - 7735054338
Facebook: / mbcodisha
Twitter: / mbctvodisha
Instagram: / mbctv_odisha
For More News and Videos Visit Here:
www.mbctv.co.in
www.mbctv.org.in
www.mbctv.in
#MBCTv

Пікірлер: 409
@jullysamal6626
@jullysamal6626 2 ай бұрын
ମୋହନ ମାଝି ଘର govt, ଜାଗାରେ ହୋଇଛି,ଆଗ cm ghar ଉଚ୍ଛେଦ ହେଉ ତାପରେ keonjhar ଜିଲ୍ଲା,ତାପରେ ଅନ୍ୟ ade ଚାଲିବ
@UmasankarSalama
@UmasankarSalama 2 ай бұрын
Perfect
@muodia9853
@muodia9853 2 ай бұрын
Right
@arjunbanchhor6913
@arjunbanchhor6913 2 ай бұрын
ଗରିବ ଲୋକଙ୍କୁ ଛାଡ଼ିକି ବଡ଼ ବଡ଼ ଦଲାଲ୍,ଜମି ମାଫିଆଙ୍କ ଉପରେ ଏମିତି ପଦକ୍ଷେପ ନେଲେ ଭଲ ହୁଅନ୍ତା।
@HariharaGomango-ck6cq
@HariharaGomango-ck6cq 2 ай бұрын
Mastanku samana
@sudhakarnayak5393
@sudhakarnayak5393 2 ай бұрын
right
@SumantaRana-qi6ew
@SumantaRana-qi6ew 2 ай бұрын
.😮k😮😮 ki ii ..kk K😊😊 As South ki begana hppppp%%​@@sudhakarnayak5393
@SumantaRana-qi6ew
@SumantaRana-qi6ew 2 ай бұрын
P%*p-ppp
@dullavmohanta5959
@dullavmohanta5959 2 ай бұрын
Right
@padminimajhi7555
@padminimajhi7555 2 ай бұрын
ଗରିବ ଲୋକମାନେ ସରକାରୀ ଜମିରେ ରହୁଛୁ, ପଟ୍ଟା ଦିୟନ୍ତୁ
@indiaknowledgemotivation8972
@indiaknowledgemotivation8972 2 ай бұрын
ଆଗାମୀ ଦିନରେ ମାଓବାଦୀ ତିଆରି କରୁଛନ୍ତି "ମୋହନ୍ ଚରଣ ମାଝୀ"😡😡😡
@rahulsahoorahul3957
@rahulsahoorahul3957 2 ай бұрын
Right
@deepakacharya3892
@deepakacharya3892 2 ай бұрын
ଗରିବ ଲୋକ ମାନଙ୍କୁ CM AWAS ରେ ରଖା ଯାଇ ଉଚ୍ଛେଦ କରାଯାଉ। ଗରିବ ଲୋକ ଙ୍କୁ ହଇରାଣ କଲେ BJP କୁ ପୋଛିଦେବୁ।
@rajlaxmimohapatra4233
@rajlaxmimohapatra4233 2 ай бұрын
Right 👍
@krushnachandrasahu380
@krushnachandrasahu380 2 ай бұрын
Paisa deiki private jaga te kini nea eta bjd nuhe j jami dalali kari free re rahiba
@tikeswaripradhan3056
@tikeswaripradhan3056 2 ай бұрын
Right
@subratmulia1338
@subratmulia1338 2 ай бұрын
ଏମାନେ ଆଉ ରହିବେନି
@jyotiprakashmunduri54
@jyotiprakashmunduri54 2 ай бұрын
Right 👌👌👌
@swadhikarbetaj3768
@swadhikarbetaj3768 2 ай бұрын
ହଜାର ହଜାର ଏକର ଜମି ବଡବଡିଆଙ୍କୁ ଲିଜ୍ ଦିଆଯାଇଛି।ତାଙ୍କ ଠାରୁ ଲିଜ୍ ମୁକ୍ତ ହେବ ତ??
@Kraftonyt0000
@Kraftonyt0000 2 ай бұрын
😢😢😢😢😢😢😢😢😢
@kailashsamal318
@kailashsamal318 2 ай бұрын
Bala heba
@kailashsamal318
@kailashsamal318 2 ай бұрын
E sarkar chora sarkar
@pinki6780
@pinki6780 2 ай бұрын
Nehati taro chehno bi rahiboni
@subashbag2549
@subashbag2549 2 ай бұрын
BJP ଜଦି ଏମିତି ଗରିବ କୁ ହଇରାଣ କରେ ଆଗାମି ଦିନରେ BJP ସମାସ୍ତ
@mojeshkumar6245
@mojeshkumar6245 2 ай бұрын
Tome BJP ku bhot deiii bhull kollo
@jharjhuricreations7524
@jharjhuricreations7524 2 ай бұрын
ଓଡିଶା ର ଗରିବ ଲୋକ ବହୁତ କାନ୍ଦିବେ & ବାସହରା ହେବେ. ଯାହାଫଳରେ ପରିସ୍ଥିତି ଭୟଙ୍କର ହବଭଳିଆ
@Entertainmenthub-n3j
@Entertainmenthub-n3j 2 ай бұрын
ଗୋଟେ ବଡ଼ ଗାତ ଖୋଳି ସମସ୍ତ ବେସାହାରା ଗରିବ ମାନଙ୍କୁ ମାରି ପୋତି ଦିଅ ମୋହନ ମାଝି ତା ପରେ ଶାନ୍ତି ରେ ରାଜ୍ୟ କୁ ଶାସନ କରିବ
@RanjanKumar-wf7cw
@RanjanKumar-wf7cw 2 ай бұрын
ଗରିବ ଲୋକଙ୍କୁ ଆହୁରି ଗରିବ କରିବାର ଇଏ ଗୋଟିଏ ନୁଆ ଉପାୟ । ଗରିବ ମାନେ ଧନୁ ତୀର ଧରି ବାହାରିବାଟା ଥୟ । ଗାଁ କୁ ଟିକେ ଖାଲି ଆସ
@SanatanchattarChattar
@SanatanchattarChattar 2 ай бұрын
ମୁଖ୍ୟ ମନ୍ତ୍ରୀ ଙ୍କ କେନ୍ଦୁଝର୍ ଜିଲ୍ଲା,ମୟୁଭାଞ୍ଜ ଯାକ ପୁର ,ଭଳି ଆଦିବାସୀ ଜିଲ୍ଲାରେ ଆଦିବାସୀଙ୍କ ଘର ଡିଅ,ଚାଷ ଜମି ପଟ୍ଟା ହେଇ ନାହିଁ । ଦୀର୍ଘ ଶହେ ବର୍ଷ ଧରି ରହିଥିଲେ ମଧ୍ୟ । ଏମାନଙ୍କୁ କୁଆଡେ଼ ତଡ଼ି ଦେବେ । ଆଗାମୀ ଦିନରେ ମାଓ ବାଦୀ ହେବେ ,,ଲେଖି ରଖ ।
@hembramonam4250
@hembramonam4250 2 ай бұрын
Nischita
@bijayadas8461
@bijayadas8461 2 ай бұрын
Not 100 years but. from. begining of no human beings all the adivashi generation is existed. India,s first and permanent citizens are adivashi .all the govt. why not gave them record???.It is fully and fully illigal towards them. So all the. Patriots of the country should protest to give them. record.
@NarendraKumar-yh5tp
@NarendraKumar-yh5tp 2 ай бұрын
100%
@himanshunayak749
@himanshunayak749 2 ай бұрын
1000%
@rataimarndi3087
@rataimarndi3087 2 ай бұрын
Nichita
@salmontudu9152
@salmontudu9152 2 ай бұрын
ଗୋରିବ ଲୋକଙ୍କୁ ମୁଖ୍ୟ ମନ୍ତ୍ରୀ ତଣ୍ଟିରେ ଚିପି ମାରିବା ପାଇଁ ଯୋଜନା କଲେ
@rajlaxmimohapatra4233
@rajlaxmimohapatra4233 2 ай бұрын
Right 👍
@gangadhartripathy5902
@gangadhartripathy5902 2 ай бұрын
ଗରିବ ମୁଖ୍ୟମନ୍ତ୍ରୀ କଣ ଗରିବଙ୍କ କଥା ଜାଣିନାହାନ୍ତି। ଦେଶର ହିତ ପାଇଁ ଯାହା ଆବଶ୍ୟକ ତାହା ସରକାରଙ୍କୁ ଜଣାଅଛି। କିନ୍ତୁ ଗରିବ ଲୋକଙ୍କ ଠାରୁ ବଡବଡିଆ ପର୍ଯ୍ୟନ୍ତ ଯଦି ସମସ୍ତେ ହରିଲୁଟ କରିବା ମନେକରନ୍ତି, ତେବେ ଦେଶର ଅବସ୍ଥା କଣ ହେବ ଚିନ୍ତା କରନ୍ତୁ
@kailashsamal318
@kailashsamal318 2 ай бұрын
Absolutely right
@RanjanKumar-mx1ki
@RanjanKumar-mx1ki 2 ай бұрын
ଗୋଟେ ଗୋଟେ ଏରିଆ ରେ ପ୍ରାୟ ଲୋକଙ୍କ ର ପଟା ହୋଇଛି ହେଲେ କିଛି ଲୋକଙ୍କ ର ନାମରେ ପଟ୍ଟା ହୋଇନାହିଁ ସେମାନେ କଣ କରିବେ କାରଣ ସମସ୍ତେ ଏକା ସମୟରେ ଜାଗା ନେଇଥିଲେ
@_biswajit_46_
@_biswajit_46_ 2 ай бұрын
ଆପଣ ଠିକ କହିଛନ୍ତି ଓଡ଼ିଶାରେ ପ୍ରାୟ ସବୁ ଗ୍ରାମ ରେ କିଛି କିଛି ଲୋକ ସେମାନଙ୍କର ବାପା ବାପା ଜେଜେ ବାପା ଅମଳ ରୁ ସରକାରୀ ଜମିରେ ଘର ଓ ଓ ଚାଷ କାମ କରି ରହିଆସୁଛନ୍ତି କାରଣ ଦୀର୍ଗ ହେବ ବାପା ଜେଜେ ବାପା ମାନେ ସଚ୍ଚତନ ଓ ପଢି ପଢି ଲେଖ୍ ଜାଣି ନଥିଲେ ତାମାନେ ସେ ଜାଗା ସରକାର ଛଡାଇ।।।।।।।।।।।।।।।।।।।।।।।।।. ଯଦି ନିଅନ୍ତି ତେବେ ଓଡିଶା ରେ ବିଜେପି ସରକାର ତାର ପରି ଣାମ ଭୋଗିବ ସମସ୍ତ ଆଦିବାସୀ, ହରିଜନ, କୃଷକ, ତ ମାନେ ମୋହନ ଚୌକି ମୋହକୁ ଓଲଟାଇ ଦେବେ । ଯଦି ଉଛେଦ କରୁଛନ୍ତି ବଡ ବଡ ସହର ରେ ଯୋଉମାନେ ସମ୍ଭ୍ରା ନ୍ତ ଶ୍ରେଣୀର ଲୋକ ଜାଗା ଅକ୍ତିଆର କରିଛନ୍ତି କ ଜାଗା ରୁ ଉଛେଦ କର
@kruttibasbirua4761
@kruttibasbirua4761 2 ай бұрын
ଏହି ନିର୍ଦ୍ଦେଶ ସାଧାରଣ ଗରିବ ଲୋକଙ୍କୁ ଅତ୍ୟନ୍ତ ଦୁଃଖ ଦେବ। ଦିର୍ଗ ୧୫୦ ବର୍ଷ ଧରି ଜଙ୍ଗଲକୁ ସଫା କରିକି ରହି ଆସୁଛନ୍ତି। ଏହି ଲୋକମାନେ ଜମି ପଟ୍ଟା ପାଇଁ ବର୍ଷ ବର୍ଷ ଧରି ସରକାରଙ୍କୁ ନିବେଦନ କରିଆସୁଛନ୍ତି କିନ୍ତୁ ବର୍ତ୍ତମାନ ପର୍ଜନ୍ତ୍ ଅଧିକାଂଶ ଲୋକ ପଟ୍ଟା ପାଇପାରି ନାହାନ୍ତି।ଏହି ଲୋକମାନେ ଆକାଶରେ ଭାସିକି ରହିବେ ନ କଣ?ତାହା ସରକାର ଉତ୍ତର ଦିଅନ୍ତୁ ।ଏହି ପରିପ୍ରେକ୍ଷୀରେ ଜମି ବନ୍ଧୋବସ୍ତ୍ ପରିବର୍ତ୍ତେ ଉଚ୍ଛେଦ ନିର୍ଦ୍ଦେଶ ଅଦୌ ଠିକ୍ ନୁହେଁ ସାଧାରଣ ଗରିବ ଲୋକଙ୍କ ପାଇଁ। ଉଚିତ୍ ହେଇପାରେ ବଡ ବଡ ମପିଆଙ୍କ ପାଇଁ।
@subratmulia1338
@subratmulia1338 2 ай бұрын
ସରକାର ଅଳ୍ପ ଦିନରେ ଭୁଶୁଡ଼ି ଯିବା ବାସ୍ନା ଆସିଲାଣି
@bijayadas8461
@bijayadas8461 2 ай бұрын
All citizens should protest. against this program of rough govt. All lands inside the country,state is general peoples according to democracy.but the. govt is not on fevour of democracy.it is deadly sad news for us (all citizens ).
@HariharaGomango-ck6cq
@HariharaGomango-ck6cq 2 ай бұрын
Bala majhi ahankara badhila
@shreeramtudu8006
@shreeramtudu8006 2 ай бұрын
Gata modi sarkar re bengal pakisthan bhraman janatanku adhibasi allow kale,but now odisha re basindha pata deba pare,uchhed karajau
@PRAKASHKumar-xd1ld
@PRAKASHKumar-xd1ld 2 ай бұрын
Right bro 🤣
@mahimavastuseva
@mahimavastuseva 2 ай бұрын
ଓଡ଼ିଶା ନୂତନ ଓଡ଼ିଶା ହେବ ।ଆଉ ଦାଦନ ଖଟିବାକୁ ଯିବେ ନାହିଁ ।ଓଡ଼ିଶା ଛାଡ଼ି ଚାଲିଯିବେ ।ଓଡ଼ିଶାରେ ରହି ବାହାରକୁ ଗଲେ ଦାଦନ ହେବ ।ଯଦି ଓଡ଼ିଶା ଛାଡ଼ିକରି ଯାଆନ୍ତି ତେବେ ଦାଦନ କେଉଁଠି ହେବ ? ଦାଦନ ମୁକ୍ତ ଓଡ଼ିଶା ଗଠନ ହେବ ।ଗୁଜୁରାତି ଓଡ଼ିଶାରେ ରହିବେ ଆଉ ଓଡ଼ିଆ ଗୁଜରାଟୀ ରେ ରହିବେ ସ୍ଥାୟୀ ବାସିନ୍ଦା ହୋଇ ।।ଜୟ ଗୁଜୁରାତି ଜୟ ମୋଦି।ଆଉ ଅଳ୍ପ ଦିନ ଅପେକ୍ଷା କରନ୍ତୁ bjp ମୁକ୍ତ ହେବ ଓଡ଼ିଶା ସେପ୍ଟେମ୍ବର ଶେଷ ସୁଦ୍ଧା।
@pitabashhembram5833
@pitabashhembram5833 2 ай бұрын
ଓଡିଶା ର
@pitabashhembram5833
@pitabashhembram5833 2 ай бұрын
ଓଡିଶା ର
@pitabashhembram5833
@pitabashhembram5833 2 ай бұрын
ଓଡିଶା ର
@RanjanKumar-mx1ki
@RanjanKumar-mx1ki 2 ай бұрын
ପ୍ରଥମେ ସୁରେଶ ପୂଜାରୀ sir କହିଲେ ଭୁବନ୍ଦୋବସ୍ତ ହେବ ଲୋକେ ଖୁସି ଥିଲେ ହେଲେ ମୋହନ ବାବୁଙ୍କର କଣ ହେଲା ହଠାତ କହିଲେ ଗ୍ରାମାଚଳ ରେ ଜବର ଦଖଲ ଉଛେଦ ହେବ l ଏଥିରୁ ଅନୁମାନ ମନ୍ତ୍ରୀ ସ୍ଥରରେ ସମନ୍ୱୟ ର ଘୋର ଅଭାବ ରହିଛି
@kailashsamal318
@kailashsamal318 2 ай бұрын
Vedant ku lease debe
@criminal4394
@criminal4394 2 ай бұрын
ଗରିବ ଯିବେ କୁଆଡେ
@odishaiconic2564
@odishaiconic2564 2 ай бұрын
Nija gaon ku jibe
@jayantajena7397
@jayantajena7397 2 ай бұрын
ନିଜ ଗାଁ ରେ ଜାରଜାଗାଵାଡି ନାହିଁ ସିଏକୁଆଡେ ଜିଵେ
@jayantajena7397
@jayantajena7397 2 ай бұрын
ଆପଣ ଉଚିତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି
@bijayadas8461
@bijayadas8461 2 ай бұрын
It is not poors govt. it is adani's govt.
@salegramkar3029
@salegramkar3029 2 ай бұрын
ଯେଉଠୁଆସିରହୁଥିଲେ ସେଇଠିକୁଜିବେ
@GhasiramMajhi-d8e
@GhasiramMajhi-d8e 2 ай бұрын
ଯିବେ ବନବାସ 5 ବର୍ଷ ତାହେଲେ ମନେ ପଡିବ Naveen sir nku Very good ok
@dhirendratripathy1979
@dhirendratripathy1979 2 ай бұрын
Govt land ଆଣିବା ଏତେ ସହଜ ନୁଁହ
@WHITEHOUSE8-uk3xu
@WHITEHOUSE8-uk3xu 2 ай бұрын
ଗୋମାତା ପାଇଁ ଚରିବା ଜାଗା ନାହିଁ ଲୋକମାନେ ମାଡ଼ି ବସିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ବର୍ଣ୍ଣ ଅକ୍ଷର ଲେଖାଯିବ ଯଦି ରାଜ୍ୟର ଗ୍ରାମଞ୍ଚଳର ଜାଗା ଆଗେ ଉଠାଯାଉ। ଆମ ମୟୂରଭଞ୍ଜ ରେ ବେଶି ମାଡି ଛନ୍ତି ।
@Rock_star_Sagar_9861
@Rock_star_Sagar_9861 2 ай бұрын
ଗୋଟିଏ ଗ୍ରାମରେ କାହାରବି ପଟ୍ଟା ନାହିଁ ସେମାନେ କଣ କରିବେ
@maheswardhangadamajhi5487
@maheswardhangadamajhi5487 2 ай бұрын
ଜମି ହୀନ ଘର ଡିହ ହୀନ ମାନଙ୍କୁ ଚିହ୍ନଟ କରି ସେମାଙ୍କ ବ୍ୟବସ୍ଥା କରି ସାରିବା ପରେ ସରକାରଙ୍କ ଆଇନ୍ କାର୍ଯ୍ୟକାରୀ କରନ୍ତୁ I
@Diamond.supar.
@Diamond.supar. 2 ай бұрын
ବହୁତ ଭଲ ପଦକ୍ଷେପ
@sbarjocreation8167
@sbarjocreation8167 2 ай бұрын
To ghara bhangile bhala heba ta pare janibu...keun ta bhala padakhyepa
@prasnnapatra3519
@prasnnapatra3519 2 ай бұрын
IA'm request to c. M. Sir nku Age keonjhar jilla ru abhijan arambha karantu
@GhasiramMajhi-d8e
@GhasiramMajhi-d8e 2 ай бұрын
Very good sir ଆଉ କିଛି ବାଟ ନାହିଁ କୁୱାଡେ ଜିବେଗୋରୀପ ଲକମାନେ ଭଲ ହେଇଚି sir jau ସରକାର ଗରିବ ଚିନ୍ତା କରୁଥିଲା ସେ ସରକାର ku ହାତରେ ନାଇଁ ମାରି ଗଡ଼ରେ ମାରିଲେ ଏବେ ଭଗୁଛନ୍ତି ଓଡିଶା ବାସି ସେଟା ହିଁ ଭଲ ସରକାର ଜମିଉପରେ ରହିଥିବା ଲକଙ୍କୁ ନିଶୟ ବାହାର କରିବଦରକାର ଟିକ ସେଥିକି ବେଳେ ଭୁଝିବେ ଓଡିଶା ବାସି ସରକାର ପରିଭର୍ତ୍ତନ ହେଇଚି ତାହେଲେ ନିଶ୍ଚୟ ସରକାର ପରିଭର୍ତ୍ତନ କରିବା ଦରକାର ନ ହେଲେ Mahon majhi ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାରେ ପରିଭର୍ତ୍ତନ ନ ହେଲେ ଲାଜର ଖତା ଦେକିବା
@SrikantaBehera-i4r
@SrikantaBehera-i4r 2 ай бұрын
BJP jiba bjd asiba
@gangadhartripathy5902
@gangadhartripathy5902 2 ай бұрын
ଏଠାରେ ରାଜନୀତିର ପ୍ରଶ୍ନ ନ କରି ଦେଶର ସଂପତ୍ତିକୁ କିଭଳି ଜନସାଧାରଣ ଉପକୃତ ହେବେ ସେ ବିଷୟରେ ଅଧିକ ଚିନ୍ତା କରନ୍ତୁ। ଗରିବଙ୍କୁ ଦିଆଯାଉ କିମ୍ବା ବଡବଡିଆଙ୍କ ଠାରୁ ନିଆଯାଉ ସେଇଟା ସରକାର ବୁଝିବେ।
@dibakarsethi4802
@dibakarsethi4802 2 ай бұрын
Abe postailo ki bholohaichi suna khaji hiraku haraicha
@sushmitalugun7953
@sushmitalugun7953 2 ай бұрын
ଗରିବ ଲୋକ କୁଆଡେ ଯିବେ ମୁଖ୍ୟ ମନ୍ତ୍ରୀ ବିକାଶ ନାରେ ଗରିବ ଲୋକଙ୍କୁ ମାରିବାର ବ୍ୟବସ୍ଥା କରୁଛନ୍ତି
@Entertainmenthub-n3j
@Entertainmenthub-n3j 2 ай бұрын
ଗୋଟେ ବଡ଼ ଗାତ ଖୋଳି ସମସ୍ତ ବେସାହାରା ଗରିବ ମାନଙ୍କୁ ମାରି ପୋତି ଦିଅ ମୋହନ ମାଝି ତା ପରେ ଶାନ୍ତି ରେ ରାଜ୍ୟ କୁ ଶାସନ କରିବ
@themothermarine7152
@themothermarine7152 2 ай бұрын
ମୋହନ ସରକାର ଲୋକଙ୍କୁ ସେବା ପାଇଁ ଗରିବ ଲୋକଙ୍କ ଭୋଟ ପାଇଲେ, ହେଲେ ବଡ଼ ବଡ଼ ଜମି ମାଫିଆଙ୍କୁ ଛାଡି ସେକ୍ରେଟାରୀଙ୍କୁ କହି ଗରିବ ଲୋକଙ୍କ ଉପରେ ଡୋଜର ଚଲାଇବାକୁ ଲେଖିଲେ। ଏବେ ରାଜ୍ୟର ଜନ ଅସନ୍ତୋଷ ବଢିବ। ଯେପରି ସାଧାରଣ ଲୋକଙ୍କ ଉପରେ ଡୋଜର ଚଲାଇ ଯାହା ଅବସ୍ଥା ହେଲା ଶେଷରେ ଡୋଜର ବନ୍ଦ କଲେ।
@BibhutiDalei-hz7xs
@BibhutiDalei-hz7xs 2 ай бұрын
ଗତ ସରକାର ରେ ବସ୍ତି ବାସିନ୍ଦା ଯୋଜନା ରେ ମିଶନ ଜାଗାରେ ଥିଲା ବାଲା ଲୋକ ପଟ୍ଟା ପାଇ ଜାଗା ବିକୁଛନ୍ତି । ତାଳଚେର ପ୍ରତି ନଜର ଦୃଷ୍ଟି ଦିଆ ଯାଉ ।
@hemsagarsahu4412
@hemsagarsahu4412 2 ай бұрын
Good step of CM odisha ଜଵରଦଖଲ ଗୋଚରଜମି ଉଛ୍ଛେଦ କରାଯାଉ।
@jullysamal6626
@jullysamal6626 2 ай бұрын
ଆଗ cm ମୋହନ ମାଝି ଘର ଠାରୁ ଆରମ୍ଭ ହେଉ
@MadhuSdas-xy6hg
@MadhuSdas-xy6hg 2 ай бұрын
Gariba lokanku mariba plan
@rahenmalmajhi3148
@rahenmalmajhi3148 2 ай бұрын
ଓ ଡି ଶା ର ମୂର୍ଖ ମନ୍ତ୍ରୀ ର କାର୍ଯ୍ୟ ଧନ୍ୟବାଦ୍ ମୋହନ ମାଝି
@tankadharsabar1656
@tankadharsabar1656 2 ай бұрын
ତୁ ମୂର୍ଖ
@kailashsamal318
@kailashsamal318 2 ай бұрын
​@tankadharsabar165 mote laguchhi appna murkha
@Lalatendubm
@Lalatendubm 2 ай бұрын
ଏମିତି ସରକାର ଆସିବାର ଥିଲା ଯାହଉ ସବୁ ପରିବର୍ତ୍ତନ ହେଇଯାଉ
@sbarjocreation8167
@sbarjocreation8167 2 ай бұрын
To gandi heba
@jaktamurmu9667
@jaktamurmu9667 2 ай бұрын
ଆରଂଭକୋଳେ ଆମକୁ ଖେଦିବାପାୟ ଭାଇ ମାନେ
@samreshkumaransari9733
@samreshkumaransari9733 2 ай бұрын
ପ୍ରଥମେ ସରକାର କାହାକୁ କେତେ ଜମି ଅଛି ତଦନ୍ତ କରାଯାଉ ଆଉ ତାଙ୍କୁ ଯଦି ଜମି ନାହିଁ ସିହେ କଣ କରିବ ଆଉ ତାଙ୍କୁ କୋଉଠି ଜମି ଦେବେ. ଆରେ ମହନ ମାଝୀ ଜଣେ ଅଧିବାସୀ ସିହେ ଟିକେ ଅଧିବାସୀ କଥା ବୁଝିପାରୁନାହିଁ
@OMM805
@OMM805 2 ай бұрын
ଯଦି ଏହି ଜବର ଦାଖଲ ନିୟମ ଗରିବ ଶ୍ରେଣୀର ଲୋକ ତଥା ଗାଁ ଗହଳିରେ ଲାଗୁ ହୁଏ ତେବେ ଏହି ମୋହନ ସରକାର 2ବର୍ଷବି ଶାସନ କରିପାରିବନି l କାହିଁକିନା ଏହା ଗରୀବର ପେଟ ମାରଣା କରାଯାଉଛି, ଯିଏ କି ବାସହୀନ ଲୋକ ଅଟନ୍ତି 'ହଁ ଯଦି କେଉଁ ଅନୁଷ୍ଠାନ,NGO, ତଥା ଅନ୍ୟାନ୍ୟ ସଂଥା ଚlଳୁଛି ସେ ଜମିରେ ଏ ନିୟମ ଶୋଭା ପାଇବ
@prashantasa2771
@prashantasa2771 2 ай бұрын
ସମସ୍ତେ ଶିକ୍ଷିତ ହୁଅ। ଜବରଦଖଲ ମୁକ୍ତ କର।
@Laxmikantabarik-hj3xs
@Laxmikantabarik-hj3xs 2 ай бұрын
ଗରିବ ମାନଙ୍କୁ ଛାଡି ଆଉ ଜାହା କରିବାର ଅଛ କର
@GhcgHkgjju
@GhcgHkgjju 2 ай бұрын
ଆରେ ମାଗିହା ମାନେ ଭୋଟ କେମିତି ନଉଛ 😡😡😡😡
@biprapriya
@biprapriya 2 ай бұрын
ଏହା ହେଉଛି ସରକାର ଙ୍କର ଏକ ଉତ୍ତମ ପଦକ୍ଷେପ। ଭୂବନେଶ୍ବର ର ନିକଟବର୍ତ୍ତୀ ଜାଆଁଳା ଅଞ୍ଚଳ ରେ ଥିବା ଅଳକର ଏବଂ ଓଗଳପଡା ମୌଜା ରେ ସରକାରୀ ଜମି ର ଜବରଦଖଲ ତୁରନ୍ତ ହଟାଯାଉ। ଏଠାରେ ଗଢିଉଠିଥିବା ଶିଳ୍ପସଂସ୍ଥା ମାନଙ୍କ ରେ କାମ କରୁଥିବା ଅନେକ କର୍ମଚାରୀ ସରକାରୀ ଜମି ଜବରଦଖଲ କରି ସେଠାରେ ଗୃହ ନିର୍ମାଣ କରି ବର୍ଷ ବର୍ଷ ଧରି ରହୁଛନ୍ତି। ଏହା ର ବିଧିବଧ ତଦନ୍ତ କରି ସରକାରୀ ଜମି ଗୁଡିକୁ ଜବରଦଖଲ ମୁକ୍ତ କରାଯାଉ ଏବଂ ଜବରଦଖଲକାରୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ।
@saratranjanbehera6661
@saratranjanbehera6661 2 ай бұрын
ଏଇଠି ମୋହନ ସରକାର ନିଜେ ଫସିବ, କାରଣ ଗ୍ରାମା ଞ୍ଚଳ ରେ ଅନେକ ଲୋକ ପ୍ରାୟ 70% ଲୋକ ଯାହାଙ୍କର ଜମି ପଟ୍ଟା ନ ଥାଇ ବର୍ଷ ବର୍ଷ ଧରି ବାପା ଅଜା ଅମଳରୁ ଘର କରି ରହୁ ଛନ୍ତି ସେମାନେ ଯିବେ କୁଆଡେ... ସେଇମାନଙ୍କର ଆକ୍ରୋଶ ର ନିଶ୍ଚୟ ଶିକାର ହେବ ମୋହନ ସରକାର... ନିଶ୍ଚୟ ସରକାର ଗରିବ ମରଣ ନୀତି ରେ ଭୁଶୁଡି ପଡିବ
@padminimajhi7555
@padminimajhi7555 2 ай бұрын
ମୁଁ ଗରିବ ପରିବାର ବହୁ ମୋର ଦୁଇ ଟି ପୁଅ ଅଛନ୍ତି 4 ଡେସିମିଲ ଅଛି, କେମିତି ରହିବୁ please, please, ପଟ୍ଟା ଦିଆଯାଉ
@sibapadhi3133
@sibapadhi3133 2 ай бұрын
Very very Good ଓଡିଶା ବିଜେପି ସରକାର ଙ୍କ ନିଷ୍ପତି ସରକାର ଙ୍କ ଜମି ସରକାର ନେବେ ଏହା ବହୁତ ଭଲ ଆଇନ ଓଡିଶା ରେ ଲାଗୁ କରିଥିବାରୁ ଧନ୍ୟବାଦ l ଓଡିଶା ଲୋକଙ୍କ ପଟା ଜମି ଯେମିତି ସରକାରୀ ଜମି ସରକାର ନେବା ଠିକ ଆଇନ ହେଇଛି 🌹🙏👍l ଜୟ ଜଗନ୍ନାଥ ଓଡିଶା 🌹🙏ଜୟ ଭାରତ ମାତା କୀ ଜୟ 🌹🙏ବିଜେପି ଜିନ୍ଦାବାଦ 👍
@tankadharsabar1656
@tankadharsabar1656 2 ай бұрын
ହଇରେ ଶଳା ବଡ଼ ଲୋକମାନେ ଜବରଦସ୍ତ ଦଖଲ କରିଛନ୍ତି ସେମାନଙ୍କୁ ପ୍ରଥମେ ଦେଖନ୍ତୁ
@patrastiekey8875
@patrastiekey8875 2 ай бұрын
Pehle Bikash koro ta pore sasono koribo
@MadhuSdas-xy6hg
@MadhuSdas-xy6hg 2 ай бұрын
Amiti nahi hebar katha
@aswinibanchhor8945
@aswinibanchhor8945 2 ай бұрын
ଜଙ୍ଗଲଜମିକୁ ବଡ଼ବଡ଼ଲୋକଙ୍କୁଲିଚରେଦେଇଦେଇ ଗରିବଙ୍କଘରଭାଙ୍ଗିବା ଦୁଃଖରକଥା
@tingujiacomedy1945
@tingujiacomedy1945 2 ай бұрын
Gariba lokanku pata miliba darakar
@tankadharsabar1656
@tankadharsabar1656 2 ай бұрын
ଜମି ଦଲାଲ ମାନଙ୍କୁ ବଲ୍ଡୋଜର
@sampatihial5007
@sampatihial5007 2 ай бұрын
ପଟା ଏବଂ ଟଙ୍କା ଦିଅ ଘର ପାଇଁ ଆଗ ଉଛେଦ କରିବା ତୁମର ମୂର୍ଖାମୀ ସରକାର ହେବ
@themothermarine7152
@themothermarine7152 2 ай бұрын
ଭୁବନେଶ୍ୱରରେ ଇଉନିଟ ଅଞ୍ଚଳରେ ଯେତେ ଅବରୋଧ ଅଛି ଉଠାଇ ଦେଖ। ଖଣି ଓ ଜମି ମାଫିଆଙ୍କୁ ଦମନ ଏହା ଠିକ୍ ମାତ୍ର ସାଧାରଣ ଲୋକଙ୍କ ଉପରେ କେଉଁଠି ଇସ୍ତାହାରରେ କହିଥିଲେ।
@rakeshmaharana9947
@rakeshmaharana9947 2 ай бұрын
ସବୁ ଗାଁ ରେ ଲୋକ ସରକାରୀ ଜମି ରେ ଘର କରି ଅଛନ୍ତି ବିଗତ 100 ବର୍ଷ ଧରି ରହି ଆସୁଛନ୍ତି ଯଦି ସେସବୁ ଭାଙ୍ଗି ବା କଥା ଉଠେ ପୁରା ହଂଗାମା ହବ ଯୋଉ ମୂଷା କୁ ବାଘ କରିଛନ୍ତି ଜନତା ପୁଣି ସେଇ ବାଘ କୁ ବି ମୂଷା କରି ଦେବେ ଏଥିରେ ବହୁତ୍ ଧନ ଜୀବନ ନଷ୍ଟ ହବ
@madhapurm
@madhapurm 2 ай бұрын
Thaku sar
@kailashgadabad8923
@kailashgadabad8923 2 ай бұрын
Evacuation of Gochar,Smashan,Jala shya,Public land etc is a noble step of CM.
@pbmmusicentertainmentchann5179
@pbmmusicentertainmentchann5179 2 ай бұрын
ଆମେ ସବୁ ଏ କ ହେବାକୁ ପଡିବ
@logkyakahange1489
@logkyakahange1489 2 ай бұрын
MBC tv paakhare ସୂଚନା ଦେଉଛି je ki ଏହି ରାଉରକେଲା ରେ ପର୍ଚ୍ଚା ପଟା ଜାଗା 1 2 ଜାଗା ରେ କୋଠା ରହିଛି ସେହି ଠା ରେ ନ ରହି ବସ୍ତି ରେ ଜବର ଦାଖଲ କରି ଦାଦା ଗିରି କରିଚାଲି ଛନ୍ତି ଏମାନକୁ ଏହି ଠାରୁ ହଟା ନ୍ତୁ ବିନମ୍ର ପ୍ରାଥନା 👏ଯଦି ଏହି କାମ ନ କରିବେ ଗରିବ ଭୂମି ହୀନ ଜାଗା କେବେ ପାଇବେ ନାହିଁ କଠୋର କଠୋର ଦଣ୍ଡ ରେ ଦଣ୍ଡିତ କରାନ୍ତୁ 👈
@amarbag5933
@amarbag5933 2 ай бұрын
ଆମର ଗାଁର ଗୋଚର ଜମି କୁ କିଏ ଦେଖିବ ଦେଖି ଆସ ଗୋଚର ଦଳ୍ଳାଲ ଘର ପାଇଁ ଜାଗା ନାହିଁ ଗୋଚର ଜମି କୁ ବିକି ମାଳ ମାଲ ସାଜିଛି ଗୋଚର ହଟାଅ ଗୋମାତା ବଞ୍ଚାଅ
@surajdjss3393
@surajdjss3393 2 ай бұрын
'/, sat
@bikramtoppo3577
@bikramtoppo3577 2 ай бұрын
ଆମ ଅଜା , ବାପା ମାନଙ୍କୁ ୧୯୭୫ ମସିହାରେ ସେତେବେଳ ର ସରକାର ଜମି ପ୍ରଦାନ କରିଥିଲା। ୪୫ ବର୍ଷ ପର୍ଯ୍ୟନ୍ତ ସେହି ଜମି ର ଖଜଣା ସରକାର ନେଲା ପରେ ୨୦୨୦ ମସିହାରେ ସେହି ଜମି କୁ ନବୀନ ସରକାର ସରକାରୀ ଖାତାରେ ଅନ୍ତର୍ଭୁକ୍ତ କରି ଦେଇଛି। ବର୍ତମାନ ଆମେ ଜମି ହିନ । ହେଲେ ସେ ଜମିର ବିଚାର କ'ଣ କରାଯିବ।
@sunaram2419
@sunaram2419 2 ай бұрын
Next Election re BJP Haribo 100%...
@BhagabanaSahu-kj1yn
@BhagabanaSahu-kj1yn 2 ай бұрын
Goodnews
@dhananjoybaaral9867
@dhananjoybaaral9867 2 ай бұрын
I am very happy ❤❤❤❤❤❤❤❤❤❤❤❤❤❤❤ good Work CM.
@sibapadhi3133
@sibapadhi3133 2 ай бұрын
ସରକାରୀ ଜମି କୁ ନ ହଟେଇଲେ ଆଗକୁ ଓଡିଶା ଲୋକଙ୍କ ସେବା ଉପରେ କୌଣସି ଉପକାର କାମ ପାଇଁ ଜମି ନ ଥିଲେ ଲୋକ ଲୋଚନ ସେବା ପାଇଁ ଓଡିଶା ସରକାର ଅନ୍ଧ ହେବେ ସରକାର ଙ୍କ ଜମି ସରକାର ନେବେ କାରଣ ଓଡିଶା ର ସବୁ ଜମି ସରକାର ଙ୍କ ଲୋକ ଲୋଚନ ସରକାର ଏହା ଓଡିଶା ବାସି ମାନିବାକୁ ବାଧ୍ୟ କାରଣ ଓଡିଶା ସରକାରଙ୍କ ଆଇନ 👍👍👍👍👍👍👍👍👍ଓଡିଶା ଲୋକଙ୍କ ମଙ୍ଗଳ ପାଇଁ ଓଡିଶା ସରକାର
@dibyaranjanjena3672
@dibyaranjanjena3672 2 ай бұрын
Kahara mangala karibe sarakar kn gariba manankara ghara bhangi ki? Loke rahileta tanka ra mangala karibe , aha bhabi ba darkar?
@DhanshingMajhi
@DhanshingMajhi 2 ай бұрын
ସରକାର ଯେଉଁ ‌ପଦ‌କ୍ଷେପ ନେଇ ଛନ୍ତି ‌କିନ୍ତୁ ସ୍ଵାଗତ ଯୋଗ୍ୟ ଜଙ୍ଗଳ ଜମି ଅଧିକାର ଆଇନ ବଳରେ ପାଇଥିବା ସିକୁର୍ତୀ ‌ପଟା ‌ଉପରେ କିଭଳି ପଦକ୍ଷେପ ନେବେ ‌ କଳାହାଣ୍ଡି ‌କନ୍ଧମାଳ 18:06
@Bibekanandapurohit72
@Bibekanandapurohit72 2 ай бұрын
ମୋହନ ମାଝି ତାଙ୍କର ନିଜ ଗାଁ ରୁ ଚାଲୁ କଲେ ଭଲ ହୁଅନ୍ତା
@Pkshorts724
@Pkshorts724 2 ай бұрын
ଭାଇ ଗରିବ ଲୋକରା ବେଶାହାରା ହେଇଯିବେ ରେ 😡😡
@susheshroy1604
@susheshroy1604 2 ай бұрын
ଯାହାର patta heichhi seita କେମିତି ହେବ sir
@bhanjdishomnewchenal
@bhanjdishomnewchenal 2 ай бұрын
ବାଂଲାଦେଶୀ ମାନଙ୍କୁ ହାତଓ ।
@DebNayak-u7k
@DebNayak-u7k 2 ай бұрын
ମହନ ମାଜି ତୁ ମରିବୁ ଜାଣିତା ବେଶୀ ଉତ୍ପାତ ହଉଚୁ
@shakakumar3202
@shakakumar3202 2 ай бұрын
ଯଦି ଘର ଭାଙ୍ଗିଲେ ଆତଙ୍କ ବାଦ୍ ବାଦୀ ହେଇଯିବେ ସବୁ
@ashokroutray9815
@ashokroutray9815 2 ай бұрын
Good decision
@tapantulu
@tapantulu 2 ай бұрын
ଏ ସରକାର ଓଡ଼ିଶା ଜନତା ଙ୍କ ମୂଳ ସମସ୍ୟା ରୁ ଦୂରେଇ ଯାଇଛନ୍ତି।ଆଗ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ପ୍ରୟୋସ କରି ବା ଦରକାର। । ଟାଟା କମ୍ପାନୀ କୁ ଗେପାଳପୁରେ , ବେଦାନ୍ତ କୁ ପୁରୀ ରେ ଶହ ଶହ ଏକର ପରିମିତି ଜମି ଅଧିଗ୍ରହଣ କରିଛନ୍ତି। ଏ ଗୁଡ଼ିକ ଆଗ ଖଳି କର।
@RamaRama-jo4nk
@RamaRama-jo4nk 2 ай бұрын
ବୌଦ୍ଧ ଜିଲ୍ଲା କଣ୍ଟାମାଳ୍ର ବୁଲକରେ ଗୌଉଚର ଜବରଦସ୍ତ ଗାଇ ଛିଡାହେବାପାଈ ଜାଗାନାଈ ଚାସକରୁଛନ
@SumitKumar-dg8cd
@SumitKumar-dg8cd 2 ай бұрын
ସରକାରୀ ଜମି ରଖିବା କାହିଁକି କାନ୍ଦିବା କାହିଁକି...ଯିଏ ଗରିବ ତାକୁ ସରକାର settle କରୁ ଏବଂ ଯାହାର ପଇସା ଅଛି ଯେଉଁମାନେ କୋଠା କରିଛନ୍ତି ସରକାରୀ ଜାଗାରେ ସେସବୁ ଭାଙ୍ଗି ଦିଆଯାଉ
@lalitmohanmohapatra8761
@lalitmohanmohapatra8761 2 ай бұрын
Thanks cm sir .
@amulyagadatia1569
@amulyagadatia1569 2 ай бұрын
Right decejan
@kirttanmahanta9806
@kirttanmahanta9806 2 ай бұрын
Good step of c.m odisha.
@sandhyaranidas875
@sandhyaranidas875 2 ай бұрын
Jai jaganath 🙏🙏🪷
@pbmmusicentertainmentchann5179
@pbmmusicentertainmentchann5179 2 ай бұрын
Kou ଲୋକ ଉପକୃତ ହେବେ ତମେ ମାନେ ହିଁ ଉପକୃତ heba
@prakashkumarpattnayak5911
@prakashkumarpattnayak5911 2 ай бұрын
Bjp 2029 re total 10 MLA paiba
@kailashsamal318
@kailashsamal318 2 ай бұрын
0 hoijiba
@GopalGiri-e4q
@GopalGiri-e4q 2 ай бұрын
🙏🙏🙏🙏🙏
@ajitkumarmaharana9275
@ajitkumarmaharana9275 2 ай бұрын
First jamipata upare adhar link heu ....Kia bhumi hina ki jamimalik dhara padiba
@maheshwardas310
@maheshwardas310 2 ай бұрын
ଦମ୍ ଅଛି଼ ତ BJD BJP congress ଲୋକମାନଙ୍କ ସରକାରୀ ଜମୀ ଉଚ୍ଛେଦ କର
@balaramtudu9292
@balaramtudu9292 2 ай бұрын
Emiti kole bjp result dekhibo.....
@tanmayyoutubechannel3234
@tanmayyoutubechannel3234 2 ай бұрын
Bes bhai thik kahicha
@lalitmohanmohapatra8761
@lalitmohanmohapatra8761 2 ай бұрын
Ketejan sarkari chakirikari sarakaranka jagare gharakarichhanti segudika tadanta karajau .
@umeshsahoo5344
@umeshsahoo5344 2 ай бұрын
Agee.bjp,netamananktharu.dakhal.uched,arambhheu
@rajlaxmimohapatra4233
@rajlaxmimohapatra4233 2 ай бұрын
Right 👍
@dillipswain5778
@dillipswain5778 2 ай бұрын
Jay jagannath Jay jagannath
@pitambarpan7921
@pitambarpan7921 2 ай бұрын
Good
@AnusayaMahakud-w5c
@AnusayaMahakud-w5c 2 ай бұрын
WElCOME❤🙏🙏🙏👍👍
@OpOp-uo7uc
@OpOp-uo7uc 2 ай бұрын
Very good decision by government 👌
@SleepyPretzel-fp3wb
@SleepyPretzel-fp3wb 2 ай бұрын
Yes
@prafulabala56
@prafulabala56 2 ай бұрын
Garib hatile sarkar hatib
@bijaykumarbiswal3497
@bijaykumarbiswal3497 2 ай бұрын
1989ପୂବୃ ନକ୍ସା ଦେଖିଲେ ଠିକ ହେବ
@sashmibhoi6094
@sashmibhoi6094 2 ай бұрын
Achha kam kijiye sir logon ka dua mile bad dua nahi garibi se uthe ho yad rakhiye
@tribikrampaikray6509
@tribikrampaikray6509 2 ай бұрын
ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଥମେ ସର୍ଭେ କରାଯାଉ ତାପରେ ଅନ୍ୟ ଜିଲ୍ଲା ,
@salegramkar3029
@salegramkar3029 2 ай бұрын
ସମସ୍ତକଂପାଇଁସମାନଆଇନକରାଯାଉ ଧନି ଗରିବ ସମସ୍ତକଂ ପାଇଁ
@GhasiramMajhi-d8e
@GhasiramMajhi-d8e 2 ай бұрын
Very very thanks CM sir very Good Work
@NakshatramaliniTripathy
@NakshatramaliniTripathy 2 ай бұрын
Welcome chief ministers dicision
@allsptcnl5989
@allsptcnl5989 2 ай бұрын
Bahut bhala karuchha sir Kalahandi Jilla bi khalikara
@bhagyarathisahu3488
@bhagyarathisahu3488 2 ай бұрын
Sabu sarakari jami inkrujment hei sarilani sarakar karibe kan
@AroshaPatel
@AroshaPatel 23 күн бұрын
Vere good Gp.Ujalpur Balok.Tangarpali ,vlage bartan kela,Tola,Nuamunda ku tadenta karajau
@dusasandas5180
@dusasandas5180 2 ай бұрын
Right diseson great beautiful woek
@ganeshmohanty7324
@ganeshmohanty7324 2 ай бұрын
Bhai sabuadu bhabiki kuha besi sarkari jagare kebala garibalokamane hi rahuchanti hmm jou sarkari jaga builder Mane ki bada politician madiki kabjare rakhichanti taku sarkar naba darkar...
@allsptcnl5989
@allsptcnl5989 2 ай бұрын
Goru gai charibe thank sir mahan sir
@RBNAGPURIREEBAIK
@RBNAGPURIREEBAIK 2 ай бұрын
Super dhuper exciton Majhi sir
@sujitbiswal3006
@sujitbiswal3006 2 ай бұрын
new revised survey for PM kissan and Kalia yojana
News Fuse 14 AUG 2024
23:28
OTV
Рет қаралды 399 М.
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 1,8 МЛН
MORA BHUGOLARE BHALA HAUTHHILA || PRAGYAN || SANKAR || ODIA COMEDY VIDEO.
8:32
Pragya Sankar Comedy Center
Рет қаралды 9 МЛН