Meet Sailabhama Mahapatra, Popular Odia Playback Singer | EP-03 | Podcast With Sailabhama Mahapatra

  Рет қаралды 456,451

Argus Digital

Argus Digital

Күн бұрын

Пікірлер: 225
@shantanyurout9445
@shantanyurout9445 5 ай бұрын
Mam apan odia singing industry ra legendary. God bless you.
@nirojvlogs5095
@nirojvlogs5095 5 ай бұрын
Sambalpuri song gaunahanti
@ritanjaligouda7874
@ritanjaligouda7874 2 ай бұрын
​@@nirojvlogs5095bhui
@nirojvlogs5095
@nirojvlogs5095 2 ай бұрын
@@ritanjaligouda7874 sambalpuri gau6anti ki kahila new song goti a
@PSDASH-mk5fy
@PSDASH-mk5fy 3 ай бұрын
ସଂଗ୍ରାମ ଷଡ଼ଙ୍ଗୀ ଙ୍କ ଉପସ୍ଥାପନା ଶୈଳୀ ଖୁବ୍ ପ୍ରାସଙ୍ଗିକ।ବଢିଆ ପ୍ରୟାସ। ଜୟ ଜଗନ୍ନାଥ।
@meenamishra1465
@meenamishra1465 5 ай бұрын
Ma'am ଆପଣ ବିବାହ କରିନାହାନ୍ତି ବହୁତ ସୁନ୍ଦର ନିର୍ଣ୍ଣୟ ନେଇଛନ୍ତି କାରଣ ବନ୍ଧନ ହେଉଛି ସବୁଠାରୁ ବଡ ଦୁଃଖ ଏ ଦୁନିଆରେ thank you so much ma'am 🙏🏻🙏🏻
@sidhantabehera6875
@sidhantabehera6875 5 ай бұрын
ବହୁତ ଭଲ କଥା କହିଛନ୍ତି ଆପଣ। ମୁଁ ସବୁ ଗାୟିକା ଙ୍କୁ ନୀରିକ୍ଷଣ କରିଛି। କିନ୍ତୁ ଶୈଳଭାମା ମହାପାତ୍ର ଏବଂ ଇରା ମହାନ୍ତି ମ୍ୟାମ୍ ଏ ଯାଏ ବି ଅବିବାହିତ କିନ୍ତୁ ପ୍ରତିଷ୍ଠିତ ଗାୟିକା। ଦୁଇଜଣ ଗାୟିକା ନିଜ ନିଜ ଯାଗାରେ ପ୍ରତିଷ୍ଠିତ ଗାୟିକା। ଯଦି ଓ ଇରା ମହାନ୍ତି ମ୍ୟାମ୍ ୧୯୯୫ ମସିହାରେ ଫିଲ୍ମ ରେ ପ୍ରବେଶ ଏବଂ ଶୈଳଭାମା ମହାପାତ୍ର ମ୍ୟାମ୍ ୨୦୦୦ ମସିହାରେ ଫିଲ୍ମ ରେ ପ୍ରବେଶ। ସ୍ଵରୂପ ନାୟକ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଦୁଇ ଜଣ ଫିଲ୍ମ ରେ ପ୍ରବେଶ। ଗୀତ ତାଙ୍କୁ ଅନେକ ପରିଚୟ ଦେଇଛି।
@tulsithecutegirl2391
@tulsithecutegirl2391 2 ай бұрын
Thik katha
@sanjuktabhuyan6507
@sanjuktabhuyan6507 2 ай бұрын
ବହୁତ ସୁନ୍ଦର ବାର୍ତ୍ତାଳାପ । ଶୈଳ ମାସ ବହୁତ ସୁନ୍ଦର ତାଙ୍କ କଥା ଯେମିତି, ତାଙ୍କ ଗୀତ ସେମିତି ସିଏ ଜଣେ ଭଲ ମଣିଷ ବି । ଜଗନ୍ନାଥ ତାଙ୍କୁ ଭଲରେ ରଖିଥାନ୍ତୁ । 🙏🙏👌👌
@RunaMaharana-md2so
@RunaMaharana-md2so 5 ай бұрын
ଓଡିଶା ମାଟି ମା ର ଅନେକ ସଂଗୀତ ଭିତିକ ସନ୍ତାନ ମାନଙ୍କ ମଧ୍ୟରୁ ଶୈଳ ଭାମା ଅନ୍ୟତମ 🙏
@amiya19277
@amiya19277 5 ай бұрын
100% correct.
@sidhantabehera6875
@sidhantabehera6875 5 ай бұрын
ବହୁତ ସୁନ୍ଦର କଥା କହିଛନ୍ତି ଶୈଳଭାମା ମହାପାତ୍ର ମ୍ୟାମ୍। ପ୍ରତ୍ୟେକ ମଣିଷ ଜୀବନରେ ଏମିତି ତ ଦୁଃଖ ସୁଖ ଆସେ। ଜଣେ ପ୍ରତିଷ୍ଠିତ ଗାୟିକା ଜଣେ କଳାକାର ଭାବରେ ସେ ସବୁଠି ପରିଚିତ। ସେମିତି ଇରା ମହାନ୍ତି ମ୍ୟାମ୍ ଜଣେ ବିଶିଷ୍ଟ ଗାୟିକା, ସେ ମଧ୍ୟ ଅବିବାହିତ କିନ୍ତୁ ପ୍ରତିଷ୍ଠିତ ଗାୟିକା ଜଣେ ଉତ୍ତମ କଳାକାର। ଲତା ମଙ୍ଗେସକର ଭାରତୀୟ ଗାୟିକା ସେ ମଧ୍ୟ ଅବିବାହିତ। ଜୀବନର ଭଲ ପାଇବା ତ ଥାଏ , ବିବାହ ଏକ ପବିତ୍ର ସମ୍ପର୍କ, ଏକ ପବିତ୍ର ଅନୁଷ୍ଠାନ, ତେଣୁ ମଣିଷ ସମାଜରେ ଭଲ ପାଇବା ନଥିଲେ କେବେ ସମାଜ ଆଜି ନଥାନ୍ତା। ଶୈଳଭାମା ମହାପାତ୍ର ଯେଉଁ ଗୀତ ଟି ଗାଇଲେ ' ତୁମେ ଆସିଲ ମତେ ଦେଖିଲ ' ଏହି ଗୀତ ଟି ସ୍ଵରୂପ ନାୟକ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ୨୦୦୦ ମସିହାରେ କଟକର ଏକ ଷ୍ଟୁଡିଓ ରେ ଗାଇଥିଲେ। ଶୈଳଭାମା ମହାପାତ୍ର ମ୍ୟାମ୍ ତ ସଙ୍ଗୀତ କୁ ଭଲ ପାଇଛନ୍ତି। ସବୁ କଳାକାର ଙ୍କୁ ଡାକିବାକୁ ଅନୁରୋଧ। ମୋର ଏକ ଛୋଟ ଅନୁରୋଧ ମିଳିତ ଭାବରେ ' ଇରା ମହାନ୍ତି ମ୍ୟାମ୍ ଏବଂ ଶୈଳଭାମା ମହାପାତ୍ର ମ୍ୟାମ୍ ଙ୍କୁ ଡାକନ୍ତୁ। କାରଣ ଦୁଇଜଣ ସମସାମୟିକ ଗାୟିକା ସେହି ସମୟର। ଅନେକ ଭଜନ ଆଲବମ ଫିଲ୍ମ ଏବଂ ଜୀବନ ଦର୍ଶନ ଗୀତ ଗାଇଛନ୍ତି।
@ganeshchandranahak5667
@ganeshchandranahak5667 5 ай бұрын
ସାକ୍ଷାତକାର ବାସ୍ତବରେ ବହୁତ୍ ଭଲ ଲାଗିଲା l ବିଶେଷ କରି ଉପସ୍ଥାପକ ମହାଶୟଙ୍କର ଉପସ୍ଥାପନା ଶୈଳୀ ଚମତ୍କାର ଥିଲା l ଶୈଳଭାମା ମାମ୍, ଆପଣଙ୍କ କଥା ଓ ଗୀତ ଉଭୟ ମନକୁ ଛୁଇଁଲା l
@Badshahmovies252
@Badshahmovies252 5 ай бұрын
ଦିଦି..... ଆପଣଙ୍କ ହୃଦୟରେ ଚାରି ବେଦର ଭକ୍ତି, ସଂଜ୍ଞା, ପ୍ରେମ ସବୁ ଅଛି,,,,ଆପଣଂକୁ କୋଟି କୋଟି ପ୍ରଣାମ
@sachinrout2159
@sachinrout2159 5 ай бұрын
ଶୈଳଭାମା ଙ୍କ କଣ୍ଠରେ ଯାଦୁ ଅଛି 😊
@rabi440
@rabi440 5 ай бұрын
ନାନୀ... Interview ଟି ବହୁତ ଭଲ ଲାଗିଲା ❤
@sudhirpal9872
@sudhirpal9872 5 ай бұрын
ବହୁତ ଭଲ ଲାଗିଲା ମହାନ୍ କଣ୍ଠ ଶିଳ୍ପୀ ଙ୍କ ସହ ସାକ୍ଷାତକାର
@Kalachanda-1
@Kalachanda-1 5 ай бұрын
ଆପଣଙ୍କ ସୁଲଳିତ କଣ୍ଠରେ ପଚିଶି ହଜାରରୁ ଅଧିକ ଗୀତ କୋଟି କୋଟି ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ଆପଣଙ୍କୁ ସ୍ମରଣୀୟ କରି ରଖିବ।
@sprituallearner7430
@sprituallearner7430 3 ай бұрын
ମୋତେ ବି ସଂଗ୍ରାମ sir ଙ୍କ ଉପସ୍ଥାପନା ବହୁତ ଭଲ ଲାଗେ.. ମୋତେ ତାଙ୍କ ଉପସ୍ଥାପନା ରେ ଓଡ଼ିଆ ର ବାସ୍ନା ଛୁଟି ଆସେ ଯେମିତି କି ସରଳ ଭାଷା ସୁନ୍ଦର ଶବ୍ଦ ଆଦି..
@somanath95
@somanath95 5 ай бұрын
ବହୁତ୍ ଖୁସି ଲାଗିଲା। ମୋ ଅତିପ୍ରିୟ ଗୀତ ,ତୋ ନାଁରେ କେହି କହିଲେ ❤️
@arunaacreation3032
@arunaacreation3032 5 ай бұрын
ମତେ ସିଉଳି ବାଟରେ ଚାଲିବାକୁ ଭଲ ବୋଲି,ତୁମକୁ ମୁଁ ଭଲ ପାଇ ଥିଲି, କୋଡ଼ିଏ ବର୍ଷ ତଳେ ମୋର ଏଇ ଗୀତଟିକୁ ଶୈଳଭାମା ଗାଇ ଥିଲେ, thank u so much 💐 14:39
@khageswarmoharana1984
@khageswarmoharana1984 3 күн бұрын
ବହୁତ୍ ବଢିଆ ଲାଗିଲା ଧନ୍ୟବାଦ
@ShreeDeviExpress
@ShreeDeviExpress 3 ай бұрын
ମୁଁ ତ ଛୋଟ ବେଳୁ ଶୁଣୁଛି ଶୈଳଭାମା ମାମ୍ ଙ୍କ ଗୀତ, କ୍ୟାସେଟ୍ ରେ କୁମାର ବାପି ଫଟ ଆଉ ଶୈଳଭାମା ଫଟ,୮ ଟି ଗୀତ ଥାଏ❤❤❤
@AmulyaSethi-xn2sm
@AmulyaSethi-xn2sm 3 ай бұрын
Boy,abhi jitsethi,iloveyoe❤❤❤❤❤❤❤❤❤❤❤❤❤❤❤❤😅😅😮😢🎉😂❤🎉🎉🎉🎉🎉🎉🎉🎉🎉🎉🎉🎉😢😮😮😅😅😮🎉🎉😂😂❤❤❤❤❤❤😂
@AmulyaSethi-xn2sm
@AmulyaSethi-xn2sm 3 ай бұрын
❤❤
@Lucky-sk3lo
@Lucky-sk3lo 5 ай бұрын
ସୁନ୍ଦର ପ୍ରୟାସ frm keonjar ପାଟଣା
@sureshchandrajena9134
@sureshchandrajena9134 5 ай бұрын
I like saila bhama so much. She is my favourite singer.
@reetaray3485
@reetaray3485 5 ай бұрын
Sailabhama❤A lovable Soul..❤❤Stay Blessed Dear.. We need You🙏❤
@dr.devitoshacharya1849
@dr.devitoshacharya1849 3 ай бұрын
you dont know her and her family...the worst ever souls are in her family...
@jnath6750
@jnath6750 5 ай бұрын
ଆଲୋଚନା ଶୁଣି ତାଙ୍କ ବିଷୟରେ ବହୁତ୍ ଜାଣି ପାରିଲି।ଖୁସି ଲାଗିଲା। ମୋ ପୁଅ ବି ସଙ୍ଗୀତ ବିଦ୍ୟାଳୟ ର Bbsr ପାଠ ପଢ଼ିଛି।ଆର୍ଟ teacher।
@anuradhasahoo5203
@anuradhasahoo5203 5 ай бұрын
Bhaut bhala lagila Appa interview ❤🙏🙏
@krishnaprasadrath
@krishnaprasadrath 5 ай бұрын
Bahut sunder aalochana Shailabhama Madam aau Sangram Sarangi Babu nkara.Sunder upasthapana sangaku jibana ra Anubhuti bahut sunder aau satakatha je sangeeta ra kaunsi bhasa nathae.Bahut sunder conversation.A great thanks for Argus TV.🙏 Jai ♥️🇮🇳🔥 Hind 🙏 Jai Srikrishna 🙏
@Argusdigital.official
@Argusdigital.official 5 ай бұрын
Thank you!
@nirojvlogs5095
@nirojvlogs5095 5 ай бұрын
@@Argusdigital.official sambalpuri babadre ki6i naei pacharla je
@Markandeswar-n5t
@Markandeswar-n5t 5 ай бұрын
ନିକଟରେ ଶୈଳଭାମା ମାଡାମ ଙ୍କ ସହିତ ଆମ ଗାଁ ର ଏକ ପ୍ରୋଗ୍ରାମ ରେ ଦେଖା ହୋଇ ଥିଲା
@mansingmarndi7343
@mansingmarndi7343 2 ай бұрын
Argus News jemeti parsna cemeti uttara lovely channel liove you channel
@bharatidas7169
@bharatidas7169 Күн бұрын
Very nice discussions, nice to see👍😊
@AnnapurnaRout-si1zt
@AnnapurnaRout-si1zt Ай бұрын
Sailabhama tuma Gita bahuta hrudaya spararsi.prabhu jagannathnka kruparu bhalare rahithhaa.ahuri agaku badha..Sangram. apananannka upastapana saili bahut bhala.
@rashmiranjan5680
@rashmiranjan5680 5 ай бұрын
AN INCREDIBLE GIFT OF GRACE OF ALMIIGHTY..... AN APOSTLE OF SWEET EMOTIONS AND FINER SENSIBILITIES FOR YOU ALL.... NOSTALGIC TENETS OF GREATER HUMANISM.. LOTS OF LOVE AND HONOUR FOR THE PAR-EFFECTIVE AND PAREXCELLENT WITH DISTINCTIONS YOU MY BELOVED ARTIST.
@hrudayanandabebarta5084
@hrudayanandabebarta5084 3 ай бұрын
My favourite singer of odisha
@PupunaBehera-wq1mp
@PupunaBehera-wq1mp 2 ай бұрын
ଭାଇ ସତରେ ତୁମ ଉପସ୍ଥାପନା ବହୁତ ସୁନ୍ଦର
@suvenduprasad1774
@suvenduprasad1774 3 ай бұрын
Versatile talent of Odisha. Hats off to both of you.
@ହାପି-ଖ1ହ
@ହାପି-ଖ1ହ Ай бұрын
ସୁନ୍ଦର ❤
@munadalei6268
@munadalei6268 2 ай бұрын
ସଂଗ୍ରାମ ସାରଙ୍କ ଉପସ୍ଥପନା ଅତି ସୁନ୍ଦର👍
@SanatanchattarChattar
@SanatanchattarChattar 5 ай бұрын
ଦିଦି ଆମ ,ହୋ,ଭାଷାର ଗୀତ ଗାଇଥିବାରୁ ଅଶେଷ ଧନ୍ୟ ବାଦ୍,,,,
@nirojvlogs5095
@nirojvlogs5095 5 ай бұрын
Matru bhumi matru bhasare mamatha Ja hrudya janami nahi Thaku jadi gani ganare ganiba Aagyani rahibe kaei Sambalpurian haei kari jadi sambalpuri babadre ki6i naei Kahele
@ajitkumardasadhikari5583
@ajitkumardasadhikari5583 5 ай бұрын
Very nice video
@erajitkumarsuna7412
@erajitkumarsuna7412 3 ай бұрын
My favourite singer love u mam....you are my childhood heroine of my heart.....radio queen
@supriyapanigrahi8504
@supriyapanigrahi8504 5 ай бұрын
Best playback singer ❤️💕🎉
@srinibasbej9457
@srinibasbej9457 Ай бұрын
Appa old is gold appa super ❤❤🙏🙏❤️❤️👌👌
@kailashpanigrahi6705
@kailashpanigrahi6705 5 ай бұрын
ଅଜସ୍ର ଅଭିନନ୍ଦନ
@tsvlogs_tapaswini
@tsvlogs_tapaswini 5 ай бұрын
🙏🏻🙏🏻🙏🏻🙏🏻🙏🏻🎤
@sambhunathdas6481
@sambhunathdas6481 Ай бұрын
Sangram sir apnon ku salute
@Madhu-us2yn
@Madhu-us2yn 3 ай бұрын
Sailabhama mam bht sundar Manisha te....mate bht pasand tanka personality 🥰🥰🥰🌹🌹🌹🌹♥️
@hariharharihar1800
@hariharharihar1800 5 ай бұрын
It was nice interview The question portraye by sangram sir was awesome 💯
@amiya19277
@amiya19277 5 ай бұрын
Excellent , samste asiba darkar.
@smrutiranjanbhuyan9001
@smrutiranjanbhuyan9001 5 ай бұрын
She is jewel of odia industry
@JyotiDash-l2m
@JyotiDash-l2m 5 ай бұрын
ବହୁତ୍ ବଢିଆ
@madankumaryadav3184
@madankumaryadav3184 5 ай бұрын
Sailovama mem very nice so super singer ❤🎉❤🎉
@amanpaik420
@amanpaik420 5 ай бұрын
programe bahut bhala lagila
@santoshpalai1460
@santoshpalai1460 3 ай бұрын
Podcast Bahut bhala lage dekhibaku
@narayannahak8782
@narayannahak8782 5 ай бұрын
Namaste didi praying for a happy and healthy life ahead for more devotional songs specially we want.jaya jagannath
@skexpress6476
@skexpress6476 5 ай бұрын
Kumar bapi+Sailabhama+ ira mahanty+ best song jodi old day's
@sidhantabehera6875
@sidhantabehera6875 5 ай бұрын
ମୋ ମନ କଥା କହିଛନ୍ତି ଆପଣ। ମତେ ବହୁତ ଭଲ ଲାଗେ କୁମାର ବାପି,ଶୈଳଭାମା ମହାପାତ୍ର ଏବଂ ଇରା ମହାନ୍ତି ମ୍ୟାମ୍ ଙ୍କ ଗୀତ ଗୁଡିକ। ସେ ସମୟରେ ଗୀତ ବହୁତ ଭଲ ଲାଗୁଥିଲା।
@premarajthela1250
@premarajthela1250 2 ай бұрын
Mam's your sambalpuri song still a record 🙏💐
@odianews5992
@odianews5992 5 ай бұрын
Nice Interview.wow ❤❤❤❤❤❤
@KabitaPattanayak-hm2qv
@KabitaPattanayak-hm2qv 5 ай бұрын
Appa pranam 🙏 interview bohut bhala lagila ❤
@SATYANANDAKHUNTIA-um5hr
@SATYANANDAKHUNTIA-um5hr 5 ай бұрын
ବହୁତ ସୁନ୍ଦର କଥା
@subratpradhan6502
@subratpradhan6502 2 ай бұрын
One of my favorite singer 👌👌👌
@debabratamishra9633
@debabratamishra9633 3 ай бұрын
ଶ୍ରେଷ୍ଠ ସାକ୍ଷାତକାର ❤❤❤ ଉପସ୍ଥାପକ ଙ୍କୁ‌ ସମ୍ମାନ ❤❤❤
@soubhagyaranjanmohanty3667
@soubhagyaranjanmohanty3667 3 ай бұрын
Fantastic pogram....
@odiyabhajandr.tirupati1923
@odiyabhajandr.tirupati1923 5 ай бұрын
Very wonderful presentation,, congratulations
@SingerSarbeswarBhoi
@SingerSarbeswarBhoi 5 ай бұрын
ବହୁତ ବଢିଆ ଲାଗଲା ଶୈଳ ନାନି ସାଙ୍ଗେ ମୂଇଁ ବି କାମ କରିଛେଁ ସେ ବହୁତ ନମ୍ର, ଭଦ୍ର, କଥା ବାର୍ତା ବହୁତ ବଢିଆ
@dipikacreations8173
@dipikacreations8173 5 ай бұрын
Ati sundar interview
@panchanannayak254
@panchanannayak254 5 ай бұрын
Pranam madam sakalata fresh hela apanka kathare
@Dill.Ka.RAZA__
@Dill.Ka.RAZA__ 3 ай бұрын
Love you sailabhama madam ❤
@kunugiri4730
@kunugiri4730 5 ай бұрын
Best playback singer❤
@sasmitapadhy6858
@sasmitapadhy6858 5 ай бұрын
Ati sundar interview 👍
@lokanathdas5246
@lokanathdas5246 5 ай бұрын
She is good singer , Namaskar madem,
@durgamadhabnayak6579
@durgamadhabnayak6579 4 ай бұрын
From this presentation of song I can sence that she is deeply inspired by ASHA Bhosle mam
@niranjanpatra84
@niranjanpatra84 5 ай бұрын
Kokila kanthi salyabhama apa❤❤
@prativapriyadarshininayak1525
@prativapriyadarshininayak1525 5 ай бұрын
My fvt singer ❤god bless you 🙌
@aakashbag7535
@aakashbag7535 5 ай бұрын
Proud of odisha, superb mam
@anitajena8430
@anitajena8430 5 ай бұрын
Very nice Conversation ❤😊
@subhashreesahu6191
@subhashreesahu6191 5 ай бұрын
ମ୍ୟାମ ଆପଣ ଗାଇଥିବା ସଖା ହେ କଳା ସଖା ହେ କାଇଂ ଛାଡିଗଲା କରି ଏକା ହେ ଭଜନ ଟି ମୋର ସବୁଠୁ ପ୍ରିୟ।
@ranjanaprusty4440
@ranjanaprusty4440 5 ай бұрын
U have taken a very good decision 👍
@jchoudhury274
@jchoudhury274 5 ай бұрын
Very good Jai jagannath
@myemotions1580
@myemotions1580 3 ай бұрын
Uma kanta Barik and sailabhama sambalpuri old hit jodi
@jayhind6187
@jayhind6187 2 ай бұрын
ଓଡ଼ିଆ ସଂଗୀତ ଜଗତର ଜଣେ ପ୍ରତିଭାବାନ ତାରକା
@digitalmarketingdiscovery846
@digitalmarketingdiscovery846 5 ай бұрын
Great singer with the greatest attitude.🙏
@smitakiduniya5999
@smitakiduniya5999 5 ай бұрын
One of my favourite singer in odisha ❤❤❤❤❤❤❤❤
@Ommprasad-km3jh
@Ommprasad-km3jh 3 ай бұрын
Mam pranam bahut Sundar song
@jagankumarmallik7700
@jagankumarmallik7700 2 ай бұрын
God bless you
@mamatadevi6253
@mamatadevi6253 5 ай бұрын
ବହୁତ ଭଲ ଲାଗିଲା ସାକ୍ଷାତକାର ଟି 😮ଶୈଳଭାମା Jane ବହୁତ ଭଲ କଣ୍ଠଶିଳ୍ପୀ ❤ ମୋ ଗାଁ ର ଭାଣିଜୀ 😂
@kunallenka9621
@kunallenka9621 2 ай бұрын
Sangram sir and mam 🙏🙏🙏🙏🙏
@bimalakantanayak
@bimalakantanayak 5 ай бұрын
Very very Nice,Thañkyousomuch
@sasmitapadhy6858
@sasmitapadhy6858 5 ай бұрын
Mate Sangita bhari bhala Lage ...mu Shailabhama madam nk Jane baadaa fan 🙏💐💐
@KalpanasahooKuni
@KalpanasahooKuni 5 ай бұрын
Mam tuma kanthha bahuta sunder❤❤❤❤❤❤❤
@priyabehera5885
@priyabehera5885 5 ай бұрын
Bahut sundar Lage apanaka gita❤
@anilkumarbehera8151
@anilkumarbehera8151 5 ай бұрын
ଶୈଳ ଦିଦି ଙ୍କ ଗୀତ ଭଲ ଲାଗିଲେ
@AMARRANJANSAMAL
@AMARRANJANSAMAL 5 ай бұрын
Very nice interview and conversation
@roarboy9041
@roarboy9041 5 ай бұрын
KZbin jagatare mu emitika bhala interview dekhini ❤❤❤love u sailabhama maam❤
@kalyanibiswal5779
@kalyanibiswal5779 5 ай бұрын
Best singer ଶୈଳଭମା ❤❤
@pradeepmohanty7601
@pradeepmohanty7601 5 ай бұрын
ଓଡ଼ିଆ ସଙ୍ଗୀତ ର ଏକ ମର୍ଯ୍ୟାଦାଜନକ ସ୍ୱର।
@gadadhartripathy537
@gadadhartripathy537 Ай бұрын
Jaysri jagannath 🙏
@kailashsethy3
@kailashsethy3 3 ай бұрын
Thanks sailabhama
@ddas-yz4qv
@ddas-yz4qv 5 ай бұрын
Beautiful questionnaire
@swenshabhay6597
@swenshabhay6597 2 ай бұрын
I agree with you ❤...
@nirakardas8088
@nirakardas8088 3 ай бұрын
Sailabhama is my favorite singer
@surendranathtudu7657
@surendranathtudu7657 3 ай бұрын
Sangram babu nkara interview bahut interesting,emiti chalei rakhantu,agaku badhantu.
@HareKrushna-f3d
@HareKrushna-f3d 3 ай бұрын
ମୋ ମା ।ମୁ ବହୁତ ଭଲ ପାଏ ।ମାଆ ମୋର ପ୍ରଣାମ ଜଣାଉଛି ।ଅତିସ ସୁନ୍ଦର କଣ୍ଠ ।
@BhaskarMohapatra-r8l
@BhaskarMohapatra-r8l 2 ай бұрын
My favourite singer
@debasmitaaudio
@debasmitaaudio 2 ай бұрын
ଦିଦି 🙏🙏🙏🙏
@mahalaxmiraypeacefulsong260
@mahalaxmiraypeacefulsong260 5 ай бұрын
Bahut sundar❤❤
Миллионер | 1 - серия
34:31
Million Show
Рет қаралды 2,9 МЛН
А что бы ты сделал? @LimbLossBoss
00:17
История одного вокалиста
Рет қаралды 9 МЛН
НАШЛА ДЕНЬГИ🙀@VERONIKAborsch
00:38
МишАня
Рет қаралды 2,5 МЛН
Star's Secret | Singer Sailabhama Mohapatra | PrameyaNews7
23:20
Prameya News7
Рет қаралды 225 М.
Миллионер | 1 - серия
34:31
Million Show
Рет қаралды 2,9 МЛН