Minister Suresh Pujari Reprimands Sambalpur Tehsil Official For Poor Management

  Рет қаралды 123,115

Kanak News

Kanak News

Күн бұрын

Пікірлер: 182
@manojbabu6690
@manojbabu6690 2 ай бұрын
ବହୁତ ଜାଗାରେ ଏପରି ବ୍ୟବସ୍ଥା ସାର 👈
@RanjanKumar-mx1ki
@RanjanKumar-mx1ki 2 ай бұрын
ବନ୍ଦୋବସ୍ତ ପ୍ରଥମେ କରନ୍ତୁ ଓ ଆଇନ କୁ ସରଳୀକରଣ କରନ୍ତୁ
@samantkumar3883
@samantkumar3883 2 ай бұрын
Thanks Minister continue with this activity 🙏🌹🙏
@Bubu12330-s
@Bubu12330-s 2 ай бұрын
Ohh minister na mo balo 😂😂😂😂 odia writing kori asuni jaku 😂😂😂 minister colour Mistry ro helper ga
@THE.RSS_BOY
@THE.RSS_BOY 2 ай бұрын
​@@Bubu12330-s Nabin babu 😂
@ambarishswain3233
@ambarishswain3233 2 ай бұрын
​@@Bubu12330-s Are Pandu pela chata ta, BJD samayare sabu mantri Pandian Banda chhoduthile
@Mrddbaska7815
@Mrddbaska7815 2 ай бұрын
​@@Bubu12330-s tame ta bada educated au sabu ta thik lekhucha . Au jauno minister hebu ate sikhita para . Au kn karuchhu Nabin au pandu ra pela jagiki basichhu kte bele khasi padibo boli 😅😅😅😅.. . Educated para amithi dekhutha au kukura pari bhukuta au coment karutha 😅😅😅 ...jaoo pm hebo most educated parilagucha 😅😅😅
@Bubu12330-s
@Bubu12330-s 2 ай бұрын
@@Mrddbaska7815 colour Mistry ro helper value less comments 😈🥱😏😏 ja jaiki nua nua colour design shkibu 🤣🤣🤣
@NiranjanMallick-cw9nv
@NiranjanMallick-cw9nv 2 ай бұрын
ଓଡିଶା ସାରା ଏହି ଅବସ୍ଥା ।
@THE.RSS_BOY
@THE.RSS_BOY 2 ай бұрын
ସେ ସମୟରେ ଯେତେ ଅଫିସର ଗାଲୁଆମି କରୁଥିଲେ ଏବେ ସବୁ ସେମାନଙ୍କର ପାଣି କାଡ
@prasantkumarsahoo1054
@prasantkumarsahoo1054 2 ай бұрын
25 years ହେଲା officer ରାଜ ଚାଲିଥିଲା ଏବେ ଜନତା ମଲିକ
@rintumeher7647
@rintumeher7647 2 ай бұрын
Tu kana janichhu be kau officer kebe raaj kare ki
@jitunpatra5003
@jitunpatra5003 2 ай бұрын
To budhi bodhe gandire achi
@Nishi5555
@Nishi5555 2 ай бұрын
ଜୟ ନାରାୟଣ ମିଶ୍ର କୁଆଡେ ଗଲେ
@chandrapanda7222
@chandrapanda7222 2 ай бұрын
ମନୋଜ କୁମାର କୁରୁଜୁ Addl tah ଗଞ୍ଜାମ ଜିଲ୍ଲାର କନିସି ରେ ଥିଲେ, ବହୁତ ହେର ଫେର ଆଉ ବହୁତ ଦୁର୍ନୀତି ଗ୍ରସ୍ତ ତହସିଲଦାର ଟା, ସେ ପାଞ୍ଚ ଦଶ ଵାଲା ନାହିଁ, ବଡ ବଡ଼ ମାଛ ଖାଇବ.
@deepakkumarpal6558
@deepakkumarpal6558 2 ай бұрын
ଏଇଟା ସାର୍ only ପ୍ରହସନ। ଥରେ ଜଗତସିଂହପୁର TAHASILDAR ଅଫିସ କୁ ଆସିଲେ ବୁଝିବେ ଏଠି କଣ ଚାଲିଛି ?
@binayamoharana
@binayamoharana 2 ай бұрын
Wait Kara...jibe jibe...time dekhi ki jibe
@iam-bq4jg
@iam-bq4jg 2 ай бұрын
Kn chlichi?
@rintumeher7647
@rintumeher7647 2 ай бұрын
Kana chalichhi bhai kama na karuthile govt chaluthanta ki murkha
@deepakkumarpal6558
@deepakkumarpal6558 2 ай бұрын
@@rintumeher7647 government ଏଠି କିଏ ? ମୁଖ୍ୟ ମନ୍ତ୍ରୀ ଙ୍କୁ ଚେୟାର ରେ ବସାଇବା ଲୋକମାନେ ହିଁ ପ୍ରକୃତ goverment। ତମେ କଣ ଗଣ୍ଡମୂର୍ଖ ? Pacharuchha ପୁଣି ?
@ratnakarbarik7186
@ratnakarbarik7186 2 ай бұрын
ଓଡ଼ିଶା ସାରା ସବୁ ତହସିଲ ଅଫିସର ଅବସ୍ଥା ଏଇଭଳି ll ସଧାରଣ ଜନତା ହନ୍ତସନ୍ତ ll
@sarojbehera4508
@sarojbehera4508 2 ай бұрын
Thank you sir
@Publicsmaster
@Publicsmaster 2 ай бұрын
ଠିକ କାମ ହଉନି ସାର ଅଫିସର ଠକ
@rajendramahanta
@rajendramahanta 2 ай бұрын
ଆପଣଙ୍କୁ ଭରସା କରି ନୁଆ ସରକାରକୁ ଆଣିଛନ୍ତି। ପୁର୍ବ ସରକାର ଉପରେ ଲୋକଙ୍କ ଭରସା ହରେଇ ସରକାର ବଦଳେଇ ଛନ୍ତି। ଆସା ଲୋକଙ୍କପୁରଣ ହେଉ। ଜୟ ଜଗନ୍ନାଥ।
@debendranarayanpanda3925
@debendranarayanpanda3925 2 ай бұрын
ଥରେ ସୁନ୍ଦରଗଡର କୁଆଁରମୁଣ୍ଡା ତହସିଲ କୁ ଆସନ୍ତୁ ଦୟାକରି ଅଚାନକ ଗସ୍ତରେ
@shantanukumar7502
@shantanukumar7502 2 ай бұрын
Very nice Jay BJP❤❤
@sarojpatel-kx5gp
@sarojpatel-kx5gp 2 ай бұрын
Good job sir
@pabitrameher8124
@pabitrameher8124 2 ай бұрын
Very good work minister sir ❤❤❤
@liveforever6998
@liveforever6998 2 ай бұрын
ଗଜପତି ଜିଲ୍ଲା ରେ ସବୁ ଅଫିସ ରେ ସମାନ ଅବସ୍ଥା ।
@sudarshanmurmu1033
@sudarshanmurmu1033 2 ай бұрын
ଠିକ 👌👌👌👌
@KunjabihariPanigrahi
@KunjabihariPanigrahi 2 ай бұрын
Very nice sir
@IndianCaple
@IndianCaple 2 ай бұрын
Solid
@SantoshKumarMuduli-qw2ds
@SantoshKumarMuduli-qw2ds Ай бұрын
Good sir 🙏
@rameshjena8993
@rameshjena8993 2 ай бұрын
A GREAT WORK SIR, THANKS. IF SURPRISE VISIT CONTINUE S, PEOPLE WILL BE MORE BENEFITED. THANKS.
@kapilprasaddas6126
@kapilprasaddas6126 2 ай бұрын
Good initiative by Honourable Revenue Minister . Let's cooperate & encourage him.Good job sir.Keep it up.👌
@aprameya6623
@aprameya6623 2 ай бұрын
Great 👍🏽 ❤
@Bubu12330-s
@Bubu12330-s 2 ай бұрын
Great na mo balo 😂😂😂😂 jahku odia writing kori asuni taku great na mo balo colour Mistry ro helper ga
@dpindian6750
@dpindian6750 2 ай бұрын
Great sir really ❤❤❤
@ashwininayak3285
@ashwininayak3285 2 ай бұрын
All are responsible even public. What are the people of Sambalpur doing?
@susantabehera6795
@susantabehera6795 2 ай бұрын
ଜନସଂଖ୍ୟା ଅନୁସାରେ କର୍ମଚାରୀଙ୍କ ସଂଖ୍ୟା ବହୁତ କମ ତେଣୁ ନୁତନ କର୍ମଚାରୀ ନିଯୁକ୍ତି ପ୍ରଦାନ କରାଗଲେ ଭଲ
@sushantapradhanktg6196
@sushantapradhanktg6196 2 ай бұрын
Sir kandhamala ଜିଲ୍ଲାର କୋଟଗଡ଼ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ ମଧ୍ୟ ଠିକ୍ ସେହିପରି ଚାଲୁଅଛି ତେଣୁ ଦୟାକରି ଏଠାକୁ ଆସିବାକୁ ଅନୁରୋଧ
@bisikesanpradhan5880
@bisikesanpradhan5880 2 ай бұрын
କନ୍ଧମାଳରେ ମଧ୍ଯ ଅବ୍ୟବସ୍ଥା ରହିଅଛି
@UmeshPatracaptain
@UmeshPatracaptain Ай бұрын
Good
@dasjagandas6532
@dasjagandas6532 2 ай бұрын
Tqs 🙏 sir emati sabu jaga re rahiba darkar
@biswajitnaik1960
@biswajitnaik1960 2 ай бұрын
ଭାରତ ଲେଖି ଆସୁଛି ତ?
@kailashbehera2444
@kailashbehera2444 2 ай бұрын
Right ..sir..
@MKB790
@MKB790 2 ай бұрын
ଭାରତ ମାତା କୁ ଡାରତ ଲେଖିବା ଲୋକ
@kalpanadash1069
@kalpanadash1069 2 ай бұрын
🎉🎉
@Dalai143
@Dalai143 2 ай бұрын
ସରକାରୀ ଚାକିରୀ ପାଇଲେ ତୋ ପ୍ରାୟ ସମସ୍ତେ ବଡ଼ବାବୁ, ଯୋଉମାନେ ଏମିତି ଅବହେଳା କରୁଛନ୍ତି ସେମାନଙ୍କୁ 2-3 ମାସ ବିନା ଦରମାରେ କାମ କରାଇଲେ ଠିକ ହେବ.
@subhalaxmisahoo8749
@subhalaxmisahoo8749 2 ай бұрын
Sir u really well I hope we need your continue suddennly take hard
@subhalaxmisahoo8749
@subhalaxmisahoo8749 2 ай бұрын
Action to those unpunchuality person I salute you
@rajendrasahoo9363
@rajendrasahoo9363 2 ай бұрын
Kichi ହେବନି ସେଇ ଅଫିସ ଗୁଡିକରେ, ପଇସା ଲାଇନ up heigale ପୁଣି ଚୁପ୍
@sarojkumarsahu183
@sarojkumarsahu183 2 ай бұрын
Very good sir
@phakirsenapati6723
@phakirsenapati6723 2 ай бұрын
👍
@buddhadevpradhan4137
@buddhadevpradhan4137 2 ай бұрын
Ohkk
@lovekingraj5186
@lovekingraj5186 2 ай бұрын
Good sir
@banamalipatra389
@banamalipatra389 2 ай бұрын
Sir You are doing appreciable job But this initiatives should not be limited for specific places This move may be applied for all Tahasil office The condition of Tahasil office is not only in Sambalpur but it is noticed in every Tahasil of state Files are kept pending months togather even years and years.
@ramunelapu5878
@ramunelapu5878 2 ай бұрын
Kanak news ମାଜ୍ଞା add କି ଲୋଗାଉଛୁ ମୋଜିରେ
@ashiskumar.dash7737
@ashiskumar.dash7737 2 ай бұрын
Same happening in AUL ,kendrapara
@jagabadhumajhi6737
@jagabadhumajhi6737 2 ай бұрын
ହେମିତି ଓଡିଶା ସାର ଚାଲିଛି
@odiafasttech7866
@odiafasttech7866 2 ай бұрын
Pura 💯 percent correct
@BhupenBhupen-e3b
@BhupenBhupen-e3b 2 ай бұрын
କେଭେ ଗୁଟେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ତହସିଲ୍ ଅଫିସ ଟିକେ ଆସନ୍ତୁ ସାର୍
@bapass4984
@bapass4984 2 ай бұрын
ସବୁ ତହସିଲଦାର ଅଫିସ କୁ ବୁଲି ଯାଆନ୍ତୁ,, ଦେଖିବେ କି ଅବ୍ୟବସ୍ଥା
@debakinandanmohanty4349
@debakinandanmohanty4349 2 ай бұрын
ଡାରତ ମାତା କି ଜୟ, ଏଇ ମହାଶୟ ଲେଖିଥିଲେ
@manoranjanbarik6834
@manoranjanbarik6834 2 ай бұрын
Right 👍
@patitakumarchoudhury9855
@patitakumarchoudhury9855 2 ай бұрын
କଣ ବାଳ ଟା ହବ 😃😃😃ସମ୍ବିଧାନ, ଆଇନ କଣା, ତହସିଲଦାର କୁ ଏ କଥା ଜଣା 😄😄
@tejrajn3074
@tejrajn3074 2 ай бұрын
Take action
@lingabarik4267
@lingabarik4267 2 ай бұрын
ଆପଣ ମିନିଷ୍ଟର ଅଛନ୍ତି ଓ ସରକାର ରେ ଅଛନ୍ତି। କିଛି କରନ୍ତୁ
@madhabdash985
@madhabdash985 2 ай бұрын
ଏମିତି ସବୁ ଅଫିସ୍ ଦେଖିଲେ ବହୁତ ଭଲ ହେବ ସବୁ ଲେଟ୍ ଆସୁଥିଲେ ଅଫିସ୍
@prasantakumarmishra5404
@prasantakumarmishra5404 2 ай бұрын
Right, sabu dipatment re Amiti iheu,
@subratmaharathy435
@subratmaharathy435 2 ай бұрын
ଆଉ ଚାବି ଖୋଜୁଛନ୍ତି।ରାଜ୍ୟପାଳ ଙ୍କ ପୁଅ କୁ ଖୋଜି କି ଟିକେ ଆଣନ୍ତୁ।15 କହି ମାସେ ହେଇଗଲା ରାଜ୍ୟପାଳ ଙ୍କ ପୁଅ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଲାନି ଯ।କଥା କଣ ସେଟିଂ ହେଇଗଲା କି।ଭାରତ ମାତା ନ ଲେଖି ଡାରତ ମାତା ଲେଖିଥିଲେ ଯେ।ଇଏ କଣ ଓଡିଆ ଅସ୍ମିତା।
@JyotiranjanBhanjadeo
@JyotiranjanBhanjadeo 2 ай бұрын
ଓଡିଶା ର କଣ ଏତେ ଖରାପ ସମୟ ଆସିଲା last କୁ ଶିକ୍ଷିତ ଲୋକ ବି ବାହାର ରାଜ୍ୟ କୁ ଦାଦନ ଯିବେ ଓଡ଼ିଶା ରେ ପ୍ରଶିକ୍ଷଣ ପାଇଁ ଲୋକ ନାହାନ୍ତି? ଏମିତି ରେ ତା ଆହୁରି ବିଳମ୍ବ ହେବ। ହିଁ BJP CM ଦିଲ୍ଲୀ ଯାଉଛନ୍ତି କଣ ପାଇଁ ଜାଣିଲୁ ଏବେ officer ବି ଯିବେ 😂😂😂😂😂😂
@sagarmirdha751
@sagarmirdha751 2 ай бұрын
Aadhaar thumb press kari be officer mane duty time 10 am re au 4.30 evening time thumb press kari close karibe office time sir ji
@metflix8613
@metflix8613 2 ай бұрын
Officer Mane BJD ku bhuli parunahanti, Sabu change haba,eita Bjp❤❤💪💪
@avayakumarsahu139
@avayakumarsahu139 2 ай бұрын
ସବୁଠାରୁ ଅଧିକ ଅବ୍ୟବସ୍ଥା, ଖରାପ ବ୍ୟବହାର, ବିଳମ୍ବ ରାଜସ୍ବ ବିଭାଗ ରେ ।କେଉଁଠି ରାଜସ୍ଵ ନିରିକ୍ଷକ ଆସୁନାହାନ୍ତି ତ ମିଛରେ ତହସିଲ ରେ ଅଛି କହି ଘରେ ଶୋଇଛନ୍ତି
@SantoshPatra-jb7ey
@SantoshPatra-jb7ey 2 ай бұрын
ସାରା ଓଡ଼ିଶାରେ ଏହି ଅ ବ୍ୟବସ୍ଥା ସବୁ ବିଭାଗରେ
@dillipkumarsahoo1133
@dillipkumarsahoo1133 2 ай бұрын
ସବୁ ତହସିଲଦାର ଅଫିସ୍ ରେ ଏହି ଅବସ୍ଥା, ଇଏ ଖାଲି ନାଟକ, ଏହି ଅଫିସର ମାନଙ୍କୁ ଠିକ୍ କରିବେ ବୋଲି କାହିଁ ଆଶା ଦିଶୁନି 🖕🖕👎👎😭😭🤪😂🤣
@Zamzamm8973
@Zamzamm8973 2 ай бұрын
Mora gote jami ku ଘରବାରି କରିବା ପାଇଁ 50000 ଖର୍ଚ ହେଇଛି ସେଥିରେ ଲାଞ୍ଚ 20000 😢 ରଘୁନାଥପୁର ତହସିଲ ଜଗତସିଂହପୁର
@anilmeher5322
@anilmeher5322 2 ай бұрын
Best Minister of odisha. Odisha ra Nitin Gadkari 👍👍👍👍👍👍
@ManitaBhatra-wr6wo
@ManitaBhatra-wr6wo 2 ай бұрын
Sir very good 👍👍👍👍,cm
@nirmalkumarprdhan9794
@nirmalkumarprdhan9794 2 ай бұрын
Make guidelines for permanent relive From duty... Only enjoy with people money..
@RichaJena-o9h
@RichaJena-o9h 2 ай бұрын
amaku dorkar nahi kosal ame Sambalpur odisha re rahibu
@BikashRanjanNayak-i1m
@BikashRanjanNayak-i1m 2 ай бұрын
Ehi sabu collector, tahasildar,bdo mane bjd time re bahut maja utheichanti.
@psahu9670
@psahu9670 2 ай бұрын
It is a real condition of all districts in Odisha
@pradeepkumarsenapaty6060
@pradeepkumarsenapaty6060 2 ай бұрын
ତହସିଲଦାର ପିସି ପାଇଁ ବ୍ୟସ୍ତରେ ଅଛନ୍ତି
@sudhansugantayet2786
@sudhansugantayet2786 2 ай бұрын
Pl concentrate on tehsil off
@1991Mahendra
@1991Mahendra 2 ай бұрын
ଡାରତ ମାତା ମନ୍ତ୍ରୀ
@Tandikana
@Tandikana 2 ай бұрын
ଏଥର ଲୋକଙ୍କ ନେତା ରଜ ଚାଲିବ
@sanjayanaik-n9s
@sanjayanaik-n9s 2 ай бұрын
RI OFFICE କଣ ଏକ ଓଲି ଚାଲୁଛି,, କର୍ମଚାରୀ ଙ୍କୁ କଣ ଅଧା ଦରମା କି
@lalmohanmahananda4260
@lalmohanmahananda4260 2 ай бұрын
Take a necessary action
@khotei
@khotei 2 ай бұрын
ଏଇଟା ଗୋଟେ ବାଳ ମନ୍ତ୍ରୀ ଏ ଭାରତ ମାତା ଲେଖି ପାରୁନି, ଏଠି ଶଳା ସବୁ ମୂର୍ଖ ମନ୍ତ୍ରୀଙ୍କର ଶାସନ
@nirmalkumarprdhan9794
@nirmalkumarprdhan9794 2 ай бұрын
Judicial inquiry must suspended from duty for 30 years. After getting job They only enjoy Life. Increase family property.. illegal wrong doings by them. .....
@chandrapanda7222
@chandrapanda7222 2 ай бұрын
ମନୋଜ ପ୍ରଭାକର କୁଜୁରୁ ବହୁତ କରିତ କରମା ତହସିଲଦାର ସେ ବାବୁ ଗଞ୍ଜାମ ର କନିସି ତହସିଲ ରେ Addl Tdr ଥିଲେ, ସେ ବାବୁ କେତେ କଣ କରିଛନ୍ତି ଆପଣ ତଦନ୍ତ କଲେ ଜଣା ଯିବ, ପ୍ରମାଣ ଗୁଡିକ ଯଦି ମାଗିବେ ମୁଁ ସମସ୍ତ ନଥି ପତ୍ର ଆପଣ ମାନଙ୍କ ସମ୍ମୁଖ ରେ ରଖିବି.
@s.mohapatra-i1k
@s.mohapatra-i1k 2 ай бұрын
😂😂😂😂😂😂 ଅଧିକ ଦରମା ବଢିବା ଆଶାରେ ସରକାରୀ ଚାକିରିଆ ହିଁ ଡବଲ ଇଞ୍ଜିନ କୁ ଭୋଟ ଦେଇ ଥିଲେ 2024 ରେ ଓଡ଼ିଶାରେ କିଏ ଜିତିବ ଏକଥା ସଚିବାଳୟରେ ସଚିବ ମାନେ ଆଗରୁ ଜାଣିଥିଲେ/ନବୀନ ପଟ୍ଟନାୟକ ଘରବାରି ପଟ୍ଟା ଗୋଟେ ମାସରେ ଘରେ ଡାକ ବିଭାଗ ମାଧ୍ୟମରେ ଜନସାଧାରଣ ପାଇବେ ବୋଲି ଆଇନ କଲେ ଆଉ ଏହି ହାରାମି ମାନେ ବିନା ଟଙ୍କା ନନେଲେ କାମ କରୁ ନଥିଲେ / 2023 ମଇ ମାସ 15 ରେ ମୁଁ ବେଗୁନିଆ(ଖୋର୍ଦ୍ଧା ଜିଲ୍ଲା) ତହସିଲ ଅଫିସ ରେ ପଟ୍ଟା ପାଇଁ ଆବେଦନ କଲି ଆଉ ନଭେମ୍ବର ମାସ ରେ ତହସିଲ ଅଫିସ ଗଲି ପଟ୍ଟା ପାଇଁ କିନ୍ତୁ ପଟ୍ଟା ହୋଇ ନାହି ସେହି ସମୟ ଭିତରେ ଦୁଇ ଜନ ମହିଳା ତହସିଲଦାର ବଦଳି ହୋଇ ଗଲାଣି ପୁଣି ଜଣେ ପୁରୁଷ ତହସିଲଦାର ଆସିଲେ କାମ ତାଙ୍କ କମ୍ପ୍ୟୁଟର ରେ ଥିଲା ମୁଁ ବାରମ୍ବାର କ୍ଲାର୍କ କୁ ପଚାରୁ ଥିଲି ନା ତୁମ ଫାଇଲ ତହସିଲଦାର ଙ୍କ କମ୍ପୁଟର ରେ ଅଛି ସେମିତି ଦଉଡ଼ି ଦଉଡ଼ି 2024 ଫେବୃଆରୀ 28 ରେ ସେ ତହସିଲଦାର ମୋ ଫାଇଲ ପାସ କଲା ଆଉ କହିଲା ଯେ ଆଉ ମାର୍ଚ୍ଚ 10 ତାରିଖ ଭିତରେ ତୁମେ ପଟ୍ଟା ପାଇଯିବ ସେ କଥା ମୁଁ ଯାଇ କ୍ଲାର୍କ କୁ ପଚାରିବାରୁ ସେ କହିଲା ବର୍ତ୍ତମାନ ମାର୍ଚ୍ଚ 2024 ରେ ଇଲେକ୍ସନ କାମ ଆରମ୍ଭ ହେଲାଣି (ମାର୍ଚ୍ଚ 2024 ରୁ ମଇ 2024 ର ନିର୍ବାଚନ କାମ ଓଡ଼ିଶା ସରକାର ଆରମ୍ଭ କରୁଛନ୍ତି ବୋଧେ😂😂😂) ତେଣୁ ଏହି ମାସ ଶେଷ ସୁଦ୍ଧା ପାଇଯିବ ତାପରେ ମୁଁ ଘରକୁ ଆସିଲି ତାପରେ ମାର୍ଚ୍ଚ ମାସ ଛାଡ଼ି 4/4/ 24 ରେ ତହସିଲଦାର ଅଫିସ୍ ରେ ପହଞ୍ଚିଲି କ୍ଲର୍କ କୁ ପଚାରିବାରୁ କହିଲା ତୁମ କାମ ହୋଇ ନାହିଁ ସମସ୍ତେ ନିର୍ବାଚନ କାମରେ ଅଛନ୍ତି ତେଣୁ ଡେରି ହେବ ତାପରେ ମୁ ତାକୁ କହିଲି ମୁ ମୁଖ୍ୟମନ୍ତ୍ରୀ ପାଖକୁ ଗୋଟେ ଅଭିଯୋଗ ପଠାଉଛି କାହିଁକି ପଟ୍ଟା ପାଇଁ ଗୋଟେ ବର୍ଷ ହେଲା ତାପରେ ମୁ ଘରକୁ ଆସିଲି ମୁଁ ଆସିବା ପରେ ପରେ ସେ କ୍ଲାର୍କ ମୋ ପଟ୍ଟା ନେଟ ରୁ ବାହାର୍ କରି ଦେଇଛି ଆଉ ମୋର ବ୍ୟକ୍ତିଗତ କାମ ଯୋଗୁଁ ତାପରେ ଏପ୍ରିଲରେ ଏବଂ ମଇ ନିର୍ବାଚନ ଆଉ ପରେ ଜୁନ ପରେ ଜୁଲାଇ 16 ରେ ଗଲି ଆଉ ପଟ୍ଟା କଥା ପଚାରିବାରୁ ନା ତୁମ ପଟ୍ଟା ହୋଇ ନାହି ନିର୍ବାଚନ କାମ ଥିବାରୁ ତହସିଲଦାର ନଥିଲେ ତାପରେ ମୁଁ ସେ କ୍ଲାର୍କ କୁ ପଚାରିଲି ମୋ ପଟ୍ଟା କାମ ଗତ ବର୍ଷ ମଇ ରେ ଦୀୟଯାଏ ଥିଲା ଆଉ ଗତ ଫେବୁଆରୀ 28 ରେ ତହସିଲଦାର ଫାଇଲ ଦସ୍ତଖତ କରିଛନ୍ତି ତେବେ ପୁଣି କଣ ପାଇଁ ସମୟ ଲାଗିବ ତାପରେ ସେ ଥି ଅଧ୍ ଘଣ୍ଟା ଅପେକ୍ଷା କଲି ପଟ୍ଟା ବଣ୍ଡଲ ରୁଁମୋ ପଟ୍ଟା ଖୋଜି ବାହାର୍ କରି ମୋତେ ଦେଲା ଆଉ ସେହି ପଟ୍ଟା ବାହାର୍ କରାଯାଇଥିଲା 4/4/24 ରେ ଯେଉଁ ଦିନ ତାକୁ କହି ଥିଲି କି ମୁଖ୍ୟମନ୍ତ୍ରୀ କି ଅଭିଯୋଗ କରିବି ବୋଲି ଏତେ ଦିନ ଡେରି ହେଲା କେବଳ ଲାଞ୍ଚ ଦେଇ ନଥିବା ଯୋଗୁଁ/ ଯେଉଁ ଅଫିସ ରେ ପୁରୁଣା ଚାକିରିଆ ଅଛନ୍ତି ତାକୁ ବଦଳି କରାଯାଉ ଆଉ ଯେଉଁଠି ଧରା ପଡ଼ୁଛନ୍ତି ତାକୁ ସସ୍ପେଣ୍ଡ କରାଯାଉ ଆଉ ଚାକିରି ରୁ ବାହାର୍ ମଧ୍ୟ କରାଯାଉ ନହେଲେ ଏମାନଙ୍କ ସାହସ କମିବ ନାହିଁ
@anonymousan5063
@anonymousan5063 2 ай бұрын
No govt servant is afraid of Govt .So they treat ministers MPs, MLAS like a toy . This was evident from case of Pratap Sarangi who was a sitting MP , misbehaved by then Balasore collector .
@haragovindamohapatra8637
@haragovindamohapatra8637 2 ай бұрын
Nothing will happen. You can suspend all the officers for PR activities. But how will the State run!! Please be matured, take some time, and learn the issues. You are sending your officers to Karnataka which is a Congress rulled state and feel proud about this!!
@SIBANSH123A2Zmarket
@SIBANSH123A2Zmarket 2 ай бұрын
Sir kantapada tahasil ofise asantu
@asawarenessandentertainmen5870
@asawarenessandentertainmen5870 2 ай бұрын
There should be a change in government job policy.after getting job most of the government job holders are becoming corrupt,in efficient
@diptiranjanbehera2439
@diptiranjanbehera2439 2 ай бұрын
Minister jou sit re Direct basichhanti kaha anumati re
@radhakantabag463
@radhakantabag463 2 ай бұрын
Ama balangir district ra belpada tahasil ku a santu achana Sir bahut kampending padi6i loka dauduchhanti Khali loka
@Unknown-o8f3z
@Unknown-o8f3z 2 ай бұрын
Sir please visit Bonth Tehsil office
@UpendraBag-kt7ln
@UpendraBag-kt7ln 2 ай бұрын
ସବୁ, ଜା ଗା ଏ, ଅ ବସ୍ତା,ତିକେବୁଲି,କି,ଦେକ୍
@ManojMohanty-e8o
@ManojMohanty-e8o 2 ай бұрын
Sures pujari. Kan action nele. Kichi action nebeni. Katha prabal kama durbal.
@MDmotivational1432
@MDmotivational1432 2 ай бұрын
Patanagarh same abasta sar
@gandharbbaral
@gandharbbaral 2 ай бұрын
ଏ ଚୁତିଆ ଏଲ ଏଲ ବି ପାସ କରିଛନ୍ତି English ରେ ଦୁଇ 🐕ପଦ କହିପାରୁ ନାହିଁ
@kingstarankit3648
@kingstarankit3648 2 ай бұрын
Sambalpur tahasil office very corrupt 😢
@samajmusicofficial2458
@samajmusicofficial2458 2 ай бұрын
Bjd tahasildar chora tahasildar24 barsa khaidele
@jyotiranjannaik820
@jyotiranjannaik820 2 ай бұрын
Visit all tahasil offices in odisha
@laphymedia8356
@laphymedia8356 2 ай бұрын
Ame janichu ba ....Khali advancement.....au kichhi nai
@SushilSilu-yn2jr
@SushilSilu-yn2jr 2 ай бұрын
Thik sir,biometric kari diantu sabu office re,amane nahele sudhuribeni,aau jadi pauchanti suspend karidia
@jogendrasingbaipaijogendra7996
@jogendrasingbaipaijogendra7996 2 ай бұрын
Odisha Sara packet mara officer sir amo mayurbhanj ku thare asantu sir😢😢
@brajakishornayak4328
@brajakishornayak4328 2 ай бұрын
Tike bhadrak ra Tihidi asiki tike dekhantu kn sabu hauchhi sir
@PrasantaPattanayak-d8s
@PrasantaPattanayak-d8s 2 ай бұрын
Nabin babu nka samayare kemiti sahajoga miluthila lokamananku nishya Biju babu kanduthibe
@debaprasandas5858
@debaprasandas5858 2 ай бұрын
Kendrpara pattamundai tahashili katha bujhile bhala hunta
7PM Bulletin || 4th November 2024 || Kanak News
22:03
Kanak News
Рет қаралды 6 М.
Ouch.. 🤕⚽️
00:25
Celine Dept
Рет қаралды 34 МЛН
Try Not To Laugh 😅 the Best of BoxtoxTv 👌
00:18
boxtoxtv
Рет қаралды 7 МЛН
Sigma baby, you've conquered soap! 😲😮‍💨 LeoNata family #shorts
00:37
🔴 LIVE || 7PM Bulletin || 4th November 2024 || Kanak News
43:25