Modi Boosting Odisha BJP For 2024 Election, VK Pandian Counters Tall Claims

  Рет қаралды 532,226

Kanak News

Kanak News

Күн бұрын

Prime Minister Narendra Modi's presence is galvanizing the BJP's campaign in Odisha for the 2024 elections. However, VK Pandian, BJD Leader, counters the tall claims made by the BJP, setting the stage for a dynamic electoral contest in the state.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #Odisha #2024elections #BJP #BJD #modi #vkpandian

Пікірлер: 445
@BisnupriyaJena-x1m
@BisnupriyaJena-x1m 4 ай бұрын
ଖାଦ୍ୟ ସୁରକ୍ଷା ଠାରୁ ମହିଳା ସଶକ୍ତିକରଣ । ମହାବାତ୍ୟା ମୁକାବିଲା ଠାରୁ ମହାମାରୀ ନିୟନ୍ତ୍ରଣ । ସ୍ୱାସ୍ଥ୍ୟରେ ଉନ୍ନତି ଠାରୁ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ... ସବୁଥିରେ ଅଗ୍ରଣୀ ଥିବା ଓଡିଶା ଆଜି ସାରା ବିଶ୍ୱରେ ପ୍ରଶଂସିତ
@MinatiJena-
@MinatiJena- 4 ай бұрын
ଜନତାଙ୍କ ପାଇଁ ଯାହାଙ୍କ ଜୀବନ ଉତ୍ସର୍ଗୀକୃତ । ଜନକଲ୍ୟାଣ ପାଇଁ ସେବାରେ ଯିଏ ସମର୍ପିତ... ସିଏ ହିଁ ଜନନେତା, ଜନନାୟକ ।
@tapanakumar1513
@tapanakumar1513 3 ай бұрын
ନବୀନ ପଟ୍ଟନାୟକ
@SinkuBabu653
@SinkuBabu653 3 ай бұрын
Jay ବିଜେଡି
@loveguru4599
@loveguru4599 4 ай бұрын
ପ୍ରିୟ ଭାଇ ଓ ଭଉଣି ମାନେ ଉପଯୁକ୍ତ ଲୋକକୁ ଭୋଟ ଦେଇ ନୂଆଁ ମୁହଁ ସରକାର କରନ୍ତୁ ବିଜେଡି ର ପାଣ୍ଡୁ କଥା ସୁଣନ୍ତୁ ନାହିଁ କଣ କରିଛନ୍ତି ନବିନ ପ୍ରାଇଭେଟ ସ୍କୁଲ ଆଉ ଗରିବ ଯିବେ ସରକାରୀ ବିଦ୍ୟାଳୟ ଅଣ୍ଡା ଚତୁଆ ପାଇଁ, ମଦ ଯିଏ ଅଧିକ ବିକିବ ତାକୁ ପୁରସ୍କାର , ଓଡ଼ିଶା ପୋଲିସକୁ ନିଜ ହାତମୁଠାକୁ ଆପଣ ଜାଣି ଥିବେ ଆପଣଙ୍କର ଅସୁବିଧା ସମୟରେ ପୋଲିସ ସାହାର୍ଯ୍ୟ କରେନି କେବଳ ବିଜେଡ଼ି ପାଟି ଲୋକ, ଆମ ରାଜ୍ୟରେ ଭରପୁର ଖଣିଜ ପଦାର୍ଥ ଅଛି ବିକ୍ରିର ହିସାବ ନାହିଁ, ଆଉ ଏତେ କମ୍ପାନି ଥାଉ ଥାଉ ଆମ ଭାଇମାନେ ବାହାର ରାଜ୍ୟରେ କାମକରୁଛନ୍ତି ନିଜ ପରିବାର ପାଇଁ ..ମାଗଣା ବିଜୁଳି ଲୋଭରେ ଅନ୍ତୁନି ଆମର ଶିତଳଭଣ୍ଡାର ନାହିଁ ବାହାର ରାଜ୍ୟରୁ ସବୁ ରାସନ୍ ଆସିବ Tax ଆକାରରେ ଚାରିଗୁଣା ଯିବ
@LaxminarayanJena-ux3ez
@LaxminarayanJena-ux3ez 4 ай бұрын
ରାଜ୍ୟରେ ଲୋକସଭା ଓ ବିଧାନଶୋଭା ନିର୍ବାଚନ ରେ ବିଜେଡି ସବୁବେଳେ ବିଜୟ ହାସଲ କରି ଆସିଛି ଏବଂ ଆଗକୁ କରି ଆସୁଥିବ l
@BisnupriyaJena-x1m
@BisnupriyaJena-x1m 4 ай бұрын
ଓଡ଼ିଆଙ୍କ ହୃଦୟର ନେତା ସମସ୍ତ ଓଡିଶାବାସୀ ଙ୍କ ଅତିପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
@OmmprakashDas-s7l
@OmmprakashDas-s7l 4 ай бұрын
ଓଡ଼ିଶା ଆଜି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି,ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଆମ ପଦ୍ମ ଦଳିଆ ।
@Jeetendramaharana
@Jeetendramaharana 3 ай бұрын
Pandian babu kerla jaantu.namaste 🙏
@subratapatra5072
@subratapatra5072 4 ай бұрын
ରାଜ୍ୟର ବିକାଶ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଆଗରେ ରୁହନ୍ତି ଏବଂ ସେ ଯେଉଁ ସବୁ ନିଷ୍ପତ୍ତି ନିଅନ୍ତି ତାହା ପୂରଣ କରିଥାନ୍ତି l
@SHEELA_3333
@SHEELA_3333 4 ай бұрын
ନବୀନ ପଟ୍ଟନାୟକ ଏପରି ଏକ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ହିଁ ତାଙ୍କର ପରିଚୟ ଓ ସେହି ପରିଚୟ ପାଇଁ ସେ ସାରା ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।
@BisnupriyaJena-x1m
@BisnupriyaJena-x1m 4 ай бұрын
ସ୍ୱାସ୍ଥ୍ୟ ସେବା ଜରିଆରେ ସୁପର ସ୍ପେଶାଲିଟି ସୁବିଧା ଯୋଗାଇ ଦେଇଛନ୍ତି ନବୀନବାବୁ।।।
@pokrajpradhan289
@pokrajpradhan289 4 ай бұрын
ବିଗତ ୧୦ ବର୍ଷ ମୋଦୀ ଙ୍କୁ ସାହାଯ୍ୟ କରିବାର ଫଳ ଆଜି ବୁଝି ପାରିଛି ବିଜେଡି
@GoyaramJena
@GoyaramJena 4 ай бұрын
ଲୋକଙ୍କ ଆଶା ଓ ବିଶ୍ବାସ ଯେତେବେଳେ ଏହି ଦଳ ଉପରେ ନାହିଁ ସେମାନେ ଏହି ଦଳ କୁ ଭୋଟ ଦେବେ ବା କଣ ପାଇଁ ?
@lunapuch
@lunapuch 4 ай бұрын
Bjp win 🎉 no more rubber stamp cm
@AshokMishra-zs7yu
@AshokMishra-zs7yu 4 ай бұрын
ବିଜେପି କିଛି କାର୍ଯ୍ୟ କରେନାହିଁ ମାତ୍ର ରାଜ୍ୟର ଉନ୍ନତି ମୂଳକ. କାର୍ଯ୍ୟକୁ ସର୍ବଦା ବିରୋଧ କରିଚାଲେ.
@santilatapandacreationands6475
@santilatapandacreationands6475 3 ай бұрын
Sabas❤❤❤❤❤❤🎉🎉🎉
@GoyaramJena
@GoyaramJena 4 ай бұрын
ଓଡ଼ିଶାରେ ବିଜେପି ଦଳ ନେତା ମାନେ ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l
@SinkuBabu653
@SinkuBabu653 3 ай бұрын
ଓଡିଶା ବାସି ଙ୍କୁ ମୋର ଅନୁରୋଧ ଯେ ବିଜେପି କଥା ରେ ଯlହନି କି ବିଜେପି ର କମେଣ୍ଟ ରେ କେଇ ବି ତାଙ୍କ କଥା ଶୁଣନ୍ତୁ ନାଇଁ କାରଣ ବିଜେପି ଓଡିଶା ରେ କଣ କରିଛି 10ବର୍ଷ ଭିତରେ
@JyotikaMishra898
@JyotikaMishra898 4 ай бұрын
ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।
@shruticreation5029
@shruticreation5029 4 ай бұрын
Mo Bala karanti mukhya mantri
@kunasvlog2791
@kunasvlog2791 4 ай бұрын
Amti murkha cm khothi nahi
@BugguJena
@BugguJena 4 ай бұрын
ଓଡ଼ିଶାର ଉନ୍ନତି ପାଇଁ କିଏ କଣ କରିଛି ଏହା ସମସ୍ତଙ୍କୁ ଜଣା।ଓଡ଼ିଶା ବାସୀଙ୍କ ପାଇଁ ନବୀନ ସରକାର ସବୁବେଳେ ପାଖରେ ରହି ଆସିଛନ୍ତି ଏବଂ ଆଗକୁ ମଧ୍ୟ ରହିବେ।
@shilpasethi8080
@shilpasethi8080 4 ай бұрын
ଓଡ଼ିଶା ମାଟି,ଓଡ଼ିଆ ଜାତି ଓ ଓଡ଼ିଆ ଲୋକଙ୍କୁ ଭଲପାଉଥିବା ମାଟିର ମଣିଷ ନବୀନ ପଟ୍ଟନାୟକ ଓଡ଼ିଶା ର ବିକାଶ ସବୁବେଳେ କରିଛନ୍ତି ଓ ଆଗକୁ କରୁଥିବେ।
@manashsethi4439
@manashsethi4439 3 ай бұрын
dharmara jay Jay Jagannath Swami 🙏🙏🙏
@er.abhijeetsahoo
@er.abhijeetsahoo 4 ай бұрын
Qs ta thik heichi bas election pai asuchnti ପ୍ରଚାର pai
@BisnupriyaJena-x1m
@BisnupriyaJena-x1m 4 ай бұрын
ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@MrARUNPanigrahi
@MrARUNPanigrahi 4 ай бұрын
Thank you
@shilpasethi8080
@shilpasethi8080 4 ай бұрын
ଓଡ଼ିଶାର ବିରୋଧୀ ଦଳର ନେତା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ସମୟରେ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ନିଜର ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା କରିଥାନ୍ତି। ନିର୍ବାଚନ ସରିଗଲେ ଆଉ ଲୋକଙ୍କ ପାଖକୁ ଯାଆନ୍ତି ନାହିଁ ଏହା ହେଉଛି BJP ଦଳର ଧର୍ମ।ଆଉ ସେ nh5 କଥା କଣ ବୁଝିବେ।
@bijayparida8085
@bijayparida8085 4 ай бұрын
ଠିକ୍ କଥା କହୁଛି 5ଟି
@LaxminarayanJena-ux3ez
@LaxminarayanJena-ux3ez 4 ай бұрын
କେନ୍ଦ୍ର ସରକାର ପ୍ରତିଶୃତି ଦେଇ ଯଦି ପାଳନ କରି ନ ପାରିବେ ତାହେଲେ ବଡ଼ ବଡ଼ ଭାଷଣ କାହିଁକି ମାରୁଛନ୍ତି l
@LipsaBarik-hb2lz
@LipsaBarik-hb2lz 3 ай бұрын
Right 😊😊❤
@LaxminarayanJena-ux3ez
@LaxminarayanJena-ux3ez 4 ай бұрын
ଶାସନ ନୁହେଁ ସେବାରେ ବିଶ୍ବାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତା, ସବୁଥ୍‌ରେ ମୁକାବିଲାରେ ମାସ୍ଟର ନବୀନ ସରକାର ।
@bossrohitgaming0645
@bossrohitgaming0645 4 ай бұрын
Modi is best
@OmmprakashDas-s7l
@OmmprakashDas-s7l 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ସଂରକ୍ଷଣ ମହିଳାଙ୍କୁ ଦେଇଛନ୍ତି ।
@sonaliparida143
@sonaliparida143 4 ай бұрын
ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।
@excellentsagar0
@excellentsagar0 4 ай бұрын
ତୋ କଥା କୁ କେହି ବାସି ବାଳରେ ପଚାରୁ ନାହାଁନ୍ତି 😂😂
@kishore6469
@kishore6469 4 ай бұрын
He is right answer his question.
@SinkuBabu653
@SinkuBabu653 3 ай бұрын
ଆବେ ମାଗିଆ ତୁ ମାଗିଆ ଓଡିଶା ପାଇଁ ଚୋର କାରଣ ତୁ ବିଜେପି ଲୋକ.😂😂ଆରେ ଆମ ବିଜେଡି ଟୁ ଶିକ୍ଷା ନିଅ ବେ ମୂର୍ଖ ଶଳା
@excellentsagar0
@excellentsagar0 3 ай бұрын
@@SinkuBabu653 ତୋ ବୋଉ ବିଆ🤣
@PriyaMohanty-
@PriyaMohanty- 4 ай бұрын
ନବୀନ ବାବୁ ! ଆପଣ, ମାଟିର ମହାନାୟକ... ଆମ ଓଡିଶାର ସ୍ୱାଭିମାନ ଓ ଅଭିମାନର ପ୍ରତୀକ ।
@user-ranjit687
@user-ranjit687 4 ай бұрын
ନିର୍ବାଚନ ଆସିଲେ କେନ୍ଦ୍ର ରୁ ମାଳ ମାଳ ହୋଇଆସୁଛ କିନ୍ତୁ ଓଡ଼ିଶାର ବିକାଶ କଥାକୁ ଭୁଲି ଯାଉଛ କେମିତି |
@BugguJena
@BugguJena 4 ай бұрын
ଓଡ଼ିଶା ର ରାଜା ଭଳି ନବୀନ ବାବୁ ସାରା ରାଜ୍ୟବାସୀଙ୍କୁ ନିଜ ପରିବାର ମନେକରନ୍ତି। ପରିବାରର ମୁଖ୍ୟ ଭାବେ ସେ ସବୁ ଦାୟିତ୍ଵ ସୂଚାରୁରୂପେ ପାଳନ କରନ୍ତି ଆଉ ଜଗତର ନାଥ ଜଗନ୍ନାଥକ ଆସ୍ରିପାଦ ରହିଛି।
@premkumarprem2187
@premkumarprem2187 4 ай бұрын
Jay bjp
@shilpasethi8080
@shilpasethi8080 4 ай бұрын
ବିଜେପି ଦଳର ଚାଲ ଆଉ ଚଳିବ ନାହିଁ ଓଡ଼ିଶା ବାସୀ ଭଲ ଭାବରେ ଜାଣନ୍ତି ତାଙ୍କର ଚାଲ ,ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ପୁନର୍ବାର ବିଜୁ ଜନତା ଦଳକୁ ଆଶୀର୍ବାଦ କରିବେ.
@m.kumarmahapatra916
@m.kumarmahapatra916 3 ай бұрын
ମୂର୍ଖ ଭଳି କଣ କହୁଚ,ଆଜି ଯାଏ କଣ ଓଡ଼ିଶା ରେ bjp ଶାସନ କରୁଚି ?୨୫ବର୍ଷ ହେଲା ପରା ଏଇ ମୂର୍ଖ ଶାସନ କରୁଚି।ଆଉ ତାର ଫଳ କଣ ଆମେ ଭଲ ଭାବେ ଜାଣିଚୁ,ଆଉ bjp କଣ ଚାଲ କଲା ଯେ ବନ୍ଦ କରିବ?
@JandumaniHarijan
@JandumaniHarijan 3 ай бұрын
Yes
@BibhutiSahu123
@BibhutiSahu123 4 ай бұрын
5,6 ମାସ ଆଗରୁ ବିଜୁଳି ପଇସା ବାକି ରହିଲେ ବିଜୁଳି କାଟ କରୁଥିଲେ ଏବେ କେମିତି ମାଗଣା ଦେବେ । ଆଗରୁ କାହିଁ ଛାଡ କରିଲେ ନାହିଁ ।
@kishore6469
@kishore6469 4 ай бұрын
Why bjp issues manifesto now where's for 10 years and what about 2014 and 2019 manifesto.
@adityakumar12298
@adityakumar12298 4 ай бұрын
But this time Pandian is saying absolutely correct 💯.....ଛିଃ ମୋଦି ସରକାର ......😂😂😂
@shilpasethi8080
@shilpasethi8080 4 ай бұрын
ବିଜେପି ଜାଣି ନେବା ଦରକାର ଯେ ଓଡିଶାବାସୀ ବିକାଶର ରାଜନୀତିକୁ ପସନ୍ଦ କରୁଛନ୍ତି ଯାହା ବିଜେଡି କରୁଛି । ବିଜେପିର ନକରାତ୍ମକ ଚିନ୍ତାଧାରାକୁ ଓଡିଶାବାସୀ କେବେ ମଧ୍ୟ ଗ୍ରହଣ କରୁନାହାନ୍ତି ।
@shilpasethi8080
@shilpasethi8080 4 ай бұрын
ମୁଖ୍ୟମନ୍ତ୍ରୀ ଓ 5t ଅଧ୍ୟକ୍ଷ ଙ୍କ ପାଇଁ ଆଜି ଓଡିଶା ଉନ୍ନତି ପଥରେ ଆଗେଇ ଚାଲିଛି। 2024 କେବଳ ଆଉ କେବେଳ ବିଜେଡି ଜିତିବ ଆଉ ପୁଣି ନବୀନ ବାବୁ ଓଡିଶା ର ଉର୍ନତି କରିବେ।
@DolamaniBagarty-dc3bw
@DolamaniBagarty-dc3bw 4 ай бұрын
ପାଣ୍ଡିଆନ ଠିକ୍ ଜବାବ ଦେଇଛନ୍ତି
@AkashNayak-dv4yx
@AkashNayak-dv4yx 4 ай бұрын
Mg pandya tu sala କିଏ???😮😮
@kishore6469
@kishore6469 4 ай бұрын
Answer his question
@pinkupiinku7057
@pinkupiinku7057 4 ай бұрын
Answer dia, katha nabule
@bijaykhuntia868
@bijaykhuntia868 4 ай бұрын
Yes.. Who is Pandya?
@Arp_here11
@Arp_here11 4 ай бұрын
ପାଣ୍ଡିଆନ sir ହେଉଛନ୍ତି ଜଣେ ବିଜେଡି ନେତା। ଆପଣ ଯଦି ତାଙ୍କର ପଚରିଯାଇଥିବା ପ୍ରଶ୍ନ ର ଉତ୍ତର ଦେଇ ପାରୁନାହାନ୍ତି ତେବେ ତାଙ୍କୁ ଦୁର୍ବ୍ୟବହାର କରିବାର କୌଣସି ଅଧିକାର ଆପଣଙ୍କର ନାହିଁ। ସତ କହିଲେ ବାଧେ। ଏ କଥା ଶୁଣିଥିଲି କିନ୍ତୁ ଆଜି ଦେଖି ମଧ୍ୟ ଦେଲି! ଆମ ଓଡ଼ିଶା, ନବୀନ ଓଡ଼ିଶା!! 💚
@ambarishswain3233
@ambarishswain3233 4 ай бұрын
Pandu heuchhi kichhi Genda dalia Golam nka neta
@AshokMishra-zs7yu
@AshokMishra-zs7yu 4 ай бұрын
ବିଜୁ ଜନତା ଦଳ ର ଯାହା କହେ ତାହା ନିଶ୍ଚିତ ଭାବରେ କାର୍ଯ୍ୟ କରି ଦେଖାଏ ପୁଣି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ହେବେ l
@LaxminarayanJena-ux3ez
@LaxminarayanJena-ux3ez 4 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ଅଧିକ ବିଶ୍ୱାସ କରନ୍ତି, ସେଥିପାଇଁ ଓଡ଼ିଶାବାସୀ ତାଙ୍କୁ ଭଲ ପାଆନ୍ତି.
@LaxminarayanJena-ux3ez
@LaxminarayanJena-ux3ez 4 ай бұрын
ଯେ ନିଜ କଥା ନ ଭାବି ସାରା ଓଡ଼ିଶାର ସାଧାରଣ ଜନତାଙ୍କ ସ୍ଵାର୍ଥର କଥା ଚିନ୍ତା କରନ୍ତି । ସେ ହେଉଛନ୍ତି । ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,
@lalmohanmunda1188
@lalmohanmunda1188 4 ай бұрын
Tu kie be sala magia
@sonaliparida143
@sonaliparida143 4 ай бұрын
ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l
@r_lipun_samal857
@r_lipun_samal857 4 ай бұрын
ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।
@OmmprakashDas-s7l
@OmmprakashDas-s7l 4 ай бұрын
ବିରୋଧୀଙ୍କ ଭଳି ପ୍ରତିଶ୍ରୁତି ଦେଇ ଭୁଲି ଯାଆନ୍ତି ନାହିଁ ନବୀନ ପଟ୍ଟନାୟକ। ତାଙ୍କ ପ୍ରତିଶ୍ରୁତିକୁ ସେ କାମରେ କରି ଦେଖାନ୍ତି।
@LaxminarayanJena-ux3ez
@LaxminarayanJena-ux3ez 4 ай бұрын
ନବୀନ ବାବୁ ନିଜ ଗ୍ୟାରେଣ୍ଟି ନିଜେ ଦେଇପାରୁ ନାହାଁନ୍ତି,ସେ କ'ଣ ଗ୍ୟାରେଣ୍ଟି ଦେବେ। ଯିଏ ଅନ୍ୟର ସେବା ରେ ବଞ୍ଚିଛନ୍ତି ସେ କଣ ବୁଝିବେ ଓଡ଼ିଶା ବାସୀଙ୍କ ସେବା l
@r_lipun_samal857
@r_lipun_samal857 4 ай бұрын
୨୫ ବର୍ଷ ହେଲା ଏକ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜକୁ ଓଡ଼ିଶା ବାସୀଙ୍କ ସେବାରେ ନିୟୋଜିତ ରଖିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ l
@shilpasethi8080
@shilpasethi8080 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିପାରିଛି, ସତରେ ମାନ୍ୟବର ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପାଇ ସମଗ୍ର ରାଜ୍ୟବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।
@AshokMishra-zs7yu
@AshokMishra-zs7yu 4 ай бұрын
ବିଜେପି କେବଳ ଲୋକଙ୍କ ଉପରୁ ଟେକ୍ସ ଆଦାୟ କରନ୍ତି. ନିଜର ବିଳାସରେ ଖର୍ଚ୍ଚ କରିବା ପରେ ଦେଶର କତିପୟ ମାଲିକ ମାନଙ୍କର ଋଣ ଛାଡ଼ କରିଥାନ୍ତି.
@LaxmipriyaDaspatra
@LaxmipriyaDaspatra 4 ай бұрын
ବଡ଼ ବଡ଼ ଭାଷଣ ମାରିଲେ ଲୋକଙ୍କ ମନ କୁ କିଣା ଯାଇପାରେ ନାହିଁ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ପଡେ ପ୍ରଧାନମନ୍ତ୍ରୀ ଏହାକୁ ଭୁଲିଯାଇଛନ୍ତି ପ୍ରାୟ l
@LaxmipriyaDaspatra
@LaxmipriyaDaspatra 4 ай бұрын
ମୋଦିଜୀ ଆପଣ ଙ୍କୁ କଣ କେହି ଭାରତ ରତ୍ନ ପାଇଲା ଭଳି ବ୍ୟକ୍ତି ନାହାନ୍ତି ଓଡ଼ିଶାର ଭୂମିପୁତ୍ର ବିଜୁପଟ୍ଟନାୟକ କଥା ମନେ ପଡ଼େନା l
@AlpanaPradhan-h7e
@AlpanaPradhan-h7e 4 ай бұрын
ଜନ୍ମରୁ ଜୁଇ, ସାଧାରଣ ଲୋକଙ୍କ ପାଇଁ ଯୋଜନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଣିଛନ୍ତି ଓଡ଼ିଶାବାସୀଙ୍କ ମନ
@shilpasethi8080
@shilpasethi8080 4 ай бұрын
ବିଜେପି ହାରିବ ଜାଣିଲା ପରେ ଅନ୍ୟାୟ ଓ ଅନିତି ଉପାୟରେ ଜିତିବା ପାଇଁ ଚେଷ୍ଟା କରୁଛି ରାଜ୍ୟ ବିଜେପି ଏଥିରେ କିଛି ସୁଫଳ ମିଳିବ ନାହିଁ l
@LaxmipriyaDaspatra
@LaxmipriyaDaspatra 4 ай бұрын
ଜଣେ ପ୍ରକୃତ ଜନନେତା ସବୁବେଳେ ଦେଶ ବାସୀଙ୍କ ସ୍ୱାର୍ଥ ପାଇଁ ନିଜକୁ ସମର୍ପିତ କରିଦିଏ , ନବୀନ ପଟ୍ଟନାୟକ ଜଣେ ପ୍ରକୃତ ଜନନେତା ହେବାର ପରିଚୟ ଦେଇଛନ୍ତି।
@OmmprakashDas-s7l
@OmmprakashDas-s7l 4 ай бұрын
ଓଡ଼ିଶା ର ଶାସନ ନବୀନ ପଟ୍ଟନାୟକଙ୍କ ସମୟରେ ସବୁଠୁ ଭଲ ଶାସନ।ଏଥିରେ କୌଣସି ସନ୍ଦେହ ନାହିଁ
@sonaliparida143
@sonaliparida143 4 ай бұрын
ନବୀନ ଓଡ଼ିଶା ରେ ସମସ୍ତଙ୍କ ସପ୍ନ ହେଉଛି ସାକାର.
@LaxmipriyaDaspatra
@LaxmipriyaDaspatra 4 ай бұрын
ନବୀନ ବାବୁଙ୍କ ପ୍ରଗତିଶୀଳ କାର୍ଯ୍ୟରେ ଓଡିଶାର ଲୋକମାନେ ଖୁସି ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ରକ୍ଷା କରି ଓଡିଶାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି l
@sujitpahan8591
@sujitpahan8591 4 ай бұрын
❤❤❤❤❤❤❤❤❤❤❤
@RajkishoreRout-gw1bs
@RajkishoreRout-gw1bs 4 ай бұрын
ନୂଆ ଓଡିଶା ନବୀନ ଓଡିଶା ଯୋଜନା ଗ୍ରାମାଞ୍ଚଳ ର ଯେଉଁ ବିକାଶ ଆଣିଦେଇଛି ତାହା ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବୃଦ୍ଧି କରିଛି!
@sonaliparida143
@sonaliparida143 4 ай бұрын
ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।
@AlpanaPradhan-h7e
@AlpanaPradhan-h7e 4 ай бұрын
ଓଡିଶା ବିଜେପିର ଆତ୍ମବିଶ୍ୱାସ ବଢାଇବା ପାଇଁ ବାରମ୍ବାର ପ୍ରଧାନମନ୍ତ୍ରୀ ଆସୁଛନ୍ତି, ହେଲେ ଓଡିଶାବାସୀଙ୍କ ପାଇଁ କଣ କରିଛନ୍ତି.
@LaxminarayanJena-ux3ez
@LaxminarayanJena-ux3ez 4 ай бұрын
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବାସୀଙ୍କୁ ପ୍ରତି ମୁହୂର୍ଷରେ ଅବହେଳା କରିଆସୁଛି ଏହାର ଯବାବ ଓଡ଼ିଶାବାସୀ ଦେବା ଉଚିତ ।
@RajkishoreRout-gw1bs
@RajkishoreRout-gw1bs 4 ай бұрын
ନବୀନ ବାବୁ ଙ୍କର ଓଡିଶା ର ବିକାଶ ଏକମାତ୍ରା ଲକ୍ଷ ସେଠି ପାଇଁ ବିକାଶ କହିଲେ ଓଡ଼ିଶାର ନବୀନ ବାବୁ ଙ୍କୁ ବୁଝାଏ l
@BisnupriyaJena-x1m
@BisnupriyaJena-x1m 4 ай бұрын
ଅନେକ ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତରଣ କରି ଐତିହ୍ୟ ସୁରକ୍ଷାର ବାର୍ତ୍ତାବହକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ।।।
@pupunstar2807
@pupunstar2807 4 ай бұрын
Kichhi haba ni atha ra modi sarkar
@kishore6469
@kishore6469 4 ай бұрын
No way
@99DeepakKumar
@99DeepakKumar 4 ай бұрын
Bala na
@shilpasethi8080
@shilpasethi8080 4 ай бұрын
ପ୍ରତେକ କ୍ଷେତ୍ରରେ ରାଜ୍ୟକୁ ନୂଆ ନୂଆ ପ୍ରକଳ୍ପ ଭେଟି ଦେଉଛନ୍ତି ନବୀନ ବାବୁ l ରାଜ୍ୟରେ ହଉଚି ବିକାଶ ଲୋକମାନଙ୍କ ପାଖରେ ପହଚୁଛି ସମସ୍ତ ସୁବିଧା ତେଣୁ ଓଡିଶା ବାସୀଙ୍କ ଆଶ୍ରିବାଦ ରହିବ ବିଜେଡି ଉପରେ
@LaxminarayanJena-ux3ez
@LaxminarayanJena-ux3ez 4 ай бұрын
ନୂଆ ଓଡିଶା ନବୀନ ଓଡିଶା ଯୋଜନା ଗ୍ରାମାଞ୍ଚଳ ରେଯେଉଁ ବିକାଶ ଆଣିଦେଇଛି ତାହା ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବୃଦ୍ଧି କରିଛି l
@shilpasethi8080
@shilpasethi8080 4 ай бұрын
ବର୍ତ୍ତମାନ ଓଡ଼ିଶା ର ଯେଉଁ ବିକାଶ ହୋଇଛି ତାହା କେବଳ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ ଏବଂ 5t ସଚିବ ଭିକେ ପାଣ୍ଡିଆନ୍ ସାର୍ ଙ୍କ ଦ୍ଵାରା ସମ୍ଭବ ହୋଇପାରିଛି।
@GoyaramJena
@GoyaramJena 4 ай бұрын
ବିଜେପି କୁ ଆଗରୁ ହିଁ ଲୋକେ ନାପସନ୍ଦ କରୁଥିଲେ ଏହା ତାହାର ସାକ୍ଷାତ ପ୍ରମାଣ
@SangitaSahu-
@SangitaSahu- 4 ай бұрын
ସୁସ୍ଥ, ଶିକ୍ଷିତ ଓ ସମୃଦ୍ଧି... ନବୀନ ସରକାରଙ୍କ ସୁଶାସନର ସୂତ୍ର । ରାଜନୀତି ନୁହେଁ ଲୋକସେବାରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।
@RajkishoreRout-gw1bs
@RajkishoreRout-gw1bs 4 ай бұрын
ନବୀନ ବାବୁଙ୍କ ଶାସନରେ ଓଡ଼ିଶାର ବିକାଶ ଶୀର୍ଷକ ଛୁଇଁଛି ସବୁ କ୍ଷେତ୍ରରେ ବିକାଶ ହିଁ ବିକାଶ ଲୋକେ ଓଡିଶାରେ କେବଳ ନବୀନ ବାବୁ କୁ ହିଁ ଚାହାଁନ୍ତି ଆଉ କାହାକୁ ନୁହେଁ l
@BugguJena
@BugguJena 4 ай бұрын
ଓଡ଼ିଶାର ବିକାଶ କେବଳ ନବୀନ ବାବୁ ହିଁ କରି ପାରିବେ... ସେଇଥୁପାଇଁ ତାଙ୍କର ଅଜସ୍ର ପ୍ରଶଂସା କରିଛନ୍ତି ମୋଦିଜୀ ଏବଂ କେନ୍ଦ୍ର ସରକାର ସର୍ବଦା.... ବିପର୍ଯ୍ୟୟ ର ମୁକାବିଲା କରିବା ।
@OmmprakashDas-s7l
@OmmprakashDas-s7l 4 ай бұрын
ବିଜେପି ସରକାର 300 ଟଙ୍କା ଭତ୍ତା ଦେଉଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ 1000 ଟଙ୍କା ଦେଉଛନ୍ତି l
@SHEELA_3333
@SHEELA_3333 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏ ଭଳି ବିକାଶ ଓ ରୂପାନ୍ତର ପ୍ରକ୍ରିୟା କୁ ସାରା ଓଡ଼ିଶା ବାସୀ ସ୍ବାଗତ ଜଣାଉଛନ୍ତି
@subratapatra5072
@subratapatra5072 4 ай бұрын
ଓଡ଼ିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ ଉଚିତ୍ ପଦକ୍ଷେପ ଗ୍ରହଣ କରିଛନ୍ତି !
@m.kumarmahapatra916
@m.kumarmahapatra916 3 ай бұрын
ନବୀନ ଯଦି ମୁଖ୍ୟମନ୍ତ୍ରୀ ପାଣ୍ଡୁ କଣ?
@LaxminarayanJena-ux3ez
@LaxminarayanJena-ux3ez 4 ай бұрын
ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି l
@pkrkiduniya6128
@pkrkiduniya6128 4 ай бұрын
Puni thare nabin sarkar ❤
@AkashNayak-dv4yx
@AkashNayak-dv4yx 4 ай бұрын
Mg ପାଣ୍ଡୁ ଛୁଆ ମୁର୍ଖ ମେଣ୍ଢା...😂😂
@GoyaramJena
@GoyaramJena 4 ай бұрын
ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ସେ ହେଉଛନ୍ତି ଜଣେ ପ୍ରମୁଖ ନେତା । ତାଙ୍କର ପ୍ରତିଟି କାର୍ଯ୍ୟ ସାରା ରାଜ୍ୟବାସୀ ପାଇଁ ଆଦର୍ଶ ।
@user-ranjit687
@user-ranjit687 4 ай бұрын
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ର ମାନ୍ୟତା ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ବେ କେନ୍ଦ୍ର ବିଜେପି ସରକାର ବାରମ୍ବାର ପ୍ରତ୍ୟାକ୍ଷାନ କରି ଦେଇଛନ୍ତି।
@OmmprakashDas-s7l
@OmmprakashDas-s7l 4 ай бұрын
କେନ୍ଦ୍ର ବିଜେପି ସରକାର ଓଡିଶା ପାଇଁ କଣ କରିଛନ୍ତି ତାର ଉତ୍ତର ଦିଅନ୍ତୁ ମୋଦୀ ମହୋଦୟ ନିର୍ବାଚନ କୁ ଲକ୍ଷ୍ୟ ରଖି ଖାଲି ଭାଷଣ ଦେଲେ ଲାଭ କଣ l
@BugguJena
@BugguJena 4 ай бұрын
ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶୃତି ଦେଇଛନ୍ତି ତାହା ପୂରଣ କରିଛନ୍ତି ବିଜେପି ଦଳର ନେତାମାନଙ୍କ ପରି ନୁହେଁ ପ୍ରତିଶୃତି ଦେଇ କାର୍ଯ୍ୟ କରିବାକୁ ଭୂଲି ଯାଇଛନ୍ତି ।
@BasantiSaradabati
@BasantiSaradabati 3 ай бұрын
Very nice 👍👍👍
@RajkishoreRout-gw1bs
@RajkishoreRout-gw1bs 4 ай бұрын
ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ପଦକ୍ଷେପ ଓଡିଶା ବାସୀଙ୍କ ପାଇଁ କଲ୍ୟାଣ କାରି ସାବ୍ୟସ୍ତ ହେଉଛି, ଏହାକୁ ସାଧାରଣ ଜନତା ଅତି ଆରାମରେ ଗ୍ରହଣ କରୁଛନ୍ତି
@BugguJena
@BugguJena 4 ай бұрын
ବିକାଶ ପାଲଟିଛି ଓଡ଼ିଶାର ନୂଆ ପରିଚୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବୁଦ୍ଧ ନେତୃତ୍ବ ଓ ସ୍ଥିତି ସରକାର ଓ ଶାସନ ବ୍ୟବସ୍ଥାରେ ଜନସେବାକୁ ମୁଳମନ୍ତ୍ର କରି ବିକଶିତ ଓଡିଶା ଗଠନ ପ୍ରକ୍ରିୟା ଦ୍ବାରାନ୍ୱିତ ହୋଇଛି।
@AlpanaPradhan-h7e
@AlpanaPradhan-h7e 4 ай бұрын
ଆଦିବାସୀମାନଙ୍କୁ ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ କଲେ କି ପ୍ରଶ୍ନ କଲେ ଶ୍ରୀ ପାଣ୍ଡିଆନ ସାର.
@OmmprakashDas-s7l
@OmmprakashDas-s7l 4 ай бұрын
ଧୋକା ଦେବାରେ ବିଜେପି ଠାରୁ କେହି ବାଲିଯିବେନି ସେଥିପାଇଁ ତୋ ବିଜେପି କୁ ଓଡିଶା ବାସୀ ଆଦୌ ପ୍ରଶୟ ଦିଅନ୍ତି ନାହିଁ l
@subratapatra5072
@subratapatra5072 4 ай бұрын
ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସାହାଯ୍ୟ କରିବାର ଲକ୍ଷ୍ୟ ରଖିଥାନ୍ତି ସେଥିପାଇଁ ସେ ସମସ୍ତ ଓଡିଶା ବାସୀଙ୍କ ପ୍ରୀୟ ହୋଇଛନ୍ତି ।
@benudhardhardandsena7137
@benudhardhardandsena7137 4 ай бұрын
ଆମ ନବୀନ କଥାରେ ନୁହ କାମରେ ଯୋଡ଼ି ଶଙ୍ଖ ବଜାନ୍ତୁ ଶେଷ ଥର ପାଇଁ
@BugguJena
@BugguJena 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ର ସବୁ ଜିଲ୍ଲା ର ବିକାଶ ସାଧନ କରିଛନ୍ତି। ସେବା କ୍ଷେତ୍ରରେ, ସ୍ବାସ୍ଥ୍ୟ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଆଦି ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା ଜାରିରହିଛି ଏବଂ ଜନସାଧାରଣ ଙ୍କ ପାଇଁ ସେ ଆଗକୁ ମଧ୍ୟ କରିବେ ।
@LaxmipriyaDaspatra
@LaxmipriyaDaspatra 4 ай бұрын
ଜାତୀୟ ପେନସନ ଯୋଜନାରେ ବୃଦ୍ଧ ବୃଦ୍ଧା ମାନଙ୍କୁ ପେନସନ ଟିକିଏ ପାଇଁ କଲବଲ କରି ମାରି କେନ୍ଦ୍ର ସରକାରଙ୍କୁ କି ଲାଭ ମିଳୁଛି କେଜାଣି।
@OmmprakashDas-s7l
@OmmprakashDas-s7l 4 ай бұрын
ନବୀନ ପଟ୍ଟନାୟକ ଙ୍କ ସମୟ ରେ ଓଡ଼ିଶା ରାଜନୀତି ରେ ସ୍ଵର୍ଣ୍ଣଯୁଗ ହୋଇ ରହିବ।ତାଙ୍କର ସୁଶାସନ ଆଗରେ କେହିବି ପାଖ ଭିଡ଼ି ପାରିବେ ନାହିଁ।
@RajkishoreRout-gw1bs
@RajkishoreRout-gw1bs 4 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଲୋକ ହେଉଛନ୍ତି ଗୁରୁତ୍ୱପୂର୍ଣ ତାପରେ ନେତା ଏହା ଓଡିଶା ବାସୀ ଭଲ ଭାବରେ ଜାଣିଛନ୍ତି!
@user-ranjit687
@user-ranjit687 4 ай бұрын
ନବୀନ ବାବୁ ନିଜ ଗ୍ୟାରେଣ୍ଟି ନିଜେ ଦେଇପାରୁ ନାହାଁନ୍ତି,ସେ କ'ଣ ଗ୍ୟାରେଣ୍ଟି ଦେବେ। ଯିଏ ଅନ୍ୟର ସେବା ରେ ବଞ୍ଚିଛି,ସେ କି ସେବା ଦେବ ଓଡ଼ିଶା ବାସୀ ଙ୍କୁ।
@subratapatra5072
@subratapatra5072 4 ай бұрын
ବିଜେଡି ଆଗରୁ ବି ଗ୍ୟାସ ଦର ବୃଦ୍ଧିକୁ ନେଇ ସ୍ୱର ଉଠାଇଥିଲା, ଆଗକୁ ବି ଏମିତି ସ୍ୱର ଉଠାଇବ । ଲୋକ ସତ ଜାଣିବା ଦରକାର, କେନ୍ଦ୍ର କେମିତି ଗ୍ୟାସରେ ଲୁଟୁଛି
@BugguJena
@BugguJena 4 ай бұрын
ପର୍ଯ୍ୟଟନଠାରୁ ଆରମ୍ଭ କରି ପ୍ରାକୃତିୟ ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଲାଗି ଆଜି ବିକାଶର ଆଗ ଧାଡ଼ିରେ ପହଞ୍ଚିଛି ଆମ ରାଜ୍ୟ ।
@OmmprakashDas-s7l
@OmmprakashDas-s7l 4 ай бұрын
ଯେତେ ମୁଖ୍ୟମନ୍ତ୍ରୀ ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ଆମ ନବୀନ ସରକାର ଙ୍କ ବିରୁଦ୍ଧରେ କୌଣସି ମନ୍ତବ୍ୟ ଦେଲେ ବି ଓଡ଼ିଶା ବାସୀଙ୍କ ମନରେ ଆମ ନବୀନ ସରକାର ଙ୍କ ପ୍ରତି ବିଶ୍ବାସ ଏବଂ ଭରସା କୁ ଭାଙ୍ଗି ପାରିବେ ନାହିଁ।
@AlpanaPradhan-h7e
@AlpanaPradhan-h7e 4 ай бұрын
ପେଟ୍ରୋଲ, ଗ୍ୟାସ, ଡିଜେଲ ଦର ବଢିବନି ବୋଲି ଯେଉଁ ଗ୍ୟlରେଣ୍ଟି ଦେଇଥିଲେ ତାହାର କଣ ହେଲା ବୋଲି ପ୍ରଶ୍ନ କଲେ 5 ଟି ଅଧକ୍ଷ ପାଣ୍ଡିଆନ ସାର.
Angry Sigma Dog 🤣🤣 Aayush #momson #memes #funny #comedy
00:16
ASquare Crew
Рет қаралды 51 МЛН
МАИНКРАФТ В РЕАЛЬНОЙ ЖИЗНИ!🌍 @Mikecrab
00:31
⚡️КАН АНДРЕЙ⚡️
Рет қаралды 41 МЛН
SHAPALAQ 6 серия / 3 часть #aminkavitaminka #aminak #aminokka #расулшоу
00:59
Аминка Витаминка
Рет қаралды 1,1 МЛН
7 Majedaar Indian Election Tech !
12:39
Tech Burner
Рет қаралды 4 МЛН
Odisha: 3 BJP MLAs Suspended For Hurling Shoes At Assembly Speaker
14:10
PM Modi's Target To BJD; VK Pandian Responds | Know The Details
3:12