More Than 100 Youths Joins BJD For Development Of Jharsuguda In Support Of Deepali Das

  Рет қаралды 6,918

Kanak News

Kanak News

Күн бұрын

Пікірлер: 250
@usharanipaikaray737
@usharanipaikaray737 Жыл бұрын
ଝାରସୁଗୁଡା ହେବ ବିରୋଧୀ ଶୂନ୍ୟ. ଏଠି କେବଳ ବିଜେଡି ଶାସନ କରିବ
@usharanipaikaray737
@usharanipaikaray737 Жыл бұрын
ଝାରସୁଗୁଡା ରେ ବିଜେଡି ରେ ମିଶିଲେ କଂଗ୍ରେସ ନେତା
@usharanipaikaray737
@usharanipaikaray737 Жыл бұрын
ବିଜେଡି ହିଁ ଏକ ମାତ୍ର ବିକାଶ କାରି ଦଳ ଆଉ ସମସ୍ତେ କଥା କୁହା କପିଳା
@usharanipaikaray737
@usharanipaikaray737 Жыл бұрын
ଓଡ଼ିଶାରେ କେବଳ ବିଜୁ ଜନତା ଦଳ. ଆଉ କାହାର ସ୍ଥାନ ନାହିଁ ଓଡ଼ିଶାରେ
@maheshpatnaik6972
@maheshpatnaik6972 Жыл бұрын
ଝାରସୁଗୁଡ଼ା ଜନତା ବହୁତ୍ ଖୁସି ଅଛନ୍ତି..... ସେମାନେ ଏଥର ପୁଣି ବିଜେଡି କୁ ହିଁ ବିଜୟୀ କରିବେ....
@rabinarayanmohanty7922
@rabinarayanmohanty7922 Жыл бұрын
ଝାରସୁଗୁଡ଼ାବାସୀ ପୂର୍ବରୁ ବିଜେଡି ସପକ୍ଷରେ ଥିଲେ ଓ ଆଗକୁ ମଧ୍ୟ ରହିବେ ।
@narayanbehera1373
@narayanbehera1373 Жыл бұрын
ଦିପାଳି ଦାସଙ୍କ ପ୍ରାର୍ଥୀତ୍ବ ରେ ପ୍ରବଳ ଉତ୍ସାହ ଓ ଖୁସି ବ୍ୟକ୍ତ କରିଛନ୍ତି ଝାରସୁଗୁଡ଼ା ବାସୀ।
@namitagochhayat5059
@namitagochhayat5059 Жыл бұрын
ବଢୁଛି ବିଜେଡି ବଳ। ବିଜେଡିରେ ମିଶିଛନ୍ତି ବିଭିନ୍ନ ଦଳର କର୍ମୀ । ବିକାଶ ଦିଗରେ ମୋ ଓଡ଼ିଶା।
@indiradas2104
@indiradas2104 Жыл бұрын
ଝାରସୁଗୁଡ଼ା ଉପନିର୍ବାଚନ ରେ ସେଠାକାର ଜନତା ନବୀନ ବାବୁଙ୍କ ବିକାଶ ସହିତ ଆଗକୁ ବଢିବେ।
@raghunathdas-mb7yr
@raghunathdas-mb7yr Жыл бұрын
ବିଜେପି ର ଗୁଣ୍ଡାମୀ ର ଜବାବ ଝାରସୁଗୁଡା ବାସୀ ଭୋଟ ମାଧ୍ୟମରେ ଦେବେ |
@rabinarayanmohanty7922
@rabinarayanmohanty7922 Жыл бұрын
ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରାର୍ଥୀ ଦୀପାଳିଙ୍କୁ ନେଇ ଯୁବଗୋଷ୍ଠୀ ବହୁତ ଖୁସି।
@knowledgeray1908
@knowledgeray1908 Жыл бұрын
ନବୀନ ବାବୁଙ୍କ ଉନ୍ନୟନମୂଳକ କାର୍ଯ୍ୟ ଝାରସୁଗୁଡ଼ାର ଯୁବକ ମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ଦୀପାଳୀ ଦାସଙ୍କୁ ବିପୁଳ ପରିମାଣର ସମର୍ଥନ ବିଜେଡିର ବିଜୟର ସୂଚନା ଦେଉଛି।
@kvleninjena5560
@kvleninjena5560 Жыл бұрын
ଦିପାଳି ଦାସ ଙ୍କ ପ୍ରାର୍ଥତ୍ବକୁ ଝାରସୁଗୁଡ଼ାର ଯୁବ ଛାତ୍ର ମାନଙ୍କ ମଧ୍ୟରେ ଭାରି ଉତ୍ସାହ। ଦିପାଳି ଦାସ ବହୁ ଭୋଟ ରେ ଜିତିବେ।
@anmayeedas4839
@anmayeedas4839 Жыл бұрын
ଝାରସୁଗୁଡାରେ ବିଜେଡି ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବାର ସମ୍ଭାବନା ରହିଛି ଦିପାଳି ନିଶ୍ଚୟ ବିଜୟ ର ମୁକୁଟ ପିନ୍ଧିବେ l
@narayanbehera1373
@narayanbehera1373 Жыл бұрын
ଝାରସୁଗୁଡାରେ ବିଜେପି ଯେତେ ଅପପ୍ରଚାର କରିବାକୁ ଚେଷ୍ଟା କରିବ ବିଜେଡି ର ବିଜୟ ସେତେ ଦୃଢୀଭୂତ ହେବ।
@raghunathdas-mb7yr
@raghunathdas-mb7yr Жыл бұрын
ଝାରସୁଗୁଡା ବାସୀ ଦୀପାଳି ଦାଶକୁ ପାଇ ବହୁତ ଉତ୍ସାହିତ |ଯୁବଗଷ୍ଟି ଝାରସୁଗୁଡା ର ବିକାଶ ଚାହାଁନ୍ତି |
@anmayeedas4839
@anmayeedas4839 Жыл бұрын
ମୋର ବିଶ୍ୱାସ ସବୁ ପ୍ରାର୍ଥୀ ମଧ୍ୟ ଜାଣିଛନ୍ତି ଏଥର ଝାରସୁଗୁଡାରେ ଦୀପାଳି ହିଁ ନିର୍ବାଚିତା ହେବେ l
@bikashpatra-ix2iz
@bikashpatra-ix2iz Жыл бұрын
ବିଜେଡ଼ି ର ଏହି ବିଜୟ ଧାରାକୁ ଯୁବଗୋଷ୍ଠୀ ମାନେ ଦୀପାଳିଙ୍କୁ ଆଗକୁ ଆଗେଇ ନେବେ l ଏହା ବିଜୟର ଧାରାକୁ ଭଲ ସଂକେତ ମିଳିଛି l
@kanhasahu4058
@kanhasahu4058 Жыл бұрын
ଶାନ୍ତିପ୍ରିୟ ଝାରସୁଗୁଡାକୁ ଅଶାନ୍ତ କରିବାକୁ ମସୁଧା କରୁଛି ବିଜେପି । ଏମାନଙ୍କ ଠାରୁ ଦୂରେଇ ରହିବା ଭବିଷ୍ୟତ ପାଇଁ ଭଲ
@mrunmayeedas
@mrunmayeedas Жыл бұрын
ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ବିକାଶ ଓ ଉନ୍ନତି କଥା ଚିନ୍ତା କରେ |
@namitagochhayat5059
@namitagochhayat5059 Жыл бұрын
ବିଜୁ ଜନତା ଦଳର ନିସ୍ଵାର୍ଥପର ସେବା ଓଡିଶାବାସୀଙ୍କୁ ନିଜର କରି ରଖିଛି । ତାହାର ପ୍ରମାଣ ବି ଦେଖିବାକୁ ମିଳୁଛି।
@suryakantapradhan8460
@suryakantapradhan8460 Жыл бұрын
ଶାନ୍ତ ଝାରସୁଗୁଡ଼ାକୁ ଅଶାନ୍ତ କରିବାର ବିଜେପି ଯେଉଁ ମସୁଧା କରୁଛି ତାହା କେବେବି ଫଳବତୀ ହେବନାହିଁ ବରଂ ମାଟି କାମୁଡ଼ିବ ଏବଂ ଧରାଶାୟୀ ହେବ ବିଜେପି। ରେକର୍ଡ଼ ସଂଖ୍ୟକ ଭୋଟରେ ଜିଣିବେ ଦିପାଳୀ ଦାସ।
@namitagochhayat5059
@namitagochhayat5059 Жыл бұрын
ଝାରୁସୁଗୁଡା ରେ ଆହୁରି ସୁଦୃଢ଼ ହେଉଛି ବିଜୁ ଜନତା ଦଳ।
@bikashpatra-ix2iz
@bikashpatra-ix2iz Жыл бұрын
ଝାରସୁଗୁଡ଼ାରେ ଯେତେ ବି ଦୀପାଳିଙ୍କ ବିରୋଧରେ ଅପ ପ୍ରଚାର କଲେ ଦୀପାଳିଙ୍କର କିଛି ଫରକ ପଡ଼ିବ ନାହିଁ l
@pradipgiri7841
@pradipgiri7841 Жыл бұрын
ଝାରସୁଗୁଡା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାଥୀ ଦୀପାଳି ଦାସଙ୍କ ପ୍ରାଥୀତ୍ୱକୁ ନେଇ ଝାରସୁଗୁଡାର ଯୁବଗୋଷ୍ଠୀ ବହୁତ ଖୁସି l
@maheshpatnaik6972
@maheshpatnaik6972 Жыл бұрын
ବିଜେପି ପ୍ରବଳ ଅପପ୍ରଚାର କରୁଛି କିନ୍ତୁ କିଛି ଲାଭ ନାହିଁ କାରଣ ଜନତା ପୁଣି ବିଜେଡି କୁ ହିଁ ଭୋଟ ଦେଇ ବିଜୟୀ କରିବେ .... ଜନତା ଙ୍କ ଭଲ ପାଇବା ବିଜେଡି ସହ ସବୁବେଳେ ଅଛି ଓ ରହିଥିବ ମଧ୍ୟ .....
@mrunmayeedas
@mrunmayeedas Жыл бұрын
ଝାରସୁଗୁଡା ରେ ବିଭିନ୍ନ ଦଳର କର୍ମୀ ମାନେ ନିଜନିଜ ସମର୍ଥକ ବଳେ ବିଜେଡି ରେ ସାମିଲ ହେଉଛନ୍ତି |
@bikashpatra-ix2iz
@bikashpatra-ix2iz Жыл бұрын
ନବୀନ ପଟ୍ଟନାୟକ ବିକାଶ ଧାରାକୁ ଝାରସୁଗୁଡ଼ା ବାସୀ କେଭେବି ଭୂଲିବେ ନାହିଁ l ଏହାକୁ ସଫଳ କରାଇବେ l
@mrunmayeedas
@mrunmayeedas Жыл бұрын
ଝାରସୁଗୁଡା ରେ ଦୀପାଳିଙ୍କ ପ୍ରାର୍ଥୀତ୍ୱ କୁ ନେଇ ଯୁବ ଗୋଷ୍ଠୀ ବେଶ ଖୁସି ଅଛନ୍ତି |
@knowledgeray1908
@knowledgeray1908 Жыл бұрын
ଓଡ଼ିଶାରେ ବିଜେପି ବାରମ୍ଵାର ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଉଛି ଆଉ ଝାରସୁଗୁଡ଼ାରେ ବି ସେମିତି ହେବ। ଯେଉଁ ଦଳ କେବଳ ନିର୍ବାଚନ ଆସିଲେ ଦୃଶ୍ୟମାନ ହୋଇଥାଏ ସେହି ଗେରୁଆ ଦଳ ଏଥର ଝାରସୁଗୁଡ଼ାରେ ଛାରଖାର ହୋଇଯିବ।
@bikashpatra-ix2iz
@bikashpatra-ix2iz Жыл бұрын
ଦୀପାଳିଙ୍କ ବିଶ୍ୱାସ ଭରସାକୁ ଯୁବଗୋଷ୍ଠୀ ଆଗକୁ ଆଗେଇ ନେବେ l ଦୀପାଳିଙ୍କ ନେତୃତ୍ୱରେ ଝାରସୁଗୁଡ଼ା ରେ ବିକାଶ ପଥକୁ ଆଗକୁ ଆଗେଇ ନେବେ l
@satyashreemishra8823
@satyashreemishra8823 Жыл бұрын
ନବୀନ ବାବୁଙ୍କ ସ୍ୱଚ୍ଛ ନିର୍ମଳ ଶାସନକୁ ପସନ୍ଦ କରୁଛନ୍ତି ଓଡ଼ିଶାର ଯୁବ ସମାଜ ।
@priyanshudas2005
@priyanshudas2005 Жыл бұрын
ନବୀନ ପଟ୍ଟନାୟକ ଙ୍କ ଏକ ମାତ୍ର ଲକ୍ଷ୍ୟ ଝାରସୁଗୁଡା ର ବିକାଶ ଓ ପ୍ରଗତି କିଭଳି ଆଗେଇ ଚାଲିବ ଦୀପାଳି ଦାସ ସେଥିରେ ସହଯୋଗ ର ହାତ ବଢ଼ାଇବେ!
@bikashpatra-ix2iz
@bikashpatra-ix2iz Жыл бұрын
ଶାନ୍ତି ପ୍ରିୟ ଝାରସୁଗୁଡ଼ାରେ ଅଶାନ୍ତି ସୃଷ୍ଟି କରିଥିବା ବିଜେପି ନେତା ମାନଙ୍କୁ ଦୂରେଇ ରହିବା ଭବିଷ୍ୟତ ପାଇଁ ଭଲ l
@alishaparida8522
@alishaparida8522 Жыл бұрын
ଆହୁତି ବିଜୁ ଜନତା ଦଳରେ ମିଶିବେ , ବିଜୁ ଜନତା ଦଳ ପ୍ରତି ସମସ୍ତଙ୍କ ଭରଷା ଅଛି , ଦୀପାଳି ଦିଦି ବିପୁଳ ଜନ ସମର୍ଥନରେ ବିଜୟୀ ହେବେ
@ranjanprakash4556
@ranjanprakash4556 Жыл бұрын
ଝାରସୁଗୁଡାରେ ବିଜେଡି ସହିତ ଯୋଡି ହେଲେ ଆହୁରି ଅନେକ କଂଗ୍ରେସ ଯୁବନେତାମାନେ ଯାହା ବିଜେଡି ଦଳର ସାମର୍ଥ୍ୟକୁ ବଢ଼ାଇପାରିଛି |
@bikashpatra-ix2iz
@bikashpatra-ix2iz Жыл бұрын
ବିଭିନ୍ନ ଦଳର କର୍ମୀମାନେ ଆସି ବିଜେଡ଼ି ଯୋଗଦେଲେ ଏହି ଯୁବଗୋଷ୍ଠୀ ମାନେ ଦୀପାଳି ଦାସଙ୍କୁ ଆଗକୁ ଆଗେଇ ନେବେ l
@ranjanprakash4556
@ranjanprakash4556 Жыл бұрын
ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ସପୋର୍ଟ ଦେବାରେ ଯୁବପିଢ଼ିମାନେ ହାତ ବଢ଼ାଇଛନ୍ତି ଝାରସୁଗୁଡା ବିକାଶ ପଥରେ |
@prabirkumardas2743
@prabirkumardas2743 Жыл бұрын
ବିଜେଡି ଓ କଂଗ୍ରେସ ର ଭାଷଣ ମାରୁଥିବା ନେତା ମାନେ କୁଆଡେ ଲୁଚିଛନ୍ତି ଟିକେ ମିଡ଼ିଆ ଭାଇ ମାନେ ଖୋଜନ୍ତୁ!
@priyanshudas2005
@priyanshudas2005 Жыл бұрын
ବିରୋଧୀ ଶୁନ୍ୟ ଓଡିଶା ହୋଇଯିବ କି ମୋଦି କଂଗ୍ରେସ ମୁକ୍ତ ଭାରତ ର ସ୍ବପ୍ନ ଦେଖୁଥିବା ବେଳେ ଓଡିଶା ବିଜେପି ଶୁନ୍ୟ ହୋଇଗଲା!
@namitagochhayat5059
@namitagochhayat5059 Жыл бұрын
ବିଜୁ ଜନତା ଦଳୀୟ ସଙ୍ଗଠନକୁ ସୁଦୃଢ଼ କରି ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବ।
@prabirkumardas2743
@prabirkumardas2743 Жыл бұрын
ବିଜୁ ଜନତା ଦଳ ଦିନ ରାତି ଲୋକ ଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରେ, ଲୋକ ଙ୍କ ଦୁଃଖ ରେ ଛିଡା ହୁଏ!
@sibaprasadrout3110
@sibaprasadrout3110 Жыл бұрын
ବିକାଶ ର ଅନ୍ୟ ନାମ ବିଜେଡି
@priyanshudas2005
@priyanshudas2005 Жыл бұрын
ବିଜୁ ଜନତା ଦଳ ପାଇଁ ଏକ ଶୁଭଙ୍କର ସମୟ ଯେ ବିଜେଡ଼ି ଆଦର୍ଶ ରେ ଯୁବ ସମାଜ ଅନୁପ୍ରାଣିତ ହୋଇ ଯୋଗଦାନ କରିବା!
@ranjanprakash4556
@ranjanprakash4556 Жыл бұрын
ଯୁବପିଢ଼ି ମଧ୍ୟ ଆହୁରି ଇଚ୍ଛା ପ୍ରକାଶ ଜାହିର କରିଛନ୍ତି ଦୀପାଳି ଦାସଙ୍କ ପାଇଁ |
@prabirkumardas2743
@prabirkumardas2743 Жыл бұрын
ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ଓ ବିକାଶ ରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳ ର ନେତା ମାନେ ବିଜୁ ଜନତା ଦଳ ରେ ଯୋଗ ଦେଉଛନ୍ତି!
@bikashpatra-ix2iz
@bikashpatra-ix2iz Жыл бұрын
ଝାରସୁଗୁଡ଼ାରେ ଦୀପାଳିଙ୍କୁ ବହୁ ଭୋଟରେ ଵଜୟୀ ହେବେ l ଏଥିରେ କୌଣସି ସନ୍ଦେହ ନାହିଁ l
@anmayeedas4839
@anmayeedas4839 Жыл бұрын
ଝାରସୁଗୁଡା ର ବିକାଶ ର ଦଳ ବିଜୁ ଜନତା ଦଳ ବିକାଶ ର ଚିହ୍ନ ଶଙ୍ଖ ଚିହ୍ନ l
@bikashpatra-ix2iz
@bikashpatra-ix2iz Жыл бұрын
ନବ ଦାସ ଙ୍କ ସ୍ୱପ୍ନ କୁ ତାଙ୍କର ଝିଅ ଦୀପାଳି ଦାସ ପୂରଣ କରିବେ ଏହା ଝାରସୁଗୁଡା ବାସୀ ଚାହାଁନ୍ତି l
@ranjanprakash4556
@ranjanprakash4556 Жыл бұрын
ଝାରସୁଗୁଡାରେ ଯୁବଗୋଷ୍ଠୀର ଯୋଗଦାନ ସେଠାର ବିକାଶରେ ସହଯୋଗ କରିବା ପାଇଁ ଆଉ ବଡ଼ ପାଦ ବଢ଼ାଇଛନ୍ତି ନବୀନ ବାବୁଙ୍କୁ |
@mrunmayeedas
@mrunmayeedas Жыл бұрын
ଶାନ୍ତି ପ୍ରିୟ ଝାରସୁଗୁଡା ରେ ଅଶାନ୍ତ କରିବାକୁ ମସୁଆ କରୁଛି ବିଜେପି ଏମାନଙ୍କ ଠାରୁ ଦୁରେଇ ରହିବା ଭବିଷ୍ଵତ ପାଇଁ ଭଲ |
@namitagochhayat5059
@namitagochhayat5059 Жыл бұрын
ଆଗାମୀ ଦିନରେ ଝାରୁସୁଗୁଡ଼ା ରେ ବିଜେଡ଼ିର ଶକ୍ତି ବୃଦ୍ଧି ପାଇବା ସହ ଅଧିକ ଦଳ ସୁଦୃଢ଼ ହେବ ବୋଲି ମୋର ବିଶ୍ବାସ।
@namitagochhayat5059
@namitagochhayat5059 Жыл бұрын
ଯିଏ ଓଡ଼ିଶା ବାସୀଙ୍କ ପାଇଁ ଅହରହ କାର୍ଯ୍ୟରତ ,ତାଙ୍କ ନେତୃତ୍ୱ କୁ ଗୁରୁତ୍ୱ ଦେଉଛନ୍ତି ଓଡ଼ିଶା ବାସୀ। ଆଗକୁ ମଧ୍ୟ ଦେବେ।
@bikashpatra-ix2iz
@bikashpatra-ix2iz Жыл бұрын
ଭୟଭିତ କରାଇ ଜନତାଙ୍କ ଠାରୁ ଭୋଟ ନେବା ପାଇଁ ଯେଉଁ ଆଶା କରିଥିଲେ ଟଙ୍କଧର ବାବୁ ତାଙ୍କ ଆଶା ଆଶାରେ ହିଁ ରହିବ l
@prabirkumardas2743
@prabirkumardas2743 Жыл бұрын
ବିଜୁ ଜନତା ଦଳ ସମାଜ ର ସବୁ ସ୍ତରର ଲୋକ ଙ୍କ ପ୍ରତି ତାର ଦାୟିତ୍ୱ ନିର୍ବାହ କରି ଆସିଛି, ବିଶେଷ କରି ମହିଳା ଙ୍କ ପାଇଁ ବହୁତ କିଛି କରି ପାରିଛି!
@satyashreemishra8823
@satyashreemishra8823 Жыл бұрын
ଆଗାମୀ ଦିନରେ ଝାରସୁଗୁଡ଼ାରେ ବିଜେଡି ଆହୁରି ସଶକ୍ତ ଓ ସୁଦୃଢ ହେବ ଏଥିରେ ସନ୍ଦେହ ନାହିଁ।
@bikashpatra-ix2iz
@bikashpatra-ix2iz Жыл бұрын
ବିଜେପିର ଗୁଣ୍ଡା ଗର୍ଦ୍ଦିକୁ ଜନତା ମାନେ ପାଦରେ ଆଡ଼େଇ ଦେଲେ l ଓ ଟଙ୍କଧର ବାବୁଙ୍କୁ ଉଚିତ ଜବାବ ଦେବେ l
@priyanshudas2005
@priyanshudas2005 Жыл бұрын
ରାଜ୍ୟ ର ସ୍ୱାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ସହିତ ଲଢ଼ୁଥିବା ଏକ ମାତ୍ର ବ୍ୟକ୍ତି ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!
@priyanshudas2005
@priyanshudas2005 Жыл бұрын
ଝାରସୁଗୁଡା ବାସୀ ନବୀନ ପଟ୍ଟନାୟକ ଙ୍କ ବିକାଶ କୁ ଭଲ ପାନ୍ତି ବିଜୁ ଜନତା ଦଳ କୁ ଭଲ ପାନ୍ତି ଶଙ୍ଖ ଚି଼ହ୍ନ କୁ ଭଲ ପାନ୍ତି!
@kvleninjena5560
@kvleninjena5560 Жыл бұрын
ପ୍ରତ୍ୟେକ ନିର୍ବାଚନ ହେଉ କି ଉପନିର୍ବାଚନ ବିଜେପି ଗୁଣ୍ଡାଗର୍ଦ୍ଦି, ଅଶାନ୍ତି, ଝଗଡ଼ା ସୃଷ୍ଟି କରିବେ। ଏଥର ଯେତେ ଯାହା କଲେବି କିଛି ବିଜେଡି ପ୍ରାର୍ଥୀନି ଦିପାଳି ଦାସ ଙ୍କ ର କିଛି କ୍ଷତି ହେବ ନାହିଁ। ଶେଷରେ ବିଜେଡ଼ି ଦିପାଳି ଦାସ ଙ୍କ ର ବିଜୟ ସୁନିଶ୍ଚିତ। ଜୟ ଜଗନ୍ନାଥ, ଜୟ ନବୀନ, ଜୟ ନବ ଦାଦା, ଜୟ ବିଜେଡ଼ି।
@suryakantapradhan8460
@suryakantapradhan8460 Жыл бұрын
ଯୁବଶକ୍ତି ନିଜସ୍ଵ ଉଦ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀନୀଙ୍କୁ ବିଜୟୀ କରିବା ଆଗଭର ହୋଇଛନ୍ତି। ବିରୋଧି ଶିବିର ଛାଡ଼ି ବିଜେଡିରେ ଯୋଗଦାନ ପୂର୍ବକ ବିଜେଡିର ବୃହତ୍ ବିଜୟକୁ ସୁନିଶ୍ଚିତ କରୁଛି।
@prabirkumardas2743
@prabirkumardas2743 Жыл бұрын
ଓଡିଶା ବାସୀ ଙ୍କ ପାଇଁ ବିଜୁ ଜନତା ଦଳ ଏକ ମାତ୍ର ଦଳ ଯେଉଁ ଦଳ ଓଡିଶା ର ବିକାଶ କଥା ଚିନ୍ତା କରେ ଲୋକ ଙ୍କ କଥା ଚିନ୍ତା କରେ!
@namitagochhayat5059
@namitagochhayat5059 Жыл бұрын
ବିକାଶର ସମସ୍ତ ମାନଦଣ୍ଡରେ ଓଡ଼ିଶା ଆଜି କୃତିତ୍ୱ ହାସଲ କରିବା ସହିତ ଅନେକ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ନବୀନ ବାବୁ।
@maheshpatnaik6972
@maheshpatnaik6972 Жыл бұрын
ବିଜେପି ର ମିଛ ପ୍ରଚାର ର କିଛି ବି ଫରକ ପଡ଼ିବ ନାହିଁ.... ଜନତା ଠିକ୍ ଜାଣିଛନ୍ତି କିଏ ଭୁଲ ଓ କିଏ ଠିକ୍। ଜନତା ଏଥର ପୁଣି ଦିପାଳୀ କୁ ବିଜୟୀ କରିବେ....
@priyanshudas2005
@priyanshudas2005 Жыл бұрын
ଓଡିଶା ବାସୀ ଙ୍କ ପାଇଁ ବିଜୁ ଜନତା ଦଳ ର ବିକଳ୍ପ ନାହିଁ ଅନ୍ୟ ସବୁ ଦଳ ନୀଛ ଓ ନାଟକ କରି ଲୋକ ଙ୍କୁ ବିଭ୍ରାନ୍ତ କରୁଛନ୍ତି!
@maheshpatnaik6972
@maheshpatnaik6972 Жыл бұрын
ଝାରସୁଗୁଡ଼ା ରେ ବିଜେପି ର ଡ଼ଙ୍ଗା ବୁଡ଼ିବାକୁ ଯାଉଚି... ଏହା ସେମାନେ ଜାଣି ଖାଲି ରକ୍ତ ଚାଉଳ ଚୋବେଇଲେଣି... ଯେବେ result ଆସିବ ସେଦିନ ମୁହଁ ପୁରା ବଙ୍କା...
@suryakantapradhan8460
@suryakantapradhan8460 Жыл бұрын
ବିଜେପିର ଦିପାଳୀ ଦାସଙ୍କ ବିରୋଧରେ ଅପପ୍ରଚାର କିଛି କାମ ଦେବନି ବରଂ ଏହି ଅପପ୍ରଚାର ଏକ ନେଗେଟିଭ ମାନସିକତା ସୃଷ୍ଟି କରୁଛି। ଝାରସୁଗୁଡ଼ା ବିକାଶର ବାହକ ଭାବେ ଦିପାଳୀ ଦାସଙ୍କୁ ବିଜୟୀ କରିବା ପାଇଁ ଝାରସୁଗୁଡ଼ା ବାସୀ ନିଷ୍ପତ୍ତି ନେଇ ସାରିଛନ୍ତି। ଫଳାଫଳ ଔପଚାରିକତା ମାତ୍ର।
@prabirkumardas2743
@prabirkumardas2743 Жыл бұрын
ବିଜେଡି ର ଏକ ମାତ୍ର ଲକ୍ଷ୍ୟ କିଭଳି ସମାଜ ର ଅନୁନ୍ନତ ଶ୍ରେଣୀ ର ଲୋକେ ଉନ୍ନତି କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ପାରିବେ!
@sibaprasadrout3110
@sibaprasadrout3110 Жыл бұрын
ବିକାଶ ର ଅଗ୍ରଗତି ରେ ଝାରସୁଗୁଡ଼ା
@ranjanprakash4556
@ranjanprakash4556 Жыл бұрын
ଯେଉଁ ଦଳରେ ଅସ୍ତିତ୍ବ ନାହିଁ ସେହି ଦଳରେ ରହି କଣ କରିବେ ଯୁବନେତା ମାନେ ସେଥିପାଇଁ ନବୀନ ବାବୁଙ୍କ ଦଳରେ ସାମିଲ ହୋଇଛନ୍ତି ଝାରସୁଗୁଡାରେ |
@priyanshudas2005
@priyanshudas2005 Жыл бұрын
ଲୋକେ ବୁଝି ସାରିଲେଣି ଯେ ବିଜୁ ଜନତା ଦଳ ବିରୋଧୀ ଙ୍କ ପରି ନାଟକ କରେ ନାହିଁ, ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରେ!
@raghunathdas-mb7yr
@raghunathdas-mb7yr Жыл бұрын
ଯୁବକ ମାନେ ଏକତ୍ରିତ ହେବା ଏକ ଶୁଭ ସଂକେତ |ଏଥିରୁ ଜଣାପଡୁଛି ଯେ ଦୀପାଳି ଦାସ ଙ୍କୁ କେତେମାତ୍ରାରେ ସହଜଗ ମିଳିବ |
@narayanbehera1373
@narayanbehera1373 Жыл бұрын
ଓଡ଼ିଶାର ବିକାଶ ପଥକୁ ଆଗେଇ ନେବା ପାଇଁ ବିଜୁ ଜନତା ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗ ଦେଇଛନ୍ତି ଅନ୍ୟ ଦଳର ନେତା କର୍ମୀ।
@priyanshudas2005
@priyanshudas2005 Жыл бұрын
ବିରୋଧୀ ନେତା ଙ୍କ କୌଣସି ନାଟକ ଓଡିଶା ରେ କାମ ଦେଉନାହିଁ, ଲୋକେ ବିରୋଧୀ ଙ୍କୁ ଭଲ ଭାବରେ ଜାଣି ଗଲେଣି!
@suryakantapradhan8460
@suryakantapradhan8460 Жыл бұрын
ଓଡ଼ିଶାବାସୀ ଗୁଣ୍ଡାଗର୍ଦ୍ଦିକୁ ପସନ୍ଦ କରନ୍ତି ନାହିଁ ଏକଥା ବାରମ୍ଵାର ସାବ୍ୟସ୍ତ କରିଛନ୍ତି। ଝାରସୁଗୁଡ଼ା କ୍ଷେତ୍ରରେ ମଧ୍ୟ ସେହା ପ୍ରମାଣିତ ହେବ। ବିଜେପିର ଅପପ୍ରଚାରକୁ ଖାତିର ନକରି ଝାରସୁଗୁଡ଼ା ବାସୀ ବିଜେଡିକୁ ରେକର୍ଡ଼ ସଂଖ୍ୟକ ଭୋଟରେ ଜିତାଇବେ।
@ranjanprakash4556
@ranjanprakash4556 Жыл бұрын
ମହିଳାମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇ ସମାଜରେ ତାଙ୍କର ମହତ୍ତ୍ୱ ପରିପ୍ରକାଶ କରିଛି ବିଜେଡି ଦଳର ମୁଖିଆ ନବୀନ ପଟ୍ଟନାୟକ |
@namitagochhayat5059
@namitagochhayat5059 Жыл бұрын
ନବୀନ ପଟନାୟକ କାମ ରେ ବିଶ୍ୱାସ କରନ୍ତି କଥା ରେ ନୁହେଁ, ଲୋକମାନଙ୍କ ସେବା ରେ ମନ ଦେଇଛନ୍ତି ଓ ଅନ୍ୟ ନେତାଙ୍କ ପାଇଁ ଉଧାହରଣ ହୋଇଛନ୍ତି l ତାଙ୍କ ସହିତ ଲୋକ ସବୁବେଳେ ରହି ଆସିଛନ୍ତି ଓ ରହିବେ l
@bijaytripathy2119
@bijaytripathy2119 Жыл бұрын
Dipali Das nka suppoters dekhi Bharatiya Janata party behosa hoijiba
@knowledgeray1908
@knowledgeray1908 Жыл бұрын
ନବୀନ ବାବୁଙ୍କ ଶାସନରେ ଓଡ଼ିଶା ବିକାଶର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି । ଏକ ସ୍ଥିର ଓ ନିରଙ୍କୁଶ ନବୀନ ବାବୁ ଓଡ଼ିଶାକୁ ବିଶ୍ୱ ଦରବାରରେ ସବୁ କ୍ଷେତ୍ରରେ ପହଞ୍ଚାଇ ପାରିଛନ୍ତି। ତେଣୁ ଓଡ଼ିଶାର ପ୍ରତିଟି କୋଣ ଅନୁକୋଣରେ ସମସ୍ତେ ନବୀନ ବାବୁ ଓ ତାଙ୍କ ଦଳ ବିଜେଡିକୁ ହୃଦୟର ସହ ଭଲା ପାଆନ୍ତି।
@namitagochhayat5059
@namitagochhayat5059 Жыл бұрын
ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଛ ଶାସନ ଓ ଜନକଲ୍ୟାଣକାରୀ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଅନ୍ୟଦଳର ସଂଖ୍ୟାଧିକ ନେତା ଓ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେମାନଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବା ସହ ଓଡ଼ିଶା ହକର ଲଢ଼େଇକୁ ଆହୁରି ଜୋରଦାର କରିବ।
@sukantitripathy4496
@sukantitripathy4496 Жыл бұрын
Congress ra juba gosthi Jharsuguda bikash ku anubhab kari parichhanti tenu BJD re aneka sankhya re joga deuchhanti
@nnbb339
@nnbb339 Жыл бұрын
ଆରେ ଭାଇ ବିଜେଡ଼ି ରେ କଣ ପାଇଁ join କରୁଛ.. ବିଜେଡ଼ି ହଟାଅ ରେ ଭାଇ 500,1000 ମଦ ବୋଟଲ ଟେ ପାଇଁ ଏମିତି କାହିଁକି ହଉଛ
@sriballavmohanty9915
@sriballavmohanty9915 Жыл бұрын
Tate bodhe miluni
@arpitvlogs2879
@arpitvlogs2879 Жыл бұрын
100ta jaka 5T chakar
@laxmipriyasahoo9743
@laxmipriyasahoo9743 Жыл бұрын
The people of Jharsuguda have expressed great enthusiasm and happiness in the candidature of Dipali Das.
@rajeswarimohanty1740
@rajeswarimohanty1740 Жыл бұрын
Dipali nku prathi bhabare pai jharsuguda basi bahut khusi achanti jaha ki bijaya ra agua suchana darsauchi
@rupalpadhy2089
@rupalpadhy2089 Жыл бұрын
Deepali sahita Sara jharsuguda basi achnti prati khetra r support kribku
@laxmipriyasahoo9743
@laxmipriyasahoo9743 Жыл бұрын
People are with Naveen Babu's development work. Deepali Das will lead Naveen Babu's trend of development in Jharsuguda. People are in his favor.
@laxmipriyasahoo9743
@laxmipriyasahoo9743 Жыл бұрын
The auspicious conch will sound again in the fountain. Candidate Deepali Das will be victorious. The trend of development will continue. People are accepting Naveen Babu as a development man. The vote will go in favor of BJd
@dhananjayaswain3369
@dhananjayaswain3369 Жыл бұрын
Dipali nku parthi hisaba re paeki jhadsuguda basi bahut khusi
@sumansahoo5437
@sumansahoo5437 Жыл бұрын
The residents of Jharsuguda will be inspired by the development of Naveen Patnaik and will make Deepali Das win with a lot of votes!
@sumansahoo5437
@sumansahoo5437 Жыл бұрын
Jharsuguda will make Deepali Das win by voting the sign of development to further develop the soil
@sumansahoo5437
@sumansahoo5437 Жыл бұрын
The idea of progress will also include the victory of Jharsuguda BJD
@bijaytripathy2119
@bijaytripathy2119 Жыл бұрын
Jharsuguda election re Dipali Das nku jubabarga support karuchanti
@dhananjayaswain3369
@dhananjayaswain3369 Жыл бұрын
Nabin sarkar nkara sresta Guna jogu aji bjd odisha ra lonkank hrudayare Raj karuchi .
@sukantitripathy4496
@sukantitripathy4496 Жыл бұрын
Naba Das nku jau bhali samarthan karu thile Jharsuguda basi thik sehi bhali Dipali Das nku samarthan kaiba ra dekhi baku miluchhi upa nirbachan re vijay sunischit
@dhananjayaswain3369
@dhananjayaswain3369 Жыл бұрын
Jhadsuguda basi sabubale nabin sarkar au dipali sapokhya re rahibe .
@sumansahoo5437
@sumansahoo5437 Жыл бұрын
The people of Jharsuguda will vote for the party that always works for the people and is the only party that always stands in the service of the people.
@sumansahoo5437
@sumansahoo5437 Жыл бұрын
Inspired by Naveen Babu's way of development, the youth of Jharsuguda are coming and joining the contest.
@sumansahoo5437
@sumansahoo5437 Жыл бұрын
It is an auspicious time for the Biju Janata Dal to join the youth community inspired by the ideals of Biju!
@sukantitripathy4496
@sukantitripathy4496 Жыл бұрын
BJD parthini Dipali Das nka samarthan brudhi paiba re laguchhi eha dekhi birodhii nka chhati duk duk
5PM Headlines ||| 29th JANUARY 2025 ||| Kanak News |||
2:08
Kanak News
Рет қаралды 4,3 М.
“Don’t stop the chances.”
00:44
ISSEI / いっせい
Рет қаралды 62 МЛН
Sigma Kid Mistake #funny #sigma
00:17
CRAZY GREAPA
Рет қаралды 30 МЛН
Headlines@5PM | 29th January 2025 | NandighoshaTV
2:40
Nandighosha TV
Рет қаралды 1,4 М.
Health Minister Naba Das' life in a nutshell
2:24
OTV
Рет қаралды 88 М.
“Don’t stop the chances.”
00:44
ISSEI / いっせい
Рет қаралды 62 МЛН