Рет қаралды 43,605
Mu Anatha Tume Jagannatha ||Umakanta Das || Ratha Yatra Special || New Jagannatha Bhajan
♫ CREDITS ♫
♫ Song Name - Mu Anatha Tume Jagannatha
♫ Singer - Umakanta Das
♫ Lyrics - Rabi Kumar
♫ Music - Rabi Kumar
♫ DOP & Edit - Kumar Chandan
♫ Banner - Survibration
♫ Recording & Mixing - Survibration (BBSR)
for recording new song call 7008940396
♫ Lyrics ♫
ମୁ ନେତ୍ର ହୀନ ତୁମେ ପଦ୍ମନେତ୍ର
ମୁ ଅନାଥ ତୁମେ ଜଗନ୍ନାଥ
ମୁ ନେତ୍ର ହୀନ ତୁମେ ପଦ୍ମନେତ୍ର
ମୁ ଅନାଥ ତୁମେ ଜଗନ୍ନାଥ
ଇଛା ହୁଏ ଟାଣିବାକୁ ତୁମ ନନ୍ଦିଘୋଷ
ଇଛା ହୁଏ ଦେଖିବାକୁ ତୁମ ସୁନା ବେଶ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
XXXXXXXXXXXXXXXXXXXXX
କେତେ କେତେ ଭକ୍ତ ପାଇଁ ରଥ ଅଟକାଇ
ଭକ୍ତ ମାନ ରକ୍ଷା କଲ ହେ ଜଗତ ସାଇଁ
କେତେ କେତେ ଭକ୍ତ ପାଇଁ ରଥ ଅଟକାଇ
ଭକ୍ତ ମାନ ରକ୍ଷା କଲ ହେ ଜଗତ ସାଇଁ
ଇଛା ହୁଏ ଗଡିବାକୁ ଶରଧା ବାଲିରେ
ଇଛା ହୁଏ ଖାଇବାକୁ ଅଭଡ଼ା ଡ଼ାଲିରେ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
XXXXXXXXXXXXXXXXXXXXX
ବିଶ୍ୱାସ ର ଅନ୍ୟ ନାମ ତୁମେ ଜଗନ୍ନାଥ
ଭକ୍ତ ପାଇଁକି ପ୍ରଭୁ ତୁମ ରଥ ଜାତ
ବିଶ୍ୱାସ ର ଅନ୍ୟ ନାମ ତୁମେ ଜଗନ୍ନାଥ
ଭକ୍ତ ପାଇଁକି ପ୍ରଭୁ ତୁମ ରଥ ଜାତ
ଇଛା ହୁଏ ନନ୍ଦିଘୋଷେ କରିବି ଦର୍ଶନ
ମୁହୂର୍ତ୍ତକ ପାଇଁ ମତେ ଦିଅ ହେ ନୟନ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ମୁ ନେତ୍ର ହୀନ ତୁମେ ପଦ୍ମନେତ୍ର
ମୁ ଅନାଥ ତୁମେ ଜଗନ୍ନାଥ
ଇଛା ହୁଏ ଟାଣିବାକୁ ତୁମ ନନ୍ଦିଘୋଷ
ଇଛା ହୁଏ ଦେଖିବାକୁ ତୁମ ସୁନା ବେଶ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ .........
Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
#rathayatraspecial
#torathadaudikuchuinlabelaku
#UmakantaDas
#RabiKumar
#Survibration
#NewJagannathBhajan
#NewOdiaBhajan
#JagannathBhajan
#NewRathajatraBhajan
#OdishaViralSinger
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର KZbin Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
***********
✽ Subscribe our Official KZbin Channel -
kzbin.info/door/T_S....
✽ Like us on Facebook -
h / drjayashreed. .
/ sur-vibratio.. .