ମୁଁ ଯେତେବେଳେ ଆମେରିକାରେ ପାଠ ପଢ଼ୁଥିଲି ମୋ ସ୍ତ୍ରୀକୁ ଭେଟିଥିଲି,ଦୁହେଁ ଭକ୍ତିମାର୍ଗରେ ମିଶିଥିଲୁ, ତା ପରେ ବାହାହେଲୁ

  Рет қаралды 2,082,467

Odisha Bhaskar

Odisha Bhaskar

Жыл бұрын

Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
ANDROID APP- play.google.com/store/apps/de...
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Пікірлер: 1 100
@iamlucky9370
@iamlucky9370 Жыл бұрын
ବିଦେଶୀ ମାନେ ହିନ୍ଦୁ ଧର୍ମ କୁ ଭଲ ପାହାନ୍ତି କିନ୍ତୁ ଆମର କିଛି ହିନ୍ଦୁ ମନେ ନିଜ ହିନ୍ଦୁ ସଂସ୍କୃତି କୁ ସଂପୂର୍ଣ୍ଣ ଭୁଲି ଯାଇଛନ୍ତି ।
@subhashreebiswal9528
@subhashreebiswal9528 Жыл бұрын
You are correct 👍
@ramkasavak......5970
@ramkasavak......5970 Жыл бұрын
Correct
@Foodrecipes054
@Foodrecipes054 Жыл бұрын
Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@lopagunumaapua
@lopagunumaapua Жыл бұрын
🙏🙏🙏
@srbsom5776
@srbsom5776 Жыл бұрын
ଠିକ୍ କଥା ଭାଇ 🚩ଜୟ ଶ୍ରୀ ରାମ
@subhashreebiswal9528
@subhashreebiswal9528 Жыл бұрын
ଓଡ଼ିଆ ଭାଷା, ପରମ୍ପରା ଓ ସଂସ୍କୃତି କୁ ବଜାୟ ରଖିଥିବାରୁ ଆପଣଙ୍କୁ ହୃଦୟ ରୁ ପ୍ରଣାମ । ଭଗବାନ ଆପଣଙ୍କ ପରିବାର କୁ ସର୍ବଦା ଖୁସିରେ ରଖନ୍ତୁ 🙏
@lopagunumaapua
@lopagunumaapua Жыл бұрын
🙏🙏🙏🙏🙏
@Basantmusicodisha
@Basantmusicodisha Жыл бұрын
ସତ କହିଛନ୍ତି ଆପଣ
@subhashreebiswal9528
@subhashreebiswal9528 Жыл бұрын
@@Basantmusicodisha well done 👍
@Basantmusicodisha
@Basantmusicodisha Жыл бұрын
@@subhashreebiswal9528 hii apanana kn karuchhanti
@subhashreebiswal9528
@subhashreebiswal9528 Жыл бұрын
@@Basantmusicodisha kichhi nahi bass emiti 😊😊
@satru129
@satru129 Жыл бұрын
Jeou ଦେଶରେ ଲଙ୍ଗଳା ହେଇ ବୋଲନ୍ତି ସେଇ ଦେଶର ଲୋକ ମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ହେଲେ ଜେଓ ଦେଶ ଭଗବାନ୍ ଙ୍କ ନେଇ ସାରା ବିଶ୍ବ କୁ କହୁଥିଲା ସିଏ ଏବେ ଲଙ୍ଗଳା ହୁଇ ବୁଲୁଛନ୍ତି।
@sarojinibehera8896
@sarojinibehera8896 Жыл бұрын
Bala na
@sanidhyaart-shorts1127
@sanidhyaart-shorts1127 Жыл бұрын
@@sarojinibehera8896 tu kia beh ??? Sabu ade nija ghara ra sanskaar dekhau chu.... Laja laguni ??
@amodisha8312
@amodisha8312 Жыл бұрын
@@sarojinibehera8896 ବାଣ୍ଡ ବାଦି ତୁ ନା 🤣
@victorylovespreparation5914
@victorylovespreparation5914 Жыл бұрын
@@sarojinibehera8896 କି ବାଳ ବା! ଲମ୍ବା ବାଳ ନା ଛୋଟ ବାଳ, ନା କୁଞ୍ଚୁକୁଞ୍ଚିଆ ବାଳ??ଯାହା ଲାଗୁଚି ତମେ ଗୋଟେ ତେଢା ବାଳ...
@akshayakumarjena6291
@akshayakumarjena6291 Жыл бұрын
Right Bhai
@patitakumarchoudhury9855
@patitakumarchoudhury9855 Жыл бұрын
❤🙏 କାଳିଆ ଗୋସେଇଁ ତୁମ ପରିବାର କୁ ଶାନ୍ତି, ସମୃଦ୍ଧି, ସୁଖ ପ୍ରଦାନ କରନ୍ତୁ 🙏❤ ଧର୍ମ ଆଉ କର୍ମ କାହାକୁ ଛାଡିବା ଅନୁଚିତ, ❤ଜୟ ଜଗନ୍ନାଥ ❤
@dronamalik9722
@dronamalik9722 Жыл бұрын
Jay Jagannath 🙏
@Ashish55342
@Ashish55342 Жыл бұрын
ହିନ୍ଦୁ ମାନେ ବି ଏତିକି ଭକ୍ତି କରି ପାରୁନଥିବେ ଜେନ୍ତିକି ଭକ୍ତି ବିଦେଶୀ ମାନେ କରୁଛନ୍ତି। ଜୟ ଜଗନ୍ନାଥ
@bharatsankar3661
@bharatsankar3661 Жыл бұрын
Aame b thik sehi pari hebaku chesta karibaaa samaste ekamata huantu
@Ashish55342
@Ashish55342 Жыл бұрын
@@bharatsankar3661 kebe ନୁହଁ, କେବେ ବି ହେଇ ପାରିବେନି ସମସ୍ତେ
@suhan610
@suhan610 Жыл бұрын
Jagarnatha tumar mangala karantu
@prafullamaharana1672
@prafullamaharana1672 Жыл бұрын
ହରେ କୃଷ୍ଟ ହରେ ରାମ ଆପଣଙ୍କ ପରିବାର ସୁଖରେ ରହନ୍ତୁ ।
@animeshbera8449
@animeshbera8449 Жыл бұрын
ଏତେ ଦିନ ପରେ ଭାସ୍କର କିଛି ଭଲ ଦେଖେଇଲା। ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ 🙏🏽
@chittaranjanchetan2044
@chittaranjanchetan2044 Жыл бұрын
👍
@RushikaBro
@RushikaBro Жыл бұрын
Eaita madua ta😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@sanjaykumarbehera3771
@sanjaykumarbehera3771 Жыл бұрын
କିଛି ଶିକ୍ଷା ଲାଭ କର ଭାଇ ଭଉଣୀ ମାନେ🙏🏻🙏🏻🙏🏻
@EatingWithOdisha
@EatingWithOdisha Жыл бұрын
ହେତୁବାଦୀ ମାନେ କିଛି ଶିଖ
@odianotification
@odianotification Жыл бұрын
Right
@siddhartmohapatra2245
@siddhartmohapatra2245 Жыл бұрын
Se Mane ba chiken ku puja karuchanti..
@aproudjagannathbhaktkaling6054
@aproudjagannathbhaktkaling6054 Жыл бұрын
@@siddhartmohapatra2245 Madhrinku gogochabadia mada abhaba khali ; magena milile alkatra gilibe pa 2 mundia sapa
@NrProduction143
@NrProduction143 Ай бұрын
Bhai mu hetu badi kia janini Ame hele sabu hindu🎉 Jay Jagannath University😍
@Manoj-Kumar-Majhi
@Manoj-Kumar-Majhi Жыл бұрын
When little kid start to speak Hare Krishna Hare Rama🙏🙏🙏 I am really feeling Proud...
@biranchinarayandash3310
@biranchinarayandash3310 Жыл бұрын
ଭାଇ ଜଗନ୍ନାଥ ଆପଣଙ୍କ ପରିବାର କୁ ସବୁଠାରୁ ଅଧିକ ଖୁସି ରେ ରଖନ୍ତୁ ଜୟ ଜଗନ୍ନାଥ
@akshaybhoi2099
@akshaybhoi2099 Жыл бұрын
ଆମେରିକାର ହେଲେ ମଧ୍ୟ ଓଡିଶା ର ପରମ୍ପରା କୁ ପାଳନ କରୁଛନ୍ତି ହରେକୃଷ୍ଣ ହରେକୃଷ୍ଣ ହରେ ରାମ ରାମ ହରେ ହରେ 🙏🙏🙏🙏🙏
@manoranjandash6633
@manoranjandash6633 Жыл бұрын
ଆପଣଙ୍କ ଠାରୁ ଆଜିର ଅଧିନିକ ସମାଜ କିଛି ଶିଖିବା କଥା 🙏🙏🙏🙏🙏🙏🙏 ଆପଣଙ୍କ ପରିବାର ପ୍ରଭୁ ଙ୍କ କୃପାରୁ ସର୍ବଦା ଭଲରେ ରହୁ 🙏🙏🙏🙏🙏
@jayadevsahoo8311
@jayadevsahoo8311 Жыл бұрын
ଏହିଭଳି ଭଲ ଖବର ପ୍ରଶାରଣ କରିବା ଉଚିତ। ଏହାଦ୍ବାରା ସମାଜରେ ଭଲ ପ୍ରଭାବ ପଡିବ।
@saicreation28
@saicreation28 Жыл бұрын
ବହୁତ ସୁନ୍ଦର ପରିବାର ଭଗବାନ ସେମାନଙ୍କୁ ଭଲରେ ରଖନ୍ତୁ 🙏
@priyasamal5310
@priyasamal5310 Жыл бұрын
ଅଣ ଓଡ଼ିଆ ହେଇକି ବି ମଥାରେ ସିନ୍ଦୂର ପିନ୍ଧିଛନ୍ତି ଆଉ ଆମ ଓଡ଼ିଶାରେ କିଛି ଓଡ଼ିଆଣୀ ମାନେ ସିନ୍ଦୂର ପିନ୍ଧୁ ନାହାନ୍ତି କାହିଁକି ନା ସେମାନଙ୍କର ଷ୍ଟାଇଲ କମିଯିବ,ମୋର ଏ ଅଣ ଓଡିଆଣିକୁ ହୃଦୟ ରୁ 🙏🙏🙏🙏🙏🙏
@kiranbag6613
@kiranbag6613 Жыл бұрын
Satakatha bhai
@sanidhyaart-shorts1127
@sanidhyaart-shorts1127 Жыл бұрын
@@kiranbag6613 bhai nuhe re sei bhauni 😂🤦‍♂️🙏
@pmohanty9622
@pmohanty9622 Жыл бұрын
ହରେ କୃଷ୍ଣ ହରେ ରାମ... ଜୟ ଜଗନ୍ନାଥ 🙏
@drjack3995
@drjack3995 Жыл бұрын
ବହୁତ୍ ଭଲ ଲାଗିଲା କି ବା ହା ରୋ ଲକ ମାନେ ବି ପ୍ରଭୁ ଜଗନ୍ନାଥ ଙ୍କୁ ମାନୁଛନ୍ତି ହରି ହରି ବୋଲ ପ୍ରଭୂ
@Natkhatbrain
@Natkhatbrain Жыл бұрын
Great family, great news ,plz ମୋର ମିଡିଆ ଭାଈ ମାନଙ୍କୁ ଏତିକି request କି ଏମିତି news ଦେଖନ୍ତୁ,but Nisa maharana ଭଳି ବାଜ୍ୟ news ଦିଆନ୍ତୁନି ।plz plz plz
@lopagunumaapua
@lopagunumaapua Жыл бұрын
🙏🙏🙏
@jchoudhury274
@jchoudhury274 Жыл бұрын
Jai hindu jai ସନାତନ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ହରେ ରାମ ହରେ ହରେ (ଜୟ ଶ୍ରୀ ରାମ)
@kaniskapradhan4854
@kaniskapradhan4854 Жыл бұрын
Rama Krishna
@aproudjagannathbhaktkaling6054
@aproudjagannathbhaktkaling6054 Жыл бұрын
Olta hela bhai aga Rama asibe
@Son_of_lord_vishnu
@Son_of_lord_vishnu Жыл бұрын
​@@aproudjagannathbhaktkaling6054 ନାଇ ଆଗ କୃଷ୍ଣ ନାମ
@aproudjagannathbhaktkaling6054
@aproudjagannathbhaktkaling6054 Жыл бұрын
@@Son_of_lord_vishnu ନା ଭାଇ ସେଟା ଇସ୍କନ ବାଲାଙ୍କ ଦ୍ଵାରା ପ୍ରଚଳିତ ଅପଭ୍ରଂଶ
@Son_of_lord_vishnu
@Son_of_lord_vishnu Жыл бұрын
@@aproudjagannathbhaktkaling6054 ଆଚ୍ଛା ଭାଇ ରାମ ଆଗ ହୁଅନ୍ତୁ କି କୃଷ୍ଣ ପାର୍ଥକ୍ୟ କିଛି ତ ନାହିଁ ନା
@Ranjitfarming
@Ranjitfarming Жыл бұрын
ବିଦେଶୀ ମାନେ ଆମ ସନାତନ ହିନ୍ଦୁ ଧର୍ମ କୁ ବହୁତ ଭଲ ପାଉଛନ୍ତି କିନ୍ତୁ ଆମର କିଛି ହେତୁବାଦୀ ହିନ୍ଦୁ ଭାଇ ମାନେ ଆମର ଧର୍ମ କୁ କଳୁଷିତ କରୁଛନ୍ତି 🙏🙏🙏
@sushilkumarpradhan4264
@sushilkumarpradhan4264 Жыл бұрын
Sata kahile
@sushreesubhasmitanayak4169
@sushreesubhasmitanayak4169 Жыл бұрын
Hetubadi maane culture name jou andha biswas ra prachalana chalichi taku birodh karuchanti. Asubidha kouthi rahila
@Ranjitfarming
@Ranjitfarming Жыл бұрын
@@sushreesubhasmitanayak4169 ହେତୁବାଦୀ ମାନେ ଅନ୍ଧ ବିଶ୍ୱାସ କୁ ଦୂର କରୁନାହାନ୍ତି ତା ବଦଳରେ ଆମର ପରାମ୍ପରା କୁ ଭାଙ୍ଗି ଦେବାକୁ ବସିଛନ୍ତି ମୋର ଗୋଟେ ପ୍ରଶ୍ନ ରା ଉତ୍ତର ଦେଇପାରିବେ ମସଜିଦ କି ଯାଇ ଆଲା ନାହାନ୍ତି ବୋଲି କହିପାରିବ, ଗୀର୍ଜା କୁ ଯାଇ ଯୀଶୁ ନାହାନ୍ତି ବୋଲି କହିପାରିବ? ମୁଁ ଜାଣେ ତମେ କହିପାରିବନି ଯଦି କହିଲ ତେବେ ଜୀବନ ନେଇ ଫେରିବନି | ଆଉ କହିପାରିବନି ଏଥିପାଇଁ ଯେ ସେମାଙ୍କ ପାଖରେ ଏକତା ଅଛି କିନ୍ତୁ ଆମ ପାଖରେ ଏକତା ନାହିଁ | ଏକତା ଥିଲେ ପୂର୍ବରୁ ଯୋଉ ଶ୍ରୀ ମନ୍ଦିର ଉପରେ ଆକ୍ରମଣ ହେଇଚି ମୁଁ ଭାବୁଛି ହେଇପାରିନଥାନ୍ତା | ଆଉଗୋଟିଏ କଥା ମୁସଲମାନ, ଆଉ ଖ୍ରୀଷ୍ଟିଆନ ମାନେ ତାଙ୍କ ଭଗବାନ ଙ୍କୁ ମାନନ୍ତି କିନ୍ତୁ ଆମେ ମାନୁନାହୁଁ ମୋର ଅନୁରୋଧ ଏପରି ଭୁଲ ଆଉ ଯେପରି କରିବେନି 🙏🙏🙏🙏🙏
@sushreesubhasmitanayak4169
@sushreesubhasmitanayak4169 Жыл бұрын
@@Ranjitfarming Hindu mane kn pain bhagawan ku Manu nahanti kbe bhabicha. Katha re achi" 2 taa nauka re goda rakhile kahara hei paribani Budijiba" Hindu mane sei bhul karanti. Ete Sara gods goddess achanti.. kahaku real kahibe sethipain emiti abasta. Puni kiye kahuchi Brahma, kiye kahuchi krishna, shiba .ta aau kiye kahilani iswara nahanti.. kintu muslim aau Christian mane confirm satya iswara kiye..sei katha semane kahile kehi accept Kari parantini..olata galuami karanti loke. Putra janma hele mukhagni dele pita mukti paiba,rahu ketu giliba, khaile kehi marijiba, andha biswas puja, periods ku neiki thiba baaje katha, jati pratha,emiti jou baaje katha jadi taaku proof karibaku Jai hetubadi perfect kahile bhul ta nahi sethire... Praya Hindu mane andha biswas ku belebele parampara aau culture ra name deiki purba purusa nka parika murkha heiki rahibaku chahanti. Pua mukhagni nuhe barang pitaa ra karma aau paschatap anusare pita ku swarga kimba narka re jaga mile. Kintu jou sanatana loka na manile blind believe ku taaku kharap kuha jaye. Jetebele b Christian gudaka educated hei janti. Culture b thaye aau education b thaye semananka pakhe. India hin gote desha jouthi kukura, chora, balatkari nku b bhagawan kuhajaye. Bharata re sabu kichi possible..
@sushreesubhasmitanayak4169
@sushreesubhasmitanayak4169 Жыл бұрын
@@Ranjitfarming Suna bhaina masjid n church re Allah ki jishu nahanti. Apana bodhe jananti nahi a katha. Mandira re b thakura nahi kintu mandira re murti achi .jouta ki vedics b mana kare murti puja karani boli. Church masjid re nahanti. Tankara God invisible and real jiye ki heaven re ruhe. Sethi kebala religious n life teaching dia jaye. Mandira parika bhoga, dhupa diaa jayeni. Sethipain semane baba Mata,anti Christ, fake Mulla nku pila dinu biswas karanti nahi. Aau jani paranti kiye thik kuhe aau kiye bhul . kintu hindu mane aei katha jananti nahi. Karana vedics, sakha manankare se shikhya aaudia jauni. Jaha bada hela pare loke blind believe n baba matathu. Dureiki rahiba katha hindu mane jananti. Se sabu kichi Christian n muslim pila belu alert thanti. Gote Muslim easily kbe blind believe re padeni. Coz tankara shashtra gotiye. Aare semananka pain sei 1 pc hin sabu kichhi
@NKTapas
@NKTapas Жыл бұрын
ଆଜିକାଲି ପରିବାରର ସମସ୍ତ ଲୋକ ଏମିତି ଭାବେ ଉଚିତ୍ ଶିକ୍ଷା ଗ୍ରହଣ କରିବା ଦରକାର ସଂସ୍କାର ନଥିଲେ କିଛି ନୁହଁ ଏ ଜୀବନ।
@ssuryaxyzofficial3079
@ssuryaxyzofficial3079 Жыл бұрын
ସାମ୍ବାଦିକ ହେବ ତୋ ଏମିତି.. ଯେମିତି ଓଡ଼ିଶାରେ ଓଡ଼ିଆ... ଓଡ଼ିଶା ବାହାରେ ଅନ୍ୟ ଭାଷା.... ବିଦେଶରେ ବିଦେଶୀ ଭାଷା .... salute bhai...ଜୟ ଜଗନ୍ନାଥ 🙏🙏🙏
@SunilKumar-uk6tx
@SunilKumar-uk6tx Жыл бұрын
ଯାହା ହୋଉ ଭାଇ ଭଲ ନିୟୁଜ ଗୋଟେ ଦେଖେଇଲ
@dipuytchannel4U
@dipuytchannel4U Жыл бұрын
ମତେ ବହୁତ୍ ଭଲ ଲାଗୁଛି ଆମୋ ଦେଶ କୁ ଅନ୍ୟ ଦେଶ ର ଲକୋ ମାନେ ଆସୁଚନ୍ତି ମୁଁ ବହୁତ୍ ଖୁସି ପ୍ରଭୁ ମୋ ଓଡ଼ିଶା ଭାଷୀ କୁ ଭଲ ରଖିଥାଆ 👏👏👏👏👏
@rakeshsamal7285
@rakeshsamal7285 Жыл бұрын
Beautiful family Jai Jagannath
@jagannath-creation
@jagannath-creation Жыл бұрын
ଭାଇ କେବଳ ଭାଷା ନୁହେଁ ଧର୍ମ,ସଂସ୍କୃତି, ପରମ୍ପରା କୁ
@dipuytchannel4U
@dipuytchannel4U Жыл бұрын
ପ୍ରଭୁ ଶ୍ରୀ ଜଗନ୍ନାଥ ଭୋଲ ରେ ରଖି ଥାଓ
@kunjamohanmishra69
@kunjamohanmishra69 Жыл бұрын
ପୁରା ପରିବାର ପାଇଁ ମୋର ନବବର୍ଷର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା।ଜୟ ଜଗନ୍ନାଥ।
@dkstatus3619
@dkstatus3619 Жыл бұрын
ସତ କହିବି ଇଏ ଭିଡ଼ିଓ ମୋ ମନକୁ ଛୁଇଁଲା... ❤❤❤thanks ଭାସ୍କର ଓଡିଶା news🥰🥰🥰
@umakantapradhan9739
@umakantapradhan9739 Жыл бұрын
I couldn't control my tears 😭😭😭 when little baby girl chant hare Krishna hare rama
@SILENTSATYA99
@SILENTSATYA99 Жыл бұрын
କିଛି ଶିକ୍ଷ ଓଡ଼ିଶା ବସି 🙏🚩 ଜୟ ଜଗନ୍ନାଥ
@subhalaxmi.dezy.5647
@subhalaxmi.dezy.5647 Жыл бұрын
Really outstanding, ଜୟ ଜଗନ୍ନାଥ 🙏🏻🙏🏻🙏🏻
@nirakarjena2220
@nirakarjena2220 Жыл бұрын
ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ.. 🙏ପାଶ୍ଚାତ୍ୟ ଲୋକ ମନେ ଆମ ସନାତନ ଧର୍ମ କୁ ଆପଣାଉ ଥିବା ବେଳେ ଆମ ଭାରତ ବର୍ଷ ରେ କିଛି ହେତୁବାଦୀ ବିଧର୍ମୀ ଲୋକ ଆମ ସନାତନ ଧର୍ମ କୁ କଳୁଷିତ କରୁଛନ୍ତି.. ଜୟ ଜଗନ୍ନାଥ ମହାପ୍ରଭୁ ଏମାନଙ୍କୁ ସଦବୁଦ୍ଧି ଦିଅ ପ୍ରଭୁ 🙏🙏
@chittaranjanpradhan1602
@chittaranjanpradhan1602 Жыл бұрын
ଭାଇ ଆପଣ ବିଦେଶ ଯାଇ ନିଜ ସଂସ୍କୃତିକୁ ସାଥିରେ ରଖିଛନ୍ତି , ମୁଁ ଦେଖିଚି କିଛି NRI ନିଜକୁ ବିଦେଶୀଙ୍କ ଠାରୁ ଅଧିକ ଆଧୁନିକ ଭଳି ବ୍ୟବହାର କରନ୍ତି ।
@rojalinmohapatra1175
@rojalinmohapatra1175 Жыл бұрын
Jay Jagannath 🙏🙏🥺🥺 beautiful family
@bhaibhaichanel5123
@bhaibhaichanel5123 Жыл бұрын
I like u
@suchitrasathapathy8592
@suchitrasathapathy8592 Жыл бұрын
ହରେ କୃଷ୍ଣ 🙏🙏🙏🙏🙏
@pritamjena5223
@pritamjena5223 Жыл бұрын
ଏତେ ଦିନ ପରେ ଭସ୍କାର news ଗୋଟେ ଭଲ news ଦେଲେ
@reactson
@reactson Жыл бұрын
🇮🇳🇮🇳🇮🇳 I respect all religion but i salute those family who respect humanity of Hare Krishna Hare Rama 🙏🙏🙏
@umakantapradhan9739
@umakantapradhan9739 Жыл бұрын
Humanity have only sanatan dharm but no have any humanity in all ibrahimic religions that's true
@sandeepkumarpradhan2671
@sandeepkumarpradhan2671 Жыл бұрын
Such type person need in our whole society and hindu community also. He has no ego, no vanity and only spiritual divine in his mind as a software engineer in aboard. If all people think and do this in this world then no crime, no rape, no wrongdoing will happen. I respect such type of people. Great hindu. Learn this type of think, idea from his who are not following our hindu culture.
@qushiexpressionqueen6535
@qushiexpressionqueen6535 Жыл бұрын
U r right bro.this family is inspiration of us.eduacation is only a piece of paper,if we have no good humanity or good behaviour.i really proud for them.Radhe Radhe,jay jagnath 🙏
@BikramKumar-dh4zu
@BikramKumar-dh4zu Жыл бұрын
I am a Hindu,i feel shame about that we forget our religion and culture.
@SKBCreation527
@SKBCreation527 Жыл бұрын
100%Good American people🙏🙏
@rajendramandal8230
@rajendramandal8230 Жыл бұрын
ବହୁତ ଖୁସି ଲାଗିଲା
@rakesh79570
@rakesh79570 Жыл бұрын
So sweet baby 😀😀 Hare Krishna
@Subrat_9_108
@Subrat_9_108 Жыл бұрын
ଜୟ ସନାତନ ଧର୍ମ 🙏🏻🕉️
@ashwinisahu6584
@ashwinisahu6584 Жыл бұрын
HARE KRISHNA HARE KRISHNA KRISHNA KRISHNA HARE HARE HARE RAMA HARE RAMA RAMA RAMA HARE HARE
@Fit..Factory
@Fit..Factory Жыл бұрын
Great...salute...amaku kintu foreign culture re besi ruchhi😥😥😥😥
@snayak983
@snayak983 Жыл бұрын
Simplicity....don't show that much ...!!! Respect for them all 👌👌👌
@nayakenglishacademy5320
@nayakenglishacademy5320 Жыл бұрын
I became very glad to see that child and her mother.
@ShivanyaMusicproduction
@ShivanyaMusicproduction Жыл бұрын
ହରେ କୃଷ୍ଣ ହରେ ରାମ ओम शांति ଜୟ ଜଗନ୍ନାଥ I am proud feel so out country bhakti mark Thanks 💚
@sairam57544
@sairam57544 Жыл бұрын
The child voice is so so cute 🥰
@jayutkal6493
@jayutkal6493 Жыл бұрын
ସବୁ ଠାରୁ ଦୁଃଖ ର୍ କଥା ରିପୋଟର ବାବୁ ଇଂଲିଶ୍ ଜାଣି ନାହିଁ।
@Manoj-Kumar-Majhi
@Manoj-Kumar-Majhi Жыл бұрын
Right
@surajpattanaik9331
@surajpattanaik9331 Жыл бұрын
What is the big deal in it ??? Can One American knew other language 🤔 English is just a language not a markup education
@muktilatapradhan3538
@muktilatapradhan3538 Жыл бұрын
Satare sir
@AllhaSuarwala
@AllhaSuarwala Жыл бұрын
ଏଇ ଓଡ଼ିଆ ସମ୍ବାଦିକଙ୍କୁ ଇଂଲିଶ୍ ର ପ୍ରୟୋଜନ କେବେ ପଡ଼ି ହିଁ ନାହିଁ ତ.. କେମିତି କହିବ? ଆଉ କାହା ମୁହଁରୁ ଦି ପଦ ଇଂଲିଶ୍ ବାହାରି ଗଲେ ତ ଓଡ଼ିଆ ଲୋକେ କଟାକ୍ଷ କରି କହନ୍ତି :- ବେଶି ଇଂଲିଶି ଛୋଡ଼ି ହେଉଛି ତ... 😆 ଦୋହରା ଚରିତ୍ର ଟି..। ଦେଖେଇବାନି କେମିତି? 😆😁😂
@jayutkal6493
@jayutkal6493 Жыл бұрын
@@AllhaSuarwala ନାଇଁ sir ଜଣେ ସାମ୍ବାଦିକ ହିସାବରେ ଓଡ଼ିଆ ଇଂଲିଶ ହିନ୍ଦୀଭାଷା ନିହାତି ଜାଣିବା ଜରୁରୀ ଅଟେ ।
@kishorkumarbhitiria323
@kishorkumarbhitiria323 Жыл бұрын
ବିଦେଶୀ ମାନେ ହିନ୍ଦୁ ଧର୍ମ କୁ ଭଲ ପାଆନ୍ତି କିନ୍ତୁ ଆମର ହିନ୍ଦୁ ମାନଙ୍କ ପସନ୍ଦ ଟିକଟକ୍ ଅଣ୍ଟା ହଲାଇଵା..ଧିକ ତମ ଜୀବନ କୁ...ଜୟ ଜଗନ୍ନାଥ🙏🙏
@satyaranjannandi6812
@satyaranjannandi6812 Жыл бұрын
Hare krishna 🙏🏻🚩🙏🏻
@akashmallik9838
@akashmallik9838 Жыл бұрын
ବୋହୁତ ଭଲ ଆପଣ ବାହାରେ ରହି ମଧ୍ୟ ଆମର ହିନ୍ଦୁ ଧର୍ମ ଏବଂ ଭାରତୀୟ ସଂସ୍କୃତି କୁ ଆପଣେଇ ଥିବାରୁ ଧନ୍ୟବାଦ୍ ....ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ।
@dhanurjayamaharana507
@dhanurjayamaharana507 Жыл бұрын
ଶିଖରେ ଓଡିଶା ଶିଖ ଆମ ଜଗନ୍ନାଥ ମହାପ୍ରଭୁ ଆଉ ଆମ ଓଡ଼ିଶା କେତେ ମହାନ
@pradiptabiswal9247
@pradiptabiswal9247 Жыл бұрын
ଭାଗ୍ୟବତୀ ସେ‌ ମାଆ ଯେ ଏମିତି ପୁଅ ବୋହୁ ନାତୁଣୀ ପାଇଛନ୍ତି । ହରେକୃଷ୍ଣ
@dropadbarik658
@dropadbarik658 Жыл бұрын
ଏମାନଙ୍କଠୁ କିଛି ଶିଖ ଓଡ଼ିଆ ମାନେ
@priyaranjansamal4517
@priyaranjansamal4517 Жыл бұрын
BHAGYAWANNNN.....🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 JAYAAAA PRABHUUU PURUSHOTTAM JAGANNATH MAHAPRABHU 🙏 JAYAAAA SIARAM 🙏
@rakeshmohapatra1459
@rakeshmohapatra1459 Жыл бұрын
Inspired to everyone 🙏 Jay Jagannath 🕉️🙏
@banamitrabiswal3381
@banamitrabiswal3381 Жыл бұрын
Jay Jagannath 🙏 hare Krishna hare Krishna Krishna Krishna hare hare hare ram hare ram ram ram hare hare 🙏🙏
@cricket_news243
@cricket_news243 Жыл бұрын
ଆପଣ ଏମିତି news ଛାଡିଲେ କେତେ ଭଲ ଲାଗୁଚି
@ommmohapatra7955
@ommmohapatra7955 Жыл бұрын
Bahut val lagila..how positive she is towards our culture and heritage but now the qn is whether we are
@sunitamunda5584
@sunitamunda5584 Жыл бұрын
So very much thanks to American people....Hare Krishna Hare Krishna 🙏🙏🙏🙏
@bibhunayak9709
@bibhunayak9709 Жыл бұрын
ଭାସ୍କର ଏବେ ଭଲ ପିଲା ହୋଇଯାଇଛି ।
@HEMANTAKUMARNAYAKDukhu
@HEMANTAKUMARNAYAKDukhu Жыл бұрын
Bahut bhala lagila ete din pare Bhaskar news bala gote bhala news dele darsak mananku
@bapujijena3246
@bapujijena3246 Жыл бұрын
Spread the spirituality, love and faith of the lord JAGANNATH... And please change the reporting boy, who doesn't know how to ask questions in English. Please maintain the minimum qualifications of media personnel.
@Mrsambhuvlogs
@Mrsambhuvlogs Жыл бұрын
I proud to am Odia 😘
@chandrashekhar648
@chandrashekhar648 Жыл бұрын
Hare Krishna Hare Rama, sanatan dharm ke jay, Jay Hind 🇮🇳🙏
@SingleBoyRajib
@SingleBoyRajib Жыл бұрын
Wow Really Satare Bahout Bhala lagila mate 🙏🙏❤❤ Hare Krishna Hare Krishna Krishna Krishna Hare Hare. Hare Ram Hare Ram Ram Ram Hare Hare 🙏🙏
@Foodrecipes054
@Foodrecipes054 Жыл бұрын
Hare Krishna hare Krishna Krishna Krishna hare hare hare ram hare ram ram ram hare hare 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@rameshbadatya4614
@rameshbadatya4614 Жыл бұрын
ଜୟ ଶ୍ରୀ କୃଷ୍ଣ 🙏🙏🙏
@LokanathBehera-ip3ll
@LokanathBehera-ip3ll 27 күн бұрын
ଭିଡିଓ ଟି। ଦେଖି। ବହୁତ୍। ଖୁସି ଲାଗିଲା ଆମ ଓଡ଼ିଆ। ସଂସ୍କୃତି ପରମ୍ପରା କୁ ଅଣ ଓଡ଼ିଆ ସମ୍ମାନ ଦେଉ ଥିବା ବେଳେ ଆମ ଓଡ଼ିଆ ମାନେ ପାଶ୍ଚାତ ଦେଶର ପ୍ରେମରେ ମଶଗୁଲ ଏଥିରୁ। କିଛି। ଶିକ୍ଷା ଲାଭ କରିଲେ। ଭଲ ହେବ
@ashokpradhan8914
@ashokpradhan8914 Жыл бұрын
ହରେ କୃଷ୍ଣ ହରେ ରାମ 🙏🌹🙏
@1234anurudha
@1234anurudha Жыл бұрын
ଜୟ ଜଗନ୍ନାଥ 🙏🌷❤️
@kanduribehera506
@kanduribehera506 Жыл бұрын
Malika bachana sata heba... 🙏🏾🙏🏾🙏🏾
@asitraymohapatra8208
@asitraymohapatra8208 Жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏
@pramilabehera6886
@pramilabehera6886 Жыл бұрын
ବିଦେଶୀମାନେ ଆମ ହିନ୍ଦୁ ଧର୍ମକୁ କାହିଁକି ଭଲ ପାଆନ୍ତି କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ହିନ୍ଦୁ ଧର୍ମକୁ ଭଲ ପାଆନ୍ତି ଜୟ ଜଗନ୍ନାଥ
@prabasiodia
@prabasiodia Жыл бұрын
We wish great future for this couple.
@BikashKumar-cw9tw
@BikashKumar-cw9tw Жыл бұрын
Wow so great ❣️❣️❣️god bless you all your family
@Arjunch771
@Arjunch771 Жыл бұрын
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ,,, ହରେ ରାମ ହରେ ରାମ ରାମ ରାମ ହରେ ହରେ,,ବୋଲ ରାଧା ରାଣୀ ସରକାର କି 🙏🙏🎉🎉🎉
@satyabratabiswal3264
@satyabratabiswal3264 Жыл бұрын
Hey prabhu..ishqan ku dhanyabad....ama sanskruti ku world Sara kheleithinaru🙏🙏🙏🙏
@pkr6372
@pkr6372 Жыл бұрын
We need this type of news 🙏🙏
@bipennagkumar3961
@bipennagkumar3961 Жыл бұрын
Jay shri krishna 🙏❤️🙏
@SILENTSATYA99
@SILENTSATYA99 Жыл бұрын
ଭାସ୍କର news ଏମିତିକା ଭିଡ଼ିଓ ବି Viral ହୁଏ ତେଣୁ ଚେଷ୍ଟା କରିବେ ବେଶୀ ଏମିତିକା ଭିଡ଼ିଓ ଦେଖେଇବା ପାଇଁ
@monalisapriyadarsini1111
@monalisapriyadarsini1111 Жыл бұрын
Jayshreeradhekrishna jayshreerukhmanikrishna jayvishnulaxmi jaylamighty❣️🙏❤🤲
@pradeeppati828
@pradeeppati828 Жыл бұрын
🙏 ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ରାମ
@poojabarik2421
@poojabarik2421 Жыл бұрын
Jay jaganatha 🙏🙏🙏
@samaruhernna4118
@samaruhernna4118 Жыл бұрын
ହରେ କୃଷ୍ଣ ହରେ ରାମ
@gurucharansahoo9577
@gurucharansahoo9577 Жыл бұрын
ରାଧେ ରାଧେ 🙏🙏🙏🙏🙏❤❤❤❤❤
@Jagakumar705
@Jagakumar705 Жыл бұрын
Happy family God bless you 🙏🙏❤️
@spiritualkatha5109
@spiritualkatha5109 Жыл бұрын
Jay jagannath 🙏🏻🙏🏻
@kanha0225
@kanha0225 Жыл бұрын
Jai ho Srilaprabhupada ❤️🙏🏼🙏🏼 Jeeva jaago my dear soul jaago until it's too late ❤️🙏🏼🙏🏼
@anweshamallick8320
@anweshamallick8320 Жыл бұрын
Literally this video made my day 💓
@renubalamohapatra5702
@renubalamohapatra5702 Жыл бұрын
Hare Krishna 🙏🙏
@lopagunumaapua
@lopagunumaapua Жыл бұрын
🙏🙏🙏🙏
@mukeshbehera4511
@mukeshbehera4511 Жыл бұрын
Great personality..🙏🙏
@rabindrakunarsursur
@rabindrakunarsursur Жыл бұрын
Very very very nice..vaii ... God bless you ...Jagannath Swami...
@manasranjantudu8550
@manasranjantudu8550 Жыл бұрын
Jay Jagannath 🙏🙏🙏
@ChhabilaMunda
@ChhabilaMunda Жыл бұрын
ବହୁତ ଭଲ ଲାଗିଲା ଏ ଭିଡିଓ ଦେଖି 🙏 ଜୟ ଜଗନ୍ନାଥ 🙏 Jay Shree Radhe Krishna 🙏🙏🙏💐💐🌹🌺🌸🌼🎊🎉 Jai Shree Krishna 🙏🙏🙏
@sujitkumardas3324
@sujitkumardas3324 Жыл бұрын
ହଉ ଚାଲୁ ଯଦି ଆଉଥରେ ସେମାନେ ଇଣ୍ଡିଆକୁ କବ୍ ଜା ନ କରିଛନ୍ତି ମୋତେ କହିବ। ଦେଶ ବଞ୍ଚାଅ 🙏🙏🙏🙏 ଜୟ ଜଗନ୍ନାଥ
@ramakantapradhan6288
@ramakantapradhan6288 Жыл бұрын
ହରିବୋଲ ଅତିସୁନ୍ଦର
@uneedtoknow9351
@uneedtoknow9351 Жыл бұрын
Bhala news jaha hau mrng ta bhala lagila dekhiki.. a e type ra news ana sabu din jay Jagannath 🙏
@rasmitajena714
@rasmitajena714 Жыл бұрын
Jay Jagannath....
DAD LEFT HIS OLD SOCKS ON THE COUCH…😱😂
00:24
JULI_PROETO
Рет қаралды 15 МЛН
MISS CIRCLE STUDENTS BULLY ME!
00:12
Andreas Eskander
Рет қаралды 17 МЛН
Gym belt !! 😂😂  @kauermtt
00:10
Tibo InShape
Рет қаралды 16 МЛН
路飞被小孩吓到了#海贼王#路飞
00:41
路飞与唐舞桐
Рет қаралды 83 МЛН
SURPRISING OUR INDIAN PARENTS AFTER 5 YEARS 🇮🇳
9:29
premkimforever
Рет қаралды 6 МЛН
Mallikarjun Kharge Condemns Budget 2024; Chairman Jagdeep Dhankhar 'Aghast'
7:18:44
Shashi Tharoor Slams Centre, Big Showdwn In Lok Sabha Over Budget 2024
8:59:37
The Indian Express
Рет қаралды 133 М.
DAD LEFT HIS OLD SOCKS ON THE COUCH…😱😂
00:24
JULI_PROETO
Рет қаралды 15 МЛН