ଏତେ ଟଙ୍କା କେଉଁଠୁ ଆଣିଲି ଦେଶ ବାହାରେ ବୁଲିବା ପାଇଁ || MY LIFE STORY

  Рет қаралды 1,103,825

ମୁଁ TRAVELLER

ମୁଁ TRAVELLER

Күн бұрын

ଏତେ ଟଙ୍କା କେଉଁଠୁ ଆଣିଲି ଦେଶ ବାହାରେ ବୁଲିବା ପାଇଁ || MY LIFE STORY #labahansda
#labahansda #odiavlog #odiavlog #odiashorts #odiasong #odiacomedy #odianews #trvelvlog

Пікірлер: 11 000
@MuTraveller
@MuTraveller Жыл бұрын
କିଏ କିଏ full ଭିଡିଓ ଦେଖି ଛ comments please ❤❤
@srajgaming545
@srajgaming545 Жыл бұрын
𝑀𝑜𝑜 𝑑𝑒𝑘ℎ𝑖𝑐ℎ𝑖 𝑙𝑜𝑣𝑒 𝑦𝑜𝑢 𝑏ℎ𝑎𝑖
@gurujiodia5197
@gurujiodia5197 Жыл бұрын
Bhai au 15 min baki achi
@littlesomnathmts
@littlesomnathmts Жыл бұрын
Mu dekhu chi laba bai
@why_xox_07
@why_xox_07 Жыл бұрын
Meeee
@GaneshKumar12367
@GaneshKumar12367 Жыл бұрын
Watching
@mssportsofficial07
@mssportsofficial07 Жыл бұрын
କିଏ କିଏ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ 🥰❤️👍ଜୟ ଜଗନ୍ନାଥ 🙏🙏🙏
@369kumar9
@369kumar9 Жыл бұрын
ଭାଈ..ଆଜିକା ସମୟରେ ହୃଦୟ ରୁ ଭଲ ପାଇବା ଲୋକ 0% ମୁଁ ଲୋବ ଭାଇକୁ ଭଲପାଏ.. 🙏
@baikunthmajhi5672
@baikunthmajhi5672 Жыл бұрын
Mu bahut bhala pae laba nku❤❤
@youtubechannel---harish2369
@youtubechannel---harish2369 Жыл бұрын
Lobo❤️ bhai 🥰
@tapaswanibehera539
@tapaswanibehera539 Жыл бұрын
@@youtubechannel---harish2369 nice
@sridharswain6703
@sridharswain6703 Жыл бұрын
Mu bhuta vala paya
@madhumadhu7014
@madhumadhu7014 Жыл бұрын
କିଏ କିଏ ଲବ ଭାଇ ଙ୍କ ପାଖରୁ କିଛି ଶିଖିବା ପାଇଁ ପାଇଲ ଗୋଟେ,👍 କରନ୍ତୁ
@RakeshPanda-p3o
@RakeshPanda-p3o Жыл бұрын
😢
@lachhamansinku4742
@lachhamansinku4742 8 ай бұрын
ଆପଣଙ୍କ ଜୀବନକାହାଣୀରୁ ବହୁତ କିଛି ଶିଖିବାକୁ ମିଳିଲା । ତେଣୁ ଆଗକୁ ଆଗକୁ ଚାଲ ।
@ekantamunda873
@ekantamunda873 Жыл бұрын
ଭାଇ ତୁମର ଧର୍ଯ୍ୟ କୁ କୋଟି କୋଟି ପ୍ରଣାମ 🙏🙏🙏
@tarangserialupdates
@tarangserialupdates Жыл бұрын
kzbin.infoUDCpiBhLN9I?feature=share
@ranjitapatra7453
@ranjitapatra7453 Жыл бұрын
Right bhai
@itssangramvlogs952
@itssangramvlogs952 Жыл бұрын
ଲବ ଭାଇ ଙ୍କ କାହାଣୀ ଶୁଣିକି ଦୁଃଖ ଲାଗିଲା ଏବଂ କିଛି ଶିଖିବାକୁ ମିଳିଲା 😢👍🏻 ଆମେ ମାନେ ଆପଣ ଙ୍କ ସହ ଅଛୁ ଲବ ଭାଇ ❤️ କେଉଁ କେଉଁ ମାନେ ଲବ ଭାଇଙ୍କୁ ହୃଦୟରୁ ଭଲ ପାଇବା ଦଉଚ Like 👍🏻 ଦେଇକି ଯାଅ. ❤️
@bulunayak3344
@bulunayak3344 Жыл бұрын
ମୁଁ
@sabitajena1950
@sabitajena1950 Жыл бұрын
Mun. Carry on bhai. 😊😊😊😊😊
@Desivlog_Dibakar
@Desivlog_Dibakar Жыл бұрын
Support karantu Bhai ku
@sarbeswardas6188
@sarbeswardas6188 Жыл бұрын
Love yoy bhai🙏🙏🙏🙏🙏🥰🥰😍😍
@learneconomics69
@learneconomics69 Жыл бұрын
ମୁଁ ଦେଖିଲି ଭାଇ ଆଉ ଦେଖି ମୋତେ ନିଜକୁ ହୃଦୟଙ୍ଗମ ହେଲା ଯେ ମୁଁ କୋଉଠି ଆଉ ଜାଣିକି ବହୁତ୍ ଭଲ ଲାଗିଲା ଯେ ଦୁନିଆରେ ସବୁ କିଛି ସମ୍ଭବ l ଜୟ ଜଗନ୍ନାଥ ଲବ ଭାଈ ❤❤❤❤❤love you brother. ଭାଇ ମୁଁ ବି ଗୋଟେ ଗରିବ ଛୁଆ।
@sudamcharannaik2028
@sudamcharannaik2028 Жыл бұрын
ଦେଖିବା ଆମ କେନ୍ଦୁଝର ରୁ କିଏ କିଏ ଦେଖୁଛନ୍ତି। ଲବ ଭାଇଙ୍କ ପାଇଁ ଗୋଟେ ଲାଇକି ହେଇଯାଉ ❤❤
@tukumurmu2204
@tukumurmu2204 Жыл бұрын
ଭାଈ ମୁଁ ଦେଖି ଲି
@Hotribesusanta
@Hotribesusanta Жыл бұрын
KJR❤
@labamahantaofficial
@labamahantaofficial Жыл бұрын
Bhai mu telkoi ru
@dishamamaexpress8930
@dishamamaexpress8930 Жыл бұрын
God bless you
@ghanashyamhesha5835
@ghanashyamhesha5835 Жыл бұрын
I am banspal
@lekhamanimuduli7228
@lekhamanimuduli7228 6 ай бұрын
ବହୁତ ଭଲ ଲାଗିଲା ଭାଇ , ଆପଣଙ୍କ ଜୀବନ କାହାଣୀ ବେକାରୀ ପିଲାଙ୍କ ପାଇଁ ଗୋଟିଏ ଉଦାହରଣ ।
@PravakarPradhan-z1c
@PravakarPradhan-z1c 3 ай бұрын
❤❤❤❤😮😮😮😮
@StatuskingChinku
@StatuskingChinku Жыл бұрын
This man hardworking -100% Attitude -0% Ego-0% Angrymode-0% BRAVEness-999999+ Love from balasore 💕
@jayjagannath20015
@jayjagannath20015 Жыл бұрын
@srikantbarik4498
@srikantbarik4498 Жыл бұрын
❤️💖✨
@Desivlog_Dibakar
@Desivlog_Dibakar Жыл бұрын
Thanks
@svsubash
@svsubash Жыл бұрын
Sure bhai❤❤❤❤❤
@dboysexperiment9308
@dboysexperiment9308 Жыл бұрын
Dream ia most powerful eanarje ❤❤❤ Love you VAI
@goutamsahoo9088
@goutamsahoo9088 Жыл бұрын
ଲୁହ ଆସିଗଲା ଭାଇ। ବହୁତ ଆଗକୁ ଯାଅ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା 🙏🙏🙏
@Desivlog_Dibakar
@Desivlog_Dibakar Жыл бұрын
Thanks for your support
@ranjitcreations6163
@ranjitcreations6163 Жыл бұрын
ଭଗବାନ ତୁମକୁ ମଙ୍ଗଳ କରନ୍ତୁ... ଭାଇ ସତରେ ମୋ ଆଖିରୁ ଲୁହ ଆସିଗଲା.. ତମେ ଆହୁରି ଆଗକୁ ଯାଅ... ଭାଇ ❤❤❤❤❤❤❤❤❤
@sadasivbiswal7082
@sadasivbiswal7082 6 ай бұрын
ମୁଁ ଫୁଲ ଭିଡ଼ିଓ ଦେଖିଲି ଏବଂ ବହୁତ କିଛି ଶିଖିଲି but ତମ ମା ଙ୍କ ଆଶୀର୍ବାଦ ଅବର୍ଣ୍ଣନୀୟ good luck and go ahead ❤️you
@krglbskeyjbkz1004
@krglbskeyjbkz1004 Жыл бұрын
ଆମେ ଆପଣଙ୍କର Chanel ଏତେ ଆଗକୁ ନେବା ଦଦିନେ ନା ଦିନେ ଓଡ଼ିଶା ଆପଣଙ୍କ ପାଇଁ ଗର୍ବ କରିବ ❤❤❤❤
@babulkumarcharchi4370
@babulkumarcharchi4370 Жыл бұрын
ମଦ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଛି
@ashishswain7601
@ashishswain7601 Жыл бұрын
Love you bhai 💖💖💖
@ajayakumarsahu7091
@ajayakumarsahu7091 Жыл бұрын
Right love you bhai
@himanshuefx6140
@himanshuefx6140 Жыл бұрын
I agree bro love you lub bhai ❤
@sidharthkumar126
@sidharthkumar126 Жыл бұрын
ଯାହାହେଉ ଭାଇ ସ୍ୱାଧୀନତା ଦିବସ ଆମ ଭାରତ ରେ ହିଁ ଆପଣ ପାଳି ପାରିବେ
@chittaranjannaik1636
@chittaranjannaik1636 Жыл бұрын
ଗରିବ ଲୋକ ହିଁ ପଇସା ର ମହତ୍ୟୁ ବୁଝି ପାରେ,,,,ଭାଇ କଥା ଶୁଣି ଆଖିରୁ ଲୁହ ଆସିଗଲା ମୋ ମାଆ ବି ମତେ ହାଣ୍ଡିଆ ବିକି କି ପଇସା ଦିଏ i love you ମା
@SILUEDITZScreation
@SILUEDITZScreation Жыл бұрын
Mee too 😢
@chittaranjannaik1636
@chittaranjannaik1636 Жыл бұрын
ଭାଇ ତୁମ ସବୁ ଭିଡିଓ ମୁଁ ଦେଖେ mind-blowing ଭାଇ
@BijaykumarSwainBijaySwain
@BijaykumarSwainBijaySwain 10 ай бұрын
ଭାଇ ତୁମ ଧର୍ଯ କୁ କୋଟି କୋଟି ପ୍ରଣାମ। ଏ ଜୀବନ ଟା ସଂଘର୍ଷମୟ ଦୁନିଆ। ଧନ୍ୟବାଦ ❤❤
@kshirodkumarmahanta
@kshirodkumarmahanta Жыл бұрын
ମୁଁ ବି ଦେଖିଲି ଭାଇ ତୁମ life story ବହୁତ ଖୁସି ହେଲି ଶିଖିବାକୁ ପାଇଲି ଜୀବନରେ ଦୃଢ ମନବଳ ଆଉ ଲକ୍ଷ୍ୟ ଯଦି ଗୋଟେ ହୁଏ ମଣିଷ ତାର ଲକ୍ଷ୍ୟ ସ୍ଥଳରେ ପହଂଚିପାରିବ
@TheAdivasiOfficial
@TheAdivasiOfficial Жыл бұрын
ସବୁ ଆଦିବାସୀ ମାନଙ୍କ ପାଇଁ inspirational ହେବ, ଆମେ ସବୁ ଅପେକ୍ଷା ରେ ଅଛୁ
@sambitmohanty4407
@sambitmohanty4407 Жыл бұрын
ଏଠି କିଏ ଅଛି ଯିଏ ଚାହୁଛି କି ଭାଇ ର 1 ମିଲିୟନ subscriber ହୁଅନ୍ତୁ , ମୁ ଚାହୁଛି
@WilliamBhuyan143
@WilliamBhuyan143 8 ай бұрын
❤❤❤❤❤❤❤❤ ଯେତେ ଦିନ ବଞ୍ଚିବ ଏମିତି ମାଡ଼ି ଚାଲ କିଏ କଣ କହିଲେ କାହା କଥା ଶୁଣିବ ନାହିଁ ନିଜେ ଭଲ ତ ଦୁନିଆ ଭଲ
@kids....
@kids.... 6 ай бұрын
Salute your thoughts bro
@Rajyoutuber0
@Rajyoutuber0 6 ай бұрын
Madi chala bhai
@ramadailyvlogs9587
@ramadailyvlogs9587 Жыл бұрын
ଭାଇ ଆପଣଙ୍କ ମା ଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ନିଚୟ ରହିବ
@miraranighadei6394
@miraranighadei6394 Жыл бұрын
ବହୁତ ଖୁସି ଲାଗୁଛି ତୁମ କଥା ଶୁଣିକି | ତୁମ ମା'ଙ୍କ କଥା ଶୁଣିକି ଦୁଃଖ ବି ଲାଗିଲା । ତୁମେ ବହୁତ ଆଗକୁ ଯାଅ । ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିବି ତୁମେ ଆଗକୁ ଅଧିକ ରୁ ଅଧିକ ଉନ୍ନତି କର।
@rabindramohanta5508
@rabindramohanta5508 Жыл бұрын
ଲବ ଭାଇ ତମ ମା ଙ୍କ ଆଶୀର୍ବାଦ ତମ ଉପରେ ରହିଛି ରହିବ 🙏 ଜୟ ଜଗନ୍ନାଥ 🙏🙏🙏🙏🙏
@RajashMurmu
@RajashMurmu 6 ай бұрын
ଲବ ଭାଇ ମୁଁ ଉଦଳା ରୁ କହୁଛି ରାଜେଶ୍ ମୁର୍ମୁ ତୁମର ଲାଇଫ ଷ୍ଟୋରି ମୋତେ ବହୁତ୍ ବହୁତ୍ ଭଲ ଲାଗିଲା ଆଉ ବହୁତ ଦୁଃଖ ବି ଲା ଗିଲା❤❤❤❤❤
@tulsirammajhi8327
@tulsirammajhi8327 Жыл бұрын
ସତରେ ଦାଦା ତମ କାହାଣୀ ଶୁଣିଲି ବହୁତ ଦୁଃଖ ଲାଗିଲା,😭😭ପ୍ରଭୁ ଜଗନ୍ନାଥଙ୍କ ଭଗବାନ କରନ୍ତୁ ତମେ ଆଗକୁ ଯାଅ,ମା ଙ୍କ ଆଶୀର୍ବାଦ ତମ ସହିତ ସବୁବେଳେ ରହୁ ,
@additarboyKrishna
@additarboyKrishna Жыл бұрын
ତୁମେ ମନ ଦୁଃଖ କରିବନି ତୁମ ମା ଉପରେ ଥାଇ ଖୁସି ହେଉ ଥିବେ କାହିଁକି ନା କେହି ମା ଚାହାନ୍ତିନି ତାର ପିଲା ଦୁଃଖରେ ରହୁବୋଲି ତୁମ ମା ଙ୍କ ଆଶ୍ରିବାଦ ତୁମ ସାଙ୍ଗରେ ଅଛି ମୁଁ ଭଗବାନ୍ ଙ୍କୁ ଡାକୁଛି ତୁମେ ସବୁବେଳେ ଖୁସିରେ ରୁହ
@RG_comedy688
@RG_comedy688 Жыл бұрын
44:42 ସତରେ ଭାଇ ଆପଣ ଙ୍କ ମା ଙ୍କ ଆଶୀର୍ବାଦ ଅଛି ଆପଣ ଙ୍କ ସାଥିରେ ଓ ଆମ ସମସ୍ତ ଓଡ଼ିଆ ବାସି ଙ୍କ ❤️ ଆହୁରି ଆଗକୁ ଯାଆନ୍ତୁ ଭାଇ ଆମେ ଓଡ଼ିଆ ବାସି ପ୍ରଭୁ ଜଗନ୍ନାଥ 🙏 ଙ୍କ ନିକଟରେ ପର୍ଥାନା କରୁଛୁ 🙏🙏🙏🙏
@Desivlog_Dibakar
@Desivlog_Dibakar Жыл бұрын
Thanks ❤
@diptikirecipe9888
@diptikirecipe9888 Жыл бұрын
Super Bhai God bless you
@Barbiedoll0.1
@Barbiedoll0.1 Жыл бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@manasranjandehury5114
@manasranjandehury5114 7 ай бұрын
Real imandar ମଣିଷ ଭାଇ ତୁମେ
@simaltudu
@simaltudu Жыл бұрын
ଲବ ଭାଇଙ୍କ ସହ‌ ଦେଖା କରିବା ପାଇ କିଏ କିଏ ଆସୁଛ Bhubneswar
@entertainerrojalin
@entertainerrojalin Жыл бұрын
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏ ଭଳି ମାଟିର ମଣିଷଙ୍କ ଜୀବନଶୈଳୀକୁ ନେଇ ଚଳଚ୍ଚିତ୍ର ତିଆରି କରାଯିବା ଉଚିତ୍। ଯେଉଁ ଭାଇ ଓ ଭଉଣୀମାନେ ଏକମତ ଲାଇକ୍ କରନ୍ତୁ।
@entertainerrojalin
@entertainerrojalin Жыл бұрын
Ty bhai🙏
@fudanbeshra2426
@fudanbeshra2426 Жыл бұрын
ହଁ ହେବା ଦରକାର
@bhagabanarohidas4725
@bhagabanarohidas4725 Жыл бұрын
I love you laba hajja
@dibakarmahanandia2643
@dibakarmahanandia2643 Жыл бұрын
ନିଶ୍ଚିତ ଭାବରେ ଫିଲ୍ମ ଟି ହିଟ୍ ହେବ।100% guaranteed
@harishnimala5911
@harishnimala5911 Жыл бұрын
Mu b eaa bhabi thili....in future kadiba achi...full blockbuster movie hebo.odia industry
@kumartareshofficial6166
@kumartareshofficial6166 Жыл бұрын
କେଉଁଠି ଝୁଣା ତ ପୁଣି କେଉଁଠି ଝରଣା କେଉଁଠି ମହୁ ତ ପୁଣି କେଉଁଠି କୋଇଲିର କୁହୁ କେଉଁଠି ଫୁଲର କୋମଳତା ତ ପୁଣି କୋଉଠି ମହାବଳ ବାଘର ରୁକ୍ଷତା। ଏଇ ପ୍ରକୃତି ଭରା ସୋନ୍ଦର୍ଯ୍ୟର ମାଟି ହେଉଛି ମୟୂରଭଞ୍ଜ ମାଟି। #love_U_Laba_bro❤ #Love_from👇 Dil ❤ se ...MAYURBHANJIA... Like here .👇
@balbhadranaik
@balbhadranaik 8 ай бұрын
ଲବ ବାବୁ କଥାରେ ଅଛି. କିଛି ପାଇବାକୁ ହେଲେ କିଛି ହରେଇ ବାକୁ ହୁଏ. 👍ଚାଲିବି ଚାଲିବି ନପଡ଼ିବି ଥକି ମୋଦି ବା ଆଗରୁ ଆଖି :ଆଗରେ ପଡିଛି ପଥ ବୋହୁଦୂର ଆହୁରି କେତେଯେ ବାକି.
@manoranjancreativity5887
@manoranjancreativity5887 Жыл бұрын
ଜୀବନ ରେ ଆଗକୁ ବଢ଼ିବାରେ ଭଲ ଶିକ୍ଷା ଦେଲ , ❤ 49 ମିନିଟ ଭିଡିଓ କେତେବେଳେ ଶେଷ ହେଇଗଲା ଜଣା ପଡିଲାନି, ଜୀବନରେ ଆଗକୁ ବଢିବା ପାଇଁ କେତେ କଷ୍ଟ କରିବାକୁ ପଡେ ଜିଏ ଅଙ୍ଗେ ନିଭାଇଛନ୍ତି ସେମାନେ ହିଁ କହିପାରିବେ କଷ୍ଟ, ଦୁଃଖ କଣ... Love from- କେନ୍ଦ୍ରାପଡ଼ା ❤
@anitabehera-1871
@anitabehera-1871 Жыл бұрын
Very nice bhai
@HessaSLLovezm7ed.
@HessaSLLovezm7ed. Жыл бұрын
Thank you manoranjan Bhai toma coment grahana jugya. Bhagavan tumaku mangala karantu
@manoranjancreativity5887
@manoranjancreativity5887 Жыл бұрын
@@anitabehera-1871 thank you dear 😊
@manoranjancreativity5887
@manoranjancreativity5887 Жыл бұрын
@@HessaSLLovezm7ed. ତୁମକୁ ଅଶେଷ ଅଶେଷ ଧନ୍ୟବାଦ୍ 😊ମୋ କଥା ତୁମେ ତୁମର ମୂଲ୍ୟବାନ ସମୟ ଦେଇ ବୁଝିପାରି ଥିବାରୁ
@sanatan102
@sanatan102 Жыл бұрын
Real
@pradeeppothal6290
@pradeeppothal6290 Жыл бұрын
ଲବ ଭାଇ ତୁମେ ଆମ ପାଇଁ ବହୁତ କଷ୍ଟ ଭିଡିଓ କରୁଛନ୍ତି 😢😢 ସେଥିପାଇଁ ତୁମକୁ ବହୁତ ବହୁତ ଧନ୍ୟବାଦ❤❤ ତୁମେ ଆଗକୁ ଭିଡିଓ କରିଚାଲ ମୁଁ ଅପେକ୍ଷାରେ ରହିଲି
@likanbehera3113
@likanbehera3113 Жыл бұрын
ଭାଇ ମନ ଦୁଃଖ କରନାହିଁ ଏଇ ଦୁଃଖ ଭିତରେ ସୁଖ ହିଁ ଲୁଚି ରହିଛି ‌ଭଗବାନ୍ ବି ଦୁଃଖ ଭୋଗ କରିଥିଲେ ଜୟ ଜଗନ୍ନାଥ
@Desivlog_Dibakar
@Desivlog_Dibakar Жыл бұрын
Thanks
@j.panisha
@j.panisha 7 ай бұрын
ସତରେ ଭାଇ ଆପଣଙ୍କ story ଶୁଣି ବହୁତ କଷ୍ଟ ଲାଗିଲା ସମସ୍ତେ ବୁଝିପାରିବେନି ଜିଏ ଏଇ ଭଳି କଷ୍ଟ ଅଙ୍ଗେ ଲିଭେଇ ଥୀବ ସିଏ ହିଁ ବୁଝିପାରିବ 😢😢ଆଉ ରହିଲା ମାଁ ଙ୍କ କଥା ମାଁ ଙ୍କର ରୃଣ କେହିବି ସୁଜିପାରିବେନି😔 thank u ଭାଇ ଆପଣଙ୍କ ପାଖରୁ ବହୁତ କଥା ସିକ୍ଷିବାକୁ ମିଳିଲା....🙏😊
@niharnaik5726
@niharnaik5726 Жыл бұрын
ଲବ ଭାଈ ତୁମର ଧର୍ଯ୍ୟକୁ କୋଟି କୋଟି ପ୍ରଣାମ ତୁମ ମା ଙ୍କ ଆଶୀର୍ବାଦ ରହିଛି ଏବଂ ଆଗକୁ ବି ରହିବା ❤️ ଜୟ ଜଗନ୍ନାଥ 🙏
@Rakeshkumar-ce2pm
@Rakeshkumar-ce2pm Жыл бұрын
@sagakosala5114
@sagakosala5114 Жыл бұрын
ଭାଇ ସତରେ ମତେ କାନ୍ଦ ଆସିଗଲା। 😓😓😓ସେମିତି ଆଗକୁ ଚାଲ।🙏🙏🙏ଜୁହାର
@tanmayeesahu2277
@tanmayeesahu2277 Жыл бұрын
ସତରେ ଭାଇ ଆପଣ ବହୁତ୍ ଭଲ ମଣିଷ ଟିଏ 😊 ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣ ସବୁବେଳେ ଖୁସିରେ ରହନ୍ତୁ ।..❤️
@victorious_sagar_46
@victorious_sagar_46 5 ай бұрын
Mu pura dekhili bhai ...you are the best....keep continue
@bijayswain9157
@bijayswain9157 Жыл бұрын
ଭାଇ ତମ ଧାର୍ଯ୍ୟ ଶକ୍ତି କୁ ମନିବାକୁ ପଡ଼ିବ। ଶୁଣିବା ଲୋକ କାନ୍ଦୁଛନ୍ତି,ଆଉ ତମେତ...। ❤❤❤❤❤❤
@Nandancreation913
@Nandancreation913 Жыл бұрын
ସତରେ ଭାଇ ତମ କାହାଣୀ ଶୁଣିଲି ବହୁତ୍ ଦୁଃଖ ଲାଗିଲା, ଭଗବାନ୍ କରନ୍ତୁ ତମେ ଆଗକୁ ଯାଅ, ମା ଙ୍କ ଆଶୀର୍ବାଦ ତମ ସହିତ ସବୁବେଳେ ରହୁ
@sarbeswarasisa1810
@sarbeswarasisa1810 Жыл бұрын
ଭାଇ ତମ ଦେହ ଅସୁସ୍ଥ ଅଛି ପରା ଭଏସ୍ tk ଅଲଗା ଲାଗୁଛି ତମେ ଦିନେ india ra no1 vloger ହେଇ ଯିବେ ଭାଇ Support from koraput odisha ❤
@cricketcarlson
@cricketcarlson 6 ай бұрын
Bhai bhai❤ ... Dil Khus karidela❤😊
@prakashpradhan3161
@prakashpradhan3161 Жыл бұрын
ଆପଣଙ୍କ ମା ସ୍ଵର୍ଗରେ ଥାଇ ନିଶ୍ଚୟ ଖୁସି ହେଉଥିବେ.. ବହୁତ ଆଗକୁ ଯାଅ ଭାଇ.. ତମ ଭିଡ଼ିଓରୁ ବହୁତ ସଂସ୍କୃତିକୁ ଜାଣି ହେଉଛି, ଚିହ୍ନି ହେଉଛି..
@DJDibya34
@DJDibya34 Жыл бұрын
ସବୁ କଷ୍ଟ ର ଫଳ ମିଠା ହୋଇଥାଏ ।ତୁମେ ବି ସେମିତି ସବୁ ପାଇବ ଯାହା ଇଛା କରିବ❤ ଭଗବାନ ସବୁବେଳେ ଖୁସି ରେ ରଖନ୍ତୁ
@369kumar9
@369kumar9 Жыл бұрын
କର୍ମ ହିଁ ଭଗବାନ 🙏....
@sukultudu137
@sukultudu137 Жыл бұрын
ଭଗବାନ ନୁହେଁ ଇଶର❤❤
@atmikbate
@atmikbate Жыл бұрын
RIGHT
@sukultudu137
@sukultudu137 Жыл бұрын
@@atmikbate ଯେଉଁ ମାନେ ଭଗବିଳାଷରେ ଲିପତ ଓଗେହିବାରେ ଲିପତ ସେମାନଙ୍କୁ ଭଗବାନ କୁହାଯାଏ
@shivanaik5736
@shivanaik5736 Жыл бұрын
Bahut bhalo lagila good 👍👍
@a2zmobilemastar41
@a2zmobilemastar41 Жыл бұрын
ଭାଇ ଦିନ ଆସିବ ତମେ no1 ହେବ...... କଣ ପାଇଁ ଜାଣିଛ ତମ ମନ ରେ ଗର୍ବ ନାହିଁ ଏଇଟା ସବୁଠୁ ବଡ଼ ❤❤❤❤😊
@sudarsanbehera8534
@sudarsanbehera8534 7 ай бұрын
ଲବ ଭାଇ ତୁମ ଜୀବନ କାହାଣୀ ସତରେ ଦୁଃଖଭରା ।ତୁମ ମା କୁ ସଲୁଟ ମାରିବା କୁ ଇଚ୍ଛା ହେଉଛି ଯିଏ ତୁମ ପରି ଗୋଟିଏ ରତ୍ନ କୁ ଜନ୍ମ ଦେଇଛି । ଆଗକୁ ମାଡ଼ିଚ୍ଚଲା ।
@Studentscooking013
@Studentscooking013 Жыл бұрын
ମା ହିଁ ଜାଣି ପାରେ ଏବଂ ବୁଝି ପାରେ ପୂଅ ର ଦୁଃଖ କଷ୍ଟ ❤❤❤❤love you maa💓💓💓💓
@Desivlog_Dibakar
@Desivlog_Dibakar Жыл бұрын
Satare
@sonalijena3668
@sonalijena3668 Жыл бұрын
ଶବ୍ଦ ନାହିଁ... କିଛି କହିବାକୁ... ବାସ ଢେର ସାରା ଭଲ ପାଇଵା ❤️❤️❤️
@chinmayabeherasonu329
@chinmayabeherasonu329 Жыл бұрын
ଦେଖିବା ଆମ କଟକ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି। ଲବ ଭାଇଙ୍କ ପାଇଁ ଗୋଟେ Like 👍 ହେଇଯାଉ ❤
@rosylifestyle2537
@rosylifestyle2537 Жыл бұрын
Me
@anupama419
@anupama419 Жыл бұрын
Mu
@wpshorts5705
@wpshorts5705 Жыл бұрын
​@@rosylifestyle2537CTC ra kou jaga
@pradeepkanhar8663
@pradeepkanhar8663 Жыл бұрын
Kandhamal ru.
@skdofficial8792
@skdofficial8792 Жыл бұрын
ମୁଁ
@abinashmohapatra3271
@abinashmohapatra3271 6 ай бұрын
ନିଛକ୍ କଥାଗୁଡ଼ା କହିଛ ଭାଇ। Real inspiration
@biswajitswain7140
@biswajitswain7140 Жыл бұрын
ମହାପ୍ରଭୁ ସବୁବେଳେ ଆମ ଭାଇକୁ ତାଙ୍କ ମହାବାହୁର ଛତ୍ର ଛାୟା ତଳେ ରଖିଥାନ୍ତୁ 🙏🙏ଜୟ ଜଗନ୍ନାଥ 🙏🙏ମହାପ୍ରଭୁ 🙏🙏
@Narayan6u
@Narayan6u Жыл бұрын
ମୁଁ ତ ବିଶ୍ୱାସ କଲି ଭାଇ ତୁମେ ବଡ଼ ସାହସୀ ଆଦିବାସୀ ପିଲା ଧନ୍ୟବାଦ 🇳🇪🇳🇪🇳🇪🇳🇪🇳🇪🇳🇪🙏🙏🙏
@shyamsundarmurmu
@shyamsundarmurmu Жыл бұрын
ବହୁତ ଦୁଃଖ ଲାଗିଲା ଲବ ଭାଇ ତୁମ ଜୀବନ କାହାଣୀ 😭😭😭 ମୁଁ ସବୁ ଭିଡ଼ିଓ last ପ୍ରଜନ୍ତ ଦେଖେ ଏଇ ଭିଡିଓ ବି last ପ୍ରଜନ୍ତ ଦେଖିଛି full support 👍👍👍 ଲବ ଭାଇ
@karanrout8635
@karanrout8635 8 ай бұрын
ଭାଇ ତୁମର ମନର ବଳ ବହୁତ ବଡ଼, ସେଥିପାଇଁ ତୁମେ ଚେଷ୍ଟା ଏବଂ ପ୍ରୟାସ କରିବା ଦ୍ୱାରା ତୁମେ ଆଜି ଏହି ଷ୍ଟେଜ ରେ ପହଂଚି ପାରିଛ, ମୋ ତରଫରୁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ 💐🙋🏻‍♂️❤️ ଏହିଭଳି ଆଗକୁ ଆଗକୁ ମାଡିଚାଲ 💪👍🏻
@bishelifestyle
@bishelifestyle Жыл бұрын
ବହୁତ ପରିଶ୍ରମ କରୁଛ ଭାଇ.....ଭଗବାନ ତୁମକୁ ସବୁବେଳେ ସାତ ଦେଉଥାଉନ....ଏନ୍ତା...👌👌👌👌
@RajendraKumar-tx9lh
@RajendraKumar-tx9lh Жыл бұрын
ବହୁତ୍ ଦୁଃଖଦ ଷ୍ଟୋରି ଭାଇ ଆଖିରୁ ଲୁହ ଆସିଗଲା ଜଗନ୍ନାଥ ତୁମକୁ ଭଲ ରେ ରଖନ୍ତୁ ଆହୁରି ଆଗକୁ ଯାଓ ଆମେ ତୁମ ପଛରେ ଅଛୁ ଭିଡିଓ ଟି ଏବେ ମୁଁ କଂପ୍ଲିଟ କରିଲି ଭାଇ ବହୁତ୍ ଦୁଃଖ ଲାଗିଲା ଲବ ଭାଇ ତୁମ ଜୀବନ କାହାଣୀ❤️❤️❤️❤️❤️❤️❤️❤️❤️❤️❤️
@Gurualekha
@Gurualekha Жыл бұрын
ଜୟ ଗୁରୁଦେବ ଭାଇ । ସମସ୍ତ ଭାଇ ଭଉଣୀ ମାନଙ୍କୁ ଏହି ସେବକ ର ନମସ୍କାର।
@sarojbehera1051
@sarojbehera1051 9 ай бұрын
What a man ..... Yaar ଅସୀମ ଧର୍ୟ୍ଯ ଭାଈ ତମେ ଆଗକୁ ଯାଅ ❤
@sasmitanayak9079
@sasmitanayak9079 Жыл бұрын
କଷ୍ଟ କଲେ କୃଷ୍ଣ ମିଳେ🙏 ଭଗବାନ ଆପଣଙ୍କୁ ସର୍ବଦା ଖୁସିରେ ରଖନ୍ତୁ❤ଜୟ ଜଗନ୍ନାଥ।
@pskentertainment1564
@pskentertainment1564 Жыл бұрын
ଭାଇ ଆଶା ଅଛି ଏମିତି ଆଗକୁ ଗଲେ... ଦିନେ ନା ଦିନେ ଶୀର୍ଷ ରେ ପହଁଞ୍ଚିବ... କିନ୍ତୁ ପରିଶ୍ରମ କରିଚାଲ.... ଭଲ ପାଇବା ସାଙ୍ଗରେ ଅଛି.... And ଜଗନ୍ନାଥ ସ୍ଵାମୀ... ଆପଣଙ୍କ ପରିଶ୍ରମ କୁ.. ବୃଥା ଯିବାକୁ ଦେବେନି... Best of luck... 🙏🙏🙏
@a.mcreation2223
@a.mcreation2223 Жыл бұрын
ଜୀବନରେ ଆଗକୁ ବଢିବା ପାଇଁ କେତେ ଯେ କଷ୍ଟ ଜିଏ ଜାଣିଛି ସିଏ ହିଁ ବୁଝିପାରିବ ଦୁଃଖ କଷ୍ଟ May Your life be happy 🙏🙏🙏
@abhisheknaik7679
@abhisheknaik7679 Ай бұрын
ବହୁତ୍ ଭଲ ସୁନ୍ଦର୍ କାହାଣୀ ଭିଡିଓ ମାଧ୍ୟମରେ ଜଣାଇଲ, ଭାଇ nice story ଜୟ ଜଗନ୍ନାଥ,
@R.T.P.CREATION
@R.T.P.CREATION Жыл бұрын
ଭାଇ ତମେ ଆଗକୁ ବଢିଚାଲ ଜୟ ଶ୍ରୀ ଜଗନ୍ନାଥ
@rasmitaofficial
@rasmitaofficial Жыл бұрын
Very emotional...ସବୁବେଳେ Maa ତାରିଣୀ ଙ୍କ କୃପା ରହୁ bhai ଙ୍କ ଉପରେ
@biseswarmohapatra7210
@biseswarmohapatra7210 Жыл бұрын
ଭଗବାନ ତୁମର ମଙ୍ଗଳ କରନ୍ତୁ ❤
@Desivlog_Dibakar
@Desivlog_Dibakar Жыл бұрын
Thanks for Watching
@PareshPatra-w5o
@PareshPatra-w5o Жыл бұрын
Djbdt😂😂😂😂
@subhakantabiswal2719
@subhakantabiswal2719 2 ай бұрын
ଭାଇ ତୁମ ଦୁଃଖ ବହୁତ 😢 ଜୀବନ କିନ୍ତୁ ତୁମେ strong ରୁହ l ଆଗକୁ ଭଲ ବି ହେବ l
@priyankanaik31
@priyankanaik31 Жыл бұрын
ଭାଇ ତମ ଷ୍ଟୋରୀ ଶୁଣି କି ଆଖି ରୁ ଲୁହ ଆସିଗଲା । दुनिया में सबसे वडा जध्धा मा (ମା) होती है। . . ଲବ ଭାଇ ଆମେ ମାନେ ତମ ସାଙ୍ଗରେ ଅଛୁ । ମାଡ଼ି ଚାଲ. . . . . . . . I ମା ତାରିଣୀ ଙ୍କ ଆର୍ଶୀବାଦ ତମ ଉପରେ ଥାଉ । ଏମିତି ନୂଆ ନୂଆ Videos ବନାଉ ଥାଅ । ଆମେ motivert ହଉ ଥାଉ | ଜୟ ମା ତାରିଣୀ , ଜୟ ମା ଦୁଆରସୁଣୀ🙏🙏🙏
@Gagan14355
@Gagan14355 Жыл бұрын
😢😢😢😢😢
@AbKaFan
@AbKaFan Жыл бұрын
*Love You Laba bro* କିଏ କିଏ ଲବ ଭାଇର Vlog ଭିଡିଓ ପାଇଁ ଅପେକ୍ଷା କରିଥାଅ 👍 ମାର
@vlogerchinu.
@vlogerchinu. Жыл бұрын
ସତରେ ଭାଇ ବହୁତ୍ ଦୁଃଖ କଷ୍ଟ କରି ଆଜି ସଫଳ ହେଇଚ, କଷ୍ଟର ଫଳ ସବୁବେଳେ ମିଠା ହୁଏ,ମୁ ତମର ବଡ଼ ଭଉଣୀ ପରି ଏତିକି କହିବି ତମେ ବହୁତ୍ ଆଗକୁ ଯିବ, ମୁଁ ଭଗଵାନ ଙ୍କୁ ପ୍ରଥାନା କରୁଛି ତମ ଚଲାପଥ କୁସମିତ ହଉ.
@babubeta9933
@babubeta9933 Жыл бұрын
Tq
@ashokkumarbhuyan3937
@ashokkumarbhuyan3937 2 ай бұрын
ଅତି ସୁନ୍ଦର,ଆଗେଇଚାଲ,, ଆଶୀର୍ବାଦ।
@narayansahu1659
@narayansahu1659 Жыл бұрын
ଭଗବାନ ଙ୍କୁ ମାଆ ଙ୍କୁ ପାର୍ଥନା କରୁଛି ଏମିତି ଭଲ କାମ କରି ବହୁତ ଆଗକୁ ଯାଅ ସୁସ୍ଥ ହୋଇ ରୁହ ଖୁସି ରେ ରୁହ ଭଗବାନ ଆଉ ମାଆ ତୁମର ମଙ୍ଗଳ କରନ୍ତୁ🙏❤️❤️
@sudhansughadai8990
@sudhansughadai8990 Жыл бұрын
ଭାଇ ସତରେ u r inspiring us.. ଜୀବନ ର ଦୋ ଛକିରେ ମଣିଷ ନିଜର ପ୍ରକୃତ ପଥକୁ ଖୋଜି ପାଏନା।ଆଉ ପ୍ରତିଦିନ ପ୍ରତିଟି ମୁହୂର୍ତ୍ତରେ ପ୍ରତ୍ୟେକ ମଣିଷ ଏହାହିଁ ସମୁଖୀନ କରୁଛି। ଆଉ ଆଜି ତୁମେ ଯେଉଁ ପରିସ୍ଥିତି ରେ ଥାଇ ମଧ୍ୟ ତୁମର ଲକ୍ଷକୁ ପାଇବା ପାଇଁ ପରିଶ୍ରମ କରିଛ। ତାହାର ଫଳ ସ୍ୱରୂପ ଆଜି ଏହି ସଫଳତା। Really hats up🎩 to u .. ଆଖି ରେ ଲୁହ ଆସିଗଲା ଭାଇ ତୁମ ମାଁ ଙ୍କ କଥା ଶୁଣି, ଇଶ୍ଵରଙ୍କ ଠାରୁ ବି ଅଧିକ ଭଲ ପାଉଥିବା ମଣିଷ କୁ ଯେତେବେଳେ ମଣିଷ ହରେଇ ଦିଏ, ମଣିଷ ଭାଙ୍ଗି ଯାଏ। କିନ୍ତୁ ତୁମର ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଯୋଗୁଁ ତୁମକୁ ଆଜି ଏ ସାରା ଦୁନିଆ ଭଲ ପାଉଛି। ବହୁତ ସାରା ଭଲ ପାଇବା, ବହୁତ ସାରା support...loads of love ❤ from bhadrak.... waiting for u at bbsr airport...ur bhadrakia fan 😊🙏
@pinky6776
@pinky6776 Жыл бұрын
ଭାଇ ତମେ ବହୁତ କଷ୍ଟ କରୁଛ ଭଗବାନ କରନ୍ତୁ ତମେ ଏମିତି ଆଗକୁ ଯାଅ
@HrushikeshNayak-u8n
@HrushikeshNayak-u8n 3 ай бұрын
ଜାହା ହେଉ ତୁମର ଦୁଖଃ କାହାଣି ପୁଣି ବହୁତ କଷ୍ଟ ଲାଗୁଛି ଜଗନ୍ନାଥ ଆଶ୍ରୀଜାବରୁ ଆଗକୁ ଆଗକୁ ବଢ଼ିବ କାରଣ ପିତାମାତା ଙ୍କ ଆଶ୍ରୀବାଦ ରହିଛି ଜୟ ଜଗନ୍ନାଥ 🎉🌹🌷❤️💐🙏
@su_shree_uniqueworld7423
@su_shree_uniqueworld7423 Жыл бұрын
ଭାଇ ତମେ ଆମ ଓଡ଼ିଶା ର ଗର୍ବ ତମେ ଆଗକୁ ମାଡି ଚାଲ ଆମେ ତମ ସହ ଅଛୁ ତମ life ଷ୍ଟୋରୀ ରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଲା thank u Bhai 😊
@AjayTarai-fk2ql
@AjayTarai-fk2ql Жыл бұрын
ଭାଇ ବହୁତ ଖୁସି ଲାଗିଲା ତୁମ ଲାଇଫ କାହାଣୀ ଶୁଣି ଆଉ ସବୁ ଠାରୁ ଖୁସି ଲାଗିଲା ଆମ ଭଦ୍ରକ ମାଟି ରେ ରହି ପାଠ ପଢିଛ ❤❤
@AjayTarai-fk2ql
@AjayTarai-fk2ql Жыл бұрын
Thank you mo comment re like deithibaru🥰🥰
@Loveprince45
@Loveprince45 Жыл бұрын
ଭାଇ ଆପଣ ଙ୍କର ଜୀବନ ର କାହାଣୀ ଶୁଣି ଆଖିରେ ଲୁହ ଆସିଗଲା...😇✨❣️✨😇 ଭାଇ ସତରେ ଆପଣ ଙ୍କ ମା'ଙ୍କର ଅଶ୍ରୀବାଦ ତୁମ ଉପରେ ରହିଛି...❤😇 ଆଶାକରେ କି ଆପଣ ବହୁତ ଆଗକୁ ଯାଆନ୍ତୁ...❣️😇 ଆଉ ଆପଣ ଙ୍କ ସହିତ ଆମ ଭଲ ପାଇବା ସେମିତି ସବୁଦିନ ପାଇଁ ରହୁଥାଉ..❤️‍🩹✨😇
@basicenglishgrammarwithpra128
@basicenglishgrammarwithpra128 Жыл бұрын
Love❤ you bro ❤
@Miltan951
@Miltan951 11 ай бұрын
Mate bahut proud feel hela... ama odisha re b gote ete mehnat kala loka acchanti boli ... love you Laba Sir apana bahut agaku jaantu ame apananku full support karibu ❤❤❤ @ମୁଁ TRAVELLER
@SudhirKanhar-t2v
@SudhirKanhar-t2v Жыл бұрын
ଧନ୍ୟ ବାଦ ଭାଇ, ଆପଣଙ୍କୁ ଭଗବାନଙ୍କ ଆଶୀର୍ବାଦ ହେଉ ଆପଣ ଙ୍କ ସ୍ଵପ୍ନ ସାକାର ହେଉ।
@SanjitaGadaba
@SanjitaGadaba Жыл бұрын
ହେ ଲବ ଭାଇ ଉତ୍ସାହ ରେ ଉତ୍କଷତା ତୁମେ, ଇଚ୍ଛା ଶକ୍ତି ର ତେଜ ଆମ ପ୍ରାଣରେ ରେ ଭରିଦେଲ ତୁମେ ନିର୍ଭୀକତାର ବୀଜ ❤ ଜୟ ଜଗନ୍ନାଥ 🙏🙏🙏
@Desivlog_Dibakar
@Desivlog_Dibakar Жыл бұрын
Thanks you for your support
@durbashasahani4154
@durbashasahani4154 Жыл бұрын
ଧନ୍ୟବାଦ ଭାଇ ❤ରାତି 10 ଟା ରୁ 11 ଟା କେତେବେଳେ ହେଇଗଲା ଜାଣି ପାରିଲିନି, ପ୍ରଭୁ ଯୀଶୁ ତୁମକୁ ଆଶୀର୍ବାଦ କରନ୍ତୁ 🌹🌹🌹
@SanjayKumar-ch8ms
@SanjayKumar-ch8ms 6 ай бұрын
Good bhai
@gayatreerout3628
@gayatreerout3628 Жыл бұрын
ଆପଣଙ୍କ କଥା ଏତେ ସୁନ୍ଦର ଆଉ ସରଳ..... ଭଗବାନ ଆପଣଙ୍କୁ ସବୁବେଳେ ଏମିତି ସାହସ ଦିଅନ୍ତୁ🙏🙏
@Desivlog_Dibakar
@Desivlog_Dibakar Жыл бұрын
Thanks for Watching
@auroshaanvlog4786
@auroshaanvlog4786 Жыл бұрын
ଭାଇ ତୁମକୁ ପ୍ରଭୁ ଜଗନ୍ନାଥ ଅଧିକ ଶକ୍ତି ଓ ଧର୍ୟ୍ଯ ପ୍ରଦାନ କରନ୍ତୁ । ଆଉ ତୁମ ଭବିଷ୍ୟତ ଅଧିକରୁ ଅଧିକ ଉନ୍ନତି ହେଉ । ଏହାହିଁ କାମନା ।
@saibimalbiswal9214
@saibimalbiswal9214 Жыл бұрын
ଭାଇ ତୁମେ ବହୁତ ଆଗକୁ ନିଶ୍ଚୟ ଯିବ. କାରଣ ଆମ ସମସ୍ତ ଙ୍କ ଭଲ ପାଇବା ତୁମ ସହିତ ଅଛି.
@sucharitabehera318
@sucharitabehera318 8 ай бұрын
Truly inspiring 👏👏.. ତମେ ଯେମିତି ସେମିତି ରୁହ ସବୁଦିନ.. God bless you
@Silent.Princess....
@Silent.Princess.... Жыл бұрын
Dada tumoro success dekhi bohut luko irsare joluchhonti kntu apono.ahuri Ago ku bodhon tu we are support you
@jagannathjena218
@jagannathjena218 Жыл бұрын
ଯେମିତି ଭାଇ କଷ୍ଟ କଲେ କୃଷ୍ଣ ମିଳେ, ସେମିତି ଭାଇ ଆପଣ ଏତେ କଷ୍ଟ କରିଥିଲେ ବୋଲି ଆପଣ ଙ୍କୁ ସାର ବିଶ୍ଵ ବାସି ଆପଣ ଙ୍କୁ ଦେଖୁଛନ୍ତି, ଅଉ ପ୍ରଶଂସାର ସୁଅ ଆପଣଙ୍କ ପାଖକୁ ଭାସି ଆସୁଛି, ଜୟ ଜଗନ୍ନାଥ
@surendranarayanpanda8021
@surendranarayanpanda8021 Жыл бұрын
ଲବ ବାବୁ ମୁଁ ଦୁଇ ତିନି ମାସ ହେବ ତୁମ୍ଭର ସମସ୍ତ ଭିଡ଼ିଓ ଦେଖୁଛି ବହୁତ ଭଲ ଲାଗୁଛି ମୁଁ ସରକାରି ଚାକିରିଆ ରିଟାୟାର୍ଡ ହେଲା ପରେ ମତେ ବହୁତ ଅଡୁଆ ଲାଗୁଥିଲା ..ମୋ ସହିତ ବି ଅନେକ କିଛି ଘଟିଛି ମୁଁ ବହୁତ ଦୁଃଖ ରେ ସମୟ କାଟୁଛି ଆଜି ତୁମ କଥା ଶୁଣି ବହୁତ ଦୁଃଖ ଅନୁଭବ କଲି ତୁମେ ମୋ ପୁଅ ଭଳି କଣ କହିବି....ଭଗବାନ ବଡଲୋକ. ଆଗେଇ ଚାଲ..ମୋର ଆଶୀର୍ବାଦ. ଜୟ ଜଗନ୍ନାଥ ❤
@bhagyadharaparida6788
@bhagyadharaparida6788 Жыл бұрын
ଭାଇ ଗୋଟେ ଅନୁରୋଧ ଆପଣଙ୍କୁ କେବେ ବି ଗର୍ବ କରିବେନି ସମସ୍ତ ଓଡ଼ିଆ ଭାଈ ଓ ଭଉଣୀ ଆପଣଙ୍କ ସହିତ ଅଛନ୍ତି ଜୟ ଜଗନ୍ନାଥ,
@skgaming-1928
@skgaming-1928 Жыл бұрын
ଅସମ୍ଭବ ମତେ କାହିଁ ଲାଗୁନି ଏ ଏମିତି କରିବେ
@barshadalai6191
@barshadalai6191 8 ай бұрын
I saw your full video and I appreciate your patience.keep it up Jay jagannath
@Bikashparidavlogger.Artist
@Bikashparidavlogger.Artist Жыл бұрын
କେଉଁ ମାନେ ଲବ୍ ଭାଇଙ୍କ full video ଦେଖି Inspired And Emotional ହୋଇଛ ଲାଇକ୍ କର
@Bikashparidavlogger.Artist
@Bikashparidavlogger.Artist Жыл бұрын
ଲବ୍ ଭାଇ ତୁମକୁ ଦେଖା କରିବା ବୋହୁତ ଇଛା ଅଛି କିନ୍ତୁ ମୋ ପାଠପଢ଼ା ଛାଡ଼ି ଯାଇ ପାରୁନି ଭାଇ ତୁମେ କେବେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ କୁ ଦୟାକରି କେବେ ଆସନ୍ତୁ ମୋ ତରଫରୁ ଆପଣଙ୍କୁ ନିମନ୍ତ୍ରଣ ରହିଲା ଏହି ମାନ ଭାଇ ଟାରକଥା ରଖି ବେ ଜୟ ଜଗନ୍ନାଥ
@MuRudraBlgVlogs
@MuRudraBlgVlogs Жыл бұрын
ଭାଇ ତମ ମା କଥା ଶୁଣି ବୋଉତ ଦୁଃଖ ଲାଗିଲା 😢 ମତେ ବହୁତ କାନ୍ଦ ଲାଗିଲା😢😢
@CrazywithMrAsit
@CrazywithMrAsit Жыл бұрын
ଜୟ ହିନ୍ଦ୍, ଜୟ ଭାରତ, ବନ୍ଦେଉତ୍କଳଜନନୀ🙏🇮🇳🇮🇳
@rameshbehera6796
@rameshbehera6796 6 ай бұрын
Apanaka jibana ra story suni Mu inspired heli ki sabu bad situation re bi strong heba darakar.🙏🙏🙏
@123abcgugul8
@123abcgugul8 Жыл бұрын
ହେ ପ୍ରଭୁ ଯିଶୁ ତୁମେ ଏହି ଭାଇଙ୍କୁ ଆଶିର୍ବାଦ କର❤ ପ୍ରତ୍ୟେକ ପରିସ୍ଥିତି ରେ ତାଙ୍କୁ ସାହାଯ୍ୟ କର,,, Love you bro ❤️... From nayagarha
@prabadhdas7213
@prabadhdas7213 Жыл бұрын
In the name of Jesus Christ amen 🙏
@kartikadas5546
@kartikadas5546 11 ай бұрын
Adibasi heiki dekha laba bhai aji kauthi au tame mane nija dharam change change karidela
@Dudulvlog2021
@Dudulvlog2021 Жыл бұрын
ସତରେ ଭାଇ ତମ ସ୍ବର୍ଗତ ମା ଙ୍କର ଆଶୀର୍ବାଦ ଅଛି ସେଥିପାଇଁ ତମେ ଏତେ ଆଗକୁ ଯାଇ ପାରିିଛ
@Saiarunimaodiavlogger
@Saiarunimaodiavlogger Жыл бұрын
ଏତିକି ସିଖୀବାକୁ ମିଳିଲା ଯିବନରେ କେବେ ହାରମାନିବାନି ....love you laba bhai welcome to bhubaneswar 💐 👏
@KamalMajhi-ow9dr
@KamalMajhi-ow9dr 11 ай бұрын
ଲବ ଦାଦା ଆପଣଙ୍କ ଧର୍ଯ୍ୟ ବହୁତ ବଡ଼! ତମ ମା ଙ୍କ ଆର୍ଶୀବାଦ ସବୁବେଳେ ଅଛି। ତମକୁ ସାଲାମ କରୁଛି
Когда отец одевает ребёнка @JaySharon
00:16
История одного вокалиста
Рет қаралды 13 МЛН
Cool Parenting Gadget Against Mosquitos! 🦟👶
00:21
TheSoul Music Family
Рет қаралды 6 МЛН
This mother's baby is too unreliable.
00:13
FUNNY XIAOTING 666
Рет қаралды 37 МЛН
Who’s the Real Dad Doll Squid? Can You Guess in 60 Seconds? | Roblox 3D
00:34
Когда отец одевает ребёнка @JaySharon
00:16
История одного вокалиста
Рет қаралды 13 МЛН