No video

ରବୋଟ୍ ପିଉଛି ମଦ ଆଉ କରୁଛି ସବୁ କାମ || drink beer with Robot waitres in China

  Рет қаралды 544,333

ମୁଁ TRAVELLER

ମୁଁ TRAVELLER

Күн бұрын

ରବୋଟ୍ ପିଉଛି ମଦ ଆଉ କରୁଛି ସବୁ କାମ || drink beer with Robot waitres in China #mutraveller
#mutraveller #travel #labahansda

Пікірлер: 1 300
@dasavlogs
@dasavlogs Ай бұрын
ଗରିବ ହେଲେ ଲୋକେ ଅଣଦେଖା କରିବେ,ପରିଶ୍ରମ କଲେ ଲୋକେ ହସିବେ ଆଉ ସଫଳତା ପାଇଲେ ଲୋକେ ଜଳିବେ, ସେଥିପାଇଁ ଲୋକଙ୍କ କଥା ନ ଶୁଣି ନିଜ କାମ କରନ୍ତୁ❤
@bikramkesharinayak9104
@bikramkesharinayak9104 Ай бұрын
Right
@HW_Creater10K
@HW_Creater10K Ай бұрын
Right Bro❤❤😁❤️
@raghunandan552
@raghunandan552 Ай бұрын
Wahh😊
@debabratabarik5961
@debabratabarik5961 Ай бұрын
Right 👍👍👍👍
@madhabsahoo2002
@madhabsahoo2002 Ай бұрын
❤❤❤
@thelightdropmixod0274
@thelightdropmixod0274 Ай бұрын
ସମସ୍ତ ଙ୍କ ଭାଗ୍ୟ ରେ ନଥାଏ ବାହାର ଦେଶ ବୁଲିବା ପାଇଁ ଯାହା ହଉ ଆପଣ ଗୋଟେ ନୂଆ କାମ କରୁଛନ୍ତି ଲୋକ ପାଇଁ. Love from ଓଡିଶା
@HEMENDRA2009
@HEMENDRA2009 Ай бұрын
MADICHAL
@n.rcreation3399
@n.rcreation3399 Ай бұрын
Sata kahile bhai odisha ra ak matra vloger laba bhai desa bidesh ku jai amaku dekhauchanti seta bi odia language re
@Happyfamilyvlog05
@Happyfamilyvlog05 Ай бұрын
ଲବ ଭାଇ ଙ୍କୁ ଯେଉଁ ମାନେ ଭଲପାଅ ଏଠି ,like କର ନମ୍ବର 1vlogger ଲବ ଭାଇ
@RajuKumar-dq8ry
@RajuKumar-dq8ry Ай бұрын
@SushantPadhanOfficial
@SushantPadhanOfficial Ай бұрын
ପୁରା world ର ସ୍ପୋର୍ଟସ
@user-kw4qw4fx5f
@user-kw4qw4fx5f Ай бұрын
I love you
@RawatVLcomedy614
@RawatVLcomedy614 Ай бұрын
I mss you
@BMJVLOG143
@BMJVLOG143 Ай бұрын
Ek no1
@Cartoon_Gang11
@Cartoon_Gang11 Ай бұрын
ଚୀନର ସଂସ୍କୃତିକୁ ଦେଖାଇ ଥିବାରୁ ଲବ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ | ଜଣେ ଓଡ଼ିଆ ପୁଅ ହିସାବରେ ବିଦେଶରେ ଓଡ଼ିଶାର ନାମ ଉଜ୍ଜଳ କରିଥିବାରୁ ଭାଇଙ୍କୁ କୋଟି କୋଟି ଶୁଭେଚ୍ଛା
@DeepakMallik-wg7ih
@DeepakMallik-wg7ih Ай бұрын
ଭାଇ ଆପଣଙ୍କ ସହିତ ପୁରା ଓଡିଶାର ସପୋର୍ଟ ❤❤❤
@hemantabahera8047
@hemantabahera8047 Ай бұрын
ଗଜବ ଦେଶରେ ଅଜବ ଦୁନିଆ ଭାଇ ମୁଣ୍ଡ ଖରାପ,,, ଧନ୍ୟବାଦ୍ ଶୁଭ ସକାଳ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤
@barungouda700
@barungouda700 Ай бұрын
Besi odia chodi he nhi 😂
@srinutalk8915
@srinutalk8915 Ай бұрын
kzbin.info/www/bejne/q4acdGuLZ5aZmtksi=9-Tef6CRKNUp4to4
@theanimal3153
@theanimal3153 Ай бұрын
ରୋବଟ ମାନଙ୍କୁ ଦେଖି ବହୁତ ଭଲ ଲାଗିଲା 👍👍👍👍👍ଚାଇନାର ପ୍ରତ୍ୟକ ଜିନିଷ ଆଶ୍ଚର୍ଯ୍ୟ ଜନକ ❤❤❤❤❤❤❤❤
@Mr.adi_052
@Mr.adi_052 Ай бұрын
😅😅
@mukeshgond2216
@mukeshgond2216 Ай бұрын
Hnn
@B.hembram8016
@B.hembram8016 Ай бұрын
Chaina re subu jinisa duplicate
@debendrakumarmalik4232
@debendrakumarmalik4232 Ай бұрын
ଭାଈ ମୁ ମୋ ଆଖିକୁ ଭରସା କରିପାରୁନି ଇଏ ରୋବୋଟ କି ମଣିଷ ଚାଇନା ବାଲା ମେଶିନରି ପ୍ରଡକ୍ଟ ରେ ଦୂପୂଲ୍କେଟ କରନ୍ତି ଶୁଣିଥିଲି କିନ୍ତୁ ଓରିଗିନାଲ ମଣିଷଙ୍କୁ ବି ଦୂପୂଲ୍କେଟ ବନେଇପାରନ୍ତି ତାହା ଆଜି ଦେଖିଲି । ବହୁତ୍ ଖୁସି ଲାଗିଲା ଭାଇ ମଜା ବି ଆସିଗଲା so TQ broo👌👌👍👍👍 jay jagannath 🙏🙏
@subham1954
@subham1954 Ай бұрын
ଲବ ଭାଇଙ୍କୁ ଭଲ ପାଉଥିଲେ like କର❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବହୁତ୍ ସୁନ୍ଦର୍ ଭିଡିଓ ❤❤❤❤❤❤
@nirmalendumohanty3321
@nirmalendumohanty3321 Ай бұрын
ବହୁତ ଭଲ
@judhisthiranaik2503
@judhisthiranaik2503 Ай бұрын
ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, ଏତେ ସୁନ୍ଦର ଭିଡ଼ିଓ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏
@Aadivasiodia
@Aadivasiodia Ай бұрын
ଚାଇନିଜ୍ ମାନଙ୍କ ଖାଦ୍ୟ ଅଜବ ବୁଦ୍ଧି ବି ଅଜବ, technology ବି ଅଜବ
@jmedit143
@jmedit143 Ай бұрын
ଲବଭାଇ ଏମିତି ଖୁସିରେ ଥାଉ ଆଉ ଆମକୁ video ଦେଉ ଥାଉ ଆଉ ଗୋଟେ like ହେଇଯାଉ 👍
@Mukul-999
@Mukul-999 Ай бұрын
ଅତି ସୁନ୍ଦର
@duniyarangamancha230
@duniyarangamancha230 Ай бұрын
ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ..
@mtutyunjaya3186
@mtutyunjaya3186 Ай бұрын
ଅତି ସୁନ୍ଦର ଭାଇ ବହୂତ ବହୂତ ଧନ୍ଯବାଦ ଓଡ଼ିଶାରାଜ୍ୟ ପକ୍ଷରୁ ❤❤❤❤❤
@raibariho8993
@raibariho8993 Ай бұрын
ୱାଉ କେତେ ସୁନ୍ଦର ହେଇଚି ଏ ଜାଗା ଟି thank ଲବ ଭାଇ ନୂଆ ଜାଗା ଆଉ ଭଲ ଜିନିଷ ଦେଖାଉ ଥିବାରୁ love you god bless ୟୁ ଭାଇ ଜୟ ଜଗନ୍ନାଥ ❤❤❤❤❤🙏👍👍👍
@srinutalk8915
@srinutalk8915 Ай бұрын
kzbin.info/www/bejne/q4acdGuLZ5aZmtksi=9-Tef6CRKNUp4to4
@madhabsahoo2002
@madhabsahoo2002 Ай бұрын
କେଉଁ ମନେ ଭାବିଲେ କି ଏଇଟା ସତ ରୋବେର୍ଟ ବୋଲି ଆଉ ଶେଷ ରେ ଜାଣି ପାଇଲେ କି ଏଇଟା ଗୋଟେ ରୋବେର୍ଟ ନୁହେଁ ମଣିଷ ବୋଲି 👍
@kilogram382
@kilogram382 Ай бұрын
Mote lagila ye Robot
@aryashreefamilychannel8463
@aryashreefamilychannel8463 Ай бұрын
Eita robert
@madhabsahoo2002
@madhabsahoo2002 Ай бұрын
@@aryashreefamilychannel8463 robert nehe
@user-pv5ee8de8u
@user-pv5ee8de8u Ай бұрын
Mote total b lagilani starting ru hin Jana padigala j eita Robot nuhen boli😂
@srinutalk8915
@srinutalk8915 Ай бұрын
kzbin.info/www/bejne/q4acdGuLZ5aZmtksi=9-Tef6CRKNUp4to4
@PNBEXPRESS
@PNBEXPRESS Ай бұрын
ଲବ ଭାଇଙ୍କୁ ଯେଉଁ ମାନେ ଭଲ ପାଆନ୍ତି,ଏଠି ଲାଇକ କରନ୍ତୁ, ଆପଣଙ୍କ ର ମଙ୍ଗଳ ହେଉ,👉🙏🙏🙏🙏🙏
@bikashmarkey7347
@bikashmarkey7347 Ай бұрын
World Best KZbinr laba bhai
@tapankumarsamantaray7083
@tapankumarsamantaray7083 Ай бұрын
ଭିଡିଓ ଦେଖି ଚୀନ୍ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରିପାରୁଛି ଏଥିପାଇଁ ଆପଣଙ୍କୁ ଅଶେଷ ଧନଯବାଦ
@chandan.gaming6103
@chandan.gaming6103 Ай бұрын
ବହୁତ ସୁନ୍ଦର vidio 👍 i like it ❤👍🙏
@srinutalk8915
@srinutalk8915 Ай бұрын
kzbin.info/www/bejne/q4acdGuLZ5aZmtksi=9-Tef6CRKNUp4to4
@Malliksusanta
@Malliksusanta Ай бұрын
ଆମେ ଯଦି ଅତୀତ ଭବିଷ୍ୟତକୁ ଦେଖିବା ଅତୀତରେ କେବଳ ବିତ୍ତାଶାଳୀ ଲୋକ ହିଁ ଦେଶ ବିଦେଶ ଭ୍ରମଣ କରୁଥିଲେ କିନ୍ତୁ କେବେ ସେମାନଙ୍କର experince shair କରୁନଥିଲେ କି ଆମେ ମାନେ ଜାଣି ପାରିନଥିଲୁ କିଏ କୁଆଡେ ଗଲା କୁଆଡେ ନାହିଁ ତ ବାହାର country ର ସମସ୍ତ ବିଷୟରେ ଅବଗତ କରୁଥିବାରୁ ଅପଣଂକୁ ଅଶେଷ ଅଶେଷ ଧନ୍ୟବାଦ bhai❤❤❤❤❤❤❤
@anupamanayak8568
@anupamanayak8568 Ай бұрын
ଶୁଭେଚ୍ଛା ଲଵ ।ଖୁବ୍ ସୁନ୍ଦର ସହର ।ସତରେ ତୁମକୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ପଡ଼ିବ ।ଆମେ ବହୁତ ଉପଭୋଗ କରୁଅଛୁ ।ଭଗବାନ କୋଟି ପରମାୟୁ ଦିଅନ୍ତୁ ।ଭଲରେ ଥା ।ଜୟ ଜଗନ୍ନାଥ ।
@SLF__RAJESH
@SLF__RAJESH Ай бұрын
କେବଳ ଲବ ଭାଇ Fans ଲାଇକ୍ କର ଜୟ ଜଗନ୍ନାଥ ❤😊
@user-bz4cp5wy9q
@user-bz4cp5wy9q Ай бұрын
Jay jagannath ❤❤❤🙏🙏🙏🙏
@SantoshSingh-cl1hn
@SantoshSingh-cl1hn Ай бұрын
@anumunu01
@anumunu01 Ай бұрын
ଭାଇ ଆପଣଙ୍କ ର video ଦୁନିଆର ସବୁଠାରୁ best video love you Laba ଭାଇ ❤ଆପଣ ଏମିତି ଆଗକୁ ମାଡି ଚାଲନ୍ତୁ
@SubhransuDigal-hv3qb
@SubhransuDigal-hv3qb Ай бұрын
Love from kandhamal ❤ love you bhai
@craftwithrenu1394
@craftwithrenu1394 17 күн бұрын
❤ଆଗେଇ ଚାଲ,👍👍👍👍👍👍 ବହୁତ ସୁନ୍ଦର ଭିଡ଼ିଓ
@rajeshcreation9426
@rajeshcreation9426 Ай бұрын
ଶ୍ରୀ ରାମ ଙ୍କୁ ଭଲ ପାଉଥିଲେ ଲାଇକ କରିବେ ❤
@hemantapatra8847
@hemantapatra8847 Ай бұрын
Jay shree ram
@tejvlog793
@tejvlog793 Ай бұрын
Jay shree ram 🙏🙏🙏🙏🙏🙏🙏🙏🙏🙏
@mirubaharatakolaofficial747
@mirubaharatakolaofficial747 Ай бұрын
ଏଇ ଭିଡିଓ ଦେଖିଲା ପରେ ମୋତେ ଏମିତି ଲାଗୁଛି ଯେ ମୁଁ ଆଉ ବାହା ହେବିନି ଗୋଟିଏ ରୋବଟ ହିଁ ନେଇ ଆସିବି ❤❤❤
@madhabsahoo2002
@madhabsahoo2002 Ай бұрын
ଏଇଟା robert ନୁଁହ
@BALARAMlifestylevlogsBLV
@BALARAMlifestylevlogsBLV Ай бұрын
ଲବ ଭାଇଙ୍କ ପାଇଁ ଗଟେ like ହଉ❤
@babulakanhar062
@babulakanhar062 Ай бұрын
ଭାଇ ନୂଆ ନୂଆ ଜିନିଷ କେଖାଉ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍
@pabitramohandandia274
@pabitramohandandia274 Ай бұрын
ଚୀନ ମୋଭି ଦେଖିଲା ପାରିଲାଗୁଛି ଭାଇ, ଜୟ ଜଗନ୍ନାଥ ❤❤❤
@devilskk1955
@devilskk1955 Ай бұрын
ମୁ ଆଗେ ଭିଡ଼ିଓ ଦେଖିଲି
@RajeshMandala-dz3cx
@RajeshMandala-dz3cx Ай бұрын
Mu
@Sibapaika07
@Sibapaika07 Ай бұрын
Hau mu
@badalmajhi3127
@badalmajhi3127 Ай бұрын
Ta pore mu😂
@Sibababuvlog
@Sibababuvlog Ай бұрын
​Seti Pai Aji Micho Kailo​@@NandiniRout-gp2fu
@chandanparichha3619
@chandanparichha3619 Ай бұрын
Hou sabu World Cup paiba
@chumukieating
@chumukieating Ай бұрын
ଭାଇ ରୋବଟ ଦେଖିଲି ଭହୁତ ଭଲ ଲାଗିଲା ଭାଇ କେବଳ ସିନେମା ରେ ଦେଖିଥିଲି ଆଜି ରିଅଲ ଦେଖିଲି
@srinutalk8915
@srinutalk8915 Ай бұрын
kzbin.info/www/bejne/q4acdGuLZ5aZmtksi=9-Tef6CRKNUp4to4
@rakeshchandrapradhan114
@rakeshchandrapradhan114 Ай бұрын
ଭାଇ ଫୁଲ ଭିଡ଼ିଓ ଦେଖ 😄
@chumukieating
@chumukieating Ай бұрын
@@rakeshchandrapradhan114 ସତରେ ଏଗୁଡା ମଣିଷ କି ବୁଦ୍ଧି....
@BenaMajhi-c8w
@BenaMajhi-c8w 8 күн бұрын
Bahut bhala lagila laba bhai
@RajaniPatika-ry7ho
@RajaniPatika-ry7ho Ай бұрын
ଭାଇ କି ଭାଗ୍ୟ ଆମର ସାରା ପୃଥିବୀ ବିଷୟ ଆପଣ ଜଣାଇ ଦେହୁଛନ୍ତି thank and God bless you.
@payalmusic355
@payalmusic355 Ай бұрын
ମୁଁ କିନ୍ତୁ ଏବେ ଟାଇମ୍ ପାଇଲି ଦେଖିବା ପାଇଁ କର୍ମ ମୟ ଜୀବନ ରୁ ବାହାରିଲି ଭିଡ଼ିଓ ଦେଖିବାକୁ ବୋହୁତ୍ ଖୁସି ଲାଗୁଛି ଲବ ସାନ ଭାଇ ତୁମକୁ ଭଗବାନ ବୋହୁତ୍ ଆୟୁଷ ଦିଅନ୍ତୁ ❤
@SaraSarasuyti-sz9mz
@SaraSarasuyti-sz9mz Ай бұрын
ଜୟ ଜଗନ୍ନାଥ ଭିଡିଓ ବୋହୁତ ଭଲ ଲାଗିଲା
@pranatisahoo9191
@pranatisahoo9191 Ай бұрын
Very interesting video
@balarammallick9372
@balarammallick9372 Ай бұрын
ଜୟ ଶ୍ରୀ ଜଗନ୍ନାଥ ଭାଇ god bless you
@susanta659
@susanta659 Ай бұрын
China Kan haiche mo dakhi la mo akhi lakhi jauche nice china ❤❤❤❤❤❤❤
@chakradharamuduli5006
@chakradharamuduli5006 Ай бұрын
Like ଭାଇ
@MyWorld-qi5kp
@MyWorld-qi5kp Ай бұрын
ସତରେ ବହୁତ ସୁନ୍ଦର ଧନ୍ଯବାଦ ସୁନ୍ଦର viewପାଇଂ
@dumbimunda7992
@dumbimunda7992 Ай бұрын
Baut badiya heichi lava bhai
@srinutalk8915
@srinutalk8915 Ай бұрын
kzbin.info/www/bejne/q4acdGuLZ5aZmtksi=9-Tef6CRKNUp4to4
@munasm7784
@munasm7784 Ай бұрын
ଲବ ବାହି ଚାହିଁନା ଭହୁତୋ ସୁନ୍ଦର ❤❤
@user-su7ml7lr2b
@user-su7ml7lr2b Ай бұрын
ଅତି ସୁନ୍ଦର ଏବଂ ଭାଈ
@NinebiGomango-p4i
@NinebiGomango-p4i Ай бұрын
Bahut sundar jaga
@paramabhatra948
@paramabhatra948 Ай бұрын
Super view
@chittaranjankanhar7991
@chittaranjankanhar7991 Ай бұрын
କନ୍ଧମାଳ ଜ଼ିଲ୍ଲା ରୁ କିଏ କିଏ ଦେଖୁଛନ୍ତି 🙏ଗୁଲେ ଲକୁରି ଜେଡା ଜୋହାରୀ 🙏💚
@sahadebmajhi2871
@sahadebmajhi2871 Ай бұрын
ବହୁତ୍ ସୁନ୍ଦର୍
@user-yk3sv8jc8l
@user-yk3sv8jc8l Ай бұрын
Nice video laba dada
@NandakiswarMallick
@NandakiswarMallick Ай бұрын
ଜୟ ଶ୍ରୀ ରାମ କନ୍ଧମାଳ ରୁଦେଖୁଛି
@prakashpanda-811
@prakashpanda-811 Ай бұрын
Kantamal ganja fomous
@majhibabu.production.2622
@majhibabu.production.2622 Ай бұрын
Bahut sundar bhai❤❤
@RadhaKrishnaMalik-rk6og
@RadhaKrishnaMalik-rk6og Ай бұрын
Bahut bhala lagila video sabu dekhiki
@binodkumar-px7ld
@binodkumar-px7ld 27 күн бұрын
ସମସ୍ତେ ଜାଣିବା ଦରକାର୍ (ଭାଇ ଭଉଣୀ ତାଙ୍କ କାହାଣୀ 👍👌🫵ଜୟ ଜଗନ୍ନାଥ 🙏)
@SatyakumarAlda-vw7qt
@SatyakumarAlda-vw7qt Ай бұрын
ବହୁତ ସୁନ୍ଦର ବହୁତ ଭଲ ଆଗକୁ ମାଡି ଚାଲ❤❤❤❤
@BlazeBoy_vlogs
@BlazeBoy_vlogs Ай бұрын
Thank u Laba Bhai. Sabu country ra languages, culture bisayare dekhauthibaru bahuta bahuta dhanyaband.
@m.starboy1216
@m.starboy1216 Ай бұрын
ବହୁତ ସୁନ୍ଦର ଚାଇନା
@withoutpermission2448
@withoutpermission2448 Ай бұрын
Nice place
@Bijuking400
@Bijuking400 Ай бұрын
You are so great bro❤❤❤❤❤❤❤❤❤❤❤❤❤ always happy happy moment 🎉🎉🎉🎉 laba bhai ମୁଁ ଯାଜପୁର ରୁ କହୁଛି। God bless you
@sushantkumar6744
@sushantkumar6744 Ай бұрын
ଭାଈ ମୁ ପ୍ରଥମ ଦେଖିଲି ତମ ଭିଡିଓ
@Artofsanatan116
@Artofsanatan116 Ай бұрын
To kn hala 😂
@Artofsanatan116
@Artofsanatan116 Ай бұрын
Lol
@xdjilu
@xdjilu Ай бұрын
ନୂଆଁ ମାନେ subscribe କରିକି ଜୀବ ଜେ 😂
@jyotirabi6222
@jyotirabi6222 Ай бұрын
Agaku ahuri dekha bahut maja laguchi
@Indiawalla_07
@Indiawalla_07 Ай бұрын
10 tanka dia haba 😂
@Mangal...koomarrr...
@Mangal...koomarrr... Ай бұрын
Ohh my God Interesting laba bhai❤❤❤❤
@hrudanandasankhua5824
@hrudanandasankhua5824 Ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@manaskumar9259
@manaskumar9259 Ай бұрын
Very nice 👍👍👍
@bijayakanhar2007
@bijayakanhar2007 Ай бұрын
Very nice
@mamatamama7556
@mamatamama7556 Ай бұрын
Sundar ati sudar place
@user-kx9se2xh4m
@user-kx9se2xh4m Ай бұрын
ଅଦ୍ଭୁତ 😮 Very nice 👍
@Main_or_tum__
@Main_or_tum__ Ай бұрын
ବୋହୁତ ଭଲ ଲାଗିଲା ଲବ ଭାଈ ❤❤❤❤
@djchandustar5365
@djchandustar5365 Ай бұрын
Nice 🎉🎉🎉
@GalangGulachi548
@GalangGulachi548 Ай бұрын
Adi moj lobo Da nice views.
@dipakkumarmohanty3389
@dipakkumarmohanty3389 14 күн бұрын
Very nice vedio
@MurmuRaj4047
@MurmuRaj4047 Ай бұрын
Robotic Handia Bhati 😂😂😂gote ani aaso💪💪
@sagarmilikhusi
@sagarmilikhusi Ай бұрын
So super labha bhai wow
@KhagapatiSanta-fr5dd
@KhagapatiSanta-fr5dd Ай бұрын
Bahut sunder video bro 👍👍👍
@kasturi6917
@kasturi6917 Ай бұрын
Very nice👍
@uttampradhan8783
@uttampradhan8783 Ай бұрын
ଲବ ଭାଇ ଗ୍ଲାସ୍ ବ୍ରିଜ୍ କୁ ଥରେ ଯାଅ ଭାଇ ପ୍ଲିଜ୍
@bijayythansda2125
@bijayythansda2125 Ай бұрын
Veery naich bro thank you
@Janu21-o1g
@Janu21-o1g Ай бұрын
ବଢିଆ ରବର୍ଟ
@anupamadas6512
@anupamadas6512 Ай бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ବାପରେ କି ଆଶ୍ଚର୍ଯ୍ୟ ସହର ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳିଛି । ଏମିତି ନୂଆ ନୂଆ ଭିଡିଓ ଆଣିବା ପାଇଁ ଅନୁରୋଧ କରୁଅଛୁ । ପୁଣି ଥରେ ଧନ୍ୟବାଦ ଆଶୀର୍ବାଦ ଶୁଭେଚ୍ଛା ।
@Amaodiapua
@Amaodiapua Ай бұрын
ବହୁତ ସୁନ୍ଦର ଭିଡ଼ିଓ 👍👍 ଲବ ଭାଇ ମୋ ପାଇଁ ଗୋଟେ ରୋବଟ ଆଣିବ 🤣🤣🤣🤣
@madhahembram7687
@madhahembram7687 Ай бұрын
Nice bhai ❤😍🥰🙌
@sasmitasing8697
@sasmitasing8697 Ай бұрын
So nice video 👍👌
@MaminaSingh-dg9vs
@MaminaSingh-dg9vs Ай бұрын
Tumo video bohut Sundar laguchhi
@Bikhyatsingh2.0
@Bikhyatsingh2.0 Ай бұрын
ଧନ୍ୟବାଦ ଭାଇ . ନିଜେ ଚାଇନା ଦେଖିଲା ଭଳି ଲଗୁଛି
@locky_zehen
@locky_zehen Ай бұрын
@subasinikusumalia3149
@subasinikusumalia3149 Ай бұрын
ବହୁତ ସୁନ୍ଦର ଭିଡ଼ିଓ
@12swasti34
@12swasti34 Ай бұрын
Wow 😲 amazing 🤩
@user-pr3rn7xi1l
@user-pr3rn7xi1l Ай бұрын
ମୋର Comment famoush and viral hebak ଟା ବଡ଼ କଥା ନୁହେଁ ମୁଁ ବି ଯଦି ଲବ ଭାଇଙ୍କ ବଳି ଲୋକଙ୍କୁ ଭଲପାଇବା ଦେବୀ ❤ ଏବଂ ତାଙ୍କ ବଳି କାମ କରିବା ସେହିଟା ମୋ ପାଇଁ ବଡ଼ କଥା😊😊ଠାକୁରମୁଣ୍ଡା boys
@Editor_ashiq_02
@Editor_ashiq_02 Ай бұрын
Loba Bhai fans sabu like kara😅
@DBEDITZOFFICIAL
@DBEDITZOFFICIAL Ай бұрын
ବହୁତ୍ ସୁନ୍ଦର୍ ଦିଲ ସେ ଲଭ ୟୁ ❤
@rasmiranjan4311
@rasmiranjan4311 Ай бұрын
Great 👍👍
@Rkbro424.10k
@Rkbro424.10k Ай бұрын
ବହୁତ ସୁନ୍ଦର ❤️❤️
@Nacture__lover__179
@Nacture__lover__179 Ай бұрын
Mayurbhanj ru kie kie dekhucha ❤
@Sibaram12370
@Sibaram12370 Ай бұрын
❤ବହୁତ ଭଲ ଅତି ସୁନ୍ଦର❤👍💃
@govindahansdah6140
@govindahansdah6140 Ай бұрын
Nice blog
@vlogdestribus7952
@vlogdestribus7952 Ай бұрын
Laba bhai pai gote gote like heu❤❤❤❤❤❤❤❤
@SunilKumarSingh-hj3vh
@SunilKumarSingh-hj3vh Ай бұрын
ଲଭ ଭାଈ ସାନ୍ତାଳ albhum China ରେ କରନ୍ତୁ, Please
@Sorenkola306.
@Sorenkola306. Ай бұрын
Nischoy
@MirzaMurmu-it7wf
@MirzaMurmu-it7wf Ай бұрын
Nice views bhai
@PratapSahoo-s2t
@PratapSahoo-s2t 19 күн бұрын
Very nice video
@santalientertainment903
@santalientertainment903 Ай бұрын
କରନା ଆରମ୍ଭ ହେଇଥିବା ଜାଗା ଟିକେ ଯାଆନ୍ତୁ।
ISSEI & yellow girl 💛
00:33
ISSEI / いっせい
Рет қаралды 21 МЛН
Алексей Щербаков разнес ВДВшников
00:47
Harley Quinn's revenge plan!!!#Harley Quinn #joker
00:59
Harley Quinn with the Joker
Рет қаралды 24 МЛН
ISSEI & yellow girl 💛
00:33
ISSEI / いっせい
Рет қаралды 21 МЛН